Difference between revisions of "LibreOffice-Suite-Calc/C2/Formatting-Data/Oriya"
From Script | Spoken-Tutorial
(Created page with "{| border=1 || VISUAL CUE || NARRATION |- ||00:00 || ଲିବର୍ ଅଫିସ୍ ରେ ଡେଟା ଫର୍ମାଟିଙ୍ଗ୍ ଉପରେ ସ୍ପୋକନ୍...") |
|||
Line 105: | Line 105: | ||
|- | |- | ||
||02:33 | ||02:33 | ||
− | | ପୁଣିଥରେ ପ୍ରିଭ୍ୟୁ ୱିଣ୍ଡୋରେ ପରିବର୍ତ୍ତନକୁ ଦେଖନ୍ତୁ | | + | || ପୁଣିଥରେ ପ୍ରିଭ୍ୟୁ ୱିଣ୍ଡୋରେ ପରିବର୍ତ୍ତନକୁ ଦେଖନ୍ତୁ | |
|- | |- |
Revision as of 16:24, 21 November 2014
VISUAL CUE | NARRATION |
00:00 | ଲିବର୍ ଅଫିସ୍ ରେ ଡେଟା ଫର୍ମାଟିଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା
ବର୍ଡର୍ସ, ବ୍ୟାକଗ୍ରାଉଣ୍ଡ୍ କଲର୍ ଫର୍ମାଟ୍ କରିବା | |
00:12 | ଅଟୋମ୍ୟାଟିକ୍ ରାପିଙ୍ଗ୍ ର ବ୍ୟବହାର କରି ଟେକ୍ସଟ୍ ର ବିଭିନ୍ନ ଲାଇନ୍ସକୁ ଫର୍ମାଟ୍ କରିବା | |
00:18 | Cellsକୁ ମର୍ଜ କରିବା | Cellରେ ଫିଟ୍ କରିବା ପାଇଁ ଟେକ୍ସଟ୍ କୁ ହ୍ରାସ କରିବା | |
00:22 | ଏଠାରେ ଆମେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
00:33 | ପ୍ରଥମେ ଆମେ Calcରେ ବର୍ଡର୍ସ ଫର୍ମାଟିଙ୍ଗ୍ ବିଷୟରେ ଶିଖିବା | |
00:39 | Personal finance tracker.ods ଫାଇଲ୍ ଓପନ୍ କରନ୍ତୁ | |
00:45 | ବର୍ଡର୍ସର ଫର୍ମାଟିଙ୍ଗ୍ ଗୋଟିଏ ନିର୍ଦ୍ଦିଷ୍ଟ cell କିମ୍ୱା cells ବ୍ଲକ୍ ଉପରେ କରାଯାଇପାରେ | |
00:50 | ଉଦାହରଣସ୍ୱରୂପ, Serial Number, Item, Cost, Spent, Received, Date, Account ହେଡିଙ୍ଗ୍ସ ଥିବା Cellଗୁଡ଼ିକୁ ଫର୍ମାଟ୍ କରିବା | |
01:01 | ପ୍ରଥମେ SN ବା ସିରିୟଲ୍ ନମ୍ୱର୍ ହେଡିଙ୍ଗ୍ ଥିବା cell ଉପରେ କ୍ଲିକ୍ କରନ୍ତୁ | |
01:08 | ଏବେ ବାମ ମାଉସ୍ ବଟନ୍ ଧରି ହେଡିଙ୍ଗ୍ସ ଥିବା cellଗୁଡ଼ିକ ଉପରେ ଡ୍ରାଗ୍ କରନ୍ତୁ | |
01:14 | ସମ୍ପୂର୍ଣ୍ଣ ହୋରାଇଜେଣ୍ଟାଲ୍ Rowକୁ ସିଲେକ୍ଟ କରିବାପରେ ଫର୍ମାଟିଙ୍ଗ୍ ଟୁଲ୍ ବାର୍ ରେ ଥିବା Borders ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
01:23 | ବିଭିନ୍ନ ବର୍ଡର୍ ଷ୍ଟାଇଲ୍ ସହିତ ଏକ ଡ୍ରପ୍ ଡାଉନ୍ ବକ୍ସ ଖୋଲିବ | |
01:28 | ଲାଗୁ କରିବାକୁ ଚାହୁଁଥିବା ଯେକୌଣସି ଗୋଟିଏ ବର୍ଡର୍ ଷ୍ଟାଇଲ୍ ଉପରେ କ୍ଲିକ୍ କରନ୍ତୁ | |
01:33 | ମୁଁ ଶେଷ ଅପ୍ସନ୍ ଉପରେ କ୍ଲିକ୍ କରିବି | |
01:34 | ଦେଖନ୍ତୁ, ସିଲେକ୍ଟ କରାଯାଇଥିବା ଷ୍ଟାଇଲ୍ ଅନୁସାରେ ବର୍ଡର୍ସ ଫର୍ମାଟ୍ ହୋଇଗଲା | |
01:39 | ଏହି ପରିବର୍ତ୍ତନକୁ Undo କରନ୍ତୁ | |
01:45 | ସିଲେକ୍ଟ ହୋଇଥିବା Cells ଏବେବି ହାଇଲାଇଟ୍ ଅଛି | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରି Format Cells ଉପରେ କ୍ଲିକ୍ କରନ୍ତୁ | |
01:54 | ଏବେ ବର୍ଡର୍ସ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ | |
01:56 | Line Arrangement, Line, Spacing to contents ଓ Shadow Style ପାଇଁ ଏଥିରେ ଅପ୍ସନ୍ ଅଛି | |
02:05 | ଏଥିରେ ପ୍ରଦର୍ଶିତ ପ୍ରତ୍ୟେକ ସେଟିଙ୍ଗ୍ସ Calcର ଡିଫଲ୍ଟ ଅଟେ | |
02:10 | ହେଲେ, ନିଜ ଆବଶ୍ୟକତା ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ | |
02:14 | User-desined ତଳେ ଗୋଟିଏ ଛୋଟ ପ୍ରିଭ୍ୟୁ ୱିଣ୍ଡୋ ଅଛି, ଯାହା ସିଲେକ୍ସନ୍ କୁ ଦେଖାଇଥାଏ | |
02:22 | Default ତଳେ ଯଦି ତୃତୀୟ ଅପ୍ସନ୍ କୁ ଚୟନ କରାଯାଏ, ତେବେ ତାହା ପ୍ରିଭ୍ୟୁ ୱିଣ୍ଡୋରେ ପ୍ରତିବିମ୍ୱିତ ହେବ | |
02:29 | Style, Width ଓ color ମଧ୍ୟ ବଦଳାଯାଇପାରିବ | |
02:33 | ପୁଣିଥରେ ପ୍ରିଭ୍ୟୁ ୱିଣ୍ଡୋରେ ପରିବର୍ତ୍ତନକୁ ଦେଖନ୍ତୁ | |
02:38 | କଣ୍ଟେଣ୍ଟ୍ ସ୍ପେସିଙ୍ଗ୍ ପାଇଁ Synchronize ଅପ୍ସନ୍ ଚୟନ କରନ୍ତୁ | |
02:42 | ଅର୍ଥାତ୍ ସମସ୍ତ ମାର୍ଜିନ୍ ପାଇଁ ସମାନ ସ୍ପେସ୍ ଲାଗୁ ହୋଇଥାଏ | |
02:47 | ଏହାକୁ ଅଚୟନିତ କରାଯାଇ ଆବଶ୍ୟକତାନୁସାରେ ମାର୍ଜିନ୍ ସ୍ପେସିଙ୍ଗ୍ ବଦଳାଯାଇପାରିବ | |
02:53 | ମୁଁ Top ଓ Bottom ମାର୍ଜିନ୍ କୁ ୧.୪ କୁ ପରିବର୍ତ୍ତନ କରିବି | |
03:00 | ଏବେ ଆପଣ ନିଜେ ବିଭିନ୍ନ Shadow ଷ୍ଟାଇଲ୍ ଖୋଜନ୍ତୁ | |
03:04 | OK କ୍ଲିକ୍ କରନ୍ତୁ | |
03:06 | ଏହା ଚୟନିତ ଷ୍ଟାଇଲ୍ ଗୁଡ଼ିକୁ ସିଲେକ୍ଟେଡ୍ Cellsରେ ଲାଗୁ କରିବ | |
03:11 | ବର୍ଡର୍ସ ଫର୍ମାଟିଙ୍ଗ୍ ବିଷୟରେ ଶିଖିବା ପରେ, ବ୍ୟାକଗ୍ରାଉଣ୍ଡ୍ କଲର୍ ବିଷୟରେ ଶିଖିବା | |
03:18 | Cells ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେବାପାଇଁ ଫର୍ମାଟିଙ୍ଗ୍ ବାର୍ ରେ Calc Background Color ନାମକ ଗୋଟିଏ ଅପ୍ସନ୍ ଅଛି | |
03:27 | ଏବେ ଦେଖନ୍ତୁ, ଏହା କିପରି କାମ କରେ | |
03:30 | ଉଦାହରଣସ୍ୱରୂପ, ଆସନ୍ତୁ ହେଡିଙ୍ଗ୍ ଥିବା Cellsକୁ ବ୍ୟାକଗ୍ରାଉଣ୍ଡ୍ କଲର୍ ଦେବା | |
03:36 | ପ୍ରଥମେ ସିରିୟଲ୍ ନମ୍ୱର୍ ବା SN ଲେଖାଥିବା ହେଡିଙ୍ଗ୍ Cell ଉପରେ କ୍ଲିକ୍ କରନ୍ତୁ | |
03:44 | ଏବେ ବାମ ମାଉସ୍ ବଟନ୍ କୁ ଦାବି ହେଡିଙ୍ଗ୍ସ ଥିବା Cells ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ | |
03:50 | ହେଡିଙ୍ଗ୍ ଥିବା ସମସ୍ତ ହୋରାଇଜେଣ୍ଟାଲ୍ Row ସିଲେକ୍ଟ କରିବା ପରେ ଫର୍ମାଟିଙ୍ଗ୍ ଟୁଲ୍ ବାର୍ ରେ ଥିବା ବ୍ୟାକଗ୍ରାଉଣ୍ଡ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:00 | ଗୋଟିଏ ପପ୍-ଅପ୍ ମେନୁ ଖୋଲିବ, ଯେଉଁଠାରୁ ଆପଣ ବ୍ୟାକଗ୍ରାଉଣ୍ଡ୍ ରେ ଲାଗୁକରିବା ପାଇଁ କଲର୍ ଚୟନ କରିପାରିବେ | |
04:08 | Grey କଲର୍ ଉପରେ କ୍ଲିକ୍ କରନ୍ତୁ | |
04:11 | ଦେଖନ୍ତୁ, ହେଡିଙ୍ଗ୍ ଥିବା Cellର ବ୍ୟାକଗ୍ରାଉଣ୍ଡ୍ କଲର୍ Grey ହୋଇଯାଇଛି | |
04:17 | Calc, ମଲ୍ଟିପଲ୍ ଟେକ୍ସଟ୍ ଲାଇନ୍ ଫର୍ମାଟିଙ୍ଗ୍ ପାଇଁ ବିଭିନ୍ନ ଅପ୍ସନ୍ସ ପ୍ରଦାନ କରିଥାଏ | |
04:22 | ପ୍ରଥମ ହେଉଛି Automatic Wrapping | |
04:26 | Automatic Wrapping ବ୍ୟବହାର କରି ଉପଯୋଗକର୍ତ୍ତା ଗୋଟିଏ Cellରେ ହିଁ ମଲ୍ଟିପଲ୍ ଲାଇନ୍ସ ଏଣ୍ଟର୍ ପରିପାରିବେ | |
04:33 | ଏହା କିପରି କାର୍ଯ୍ୟ କରେ, ଦେଖନ୍ତୁ | |
04:37 | ଏବେ personal Finance Tracker.ods ଶୀଟ୍ ରେ ଥିବା ଗୋଟିଏ ଖାଲି Cellରେ କ୍ଲିକ୍ କରନ୍ତୁ | |
04:44 | ଉଦାହରଣସ୍ୱରୂପ, Cell B12 ରେ କ୍ଲିକ୍ କରନ୍ତୁ | |
04:49 | ଏବେ Cell ଉପରେ ରାଇଟ୍ କ୍ଲିକ୍ କରି Format Cell ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
04:54 | ଡାୟଲଗ୍ ବକ୍ସରେ ଥିବା Alignment ଟ୍ୟାବ୍ ରେ କ୍ଲିକ୍ କରନ୍ତୁ | |
04:58 | ଡାୟଲଗ୍ ବକ୍ସ ତଳେ ଥିବା Wrap text automatically ଅପ୍ସନ୍ ଉପରେ କ୍ଲିକ୍ କରି ok କ୍ଲିକ୍ କରନ୍ତୁ | |
05:08 | ଏବେ THIS IS A PERSONAL FINANCE TRACKER. IT IS VERY USEFUL ଟାଇପ୍ କରନ୍ତୁ | |
05:11 | ଦେଖନ୍ତୁ, ମଲ୍ଟିପଲ୍ ଷ୍ଟେଟମେଣ୍ଟ୍ ଗୋଟିଏ Cellରେ Wrap ହୋଇଯାଇଛି | |
05:19 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
05:21 | Automatic Wrapping ଶିଖିବା ପରେ ଏବେ ଚାଲନ୍ତୁ Cell ମର୍ଜିଙ୍ଗ୍ ବିଷୟରେ ଶିଖିବା | |
05:29 | Personal Finance Tracker.ods ଫାଇଲ୍ ରେ, SN ହେଡିଙ୍ଗ୍ ଥାଇ ସିରିୟଲ୍ ନମ୍ୱର୍ ଓ ତାହାର ଅନ୍ୟାନ୍ୟ ଆଇଟମ୍ ଗୁଡ଼ିକ ଥିବା Cell ଗୁଡ଼ିକୁ ମର୍ଜ କରିବା ପାଇଁ ପ୍ରଥମେ SN ଅନ୍ତର୍ଗତ 1 ଡେଟା ଏଣ୍ଟ୍ରୀ ଉପରେ କ୍ଲିକ୍ କରନ୍ତୁ | |
05:46 | ଏବେ ଶିଫ୍ଟ୍ କୀ ଧରନ୍ତୁ ଓ Salary ସମରୂପୀ Cell ଉପରେ କ୍ଲିକ୍ କରନ୍ତୁ | |
05:55 | ଏହା, ମର୍ଜ ହେବାକୁ ଥିବା ଦୁଇଟି Cellକୁ ହାଇଲାଇଟ୍ କରିଦେବ | |
05:59 | ତା’ପରେ ମେନୁ ବାର୍ ଥିବା Format ଅପ୍ସନ୍ ରେ କ୍ଲିକ୍ କରି Merge Cells ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
06:07 | ପପ୍-ଅପ୍ ହୋଇଥିବା ସାଇଡ୍ ବାର୍ ରେ Merge Cells ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:12 | ଉଭୟ Cells ରେ ଥିବା କଣ୍ଟେଣ୍ଟ୍ କୁ ଗୋଟିଏ Cellକୁ ଆଣିବା ପାଇଁ, ପ୍ରଦର୍ଶିତ ଡାୟଲଗ୍ ବକ୍ସରେ ଥିବା Yes ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:21 | ଦୁଇଟିଯାକ Cell ଗୋଟିକରେ ମର୍ଜ ହେବାର ଓ ଉଭୟର କଣ୍ଟେଣ୍ଟ୍ ମଧ୍ୟ ସେହି ମର୍ଜ ସେଲ୍ ମଧ୍ୟରେ ଥିବାର ଆପଣ ଦେଖିବେ | |
06:31 | CTRL+Zକୁ ଏକାସାଙ୍ଗରେ ଦବାଇ ଏହାଖୁ Undo କରନ୍ତୁ | |
06:37 | ଏହାପରେ ଆମେ, ଟେକ୍ସଟ୍ କୁ କିପରି ଶ୍ରିଙ୍କ୍ କରାଯାଏ, ତାହା ଶିଖିବା | |
06:41 | Cellରେ ଫିଟ୍ କରିବା ପାଇଁ ଡେଟାର ଫଣ୍ଟ୍ ସାଇଜ୍ ଅଟୋମେଟିକାଲୀ ଆଡଜଷ୍ଟ୍ ହୋଇପାରେ | |
06:49 | ଏହା ବିଷୟରେ ଆସନ୍ତୁ ଶିଖିବା | |
06:50 | B14 ଭାବେ ରେଫରେନ୍ସ କରାଯାଇଥିବା Cellରେ This is for the month of January ଲେଖନ୍ତୁ | |
07:00 | ଟେକ୍ସଟ୍ Cellରେ ଫିଟ୍ ହେଉନାହିଁ | |
07:03 | ଏହାକୁ ଫିଟ୍ କରିବା ପାଇଁ, ପ୍ରଥମେ B14 Cell ଉପରେ କ୍ଲିକ୍ କରନ୍ତୁ | |
07:11 | ମେନୁବାର୍ ରେ ଥିବା Format ଅପ୍ସନ୍ ଉପରେ କ୍ଲିକ୍ କରି Cells ଉପରେ କ୍ଲିକ୍ କରନ୍ତୁ | |
07:18 | ବିକଳ୍ପ ଭାବେ, Cell ଉପରେ ରାଇଟ୍ କ୍ଲିକ୍ କରି Format Cells ଉପରେ କ୍ଲିକ୍ କରନ୍ତୁ | |
07:24 | ଏହା ଫଳରେ Format Cells ଡାୟଲଗ୍ ବକ୍ସ ଖୋଲିବ | |
07:28 | ଡାୟଲଗ୍ ବକ୍ସରେ ଥିବା Alignment ଉପରେ କ୍ଲିକ୍ କରନ୍ତୁ | |
07:31 | ଡାୟଲଗ୍ ବକ୍ସ ତଳେ ଥିବା Shrink to fit cell size ଚେକ୍ ବକ୍ସ ଉପରେ କ୍ଲିକ୍ କରି OK ବଟନ୍ ଉପରେ କ୍ଲିକ୍ କରନ୍ତୁ | |
07:41 | ଦେଖନ୍ତୁ, ସମ୍ପୂର୍ଣ୍ନ ଟେକ୍ସଟ୍ shrink ହୋଇଯାଇଛି ଓ ଏହାର ଫଣ୍ଟ୍ ସାଇଜ୍ ହ୍ରାସ ପାଇ ତାହା ନିଜେ ଆଡଜଷ୍ଟ୍ ହୋଇଯାଇ B14 cellରେ ଫିଟ୍ ହୋଇଯାଇଛି | |
07:54 | ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ | |
07:57 | ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | |
08:02 | ସଂକ୍ଷେପରେ ଆମେ ଯାହା ଶିଖିଲେ: ବର୍ଡର୍ ଫର୍ମାଟ୍ କରିବା, ବ୍ୟାକଗ୍ରାଉଣ୍ଡ୍ କଲର୍ସ |
08:09 | ଅଟୋମେଟିଙ୍ଗ୍ ରାପିଙ୍ଗ୍ ବ୍ୟବହାର କରି ଟେକ୍ସଟ୍ ର ମଲ୍ଟିପଲ୍ ଲାଇନ୍ ଫର୍ମାଟ୍ କରିବା | |
08:14 | Cell ମର୍ଜ କରିବା | Cellରେ ଟେକ୍ସଟ୍ Shrink କରି ଫିଟ୍ କରିବା | |
08:19 | କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
08:21 | Spreadsheetpractice.ods ଶୀଟ୍ ଖୋଲନ୍ତୁ | |
08:25 | ସମସ୍ତ ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ | |
08:27 | ହେଡିଙ୍ଗ୍ସରେ ବ୍ୟାକଗ୍ରାଉଣ୍ଡ କଲର୍ ଭାବେ ନୀଳ ରଙ୍ଗ ଦିଅନ୍ତୁ | |
08:31 | Autometic Wrapping ବ୍ୟବହାର କରି This is a Department Spreadsheet ଟାଇପ୍ କରନ୍ତୁ | |
08:37 | Cellରେ ଏହି ଟେକ୍ସଟ୍ କୁ Shrink କରନ୍ତୁ | |
08:40 | ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ | |
08:43 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ | |
08:46 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
08:51 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି | |
08:56 | ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥା’ନ୍ତି | |
09:00 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | |
09:06 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
09:11 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ | |
09:18 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ (spoken-tutorial.org/NMEICT-Intro) |
09:29 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | |