Difference between revisions of "LibreOffice-Suite-Calc/C2/Working-with-Sheets/Oriya"
From Script | Spoken-Tutorial
(Created page with "'''Resources for recording''' Working with Sheets {| border=1 || '''Time''' || '''Narration''' |- || 00.00 || ଲିବର ଅଫିସ୍...") |
|||
Line 19: | Line 19: | ||
|| 00:13 | || 00:13 | ||
|| ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା | || ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା | ||
− | ଶୀଟ୍ | + | ଶୀଟ୍ ଗୁଡିକୁ ରିନେମ୍(ପୁନଃ ନାମକରଣ) କରିବା |
|- | |- | ||
Line 27: | Line 27: | ||
|- | |- | ||
|| 00:29 | || 00:29 | ||
− | || ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ | + | || ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ସ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା | |
|- | |- | ||
|| 00:35 | || 00:35 | ||
Line 34: | Line 34: | ||
|- | |- | ||
|| 00:42 | || 00:42 | ||
− | || | + | || ରୋ’ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ | |
|- | |- | ||
|| 00:47 | || 00:47 | ||
− | || ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ | + | || ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍, କଲମ୍ ବା ରୋ’ କୁ ସିଲେକ୍ଟ୍ କରନ୍ତୁ | |
|- | |- | ||
Line 69: | Line 69: | ||
|- | |- | ||
|| 01:44 | || 01:44 | ||
− | || ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ | | + | || ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି, ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ | |
|- | |- | ||
|| 02:04 | || 02:04 | ||
− | || ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ | + | || ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ | |
|- | |- | ||
Line 134: | Line 134: | ||
|- | |- | ||
|| 04:18 | || 04:18 | ||
− | || ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ | + | || ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଗୁଡ଼ିକ ହାଇଲାଇଟ୍ ହୋଇଯିବ | |
|- | |- | ||
Line 143: | Line 143: | ||
|| 04:38 | || 04:38 | ||
|| “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ | | || “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ | | ||
+ | |||
|- | |- | ||
|| 04:43 | || 04:43 | ||
Line 154: | Line 155: | ||
|| 04:55 | || 04:55 | ||
|| ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା | | || ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା | | ||
− | ପରିବର୍ତ୍ତନକୁ Undo | + | ପରିବର୍ତ୍ତନକୁ Undo କରନ୍ତୁ | |
|- | |- | ||
|| 05:04 | || 05:04 | ||
− | || | + | || ଗୋଟିଏ ଶୀଟ୍ ରେ ଏକାଧିକ Row ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ, ତାହା ବର୍ତ୍ତମାନ ଶିଖିବା | |
|- | |- | ||
|| 05:14 | || 05:14 | ||
− | || Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି | + | || Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା | |
|- | |- | ||
|| 05:23 | || 05:23 | ||
− | || ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ | + | || ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି, ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ, ତା’କୁ ସିଲେକ୍ଟ୍ କରିବା | |
|- | |- | ||
Line 178: | Line 179: | ||
|- | |- | ||
|| 05:41 | || 05:41 | ||
− | || | + | || ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ | |
+ | |||
|- | |- | ||
|| 05:49 | || 05:49 | ||
− | || “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ | + | || “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାକୁ ରିନେମ୍(ପୁନଃ ନାମକରଣ) କରିପାରିବେ | |
|- | |- | ||
Line 191: | Line 193: | ||
|| 06:09 | || 06:09 | ||
|| ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା | | || ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା | | ||
+ | |||
|- | |- | ||
|| 06:19 | || 06:19 | ||
Line 197: | Line 200: | ||
|- | |- | ||
|| 06:31 | || 06:31 | ||
− | || ବର୍ତ୍ତମାନର ଶୀଟ୍ | + | || ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା | |
+ | |||
|- | |- | ||
|| 06:43 | || 06:43 | ||
− | || ଏହା ଉପରେ କ୍ଲିକ୍ | + | || ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ | |
|- | |- | ||
Line 209: | Line 213: | ||
|| 07:06 | || 07:06 | ||
|| ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା | | || ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା | | ||
+ | |||
|- | |- | ||
|| 07:13 | || 07:13 | ||
|| ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | | || ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|| 07:20 | || 07:20 | ||
− | || ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ ତାହା ଏବେ ଶିଖିବା | | + | || ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ତାହା ଏବେ ଶିଖିବା | |
|- | |- | ||
Line 245: | Line 251: | ||
|- | |- | ||
|| 08:19 | || 08:19 | ||
− | || ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, | + | || ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
|| 08:36 | || 08:36 | ||
Line 253: | Line 260: | ||
|| 08:47 | || 08:47 | ||
|| ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ | | || ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ | | ||
+ | |||
|- | |- | ||
|| 08:56 | || 08:56 | ||
|| ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ | | || ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ | | ||
+ | |||
|- | |- | ||
|| 09:03 | || 09:03 | ||
|| ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|| 09:14 | || 09:14 | ||
|| ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|| 09:19 | || 09:19 | ||
− | || ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ | + | || ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
+ | |||
|- | |- | ||
|| 09:30 | || 09:30 | ||
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ | | || “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ | | ||
+ | |||
|- | |- | ||
|| 09:37 | || 09:37 | ||
|| ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
|| 09:45 | || 09:45 | ||
− | || ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ | + | || ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
|- | |- | ||
Line 282: | Line 296: | ||
|| 09:56 | || 09:56 | ||
|| CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା | | || CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା | | ||
+ | |||
|- | |- | ||
|| 10:03 | || 10:03 | ||
|| ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ | | || ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ | | ||
+ | |||
|- | |- | ||
|| 10:13 | || 10:13 | ||
− | || ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ | + | || ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ | |
+ | |||
|- | |- | ||
|| 10:21 | || 10:21 | ||
− | || ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ | + | || ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି | |
+ | |||
|- | |- | ||
|| 10:27 | || 10:27 | ||
− | || | + | || ଉଦାହରଣସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ | |
+ | |||
|- | |- | ||
|| 10:37 | || 10:37 | ||
|| “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ | | || “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ | | ||
+ | |||
|- | |- | ||
|| 10:47 | || 10:47 | ||
|| ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ | | || ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ | | ||
+ | |||
|- | |- | ||
|| 10:52 | || 10:52 | ||
|| “OK” ବଟନ୍ ରେ କ୍ଲିକ୍ କଲେ “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ | | || “OK” ବଟନ୍ ରେ କ୍ଲିକ୍ କଲେ “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ | | ||
Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ | | Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ | | ||
+ | |||
|- | |- | ||
|| 11:02 | || 11:02 | ||
Line 312: | Line 334: | ||
|| ସଂକ୍ଷପରେ ଆମେ ଯାହା ଶିଖିଲେ: | || ସଂକ୍ଷପରେ ଆମେ ଯାହା ଶିଖିଲେ: | ||
Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା | | Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା | | ||
+ | |||
|- | |- | ||
|| 11:14 | || 11:14 | ||
Line 320: | Line 343: | ||
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | || କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | ||
“Spreadsheet Practice.ods” ଫାଇଲ୍ ଖୋଲନ୍ତୁ | “Spreadsheet Practice.ods” ଫାଇଲ୍ ଖୋଲନ୍ତୁ | ||
+ | |||
|- | |- | ||
|| 11:25 | || 11:25 | ||
|| “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ | | || “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ | | ||
ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ | | ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ | | ||
+ | |||
|- | |- | ||
|| 11:32 | || 11:32 | ||
Line 351: | Line 376: | ||
|| 12:12 | || 12:12 | ||
||* ଏହି ମିଶନ୍ ଉପରେ ଅଧିକ ବିବରଣୀ | ||* ଏହି ମିଶନ୍ ଉପରେ ଅଧିକ ବିବରଣୀ | ||
− | * ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ | + | * ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-intro) |
|- | |- |
Revision as of 13:31, 12 December 2014
Resources for recording Working with Sheets
Time | Narration |
00.00 | ଲିବର ଅଫିସ୍ Calc-ସେଲ୍ ଓ ଶୀଟ୍ ଗୁଡିକ ସହିତ କାର୍ଯ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:09 | Rows ଓ Columns ଇନ୍ସର୍ଟ୍ ଓ ଡିଲିଟ୍ କରିବା |
00:13 | ଶୀଟ୍ ଇନ୍ସର୍ଟ୍ ଓ ଡିଲିଟ୍ କରିବା
ଶୀଟ୍ ଗୁଡିକୁ ରିନେମ୍(ପୁନଃ ନାମକରଣ) କରିବା |
00:17 | ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:29 | ଏକ ସ୍ପ୍ରେଡ୍ ଶୀଟ୍ ରେ କିଭଳି ରୋ’ ଓ କଲମ୍ସ ଇନ୍ସର୍ଟ୍ କରାଯାଏ, ଚାଲନ୍ତୁ ତାହା ଶିଖିବା | |
00:35 | “personal finance tracker.ods” ଫାଇଲ୍ ଖୋଲନ୍ତୁ | |
00:42 | ରୋ’ ଓ କଲମ୍ସଗୁଡିକ ପୃଥକ କିମ୍ୱା ଗ୍ରୁପ୍ ଭାବରେ ଇନ୍ସର୍ଟ୍ କରାଯାଇପାରିବ | |
00:47 | ସ୍ପ୍ରେଡ୍ ଶୀଟ୍ ରେ ଗୋଟିଏ ରୋ’ ଓ ଗୋଟିଏ କଲମ୍ ଇନ୍ସର୍ଟ୍ କରିବାକୁ ଆପଣ ନୂତନ କଲମ୍ ବା ଏକ ନୂତନ ରୋ’ ଇନ୍ସର୍ଟ କରିବାକୁ ଚାହୁଁଥିବା ସ୍ଥାନରେ ପ୍ରଥମେ ସେଲ୍, କଲମ୍ ବା ରୋ’ କୁ ସିଲେକ୍ଟ୍ କରନ୍ତୁ | |
01:00 | ଉଦାହରଣ ସ୍ୱରୂପ “personal finance tracker.ods” ଫାଇଲ୍ ର ପ୍ରଥମ ଧାଡିର ଯେକୌଣସି ଗୋଟିଏ ସ୍ଥାନରେ କ୍ଲିକ୍ କରନ୍ତୁ | |
01:09 | “Cost” ଲେଖାଯାଇଥିବା ସେଲ୍ ଉପରେ କ୍ଲିକ୍ କରନ୍ତୁ | |
01:13 | ବର୍ତ୍ତମାନ “Insert” ଅପ୍ସନ୍ ରେ କ୍ଲିକ୍ କରି “Rows” ଉପରେ କ୍ଲିକ୍ କରନ୍ତୁ | |
01:19 | ସିଲେକ୍ଟ୍ କରାଯାଇଥିବା Row’ର ଠିକ୍ ଉପରେ ଏକ ନୂତନ Row ଇନ୍ସର୍ଟ ହୋଇଯିବ | |
01:25 | ସେହିଭଳି, ଏକ ନୂତନ Column ଇନ୍ସର୍ଟ୍ କରିବାକୁ “Insert” ବଟନ୍ ରେ କ୍ଲିକ୍ କରି “Column”ଉପରେ କ୍ଲିକ୍ କରନ୍ତୁ | |
01:34 | ସିଲେକ୍ଟ୍ କରାଯାଇଥିବା Columnର ଠିକ୍ ପୂର୍ବରୁ ଏକ ନୂତନ Column ଇନ୍ସର୍ଟ ହୋଇଯିବ | |
01:40 | ପରିବର୍ତ୍ତନଗୁଡିକୁ ଚାଲନ୍ତୁ Undo କରିଦେବା | |
01:44 | ଏକ ନୂତନ Column ବା Row ଯୋଗ କରିବାକୁ Columnଟିକୁ ଚିହ୍ନଟ କରୁଥିବା ଅକ୍ଷର ବା ଧାଡିକୁ ଚିହ୍ନଟ କରୁଥିବା ସଂଖ୍ୟାଟିକୁ ଯଦି ଆପଣ ସିଲେକ୍ଟ କରିଛନ୍ତି, ତେବେ ରାଇଟ୍-କ୍ଲିକ୍ କରି ପ୍ରଦର୍ଶିତ ଡ୍ରପ୍-ଡାଉନ୍ ମେନୁରେ ଥିବା ଇନ୍ସର୍ଟ୍ Column ବା ଇନ୍ସର୍ଟ୍ Rows ଅପ୍ସନକୁ ବାଛନ୍ତୁ | |
02:04 | ବିକଳ୍ପ ଭାବରେ, କର୍ସର୍ ଦ୍ୱାରା ସେଲ୍ ଉପରେ କ୍ଲିକ୍ ପୂର୍ବକ ସିଲେକ୍ଟ କରି ରାଇଟ୍-କ୍ଲିକ୍ କରନ୍ତୁ ଓ ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | ଆପଣ ଏହିଭଳି ଏକ ଡାୟଲଗ୍ ବକ୍ସ ଦେଖିବେ | |
02:18 | ଗୋଟିଏ Row କିମ୍ୱା Column ଯୋଗ କରିବାକୁ ସମଗ୍ର Row କିମ୍ୱା ସମଗ୍ର Column ଅପ୍ସନ୍ ବାଛନ୍ତୁ | |
02:25 | ଗୋଟିଏ ସମୟରେ ଏକାଧିକ Row କିମ୍ୱା Column ଇନ୍ସର୍ଟ୍ କରିବା ପାଇଁ ପ୍ରଥମେ ମାଉସ୍ ର ବାମ ବଟନ୍ କୁ ଧରି ପ୍ରଥମ ସେଲ୍ ରୁ ଆରମ୍ଭ କରି ଆବଶ୍ୟକୀୟ ସଂଖ୍ୟକ ସେଲ୍ ଗୁଡିକ ଉପରେ ଡ୍ରାଗ୍ କରି ସେଗୁଡ଼ିକୁ ହାଇଲାଇଟ୍ କରିବାକୁ ହେବ | |
02:43 | ଏଠାରେ ଆମେ ୪ଟି ସେଲ୍ କୁ ହାଇଲାଇଟ୍ କରିଛେ | |
02:47 | ନୂତନ Row କିମ୍ୱା Column ଯୋଗ କରିବାକୁ ଆଲୋଚିତ ପ୍ରଣାଳୀଗୁଡିକ ମଧ୍ୟରୁ ଗୋଟିଏକୁ ଅନୁସରଣ କରନ୍ତୁ | ନୂତନ Row ଯୋଗ କରିବାକୁ ସିଲେକ୍ସନ୍ ଉପରେ ରାଇଟ୍-କ୍ଲିକ୍ କରି ଇନ୍ସର୍ଟ୍ ଅପ୍ସନ୍ ବାଛନ୍ତୁ | |
03:00 | ପରେ ସମଗ୍ର Row ଅପ୍ସନ୍ କୁ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ସିଲେକ୍ଟ୍ କରାଯାଇଥିବା Rowଗୁଡିକର ପ୍ରଥମରେ ୪ଟି ନୂତନ Row ଯୋଗ ହୋଇଯିବ | |
03:14 | ପୃଥକ ଭାବରେ ଓ ଗ୍ରୁପ୍ ରେ Columnଗୁଡିକୁ କିପରି ଡିଲିଟ୍ କରାଯାଏ, ତାହା ଏବେ ଆମେ ଶିଖିବା | |
03:20 | ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଗୋଟିଏ Column ବା Rowକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ | |
03:28 | ଉଦାହରଣ ସ୍ୱରୂପ, “Laundry” ଲେଖାଥିବା Columnକୁ ଆପଣ ଯଦି ଡିଲିଟ୍ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ତାହାକୁ ସିଲେକ୍ଟ୍ କରନ୍ତୁ | |
03:37 | ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
03:43 | “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଦେଖାଯିବ | |
03:47 | “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
03:53 | ସେଲ୍ ଡିଲିଟ୍ ହୋଇ ତଳେ ଥିବା ସେଲ୍ ଟି ଉପରକୁ ଉଠିଯିବାର ଆପଣ ଦେଖିବେ |
ଏହି ପରିବର୍ତ୍ତନକୁ Undo କରନ୍ତୁ | |
04:01 | ଏକାଧିକ Column ବା Rowକୁ ଏକା ସାଙ୍ଗରେ କିପରି ଡିଲିଟ୍ କରାଯିବ ଚାଲନ୍ତୁ ବର୍ତ୍ତମାନ ଶିଖିବା | |
04:08 | ଯଦି “Miscellaneous” ଲେଖାଯାଇଥିବା Rowକୁ ଆମେ ଡିଲିଟ୍ କରିବାକୁ ଚାହିଁବା, ତେବେ କ୍ରମିକ ସଂଖ୍ୟା 6କୁ ଧାରଣ କରିଥିବା ସେଲ୍ ଟିକୁ ପ୍ରଥମେ ସିଲେକ୍ଟ୍ କରନ୍ତୁ | |
04:18 | ବର୍ତ୍ତମାନ ଏହି ସେଲ୍ ଉପରେ ବାମ ମାଉସ୍ ବଟନ୍ କୁ ଧରି ସମଗ୍ର Row ଉପରେ ଡ୍ରାଗ୍ କରନ୍ତୁ | ବିକଳ୍ପ ଭାବରେ, ଡିଲିଟ୍ କରିବାକୁ ଚାହୁଁଥିବା Row ସଂଖ୍ୟା ଉପରେ କ୍ଲିକ୍ କରନ୍ତୁ | ସମଗ୍ର ରୋ’ ଗୁଡ଼ିକ ହାଇଲାଇଟ୍ ହୋଇଯିବ | |
04:33 | ସେଲ୍ ଉପରେ ରାଇଟ୍-କ୍ଲିକ୍ କରି “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:38 | “Delete Cells” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ୍ ଦେଖାଯିବ | |
04:43 | “Shift cells up” ଅପ୍ସନ୍ ରେ କ୍ଲିକ୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
04:48 | Rowଟି ଡିଲିଟ୍ ହୋଇ ତଳେ ଥିବା Row ଉପରକୁ ଉଠିଯିବାର ଆପଣ ଦେଖିବେ | |
04:55 | ସେହିପରି Row ପରିବର୍ତ୍ତେ Column ଗୁଡ଼ିକୁ ସିଲେକ୍ଟ୍ କରି ସେଗୁଡିକ ଡିଲିଟ୍ କରିପାରିବା |
ପରିବର୍ତ୍ତନକୁ Undo କରନ୍ତୁ | |
05:04 | ଗୋଟିଏ ଶୀଟ୍ ରେ ଏକାଧିକ Row ବା Columnକୁ ଏକାସାଙ୍ଗରେ ଡିଲିଟ୍ କରାଯିବା ଶିଖିବା ପରେ CALC ରେ ଶୀଟ୍ ଗୁଡିକ କିପରି ଇନ୍ସର୍ଟ୍ ଓ ଡିଲିଟ୍ କରାଯିବ, ତାହା ବର୍ତ୍ତମାନ ଶିଖିବା | |
05:14 | Calcରେ ନୂତନ ଶୀଟ୍ ଇନ୍ସର୍ଟ୍ ର ବିଭିନ୍ନ ଉପାୟ ଅଛି | ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବିଷୟରେ ଆମେ ଶିଖିବା | |
05:23 | ସମସ୍ତ ପ୍ରଣାଳୀ ପାଇଁ ପ୍ରଥମ ପଦକ୍ଷେପ ହେଉଛି, ଯେଉଁ ଶୀଟ୍ ପାଖରେ ନୂତନ ଶୀଟ୍ ଇନ୍ସର୍ଟ୍ ହେବ, ତା’କୁ ସିଲେକ୍ଟ୍ କରିବା | |
05:30 | ଏବେ ମେନୁ ବାର୍ ରେ ଥିବା “Insert” ଅପ୍ସନ୍ ରେ କ୍ଲିକ୍ କରି “Sheet”ରେ କ୍ଲିକ୍ କରନ୍ତୁ | |
05:36 | “Insert Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | |
05:41 | ସାମ୍ପ୍ରତିକ ଶୀଟ୍ ର ଠିକ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ କରିବାକୁ “After current sheet” ରେଡିଓ ବଟନ୍ କୁ ସିଲେକ୍ଟ୍ କରନ୍ତୁ | |
05:49 | “Name” ଫିଲ୍ଡ୍ ରେ ଆମର ନୂତନ ଶୀଟ୍ ର “Sheet 4” ଭାବରେ ସିଷ୍ଟମ୍-ଜେନେରେଟେଡ୍ ନାମ ଦୃଶ୍ୟମାନ ହେବ | ଆପଣ ଚାହିଁଲେ ଏହାକୁ ରିନେମ୍(ପୁନଃ ନାମକରଣ) କରିପାରିବେ | |
06:01 | “OK” ବଟନ୍ ରେ କ୍ଲିକ୍ କରନ୍ତୁ |
ଆମର ସାମ୍ପ୍ରତିକ ଶୀଟ୍ ପରେ ଏକ ନୂତନ ଶୀଟ୍ ଇନ୍ସର୍ଟ୍ ହୋଇଥିବାର ଆମେ ଦେଖିବା | |
06:09 | ନୂତନ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ପ୍ରଣାଳୀ ହେଉଛି CALC ୱିଣ୍ଡୋ ତଳେ ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି “Insert Sheet” ଅପ୍ସନ୍ ରେ କ୍ଲିକ୍ କରିବା | |
06:19 | ଆପଣ ଶୀଟ୍ ର ପୋଜିସନ୍, ନମ୍ବର୍ ଓ ନାମ ବାଛି “OK” ବଟନ୍ ରେ କ୍ଲିକ୍ କରନ୍ତୁ | ତଦନୁସାରେ ନୂତନ ଶୀଟ୍ ଇନ୍ସର୍ଟ ହୋଇଯିବ | |
06:31 | ବର୍ତ୍ତମାନର ଶୀଟ୍ ପରେ ଆଉ ଏକ ଶୀଟ୍ ଇନ୍ସର୍ଟ୍ କରିବାର ଅନ୍ୟ ଏକ ସରଳ ଉପାୟ ହେଉଛି, ଶୀଟ୍ ଟ୍ୟାବ୍ ପାଖରେ ପ୍ଲସ୍ ଚିହ୍ନ ଭାବରେ ଥିବା “Add Sheet” ବଟନ୍ ରେ କ୍ଲିକ୍ କରିବା | |
06:43 | ଏହା ଉପରେ କ୍ଲିକ୍ କଲେ ଶୃଙ୍ଖଳାର ଶେଷ ଶୀଟ୍ ପରେ ଏକ ନୂତନ ଶୀଟ୍ ଆପେ ଆପେ ଇନ୍ସର୍ଟ୍ ହୋଇଯିବ | |
06:51 | ଶୀଟ୍ ଟ୍ୟାବ୍ ରେ “Add Sheet” ପ୍ଲସ୍ ଚିହ୍ନ ପାଖରେ ଥିବା ଖାଲି ସ୍ଥାନ ଉପରେ କ୍ଲିକ୍ କରି “Insert Sheet” ଡାୟଲଗ୍ ବକ୍ସକୁ ଆକ୍ସେସ୍ କରିବା ହେଉଛି ଶେଷ ପ୍ରଣାଳୀ | |
07:06 | ଖାଲି ସ୍ଥାନରେ କ୍ଲିକ୍ କଲେ “Insert Sheet” ଡାୟଲଗ୍ ବକ୍ସ ଦୃଶ୍ୟମାନ ହେବାର ଆମେ ଦେଖିବା | |
07:13 | ଡାୟଲଗ୍ ବକ୍ସରେ ଶୀଟ୍ ର ବିବରଣୀ ଏଣ୍ଟର୍ କରି “OK” ବଟନ୍ ରେ କ୍ଲିକ୍ କରନ୍ତୁ | |
07:20 | ଶୀଟ୍ ଇନ୍ସର୍ଟ୍ ବିଷୟରେ ଶିଖି ସାରିବାପରେ CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ତାହା ଏବେ ଶିଖିବା | |
07:27 | ପୃଥକ ଭାବରେ କିମ୍ବା ଗ୍ରୁପ୍ ଆକାରରେ ଶୀଟ୍ ଗୁଡିକୁ ଡିଲିଟ କରିହେବ | |
07:31 | ଗୋଟିଏ ଶୀଟ୍ କୁ ଡିଲିଟ୍ କରିବା ପାଇଁ, ଡିଲିଟ୍ କରିବାକୁ ଚାହୁଁଥିବା ଶୀଟ୍ ଟ୍ୟାବ୍ ଉପରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ ଥିବା “Delete Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
07:45 | ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ | |
07:48 | ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ | |
07:55 | ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 3”କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
08:05 | ଏବେ ପପ୍ ଅପ୍ ମେନୁରେ ଥିବା “Delete” ଅପ୍ସନ୍ ରେ କ୍ଲିକ୍ କରି “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
08:12 | ଶୀଟ୍ ଟି ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଏବେ ପରିବର୍ତ୍ତନଗୁଡିକୁ Undo କରନ୍ତୁ | |
08:19 | ଏକାଧିକ ଶୀଟ୍ ଡିଲିଟ୍ କରିବାକୁ ଚାହୁଁଥିଲେ, ଉଦାହରଣସ୍ୱରୂପ ଆମେ ଯଦି “Sheet 2” ଓ “Sheet 3” କୁ ଡିଲିଟ୍ କରିବାକୁ ଚାହିଁବା, ତେବେ ପ୍ରଥମେ “Sheet 2” ଟ୍ୟାବ୍ ରେ କ୍ଲିକ୍ କରି କି’ ବୋର୍ଡ ରେ ଥିବା “Shift” ବଟନ୍ କୁ ଚାପି ଧରି “Sheet 3” ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
08:36 | ଏବେ ଗୋଟିଏ ଟ୍ୟାବ୍ ରେ ରାଇଟ୍-କ୍ଲିକ୍ କରି ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ତା’ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
08:47 | ଉଭୟ ଶୀଟ୍ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | ଆଗକୁ ଶିଖିବା ପାଇଁ, ପରିବର୍ତ୍ତନଗୁଡିକୁ ପ୍ରଥମେ Undo କରନ୍ତୁ | |
08:56 | ମେନୁବାର୍ ରେ ଥିବା “Edit” ଅପ୍ସନ୍ ବ୍ୟବହାର କରି ଏକ ନିର୍ଦ୍ଦିଷ୍ଟ ଶୀଟ୍ ଡିଲିଟ୍ କରିବା ହେଉଛି ଅନ୍ୟ ଏକ ଉପାୟ | |
09:03 | ଉଦାହରଣସ୍ୱରୂପ, ଯଦି ତାଲିକାରୁ “Sheet 6” ଓ “Sheet 7” କୁ ଡିଲିଟ୍ କରିବାକୁ ଅଛି, ତେବେ ମେନୁ ବାର୍ ରେ ଥିବା Edit ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
09:14 | ଏବେ ପପ୍ ଅପ୍ ମେନୁରେ “Select” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
09:19 | ପ୍ରଦର୍ଶିତ ଡାୟଲଗ୍ ବକ୍ସ୍ ରେ “Sheet 6” ଅପ୍ସନ୍ ରେ କ୍ଲିକ୍ କରିବା ପରେ କି’ ବୋର୍ଡ୍ ର “Shift” ବଟନ୍ କୁ ଧରି “Sheet 7” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
09:30 | “OK” ବଟନ୍ ରେ କ୍ଲିକ୍ କରନ୍ତୁ | ଡିଲିଟ୍ ହେବାକୁ ଥିବା ଶୀଟ୍ ଗୁଡିକୁ ଏହା ସିଲେକ୍ଟ୍ କରିବ | |
09:37 | ପୁଣିଥରେ “Edit” ଅପ୍ସନ୍ ରେ କ୍ଲିକ୍ କରି “Sheet” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
09:45 | ପପ୍ ଅପ୍ ମେନୁରେ “Delete” ଅପ୍ସନ୍ ରେ କ୍ଲିକ୍ କରିବା ପରେ “Yes” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
09:51 | ସିଲେକ୍ଟ୍ ହୋଇଥିବା ଶୀଟ୍ ଗୁଡିକ ଡିଲିଟ୍ ହୋଇଯିବାର ଆପଣ ଦେଖିବେ | |
09:56 | CALC ରେ ଶୀଟ୍ ଗୁଡିକ କିପରି ଡିଲିଟ୍ କରାଯାଏ, ଶିଖିବା ପରେ Spreadsheetରେ ଶୀଟ୍ କୁ କିପରି ରିନେମ୍ କରାଯାଏ ତାହା ଶିଖିବା | |
10:03 | ଗୋଟିଏ ସ୍ପ୍ରେଡ୍ ଶୀଟ୍ ରେ, ବିଭିନ୍ନ ଶୀଟ୍ ଗୁଡିକ ଡିଫଲ୍ଟ୍ ଭାବରେ “Sheet 1”, “Sheet 2”, “Sheet 3” ଓ ଏହି ଭଳି ଭାବେ ନାମିତ ହୋଇଥାଏ | |
10:13 | ଅଳ୍ପ ଶୀଟ୍ ଥିବା ଏକ ଛୋଟ ସ୍ପ୍ରେଡ୍ ଶୀଟ୍ ପାଇଁ ଏହା କାର୍ଯ୍ୟ କରିଥାଏ, ମାତ୍ର ବହୁତ ଗୁଡିଏ ଶୀଟ୍ ହୋଇଗଲେ ଏହା ଅସୁବିଧାଜନକ ହୋଇଥାଏ | |
10:21 | ନିଜ ପସନ୍ଦ ଅନୁସାରେ ଶୀଟ୍ ଗୁଡିକୁ ରିନେମ୍ କରିବା ପାଇଁ CALCରେ ସୁବିଧା ଅଛି | |
10:27 | ଉଦାହରଣସ୍ୱରୂପ, ଯଦି “Sheet 4” କୁ “Dump” ନାମରେ ରିନେମ୍ କରିବାକୁ ହୁଏ, ତେବେ “Sheet 4” ଟ୍ୟାବ୍ ରେ ଡବଲ୍ କ୍ଲିକ୍ କରି ଏହାକୁ ସହଜରେ କରିହେବ | |
10:37 | “Rename Sheet” ହେଡିଙ୍ଗ୍ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିବ | ଡିଫଲ୍ଟ୍ ଭାବରେ “Sheet 4” ଲେଖାଥାଇ ଏକ ଟେକ୍ସଟ୍ ବକ୍ସ ରହିଥାଏ | |
10:47 | ଏବେ ଡିଫଲ୍ଟ ନାମକୁ ଡିଲିଟ୍ କରି ଶୀଟ୍ ର ନାମ ଭାବରେ “Dump” ଲେଖନ୍ତୁ | |
10:52 | “OK” ବଟନ୍ ରେ କ୍ଲିକ୍ କଲେ “Sheet 4” ଟ୍ୟାବ୍ ଟି “Dump” ଭାବରେ ରିନେମ୍ ହୋଇଯିବ |
Sheet 4 ଓ ଡମ୍ପ୍ କୁ ଡିଲିଟ୍ କରିଦିଅନ୍ତୁ | |
11:02 | ଏହା ଆମକୁ ଲିବର୍ ଅଫିସ୍ CALC ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
11:08 | ସଂକ୍ଷପରେ ଆମେ ଯାହା ଶିଖିଲେ:
Row ଓ Column ଇନ୍ସର୍ଟ୍ ଓ ଡିଲିଟ୍ କରିବା | |
11:14 | ଶୀଟ୍ ଗୁଡିକ ଇନ୍ସର୍ଟ୍ ଓ ଡିଲିଟ୍ କରିବା | ଶୀଟ୍ ଗୁଡିକ ରିନେମ୍ କରିବା |
11:19 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
“Spreadsheet Practice.ods” ଫାଇଲ୍ ଖୋଲନ୍ତୁ |
11:25 | “Serial Number” ହେଡିଙ୍ଗ୍ ଥିବା Row ସିଲେକ୍ଟ୍ ଓ ଡିଲିଟ୍ କରନ୍ତୁ |
ଶୀଟ୍ କୁ “Department Sheet” ରେ ରିନେମ୍ କରନ୍ତୁ | |
11:32 | * ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
11:36 | * ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
|
11:44 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
|
11:50 | * ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
|
11:59 | * ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
|
12:12 | * ଏହି ମିଶନ୍ ଉପରେ ଅଧିକ ବିବରଣୀ
|
12:22 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |