Difference between revisions of "Linux/C2/Simple-filters/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- | 0:00 |ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍ (Simple Filters) ବିଷୟର…')
 
Line 10: Line 10:
 
|-
 
|-
 
| 0:17
 
| 0:17
| ଏସବୁ ଗୁଡିକ କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) ଅଟେ.  
+
| ଏସବୁ ହେଲା କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) .
 
|-
 
|-
 
| 0:22
 
| 0:22
|ଯଦି ଆପଣ ଟର୍ମିନାଲ୍ ଉପରେ ଏକ ହଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ରୁଟ୍ ହେବାକୁ ଦରକାର.
+
|ଯଦି ଆପଣ ତୁମେ ଟର୍ମିନାଲ୍ ଉପରେ ଏକ ହାଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂ ତୁମକୁ ରୁଟ୍ ହେବା ଦରକାର .
 
|-
 
|-
 
|0:29
 
|0:29
|sudo su or su root, ଯଦି ଆପଣ ଟର୍ମିନାଲ୍ ଉପରେ ଏକଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂକୁ ଏକ ସାଧାରଣ ଯୁଜର୍ ହେବାକୁ ପଡିବ.  
+
|sudosu or su root, ଯଦି ତୁମେ ଟର୍ମିନାଲ୍ ଉପରେ ଏକ ଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ ଏକ ସାଧାରଣ ଯୁଜର୍ ହୋ‌ଇପାର .
 
|-
 
|-
 
| 0:38
 
| 0:38
| ମୁଁ ମାନେ ଯେ ଆପଣ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛନ୍ତି ଏବଂ କୌଣସି ପାଥ୍ କୁ ରୂପାନ୍ତର କରିନାହାନ୍ତି ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି.  
+
| ମୁଁ ଭାବୁଛି ଯେ ତୁମେ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛ ଏବଂ କୌଣସି ପାଥ୍ କୁ ପରିବର୍ତ୍ତବ କରିନାହଁ ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି .
 
|-
 
|-
 
| 0:46
 
| 0:46
|ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି.  
+
|ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି .
 
|-
 
|-
 
|0:51
 
|0:51
|ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର ହୁଏ, ଏବଂ ଏକ ୱିନଡୋ ଉପରେ maximize ଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର ଅଟେ.  
+
|ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର , ଏବଂ ଏକ ୱିନଡୋ ଉପରେ maximizeଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର .  
 
|-
 
|-
 
| 1:02
 
| 1:02
|ଏକ ଫାଇଲ୍ ର ପ୍ରଥମ ଦଶ ଲାଇନସ୍ କୁ  ସ୍ବାଭାବିକ ଭାବରେ ପ୍ରଦଶ୍ରୀତ କରିବା ପାଇଁ ଆମେ Head କମାଣ୍ଡ୍ ବ୍ୟବହାର କରୁଁ, ତାହାପରେ ଏକ ascii ଫାଇଲ୍ ନାମ ଦେଉଁ.  
+
|ଏକ ଫାଇଲ୍ ର ପ୍ରଥମ ଦଶ ଲାଇନକୁ default ଭାବେ ପ୍ରଦର୍ଶିତ କରିବା ପାଇଁ ଆମେ Head କମାଣ୍ଡ୍ ପରେ ଏକ ascii ଫାଇଲ୍ ନାମ ବ୍ୟବହାର କରୁଁ .  
 
|-
 
|-
 
| 1:10
 
| 1:10
|ଚାଲ ଏକ ଫାଇଲ୍ ତିଆରି କରିବା. ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି.  
+
|ଚାଲଏକ ଫାଇଲ୍ ତିଆରି କରିବା . ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି.  
 
|-
 
|-
 
| 1:17
 
| 1:17
|Applications > Accessories > Text Editor କୁ ଯିବା.  
+
|Applications > Accessories > Text Editor କୁ ଯିବା.
 
|-
 
|-
 
| 1:24
 
| 1:24
|ସମୟର ବାଧ୍ୟତା ହେତୁ ମୋ ପାଖରେ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ଅଛି.  
+
|ସମୟର ବାଧ୍ୟତା ହେତୁ ମୁଁ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ରଖିଛି .  
 
|-
 
|-
 
| 1:30
 
| 1:30
|ଚାଲ ମୁଁ କୋପି ଏବଂ ପେସ୍ଟ୍ କରୁଛି.  
+
| ମୁଁ copy ଏବଂ paste କରୁଛି .
 
|-
 
|-
 
| 1:38
 
| 1:38
|ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର.  
+
|ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର.
 
|-
 
|-
 
| 1:41
 
| 1:41
Line 49: Line 49:
 
|-
 
|-
 
| 1:48
 
| 1:48
|ଏହି ଫାଇଲ୍ କୁ ବଂଦ କର.  
+
|ଏହି ଫାଇଲ୍ କୁ ବଂଦ କର.
 
|-
 
|-
 
| 1:53
 
| 1:53
| ବର୍ତମାନ Applications > Accessories > Terminal କୁ ଯିବା.  
+
| ବର୍ତମାନ Applications > Accessories > Terminal କୁ ଯିବା.
 
|-
 
|-
 
| 2:01
 
| 2:01
|ଏବେ ଦେଖିବା ପାଇଁ ଚେଷ୍ଟା କର ଯେଉଁ ଫାଇଲ୍ ଆମେ ତିଆରି କରିଥିଲେ ଯଦି ଆମେ ତାହାକୁ ଦେଖିପାରିବା.
+
|ଏବେ ଆମେ ତିଆରି କରିଥିବା ଫାଇଲ୍ କୁ ଦେଖିବାକୁ ଚେଷ୍ଟା କରିବା .
 
|-
 
|-
 
| 2:05
 
| 2:05
|Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର.
+
|Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର.
 
|-
 
|-
 
| 2:09
 
| 2:09
|ଆମେ ଏଠାରେ ଯାହା କରିଛେ ଏଗୁଡିକ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ଉପରେ ସବୁ ଫୋଲଡର୍ ଏବଂ ଫାଇଲ୍ ଗୁଡିକୁ ସୁଚିତ କରିବ.
+
|ଆମେ ଏଠାରେ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ସବୁ ଫୋଲଡର୍ ଏବଂ ଫାଇଲ୍ କୁ ଲିଷ୍ଟ୍‌ କରିଛେ .
 
|-
 
|-
 
| 2:15
 
| 2:15
|ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଫାଇଲ୍ ର କନ୍ଟେଟ ଗୁଡିକ ପଡିପାରିବା ଯେଉଁଗୁଡିକ ଆମେ ତିଆରି କରିଥିଲେ.
+
|ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଆମେ ତିଆରି କରିଥିବା ଫାଇଲ୍ ର କନ୍ଟେଟସ୍‌ ପଢ଼ିପାରିବା .
 
|-
 
|-
 
| 2:21
 
| 2:21
|Cat num, ଫାଇଲ୍ ନାମ କୁ autofill ରେ ଅସିବା ପାଇଁ ଟେବ୍ ଦବାଅ. ଏନ୍ଟର୍ ଦବାଅ.
+
|Cat num, ଫାଇଲ୍ ନାମ କୁ autofill କରିବା ପାଇଁ tab (ଟେବ୍) ଦବାଅ . ଏନ୍ଟର୍ ଦବାଅ .
 
|-
 
|-
 
| 2:29
 
| 2:29
| ଚାଲ ଏହିପରି ସମାନ ଭାବରେ head କମାଣ୍ଡ୍ ସହିତ କରିବା.  
+
|ଚାଲ, head କମାଣ୍ଡ୍ ସହିତ ତାହା କରିବା .
 
|-
 
|-
 
| 2:33
 
| 2:33
Line 76: Line 76:
 
|-
 
|-
 
| 2:39
 
| 2:39
| ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ.  
+
|ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ .
 
|-
 
|-
 
| 2:43
 
| 2:43
| ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର.  
+
| ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର.
 
|-
 
|-
 
| 2:52
 
| 2:52
Line 85: Line 85:
 
|-
 
|-
 
| 2:58
 
| 2:58
| ବର୍ତମାନ ପ୍ରଥମ ପାଂଚଟି ଲାଇନସ୍ କେବଳ ପ୍ରଦଶ୍ରୀତ ଅଟେ.   
+
| ବର୍ତମାନ କେବଳ ପ୍ରଥମ ପାଂଚଟି ଲାଇନସ୍ ପ୍ରଦଶ୍ରୀତ ହେବ .   
 
|-
 
|-
 
| 3:02
 
| 3:02
|ପ୍ରେଜେଣ୍ଟ ଟେସନ୍ (presentation) କୁ ଆଉଥରେ ଯିବା.   
+
|ପ୍ରେଜେଣ୍ଟ ଟେସନ୍ (presentation) କୁ ଫେରିଯିବା .   
 
|-
 
|-
 
| 3:08
 
| 3:08
Line 94: Line 94:
 
|-
 
|-
 
| 3:14
 
| 3:14
| tail କମାଣ୍ଡ୍ ଠିକ୍ ଭାବରେ head କମାଣ୍ଡ୍ ର ବିପରିତ କାମ କରେ, ଏହା ସ୍ବତଃ ସ୍ପୃତ ଭାବରେ ଏକ ଫାଇଲ୍ ର ଦଶଟି ଲାଇନସ୍ ପ୍ରଦଶ୍ରୀତ କରେ.  
+
| tail କମାଣ୍ଡ୍ head କମାଣ୍ଡ୍ ର ଠିକ୍ ବିପରିତ ଭାବରେ କାମକରେ , ଏହା default (ସ୍ବତଃସ୍ପୃତ) ଭାବରେ ଏକ ଫାଇଲ୍ ର ଶେଷ ଦଶଟି ଲାଇନ ପ୍ରଦଶ୍ରୀତ କରେ .  
 
|-
 
|-
 
| 3:22
 
| 3:22
| ଟର୍ମିନାଲ୍ କୁ ଆଉଥରେ ଯିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି.  
+
| ଟର୍ମିନାଲ୍ କୁ ଫେରିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି.
 
|-
 
|-
 
| 3:27
 
| 3:27
Line 103: Line 103:
 
|-
 
|-
 
| 3:31
 
| 3:31
| ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ, ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର.  
+
| ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର .  
 
|-
 
|-
 
| 3:40
 
| 3:40
| hyphen n5 ଏନ୍ଟର୍ କର.
+
| hyphen n5 ଏନ୍ଟର୍ କର.
 
|-
 
|-
 
| 3:45
 
| 3:45
| ସ୍ଲାଇଡ୍ ଗୁଡିକୁ ଯିବା.  
+
| ସ୍ଲାଇଡ୍ ଗୁଡିକୁ ଯିବା.
 
|-
 
|-
 
| 3:50
 
| 3:50
| ଏକ ଲୋଗ୍ ଫାଇଲ୍ (log file) କାର୍ଯ୍ୟ କ୍ରମ ଗୁଡିକୁ ଅନ୍ତରଭୁକ୍ତ କରେ ଯେଉଁଗୁଡିକ ଏକ ସିଷ୍ଟମ ରେ ଦେଖାଦେଇ ଥାଏ.
+
| ଏକ log fileସିଷ୍ଟମ ରେ ହୋଇଥିବା eventଗୁଡିକୁ ରଖି ଥାଏ .
 
|-
 
|-
 
| 3:55
 
| 3:55
| Auth dot log ଫାଇଲ୍, ଲୋଗ୍ ତିଆରି କରେ ଯାହା ଲୋଗ୍-ଇନ୍ ହୋଇଥାଏ ଏବଂ ଲୋଗ୍-ଆଉଟ୍ ହୋଇଥାଏ.  
+
| Auth dot log ଫାଇଲ୍, କିଏ କିଏ ଲୋଗ୍-ଇନ୍ ଏବଂ ଲୋଗ୍-ଆଉଟ୍ ହୋଇଥାନ୍ତି, ତା’ର ଲୋଗ୍ maintain କରେ .  
 
|-
 
|-
 
| 4:01
 
| 4:01
| hyphen f ଅପସନ୍ କୁ ବ୍ୟବହାର ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବା, tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ ଅଟେ.
+
| ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବାକୁ hyphen f ଅପସନ୍ ର ବ୍ୟବହାର ହେଉଛି tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ .
 
|-
 
|-
 
| 4:09
 
| 4:09
|ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡି ଯାଏ, tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭଳି ନେବ ଏବଂ ସ୍ବାଭାବିକ ଭାବରେ ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ.
+
|ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡ଼ା ଯାଏ , tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭାବେ ନେବ ଏବଂ by default (ସ୍ବାଭାବିକ ଭାବରେ) ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ.
 
|-
 
|-
 
| 4:18
 
| 4:18
| ଟର୍ମିନାଲ୍ କୁ ଯିବା.
+
|ଟର୍ମିନାଲ୍ କୁ ଯିବା .
 
|-
 
|-
 
| 4:21
 
| 4:21
Line 130: Line 130:
 
|-
 
|-
 
| 4:31
 
| 4:31
| ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.  
+
| ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
 
|-
 
|-
 
| 4:39
 
| 4:39
| ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା  Application -> Accessories -> Terminal.  
+
| ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା , Application -> Accessories -> Terminal.  
 
|-
 
|-
 
| 4:46
 
| 4:46
| ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
+
|ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର .
 
|-
 
|-
 
| 4:52
 
| 4:52
|ତେଣୁ, ମୁଁ ଆପଣଂକୁ ଏକ ସିଂଗିଲ୍ ସ୍କିର୍ନ୍ (single screen) ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ.
+
|ଫଳରେ, ମୁଁ ତୁମକୁ ଏକ single screen ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ.
 
|-
 
|-
 
| 5:00
 
| 5:00
| Su କୁ ଆପଣ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ.  
+
| Su କୁ ତୁମ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ.  
 
|-
 
|-
 
| 5:05
 
| 5:05
Line 148: Line 148:
 
|-
 
|-
 
| 5:08
 
| 5:08
| ଆପଣ ଦେଖିବେ ଯେ ଟର୍ମିନାଲ୍ ଉପରେ ଯେଉଁ tail ଚାଲୁଛି ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି.   
+
| ତୁମେ ଦେଖିବ ଯେ ଟର୍ମିନାଲ୍ , ଯାହା ଉପରେ ଯେଉଁ tail ଚାଲୁଛି, ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି .   
 
|-
 
|-
 
| 5:15
 
| 5:15
|ତାରିଖ ଏବଂ ସମୟ ନିର୍ଦିଷ୍ଟ କରେ ଯେତେବେଳେ ବିଫଳତା ସତ୍ୟ ପ୍ରତିପାଦନ ଦେଖା ଦେଇଥିଲା.  
+
| କେତେବେଳେ authentication failure ଦେଖା ଦେଇଥିଲା, ତାରିଖ ଏବଂ ସମୟ ତାହା ନିର୍ଦିଷ୍ଟ କରେ .
 
|-
 
|-
 
| 5:23
 
| 5:23
|ତାରିଖ ଟାଇପ୍ କର, ଶିଷ୍ତମ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ ଏନ୍ଟର୍ ଦବାଅ.  
+
| ସିଷ୍ଟମ‌ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ date ଟାଇପ୍ କର, ଏନ୍ଟର୍ ଦବାଅ .
 
|-
 
|-
 
| 5:32
 
| 5:32
| ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର.  
+
| ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର .
 
|-
 
|-
 
| 5:36
 
| 5:36
Line 163: Line 163:
 
|-
 
|-
 
| 5:51
 
| 5:51
| ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ.  
+
| ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ.
 
|-
 
|-
 
| 5:57
 
| 5:57
|ଏଗୁଡିକ ଲିନକ୍ସ ରେ ସାଧାରଣତଃ ଲୋଗ୍ ଫାଇଲସ୍ (log files) ଭାବରେ ଉପଯୋଗୀ ଅଟେ.
+
|ଏଗୁଡିକ ଲିନକ୍ସ ରେ ସାଧାରଣତଃ ବ୍ୟବହୃତ ଲୋଗ୍ ଫାଇଲସ୍ (log files) .
 
|-
 
|-
 
| 6:01
 
| 6:01
| ଯଦି ସେଠାରେ ଏକ ଅସୁବିଧା ଅଛି ତେବେ ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍  ( linux system administrator) ଅଧିକ ସୁଚନା ପାଇଁ  ତାହାର ସେହି ମେସିନ୍ କୁ ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଏହି ଲୋଗ୍ ଫାଇଲ ଗୁଡିକୁ (log files) କୁ ଦେଖିବ.  
+
| ସିଷ୍ଟମ କିଛି ଅସୁବିଧା ହେଲେ , ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍  (linux system administrator) ମେସିନ୍ ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଅଧିକ ସୁଚନା ପାଇଁ  ଏହିସବୁ ଲୋଗ୍ ଫାଇଲ (log files)କୁ ଦେଖିବ.  
 
|-
 
|-
 
| 6:12
 
| 6:12
| Sort କମାଣ୍ଡ୍, ଯେପରି ନାମ ପ୍ରସ୍ତାବ କରିବ କି, ଏକ ଫାଇଲ୍ ଆମ ପାଇଁ ଦୁହେଁ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ପ୍ରକାର ଅଟେ.  
+
| Sort କମାଣ୍ଡ୍, ନାମର ଅର୍ଥ ଅନୁସାରେ, ଉଭୟ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ଏକ ଫାଇଲ୍ ସର୍ଟ୍‌ କରେ .  
 
|-
 
|-
 
| 6:23
 
| 6:23
| sort numbers dot txt. ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମରେ ସଜାଇ ରଖିବ.  
+
| sort numbers dot txt . ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମ (ascending order)ରେ ସଜାଇ ରଖିବ.  
 
|-
 
|-
 
| 6:31
 
| 6:31
| ଧ୍ୟାନ ଦିଅ କିଛି  ବିଚିତ୍ର ସେଠାରେ ଅଛି, sort କରିବାକୁ ପ୍ରଥମ ଅଖ୍ୟର କୁ କେବଳ ଦେଖ, ତେଣୁ 10,11&12 ନମ୍ବର 2 ପୁର୍ବରୁ ଦେଖାଦିଏ.  
+
| ଧ୍ୟାନ ଦିଅ ସେଠାରେ କିଛି  ବିଚିତ୍ର ଅଛି , sort କେବଳ ପ୍ରଥମ ଅଖ୍ୟର କୁ ଦେଖେ , ତେଣୁ 10, 11 &12 ନମ୍ବର 2 ପୁର୍ବରୁ ଦେଖାଦିଏ .  
 
|-
 
|-
 
| 6:43
 
| 6:43
| ଏହା ଠାରୁ ରଖ୍ୟା ପାଇବା ପାଇଁ ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ.  
+
|ଏଥିରୁ ରଖ୍ୟା ପାଇବା ପାଇଁ , ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 6:53
 
| 6:53
| ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ.  
+
| ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ .
 
|-
 
|-
 
| 6:58
 
| 6:58
| number dot txt କୁ ଉଲଟା କ୍ରମରେ sort କରିବା ପାଇଁ ଅପସନ୍ hyphen r ମିଶାଅ.  
+
| number dot txt କୁ reverse order (ଓଲଟା କ୍ରମ)ରେ sort କରିବା ପାଇଁ ଅପସନ୍ hyphen r ମିଶାଅ.  
 
|-
 
|-
 
| 7:09
 
| 7:09
| ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହା ଏହି ଫାଇଲ୍ ରେ ପୁନରାବୃତି ଅଟେ, ଅସାଧାରଣ ନମ୍ବର୍ କୁ ବାହାର କରିବା ପାଇଁ hyphen u ଅନ୍ୟଏକ ଅପସନ୍ ସହିତ ମିଶାଅ
+
| ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହାର ଏହି ଫାଇଲ୍ ରେ ପୁନରାବୃତି (repeat) ହୋ‌ଇଛି , unique numbers କୁ ବାହାର କରିବା ପାଇଁ hyphen u ଅପସନ୍ ମିଶାଅ
 
|-
 
|-
 
| 7:17
 
| 7:17
| ଟର୍ମିନାଲ୍ କୁ ଯାଅ.  
+
|ଟର୍ମିନାଲ୍ କୁ ଯାଅ.
 
|-
 
|-
 
| 7:20
 
| 7:20
Line 202: Line 202:
 
|-
 
|-
 
| 7:26
 
| 7:26
|ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା. ବର୍ତମାନ କେବଳ ଗୋଟିଏ 2 ଦେଖା ଯାଇଛି.  
+
|ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା . ବର୍ତମାନ କେବଳ ଗୋଟିଏ 2 ଦେଖା ଯାଉଛି .  
 
|-
 
|-
 
| 7:38
 
| 7:38
| ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା.  
+
| ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ (column) ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା .
 
|-
 
|-
 
| 7:44
 
| 7:44
| ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଯେପରି ନିମ୍ନରେ ଦେଖାଯାଇଛି.  
+
| ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଇନ୍‌ କର ଯେପରି ନିମ୍ନରେ ଦେଖାଯାଇଛି.  
 
|-
 
|-
 
| 7:48
 
| 7:48
|Applications > Accessories > Text Editor କୁ ଯିବା.  
+
|Applications > Accessories > Text Editor କୁ ଯିବା.
 
|-
 
|-
 
| 7:57
 
| 7:57
|ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି, ଚାଲ କୋପି ଏବଂ ପେସ୍ଟ୍ CTRL+C; CTRL+V କର.  
+
|ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି , ଚାଲ value କୋପି ଏବଂ ପେସ୍ଟ୍ କର CTRL+C; CTRL+V.  
 
|-
 
|-
 
| 8:11
 
| 8:11
| ଫାଇଲ୍, marks dot txt ନାମରେ ସେଭ୍ କର, Save ରେ କ୍ଲିକ୍ କର.  
+
| ଫାଇଲ୍, marks dot txt ନାମରେ ସେଭ୍ କର, Saveରେ କ୍ଲିକ୍ କର.  
 
|-
 
|-
 
| 8:21
 
| 8:21
| ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ମାନ ନାହିଁ, ମୁଁ ଚାହେଁ ନାହିଁ ଅନ୍ୟକେହି  ମୋତେ ବ୍ୟବହାର କରି ସେମାନଂକୁ କମ୍ ନମ୍ବର୍ ଦେଉଁ.  
+
| ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ଧର ନାହିଁ ; ମୁଁ ଚାହେଁ ନି ଯେ କମ୍ ନମ୍ବର୍ ଦେବାଯୋଗୁଁ କେହି ମୋତେ ଅଭିଯୁକ୍ତ କରୁ .  
 
|-
 
|-
 
| 8:28
 
| 8:28
| ଏହି ଫାଇଲ୍ କୁ ବଂଦ କର.  
+
| ଏହି ଫାଇଲ୍ କୁ ବଂଦ କର.
 
|-
 
|-
 
| 8:33
 
| 8:33
| ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ଉପରେ sort କର.  
+
| ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ରେ sort କରିବା .  
 
|-
 
|-
 
| 8:40
 
| 8:40
| ଟର୍ମିନାଲ୍ କୁ ଯିବା.
+
| ଟର୍ମିନାଲ୍ କୁ ଯିବା.
 
|-
 
|-
 
| 8:42
 
| 8:42
|space marks dot txt space hyphen t space open inverted commas space close inverted commas space.  
+
| sort space marks dot txt space hyphen t space open inverted commas space close inverted commas space.  
 
|-
 
|-
 
| 8:53
 
| 8:53
|ଏଠାରେ hyphen t delimiter ପାଇଁ ଦଣ୍ଡାୟମାନ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) କୁ ଏହା ଦର୍ଶାଏ.  
+
|ଏଠାରେ hyphen t delimiter ପାଇଁ ପ୍ରତୀକ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଏହାକୁ ଦର୍ଶାଏ.  
 
|-
 
|-
 
| 9:02
 
| 9:02
Line 241: Line 241:
 
|-
 
|-
 
| 9:14
 
| 9:14
|ଏନ୍ଟର୍ ଦବାଅ.
+
|ଏନ୍ଟର୍ ଦବାଅ.
 
|-
 
|-
 
| 9:20
 
| 9:20
Line 247: Line 247:
 
|-
 
|-
 
| 9:24
 
| 9:24
|ଏହା ପ୍ରକୃତରେ ମୁଳ ଫାଇଲ୍ ଅଟେ, ଯଦି ଆପଣ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା ଯେବେ ଆମେ ଦିତିୟ ସ୍ତମ୍ଭ ର ର ଆଧାର ଉପରେ sort କରିଥିଲ.
+
|ଏହା ମୁଳ ଫାଇଲ୍ , ଯଦି ତୁମେ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା - ଯେବେ ଆମେ ଦିତିୟ ସ୍ତମ୍ଭ ର ଆଧାରରେ sort କଲେ .
 
|-
 
|-
 
| 9:43
 
| 9:43
|Cut କମାଣ୍ଡ୍ ଏକ ଫାଇଲ୍ ଠାରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ.  
+
|Cut କମାଣ୍ଡ୍ ଏକ ଫାଇଲ୍ ରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ .
 
|-
 
|-
 
| 9:51
 
| 9:51
|ଚାଲ marks dot txt ଠାରୁ କିଛି ନାମ ଗୁଡିକ ବାହାର କରିବା.  
+
|ଚାଲ marks dot txt ରୁ ନାମ ଗୁଡିକୁ ବାହାର କରିଦେବା.  
 
|-
 
|-
 
| 9:55
 
| 9:55
|ଚାଲ ଟର୍ମିନାଲ୍ ALT+Tab କୁ ଯିବା.  
+
|ଚାଲ ଟର୍ମିନାଲ୍ କୁ ଯିବା  ALT+Tab
 
|-
 
|-
 
| 9:58
 
| 9:58
|cut space marks dot txt space hyphen d space open inverted commas space close inverted commas space.  
+
|cut space marks dot txt space hyphen d space open inverted commas space close inverted commas space.  
 
|-
 
|-
 
|10:08
 
|10:08
|ଏଠାରେ cut କମାଣ୍ଡ୍ ରେ d ଏକ delimiter ଅଟେ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ.  
+
|ଏଠାରେ cut କମାଣ୍ଡ୍ ରେ d ଏକ delimiter ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ.  
 
|-
 
|-
 
|10:20
 
|10:20
|hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ରେ ପ୍ରେସ୍ କର.  
+
|hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ପ୍ରେସ୍ କର.  
 
|-
 
|-
 
|10:31
 
|10:31
|Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ.  
+
|Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ.
 
|-
 
|-
 
|10:36
 
|10:36
|ଚାଲ ଏବେ numbers dot txt ଏବଂ marks dot txt file ଦୁହେଁ କୁ ବ୍ୟବହାର କରିବା.   
+
|ଚାଲ ଏବେ ଉଭୟ numbers dot txt ଏବଂ marks dot txt ଫାଇଲ୍‌ କୁ ବ୍ୟବହାର କରିବା.   
 
|-
 
|-
 
|10:41
 
|10:41
| ଟର୍ମିନାଲ୍ କୁ ଯିବା.  
+
| ଟର୍ମିନାଲ୍ କୁ ଯିବା.
 
|-
 
|-
 
|10:43
 
|10:43
|numbers dot txt marks dot txt ପେସ୍ଟ୍ କର ଏବଂ ଏନ୍ଟର୍ ଦବାଅ.  
+
| Paste numbers dot txt marks dot txt , ଏନ୍ଟର୍ ଦବାଅ .  
 
|-
 
|-
 
|10:50
 
|10:50
|ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡି ଦିଆଯାଇଥିଲା.  
+
|ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡିଗଲା.  
 
|-
 
|-
 
|10:57
 
|10:57
|concatefile dot txt ନାମକ କିଛି ଅନ୍ୟ ଫାଇଲ୍ ର ଆଉଟ୍ ପୁଟ୍ କୁ ପୁନଃ ନିର୍ଦିଷ୍ଟ କରିବା ପାଇଁ redirect key ବ୍ୟବହାର କରି ପାରିବେ.  
+
|ଏହି ଆଉଟ୍ ପୁଟ୍ କୁ concatefile dot txt ନାମକ ଅନ୍ୟଏକ ଫାଇଲ୍ କୁ redirect କରିବା ପାଇଁ ଆମେ redirect key ବ୍ୟବହାର କରି ପାରିବା .  
 
|-
 
|-
 
| 11:06
 
| 11:06
|ଟର୍ମିନାଲ୍ କୁ ଯିବା.
+
|ଟର୍ମିନାଲ୍ କୁ ଯିବା.
 
|-
 
|-
 
| 11:08
 
| 11:08
| arrow ରେ ପ୍ରେସ୍ କର. redirect key ରେ ପ୍ରେସ୍ କର ଯାହା concatfile dot txt ସଂକେତ ଠାରୁ ବଡ ଅଟେ. ଏନ୍ଟର୍ ରେ ପ୍ରେସ୍ କର.  
+
| Up arrowରେ ପ୍ରେସ୍ କର . redirect key ରେ ପ୍ରେସ୍ କର, ଯାହା Greater than symbol, concatfile dot txt . ଏନ୍ଟର୍ ରେ ପ୍ରେସ୍ କର.  
 
|-
 
|-
 
| 11:18
 
| 11:18
Line 295: Line 295:
 
|-
 
|-
 
| 11:22
 
| 11:22
| ଚାଲ ଏବେ ସ୍ଲାଇଡ୍ କୁ ଯିବା.   
+
| ଚାଲ ଏବେ ସ୍ଲାଇଡ୍ କୁ ଯିବା.   
 
|-
 
|-
 
| 11:25
 
| 11:25
|ଯଦି ଆମେ ଚାହୁଁ ପେସ୍ଟ୍ ନମ୍ବର୍ ଗୁଡିକୁ କ୍ରମଅନୁସାରେ ପ୍ରିଣ୍ଟ୍ ନେବାକୁ ଯାହା ଟ୍ୟାବ୍ ସହିତ ଡିଲିମିଟ୍ କରୁଁ ଏହା ପାଇଁ ଆମେ  '''hyphen s''' ଅପସମ୍ କୁ ବ୍ୟବହାର କରିପାରିବା.  
+
|ଯଦି ଆମେ paste କୁ ନମ୍ବର୍ ଗୁଡିକୁ କ୍ରମାନୁସାରେ ଟ୍ୟାବ୍ ଦ୍ୱାରା ଡିଲିମିଟ୍ ହୋ‌ଇ ପ୍ରିଣ୍ଟ୍ କରିବାକୁ ଚାହୁଁ , ଏଥି ପାଇଁ ଆମେ  '''hyphen s''' ଅପସନ୍‌ କୁ ବ୍ୟବହାର କରିପାରିବା .  
 
|-
 
|-
 
| 11:34
 
| 11:34
| hyphen s ପେସ୍ଟ୍ କର. 
+
| Paste hyphen s  
 
|-
 
|-
 
|11:39
 
|11:39
Line 307: Line 307:
 
|-
 
|-
 
| 11:43
 
| 11:43
| ସ୍ଲାଇଡ୍ କୁ ଯିବା.
+
| ସ୍ଲାଇଡ୍ କୁ ଯାଅ .
 
|-
 
|-
 
| 11:45
 
| 11:45
| ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.  
+
| ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ .
 
|-
 
|-
 
|11:49
 
|11:49
Line 316: Line 316:
 
|-
 
|-
 
| 11:55
 
| 11:55
| ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଦର୍ଶାଇ ପାରିବା.  
+
| ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଯାଇ ପାରିବେ .  
 
|-
 
|-
 
|11:59
 
|11:59
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ
+
ଉପସ୍ଥିତି ପାଇଁ ଧନ୍ୟବାଦ
  
 
|}
 
|}

Revision as of 12:10, 23 October 2013

Time Narration
0:00 ନମସ୍କାର, ଲିନକ୍ସ ରେ ସିମ୍ପେଲ୍ ଫିଲ୍ଟର୍ ସ୍ (Simple Filters) ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:08 ଏଠାରେ ଆମେ ହେଡ୍ (head), ଟେଲ୍ (Tail), ସର୍ଟ୍ (sort), କଟ୍ (cut), ଏବଂ ପେଷ୍ଟ୍ (paste) ସମ୍ବନ୍ଧରେ ଶିଖିବା.
0:17 ଏସବୁ ହେଲା କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମେନିପୁଲେସନ୍ ଟୁଲସ୍ (command line text manipulation tools) .
0:22 ଯଦି ଆପଣ ତୁମେ ଟର୍ମିନାଲ୍ ଉପରେ ଏକ ହାଶ୍ ସିମ୍ବଲ୍ (hash (#) symbol) ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଂ ତୁମକୁ ରୁଟ୍ ହେବା ଦରକାର .
0:29 sudosu or su root, ଯଦି ତୁମେ ଟର୍ମିନାଲ୍ ଉପରେ ଏକ ଡଲାର୍ ସିମ୍ବଲ୍ ଦେଖ, ତେବେ ସେହି କମାଣ୍ଡ୍ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତୁମେ ଏକ ସାଧାରଣ ଯୁଜର୍ ହୋ‌ଇପାର .
0:38 ମୁଁ ଭାବୁଛି ଯେ ତୁମେ ଏକ ଡିଫଲ୍ଟ ଇନ୍ଷ୍ଟଲେସନ୍ (default installation) କରିଛ ଏବଂ କୌଣସି ପାଥ୍ କୁ ପରିବର୍ତ୍ତବ କରିନାହଁ ଯେଉଁଠାରେ ଫାଇଲ୍ ଗୁଡିକ ସେଭ୍ ହୋଇରହିଛି .
0:46 ମୁଁ ଏହି ଟ୍ୟୁଟୋରିଆଲ ପାଇଁ ଉବଣ୍ଟୁ 10.04 ର ବ୍ୟବହାର କରୁଛି .
0:51 ଏହି ଭାଗ ପାଇଁ ମାଉସ୍ (mouse) ତଥା କି-ବୋଅର୍ଡ଼ ର ବ୍ୟବହାର , ଏବଂ ଏକ ୱିନଡୋ ଉପରେ maximizeଏବଂ minimize ବଟନ୍ ଗୁଡିକ ବ୍ୟବହାର କରିବା ଦରକାର .
1:02 ଏକ ଫାଇଲ୍ ର ପ୍ରଥମ ଦଶ ଲାଇନକୁ default ଭାବେ ପ୍ରଦର୍ଶିତ କରିବା ପାଇଁ ଆମେ Head କମାଣ୍ଡ୍ ପରେ ଏକ ascii ଫାଇଲ୍ ନାମ ବ୍ୟବହାର କରୁଁ .
1:10 ଚାଲଏକ ଫାଇଲ୍ ତିଆରି କରିବା . ଏହାର ବ୍ୟବହାରିକ ସ୍ବରୁପ ଦେଖିବା ପାଇଁ ମୁଁ ESC (escape) key କୁ ଦବାଉଛି.
1:17 Applications > Accessories > Text Editor କୁ ଯିବା.
1:24 ସମୟର ବାଧ୍ୟତା ହେତୁ ମୁଁ ଏହି ସଂଖ୍ୟା ଗୁଡିକ ଅନ୍ୟ ଏକ ଫାଇଲ୍ ରେ ଆଗରୁ ରଖିଛି .
1:30 ମୁଁ copy ଏବଂ paste କରୁଛି .
1:38 ଫାଇଲ୍ ଉପରେ ହିଟ୍ କର ଏବଂ ସେଭ୍ କର.
1:41 ଫାଇଲ୍ କୁ numbers dot txt ନାମ ଦିଅ ଏବଂ ସେଭ୍ ଉପରେ ହିଟ୍ କର.
1:48 ଏହି ଫାଇଲ୍ କୁ ବଂଦ କର.
1:53 ବର୍ତମାନ Applications > Accessories > Terminal କୁ ଯିବା.
2:01 ଏବେ ଆମେ ତିଆରି କରିଥିବା ଫାଇଲ୍ କୁ ଦେଖିବାକୁ ଚେଷ୍ଟା କରିବା .
2:05 Is ଟାଇପ୍ କର ଏବଂ ଏନ୍ଟର୍ ଉପରେ ହିଟ୍ କର.
2:09 ଆମେ ଏଠାରେ ଆମର ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ସବୁ ଫୋଲଡର୍ ଏବଂ ଫାଇଲ୍ କୁ ଲିଷ୍ଟ୍‌ କରିଛେ .
2:15 ବର୍ତମାନ ଆମେ cat କମାଣ୍ଡ୍ ବ୍ୟବହାର କରି ଆମେ ତିଆରି କରିଥିବା ଫାଇଲ୍ ର କନ୍ଟେଟସ୍‌ ପଢ଼ିପାରିବା .
2:21 Cat num, ଫାଇଲ୍ ନାମ କୁ autofill କରିବା ପାଇଁ tab (ଟେବ୍) ଦବାଅ . ଏନ୍ଟର୍ ଦବାଅ .
2:29 ଚାଲ, head କମାଣ୍ଡ୍ ସହିତ ତାହା କରିବା .
2:33 Head numbers dot txt ଏନ୍ଟର୍ କର.
2:39 ବର୍ତମାନ ପ୍ରଥମ ଦଶଟି ଲାଇନସ୍ ପ୍ରଦଶ୍ରୀତ ଅଟେ .
2:43 ଯଦି ଆମେ ପ୍ରଥମ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ head କମାଣ୍ଡ୍ ଏବଂ ଫାଇଲ୍ ମଧ୍ୟରେ hyphen n5 ଅପସନ୍ ବ୍ୟବହାର କର.
2:52 Up arrow, hyphen n5 ଦବାଅ ଏବଂ ଏନ୍ଟର୍ ଦବାଅ.
2:58 ବର୍ତମାନ କେବଳ ପ୍ରଥମ ପାଂଚଟି ଲାଇନସ୍ ପ୍ରଦଶ୍ରୀତ ହେବ .
3:02 ପ୍ରେଜେଣ୍ଟ ଟେସନ୍ (presentation) କୁ ଫେରିଯିବା .
3:08 F5.
3:14 tail କମାଣ୍ଡ୍ head କମାଣ୍ଡ୍ ର ଠିକ୍ ବିପରିତ ଭାବରେ କାମକରେ , ଏହା default (ସ୍ବତଃସ୍ପୃତ) ଭାବରେ ଏକ ଫାଇଲ୍ ର ଶେଷ ଦଶଟି ଲାଇନ ପ୍ରଦଶ୍ରୀତ କରେ .
3:22 ଟର୍ମିନାଲ୍ କୁ ଫେରିବା ପାଇଁ ମୁଁ ALT ଏବଂ Tab ଉପରେ ପ୍ରେସ୍ କରୁଛି.
3:27 tail numbers dot txt
3:31 ଯଦି ଆମେ କେବଳ ଶେଷ ପାଂଚଟି ଲାଇନସ୍ ଦେଖିବାକୁ ଚାହୁଁ , ତେବେ tail କମାଣ୍ଡ୍ ଏବଂ ଫାଇଲ୍ ନାମ ମଧ୍ୟରେ hyphen n5 ଅପସନ୍ ର ବ୍ୟବହାର କର .
3:40 hyphen n5 ଏନ୍ଟର୍ କର.
3:45 ସ୍ଲାଇଡ୍ ଗୁଡିକୁ ଯିବା.
3:50 ଏକ log fileସିଷ୍ଟମ ରେ ହୋଇଥିବା eventଗୁଡିକୁ ରଖି ଥାଏ .
3:55 Auth dot log ଫାଇଲ୍, କିଏ କିଏ ଲୋଗ୍-ଇନ୍ ଏବଂ ଲୋଗ୍-ଆଉଟ୍ ହୋଇଥାନ୍ତି, ତା’ର ଲୋଗ୍ maintain କରେ .
4:01 ଏକ ଲୋଗ୍ ଫାଇଲ୍ ର tail କୁ ଅନୁସରଣ କରିବାକୁ hyphen f ଅପସନ୍ ର ବ୍ୟବହାର ହେଉଛି tail କମାଣ୍ଡ୍ ର ସବୁଠାରୁ ଉପଯୋଗୀ ଅପସନ୍ .
4:09 ଯଦି ଲୋଗ୍ ଫାଇଲ୍ ସହିତ ଏକ ନୁଆ ଲାଇନ୍ ଯୋଡ଼ା ଯାଏ , tail କମାଣ୍ଡ୍ ତାହାକୁ ଶେଷ ଲାଇନ୍ ଭାବେ ନେବ ଏବଂ by default (ସ୍ବାଭାବିକ ଭାବରେ) ଏହାର ଉପର ଦଶ ଲାଇନସ୍ କୁ ପ୍ରଦଶ୍ରୀତ କରିବ.
4:18 ଟର୍ମିନାଲ୍ କୁ ଯିବା .
4:21 tail hyphen f forward slash var log auth dot log
4:31 ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର.
4:39 ଚାଲ ଏବେ ଅନ୍ୟଏକ ଟର୍ମିନାଲ୍ ଖୋଲିବା , Application -> Accessories -> Terminal.
4:46 ଏବେ ଏହି ଟର୍ମିନାଲ୍ ର ଆକାରକୁ ପରିବର୍ତନ କର .
4:52 ଫଳରେ, ମୁଁ ତୁମକୁ ଏକ single screen ରେ ଦେଖାଇବି ଯେ କିପରି tail ଏକ ଲୋଗ୍ ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ.
5:00 Su କୁ ତୁମ ନିଜ ଭଳି ଚେଷ୍ଟା କର, ଏନ୍ଟର୍ ଦବାଅ.
5:05 କିଛି ଭୁଲ୍ password ଦିଅ ଏବଂ ଏନ୍ଟର୍ ଦବାଅ.
5:08 ତୁମେ ଦେଖିବ ଯେ ଟର୍ମିନାଲ୍ , ଯାହା ଉପରେ ଯେଉଁ tail ଚାଲୁଛି, ତାହା ଏକ ନୁଆ ଲୋଗ୍ ସାହିତ ଯୋଡି ହୋଇଯାଇଛି .
5:15 କେତେବେଳେ authentication failure ଦେଖା ଦେଇଥିଲା, ତାରିଖ ଏବଂ ସମୟ ତାହା ନିର୍ଦିଷ୍ଟ କରେ .
5:23 ସିଷ୍ଟମ‌ ର ତାରିଖ ଏବଂ ସମୟ କୁ ଯାଂଚ କରିବା ପାଇଁ date ଟାଇପ୍ କର, ଏନ୍ଟର୍ ଦବାଅ .
5:32 ଏହି ଟର୍ମିନାଲ୍ କୁ ବଂଦ କରିବା ପାଇଁ Exit ଟାଇପ୍ କର .
5:36 ରନିଂଗ୍ ଟେଲ୍ କମାଣ୍ଡ୍ କୁ ବଂଦ କରିବା ପାଇଁ ଏବଂ ସ୍କ୍ରିନ୍ କୁ ସର୍ବାଧିକ ବଡ କରିବା ପାଇଁ CTRL+C ଦବାଅ.
5:51 ଆମେ ପୁର୍ବ ଉଦାହରଣ ରେ କେବଳ auth dot log file ଦେଖିଛେ.
5:57 ଏଗୁଡିକ ଲିନକ୍ସ ରେ ସାଧାରଣତଃ ବ୍ୟବହୃତ ଲୋଗ୍ ଫାଇଲସ୍ (log files) .
6:01 ସିଷ୍ଟମ କିଛି ଅସୁବିଧା ହେଲେ , ଲିନକ୍ସ ସିଷ୍ଟମ ଏଡମିନ୍ ସ୍ଟ୍ରେଟର୍ (linux system administrator) ମେସିନ୍ ର ଟ୍ରବୁଲ୍ ସୁଟ୍ (troubleshoot) କରିବାକୁ ଅଧିକ ସୁଚନା ପାଇଁ ଏହିସବୁ ଲୋଗ୍ ଫାଇଲ (log files)କୁ ଦେଖିବ.
6:12 Sort କମାଣ୍ଡ୍, ନାମର ଅର୍ଥ ଅନୁସାରେ, ଉଭୟ ଉର୍ଦ୍ଧଗାମୀ ଏବଂ ନିମ୍ନଗାମୀ କ୍ରମରେ ଏକ ଫାଇଲ୍ ସର୍ଟ୍‌ କରେ .
6:23 sort numbers dot txt . ଏହା ଆମର ସଂଖ୍ୟା ଗୁଡିକୁ dot txt file ରେ ଉର୍ଦ୍ଧଗାମୀ କ୍ରମ (ascending order)ରେ ସଜାଇ ରଖିବ.
6:31 ଧ୍ୟାନ ଦିଅ ସେଠାରେ କିଛି ବିଚିତ୍ର ଅଛି , sort କେବଳ ପ୍ରଥମ ଅଖ୍ୟର କୁ ଦେଖେ , ତେଣୁ 10, 11 &12 ନମ୍ବର 2 ପୁର୍ବରୁ ଦେଖାଦିଏ .
6:43 ଏଥିରୁ ରଖ୍ୟା ପାଇବା ପାଇଁ , ଅପସନ୍ hyphen n କୁ ମିଶାଅ ଏବଂ ଏନ୍ଟର୍ ଦବାଅ.
6:53 ବର୍ତମାନ sort ପୁରା ନମ୍ବର କୁ ଦେଖେ ତାହାକୁ sort କରିବା ପାଇଁ .
6:58 number dot txt କୁ reverse order (ଓଲଟା କ୍ରମ)ରେ sort କରିବା ପାଇଁ ଅପସନ୍ hyphen r ମିଶାଅ.
7:09 ଆମ ପାଖରେ ନମ୍ବର୍ ଗୁଡିକ ଅଛି ଯାହାର ଏହି ଫାଇଲ୍ ରେ ପୁନରାବୃତି (repeat) ହୋ‌ଇଛି , unique numbers କୁ ବାହାର କରିବା ପାଇଁ hyphen u ଅପସନ୍ ମିଶାଅ
7:17 ଟର୍ମିନାଲ୍ କୁ ଯାଅ.
7:20 ଅପ୍ ଏରୋ (Up Arrow)
7:22 U ଏନ୍ଟର୍ କର
7:26 ପୁର୍ବରୁ ଦୁଇଟି 2 ଦେଖାଦେଇଥିଲା . ବର୍ତମାନ କେବଳ ଗୋଟିଏ 2 ଦେଖା ଯାଉଛି .
7:38 ବର୍ତମାନ ଅମେ ଦେଖିବା କିପରି ନିର୍ଦିଷ୍ଟ ସ୍ତମ୍ଭ (column) ର ଆଧାର ଉପରେ ଏକ ଫାଇଲ୍ sort କରିପାରିବା .
7:44 ଚାଲ ଏକ ଫାଇଲ୍ ତିଆରି କର ଏବଂ ଏଥିରେ key ଇନ୍‌ କର ଯେପରି ନିମ୍ନରେ ଦେଖାଯାଇଛି.
7:48 Applications > Accessories > Text Editor କୁ ଯିବା.
7:57 ସମୟର ବାଧ୍ୟତା ହେତୁ ମୋ ପାଖରେ ଆଗରୁ ଅନ୍ୟଏକ ଫାଇଲ୍ ରେ ଡାଟା ଅଛି , ଚାଲ value କୋପି ଏବଂ ପେସ୍ଟ୍ କର CTRL+C; CTRL+V.
8:11 ଫାଇଲ୍, marks dot txt ନାମରେ ସେଭ୍ କର, Saveରେ କ୍ଲିକ୍ କର.
8:21 ଏହି ଫାଇଲ୍ ର ବିଶେଷ ଅଖ୍ୟର ଗୁଡିକୁ ଧର ନାହିଁ ; ମୁଁ ଚାହେଁ ନି ଯେ କମ୍ ନମ୍ବର୍ ଦେବାଯୋଗୁଁ କେହି ମୋତେ ଅଭିଯୁକ୍ତ କରୁ .
8:28 ଏହି ଫାଇଲ୍ କୁ ବଂଦ କର.
8:33 ଚାଲ marks dot txt file କୁ ଦିତିୟ ସ୍ତମ୍ଭ ର ଆଧାର ରେ sort କରିବା .
8:40 ଟର୍ମିନାଲ୍ କୁ ଯିବା.
8:42 sort space marks dot txt space hyphen t space open inverted commas space close inverted commas space.
8:53 ଏଠାରେ hyphen t delimiter ପାଇଁ ପ୍ରତୀକ ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଏହାକୁ ଦର୍ଶାଏ.
9:02 hyphen k2, ଦିତିୟ ସ୍ତମ୍ଭ ପାଇଁ ଯେଉଁଥିରେ sort ପ୍ରଦଶ୍ରୀତ ହେବା ଉଚିତ୍.
9:14 ଏନ୍ଟର୍ ଦବାଅ.
9:20 Cat marks dot txt
9:24 ଏହା ମୁଳ ଫାଇଲ୍ , ଯଦି ତୁମେ ଦେଖ କି Avir ଉପରକୁ ଚାଲିଗଲା ଏବଂ Bala ତଳକୁ ଆସିଗଲା - ଯେବେ ଆମେ ଦିତିୟ ସ୍ତମ୍ଭ ର ଆଧାରରେ sort କଲେ .
9:43 Cut କମାଣ୍ଡ୍ ଏକ ଫାଇଲ୍ ରୁ କେବଳ ନିର୍ଦିଷ୍ଟ ସୁଚନା କାଟିବା ପାଇଁ ବ୍ୟବହାର ହୋଇଥାଏ .
9:51 ଚାଲ marks dot txt ରୁ ନାମ ଗୁଡିକୁ ବାହାର କରିଦେବା.
9:55 ଚାଲ ଟର୍ମିନାଲ୍ କୁ ଯିବା ALT+Tab
9:58 cut space marks dot txt space hyphen d space open inverted commas space close inverted commas space.
10:08 ଏଠାରେ cut କମାଣ୍ଡ୍ ରେ d ଏକ delimiter ଏବଂ ଉଦୃତ ଚିହ୍ନ ମଧ୍ୟରେ ସ୍ଥାନ (space) ଡିଲିମିଟର୍ କୁ ଦର୍ଶାଏ.
10:20 hyphen f2 ଦିତିୟ ସ୍ତମ୍ଭ ପାଇଁ. ଏନ୍ଟର୍ ପ୍ରେସ୍ କର.
10:31 Paste କମାଣ୍ଡ୍ ଫାଇଲ୍ ଗୁଡିକର ସମରୁପୀ ପରବର୍ତୀ ଲାଇନ୍ ଗୁଡିକୁ ମିଶାଇବ.
10:36 ଚାଲ ଏବେ ଉଭୟ numbers dot txt ଏବଂ marks dot txt ଫାଇଲ୍‌ କୁ ବ୍ୟବହାର କରିବା.
10:41 ଟର୍ମିନାଲ୍ କୁ ଯିବା.
10:43 Paste numbers dot txt marks dot txt , ଏନ୍ଟର୍ ଦବାଅ .
10:50 ବର୍ତମାନ marks dot txt ର ପ୍ରଥମ ଲାଇନ୍, numbers dot txt ର ପ୍ରଥମ ଲାଇନ୍ କୁ ଯୋଡିଗଲା.
10:57 ଏହି ଆଉଟ୍ ପୁଟ୍ କୁ concatefile dot txt ନାମକ ଅନ୍ୟଏକ ଫାଇଲ୍ କୁ redirect କରିବା ପାଇଁ ଆମେ redirect key ବ୍ୟବହାର କରି ପାରିବା .
11:06 ଟର୍ମିନାଲ୍ କୁ ଯିବା.
11:08 Up arrowରେ ପ୍ରେସ୍ କର . redirect key ରେ ପ୍ରେସ୍ କର, ଯାହା Greater than symbol, concatfile dot txt . ଏନ୍ଟର୍ ରେ ପ୍ରେସ୍ କର.
11:18 Cat concatfile dot txt
11:22 ଚାଲ ଏବେ ସ୍ଲାଇଡ୍ କୁ ଯିବା.
11:25 ଯଦି ଆମେ paste କୁ ନମ୍ବର୍ ଗୁଡିକୁ କ୍ରମାନୁସାରେ ଟ୍ୟାବ୍ ଦ୍ୱାରା ଡିଲିମିଟ୍ ହୋ‌ଇ ପ୍ରିଣ୍ଟ୍ କରିବାକୁ ଚାହୁଁ , ଏଥି ପାଇଁ ଆମେ hyphen s ଅପସନ୍‌ କୁ ବ୍ୟବହାର କରିପାରିବା .
11:34 Paste hyphen s
11:39 numbers dot txt.
11:43 ସ୍ଲାଇଡ୍ କୁ ଯାଅ .
11:45 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ .
11:49 ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
11:55 ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ଆପଣ ନିମ୍ନରେ ଥିବା ଲିଂକ୍ କୁ ଯାଇ ପାରିବେ .
11:59 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ

Contributors and Content Editors

Devraj, Manoranjan, PoojaMoolya, Pradeep