Difference between revisions of "Introduction-to-Computers/C2/Compose-Options-for-Email/Oriya"

From Script | Spoken-Tutorial
Jump to: navigation, search
(Created page with " {| border=1 | <center>Time</center> | <center>Narration</center> |- |00:01 | Compose Options for Emails ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍...")
 
 
Line 1: Line 1:
 +
{| Border=1
 +
| '''Time'''
 +
|'''Narration'''
  
{| border=1
 
| <center>Time</center>
 
| <center>Narration</center>
 
 
|-
 
|-
 
|00:01
 
|00:01
 
| Compose Options for Emails ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Compose Options for Emails ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,  
 
| ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,  
 +
 
|-
 
|-
 
|00:10
 
|00:10
|* ଇମେଲ୍ ପ୍ରାପ୍ତକର୍ତ୍ତା ବିଷୟରେ, ଯେପରି To, CC, BCC
+
| ଇମେଲ୍ ପ୍ରାପ୍ତକର୍ତ୍ତା ବିଷୟରେ, ଯେପରି To, CC, BCC
 +
 
 
|-
 
|-
 
|00:16
 
|00:16
|* ଇମେଲ୍ ଟେକ୍ସଟ୍ ଫର୍ମାଟ୍ କରିବା
+
| ଇମେଲ୍ ଟେକ୍ସଟ୍ ଫର୍ମାଟ୍ କରିବା
 +
 
 
|-
 
|-
 
|00:19
 
|00:19
|* ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
+
| ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
 +
 
 
|-
 
|-
 
|00:22
 
|00:22
|* ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
+
| ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
 +
 
 
|-
 
|-
 
|00:25
 
|00:25
|* ଇମେଲ୍ ଭିତରେ ଏକ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
+
| ଇମେଲ୍ ଭିତରେ ଏକ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
 +
 
 
|-
 
|-
 
|00:29
 
|00:29
 
| ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ*
 
| ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ*
 +
 
|-
 
|-
 
|00:33
 
|00:33
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
 +
 
|-
 
|-
 
|00:38
 
|00:38
 
| ଓ ଏକ ୱେବ୍ ବ୍ରାଉଜର୍ ଦରକାର
 
| ଓ ଏକ ୱେବ୍ ବ୍ରାଉଜର୍ ଦରକାର
 +
 
|-
 
|-
 
|00:40
 
|00:40
 
| ଏହି ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
 
| ଏହି ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
 +
 
|-
 
|-
 
|00:45
 
|00:45
| ଚାଲନ୍ତୁ ଆରମ୍ଭ କରିବା
+
| ଚାଲନ୍ତୁ ଆରମ୍ଭ କରିବା,ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ http://gmail.com
|-
+
 
|00:46
+
| ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ http://gmail.com
+
 
|-
 
|-
 
|00:55
 
|00:55
 
| Login ପେଜ୍ ଖୋଲିଲା
 
| Login ପେଜ୍ ଖୋଲିଲା
 +
 
|-
 
|-
 
|00:58
 
|00:58
 
| Username ଓ Password ଏଣ୍ଟର୍ କରନ୍ତୁ
 
| Username ଓ Password ଏଣ୍ଟର୍ କରନ୍ତୁ
 +
 
|-
 
|-
 
|01:04
 
|01:04
 
| ଯଦି Login ପେଜ୍ Username ସହିତ ଖୋଲେ, ତେବେ ତାହାର ଅର୍ଥ ହେଉଛି, ଆପଣ ନିଜ ମେଶିନ୍ ରୁ ଏହି ଆକାଉଣ୍ଟକୁ ଆକ୍ସେସ୍ କରିସାରିଛନ୍ତି
 
| ଯଦି Login ପେଜ୍ Username ସହିତ ଖୋଲେ, ତେବେ ତାହାର ଅର୍ଥ ହେଉଛି, ଆପଣ ନିଜ ମେଶିନ୍ ରୁ ଏହି ଆକାଉଣ୍ଟକୁ ଆକ୍ସେସ୍ କରିସାରିଛନ୍ତି
 +
 
|-
 
|-
 
|01:12
 
|01:12
 
| Password ଏଣ୍ଟର୍ କରନ୍ତୁ  
 
| Password ଏଣ୍ଟର୍ କରନ୍ତୁ  
 +
 
|-
 
|-
 
|01:15
 
|01:15
 
| ଓ Sign In ବଟନ୍ ରେ କ୍ଲିକ୍ କରନ୍ତୁ
 
| ଓ Sign In ବଟନ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:18
 
|01:18
 
| ଆମେ ଆମର Gmail ପେଜ୍ କୁ ଆସିଲେ
 
| ଆମେ ଆମର Gmail ପେଜ୍ କୁ ଆସିଲେ
 +
 
|-
 
|-
 
|01:21
 
|01:21
 
| ଏବେ ଚାଲନ୍ତୁ, ଏକ ଇମେଲ୍ ଲେଖିବା ପାଇଁ ଉପଲବ୍ଧ ଅପ୍ସନ୍ସ ଦେଖିବା
 
| ଏବେ ଚାଲନ୍ତୁ, ଏକ ଇମେଲ୍ ଲେଖିବା ପାଇଁ ଉପଲବ୍ଧ ଅପ୍ସନ୍ସ ଦେଖିବା
 +
 
|-
 
|-
 
|01:26
 
|01:26
 
| ପ୍ରଥମେ Compose ବଟନ୍ ରେ କ୍ଲିକ୍ କରନ୍ତୁ
 
| ପ୍ରଥମେ Compose ବଟନ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:31
 
|01:31
 
| Compose Window ଖୋଲିବ
 
| Compose Window ଖୋଲିବ
 +
 
|-
 
|-
 
|01:34
 
|01:34
 
| To ସେଗମେଣ୍ଟରେ ଆମେ ପ୍ରାପ୍ତକର୍ତ୍ତାଙ୍କ ନାଁ ଲେଖିବା
 
| To ସେଗମେଣ୍ଟରେ ଆମେ ପ୍ରାପ୍ତକର୍ତ୍ତାଙ୍କ ନାଁ ଲେଖିବା
 +
 
|-
 
|-
 
|01:38
 
|01:38
 
| ଏଥିରେ 3ଟି ଅପ୍ସନ୍ସ ଅଛି To, Cc ଓ Bcc
 
| ଏଥିରେ 3ଟି ଅପ୍ସନ୍ସ ଅଛି To, Cc ଓ Bcc
 +
 
|-
 
|-
 
|01:44
 
|01:44
 
| Ccର ଅର୍ଥ ହେଉଛି Carbon Copy, ଆଉ Bccର ଅର୍ଥ ହେଉଛି Blind Carbon Copy
 
| Ccର ଅର୍ଥ ହେଉଛି Carbon Copy, ଆଉ Bccର ଅର୍ଥ ହେଉଛି Blind Carbon Copy
 +
 
|-
 
|-
 
|01:51
 
|01:51
 
| To ଫିଲ୍ଡରେ ଆମକୁ, ଯେଉଁ ବ୍ୟକ୍ତିଙ୍କ ପାଖକୁ ଇମେଲ୍ ପଠାଇବାକୁ ଚାହୁଁଛେ, ତାଙ୍କର ଇମେଲ୍ ଆଡ୍ରେସ୍ ଆଡ୍ କରିବାକୁ ହେବ
 
| To ଫିଲ୍ଡରେ ଆମକୁ, ଯେଉଁ ବ୍ୟକ୍ତିଙ୍କ ପାଖକୁ ଇମେଲ୍ ପଠାଇବାକୁ ଚାହୁଁଛେ, ତାଙ୍କର ଇମେଲ୍ ଆଡ୍ରେସ୍ ଆଡ୍ କରିବାକୁ ହେବ
 +
 
|-
 
|-
 
|01:58
 
|01:58
 
| Screen Shot ଦେଖନ୍ତୁ
 
| Screen Shot ଦେଖନ୍ତୁ
 +
 
|-
 
|-
 
|02:01
 
|02:01
 
| ଯଦି ଆମେ ଏକାଧିକ ଇମେଲ୍ ପଠାଇବାକୁ ଚାହିଁବା, ତେବେ To ଫିଲ୍ଡରେ Email IDଗୁଡ଼ିକ ଆଡ୍ କରିବା
 
| ଯଦି ଆମେ ଏକାଧିକ ଇମେଲ୍ ପଠାଇବାକୁ ଚାହିଁବା, ତେବେ To ଫିଲ୍ଡରେ Email IDଗୁଡ଼ିକ ଆଡ୍ କରିବା
 +
 
|-
 
|-
 
|02:09
 
|02:09
 
| Screen Shot ଦେଖନ୍ତୁ
 
| Screen Shot ଦେଖନ୍ତୁ
 +
 
|-
 
|-
 
|02:12
 
|02:12
 
| ଅନ୍ୟମାନଙ୍କୁ ପଠାଇବା ପାଇଁ Cc ଅପ୍ସନ୍ ବ୍ୟବହାର କରନ୍ତୁ
 
| ଅନ୍ୟମାନଙ୍କୁ ପଠାଇବା ପାଇଁ Cc ଅପ୍ସନ୍ ବ୍ୟବହାର କରନ୍ତୁ
 +
 
|-
 
|-
 
|02:18
 
|02:18
 
| To ଓ Scରେ ଥିବା ସମସ୍ତ ପ୍ରାପ୍ତକର୍ତ୍ତା ଅନ୍ୟ ସମସ୍ତ ପ୍ରାପ୍ତକର୍ତ୍ତାଙ୍କୁ ଦେଖିପାରିବେ
 
| To ଓ Scରେ ଥିବା ସମସ୍ତ ପ୍ରାପ୍ତକର୍ତ୍ତା ଅନ୍ୟ ସମସ୍ତ ପ୍ରାପ୍ତକର୍ତ୍ତାଙ୍କୁ ଦେଖିପାରିବେ
 +
 
|-
 
|-
 
|02:25
 
|02:25
 
| Screen Shot ଦେଖନ୍ତୁ
 
| Screen Shot ଦେଖନ୍ତୁ
 +
 
|-
 
|-
 
|02:28
 
|02:28
 
| ଅନ୍ୟମାନଙ୍କୁ ପଠାଇବା ପାଇଁ ଆପଣ BCc ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବେ
 
| ଅନ୍ୟମାନଙ୍କୁ ପଠାଇବା ପାଇଁ ଆପଣ BCc ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବେ
 +
 
|-
 
|-
 
|02:34
 
|02:34
 
| ଏହି ଅପ୍ସନ୍ ରେ, To ଓ Ccରେ ଥିବା ପ୍ରାପ୍ତକର୍ତ୍ତା Bccରେ ଥିବା ପ୍ରାପ୍ତ କର୍ତ୍ତାଙ୍କୁ ଦେଖିପାରିବେ ନାହିଁ
 
| ଏହି ଅପ୍ସନ୍ ରେ, To ଓ Ccରେ ଥିବା ପ୍ରାପ୍ତକର୍ତ୍ତା Bccରେ ଥିବା ପ୍ରାପ୍ତ କର୍ତ୍ତାଙ୍କୁ ଦେଖିପାରିବେ ନାହିଁ
 +
 
|-
 
|-
 
|02:42
 
|02:42
 
| Bccରେ ଥିବା ପ୍ରାପ୍ତକର୍ତ୍ତା To ଓ Ccରେ ଥିବା ପ୍ରାପ୍ତକର୍ତ୍ତାମାନଙ୍କୁ ଦେଖିପାରିବେ  
 
| Bccରେ ଥିବା ପ୍ରାପ୍ତକର୍ତ୍ତା To ଓ Ccରେ ଥିବା ପ୍ରାପ୍ତକର୍ତ୍ତାମାନଙ୍କୁ ଦେଖିପାରିବେ  
 +
 
|-
 
|-
 
|02:47
 
|02:47
 
| କିନ୍ତୁ ଅନ୍ୟ Bcc ପ୍ରାପ୍ତକର୍ତ୍ତା ନୁହେଁ
 
| କିନ୍ତୁ ଅନ୍ୟ Bcc ପ୍ରାପ୍ତକର୍ତ୍ତା ନୁହେଁ
 +
 
|-
 
|-
 
|02:51
 
|02:51
 
| ମେଲ୍ ପ୍ରେରକ ସମ୍ପୂର୍ଣ୍ଣ ପ୍ରାପ୍ତକର୍ତ୍ତା ତାଲିକା ଦେଖିପାରିବେ
 
| ମେଲ୍ ପ୍ରେରକ ସମ୍ପୂର୍ଣ୍ଣ ପ୍ରାପ୍ତକର୍ତ୍ତା ତାଲିକା ଦେଖିପାରିବେ
 +
 
|-
 
|-
 
|02:55
 
|02:55
 
| Screen Shot ଦେଖନ୍ତୁ
 
| Screen Shot ଦେଖନ୍ତୁ
 +
 
|-
 
|-
 
|02:58
 
|02:58
 
| ଜରୁରୀ ସୂଚନା
 
| ଜରୁରୀ ସୂଚନା
 +
 
|-
 
|-
 
|03:00
 
|03:00
 
| ପ୍ରାପ୍ତକର୍ତ୍ତା ଫିଲ୍ଡ To, Cc ଓ Bccରେ ଆମେ ଯେକୌଣସି ସଂଖ୍ୟକ Email ID ଆଡ୍ କରିପାରିବା
 
| ପ୍ରାପ୍ତକର୍ତ୍ତା ଫିଲ୍ଡ To, Cc ଓ Bccରେ ଆମେ ଯେକୌଣସି ସଂଖ୍ୟକ Email ID ଆଡ୍ କରିପାରିବା
 +
 
|-
 
|-
 
|03:08
 
|03:08
 
| ହେଲେ ଦିନକୁ ସର୍ବାଧିକ ସୀମା ହେଉଛି 500 ପ୍ରାପ୍ତକର୍ତ୍ତା
 
| ହେଲେ ଦିନକୁ ସର୍ବାଧିକ ସୀମା ହେଉଛି 500 ପ୍ରାପ୍ତକର୍ତ୍ତା
 +
 
|-
 
|-
 
|03:13
 
|03:13
 
| ପ୍ରତ୍ୟେକ Email IDକୁ ସ୍ପେସ୍ କିମ୍ୱା କମା କିମ୍ୱା କଲନ୍ ଦ୍ୱାରା ପୃଥକ୍ କରିବାକୁ ପଡ଼ିବ
 
| ପ୍ରତ୍ୟେକ Email IDକୁ ସ୍ପେସ୍ କିମ୍ୱା କମା କିମ୍ୱା କଲନ୍ ଦ୍ୱାରା ପୃଥକ୍ କରିବାକୁ ପଡ଼ିବ
 +
 
|-
 
|-
 
|03:20
 
|03:20
 
| ଏବେ ଚାଲନ୍ତୁ ଆମର Gmail Compose Windowକୁ ଫେରିଯିବା
 
| ଏବେ ଚାଲନ୍ତୁ ଆମର Gmail Compose Windowକୁ ଫେରିଯିବା
 +
 
|-
 
|-
 
|03:25
 
|03:25
 
| ଡିଫଲ୍ଟ ଭାବରେ, କର୍ସର୍ To ଫିଲ୍ଡରେ ଥାଏ
 
| ଡିଫଲ୍ଟ ଭାବରେ, କର୍ସର୍ To ଫିଲ୍ଡରେ ଥାଏ
 +
 
|-
 
|-
 
|03:29
 
|03:29
 
| ନିମ୍ନ ପ୍ରାପ୍ତକର୍ତ୍ତା ଠିକଣା ଏଣ୍ଟର୍ କରନ୍ତୁ
 
| ନିମ୍ନ ପ୍ରାପ୍ତକର୍ତ୍ତା ଠିକଣା ଏଣ୍ଟର୍ କରନ୍ତୁ
 +
 
|-
 
|-
 
|03:33
 
|03:33
 
| To ଫିଲ୍ଡରେ ray.becky.0808@gmail.com  
 
| To ଫିଲ୍ଡରେ ray.becky.0808@gmail.com  
 +
 
|-
 
|-
 
|03:46
 
|03:46
 
| Cc ଫିଲ୍ଡରେ 0808iambecky@gmail.com
 
| Cc ଫିଲ୍ଡରେ 0808iambecky@gmail.com
 +
 
|-
 
|-
 
|03:55
 
|03:55
 
| Bcc ଫିଲ୍ଡରେ stlibreoffice@gmail.com ଓ info@spoken-tutorial.org ଭାବରେ Email ID ଦିଅନ୍ତୁ
 
| Bcc ଫିଲ୍ଡରେ stlibreoffice@gmail.com ଓ info@spoken-tutorial.org ଭାବରେ Email ID ଦିଅନ୍ତୁ
 +
 
|-
 
|-
 
|04:10
 
|04:10
 
| Subject Lineରେ କ୍ଲିକ୍ କରି ନିଜ ଇମେଲ୍ ପାଇଁ ସଂକ୍ଷିପ୍ତ ବିବରଣୀ ଏଣ୍ଟର୍ କରନ୍ତୁ
 
| Subject Lineରେ କ୍ଲିକ୍ କରି ନିଜ ଇମେଲ୍ ପାଇଁ ସଂକ୍ଷିପ୍ତ ବିବରଣୀ ଏଣ୍ଟର୍ କରନ୍ତୁ
 +
 
|-
 
|-
 
|04:15
 
|04:15
 
| ମୁଁ ଟାଇପ୍ କରିବି Partner with us
 
| ମୁଁ ଟାଇପ୍ କରିବି Partner with us
 +
 
|-
 
|-
 
|04:19
 
|04:19
 
| କଣ୍ଟେଣ୍ଟ ଏରିଆରେ ନିମ୍ନ ମେସେଜ୍ ଟାଇପ୍ କରନ୍ତୁ
 
| କଣ୍ଟେଣ୍ଟ ଏରିଆରେ ନିମ୍ନ ମେସେଜ୍ ଟାଇପ୍ କରନ୍ତୁ
 +
 
|-
 
|-
 
|04:24
 
|04:24
 
| Spoken Tutorial Project is helping to bridge the digital divide
 
| Spoken Tutorial Project is helping to bridge the digital divide
 +
 
|-
 
|-
 
|04:29
 
|04:29
 
| ଆମ ଇମେଲ୍ ର ବଡୀରେ ବେସିକ୍ ଟେକ୍ସଟ୍ ଫର୍ମାଟିଙ୍ଗ ପାଇଁ Gmail ଆମକୁ ଅନୁମତି ଦେଇଥାଏ
 
| ଆମ ଇମେଲ୍ ର ବଡୀରେ ବେସିକ୍ ଟେକ୍ସଟ୍ ଫର୍ମାଟିଙ୍ଗ ପାଇଁ Gmail ଆମକୁ ଅନୁମତି ଦେଇଥାଏ
 +
 
|-
 
|-
 
|04:35
 
|04:35
 
| Compose Windowର ତଳେ ଡିଫଲ୍ଟ ଭାବରେ ଏହା ପ୍ରଦର୍ଶିତ ହୋଇଥାଏ
 
| Compose Windowର ତଳେ ଡିଫଲ୍ଟ ଭାବରେ ଏହା ପ୍ରଦର୍ଶିତ ହୋଇଥାଏ
 +
 
|-
 
|-
 
|04:41
 
|04:41
 
| ଯଦି ନୁହେଁ, ତେବେ ଫର୍ମାଟିଙ୍ଗ ଟୁଲ୍ ବାର୍ ଆକ୍ସେସ୍ କରିବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
 
| ଯଦି ନୁହେଁ, ତେବେ ଫର୍ମାଟିଙ୍ଗ ଟୁଲ୍ ବାର୍ ଆକ୍ସେସ୍ କରିବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:47
 
|04:47
 
| ଏଥିରେ, Fonts, Sizes, Bold, Italic, Underline, Text Color, Align, Numbered ଏବଂ Bulleted Lists ଓ Indention ପରି ବିଭିନ୍ନ ଅପ୍ସନ୍ସ ଅଛି
 
| ଏଥିରେ, Fonts, Sizes, Bold, Italic, Underline, Text Color, Align, Numbered ଏବଂ Bulleted Lists ଓ Indention ପରି ବିଭିନ୍ନ ଅପ୍ସନ୍ସ ଅଛି
 +
 
|-
 
|-
 
|05:03
 
|05:03
 
| ଏହିସବୁ ଅପ୍ସନ୍ସ, ଯେକୌଣସି Word Processor Application ସହ ସମାନ
 
| ଏହିସବୁ ଅପ୍ସନ୍ସ, ଯେକୌଣସି Word Processor Application ସହ ସମାନ
 +
 
|-
 
|-
 
|05:08
 
|05:08
 
| ଆପଣ ନିଜେ ଏହିସବୁ ଅପ୍ସନ୍ସକୁ ଏକ୍ସପ୍ଲୋର୍ କରିପାରିବେ
 
| ଆପଣ ନିଜେ ଏହିସବୁ ଅପ୍ସନ୍ସକୁ ଏକ୍ସପ୍ଲୋର୍ କରିପାରିବେ
 +
 
|-
 
|-
 
|05:12
 
|05:12
 
| ଏହିପରି ମୁଁ ମୋ ଟେକ୍ସଟ୍ କୁ ଫର୍ମାଟ୍ କରିଛି
 
| ଏହିପରି ମୁଁ ମୋ ଟେକ୍ସଟ୍ କୁ ଫର୍ମାଟ୍ କରିଛି
 +
 
|-
 
|-
 
|05:16
 
|05:16
 
| ଫର୍ମାଟିଙ୍ଗ ଟୁଲ୍ ବାର୍ ଲୁଚାଇବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
 
| ଫର୍ମାଟିଙ୍ଗ ଟୁଲ୍ ବାର୍ ଲୁଚାଇବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:22
 
|05:22
 
| Compose Windowରେ, Files, Photos, Links ଓ Emoticons ଆଟାଚ୍ କରିବା ପାଇଁ ଅପ୍ସନ୍ସ ଅଛି
 
| Compose Windowରେ, Files, Photos, Links ଓ Emoticons ଆଟାଚ୍ କରିବା ପାଇଁ ଅପ୍ସନ୍ସ ଅଛି
 +
 
|-
 
|-
 
|05:32
 
|05:32
 
| ଅନ୍ୟମାନଙ୍କ ସହିତ Files କିମ୍ୱା Documents ଶେୟାର୍ କରିବାକୁ,  
 
| ଅନ୍ୟମାନଙ୍କ ସହିତ Files କିମ୍ୱା Documents ଶେୟାର୍ କରିବାକୁ,  
 +
 
|-
 
|-
 
|05:35
 
|05:35
 
| ଆମେ Attach Files କିମ୍ୱା Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବା
 
| ଆମେ Attach Files କିମ୍ୱା Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବା
 +
 
|-
 
|-
 
|05:41
 
|05:41
 
| ସମସ୍ତ ମେଲ୍ ପ୍ରୋଭାଇଡର୍ସ, Attachment ଭାବେ ଫାଇଲ୍ସ ପଠାଇବାକୁ ଅନୁମତି ଦେଇଥା’ନ୍ତି
 
| ସମସ୍ତ ମେଲ୍ ପ୍ରୋଭାଇଡର୍ସ, Attachment ଭାବେ ଫାଇଲ୍ସ ପଠାଇବାକୁ ଅନୁମତି ଦେଇଥା’ନ୍ତି
 +
 
|-
 
|-
 
|05:46
 
|05:46
 
| ଆପଣ 25 ମେଗାବାଇଟ୍ସ (MB) ପର୍ଯ୍ୟନ୍ତ ଆଟାଚ୍ କରିପାରିବେ
 
| ଆପଣ 25 ମେଗାବାଇଟ୍ସ (MB) ପର୍ଯ୍ୟନ୍ତ ଆଟାଚ୍ କରିପାରିବେ
 +
 
|-
 
|-
 
|05:51
 
|05:51
 
| ଏହାଠାରୁ ଅଧିକ ଫାଇଲ୍ସ ପଠାଇବା ପାଇଁ ଆପଣ, Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବେ
 
| ଏହାଠାରୁ ଅଧିକ ଫାଇଲ୍ସ ପଠାଇବା ପାଇଁ ଆପଣ, Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବେ
 +
 
|-
 
|-
 
|05:59
 
|05:59
 
| ଚାଲନ୍ତୁ, 1MBରୁ କମ୍ ଆକାରର ଏକ PDF ଫାଇଲ୍ କୁ ପ୍ରଥମେ ଆଟାଚ୍ କରିବା
 
| ଚାଲନ୍ତୁ, 1MBରୁ କମ୍ ଆକାରର ଏକ PDF ଫାଇଲ୍ କୁ ପ୍ରଥମେ ଆଟାଚ୍ କରିବା
 +
 
|-
 
|-
 
|06:04
 
|06:04
 
| ଏକ ପେପର୍ କ୍ଲିପ୍ ପରି ଦେଖାଯାଉଥିବା Attach File Icon ଉପରେ କ୍ଲିକ୍ କରନ୍ତୁ
 
| ଏକ ପେପର୍ କ୍ଲିପ୍ ପରି ଦେଖାଯାଉଥିବା Attach File Icon ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:09
 
|06:09
 
| ଏହା File Browser ଖୋଲିବ
 
| ଏହା File Browser ଖୋଲିବ
 +
 
|-
 
|-
 
|06:12
 
|06:12
 
| ଆପଣ ପଠାଇବାକୁ ଚାହୁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
 
| ଆପଣ ପଠାଇବାକୁ ଚାହୁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
 +
 
|-
 
|-
 
|06:16
 
|06:16
 
| ଡେସ୍କଟପ୍ ରୁ ମୁଁ myscript.pdf ସିଲେକ୍ଟ କରି Openରେ କ୍ଲିକ୍ କରିବି
 
| ଡେସ୍କଟପ୍ ରୁ ମୁଁ myscript.pdf ସିଲେକ୍ଟ କରି Openରେ କ୍ଲିକ୍ କରିବି
 +
 
|-
 
|-
 
|06:23
 
|06:23
 
| ଆମ ମେଲ୍ ସହିତ ଫାଇଲଟି ଆଟାଚ୍ ହେଉଥିବାର ଆମେ ଦେଖିପାରିବା
 
| ଆମ ମେଲ୍ ସହିତ ଫାଇଲଟି ଆଟାଚ୍ ହେଉଥିବାର ଆମେ ଦେଖିପାରିବା
 +
 
|-
 
|-
 
|06:27
 
|06:27
 
| Attach Files ଅପ୍ସନ୍ ବ୍ୟବହାର କରି ଏକାଧିକ ଫାଇଲ୍ ମଧ୍ୟ ମେଲ୍ ରେ ଆଟାଚ୍ କରିହେବ
 
| Attach Files ଅପ୍ସନ୍ ବ୍ୟବହାର କରି ଏକାଧିକ ଫାଇଲ୍ ମଧ୍ୟ ମେଲ୍ ରେ ଆଟାଚ୍ କରିହେବ
 +
 
|-
 
|-
 
|06:34
 
|06:34
 
| ମେସେଜ୍ ସହିତ ଆଟାଚ୍ ହୋଇଥିବା ଗୋଟିଏ ଫାଇଲକୁ କାଢ଼ିବା ପାଇଁ, ଫାଇଲ୍ ନାମର ଡାହାଣପଟେ ଥିବା X ଚିହ୍ନ ଉପରେ କ୍ଲିକ୍ କରନ୍ତୁ
 
| ମେସେଜ୍ ସହିତ ଆଟାଚ୍ ହୋଇଥିବା ଗୋଟିଏ ଫାଇଲକୁ କାଢ଼ିବା ପାଇଁ, ଫାଇଲ୍ ନାମର ଡାହାଣପଟେ ଥିବା X ଚିହ୍ନ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:41
 
|06:41
 
| ଏବେ, ପ୍ରାୟ 30MBର ଗୋଟିଏ ଫାଇଲକୁ ଚାଲନ୍ତୁ ଆଟାଚ୍ କରିବା
 
| ଏବେ, ପ୍ରାୟ 30MBର ଗୋଟିଏ ଫାଇଲକୁ ଚାଲନ୍ତୁ ଆଟାଚ୍ କରିବା
 +
 
|-
 
|-
 
|06:46
 
|06:46
 
| ମୋ ଡେସ୍କଟପ୍ ଉପରେ ପ୍ରାୟ 30MB ଆକାରର ଏକ zip ଫାଇଲ୍ ଅଛି
 
| ମୋ ଡେସ୍କଟପ୍ ଉପରେ ପ୍ରାୟ 30MB ଆକାରର ଏକ zip ଫାଇଲ୍ ଅଛି
 +
 
|-
 
|-
 
|06:52
 
|06:52
 
| ପୁଣିଥରେ Attach Files ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ପୁଣିଥରେ Attach Files ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:56
 
|06:56
 
| ବ୍ରାଉଜ୍ କରି 30MB zip file ସିଲେକ୍ଟ କରନ୍ତୁ ଓ Open କ୍ଲିକ୍ କରନ୍ତୁ
 
| ବ୍ରାଉଜ୍ କରି 30MB zip file ସିଲେକ୍ଟ କରନ୍ତୁ ଓ Open କ୍ଲିକ୍ କରନ୍ତୁ
 +
 
|-
 
|-
 
|07:02
 
|07:02
 
| ଆମେ ଏକ ପପ୍ ଅପ୍ ମେସେଜ୍ ପାଇବା:
 
| ଆମେ ଏକ ପପ୍ ଅପ୍ ମେସେଜ୍ ପାଇବା:
 +
 
|-
 
|-
 
|07:04
 
|07:04
 
|The file you are trying to send exceeds the 25mb attachment limit
 
|The file you are trying to send exceeds the 25mb attachment limit
 +
 
|-
 
|-
 
|07:09
 
|07:09
 
| ଓ ଏହା ଆମକୁ Send Using Google Drive ପାଇଁ ଅପ୍ସନ୍ ଦିଏ
 
| ଓ ଏହା ଆମକୁ Send Using Google Drive ପାଇଁ ଅପ୍ସନ୍ ଦିଏ
 +
 
|-
 
|-
 
|07:14
 
|07:14
 
| Send Using Google Drive ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Send Using Google Drive ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:18
 
|07:18
 
| ମୁଁ ଏହାକୁ କିଛି ସମୟ ପାଇଁ ବନ୍ଦ କରୁଛି
 
| ମୁଁ ଏହାକୁ କିଛି ସମୟ ପାଇଁ ବନ୍ଦ କରୁଛି
 +
 
|-
 
|-
 
|07:21
 
|07:21
 
| Insert Files Using Drive ଅପ୍ସନ୍ ଉପରେ କ୍ଲିକ୍ କଲେ ମଧ୍ୟ ଆମକୁ ପୂର୍ବପରି ୱିଣ୍ଡୋ ମିଳିବ
 
| Insert Files Using Drive ଅପ୍ସନ୍ ଉପରେ କ୍ଲିକ୍ କଲେ ମଧ୍ୟ ଆମକୁ ପୂର୍ବପରି ୱିଣ୍ଡୋ ମିଳିବ
 +
 
|-
 
|-
 
|07:28
 
|07:28
 
| ଏଠାରେ ଆମେ 3ଟି ଟାବ୍ସ ଦେଖିପାରୁଛେ:
 
| ଏଠାରେ ଆମେ 3ଟି ଟାବ୍ସ ଦେଖିପାରୁଛେ:
 +
 
|-
 
|-
 
|07:31
 
|07:31
 
| My Dive, Shared With Me ଓ Upload
 
| My Dive, Shared With Me ଓ Upload
 +
 
|-
 
|-
 
|07:36
 
|07:36
 
| ଡିଫଲ୍ଟ ଭାବରେ, ପୂର୍ବରୁ ଅପଲୋଡ୍ ହୋଇସାରିଥିବା ଫାଇଲଗୁଡ଼ିକ My Drive ଟାବ୍ ରେ ଉପଲବ୍ଧ ହେବ
 
| ଡିଫଲ୍ଟ ଭାବରେ, ପୂର୍ବରୁ ଅପଲୋଡ୍ ହୋଇସାରିଥିବା ଫାଇଲଗୁଡ଼ିକ My Drive ଟାବ୍ ରେ ଉପଲବ୍ଧ ହେବ
 +
 
|-
 
|-
 
|07:43
 
|07:43
 
| ଏଠାରେ ଆପଣ ଗୋଟିଏ ଫାଇଲ୍ ଦେଖିପାରୁଛନ୍ତି
 
| ଏଠାରେ ଆପଣ ଗୋଟିଏ ଫାଇଲ୍ ଦେଖିପାରୁଛନ୍ତି
 +
 
|-
 
|-
 
|07:46
 
|07:46
 
| ଆକାଉଣ୍ଟ କ୍ରିଏଶନ୍ ସମୟରେ ଏହା ଗୁଗଲ୍ ଟିମ୍ ଦ୍ୱାରା ଶେୟାର୍ କରାଯାଇଥିଲା
 
| ଆକାଉଣ୍ଟ କ୍ରିଏଶନ୍ ସମୟରେ ଏହା ଗୁଗଲ୍ ଟିମ୍ ଦ୍ୱାରା ଶେୟାର୍ କରାଯାଇଥିଲା
 +
 
|-
 
|-
 
|07:51
 
|07:51
 
| Shared With Me ଟାବ୍ କ୍ଲିକ୍ କରନ୍ତୁ
 
| Shared With Me ଟାବ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:55
 
|07:55
 
| ଏଠାରେ ଆମେ No One's Shared Any Files With You Yet! ମେସେଜ୍ ଦେଖୁଛେ
 
| ଏଠାରେ ଆମେ No One's Shared Any Files With You Yet! ମେସେଜ୍ ଦେଖୁଛେ
 +
 
|-
 
|-
 
|08:00
 
|08:00
 
| ଯଦି କେହି ଆପଣଙ୍କ ସହିତ ଫାଇଲ୍ ଶେୟାର୍ କରେ, ତେବେ ତାହା Shared With Me ଟାବ୍ ରେ ଉପଲବ୍ଧ ହେବ
 
| ଯଦି କେହି ଆପଣଙ୍କ ସହିତ ଫାଇଲ୍ ଶେୟାର୍ କରେ, ତେବେ ତାହା Shared With Me ଟାବ୍ ରେ ଉପଲବ୍ଧ ହେବ
 +
 
|-
 
|-
 
|08:06
 
|08:06
 
| ଏବେ, ଗୋଟିଏ ନୂଆ ଫାଇଲ୍ ଅପଲୋଡ୍ କରିବା ପାଇଁ Upload ଟାବ୍ ରେ କ୍ଲିକ୍ କରନ୍ତୁ
 
| ଏବେ, ଗୋଟିଏ ନୂଆ ଫାଇଲ୍ ଅପଲୋଡ୍ କରିବା ପାଇଁ Upload ଟାବ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:12
 
|08:12
 
| Select Files From Your Computer ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Select Files From Your Computer ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:16
 
|08:16
 
| ଅପଲୋଡ୍ ହେବାକୁଥିବା ଫାଇଲ୍ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ ଓ Open ଉପରେ କ୍ଲିକ୍ କରନ୍ତୁ
 
| ଅପଲୋଡ୍ ହେବାକୁଥିବା ଫାଇଲ୍ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ ଓ Open ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:23
 
|08:23
 
| ଯଦି ଅଧିକ ଫାଇଲ୍ ଆଡ୍ କରିବାକୁ ଚାହାନ୍ତି, ତେବେ Add More Files ଉପରେ କ୍ଲିକ୍ କରନ୍ତୁ  
 
| ଯଦି ଅଧିକ ଫାଇଲ୍ ଆଡ୍ କରିବାକୁ ଚାହାନ୍ତି, ତେବେ Add More Files ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|08:27
 
|08:27
 
| ମୁଁ ଏବେପାଇଁ ଏହାକୁ ଛାଡ଼ିଦେଇ କେବଳ ଗୋଟିଏ ଫାଇଲ୍ ଅପଲୋଡ୍ ସହିତ ଆଗକୁ ବଢ଼ିବି
 
| ମୁଁ ଏବେପାଇଁ ଏହାକୁ ଛାଡ଼ିଦେଇ କେବଳ ଗୋଟିଏ ଫାଇଲ୍ ଅପଲୋଡ୍ ସହିତ ଆଗକୁ ବଢ଼ିବି
 +
 
|-
 
|-
 
|08:33
 
|08:33
 
| ଫାଇଲ ଆଡ୍ ହେବା ପରେ, ଏହା କିପରି ଭାବେ ଆମ ମେଲ୍ ରେ ଇନ୍ସର୍ଟ ହେବ, ଆମକୁ ତାହା ଉଲ୍ଲେଖ କରିବାକୁ ହେବ
 
| ଫାଇଲ ଆଡ୍ ହେବା ପରେ, ଏହା କିପରି ଭାବେ ଆମ ମେଲ୍ ରେ ଇନ୍ସର୍ଟ ହେବ, ଆମକୁ ତାହା ଉଲ୍ଲେଖ କରିବାକୁ ହେବ
 +
 
|-
 
|-
 
|08:40
 
|08:40
 
| ଦେଖନ୍ତୁ, ଡାହାଣପଟ ତଳେ 2ଟି ବଟନ୍ସ ଅଛି, ଯାହା କୁହେ -  
 
| ଦେଖନ୍ତୁ, ଡାହାଣପଟ ତଳେ 2ଟି ବଟନ୍ସ ଅଛି, ଯାହା କୁହେ -  
 +
 
|-
 
|-
 
|08:44
 
|08:44
 
|Insert as Drive link ଓ  
 
|Insert as Drive link ଓ  
 +
 
|-
 
|-
 
|08:46
 
|08:46
 
|Attachment
 
|Attachment
 +
 
|-
 
|-
 
|08:48
 
|08:48
 
| ଡିଫଲ୍ଟ ଭାବେ, Insert Drive Link ସିଲେକ୍ଟ ହୋଇଥାଏ
 
| ଡିଫଲ୍ଟ ଭାବେ, Insert Drive Link ସିଲେକ୍ଟ ହୋଇଥାଏ
 +
 
|-
 
|-
 
|08:52
 
|08:52
 
| ଯଦି ଆମେ Attachment ସିଲେକ୍ଟ କରୁଛେ, ତେବେ ଫାଇଲଟି ଏକ Attachment ଭାବେ ଇନ୍ସର୍ଟ ହେବ
 
| ଯଦି ଆମେ Attachment ସିଲେକ୍ଟ କରୁଛେ, ତେବେ ଫାଇଲଟି ଏକ Attachment ଭାବେ ଇନ୍ସର୍ଟ ହେବ
 +
 
|-
 
|-
 
|08:57
 
|08:57
 
| ଆମେ ତାହାକୁ ସେହିପରି ଛାଡ଼ିଦେବା
 
| ଆମେ ତାହାକୁ ସେହିପରି ଛାଡ଼ିଦେବା
 +
 
|-
 
|-
 
|09:00
 
|09:00
 
| ସ୍କ୍ରୀନ୍ ର ବାମପଟ ତଳ କୋଣରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ସ୍କ୍ରୀନ୍ ର ବାମପଟ ତଳ କୋଣରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:05
 
|09:05
 
| ଏହା ଅପଲୋଡିଙ୍ଗ ଆରମ୍ଭ କରିବ, ମାତ୍ର ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ କୁ ଆଧାର କରି ଏହା କିଛି ସମୟ ନେଇପାରେ
 
| ଏହା ଅପଲୋଡିଙ୍ଗ ଆରମ୍ଭ କରିବ, ମାତ୍ର ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ କୁ ଆଧାର କରି ଏହା କିଛି ସମୟ ନେଇପାରେ
 +
 
|-
 
|-
 
|09:11
 
|09:11
 
| ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, କଣ୍ଟେଣ୍ଟ ଏରିଆରେ, ଫାଇଲ ଅପଲୋଡ୍ କରିବା ପାଇଁ ଆମେ ଏକ Link ଦେଖିପାରିବା
 
| ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, କଣ୍ଟେଣ୍ଟ ଏରିଆରେ, ଫାଇଲ ଅପଲୋଡ୍ କରିବା ପାଇଁ ଆମେ ଏକ Link ଦେଖିପାରିବା
 +
 
|-
 
|-
 
|09:17
 
|09:17
 
| ଏବେ ଚାଲନ୍ତୁ, ଇମେଲ୍ ରେ Images ଇନ୍ସର୍ଟ କରିବା ପାଇଁ Insert Photo ଅପ୍ସନ୍ ଉପରେ କ୍ଲିକ୍ କରିବା
 
| ଏବେ ଚାଲନ୍ତୁ, ଇମେଲ୍ ରେ Images ଇନ୍ସର୍ଟ କରିବା ପାଇଁ Insert Photo ଅପ୍ସନ୍ ଉପରେ କ୍ଲିକ୍ କରିବା
 +
 
|-
 
|-
 
|09:24
 
|09:24
 
| Upload Photos ୱିଣ୍ଡୋ ଖୋଲିଲା
 
| Upload Photos ୱିଣ୍ଡୋ ଖୋଲିଲା
 +
 
|-
 
|-
 
|09:27
 
|09:27
 
| ଆମେ, ଆମ କମ୍ପ୍ୟୁଟରରୁ କିମ୍ୱା Imageର Website Address ଦେଇ ଫୋଟୋ Upload କରିପାରିବା
 
| ଆମେ, ଆମ କମ୍ପ୍ୟୁଟରରୁ କିମ୍ୱା Imageର Website Address ଦେଇ ଫୋଟୋ Upload କରିପାରିବା
 +
 
|-
 
|-
 
|09:34
 
|09:34
 
| ଏବେ ପାଇଁ, ମୁଁ କୌଣସି ଇମେଜ୍ Upload କରିବାକୁ ଚାହୁନାହିଁ
 
| ଏବେ ପାଇଁ, ମୁଁ କୌଣସି ଇମେଜ୍ Upload କରିବାକୁ ଚାହୁନାହିଁ
 +
 
|-
 
|-
 
|09:38
 
|09:38
 
| ତେଣୁ, ମୁଁ Cancel ଉପରେ କ୍ଲିକ୍ କରିବି
 
| ତେଣୁ, ମୁଁ Cancel ଉପରେ କ୍ଲିକ୍ କରିବି
 +
 
|-
 
|-
 
|09:41
 
|09:41
 
| ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
 
| ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
 +
 
|-
 
|-
 
|09:44
 
|09:44
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Insert Link ତାହା ଉପରେ କ୍ଲିକ୍ କରନ୍ତୁ
 
| ପରବର୍ତ୍ତୀ ଅପ୍ସନ୍ ହେଉଛି Insert Link ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:49
 
|09:49
 
| Edit Link ଡାୟଲଗ୍ ବକ୍ସ ଖୋଲିଲା
 
| Edit Link ଡାୟଲଗ୍ ବକ୍ସ ଖୋଲିଲା
 +
 
|-
 
|-
 
|09:53
 
|09:53
 
| Text To Display ଫିଲ୍ଡରେ, ଲିଙ୍କ ଭାବରେ ଆପଣ ଚାହୁଥିବା ଟେକ୍ସଟ୍ ଟାଇପ୍ କରନ୍ତୁ
 
| Text To Display ଫିଲ୍ଡରେ, ଲିଙ୍କ ଭାବରେ ଆପଣ ଚାହୁଥିବା ଟେକ୍ସଟ୍ ଟାଇପ୍ କରନ୍ତୁ
 +
 
|-
 
|-
 
|09:58
 
|09:58
 
| ମୁଁ Spoken Tutorial ଟାଇପ୍ କରିବି
 
| ମୁଁ Spoken Tutorial ଟାଇପ୍ କରିବି
 +
 
|-
 
|-
 
|10:02
 
|10:02
 
| Link To ସେକ୍ସନ୍ ରେ, ଡିଫଲ୍ଟ ଭାବରେ, Web Address ଅପ୍ସନ୍ ସିଲେକ୍ଟ ଥାଏ
 
| Link To ସେକ୍ସନ୍ ରେ, ଡିଫଲ୍ଟ ଭାବରେ, Web Address ଅପ୍ସନ୍ ସିଲେକ୍ଟ ଥାଏ
 +
 
|-
 
|-
 
|10:08
 
|10:08
 
| ଟେକ୍ସଟ୍ ଫିଲ୍ଡରେ http://spoken-tutorial.org ଭାବରେ URL ଟାଇପ୍ କରନ୍ତୁ
 
| ଟେକ୍ସଟ୍ ଫିଲ୍ଡରେ http://spoken-tutorial.org ଭାବରେ URL ଟାଇପ୍ କରନ୍ତୁ
 +
 
|-
 
|-
 
|10:20
 
|10:20
 
| ଓ OK ବଟନ୍ ରେ କ୍ଲିକ୍ କରନ୍ତୁ
 
| ଓ OK ବଟନ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|10:23
 
|10:23
 
| ଏବେ, କଣ୍ଟେଣ୍ଟ ଏରିଆରେ ଆପଣ, ହାଇପରଲିଙ୍କ ହୋଇଥିବା Spoken Tutorial ଟେକ୍ସ ଦେଖିପାରୁଛନ୍ତି
 
| ଏବେ, କଣ୍ଟେଣ୍ଟ ଏରିଆରେ ଆପଣ, ହାଇପରଲିଙ୍କ ହୋଇଥିବା Spoken Tutorial ଟେକ୍ସ ଦେଖିପାରୁଛନ୍ତି
 +
 
|-
 
|-
 
|10:29
 
|10:29
 
| ମୁଁ ଏବେ ହାଇପରଲିଙ୍କ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କରୁଛି
 
| ମୁଁ ଏବେ ହାଇପରଲିଙ୍କ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କରୁଛି
 +
 
|-
 
|-
 
|10:32
 
|10:32
 
| ଟେକ୍ସଟ୍ ତଳକୁ ଏକ ଛୋଟ Pop Window ଖୋଲିଲା
 
| ଟେକ୍ସଟ୍ ତଳକୁ ଏକ ଛୋଟ Pop Window ଖୋଲିଲା
 +
 
|-
 
|-
 
|10:35
 
|10:35
 
| ଏହା କୁହେ - Go To Link:  
 
| ଏହା କୁହେ - Go To Link:  
 +
 
|-
 
|-
 
|10:38
 
|10:38
 
| ପ୍ରଦର୍ଶିତ URLରେ କ୍ଲିକ୍ କଲେ, ଆପଣଙ୍କୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ର Home Pageକୁ ନେଇଯିବ
 
| ପ୍ରଦର୍ଶିତ URLରେ କ୍ଲିକ୍ କଲେ, ଆପଣଙ୍କୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ର Home Pageକୁ ନେଇଯିବ
 +
 
|-
 
|-
 
|10:45
 
|10:45
 
| URL ବଦଳାଇବାକୁ କିମ୍ୱା Link କାଢ଼ିବାକୁ, ଆମେ କ୍ରମଶଃ Change କିମ୍ୱା Remove ଅପ୍ସନ୍ସ ଉପରେ କ୍ଲିକ୍ କରିପାରିବା
 
| URL ବଦଳାଇବାକୁ କିମ୍ୱା Link କାଢ଼ିବାକୁ, ଆମେ କ୍ରମଶଃ Change କିମ୍ୱା Remove ଅପ୍ସନ୍ସ ଉପରେ କ୍ଲିକ୍ କରିପାରିବା
 +
 
|-
 
|-
 
|10:53
 
|10:53
 
| ଆମେ, ଏହି Emoticon ଆଇକନ୍ ସାହାଯ୍ୟରେ ବିଭିନ୍ନ ପିକ୍ଟୋରିଆଲ୍ ରିପ୍ରେଜେଣ୍ଟେଶନ୍ ମଧ୍ୟ ଇନ୍ସର୍ଟ କରିପାରିବା
 
| ଆମେ, ଏହି Emoticon ଆଇକନ୍ ସାହାଯ୍ୟରେ ବିଭିନ୍ନ ପିକ୍ଟୋରିଆଲ୍ ରିପ୍ରେଜେଣ୍ଟେଶନ୍ ମଧ୍ୟ ଇନ୍ସର୍ଟ କରିପାରିବା
 +
 
|-
 
|-
 
|10:59
 
|10:59
 
| ଆପଣଙ୍କ ଇମେଲ୍ ରେ ଯେଉଁଠାରେ ଆବଶ୍ୟକ ଏହି ଫିଚର୍ ବ୍ୟବହାର କରନ୍ତୁ
 
| ଆପଣଙ୍କ ଇମେଲ୍ ରେ ଯେଉଁଠାରେ ଆବଶ୍ୟକ ଏହି ଫିଚର୍ ବ୍ୟବହାର କରନ୍ତୁ
 +
 
|-
 
|-
 
|11:04
 
|11:04
 
| ଦେଖନ୍ତୁ, Trash ଆଇକନ୍ ଟିକିଏ ପୂର୍ବରୁ ଟେକ୍ସଟ୍ Save ହୋଇଛି
 
| ଦେଖନ୍ତୁ, Trash ଆଇକନ୍ ଟିକିଏ ପୂର୍ବରୁ ଟେକ୍ସଟ୍ Save ହୋଇଛି
 +
 
|-
 
|-
 
|11:08
 
|11:08
 
| ଯେତେବେଳେବି ଆମେ କଣ୍ଟେଣ୍ଟ ମିଶାଉ କିମ୍ୱା କାଢୁ, ଡିଫଲ୍ଟ ଭାବରେ ଆମ ଇମେଲ୍, Draft Folderରେ Auto-Saved ହୋଇଯିବ
 
| ଯେତେବେଳେବି ଆମେ କଣ୍ଟେଣ୍ଟ ମିଶାଉ କିମ୍ୱା କାଢୁ, ଡିଫଲ୍ଟ ଭାବରେ ଆମ ଇମେଲ୍, Draft Folderରେ Auto-Saved ହୋଇଯିବ
 +
 
|-
 
|-
 
|11:16
 
|11:16
 
| ବିଜୁଳି କାଟ୍ କିମ୍ୱା ଇଣ୍ଟରନେଟ୍ ଡିସ୍କନେକ୍ସନ୍ କ୍ଷେତ୍ରରେ ଟାଇପ୍ ହୋଇଥିବା ବାର୍ତ୍ତାର ପୁନରୁଦ୍ଧାର ପାଇଁ ଏହା ବହୁତ ସାହାଯ୍ୟକାରୀ ଅଟେ
 
| ବିଜୁଳି କାଟ୍ କିମ୍ୱା ଇଣ୍ଟରନେଟ୍ ଡିସ୍କନେକ୍ସନ୍ କ୍ଷେତ୍ରରେ ଟାଇପ୍ ହୋଇଥିବା ବାର୍ତ୍ତାର ପୁନରୁଦ୍ଧାର ପାଇଁ ଏହା ବହୁତ ସାହାଯ୍ୟକାରୀ ଅଟେ
 +
 
|-
 
|-
 
|11:24
 
|11:24
 
| Trash ଆଇକନ୍ ଉପରେ କ୍ଲିକ୍ କଲେ ଏହି ମେସେଜ୍ ଡିସ୍କାର୍ଡ ହୋଇଯିବ
 
| Trash ଆଇକନ୍ ଉପରେ କ୍ଲିକ୍ କଲେ ଏହି ମେସେଜ୍ ଡିସ୍କାର୍ଡ ହୋଇଯିବ
 +
 
|-
 
|-
 
|11:28
 
|11:28
 
| ଏହି ଆକ୍ସନ୍ Draft Folderରୁ ମଧ୍ୟ ଇମେଲ୍ କୁ ଡିଲିଟ୍ କରିଦେବ
 
| ଏହି ଆକ୍ସନ୍ Draft Folderରୁ ମଧ୍ୟ ଇମେଲ୍ କୁ ଡିଲିଟ୍ କରିଦେବ
 +
 
|-
 
|-
 
|11:34
 
|11:34
 
| Trash ଆଇକନ୍ ପାଖରେ ଥିବା More Options ଉପରେ କ୍ଲିକ୍ କରନ୍ତୁ
 
| Trash ଆଇକନ୍ ପାଖରେ ଥିବା More Options ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|11:39
 
|11:39
 
| Default To Full-Screen ଅପ୍ସନ୍ Compose Window କୁ ବଡ଼ କରିଦେବ
 
| Default To Full-Screen ଅପ୍ସନ୍ Compose Window କୁ ବଡ଼ କରିଦେବ
 +
 
|-
 
|-
 
|11:44
 
|11:44
 
| Lable - ଆଗାମୀ ଟ୍ୟୁଟୋରିଆଲ୍ସରେ ଏହି ଫିଚର୍ ବିଷୟରେ ଶିଖିବା
 
| Lable - ଆଗାମୀ ଟ୍ୟୁଟୋରିଆଲ୍ସରେ ଏହି ଫିଚର୍ ବିଷୟରେ ଶିଖିବା
 +
 
|-
 
|-
 
|11:49
 
|11:49
 
| Plane Text Mode ଅପ୍ସନ୍, ଆମେ ପୂର୍ବରୁ କରିଥିବା ସମସ୍ତ ଫର୍ମାଟିଙ୍ଗ କ୍ଲିଅର୍ କରିଦେବ ଏବଂ ମେଲ୍ କୁ ପ୍ଲେନ୍ ଟେକ୍ସଟ୍ ରେ ବଦଳାଇଦେବ
 
| Plane Text Mode ଅପ୍ସନ୍, ଆମେ ପୂର୍ବରୁ କରିଥିବା ସମସ୍ତ ଫର୍ମାଟିଙ୍ଗ କ୍ଲିଅର୍ କରିଦେବ ଏବଂ ମେଲ୍ କୁ ପ୍ଲେନ୍ ଟେକ୍ସଟ୍ ରେ ବଦଳାଇଦେବ
 +
 
|-
 
|-
 
|11:57
 
|11:57
 
| Print ଅପ୍ସନ୍, କମ୍ପୋଜ୍ ହୋଇଥିବା ମେଲ୍ କୁ କନଫିଗର୍ ହୋଇଥିବା ଡିଫଲ୍ଟ ପ୍ରିଣ୍ଟର୍ କୁ ପଠାଇଦେବ
 
| Print ଅପ୍ସନ୍, କମ୍ପୋଜ୍ ହୋଇଥିବା ମେଲ୍ କୁ କନଫିଗର୍ ହୋଇଥିବା ଡିଫଲ୍ଟ ପ୍ରିଣ୍ଟର୍ କୁ ପଠାଇଦେବ
 +
 
|-
 
|-
 
|12:03
 
|12:03
 
| Check Spelling, ଟାଇପ୍ ହୋଇଥିବା କଣ୍ଟେଣ୍ଟର ବନାନ ଯାଞ୍ଚ କରିବ
 
| Check Spelling, ଟାଇପ୍ ହୋଇଥିବା କଣ୍ଟେଣ୍ଟର ବନାନ ଯାଞ୍ଚ କରିବ
 +
 
|-
 
|-
 
|12:07
 
|12:07
 
| ଆମେ ଏବେ ଆମର ମେଲ୍ ପଠାଇବାକୁ ପ୍ରସ୍ତୁତ
 
| ଆମେ ଏବେ ଆମର ମେଲ୍ ପଠାଇବାକୁ ପ୍ରସ୍ତୁତ
 +
 
|-
 
|-
 
|12:09
 
|12:09
 
| Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|12:12
 
|12:12
 
| ଆମେ ନିମ୍ନ ବାର୍ତ୍ତା ସ୍କ୍ରୀନ୍ ଉପରେ ପାଇବା -
 
| ଆମେ ନିମ୍ନ ବାର୍ତ୍ତା ସ୍କ୍ରୀନ୍ ଉପରେ ପାଇବା -
 +
 
|-
 
|-
 
|12:15
 
|12:15
 
|This Drive file isn't shared with all recipients
 
|This Drive file isn't shared with all recipients
 +
 
|-
 
|-
 
|12:19
 
|12:19
 
| ଏହାର କାରଣ ହେଉଛି, ଏହି ମେଲ୍ ରେ ଚିହ୍ନିତ ହୋଇଥିବା ଲୋକମାନଙ୍କ ସହିତ ଆମେ ଫାଇଲ୍ ଶେୟାର୍ କରିନାହେଁ
 
| ଏହାର କାରଣ ହେଉଛି, ଏହି ମେଲ୍ ରେ ଚିହ୍ନିତ ହୋଇଥିବା ଲୋକମାନଙ୍କ ସହିତ ଆମେ ଫାଇଲ୍ ଶେୟାର୍ କରିନାହେଁ
 +
 
|-
 
|-
 
|12:25
 
|12:25
 
| Share & Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| Share & Send ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|12:29
 
|12:29
 
| ସ୍କ୍ରୀନ୍ ଉପରେ ଆମେ ନିମ୍ନ ଦୁଇଟି ମେସେଜ୍ ମଧ୍ୟରୁ ଗୋଟିଏ ଦେଖିବା:
 
| ସ୍କ୍ରୀନ୍ ଉପରେ ଆମେ ନିମ୍ନ ଦୁଇଟି ମେସେଜ୍ ମଧ୍ୟରୁ ଗୋଟିଏ ଦେଖିବା:
 +
 
|-
 
|-
 
|12:32
 
|12:32
 
|Your message is sending
 
|Your message is sending
 +
 
|-
 
|-
 
|12:34
 
|12:34
 
|କିମ୍ୱା Your message has been sent
 
|କିମ୍ୱା Your message has been sent
 +
 
|-
 
|-
 
|12:38
 
|12:38
 
| ପଠାଯାଇଥିବା ମେଲ୍ ଦେଖିବା ପାଇଁ View Message ଲିଙ୍କ ଉପରେ କ୍ଲିକ୍ କରନ୍ତୁ
 
| ପଠାଯାଇଥିବା ମେଲ୍ ଦେଖିବା ପାଇଁ View Message ଲିଙ୍କ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|12:43
 
|12:43
 
| ପଠାଯାଇଥିବା ମେଲ୍ ର କଣ୍ଟେଣ୍ଟ ଆମେ ଏଠାରେ ଦେଖିପାରିବା
 
| ପଠାଯାଇଥିବା ମେଲ୍ ର କଣ୍ଟେଣ୍ଟ ଆମେ ଏଠାରେ ଦେଖିପାରିବା
 +
 
|-
 
|-
 
|12:47
 
|12:47
 
| ଚାଲନ୍ତୁ ଗୋଟିଏ ଗୋଟିଏ କରି Cross Check କରିବା
 
| ଚାଲନ୍ତୁ ଗୋଟିଏ ଗୋଟିଏ କରି Cross Check କରିବା
 +
 
|-
 
|-
 
|12:50
 
|12:50
 
| ଏଠାରେ Attachments ଅଛି  
 
| ଏଠାରେ Attachments ଅଛି  
 +
 
|-
 
|-
 
|12:52
 
|12:52
 
| ଓ ଏଠାରେ URL Link
 
| ଓ ଏଠାରେ URL Link
 +
 
|-
 
|-
 
|12:55
 
|12:55
 
| ଇମେଲ୍ ଆଡ୍ରେସ୍ ତଳକୁ ଥିବା ଏକ ଓଲଟା ତ୍ରିଭୁଜ ହେଡର୍ ବିବରଣୀ ଦେଖାଏ
 
| ଇମେଲ୍ ଆଡ୍ରେସ୍ ତଳକୁ ଥିବା ଏକ ଓଲଟା ତ୍ରିଭୁଜ ହେଡର୍ ବିବରଣୀ ଦେଖାଏ
 +
 
|-
 
|-
 
|13:00
 
|13:00
 
| ତାହା ଉପରେ କ୍ଲିକ୍ କରନ୍ତୁ
 
| ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|13:03
 
|13:03
 
| ଆମେ, To, Cc ଓ Bcc ଫିଲ୍ଡରେ ସମସ୍ତ ପ୍ରାପ୍ତକର୍ତ୍ତାଙ୍କର Email IDs ଦେଖିପାରୁଛେ
 
| ଆମେ, To, Cc ଓ Bcc ଫିଲ୍ଡରେ ସମସ୍ତ ପ୍ରାପ୍ତକର୍ତ୍ତାଙ୍କର Email IDs ଦେଖିପାରୁଛେ
 +
 
|-
 
|-
 
|13:11
 
|13:11
 
| ପ୍ରାପ୍ତକର୍ତ୍ତାଙ୍କ ପାଖରେ ଇମେଲ୍ କିପରି ଦେଖାଯିବ, ଆସନ୍ତୁ ଦେଖିବା
 
| ପ୍ରାପ୍ତକର୍ତ୍ତାଙ୍କ ପାଖରେ ଇମେଲ୍ କିପରି ଦେଖାଯିବ, ଆସନ୍ତୁ ଦେଖିବା
 +
 
|-
 
|-
 
|13:16
 
|13:16
 
| ଏହା ହେଉଛି Ccରେ ମାର୍କ ହୋଇଥିବା ପ୍ରାପ୍ତକର୍ତ୍ତାଙ୍କର Mail ID
 
| ଏହା ହେଉଛି Ccରେ ମାର୍କ ହୋଇଥିବା ପ୍ରାପ୍ତକର୍ତ୍ତାଙ୍କର Mail ID
 +
 
|-
 
|-
 
|13:21
 
|13:21
 
| ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
 
| ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
 +
 
|-
 
|-
 
|13:27
 
|13:27
 
| Show Details ଉପରେ କ୍ଲିକ୍ କରନ୍ତୁ
 
| Show Details ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|13:29
 
|13:29
 
| ଏହା, To ଓ Cc ପ୍ରଦର୍ଶନ କରିବ, Bcc ପ୍ରାପ୍ତକର୍ତ୍ତା ନୁହେଁ
 
| ଏହା, To ଓ Cc ପ୍ରଦର୍ଶନ କରିବ, Bcc ପ୍ରାପ୍ତକର୍ତ୍ତା ନୁହେଁ
 +
 
|-
 
|-
 
|13:35
 
|13:35
 
| ଏହା ହେଉଛି Bccରେ ମାର୍କ ହୋଇଥିବା ଜଣେ ପ୍ରାପ୍ତକର୍ତ୍ତାଙ୍କର Mail ID
 
| ଏହା ହେଉଛି Bccରେ ମାର୍କ ହୋଇଥିବା ଜଣେ ପ୍ରାପ୍ତକର୍ତ୍ତାଙ୍କର Mail ID
 +
 
|-
 
|-
 
|13:41
 
|13:41
 
| ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ
 
| ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ
 +
 
|-
 
|-
 
|13:43
 
|13:43
 
| ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
 
| ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
 +
 
|-
 
|-
 
|13:46
 
|13:46
 
| Show Details ଉପରେ କ୍ଲିକ୍ କରନ୍ତୁ
 
| Show Details ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|13:49
 
|13:49
 
| ଆପଣ To, Cc ଓ Bcc ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଦେଖିପାରିବେ
 
| ଆପଣ To, Cc ଓ Bcc ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଦେଖିପାରିବେ
 +
 
|-
 
|-
 
|13:55
 
|13:55
 
| ମୁଁ ପ୍ରେରକଙ୍କ ଜିମେଲ୍ ଆକାଉଣ୍ଟକୁ ଫେରିଯାଉଛି
 
| ମୁଁ ପ୍ରେରକଙ୍କ ଜିମେଲ୍ ଆକାଉଣ୍ଟକୁ ଫେରିଯାଉଛି
 +
 
|-
 
|-
 
|13:59
 
|13:59
 
| ଏଠାରେ ଦେଖନ୍ତୁ, ଆମେ Bccରେ 2 ଜଣ ପ୍ରାପ୍ତକର୍ତ୍ତାଙ୍କୁ ଉଲ୍ଲେଖ କରିଛେ
 
| ଏଠାରେ ଦେଖନ୍ତୁ, ଆମେ Bccରେ 2 ଜଣ ପ୍ରାପ୍ତକର୍ତ୍ତାଙ୍କୁ ଉଲ୍ଲେଖ କରିଛେ
 +
 
|-
 
|-
 
|14:04
 
|14:04
 
| ମାତ୍ର ଆମେ ଏଠାରେ କେବଳ ଗୋଟିଏ Email ID ଦେଖିପାରୁଛେ ଅନ୍ୟଟି ଅଦୃଶ୍ୟ ଅଛି
 
| ମାତ୍ର ଆମେ ଏଠାରେ କେବଳ ଗୋଟିଏ Email ID ଦେଖିପାରୁଛେ ଅନ୍ୟଟି ଅଦୃଶ୍ୟ ଅଛି
 +
 
|-
 
|-
 
|14:10
 
|14:10
 
| ଏହିପରି Bcc ଫିଚର୍ କାମ କରେ
 
| ଏହିପରି Bcc ଫିଚର୍ କାମ କରେ
 +
 
|-
 
|-
 
|14:13
 
|14:13
 
| ମୁଁ ଆଶା କରୁଛି ଆପଣ ଭିନ୍ନତାକୁ ସ୍ପଷ୍ଟ ଭାବେ ବୁଝିପାରିଛନ୍ତି
 
| ମୁଁ ଆଶା କରୁଛି ଆପଣ ଭିନ୍ନତାକୁ ସ୍ପଷ୍ଟ ଭାବେ ବୁଝିପାରିଛନ୍ତି
 +
 
|-
 
|-
 
|14:17
 
|14:17
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
|-
 
|-
 
|14:20
 
|14:20
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|14:22
 
|14:22
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
 +
 
|-
 
|-
 
|14:25
 
|14:25
|* ଇମେଲ୍ ପ୍ରାପ୍ତକର୍ତ୍ତା, ଯେପରି To, CC, BCC
+
| ଇମେଲ୍ ପ୍ରାପ୍ତକର୍ତ୍ତା, ଯେପରି To, CC, BCC
 +
 
 
|-
 
|-
 
|14:30
 
|14:30
|* ଇମେଲ୍ ର ଟେକ୍ସଟ୍ ଫର୍ମାଟ୍ କରିବା
+
| ଇମେଲ୍ ର ଟେକ୍ସଟ୍ ଫର୍ମାଟ୍ କରିବା
 +
 
 
|-
 
|-
 
|14:33
 
|14:33
|* ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
+
| ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
 +
 
 
|-
 
|-
 
|14:36
 
|14:36
|* ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
+
| ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
 +
 
 
|-
 
|-
 
|14:39
 
|14:39
|* ଏକ ଇମେଲ୍ ଭିତରେ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା  
+
| ଏକ ଇମେଲ୍ ଭିତରେ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା  
 +
 
 
|-
 
|-
 
|14:43
 
|14:43
|* ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ
+
| ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ
 +
 
 
|-
 
|-
 
|14:47
 
|14:47
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|14:52
 
|14:52
 
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
|-
 
|-
 
|14:55
 
|14:55
 
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
 
| ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
 +
 
|-
 
|-
 
|15:01
 
|15:01
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
|-
 
|-
 
|15:04
 
|15:04
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
|-
 
|-
 
|15:11
 
|15:11
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|15:16
 
|15:16
 
| ଆଇଆଇଟି ବମ୍ୱେ ତରଫରୁ
 
| ଆଇଆଇଟି ବମ୍ୱେ ତରଫରୁ
 +
 
|-
 
|-
 
|15:21
 
|15:21
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 12:52, 7 April 2017

Time Narration
00:01 Compose Options for Emails ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,
00:10 ଇମେଲ୍ ପ୍ରାପ୍ତକର୍ତ୍ତା ବିଷୟରେ, ଯେପରି To, CC, BCC
00:16 ଇମେଲ୍ ଟେକ୍ସଟ୍ ଫର୍ମାଟ୍ କରିବା
00:19 ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
00:22 ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
00:25 ଇମେଲ୍ ଭିତରେ ଏକ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
00:29 ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ*
00:33 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍
00:38 ଓ ଏକ ୱେବ୍ ବ୍ରାଉଜର୍ ଦରକାର
00:40 ଏହି ପ୍ରଦର୍ଶନ ପାଇଁ ମୁଁ Firefox Web Browser ବ୍ୟବହାର କରିବି
00:45 ଚାଲନ୍ତୁ ଆରମ୍ଭ କରିବା,ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ http://gmail.com
00:55 Login ପେଜ୍ ଖୋଲିଲା
00:58 Username ଓ Password ଏଣ୍ଟର୍ କରନ୍ତୁ
01:04 ଯଦି Login ପେଜ୍ Username ସହିତ ଖୋଲେ, ତେବେ ତାହାର ଅର୍ଥ ହେଉଛି, ଆପଣ ନିଜ ମେଶିନ୍ ରୁ ଏହି ଆକାଉଣ୍ଟକୁ ଆକ୍ସେସ୍ କରିସାରିଛନ୍ତି
01:12 Password ଏଣ୍ଟର୍ କରନ୍ତୁ
01:15 ଓ Sign In ବଟନ୍ ରେ କ୍ଲିକ୍ କରନ୍ତୁ
01:18 ଆମେ ଆମର Gmail ପେଜ୍ କୁ ଆସିଲେ
01:21 ଏବେ ଚାଲନ୍ତୁ, ଏକ ଇମେଲ୍ ଲେଖିବା ପାଇଁ ଉପଲବ୍ଧ ଅପ୍ସନ୍ସ ଦେଖିବା
01:26 ପ୍ରଥମେ Compose ବଟନ୍ ରେ କ୍ଲିକ୍ କରନ୍ତୁ
01:31 Compose Window ଖୋଲିବ
01:34 To ସେଗମେଣ୍ଟରେ ଆମେ ପ୍ରାପ୍ତକର୍ତ୍ତାଙ୍କ ନାଁ ଲେଖିବା
01:38 ଏଥିରେ 3ଟି ଅପ୍ସନ୍ସ ଅଛି To, Cc ଓ Bcc
01:44 Ccର ଅର୍ଥ ହେଉଛି Carbon Copy, ଆଉ Bccର ଅର୍ଥ ହେଉଛି Blind Carbon Copy
01:51 To ଫିଲ୍ଡରେ ଆମକୁ, ଯେଉଁ ବ୍ୟକ୍ତିଙ୍କ ପାଖକୁ ଇମେଲ୍ ପଠାଇବାକୁ ଚାହୁଁଛେ, ତାଙ୍କର ଇମେଲ୍ ଆଡ୍ରେସ୍ ଆଡ୍ କରିବାକୁ ହେବ
01:58 Screen Shot ଦେଖନ୍ତୁ
02:01 ଯଦି ଆମେ ଏକାଧିକ ଇମେଲ୍ ପଠାଇବାକୁ ଚାହିଁବା, ତେବେ To ଫିଲ୍ଡରେ Email IDଗୁଡ଼ିକ ଆଡ୍ କରିବା
02:09 Screen Shot ଦେଖନ୍ତୁ
02:12 ଅନ୍ୟମାନଙ୍କୁ ପଠାଇବା ପାଇଁ Cc ଅପ୍ସନ୍ ବ୍ୟବହାର କରନ୍ତୁ
02:18 To ଓ Scରେ ଥିବା ସମସ୍ତ ପ୍ରାପ୍ତକର୍ତ୍ତା ଅନ୍ୟ ସମସ୍ତ ପ୍ରାପ୍ତକର୍ତ୍ତାଙ୍କୁ ଦେଖିପାରିବେ
02:25 Screen Shot ଦେଖନ୍ତୁ
02:28 ଅନ୍ୟମାନଙ୍କୁ ପଠାଇବା ପାଇଁ ଆପଣ BCc ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବେ
02:34 ଏହି ଅପ୍ସନ୍ ରେ, To ଓ Ccରେ ଥିବା ପ୍ରାପ୍ତକର୍ତ୍ତା Bccରେ ଥିବା ପ୍ରାପ୍ତ କର୍ତ୍ତାଙ୍କୁ ଦେଖିପାରିବେ ନାହିଁ
02:42 Bccରେ ଥିବା ପ୍ରାପ୍ତକର୍ତ୍ତା To ଓ Ccରେ ଥିବା ପ୍ରାପ୍ତକର୍ତ୍ତାମାନଙ୍କୁ ଦେଖିପାରିବେ
02:47 କିନ୍ତୁ ଅନ୍ୟ Bcc ପ୍ରାପ୍ତକର୍ତ୍ତା ନୁହେଁ
02:51 ମେଲ୍ ପ୍ରେରକ ସମ୍ପୂର୍ଣ୍ଣ ପ୍ରାପ୍ତକର୍ତ୍ତା ତାଲିକା ଦେଖିପାରିବେ
02:55 Screen Shot ଦେଖନ୍ତୁ
02:58 ଜରୁରୀ ସୂଚନା
03:00 ପ୍ରାପ୍ତକର୍ତ୍ତା ଫିଲ୍ଡ To, Cc ଓ Bccରେ ଆମେ ଯେକୌଣସି ସଂଖ୍ୟକ Email ID ଆଡ୍ କରିପାରିବା
03:08 ହେଲେ ଦିନକୁ ସର୍ବାଧିକ ସୀମା ହେଉଛି 500 ପ୍ରାପ୍ତକର୍ତ୍ତା
03:13 ପ୍ରତ୍ୟେକ Email IDକୁ ସ୍ପେସ୍ କିମ୍ୱା କମା କିମ୍ୱା କଲନ୍ ଦ୍ୱାରା ପୃଥକ୍ କରିବାକୁ ପଡ଼ିବ
03:20 ଏବେ ଚାଲନ୍ତୁ ଆମର Gmail Compose Windowକୁ ଫେରିଯିବା
03:25 ଡିଫଲ୍ଟ ଭାବରେ, କର୍ସର୍ To ଫିଲ୍ଡରେ ଥାଏ
03:29 ନିମ୍ନ ପ୍ରାପ୍ତକର୍ତ୍ତା ଠିକଣା ଏଣ୍ଟର୍ କରନ୍ତୁ
03:33 To ଫିଲ୍ଡରେ ray.becky.0808@gmail.com
03:46 Cc ଫିଲ୍ଡରେ 0808iambecky@gmail.com
03:55 Bcc ଫିଲ୍ଡରେ stlibreoffice@gmail.com ଓ info@spoken-tutorial.org ଭାବରେ Email ID ଦିଅନ୍ତୁ
04:10 Subject Lineରେ କ୍ଲିକ୍ କରି ନିଜ ଇମେଲ୍ ପାଇଁ ସଂକ୍ଷିପ୍ତ ବିବରଣୀ ଏଣ୍ଟର୍ କରନ୍ତୁ
04:15 ମୁଁ ଟାଇପ୍ କରିବି Partner with us
04:19 କଣ୍ଟେଣ୍ଟ ଏରିଆରେ ନିମ୍ନ ମେସେଜ୍ ଟାଇପ୍ କରନ୍ତୁ
04:24 Spoken Tutorial Project is helping to bridge the digital divide
04:29 ଆମ ଇମେଲ୍ ର ବଡୀରେ ବେସିକ୍ ଟେକ୍ସଟ୍ ଫର୍ମାଟିଙ୍ଗ ପାଇଁ Gmail ଆମକୁ ଅନୁମତି ଦେଇଥାଏ
04:35 Compose Windowର ତଳେ ଡିଫଲ୍ଟ ଭାବରେ ଏହା ପ୍ରଦର୍ଶିତ ହୋଇଥାଏ
04:41 ଯଦି ନୁହେଁ, ତେବେ ଫର୍ମାଟିଙ୍ଗ ଟୁଲ୍ ବାର୍ ଆକ୍ସେସ୍ କରିବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
04:47 ଏଥିରେ, Fonts, Sizes, Bold, Italic, Underline, Text Color, Align, Numbered ଏବଂ Bulleted Lists ଓ Indention ପରି ବିଭିନ୍ନ ଅପ୍ସନ୍ସ ଅଛି
05:03 ଏହିସବୁ ଅପ୍ସନ୍ସ, ଯେକୌଣସି Word Processor Application ସହ ସମାନ
05:08 ଆପଣ ନିଜେ ଏହିସବୁ ଅପ୍ସନ୍ସକୁ ଏକ୍ସପ୍ଲୋର୍ କରିପାରିବେ
05:12 ଏହିପରି ମୁଁ ମୋ ଟେକ୍ସଟ୍ କୁ ଫର୍ମାଟ୍ କରିଛି
05:16 ଫର୍ମାଟିଙ୍ଗ ଟୁଲ୍ ବାର୍ ଲୁଚାଇବାକୁ Formatting Options ବଟନ୍ କ୍ଲିକ୍ କରନ୍ତୁ
05:22 Compose Windowରେ, Files, Photos, Links ଓ Emoticons ଆଟାଚ୍ କରିବା ପାଇଁ ଅପ୍ସନ୍ସ ଅଛି
05:32 ଅନ୍ୟମାନଙ୍କ ସହିତ Files କିମ୍ୱା Documents ଶେୟାର୍ କରିବାକୁ,
05:35 ଆମେ Attach Files କିମ୍ୱା Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବା
05:41 ସମସ୍ତ ମେଲ୍ ପ୍ରୋଭାଇଡର୍ସ, Attachment ଭାବେ ଫାଇଲ୍ସ ପଠାଇବାକୁ ଅନୁମତି ଦେଇଥା’ନ୍ତି
05:46 ଆପଣ 25 ମେଗାବାଇଟ୍ସ (MB) ପର୍ଯ୍ୟନ୍ତ ଆଟାଚ୍ କରିପାରିବେ
05:51 ଏହାଠାରୁ ଅଧିକ ଫାଇଲ୍ସ ପଠାଇବା ପାଇଁ ଆପଣ, Insert Files Using Drive ଅପ୍ସନ୍ ବ୍ୟବହାର କରିପାରିବେ
05:59 ଚାଲନ୍ତୁ, 1MBରୁ କମ୍ ଆକାରର ଏକ PDF ଫାଇଲ୍ କୁ ପ୍ରଥମେ ଆଟାଚ୍ କରିବା
06:04 ଏକ ପେପର୍ କ୍ଲିପ୍ ପରି ଦେଖାଯାଉଥିବା Attach File Icon ଉପରେ କ୍ଲିକ୍ କରନ୍ତୁ
06:09 ଏହା File Browser ଖୋଲିବ
06:12 ଆପଣ ପଠାଇବାକୁ ଚାହୁଥିବା ଫାଇଲ୍ କୁ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ
06:16 ଡେସ୍କଟପ୍ ରୁ ମୁଁ myscript.pdf ସିଲେକ୍ଟ କରି Openରେ କ୍ଲିକ୍ କରିବି
06:23 ଆମ ମେଲ୍ ସହିତ ଫାଇଲଟି ଆଟାଚ୍ ହେଉଥିବାର ଆମେ ଦେଖିପାରିବା
06:27 Attach Files ଅପ୍ସନ୍ ବ୍ୟବହାର କରି ଏକାଧିକ ଫାଇଲ୍ ମଧ୍ୟ ମେଲ୍ ରେ ଆଟାଚ୍ କରିହେବ
06:34 ମେସେଜ୍ ସହିତ ଆଟାଚ୍ ହୋଇଥିବା ଗୋଟିଏ ଫାଇଲକୁ କାଢ଼ିବା ପାଇଁ, ଫାଇଲ୍ ନାମର ଡାହାଣପଟେ ଥିବା X ଚିହ୍ନ ଉପରେ କ୍ଲିକ୍ କରନ୍ତୁ
06:41 ଏବେ, ପ୍ରାୟ 30MBର ଗୋଟିଏ ଫାଇଲକୁ ଚାଲନ୍ତୁ ଆଟାଚ୍ କରିବା
06:46 ମୋ ଡେସ୍କଟପ୍ ଉପରେ ପ୍ରାୟ 30MB ଆକାରର ଏକ zip ଫାଇଲ୍ ଅଛି
06:52 ପୁଣିଥରେ Attach Files ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:56 ବ୍ରାଉଜ୍ କରି 30MB zip file ସିଲେକ୍ଟ କରନ୍ତୁ ଓ Open କ୍ଲିକ୍ କରନ୍ତୁ
07:02 ଆମେ ଏକ ପପ୍ ଅପ୍ ମେସେଜ୍ ପାଇବା:
07:04 The file you are trying to send exceeds the 25mb attachment limit
07:09 ଓ ଏହା ଆମକୁ Send Using Google Drive ପାଇଁ ଅପ୍ସନ୍ ଦିଏ
07:14 Send Using Google Drive ବଟନ୍ ଉପରେ କ୍ଲିକ୍ କରନ୍ତୁ
07:18 ମୁଁ ଏହାକୁ କିଛି ସମୟ ପାଇଁ ବନ୍ଦ କରୁଛି
07:21 Insert Files Using Drive ଅପ୍ସନ୍ ଉପରେ କ୍ଲିକ୍ କଲେ ମଧ୍ୟ ଆମକୁ ପୂର୍ବପରି ୱିଣ୍ଡୋ ମିଳିବ
07:28 ଏଠାରେ ଆମେ 3ଟି ଟାବ୍ସ ଦେଖିପାରୁଛେ:
07:31 My Dive, Shared With Me ଓ Upload
07:36 ଡିଫଲ୍ଟ ଭାବରେ, ପୂର୍ବରୁ ଅପଲୋଡ୍ ହୋଇସାରିଥିବା ଫାଇଲଗୁଡ଼ିକ My Drive ଟାବ୍ ରେ ଉପଲବ୍ଧ ହେବ
07:43 ଏଠାରେ ଆପଣ ଗୋଟିଏ ଫାଇଲ୍ ଦେଖିପାରୁଛନ୍ତି
07:46 ଆକାଉଣ୍ଟ କ୍ରିଏଶନ୍ ସମୟରେ ଏହା ଗୁଗଲ୍ ଟିମ୍ ଦ୍ୱାରା ଶେୟାର୍ କରାଯାଇଥିଲା
07:51 Shared With Me ଟାବ୍ କ୍ଲିକ୍ କରନ୍ତୁ
07:55 ଏଠାରେ ଆମେ No One's Shared Any Files With You Yet! ମେସେଜ୍ ଦେଖୁଛେ
08:00 ଯଦି କେହି ଆପଣଙ୍କ ସହିତ ଫାଇଲ୍ ଶେୟାର୍ କରେ, ତେବେ ତାହା Shared With Me ଟାବ୍ ରେ ଉପଲବ୍ଧ ହେବ
08:06 ଏବେ, ଗୋଟିଏ ନୂଆ ଫାଇଲ୍ ଅପଲୋଡ୍ କରିବା ପାଇଁ Upload ଟାବ୍ ରେ କ୍ଲିକ୍ କରନ୍ତୁ
08:12 Select Files From Your Computer ବଟନ୍ ଉପରେ କ୍ଲିକ୍ କରନ୍ତୁ
08:16 ଅପଲୋଡ୍ ହେବାକୁଥିବା ଫାଇଲ୍ ବ୍ରାଉଜ୍ କରି ସିଲେକ୍ଟ କରନ୍ତୁ ଓ Open ଉପରେ କ୍ଲିକ୍ କରନ୍ତୁ
08:23 ଯଦି ଅଧିକ ଫାଇଲ୍ ଆଡ୍ କରିବାକୁ ଚାହାନ୍ତି, ତେବେ Add More Files ଉପରେ କ୍ଲିକ୍ କରନ୍ତୁ
08:27 ମୁଁ ଏବେପାଇଁ ଏହାକୁ ଛାଡ଼ିଦେଇ କେବଳ ଗୋଟିଏ ଫାଇଲ୍ ଅପଲୋଡ୍ ସହିତ ଆଗକୁ ବଢ଼ିବି
08:33 ଫାଇଲ ଆଡ୍ ହେବା ପରେ, ଏହା କିପରି ଭାବେ ଆମ ମେଲ୍ ରେ ଇନ୍ସର୍ଟ ହେବ, ଆମକୁ ତାହା ଉଲ୍ଲେଖ କରିବାକୁ ହେବ
08:40 ଦେଖନ୍ତୁ, ଡାହାଣପଟ ତଳେ 2ଟି ବଟନ୍ସ ଅଛି, ଯାହା କୁହେ -
08:44 Insert as Drive link ଓ
08:46 Attachment
08:48 ଡିଫଲ୍ଟ ଭାବେ, Insert Drive Link ସିଲେକ୍ଟ ହୋଇଥାଏ
08:52 ଯଦି ଆମେ Attachment ସିଲେକ୍ଟ କରୁଛେ, ତେବେ ଫାଇଲଟି ଏକ Attachment ଭାବେ ଇନ୍ସର୍ଟ ହେବ
08:57 ଆମେ ତାହାକୁ ସେହିପରି ଛାଡ଼ିଦେବା
09:00 ସ୍କ୍ରୀନ୍ ର ବାମପଟ ତଳ କୋଣରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
09:05 ଏହା ଅପଲୋଡିଙ୍ଗ ଆରମ୍ଭ କରିବ, ମାତ୍ର ଆପଣଙ୍କ ଇଣ୍ଟରନେଟ୍ ସ୍ପୀଡ୍ କୁ ଆଧାର କରି ଏହା କିଛି ସମୟ ନେଇପାରେ
09:11 ଥରେ ସମ୍ପୂର୍ଣ୍ଣ ହୋଇଗଲା ପରେ, କଣ୍ଟେଣ୍ଟ ଏରିଆରେ, ଫାଇଲ ଅପଲୋଡ୍ କରିବା ପାଇଁ ଆମେ ଏକ Link ଦେଖିପାରିବା
09:17 ଏବେ ଚାଲନ୍ତୁ, ଇମେଲ୍ ରେ Images ଇନ୍ସର୍ଟ କରିବା ପାଇଁ Insert Photo ଅପ୍ସନ୍ ଉପରେ କ୍ଲିକ୍ କରିବା
09:24 Upload Photos ୱିଣ୍ଡୋ ଖୋଲିଲା
09:27 ଆମେ, ଆମ କମ୍ପ୍ୟୁଟରରୁ କିମ୍ୱା Imageର Website Address ଦେଇ ଫୋଟୋ Upload କରିପାରିବା
09:34 ଏବେ ପାଇଁ, ମୁଁ କୌଣସି ଇମେଜ୍ Upload କରିବାକୁ ଚାହୁନାହିଁ
09:38 ତେଣୁ, ମୁଁ Cancel ଉପରେ କ୍ଲିକ୍ କରିବି
09:41 ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
09:44 ପରବର୍ତ୍ତୀ ଅପ୍ସନ୍ ହେଉଛି Insert Link ତାହା ଉପରେ କ୍ଲିକ୍ କରନ୍ତୁ
09:49 Edit Link ଡାୟଲଗ୍ ବକ୍ସ ଖୋଲିଲା
09:53 Text To Display ଫିଲ୍ଡରେ, ଲିଙ୍କ ଭାବରେ ଆପଣ ଚାହୁଥିବା ଟେକ୍ସଟ୍ ଟାଇପ୍ କରନ୍ତୁ
09:58 ମୁଁ Spoken Tutorial ଟାଇପ୍ କରିବି
10:02 Link To ସେକ୍ସନ୍ ରେ, ଡିଫଲ୍ଟ ଭାବରେ, Web Address ଅପ୍ସନ୍ ସିଲେକ୍ଟ ଥାଏ
10:08 ଟେକ୍ସଟ୍ ଫିଲ୍ଡରେ http://spoken-tutorial.org ଭାବରେ URL ଟାଇପ୍ କରନ୍ତୁ
10:20 ଓ OK ବଟନ୍ ରେ କ୍ଲିକ୍ କରନ୍ତୁ
10:23 ଏବେ, କଣ୍ଟେଣ୍ଟ ଏରିଆରେ ଆପଣ, ହାଇପରଲିଙ୍କ ହୋଇଥିବା Spoken Tutorial ଟେକ୍ସ ଦେଖିପାରୁଛନ୍ତି
10:29 ମୁଁ ଏବେ ହାଇପରଲିଙ୍କ ହୋଇଥିବା ଟେକ୍ସଟ୍ ଉପରେ କ୍ଲିକ୍ କରୁଛି
10:32 ଟେକ୍ସଟ୍ ତଳକୁ ଏକ ଛୋଟ Pop Window ଖୋଲିଲା
10:35 ଏହା କୁହେ - Go To Link:
10:38 ପ୍ରଦର୍ଶିତ URLରେ କ୍ଲିକ୍ କଲେ, ଆପଣଙ୍କୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ୱେବ୍ ସାଇଟ୍ ର Home Pageକୁ ନେଇଯିବ
10:45 URL ବଦଳାଇବାକୁ କିମ୍ୱା Link କାଢ଼ିବାକୁ, ଆମେ କ୍ରମଶଃ Change କିମ୍ୱା Remove ଅପ୍ସନ୍ସ ଉପରେ କ୍ଲିକ୍ କରିପାରିବା
10:53 ଆମେ, ଏହି Emoticon ଆଇକନ୍ ସାହାଯ୍ୟରେ ବିଭିନ୍ନ ପିକ୍ଟୋରିଆଲ୍ ରିପ୍ରେଜେଣ୍ଟେଶନ୍ ମଧ୍ୟ ଇନ୍ସର୍ଟ କରିପାରିବା
10:59 ଆପଣଙ୍କ ଇମେଲ୍ ରେ ଯେଉଁଠାରେ ଆବଶ୍ୟକ ଏହି ଫିଚର୍ ବ୍ୟବହାର କରନ୍ତୁ
11:04 ଦେଖନ୍ତୁ, Trash ଆଇକନ୍ ଟିକିଏ ପୂର୍ବରୁ ଟେକ୍ସଟ୍ Save ହୋଇଛି
11:08 ଯେତେବେଳେବି ଆମେ କଣ୍ଟେଣ୍ଟ ମିଶାଉ କିମ୍ୱା କାଢୁ, ଡିଫଲ୍ଟ ଭାବରେ ଆମ ଇମେଲ୍, Draft Folderରେ Auto-Saved ହୋଇଯିବ
11:16 ବିଜୁଳି କାଟ୍ କିମ୍ୱା ଇଣ୍ଟରନେଟ୍ ଡିସ୍କନେକ୍ସନ୍ କ୍ଷେତ୍ରରେ ଟାଇପ୍ ହୋଇଥିବା ବାର୍ତ୍ତାର ପୁନରୁଦ୍ଧାର ପାଇଁ ଏହା ବହୁତ ସାହାଯ୍ୟକାରୀ ଅଟେ
11:24 Trash ଆଇକନ୍ ଉପରେ କ୍ଲିକ୍ କଲେ ଏହି ମେସେଜ୍ ଡିସ୍କାର୍ଡ ହୋଇଯିବ
11:28 ଏହି ଆକ୍ସନ୍ Draft Folderରୁ ମଧ୍ୟ ଇମେଲ୍ କୁ ଡିଲିଟ୍ କରିଦେବ
11:34 Trash ଆଇକନ୍ ପାଖରେ ଥିବା More Options ଉପରେ କ୍ଲିକ୍ କରନ୍ତୁ
11:39 Default To Full-Screen ଅପ୍ସନ୍ Compose Window କୁ ବଡ଼ କରିଦେବ
11:44 Lable - ଆଗାମୀ ଟ୍ୟୁଟୋରିଆଲ୍ସରେ ଏହି ଫିଚର୍ ବିଷୟରେ ଶିଖିବା
11:49 Plane Text Mode ଅପ୍ସନ୍, ଆମେ ପୂର୍ବରୁ କରିଥିବା ସମସ୍ତ ଫର୍ମାଟିଙ୍ଗ କ୍ଲିଅର୍ କରିଦେବ ଏବଂ ମେଲ୍ କୁ ପ୍ଲେନ୍ ଟେକ୍ସଟ୍ ରେ ବଦଳାଇଦେବ
11:57 Print ଅପ୍ସନ୍, କମ୍ପୋଜ୍ ହୋଇଥିବା ମେଲ୍ କୁ କନଫିଗର୍ ହୋଇଥିବା ଡିଫଲ୍ଟ ପ୍ରିଣ୍ଟର୍ କୁ ପଠାଇଦେବ
12:03 Check Spelling, ଟାଇପ୍ ହୋଇଥିବା କଣ୍ଟେଣ୍ଟର ବନାନ ଯାଞ୍ଚ କରିବ
12:07 ଆମେ ଏବେ ଆମର ମେଲ୍ ପଠାଇବାକୁ ପ୍ରସ୍ତୁତ
12:09 Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:12 ଆମେ ନିମ୍ନ ବାର୍ତ୍ତା ସ୍କ୍ରୀନ୍ ଉପରେ ପାଇବା -
12:15 This Drive file isn't shared with all recipients
12:19 ଏହାର କାରଣ ହେଉଛି, ଏହି ମେଲ୍ ରେ ଚିହ୍ନିତ ହୋଇଥିବା ଲୋକମାନଙ୍କ ସହିତ ଆମେ ଫାଇଲ୍ ଶେୟାର୍ କରିନାହେଁ
12:25 Share & Send ବଟନ୍ ଉପରେ କ୍ଲିକ୍ କରନ୍ତୁ
12:29 ସ୍କ୍ରୀନ୍ ଉପରେ ଆମେ ନିମ୍ନ ଦୁଇଟି ମେସେଜ୍ ମଧ୍ୟରୁ ଗୋଟିଏ ଦେଖିବା:
12:32 Your message is sending
12:34 କିମ୍ୱା Your message has been sent
12:38 ପଠାଯାଇଥିବା ମେଲ୍ ଦେଖିବା ପାଇଁ View Message ଲିଙ୍କ ଉପରେ କ୍ଲିକ୍ କରନ୍ତୁ
12:43 ପଠାଯାଇଥିବା ମେଲ୍ ର କଣ୍ଟେଣ୍ଟ ଆମେ ଏଠାରେ ଦେଖିପାରିବା
12:47 ଚାଲନ୍ତୁ ଗୋଟିଏ ଗୋଟିଏ କରି Cross Check କରିବା
12:50 ଏଠାରେ Attachments ଅଛି
12:52 ଓ ଏଠାରେ URL Link
12:55 ଇମେଲ୍ ଆଡ୍ରେସ୍ ତଳକୁ ଥିବା ଏକ ଓଲଟା ତ୍ରିଭୁଜ ହେଡର୍ ବିବରଣୀ ଦେଖାଏ
13:00 ତାହା ଉପରେ କ୍ଲିକ୍ କରନ୍ତୁ
13:03 ଆମେ, To, Cc ଓ Bcc ଫିଲ୍ଡରେ ସମସ୍ତ ପ୍ରାପ୍ତକର୍ତ୍ତାଙ୍କର Email IDs ଦେଖିପାରୁଛେ
13:11 ପ୍ରାପ୍ତକର୍ତ୍ତାଙ୍କ ପାଖରେ ଇମେଲ୍ କିପରି ଦେଖାଯିବ, ଆସନ୍ତୁ ଦେଖିବା
13:16 ଏହା ହେଉଛି Ccରେ ମାର୍କ ହୋଇଥିବା ପ୍ରାପ୍ତକର୍ତ୍ତାଙ୍କର Mail ID
13:21 ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
13:27 Show Details ଉପରେ କ୍ଲିକ୍ କରନ୍ତୁ
13:29 ଏହା, To ଓ Cc ପ୍ରଦର୍ଶନ କରିବ, Bcc ପ୍ରାପ୍ତକର୍ତ୍ତା ନୁହେଁ
13:35 ଏହା ହେଉଛି Bccରେ ମାର୍କ ହୋଇଥିବା ଜଣେ ପ୍ରାପ୍ତକର୍ତ୍ତାଙ୍କର Mail ID
13:41 ଏବେ ପଠାଯାଇଥିବା ମେସେଜ୍ ଆପଣ ଦେଖିପାରିବେ
13:43 ପଢିବା ପାଇଁ ମୁଁ ଏହାକୁ ଖୋଲୁଛି
13:46 Show Details ଉପରେ କ୍ଲିକ୍ କରନ୍ତୁ
13:49 ଆପଣ To, Cc ଓ Bcc ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଦେଖିପାରିବେ
13:55 ମୁଁ ପ୍ରେରକଙ୍କ ଜିମେଲ୍ ଆକାଉଣ୍ଟକୁ ଫେରିଯାଉଛି
13:59 ଏଠାରେ ଦେଖନ୍ତୁ, ଆମେ Bccରେ 2 ଜଣ ପ୍ରାପ୍ତକର୍ତ୍ତାଙ୍କୁ ଉଲ୍ଲେଖ କରିଛେ
14:04 ମାତ୍ର ଆମେ ଏଠାରେ କେବଳ ଗୋଟିଏ Email ID ଦେଖିପାରୁଛେ ଅନ୍ୟଟି ଅଦୃଶ୍ୟ ଅଛି
14:10 ଏହିପରି Bcc ଫିଚର୍ କାମ କରେ
14:13 ମୁଁ ଆଶା କରୁଛି ଆପଣ ଭିନ୍ନତାକୁ ସ୍ପଷ୍ଟ ଭାବେ ବୁଝିପାରିଛନ୍ତି
14:17 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
14:20 ସଂକ୍ଷିପ୍ତରେ
14:22 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
14:25 ଇମେଲ୍ ପ୍ରାପ୍ତକର୍ତ୍ତା, ଯେପରି To, CC, BCC
14:30 ଇମେଲ୍ ର ଟେକ୍ସଟ୍ ଫର୍ମାଟ୍ କରିବା
14:33 ଇମେଲ୍ସ ସହିତ ଫାଇଲ୍ସ ଆଟାଚ୍ କରିବା
14:36 ଗୁଗଲ୍ ଡ୍ରାଇଭ୍ ମାଧ୍ୟମରେ ଫାଇଲ୍ସ ଶେୟାର୍ କରିବା
14:39 ଏକ ଇମେଲ୍ ଭିତରେ ଫୋଟୋ କିମ୍ୱା ଲିଙ୍କ ଇନ୍ସର୍ଟ କରିବା
14:43 ଏବଂ କମ୍ପୋଜ୍ ୱିଣ୍ଡୋ ଅପ୍ସନ୍ସ ବିଷୟରେ
14:47 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
14:52 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
14:55 ଆମେ କର୍ମଶାଳାମାନର ଆୟୋଜନ କରିଥାଉ ଏବଂ ଆମ ଅନଲାଇନ୍ ଟେଷ୍ଟରେ ପାସ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦେଇଥାଉ
15:01 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
15:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
15:11 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
15:16 ଆଇଆଇଟି ବମ୍ୱେ ତରଫରୁ
15:21 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep