Difference between revisions of "Inkscape/C2/Text-tool-features/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Narration</center> |- |00:01 | Inkscape ବ୍ୟବହାର କରି Text Tool Features ଉପରେ ସ୍ପୋ...") |
PoojaMoolya (Talk | contribs) |
||
Line 1: | Line 1: | ||
− | {| | + | {| Border=1 |
− | | | + | | '''Time''' |
− | | | + | |'''Narration''' |
|- | |- | ||
|00:01 | |00:01 | ||
| Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:09 | |00:09 | ||
− | | | + | | ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍ |
− | + | ||
− | + | ||
− | + | ||
|- | |- | ||
|00:12 | |00:12 | ||
− | | | + | | ସୁପରସ୍କ୍ରିପ୍ଟ,ଓ ସବସ୍କ୍ରିପ୍ଟ |
− | + | ||
− | + | ||
− | + | ||
|- | |- | ||
|00:15 | |00:15 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | ||
+ | |||
|- | |- | ||
|00:17 | |00:17 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
+ | |||
|- | |- | ||
|00:20 | |00:20 | ||
− | | | + | | Inkscape ଭର୍ସନ୍ 0.48.4 |
+ | |||
|- | |- | ||
|00:24 | |00:24 | ||
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | | ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ | ||
+ | |||
|- | |- | ||
|00:33 | |00:33 | ||
| Inkscape ଖୋଲନ୍ତୁ | | Inkscape ଖୋଲନ୍ତୁ | ||
+ | |||
|- | |- | ||
|00:35 | |00:35 | ||
| ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ | | ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ | ||
+ | |||
|- | |- | ||
|00:40 | |00:40 | ||
| ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ | | ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|00:45 | |00:45 | ||
| Manual Kerningରୁ ଆରମ୍ଭ କରିବା | | Manual Kerningରୁ ଆରମ୍ଭ କରିବା | ||
+ | |||
|- | |- | ||
|00:48 | |00:48 | ||
| Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ | | Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ | ||
+ | |||
|- | |- | ||
|00:54 | |00:54 | ||
| Spoken ଶବ୍ଦ ଟାଇପ୍ କରନ୍ତୁ | | Spoken ଶବ୍ଦ ଟାଇପ୍ କରନ୍ତୁ | ||
+ | |||
|- | |- | ||
|00:58 | |00:58 | ||
| S ପରେ କର୍ସର୍ କୁ ରଖନ୍ତୁ | | S ପରେ କର୍ସର୍ କୁ ରଖନ୍ତୁ | ||
+ | |||
|- | |- | ||
|01:01 | |01:01 | ||
| ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ | | ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ | ||
+ | |||
|- | |- | ||
|01:05 | |01:05 | ||
| S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | | S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:13 | |01:13 | ||
| ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା | | ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା | ||
+ | |||
|- | |- | ||
|01:19 | |01:19 | ||
| ମୁଁ Horizontal Kerning ପାରାମିଟର୍ କୁ 3 ରଖିବି | | ମୁଁ Horizontal Kerning ପାରାମିଟର୍ କୁ 3 ରଖିବି | ||
+ | |||
|- | |- | ||
|01:24 | |01:24 | ||
| ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ | | ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ | ||
+ | |||
|- | |- | ||
|01:30 | |01:30 | ||
| ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ | | ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:34 | |01:34 | ||
| କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ | | କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ | ||
+ | |||
|- | |- | ||
|01:39 | |01:39 | ||
| ଏହି ପାରାମିଟର୍ କୁ 15 ରଖନ୍ତୁ | | ଏହି ପାରାମିଟର୍ କୁ 15 ରଖନ୍ତୁ | ||
+ | |||
|- | |- | ||
|01:42 | |01:42 | ||
| ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା | | ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା | ||
+ | |||
|- | |- | ||
|01:47 | |01:47 | ||
| ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ | | ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ | ||
+ | |||
|- | |- | ||
|01:51 | |01:51 | ||
| ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ | | ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ | ||
+ | |||
|- | |- | ||
|01:55 | |01:55 | ||
| Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ | | Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ | ||
+ | |||
|- | |- | ||
|02:02 | |02:02 | ||
| ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ | | ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ | ||
+ | |||
|- | |- | ||
|02:09 | |02:09 | ||
| ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5 | | ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5 | ||
+ | |||
|- | |- | ||
|02:17 | |02:17 | ||
| Vertical Shift ପାରାମିଟର୍ 10 | | Vertical Shift ପାରାମିଟର୍ 10 | ||
+ | |||
|- | |- | ||
|02:21 | |02:21 | ||
| ଓ Character Rotation ପାରାମିଟର୍ କୁ 20 ଦେବି | | ଓ Character Rotation ପାରାମିଟର୍ କୁ 20 ଦେବି | ||
+ | |||
|- | |- | ||
|02:24 | |02:24 | ||
| ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ | | ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ | ||
+ | |||
|- | |- | ||
|02:26 | |02:26 | ||
| Kerns କାଢିବା ପାଇଁ, Text Menuକୁ ଯାଇ | | Kerns କାଢିବା ପାଇଁ, Text Menuକୁ ଯାଇ | ||
+ | |||
|- | |- | ||
|02:29 | |02:29 | ||
| Remove Manual Kerns ଉପରେ କ୍ଲିକ୍ କରନ୍ତୁ | | Remove Manual Kerns ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:32 | |02:32 | ||
| Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ | | Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ | ||
+ | |||
|- | |- | ||
|02:35 | |02:35 | ||
| Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ | | Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ | ||
+ | |||
|- | |- | ||
|02:39 | |02:39 | ||
| ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ | | ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ | ||
+ | |||
|- | |- | ||
|02:43 | |02:43 | ||
| ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା | | ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା | ||
+ | |||
|- | |- | ||
|02:47 | |02:47 | ||
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ | ||
+ | |||
|- | |- | ||
|02:51 | |02:51 | ||
| ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା | | ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା | ||
+ | |||
|- | |- | ||
|02:54 | |02:54 | ||
| Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି | | Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି | ||
+ | |||
|- | |- | ||
|03:01 | |03:01 | ||
| ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ | | ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ | ||
+ | |||
|- | |- | ||
|03:08 | |03:08 | ||
| ଏବେ, Inkscapeକୁ ଫେରିଆସନ୍ତୁ | | ଏବେ, Inkscapeକୁ ଫେରିଆସନ୍ତୁ | ||
+ | |||
|- | |- | ||
|03:10 | |03:10 | ||
| କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ | | କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ | ||
+ | |||
|- | |- | ||
|03:15 | |03:15 | ||
| Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:19 | |03:19 | ||
| ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା | | ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା | ||
+ | |||
|- | |- | ||
|03:22 | |03:22 | ||
| ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା | | ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା | ||
+ | |||
|- | |- | ||
|03:27 | |03:27 | ||
| ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ | | ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ | ||
+ | |||
|- | |- | ||
|03:33 | |03:33 | ||
| http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ | | http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ | ||
+ | |||
|- | |- | ||
|03:37 | |03:37 | ||
| ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା | | ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା | ||
+ | |||
|- | |- | ||
|03:41 | |03:41 | ||
| ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ | | ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:45 | |03:45 | ||
| ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ | | ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ | ||
+ | |||
|- | |- | ||
|03:50 | |03:50 | ||
| ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି | | ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି | ||
+ | |||
|- | |- | ||
|03:53 | |03:53 | ||
| ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial. | | ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial. | ||
+ | |||
|- | |- | ||
|03:59 | |03:59 | ||
| ଏବେ Accept ଉପରେ କ୍ଲିକ୍ କରନ୍ତୁ | | ଏବେ Accept ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:02 | |04:02 | ||
| ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ | | ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ | ||
+ | |||
|- | |- | ||
|04:08 | |04:08 | ||
| Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର | | Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର | ||
+ | |||
|- | |- | ||
|04:14 | |04:14 | ||
| ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ | | ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ | ||
+ | |||
|- | |- | ||
|04:18 | |04:18 | ||
| Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା | | Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା | ||
+ | |||
|- | |- | ||
|04:22 | |04:22 | ||
| ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ | | ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ | ||
+ | |||
|- | |- | ||
|04:27 | |04:27 | ||
| ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ | | ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ | ||
+ | |||
|- | |- | ||
|04:32 | |04:32 | ||
| ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା | | ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା | ||
+ | |||
|- | |- | ||
|04:36 | |04:36 | ||
| ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.'''(a + b whole square is equal to a square plus b square plus 2ab). | | ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.'''(a + b whole square is equal to a square plus b square plus 2ab). | ||
+ | |||
|- | |- | ||
|04:44 | |04:44 | ||
| ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ | | ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ | ||
+ | |||
|- | |- | ||
|04:48 | |04:48 | ||
| ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:56 | |04:56 | ||
| ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ | | ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ | ||
+ | |||
|- | |- | ||
|04:59 | |04:59 | ||
| ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା | | ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା | ||
+ | |||
|- | |- | ||
|05:04 | |05:04 | ||
| ଟାଇପ୍ କରନ୍ତୁ H2SO4 | | ଟାଇପ୍ କରନ୍ତୁ H2SO4 | ||
+ | |||
|- | |- | ||
|05:07 | |05:07 | ||
| ଏଠାରେ 2 ଓ 4କୁ Subscriptରେ ଲେଖିବା | | ଏଠାରେ 2 ଓ 4କୁ Subscriptରେ ଲେଖିବା | ||
+ | |||
|- | |- | ||
|05:11 | |05:11 | ||
| ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:17 | |05:17 | ||
| ସମାନ ଭାବରେ ବଳକା 4କୁ ବଦଳାନ୍ତୁ | | ସମାନ ଭାବରେ ବଳକା 4କୁ ବଦଳାନ୍ତୁ | ||
+ | |||
|- | |- | ||
|05:19 | |05:19 | ||
| ସଂକ୍ଷିପ୍ତରେ | | ସଂକ୍ଷିପ୍ତରେ | ||
+ | |||
|- | |- | ||
|05:21 | |05:21 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, | ||
+ | |||
|- | |- | ||
|05:24 | |05:24 | ||
− | | | + | | ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍ |
− | + | ||
− | + | ||
− | + | ||
|- | |- | ||
|05:26 | |05:26 | ||
− | | | + | | ସୂପର୍ ସ୍କ୍ରିପ୍ଟ ଓ,ସବସ୍କ୍ରିପ୍ଟ |
− | + | ||
− | + | ||
− | + | ||
|- | |- | ||
|05:29 | |05:29 | ||
| ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ | | ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ | ||
+ | |||
|- | |- | ||
|05:31 | |05:31 | ||
| How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ | | How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ | ||
+ | |||
|- | |- | ||
|05:36 | |05:36 | ||
| w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ | | w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ | ||
+ | |||
|- | |- | ||
|05:42 | |05:42 | ||
| are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ | | are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ | ||
+ | |||
|- | |- | ||
|05:47 | |05:47 | ||
| you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ | | you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ | ||
+ | |||
|- | |- | ||
|05:52 | |05:52 | ||
| Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ | | Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ | ||
+ | |||
|- | |- | ||
|05:57 | |05:57 | ||
| Silver sulfate - Ag₂SO₄ | | Silver sulfate - Ag₂SO₄ | ||
+ | |||
|- | |- | ||
|06:00 | |06:00 | ||
| a<sup>2</sup>−b<sup>2</sup><nowiki>=(a−b)(a+b)</nowiki><br/> | | a<sup>2</sup>−b<sup>2</sup><nowiki>=(a−b)(a+b)</nowiki><br/> | ||
+ | |||
|- | |- | ||
|06:06 | |06:06 | ||
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ | | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ | ||
+ | |||
|- | |- | ||
|06:09 | |06:09 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ | ||
+ | |||
|- | |- | ||
|06:15 | |06:15 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି | ||
+ | |||
|- | |- | ||
|06:22 | |06:22 | ||
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | ||
+ | |||
|- | |- | ||
|06:24 | |06:24 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|06:30 | |06:30 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|06:34 | |06:34 | ||
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
|06:36 | |06:36 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 11:09, 7 April 2017
Time | Narration |
00:01 | Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍ |
00:12 | ସୁପରସ୍କ୍ରିପ୍ଟ,ଓ ସବସ୍କ୍ରିପ୍ଟ |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:17 | ଉବୁଣ୍ଟୁ ଲିନକ୍ସ 12.04 OS |
00:20 | Inkscape ଭର୍ସନ୍ 0.48.4 |
00:24 | ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ |
00:33 | Inkscape ଖୋଲନ୍ତୁ |
00:35 | ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ |
00:40 | ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ |
00:45 | Manual Kerningରୁ ଆରମ୍ଭ କରିବା |
00:48 | Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ |
00:54 | Spoken ଶବ୍ଦ ଟାଇପ୍ କରନ୍ତୁ |
00:58 | S ପରେ କର୍ସର୍ କୁ ରଖନ୍ତୁ |
01:01 | ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ |
01:05 | S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
01:13 | ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା |
01:19 | ମୁଁ Horizontal Kerning ପାରାମିଟର୍ କୁ 3 ରଖିବି |
01:24 | ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ |
01:30 | ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ |
01:34 | କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ |
01:39 | ଏହି ପାରାମିଟର୍ କୁ 15 ରଖନ୍ତୁ |
01:42 | ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା |
01:47 | ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ |
01:51 | ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ |
01:55 | Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ |
02:02 | ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ |
02:09 | ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5 |
02:17 | Vertical Shift ପାରାମିଟର୍ 10 |
02:21 | ଓ Character Rotation ପାରାମିଟର୍ କୁ 20 ଦେବି |
02:24 | ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
02:26 | Kerns କାଢିବା ପାଇଁ, Text Menuକୁ ଯାଇ |
02:29 | Remove Manual Kerns ଉପରେ କ୍ଲିକ୍ କରନ୍ତୁ |
02:32 | Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ |
02:35 | Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ |
02:39 | ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ |
02:43 | ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା |
02:47 | ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ |
02:51 | ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା |
02:54 | Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି |
03:01 | ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ |
03:08 | ଏବେ, Inkscapeକୁ ଫେରିଆସନ୍ତୁ |
03:10 | କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ |
03:15 | Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
03:19 | ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା |
03:22 | ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା |
03:27 | ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ |
03:33 | http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ |
03:37 | ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା |
03:41 | ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:45 | ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ |
03:50 | ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି |
03:53 | ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial. |
03:59 | ଏବେ Accept ଉପରେ କ୍ଲିକ୍ କରନ୍ତୁ |
04:02 | ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ |
04:08 | Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର |
04:14 | ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ |
04:18 | Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା |
04:22 | ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ |
04:27 | ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ |
04:32 | ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା |
04:36 | ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.(a + b whole square is equal to a square plus b square plus 2ab). |
04:44 | ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ |
04:48 | ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:56 | ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ |
04:59 | ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା |
05:04 | ଟାଇପ୍ କରନ୍ତୁ H2SO4 |
05:07 | ଏଠାରେ 2 ଓ 4କୁ Subscriptରେ ଲେଖିବା |
05:11 | ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:17 | ସମାନ ଭାବରେ ବଳକା 4କୁ ବଦଳାନ୍ତୁ |
05:19 | ସଂକ୍ଷିପ୍ତରେ |
05:21 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ, |
05:24 | ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍ |
05:26 | ସୂପର୍ ସ୍କ୍ରିପ୍ଟ ଓ,ସବସ୍କ୍ରିପ୍ଟ |
05:29 | ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ |
05:31 | How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ |
05:36 | w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ |
05:42 | are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ |
05:47 | you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ |
05:52 | Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ |
05:57 | Silver sulfate - Ag₂SO₄ |
06:00 | a2−b2=(a−b)(a+b) |
06:06 | ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
06:09 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ |
06:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
06:22 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
06:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
06:34 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
06:36 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |