Difference between revisions of "Linux/C2/Working-with-Regular-Files/Oriya"
From Script | Spoken-Tutorial
Manoranjan (Talk | contribs) (Created page with '{| border=1 !Visual Cue !Narration |- | 0:00 |ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁ…') |
|||
Line 4: | Line 4: | ||
|- | |- | ||
| 0:00 | | 0:00 | ||
− | |ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ. | + | |ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
|- | |- | ||
| 0:07 | | 0:07 | ||
− | |ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ | + | |ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି . |
|- | |- | ||
| 0:13 | | 0:13 | ||
− | |ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) | + | |ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ . |
|- | |- | ||
| 0:25 | | 0:25 | ||
− | |ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା | + | |ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ . |
|- | |- | ||
| 0:31 | | 0:31 | ||
− | |ଆମେ ପୁର୍ବ ରୁ ଅନ୍ୟ | + | |ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍ କୁ ଯାଅ. |
|- | |- | ||
| 0:46 | | 0:46 | ||
− | |ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ. ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି. | + | |ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି. |
|- | |- | ||
| 0:55 | | 0:55 | ||
− | |ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ. | + | |ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ . |
|- | |- | ||
| 1:00 | | 1:00 | ||
− | |ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space | + | |ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST . |
|- | |- | ||
| 1:15 | | 1:15 | ||
− | |ଏକ ସମୟରେ ବହୁତ ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ | + | |ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ . |
|- | |- | ||
| 1:34 | | 1:34 | ||
− | |ଚାଲ ଏକ ଉଦାହରଣ ଦେଖିବା, ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା. | + | |ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା. |
|- | |- | ||
| 1:42 | | 1:42 | ||
− | |ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି. | + | |ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି . |
|- | |- | ||
| 1:49 | | 1:49 | ||
− | |test1 ରେ କଣ ଅଛି ଦେଖିବା ପାଇଁ | + | |test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
| 2:00 | | 2:00 | ||
− | |test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା. | + | |test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା. |
|- | |- | ||
| 2:22 | | 2:22 | ||
− | |ବର୍ତମାନ ଫାଇଲ୍ କୋପି ହୋଇଯାଇଛି. | + | |ବର୍ତମାନ ଫାଇଲ୍ କୋପି ହୋଇଯାଇଛି. |
|- | |- | ||
| 2:25 | | 2:25 | ||
Line 49: | Line 49: | ||
|- | |- | ||
| 2:35 | | 2:35 | ||
− | |ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ | + | |ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 2:52 | | 2:52 | ||
− | |ଆପଣ ଫାଇଲ୍ | + | |ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 3:31 | | 3:31 | ||
− | |ଏହା | + | |ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ . |
|- | |- | ||
| 3:51 | | 3:51 | ||
− | | | + | | ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ |
|- | |- | ||
| 4:13 | | 4:13 | ||
− | |ଆମେ ଉପରକୁ scroll କରୁଁ ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି. | + | |ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି. |
|- | |- | ||
| 4:19 | | 4:19 | ||
− | |ଆଗକୁ ଯିବା | + | |ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା . |
|- | |- | ||
| 4:25 | | 4:25 | ||
− | |ଯଦି | + | |ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର . |
|- | |- | ||
| 4:35 | | 4:35 | ||
− | |$ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | + | |$ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 5:03 | | 5:03 | ||
− | |ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ | + | |ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍ କୋପି କରିବ. |
|- | |- | ||
| 5:20 | | 5:20 | ||
− | |demo1 କୁ ଦେଖିବା | + | | ପୁର୍ବ ଭଳି demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 5:33 | | 5:33 | ||
Line 82: | Line 82: | ||
|- | |- | ||
| 5:40 | | 5:40 | ||
− | |ଆଉଥରେ ଆଗକୁ ଯିବା ପୁର୍ବରୁ | + | |ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା . |
|- | |- | ||
| 5:48 | | 5:48 | ||
− | |ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, | + | |ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ହେଉଛି ଯେତେବେଳେ ଆମେ multiple ଫାଇଲ୍ କୋପି କରିବାକୁ ଚାହୁଁ. |
|- | |- | ||
| 5:56 | | 5:56 | ||
− | |ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି. | + | |ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି . |
|- | |- | ||
| 6:04 | | 6:04 | ||
− | |ବର୍ତମାନ | + | |ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
| 6:27 | | 6:27 | ||
− | |ଏହା ସେମାନକଂର | + | |ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍ test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ . |
|- | |- | ||
| 6:41 | | 6:41 | ||
− | |ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି. ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. | + | |ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
|- | |- | ||
| 7:03 | | 7:03 | ||
− | |ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ | + | |ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି. |
|- | |- | ||
| 7:10 | | 7:10 | ||
− | | | + | | cp ସହିତ ବହୁତ ଅପସନ୍ସ (options) ଅଛି . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା. |
|- | |- | ||
| 7:18 | | 7:18 | ||
− | |ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା. | + | |ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା. |
|- | |- | ||
| 7:23 | | 7:23 | ||
− | |ଅପସନ୍ସ (options) ମଧ୍ୟରୁ -R (capital R) | + | |ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure ର recursive copy କରିଥାଏ . |
|- | |- | ||
| 7:33 | | 7:33 | ||
− | |ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା. | + | |ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା . |
|- | |- | ||
| 7:38 | | 7:38 | ||
− | |ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା | + | |ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା . |
|- | |- | ||
| 7:48 | | 7:48 | ||
− | |ଏଥିପାଇଁ ଆମେ | + | |ଏଥିପାଇଁ ଆମେ cptestdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
|- | |- | ||
| 8:02 | | 8:02 | ||
− | |ଯେପରି ଆପଣ output ମେସେଜ୍ (message) | + | |ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ. |
|- | |- | ||
| 8:06 | | 8:06 | ||
− | | | + | |ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ |
|- | |- | ||
| 8:14 | | 8:14 | ||
− | |କିନ୍ତୁ -R ଅପସନ୍ | + | |କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା . |
|- | |- | ||
| 8:19 | | 8:19 | ||
− | |ବର୍ତମାନ | + | |ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 8:36 | | 8:36 | ||
− | |ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ | + | |ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ, |
+ | ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. | ||
|- | |- | ||
| 8:47 | | 8:47 | ||
− | |ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ. | + | |ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର . |
|- | |- | ||
| 8:57 | | 8:57 | ||
Line 142: | Line 143: | ||
|- | |- | ||
| 9:08 | | 9:08 | ||
− | |ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର | + | |ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ. |
|- | |- | ||
| 9:13 | | 9:13 | ||
− | |ବର୍ତମାନ ଆମେ | + | |ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା . |
|- | |- | ||
| 9:16 | | 9:16 | ||
− | |ଆମେ ଦେଖିଛେ, ଯଦି ଏକ ଫାଇଲ୍ ଅନ୍ୟ ଫାଇଲ୍ କୁ କୋପି | + | |ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋଇଯିବ |
|- | |- | ||
| 9:25 | | 9:25 | ||
− | |ଏବେ କଣ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ | + | |ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ . |
|- | |- | ||
| 9:30 | | 9:30 | ||
− | |ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି. | + | |ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି . |
|- | |- | ||
| 9:36 | | 9:36 | ||
− | |ଏହା ପ୍ରତେକ | + | |ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ. |
|- | |- | ||
| 9:41 | | 9:41 | ||
− | |ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି | + | |ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ . |
|- | |- | ||
| 9:54 | | 9:54 | ||
− | |ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ. | + | |ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ . |
|- | |- | ||
| 9:59 | | 9:59 | ||
− | |ଏହା | + | |ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋଇଥାଏ ? . |
|- | |- | ||
| 10:04 | | 10:04 | ||
− | |ଏହାର ଦୁଇଟି ମୁଖ୍ୟ | + | |ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି . |
|- | |- | ||
| 10:07 | | 10:07 | ||
− | |ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର ପୁର୍ନବାର ନାମ ଦେବା ପାଇଁ ବ୍ୟବହାର କରାଯାଇ ଥାଏ. | + | |ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ. |
|- | |- | ||
| 10:11 | | 10:11 | ||
− | |ଏହା ଫାଇଲସ୍ ର ଏକ ସମୁହ କୁ ଏକ | + | |ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ . |
|- | |- | ||
| 10:17 | | 10:17 | ||
− | |mv , cp ସହିତ ସମାନ | + | |mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ ଦେଖିବା mv କିପରି ବ୍ୟବହାର କରିପାରିବା. |
|- | |- | ||
| 10:29 | | 10:29 | ||
Line 184: | Line 185: | ||
|- | |- | ||
| 10:43 | | 10:43 | ||
− | |ଏହା test1 ନାମକ ଏକ ଫାଇଲ୍ କୁ | + | |ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ |
|- | |- | ||
| 10:52 | | 10:52 | ||
− | |ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ | + | |ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ. |
|- | |- | ||
| 11:00 | | 11:00 | ||
− | | ଯଦି ଆମେ ଫାଇଲ୍ କୁ | + | | ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ . |
|- | |- | ||
| 11:05 | | 11:05 | ||
Line 196: | Line 197: | ||
|- | |- | ||
| 11:10 | | 11:10 | ||
− | | | + | |ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ. |
|- | |- | ||
| 11:20 | | 11:20 | ||
− | |ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. | + | |ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
|- | |- | ||
| 11:32 | | 11:32 | ||
− | |ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି ଯାହା ପଚାରେ କଣ test2 ଅଧିକ | + | |ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2 ଅଧିକ overwritten ହେବା ଉଚିତ କିମ୍ବା ନୁହେଁ. |
|- | |- | ||
| 11:41 | | 11:41 | ||
− | |ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ପ୍ରକୃତରେ | + | |ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ. |
|- | |- | ||
| 11:49 | | 11:49 | ||
− | |cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି | + | |cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ. |
|- | |- | ||
| 11:58 | | 11:58 | ||
− | |ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା | + | |ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା . |
|- | |- | ||
| 12:03 | | 12:03 | ||
Line 223: | Line 224: | ||
|- | |- | ||
| 12:36 | | 12:36 | ||
− | |ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ. | + | |ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ. |
|- | |- | ||
| 12:46 | | 12:46 | ||
− | |ଆମେ | + | |ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ. |
|- | |- | ||
| 13:14 | | 13:14 | ||
− | |ସେମାନଂକୁ ଦେଖିବା ପାଇଁ | + | |ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 13:20 | | 13:20 | ||
Line 235: | Line 236: | ||
|- | |- | ||
| 13:27 | | 13:27 | ||
− | |ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ. ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା. | + | |ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା . |
|- | |- | ||
| 13:37 | | 13:37 | ||
− | |mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି. ଏହା ପ୍ରତେକ ଫାଇଲ୍ କୁ | + | |mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା. |
|- | |- | ||
| 13:48 | | 13:48 | ||
− | |-i ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ | + | |'''-i''' ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ. |
|- | |- | ||
| 13:58 | | 13:58 | ||
− | |ପରବର୍ତୀ କମାଣ୍ଡ | + | |ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ . |
|- | |- | ||
| 14:06 | | 14:06 | ||
− | |ଟର୍ମିନାଲ୍ କୁ | + | |ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର. |
|- | |- | ||
| 14:15 | | 14:15 | ||
− | |ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା. | + | |ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ. |
|- | |- | ||
| 14:23 | | 14:23 | ||
− | | | + | |ଏଥିପାଇଁ $ rmtestdir/faq.txt ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
| 14:37 | | 14:37 | ||
− | |ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory | + | |ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ . |
|- | |- | ||
| 14:46 | | 14:46 | ||
− | |ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ | + | |ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
|- | |- | ||
| 15:00 | | 15:00 | ||
− | |ଆମେ ଏବେ ଫାଇଲ୍ faq.txt ଦେଖି | + | |ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ . |
|- | |- | ||
| 15:05 | | 15:05 | ||
− | |ଆମେ | + | |ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା . |
|- | |- | ||
| 15:10 | | 15:10 | ||
− | |testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ. | + | |testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ . |
|- | |- | ||
| 15:17 | | 15:17 | ||
− | |ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ. | + | |ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ . |
|- | |- | ||
| 15:23 | | 15:23 | ||
− | | | + | |ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା . |
|- | |- | ||
| 15:45 | | 15:45 | ||
− | |ଏହା | + | |ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ . |
|- | |- | ||
| 15:53 | | 15:53 | ||
− | |ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ | + | |ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ. |
|- | |- | ||
| 16:07 | | 16:07 | ||
Line 286: | Line 287: | ||
|- | |- | ||
| 16:14 | | 16:14 | ||
− | |ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା. | + | |ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା. |
|- | |- | ||
| 16:18 | | 16:18 | ||
− | |ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ. | + | |ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ . |
|- | |- | ||
| 16:20 | | 16:20 | ||
− | |ଆମେ ଏକ | + | |ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ଫାଇଲ୍ ର ନାମ ଲେଖିବା . |
|- | |- | ||
| 16:27 | | 16:27 | ||
− | | | + | | multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ. |
|- | |- | ||
| 16:34 | | 16:34 | ||
− | |ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ | + | |ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା . |
|- | |- | ||
| 16:40 | | 16:40 | ||
− | |ବେଳେ ବେଳେ ଫାଇଲ୍ | + | |ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ. |
+ | |||
|- | |- | ||
| 16:57 | | 16:57 | ||
− | |ଅନ୍ୟ ସାମାନ୍ୟ ଅପସନ୍ -r option | + | |ଅନ୍ୟ ସାମାନ୍ୟ ଅପସନ୍ ହେଉଛି -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ . |
|- | |- | ||
| 17:07 | | 17:07 | ||
− | |ଚାଲ ଟର୍ମିନାଲ୍ କୁ ଫେରିବା. | + | |ଚାଲ ଟର୍ମିନାଲ୍ କୁ ଫେରିବା . |
|- | |- | ||
| 17:12 | | 17:12 | ||
− | |ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ | + | |ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି . |
|- | |- | ||
| 17:21 | | 17:21 | ||
− | |କିନ୍ତୁ rmdir କମାଣ୍ଡ | + | |କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ . |
|- | |- | ||
| 17:27 | | 17:27 | ||
− | |ଯଦି ଆମେ ଏକ | + | |ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା . |
|- | |- | ||
| 17:35 | | 17:35 | ||
− | |ଚାଲ ଏହା କରିବା ପାଇଁ rm କମାଣ୍ଡ୍ | + | |ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା . |
|- | |- | ||
| 17:38 | | 17:38 | ||
− | |ଚାଲ ଆମେ | + | |ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା . |
|- | |- | ||
| 17:47 | | 17:47 | ||
− | | ଆଉଟ୍ ପୁଟ୍ ମେସେଜ୍(output message) | + | | ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ. |
|- | |- | ||
| 17:55 | | 17:55 | ||
− | |କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା. | + | |କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା . |
|- | |- | ||
| 18:03 | | 18:03 | ||
− | |- | + | | rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ. |
|- | |- | ||
| 18:16 | | 18:16 | ||
− | |ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି. | + | |ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି . |
|- | |- | ||
| 18:22 | | 18:22 | ||
− | |ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ | + | |ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା . |
|- | |- | ||
| 18:27 | | 18:27 | ||
Line 343: | Line 345: | ||
|- | |- | ||
| 18:29 | | 18:29 | ||
− | |ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ | + | |ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା . |
|- | |- | ||
| 18:37 | | 18:37 | ||
− | |ମଧ୍ୟ ଦେଖିବାକୁ ଚାହିଁ | + | |ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି . |
|- | |- | ||
| 18:44 | | 18:44 | ||
| | | | ||
− | + | ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା . | |
|- | |- | ||
| 18:49 | | 18:49 | ||
− | |ଏହା ଦୁଇଟି ଫାଇଲ୍ କୁ byte | + | |ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ . |
|- | |- | ||
| 18:54 | | 18:54 | ||
− | |file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 | + | |file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା . |
|- | |- | ||
| 19:03 | | 19:03 | ||
− | |ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ. | + | |ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ . |
|- | |- | ||
| 19:11 | | 19:11 | ||
− | |କେବଳ ପ୍ରମପ୍ଟ୍ ମୁଦ୍ରିତ | + | |କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ . |
|- | |- | ||
| 19:14 | | 19:14 | ||
− | |ଯଦି | + | |ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ର ସ୍ଥାନ ମୁଦ୍ରିତ ହେବ . |
|- | |- | ||
| 19:25 | | 19:25 | ||
− | |ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ. ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି. | + | |ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି . |
|- | |- | ||
| 19:35 | | 19:35 | ||
− | |ଚାଲ ଦେଖିବା, ସେମାନେ କଣ ଧାରଣ କରନ୍ତି. | + | |ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି . |
|- | |- | ||
| 19:38 | | 19:38 | ||
− | |cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ | + | |cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ . |
|- | |- | ||
| 19:50 | | 19:50 | ||
− | |ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ | + | |ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
|- | |- | ||
| 20:00 | | 20:00 | ||
− | |ଏଥିରେ “This is a Unix file to test the cmp command" | + | |ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ. |
|- | |- | ||
| 20:06 | | 20:06 | ||
− | |ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା. | + | |ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା . |
|- | |- | ||
| 20:11 | | 20:11 | ||
− | |ଆମେ cmp sample1 sample2 ଲେଖିବା | + | |ଆମେ cmp sample1 sample2 ଲେଖିବା ଓ ଏନ୍ଟର୍ ଦବାଇବା . |
|- | |- | ||
| 20:23 | | 20:23 | ||
− | |ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି. | + | |ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି . |
|- | |- | ||
| 20:32 | | 20:32 | ||
− | |ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା. | + | |ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା . |
|- | |- | ||
| 20:38 | | 20:38 | ||
− | |ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ. | + | |ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ . |
|- | |- | ||
| 20:43 | | 20:43 | ||
− | |ଏହି କମାଣ୍ଡ୍ | + | |ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ ବ୍ୟବହାର କରଯାଇଥାଏ. |
|- | |- | ||
| 20:50 | | 20:50 | ||
− | |ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି. | + | |ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି . |
|- | |- | ||
| 20:56 | | 20:56 | ||
− | |ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. | + | |ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା . |
|- | |- | ||
| 21:05 | | 21:05 | ||
− | |ଏହା sample3 ର ବିଷୟ ବସ୍ତୁ ଅଟେ. | + | |ଏହା sample3 ର ବିଷୟ ବସ୍ତୁ ଅଟେ . |
|- | |- | ||
| 21:10 | | 21:10 | ||
− | |ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା. | + | |ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା . |
|- | |- | ||
| 21:14 | | 21:14 | ||
− | | | + | |ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା . |
|- | |- | ||
| 21:25 | | 21:25 | ||
− | |କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 | + | |କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି . |
|- | |- | ||
| 21:38 | | 21:38 | ||
− | |ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ. | + | |ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ . |
|- | |- | ||
| 21:43 | | 21:43 | ||
− | | | + | |ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ର ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି . |
|- | |- | ||
| 21:51 | | 21:51 | ||
− | |ମୁଁ ଆପନଂକୁ man command | + | |ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋତ୍ସାହିତ (encourage) କରୁଛି . |
|- | |- | ||
| 22:00 | | 22:00 | ||
− | |ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ. | + | |ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
|- | |- | ||
| 22:04 | | 22:04 | ||
− | | ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ | + | | ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ . |
|- | |- | ||
| 22:17 | | 22:17 | ||
Line 438: | Line 440: | ||
| 22:34 | | 22:34 | ||
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । | |ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । | ||
− | + | ଉପସ୍ଥିତି ପାଇଁ ଧନ୍ୟବାଦ. |
Revision as of 12:20, 23 October 2013
Visual Cue | Narration |
---|---|
0:00 | ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ . |
0:07 | ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି . |
0:13 | ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ . ଆପଣ ଏହି ୱେବ୍ସାଇଟ୍ରେ ଟ୍ୟୁଟୋରିଆଲ ପାଇ ପାରିବେ . |
0:25 | ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରାଯାଏ . |
0:31 | ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା . ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ସାଇଟ୍ କୁ ଯାଅ. |
0:46 | ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ . ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି. |
0:55 | ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ . |
1:00 | ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space destination ଫାଇଲ୍ ନାମ DEST . |
1:15 | ଏକ ସମୟରେ ବହୁତ (multiple) ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ଗୁଡ଼ିକର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ destination DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ . |
1:34 | ଚାଲ ଏକ ଉଦାହରଣ ଦେଖିବା , ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା. |
1:42 | ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି . |
1:49 | test1 ରେ କଣ ଅଛି ଦେଖିବା ପାଇଁ , $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
2:00 | test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଏକ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା. |
2:22 | ବର୍ତମାନ ଫାଇଲ୍ କୋପି ହୋଇଯାଇଛି. |
2:25 | ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ. |
2:35 | ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ overwritten ହେବ . କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
2:52 | ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories)କୁ ଏବଂ ଡାଇରେକ୍ଟ୍ ଟୋରୀଜ ରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
3:31 | ଫଳ ଏହା ହେବ ଯେ, ଏହା ଫାଇଲ୍ demo1 କୁ source ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ରୁ destination directory /home/anirban କୁ କୋପି କରିବ, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ . |
3:51 | ସେଠାରେ demo2 କୁ ଦେଖିବା ପାଇଁ , ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ |
4:13 | ଆମେ ଉପରକୁ scroll କରୁଁ , ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି. |
4:19 | ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା . |
4:25 | ଯଦି ତୁମେ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ତୁମେ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର . |
4:35 | $ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
5:03 | ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ demo1 ନାମକ ଫାଇଲ୍ କୋପି କରିବ. |
5:20 | ପୁର୍ବ ଭଳି demo1 କୁ ଦେଖିବା ପାଇଁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
5:33 | ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି. |
5:40 | ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କରିବା . |
5:48 | ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ହେଉଛି ଯେତେବେଳେ ଆମେ multiple ଫାଇଲ୍ କୋପି କରିବାକୁ ଚାହୁଁ. |
5:56 | ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି . |
6:04 | ବର୍ତମାନ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
6:27 | ଏହା ସେମାନକଂର ନାମ ପରିବର୍ତନ ବିନା ତିନୋଟି ଯାକ ଫାଇଲସ୍ test1, test2 and test3 କୁ /home/anirban/testdirଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବ . |
6:41 | ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି . ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
7:03 | ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛି. |
7:10 | cp ସହିତ ବହୁତ ଅପସନ୍ସ (options) ଅଛି . ସେଗୁଡ଼ିକ ମଧ୍ୟରୁ ଏଠାରେ ଆମେ କେବଳ ଅତି ଗୁରୁତ୍ତପୁର୍ଣ ଗୁଡ଼ିକୁ ଦେଖିବା. |
7:18 | ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା. |
7:23 | ଅପସନ୍ସ (options) ମଧ୍ୟରୁ -R (capital R) ବହୁତ ଗୁରୁତ୍ତପୁର୍ଣ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) structure ର recursive copy କରିଥାଏ . |
7:33 | ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା . |
7:38 | ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କରିବା . |
7:48 | ଏଥିପାଇଁ ଆମେ cptestdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
8:02 | ଯେପରି ଆପଣ output ମେସେଜ୍ (message) ରୁ ଦେଖିପାରିବେ. |
8:06 | ସାଧାରଣତଃ cp କମାଣ୍ଡ୍ ଦ୍ୱାରା ସିଧାସଳଖ ଆମେ କିଛି କନ୍ଟେଟସ୍ (contents) ଥିବା ଏକ ଡାଇରେକ୍ଟ୍ ଟୋରୀ (directory)କୁ କପି କରିପାରିବା ନାହିଁ |
8:14 | କିନ୍ତୁ -R ଅପସନ୍ ବ୍ୟବହାର କରି, ଆମେ ଏହା କରିପାରିବା . |
8:19 | ବର୍ତମାନ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
8:36 | ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଯେ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ,
ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
8:47 | ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ . ଚାଲ ଏବେ ସ୍କ୍ରିନ୍ ସଫା କର . |
8:57 | test ଭିତରେ କନ୍ଟେଟସ୍ (contents) ଦେଖିବା ପାଇଁ ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
9:08 | ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ. |
9:13 | ବର୍ତମାନ ଆମେ ସ୍ଲାଇଡସ୍ କୁ ଫେରିଯିବା . |
9:16 | ଆମେ ଦେଖିଛେ ଯେ, ଯଦି ଏକ ଫାଇଲ୍ କୁ ଅନ୍ୟ ଏକ existing (ପୁର୍ବରୁ ବିଦ୍ୟମାନ) ଫାଇଲ୍ କୁ କୋପି କରାଯାଏ, ତେବେ existing file ଟି overwritten ହୋଇଯିବ |
9:25 | ଏବେ କଣ ହେବ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତରେ overwrite କରିଦେଲୁଁ . |
9:30 | ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି . |
9:36 | ଏହା ପ୍ରତେକ exiting destination ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ. |
9:41 | ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି destination ଫାଇଲ୍ କୁ overwrite କରିବା ପୁର୍ବରୁ ଚେତାବନୀ ଦିଏ . |
9:54 | ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ . |
9:59 | ଏହା files କୁ ସ୍ଥାନାନ୍ତରିତ କରିବା ପାଇଁ ବ୍ୟବହାର ହୁଏ . ତାହା କିପରି ଉପଯୋଗୀ ହୋଇଥାଏ ? . |
10:04 | ଏହାର ଦୁଇଟି ମୁଖ୍ୟ ଉପଯୋଗ ଅଛି . |
10:07 | ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର rename (ପୁର୍ନବାର ନାମ ଦେବା) ପାଇଁ ବ୍ୟବହାର କରାଯାଇ ଥାଏ. |
10:11 | ଏହା ଫାଇଲସ୍ ର ଏକ ସମୁହ କୁ ଏକ ଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ . |
10:17 | mv ,cp ସହିତ ପ୍ରାୟ ସମାନ, ଯାହା ଆମେ ଆଗରୁ ଦେଖି ସାରିଛୁ . ତେଣୁ ଦେଖିବା mv କିପରି ବ୍ୟବହାର କରିପାରିବା. |
10:29 | ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
10:43 | ଏହା home directory ରେ ପୁର୍ବରୁ ଉପସ୍ଥିତ ଥିବା test1 ନାମକ ଏକ ଫାଇଲ୍ କୁ test2 ନାମକ ଏକ ଫାଇଲ୍ ରେ rename କରିବ |
10:52 | ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ overwritten ହୋଇଯିବ. |
11:00 | ଯଦି ଆମେ ଫାଇଲ୍ କୁ overwritten ହେବା ପୁର୍ବରୁ ଚେତାବନି ଚାହୁଁ . |
11:05 | ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା. |
11:10 | ଧର, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ. |
11:20 | ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା. |
11:32 | ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି , ଯାହା ପଚାରେ କଣ test2 ଅଧିକ overwritten ହେବା ଉଚିତ କିମ୍ବା ନୁହେଁ. |
11:41 | ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ଟି ପ୍ରକୃତରେ overwritten ହୋଇଯିବ. |
11:49 | cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କ୍ଷେତ୍ରରେ ଗନ୍ତବ୍ୟ ଏକ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ. |
11:58 | ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କରିବା . |
12:03 | ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି. |
12:14 | ସେମାନକଂର ଉପସ୍ଥିତ ଦେଖିବା ପାଇଁ ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
12:21 | ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର. |
12:36 | ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ. |
12:46 | ଆମେ ଏହା କରିବା ଦରକାର ଯେ , mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ. |
13:14 | ସେମାନଂକୁ ଦେଖିବା ପାଇଁ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
13:20 | ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ. |
13:27 | ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ . ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା . |
13:37 | mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି . ଏହା ପ୍ରତେକ ଫାଇଲ୍ କୁ overwritten ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା. |
13:48 | -i ଅପସନ୍ ଯାହା ଆମେ ଆଗରୁ ଦେଖିଛେ, କୌଣସି ଗନ୍ତବ୍ୟ ଫାଇଲ୍ overwritten ହେବା ପୁର୍ବରୁ ଆମକୁ ଚେତାବନି ଦିଏ. |
13:58 | ପରବର୍ତୀ କମାଣ୍ଡ ହେଉଛି rm କମାଣ୍ଡ୍ . ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ . |
14:06 | ଟର୍ମିନାଲ୍ କୁ ଫେରିଯାଅ ଏବଂ lstestdir ଟାଇପ୍ କର. |
14:15 | ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା . ଧର ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ. |
14:23 | ଏଥିପାଇଁ $ rmtestdir/faq.txt ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
14:37 | ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ରୁ ମିଟାଇ ଦେବ . |
14:46 | ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ lstestdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ . |
15:00 | ଆମେ ଏବେ ଫାଇଲ୍ faq.txt ଦେଖି ପାରିବା ନାହିଁ . |
15:05 | ଆମେ multiple ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା . |
15:10 | testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ . |
15:17 | ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ . |
15:23 | ଏଥି ପାଇଁ ଆମେ rmtestdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା . |
15:45 | ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ରୁ ହଟାଇଦେବ . |
15:53 | ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ lstestdir ଟାଇପ୍ କର . ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଆଉ ଦେଖିପାରିବେ ନାହିଁ. |
16:07 | ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର. |
16:14 | ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା. |
16:18 | ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ . |
16:20 | ଆମେ ଏକ single ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ଫାଇଲ୍ ର ନାମ ଲେଖିବା . |
16:27 | multiple ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି multiple ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ. |
16:34 | ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖିବା . |
16:40 | ବେଳେ ବେଳେ ଫାଇଲ୍ write protected ଥାଏ, ଯାହା rm ର ବ୍ୟବହାର ଦ୍ୱାରା ଡିଲିଟ୍ ହେବ ନାହିଁ . ଏହି କ୍ଷେତ୍ରରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ force delete କରିବା ପାଇଁ ବ୍ୟବହାର ହୋଇପାରିବ. |
16:57 | ଅନ୍ୟ ସାମାନ୍ୟ ଅପସନ୍ ହେଉଛି -r option . ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ . |
17:07 | ଚାଲ ଟର୍ମିନାଲ୍ କୁ ଫେରିବା . |
17:12 | ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତଃ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି . |
17:21 | କିନ୍ତୁ rmdir କମାଣ୍ଡ ସାଧାରଣତଃ କେବଳ ଖାଲି ଥିବା ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରେ . |
17:27 | ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହା ଭିତରେ କେତେକ ଫାଇଲସ୍ ଏବଂ subdirectories ଅଛି, ତେବେ ଆମେ କଣ କରିବା . |
17:35 | ଚାଲ ଏହା କରିବା ପାଇଁ rm କମାଣ୍ଡ୍ ବ୍ୟବହାର କରିବା . |
17:38 | ଚାଲ ଆମେ ଟାଇପ୍ କରିବା rm ଏବଂ ଆମେ ଡିଲିଟ୍ କରିବା ପାଇଁ ଚାହୁଁଥିବା directory ଯାହା testdir , ଏବଂ ଏନ୍ଟର୍ ଦବାଇବା . |
17:47 | ଆଉଟ୍ ପୁଟ୍ ମେସେଜ୍(output message)ରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ. |
17:55 | କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା . |
18:03 | rm -rftestdir ଟାଇପ୍ କର ଏବଂ ପରେ ଏନ୍ଟର୍ ଦବାଅ. |
18:16 | ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି . |
18:22 | ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ କୁ ଫେରିବା . |
18:27 | cmp କମାଣ୍ଡ. |
18:29 | ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ସମାନ କି ନାଁ . ଯଦି ସେମାନେ ସମାନ ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାରିବା . |
18:37 | ଆହୁରି ମଧ୍ୟ ଦେଖିବାକୁ ଚାହିଁ ପାରୁଁ କି କଣ ପୁର୍ବ version ଠାରୁ ଫାଇଲ୍ ବଦଳି ଯାଇଛି . |
18:44 |
ଏଗୁଡିକ ଏବଂ ଅନ୍ୟ ଅନେକ ଉଦ୍ଦେଶ୍ୟ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା . |
18:49 | ଏହା ଦୁଇଟି ଫାଇଲ୍ କୁ byte by byte ତୁଳନା କରେ . |
18:54 | file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବା . |
19:03 | ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ . |
19:11 | କେବଳ ପ୍ରମପ୍ଟ୍ ମୁଦ୍ରିତ ହେବ . |
19:14 | ଯଦି ସେମାନକଂର ବିଷୟ ବସ୍ତୁ ଅଲଗା , ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ (mismatch) ର ସ୍ଥାନ ମୁଦ୍ରିତ ହେବ . |
19:25 | ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ . ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି . |
19:35 | ଚାଲ ଦେଖିବା , ସେମାନେ କଣ ଧାରଣ କରନ୍ତି . |
19:38 | cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ . |
19:50 | ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. |
20:00 | ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ. |
20:06 | ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା . |
20:11 | ଆମେ cmp sample1 sample2 ଲେଖିବା ଓ ଏନ୍ଟର୍ ଦବାଇବା . |
20:23 | ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି . |
20:32 | ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା . |
20:38 | ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ . |
20:43 | ଏହି କମାଣ୍ଡ୍ ଏକ ଫାଇଲ୍ ରେ characters, words ଏବଂ lines ର ସଂଖ୍ୟା ଗଣନା ପାଇଁ ବ୍ୟବହାର କରଯାଇଥାଏ. |
20:50 | ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି . |
20:56 | ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା . |
21:05 | ଏହା sample3 ର ବିଷୟ ବସ୍ତୁ ଅଟେ . |
21:10 | ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା . |
21:14 | ଏଥିପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା . |
21:25 | କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 lines, 67 words ଏବଂ 385 characters ଅଛି . |
21:38 | ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ . |
21:43 | ସେମିତି ବହୁତ ସାରା କମାଣ୍ଡ୍ ଅଛି . ଏହାଛଡା ପ୍ରତେକ କମାଣ୍ଡ୍ ର ଯାହା ଆମେ ଦେଖିଛେ , ବହୁତ ଅନ୍ୟ ଅପସନସ୍ ଅଛି . |
21:51 | ମୁଁ ଆପନଂକୁ man command ବ୍ୟବହାର କରି ସେଗୁଡ଼ିକ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋତ୍ସାହିତ (encourage) କରୁଛି . |
22:00 | ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ . |
22:04 | ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ . |
22:17 | ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: |
22:34 | ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ଥିତି ପାଇଁ ଧନ୍ୟବାଦ. |