Difference between revisions of "Geogebra/C2/Symmetrical-Transformation-in-Geogebra/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
{| border=1
+
{| border = 1
!'''Time'''
+
|'''Time'''
!'''Narration'''
+
|'''Narration'''
 +
 
 
|-
 
|-
 
|00:00
 
|00:00
 
| ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର  ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର  ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
|ଏହି ଟ୍ୟୁଟୋରିଆଲରେ ଆମେ Symmetrical transformations ବିଷୟରେ ଶିଖିବା ଯେପରି:
 
|ଏହି ଟ୍ୟୁଟୋରିଆଲରେ ଆମେ Symmetrical transformations ବିଷୟରେ ଶିଖିବା ଯେପରି:
 +
 
|-
 
|-
 
|00:11
 
|00:11
|* Line symmetry  
+
|Line symmetry ,Rotation symmetry  
|-
+
 
|00:12
+
|* Rotation symmetry  
+
 
|-
 
|-
 
|00:13
 
|00:13
|* ଏବଂ ସ୍କେଲ୍ ଓ ପୋଜିଶନ୍ ସହିତ ଫିଗର ବୃଦ୍ଧି କରିବା ମଧ୍ୟ ଶିଖିବା
+
|ଏବଂ ସ୍କେଲ୍ ଓ ପୋଜିଶନ୍ ସହିତ ଫିଗର ବୃଦ୍ଧି କରିବା ମଧ୍ୟ ଶିଖିବା
 +
 
 
|-
 
|-
 
|00:17
 
|00:17
 
| ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମେ ଭାବୁଛୁ
 
| ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମେ ଭାବୁଛୁ
 +
 
|-
 
|-
 
|00:21
 
|00:21
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ , ଆମ ୱେବସାଇଟ୍ ଦେଖନ୍ତୁ
 
| ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ , ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:26
 
|00:26
 
| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି  Ubuntu Linux OS Version 11.10
 
| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି  Ubuntu Linux OS Version 11.10
 +
 
|-
 
|-
 
|00:31
 
|00:31
 
|Geogebra Version 3.2.47.0
 
|Geogebra Version 3.2.47.0
 +
 
|-
 
|-
 
|00:35
 
|00:35
 
| ଆମେ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା
 
| ଆମେ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା
 +
 
|-
 
|-
 
|00:37
 
|00:37
|* Reflect Object about Line  
+
|Reflect Object about Line  
 +
 
 
|-
 
|-
 
|00:39
 
|00:39
|* Rotate Object around Point by Angle  
+
|Rotate Object around Point by Angle  
 +
 
 
|-
 
|-
 
|00:42
 
|00:42
|* Dilate object from a Point by Factor  
+
|Dilate object from a Point by Factor  
 +
 
 
|-
 
|-
 
|00:45
 
|00:45
|* Semicircle through Two points  
+
| Semicircle through Two points  
 +
 
 
|-
 
|-
 
|00:47
 
|00:47
|* Regular Polygon ଓ  
+
| Regular Polygon ଓ  
 +
 
 
|-
 
|-
 
|00:49
 
|00:49
|* Perpendicular bisector  
+
| Perpendicular bisector  
 +
 
 
|-
 
|-
 
|00:51
 
|00:51
 
| Transformationର ପରିଭାଷା
 
| Transformationର ପରିଭାଷା
 +
 
|-
 
|-
 
|00:53
 
|00:53
 
| ଏକ ଜ୍ୟାମିତିକ ଆକୃତିର Symmetrical transformation ହେଉଛି:
 
| ଏକ ଜ୍ୟାମିତିକ ଆକୃତିର Symmetrical transformation ହେଉଛି:
 +
 
|-
 
|-
 
|00:57
 
|00:57
 
| ଏକ coordinate plane ଉପରେ ଏହାର ପୋଜିସନ୍, ଆକାର କିମ୍ୱା ଆକୃତିରେ ଏକ ପରିବର୍ତ୍ତନ
 
| ଏକ coordinate plane ଉପରେ ଏହାର ପୋଜିସନ୍, ଆକାର କିମ୍ୱା ଆକୃତିରେ ଏକ ପରିବର୍ତ୍ତନ
 +
 
|-
 
|-
 
|01:02
 
|01:02
 
| ମୂଳ ଆକୃତିକୁ Object କୁହାଯାଏ
 
| ମୂଳ ଆକୃତିକୁ Object କୁହାଯାଏ
 +
 
|-
 
|-
 
|01:04
 
|01:04
 
| ଟ୍ରାନ୍ସଫର୍ମ ଆକୃତିକୁ Image କୁହାଯାଏ
 
| ଟ୍ରାନ୍ସଫର୍ମ ଆକୃତିକୁ Image କୁହାଯାଏ
 +
 
|-
 
|-
 
|01:07
 
|01:07
 
|Reflection symmetryକୁ:
 
|Reflection symmetryକୁ:
 +
 
|-
 
|-
 
|01:09
 
|01:09
|* Line symmetry ମଧ୍ୟ କୁହାଯାଏ
+
| Line symmetry ମଧ୍ୟ କୁହାଯାଏ
 +
 
 
|-
 
|-
 
|01:11
 
|01:11
|* Symmetry ର ଏକ ପ୍ରକାର, ଯେଉଁଠାରେ ଗୋଟିଏ ଅଧା ଅନ୍ୟ ଅଧାର ପ୍ରତିଫଳନ ଅଟେ  
+
| Symmetry ର ଏକ ପ୍ରକାର, ଯେଉଁଠାରେ ଗୋଟିଏ ଅଧା ଅନ୍ୟ ଅଧାର ପ୍ରତିଫଳନ ଅଟେ  
 +
 
 
|-
 
|-
 
|01:15
 
|01:15
|* ଆପଣ ଇମେଜକୁ ଫୋଲ୍ଡ କରି ସମାନ ଭାବରେ ଉଭୟ ହାଲଭ୍ସକୁ ମ୍ୟାଚ୍ କରିପାରିବେ
+
| ଆପଣ ଇମେଜକୁ ଫୋଲ୍ଡ କରି ସମାନ ଭାବରେ ଉଭୟ ହାଲଭ୍ସକୁ ମ୍ୟାଚ୍ କରିପାରିବେ
 +
 
 
|-
 
|-
 
|01:20
 
|01:20
|* Line of Symmetry ହେଉଛି ସେହି ଲାଇନ୍, ଯାହା ଉପରେ ଆକୃତି ପ୍ରତିଫଳିତ ହୋଇଥାଏ  
+
| Line of Symmetry ହେଉଛି ସେହି ଲାଇନ୍, ଯାହା ଉପରେ ଆକୃତି ପ୍ରତିଫଳିତ ହୋଇଥାଏ  
 +
 
 
|-
 
|-
 
|01:24
 
|01:24
 
| ଜିଓଜେବ୍ରା ୱିଣ୍ଡୋକୁ ଯାଆନ୍ତୁ
 
| ଜିଓଜେବ୍ରା ୱିଣ୍ଡୋକୁ ଯାଆନ୍ତୁ
 +
 
|-
 
|-
 
|01:27
 
|01:27
 
|  କ୍ଲିକ୍ କରନ୍ତୁ Dash home >> Media Apps >> , Type ତଳେ >> Education >> ଓ Geogebra ଚୟନ କରନ୍ତୁ
 
|  କ୍ଲିକ୍ କରନ୍ତୁ Dash home >> Media Apps >> , Type ତଳେ >> Education >> ଓ Geogebra ଚୟନ କରନ୍ତୁ
 +
 
|-
 
|-
 
|01:37
 
|01:37
 
| ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Algebric view ବନ୍ଦ କରୁଛି
 
| ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Algebric view ବନ୍ଦ କରୁଛି
 +
 
|-
 
|-
 
|01:40
 
|01:40
 
| Algebric view ର କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Algebric view ର କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:47
 
|01:47
 
| Line of symmetryରୁ ଚାଲନ୍ତୁ ଆରମ୍ଭ କରିବା
 
| Line of symmetryରୁ ଚାଲନ୍ତୁ ଆରମ୍ଭ କରିବା
 +
 
|-
 
|-
 
|01:50
 
|01:50
 
| ପ୍ରଥମେ ଏକ ସମବାହୁ ତ୍ରିଭୁଜ ଗଠନ କରିବା
 
| ପ୍ରଥମେ ଏକ ସମବାହୁ ତ୍ରିଭୁଜ ଗଠନ କରିବା
 +
 
|-
 
|-
 
|01:53
 
|01:53
 
|ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
 
|ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|01:57
 
|01:57
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ୍ A, B,  କ୍ଲିକ୍ କରନ୍ତୁ  ଏବଂ ବାହୁର ସଂଖ୍ୟା ପାଇଁ 3 ଏଣ୍ଟର୍ କରନ୍ତୁ   
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ୍ A, B,  କ୍ଲିକ୍ କରନ୍ତୁ  ଏବଂ ବାହୁର ସଂଖ୍ୟା ପାଇଁ 3 ଏଣ୍ଟର୍ କରନ୍ତୁ   
 +
 
|-
 
|-
 
|02:08
 
|02:08
 
| ଏକ ସମବାହୁ ତ୍ରିଭୁଜ ABC ଅଙ୍କା ହୋଇଗଲା
 
| ଏକ ସମବାହୁ ତ୍ରିଭୁଜ ABC ଅଙ୍କା ହୋଇଗଲା
 +
 
|-
 
|-
 
|02:11
 
|02:11
 
| ତ୍ରିଭୁଜର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ଏକ perpendicular bisector  ଡ୍ର କରନ୍ତୁ
 
| ତ୍ରିଭୁଜର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ଏକ perpendicular bisector  ଡ୍ର କରନ୍ତୁ
 +
 
|-
 
|-
 
|02:15
 
|02:15
 
| Perpendicular Bisector Tool ସିଲେକ୍ଟ କରି, ପାର୍ଶ୍ୱ AC ଉପରେ କ୍ଲିକ୍ କରନ୍ତୁ
 
| Perpendicular Bisector Tool ସିଲେକ୍ଟ କରି, ପାର୍ଶ୍ୱ AC ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:26
 
|02:26
 
|Point ଟୁଲ୍ ସିଲେକ୍ଟ କରି, ତ୍ରିଭୁଜ ଭିତରେ ଏକ point କ୍ରିଏଟ୍ କରନ୍ତୁ
 
|Point ଟୁଲ୍ ସିଲେକ୍ଟ କରି, ତ୍ରିଭୁଜ ଭିତରେ ଏକ point କ୍ରିଏଟ୍ କରନ୍ତୁ
 +
 
|-
 
|-
 
|02:31
 
|02:31
 
| କୋଣଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ପଏଣ୍ଟ୍ D ଘୁଞ୍ଚାନ୍ତୁ
 
| କୋଣଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ପଏଣ୍ଟ୍ D ଘୁଞ୍ଚାନ୍ତୁ
 +
 
|-
 
|-
 
|02:38
 
|02:38
 
| ପଏଣ୍ଟ୍ D ଉପରେ ରାଇଟ୍ କ୍ଲିକ୍ କରି  Trace On ସିଲେକ୍ଟ କରନ୍ତୁ
 
| ପଏଣ୍ଟ୍ D ଉପରେ ରାଇଟ୍ କ୍ଲିକ୍ କରି  Trace On ସିଲେକ୍ଟ କରନ୍ତୁ
 +
 
|-
 
|-
 
|02:43
 
|02:43
 
|ଟୁଲ୍ବାର୍ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
 
|ଟୁଲ୍ବାର୍ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|02:48
 
|02:48
| ପଏଣ୍ଟ D ଉପରେ କ୍ଲିକ୍ କରନ୍ତୁ
+
| ପଏଣ୍ଟ D ଉପରେ କ୍ଲିକ୍ କରନ୍ତୁ,ଏହା ପଏଣ୍ଟ D କୁ ହାଇଲାଇଟ୍ କରିବ
|-
+
 
|02:49
+
| ଏହା ପଏଣ୍ଟ D କୁ ହାଇଲାଇଟ୍ କରିବ
+
 
|-
 
|-
 
|02:52
 
|02:52
 
| Perpendicular Bisector ଉପରେ କ୍ଲିକ୍ କରନ୍ତୁ
 
| Perpendicular Bisector ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:55
 
|02:55
 
| perpendicular bisector ର ଅପର ପାର୍ଶ୍ୱରେ ଏହା D’ image ପ୍ରତିଫଳିତ କରିବ
 
| perpendicular bisector ର ଅପର ପାର୍ଶ୍ୱରେ ଏହା D’ image ପ୍ରତିଫଳିତ କରିବ
 +
 
|-
 
|-
 
|03:01
 
|03:01
 
|point  D ର ପ୍ରତିଫଳନ ହେଉଛି D’  
 
|point  D ର ପ୍ରତିଫଳନ ହେଉଛି D’  
 +
 
|-
 
|-
 
|03:04
 
|03:04
 
| ପଏଣ୍ଟ୍ D ପାଇଁ Trace On ସେଟ୍ କରନ୍ତୁ
 
| ପଏଣ୍ଟ୍ D ପାଇଁ Trace On ସେଟ୍ କରନ୍ତୁ
 +
 
|-
 
|-
 
|03:08
 
|03:08
 
| Move ଟୁଲ୍ ବ୍ୟବହାର କରି, ତ୍ରିଭୁଜ ସହିତ ପଏଣ୍ଟ୍ D ଚଲାନ୍ତୁ  
 
| Move ଟୁଲ୍ ବ୍ୟବହାର କରି, ତ୍ରିଭୁଜ ସହିତ ପଏଣ୍ଟ୍ D ଚଲାନ୍ତୁ  
 +
 
|-
 
|-
 
|03:11
 
|03:11
 
| ଟୁଲବାର୍ରୁ Move ଟୁଲ୍ ରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରନ୍ତୁ  
 
| ଟୁଲବାର୍ରୁ Move ଟୁଲ୍ ରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|03:22
 
|03:22
 
| ମାଉସ୍ ଦ୍ୱାରା ଆକୃତି ଉପରେ କ୍ଲିକ୍ କରନ୍ତୁ
 
| ମାଉସ୍ ଦ୍ୱାରା ଆକୃତି ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:25
 
|03:25
 
| ତ୍ରିଭୁଜ ଖୋଜି ଏହାକୁ  ଡ୍ରାଗ୍ କରନ୍ତୁ
 
| ତ୍ରିଭୁଜ ଖୋଜି ଏହାକୁ  ଡ୍ରାଗ୍ କରନ୍ତୁ
 +
 
|-
 
|-
 
|03:28
 
|03:28
 
| ବର୍ତ୍ତମାନ, ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ
 
| ବର୍ତ୍ତମାନ, ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ
 +
 
|-
 
|-
 
|03:31
 
|03:31
| ଆପଣ କ’ଣ ଦେଖୁଛନ୍ତି?
+
| ଆପଣ କ’ଣ ଦେଖୁଛନ୍ତି?,ଏଠାରେ perpendicular bisector,  symmetry ର ଲାଇନ୍ ଅଟେ
|-
+
 
|03:32
+
| ଏଠାରେ perpendicular bisector,  symmetry ର ଲାଇନ୍ ଅଟେ
+
 
|-
 
|-
 
|03:36
 
|03:36
 
|D ଅବ୍ଜେକ୍ଟ ଓ D’ ଇମେଜ୍ ଅଟେ
 
|D ଅବ୍ଜେକ୍ଟ ଓ D’ ଇମେଜ୍ ଅଟେ
 +
 
|-
 
|-
 
|03:39
 
|03:39
 
| ଏକ ଲାଇନର ଅର୍ଦ୍ଧ ବୃତ୍ତ ପ୍ରତିଫଳିତ କରନ୍ତୁ
 
| ଏକ ଲାଇନର ଅର୍ଦ୍ଧ ବୃତ୍ତ ପ୍ରତିଫଳିତ କରନ୍ତୁ
 +
 
|-
 
|-
 
|03:43
 
|03:43
| ଏକ ଅର୍ଦ୍ଧ ବୃତ୍ତ ଆଙ୍କନ୍ତୁ
+
| ଏକ ଅର୍ଦ୍ଧ ବୃତ୍ତ ଆଙ୍କନ୍ତୁ,Semicircle through Two points ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ପଏଣ୍ଟ E ଓ ତା’ପରେ F ମାର୍କ କରନ୍ତୁ
|-
+
 
|03:44
+
| Semicircle through Two points ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ପଏଣ୍ଟ E ଓ ତା’ପରେ F ମାର୍କ କରନ୍ତୁ
+
 
|-
 
|-
 
|03:56
 
|03:56
 
| segment between two points ଉପରେ କ୍ଲିକ୍ କରନ୍ତୁ
 
| segment between two points ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:02
 
|04:02
 
| ପଏଣ୍ଟ୍ G ଓ H ମାର୍କ କରନ୍ତୁ. ଏକ ଲାଇନ୍ ଅଙ୍କା ହୋଇଗଲା  
 
| ପଏଣ୍ଟ୍ G ଓ H ମାର୍କ କରନ୍ତୁ. ଏକ ଲାଇନ୍ ଅଙ୍କା ହୋଇଗଲା  
 +
 
|-
 
|-
 
|04:06
 
|04:06
 
| ଚାଲନ୍ତୁ ଲାଇନ୍ ର ପ୍ରପର୍ଟୀ ବଦଳାଇବା
 
| ଚାଲନ୍ତୁ ଲାଇନ୍ ର ପ୍ରପର୍ଟୀ ବଦଳାଇବା
 +
 
|-
 
|-
 
|04:08
 
|04:08
 
| ଲାଇନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Object Properties.  Style ଉପରେ କ୍ଲିକ୍ କରି, Style ବଦଳାନ୍ତୁ  
 
| ଲାଇନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Object Properties.  Style ଉପରେ କ୍ଲିକ୍ କରି, Style ବଦଳାନ୍ତୁ  
 +
 
|-
 
|-
 
|04:21
 
|04:21
 
| ଟୁଲ୍ବାର୍ ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
 
| ଟୁଲ୍ବାର୍ ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|04:27
 
|04:27
 
| ଅର୍ଦ୍ଧ ବୃତ୍ତ EF ଉପରେ କ୍ଲିକ୍ କରନ୍ତୁ
 
| ଅର୍ଦ୍ଧ ବୃତ୍ତ EF ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:31
 
|04:31
 
| ଲାଇନ୍ GH ଉପରେ କ୍ଲିକ୍ କରନ୍ତୁ
 
| ଲାଇନ୍ GH ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:34
 
|04:34
 
| GH ଲାଇନ୍ର ଅପରପାର୍ଶ୍ୱରେ ଏହା ପ୍ରତିଫଳିତ ଇମେଜ୍ E’F’ ଉତ୍ପାଦନ କରିବ . ଆକୃତିଟି ଏବେ କିପରି ଦେଖାଯାଉଛି? ଏହା ଏକ ବୃତ୍ତ ପରି ଦେଖାଯାଉଛି
 
| GH ଲାଇନ୍ର ଅପରପାର୍ଶ୍ୱରେ ଏହା ପ୍ରତିଫଳିତ ଇମେଜ୍ E’F’ ଉତ୍ପାଦନ କରିବ . ଆକୃତିଟି ଏବେ କିପରି ଦେଖାଯାଉଛି? ଏହା ଏକ ବୃତ୍ତ ପରି ଦେଖାଯାଉଛି
 +
 
|-
 
|-
 
|04:45
 
|04:45
 
| ଏବେ ଏହି ଫାଇଲ୍କୁ ସେଭ୍ କରନ୍ତୁ
 
| ଏବେ ଏହି ଫାଇଲ୍କୁ ସେଭ୍ କରନ୍ତୁ
 +
 
|-
 
|-
 
|04:47
 
|04:47
 
| File >  >Save As ରେ କ୍ଲିକ୍ କରନ୍ତୁ
 
| File >  >Save As ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:50
 
|04:50
 
| ମୁଁ Line-symmetry ନାମ ଟାଇପ୍ କରି, ସେଭ୍ ରେ କ୍ଲିକ୍ କରିବି
 
| ମୁଁ Line-symmetry ନାମ ଟାଇପ୍ କରି, ସେଭ୍ ରେ କ୍ଲିକ୍ କରିବି
 +
 
|-
 
|-
 
|05:05
 
|05:05
 
| ଏହାପରେ, ଚାଲନ୍ତୁ Rotate the Object around a Point by Angle କୁ ଜାଣିବା
 
| ଏହାପରେ, ଚାଲନ୍ତୁ Rotate the Object around a Point by Angle କୁ ଜାଣିବା
 +
 
|-
 
|-
 
|05:12
 
|05:12
 
| ରୋଟେସନ୍ ର ସଜ୍ଞା
 
| ରୋଟେସନ୍ ର ସଜ୍ଞା
 +
 
|-
 
|-
 
|05:15
 
|05:15
 
| ରୋଟେସନ୍ ହେଉଛି ଏକ ପରିବର୍ତ୍ତନ ଯାହା ଆଙ୍ଗେଲ୍ ଦ୍ୱାରା ଏକ ସ୍ଥିର କେନ୍ଦ୍ର ଚାରିପଟେ ଏକ ଆକୃତିକୁ ବୁଲାଏ
 
| ରୋଟେସନ୍ ହେଉଛି ଏକ ପରିବର୍ତ୍ତନ ଯାହା ଆଙ୍ଗେଲ୍ ଦ୍ୱାରା ଏକ ସ୍ଥିର କେନ୍ଦ୍ର ଚାରିପଟେ ଏକ ଆକୃତିକୁ ବୁଲାଏ
 +
 
|-
 
|-
 
|05:21
 
|05:21
 
| ଯଦି ଆକୃତି ଅପରିବର୍ତ୍ତିତ ଦେଖାଯାଏ, ତା’ହାଲେ ଆକୃତିରେ rotation symmetry ରହିଛି
 
| ଯଦି ଆକୃତି ଅପରିବର୍ତ୍ତିତ ଦେଖାଯାଏ, ତା’ହାଲେ ଆକୃତିରେ rotation symmetry ରହିଛି
 +
 
|-
 
|-
 
|05:29
 
|05:29
 
| ଆପଣ ଯେକୌଣସି ପରିମାପ ଡିଗ୍ରୀରେ ଅବଜେକ୍ଟକୁ ରୋଟେଟ୍ କରିପାରିବେ. ରୋଟେସନ୍ କ୍ଲକୱାଇଜ୍ ଓ କାଉଣ୍ଟରକ୍ଲକୱାଇଜ୍ ମଧ୍ୟ ହୋଇପାରେ  
 
| ଆପଣ ଯେକୌଣସି ପରିମାପ ଡିଗ୍ରୀରେ ଅବଜେକ୍ଟକୁ ରୋଟେଟ୍ କରିପାରିବେ. ରୋଟେସନ୍ କ୍ଲକୱାଇଜ୍ ଓ କାଉଣ୍ଟରକ୍ଲକୱାଇଜ୍ ମଧ୍ୟ ହୋଇପାରେ  
 +
 
|-
 
|-
 
|05:39
 
|05:39
 
| ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 
| ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 +
 
|-
 
|-
 
|05:41
 
|05:41
 
| File >> New ରେ କ୍ଲିକ୍ କରନ୍ତୁ
 
| File >> New ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:47
 
|05:47
 
| ଏକ ବର୍ଗକ୍ଷେତ୍ର ତିଆରି କରିବା
 
| ଏକ ବର୍ଗକ୍ଷେତ୍ର ତିଆରି କରିବା
 +
 
|-
 
|-
 
|05:49
 
|05:49
 
| ଟୁଲବାର୍ରୁ Regular Polygon ଟୁଲ୍ ରେ କ୍ଲିକ୍ କରନ୍ତୁ
 
| ଟୁଲବାର୍ରୁ Regular Polygon ଟୁଲ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:55
 
|05:55
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରନ୍ତୁ  
 
| ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:57
 
|05:57
 
| ପଏଣ୍ଟ A ଓ B ମାର୍କ କରନ୍ତୁ
 
| ପଏଣ୍ଟ A ଓ B ମାର୍କ କରନ୍ତୁ
 +
 
|-
 
|-
 
|05:59
 
|05:59
 
| ଏକ ଡାୟଲଗ୍ ବକ୍ସ ଖୋଲିବ  
 
| ଏକ ଡାୟଲଗ୍ ବକ୍ସ ଖୋଲିବ  
 +
 
|-
 
|-
 
|06:01
 
|06:01
 
| OK ରେ କ୍ଲିକ୍ କରନ୍ତୁ
 
| OK ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:03
 
|06:03
 
| ବର୍ଗକ୍ଷେତ୍ର ABCD ଅଙ୍କା ହୋଇଗଲା  
 
| ବର୍ଗକ୍ଷେତ୍ର ABCD ଅଙ୍କା ହୋଇଗଲା  
 +
 
|-
 
|-
 
|06:05
 
|06:05
 
| Rotate Object around a Point by Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
| Rotate Object around a Point by Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:13
 
|06:13
 
| ବର୍ଗକ୍ଷେତ୍ର ABCD ଉପରେ କ୍ଲିକ୍ କରନ୍ତୁ
 
| ବର୍ଗକ୍ଷେତ୍ର ABCD ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:16
 
|06:16
 
| ଏହା ବର୍ଗକ୍ଷେତ୍ରକୁ ହାଇଲାଇଟ୍ କରିବ
 
| ଏହା ବର୍ଗକ୍ଷେତ୍ରକୁ ହାଇଲାଇଟ୍ କରିବ
 +
 
|-
 
|-
 
|06:18
 
|06:18
 
| ଏହାପରେ ଯେକୌଣସି କୋଣରେ କ୍ଲିକ୍ କରନ୍ତୁ
 
| ଏହାପରେ ଯେକୌଣସି କୋଣରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:20
 
|06:20
 
| ମୁଁ A ଉପରେ କ୍ଲିକ୍ କରିବି
 
| ମୁଁ A ଉପରେ କ୍ଲିକ୍ କରିବି
 +
 
|-
 
|-
 
|06:23
 
|06:23
 
| ଏକ ଡାଇଲଗ୍ ବକ୍ସ ଖୋଲିଲା
 
| ଏକ ଡାଇଲଗ୍ ବକ୍ସ ଖୋଲିଲା
 +
 
|-
 
|-
 
|06:25
 
|06:25
 
| ଆଙ୍ଗେଲ୍ ଫିଲ୍ଡ ଭିତରେ 60 ଟାଇପ୍ କରନ୍ତୁ
 
| ଆଙ୍ଗେଲ୍ ଫିଲ୍ଡ ଭିତରେ 60 ଟାଇପ୍ କରନ୍ତୁ
 +
 
|-
 
|-
 
|06:30
 
|06:30
 
| ପ୍ରଥମ ଡ୍ରପ୍ ଡାଉନ୍ ତାଲିକା ମଧ୍ୟରୁ ୦(ଡିଗ୍ରୀ) ସିଲେକ୍ଟ କରନ୍ତୁ
 
| ପ୍ରଥମ ଡ୍ରପ୍ ଡାଉନ୍ ତାଲିକା ମଧ୍ୟରୁ ୦(ଡିଗ୍ରୀ) ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:35
 
|06:35
 
| କ୍ଲକୱାଇଜ୍ ଅପ୍ସନ୍ ସିଲେକ୍ଟ କରି, OKରେ କ୍ଲିକ୍ କରନ୍ତୁ
 
| କ୍ଲକୱାଇଜ୍ ଅପ୍ସନ୍ ସିଲେକ୍ଟ କରି, OKରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:40
 
|06:40
 
| 60 ଡିଗ୍ରୀ ଆଙ୍ଗେଲ୍ ରେ ଏହା, ବର୍ଗକ୍ଷେତ୍ରକୁ ସିଲେକ୍ସନ୍ ପଏଣ୍ଟରୁ ରୋଟେଟ୍ କରିବ
 
| 60 ଡିଗ୍ରୀ ଆଙ୍ଗେଲ୍ ରେ ଏହା, ବର୍ଗକ୍ଷେତ୍ରକୁ ସିଲେକ୍ସନ୍ ପଏଣ୍ଟରୁ ରୋଟେଟ୍ କରିବ
 +
 
|-
 
|-
 
|06:44
 
|06:44
 
| ରୋଟେଟ୍ ହୋଇଥିବା ଇମେଜ୍ A’B’C’D’ ଗଠିତ ହେଲା
 
| ରୋଟେଟ୍ ହୋଇଥିବା ଇମେଜ୍ A’B’C’D’ ଗଠିତ ହେଲା
 +
 
|-
 
|-
 
|06:49
 
|06:49
 
| Move ଟୁଲ୍ ବ୍ୟବହାର କରି ଏହି ଆକୃତିକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
 
| Move ଟୁଲ୍ ବ୍ୟବହାର କରି ଏହି ଆକୃତିକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
 +
 
|-
 
|-
 
|07:00
 
|07:00
 
| ଏହାପରେ, ଫ୍ୟାକ୍ଟର ଦ୍ୱାରା ପଏଣ୍ଟରୁ ଅବ୍ଜେକ୍ଟକୁ ଡାଇଲେଟ୍ ବା ବଡ଼ କରନ୍ତୁ
 
| ଏହାପରେ, ଫ୍ୟାକ୍ଟର ଦ୍ୱାରା ପଏଣ୍ଟରୁ ଅବ୍ଜେକ୍ଟକୁ ଡାଇଲେଟ୍ ବା ବଡ଼ କରନ୍ତୁ
 +
 
|-
 
|-
 
|07:09
 
|07:09
 
|ଡାଇଲେଶନ୍:
 
|ଡାଇଲେଶନ୍:
 +
 
|-
 
|-
 
|07:11
 
|07:11
 
| ଡାଇଲେଶନ୍ କିମ୍ୱା ବଡ଼କରିବା ହେଉଛି ଏକ ପରିବର୍ତ୍ତନ
 
| ଡାଇଲେଶନ୍ କିମ୍ୱା ବଡ଼କରିବା ହେଉଛି ଏକ ପରିବର୍ତ୍ତନ
 +
 
|-
 
|-
 
|07:14
 
|07:14
 
| ଯେଉଁଥିରେ, ଏକ ସ୍କେଲ୍ ଫ୍ୟାକ୍ଟର ବ୍ୟବହାର କରି ଏକ ଆକୃତିକୁ ଏନଲାର୍ଜ କରାଯାଇଥାଏ
 
| ଯେଉଁଥିରେ, ଏକ ସ୍କେଲ୍ ଫ୍ୟାକ୍ଟର ବ୍ୟବହାର କରି ଏକ ଆକୃତିକୁ ଏନଲାର୍ଜ କରାଯାଇଥାଏ
 +
 
|-
 
|-
 
|07:23
 
|07:23
 
| Polygon ଟୁଲ୍ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
 
| Polygon ଟୁଲ୍ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
 +
 
|-
 
|-
 
|07:28
 
|07:28
 
| E , F , G. ତ୍ରିଭୁଜ ସମ୍ପୂର୍ଣ୍ଣ କରିବାପାଇଁ ଆଉଥରେ E ଉପରେ କ୍ଲିକ୍ କରନ୍ତୁ
 
| E , F , G. ତ୍ରିଭୁଜ ସମ୍ପୂର୍ଣ୍ଣ କରିବାପାଇଁ ଆଉଥରେ E ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:36
 
|07:36
 
|New Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ
 
|New Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ
 +
 
|-
 
|-
 
|07:40
 
|07:40
 
| H ଭାବରେ ଏକ ପଏଣ୍ଟ୍ କୁ ମାର୍କ କରନ୍ତୁ
 
| H ଭାବରେ ଏକ ପଏଣ୍ଟ୍ କୁ ମାର୍କ କରନ୍ତୁ
 +
 
|-
 
|-
 
|07:44
 
|07:44
 
| Dilate Object from Point by Factor  ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
| Dilate Object from Point by Factor  ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:51
 
|07:51
 
| EFG  ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
 
| EFG  ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:54
 
|07:54
| ଏହା ତ୍ରିଭୁଜକୁ ହାଇଲାଇଟ୍ କରିବ
+
| ଏହା ତ୍ରିଭୁଜକୁ ହାଇଲାଇଟ୍ କରିବ,ପଏଣ୍ଟ H ଉପରେ କ୍ଲିକ୍ କରନ୍ତୁ
|-
+
 
|07:55
+
| ପଏଣ୍ଟ H ଉପରେ କ୍ଲିକ୍ କରନ୍ତୁ
+
 
|-
 
|-
 
|07:57
 
|07:57
 
| ଏକ ଡାୟଲଗ୍ ବକ୍ସ ଖୋଲିଲା
 
| ଏକ ଡାୟଲଗ୍ ବକ୍ସ ଖୋଲିଲା
 +
 
|-
 
|-
 
|08:00
 
|08:00
 
| ନମ୍ୱର ଫିଲ୍ଡରେ 2ର ଭାଲ୍ୟୁ ଟାଇପ୍ କରନ୍ତୁ
 
| ନମ୍ୱର ଫିଲ୍ଡରେ 2ର ଭାଲ୍ୟୁ ଟାଇପ୍ କରନ୍ତୁ
 +
 
|-
 
|-
 
|08:04
 
|08:04
 
| OK ରେ କ୍ଲିକ୍ କରନ୍ତୁ
 
| OK ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:09
 
|08:09
 
| ଏହା ଅବଜେକ୍ଟ୍ କୁ ଦୁଇଥର ଡାଇଲେଟ୍ କିମ୍ୱା ଏନ୍ଲାର୍ଜ କରିବ
 
| ଏହା ଅବଜେକ୍ଟ୍ କୁ ଦୁଇଥର ଡାଇଲେଟ୍ କିମ୍ୱା ଏନ୍ଲାର୍ଜ କରିବ
 +
 
|-
 
|-
 
|08:16
 
|08:16
 
| segment between two Points ଉପରେ କ୍ଲିକ୍ କରି, H,E,E.’ ପଏଣ୍ଟ୍ଗୁଡିକୁ ଯୋଡନ୍ତୁ  
 
| segment between two Points ଉପରେ କ୍ଲିକ୍ କରି, H,E,E.’ ପଏଣ୍ଟ୍ଗୁଡିକୁ ଯୋଡନ୍ତୁ  
 +
 
|-
 
|-
 
|08:33
 
|08:33
 
| H,G,G. ପଏଣ୍ଟଗୁଡିକୁ ଯୋଡନ୍ତୁ
 
| H,G,G. ପଏଣ୍ଟଗୁଡିକୁ ଯୋଡନ୍ତୁ
 +
 
|-
 
|-
 
|09:01
 
|09:01
 
| H,F,E.’ ପଏଣ୍ଟଗୁଡିକୁ ଯୋଡନ୍ତୁ
 
| H,F,E.’ ପଏଣ୍ଟଗୁଡିକୁ ଯୋଡନ୍ତୁ
 +
 
|-
 
|-
 
|09:15
 
|09:15
 
| ଏଠାରେ, ଆପଣ ଦେଖିପାରୁଛନ୍ତି ଯେ, H ହେଉଛି ଡାଇଲେସନର ପଏଣ୍ଟ୍  
 
| ଏଠାରେ, ଆପଣ ଦେଖିପାରୁଛନ୍ତି ଯେ, H ହେଉଛି ଡାଇଲେସନର ପଏଣ୍ଟ୍  
 +
 
|-
 
|-
 
|09:21
 
|09:21
 
| Factor ର ଭାଲ୍ୟୁ ଟାଇପ୍ କରି , ଆପଣ ଅବଜେକ୍ଟକୁ ନିଜ ଇଚ୍ଛା ମୁତାବକ ଏନଲାର୍ଜ କରିପାରିବେ
 
| Factor ର ଭାଲ୍ୟୁ ଟାଇପ୍ କରି , ଆପଣ ଅବଜେକ୍ଟକୁ ନିଜ ଇଚ୍ଛା ମୁତାବକ ଏନଲାର୍ଜ କରିପାରିବେ
 +
 
|-
 
|-
 
|09:28
 
|09:28
 
| ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ
 
| ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ
 +
 
|-
 
|-
 
|09:30
 
|09:30
 
| File >> Save As ଉପରେ କ୍ଲିକ୍ କରନ୍ତୁ
 
| File >> Save As ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:33
 
|09:33
 
| ମୁଁ ଫାଇଲ୍କୁ Dilate-triangle ନାମ ଦେବି
 
| ମୁଁ ଫାଇଲ୍କୁ Dilate-triangle ନାମ ଦେବି
 +
 
|-
 
|-
 
|09:48
 
|09:48
 
| ସେଭ୍ ଉପରେ କ୍ଲିକ୍ କରନ୍ତୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
 
| ସେଭ୍ ଉପରେ କ୍ଲିକ୍ କରନ୍ତୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
 +
 
|-
 
|-
 
|09:55
 
|09:55
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|09:58
 
|09:58
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
 +
 
|-
 
|-
 
|10:00
 
|10:00
|* ଏକ ଲାଇନ୍ ର ପ୍ରତିବିମ୍ୱ
+
| ଏକ ଲାଇନ୍ ର ପ୍ରତିବିମ୍ୱ
 +
 
 
|-
 
|-
 
|10:02
 
|10:02
|* ଗୋଟିଏ ପଏଣ୍ଟ୍ ରେ ଏକ ଅବଜେକ୍ଟର ରୋଟେସନ୍
+
| ଗୋଟିଏ ପଏଣ୍ଟ୍ ରେ ଏକ ଅବଜେକ୍ଟର ରୋଟେସନ୍
 +
 
 
|-
 
|-
 
|10:05
 
|10:05
|* ସ୍କେଲ୍ ଫାକ୍ଟର୍ ଦ୍ୱାରା ଏକ ଅବଜେକ୍ଟର ଏନଲାର୍ଜମେଣ୍ଟ୍
+
| ସ୍କେଲ୍ ଫାକ୍ଟର୍ ଦ୍ୱାରା ଏକ ଅବଜେକ୍ଟର ଏନଲାର୍ଜମେଣ୍ଟ୍
 +
 
 
|-
 
|-
 
|10:09
 
|10:09
 
| ଏକ ଆସାଇନମେଣ୍ଟ୍ ଭାବରେ:
 
| ଏକ ଆସାଇନମେଣ୍ଟ୍ ଭାବରେ:
 +
 
|-
 
|-
 
|10:11
 
|10:11
| ଏକ ପେଣ୍ଟାଗନ୍ ଆଙ୍କନ୍ତୁ
+
| ଏକ ପେଣ୍ଟାଗନ୍ ଆଙ୍କନ୍ତୁ,ଆଙ୍କିବା ପାଇଁ Regular Polygon ଟୁଲ୍ ବ୍ୟବହାର କରନ୍ତୁ . (ସଙ୍କେତ : ସାଇଡ୍ସ=5)
|-
+
 
|10:12
+
|ଆଙ୍କିବା ପାଇଁ Regular Polygon ଟୁଲ୍ ବ୍ୟବହାର କରନ୍ତୁ . (ସଙ୍କେତ : ସାଇଡ୍ସ=5)
+
 
|-
 
|-
 
|10:17
 
|10:17
 
| Pentagon ର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ପାଇଁ  perpendicular bisector ଆଙ୍କନ୍ତୁ
 
| Pentagon ର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ପାଇଁ  perpendicular bisector ଆଙ୍କନ୍ତୁ
 +
 
|-
 
|-
 
|10:21
 
|10:21
 
| Pentagon ଭିତରେ ଏକ ପଏଣ୍ଟ ସୃଷ୍ଟି କରନ୍ତୁ
 
| Pentagon ଭିତରେ ଏକ ପଏଣ୍ଟ ସୃଷ୍ଟି କରନ୍ତୁ
 +
 
|-
 
|-
 
|10:25
 
|10:25
 
| ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
 
| ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
 +
 
|-
 
|-
 
|10:27
 
|10:27
 
| perpendicular bisector ବିଷୟକ ପଏଣ୍ଟର ପ୍ରତିଫଳନ ପ୍ରାପ୍ତ କରନ୍ତୁ
 
| perpendicular bisector ବିଷୟକ ପଏଣ୍ଟର ପ୍ରତିଫଳନ ପ୍ରାପ୍ତ କରନ୍ତୁ
 +
 
|-
 
|-
 
|10:31
 
|10:31
 
| ଇମେଜ୍ ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
 
| ଇମେଜ୍ ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
 +
 
|-
 
|-
 
|10:34
 
|10:34
 
| Symmetry ର ସଠିକ୍ ଲାଇନ୍ ଚୟନ ହୋଇଛି କି ନାହିଁ ଜାଣିବା ପାଇଁ  pentagon କୁ ଖୋଜନ୍ତୁ
 
| Symmetry ର ସଠିକ୍ ଲାଇନ୍ ଚୟନ ହୋଇଛି କି ନାହିଁ ଜାଣିବା ପାଇଁ  pentagon କୁ ଖୋଜନ୍ତୁ
 +
 
|-
 
|-
 
|10:44
 
|10:44
 
| ଗୋଟିଏ ପଏଣ୍ଟରେ ମୂଳ ପେଣ୍ଟାଗନ୍ କୁ 135° କାଉଣ୍ଟର କ୍ଲକୱାଇଜ୍ ରୋଟେଟ୍ କରନ୍ତୁ
 
| ଗୋଟିଏ ପଏଣ୍ଟରେ ମୂଳ ପେଣ୍ଟାଗନ୍ କୁ 135° କାଉଣ୍ଟର କ୍ଲକୱାଇଜ୍ ରୋଟେଟ୍ କରନ୍ତୁ
 +
 
|-
 
|-
 
|10:49
 
|10:49
 
| 3 ର ଫ୍ୟାକ୍ଟର ଦ୍ୱାରା ଗୋଟିଏ ପଏଣ୍ଟରେ ପେଣ୍ଟାଗନକୁ ଡାଇଲେଟ୍ କରନ୍ତୁ
 
| 3 ର ଫ୍ୟାକ୍ଟର ଦ୍ୱାରା ଗୋଟିଏ ପଏଣ୍ଟରେ ପେଣ୍ଟାଗନକୁ ଡାଇଲେଟ୍ କରନ୍ତୁ
 +
 
|-
 
|-
 
|10:56
 
|10:56
 
| ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 
| ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 +
 
|-
 
|-
 
|11:03
 
|11:03
 
| ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
| ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|11:06
 
|11:06
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
 +
 
|-
 
|-
 
|11:09
 
|11:09
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ୱିଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ୱିଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ
 +
 
|-
 
|-
 
|11:12
 
|11:12
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|11:17
 
|11:17
 
| ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 
| ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
|-
 
|-
 
|11:20
 
|11:20
 
| ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org)
 
| ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
|11:26
 
|11:26
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|11:29
 
|11:29
 
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
|-
 
|-
 
|11:35
 
|11:35
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ରେ ଉପଲବ୍ଧ  
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ରେ ଉପଲବ୍ଧ  
 +
 
|-
 
|-
 
|11:39
 
|11:39
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ
+
|}

Latest revision as of 12:21, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ Symmetrical Transformationର ଏହି ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ Symmetrical transformations ବିଷୟରେ ଶିଖିବା ଯେପରି:
00:11 Line symmetry ,Rotation symmetry
00:13 ଏବଂ ସ୍କେଲ୍ ଓ ପୋଜିଶନ୍ ସହିତ ଫିଗର ବୃଦ୍ଧି କରିବା ମଧ୍ୟ ଶିଖିବା
00:17 ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମେ ଭାବୁଛୁ
00:21 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ , ଆମ ୱେବସାଇଟ୍ ଦେଖନ୍ତୁ
00:26 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି Ubuntu Linux OS Version 11.10
00:31 Geogebra Version 3.2.47.0
00:35 ଆମେ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା
00:37 Reflect Object about Line
00:39 Rotate Object around Point by Angle
00:42 Dilate object from a Point by Factor
00:45 Semicircle through Two points
00:47 Regular Polygon ଓ
00:49 Perpendicular bisector
00:51 Transformationର ପରିଭାଷା
00:53 ଏକ ଜ୍ୟାମିତିକ ଆକୃତିର Symmetrical transformation ହେଉଛି:
00:57 ଏକ coordinate plane ଉପରେ ଏହାର ପୋଜିସନ୍, ଆକାର କିମ୍ୱା ଆକୃତିରେ ଏକ ପରିବର୍ତ୍ତନ
01:02 ମୂଳ ଆକୃତିକୁ Object କୁହାଯାଏ
01:04 ଟ୍ରାନ୍ସଫର୍ମ ଆକୃତିକୁ Image କୁହାଯାଏ
01:07 Reflection symmetryକୁ:
01:09 Line symmetry ମଧ୍ୟ କୁହାଯାଏ
01:11 Symmetry ର ଏକ ପ୍ରକାର, ଯେଉଁଠାରେ ଗୋଟିଏ ଅଧା ଅନ୍ୟ ଅଧାର ପ୍ରତିଫଳନ ଅଟେ
01:15 ଆପଣ ଇମେଜକୁ ଫୋଲ୍ଡ କରି ସମାନ ଭାବରେ ଉଭୟ ହାଲଭ୍ସକୁ ମ୍ୟାଚ୍ କରିପାରିବେ
01:20 Line of Symmetry ହେଉଛି ସେହି ଲାଇନ୍, ଯାହା ଉପରେ ଆକୃତି ପ୍ରତିଫଳିତ ହୋଇଥାଏ
01:24 ଜିଓଜେବ୍ରା ୱିଣ୍ଡୋକୁ ଯାଆନ୍ତୁ
01:27 କ୍ଲିକ୍ କରନ୍ତୁ Dash home >> Media Apps >> , Type ତଳେ >> Education >> ଓ Geogebra ଚୟନ କରନ୍ତୁ
01:37 ଏହି ଟ୍ୟୁଟୋରିଆଲ୍ ପାଇଁ, ମୁଁ Algebric view ବନ୍ଦ କରୁଛି
01:40 Algebric view ର କ୍ଲୋଜ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:47 Line of symmetryରୁ ଚାଲନ୍ତୁ ଆରମ୍ଭ କରିବା
01:50 ପ୍ରଥମେ ଏକ ସମବାହୁ ତ୍ରିଭୁଜ ଗଠନ କରିବା
01:53 ଟୁଲବାର୍ ରୁ Regular Polygon ଟୁଲ୍ ସିଲେକ୍ଟ କରନ୍ତୁ
01:57 ଡ୍ରଇଙ୍ଗ୍ ପ୍ୟାଡ୍ ରେ ପଏଣ୍ଟ୍ A, B, କ୍ଲିକ୍ କରନ୍ତୁ ଏବଂ ବାହୁର ସଂଖ୍ୟା ପାଇଁ 3 ଏଣ୍ଟର୍ କରନ୍ତୁ
02:08 ଏକ ସମବାହୁ ତ୍ରିଭୁଜ ABC ଅଙ୍କା ହୋଇଗଲା
02:11 ତ୍ରିଭୁଜର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ଏକ perpendicular bisector ଡ୍ର କରନ୍ତୁ
02:15 Perpendicular Bisector Tool ସିଲେକ୍ଟ କରି, ପାର୍ଶ୍ୱ AC ଉପରେ କ୍ଲିକ୍ କରନ୍ତୁ
02:26 Point ଟୁଲ୍ ସିଲେକ୍ଟ କରି, ତ୍ରିଭୁଜ ଭିତରେ ଏକ point କ୍ରିଏଟ୍ କରନ୍ତୁ
02:31 କୋଣଗୁଡିକ ମଧ୍ୟରୁ ଗୋଟିଏ ଆଡକୁ ପଏଣ୍ଟ୍ D ଘୁଞ୍ଚାନ୍ତୁ
02:38 ପଏଣ୍ଟ୍ D ଉପରେ ରାଇଟ୍ କ୍ଲିକ୍ କରି Trace On ସିଲେକ୍ଟ କରନ୍ତୁ
02:43 ଟୁଲ୍ବାର୍ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
02:48 ପଏଣ୍ଟ D ଉପରେ କ୍ଲିକ୍ କରନ୍ତୁ,ଏହା ପଏଣ୍ଟ D କୁ ହାଇଲାଇଟ୍ କରିବ
02:52 Perpendicular Bisector ଉପରେ କ୍ଲିକ୍ କରନ୍ତୁ
02:55 perpendicular bisector ର ଅପର ପାର୍ଶ୍ୱରେ ଏହା D’ image ପ୍ରତିଫଳିତ କରିବ
03:01 point D ର ପ୍ରତିଫଳନ ହେଉଛି D’
03:04 ପଏଣ୍ଟ୍ D ପାଇଁ Trace On ସେଟ୍ କରନ୍ତୁ
03:08 Move ଟୁଲ୍ ବ୍ୟବହାର କରି, ତ୍ରିଭୁଜ ସହିତ ପଏଣ୍ଟ୍ D ଚଲାନ୍ତୁ
03:11 ଟୁଲବାର୍ରୁ Move ଟୁଲ୍ ରେ ଥିବା ପ୍ରଥମ ଅପ୍ସନ୍ ରେ କ୍ଲିକ୍ କରନ୍ତୁ
03:22 ମାଉସ୍ ଦ୍ୱାରା ଆକୃତି ଉପରେ କ୍ଲିକ୍ କରନ୍ତୁ
03:25 ତ୍ରିଭୁଜ ଖୋଜି ଏହାକୁ ଡ୍ରାଗ୍ କରନ୍ତୁ
03:28 ବର୍ତ୍ତମାନ, ମାଉସ୍ ବଟନ୍ କୁ ଛାଡି ଦିଅନ୍ତୁ
03:31 ଆପଣ କ’ଣ ଦେଖୁଛନ୍ତି?,ଏଠାରେ perpendicular bisector, symmetry ର ଲାଇନ୍ ଅଟେ
03:36 D ଅବ୍ଜେକ୍ଟ ଓ D’ ଇମେଜ୍ ଅଟେ
03:39 ଏକ ଲାଇନର ଅର୍ଦ୍ଧ ବୃତ୍ତ ପ୍ରତିଫଳିତ କରନ୍ତୁ
03:43 ଏକ ଅର୍ଦ୍ଧ ବୃତ୍ତ ଆଙ୍କନ୍ତୁ,Semicircle through Two points ଟୁଲ୍ ଉପରେ କ୍ଲିକ୍ କରନ୍ତୁ. ପଏଣ୍ଟ E ଓ ତା’ପରେ F ମାର୍କ କରନ୍ତୁ
03:56 segment between two points ଉପରେ କ୍ଲିକ୍ କରନ୍ତୁ
04:02 ପଏଣ୍ଟ୍ G ଓ H ମାର୍କ କରନ୍ତୁ. ଏକ ଲାଇନ୍ ଅଙ୍କା ହୋଇଗଲା
04:06 ଚାଲନ୍ତୁ ଲାଇନ୍ ର ପ୍ରପର୍ଟୀ ବଦଳାଇବା
04:08 ଲାଇନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Object Properties. Style ଉପରେ କ୍ଲିକ୍ କରି, Style ବଦଳାନ୍ତୁ
04:21 ଟୁଲ୍ବାର୍ ରୁ Reflect Object about Line ଟୁଲ୍ ସିଲେକ୍ଟ କରନ୍ତୁ
04:27 ଅର୍ଦ୍ଧ ବୃତ୍ତ EF ଉପରେ କ୍ଲିକ୍ କରନ୍ତୁ
04:31 ଲାଇନ୍ GH ଉପରେ କ୍ଲିକ୍ କରନ୍ତୁ
04:34 GH ଲାଇନ୍ର ଅପରପାର୍ଶ୍ୱରେ ଏହା ପ୍ରତିଫଳିତ ଇମେଜ୍ E’F’ ଉତ୍ପାଦନ କରିବ . ଆକୃତିଟି ଏବେ କିପରି ଦେଖାଯାଉଛି? ଏହା ଏକ ବୃତ୍ତ ପରି ଦେଖାଯାଉଛି
04:45 ଏବେ ଏହି ଫାଇଲ୍କୁ ସେଭ୍ କରନ୍ତୁ
04:47 File > >Save As ରେ କ୍ଲିକ୍ କରନ୍ତୁ
04:50 ମୁଁ Line-symmetry ନାମ ଟାଇପ୍ କରି, ସେଭ୍ ରେ କ୍ଲିକ୍ କରିବି
05:05 ଏହାପରେ, ଚାଲନ୍ତୁ Rotate the Object around a Point by Angle କୁ ଜାଣିବା
05:12 ରୋଟେସନ୍ ର ସଜ୍ଞା
05:15 ରୋଟେସନ୍ ହେଉଛି ଏକ ପରିବର୍ତ୍ତନ ଯାହା ଆଙ୍ଗେଲ୍ ଦ୍ୱାରା ଏକ ସ୍ଥିର କେନ୍ଦ୍ର ଚାରିପଟେ ଏକ ଆକୃତିକୁ ବୁଲାଏ
05:21 ଯଦି ଆକୃତି ଅପରିବର୍ତ୍ତିତ ଦେଖାଯାଏ, ତା’ହାଲେ ଆକୃତିରେ rotation symmetry ରହିଛି
05:29 ଆପଣ ଯେକୌଣସି ପରିମାପ ଡିଗ୍ରୀରେ ଅବଜେକ୍ଟକୁ ରୋଟେଟ୍ କରିପାରିବେ. ରୋଟେସନ୍ କ୍ଲକୱାଇଜ୍ ଓ କାଉଣ୍ଟରକ୍ଲକୱାଇଜ୍ ମଧ୍ୟ ହୋଇପାରେ
05:39 ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
05:41 File >> New ରେ କ୍ଲିକ୍ କରନ୍ତୁ
05:47 ଏକ ବର୍ଗକ୍ଷେତ୍ର ତିଆରି କରିବା
05:49 ଟୁଲବାର୍ରୁ Regular Polygon ଟୁଲ୍ ରେ କ୍ଲିକ୍ କରନ୍ତୁ
05:55 ଡ୍ରଇଙ୍ଗ୍ ପ୍ୟାଡ୍ ରେ କ୍ଲିକ୍ କରନ୍ତୁ
05:57 ପଏଣ୍ଟ A ଓ B ମାର୍କ କରନ୍ତୁ
05:59 ଏକ ଡାୟଲଗ୍ ବକ୍ସ ଖୋଲିବ
06:01 OK ରେ କ୍ଲିକ୍ କରନ୍ତୁ
06:03 ବର୍ଗକ୍ଷେତ୍ର ABCD ଅଙ୍କା ହୋଇଗଲା
06:05 Rotate Object around a Point by Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:13 ବର୍ଗକ୍ଷେତ୍ର ABCD ଉପରେ କ୍ଲିକ୍ କରନ୍ତୁ
06:16 ଏହା ବର୍ଗକ୍ଷେତ୍ରକୁ ହାଇଲାଇଟ୍ କରିବ
06:18 ଏହାପରେ ଯେକୌଣସି କୋଣରେ କ୍ଲିକ୍ କରନ୍ତୁ
06:20 ମୁଁ A ଉପରେ କ୍ଲିକ୍ କରିବି
06:23 ଏକ ଡାଇଲଗ୍ ବକ୍ସ ଖୋଲିଲା
06:25 ଆଙ୍ଗେଲ୍ ଫିଲ୍ଡ ଭିତରେ 60 ଟାଇପ୍ କରନ୍ତୁ
06:30 ପ୍ରଥମ ଡ୍ରପ୍ ଡାଉନ୍ ତାଲିକା ମଧ୍ୟରୁ ୦(ଡିଗ୍ରୀ) ସିଲେକ୍ଟ କରନ୍ତୁ
06:35 କ୍ଲକୱାଇଜ୍ ଅପ୍ସନ୍ ସିଲେକ୍ଟ କରି, OKରେ କ୍ଲିକ୍ କରନ୍ତୁ
06:40 60 ଡିଗ୍ରୀ ଆଙ୍ଗେଲ୍ ରେ ଏହା, ବର୍ଗକ୍ଷେତ୍ରକୁ ସିଲେକ୍ସନ୍ ପଏଣ୍ଟରୁ ରୋଟେଟ୍ କରିବ
06:44 ରୋଟେଟ୍ ହୋଇଥିବା ଇମେଜ୍ A’B’C’D’ ଗଠିତ ହେଲା
06:49 Move ଟୁଲ୍ ବ୍ୟବହାର କରି ଏହି ଆକୃତିକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
07:00 ଏହାପରେ, ଫ୍ୟାକ୍ଟର ଦ୍ୱାରା ପଏଣ୍ଟରୁ ଅବ୍ଜେକ୍ଟକୁ ଡାଇଲେଟ୍ ବା ବଡ଼ କରନ୍ତୁ
07:09 ଡାଇଲେଶନ୍:
07:11 ଡାଇଲେଶନ୍ କିମ୍ୱା ବଡ଼କରିବା ହେଉଛି ଏକ ପରିବର୍ତ୍ତନ
07:14 ଯେଉଁଥିରେ, ଏକ ସ୍କେଲ୍ ଫ୍ୟାକ୍ଟର ବ୍ୟବହାର କରି ଏକ ଆକୃତିକୁ ଏନଲାର୍ଜ କରାଯାଇଥାଏ
07:23 Polygon ଟୁଲ୍ ବ୍ୟବହାର କରି ଏକ ତ୍ରିଭୁଜ ଆଙ୍କନ୍ତୁ
07:28 E , F , G. ତ୍ରିଭୁଜ ସମ୍ପୂର୍ଣ୍ଣ କରିବାପାଇଁ ଆଉଥରେ E ଉପରେ କ୍ଲିକ୍ କରନ୍ତୁ
07:36 New Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ
07:40 H ଭାବରେ ଏକ ପଏଣ୍ଟ୍ କୁ ମାର୍କ କରନ୍ତୁ
07:44 Dilate Object from Point by Factor ଟୁଲ୍ ଉପରେ କ୍ଲିକ୍ କରନ୍ତୁ
07:51 EFG ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ
07:54 ଏହା ତ୍ରିଭୁଜକୁ ହାଇଲାଇଟ୍ କରିବ,ପଏଣ୍ଟ H ଉପରେ କ୍ଲିକ୍ କରନ୍ତୁ
07:57 ଏକ ଡାୟଲଗ୍ ବକ୍ସ ଖୋଲିଲା
08:00 ନମ୍ୱର ଫିଲ୍ଡରେ 2ର ଭାଲ୍ୟୁ ଟାଇପ୍ କରନ୍ତୁ
08:04 OK ରେ କ୍ଲିକ୍ କରନ୍ତୁ
08:09 ଏହା ଅବଜେକ୍ଟ୍ କୁ ଦୁଇଥର ଡାଇଲେଟ୍ କିମ୍ୱା ଏନ୍ଲାର୍ଜ କରିବ
08:16 segment between two Points ଉପରେ କ୍ଲିକ୍ କରି, H,E,E.’ ପଏଣ୍ଟ୍ଗୁଡିକୁ ଯୋଡନ୍ତୁ
08:33 H,G,G. ପଏଣ୍ଟଗୁଡିକୁ ଯୋଡନ୍ତୁ
09:01 H,F,E.’ ପଏଣ୍ଟଗୁଡିକୁ ଯୋଡନ୍ତୁ
09:15 ଏଠାରେ, ଆପଣ ଦେଖିପାରୁଛନ୍ତି ଯେ, H ହେଉଛି ଡାଇଲେସନର ପଏଣ୍ଟ୍
09:21 Factor ର ଭାଲ୍ୟୁ ଟାଇପ୍ କରି , ଆପଣ ଅବଜେକ୍ଟକୁ ନିଜ ଇଚ୍ଛା ମୁତାବକ ଏନଲାର୍ଜ କରିପାରିବେ
09:28 ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ
09:30 File >> Save As ଉପରେ କ୍ଲିକ୍ କରନ୍ତୁ
09:33 ମୁଁ ଫାଇଲ୍କୁ Dilate-triangle ନାମ ଦେବି
09:48 ସେଭ୍ ଉପରେ କ୍ଲିକ୍ କରନ୍ତୁ. ଏଥିସହିତ ଆମେ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ
09:55 ସଂକ୍ଷିପ୍ତରେ
09:58 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
10:00 ଏକ ଲାଇନ୍ ର ପ୍ରତିବିମ୍ୱ
10:02 ଗୋଟିଏ ପଏଣ୍ଟ୍ ରେ ଏକ ଅବଜେକ୍ଟର ରୋଟେସନ୍
10:05 ସ୍କେଲ୍ ଫାକ୍ଟର୍ ଦ୍ୱାରା ଏକ ଅବଜେକ୍ଟର ଏନଲାର୍ଜମେଣ୍ଟ୍
10:09 ଏକ ଆସାଇନମେଣ୍ଟ୍ ଭାବରେ:
10:11 ଏକ ପେଣ୍ଟାଗନ୍ ଆଙ୍କନ୍ତୁ,ଆଙ୍କିବା ପାଇଁ Regular Polygon ଟୁଲ୍ ବ୍ୟବହାର କରନ୍ତୁ . (ସଙ୍କେତ : ସାଇଡ୍ସ=5)
10:17 Pentagon ର ପାର୍ଶ୍ୱଗୁଡିକ ମଧ୍ୟରୁ ଗୋଟିଏ ପାଇଁ perpendicular bisector ଆଙ୍କନ୍ତୁ
10:21 Pentagon ଭିତରେ ଏକ ପଏଣ୍ଟ ସୃଷ୍ଟି କରନ୍ତୁ
10:25 ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
10:27 perpendicular bisector ବିଷୟକ ପଏଣ୍ଟର ପ୍ରତିଫଳନ ପ୍ରାପ୍ତ କରନ୍ତୁ
10:31 ଇମେଜ୍ ପଏଣ୍ଟ୍ ପାଇଁ Trace On ସେଟ୍ କରନ୍ତୁ
10:34 Symmetry ର ସଠିକ୍ ଲାଇନ୍ ଚୟନ ହୋଇଛି କି ନାହିଁ ଜାଣିବା ପାଇଁ pentagon କୁ ଖୋଜନ୍ତୁ
10:44 ଗୋଟିଏ ପଏଣ୍ଟରେ ମୂଳ ପେଣ୍ଟାଗନ୍ କୁ 135° କାଉଣ୍ଟର କ୍ଲକୱାଇଜ୍ ରୋଟେଟ୍ କରନ୍ତୁ
10:49 3 ର ଫ୍ୟାକ୍ଟର ଦ୍ୱାରା ଗୋଟିଏ ପଏଣ୍ଟରେ ପେଣ୍ଟାଗନକୁ ଡାଇଲେଟ୍ କରନ୍ତୁ
10:56 ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
11:03 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
11:06 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
11:09 ଯଦି ଆପଣଙ୍କର ଭଲ ବ୍ୟାଣ୍ଡ୍ୱିଥ୍ ନାହିଁ, ଏହାକୁ ଡାଉନ୍ଲୋଡ୍ କରି ଦେଖିପାରିବେ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ : ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:17 ଅନ୍ଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:20 ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍କୁ ଲେଖନ୍ତୁ (contact@spoken-tutorial.org)
11:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:29 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
11:35 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ରେ ଉପଲବ୍ଧ
11:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep