Difference between revisions of "Geogebra/C3/Mensuration/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 6: | Line 6: | ||
|00:00 | |00:00 | ||
| ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ | | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ | ||
+ | |||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:09 | |00:09 | ||
− | | | + | | ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
+ | |||
|- | |- | ||
|00:12 | |00:12 | ||
− | | | + | | ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
+ | |||
|- | |- | ||
|00:15 | |00:15 | ||
− | | | + | | ସ୍ଫିଅର୍ ଓ କୋନ୍ ର ଆୟତନ |
+ | |||
|- | |- | ||
|00:20 | |00:20 | ||
| ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ | | ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ | ||
+ | |||
|- | |- | ||
|00:24 | |00:24 | ||
| ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ, | | ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ, | ||
+ | |||
|- | |- | ||
|00:27 | |00:27 | ||
| ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:31 | |00:31 | ||
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | ||
+ | |||
|- | |- | ||
|00:33 | |00:33 | ||
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 | | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 | ||
+ | |||
|- | |- | ||
|00:38 | |00:38 | ||
| ଜିଓଜେବ୍ରା ଭର୍ସନ୍ 3.2.47.0 | | ଜିଓଜେବ୍ରା ଭର୍ସନ୍ 3.2.47.0 | ||
+ | |||
|- | |- | ||
|00:42 | |00:42 | ||
| ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା: | | ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା: | ||
+ | |||
|- | |- | ||
|00:46 | |00:46 | ||
− | | | + | | Segment between two points |
+ | |||
|- | |- | ||
|00:48 | |00:48 | ||
− | | | + | | Circle with center and radius |
+ | |||
|- | |- | ||
|00:51 | |00:51 | ||
− | | | + | | Ellipse,Polygon |
− | + | ||
− | + | ||
− | + | ||
|- | |- | ||
|00:54 | |00:54 | ||
− | | | + | | New point ଓ |
+ | |||
|- | |- | ||
|00:56 | |00:56 | ||
− | | | + | | Insert text,ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
− | + | ||
− | + | ||
− | + | ||
|- | |- | ||
|01:00 | |01:00 | ||
| ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ Type ତଳେ, Education ଓ Geogebra ଚୟନ କରନ୍ତୁ | | ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ Type ତଳେ, Education ଓ Geogebra ଚୟନ କରନ୍ତୁ | ||
+ | |||
|- | |- | ||
|01:13 | |01:13 | ||
| ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା | | ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା | ||
+ | |||
|- | |- | ||
|01:15 | |01:15 | ||
| ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା | | ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା | ||
+ | |||
|- | |- | ||
|01:20 | |01:20 | ||
| ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ | | ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:27 | |01:27 | ||
| Open ଉପରେ କ୍ଲିକ୍ କରନ୍ତୁ | | Open ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:29 | |01:29 | ||
|ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals) | |ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals) | ||
+ | |||
|- | |- | ||
|01:34 | |01:34 | ||
| ଏହାକୁ ପ୍ରଦର୍ଶନ କରିବା ପାଇଁ: | | ଏହାକୁ ପ୍ରଦର୍ଶନ କରିବା ପାଇଁ: | ||
+ | |||
|- | |- | ||
|01:36 | |01:36 | ||
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:39 | |01:39 | ||
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | ||
+ | |||
|- | |- | ||
|01:44 | |01:44 | ||
− | |Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ; ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି | + | |Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ; |
+ | ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି | ||
+ | |||
|- | |- | ||
|02:09 | |02:09 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:11 | |02:11 | ||
| ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି | | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି | ||
+ | |||
|- | |- | ||
|02:14 | |02:14 | ||
| ଏହାପରେ ପରିଧି ଜ୍ଞାତ କରନ୍ତୁ | | ଏହାପରେ ପରିଧି ଜ୍ଞାତ କରନ୍ତୁ | ||
+ | |||
|- | |- | ||
|02:17 | |02:17 | ||
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:19 | |02:19 | ||
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | ||
+ | |||
|- | |- | ||
|02:22 | |02:22 | ||
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: '''Perimeter of the rhombus ='''+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: '''Perimeter of the rhombus ='''+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ | ||
+ | |||
|- | |- | ||
|02:44 | |02:44 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:46 | |02:46 | ||
| ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି | | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି | ||
+ | |||
|- | |- | ||
|02:50 | |02:50 | ||
| ଏବେ ଫାଇଲ୍ ସେଭ୍ କରନ୍ତୁ | | ଏବେ ଫାଇଲ୍ ସେଭ୍ କରନ୍ତୁ | ||
+ | |||
|- | |- | ||
|02:53 | |02:53 | ||
| File ଓ Save As ଉପରେ କ୍ଲିକ୍ କରନ୍ତୁ | | File ଓ Save As ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:55 | |02:55 | ||
|ମୁଁ ଫାଇଲର ନାମ rhombus-area-perimeter ଦେବି | |ମୁଁ ଫାଇଲର ନାମ rhombus-area-perimeter ଦେବି | ||
+ | |||
|- | |- | ||
|03:12 | |03:12 | ||
| Save ଉପରେ କ୍ଲିକ୍ କରନ୍ତୁ | | Save ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:17 | |03:17 | ||
| ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ | | ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ | ||
+ | |||
|- | |- | ||
|03:22 | |03:22 | ||
|cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ | |cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ | ||
+ | |||
|- | |- | ||
|03:27 | |03:27 | ||
| b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ | | b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ | ||
+ | |||
|- | |- | ||
|03:30 | |03:30 | ||
|କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h | |କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h | ||
+ | |||
|- | |- | ||
|03:40 | |03:40 | ||
|ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d) | |ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d) | ||
+ | |||
|- | |- | ||
|03:49 | |03:49 | ||
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ | | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ | ||
+ | |||
|- | |- | ||
|03:54 | |03:54 | ||
| ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ | | ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ | ||
+ | |||
|- | |- | ||
|03:58 | |03:58 | ||
| File, New ଉପରେ କ୍ଲିକ୍ କରନ୍ତୁ | | File, New ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:01 | |04:01 | ||
| ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:06 | |04:06 | ||
| ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | | ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | ||
+ | |||
|- | |- | ||
|04:11 | |04:11 | ||
| ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ | | ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ | ||
+ | |||
|- | |- | ||
|04:13 | |04:13 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:15 | |04:15 | ||
| A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା | | A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା | ||
+ | |||
|- | |- | ||
|04:19 | |04:19 | ||
| ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ | | ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ | ||
+ | |||
|- | |- | ||
|04:26 | |04:26 | ||
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ | | Segment between two points ଟୁଲ୍ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|04:29 | |04:29 | ||
| ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ | | ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ | ||
+ | |||
|- | |- | ||
|04:34 | |04:34 | ||
| ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ | | ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ | ||
+ | |||
|- | |- | ||
|04:42 | |04:42 | ||
|Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:45 | |04:45 | ||
| ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ | | ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ | ||
+ | |||
|- | |- | ||
|04:56 | |04:56 | ||
| ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା | | ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା | ||
+ | |||
|- | |- | ||
|04:59 | |04:59 | ||
| ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ | | ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ | ||
+ | |||
|- | |- | ||
|05:03 | |05:03 | ||
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:05 | |05:05 | ||
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା | ||
+ | |||
|- | |- | ||
|05:08 | |05:08 | ||
| ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ | | ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ | ||
+ | |||
|- | |- | ||
|05:17 | |05:17 | ||
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ | ||
+ | |||
|- | |- | ||
|05:45 | |05:45 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:47 | |05:47 | ||
| ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି | | ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି | ||
+ | |||
|- | |- | ||
|05:52 | |05:52 | ||
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ | | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ | ||
+ | |||
|- | |- | ||
|05:56 | |05:56 | ||
| ଏହାପରେ ଆୟତନ ଜ୍ଞାତ କରନ୍ତୁ | | ଏହାପରେ ଆୟତନ ଜ୍ଞାତ କରନ୍ତୁ | ||
+ | |||
|- | |- | ||
|05:59 | |05:59 | ||
− | | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ | + | | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ,ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା |
− | + | ||
− | + | ||
− | + | ||
|- | |- | ||
|06:03 | |06:03 | ||
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere =''' +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ | | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere =''' +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ | ||
+ | |||
|- | |- | ||
|06:31 | |06:31 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:34 | |06:34 | ||
| ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି | | ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି | ||
+ | |||
|- | |- | ||
|06:36 | |06:36 | ||
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ | | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ | ||
+ | |||
|- | |- | ||
|06:40 | |06:40 | ||
| ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା | | ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା | ||
+ | |||
|- | |- | ||
|06:43 | |06:43 | ||
|Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:45 | |06:45 | ||
| ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ | | ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:53 | |06:53 | ||
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ | | Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ | ||
+ | |||
|- | |- | ||
|06:59 | |06:59 | ||
| ଆମେ କୋନ୍ ର ଉଚ୍ଚତା ପାଇଲେ | | ଆମେ କୋନ୍ ର ଉଚ୍ଚତା ପାଇଲେ | ||
+ | |||
|- | |- | ||
|07:03 | |07:03 | ||
| ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ | | ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ | ||
+ | |||
|- | |- | ||
|07:08 | |07:08 | ||
− | | b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | + | | b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,Rename ଉପରେ କ୍ଲିକ୍ କରନ୍ତୁ |
− | + | ||
− | + | ||
− | + | ||
|- | |- | ||
|07:11 | |07:11 | ||
| h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ | | h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:15 | |07:15 | ||
| ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ | | ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ | ||
+ | |||
|- | |- | ||
|07:21 | |07:21 | ||
| C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:23 | |07:23 | ||
− | | Rename ଉପରେ କ୍ଲିକ୍ କରନ୍ତୁ | + | | Rename ଉପରେ କ୍ଲିକ୍ କରନ୍ତୁ,C_1କୁ Sରେ ବଦଳାନ୍ତୁ |
− | + | ||
− | + | ||
− | + | ||
|- | |- | ||
|07:26 | |07:26 | ||
| OK କ୍ଲିକ୍ କରନ୍ତୁ | | OK କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:28 | |07:28 | ||
| ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା | | ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା | ||
+ | |||
|- | |- | ||
|07:33 | |07:33 | ||
| ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି | | ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି | ||
+ | |||
|- | |- | ||
|07:40 | |07:40 | ||
| ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. | | ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. | ||
+ | |||
|- | |- | ||
|07:44 | |07:44 | ||
| π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ | | π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ | ||
+ | |||
|- | |- | ||
|07:48 | |07:48 | ||
− | | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ | + | | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square |
+ | ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|08:15 | |08:15 | ||
| ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି | | ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି | ||
+ | |||
|- | |- | ||
|08:20 | |08:20 | ||
| ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ | | ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ | ||
+ | |||
|- | |- | ||
|08:26 | |08:26 | ||
| ଏହାପରେ ଆୟତନ ଜ୍ଞାତ କରନ୍ତୁ | | ଏହାପରେ ଆୟତନ ଜ୍ଞାତ କରନ୍ତୁ | ||
+ | |||
|- | |- | ||
|08:29 | |08:29 | ||
|Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ | |Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ | ||
+ | |||
|- | |- | ||
|08:50 | |08:50 | ||
| ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି | | ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି | ||
+ | |||
|- | |- | ||
|08:55 | |08:55 | ||
| ଏବେ ଫାଇଲ୍ ସେଭ୍ କରନ୍ତୁ File ଓ Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି | | ଏବେ ଫାଇଲ୍ ସେଭ୍ କରନ୍ତୁ File ଓ Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି | ||
+ | |||
|- | |- | ||
|09:08 | |09:08 | ||
| Save ଉପରେ କ୍ଲିକ୍ କରନ୍ତୁ | | Save ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|09:10 | |09:10 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | ||
+ | |||
|- | |- | ||
|09:14 | |09:14 | ||
| ସଂକ୍ଷିପ୍ତରେ | | ସଂକ୍ଷିପ୍ତରେ | ||
+ | |||
|- | |- | ||
|09:18 | |09:18 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, | ||
+ | |||
|- | |- | ||
|09:20 | |09:20 | ||
− | | | + | | ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
+ | |||
|- | |- | ||
|09:24 | |09:24 | ||
− | | | + | | ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
+ | |||
|- | |- | ||
|09:27 | |09:27 | ||
− | | | + | | ସ୍ଫିଅର୍ ଓ କୋନ୍ ର ଆୟତନ |
+ | |||
|- | |- | ||
|09:30 | |09:30 | ||
| ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ | | ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ | ||
+ | |||
|- | |- | ||
|09:36 | |09:36 | ||
| ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ | | ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ | ||
+ | |||
|- | |- | ||
|09:43 | |09:43 | ||
| ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ | | ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ | ||
+ | |||
|- | |- | ||
|09:47 | |09:47 | ||
| ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ | | ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ | ||
+ | |||
|- | |- | ||
|09:50 | |09:50 | ||
|Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ | |Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ | ||
+ | |||
|- | |- | ||
|09:54 | |09:54 | ||
| କେନ୍ଦ୍ର ଓ ଧାର ଯୋଡ଼ନ୍ତୁ | | କେନ୍ଦ୍ର ଓ ଧାର ଯୋଡ଼ନ୍ତୁ | ||
+ | |||
|- | |- | ||
|09:56 | |09:56 | ||
| ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ | | ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ | ||
+ | |||
|- | |- | ||
|10:01 | |10:01 | ||
|Surface area = 2 π r(r + h) | |Surface area = 2 π r(r + h) | ||
+ | |||
|- | |- | ||
|10:07 | |10:07 | ||
|Volume = π r^2 h | |Volume = π r^2 h | ||
+ | |||
|- | |- | ||
|10:13 | |10:13 | ||
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ | | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ | ||
+ | |||
|- | |- | ||
|10:19 | |10:19 | ||
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
|10:23 | |10:23 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|10:26 | |10:26 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|10:31 | |10:31 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
+ | |||
|- | |- | ||
|10:33 | |10:33 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|10:36 | |10:36 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|10:40 | |10:40 | ||
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org | | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org | ||
+ | |||
|- | |- | ||
|10:48 | |10:48 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|10:52 | |10:52 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|10:59 | |10:59 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | ||
+ | |||
|- | |- | ||
|11:06 | |11:06 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |
|} | |} |
Latest revision as of 12:37, 6 April 2017
Time | Narration |
00:00 | ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
00:12 | ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
00:15 | ସ୍ଫିଅର୍ ଓ କୋନ୍ ର ଆୟତନ |
00:20 | ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:24 | ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ, |
00:27 | ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:31 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:33 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10 |
00:38 | ଜିଓଜେବ୍ରା ଭର୍ସନ୍ 3.2.47.0 |
00:42 | ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା: |
00:46 | Segment between two points |
00:48 | Circle with center and radius |
00:51 | Ellipse,Polygon |
00:54 | New point ଓ |
00:56 | Insert text,ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
01:00 | ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ Type ତଳେ, Education ଓ Geogebra ଚୟନ କରନ୍ତୁ |
01:13 | ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା |
01:15 | ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା |
01:20 | ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ |
01:27 | Open ଉପରେ କ୍ଲିକ୍ କରନ୍ତୁ |
01:29 | ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals) |
01:34 | ଏହାକୁ ପ୍ରଦର୍ଶନ କରିବା ପାଇଁ: |
01:36 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:39 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
01:44 | Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ;
ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି |
02:09 | OK କ୍ଲିକ୍ କରନ୍ତୁ |
02:11 | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି |
02:14 | ଏହାପରେ ପରିଧି ଜ୍ଞାତ କରନ୍ତୁ |
02:17 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:19 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
02:22 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Perimeter of the rhombus =+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ |
02:44 | OK କ୍ଲିକ୍ କରନ୍ତୁ |
02:46 | ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି |
02:50 | ଏବେ ଫାଇଲ୍ ସେଭ୍ କରନ୍ତୁ |
02:53 | File ଓ Save As ଉପରେ କ୍ଲିକ୍ କରନ୍ତୁ |
02:55 | ମୁଁ ଫାଇଲର ନାମ rhombus-area-perimeter ଦେବି |
03:12 | Save ଉପରେ କ୍ଲିକ୍ କରନ୍ତୁ |
03:17 | ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ |
03:22 | cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ |
03:27 | b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ |
03:30 | କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h |
03:40 | ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d) |
03:49 | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ |
03:54 | ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ |
03:58 | File, New ଉପରେ କ୍ଲିକ୍ କରନ୍ତୁ |
04:01 | ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:06 | ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
04:11 | ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ |
04:13 | OK କ୍ଲିକ୍ କରନ୍ତୁ |
04:15 | A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା |
04:19 | ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ |
04:26 | Segment between two points ଟୁଲ୍ ସିଲେକ୍ଟ କରନ୍ତୁ |
04:29 | ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ |
04:34 | ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ |
04:42 | Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
04:45 | ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ |
04:56 | ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା |
04:59 | ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ |
05:03 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
05:05 | ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା |
05:08 | ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
05:17 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ |
05:45 | OK କ୍ଲିକ୍ କରନ୍ତୁ |
05:47 | ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି |
05:52 | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ |
05:56 | ଏହାପରେ ଆୟତନ ଜ୍ଞାତ କରନ୍ତୁ |
05:59 | Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ,ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା |
06:03 | ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere = +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ |
06:31 | OK କ୍ଲିକ୍ କରନ୍ତୁ |
06:34 | ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି |
06:36 | ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ |
06:40 | ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା |
06:43 | Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
06:45 | ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ |
06:53 | Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ |
06:59 | ଆମେ କୋନ୍ ର ଉଚ୍ଚତା ପାଇଲେ |
07:03 | ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ |
07:08 | b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,Rename ଉପରେ କ୍ଲିକ୍ କରନ୍ତୁ |
07:11 | h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ |
07:15 | ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ |
07:21 | C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:23 | Rename ଉପରେ କ୍ଲିକ୍ କରନ୍ତୁ,C_1କୁ Sରେ ବଦଳାନ୍ତୁ |
07:26 | OK କ୍ଲିକ୍ କରନ୍ତୁ |
07:28 | ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା |
07:33 | ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି |
07:40 | ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. |
07:44 | π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
07:48 | ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square
ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
08:15 | ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି |
08:20 | ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ |
08:26 | ଏହାପରେ ଆୟତନ ଜ୍ଞାତ କରନ୍ତୁ |
08:29 | Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ |
08:50 | ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି |
08:55 | ଏବେ ଫାଇଲ୍ ସେଭ୍ କରନ୍ତୁ File ଓ Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି |
09:08 | Save ଉପରେ କ୍ଲିକ୍ କରନ୍ତୁ |
09:10 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:14 | ସଂକ୍ଷିପ୍ତରେ |
09:18 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, |
09:20 | ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି |
09:24 | ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ |
09:27 | ସ୍ଫିଅର୍ ଓ କୋନ୍ ର ଆୟତନ |
09:30 | ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ |
09:36 | ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ |
09:43 | ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ |
09:47 | ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ |
09:50 | Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ |
09:54 | କେନ୍ଦ୍ର ଓ ଧାର ଯୋଡ଼ନ୍ତୁ |
09:56 | ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ |
10:01 | Surface area = 2 π r(r + h) |
10:07 | Volume = π r^2 h |
10:13 | ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ |
10:19 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ |
10:23 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:26 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
10:31 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:36 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:40 | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org |
10:48 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:52 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:59 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:06 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |