Difference between revisions of "LibreOffice-Suite-Draw/C2/Insert-text-in-drawings/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- ||00:01 || LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବ...") |
PoojaMoolya (Talk | contribs) |
||
Line 6: | Line 6: | ||
||00:01 | ||00:01 | ||
|| LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | || LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
||00:07 | ||00:07 | ||
|| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : | || ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : | ||
+ | |||
|- | |- | ||
||00:10 | ||00:10 | ||
|| ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହିତ କାମ କରିବା | || ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହିତ କାମ କରିବା | ||
+ | |||
|- | |- | ||
||00:12 | ||00:12 | ||
|| ଡ୍ରଇଙ୍ଗ୍ରେ ଟେକ୍ସଟ୍ ଫର୍ମାଟ୍ କରିବା ଏବଂ | || ଡ୍ରଇଙ୍ଗ୍ରେ ଟେକ୍ସଟ୍ ଫର୍ମାଟ୍ କରିବା ଏବଂ | ||
+ | |||
|- | |- | ||
||00:15 | ||00:15 | ||
|| ଟେକ୍ସଟ୍ ବକ୍ସ ସହିତ କାମ କରିବା | || ଟେକ୍ସଟ୍ ବକ୍ସ ସହିତ କାମ କରିବା | ||
+ | |||
|- | |- | ||
||00:17 | ||00:17 | ||
|| ଆମେ ଆହୁରି ମଧ୍ୟ ଶିଖିବା : | || ଆମେ ଆହୁରି ମଧ୍ୟ ଶିଖିବା : | ||
+ | |||
|- | |- | ||
||00:19 | ||00:19 | ||
|| indents, space ସେଟ୍ କରିବା ଏବଂ ଟେକ୍ସଟ୍ ଆଲାଇନ୍ କରିବା | || indents, space ସେଟ୍ କରିବା ଏବଂ ଟେକ୍ସଟ୍ ଆଲାଇନ୍ କରିବା | ||
+ | |||
|- | |- | ||
||00:22 | ||00:22 | ||
|| Lines ଏବଂ Arrows ରେ ଟେକ୍ସଟ୍ ଯୋଗ କରିବା | || Lines ଏବଂ Arrows ରେ ଟେକ୍ସଟ୍ ଯୋଗ କରିବା | ||
+ | |||
|- | |- | ||
||00:26 | ||00:26 | ||
|| '''Callouts''' ମଧ୍ୟରେ ଟେକ୍ସଟ୍ ରଖିବା | || '''Callouts''' ମଧ୍ୟରେ ଟେକ୍ସଟ୍ ରଖିବା | ||
+ | |||
|- | |- | ||
||00:29 | ||00:29 | ||
|| ଦୁଇଟି ଉପାୟରେ ଟେକ୍ସଟ୍ ଆଡ୍ ହୋଇପାରିବ : | || ଦୁଇଟି ଉପାୟରେ ଟେକ୍ସଟ୍ ଆଡ୍ ହୋଇପାରିବ : | ||
+ | |||
|- | |- | ||
||00:31 | ||00:31 | ||
|| lines ଏବଂ arrows ସମେତ | || lines ଏବଂ arrows ସମେତ | ||
+ | |||
|- | |- | ||
||00:35 | ||00:35 | ||
|| ସିଧାସଳଖ ତିଆରି ହୋଇଥିବା ଅବଜେକ୍ଟ ଭିତରେ ରଖାଯାଇପାରିବ | || ସିଧାସଳଖ ତିଆରି ହୋଇଥିବା ଅବଜେକ୍ଟ ଭିତରେ ରଖାଯାଇପାରିବ | ||
+ | |||
|- | |- | ||
||00:37 | ||00:37 | ||
|| ଏହାକୁ ସ୍ୱତନ୍ତ୍ର ଡ୍ର’ ଅବ୍ଜେକ୍ଟ ଭାବେ ଏକ ଟେକ୍ସଟ୍ ବକ୍ସ ଭିତରେ ରଖାଯାଇପାରିବ | || ଏହାକୁ ସ୍ୱତନ୍ତ୍ର ଡ୍ର’ ଅବ୍ଜେକ୍ଟ ଭାବେ ଏକ ଟେକ୍ସଟ୍ ବକ୍ସ ଭିତରେ ରଖାଯାଇପାରିବ | ||
+ | |||
|- | |- | ||
||00:42 | ||00:42 | ||
|| ଆମେ ବ୍ୟବହାର କରୁଛୁ | || ଆମେ ବ୍ୟବହାର କରୁଛୁ | ||
+ | |||
|- | |- | ||
||00:44 | ||00:44 | ||
|| ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 | || ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 | ||
− | + | ||
+ | |- | ||
||00:52 | ||00:52 | ||
|| “'''Water Cycle'''” ଡ୍ର’ ଫାଇଲ୍ ଖୋଲନ୍ତୁ ଏବଂ ସେଥିରେ କିଛି ଟେକ୍ସଟ୍ ଯୋଗ କରନ୍ତୁ | || “'''Water Cycle'''” ଡ୍ର’ ଫାଇଲ୍ ଖୋଲନ୍ତୁ ଏବଂ ସେଥିରେ କିଛି ଟେକ୍ସଟ୍ ଯୋଗ କରନ୍ତୁ | ||
+ | |||
|- | |- | ||
||00:57 | ||00:57 | ||
|| ସୂର୍ଯ୍ୟ ପାଖରେ ଥିବା ଦୁଇଟି ଧଳା ବାଦଲରେ, “'''Cloud Formation'''” ଟେକ୍ସଟ୍ ଯୋଗ କରିବା | || ସୂର୍ଯ୍ୟ ପାଖରେ ଥିବା ଦୁଇଟି ଧଳା ବାଦଲରେ, “'''Cloud Formation'''” ଟେକ୍ସଟ୍ ଯୋଗ କରିବା | ||
+ | |||
|- | |- | ||
||01:04 | ||01:04 | ||
|| ଧଳା ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ | || ଧଳା ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||01:06 | ||01:06 | ||
|| ଗ୍ରୁପ୍ ଭିତରେ ପଶିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ | || ଗ୍ରୁପ୍ ଭିତରେ ପଶିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:10 | ||01:10 | ||
|| ଉପର ବାଦଲ ସିଲେକ୍ଟ କରନ୍ତୁ | || ଉପର ବାଦଲ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||01:13 | ||01:13 | ||
|| ଡ୍ରଇଙ୍ଗ୍ ଟୁଲବାର୍ ରୁ '''Text''' ଟୁଲ୍ ସିଲେକ୍ଟ କରନ୍ତୁ | || ଡ୍ରଇଙ୍ଗ୍ ଟୁଲବାର୍ ରୁ '''Text''' ଟୁଲ୍ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||01:17 | ||01:17 | ||
|| କର୍ସର୍ ଏକ ଛୋଟ vertical blinking line ରେ ପରିବର୍ତ୍ତନ ହୋଇଥିବାର ଦେଖିପାରୁଛନ୍ତି କି? | || କର୍ସର୍ ଏକ ଛୋଟ vertical blinking line ରେ ପରିବର୍ତ୍ତନ ହୋଇଥିବାର ଦେଖିପାରୁଛନ୍ତି କି? | ||
+ | |||
|- | |- | ||
||01:23 | ||01:23 | ||
|| ଏହା ହେଉଛି ଟେକ୍ସଟ୍ କର୍ସର୍ | || ଏହା ହେଉଛି ଟେକ୍ସଟ୍ କର୍ସର୍ | ||
+ | |||
|- | |- | ||
||01:25 | ||01:25 | ||
|| “'''Cloud Formation'''” ଟେକ୍ସଟ୍ ଟାଇପ୍ କରନ୍ତୁ | || “'''Cloud Formation'''” ଟେକ୍ସଟ୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
||01:29 | ||01:29 | ||
|| ଏବେ ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | || ଏବେ ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:33 | ||01:33 | ||
|| ଅନ୍ୟ ଧଳା ବାଦଲରେ ମଧ୍ୟ ସମାନ ଟେକ୍ସଟ୍ ଏଣ୍ଟର୍ କରନ୍ତୁ | || ଅନ୍ୟ ଧଳା ବାଦଲରେ ମଧ୍ୟ ସମାନ ଟେକ୍ସଟ୍ ଏଣ୍ଟର୍ କରନ୍ତୁ | ||
+ | |||
|- | |- | ||
||01:37 | ||01:37 | ||
|| ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ | || ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:42 | ||01:42 | ||
|| ଏବେ ସମାନ ଢଙ୍ଗରେ ସୂର୍ଯ୍ୟଙ୍କ ନାମ ଦିଅନ୍ତୁ | || ଏବେ ସମାନ ଢଙ୍ଗରେ ସୂର୍ଯ୍ୟଙ୍କ ନାମ ଦିଅନ୍ତୁ | ||
+ | |||
|- | |- | ||
||01:45 | ||01:45 | ||
|| ଅବ୍ଜେକ୍ଟ ଭିତରେ ଟେକ୍ସଟ୍ ଏଣ୍ଟର୍ କରିବା, ଏହାଠାରୁ ସହଜ ହୋଇପାରିବ ନାହିଁ ! | || ଅବ୍ଜେକ୍ଟ ଭିତରେ ଟେକ୍ସଟ୍ ଏଣ୍ଟର୍ କରିବା, ଏହାଠାରୁ ସହଜ ହୋଇପାରିବ ନାହିଁ ! | ||
+ | |||
|- | |- | ||
||01:50 | ||01:50 | ||
|| ଏହାପରେ gray ବାଦଲ ଗ୍ରୁପ୍କୁ ସିଲେକ୍ଟ କରନ୍ତୁ | || ଏହାପରେ gray ବାଦଲ ଗ୍ରୁପ୍କୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|| 01:53 | || 01:53 | ||
|| ପୂର୍ବ ଭଳି, ଗ୍ରୁପ୍ରେ ପଶିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ | || ପୂର୍ବ ଭଳି, ଗ୍ରୁପ୍ରେ ପଶିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||01:57 | ||01:57 | ||
|| ପ୍ରତ୍ୟେକ ବାଦଲରେ “'''Rain Cloud'''” ଟାଇପ୍ କରନ୍ତୁ | || ପ୍ରତ୍ୟେକ ବାଦଲରେ “'''Rain Cloud'''” ଟାଇପ୍ କରନ୍ତୁ | ||
+ | |||
|- | |- | ||
||02:02 | ||02:02 | ||
|| gray ବାଦଲ ଭିତରେ ଥିବା ଟେକ୍ସଟ୍ କଳା ରଙ୍ଗର ହୋଇଥିବାରୁ ଦୃଶ୍ୟମାନ ହେଉନାହିଁ | || gray ବାଦଲ ଭିତରେ ଥିବା ଟେକ୍ସଟ୍ କଳା ରଙ୍ଗର ହୋଇଥିବାରୁ ଦୃଶ୍ୟମାନ ହେଉନାହିଁ | ||
+ | |||
|- | |- | ||
||02:07 | ||02:07 | ||
|| ତେଣୁ ଟେକ୍ସଟ୍ ର କଲର୍ ବଦଳାଇ ଧଳା କରନ୍ତୁ | || ତେଣୁ ଟେକ୍ସଟ୍ ର କଲର୍ ବଦଳାଇ ଧଳା କରନ୍ତୁ | ||
+ | |||
|- | |- | ||
||02:11 | ||02:11 | ||
|| ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “'''Character'''” ସିଲେକ୍ଟ କରନ୍ତୁ | || ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “'''Character'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:17 | ||02:17 | ||
|| “'''Character'''” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ | || “'''Character'''” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ | ||
+ | |||
|- | |- | ||
||02:20 | ||02:20 | ||
|| “'''Font''' '''Effects'''” ଟ୍ୟାବ୍ କ୍ଲିକ୍ କରନ୍ତୁ | || “'''Font''' '''Effects'''” ଟ୍ୟାବ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:23 | ||02:23 | ||
|| “'''Font''' '''color'''” field ରେ ତଳକୁ scroll କରି “'''White'''” ସିଲେକ୍ଟ କରନ୍ତୁ | || “'''Font''' '''color'''” field ରେ ତଳକୁ scroll କରି “'''White'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:28 | ||02:28 | ||
|| '''OK''' କ୍ଲିକ୍ କରନ୍ତୁ | || '''OK''' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:30 | ||02:30 | ||
|| font color ଧଳା ହୋଇଯିବ | || font color ଧଳା ହୋଇଯିବ | ||
+ | |||
|- | |- | ||
||02:33 | ||02:33 | ||
|| ସମାନ ଢଙ୍ଗରେ, ଆସନ୍ତୁ ଦ୍ୱିତୀୟ ବାଦଲର ଟେକ୍ସଟ୍ କଲର୍ ପରିବର୍ତ୍ତନ କରିବା | || ସମାନ ଢଙ୍ଗରେ, ଆସନ୍ତୁ ଦ୍ୱିତୀୟ ବାଦଲର ଟେକ୍ସଟ୍ କଲର୍ ପରିବର୍ତ୍ତନ କରିବା | ||
+ | |||
|- | |- | ||
||02:38 | ||02:38 | ||
|| ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ ରାଇଟ୍ କ୍ଲିକ୍ କରି “'''Character'''” ସିଲେକ୍ଟ କରନ୍ତୁ | || ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ ରାଇଟ୍ କ୍ଲିକ୍ କରି “'''Character'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||02:43 | ||02:43 | ||
|| '''“Font color”''' ରେ '''“White”''' ବାଛନ୍ତୁ | || '''“Font color”''' ରେ '''“White”''' ବାଛନ୍ତୁ | ||
+ | |||
|- | |- | ||
||02:46 | ||02:46 | ||
|| ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ | || ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||02:50 | ||02:50 | ||
|| ସମାନ ଭାବେ, ତ୍ରିଭୂଜରେ “'''Clouds'''” ଟାଇପ୍ କରନ୍ତୁ, ଯାହା ପାହାଡ଼କୁ ଚିତ୍ରଣ କରେ | || ସମାନ ଭାବେ, ତ୍ରିଭୂଜରେ “'''Clouds'''” ଟାଇପ୍ କରନ୍ତୁ, ଯାହା ପାହାଡ଼କୁ ଚିତ୍ରଣ କରେ | ||
+ | |||
|- | |- | ||
||02:58 | ||02:58 | ||
− | || Character ପାଇଁ ଟେକ୍ସଟ୍ ଫର୍ମାଟ୍ କରିପାରିବେ, | + | || Character ପାଇଁ ଟେକ୍ସଟ୍ ଫର୍ମାଟ୍ କରିପାରିବେ,ତାହା font styles ପରିବର୍ତ୍ତନ କରି font କୁ special effects ଦେବ |
− | + | ||
− | + | ||
− | + | ||
|- | |- | ||
||03:05 | ||03:05 | ||
|| Paragraph ପାଇଁ ମଧ୍ୟ ଟେକ୍ସଟ୍ ଫର୍ମାଟ୍ କରିପାରିବେ, ଯେପରି ଟେକ୍ସଟ୍ ଆଲାଇନ୍, indents କିମ୍ବା spacing ସେଟ୍ ଏବଂ tab positions ସେଟ୍ କରିବା | || Paragraph ପାଇଁ ମଧ୍ୟ ଟେକ୍ସଟ୍ ଫର୍ମାଟ୍ କରିପାରିବେ, ଯେପରି ଟେକ୍ସଟ୍ ଆଲାଇନ୍, indents କିମ୍ବା spacing ସେଟ୍ ଏବଂ tab positions ସେଟ୍ କରିବା | ||
+ | |||
|- | |- | ||
||03:13 | ||03:13 | ||
|| ନହେଲେ ଏହି ଡାୟଲଗ୍ ବକ୍ସଗୁଡ଼ିକୁ ପାଇପାରିବେ- | || ନହେଲେ ଏହି ଡାୟଲଗ୍ ବକ୍ସଗୁଡ଼ିକୁ ପାଇପାରିବେ- | ||
− | + | ||
+ | |- | ||
||03:16 | ||03:16 | ||
|| '''Context '''menu ରୁ କିମ୍ବା | || '''Context '''menu ରୁ କିମ୍ବା | ||
+ | |||
|- | |- | ||
||03:18 | ||03:18 | ||
|| '''Main menu''' ରୁ | || '''Main menu''' ରୁ | ||
+ | |||
|- | |- | ||
||03:21 | ||03:21 | ||
|| '''Main''' menu ରୁ '''Character''' ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ '''Format ''' କ୍ଲିକ୍ କରି '''Character''' ସିଲେକ୍ଟ କରନ୍ତୁ | || '''Main''' menu ରୁ '''Character''' ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ '''Format ''' କ୍ଲିକ୍ କରି '''Character''' ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:28 | ||03:28 | ||
|| '''Main''' menu ରୁ ''' Paragraph''' ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ '''Format ''' କ୍ଲିକ୍ କରି ''' Paragraph ''' ସିଲେକ୍ଟ କରନ୍ତୁ | || '''Main''' menu ରୁ ''' Paragraph''' ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ '''Format ''' କ୍ଲିକ୍ କରି ''' Paragraph ''' ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:36 | ||03:36 | ||
|| ଆୟତକ୍ଷେତ୍ର ଭିତରେ, କେଉଁଠି ଭୂତଳ ଜଳ ଜମି ରହିଛି, ଦେଖାଇବା ପାଇଁ ଏକ ମୋଟା କଳା ଲାଇନ୍ ଟାଣନ୍ତୁ | || ଆୟତକ୍ଷେତ୍ର ଭିତରେ, କେଉଁଠି ଭୂତଳ ଜଳ ଜମି ରହିଛି, ଦେଖାଇବା ପାଇଁ ଏକ ମୋଟା କଳା ଲାଇନ୍ ଟାଣନ୍ତୁ | ||
+ | |||
|- | |- | ||
||03:43 | ||03:43 | ||
|| '''Drawing''' ଟୁଲ୍ ବାର୍ରୁ “Line” ସିଲେକ୍ଟ କରନ୍ତୁ | || '''Drawing''' ଟୁଲ୍ ବାର୍ରୁ “Line” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||03:46 | ||03:46 | ||
|| ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ବାମରୁ ଡାହଣକୁ ଡ୍ରାଗ୍ କରନ୍ତୁ | || ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ବାମରୁ ଡାହଣକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||03:54 | ||03:54 | ||
|| ଏକ horizontal line ଟାଣନ୍ତୁ, ଯାହା ଆୟତକ୍ଷେତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିବ | || ଏକ horizontal line ଟାଣନ୍ତୁ, ଯାହା ଆୟତକ୍ଷେତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିବ | ||
+ | |||
|- | |- | ||
||04:01 | ||04:01 | ||
|| ଭୂମି, ଦୁଇ ଭାଗରେ ବିଭକ୍ତ ହୋଇଗଲା ! | || ଭୂମି, ଦୁଇ ଭାଗରେ ବିଭକ୍ତ ହୋଇଗଲା ! | ||
+ | |||
|- | |- | ||
|| 04:04 | || 04:04 | ||
|| ଏବେ ଲାଇନ୍ କୁ ଓସାରିଆ କରନ୍ତୁ | || ଏବେ ଲାଇନ୍ କୁ ଓସାରିଆ କରନ୍ତୁ | ||
+ | |||
|- | |- | ||
||04:07 | ||04:07 | ||
|| Line ସିଲେକ୍ଟ କରି context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ | || Line ସିଲେକ୍ଟ କରି context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||04:11 | ||04:11 | ||
|| “Line” କ୍ଲିକ୍ କରନ୍ତୁ, “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ | || “Line” କ୍ଲିକ୍ କରନ୍ତୁ, “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ | ||
+ | |||
|- | |- | ||
||04:16 | ||04:16 | ||
|| “'''Style'''” ଫିଲ୍ଡରେ drop down box କ୍ଲିକ୍ କରନ୍ତୁ | || “'''Style'''” ଫିଲ୍ଡରେ drop down box କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||04:20 | ||04:20 | ||
|| “Ultrafine '''2 Dots 3 Dashes'''” ସିଲେକ୍ଟ କରନ୍ତୁ | || “Ultrafine '''2 Dots 3 Dashes'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||04:24 | ||04:24 | ||
|| '''Width''' fieldରେ ଭାଲ୍ୟୁ ପଏଣ୍ଟ '''70''' ଏଣ୍ଟର୍ କରନ୍ତୁ | || '''Width''' fieldରେ ଭାଲ୍ୟୁ ପଏଣ୍ଟ '''70''' ଏଣ୍ଟର୍ କରନ୍ତୁ | ||
+ | |||
|- | |- | ||
||04:29 | ||04:29 | ||
|| ''OK'' କ୍ଲିକ୍ କରନ୍ତୁ | || ''OK'' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||04:31 | ||04:31 | ||
|| ଲାଇନ୍ଟି ଓସାରିଆ ହୋଇଗଲା ! | || ଲାଇନ୍ଟି ଓସାରିଆ ହୋଇଗଲା ! | ||
+ | |||
|- | |- | ||
||04:34 | ||04:34 | ||
|| ଆୟତକ୍ଷେତ୍ର ଭିତରେ “'''Ground water table'''” ଇନ୍ସର୍ଟ କରନ୍ତୁ | || ଆୟତକ୍ଷେତ୍ର ଭିତରେ “'''Ground water table'''” ଇନ୍ସର୍ଟ କରନ୍ତୁ | ||
+ | |||
|- | |- | ||
||04:39 | ||04:39 | ||
|| ପ୍ରଥମେ '''ଟେକ୍ସଟ୍ '''ଟୁଲ୍ ସିଲେକ୍ଟ କରନ୍ତୁ | || ପ୍ରଥମେ '''ଟେକ୍ସଟ୍ '''ଟୁଲ୍ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||04:42 | ||04:42 | ||
|| ଡ୍ରଇଙ୍ଗ୍ ଟୁଲ୍ ବାର୍ ଉପରେ ଏହା ହେଉଛି '''capital “T”''' ଅପ୍ସନ୍ | || ଡ୍ରଇଙ୍ଗ୍ ଟୁଲ୍ ବାର୍ ଉପରେ ଏହା ହେଉଛି '''capital “T”''' ଅପ୍ସନ୍ | ||
+ | |||
|- | |- | ||
||04:46 | ||04:46 | ||
|| ଡ୍ର’ ପେଜ୍କୁ ଆସନ୍ତୁ | || ଡ୍ର’ ପେଜ୍କୁ ଆସନ୍ତୁ | ||
+ | |||
|- | |- | ||
||04:49 | ||04:49 | ||
|| ଏବେ କର୍ସର୍ ତଳେ ଏକ ଛୋଟ କ୍ୟାପିଟାଲ୍ I ସହିତ ତାହା ଏକ Plus signରେ ପରିବର୍ତ୍ତିତ ହୋଇଗଲା | || ଏବେ କର୍ସର୍ ତଳେ ଏକ ଛୋଟ କ୍ୟାପିଟାଲ୍ I ସହିତ ତାହା ଏକ Plus signରେ ପରିବର୍ତ୍ତିତ ହୋଇଗଲା | ||
+ | |||
|- | |- | ||
||04:55 | ||04:55 | ||
|| ଆୟତକ୍ଷେତ୍ର ଭିତରେ କ୍ଲିକ୍ କରନ୍ତୁ | || ଆୟତକ୍ଷେତ୍ର ଭିତରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||04:57 | ||04:57 | ||
|| ଦେଖନ୍ତୁ, ଏକ ଟେକ୍ସଟ୍ ବକ୍ସ ପ୍ରଦର୍ଶିତ ହୁଏ | || ଦେଖନ୍ତୁ, ଏକ ଟେକ୍ସଟ୍ ବକ୍ସ ପ୍ରଦର୍ଶିତ ହୁଏ | ||
+ | |||
|- | |- | ||
||05:01 | ||05:01 | ||
|| ଏଠାରେ “'''Ground water table'''” ଟାଇପ୍ କରନ୍ତୁ | || ଏଠାରେ “'''Ground water table'''” ଟାଇପ୍ କରନ୍ତୁ | ||
+ | |||
|- | |- | ||
||05:05 | ||05:05 | ||
|| ଟେକ୍ସଟ୍-ବକ୍ସ ର ସେଣ୍ଟର୍ରେ ଟେକ୍ସଟ୍ ଆଲାଇନ୍ କରିବା ପାଇଁ, ଟେକ୍ସଟ୍- ବକ୍ସ ଭିତରେ କର୍ସର୍ ରଖନ୍ତୁ | || ଟେକ୍ସଟ୍-ବକ୍ସ ର ସେଣ୍ଟର୍ରେ ଟେକ୍ସଟ୍ ଆଲାଇନ୍ କରିବା ପାଇଁ, ଟେକ୍ସଟ୍- ବକ୍ସ ଭିତରେ କର୍ସର୍ ରଖନ୍ତୁ | ||
+ | |||
|- | |- | ||
||05:12 | ||05:12 | ||
|| ଉପରେ ଥିବା Standard ଟୁଲ୍ବାର୍ରେ “Centered” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | || ଉପରେ ଥିବା Standard ଟୁଲ୍ବାର୍ରେ “Centered” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||05:19 | ||05:19 | ||
|| ସମାନ ଭାବେ, ତ୍ରିଭୂଜ ଭିତରେ | || ସମାନ ଭାବେ, ତ୍ରିଭୂଜ ଭିତରେ | ||
+ | |||
|- | |- | ||
||05:22 | ||05:22 | ||
|| ''“Rain water flows from land into rivers and sea” ଟେକ୍ସଟ୍ ଆଡ୍ କରନ୍ତୁ | || ''“Rain water flows from land into rivers and sea” ଟେକ୍ସଟ୍ ଆଡ୍ କରନ୍ତୁ | ||
+ | |||
|- | |- | ||
||05:30 | ||05:30 | ||
|| ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ | || ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ | ||
+ | |||
|- | |- | ||
||05:33 | ||05:33 | ||
|| ଏକ ବର୍ଗକ୍ଷେତ୍ର ଆଙ୍କନ୍ତୁ | || ଏକ ବର୍ଗକ୍ଷେତ୍ର ଆଙ୍କନ୍ତୁ | ||
+ | |||
|- | |- | ||
||05:35 | ||05:35 | ||
|| ଟେକ୍ସଟ୍ This is a square | || ଟେକ୍ସଟ୍ This is a square | ||
+ | |||
|- | |- | ||
||05:38 | ||05:38 | ||
|| A square has four equal sides and four equal angles. Each angle in a square is ninety degrees | || A square has four equal sides and four equal angles. Each angle in a square is ninety degrees | ||
+ | |||
|- | |- | ||
||05:46 | ||05:46 | ||
|| The square is a quadrilateral ଇନ୍ସର୍ଟ କରନ୍ତୁ | || The square is a quadrilateral ଇନ୍ସର୍ଟ କରନ୍ତୁ | ||
+ | |||
|- | |- | ||
||05:50 | ||05:50 | ||
|| ଟେକ୍ସଟ୍ ଡାୟଲଗ୍ ବକ୍ସ ଭିତରେ ଥିବା ଅପ୍ସନ୍ ବ୍ୟବହାର କରି, ଏହି ଟେକ୍ସଟ୍ କୁ ଫର୍ମାଟ୍ କରନ୍ତୁ | || ଟେକ୍ସଟ୍ ଡାୟଲଗ୍ ବକ୍ସ ଭିତରେ ଥିବା ଅପ୍ସନ୍ ବ୍ୟବହାର କରି, ଏହି ଟେକ୍ସଟ୍ କୁ ଫର୍ମାଟ୍ କରନ୍ତୁ | ||
+ | |||
|- | |- | ||
||05:54 | ||05:54 | ||
|| ଟେକ୍ସଟ୍ ରେ font, size, style ଏବଂ alignment ଅପ୍ସନ୍ସ ଲାଗୁ କରନ୍ତୁ | || ଟେକ୍ସଟ୍ ରେ font, size, style ଏବଂ alignment ଅପ୍ସନ୍ସ ଲାଗୁ କରନ୍ତୁ | ||
+ | |||
|- | |- | ||
||06:00 | ||06:00 | ||
|| ଏବେ ଡାଇଗ୍ରାମ୍ ଭିତରେ ଆରୋଗୁଡ଼ିକୁ ଆରେଞ୍ଜ କରନ୍ତୁ | || ଏବେ ଡାଇଗ୍ରାମ୍ ଭିତରେ ଆରୋଗୁଡ଼ିକୁ ଆରେଞ୍ଜ କରନ୍ତୁ | ||
+ | |||
|- | |- | ||
||06:03 | ||06:03 | ||
|| ଏହି ଆରୋଗୁଡ଼ିକ ଭୂମି, ଉଦ୍ଭିଦ ଏବଂ ଜଳାଶୟରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ହେଉଥିବା ଦେଖାଇବ | || ଏହି ଆରୋଗୁଡ଼ିକ ଭୂମି, ଉଦ୍ଭିଦ ଏବଂ ଜଳାଶୟରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ହେଉଥିବା ଦେଖାଇବ | ||
+ | |||
|- | |- | ||
||06:12 | ||06:12 | ||
|| ପୂରା ବାମ ପାର୍ଶ୍ୱରେ ଥିବା ଆରୋକୁ ସିଲେକ୍ଟ କରନ୍ତୁ | || ପୂରା ବାମ ପାର୍ଶ୍ୱରେ ଥିବା ଆରୋକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||06:14 | ||06:14 | ||
|| କ୍ଲିକ୍ କରି ପାହାଡ଼ ଆଡ଼କୁ ଡ୍ରାଗ୍ କରନ୍ତୁ | || କ୍ଲିକ୍ କରି ପାହାଡ଼ ଆଡ଼କୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||06:18 | ||06:18 | ||
|| ମଝି ଆରୋକୁ ସିଲେକ୍ଟ କରନ୍ତୁ | || ମଝି ଆରୋକୁ ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||06:21 | ||06:21 | ||
|| କ୍ଲିକ୍ କରି ଗଛ ଆଡ଼କୁ ଡ୍ରାଗ୍ କରନ୍ତୁ | || କ୍ଲିକ୍ କରି ଗଛ ଆଡ଼କୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||06:25 | ||06:25 | ||
|| ତୃତୀୟ ଆରୋ, ପାଣିରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ଦେଖାଏ | || ତୃତୀୟ ଆରୋ, ପାଣିରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ଦେଖାଏ | ||
+ | |||
|- | |- | ||
||06:31 | ||06:31 | ||
|| ପାହାଡ଼ରୁ ପାଣି ଗଡ଼ୁଥିବା ଦେଖାଇବାକୁ ଏକ ରେଖା ଆଙ୍କିବା ପାଇଁ '''Curve''' ଅପ୍ସନ୍ ବ୍ୟବହାର କରନ୍ତୁ | || ପାହାଡ଼ରୁ ପାଣି ଗଡ଼ୁଥିବା ଦେଖାଇବାକୁ ଏକ ରେଖା ଆଙ୍କିବା ପାଇଁ '''Curve''' ଅପ୍ସନ୍ ବ୍ୟବହାର କରନ୍ତୁ | ||
+ | |||
|- | |- | ||
||06:37 | ||06:37 | ||
|| ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “'''Curve'''” କ୍ଲିକ୍ କରି “'''Freeform Line'''” ସିଲେକ୍ଟ କରନ୍ତୁ | || ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “'''Curve'''” କ୍ଲିକ୍ କରି “'''Freeform Line'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||06:43 | ||06:43 | ||
|| ଡ୍ର’ ପେଜ୍ ରେ, ପାହାଡ଼ ପାଖରେ କର୍ସର୍ ରଖନ୍ତୁ | || ଡ୍ର’ ପେଜ୍ ରେ, ପାହାଡ଼ ପାଖରେ କର୍ସର୍ ରଖନ୍ତୁ | ||
+ | |||
|- | |- | ||
||06:47 | ||06:47 | ||
|| ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ | || ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||06:51 | ||06:51 | ||
|| ଏକ curved line ଆଙ୍କିହୋଇଗଲା ! | || ଏକ curved line ଆଙ୍କିହୋଇଗଲା ! | ||
+ | |||
|- | |- | ||
||06:53 | ||06:53 | ||
|| ଏବେ ପ୍ରତ୍ୟେକ ଆରୋର ବିବରଣ ଯୋଡ଼ିବା | || ଏବେ ପ୍ରତ୍ୟେକ ଆରୋର ବିବରଣ ଯୋଡ଼ିବା | ||
+ | |||
|- | |- | ||
||06:58 | ||06:58 | ||
|| ଡାହାଣରୁ ପ୍ରଥମ ଆରୋ ସିଲେକ୍ଟ କରି '''“Evaporation from rivers and seas”''' ଟାଇପ୍ କରନ୍ତୁ | || ଡାହାଣରୁ ପ୍ରଥମ ଆରୋ ସିଲେକ୍ଟ କରି '''“Evaporation from rivers and seas”''' ଟାଇପ୍ କରନ୍ତୁ | ||
+ | |||
|- | |- | ||
||07:06 | ||07:06 | ||
|| ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | || ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:08 | ||07:08 | ||
|| Line ଉପରେ ଟେକ୍ସଟ୍ ଦେଖାଯିବ | || Line ଉପରେ ଟେକ୍ସଟ୍ ଦେଖାଯିବ | ||
+ | |||
|- | |- | ||
||07:12 | ||07:12 | ||
|| ଧ୍ୟାନଦିଅନ୍ତୁ ଯେ, ଠିକ୍ ଲାଇନ୍ ଉପରେ ଟେକ୍ସଟ୍ ରହିଥିବାରୁ ଏହା ସ୍ପଷ୍ଟ ଦେଖାଯାଉନି | || ଧ୍ୟାନଦିଅନ୍ତୁ ଯେ, ଠିକ୍ ଲାଇନ୍ ଉପରେ ଟେକ୍ସଟ୍ ରହିଥିବାରୁ ଏହା ସ୍ପଷ୍ଟ ଦେଖାଯାଉନି | ||
+ | |||
|- | |- | ||
||07:18 | ||07:18 | ||
|| ଲାଇନ୍ ଉପରକୁ ଟେକ୍ସଟ୍ ନେବା ପାଇଁ, ଲାଇନ୍ ଉପରେ କ୍ଲିକ୍ କରନ୍ତୁ | || ଲାଇନ୍ ଉପରକୁ ଟେକ୍ସଟ୍ ନେବା ପାଇଁ, ଲାଇନ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:22 | ||07:22 | ||
|| ଟେକ୍ସଟ୍, horizontally ରହିଛି | || ଟେକ୍ସଟ୍, horizontally ରହିଛି | ||
+ | |||
|- | |- | ||
||07:25 | ||07:25 | ||
|| ଟେକ୍ସଟ୍ ର ଶେଷ ଭାଗରେ କର୍ସର୍ ରଖି “Enter” କୀ ଦାବନ୍ତୁ | || ଟେକ୍ସଟ୍ ର ଶେଷ ଭାଗରେ କର୍ସର୍ ରଖି “Enter” କୀ ଦାବନ୍ତୁ | ||
+ | |||
|- | |- | ||
||07:30 | ||07:30 | ||
|| ପେଜ୍ରେ କ୍ଲିକ୍ କରନ୍ତୁ | || ପେଜ୍ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:32 | ||07:32 | ||
|| ଟେକ୍ସଟ୍ ଆଲାଇନ୍ ହୋଇଯିବ | || ଟେକ୍ସଟ୍ ଆଲାଇନ୍ ହୋଇଯିବ | ||
+ | |||
|- | |- | ||
||07:35 | ||07:35 | ||
|| context menu ରୁ ଅପ୍ସନ୍ ବ୍ୟବହାର କରି, ଲାଇନ୍ ଏବଂ ଆରୋ ଉପରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ମଧ୍ୟ ଫର୍ମାଟ୍ କରାଯାଇପାରିବ | || context menu ରୁ ଅପ୍ସନ୍ ବ୍ୟବହାର କରି, ଲାଇନ୍ ଏବଂ ଆରୋ ଉପରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ମଧ୍ୟ ଫର୍ମାଟ୍ କରାଯାଇପାରିବ | ||
+ | |||
|- | |- | ||
||07:41 | ||07:41 | ||
|| context menu ବ୍ୟବହାର କରି font size ଫର୍ମାଟ୍ କରନ୍ତୁ | || context menu ବ୍ୟବହାର କରି font size ଫର୍ମାଟ୍ କରନ୍ତୁ | ||
+ | |||
|- | |- | ||
||07:45 | ||07:45 | ||
|| ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ | || ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:47 | ||07:47 | ||
|| “Evaporation from rivers and seas” | || “Evaporation from rivers and seas” | ||
+ | |||
|- | |- | ||
||07:50 | ||07:50 | ||
|| ଏବେ ଟେକ୍ସଟ୍, horizontal ଅଟେ | || ଏବେ ଟେକ୍ସଟ୍, horizontal ଅଟେ | ||
+ | |||
|- | |- | ||
||07:53 | ||07:53 | ||
|| ଟେକ୍ସଟ୍ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ | || ଟେକ୍ସଟ୍ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||07:58 | ||07:58 | ||
|| '''Size''' ସିଲେକ୍ଟ କରି '''22''' କ୍ଲିକ୍ କରନ୍ତୁ | || '''Size''' ସିଲେକ୍ଟ କରି '''22''' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||08:02 | ||08:02 | ||
|| font ସାଇଜ୍ ପରିବର୍ତ୍ତନ ହୋଇଗଲା | || font ସାଇଜ୍ ପରିବର୍ତ୍ତନ ହୋଇଗଲା | ||
+ | |||
|- | |- | ||
||08:05 | ||08:05 | ||
|| ଏବେ ଅନ୍ୟ ସମସ୍ତ ଆରୋ ପାଇଁ ନିମ୍ନ ଟେକ୍ସଟ୍ ଟାଇପ୍ କରନ୍ତୁ | || ଏବେ ଅନ୍ୟ ସମସ୍ତ ଆରୋ ପାଇଁ ନିମ୍ନ ଟେକ୍ସଟ୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
||08:09 | ||08:09 | ||
||'''Evaporation from soil''' | ||'''Evaporation from soil''' | ||
+ | |||
|- | |- | ||
||08:12 | ||08:12 | ||
||'''Evaporation from vegetation''' | ||'''Evaporation from vegetation''' | ||
+ | |||
|- | |- | ||
||08:17 | ||08:17 | ||
||'''Run off water from the clouds''' | ||'''Run off water from the clouds''' | ||
+ | |||
|- | |- | ||
||08:22 | ||08:22 | ||
|| Grey ବାଦଲ ରୁ ବର୍ଷା ପଡ଼ୁଥିବା ଦେଖାନ୍ତୁ | || Grey ବାଦଲ ରୁ ବର୍ଷା ପଡ଼ୁଥିବା ଦେଖାନ୍ତୁ | ||
+ | |||
|- | |- | ||
||08:26 | ||08:26 | ||
|| ବର୍ଷା ଦେଖାଇବା ପାଇଁ ଆମେ dotted arrows ଆଙ୍କିବା, ଯାହା ବାଦଲରୁ ତଳ ଆଡ଼କୁ ସୂଚାଉଥିବ | || ବର୍ଷା ଦେଖାଇବା ପାଇଁ ଆମେ dotted arrows ଆଙ୍କିବା, ଯାହା ବାଦଲରୁ ତଳ ଆଡ଼କୁ ସୂଚାଉଥିବ | ||
+ | |||
|- | |- | ||
||08:32 | ||08:32 | ||
|| ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “'''Line Ends with Arrow'''” ସିଲେକ୍ଟ କରନ୍ତୁ | || ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “'''Line Ends with Arrow'''” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||08:37 | ||08:37 | ||
|| ଏହାପରେ ବାମରୁ ପ୍ରଥମ grey ବାଦଲ ଉପରେ କର୍ସର୍ ରଖନ୍ତୁ | || ଏହାପରେ ବାମରୁ ପ୍ରଥମ grey ବାଦଲ ଉପରେ କର୍ସର୍ ରଖନ୍ତୁ | ||
+ | |||
|- | |- | ||
||08:42 | ||08:42 | ||
|| ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ | || ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||08:46 | ||08:46 | ||
|| Context menu ପାଇଁ ରାଇଟ୍ କ୍ଲିକ୍ କରି “'''Line'''” କ୍ଲିକ୍ କରନ୍ତୁ | || Context menu ପାଇଁ ରାଇଟ୍ କ୍ଲିକ୍ କରି “'''Line'''” କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||08:50 | ||08:50 | ||
|| ''Line'' ଡାୟଲଗ୍ ବକ୍ସ ଦେଖାଯିବ | || ''Line'' ଡାୟଲଗ୍ ବକ୍ସ ଦେଖାଯିବ | ||
+ | |||
|- | |- | ||
||08:53 | ||08:53 | ||
|| “'''Line'''” ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ | || “'''Line'''” ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||08:56 | ||08:56 | ||
|| ଏବଂ ''2 dots 1 dash''' ସିଲେକ୍ଟ କରନ୍ତୁ | || ଏବଂ ''2 dots 1 dash''' ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||08:58 | ||08:58 | ||
|| ''OK'' କ୍ଲିକ୍ କରନ୍ତୁ | || ''OK'' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||09:00 | ||09:00 | ||
|| ଆମେ ଏକ dotted arrow ଆଙ୍କିଦେଲେ | || ଆମେ ଏକ dotted arrow ଆଙ୍କିଦେଲେ | ||
+ | |||
|- | |- | ||
||09:02 | ||09:02 | ||
|| ଏହି ବାଦଲ ପାଇଁ ଆଉ ଦୁଇଟି ଆରୋ, କପି ଏବଂ ପେଷ୍ଟ କରିବା | || ଏହି ବାଦଲ ପାଇଁ ଆଉ ଦୁଇଟି ଆରୋ, କପି ଏବଂ ପେଷ୍ଟ କରିବା | ||
+ | |||
|- | |- | ||
||09:06 | ||09:06 | ||
|| ଏବେ, ଅନ୍ୟ ବାଦଲ ପାଇଁ ଦୁଇଟି ଆରୋ କପି ଏବଂ ପେଷ୍ଟ କରନ୍ତୁ | || ଏବେ, ଅନ୍ୟ ବାଦଲ ପାଇଁ ଦୁଇଟି ଆରୋ କପି ଏବଂ ପେଷ୍ଟ କରନ୍ତୁ | ||
+ | |||
|- | |- | ||
||09:12 | ||09:12 | ||
|| ଏବେ dotted arrows ରେ '''“Rain”''' ଟାଇପ୍ କରନ୍ତୁ | || ଏବେ dotted arrows ରେ '''“Rain”''' ଟାଇପ୍ କରନ୍ତୁ | ||
+ | |||
|- | |- | ||
||09:21 | ||09:21 | ||
|| '''Water''' ଅବ୍ଜେକ୍ଟ ଠିକ୍ ଉପରକୁ, ଏକ ଟେକ୍ସଟ୍ ବକ୍ସରେ '''“Evaporation to form the Clouds”''' ଟାଇପ୍ କରନ୍ତୁ | || '''Water''' ଅବ୍ଜେକ୍ଟ ଠିକ୍ ଉପରକୁ, ଏକ ଟେକ୍ସଟ୍ ବକ୍ସରେ '''“Evaporation to form the Clouds”''' ଟାଇପ୍ କରନ୍ତୁ | ||
+ | |||
|- | |- | ||
|| 09:28 | || 09:28 | ||
|| '''Drawing '' ଟୁଲ୍ ବାର୍ ର '''ଟେକ୍ସଟ୍ ''' ଟୁଲ୍ ସିଲେକ୍ଟ କରି ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ | || '''Drawing '' ଟୁଲ୍ ବାର୍ ର '''ଟେକ୍ସଟ୍ ''' ଟୁଲ୍ ସିଲେକ୍ଟ କରି ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ | ||
+ | |||
|- | |- | ||
||09:35 | ||09:35 | ||
|| ଏହା ଭିତରେ '''“Evaporation to form the Clouds”''' ଟାଇପ୍ କରନ୍ତୁ | || ଏହା ଭିତରେ '''“Evaporation to form the Clouds”''' ଟାଇପ୍ କରନ୍ତୁ | ||
+ | |||
|- | |- | ||
||09:41 | ||09:41 | ||
|| '''Drawing '''ଟୁଲ୍ ବାର୍ ରୁ "ଟେକ୍ସଟ୍ ଟୁଲ୍" ସିଲେକ୍ଟ କରନ୍ତୁ | || '''Drawing '''ଟୁଲ୍ ବାର୍ ରୁ "ଟେକ୍ସଟ୍ ଟୁଲ୍" ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
||09:44 | ||09:44 | ||
|| ଏବଂ grey ବାଦଲ ପାଖରେ ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ | || ଏବଂ grey ବାଦଲ ପାଖରେ ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ | ||
+ | |||
|- | |- | ||
||09:48 | ||09:48 | ||
|| ଏହା ଭିତରେ “'''Condensation to form rain'''” ଟାଇପ୍ କରନ୍ତୁ | || ଏହା ଭିତରେ “'''Condensation to form rain'''” ଟାଇପ୍ କରନ୍ତୁ | ||
+ | |||
|- | |- | ||
||09:53 | ||09:53 | ||
|| ପ୍ରଥମେ ଟେକ୍ସଟ୍ ବକ୍ସ border ଉପରେ କ୍ଲିକ୍ କରି, ଟେକ୍ସଟ୍ ବକ୍ସ ଘୁଞ୍ଚାନ୍ତୁ | || ପ୍ରଥମେ ଟେକ୍ସଟ୍ ବକ୍ସ border ଉପରେ କ୍ଲିକ୍ କରି, ଟେକ୍ସଟ୍ ବକ୍ସ ଘୁଞ୍ଚାନ୍ତୁ | ||
+ | |||
|- | |- | ||
||09:57 | ||09:57 | ||
|| ଏବେ ଡ୍ରାଗ୍ କରି ଏହାକୁ ବାଞ୍ଛିତ ସ୍ଥାନରେ ରଖନ୍ତୁ | || ଏବେ ଡ୍ରାଗ୍ କରି ଏହାକୁ ବାଞ୍ଛିତ ସ୍ଥାନରେ ରଖନ୍ତୁ | ||
+ | |||
|- | |- | ||
||10:02 | ||10:02 | ||
|| ପୂର୍ବ ସୋପାନ ଅନୁସରଣ କରି '''“WaterCycle Diagram”''' ଶୀର୍ଷକ ଦିଅନ୍ତୁ | || ପୂର୍ବ ସୋପାନ ଅନୁସରଣ କରି '''“WaterCycle Diagram”''' ଶୀର୍ଷକ ଦିଅନ୍ତୁ | ||
+ | |||
|- | |- | ||
||10:07 | ||10:07 | ||
|| ଟେକ୍ସଟ୍ ବକ୍ସ ବ୍ୟବହାର କରି, ଟେକ୍ସଟ୍ କୁ Bold କରନ୍ତୁ | || ଟେକ୍ସଟ୍ ବକ୍ସ ବ୍ୟବହାର କରି, ଟେକ୍ସଟ୍ କୁ Bold କରନ୍ତୁ | ||
+ | |||
|- | |- | ||
||10:16 | ||10:16 | ||
|| ଆମେ Water Cycle diagram ଆଙ୍କିବା ସମ୍ପୂର୍ଣ୍ଣ କରିଛେ ! | || ଆମେ Water Cycle diagram ଆଙ୍କିବା ସମ୍ପୂର୍ଣ୍ଣ କରିଛେ ! | ||
+ | |||
|- | |- | ||
||10:20 | ||10:20 | ||
|| ଏବେ, '''Callouts''' ବିଷୟରେ ଶିଖିବା | || ଏବେ, '''Callouts''' ବିଷୟରେ ଶିଖିବା | ||
+ | |||
|- | |- | ||
||10:22 | ||10:22 | ||
|| '''Callouts''' କ’ଣ ? | || '''Callouts''' କ’ଣ ? | ||
+ | |||
|- | |- | ||
||10:24 | ||10:24 | ||
|| ସେଗୁଡ଼ିକ ହେଉଛି ସ୍ୱତନ୍ତ୍ର ଟେକ୍ସଟ୍ ବକ୍ସମାନ, ଯାହା ଡ୍ର’ ପେଜ୍ ଭିତରେ | || ସେଗୁଡ଼ିକ ହେଉଛି ସ୍ୱତନ୍ତ୍ର ଟେକ୍ସଟ୍ ବକ୍ସମାନ, ଯାହା ଡ୍ର’ ପେଜ୍ ଭିତରେ | ||
+ | |||
|- | |- | ||
||10:29 | ||10:29 | ||
|| ଏକ ଅବଜେକ୍ଟ କିମ୍ବା ଏକ ସ୍ଥାନକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେ | || ଏକ ଅବଜେକ୍ଟ କିମ୍ବା ଏକ ସ୍ଥାନକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେ | ||
+ | |||
|- | |- | ||
||10:33 | ||10:33 | ||
|| ଉଦାହରଣସ୍ୱରୂପ, ଅଧିକାଂଶ comic books ରେ | || ଉଦାହରଣସ୍ୱରୂପ, ଅଧିକାଂଶ comic books ରେ | ||
+ | |||
|- | |- | ||
||10:36 | ||10:36 | ||
|| '''Callouts''' ଭିତରେ ଟେକ୍ସଟ୍ ଥାଏ | || '''Callouts''' ଭିତରେ ଟେକ୍ସଟ୍ ଥାଏ | ||
+ | |||
|- | |- | ||
||10:39 | ||10:39 | ||
|| ଡ୍ର’ ଫାଇଲ୍ରେ ଏକ ନୂଆ ପେଜ୍ ଯୋଡ଼ନ୍ତୁ | || ଡ୍ର’ ଫାଇଲ୍ରେ ଏକ ନୂଆ ପେଜ୍ ଯୋଡ଼ନ୍ତୁ | ||
+ | |||
|- | |- | ||
||10:42 | ||10:42 | ||
|| '''Main''' ମେନୁରୁ '''Insert''' ସିଲେକ୍ଟ କରି '''Slide''' କ୍ଲିକ୍ କରନ୍ତୁ | || '''Main''' ମେନୁରୁ '''Insert''' ସିଲେକ୍ଟ କରି '''Slide''' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||10:47 | ||10:47 | ||
|| ଏକ ନୂଆ ପେଜ୍ ଇନ୍ସର୍ଟ ହୋଇଗଲା | || ଏକ ନୂଆ ପେଜ୍ ଇନ୍ସର୍ଟ ହୋଇଗଲା | ||
+ | |||
|- | |- | ||
||10:50 | ||10:50 | ||
|| ଏକ '''Callout''' ଆଙ୍କିବା ପାଇଁ, '''Drawing''' ଟୁଲ ବାର୍ କୁ ଆସନ୍ତୁ | || ଏକ '''Callout''' ଆଙ୍କିବା ପାଇଁ, '''Drawing''' ଟୁଲ ବାର୍ କୁ ଆସନ୍ତୁ | ||
+ | |||
|- | |- | ||
||10:54 | ||10:54 | ||
|| '''Callout '''ଆଇକନ୍ ପାଖରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ | || '''Callout '''ଆଇକନ୍ ପାଖରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||10:59 | ||10:59 | ||
|| ବିଭିନ୍ନ ପ୍ରକାରର '''Callouts''' ପ୍ରଦର୍ଶିତ ହେଲା | || ବିଭିନ୍ନ ପ୍ରକାରର '''Callouts''' ପ୍ରଦର୍ଶିତ ହେଲା | ||
+ | |||
|- | |- | ||
||11:01 | ||11:01 | ||
|| '''Rectangular Callout''' ଉପରେ କ୍ଲିକ୍ କରନ୍ତୁ | || '''Rectangular Callout''' ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||11:04 | ||11:04 | ||
|| ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ | || ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ | ||
+ | |||
|- | |- | ||
||11:10 | ||11:10 | ||
|| ଏକ '''Callout''' ତିଆରି ହୋଇଗଲା | || ଏକ '''Callout''' ତିଆରି ହୋଇଗଲା | ||
+ | |||
|- | |- | ||
||11:12 | ||11:12 | ||
|| ଅନ୍ୟ ଅବଜେକ୍ଟରେ ଯେପରି କରିଥିଲେ, ଆପଣ ସେହିଭଳି '''Callout''' ଭିତରେ ଟେକ୍ସଟ୍ ଏଣ୍ଟର୍ କରିପାରିବେ | || ଅନ୍ୟ ଅବଜେକ୍ଟରେ ଯେପରି କରିଥିଲେ, ଆପଣ ସେହିଭଳି '''Callout''' ଭିତରେ ଟେକ୍ସଟ୍ ଏଣ୍ଟର୍ କରିପାରିବେ | ||
+ | |||
|- | |- | ||
||11:18 | ||11:18 | ||
|| ଡବଲ୍ କ୍ଲିକ୍ କରି '''Callout''' ଭିତରେ “This is an example” ଟେକ୍ସଟ୍ ଟାଇପ୍ କରନ୍ତୁ | || ଡବଲ୍ କ୍ଲିକ୍ କରି '''Callout''' ଭିତରେ “This is an example” ଟେକ୍ସଟ୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
||11:25 | ||11:25 | ||
|| ଲିବର୍ ଅଫିସ୍ ଡ୍ର’ ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ | || ଲିବର୍ ଅଫିସ୍ ଡ୍ର’ ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ | ||
+ | |||
|- | |- | ||
|| 11:30 | || 11:30 | ||
|| ଏହି ଟ୍ୟୁଟୋରିଆଲ୍ରେ ଆପଣ ଶିଖିଲେ : | || ଏହି ଟ୍ୟୁଟୋରିଆଲ୍ରେ ଆପଣ ଶିଖିଲେ : | ||
+ | |||
|- | |- | ||
||11:33 | ||11:33 | ||
|| ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହ କାମ କରିବା | || ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହ କାମ କରିବା | ||
+ | |||
|- | |- | ||
||11:35 | ||11:35 | ||
|| ଡ୍ରଇଙ୍ଗ୍ ରେ ଟେକ୍ସଟ୍ ଫର୍ମାଟ୍ କରିବା | || ଡ୍ରଇଙ୍ଗ୍ ରେ ଟେକ୍ସଟ୍ ଫର୍ମାଟ୍ କରିବା | ||
+ | |||
|- | |- | ||
||11:38 | ||11:38 | ||
|| ଟେକ୍ସଟ୍ ବକ୍ସ ସହିତ କାମ କରିବା | || ଟେକ୍ସଟ୍ ବକ୍ସ ସହିତ କାମ କରିବା | ||
+ | |||
|- | |- | ||
|| 11:40 | || 11:40 | ||
|| Indenting, spacing ଏବଂ ଟେକ୍ସଟ୍ align କରିବା | || Indenting, spacing ଏବଂ ଟେକ୍ସଟ୍ align କରିବା | ||
+ | |||
|- | |- | ||
||11:44 | ||11:44 | ||
|| Lines ଏବଂ Arrows ରେ ଟେକ୍ସଟ୍ ଆଡ୍ କରିବା | || Lines ଏବଂ Arrows ରେ ଟେକ୍ସଟ୍ ଆଡ୍ କରିବା | ||
+ | |||
|- | |- | ||
||11:46 | ||11:46 | ||
|| Callouts ଭିତରେ ଟେକ୍ସଟ୍ ରଖିବା | || Callouts ଭିତରେ ଟେକ୍ସଟ୍ ରଖିବା | ||
+ | |||
|- | |- | ||
||11:50 | ||11:50 | ||
|| ଏକ ଆସାଇନମେଣ୍ଟ ଭାବେ - | || ଏକ ଆସାଇନମେଣ୍ଟ ଭାବେ - | ||
+ | |||
|- | |- | ||
||11:53 | ||11:53 | ||
|| ସ୍ଲାଇଡ୍ ରେ ପ୍ରଦର୍ଶିତ ପରି ଏକ note book label ଏବଂ ଏକ invitation ତିଆରି କରନ୍ତୁ | || ସ୍ଲାଇଡ୍ ରେ ପ୍ରଦର୍ଶିତ ପରି ଏକ note book label ଏବଂ ଏକ invitation ତିଆରି କରନ୍ତୁ | ||
+ | |||
|- | |- | ||
||12:00 | ||12:00 | ||
|| ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | || ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | ||
+ | |||
|- | |- | ||
||12:03 | ||12:03 | ||
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | || ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
||12:06 | ||12:06 | ||
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | || ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | ||
+ | |||
|- | |- | ||
||12:11 | ||12:11 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
+ | |||
|- | |- | ||
||12:13 | ||12:13 | ||
|| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | || ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
||12:17 | ||12:17 | ||
|| ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | || ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
||12:20 | ||12:20 | ||
|| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (spoken-tutorial.org)କୁ ଲେଖନ୍ତୁ | || ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (spoken-tutorial.org)କୁ ଲେଖନ୍ତୁ | ||
+ | |||
|- | |- | ||
||12:27 | ||12:27 | ||
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | || ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
||12:31 | ||12:31 | ||
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | || ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
||12:39 | ||12:39 | ||
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | || ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | ||
+ | |||
|- | |- | ||
||12:50 | ||12:50 | ||
− | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | || ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |
− | ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ | + | |} |
Latest revision as of 12:17, 10 April 2017
Time | Narration |
00:01 | LibreOffice Draw ରେ ଡ୍ରଇଙ୍ଗ୍ସରେ ଟେକ୍ସଟ୍ ଇନ୍ସର୍ଟ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା : |
00:10 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହିତ କାମ କରିବା |
00:12 | ଡ୍ରଇଙ୍ଗ୍ରେ ଟେକ୍ସଟ୍ ଫର୍ମାଟ୍ କରିବା ଏବଂ |
00:15 | ଟେକ୍ସଟ୍ ବକ୍ସ ସହିତ କାମ କରିବା |
00:17 | ଆମେ ଆହୁରି ମଧ୍ୟ ଶିଖିବା : |
00:19 | indents, space ସେଟ୍ କରିବା ଏବଂ ଟେକ୍ସଟ୍ ଆଲାଇନ୍ କରିବା |
00:22 | Lines ଏବଂ Arrows ରେ ଟେକ୍ସଟ୍ ଯୋଗ କରିବା |
00:26 | Callouts ମଧ୍ୟରେ ଟେକ୍ସଟ୍ ରଖିବା |
00:29 | ଦୁଇଟି ଉପାୟରେ ଟେକ୍ସଟ୍ ଆଡ୍ ହୋଇପାରିବ : |
00:31 | lines ଏବଂ arrows ସମେତ |
00:35 | ସିଧାସଳଖ ତିଆରି ହୋଇଥିବା ଅବଜେକ୍ଟ ଭିତରେ ରଖାଯାଇପାରିବ |
00:37 | ଏହାକୁ ସ୍ୱତନ୍ତ୍ର ଡ୍ର’ ଅବ୍ଜେକ୍ଟ ଭାବେ ଏକ ଟେକ୍ସଟ୍ ବକ୍ସ ଭିତରେ ରଖାଯାଇପାରିବ |
00:42 | ଆମେ ବ୍ୟବହାର କରୁଛୁ |
00:44 | ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 |
00:52 | “Water Cycle” ଡ୍ର’ ଫାଇଲ୍ ଖୋଲନ୍ତୁ ଏବଂ ସେଥିରେ କିଛି ଟେକ୍ସଟ୍ ଯୋଗ କରନ୍ତୁ |
00:57 | ସୂର୍ଯ୍ୟ ପାଖରେ ଥିବା ଦୁଇଟି ଧଳା ବାଦଲରେ, “Cloud Formation” ଟେକ୍ସଟ୍ ଯୋଗ କରିବା |
01:04 | ଧଳା ବାଦଲ ଗ୍ରୁପ୍ ସିଲେକ୍ଟ କରନ୍ତୁ |
01:06 | ଗ୍ରୁପ୍ ଭିତରେ ପଶିବା ପାଇଁ, ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:10 | ଉପର ବାଦଲ ସିଲେକ୍ଟ କରନ୍ତୁ |
01:13 | ଡ୍ରଇଙ୍ଗ୍ ଟୁଲବାର୍ ରୁ Text ଟୁଲ୍ ସିଲେକ୍ଟ କରନ୍ତୁ |
01:17 | କର୍ସର୍ ଏକ ଛୋଟ vertical blinking line ରେ ପରିବର୍ତ୍ତନ ହୋଇଥିବାର ଦେଖିପାରୁଛନ୍ତି କି? |
01:23 | ଏହା ହେଉଛି ଟେକ୍ସଟ୍ କର୍ସର୍ |
01:25 | “Cloud Formation” ଟେକ୍ସଟ୍ ଟାଇପ୍ କରନ୍ତୁ |
01:29 | ଏବେ ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
01:33 | ଅନ୍ୟ ଧଳା ବାଦଲରେ ମଧ୍ୟ ସମାନ ଟେକ୍ସଟ୍ ଏଣ୍ଟର୍ କରନ୍ତୁ |
01:37 | ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ |
01:42 | ଏବେ ସମାନ ଢଙ୍ଗରେ ସୂର୍ଯ୍ୟଙ୍କ ନାମ ଦିଅନ୍ତୁ |
01:45 | ଅବ୍ଜେକ୍ଟ ଭିତରେ ଟେକ୍ସଟ୍ ଏଣ୍ଟର୍ କରିବା, ଏହାଠାରୁ ସହଜ ହୋଇପାରିବ ନାହିଁ ! |
01:50 | ଏହାପରେ gray ବାଦଲ ଗ୍ରୁପ୍କୁ ସିଲେକ୍ଟ କରନ୍ତୁ |
01:53 | ପୂର୍ବ ଭଳି, ଗ୍ରୁପ୍ରେ ପଶିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
01:57 | ପ୍ରତ୍ୟେକ ବାଦଲରେ “Rain Cloud” ଟାଇପ୍ କରନ୍ତୁ |
02:02 | gray ବାଦଲ ଭିତରେ ଥିବା ଟେକ୍ସଟ୍ କଳା ରଙ୍ଗର ହୋଇଥିବାରୁ ଦୃଶ୍ୟମାନ ହେଉନାହିଁ |
02:07 | ତେଣୁ ଟେକ୍ସଟ୍ ର କଲର୍ ବଦଳାଇ ଧଳା କରନ୍ତୁ |
02:11 | ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ context menu ପାଇଁ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ |
02:17 | “Character” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
02:20 | “Font Effects” ଟ୍ୟାବ୍ କ୍ଲିକ୍ କରନ୍ତୁ |
02:23 | “Font color” field ରେ ତଳକୁ scroll କରି “White” ସିଲେକ୍ଟ କରନ୍ତୁ |
02:28 | OK କ୍ଲିକ୍ କରନ୍ତୁ |
02:30 | font color ଧଳା ହୋଇଯିବ |
02:33 | ସମାନ ଢଙ୍ଗରେ, ଆସନ୍ତୁ ଦ୍ୱିତୀୟ ବାଦଲର ଟେକ୍ସଟ୍ କଲର୍ ପରିବର୍ତ୍ତନ କରିବା |
02:38 | ଟେକ୍ସଟ୍ ସିଲେକ୍ଟ କରନ୍ତୁ ଏବଂ ରାଇଟ୍ କ୍ଲିକ୍ କରି “Character” ସିଲେକ୍ଟ କରନ୍ତୁ |
02:43 | “Font color” ରେ “White” ବାଛନ୍ତୁ |
02:46 | ଗ୍ରୁପ୍ରୁ ବାହାରିବା ପାଇଁ, ପେଜ୍ର ଯେକୌଣସି ସ୍ଥାନରେ ଡବଲ୍ କ୍ଲିକ୍ କରନ୍ତୁ |
02:50 | ସମାନ ଭାବେ, ତ୍ରିଭୂଜରେ “Clouds” ଟାଇପ୍ କରନ୍ତୁ, ଯାହା ପାହାଡ଼କୁ ଚିତ୍ରଣ କରେ |
02:58 | Character ପାଇଁ ଟେକ୍ସଟ୍ ଫର୍ମାଟ୍ କରିପାରିବେ,ତାହା font styles ପରିବର୍ତ୍ତନ କରି font କୁ special effects ଦେବ |
03:05 | Paragraph ପାଇଁ ମଧ୍ୟ ଟେକ୍ସଟ୍ ଫର୍ମାଟ୍ କରିପାରିବେ, ଯେପରି ଟେକ୍ସଟ୍ ଆଲାଇନ୍, indents କିମ୍ବା spacing ସେଟ୍ ଏବଂ tab positions ସେଟ୍ କରିବା |
03:13 | ନହେଲେ ଏହି ଡାୟଲଗ୍ ବକ୍ସଗୁଡ଼ିକୁ ପାଇପାରିବେ- |
03:16 | Context menu ରୁ କିମ୍ବା |
03:18 | Main menu ରୁ |
03:21 | Main menu ରୁ Character ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Character ସିଲେକ୍ଟ କରନ୍ତୁ |
03:28 | Main menu ରୁ Paragraph ଡାୟଲଗ୍ ବକ୍ସ ଆକ୍ସେସ୍ କରିବା ପାଇଁ Format କ୍ଲିକ୍ କରି Paragraph ସିଲେକ୍ଟ କରନ୍ତୁ |
03:36 | ଆୟତକ୍ଷେତ୍ର ଭିତରେ, କେଉଁଠି ଭୂତଳ ଜଳ ଜମି ରହିଛି, ଦେଖାଇବା ପାଇଁ ଏକ ମୋଟା କଳା ଲାଇନ୍ ଟାଣନ୍ତୁ |
03:43 | Drawing ଟୁଲ୍ ବାର୍ରୁ “Line” ସିଲେକ୍ଟ କରନ୍ତୁ |
03:46 | ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ବାମରୁ ଡାହଣକୁ ଡ୍ରାଗ୍ କରନ୍ତୁ |
03:54 | ଏକ horizontal line ଟାଣନ୍ତୁ, ଯାହା ଆୟତକ୍ଷେତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିବ |
04:01 | ଭୂମି, ଦୁଇ ଭାଗରେ ବିଭକ୍ତ ହୋଇଗଲା ! |
04:04 | ଏବେ ଲାଇନ୍ କୁ ଓସାରିଆ କରନ୍ତୁ |
04:07 | Line ସିଲେକ୍ଟ କରି context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
04:11 | “Line” କ୍ଲିକ୍ କରନ୍ତୁ, “Line” ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
04:16 | “Style” ଫିଲ୍ଡରେ drop down box କ୍ଲିକ୍ କରନ୍ତୁ |
04:20 | “Ultrafine 2 Dots 3 Dashes” ସିଲେକ୍ଟ କରନ୍ତୁ |
04:24 | Width fieldରେ ଭାଲ୍ୟୁ ପଏଣ୍ଟ 70 ଏଣ୍ଟର୍ କରନ୍ତୁ |
04:29 | OK କ୍ଲିକ୍ କରନ୍ତୁ |
04:31 | ଲାଇନ୍ଟି ଓସାରିଆ ହୋଇଗଲା ! |
04:34 | ଆୟତକ୍ଷେତ୍ର ଭିତରେ “Ground water table” ଇନ୍ସର୍ଟ କରନ୍ତୁ |
04:39 | ପ୍ରଥମେ ଟେକ୍ସଟ୍ ଟୁଲ୍ ସିଲେକ୍ଟ କରନ୍ତୁ |
04:42 | ଡ୍ରଇଙ୍ଗ୍ ଟୁଲ୍ ବାର୍ ଉପରେ ଏହା ହେଉଛି capital “T” ଅପ୍ସନ୍ |
04:46 | ଡ୍ର’ ପେଜ୍କୁ ଆସନ୍ତୁ |
04:49 | ଏବେ କର୍ସର୍ ତଳେ ଏକ ଛୋଟ କ୍ୟାପିଟାଲ୍ I ସହିତ ତାହା ଏକ Plus signରେ ପରିବର୍ତ୍ତିତ ହୋଇଗଲା |
04:55 | ଆୟତକ୍ଷେତ୍ର ଭିତରେ କ୍ଲିକ୍ କରନ୍ତୁ |
04:57 | ଦେଖନ୍ତୁ, ଏକ ଟେକ୍ସଟ୍ ବକ୍ସ ପ୍ରଦର୍ଶିତ ହୁଏ |
05:01 | ଏଠାରେ “Ground water table” ଟାଇପ୍ କରନ୍ତୁ |
05:05 | ଟେକ୍ସଟ୍-ବକ୍ସ ର ସେଣ୍ଟର୍ରେ ଟେକ୍ସଟ୍ ଆଲାଇନ୍ କରିବା ପାଇଁ, ଟେକ୍ସଟ୍- ବକ୍ସ ଭିତରେ କର୍ସର୍ ରଖନ୍ତୁ |
05:12 | ଉପରେ ଥିବା Standard ଟୁଲ୍ବାର୍ରେ “Centered” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:19 | ସମାନ ଭାବେ, ତ୍ରିଭୂଜ ଭିତରେ |
05:22 | “Rain water flows from land into rivers and sea” ଟେକ୍ସଟ୍ ଆଡ୍ କରନ୍ତୁ |
05:30 | ଟ୍ୟୁଟୋରିଆଲ୍କୁ ବିରତି ଦେଇ ଏହି ଆସାଇନମେଣ୍ଟ କରନ୍ତୁ |
05:33 | ଏକ ବର୍ଗକ୍ଷେତ୍ର ଆଙ୍କନ୍ତୁ |
05:35 | ଟେକ୍ସଟ୍ This is a square |
05:38 | A square has four equal sides and four equal angles. Each angle in a square is ninety degrees |
05:46 | The square is a quadrilateral ଇନ୍ସର୍ଟ କରନ୍ତୁ |
05:50 | ଟେକ୍ସଟ୍ ଡାୟଲଗ୍ ବକ୍ସ ଭିତରେ ଥିବା ଅପ୍ସନ୍ ବ୍ୟବହାର କରି, ଏହି ଟେକ୍ସଟ୍ କୁ ଫର୍ମାଟ୍ କରନ୍ତୁ |
05:54 | ଟେକ୍ସଟ୍ ରେ font, size, style ଏବଂ alignment ଅପ୍ସନ୍ସ ଲାଗୁ କରନ୍ତୁ |
06:00 | ଏବେ ଡାଇଗ୍ରାମ୍ ଭିତରେ ଆରୋଗୁଡ଼ିକୁ ଆରେଞ୍ଜ କରନ୍ତୁ |
06:03 | ଏହି ଆରୋଗୁଡ଼ିକ ଭୂମି, ଉଦ୍ଭିଦ ଏବଂ ଜଳାଶୟରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ହେଉଥିବା ଦେଖାଇବ |
06:12 | ପୂରା ବାମ ପାର୍ଶ୍ୱରେ ଥିବା ଆରୋକୁ ସିଲେକ୍ଟ କରନ୍ତୁ |
06:14 | କ୍ଲିକ୍ କରି ପାହାଡ଼ ଆଡ଼କୁ ଡ୍ରାଗ୍ କରନ୍ତୁ |
06:18 | ମଝି ଆରୋକୁ ସିଲେକ୍ଟ କରନ୍ତୁ |
06:21 | କ୍ଲିକ୍ କରି ଗଛ ଆଡ଼କୁ ଡ୍ରାଗ୍ କରନ୍ତୁ |
06:25 | ତୃତୀୟ ଆରୋ, ପାଣିରୁ ବାଦଲ ଆଡ଼କୁ ଜଳର ବାଷ୍ପିକରଣ ଦେଖାଏ |
06:31 | ପାହାଡ଼ରୁ ପାଣି ଗଡ଼ୁଥିବା ଦେଖାଇବାକୁ ଏକ ରେଖା ଆଙ୍କିବା ପାଇଁ Curve ଅପ୍ସନ୍ ବ୍ୟବହାର କରନ୍ତୁ |
06:37 | ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Curve” କ୍ଲିକ୍ କରି “Freeform Line” ସିଲେକ୍ଟ କରନ୍ତୁ |
06:43 | ଡ୍ର’ ପେଜ୍ ରେ, ପାହାଡ଼ ପାଖରେ କର୍ସର୍ ରଖନ୍ତୁ |
06:47 | ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ |
06:51 | ଏକ curved line ଆଙ୍କିହୋଇଗଲା ! |
06:53 | ଏବେ ପ୍ରତ୍ୟେକ ଆରୋର ବିବରଣ ଯୋଡ଼ିବା |
06:58 | ଡାହାଣରୁ ପ୍ରଥମ ଆରୋ ସିଲେକ୍ଟ କରି “Evaporation from rivers and seas” ଟାଇପ୍ କରନ୍ତୁ |
07:06 | ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
07:08 | Line ଉପରେ ଟେକ୍ସଟ୍ ଦେଖାଯିବ |
07:12 | ଧ୍ୟାନଦିଅନ୍ତୁ ଯେ, ଠିକ୍ ଲାଇନ୍ ଉପରେ ଟେକ୍ସଟ୍ ରହିଥିବାରୁ ଏହା ସ୍ପଷ୍ଟ ଦେଖାଯାଉନି |
07:18 | ଲାଇନ୍ ଉପରକୁ ଟେକ୍ସଟ୍ ନେବା ପାଇଁ, ଲାଇନ୍ ଉପରେ କ୍ଲିକ୍ କରନ୍ତୁ |
07:22 | ଟେକ୍ସଟ୍, horizontally ରହିଛି |
07:25 | ଟେକ୍ସଟ୍ ର ଶେଷ ଭାଗରେ କର୍ସର୍ ରଖି “Enter” କୀ ଦାବନ୍ତୁ |
07:30 | ପେଜ୍ରେ କ୍ଲିକ୍ କରନ୍ତୁ |
07:32 | ଟେକ୍ସଟ୍ ଆଲାଇନ୍ ହୋଇଯିବ |
07:35 | context menu ରୁ ଅପ୍ସନ୍ ବ୍ୟବହାର କରି, ଲାଇନ୍ ଏବଂ ଆରୋ ଉପରେ ଟାଇପ୍ କରାଯାଇଥିବା ଟେକ୍ସଟ୍ ମଧ୍ୟ ଫର୍ମାଟ୍ କରାଯାଇପାରିବ |
07:41 | context menu ବ୍ୟବହାର କରି font size ଫର୍ମାଟ୍ କରନ୍ତୁ |
07:45 | ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ |
07:47 | “Evaporation from rivers and seas” |
07:50 | ଏବେ ଟେକ୍ସଟ୍, horizontal ଅଟେ |
07:53 | ଟେକ୍ସଟ୍ ସିଲେକ୍ଟ କରି, context menu ପାଇଁ ରାଇଟ୍ କ୍ଲିକ୍ କରନ୍ତୁ |
07:58 | Size ସିଲେକ୍ଟ କରି 22 କ୍ଲିକ୍ କରନ୍ତୁ |
08:02 | font ସାଇଜ୍ ପରିବର୍ତ୍ତନ ହୋଇଗଲା |
08:05 | ଏବେ ଅନ୍ୟ ସମସ୍ତ ଆରୋ ପାଇଁ ନିମ୍ନ ଟେକ୍ସଟ୍ ଟାଇପ୍ କରନ୍ତୁ |
08:09 | Evaporation from soil |
08:12 | Evaporation from vegetation |
08:17 | Run off water from the clouds |
08:22 | Grey ବାଦଲ ରୁ ବର୍ଷା ପଡ଼ୁଥିବା ଦେଖାନ୍ତୁ |
08:26 | ବର୍ଷା ଦେଖାଇବା ପାଇଁ ଆମେ dotted arrows ଆଙ୍କିବା, ଯାହା ବାଦଲରୁ ତଳ ଆଡ଼କୁ ସୂଚାଉଥିବ |
08:32 | ଡ୍ରଇଙ୍ଗ୍ ଟୁଲ୍ ବାର୍ ରୁ “Line Ends with Arrow” ସିଲେକ୍ଟ କରନ୍ତୁ |
08:37 | ଏହାପରେ ବାମରୁ ପ୍ରଥମ grey ବାଦଲ ଉପରେ କର୍ସର୍ ରଖନ୍ତୁ |
08:42 | ମାଉସ୍ର ବାମ ବଟନ୍ ଦାବି ତଳକୁ ଡ୍ରାଗ୍ କରନ୍ତୁ |
08:46 | Context menu ପାଇଁ ରାଇଟ୍ କ୍ଲିକ୍ କରି “Line” କ୍ଲିକ୍ କରନ୍ତୁ |
08:50 | Line ଡାୟଲଗ୍ ବକ୍ସ ଦେଖାଯିବ |
08:53 | “Line” ଡ୍ରପ୍-ଡାଉନ୍ ତାଲିକା ଉପରେ କ୍ଲିକ୍ କରନ୍ତୁ |
08:56 | ଏବଂ 2 dots 1 dash' ସିଲେକ୍ଟ କରନ୍ତୁ |
08:58 | OK କ୍ଲିକ୍ କରନ୍ତୁ |
09:00 | ଆମେ ଏକ dotted arrow ଆଙ୍କିଦେଲେ |
09:02 | ଏହି ବାଦଲ ପାଇଁ ଆଉ ଦୁଇଟି ଆରୋ, କପି ଏବଂ ପେଷ୍ଟ କରିବା |
09:06 | ଏବେ, ଅନ୍ୟ ବାଦଲ ପାଇଁ ଦୁଇଟି ଆରୋ କପି ଏବଂ ପେଷ୍ଟ କରନ୍ତୁ |
09:12 | ଏବେ dotted arrows ରେ “Rain” ଟାଇପ୍ କରନ୍ତୁ |
09:21 | Water ଅବ୍ଜେକ୍ଟ ଠିକ୍ ଉପରକୁ, ଏକ ଟେକ୍ସଟ୍ ବକ୍ସରେ “Evaporation to form the Clouds” ଟାଇପ୍ କରନ୍ତୁ |
09:28 | 'Drawing ଟୁଲ୍ ବାର୍ ର ଟେକ୍ସଟ୍ ଟୁଲ୍ ସିଲେକ୍ଟ କରି ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ |
09:35 | ଏହା ଭିତରେ “Evaporation to form the Clouds” ଟାଇପ୍ କରନ୍ତୁ |
09:41 | Drawing ଟୁଲ୍ ବାର୍ ରୁ "ଟେକ୍ସଟ୍ ଟୁଲ୍" ସିଲେକ୍ଟ କରନ୍ତୁ |
09:44 | ଏବଂ grey ବାଦଲ ପାଖରେ ଏକ ଟେକ୍ସଟ୍ ବକ୍ସ ଡ୍ର’ କରନ୍ତୁ |
09:48 | ଏହା ଭିତରେ “Condensation to form rain” ଟାଇପ୍ କରନ୍ତୁ |
09:53 | ପ୍ରଥମେ ଟେକ୍ସଟ୍ ବକ୍ସ border ଉପରେ କ୍ଲିକ୍ କରି, ଟେକ୍ସଟ୍ ବକ୍ସ ଘୁଞ୍ଚାନ୍ତୁ |
09:57 | ଏବେ ଡ୍ରାଗ୍ କରି ଏହାକୁ ବାଞ୍ଛିତ ସ୍ଥାନରେ ରଖନ୍ତୁ |
10:02 | ପୂର୍ବ ସୋପାନ ଅନୁସରଣ କରି “WaterCycle Diagram” ଶୀର୍ଷକ ଦିଅନ୍ତୁ |
10:07 | ଟେକ୍ସଟ୍ ବକ୍ସ ବ୍ୟବହାର କରି, ଟେକ୍ସଟ୍ କୁ Bold କରନ୍ତୁ |
10:16 | ଆମେ Water Cycle diagram ଆଙ୍କିବା ସମ୍ପୂର୍ଣ୍ଣ କରିଛେ ! |
10:20 | ଏବେ, Callouts ବିଷୟରେ ଶିଖିବା |
10:22 | Callouts କ’ଣ ? |
10:24 | ସେଗୁଡ଼ିକ ହେଉଛି ସ୍ୱତନ୍ତ୍ର ଟେକ୍ସଟ୍ ବକ୍ସମାନ, ଯାହା ଡ୍ର’ ପେଜ୍ ଭିତରେ |
10:29 | ଏକ ଅବଜେକ୍ଟ କିମ୍ବା ଏକ ସ୍ଥାନକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେ |
10:33 | ଉଦାହରଣସ୍ୱରୂପ, ଅଧିକାଂଶ comic books ରେ |
10:36 | Callouts ଭିତରେ ଟେକ୍ସଟ୍ ଥାଏ |
10:39 | ଡ୍ର’ ଫାଇଲ୍ରେ ଏକ ନୂଆ ପେଜ୍ ଯୋଡ଼ନ୍ତୁ |
10:42 | Main ମେନୁରୁ Insert ସିଲେକ୍ଟ କରି Slide କ୍ଲିକ୍ କରନ୍ତୁ |
10:47 | ଏକ ନୂଆ ପେଜ୍ ଇନ୍ସର୍ଟ ହୋଇଗଲା |
10:50 | ଏକ Callout ଆଙ୍କିବା ପାଇଁ, Drawing ଟୁଲ ବାର୍ କୁ ଆସନ୍ତୁ |
10:54 | Callout ଆଇକନ୍ ପାଖରେ ଥିବା ଛୋଟ କଳା ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ |
10:59 | ବିଭିନ୍ନ ପ୍ରକାରର Callouts ପ୍ରଦର୍ଶିତ ହେଲା |
11:01 | Rectangular Callout ଉପରେ କ୍ଲିକ୍ କରନ୍ତୁ |
11:04 | ପେଜ୍କୁ କର୍ସର୍ ଆଣନ୍ତୁ, ମାଉସ୍ର ବାମ ବଟନ୍ ଦାବି ଡ୍ରାଗ୍ କରନ୍ତୁ |
11:10 | ଏକ Callout ତିଆରି ହୋଇଗଲା |
11:12 | ଅନ୍ୟ ଅବଜେକ୍ଟରେ ଯେପରି କରିଥିଲେ, ଆପଣ ସେହିଭଳି Callout ଭିତରେ ଟେକ୍ସଟ୍ ଏଣ୍ଟର୍ କରିପାରିବେ |
11:18 | ଡବଲ୍ କ୍ଲିକ୍ କରି Callout ଭିତରେ “This is an example” ଟେକ୍ସଟ୍ ଟାଇପ୍ କରନ୍ତୁ |
11:25 | ଲିବର୍ ଅଫିସ୍ ଡ୍ର’ ଉପରେ ଏହା ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
11:30 | ଏହି ଟ୍ୟୁଟୋରିଆଲ୍ରେ ଆପଣ ଶିଖିଲେ : |
11:33 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ସହ କାମ କରିବା |
11:35 | ଡ୍ରଇଙ୍ଗ୍ ରେ ଟେକ୍ସଟ୍ ଫର୍ମାଟ୍ କରିବା |
11:38 | ଟେକ୍ସଟ୍ ବକ୍ସ ସହିତ କାମ କରିବା |
11:40 | Indenting, spacing ଏବଂ ଟେକ୍ସଟ୍ align କରିବା |
11:44 | Lines ଏବଂ Arrows ରେ ଟେକ୍ସଟ୍ ଆଡ୍ କରିବା |
11:46 | Callouts ଭିତରେ ଟେକ୍ସଟ୍ ରଖିବା |
11:50 | ଏକ ଆସାଇନମେଣ୍ଟ ଭାବେ - |
11:53 | ସ୍ଲାଇଡ୍ ରେ ପ୍ରଦର୍ଶିତ ପରି ଏକ note book label ଏବଂ ଏକ invitation ତିଆରି କରନ୍ତୁ |
12:00 | ନିମ୍ନ ଲିଙ୍କ୍ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
12:03 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
12:06 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
12:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
12:13 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
12:17 | ଅନ୍ଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
12:20 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜି (spoken-tutorial.org)କୁ ଲେଖନ୍ତୁ |
12:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
12:31 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
12:39 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆର୍ଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:50 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |