Difference between revisions of "C-and-Cpp/C4/Working-With-Structures/Oriya"

From Script | Spoken-Tutorial
Jump to: navigation, search
(Created page with "{| border = 1 |Time |Narration |- | 00:01 | '''C ଓ C++'''ରେ '''Structures''' ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ |- |...")
 
 
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| '''C ଓ C++'''ରେ '''Structures''' ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
+
|'''C ଓ C++'''ରେ '''Structures''' ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
 
|-
 
|-
| 00:06
+
|00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
+
|ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
 +
 
 
|-
 
|-
| 00:08
+
|00:08
|* '''Structures''' କ’ଣ
+
|'''Structures''' କ’ଣ
 +
 
 
|-
 
|-
| 00:10
+
|00:10
|* '''Structures'''ର ଘୋଷଣା
+
|'''Structures'''ର ଘୋଷଣା
 +
 
 
|-
 
|-
| 00:13
+
|00:13
| ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
+
|ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
 +
 
 
|-
 
|-
| 00:15
+
|00:15
| ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:18
+
|00:18
| “ଉବୁଣ୍ଟୁ ଅପରେଟିଂ ସିଷ୍ଟମ” ଭର୍ସନ “୧୧.୦୪”
+
|“ଉବୁଣ୍ଟୁ ଅପରେଟିଂ ସିଷ୍ଟମ” ଭର୍ସନ “୧୧.୦୪”
 +
 
 
|-
 
|-
| 00:22
+
|00:22
| gcc ଏବଂ g++ Compiler ଭର୍ସନ ୪.୬.୧
+
|gcc ଏବଂ g++ Compiler ଭର୍ସନ ୪.୬.୧
 +
 
 
|-
 
|-
| 00:28
+
|00:28
| Structureର ପରିଚୟରୁ ଆରମ୍ଭ କରିବା
+
|Structureର ପରିଚୟରୁ ଆରମ୍ଭ କରିବା
 +
 
 
|-
 
|-
 
|00:31
 
|00:31
| ଯେତେବେଳେ ଏକ ନାମ ଅଧିନରେ ଗୋଟିଏ କିମ୍ବା ଅଧିକ ଭେରିଏବଲ୍ସ ଗ୍ରୁପ ହୁଅନ୍ତି, ଏହାକୁ structure କୁହାଯାଏ
+
|ଯେତେବେଳେ ଏକ ନାମ ଅଧିନରେ ଗୋଟିଏ କିମ୍ବା ଅଧିକ ଭେରିଏବଲ୍ସ ଗ୍ରୁପ ହୁଅନ୍ତି, ଏହାକୁ structure କୁହାଯାଏ
 +
 
 
|-
 
|-
 
|00:37
 
|00:37
| ବିଭିନ୍ନ ଡାଟାକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ୍ କରିବା ପାଇଁ ଷ୍ଟ୍ରକଚର ବ୍ୟବହୃତ ହୁଏ
+
|ବିଭିନ୍ନ ଡାଟାକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ୍ କରିବା ପାଇଁ ଷ୍ଟ୍ରକଚର ବ୍ୟବହୃତ ହୁଏ
 +
 
 
|-
 
|-
 
|00:42
 
|00:42
| ଏହାକୁ “କମ୍ପାଉଣ୍ଡ ଡାଟା-ଟାଇପ” କୁହାଯାଏ
+
|ଏହାକୁ “କମ୍ପାଉଣ୍ଡ ଡାଟା-ଟାଇପ” କୁହାଯାଏ
 +
 
 
|-
 
|-
| 00:45
+
|00:45
| ଏହା ସମ୍ପର୍କିତ ତଥ୍ୟକୁ ଏକତ୍ର କରିବା ପାଇଁ ବ୍ୟବହାର କରାଯାଏ
+
|ଏହା ସମ୍ପର୍କିତ ତଥ୍ୟକୁ ଏକତ୍ର କରିବା ପାଇଁ ବ୍ୟବହାର କରାଯାଏ
 +
 
 
|-
 
|-
| 00:49
+
|00:49
| ବର୍ତ୍ତମାନ ଏକ “structure” ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା
+
|ବର୍ତ୍ତମାନ ଏକ “structure” ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା
 +
 
 
|-
 
|-
| 00:52
+
|00:52
| ଏଠାରେ ଗୋଟିଏ structure ଘୋଷିତ ହୋଇଛି ବୋଲି '''struct''' କିୱାର୍ଡ କମ୍ପାଇଲରକୁ କୁହେ
+
|ଏଠାରେ ଗୋଟିଏ structure ଘୋଷିତ ହୋଇଛି ବୋଲି '''struct''' କିୱାର୍ଡ କମ୍ପାଇଲରକୁ କୁହେ
 +
 
 
|-
 
|-
| 00:59
+
|00:59
| “Structure”ର ନାମ ହେଉଛି '''strcut_name'''
+
|“Structure”ର ନାମ ହେଉଛି '''strcut_name'''
 +
 
 
|-
 
|-
| 01:02
+
|01:02
| ଯେପରି '''struct employee; '''
+
|ଯେପରି '''struct employee; '''
 +
 
 
|-
 
|-
| 01:04
+
|01:04
| ଆପଣ ଯେକୌଣସି ନାମ ଦେଇପାରିବେ
+
|ଆପଣ ଯେକୌଣସି ନାମ ଦେଇପାରିବେ
 +
 
 
|-
 
|-
| 01:07
+
|01:07
| ଏବେ ଆମେ ଦେଖିବା ଗୋଟିଏ “Structure” ଭେରିଏବଲ୍ କେମିତି ଘୋଷିତ ହୁଏ
+
|ଏବେ ଆମେ ଦେଖିବା ଗୋଟିଏ “Structure” ଭେରିଏବଲ୍ କେମିତି ଘୋଷିତ ହୁଏ
 +
 
 
|-
 
|-
 
|01:10
 
|01:10
| ଏଥିପାଇଁ ସିଣ୍ଟାକ୍ସ ହେଉଛି:
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି:
 +
 
 
|-
 
|-
| 01:13
+
|01:13
 
|'''struct struct_name and  struct_var; '''
 
|'''struct struct_name and  struct_var; '''
 +
 
|-
 
|-
| 01:17
+
|01:17
 
|'''struc_name''' ଟାଇପ୍ର ଭେରିଏବଲ୍ ହେଉଛି '''struct_var'''
 
|'''struc_name''' ଟାଇପ୍ର ଭେରିଏବଲ୍ ହେଉଛି '''struct_var'''
 +
 
|-
 
|-
| 01:21
+
|01:21
| ଉଦାହରଣ, '''struct employee addr; '''
+
|ଉଦାହରଣ, '''struct employee addr; '''
 +
 
 
|-
 
|-
| 01:26
+
|01:26
 
|'''employee.''' ଟାଇପ୍ ର “ଭେରିଏବଲ୍” ହେଉଛି '''addr'''
 
|'''employee.''' ଟାଇପ୍ ର “ଭେରିଏବଲ୍” ହେଉଛି '''addr'''
 +
 
|-
 
|-
 
|01:30
 
|01:30
| ଆସନ୍ତୁ ଆମ ଉଦାହରଣ ଦେଖିବା
+
|ଆସନ୍ତୁ ଆମ ଉଦାହରଣ ଦେଖିବା
 +
 
 
|-
 
|-
 
|01:33
 
|01:33
| ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି. ମୁଁ ଏହାକୁ ଖୋଲୁଛି
+
|ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି. ମୁଁ ଏହାକୁ ଖୋଲୁଛି
 +
 
 
|-
 
|-
 
|01:37
 
|01:37
| ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି '''structure.c.'''
+
|ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି '''structure.c.'''
 +
 
 
|-
 
|-
 
|01:41
 
|01:41
| ଏହି ପ୍ରୋଗ୍ରାମରେ ଆମେ Structure ବ୍ୟବହାର କରି ତିନୋଟି ବିଷୟର ସମୁଦାୟ ଅଙ୍କ ହିସାବ କରିବା
+
|ଏହି ପ୍ରୋଗ୍ରାମରେ ଆମେ Structure ବ୍ୟବହାର କରି ତିନୋଟି ବିଷୟର ସମୁଦାୟ ଅଙ୍କ ହିସାବ କରିବା
 +
 
 
|-
 
|-
 
|01:48
 
|01:48
| ଏବେ ମୁଁ କୋଡ୍‍ ବର୍ଣ୍ଣନା କରୁଛି
+
|ଏବେ ମୁଁ କୋଡ୍‍ ବର୍ଣ୍ଣନା କରୁଛି
 +
 
 
|-
 
|-
 
|01:51
 
|01:51
| ଏହା ହେଉଛି ଆମ ହେଡର୍ ଫାଇଲ୍
+
|ଏହା ହେଉଛି ଆମ ହେଡର୍ ଫାଇଲ୍
 +
 
 
|-
 
|-
| 01:53
+
|01:53
| ଏଠାରେ '''student''' ଭାବେ ଗୋଟିଏ “structure” ଘୋଷିତ ହୋଇଛି
+
|ଏଠାରେ '''student''' ଭାବେ ଗୋଟିଏ “structure” ଘୋଷିତ ହୋଇଛି
 +
 
 
|-
 
|-
| 01:57
+
|01:57
| ଏହାପରେ ଆମେ '''English, maths''' ଓ '''science''' ଭାବେ ତିନୋଟି ଇଣ୍ଟିଜର ଭେରିଏବଲ୍ସ ଘୋଷଣା କରିଛୁ
+
|ଏହାପରେ ଆମେ '''English, maths''' ଓ '''science''' ଭାବେ ତିନୋଟି ଇଣ୍ଟିଜର ଭେରିଏବଲ୍ସ ଘୋଷଣା କରିଛୁ
 +
 
 
|-
 
|-
| 02:03
+
|02:03
| Structure ଅଧିନରେ ବର୍ଣ୍ଣିତ ହୋଇଥିବା ଭେରିଏବଲ୍ସକୁ Structureର ସଦସ୍ୟ କୁହାଯାଏ
+
|Structure ଅଧିନରେ ବର୍ଣ୍ଣିତ ହୋଇଥିବା ଭେରିଏବଲ୍ସକୁ Structureର ସଦସ୍ୟ କୁହାଯାଏ
 +
 
 
|-
 
|-
 
|02:09
 
|02:09
| ଏହା ହେଉଛି ଆମର ମେନ୍‍() ଫଙ୍କସନ୍
+
|ଏହା ହେଉଛି ଆମର ମେନ୍‍() ଫଙ୍କସନ୍
 +
 
 
|-
 
|-
| 02:11
+
|02:11
| ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ 'total' ଘୋଷିତ କରିଛୁ
+
|ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ 'total' ଘୋଷିତ କରିଛୁ
 +
 
 
|-
 
|-
| 02:16
+
|02:16
| ଏବେ ଆମେ structure ଭେରିଏବଲ୍ '''stud''' ଘୋଷିତ କରିଛୁ, ଯାହା ଷ୍ଟୁଡେଣ୍ଟ ଟାଇପ୍‍ ର ଭେରିଏବଲ୍ ଅଟେ, ଏହା structure ମେମ୍ବର୍ସ ଆକ୍ସେସ୍‍ ଓ ମୋଡିଫାଏ କରିବା ପାଇଁ ବ୍ୟବହୃତ ହୋଇଥାଏ
+
|ଏବେ ଆମେ structure ଭେରିଏବଲ୍ '''stud''' ଘୋଷିତ କରିଛୁ, ଯାହା ଷ୍ଟୁଡେଣ୍ଟ ଟାଇପ୍‍ ର ଭେରିଏବଲ୍ ଅଟେ, ଏହା structure ମେମ୍ବର୍ସ ଆକ୍ସେସ୍‍ ଓ ମୋଡିଫାଏ କରିବା ପାଇଁ ବ୍ୟବହୃତ ହୋଇଥାଏ
 +
 
 
|-
 
|-
| 02:28
+
|02:28
| ଏଠାରେ ଆମେ ମେମ୍ବର୍ସକୁ ୭୫, ୭୦ ଓ ୬୫ ଭାଲ୍ୟୁ ଦେଇ
+
|ଏଠାରେ ଆମେ ମେମ୍ବର୍ସକୁ ୭୫, ୭୦ ଓ ୬୫ ଭାଲ୍ୟୁ ଦେଇ
 +
 
 
|-
 
|-
| 02:31
+
|02:31
| ସେଗୁଡ଼ିକୁ ମୋଡିଫାଏ କରିଛୁ  
+
|ସେଗୁଡ଼ିକୁ ମୋଡିଫାଏ କରିଛୁ  
 +
 
 
|-
 
|-
| 02:37
+
|02:37
| ଏଠାରେ ଆମେ ତିନୋଟି ସବଜେକ୍ଟର ସମୁଦାୟ ହିସାବ କରିବା
+
|ଏଠାରେ ଆମେ ତିନୋଟି ସବଜେକ୍ଟର ସମୁଦାୟ ହିସାବ କରିବା
 +
 
 
|-
 
|-
| 02:41
+
|02:41
| ତାହାପରେ ଆମେ ରେଜଲ୍ଟ ପ୍ରିଣ୍ଟ କରିବା
+
|ତାହାପରେ ଆମେ ରେଜଲ୍ଟ ପ୍ରିଣ୍ଟ କରିବା
 +
 
 
|-
 
|-
| 02:44
+
|02:44
| ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ୍
+
|ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ୍
 +
 
 
|-
 
|-
| 02:46
+
|02:46
| “ସେଭ୍‍” କ୍ଲିକ୍ କରନ୍ତୁ
+
|“ସେଭ୍‍” କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:48
+
|02:48
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 02:50
+
|02:50
| ଏକକାଳୀନ '''Ctrl, Alt''' ଏବଂ '''T''' କୀ ଦବାଇ  
+
|ଏକକାଳୀନ '''Ctrl, Alt''' ଏବଂ '''T''' କୀ ଦବାଇ  
 +
 
 
|-
 
|-
| 02:54
+
|02:54
| ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ-
+
|ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ-
 +
 
 
|-
 
|-
| 02:59
+
|02:59
| କମ୍ପାଇଲ କରିବା ପାଇଁ ଟାଇପ୍ କରନ୍ତୁ '''gcc ସ୍ପେସ୍ structure.c ସ୍ପେସ୍ ହାଇଫେନ୍ o ସ୍ପେସ୍ struct''' ଓ “ଏଣ୍ଟର୍‍” ଦାବନ୍ତୁ
+
|କମ୍ପାଇଲ କରିବା ପାଇଁ ଟାଇପ୍ କରନ୍ତୁ '''gcc ସ୍ପେସ୍ structure.c ସ୍ପେସ୍ ହାଇଫେନ୍ o ସ୍ପେସ୍ struct''' ଓ “ଏଣ୍ଟର୍‍” ଦାବନ୍ତୁ
 +
 
 
|-
 
|-
| 03:12
+
|03:12
| ଏକଜେକ୍ୟୁଟ୍ ପାଇଁ (ଡଟ୍ ସ୍ଲାସ) '''./struct''' ଟାଇପ୍ କରି ଏଣ୍ଟର ଦାବନ୍ତୁ
+
|ଏକଜେକ୍ୟୁଟ୍ ପାଇଁ (ଡଟ୍ ସ୍ଲାସ) '''./struct''' ଟାଇପ୍ କରି ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 03:17
+
|03:17
| ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
+
|ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
 +
 
 
|-
 
|-
| 03:20
+
|03:20
 
|'''Total is 210'''
 
|'''Total is 210'''
 +
 
|-
 
|-
| 03:22
+
|03:22
| ଏବେ ଆମେ ସମାନ ପ୍ରୋଗ୍ରାମକୁ C++ରେ ଏକଜେକ୍ୟୁଟ୍ କରିବା
+
|ଏବେ ଆମେ ସମାନ ପ୍ରୋଗ୍ରାମକୁ C++ରେ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 03:26
+
|03:26
| ଆମ ପ୍ରୋଗ୍ରାମକୁ ଫେରିଯିବା
+
|ଆମ ପ୍ରୋଗ୍ରାମକୁ ଫେରିଯିବା
 +
 
 
|-
 
|-
| 03:28
+
|03:28
| ମୁଁ ସମାନ କୋଡକୁ ଏଡିଟ୍‍ କରିବି
+
|ମୁଁ ସମାନ କୋଡକୁ ଏଡିଟ୍‍ କରିବି
 +
 
 
|-
 
|-
| 03:30
+
|03:30
| ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''Shift, Ctrl''' ଓ '''S''' କୀ ଦାବନ୍ତୁ
+
|ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''Shift, Ctrl''' ଓ '''S''' କୀ ଦାବନ୍ତୁ
 +
 
 
|-
 
|-
| 03:37
+
|03:37
| ଏବେ '''.cpp ''' ଏକ୍ସଟେନ୍ସନ୍‍ ସହିତ ଫାଇଲ୍ ସେଭ୍ କରନ୍ତୁ
+
|ଏବେ '''.cpp ''' ଏକ୍ସଟେନ୍ସନ୍‍ ସହିତ ଫାଇଲ୍ ସେଭ୍ କରନ୍ତୁ
 +
 
 
|-
 
|-
| 03:41
+
|03:41
| ଓ ସେଭ୍ ରେ କ୍ଲିକ୍ କରନ୍ତୁ
+
|ଓ ସେଭ୍ ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:43
+
|03:43
| '''iostream''' ଭାବେ ହେଡର ଫାଇଲକୁ ଚେଞ୍ଜ କରନ୍ତୁ
+
|'''iostream''' ଭାବେ ହେଡର ଫାଇଲକୁ ଚେଞ୍ଜ କରନ୍ତୁ
 +
 
 
|-
 
|-
| 03:47
+
|03:47
| ବର୍ତ୍ତମାନ '''using''' ଷ୍ଟେଟମେଣ୍ଟ୍ ମିଶାନ୍ତୁ
+
|ବର୍ତ୍ତମାନ '''using''' ଷ୍ଟେଟମେଣ୍ଟ୍ ମିଶାନ୍ତୁ
 +
 
 
|-
 
|-
| 03:53
+
|03:53
| ଓ “ସେଭ୍” କ୍ଲିକ୍ କରନ୍ତୁ
+
|ଓ “ସେଭ୍” କ୍ଲିକ୍ କରନ୍ତୁ
 +
 
 
|-
 
|-
| 03:56
+
|03:56
| '''C''' ଭଳି '''C++''' ରେ Structure ଡିକ୍ଲାରେସନ୍‍ ସମାନ ଅଟେ
+
|'''C''' ଭଳି '''C++''' ରେ Structure ଡିକ୍ଲାରେସନ୍‍ ସମାନ ଅଟେ
 +
 
 
|-
 
|-
| 04:01
+
|04:01
| ତେଣୁ, ଏଠାରେ କିଛି ବଦଳାଇବାର ଆବଶ୍ୟକତା ନାହିଁ
+
|ତେଣୁ, ଏଠାରେ କିଛି ବଦଳାଇବାର ଆବଶ୍ୟକତା ନାହିଁ
 +
 
 
|-
 
|-
| 04:05
+
|04:05
| ପରିଶେଷରେ ଆମେ '''printf''' ଷ୍ଟେଟମେଣ୍ଟ ବଦଳରେ '''cout''' ଷ୍ଟେଟମେଣ୍ଟ ରଖିବା
+
|ପରିଶେଷରେ ଆମେ '''printf''' ଷ୍ଟେଟମେଣ୍ଟ ବଦଳରେ '''cout''' ଷ୍ଟେଟମେଣ୍ଟ ରଖିବା
 +
 
 
|-
 
|-
| 04:12
+
|04:12
| ଫର୍ମାଟ ସ୍ପେସିଫାୟର ଏବଂ (ବ୍ୟାକସ୍ଲାସ ଏନ) \n ଡିଲିଟ୍ କରନ୍ତୁ
+
|ଫର୍ମାଟ ସ୍ପେସିଫାୟର ଏବଂ (ବ୍ୟାକସ୍ଲାସ ଏନ) \n ଡିଲିଟ୍ କରନ୍ତୁ
 +
 
 
|-
 
|-
| 04:15
+
|04:15
| ବର୍ତ୍ତମାନ କମା ଡିଲିଟ୍ କରନ୍ତୁ
+
|ବର୍ତ୍ତମାନ କମା ଡିଲିଟ୍ କରନ୍ତୁ
 +
 
 
|-
 
|-
| 04:17
+
|04:17
| ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
+
|ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 04:20
+
|04:20
| ଏଠାରେ କ୍ଲୋଜିଂ ବ୍ରାକେଟ ଡିଲିଟ୍ କରନ୍ତୁ
+
|ଏଠାରେ କ୍ଲୋଜିଂ ବ୍ରାକେଟ ଡିଲିଟ୍ କରନ୍ତୁ
 +
 
 
|-
 
|-
| 04:22
+
|04:22
| ଏବଂ ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
+
|ଏବଂ ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 04:25
+
|04:25
| ଡବଲ କ୍ୱୋଟ୍ସ ଭିତରେ \n (ବ୍ୟାକ୍ସ୍ଲାସ ଏନ୍) ଟାଇପ୍ କରନ୍ତୁ
+
|ଡବଲ କ୍ୱୋଟ୍ସ ଭିତରେ \n (ବ୍ୟାକ୍ସ୍ଲାସ ଏନ୍) ଟାଇପ୍ କରନ୍ତୁ
 +
 
 
|-
 
|-
| 04:29
+
|04:29
| ଏବେ “ସେଭ” କ୍ଲିକ୍ କରନ୍ତୁ
+
|ଏବେ “ସେଭ” କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:31
+
|04:31
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 04:33
+
|04:33
| ଟର୍ମିନାଲକୁ ଫେରିଯିବା
+
|ଟର୍ମିନାଲକୁ ଫେରିଯିବା
 +
 
 
|-
 
|-
| 04:35
+
|04:35
| କମ୍ପାଇଲ୍ କରିବା ପାଇଁ '''g++ ସ୍ପେସ୍ structure.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ struct1 ''' ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ '''g++ ସ୍ପେସ୍ structure.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ struct1 ''' ଟାଇପ୍ କରନ୍ତୁ
 +
 
 
|-
 
|-
| 04:46
+
|04:46
| ଏଠାରେ ଆମ ପାଖରେ struct1 ଅଛି, କାରଣ ଆମେ '''structure.c ''' ଫାଇଲ ପାଇଁ ଆଉଟପୁଟ୍ ପାରାମିଟର '''struct'''କୁ ଓଭରରାଇଟ କରିବାକୁ ଚାହୁଁନେ
+
|ଏଠାରେ ଆମ ପାଖରେ struct1 ଅଛି, କାରଣ ଆମେ '''structure.c ''' ଫାଇଲ ପାଇଁ ଆଉଟପୁଟ୍ ପାରାମିଟର '''struct'''କୁ ଓଭରରାଇଟ କରିବାକୁ ଚାହୁଁନେ
 +
 
 
|-
 
|-
| 04:55
+
|04:55
| ଏବେ ଏଣ୍ଟର ଦାବନ୍ତୁ
+
|ଏବେ ଏଣ୍ଟର ଦାବନ୍ତୁ
 +
 
 
|-
 
|-
| 04:57
+
|04:57
| ଏକଜେକ୍ୟୁଟ୍ କରିବା ପାଇଁ (ଡଟ୍ ସ୍ଲାସ) '''./struct1''' ଟାଇପ୍ କରି “ଏଣ୍ଟର” ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ (ଡଟ୍ ସ୍ଲାସ) '''./struct1''' ଟାଇପ୍ କରି “ଏଣ୍ଟର” ଦାବନ୍ତୁ
 +
 
 
|-
 
|-
| 05:03
+
|05:03
| ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
+
|ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
 +
 
 
|-
 
|-
| 05:05
+
|05:05
 
|'''Total is 210'''
 
|'''Total is 210'''
 +
 
|-
 
|-
| 05:08
+
|05:08
| ଦେଖନ୍ତୁ, ଆଉଟପୁଟ୍, C କୋଡ୍ ଭଳି ସମାନ ଅଟେ
+
|ଦେଖନ୍ତୁ, ଆଉଟପୁଟ୍, C କୋଡ୍ ଭଳି ସମାନ ଅଟେ
 +
 
 
|-
 
|-
| 05:12
+
|05:12
| ଏବେ ସ୍ଲାଇଡ୍ସକୁ ଫେରିଯିବା
+
|ଏବେ ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 05:14
+
|05:14
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
+
|ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
 +
 
 
|-
 
|-
| 05:18
+
|05:18
|* Structure  
+
|Structure,Structure ପାଇଁ ସିଣ୍ଟାକ୍ସ
 +
 
 
|-
 
|-
| 05:19
+
|05:20
|* Structure ପାଇଁ ସିଣ୍ଟାକ୍ସ
+
|ଯେପରି '''struct struct_name; '''
 +
 
 
|-
 
|-
| 05:20
+
|05:23
| ଯେପରି '''struct struct_name; '''
+
|Structureର ମେମ୍ବର୍ସ ଆକ୍ସେସ୍ କରିବା
 +
 
 
|-
 
|-
| 05:23
+
|05:25
|* *Structureର ମେମ୍ବର୍ସ ଆକ୍ସେସ୍ କରିବା
+
|ଯେପରି: stud.maths = 75;
 +
 
 
|-
 
|-
| 05:25
+
|05:30
| ଯେପରି: stud.maths = 75;
+
|ଏବଂ structure ଭେରିଏବଲ୍ସ ମିଶାଇବା
 +
 
 
|-
 
|-
| 05:30
+
|05:33
|* ଏବଂ structure ଭେରିଏବଲ୍ସ ମିଶାଇବା
+
|ଯେପରି: total = stud.eng + stud.maths + stud.science;
 +
 
 
|-
 
|-
| 05:33
+
|05:40
| ଯେପରି: total = stud.eng + stud.maths + stud.science;
+
|ଏକ ଆସାଇନମେଣ୍ଟ ଭାବେ,ଜଣେ ଏମ୍ପ୍ଲଇର ରେକର୍ଡ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 05:40
+
|05:44
| ଏକ ଆସାଇନମେଣ୍ଟ ଭାବେ,
+
|ଯଥା- ନାମ, ଠିକଣା, ପଦବୀ ଏବଂ ଦରମା
 +
 
 
|-
 
|-
| 05:41
+
|05:49
| ଜଣେ ଏମ୍ପ୍ଲଇର ରେକର୍ଡ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 05:44
+
|05:52
| ଯଥା- ନାମ, ଠିକଣା, ପଦବୀ ଏବଂ ଦରମା
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 05:49
+
|05:54
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 05:52
+
|05:59
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 05:54
+
|06:01
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
|-
+
 
| 05:59
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|-
+
| 06:01
+
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
 
|-
 
|-
 
|06:04
 
|06:04
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 06:08
+
|06:08
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
 +
 
 
|-
 
|-
| 06:15
+
|06:15
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 06:18
+
|06:18
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 06:25
+
|06:25
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 06:29
+
|06:29
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
 
|-
 
|-
| 06:33
+
|06:33
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 17:17, 3 April 2017

Time Narration
00:01 C ଓ C++ରେ Structures ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:08 Structures କ’ଣ
00:10 Structuresର ଘୋଷଣା
00:13 ଆମେ ଏହାକୁ ଉଦାହରଣ ମାଧ୍ୟମରେ କରିବା
00:15 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:18 “ଉବୁଣ୍ଟୁ ଅପରେଟିଂ ସିଷ୍ଟମ” ଭର୍ସନ “୧୧.୦୪”
00:22 gcc ଏବଂ g++ Compiler ଭର୍ସନ ୪.୬.୧
00:28 Structureର ପରିଚୟରୁ ଆରମ୍ଭ କରିବା
00:31 ଯେତେବେଳେ ଏକ ନାମ ଅଧିନରେ ଗୋଟିଏ କିମ୍ବା ଅଧିକ ଭେରିଏବଲ୍ସ ଗ୍ରୁପ ହୁଅନ୍ତି, ଏହାକୁ structure କୁହାଯାଏ
00:37 ବିଭିନ୍ନ ଡାଟାକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ୍ କରିବା ପାଇଁ ଷ୍ଟ୍ରକଚର ବ୍ୟବହୃତ ହୁଏ
00:42 ଏହାକୁ “କମ୍ପାଉଣ୍ଡ ଡାଟା-ଟାଇପ” କୁହାଯାଏ
00:45 ଏହା ସମ୍ପର୍କିତ ତଥ୍ୟକୁ ଏକତ୍ର କରିବା ପାଇଁ ବ୍ୟବହାର କରାଯାଏ
00:49 ବର୍ତ୍ତମାନ ଏକ “structure” ଘୋଷଣା ପାଇଁ ସିଣ୍ଟାକ୍ସ ଦେଖିବା
00:52 ଏଠାରେ ଗୋଟିଏ structure ଘୋଷିତ ହୋଇଛି ବୋଲି struct କିୱାର୍ଡ କମ୍ପାଇଲରକୁ କୁହେ
00:59 “Structure”ର ନାମ ହେଉଛି strcut_name
01:02 ଯେପରି struct employee;
01:04 ଆପଣ ଯେକୌଣସି ନାମ ଦେଇପାରିବେ
01:07 ଏବେ ଆମେ ଦେଖିବା ଗୋଟିଏ “Structure” ଭେରିଏବଲ୍ କେମିତି ଘୋଷିତ ହୁଏ
01:10 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:13 struct struct_name and struct_var;
01:17 struc_name ଟାଇପ୍ର ଭେରିଏବଲ୍ ହେଉଛି struct_var
01:21 ଉଦାହରଣ, struct employee addr;
01:26 employee. ଟାଇପ୍ ର “ଭେରିଏବଲ୍” ହେଉଛି addr
01:30 ଆସନ୍ତୁ ଆମ ଉଦାହରଣ ଦେଖିବା
01:33 ମୁଁ ଏଡିଟର୍ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି. ମୁଁ ଏହାକୁ ଖୋଲୁଛି
01:37 ଧ୍ୟାନ ଦିଅନ୍ତୁ, ଆମ ଫାଇଲ ନାମ ହେଉଛି structure.c.
01:41 ଏହି ପ୍ରୋଗ୍ରାମରେ ଆମେ Structure ବ୍ୟବହାର କରି ତିନୋଟି ବିଷୟର ସମୁଦାୟ ଅଙ୍କ ହିସାବ କରିବା
01:48 ଏବେ ମୁଁ କୋଡ୍‍ ବର୍ଣ୍ଣନା କରୁଛି
01:51 ଏହା ହେଉଛି ଆମ ହେଡର୍ ଫାଇଲ୍
01:53 ଏଠାରେ student ଭାବେ ଗୋଟିଏ “structure” ଘୋଷିତ ହୋଇଛି
01:57 ଏହାପରେ ଆମେ English, mathsscience ଭାବେ ତିନୋଟି ଇଣ୍ଟିଜର ଭେରିଏବଲ୍ସ ଘୋଷଣା କରିଛୁ
02:03 Structure ଅଧିନରେ ବର୍ଣ୍ଣିତ ହୋଇଥିବା ଭେରିଏବଲ୍ସକୁ Structureର ସଦସ୍ୟ କୁହାଯାଏ
02:09 ଏହା ହେଉଛି ଆମର ମେନ୍‍() ଫଙ୍କସନ୍
02:11 ଏଠାରେ ଆମେ ଏକ “ଇଣ୍ଟିଜର” ଭେରିଏବଲ୍ 'total' ଘୋଷିତ କରିଛୁ
02:16 ଏବେ ଆମେ structure ଭେରିଏବଲ୍ stud ଘୋଷିତ କରିଛୁ, ଯାହା ଷ୍ଟୁଡେଣ୍ଟ ଟାଇପ୍‍ ର ଭେରିଏବଲ୍ ଅଟେ, ଏହା structure ମେମ୍ବର୍ସ ଆକ୍ସେସ୍‍ ଓ ମୋଡିଫାଏ କରିବା ପାଇଁ ବ୍ୟବହୃତ ହୋଇଥାଏ
02:28 ଏଠାରେ ଆମେ ମେମ୍ବର୍ସକୁ ୭୫, ୭୦ ଓ ୬୫ ଭାଲ୍ୟୁ ଦେଇ
02:31 ସେଗୁଡ଼ିକୁ ମୋଡିଫାଏ କରିଛୁ
02:37 ଏଠାରେ ଆମେ ତିନୋଟି ସବଜେକ୍ଟର ସମୁଦାୟ ହିସାବ କରିବା
02:41 ତାହାପରେ ଆମେ ରେଜଲ୍ଟ ପ୍ରିଣ୍ଟ କରିବା
02:44 ଏହା ହେଉଛି ଆମର “ରିଟର୍ନ” ଷ୍ଟେଟମେଣ୍ଟ୍
02:46 “ସେଭ୍‍” କ୍ଲିକ୍ କରନ୍ତୁ
02:48 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:50 ଏକକାଳୀନ Ctrl, Alt ଏବଂ T କୀ ଦବାଇ
02:54 ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ-
02:59 କମ୍ପାଇଲ କରିବା ପାଇଁ ଟାଇପ୍ କରନ୍ତୁ gcc ସ୍ପେସ୍ structure.c ସ୍ପେସ୍ ହାଇଫେନ୍ o ସ୍ପେସ୍ struct ଓ “ଏଣ୍ଟର୍‍” ଦାବନ୍ତୁ
03:12 ଏକଜେକ୍ୟୁଟ୍ ପାଇଁ (ଡଟ୍ ସ୍ଲାସ) ./struct ଟାଇପ୍ କରି ଏଣ୍ଟର ଦାବନ୍ତୁ
03:17 ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
03:20 Total is 210
03:22 ଏବେ ଆମେ ସମାନ ପ୍ରୋଗ୍ରାମକୁ C++ରେ ଏକଜେକ୍ୟୁଟ୍ କରିବା
03:26 ଆମ ପ୍ରୋଗ୍ରାମକୁ ଫେରିଯିବା
03:28 ମୁଁ ସମାନ କୋଡକୁ ଏଡିଟ୍‍ କରିବି
03:30 ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift, CtrlS କୀ ଦାବନ୍ତୁ
03:37 ଏବେ .cpp ଏକ୍ସଟେନ୍ସନ୍‍ ସହିତ ଫାଇଲ୍ ସେଭ୍ କରନ୍ତୁ
03:41 ଓ ସେଭ୍ ରେ କ୍ଲିକ୍ କରନ୍ତୁ
03:43 iostream ଭାବେ ହେଡର ଫାଇଲକୁ ଚେଞ୍ଜ କରନ୍ତୁ
03:47 ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ
03:53 ଓ “ସେଭ୍” କ୍ଲିକ୍ କରନ୍ତୁ
03:56 C ଭଳି C++ ରେ Structure ଡିକ୍ଲାରେସନ୍‍ ସମାନ ଅଟେ
04:01 ତେଣୁ, ଏଠାରେ କିଛି ବଦଳାଇବାର ଆବଶ୍ୟକତା ନାହିଁ
04:05 ପରିଶେଷରେ ଆମେ printf ଷ୍ଟେଟମେଣ୍ଟ ବଦଳରେ cout ଷ୍ଟେଟମେଣ୍ଟ ରଖିବା
04:12 ଫର୍ମାଟ ସ୍ପେସିଫାୟର ଏବଂ (ବ୍ୟାକସ୍ଲାସ ଏନ) \n ଡିଲିଟ୍ କରନ୍ତୁ
04:15 ବର୍ତ୍ତମାନ କମା ଡିଲିଟ୍ କରନ୍ତୁ
04:17 ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
04:20 ଏଠାରେ କ୍ଲୋଜିଂ ବ୍ରାକେଟ ଡିଲିଟ୍ କରନ୍ତୁ
04:22 ଏବଂ ଦୁଇଟି ଓପନିଙ୍ଗ ଆଙ୍ଗେଲ ବ୍ରାକେଟ୍ ଟାଇପ୍ କରନ୍ତୁ
04:25 ଡବଲ କ୍ୱୋଟ୍ସ ଭିତରେ \n (ବ୍ୟାକ୍ସ୍ଲାସ ଏନ୍) ଟାଇପ୍ କରନ୍ତୁ
04:29 ଏବେ “ସେଭ” କ୍ଲିକ୍ କରନ୍ତୁ
04:31 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
04:33 ଟର୍ମିନାଲକୁ ଫେରିଯିବା
04:35 କମ୍ପାଇଲ୍ କରିବା ପାଇଁ g++ ସ୍ପେସ୍ structure.cpp ସ୍ପେସ୍ ହାଇଫେନ୍ o ସ୍ପେସ୍ struct1 ଟାଇପ୍ କରନ୍ତୁ
04:46 ଏଠାରେ ଆମ ପାଖରେ struct1 ଅଛି, କାରଣ ଆମେ structure.c ଫାଇଲ ପାଇଁ ଆଉଟପୁଟ୍ ପାରାମିଟର structକୁ ଓଭରରାଇଟ କରିବାକୁ ଚାହୁଁନେ
04:55 ଏବେ ଏଣ୍ଟର ଦାବନ୍ତୁ
04:57 ଏକଜେକ୍ୟୁଟ୍ କରିବା ପାଇଁ (ଡଟ୍ ସ୍ଲାସ) ./struct1 ଟାଇପ୍ କରି “ଏଣ୍ଟର” ଦାବନ୍ତୁ
05:03 ଆଉଟପୁଟ୍ ଏହିପରି ଡିସ୍ପ୍ଲେ ହେବ:
05:05 Total is 210
05:08 ଦେଖନ୍ତୁ, ଆଉଟପୁଟ୍, C କୋଡ୍ ଭଳି ସମାନ ଅଟେ
05:12 ଏବେ ସ୍ଲାଇଡ୍ସକୁ ଫେରିଯିବା
05:14 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
05:18 Structure,Structure ପାଇଁ ସିଣ୍ଟାକ୍ସ
05:20 ଯେପରି struct struct_name;
05:23 Structureର ମେମ୍ବର୍ସ ଆକ୍ସେସ୍ କରିବା
05:25 ଯେପରି: stud.maths = 75;
05:30 ଏବଂ structure ଭେରିଏବଲ୍ସ ମିଶାଇବା
05:33 ଯେପରି: total = stud.eng + stud.maths + stud.science;
05:40 ଏକ ଆସାଇନମେଣ୍ଟ ଭାବେ,ଜଣେ ଏମ୍ପ୍ଲଇର ରେକର୍ଡ ପ୍ରଦର୍ଶନ ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
05:44 ଯଥା- ନାମ, ଠିକଣା, ପଦବୀ ଏବଂ ଦରମା
05:49 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
05:52 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:54 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
05:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
06:01 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
06:04 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
06:08 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆର୍ଜିକୁ ଲେଖନ୍ତୁ (contact@spoken-tutorial.org)
06:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
06:18 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
06:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:29 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
06:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep