Difference between revisions of "LibreOffice-Suite-Writer/C2/Introduction-to-LibreOffice-Writer/Oriya"
From Script | Spoken-Tutorial
(Created page with ' {| border=1 || Time || Narration |- ||00:01 || ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ…') |
PoojaMoolya (Talk | contribs) |
||
Line 1: | Line 1: | ||
− | + | {| border = 1 | |
− | || Time | + | ||'''Time''' |
− | || Narration | + | ||'''Narration''' |
+ | |||
|- | |- | ||
||00:01 | ||00:01 | ||
− | || ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ – ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: | + | || ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ – ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: ରାଇଟର୍ ର ପରିଚୟ |
− | ରାଇଟର୍ ର ପରିଚୟ | + | |
|- | |- | ||
||00:10 | ||00:10 | ||
|| ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ | || ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ | ||
+ | |||
|- | |- | ||
||00:13 | ||00:13 | ||
|| ଏକ ନୂଆ ଡକ୍ୟୁମେଣ୍ଟ୍ ଓ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ | || ଏକ ନୂଆ ଡକ୍ୟୁମେଣ୍ଟ୍ ଓ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ | ||
+ | |||
|- | |- | ||
||00:17 | ||00:17 | ||
|| ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ | || ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ | ||
+ | |||
|- | |- | ||
||00:20 | ||00:20 | ||
|| ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | | || ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | | ||
+ | |||
|- | |- | ||
||00:22 | ||00:22 | ||
|| ଲିବର୍ ଅଫିସ୍ ରାଇଟର୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | | || ଲିବର୍ ଅଫିସ୍ ରାଇଟର୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | | ||
+ | |||
|- | |- | ||
||00:27 | ||00:27 | ||
|| ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ୱର୍ଡ ସମକକ୍ଷ ଅଟେ | | || ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ୱର୍ଡ ସମକକ୍ଷ ଅଟେ | | ||
+ | |||
|- | |- | ||
− | || | + | ||00:33 |
|| ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ଆଦାନ-ପ୍ରଦାନ, ସଂଶୋଧନ ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ | | || ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ଆଦାନ-ପ୍ରଦାନ, ସଂଶୋଧନ ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ | | ||
+ | |||
|- | |- | ||
||00:41 | ||00:41 | ||
|| ଯେହେତୁ ଏହାର ଆଦାନ-ପ୍ରଦାନ କରିବା ମାଗଣା ଅଟେ, ତେଣୁ ଏହା ବାଣ୍ଟିବା ପାଇଁ କୌଣସି ପ୍ରକାରର ଲାଇସେନ୍ସ ଫୀ ର ଆବଶ୍ୟକତା ନାହିଁ | | || ଯେହେତୁ ଏହାର ଆଦାନ-ପ୍ରଦାନ କରିବା ମାଗଣା ଅଟେ, ତେଣୁ ଏହା ବାଣ୍ଟିବା ପାଇଁ କୌଣସି ପ୍ରକାରର ଲାଇସେନ୍ସ ଫୀ ର ଆବଶ୍ୟକତା ନାହିଁ | | ||
+ | |||
|- | |- | ||
||00:47 | ||00:47 | ||
− | || ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNU/ଲିନକ୍ସ ବ୍ୟବହାର କରିପାରିବେ | | + | || ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ |
+ | GNU/ଲିନକ୍ସ ବ୍ୟବହାର କରିପାରିବେ | | ||
+ | |||
|- | |- | ||
||01:04 | ||01:04 | ||
|| ଏଠାରେ ଆମେ ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | | || ଏଠାରେ ଆମେ ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | | ||
+ | |||
|- | |- | ||
||01:16 | ||01:16 | ||
|| ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ରାଇଟର୍ ଇନଷ୍ଟଲ୍ କରିହେବ | | || ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ରାଇଟର୍ ଇନଷ୍ଟଲ୍ କରିହେବ | | ||
+ | |||
|- | |- | ||
||01:24 | ||01:24 | ||
|| ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ | | || ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ | | ||
+ | |||
|- | |- | ||
||01:37 | ||01:37 | ||
|| ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି | | || ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି | | ||
+ | |||
|- | |- | ||
||01:43 | ||01:43 | ||
|| ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’ରାଇଟର୍’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ | | || ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’ରାଇଟର୍’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ | | ||
+ | |||
|- | |- | ||
||01:50 | ||01:50 | ||
|| ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ | || ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ | ||
+ | |||
|- | |- | ||
||01:54 | ||01:54 | ||
|| ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି | || ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି | ||
+ | |||
|- | |- | ||
||02:02 | ||02:02 | ||
|| ଏବଂ ତାହାପରେ “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ରାଇଟର୍ ପାଇପାରିବେ | | || ଏବଂ ତାହାପରେ “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ରାଇଟର୍ ପାଇପାରିବେ | | ||
+ | |||
|- | |- | ||
||02:08 | ||02:08 | ||
|| ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ | | || ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ | | ||
+ | |||
|- | |- | ||
||02:13 | ||02:13 | ||
|| ଲିବର୍ ଅଫିସ୍ ରାଇଟର୍ ଆକ୍ସେସ୍ କରିବା ପାଇଁ, “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | | || ଲିବର୍ ଅଫିସ୍ ରାଇଟର୍ ଆକ୍ସେସ୍ କରିବା ପାଇଁ, “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | | ||
+ | |||
|- | |- | ||
||02:23 | ||02:23 | ||
|| ଏହା, ମୁଖ୍ୟ ରାଇଟର୍ ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ | | || ଏହା, ମୁଖ୍ୟ ରାଇଟର୍ ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ | | ||
+ | |||
|- | |- | ||
||02:28 | ||02:28 | ||
|| ରାଇଟର୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଥାଏ, ଯେପରି ଟାଇଟଲ୍ ବାର୍, | || ରାଇଟର୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଥାଏ, ଯେପରି ଟାଇଟଲ୍ ବାର୍, | ||
+ | |||
|- | |- | ||
||02:33 | ||02:33 | ||
|| ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, | || ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, | ||
+ | |||
|- | |- | ||
||02:36 | ||02:36 | ||
|| ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍, ଯାହା ହେଉଛି ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍, ଯେଉଁ ବିଷୟରେ ଆମେ ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଜାଣିବାକୁ ପାଇବା | | || ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍, ଯାହା ହେଉଛି ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍, ଯେଉଁ ବିଷୟରେ ଆମେ ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଜାଣିବାକୁ ପାଇବା | | ||
+ | |||
|- | |- | ||
||02:47 | ||02:47 | ||
|| ବର୍ତ୍ତମାନ ଆସନ୍ତୁ, ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ କିପରି ଖୋଲିବାକୁ ହୁଏ, ତାହା ଶିଖି ଆମେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା | | || ବର୍ତ୍ତମାନ ଆସନ୍ତୁ, ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ କିପରି ଖୋଲିବାକୁ ହୁଏ, ତାହା ଶିଖି ଆମେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା | | ||
+ | |||
|- | |- | ||
||02:53 | ||02:53 | ||
|| ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରି | || ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରି | ||
+ | |||
|- | |- | ||
||03:00 | ||03:00 | ||
|| କିମ୍ୱା ମେନୁ ବାର୍ ରେ ଥିବା “File” ଅପ୍ସନ୍ ଉପରେ କ୍ଲିକ୍ କରି | || କିମ୍ୱା ମେନୁ ବାର୍ ରେ ଥିବା “File” ଅପ୍ସନ୍ ଉପରେ କ୍ଲିକ୍ କରି | ||
+ | |||
|- | |- | ||
||03:05 | ||03:05 | ||
|| ଓ ତାହାପରେ “New” ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ଶେଷରେ “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ | | || ଓ ତାହାପରେ “New” ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ଶେଷରେ “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ | | ||
+ | |||
|- | |- | ||
||03:12 | ||03:12 | ||
|| ଉଭୟ ମାମଲାରେ ଏକ ନୂଆ ରାଇଟର୍ ୱିଣ୍ଡୋ ଖୋଲୁଥିବାର ଆପଣ ଦେଖିବାକୁ ପାଇବେ | | || ଉଭୟ ମାମଲାରେ ଏକ ନୂଆ ରାଇଟର୍ ୱିଣ୍ଡୋ ଖୋଲୁଥିବାର ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||03:17 | ||03:17 | ||
|| ବର୍ତ୍ତମାନ, ଏଡିଟର୍ ଏରିଆରେ କିଛି ଟାଇପ୍ କରନ୍ତୁ | | || ବର୍ତ୍ତମାନ, ଏଡିଟର୍ ଏରିଆରେ କିଛି ଟାଇପ୍ କରନ୍ତୁ | | ||
+ | |||
|- | |- | ||
||03:21 | ||03:21 | ||
|| ତେବେ ଆମେ ଲେଖିବା, “RESUME” | | || ତେବେ ଆମେ ଲେଖିବା, “RESUME” | | ||
+ | |||
|- | |- | ||
||03:24 | ||03:24 | ||
|| ଥରେ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଲେଖିସାରିବା ପରେ, ଭବିଷ୍ୟତରେ ବ୍ୟବହାର ପାଇଁ ଆପଣ ତାହାକୁ ସେଭ୍ କରିବା ଉଚିତ୍ | | || ଥରେ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଲେଖିସାରିବା ପରେ, ଭବିଷ୍ୟତରେ ବ୍ୟବହାର ପାଇଁ ଆପଣ ତାହାକୁ ସେଭ୍ କରିବା ଉଚିତ୍ | | ||
+ | |||
|- | |- | ||
||03:29 | ||03:29 | ||
|| ଏହି ଫାଇଲ୍ କୁ ସେଭ୍ କରିବା ପାଇଁ, ମେନୁ ବାର୍ ରେ ଥିବା “File” ଉପରେ କ୍ଲିକ୍ କରନ୍ତୁ | || ଏହି ଫାଇଲ୍ କୁ ସେଭ୍ କରିବା ପାଇଁ, ମେନୁ ବାର୍ ରେ ଥିବା “File” ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
||03:33 | ||03:33 | ||
|| ଓ ତାହାପରେ “Save As” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଓ ତାହାପରେ “Save As” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
− | || | + | ||03:36 |
|| ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଠାରେ ଆପଣଙ୍କୁ “Name” ଫିଲ୍ଡରେ ଆପଣଙ୍କ ଫାଇଲ୍ ର ନାଁ ଦେବାକୁ ପଡ଼ିବ | | || ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଠାରେ ଆପଣଙ୍କୁ “Name” ଫିଲ୍ଡରେ ଆପଣଙ୍କ ଫାଇଲ୍ ର ନାଁ ଦେବାକୁ ପଡ଼ିବ | | ||
+ | |||
|- | |- | ||
||03:44 | ||03:44 | ||
|| ତେଣୁ ଫାଇଲ୍ ର ନାଁ ଭାବରେ “resume” ଏଣ୍ଟର୍ କରନ୍ତୁ | | || ତେଣୁ ଫାଇଲ୍ ର ନାଁ ଭାବରେ “resume” ଏଣ୍ଟର୍ କରନ୍ତୁ | | ||
+ | |||
|- | |- | ||
||03:48 | ||03:48 | ||
|| “Name” ଫିଲ୍ଡ ତଳେ “Save in folder” ଫିଲ୍ଡ ଅଛି | || “Name” ଫିଲ୍ଡ ତଳେ “Save in folder” ଫିଲ୍ଡ ଅଛି | ||
+ | |||
|- | |- | ||
||03:53 | ||03:53 | ||
|| ଯେଉଁଠାରେ ଆପଣ ଫୋଲ୍ଡର୍ ନାଁ ଦେବେ, ଯେଉଁଥିରେ ଆପଣଙ୍କର ଫାଇଲ୍ ସେଭ୍ ହେବ | | || ଯେଉଁଠାରେ ଆପଣ ଫୋଲ୍ଡର୍ ନାଁ ଦେବେ, ଯେଉଁଥିରେ ଆପଣଙ୍କର ଫାଇଲ୍ ସେଭ୍ ହେବ | | ||
+ | |||
|- | |- | ||
||03:58 | ||03:58 | ||
|| ତେଣୁ, “Save in folder” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ତେଣୁ, “Save in folder” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||04:02 | ||04:02 | ||
|| ମେନୁରେ ଫୋଲ୍ଡର୍ ର ଏକ ତାଲିକା ଆପଣ ଦେଖିବାକୁ ପାଇବେ, ଯେଉଁଠାରେ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | | || ମେନୁରେ ଫୋଲ୍ଡର୍ ର ଏକ ତାଲିକା ଆପଣ ଦେଖିବାକୁ ପାଇବେ, ଯେଉଁଠାରେ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | | ||
+ | |||
|- | |- | ||
||04:08 | ||04:08 | ||
|| ବର୍ତ୍ତମାନ ଆସନ୍ତୁ, ଆମେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରିବା | ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଯିବ | | || ବର୍ତ୍ତମାନ ଆସନ୍ତୁ, ଆମେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରିବା | ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଯିବ | | ||
+ | |||
|- | |- | ||
||04:14 | ||04:14 | ||
|| ଆପଣ, “Browse for other folders” ଉପରେ ମଧ୍ୟ କ୍ଲିକ୍ କରିପାରିବେ | || ଆପଣ, “Browse for other folders” ଉପରେ ମଧ୍ୟ କ୍ଲିକ୍ କରିପାରିବେ | ||
+ | |||
|- | |- | ||
||04:18 | ||04:18 | ||
|| ଏବଂ ଆପଣ ନିଜ ଡକ୍ୟୁମେଣ୍ଟ୍ କେଉଁ ଫୋଲ୍ଡର୍ ରେ ସେଭ୍ କରିବାକୁ ଚାହୁଁଛନ୍ତି ଚାହାର ଚୟନ କରିପାରିବେ | | || ଏବଂ ଆପଣ ନିଜ ଡକ୍ୟୁମେଣ୍ଟ୍ କେଉଁ ଫୋଲ୍ଡର୍ ରେ ସେଭ୍ କରିବାକୁ ଚାହୁଁଛନ୍ତି ଚାହାର ଚୟନ କରିପାରିବେ | | ||
+ | |||
|- | |- | ||
||04:23 | ||04:23 | ||
|| ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “File Type” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “File Type” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||04:27 | ||04:27 | ||
|| ଏହା ଆପଣଙ୍କୁ ଫାଇଲ୍ ଟାଇପ୍ ଅପ୍ସନ୍ କିମ୍ୱା ଫାଇଲ୍ ଏକ୍ସଟେନ୍ସନ୍ ର ଏକ ତାଲିକା ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | | || ଏହା ଆପଣଙ୍କୁ ଫାଇଲ୍ ଟାଇପ୍ ଅପ୍ସନ୍ କିମ୍ୱା ଫାଇଲ୍ ଏକ୍ସଟେନ୍ସନ୍ ର ଏକ ତାଲିକା ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | | ||
+ | |||
|- | |- | ||
− | || | + | ||04:34 |
|| ଲିବର୍ ଅଫିସ୍ ରାଇଟର୍ ରେ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍”, ଯାହା “ଡଟ୍ odt” ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ | | || ଲିବର୍ ଅଫିସ୍ ରାଇଟର୍ ରେ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍”, ଯାହା “ଡଟ୍ odt” ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ | | ||
+ | |||
|- | |- | ||
||04:45 | ||04:45 | ||
|| ODT, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା ODF ଅନ୍ତର୍ଗତ ଆସିଥାଏ, ଯାହା ବୈଶ୍ୱିକ ଭାବେ ୱର୍ଡ ଡକ୍ୟୁମେଣ୍ଟ୍ ପାଇଁ ଗ୍ରହଣୀୟ ଓପନ୍ ଷ୍ଟାଣ୍ଡାର୍ଡ ଅଟେ | | || ODT, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା ODF ଅନ୍ତର୍ଗତ ଆସିଥାଏ, ଯାହା ବୈଶ୍ୱିକ ଭାବେ ୱର୍ଡ ଡକ୍ୟୁମେଣ୍ଟ୍ ପାଇଁ ଗ୍ରହଣୀୟ ଓପନ୍ ଷ୍ଟାଣ୍ଡାର୍ଡ ଅଟେ | | ||
+ | |||
|- | |- | ||
||04:56 | ||04:56 | ||
|| ଏହା, ’ଇ-ଗଭର୍ନେନ୍ସରେ ଓପନ୍ ଷ୍ଟାଣ୍ଡାର୍ଡ’ରେ ଭାରତ ସରକାରଙ୍କ ନୀତି ଦ୍ୱାରା ମଧ୍ୟ ଗ୍ରହଣୀୟ ଅଟେ | | || ଏହା, ’ଇ-ଗଭର୍ନେନ୍ସରେ ଓପନ୍ ଷ୍ଟାଣ୍ଡାର୍ଡ’ରେ ଭାରତ ସରକାରଙ୍କ ନୀତି ଦ୍ୱାରା ମଧ୍ୟ ଗ୍ରହଣୀୟ ଅଟେ | | ||
+ | |||
|- | |- | ||
||05:04 | ||05:04 | ||
|| ଡଟ୍ odt ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରିବା ବ୍ୟତୀତ, ଯାହା ଲିବର୍ ଅଫିସ୍ ରାଇଟର୍ ରେ ଖୋଲିବ, | || ଡଟ୍ odt ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରିବା ବ୍ୟତୀତ, ଯାହା ଲିବର୍ ଅଫିସ୍ ରାଇଟର୍ ରେ ଖୋଲିବ, | ||
+ | |||
|- | |- | ||
||05:11 | ||05:11 | ||
|| ଆପଣ ନିଜ ଫାଇଲ୍ କୁ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହାକୁ MS ଅଫିସ୍ ୱର୍ଡ ପ୍ରୋଗ୍ରାମ୍ ରେ ଖୋଲିହେବ | | || ଆପଣ ନିଜ ଫାଇଲ୍ କୁ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହାକୁ MS ଅଫିସ୍ ୱର୍ଡ ପ୍ରୋଗ୍ରାମ୍ ରେ ଖୋଲିହେବ | | ||
+ | |||
|- | |- | ||
||05:23 | ||05:23 | ||
|| ଆଉ ଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍, ଯାହା ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲେ, ହେଉଛି ଡଟ୍ rtf, ଯାହା ହେଉଛି “ରିଚ୍ ଟେକ୍ସଟ୍ ଫର୍ମାଟ୍” | | || ଆଉ ଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍, ଯାହା ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲେ, ହେଉଛି ଡଟ୍ rtf, ଯାହା ହେଉଛି “ରିଚ୍ ଟେକ୍ସଟ୍ ଫର୍ମାଟ୍” | | ||
+ | |||
|- | |- | ||
||05:33 | ||05:33 | ||
|| ବର୍ତ୍ତମାନ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||05:37 | ||05:37 | ||
|| ଆପଣ ଦେଖିବେ ଯେ, ଫାଇଲ୍ ଟାଇପ୍ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଓ ବ୍ରାକେଟ୍ ମଧ୍ୟରେ ଡଟ୍ “odt”, “ଫାଇଲ୍ ଟାଇପ୍” ଅପ୍ସନ୍ ପାଖରେ ପ୍ରଦର୍ଶିତ ହେବ | | || ଆପଣ ଦେଖିବେ ଯେ, ଫାଇଲ୍ ଟାଇପ୍ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଓ ବ୍ରାକେଟ୍ ମଧ୍ୟରେ ଡଟ୍ “odt”, “ଫାଇଲ୍ ଟାଇପ୍” ଅପ୍ସନ୍ ପାଖରେ ପ୍ରଦର୍ଶିତ ହେବ | | ||
+ | |||
|- | |- | ||
||05:48 | ||05:48 | ||
|| ବର୍ତ୍ତମାନ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||05:50 | ||05:50 | ||
|| ଏହା ଆପଣଙ୍କୁ ପୁଣିଥରେ, ଟାଇଟଲ୍ ବାର୍ ରେ ନିଜ ପସନ୍ଦ ମୁତାବକ ଏକ୍ସଟେନ୍ସନ୍ ଓ ଫାଇଲ୍ ନାମ ସହିତ ରାଇଟର୍ ୱିଣ୍ଡୋକୁ ନେଇଯିବ | | || ଏହା ଆପଣଙ୍କୁ ପୁଣିଥରେ, ଟାଇଟଲ୍ ବାର୍ ରେ ନିଜ ପସନ୍ଦ ମୁତାବକ ଏକ୍ସଟେନ୍ସନ୍ ଓ ଫାଇଲ୍ ନାମ ସହିତ ରାଇଟର୍ ୱିଣ୍ଡୋକୁ ନେଇଯିବ | | ||
+ | |||
|- | |- | ||
||05:58 | ||05:58 | ||
|| ଆପଣ ବର୍ତ୍ତମାନ, ରାଇଟର୍ ୱିଣ୍ଡୋରେ ଏକ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଲେଖିବାକୁ ପ୍ରସ୍ତୁତ | | || ଆପଣ ବର୍ତ୍ତମାନ, ରାଇଟର୍ ୱିଣ୍ଡୋରେ ଏକ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଲେଖିବାକୁ ପ୍ରସ୍ତୁତ | | ||
+ | |||
|- | |- | ||
||06:03 | ||06:03 | ||
|| ଉପରେ ଆଲୋଚନା କରାଯାଇଥିବା ଫର୍ମାଟ୍ ଗୁଡ଼ିକ ବ୍ୟତୀତ, ରାଇଟର୍ ଡକ୍ୟୁମେଣ୍ଟ୍ କୁ ଏକ ୱେବ୍ ପେଜ୍ ଫର୍ମାଟ୍ “ଡଟ୍ html”ରେ ମଧ୍ୟ ସେଭ୍ କରିହେବ | | || ଉପରେ ଆଲୋଚନା କରାଯାଇଥିବା ଫର୍ମାଟ୍ ଗୁଡ଼ିକ ବ୍ୟତୀତ, ରାଇଟର୍ ଡକ୍ୟୁମେଣ୍ଟ୍ କୁ ଏକ ୱେବ୍ ପେଜ୍ ଫର୍ମାଟ୍ “ଡଟ୍ html”ରେ ମଧ୍ୟ ସେଭ୍ କରିହେବ | | ||
+ | |||
|- | |- | ||
||06:13 | ||06:13 | ||
|| ଏହାକୁ ପୂର୍ବ ବର୍ଣ୍ଣିତ ପରି ମାର୍ଗରେ କରିହେବ | | || ଏହାକୁ ପୂର୍ବ ବର୍ଣ୍ଣିତ ପରି ମାର୍ଗରେ କରିହେବ | | ||
+ | |||
|- | |- | ||
||06:17 | ||06:17 | ||
|| ତେଣୁ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍ ଆଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ତେଣୁ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍ ଆଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:24 | ||06:24 | ||
|| ବର୍ତ୍ତମାନ “ଫାଇଲ୍ ଟାଇପ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଓପନ୍ ଅଫିସ୍ ଡଟ୍ ଅର୍ଗ (org) ରାଇଟର୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ବର୍ତ୍ତମାନ “ଫାଇଲ୍ ଟାଇପ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଓପନ୍ ଅଫିସ୍ ଡଟ୍ ଅର୍ଗ (org) ରାଇଟର୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:35 | ||06:35 | ||
|| ଏହି ଅପ୍ସନ୍ ଡକ୍ୟୁମେଣ୍ଟ୍ କୁ “ଡଟ୍ html” ଏକ୍ସଟେନ୍ସନ୍ ଦେବ | | || ଏହି ଅପ୍ସନ୍ ଡକ୍ୟୁମେଣ୍ଟ୍ କୁ “ଡଟ୍ html” ଏକ୍ସଟେନ୍ସନ୍ ଦେବ | | ||
+ | |||
|- | |- | ||
||06:40 | ||06:40 | ||
|| “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | || “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:42 | ||06:42 | ||
|| ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ | | || ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ | | ||
+ | |||
|- | |- | ||
||06:50 | ||06:50 | ||
|| ଶେଷରେ, “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ଶେଷରେ, “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||06:55 | ||06:55 | ||
|| ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେଲା ବୋଲି ଆପଣ ଦେଖିବାକୁ ପାଇବେ | | || ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେଲା ବୋଲି ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||07:00 | ||07:00 | ||
|| କେବଳମାତ୍ର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ କୁ ଏକ୍ସପୋର୍ଟ କରିହେବ | | || କେବଳମାତ୍ର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ କୁ ଏକ୍ସପୋର୍ଟ କରିହେବ | | ||
+ | |||
|- | |- | ||
||07:10 | ||07:10 | ||
|| ପୂର୍ବପରି, ଯେଉଁଠାରେ ଆପଣ ସେଭ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନ ବାଛନ୍ତୁ | | || ପୂର୍ବପରି, ଯେଉଁଠାରେ ଆପଣ ସେଭ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନ ବାଛନ୍ତୁ | | ||
+ | |||
|- | |- | ||
||07:15 | ||07:15 | ||
|| ବୈକଳ୍ପିକ ଭାବରେ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ଏହିପରି କରିପାରିବେ | | || ବୈକଳ୍ପିକ ଭାବରେ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ଏହିପରି କରିପାରିବେ | | ||
+ | |||
|- | |- | ||
||07:24 | ||07:24 | ||
|| ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||07:32 | ||07:32 | ||
|| ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ | | || ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ | | ||
+ | |||
|- | |- | ||
||07:35 | ||07:35 | ||
|| ଆସନ୍ତୁ ଏବେ, “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଏହି ଡକ୍ୟୁମେଣ୍ଟ୍ କୁ ବନ୍ଦ କରିବା | | || ଆସନ୍ତୁ ଏବେ, “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଏହି ଡକ୍ୟୁମେଣ୍ଟ୍ କୁ ବନ୍ଦ କରିବା | | ||
+ | |||
|- | |- | ||
||07:40 | ||07:40 | ||
|| ଏହାପରେ ଆମେ, ଲିବର୍ ଅଫିସ୍ ରାଇଟର୍ ରେ ପୂର୍ବରୁ ଥିବା ଏକ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା | | || ଏହାପରେ ଆମେ, ଲିବର୍ ଅଫିସ୍ ରାଇଟର୍ ରେ ପୂର୍ବରୁ ଥିବା ଏକ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା | | ||
+ | |||
|- | |- | ||
||07:47 | ||07:47 | ||
|| ଆସନ୍ତୁ ଆମେ, “Resume.odt” ଡକ୍ୟୁମେଣ୍ଟ୍ କୁ ଖୋଲିବା | | || ଆସନ୍ତୁ ଆମେ, “Resume.odt” ଡକ୍ୟୁମେଣ୍ଟ୍ କୁ ଖୋଲିବା | | ||
+ | |||
|- | |- | ||
||07:51 | ||07:51 | ||
|| ପୂର୍ବରୁ ରହିଥିବା ଏକ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, ଉପରେ ଥିବା ମେନୁ ବାର୍ ରେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | || ପୂର୍ବରୁ ରହିଥିବା ଏକ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, ଉପରେ ଥିବା ମେନୁ ବାର୍ ରେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||08:00 | ||08:00 | ||
|| ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବାର ଆପଣ ଦେଖିବାକୁ ପାଇବେ | | || ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବାର ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||08:04 | ||08:04 | ||
|| ଏଠାରେ, ସେହି ଫୋଲ୍ଡର୍ କୁ ଖୋଜନ୍ତୁ, ଯେଉଁଠାରେ ଆପଣ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଛନ୍ତି | | || ଏଠାରେ, ସେହି ଫୋଲ୍ଡର୍ କୁ ଖୋଜନ୍ତୁ, ଯେଉଁଠାରେ ଆପଣ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଛନ୍ତି | | ||
+ | |||
|- | |- | ||
||08:08 | ||08:08 | ||
|| ଏଥିପାଇଁ, ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ଏଥିପାଇଁ, ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||08:14 | ||08:14 | ||
|| ଏହାର ନାମ ହେଉଛି “ଟାଇପ୍ ଏ ଫାଇଲ୍ ନେମ୍” | | || ଏହାର ନାମ ହେଉଛି “ଟାଇପ୍ ଏ ଫାଇଲ୍ ନେମ୍” | | ||
+ | |||
|- | |- | ||
||08:16 | ||08:16 | ||
|| ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ | | || ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ | | ||
+ | |||
|- | |- | ||
||08:19 | ||08:19 | ||
|| ଏଠାରେ, ଆପଣ ଯେଉଁ ଫାଇଲ୍ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ | | || ଏଠାରେ, ଆପଣ ଯେଉଁ ଫାଇଲ୍ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ | | ||
+ | |||
|- | |- | ||
||08:24 | ||08:24 | ||
|| ଏଥିପାଇଁ ଆମେ ଫାଇଲ୍ ର ନାମ ଭାବରେ “resume” ଲେଖିବା | | || ଏଥିପାଇଁ ଆମେ ଫାଇଲ୍ ର ନାମ ଭାବରେ “resume” ଲେଖିବା | | ||
+ | |||
|- | |- | ||
||08:27 | ||08:27 | ||
|| ବର୍ତ୍ତମାନ, resume ଫାଇଲ୍ ନାମ ଭାବରେ ଯେଉଁ ତାଲିକା ପ୍ରଦର୍ଶିତ ହେବ, ସେଥିରୁ “resume dot odt” ବାଛନ୍ତୁ | || ବର୍ତ୍ତମାନ, resume ଫାଇଲ୍ ନାମ ଭାବରେ ଯେଉଁ ତାଲିକା ପ୍ରଦର୍ଶିତ ହେବ, ସେଥିରୁ “resume dot odt” ବାଛନ୍ତୁ | ||
+ | |||
|- | |- | ||
||08:34 | ||08:34 | ||
|| ଏବେ “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | || ଏବେ “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||08:37 | ||08:37 | ||
|| Resume.odt ଫାଇଲ୍ ଖୋଲିବାର ଆପଣ ଦେଖିବେ | | || Resume.odt ଫାଇଲ୍ ଖୋଲିବାର ଆପଣ ଦେଖିବେ | | ||
+ | |||
|- | |- | ||
||08:41 | ||08:41 | ||
|| ବୈକଳ୍ପିକ ଭାବରେ, ଉପରେ ଥିବା ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ପୂର୍ବରୁ ରହିଥିବା ଏକ ଫାଇଲ୍ କୁ ଆପଣ ଖୋଲିପାରିବେ | | || ବୈକଳ୍ପିକ ଭାବରେ, ଉପରେ ଥିବା ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ପୂର୍ବରୁ ରହିଥିବା ଏକ ଫାଇଲ୍ କୁ ଆପଣ ଖୋଲିପାରିବେ | | ||
+ | |||
|- | |- | ||
||08:52 | ||08:52 | ||
|| ମାଇକ୍ରୋସଫ୍ଟ ୱର୍ଡ ଦ୍ୱାରା ବ୍ୟବହୃତ “ଡଟ୍ ଡକ୍” ଓ “ଡଟ୍ ଡକ୍ ଏକ୍ସ” ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ ରାଇଟର୍ ରେ ଖୋଲିପାରିବେ | | || ମାଇକ୍ରୋସଫ୍ଟ ୱର୍ଡ ଦ୍ୱାରା ବ୍ୟବହୃତ “ଡଟ୍ ଡକ୍” ଓ “ଡଟ୍ ଡକ୍ ଏକ୍ସ” ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ ରାଇଟର୍ ରେ ଖୋଲିପାରିବେ | | ||
+ | |||
|- | |- | ||
||09:03 | ||09:03 | ||
|| ଏହାପରେ ଆପଣ, ଏକ ଫାଇଲ୍ କୁ କିପରି ମୋଡିଫାଏ କରିହୁଏ ଓ ତାହାକୁ କିପରି ସମାନ ଫାଇଲ୍ ନାମରେ ସେଭ୍ କରିବାକୁ ହୁଏ, ତାହା ଦେଖିବେ | | || ଏହାପରେ ଆପଣ, ଏକ ଫାଇଲ୍ କୁ କିପରି ମୋଡିଫାଏ କରିହୁଏ ଓ ତାହାକୁ କିପରି ସମାନ ଫାଇଲ୍ ନାମରେ ସେଭ୍ କରିବାକୁ ହୁଏ, ତାହା ଦେଖିବେ | | ||
+ | |||
|- | |- | ||
||09:10 | ||09:10 | ||
|| ତେଣୁ ପ୍ରଥମେ “RESUME” ଟେକ୍ସଟ୍ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ଟେକ୍ସଟ୍ ଉପରେ ଟାଣନ୍ତୁ | | || ତେଣୁ ପ୍ରଥମେ “RESUME” ଟେକ୍ସଟ୍ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ଟେକ୍ସଟ୍ ଉପରେ ଟାଣନ୍ତୁ | | ||
+ | |||
|- | |- | ||
||09:17 | ||09:17 | ||
|| ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | | || ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | | ||
+ | |||
|- | |- | ||
||09:24 | ||09:24 | ||
|| ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | | || ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | | ||
+ | |||
|- | |- | ||
||09:26 | ||09:26 | ||
|| ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ଏହିପରି ଭାବରେ ଟେକ୍ସଟ୍ ବୋଲ୍ଡ ହୋଇଯିବ | | || ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ଏହିପରି ଭାବରେ ଟେକ୍ସଟ୍ ବୋଲ୍ଡ ହୋଇଯିବ | | ||
+ | |||
|- | |- | ||
||09:33 | ||09:33 | ||
|| ଏହି ଟେକ୍ସଟ୍ କୁ ପେଜ୍ ର ମଧ୍ୟ ଭାଗକୁ ଆଣିବା ପାଇଁ, ଟୁଲ୍ ବାର୍ ଥିବା “ସେଣ୍ଟର୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | || ଏହି ଟେକ୍ସଟ୍ କୁ ପେଜ୍ ର ମଧ୍ୟ ଭାଗକୁ ଆଣିବା ପାଇଁ, ଟୁଲ୍ ବାର୍ ଥିବା “ସେଣ୍ଟର୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||09:41 | ||09:41 | ||
|| ପେଜ୍ ରେ ଟେକ୍ସଟ୍ ମଧ୍ୟ ଭାଗକୁ ଆସିଯିବାର ଆପଣ ଦେଖିବାକୁ ପାଇବେ | | || ପେଜ୍ ରେ ଟେକ୍ସଟ୍ ମଧ୍ୟ ଭାଗକୁ ଆସିଯିବାର ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||09:45 | ||09:45 | ||
|| ବର୍ତ୍ତମାନ ଆସନ୍ତୁ, ଆମେ ଟେକ୍ସଟ୍ ର ଫଣ୍ଟ୍ ସାଇଜ୍ ବଢ଼ାଇବା | | || ବର୍ତ୍ତମାନ ଆସନ୍ତୁ, ଆମେ ଟେକ୍ସଟ୍ ର ଫଣ୍ଟ୍ ସାଇଜ୍ ବଢ଼ାଇବା | | ||
+ | |||
|- | |- | ||
||09:48 | ||09:48 | ||
|| ଏଥିପାଇଁ, ଟୁଲ୍ ବାର୍ ରେ ଥିବା “ଫଣ୍ଟ୍ ସାଇଜ୍” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | | || ଏଥିପାଇଁ, ଟୁଲ୍ ବାର୍ ରେ ଥିବା “ଫଣ୍ଟ୍ ସାଇଜ୍” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||09:53 | ||09:53 | ||
|| ଡ୍ରପ୍ ଡାଉନ୍ ମେନୁରେ, ଚାଲନ୍ତୁ “୧୪” ଉପରେ କ୍ଲିକ୍ କରିବା | | || ଡ୍ରପ୍ ଡାଉନ୍ ମେନୁରେ, ଚାଲନ୍ତୁ “୧୪” ଉପରେ କ୍ଲିକ୍ କରିବା | | ||
+ | |||
|- | |- | ||
||09:57 | ||09:57 | ||
|| ଏହିପରି ଭାବେ ଫଣ୍ଟ୍ ସାଇଜ୍ “୧୪”କୁ ବୃଦ୍ଧି ହୋଇଯିବ | | || ଏହିପରି ଭାବେ ଫଣ୍ଟ୍ ସାଇଜ୍ “୧୪”କୁ ବୃଦ୍ଧି ହୋଇଯିବ | | ||
+ | |||
|- | |- | ||
||10:01 | ||10:01 | ||
|| ବର୍ତ୍ତମାନ, “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଫଣ୍ଟ ନାମ ଭାବରେ “UnDotum”କୁ ସିଲେକ୍ଟ କରନ୍ତୁ | | || ବର୍ତ୍ତମାନ, “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଫଣ୍ଟ ନାମ ଭାବରେ “UnDotum”କୁ ସିଲେକ୍ଟ କରନ୍ତୁ | | ||
+ | |||
|- | |- | ||
||10:09 | ||10:09 | ||
|| ଟୁଲ୍ ବାର୍ ରେ ଥିବା “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | || ଟୁଲ୍ ବାର୍ ରେ ଥିବା “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | | ||
+ | |||
|- | |- | ||
||10:13 | ||10:13 | ||
|| ତେବେ, ସଂଶୋଧନ କରାଯିବା ପରେ ମଧ୍ୟ ସେହି ସମାନ ଫାଇଲ୍ ନାମରେ ଫାଇଲ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ | | || ତେବେ, ସଂଶୋଧନ କରାଯିବା ପରେ ମଧ୍ୟ ସେହି ସମାନ ଫାଇଲ୍ ନାମରେ ଫାଇଲ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ | | ||
+ | |||
|- | |- | ||
||10:21 | ||10:21 | ||
|| ଥରେ ଆପଣ ନିଜ ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ | || ଥରେ ଆପଣ ନିଜ ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ | ||
+ | |||
|- | |- | ||
||10:25 | ||10:25 | ||
||ମେନୁ ବାର୍ ରେ ଥିବା “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏହା ଆପଣଙ୍କ ଫାଇଲ୍ କୁ ବନ୍ଦ କରିଦେବ | | ||ମେନୁ ବାର୍ ରେ ଥିବା “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏହା ଆପଣଙ୍କ ଫାଇଲ୍ କୁ ବନ୍ଦ କରିଦେବ | | ||
+ | |||
|- | |- | ||
||10:33 | ||10:33 | ||
||ଏହା ଆମକୁ, ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ | ଆମେ ଯାହା ଶିଖିଲେ, ତାହା ମନେପକାଇବା ପାଇଁ: | ||ଏହା ଆମକୁ, ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ | ଆମେ ଯାହା ଶିଖିଲେ, ତାହା ମନେପକାଇବା ପାଇଁ: | ||
+ | |||
|- | |- | ||
||10:43 | ||10:43 | ||
||ରାଇଟର୍ ର ପରିଚୟ | ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ | | ||ରାଇଟର୍ ର ପରିଚୟ | ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ | | ||
+ | |||
|- | |- | ||
||10:45 | ||10:45 | ||
||ରାଇଟର୍ ରେ କିପରି ଏକ ନୂଆ ଓ ପୂର୍ବରୁ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ ଖୋଲିବେ | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ | | ||ରାଇଟର୍ ରେ କିପରି ଏକ ନୂଆ ଓ ପୂର୍ବରୁ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ ଖୋଲିବେ | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ | | ||
+ | |||
|- | |- | ||
||10:52 | ||10:52 | ||
||ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | | ||ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | | ||
+ | |||
|- | |- | ||
||10:55 | ||10:55 | ||
||ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | ||ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ | ||
+ | |||
|- | |- | ||
||11:01 | ||11:01 | ||
||“practice.odt” ନାମରେ ଏହାକୁ ସେଭ୍ କରନ୍ତୁ | ||“practice.odt” ନାମରେ ଏହାକୁ ସେଭ୍ କରନ୍ତୁ | ||
+ | |||
|- | |- | ||
||11:05 | ||11:05 | ||
||“ଦିସ୍ ଇଜ୍ ମାଇ ଫର୍ଷ୍ଟ ଆସାଇନମେଣ୍ଟ୍” ଟେକ୍ସଟ୍ ଲେଖନ୍ତୁ | ||“ଦିସ୍ ଇଜ୍ ମାଇ ଫର୍ଷ୍ଟ ଆସାଇନମେଣ୍ଟ୍” ଟେକ୍ସଟ୍ ଲେଖନ୍ତୁ | ||
+ | |||
|- | |- | ||
||11:08 | ||11:08 | ||
Line 336: | Line 446: | ||
ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | | ||
ଫାଇଲ୍ କୁ ବନ୍ଦ କରନ୍ତୁ | | ଫାଇଲ୍ କୁ ବନ୍ଦ କରନ୍ତୁ | | ||
+ | |||
|- | |- | ||
||11:18 | ||11:18 | ||
||ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ କୁ ବ୍ୟାଖ୍ୟା କରେ | | ||ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ କୁ ବ୍ୟାଖ୍ୟା କରେ | | ||
+ | |||
|- | |- | ||
||11:24 | ||11:24 | ||
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | ||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | | ||
+ | |||
|- | |- | ||
||11:29 | ||11:29 | ||
||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି | | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି | | ||
+ | |||
|- | |- | ||
||11:38 | ||11:38 | ||
||ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ||ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | | ||
+ | |||
|- | |- | ||
||11:45 | ||11:45 | ||
||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ||ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ||
+ | |||
|- | |- | ||
||11:48 | ||11:48 | ||
||ଏହା ICT, MHRD, ଭାରତ ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସହାୟତାପ୍ରାପ୍ତ | | ||ଏହା ICT, MHRD, ଭାରତ ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସହାୟତାପ୍ରାପ୍ତ | | ||
+ | |||
|- | |- | ||
||11:56 | ||11:56 | ||
||ଏହି ମିଶନ୍ ବିଷୟରେ “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | | ||ଏହି ମିଶନ୍ ବିଷୟରେ “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | | ||
+ | |||
|- | |- | ||
||12:07 | ||12:07 | ||
− | ||ଏହି ଟ୍ୟୁଟୋରିଆଲ୍ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି | | + | ||ଏହି ଟ୍ୟୁଟୋରିଆଲ୍ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି |ମୁଁ, ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ଓ ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର, ଆପଣମାନଙ୍କଠାରୁ ବିଦାୟ ନେଉଛି | |
− | ମୁଁ, ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ଓ ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର, ଆପଣମାନଙ୍କଠାରୁ ବିଦାୟ ନେଉଛି | | + | |
|- | |- | ||
− | |} | + | |} |
Latest revision as of 14:41, 10 April 2017
Time | Narration |
00:01 | ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ – ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: ରାଇଟର୍ ର ପରିଚୟ |
00:10 | ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ |
00:13 | ଏକ ନୂଆ ଡକ୍ୟୁମେଣ୍ଟ୍ ଓ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ |
00:17 | ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ |
00:20 | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | |
00:22 | ଲିବର୍ ଅଫିସ୍ ରାଇଟର୍ ହେଉଛି ଲିବର୍ ଅଫିସ୍ ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | |
00:27 | ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ୱର୍ଡ ସମକକ୍ଷ ଅଟେ | |
00:33 | ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ଆଦାନ-ପ୍ରଦାନ, ସଂଶୋଧନ ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ | |
00:41 | ଯେହେତୁ ଏହାର ଆଦାନ-ପ୍ରଦାନ କରିବା ମାଗଣା ଅଟେ, ତେଣୁ ଏହା ବାଣ୍ଟିବା ପାଇଁ କୌଣସି ପ୍ରକାରର ଲାଇସେନ୍ସ ଫୀ ର ଆବଶ୍ୟକତା ନାହିଁ | |
00:47 | ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ
GNU/ଲିନକ୍ସ ବ୍ୟବହାର କରିପାରିବେ | |
01:04 | ଏଠାରେ ଆମେ ଆମର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ | |
01:16 | ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ରାଇଟର୍ ଇନଷ୍ଟଲ୍ କରିହେବ | |
01:24 | ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ | |
01:37 | ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି | |
01:43 | ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’ରାଇଟର୍’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ | |
01:50 | ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ |
01:54 | ଆପଣଙ୍କ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି |
02:02 | ଏବଂ ତାହାପରେ “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ ରାଇଟର୍ ପାଇପାରିବେ | |
02:08 | ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ | |
02:13 | ଲିବର୍ ଅଫିସ୍ ରାଇଟର୍ ଆକ୍ସେସ୍ କରିବା ପାଇଁ, “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହା ହେଉଛି ସୁଟ୍ ର ୱର୍ଡ ପ୍ରୋସେସର୍ କମ୍ପୋନେଣ୍ଟ୍ | |
02:23 | ଏହା, ମୁଖ୍ୟ ରାଇଟର୍ ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ | |
02:28 | ରାଇଟର୍ ୱିଣ୍ଡୋରେ ବିଭିନ୍ନ ଟୁଲ୍ ବାର୍ସ ରହିଥାଏ, ଯେପରି ଟାଇଟଲ୍ ବାର୍, |
02:33 | ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, |
02:36 | ଫର୍ମାଟିଙ୍ଗ୍ ବାର୍ ଓ ଷ୍ଟାଟସ୍ ବାର୍, ଯାହା ହେଉଛି ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍, ଯେଉଁ ବିଷୟରେ ଆମେ ଟ୍ୟୁଟୋରିଆଲ୍ ଆଗକୁ ବଢ଼ିବା ସହିତ ଜାଣିବାକୁ ପାଇବା | |
02:47 | ବର୍ତ୍ତମାନ ଆସନ୍ତୁ, ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ କିପରି ଖୋଲିବାକୁ ହୁଏ, ତାହା ଶିଖି ଆମେ ଟ୍ୟୁଟୋରିଆଲ୍ ଆରମ୍ଭ କରିବା | |
02:53 | ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରି |
03:00 | କିମ୍ୱା ମେନୁ ବାର୍ ରେ ଥିବା “File” ଅପ୍ସନ୍ ଉପରେ କ୍ଲିକ୍ କରି |
03:05 | ଓ ତାହାପରେ “New” ଅପ୍ସନ୍ ଉପରେ କ୍ଲିକ୍ କରି ଏବଂ ଶେଷରେ “ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ଉପରେ କ୍ଲିକ୍ କରି ଆପଣ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିପାରିବେ | |
03:12 | ଉଭୟ ମାମଲାରେ ଏକ ନୂଆ ରାଇଟର୍ ୱିଣ୍ଡୋ ଖୋଲୁଥିବାର ଆପଣ ଦେଖିବାକୁ ପାଇବେ | |
03:17 | ବର୍ତ୍ତମାନ, ଏଡିଟର୍ ଏରିଆରେ କିଛି ଟାଇପ୍ କରନ୍ତୁ | |
03:21 | ତେବେ ଆମେ ଲେଖିବା, “RESUME” | |
03:24 | ଥରେ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଲେଖିସାରିବା ପରେ, ଭବିଷ୍ୟତରେ ବ୍ୟବହାର ପାଇଁ ଆପଣ ତାହାକୁ ସେଭ୍ କରିବା ଉଚିତ୍ | |
03:29 | ଏହି ଫାଇଲ୍ କୁ ସେଭ୍ କରିବା ପାଇଁ, ମେନୁ ବାର୍ ରେ ଥିବା “File” ଉପରେ କ୍ଲିକ୍ କରନ୍ତୁ |
03:33 | ଓ ତାହାପରେ “Save As” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
03:36 | ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଠାରେ ଆପଣଙ୍କୁ “Name” ଫିଲ୍ଡରେ ଆପଣଙ୍କ ଫାଇଲ୍ ର ନାଁ ଦେବାକୁ ପଡ଼ିବ | |
03:44 | ତେଣୁ ଫାଇଲ୍ ର ନାଁ ଭାବରେ “resume” ଏଣ୍ଟର୍ କରନ୍ତୁ | |
03:48 | “Name” ଫିଲ୍ଡ ତଳେ “Save in folder” ଫିଲ୍ଡ ଅଛି |
03:53 | ଯେଉଁଠାରେ ଆପଣ ଫୋଲ୍ଡର୍ ନାଁ ଦେବେ, ଯେଉଁଥିରେ ଆପଣଙ୍କର ଫାଇଲ୍ ସେଭ୍ ହେବ | |
03:58 | ତେଣୁ, “Save in folder” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:02 | ମେନୁରେ ଫୋଲ୍ଡର୍ ର ଏକ ତାଲିକା ଆପଣ ଦେଖିବାକୁ ପାଇବେ, ଯେଉଁଠାରେ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | |
04:08 | ବର୍ତ୍ତମାନ ଆସନ୍ତୁ, ଆମେ “Desktop” ଅପ୍ସନ୍ ଉପରେ କ୍ଲିକ୍ କରିବା | ଫାଇଲ୍ ଟି ଡେସ୍କଟପ୍ ରେ ସେଭ୍ ହୋଇଯିବ | |
04:14 | ଆପଣ, “Browse for other folders” ଉପରେ ମଧ୍ୟ କ୍ଲିକ୍ କରିପାରିବେ |
04:18 | ଏବଂ ଆପଣ ନିଜ ଡକ୍ୟୁମେଣ୍ଟ୍ କେଉଁ ଫୋଲ୍ଡର୍ ରେ ସେଭ୍ କରିବାକୁ ଚାହୁଁଛନ୍ତି ଚାହାର ଚୟନ କରିପାରିବେ | |
04:23 | ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “File Type” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
04:27 | ଏହା ଆପଣଙ୍କୁ ଫାଇଲ୍ ଟାଇପ୍ ଅପ୍ସନ୍ କିମ୍ୱା ଫାଇଲ୍ ଏକ୍ସଟେନ୍ସନ୍ ର ଏକ ତାଲିକା ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ | |
04:34 | ଲିବର୍ ଅଫିସ୍ ରାଇଟର୍ ରେ ଡିଫଲ୍ଟ ଫାଇଲ୍ ଟାଇପ୍ ହେଉଛି “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍”, ଯାହା “ଡଟ୍ odt” ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ | |
04:45 | ODT, ଓପନ୍ ଡକ୍ୟୁମେଣ୍ଟ୍ ଫର୍ମାଟ୍ ବା ODF ଅନ୍ତର୍ଗତ ଆସିଥାଏ, ଯାହା ବୈଶ୍ୱିକ ଭାବେ ୱର୍ଡ ଡକ୍ୟୁମେଣ୍ଟ୍ ପାଇଁ ଗ୍ରହଣୀୟ ଓପନ୍ ଷ୍ଟାଣ୍ଡାର୍ଡ ଅଟେ | |
04:56 | ଏହା, ’ଇ-ଗଭର୍ନେନ୍ସରେ ଓପନ୍ ଷ୍ଟାଣ୍ଡାର୍ଡ’ରେ ଭାରତ ସରକାରଙ୍କ ନୀତି ଦ୍ୱାରା ମଧ୍ୟ ଗ୍ରହଣୀୟ ଅଟେ | |
05:04 | ଡଟ୍ odt ଡକ୍ୟୁମେଣ୍ଟ୍ ଭାବରେ ସେଭ୍ କରିବା ବ୍ୟତୀତ, ଯାହା ଲିବର୍ ଅଫିସ୍ ରାଇଟର୍ ରେ ଖୋଲିବ, |
05:11 | ଆପଣ ନିଜ ଫାଇଲ୍ କୁ ଡଟ୍ ଡକ୍ ଓ ଡଟ୍ ଡକ୍ ଏକ୍ସ ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହାକୁ MS ଅଫିସ୍ ୱର୍ଡ ପ୍ରୋଗ୍ରାମ୍ ରେ ଖୋଲିହେବ | |
05:23 | ଆଉ ଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍, ଯାହା ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲେ, ହେଉଛି ଡଟ୍ rtf, ଯାହା ହେଉଛି “ରିଚ୍ ଟେକ୍ସଟ୍ ଫର୍ମାଟ୍” | |
05:33 | ବର୍ତ୍ତମାନ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଅପ୍ସନ୍ ରେ କ୍ଲିକ୍ କରନ୍ତୁ | |
05:37 | ଆପଣ ଦେଖିବେ ଯେ, ଫାଇଲ୍ ଟାଇପ୍ “ODF ଟେକ୍ସଟ୍ ଡକ୍ୟୁମେଣ୍ଟ୍” ଓ ବ୍ରାକେଟ୍ ମଧ୍ୟରେ ଡଟ୍ “odt”, “ଫାଇଲ୍ ଟାଇପ୍” ଅପ୍ସନ୍ ପାଖରେ ପ୍ରଦର୍ଶିତ ହେବ | |
05:48 | ବର୍ତ୍ତମାନ “ସେଭ୍” ବଟନ୍ ରେ କ୍ଲିକ୍ କରନ୍ତୁ | |
05:50 | ଏହା ଆପଣଙ୍କୁ ପୁଣିଥରେ, ଟାଇଟଲ୍ ବାର୍ ରେ ନିଜ ପସନ୍ଦ ମୁତାବକ ଏକ୍ସଟେନ୍ସନ୍ ଓ ଫାଇଲ୍ ନାମ ସହିତ ରାଇଟର୍ ୱିଣ୍ଡୋକୁ ନେଇଯିବ | |
05:58 | ଆପଣ ବର୍ତ୍ତମାନ, ରାଇଟର୍ ୱିଣ୍ଡୋରେ ଏକ ଟେକ୍ସଟ୍ ଡକ୍ୟୁମେଣ୍ଟ୍ ଲେଖିବାକୁ ପ୍ରସ୍ତୁତ | |
06:03 | ଉପରେ ଆଲୋଚନା କରାଯାଇଥିବା ଫର୍ମାଟ୍ ଗୁଡ଼ିକ ବ୍ୟତୀତ, ରାଇଟର୍ ଡକ୍ୟୁମେଣ୍ଟ୍ କୁ ଏକ ୱେବ୍ ପେଜ୍ ଫର୍ମାଟ୍ “ଡଟ୍ html”ରେ ମଧ୍ୟ ସେଭ୍ କରିହେବ | |
06:13 | ଏହାକୁ ପୂର୍ବ ବର୍ଣ୍ଣିତ ପରି ମାର୍ଗରେ କରିହେବ | |
06:17 | ତେଣୁ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍ ଆଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:24 | ବର୍ତ୍ତମାନ “ଫାଇଲ୍ ଟାଇପ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ମଧ୍ୟରେ ଓପନ୍ ଅଫିସ୍ ଡଟ୍ ଅର୍ଗ (org) ରାଇଟର୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:35 | ଏହି ଅପ୍ସନ୍ ଡକ୍ୟୁମେଣ୍ଟ୍ କୁ “ଡଟ୍ html” ଏକ୍ସଟେନ୍ସନ୍ ଦେବ | |
06:40 | “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | |
06:42 | ବର୍ତ୍ତମାନ, ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ | |
06:50 | ଶେଷରେ, “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
06:55 | ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେଲା ବୋଲି ଆପଣ ଦେଖିବାକୁ ପାଇବେ | |
07:00 | କେବଳମାତ୍ର ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ କୁ ଏକ୍ସପୋର୍ଟ କରିହେବ | |
07:10 | ପୂର୍ବପରି, ଯେଉଁଠାରେ ଆପଣ ସେଭ୍ କରିବାକୁ ଚାହାଁନ୍ତି, ସେହି ସ୍ଥାନ ବାଛନ୍ତୁ | |
07:15 | ବୈକଳ୍ପିକ ଭାବରେ, ମେନୁ ବାର୍ ରେ ଥିବା “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ଏହିପରି କରିପାରିବେ | |
07:24 | ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | |
07:32 | ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ | |
07:35 | ଆସନ୍ତୁ ଏବେ, “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଏହି ଡକ୍ୟୁମେଣ୍ଟ୍ କୁ ବନ୍ଦ କରିବା | |
07:40 | ଏହାପରେ ଆମେ, ଲିବର୍ ଅଫିସ୍ ରାଇଟର୍ ରେ ପୂର୍ବରୁ ଥିବା ଏକ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା | |
07:47 | ଆସନ୍ତୁ ଆମେ, “Resume.odt” ଡକ୍ୟୁମେଣ୍ଟ୍ କୁ ଖୋଲିବା | |
07:51 | ପୂର୍ବରୁ ରହିଥିବା ଏକ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, ଉପରେ ଥିବା ମେନୁ ବାର୍ ରେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | |
08:00 | ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବାର ଆପଣ ଦେଖିବାକୁ ପାଇବେ | |
08:04 | ଏଠାରେ, ସେହି ଫୋଲ୍ଡର୍ କୁ ଖୋଜନ୍ତୁ, ଯେଉଁଠାରେ ଆପଣ ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଛନ୍ତି | |
08:08 | ଏଥିପାଇଁ, ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ | |
08:14 | ଏହାର ନାମ ହେଉଛି “ଟାଇପ୍ ଏ ଫାଇଲ୍ ନେମ୍” | |
08:16 | ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ | |
08:19 | ଏଠାରେ, ଆପଣ ଯେଉଁ ଫାଇଲ୍ ଖୋଜୁଛନ୍ତି, ତାହାର ନାମ ଟାଇପ୍ କରନ୍ତୁ | |
08:24 | ଏଥିପାଇଁ ଆମେ ଫାଇଲ୍ ର ନାମ ଭାବରେ “resume” ଲେଖିବା | |
08:27 | ବର୍ତ୍ତମାନ, resume ଫାଇଲ୍ ନାମ ଭାବରେ ଯେଉଁ ତାଲିକା ପ୍ରଦର୍ଶିତ ହେବ, ସେଥିରୁ “resume dot odt” ବାଛନ୍ତୁ |
08:34 | ଏବେ “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ | |
08:37 | Resume.odt ଫାଇଲ୍ ଖୋଲିବାର ଆପଣ ଦେଖିବେ | |
08:41 | ବୈକଳ୍ପିକ ଭାବରେ, ଉପରେ ଥିବା ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ପୂର୍ବରୁ ରହିଥିବା ଏକ ଫାଇଲ୍ କୁ ଆପଣ ଖୋଲିପାରିବେ | |
08:52 | ମାଇକ୍ରୋସଫ୍ଟ ୱର୍ଡ ଦ୍ୱାରା ବ୍ୟବହୃତ “ଡଟ୍ ଡକ୍” ଓ “ଡଟ୍ ଡକ୍ ଏକ୍ସ” ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ ରାଇଟର୍ ରେ ଖୋଲିପାରିବେ | |
09:03 | ଏହାପରେ ଆପଣ, ଏକ ଫାଇଲ୍ କୁ କିପରି ମୋଡିଫାଏ କରିହୁଏ ଓ ତାହାକୁ କିପରି ସମାନ ଫାଇଲ୍ ନାମରେ ସେଭ୍ କରିବାକୁ ହୁଏ, ତାହା ଦେଖିବେ | |
09:10 | ତେଣୁ ପ୍ରଥମେ “RESUME” ଟେକ୍ସଟ୍ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ଟେକ୍ସଟ୍ ଉପରେ ଟାଣନ୍ତୁ | |
09:17 | ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | |
09:24 | ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | |
09:26 | ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | ଏହିପରି ଭାବରେ ଟେକ୍ସଟ୍ ବୋଲ୍ଡ ହୋଇଯିବ | |
09:33 | ଏହି ଟେକ୍ସଟ୍ କୁ ପେଜ୍ ର ମଧ୍ୟ ଭାଗକୁ ଆଣିବା ପାଇଁ, ଟୁଲ୍ ବାର୍ ଥିବା “ସେଣ୍ଟର୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
09:41 | ପେଜ୍ ରେ ଟେକ୍ସଟ୍ ମଧ୍ୟ ଭାଗକୁ ଆସିଯିବାର ଆପଣ ଦେଖିବାକୁ ପାଇବେ | |
09:45 | ବର୍ତ୍ତମାନ ଆସନ୍ତୁ, ଆମେ ଟେକ୍ସଟ୍ ର ଫଣ୍ଟ୍ ସାଇଜ୍ ବଢ଼ାଇବା | |
09:48 | ଏଥିପାଇଁ, ଟୁଲ୍ ବାର୍ ରେ ଥିବା “ଫଣ୍ଟ୍ ସାଇଜ୍” ଫିଲ୍ଡରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ | |
09:53 | ଡ୍ରପ୍ ଡାଉନ୍ ମେନୁରେ, ଚାଲନ୍ତୁ “୧୪” ଉପରେ କ୍ଲିକ୍ କରିବା | |
09:57 | ଏହିପରି ଭାବେ ଫଣ୍ଟ୍ ସାଇଜ୍ “୧୪”କୁ ବୃଦ୍ଧି ହୋଇଯିବ | |
10:01 | ବର୍ତ୍ତମାନ, “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଫଣ୍ଟ ନାମ ଭାବରେ “UnDotum”କୁ ସିଲେକ୍ଟ କରନ୍ତୁ | |
10:09 | ଟୁଲ୍ ବାର୍ ରେ ଥିବା “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ | |
10:13 | ତେବେ, ସଂଶୋଧନ କରାଯିବା ପରେ ମଧ୍ୟ ସେହି ସମାନ ଫାଇଲ୍ ନାମରେ ଫାଇଲ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ | |
10:21 | ଥରେ ଆପଣ ନିଜ ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ |
10:25 | ମେନୁ ବାର୍ ରେ ଥିବା “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏହା ଆପଣଙ୍କ ଫାଇଲ୍ କୁ ବନ୍ଦ କରିଦେବ | |
10:33 | ଏହା ଆମକୁ, ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ଶେଷକୁ ଆଣେ | ଆମେ ଯାହା ଶିଖିଲେ, ତାହା ମନେପକାଇବା ପାଇଁ: |
10:43 | ରାଇଟର୍ ର ପରିଚୟ | ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ | |
10:45 | ରାଇଟର୍ ରେ କିପରି ଏକ ନୂଆ ଓ ପୂର୍ବରୁ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ ଖୋଲିବେ | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ | |
10:52 | ରାଇଟର୍ ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ବନ୍ଦ କରିବେ | |
10:55 | ରାଇଟର୍ ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ |
11:01 | “practice.odt” ନାମରେ ଏହାକୁ ସେଭ୍ କରନ୍ତୁ |
11:05 | “ଦିସ୍ ଇଜ୍ ମାଇ ଫର୍ଷ୍ଟ ଆସାଇନମେଣ୍ଟ୍” ଟେକ୍ସଟ୍ ଲେଖନ୍ତୁ |
11:08 | ଫାଇଲ୍ କୁ ସେଭ୍ କରନ୍ତୁ |
ଟେକ୍ସଟ୍ କୁ ଅଣ୍ଡରଲାଇନ୍ କରନ୍ତୁ | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | ଫାଇଲ୍ କୁ ବନ୍ଦ କରନ୍ତୁ | |
11:18 | ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ କୁ ବ୍ୟାଖ୍ୟା କରେ | |
11:24 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ | |
11:29 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି | ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି | |
11:38 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ | |
11:45 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ହେଉଛି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | |
11:48 | ଏହା ICT, MHRD, ଭାରତ ସରକାରଙ୍କ ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସହାୟତାପ୍ରାପ୍ତ | |
11:56 | ଏହି ମିଶନ୍ ବିଷୟରେ “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି | |
12:07 | ଏହି ଟ୍ୟୁଟୋରିଆଲ୍ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଅନୁବାଦିତ ହୋଇଛି |ମୁଁ, ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ଓ ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର, ଆପଣମାନଙ୍କଠାରୁ ବିଦାୟ ନେଉଛି | |