Difference between revisions of "Netbeans/C2/Adding-a-File-Chooser/Oriya"
From Script | Spoken-Tutorial
(Created page with "{| Border=1 | '''Time''' | '''Narration''' |- | 00:00 | ବନ୍ଧୁଗଣ, Adding a File Chooser to a Java Application ଉପରେ ଟ୍ୟୁଟୋରିଆଲକୁ...") |
|||
Line 255: | Line 255: | ||
| 05:44 | | 05:44 | ||
| କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ | | କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ | ||
− | |||
|- | |- |
Latest revision as of 11:54, 28 August 2017
Time | Narration |
00:00 | ବନ୍ଧୁଗଣ, Adding a File Chooser to a Java Application ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ: |
00:09 | ଗୋଟିଏ application ଓ ଆପ୍ଲିକେଶନ୍ form ସୃଷ୍ଟି କରି ଶିଖିବା |
00:12 | File Chooserକୁ ସଂଯୁକ୍ତ କରନ୍ତୁ, |
00:14 | File Chooserକୁ କନଫିଗର୍ କରନ୍ତୁ ଏବଂ |
00:17 | applicationକୁ ରନ୍ କରନ୍ତୁ |
00:19 | ଏହାର ପ୍ରଦର୍ଶନ ପାଇଁ, ମୁଁ Linux Operating System, Ubuntu ଭର୍ସନ୍ 12.04 |
00:26 | ଏବଂ Netbeans IDE ଭର୍ସନ୍ 7.1.1କୁ ବ୍ୟବହାର କରୁଛି |
00:31 | ଏହି ଟ୍ୟୁଟୋରିଆଲରେ, ଆମେ javax.swing.JFileChooser କମ୍ପୋନେଣ୍ଟକୁ ବ୍ୟବହାର କରି ଗୋଟିଏ Java Applicationରେ ଏକ File chooserକୁ ସଂଯୁକ୍ତ କରିବା ଶିଖିବା |
00:42 | ଏହି କାର୍ଯ୍ୟଧାରାର ଗୋଟିଏ ଅଂଶ ଭାବେ, ଆମେ ଗୋଟିଏ ଛୋଟ Java application ସୃଷ୍ଟି କରିବା ଶିଖିବା ଯାହା ଗୋଟିଏ Text Area ମଧ୍ୟରେ ଏକ .txt ଫାଇଲକୁ ଲୋଡ୍ କରିବ |
00:52 | ପ୍ରଥମେ Java Applicationକୁ ସୃଷ୍ଟି କରନ୍ତୁ: |
00:55 | IDEକୁ ଲଞ୍ଚ କରନ୍ତୁ |
00:57 | ମୁଖ୍ୟ ମେନୁରୁ, File ଓ New Projectକୁ ଚୟନ କରନ୍ତୁ |
01:03 | Category ଅଧିନରେ Java ଏବଂ Projects ଟାଇପ୍ ଅଧିନରେ Java Applicationକୁ ଚୟନ କରନ୍ତୁ |
01:08 | ଏବଂ Nextରେ କ୍ଲିକ୍ କରନ୍ତୁ |
01:10 | Project Name ଫିଲ୍ଡରେ ଟାଇପ୍ କରନ୍ତୁ: JFileChooserDemo |
01:20 | Create Main Class ଚେକ୍ ବକ୍ସକୁ କ୍ଲିୟର୍ କରନ୍ତୁ |
01:23 | ନିଶ୍ଚିତ କରନ୍ତୁ ଯେ Set as Main Project ଚେକ୍ ବକ୍ସ ଚୟନ ହୋଇଛି |
01:27 | Finishରେ କ୍ଲିକ୍ କରନ୍ତୁ |
01:31 | ଏଠାରେ, Jframe କଣ୍ଟେନରକୁ ସୃଷ୍ଟି କରିବା ସହିତ ଏଥିରେ କିଛି କମ୍ପୋନେଣ୍ଟଗୁଡିକୁ ସଂଯୁକ୍ତ କରନ୍ତୁ |
01:37 | Source Packages ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:41 | New > Otherକୁ ଚୟନ କରନ୍ତୁ |
01:45 | Swing GUI Forms କେଟାଗୋରୀଗୁଡିକୁ ଏବଂ JframeForm ଟାଇପକୁ ଚୟନ କରନ୍ତୁ |
01:51 | Nextରେ କ୍ଲିକ୍ କରନ୍ତୁ |
01:54 | Class Name ପାଇଁ, ଟାଇପ୍ କରନ୍ତୁ: JFileChooserDemo |
02:02 | Package ଫିଲ୍ଡରେ ଟାଇପ୍ କରନ୍ତୁ: jfilechooserdemo.resources |
02:12 | Finishରେ କ୍ଲିକ୍ କରନ୍ତୁ |
02:17 | Properties ୱିଣ୍ଡୋରେ, Title ପ୍ରପର୍ଟୀକୁ ଚୟନ କରନ୍ତୁ |
02:22 | ଏବଂ ଟାଇପ୍ କରନ୍ତୁ: Demo Application |
02:30 | ନିଶ୍ଚିତ କରିବା ପାଇଁ Enter ଦାବନ୍ତୁ |
02:32 | Paletteରେ Swing Menus କେଟାଗୋରୀକୁ ଖୋଲନ୍ତୁ |
02:40 | Menu Bar କମ୍ପୋନେଣ୍ଟକୁ ଚୟନ କରନ୍ତୁ ଏବଂ ଏହାକୁ Jframeର ଉପର ବାମ ପଟ କୋଣକୁ ଡ୍ରାଗ୍ କରନ୍ତୁ |
02:50 | Menu Bar କମ୍ପୋନେଣ୍ଟର Edit ଆଇଟମ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:55 | କଣ୍ଟେକ୍ସଟ ମେନୁରେ Deleteକୁ ଚୟନ କରନ୍ତୁ |
02:59 | ତା’ପରେ ଗୋଟିଏ ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ ଯାହା କାର୍ଯ୍ୟକାରୀ ଆପ୍ଲିକେଶନକୁ FileChooserକୁ ଖୋଲିବା ପାଇଁ ଅନୁମତି ଦେଇଥାଏ |
03:07 | ଏହା ସୁନିଶ୍ଚିତ କରନ୍ତୁ ଯେ ଏଠାକୁ ଅନ୍ୟ ଏକ Menu Itemକୁ ଡ୍ରାଗ୍ କରିବା ପୂର୍ବରୁ Menu Bar ଚୟନିତ ହୋଇଛି |
03:14 | Swing Menus କେଟାଗୋରୀର Paletteରେ ଗୋଟିଏ ନୁତନ Menu Itemକୁ ଚୟନ କରନ୍ତୁ |
03:22 | ଏହାକୁ Menu Bar ନିକଟକୁ ଡ୍ରାଗ୍ କରନ୍ତୁ ଏବଂ Menu Barର File ଆଇଟମ୍ ଉପରେ ଡ୍ରପ୍ କରନ୍ତୁ |
03:30 | Design ଭ୍ୟୁରେ jMenuItem1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
03:35 | ଏବଂ କଣ୍ଟେକ୍ସଟ ମେନୁରୁ Change Variable Nameକୁ ଚୟନ କରନ୍ତୁ |
03:41 | ଆଇଟମକୁ Open ଭାବେ ରିନେମ୍ କରିବା ସହ OKରେ କ୍ଲିକ୍ କରନ୍ତୁ |
03:48 | ଏହା ସୁନିଶ୍ଚିତ କରନ୍ତୁ ଯେ Design ଭ୍ୟୁରେ jMenuItem1 ଏବେ ମଧ୍ୟ ଚୟନିତ ହୋଇଅଛି |
03:53 | କମ୍ପୋନେଣ୍ଟର ଟେକ୍ସଟକୁ ଏଡିଟ୍ କରିବ ପାଇଁ Space barକୁ ଦାବନ୍ତୁ |
03:58 | ଟେକ୍ସଟକୁ Openରେ ପରିବର୍ତ୍ତନ କରନ୍ତୁ ଏବଂ ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ |
04:04 | Open ମେନୁ ଆଇଟମ୍ ପାଇଁ ଆକ୍ସନ୍ ହ୍ୟାଣ୍ଡଲରକୁ ନିର୍ଦ୍ଦିଷ୍ଟ କରନ୍ତୁ |
04:08 | ମେନୁ ଆଇଟମ୍ Openରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ |
04:20 | GUI builder ଅଟୋମାଟିକଲୀ ସୋର୍ସ ଭ୍ୟୁକୁ ଚାଲିଯିବ |
04:25 | ଗୋଟିଏ ନୂତନ ଇଭେଣ୍ଟ ହ୍ୟାଣ୍ଡଲର୍ OpenActionPerformed() ସୃଷ୍ଟି ହୋଇଛି |
04:31 | Design ଭ୍ୟୁକୁ ଫେରିଆସନ୍ତୁ |
04:35 | File Chooserକୁ ବାହାର କରିବା ପାଇଁ ଗୋଟିଏ ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ |
04:39 | Paletteରେ Swing Menus କେଟାଗୋରୀକୁ ଚୟନ କରନ୍ତୁ |
04:45 | Menu Itemକୁ ଚୟନ କରନ୍ତୁ |
04:48 | form ଉପରିସ୍ଥ Open ମେନୁ ଆଇଟମର ନିମ୍ନଭାଗରେ ଥିବା Menu Bar ନିକଟକୁ ଏହାକୁ ଡ୍ରାଗ୍ କରି ଆଣନ୍ତୁ |
04:53 | ଅରେଞ୍ଜ ହାଇଲାଇଟିଙ୍ଗ ଉପରେ ଧ୍ୟାନଦିଅନ୍ତୁ ଯାହା jmenuItem1 ସ୍ଥାପିତ ହେବା ସ୍ଥାନକୁ ସୂଚିତ କରିବ |
05:03 | Design ଭ୍ୟୁରେ jMenuItem1 ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:07 | କଣ୍ଟେକ୍ସଟ ମେନୁରୁ Change Variable Nameକୁ ଚୟନ କରନ୍ତୁ |
05:12 | ଆଇଟମକୁ Exit ଭାବେ ରିନେମ୍ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ |
05:20 | ଏହା ସୁନିଶ୍ଚିତ କରନ୍ତୁ ଯେ Design ଭ୍ୟୁରେ jMenuItem1 ଭାବେ ମଧ୍ୟ ଚୟନିତ ହୋଇଅଛି |
05:25 | କମ୍ପୋନେଣ୍ଟର ଟେକ୍ସଟକୁ ଏଡିଟ୍ କରିବ ପାଇଁ Space barକୁ ଦାବନ୍ତୁ |
05:30 | ଟେକ୍ସଟକୁ Exitରେ ପରିବର୍ତ୍ତନ କରନ୍ତୁ ଏବଂ ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ |
05:36 | Exit ମେନୁ ଆଇଟମ୍ ପାଇଁ ଆକ୍ସନ୍ ହ୍ୟାଣ୍ଡଲରକୁ ନିର୍ଦ୍ଦିଷ୍ଟ କରନ୍ତୁ |
05:41 | ମେନୁ ଆଇଟମ୍ Exit ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:44 | କଣ୍ଟେକ୍ସଟ ମେନୁରୁ Events, Action, Action Performedକୁ ଚୟନ କରନ୍ତୁ |
05:51 | GUI builder ଅଟୋମାଟିକଲୀ ସୋର୍ସ ଭ୍ୟୁକୁ ଚାଲିଯିବ |
05:56 | ଗୋଟିଏ ନୂତନ ଇଭେଣ୍ଟ ହ୍ୟାଣ୍ଡଲର୍ ExitActionPerformed() ସୃଷ୍ଟି ହୋଇଛି |
06:02 | OpenActionPerformed() ନୋଡ୍ ଉପରିସ୍ଥ Navigator ୱିଣ୍ଡୋରେ ExitActionPerformed ନୋଡ୍ ଦୃଶ୍ୟମାନ ହେବ |
06:12 | ଯଦି Navigatorକୁ ଦେଖିପାରିବେ ନାହିଁ, |
06:14 | ମେନୁ ବାରରେ ଥିବା Window ମେନୁକୁ ଯାଇ, |
06:18 | Navigatingକୁ ଚୟନ କରନ୍ତୁ ଏବଂ Navigator ଉପରେ କ୍ଲିକ୍ କରନ୍ତୁ |
06:25 | ଏଠାରେ, OpenActionPerformed ନୋଡ୍ ଉପରେ ExitActionPerformed ନୋଡ୍ ଦୃଶ୍ୟମାନ ହେବା ଦେଖିପାରିବେ |
06:33 | Exit ମେନୁ ଆଇଟମକୁ କାର୍ଯ୍ୟକାରୀ କରିବା ପାଇଁ, |
06:36 | ExitActionPerformed() ମେଥଡ୍ ବଡୀ ମଧ୍ୟରେ, System.exit(0) ଷ୍ଟେଟମେଣ୍ଟକୁ ସଂଯୁକ୍ତ କରନ୍ତୁ |
06:47 | Design ମୋଡକୁ ଫେରିଆସନ୍ତୁ |
06:50 | Paletteର Swing Controls କେଟାଗୋରୀ ମଧ୍ୟରୁ, ଗୋଟିଏ Text Areaକୁ form ଉପରକୁ ଡ୍ରାଗ୍ କରନ୍ତୁ |
07:06 | ପରବର୍ତ୍ତୀ ସମୟରେ File Chooser ଦ୍ଵାରା ପ୍ରଦର୍ଶିତ ହେବାକୁ ଥିବା ଟେକ୍ସଟକୁ ସ୍ଥାପିତ କରିବା ପାଇଁ, ସଂଯୁକ୍ତ କମ୍ପୋନେଣ୍ଟକୁ Resize କରନ୍ତୁ |
07:18 | ଭେରିଏବଲକୁ textarea ଭାବେ ରିନେମ୍ କରନ୍ତୁ |
07:26 | ତା’ପରେ ପ୍ରକୃତ File Chooserକୁ ସଂଯୁକ୍ତ କରନ୍ତୁ |
07:31 | ଯଦି Navigator ୱିଣ୍ଡୋ ଖୋଲି ନାହିଁ, ତେବେ ଏହାକୁ ଖୋଲିବା ପାଇଁ Window, Navigating, a Navigatorକୁ ଚୟନ କରନ୍ତୁ |
07:38 | ଏବଂ Navigatorରେ ଥିବା Jframe ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:44 | କଣ୍ଟେକ୍ସଟ ମେନୁରୁ Add From Palette, Swing Windows ଓ File Chooserକୁ ଚୟନ କରନ୍ତୁ |
07:54 | Navigator ମଧ୍ୟରେ ଲକ୍ଷ୍ୟ କରନ୍ତୁ ଯେ formରେ ଗୋଟିଏ JfileChooserକୁ ସଂଯୁକ୍ତ କରାଯାଇଥିଲା |
08:01 | JfileChooser ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ଭେରିଏବଲକୁ fileChooser ଭାବେ ରିନେମ୍ କରନ୍ତୁ |
08:16 | OKରେ କ୍ଲିକ୍ କରନ୍ତୁ |
08:19 | ବର୍ତ୍ତମାନ File Chooserକୁ ସଂଯୁକ୍ତ କରାଯାଇଛି |
08:21 | ପରବର୍ତ୍ତୀ ସୋପାନରେ ଆବଶ୍ୟକ ଟାଇଟଲକୁ ପ୍ରଦର୍ଶନ କରିବା ପାଇଁ File Chooserକୁ କନଫିଗର୍ କରନ୍ତୁ |
08:27 | ଗୋଟିଏ custom file filterକୁ ମଧ୍ୟ ସଂଯୁକ୍ତ କରନ୍ତୁ ଏବଂ applicationରେ File Chooserକୁ ଇଣ୍ଟିଗ୍ରେଟ୍ କରନ୍ତୁ |
08:34 | Navigator ୱିଣ୍ଡୋରେ JfileChooserକୁ ଚୟନ କରିବା ପାଇଁ କ୍ଲିକ୍ କରନ୍ତୁ |
08:38 | ବର୍ତ୍ତମାନ, Properties ଡାଇଲଗ୍ ବକ୍ସରେ ଏହାର ପ୍ରପର୍ଟୀଗୁଡିକୁ ଏଡିଟ୍ କରନ୍ତୁ |
08:43 | Paletteର ନିମ୍ନଭାଗରେ ଥିବା Properties ୱିଣ୍ଡୋରେ, |
08:47 | dialogTitleକୁ This is my open dialogରେ ପରିବର୍ତ୍ତନ କରନ୍ତୁ |
09:00 | ସୁନିଶ୍ଚିତ କରିବା ପାଇଁ Enter ଦାବନ୍ତୁ |
09:03 | ବର୍ତ୍ତମାନ, Source ମୋଡକୁ ଫେରିଆସନ୍ତୁ |
09:07 | ବର୍ତ୍ତମାନ, ଆପ୍ଲିକେଶନରେ FileChooserକୁ ଇଣ୍ଟିଗ୍ରେଟ୍ କରିବା ପାଇଁ, |
09:12 | ଗୋଟିଏ ବିଦ୍ୟମାନ code snippet ଅଛି ଯାହାକୁ କପୀ କରିବା ସହ ବିଦ୍ୟମାନ OpenActionPerformed() ମେଥଡ୍ ଉପରେ paste କରନ୍ତୁ |
09:20 | ଏହି ଉଦାହରଣ ଫାଇଲ୍ କଣ୍ଟେଣ୍ଟକୁ ପଢିବ ଏବଂ ସେଗୁଡିକୁ Text Area ମଧ୍ୟରେ ପ୍ରଦର୍ଶନ କରିବ |
09:27 | ବର୍ତ୍ତମାନ ୟୁଜର୍ କେଉଁ ଫାଇଲକୁ କ୍ଲିକ୍ କରିଛି, ତାହାର ନିର୍ଦ୍ଧାରଣ କରିବା ପାଇଁ FileChooserର getSelectedFile() ମେଥଡକୁ କଲ୍ କରନ୍ତୁ |
09:36 | clipboard ଉପରୁ ଏବଂ IDEର Source ଭ୍ୟୁ ଉପରୁ ଏହି କୋଡକୁ କପୀ କରିବା ସହ OpenActionPerformed() ମେଥଡ୍ ମଧ୍ୟରେ ପେଷ୍ଟ କରନ୍ତୁ |
09:51 | ଯଦି editor କୋଡରେ ଏରର୍ ଥିବା ସୂଚନା ଦିଏ ତେବେ କୋଡର ଯେକୌଣସି ସ୍ଥାନରେ ରାଇଟ୍ କ୍ଲିକ୍ କରିବା ସହ Fix Importsକୁ ଚୟନ କରନ୍ତୁ |
10:00 | ବର୍ତ୍ତମାନ, ଗୋଟିଏ custom file filterକୁ ସଂଯୁକ୍ତ କରନ୍ତୁ ଯାହା File Chooserକୁ କେବଳ .txt ଫାଇଲଗୁଡିକୁ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ |
10:09 | Design ମୋଡକୁ ଫେରିଆସନ୍ତୁ ଏବଂ Navigator ୱିଣ୍ଡୋରେ fileChooserକୁ ଚୟନ କରନ୍ତୁ |
10:16 | Properties ୱିଣ୍ଡୋରେ, fileFilter ପ୍ରପର୍ଟୀ ପରେ ଥିବା ellipsis ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:25 | fileFilter ଡାଇଲଗ୍ ବକ୍ସରେ ଥିବା, କମ୍ବୋ-ବକ୍ସରୁ Custom Codeକୁ ଚୟନ କରନ୍ତୁ |
10:31 | ଟେକ୍ସଟ ଫିଲ୍ଡରେ, new MyCustomFilter()କୁ ଟାଇପ୍ କରନ୍ତୁ |
10:41 | ଏବଂ OKରେ କ୍ଲିକ୍ କରନ୍ତୁ |
10:44 | କଷ୍ଟମ୍ କୋଡକୁ କର୍ଯ୍ୟକାରୀ କରିବା ପାଇଁ, MyCustomFilter classକୁ ଲେଖନ୍ତୁ |
10:52 | ଏହି ଇନର୍ କିମ୍ବା ଆଉଟର୍ କ୍ଲାସ୍ fileFilter କ୍ଲାସକୁ ପ୍ରସାରିତ କରିବ |
10:57 | ଏହି code snippetକୁ import statementର ନିମ୍ନରେ ଥିବା, |
11:04 | କ୍ଲାସର ସୋର୍ସ ମଧ୍ୟରେ କପୀ ଓ paste କରନ୍ତୁ |
11:11 | ଏହି ଇନର୍ କିମ୍ବା ଆଉଟର୍ କ୍ଲାସ୍ fileFilter କ୍ଲାସକୁ ପ୍ରସାରିତ କରିବ |
11:20 | Project ୱିଣ୍ଡୋରେ ଥିବା JFileChooserDemo ପ୍ରୋଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରିବା ସହ ନମୂନା ପ୍ରୋଜେକ୍ଟକୁ ଆରମ୍ଭ କରିବା ପାଇଁ Runକୁ ଚୟନ କରନ୍ତୁ |
11:31 | Run Project ଡାଇଲଗ୍ ବକ୍ସ ମଧ୍ୟରେ, ମୁଖ୍ୟ କ୍ଲାସ୍, jfilechooserdemo.resources.JfileChooserDemoକୁ ଚୟନ କରନ୍ତୁ |
11:41 | OKରେ କ୍ଲିକ୍ କରନ୍ତୁ |
11:47 | କାର୍ଯ୍ୟକାରୀ Demo Applicationରେ, ଆକ୍ସନକୁ ଟ୍ରିଗର୍ କରିବା ପାଇଁ File ମଧ୍ୟରୁ Openକୁ ଚୟନ କରନ୍ତୁ |
11:55 | ଟେକ୍ସଟ ଏରିଆ ମଧ୍ୟରେ ଯେକୌଣସି ଟେକ୍ସଟ ଫାଇଲକୁ ଏହାର କମ୍ପୋନେଣ୍ଟଗୁଡିକୁ ପ୍ରଦର୍ଶନ କରିବା ପାଇଁ ଖୋଲନ୍ତୁ |
12:00 | Sample.txt ଫାଇଲକୁ ଚୟନ କରିବା ସହ Openକୁ ଚୟନ କରନ୍ତୁ |
12:06 | fileChooser ଟେକ୍ସଟ ଫାଇଲର କଣ୍ଟେଣ୍ଟଗୁଡିକୁ ପ୍ରଦର୍ଶନ କରିବ |
12:10 | ଆପ୍ଲିକେଶନକୁ ବନ୍ଦ କରିବା ପାଇଁ File ମେନୁରେ Exitକୁ ଚୟନ କରନ୍ତୁ |
12:17 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
12:19 | ଗୋଟିଏ ଜାଭା ଆପ୍ଲିକେଶନରେ ଏକ File chooserକୁ ସଂଯୁକ୍ତ କରିବା ଏବଂ |
12:23 | File chooserକୁ କନଫିଗର୍ କରିବା |
12:27 | ଗୋଟିଏ ଆସାଇନମେଣ୍ଟ ଭାବେ- ସୃଷ୍ଟି କରାଯାଇଥିବା ଭଳି ସମାନ demo projectକୁ ବ୍ୟବହାର କରିବା ସହ ନିମ୍ନଲିଖିତ ଫିଚରଗୁଡିକୁ ସଂଯୁକ୍ତ କରନ୍ତୁ: |
12:35 | ମେନୁ ବାର୍ ଅଧିନରେ ଗୋଟିଏ Save ମେନୁ ଆଇଟମକୁ ସଂଯୁକ୍ତ କରନ୍ତୁ |
12:38 | ସମସ୍ତ ମେନୁ ଆଇଟମଗୁଡିକ ପାଇଁ କୀବୋର୍ଡ ସର୍ଟ-କଟଗୁଡିକୁ ସଂଯୁକ୍ତ କରନ୍ତୁ |
12:42 | ଫାଇଲକୁ ସେଭ୍ କରିବା ପାଇଁ Save ଆକ୍ସନରେ ଗୋଟିଏ କୋଡ୍ ସ୍ନିପେଟକୁ ସଂଯୁକ୍ତ କରନ୍ତୁ |
12:51 | ମୁଁ ଗୋଟିଏ ସମାନ ଆସାଇନମେଣ୍ଟକୁ ସୃଷ୍ଟି କରିସାରିଛି ଯେଉଁଠି file chooser, File ମେନୁ ଅଧିନରେ Save ଅପଶନକୁ ପ୍ରଦର୍ଶନ କରିବ |
13:01 | ଏବଂ ଖୋଲିଥିବା ଟେକ୍ସଟ ଫାଇଲକୁ save କରିବା ଅପଶନ୍ ପ୍ରଦାନ କରିବ |
13:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ: |
13:12 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
13:15 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
13:19 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
13:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
13:30 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
13:33 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
13:41 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
13:46 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
13:53 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ |
13:59 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
14:04 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |