Difference between revisions of "C-and-Cpp/C3/String-Library-Functions/Oriya"

From Script | Spoken-Tutorial
Jump to: navigation, search
 
Line 4: Line 4:
  
 
|-
 
|-
| 00:01
+
|00:01
| “Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|“Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
| 00:07
+
|00:07
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
 +
 
 
|-
 
|-
| 00:09
+
|00:09
| ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ
+
|ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ
 +
 
 
|-
 
|-
| 00:11
+
|00:11
| କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
+
|କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
 +
 
 
|-
 
|-
| 00:15
+
|00:15
| ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
+
|ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:18
+
|00:18
| “ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍” ଭର୍ସନ୍ ୧୧.୧୦,
+
|“ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍” ଭର୍ସନ୍ ୧୧.୧୦,
 +
 
 
|-
 
|-
| 00:22
+
|00:22
| “gcc କମ୍ପାଇଲର୍” ଭର୍ସନ୍ ୪.୬.୧.
+
|“gcc କମ୍ପାଇଲର୍” ଭର୍ସନ୍ ୪.୬.୧.
 +
 
 
|-
 
|-
| 00:27
+
|00:27
| ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସର ପରିଚୟରୁ ଆରମ୍ଭ କରିବା
+
|ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସର ପରିଚୟରୁ ଆରମ୍ଭ କରିବା
 +
 
 
|-
 
|-
| 00:31
+
|00:31
| ଏହି ଫଙ୍କସନ୍ସ ଗ୍ରୁପ୍ ଷ୍ଟ୍ରିଙ୍ଗ୍ ଉପରେ ଅପରେସନ୍କୁ ଇମ୍ପ୍ଲିମେଣ୍ଟ କରିବ
+
|ଏହି ଫଙ୍କସନ୍ସ ଗ୍ରୁପ୍ ଷ୍ଟ୍ରିଙ୍ଗ୍ ଉପରେ ଅପରେସନ୍କୁ ଇମ୍ପ୍ଲିମେଣ୍ଟ କରିବ
 +
 
 
|-
 
|-
 
|00:36
 
|00:36
| ବିଭିନ୍ନ ଅପରେସନ୍ ଯଥା- କପି, କନକେଟନେସନ, ସର୍ଚିଙ୍ଗ ଆଦିକୁ ସପୋର୍ଟ କରିବ
+
|ବିଭିନ୍ନ ଅପରେସନ୍ ଯଥା- କପି, କନକେଟନେସନ, ସର୍ଚିଙ୍ଗ ଆଦିକୁ ସପୋର୍ଟ କରିବ
 +
 
 
|-
 
|-
 
|00:44
 
|00:44
| ଆସନ୍ତୁ କିଛି ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ ଦେଖିବା
+
|ଆସନ୍ତୁ କିଛି ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ ଦେଖିବା
 +
 
 
|-
 
|-
 
|00:48
 
|00:48
| ଆମ ପାଖରେ “strncpy” ଫଙ୍କସନ୍ ଅଛି
+
|ଆମ ପାଖରେ “strncpy” ଫଙ୍କସନ୍ ଅଛି
 +
 
 
|-
 
|-
 
|00:52
 
|00:52
| ଏହାର ସିଣ୍ଟାକ୍ସ ହେଲା '''strncpy(char str1, char str2, ଓ int n); '''
+
|ଏହାର ସିଣ୍ଟାକ୍ସ ହେଲା '''strncpy(char str1, char str2, ଓ int n); '''
 +
 
 
|-
 
|-
 
|01:02
 
|01:02
| ଏହି ଷ୍ଟ୍ରିଙ୍ଗ୍ '''str2''' ର ପ୍ରଥମ ଅକ୍ଷର n କ୍ୟାରେକଟରକୁ ଷ୍ଟ୍ରିଙ୍ଗ୍ '''str1''' କୁ କପି କରିବ
+
|ଏହି ଷ୍ଟ୍ରିଙ୍ଗ୍ '''str2''' ର ପ୍ରଥମ ଅକ୍ଷର n କ୍ୟାରେକଟରକୁ ଷ୍ଟ୍ରିଙ୍ଗ୍ '''str1''' କୁ କପି କରିବ
 +
 
 
|-
 
|-
| 01:09
+
|01:09
| ଉଦାହରଣ, '''char strncpy( char hello, char world, 2);'''
+
|ଉଦାହରଣ, '''char strncpy( char hello, char world, 2);'''
 +
 
 
|-
 
|-
| 01:16
+
|01:16
| ଆଉଟପୁଟ୍ ବାହାରିବ '''Wollo'''
+
|ଆଉଟପୁଟ୍ ବାହାରିବ '''Wollo'''
 +
 
 
|-
 
|-
 
|01:21
 
|01:21
| ଆମ ପାଖରେ ଷ୍ଟ୍ରିଙ୍ଗ୍୨ ରୁ '''Wo''' ଅଛି ଏବଂ ବାକି କ୍ୟାରେକଟର୍ସ ଷ୍ଟ୍ରିଙ୍ଗ୍୧ ରୁ ଅଛି
+
|ଆମ ପାଖରେ ଷ୍ଟ୍ରିଙ୍ଗ୍୨ ରୁ '''Wo''' ଅଛି ଏବଂ ବାକି କ୍ୟାରେକଟର୍ସ ଷ୍ଟ୍ରିଙ୍ଗ୍୧ ରୁ ଅଛି
 +
 
 
|-
 
|-
| 01:29
+
|01:29
| ଏବେ '''strncmp''' ଫଙ୍କସନ୍ ଦେଖିବା, ଏହାର ସିଣ୍ଟାକ୍ସ ହେଉଛି '''strncmp(char str1, char str2, ଓ int n); '''
+
|ଏବେ '''strncmp''' ଫଙ୍କସନ୍ ଦେଖିବା, ଏହାର ସିଣ୍ଟାକ୍ସ ହେଉଛି '''strncmp(char str1, char str2, ଓ int n); '''
 +
 
 
|-
 
|-
| 01:42
+
|01:42
| ଏହା ପ୍ରଥମେ ଷ୍ଟ୍ରିଙ୍ଗ୍ ୨ ସହିତ ଷ୍ଟ୍ରିଙ୍ଗ୍ ୧ର n କ୍ୟାରେକ୍ଟକୁ ତୁଳନା କରିବ
+
|ଏହା ପ୍ରଥମେ ଷ୍ଟ୍ରିଙ୍ଗ୍ ୨ ସହିତ ଷ୍ଟ୍ରିଙ୍ଗ୍ ୧ର n କ୍ୟାରେକ୍ଟକୁ ତୁଳନା କରିବ
 +
 
 
|-
 
|-
| 01:48
+
|01:48
| ଉଦାହରଣ ''' int strncmp(char ice, char icecream, ଓ  2);'''
+
|ଉଦାହରଣ ''' int strncmp(char ice, char icecream, ଓ  2);'''
 +
 
 
|-
 
|-
 
|01:55
 
|01:55
| ଆଉଟପୁଟ ଶୂନ୍ ହେବ
+
|ଆଉଟପୁଟ ଶୂନ୍ ହେବ
 +
 
 
|-
 
|-
| 01:58
+
|01:58
| ଏବେ ଆମେ ଦେଖିବା ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ କେମିତି ବ୍ୟବହାର କରାଯାଏ
+
|ଏବେ ଆମେ ଦେଖିବା ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ କେମିତି ବ୍ୟବହାର କରାଯାଏ
 +
 
 
|-
 
|-
| 02:02
+
|02:02
| ମୁଁ ଆପଣଙ୍କୁ କିଛି ସାଧାରଣ ବ୍ୟବହୃତ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖାଉଛି
+
|ମୁଁ ଆପଣଙ୍କୁ କିଛି ସାଧାରଣ ବ୍ୟବହୃତ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖାଉଛି
 +
 
 
|-
 
|-
 
|02:07
 
|02:07
| ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
+
|ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
 +
 
 
|-
 
|-
 
|02:10
 
|02:10
 
|ମୁଁ ଏହାକୁ ଖୋଲିବି
 
|ମୁଁ ଏହାକୁ ଖୋଲିବି
 +
 
|-
 
|-
 
|02:12
 
|02:12
| ଆମ ପାଖରେ ଷ୍ଟ୍ରିଙ୍ଗ୍ length ଫଙ୍କସନ୍ ଅଛି
+
|ଆମ ପାଖରେ ଷ୍ଟ୍ରିଙ୍ଗ୍ length ଫଙ୍କସନ୍ ଅଛି
 +
 
 
|-
 
|-
 
|02:15
 
|02:15
| ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ ନାମ ହେଉଛି '''strlen.c.'''
+
|ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ ନାମ ହେଉଛି '''strlen.c.'''
 +
 
 
|-
 
|-
 
|02:20
 
|02:20
| ଏଥିରେ ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
+
|ଏଥିରେ ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
 +
 
 
|-
 
|-
 
|02:23
 
|02:23
| ଏହି ହେଡର୍ ଫାଇଲ୍ଗୁଡ଼ିକ ହେଲା '''stdio.h''' ଏବଂ '''string.h. '''
+
|ଏହି ହେଡର୍ ଫାଇଲ୍ଗୁଡ଼ିକ ହେଲା '''stdio.h''' ଏବଂ '''string.h. '''
 +
 
 
|-
 
|-
 
|02:29
 
|02:29
| ଏହା ଆମର ମେନ୍() ଫଙ୍କସନ୍
+
|ଏହା ଆମର ମେନ୍() ଫଙ୍କସନ୍
 +
 
 
|-
 
|-
| 02:31
+
|02:31
| ଆମ ପାଖରେ ଏକ କ୍ୟାରେକଟର୍ ଭେରିଏବଲ୍ ''' 'arr'''' ଅଛି
+
|ଆମ ପାଖରେ ଏକ କ୍ୟାରେକଟର୍ ଭେରିଏବଲ୍ ''' 'arr'''' ଅଛି
 +
 
 
|-
 
|-
| 02:35
+
|02:35
| ଏହା ''' 'Ashwini' ''' ଭାଲ୍ୟୁକୁ ଷ୍ଟୋର୍ କରେ
+
|ଏହା ''' 'Ashwini' ''' ଭାଲ୍ୟୁକୁ ଷ୍ଟୋର୍ କରେ
 +
 
 
|-
 
|-
| 02:38
+
|02:38
| ଆମ ପାଖରେ ଇଣ୍ଟିଜର ଭେରିଏବଲ୍ '''len1''' ଅଛି
+
|ଆମ ପାଖରେ ଇଣ୍ଟିଜର ଭେରିଏବଲ୍ '''len1''' ଅଛି
 +
 
 
|-
 
|-
| 02:42
+
|02:42
| '''strlen''' ଫଙ୍କସନ୍ ବ୍ୟବହାର କରି ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
+
|'''strlen''' ଫଙ୍କସନ୍ ବ୍ୟବହାର କରି ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
 +
 
 
|-
 
|-
| 02:48
+
|02:48
| ରେଜଲ୍ଟ 'len1' ରେ ଷ୍ଟୋର୍ ହେବ
+
|ରେଜଲ୍ଟ 'len1' ରେ ଷ୍ଟୋର୍ ହେବ
 +
 
 
|-
 
|-
| 02:52
+
|02:52
| ଏହାପରେ ଆମେ ଷ୍ଟ୍ରିଙ୍ଗ୍ ଏବଂ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପ୍ରିଣ୍ଟ୍ କରିବା
+
|ଏହାପରେ ଆମେ ଷ୍ଟ୍ରିଙ୍ଗ୍ ଏବଂ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପ୍ରିଣ୍ଟ୍ କରିବା
 +
 
 
|-
 
|-
 
|02:56
 
|02:56
| ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
+
|ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
 +
 
 
|-
 
|-
 
|02:59
 
|02:59
| ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
 
|03:01
 
|03:01
| ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ
+
|ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ
 +
 
 
|-
 
|-
| 03:04
+
|03:04
 
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T''' କୀ ଦାବନ୍ତୁ
 
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T''' କୀ ଦାବନ୍ତୁ
 +
 
|-
 
|-
| 03:09
+
|03:09
 
|କମ୍ପାଇଲ୍ ପାଇଁ ଟାଇପ କରନ୍ତୁ: '''  "gcc" ''' ସ୍ପେସ୍ ''' "strlen.c" ''' ସ୍ପେସ୍ ''' “-o”''' ସ୍ପେସ୍''' “str1”''' ଏବଂ ଏଣ୍ଟର ଦାବନ୍ତୁ
 
|କମ୍ପାଇଲ୍ ପାଇଁ ଟାଇପ କରନ୍ତୁ: '''  "gcc" ''' ସ୍ପେସ୍ ''' "strlen.c" ''' ସ୍ପେସ୍ ''' “-o”''' ସ୍ପେସ୍''' “str1”''' ଏବଂ ଏଣ୍ଟର ଦାବନ୍ତୁ
 +
 
|-
 
|-
| 03:19
+
|03:19
| (ଡଟ୍ ସ୍ଲାଶ) ''' ./str1.''' ଟାଇପ କରି ଏଣ୍ଟର ଦାବନ୍ତୁ
+
|(ଡଟ୍ ସ୍ଲାଶ) ''' ./str1.''' ଟାଇପ କରି ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 03:24
+
|03:24
| ଆଉଟପୁଟ୍ ପ୍ରଦର୍ଶିତ ହେବ
+
|ଆଉଟପୁଟ୍ ପ୍ରଦର୍ଶିତ ହେବ
 +
 
 
|-
 
|-
| 03:26
+
|03:26
 
|'''string = Ashwini, Length = 7 '''
 
|'''string = Ashwini, Length = 7 '''
 +
 
|-
 
|-
 
|03:30
 
|03:30
| ଆପଣ ଏଠାରେ ୧,୨,୩,୪,୫,୬, ଏବଂ ୭ କୁ ଗଣିପାରିବେ
+
|ଆପଣ ଏଠାରେ ୧,୨,୩,୪,୫,୬, ଏବଂ ୭ କୁ ଗଣିପାରିବେ
 +
 
 
|-
 
|-
| 03:37
+
|03:37
 
|ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
 
|ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
 +
 
|-
 
|-
| 03:40
+
|03:40
| ଏଠାରେ '''string copy''' ଫଙ୍କସନ୍ ଅଛି
+
|ଏଠାରେ '''string copy''' ଫଙ୍କସନ୍ ଅଛି
 +
 
 
|-
 
|-
| 03:43
+
|03:43
| ଦେଖନ୍ତୁ, ଆମ ଫାଇଲ ନାମ ହେଉଛି '''strcpy.c '''
+
|ଦେଖନ୍ତୁ, ଆମ ଫାଇଲ ନାମ ହେଉଛି '''strcpy.c '''
 +
 
 
|-
 
|-
| 03:48
+
|03:48
| ଏଥିରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍କୁ ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି କରିବା
+
|ଏଥିରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍କୁ ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି କରିବା
 +
 
 
|-
 
|-
| 03:53
+
|03:53
| ସୋର୍ସ ଷ୍ଟ୍ରିଙ୍ଗ୍ରେ 'Ice' ଅଛି, ଏହା ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି ହେବ
+
|ସୋର୍ସ ଷ୍ଟ୍ରିଙ୍ଗ୍ରେ 'Ice' ଅଛି, ଏହା ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି ହେବ
 +
 
 
|-
 
|-
| 03:59
+
|03:59
| ଏହା ହେଉଛି ଆମର '''strcpy''' ଫଙ୍କସନ୍
+
|ଏହା ହେଉଛି ଆମର '''strcpy''' ଫଙ୍କସନ୍
 +
 
 
|-
 
|-
| 04:02
+
|04:02
| ଏଠାରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍ ଏବଂ ଟାର୍ଗେଟ ଷ୍ଟ୍ରିଙ୍ଗ୍କୁ ପ୍ରିଣ୍ଟ୍ କରିବା
+
|ଏଠାରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍ ଏବଂ ଟାର୍ଗେଟ ଷ୍ଟ୍ରିଙ୍ଗ୍କୁ ପ୍ରିଣ୍ଟ୍ କରିବା
 +
 
 
|-
 
|-
| 04:07
+
|04:07
| ଆସନ୍ତୁ ଏକଜେକ୍ୟୁଟ୍ କରି ଦେଖିବା
+
|ଆସନ୍ତୁ ଏକଜେକ୍ୟୁଟ୍ କରି ଦେଖିବା
 +
 
 
|-
 
|-
| 04:09
+
|04:09
| ଟର୍ମିନାଲକୁ ଫେରିଯିବା
+
|ଟର୍ମିନାଲକୁ ଫେରିଯିବା
 +
 
 
|-
 
|-
| 04:11
+
|04:11
| କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ: '''gcc '''ସ୍ପେସ୍ '''strcpy.c''' ସ୍ପେସ୍ ହାଇଫେନ୍ ''' o''' ସ୍ପେସ୍ '''str2''' ଏବଂ ଏଣ୍ଟର ଦାବନ୍ତୁ
+
|କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ: '''gcc '''ସ୍ପେସ୍ '''strcpy.c''' ସ୍ପେସ୍ ହାଇଫେନ୍ ''' o''' ସ୍ପେସ୍ '''str2''' ଏବଂ ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 04:20
+
|04:20
| (ଡଟ୍ ସ୍ଲାସ) '''./str2 ''' ଟାଇପ୍ କରି ଏଣ୍ଟର ଦାବନ୍ତୁ
+
|(ଡଟ୍ ସ୍ଲାସ) '''./str2 ''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 04:24
+
|04:24
| ଆଉଟପୁଟ୍ ପ୍ରଦର୍ଶିତ ହେବ:
+
|ଆଉଟପୁଟ୍ ପ୍ରଦର୍ଶିତ ହେବ:
 +
 
 
|-
 
|-
| 04:26
+
|04:26
 
|'''source string = Ice '''
 
|'''source string = Ice '''
 +
 
|-
 
|-
| 04:29
+
|04:29
 
|'''target string = Ice '''
 
|'''target string = Ice '''
 +
 
|-
 
|-
| 04:32
+
|04:32
| ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
+
|ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
 +
 
 
|-
 
|-
| 04:34
+
|04:34
| ଆମେ ଏବେ ଷ୍ଟ୍ରିଙ୍ଗ୍ କମ୍ପେୟାର୍‍ ଫଙ୍କସନ୍ ଦେଖିବା
+
|ଆମେ ଏବେ ଷ୍ଟ୍ରିଙ୍ଗ୍ କମ୍ପେୟାର୍‍ ଫଙ୍କସନ୍ ଦେଖିବା
 +
 
 
|-
 
|-
| 04:37
+
|04:37
| ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି '''strcmp.c'''
+
|ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି '''strcmp.c'''
 +
 
 
|-
 
|-
| 04:42
+
|04:42
| ଏଥିରେ ଆମେ ଦୁଇଟି ଷ୍ଟ୍ରିଙ୍ଗ୍ ର ତୁଳନା କରିବା
+
|ଏଥିରେ ଆମେ ଦୁଇଟି ଷ୍ଟ୍ରିଙ୍ଗ୍ ର ତୁଳନା କରିବା
 +
 
 
|-
 
|-
| 04:46
+
|04:46
| ଏଠାରେ କ୍ୟାରେକଟର୍ ଭେରିଏବଲ୍ '''str1''' ଏବଂ '''str2''' ଅଛି
+
|ଏଠାରେ କ୍ୟାରେକଟର୍ ଭେରିଏବଲ୍ '''str1''' ଏବଂ '''str2''' ଅଛି
 +
 
 
|-
 
|-
| 04:52
+
|04:52
 
|'''str1''' ''' 'Ice' ''' ରୂପେ ଭାଲ୍ୟୁ ଏବଂ '''str2''' ''' 'Cream'''' ରୂପେ ଭାଲ୍ୟୁ ଷ୍ଟୋର କରିବ
 
|'''str1''' ''' 'Ice' ''' ରୂପେ ଭାଲ୍ୟୁ ଏବଂ '''str2''' ''' 'Cream'''' ରୂପେ ଭାଲ୍ୟୁ ଷ୍ଟୋର କରିବ
 +
 
|-
 
|-
| 04:58
+
|04:58
| ଏଠାରେ ଇଣ୍ଟିଜର ଭେରିଏବଲ୍ i ଏବଂ j ଅଛି
+
|ଏଠାରେ ଇଣ୍ଟିଜର ଭେରିଏବଲ୍ i ଏବଂ j ଅଛି
 +
 
 
|-
 
|-
| 05:03
+
|05:03
 
|ଏଥିରେ ଆମେ '''strcmp''' ଫଙ୍କସନ୍ ବ୍ୟବହାର କରି ଷ୍ଟ୍ରିଙ୍ଗ୍ ତୁଳନା କରିବା
 
|ଏଥିରେ ଆମେ '''strcmp''' ଫଙ୍କସନ୍ ବ୍ୟବହାର କରି ଷ୍ଟ୍ରିଙ୍ଗ୍ ତୁଳନା କରିବା
 +
 
|-
 
|-
| 05:08
+
|05:08
| ଏଠାରେ ଆମେ str୧ ତୁଳନା କରିବା, ଯାହାହେଉଛି 'Hello' ସହିତ 'Ice'  
+
|ଏଠାରେ ଆମେ str୧ ତୁଳନା କରିବା, ଯାହାହେଉଛି 'Hello' ସହିତ 'Ice'  
|-
+
 
| 05:14
+
| ରେଜଲ୍ଟ i ରେ ଷ୍ଟୋର ହେବ
+
|-
+
| 05:16
+
| ଏଥିରେ ଆମେ ଷ୍ଟ୍ରିଙ୍ଗ୍୨ ତୁଳନା କରିବା, ଯାହା ହେଉଛି 'Cream' ସହିତ 'Cream'
+
|-
+
| 05:23
+
| ରେଜଲ୍ଟ j ରେ ଷ୍ଟୋର ହେବ
+
 
|-
 
|-
| 05:25
+
|05:14
| ଏହାପରେ ଆମେ ଉଭୟ ରେଜଲ୍ଟ ପ୍ରିଣ୍ଟ୍ କରିବା
+
|ରେଜଲ୍ଟ i ରେ ଷ୍ଟୋର ହେବ
 +
 
 
|-
 
|-
| 05:28
+
|05:16
| ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟ୍ମେଣ୍ଟ
+
|ଏଥିରେ ଆମେ ଷ୍ଟ୍ରିଙ୍ଗ୍୨ ତୁଳନା କରିବା, ଯାହା ହେଉଛି 'Cream' ସହିତ 'Cream'
 +
 
 
|-
 
|-
| 05:31
+
|05:23
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ରେଜଲ୍ଟ j ରେ ଷ୍ଟୋର ହେବ
 +
 
 
|-
 
|-
| 05:33
+
|05:25
| ଟର୍ମିନାଲ୍କୁ ଫେରିଯିବା
+
|ଏହାପରେ ଆମେ ଉଭୟ ରେଜଲ୍ଟ ପ୍ରିଣ୍ଟ୍ କରିବା
 +
 
 
|-
 
|-
| 05:35
+
|05:28
| କମ୍ପାଇଲ କରିବା ପାଇଁ ଟାଇପ କରନ୍ତୁ: '''gcc''' ସ୍ପେସ୍ '''strcmp.c''' ସ୍ପେସ୍ ହାଇଫେନ୍ '''o''' ସ୍ପେସ୍ '''str3'''
+
|ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟ୍ମେଣ୍ଟ
 +
 
 
|-
 
|-
| 05:46
+
|05:31
| ଏଣ୍ଟର ଦାବନ୍ତୁ
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 05:47
+
|05:33
| ଟାଇପ କରନ୍ତୁ (ଡଟ୍ ସ୍ଲାସ) ''' ./str3 '''
+
|ଟର୍ମିନାଲ୍କୁ ଫେରିଯିବା
 +
 
 
|-
 
|-
| 05:50
+
|05:35
| ଆଉଟପୁଟ୍ ପ୍ରଦର୍ଶିତ ହେବ ୧, ୦
+
|କମ୍ପାଇଲ କରିବା ପାଇଁ ଟାଇପ କରନ୍ତୁ: '''gcc''' ସ୍ପେସ୍ '''strcmp.c''' ସ୍ପେସ୍ ହାଇଫେନ୍ '''o''' ସ୍ପେସ୍ '''str3'''
 +
 
 
|-
 
|-
| 05:54
+
|05:46
| ପ୍ରୋଗ୍ରାମକୁ ଫେରିଯିବା
+
|ଏଣ୍ଟର ଦାବନ୍ତୁ,ଟାଇପ କରନ୍ତୁ (ଡଟ୍ ସ୍ଲାସ) ''' ./str3 '''
 +
 
 
|-
 
|-
| 05:56
+
|05:50
| ଏଠାରେ ଆମେ ଓ ଏଠାରେ ପାଇଛେ
+
|ଆଉଟପୁଟ୍ ପ୍ରଦର୍ଶିତ ହେବ ,
 +
 
 
|-
 
|-
| 06:01
+
|05:54
| ଆମ ସ୍ଲାଇଡ୍ସକୁ ଫେରିଯିବା
+
|ପ୍ରୋଗ୍ରାମକୁ ଫେରିଯିବା
 +
 
 
|-
 
|-
| 06:04
+
|05:56
| ସଂକ୍ଷିପ୍ତରେ
+
|ଏଠାରେ ଆମେ ୧ ଓ ଏଠାରେ ୦ ପାଇଛେ
 +
 
 
|-
 
|-
| 06:06
+
|06:01
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,
+
|ଆମ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 06:07
+
|06:04
| ଷ୍ଟ୍ରିଙ୍ଗ୍‍ ଲାଇବ୍ରେରୀ ଫଙ୍କସନ୍ସ-
+
|ସଂକ୍ଷିପ୍ତରେ
 +
 
 
|-
 
|-
| 06:09
+
|06:06
|* strlen()
+
|ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,ଷ୍ଟ୍ରିଙ୍ଗ୍‍ ଲାଇବ୍ରେରୀ ଫଙ୍କସନ୍ସ-
 +
 
 
|-
 
|-
| 06:11
+
|06:09
|* strcpy()
+
|strlen()
 +
 
 
|-
 
|-
| 06:13
+
|06:11
|* strcmp()
+
|strcpy()
 +
 
 
|-
 
|-
| 06:14
+
|06:13
|* strncpy()
+
|strcmp(),strncpy()
 +
 
 
|-
 
|-
| 06:16
+
|06:16
|*ଏବଂ strncmp().
+
|ଏବଂ strncmp().
 +
 
 
|-
 
|-
| 06:19
+
|06:19
| ଏକ ଆସାଇନମେଣ୍ଟ ଭାବେ
+
|ଏକ ଆସାଇନମେଣ୍ଟ ଭାବେ
 +
 
 
|-
 
|-
| 06:21
+
|06:21
| ଷ୍ଟ୍ରିଙ୍ଗ୍ 'best' ଏବଂ ଷ୍ଟ୍ରିଙ୍ଗ୍ 'bus' ଯୋଡ଼ିବା ପାଇଁ ଗୋଟିଏ C ପ୍ରୋଗ୍ରାମ ଲେଖନ୍ତୁ
+
|ଷ୍ଟ୍ରିଙ୍ଗ୍ 'best' ଏବଂ ଷ୍ଟ୍ରିଙ୍ଗ୍ 'bus' ଯୋଡ଼ିବା ପାଇଁ ଗୋଟିଏ C ପ୍ରୋଗ୍ରାମ ଲେଖନ୍ତୁ
 +
 
 
|-
 
|-
| 06:25
+
|06:25
| ସଙ୍କେତ: strcat (char str1, char str2);
+
|ସଙ୍କେତ: strcat (char str1, char str2);
 +
 
 
|-
 
|-
| 06:32
+
|06:32
| ଷ୍ଟ୍ରିଙ୍ଗ୍ ଲାଇବ୍ରେରୀରେ ଅନ୍ୟ ଫଙ୍କସନ୍କୁ ମଧ୍ୟ ପରୀକ୍ଷା କରନ୍ତୁ
+
|ଷ୍ଟ୍ରିଙ୍ଗ୍ ଲାଇବ୍ରେରୀରେ ଅନ୍ୟ ଫଙ୍କସନ୍କୁ ମଧ୍ୟ ପରୀକ୍ଷା କରନ୍ତୁ
 +
 
 
|-
 
|-
| 06:36
+
|06:36
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 06:39
+
|06:39
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 06:42
+
|06:42
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 06:46
+
|06:46
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 06:49
+
|06:49
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 06:52
+
|06:52
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 06:56
+
|06:56
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
 +
 
 
|-
 
|-
 
|07:03
 
|07:03
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 07:08
+
|07:08
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 07:15
+
|07:15
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 07:20
+
|07:20
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 07:24
+
|07:24
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 16:46, 3 April 2017

Time Narration
00:01 “Cରେ ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:09 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ
00:11 କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା
00:15 ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛି
00:18 “ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍” ଭର୍ସନ୍ ୧୧.୧୦,
00:22 “gcc କମ୍ପାଇଲର୍” ଭର୍ସନ୍ ୪.୬.୧.
00:27 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସର ପରିଚୟରୁ ଆରମ୍ଭ କରିବା
00:31 ଏହି ଫଙ୍କସନ୍ସ ଗ୍ରୁପ୍ ଷ୍ଟ୍ରିଙ୍ଗ୍ ଉପରେ ଅପରେସନ୍କୁ ଇମ୍ପ୍ଲିମେଣ୍ଟ କରିବ
00:36 ବିଭିନ୍ନ ଅପରେସନ୍ ଯଥା- କପି, କନକେଟନେସନ, ସର୍ଚିଙ୍ଗ ଆଦିକୁ ସପୋର୍ଟ କରିବ
00:44 ଆସନ୍ତୁ କିଛି ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ ଦେଖିବା
00:48 ଆମ ପାଖରେ “strncpy” ଫଙ୍କସନ୍ ଅଛି
00:52 ଏହାର ସିଣ୍ଟାକ୍ସ ହେଲା strncpy(char str1, char str2, ଓ int n);
01:02 ଏହି ଷ୍ଟ୍ରିଙ୍ଗ୍ str2 ର ପ୍ରଥମ ଅକ୍ଷର n କ୍ୟାରେକଟରକୁ ଷ୍ଟ୍ରିଙ୍ଗ୍ str1 କୁ କପି କରିବ
01:09 ଉଦାହରଣ, char strncpy( char hello, char world, 2);
01:16 ଆଉଟପୁଟ୍ ବାହାରିବ Wollo
01:21 ଆମ ପାଖରେ ଷ୍ଟ୍ରିଙ୍ଗ୍୨ ରୁ Wo ଅଛି ଏବଂ ବାକି କ୍ୟାରେକଟର୍ସ ଷ୍ଟ୍ରିଙ୍ଗ୍୧ ରୁ ଅଛି
01:29 ଏବେ strncmp ଫଙ୍କସନ୍ ଦେଖିବା, ଏହାର ସିଣ୍ଟାକ୍ସ ହେଉଛି strncmp(char str1, char str2, ଓ int n);
01:42 ଏହା ପ୍ରଥମେ ଷ୍ଟ୍ରିଙ୍ଗ୍ ୨ ସହିତ ଷ୍ଟ୍ରିଙ୍ଗ୍ ୧ର n କ୍ୟାରେକ୍ଟକୁ ତୁଳନା କରିବ
01:48 ଉଦାହରଣ int strncmp(char ice, char icecream, ଓ 2);
01:55 ଆଉଟପୁଟ ଶୂନ୍ ହେବ
01:58 ଏବେ ଆମେ ଦେଖିବା ଷ୍ଟ୍ରିଙ୍ଗ୍ ଲାଇବ୍ରେରୀ ଫଙ୍କସନ୍ସ କେମିତି ବ୍ୟବହାର କରାଯାଏ
02:02 ମୁଁ ଆପଣଙ୍କୁ କିଛି ସାଧାରଣ ବ୍ୟବହୃତ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖାଉଛି
02:07 ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
02:10 ମୁଁ ଏହାକୁ ଖୋଲିବି
02:12 ଆମ ପାଖରେ ଷ୍ଟ୍ରିଙ୍ଗ୍ length ଫଙ୍କସନ୍ ଅଛି
02:15 ଧ୍ୟାନ ଦିଅନ୍ତୁ ଯେ, ଆମ ଫାଇଲ ନାମ ହେଉଛି strlen.c.
02:20 ଏଥିରେ ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
02:23 ଏହି ହେଡର୍ ଫାଇଲ୍ଗୁଡ଼ିକ ହେଲା stdio.h ଏବଂ string.h.
02:29 ଏହା ଆମର ମେନ୍() ଫଙ୍କସନ୍
02:31 ଆମ ପାଖରେ ଏକ କ୍ୟାରେକଟର୍ ଭେରିଏବଲ୍ 'arr' ଅଛି
02:35 ଏହା 'Ashwini' ଭାଲ୍ୟୁକୁ ଷ୍ଟୋର୍ କରେ
02:38 ଆମ ପାଖରେ ଇଣ୍ଟିଜର ଭେରିଏବଲ୍ len1 ଅଛି
02:42 strlen ଫଙ୍କସନ୍ ବ୍ୟବହାର କରି ଆମେ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପାଇବା
02:48 ରେଜଲ୍ଟ 'len1' ରେ ଷ୍ଟୋର୍ ହେବ
02:52 ଏହାପରେ ଆମେ ଷ୍ଟ୍ରିଙ୍ଗ୍ ଏବଂ ଷ୍ଟ୍ରିଙ୍ଗ୍ର ଦୈର୍ଘ୍ୟ ପ୍ରିଣ୍ଟ୍ କରିବା
02:56 ଆଉ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ
02:59 ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
03:01 ଟର୍ମିନାଲ୍ ୱିଣ୍ଡୋ ଖୋଲିବା ପାଇଁ
03:04 କୀ’ବୋର୍ଡରେ ଏକକାଳୀନ Ctrl, AltT କୀ ଦାବନ୍ତୁ
03:09 କମ୍ପାଇଲ୍ ପାଇଁ ଟାଇପ କରନ୍ତୁ: "gcc" ସ୍ପେସ୍ "strlen.c" ସ୍ପେସ୍ “-o” ସ୍ପେସ୍ “str1” ଏବଂ ଏଣ୍ଟର ଦାବନ୍ତୁ
03:19 (ଡଟ୍ ସ୍ଲାଶ) ./str1. ଟାଇପ କରି ଏଣ୍ଟର ଦାବନ୍ତୁ
03:24 ଆଉଟପୁଟ୍ ପ୍ରଦର୍ଶିତ ହେବ
03:26 string = Ashwini, Length = 7
03:30 ଆପଣ ଏଠାରେ ୧,୨,୩,୪,୫,୬, ଏବଂ ୭ କୁ ଗଣିପାରିବେ
03:37 ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
03:40 ଏଠାରେ string copy ଫଙ୍କସନ୍ ଅଛି
03:43 ଦେଖନ୍ତୁ, ଆମ ଫାଇଲ ନାମ ହେଉଛି strcpy.c
03:48 ଏଥିରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍କୁ ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି କରିବା
03:53 ସୋର୍ସ ଷ୍ଟ୍ରିଙ୍ଗ୍ରେ 'Ice' ଅଛି, ଏହା ଟାର୍ଗେଟ୍ ଷ୍ଟ୍ରିଙ୍ଗ୍ ରେ କପି ହେବ
03:59 ଏହା ହେଉଛି ଆମର strcpy ଫଙ୍କସନ୍
04:02 ଏଠାରେ ଆମେ ସୋର୍ସ ଷ୍ଟ୍ରିଙ୍ଗ୍ ଏବଂ ଟାର୍ଗେଟ ଷ୍ଟ୍ରିଙ୍ଗ୍କୁ ପ୍ରିଣ୍ଟ୍ କରିବା
04:07 ଆସନ୍ତୁ ଏକଜେକ୍ୟୁଟ୍ କରି ଦେଖିବା
04:09 ଟର୍ମିନାଲକୁ ଫେରିଯିବା
04:11 କମ୍ପାଇଲ୍ ପାଇଁ ଟାଇପ୍ କରନ୍ତୁ: gcc ସ୍ପେସ୍ strcpy.c ସ୍ପେସ୍ ହାଇଫେନ୍ o ସ୍ପେସ୍ str2 ଏବଂ ଏଣ୍ଟର ଦାବନ୍ତୁ
04:20 (ଡଟ୍ ସ୍ଲାସ) ./str2 ଟାଇପ୍ କରି ଏଣ୍ଟର ଦାବନ୍ତୁ
04:24 ଆଉଟପୁଟ୍ ପ୍ରଦର୍ଶିତ ହେବ:
04:26 source string = Ice
04:29 target string = Ice
04:32 ଆସନ୍ତୁ ଅନ୍ୟ ଷ୍ଟ୍ରିଙ୍ଗ୍ ଫଙ୍କସନ୍ ଦେଖିବା
04:34 ଆମେ ଏବେ ଷ୍ଟ୍ରିଙ୍ଗ୍ କମ୍ପେୟାର୍‍ ଫଙ୍କସନ୍ ଦେଖିବା
04:37 ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି strcmp.c
04:42 ଏଥିରେ ଆମେ ଦୁଇଟି ଷ୍ଟ୍ରିଙ୍ଗ୍ ର ତୁଳନା କରିବା
04:46 ଏଠାରେ କ୍ୟାରେକଟର୍ ଭେରିଏବଲ୍ str1 ଏବଂ str2 ଅଛି
04:52 str1 'Ice' ରୂପେ ଭାଲ୍ୟୁ ଏବଂ str2 'Cream' ରୂପେ ଭାଲ୍ୟୁ ଷ୍ଟୋର କରିବ
04:58 ଏଠାରେ ଇଣ୍ଟିଜର ଭେରିଏବଲ୍ i ଏବଂ j ଅଛି
05:03 ଏଥିରେ ଆମେ strcmp ଫଙ୍କସନ୍ ବ୍ୟବହାର କରି ଷ୍ଟ୍ରିଙ୍ଗ୍ ତୁଳନା କରିବା
05:08 ଏଠାରେ ଆମେ str୧ ତୁଳନା କରିବା, ଯାହାହେଉଛି 'Hello' ସହିତ 'Ice'
05:14 ରେଜଲ୍ଟ i ରେ ଷ୍ଟୋର ହେବ
05:16 ଏଥିରେ ଆମେ ଷ୍ଟ୍ରିଙ୍ଗ୍୨ ତୁଳନା କରିବା, ଯାହା ହେଉଛି 'Cream' ସହିତ 'Cream'
05:23 ରେଜଲ୍ଟ j ରେ ଷ୍ଟୋର ହେବ
05:25 ଏହାପରେ ଆମେ ଉଭୟ ରେଜଲ୍ଟ ପ୍ରିଣ୍ଟ୍ କରିବା
05:28 ଓ ଏହା ହେଉଛି ଆମର “ରିଟର୍ନ” ଷ୍ଟେଟ୍ମେଣ୍ଟ
05:31 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
05:33 ଟର୍ମିନାଲ୍କୁ ଫେରିଯିବା
05:35 କମ୍ପାଇଲ କରିବା ପାଇଁ ଟାଇପ କରନ୍ତୁ: gcc ସ୍ପେସ୍ strcmp.c ସ୍ପେସ୍ ହାଇଫେନ୍ o ସ୍ପେସ୍ str3
05:46 ଏଣ୍ଟର ଦାବନ୍ତୁ,ଟାଇପ କରନ୍ତୁ (ଡଟ୍ ସ୍ଲାସ) ./str3
05:50 ଆଉଟପୁଟ୍ ପ୍ରଦର୍ଶିତ ହେବ ୧, ୦
05:54 ପ୍ରୋଗ୍ରାମକୁ ଫେରିଯିବା
05:56 ଏଠାରେ ଆମେ ୧ ଓ ଏଠାରେ ୦ ପାଇଛେ
06:01 ଆମ ସ୍ଲାଇଡ୍ସକୁ ଫେରିଯିବା
06:04 ସଂକ୍ଷିପ୍ତରେ
06:06 ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ,ଷ୍ଟ୍ରିଙ୍ଗ୍‍ ଲାଇବ୍ରେରୀ ଫଙ୍କସନ୍ସ-
06:09 strlen()
06:11 strcpy()
06:13 strcmp(),strncpy()
06:16 ଏବଂ strncmp().
06:19 ଏକ ଆସାଇନମେଣ୍ଟ ଭାବେ
06:21 ଷ୍ଟ୍ରିଙ୍ଗ୍ 'best' ଏବଂ ଷ୍ଟ୍ରିଙ୍ଗ୍ 'bus' ଯୋଡ଼ିବା ପାଇଁ ଗୋଟିଏ C ପ୍ରୋଗ୍ରାମ ଲେଖନ୍ତୁ
06:25 ସଙ୍କେତ: strcat (char str1, char str2);
06:32 ଷ୍ଟ୍ରିଙ୍ଗ୍ ଲାଇବ୍ରେରୀରେ ଅନ୍ୟ ଫଙ୍କସନ୍କୁ ମଧ୍ୟ ପରୀକ୍ଷା କରନ୍ତୁ
06:36 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
06:39 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
06:42 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
06:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:49 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:52 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:56 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:08 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
07:15 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:20 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:24 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep