Difference between revisions of "GChemPaint/C3/Resonance-Structures/Oriya"
From Script | Spoken-Tutorial
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର |- |00:02 | GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍...") |
|||
Line 398: | Line 398: | ||
|- | |- | ||
|09:16 | |09:16 | ||
− | |||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | ||
|- | |- |
Revision as of 14:04, 1 March 2016
Time | Narration |
00:01 | ନମସ୍କାର |
00:02 | GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା, |
00:09 | *ରାସାୟନିକ ଅଭିକ୍ରିୟା ଦର୍ଶାଇବା ପାଇଁ ବିଭିନ୍ନ ପ୍ରକାରର arrows ବ୍ୟବହାର କରିବା ଏବଂ |
00:14 | * ଏକ ପରମାଣୁରେ ଚାର୍ଜ ଓ ଇଲେକ୍ଟ୍ରୋନ୍ ଯୁଗ୍ମଗୁଡ଼ିକୁ ଯୋଡ଼ିବା |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:20 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:24 | GChemPaint ଭର୍ସନ୍ 0.12.10 |
00:29 | ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ହେବା ଉଚିତ୍ |
00:34 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:39 | ମୁଁ GChemPaint ୱିଣ୍ଡୋକୁ ଯିବି |
00:42 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
00:45 | ଏଠାରେ ଆପଣ EthylChloride ଓ Methylbromide ଷ୍ଟ୍ରକଚର୍ ଦେଖିପାରୁଛନ୍ତି |
00:50 | ମୁଁ ଦର୍ଶାଇବି ଯେ Carbo-cation କୁ କେମିତି ହାସଲ କରାଯିବ |
00:55 | ଏବେ EthylChloride ର Chlorine ପରମାଣୁ ଉପରେ ଇଲେକ୍ଟ୍ରୋନ୍ ର ଏକ ଯୁଗ୍ମ ଯୋଡ଼ିବା |
01:01 | Add an electron pair ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:04 | Chlorine ପରମାଣୁ ଉପରେ କ୍ଲିକ୍ କରି କ’ଣ ଘଟୁଛି ଦେଖନ୍ତୁ |
01:09 | ଏହାପରେ, ମୁଁ Carbon-Chlorine ବଣ୍ଡ୍ ଉପରେ ଇଲେକ୍ଟ୍ରୋନ୍ ଯୁଗ୍ମକୁ ସିଫ୍ଟ୍ କରିବା ଦେଖାଇବି |
01:14 | Add a curved arrow to represent an electron pair move ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:18 | ପ୍ରପର୍ଟି ୱିଣ୍ଡୋ ଖୋଲିବ |
01:21 | End arrow at center of new bond ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
01:26 | ଏହା ଇଲେକ୍ଟ୍ରୋନ୍ ଯୁଗ୍ମକୁ ସଠିକ୍ ସ୍ଥିତିକୁ ନିଏ |
01:30 | Carbon-Chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
01:33 | Curved ଆରୋ ଉପରେ କର୍ସର୍ ରଖି ଇଲେକ୍ଟ୍ରୋନ୍ ସିଫ୍ଟକୁ ଦେଖନ୍ତୁ |
01:39 | ମୁଁ ଏହି ଷ୍ଟ୍ରକଚର୍ ର କପି ତିଆରି କରିବି |
01:42 | ଏବେ Add an arrow ଉପରେ କ୍ଲିକ୍ କରନ୍ତୁ ଏବଂ ଷ୍ଟ୍ରକଚର୍ ମଝିରେ କ୍ଲିକ୍ କରନ୍ତୁ |
01:48 | Carbo-cation ଫର୍ମେସନ୍ ପାଇଁ Sodium Hydroxide(NaOH) ଭଳି ବେସ୍ ଦ୍ୱାରା ପ୍ରାରମ୍ଭ ହୁଏ |
01:54 | Add or modify a group of atoms ଟୁଲ୍ କ୍ଲିକ୍ କରି ଆରୋ ଉପରେ କ୍ଲିକ୍ କରନ୍ତୁ |
02:00 | NaOH ଟାଇପ୍ କରନ୍ତୁ |
02:04 | 'Selection' ଟୁଲ୍ କ୍ଲିକ୍ କରି NaOH ସିଲେକ୍ଟ କରନ୍ତୁ |
02:09 | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:12 | ସବମେନ୍ୟୁରେ ଆରୋ ସିଲେକ୍ଟ କରନ୍ତୁ |
02:13 | Attach selection to arrow କ୍ଲିକ୍ କରନ୍ତୁ |
02:18 | 'Arrow associated' ଶୀର୍ଷକ ସହିତ ଡାଇଲଗ୍ ବକ୍ସ ଖୋଲିବ |
02:23 | 'Role' ଡ୍ରପ୍ ଡାଉନ୍ ରେ, 'reactant' ସିଲେକ୍ଟ କରନ୍ତୁ ଓ 'Close' କ୍ଲିକ୍ କରନ୍ତୁ |
02:29 | ଏବେ ଦ୍ୱିତୀୟ EthylChloride କୁ Ethyl Carbo-cation ଓ Chloride ions ରେ ବଦଳାନ୍ତୁ |
02:36 | 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
02:42 | Ethane(CH3-CH3) ଓ HCL ତିଆରି ହେବ |
02:45 | ଯେତେବେଳେ ଇଲେକ୍ଟ୍ରୋନ୍ସ Carbon ରୁ Chlorine କୁ ସିଫ୍ଟ ହୁଏ, Carbonରେ ଏକ ପଜିଟିଭ୍ ଚାର୍ଜ ବୃଦ୍ଧି ହୁଏ |
02:51 | Increment the charge ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:54 | ସେହି ସ୍ଥିତି ଉପରେ କ୍ଲିକ୍ କରନ୍ତୁ ଯେଉଁଠୁ Carbon-chlorine ବଣ୍ଡ୍ ଲିଭା ଯାଇଥିଲା |
02:59 | 'Ethyl Carbo-cation(CH3-CH2^+)' ତିଆରି ହୋଇଗଲା |
03:02 | Chloride ion କରିବା ପାଇଁ, 'Decrement the charge' ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:07 | HCL ରେ କ୍ଲିକ୍ କରନ୍ତୁ, Chloride(Cl^-) ଆୟନ୍ ତିଆରି ହୋଇଗଲା |
03:12 | ଏବେ single electron ସିଫ୍ଟ୍ କୁ ଯିବା |
03:15 | free radicals ପାଇବା ପାଇଁ Methylbromide ଷ୍ଟ୍ରକଚର୍ ପ୍ରୟୋଗ କରନ୍ତୁ |
03:20 | 'Add a curved arrow to represent a single electron move' ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:26 | Curved ଆରୋ ପାଇବା ପାଇଁ Methylbromide ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
03:30 | ବଣ୍ଡ୍ ଉପରେ 'Pencil' ଟୁଲ୍ କୁ ଅଳ୍ପ ସିଫ୍ଟ କରନ୍ତୁ, ଦ୍ୱିତୀୟ curved ଆରୋ ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ |
03:38 | ଗୋଟିଏ ଆରୋ bromo(Br) ଆଡ଼କୁ ଏବଂ ଅନ୍ୟ ଆରୋ methyl(CH3) ଆଡ଼କୁ ଯାଏ |
03:44 | Bromo(Br) ଓ methyl(CH3) ଉଭୟ, ବଣ୍ଡ୍ କରାଯାଇଥିବା ଇଲେକ୍ଟ୍ରୋନ୍ ଯୁଗ୍ମଠାରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରୋନ୍ସ ପାଇବେ |
03:51 | ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ଏକ ଆରୋ ଯୋଡ଼ିବା |
03:54 | 'Add an arrow' ଉପରେ କ୍ଲିକ୍ କରି Methylbromide ପାଖରେ ଥିବା Display area ଉପରେ କ୍ଲିକ୍ କରନ୍ତୁ |
04:00 | free radicals ର ଉତ୍ପତ୍ତି ଅଭିକ୍ରିୟାରେ heat ଅନ୍ତର୍ଭୁକ୍ତ କରେ |
04:04 | 'Add or modify a text' ଟୁଲ୍ କ୍ଲିକ୍ କରନ୍ତୁ |
04:08 | ଆରୋ ଉପରେ ଥିବା Display area ରେ କ୍ଲିକ୍ କରନ୍ତୁ |
04:11 | ସବୁଜ ବକ୍ସରେ “Heat” ଟାଇପ୍ କରନ୍ତୁ |
04:14 | 'Selection' କ୍ଲିକ୍ କରି “Heat” ସିଲେକ୍ଟ କରନ୍ତୁ |
04:19 | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
04:21 | ସବମେନ୍ୟୁରୁ Arrow ସିଲେକ୍ଟ କରନ୍ତୁ ଏବଂ 'Attach selection to arrow' ରେ କ୍ଲିକ୍ କରନ୍ତୁ |
04:27 | 'Arrow associated' ଶୀର୍ଷକ ସହିତ ଏକ ଡାଇଲଗ୍ ବକ୍ସ ଖୋଲିବ |
04:32 | ଧ୍ୟାନଦିଅନ୍ତୁ ଯେ, Role ଡ୍ରପ୍ ଡାଉନ୍ ସୂଚୀରେ ଅଧିକ ବିକଳ୍ପ ଥାଏ |
04:37 | Role ଡ୍ରପ୍ ଡାଉନ୍ ରେ, 'Temperature' ସିଲେକ୍ଟ କରନ୍ତୁ ଏବଂ |
04:40 | 'Close' କ୍ଲିକ୍ କରନ୍ତୁ |
04:43 | ଏବେ free radicals ତିଆରି କରିବା |
04:46 | ମୁଁ ଏହି ଷ୍ଟ୍ରକଚର୍ ର ଏକ କପି ତିଆରି କରିବି |
04:50 | 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-bromine ବଣ୍ଡ୍ କ୍ଲିକ୍ କରନ୍ତୁ |
04:55 | Methane(CH4) ଏବଂ Hydrogen-bromide(HBr) ତିଆରି ହୋଇଗଲା |
04:59 | 'Add an unpaired electron' ଟୁଲ୍ କ୍ଲିକ୍ କରନ୍ତୁ |
05:02 | Methane(CH4)' ଓ Hydrogen-bromide(HBr) ରେ କ୍ଲିକ୍ କରନ୍ତୁ |
05:06 | Methyl(CH3) ଓ Bromium(Br) free radicals ତିଆରି ହୋଇଗଲା |
05:10 | 'Selection' ଟୁଲ୍ କ୍ଲିକ୍ କରନ୍ତୁ |
05:12 | ଅଭିକ୍ରିୟା ପାଥୱେ ତିଆରି କରିବା ପାଇଁ, ପ୍ରଥମେ ସମ୍ପୂର୍ଣ୍ଣ ଅଭିକ୍ରିୟା ସିଲେକ୍ଟ କରିବା |
05:17 | ଏବେ selection ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:20 | ଏକ ସବମେନ୍ୟୁ ଖୋଲିବ |
05:22 | 'Create a new reaction' ରେ କ୍ଲିକ୍ କରନ୍ତୁ |
05:25 | ଅଭିକ୍ରିୟା ପାଥ୍ ତିଆରି ହୋଇଗଲା |
05:28 | ଅଭିକ୍ରିୟା ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
05:30 | ଏହିଭଳି ମୁଁ ପୂର୍ବ ଅଭିକ୍ରିୟା ପାଇଁ ଅଭିକ୍ରିୟା ପାଥୱେ ତିଆରି କରିବି |
05:37 | ଆମେ ଚାହିଁଲେ ଅଭିକ୍ରିୟା ପାଥୱେକୁ ହଟାଇ ମଧ୍ୟ ପାରିବା |
05:41 | ଏଭଳି କରିବା ପାଇଁ, ଅଭିକ୍ରିୟା ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:45 | 'Destroy the reaction' ରେ କ୍ଲିକ୍ କରନ୍ତୁ |
05:48 | ଏହି କ୍ରିୟା, ଅଭିକ୍ରିୟା ପାଥୱେ କୁ ହଟାଇଦେବ |
05:51 | ଯେକୌଣସି ଗୋଟିଏ ଅବଜେକ୍ଟ ଟାଣନ୍ତୁ ଏବଂ ଦେଖିବେ ଯେ ଏହା ଅଲଗା-ଅଲଗା ଚାଲିପାରିବେ |
05:57 | ଏବେ ଆମେ double headed arrow ବ୍ୟବହାର କରି Resonance ଓ Mesomery କୁ ଯିବା |
06:02 | ମୁଁ Nitromethane ଷ୍ଟ୍ରକଚର୍ ସହ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
06:08 | ମୁଁ ଇଲେକ୍ଟ୍ରୋନ୍ ସିଫ୍ଟ ଦର୍ଶାଇବା ପାଇଁ ଷ୍ଟ୍ରକଚର୍ ଭିତରେ curved ଆରୋଜ୍ ଓ ଚାର୍ଜ ଯୋଡ଼ିଥିଲି |
06:14 | ଏବେ ଏକ ଡବଲ୍ ହେଡେଡ୍ ଆରୋ ଯୋଡ଼ିବା |
06:16 | 'Add a double headed arrow' ରେ କ୍ଲିକ୍ କରନ୍ତୁ |
06:20 | Nitromethane ମଧ୍ୟସ୍ଥ Display area ରେ କ୍ଲିକ୍ କରନ୍ତୁ |
06:25 | ଏହି ଦୁଇ ଷ୍ଟ୍ରକଚର୍ ହେଉଛନ୍ତି Nitromethane ର "Resonance structures" |
06:30 | ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ |
06:33 | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
06:35 | ଏକ ସବମେନ୍ୟୁ ଖୋଲିବ |
06:37 | 'Create a new mesomery relationship' ରେ କ୍ଲିକ୍ କରନ୍ତୁ |
06:41 | ସମ୍ବନ୍ଧ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
06:44 | ଏଠାରେ Resonance Structures of Benzene ପାଇଁ ସ୍ଲାଇଡ୍ ଅଛି |
06:48 | ଏବେ retro-synthetic ପାଥୱେ ତିଆରି କରିବା ବିଷୟରେ ଶିଖିବା |
06:52 | ମୁଁ ଆବଶ୍ୟକ ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
06:57 | Retrosynthetic ପାଥୱେ ସମସ୍ତ ମଧ୍ୟବର୍ତ୍ତୀ ସହ ଉତ୍ପାଦରୁ ଆରମ୍ଭ ହୁଏ ଏବଂ ଅଭିକାରକକୁ ଯାଏ |
07:04 | ଏହି ପାଥୱେରେ ଶେଷ ଉତ୍ପାଦ Ortho-nitrophenol ହୋଇଥିବାବେଳେ ପ୍ରାରମ୍ଭିକ ବସ୍ତୁ ହେଉଛି Benzene |
07:10 | ଏବେ retro-synthetic ପାଥୱେ ଦର୍ଶାଇବା ପାଇଁ, retro-synthetic ଆରୋ ଯୋଡ଼ନ୍ତୁ |
07:15 | 'Add an arrow for a retrosynthetic step' ରେ କ୍ଲିକ୍ କରନ୍ତୁ |
07:20 | ସମସ୍ତ କମ୍ପାଉଣ୍ଡସ୍ ମଝିରେ କ୍ଲିକ୍ କରନ୍ତୁ |
07:25 | ସମସ୍ତ ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ, Ctrl+A ଦାବନ୍ତୁ |
07:28 | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:30 | ଏକ ସବମେନ୍ୟୁ ଖୋଲିବ |
07:32 | 'Create a new retrosynthesis pathway' ରେ କ୍ଲିକ୍ କରନ୍ତୁ |
07:36 | ନିର୍ମିତ ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
07:39 | ସଂକ୍ଷେପରେ |
07:41 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ |
07:44 | * curved ଆରୋ ବ୍ୟବହାର କରି ଇଲେକ୍ଟ୍ରୋନ୍ ସିଫ୍ଟସ୍ ଦର୍ଶାଇବା |
07:48 | * ଅଭିକ୍ରିୟାର କଣ୍ଡିସନ୍ କୁ ଅଭିକ୍ରିୟା ଆରୋରେ ଯୋଡ଼ିବା |
07:52 | * ଅଭିକ୍ରିୟା ଆରୋ ବ୍ୟବହାର କରି ଅଭିକ୍ରିୟା ପାଥୱେ ନିର୍ମାଣ ଓ ବିଲୋପ |
07:57 | *ଡବଲ୍ ହେଡେଡ୍ ଆରୋ ବ୍ୟବହାର କରି ଏକ ନୂଆ mesomery ସମ୍ବନ୍ଧ ତିଆରି କରିବା |
08:01 | * retro-synthetic ଆରୋ ବ୍ୟବହାର କରି retro-synthetic ପାଥୱେ ତିଆରି କରିବା |
08:06 | ଏକ ଆସାଇନମେଣ୍ଟ୍ ଭାବେ- |
08:07 | ଆରୋ ପ୍ରପର୍ଟିଜ୍ ବ୍ୟବହାର କରି |
08:10 | 1. Butane ଓ Sodium bromide ପାଇବା ପାଇଁ, Bromo-Ethane (C2H5Br) ଓ Sodium(Na) ର solvent Dry ether ସହିତ ଅଭିକ୍ରିୟା ପାଇଁ ଏକ ଅଭିକ୍ରିୟା ପାଥୱେ ତିଆରି କରନ୍ତୁ |
08:20 | ୨.ଅଭିକ୍ରିୟାର ଅଣୁରେ stoichiometric coefficients (ଷ୍ଟୋଇକୋମେଟ୍ରିକ୍ କୋଏଫିସିଏଣ୍ଟସ୍) ଯୋଡ଼ନ୍ତୁ |
08:24 | 3. Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଆଙ୍କନ୍ତୁ |
08:30 | ଏହା ଆବଶ୍ୟକ ଅଭିକ୍ରିୟା ପାଥୱେ ଅଟେ |
08:33 | ଏଗୁଡ଼ିକ Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଅଟନ୍ତି |
08:39 | ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial |
08:43 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:45 | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନ୍ଲୋଡ କରି ଦେଖିପାରିବେ |
08:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:54 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:57 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
09:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ |
09:08 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:16 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro |
09:21 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,
ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |