Difference between revisions of "Scilab/C4/File-handling/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(One intermediate revision by the same user not shown) | |||
Line 17: | Line 17: | ||
|- | |- | ||
|00:11 | |00:11 | ||
− | | write() ଫଙ୍କଶନ୍ | + | | write() ଫଙ୍କଶନ୍ , read() ଫଙ୍କଶନ୍ |
− | + | ||
− | + | ||
− | + | ||
− | + | ||
|- | |- | ||
|00:14 | |00:14 | ||
− | | mopen() | + | | mopen(), mclose() |
− | + | ||
− | + | ||
− | + | ||
− | + | ||
|- | |- | ||
Line 56: | Line 48: | ||
|- | |- | ||
− | |||
| 00:47 | | 00:47 | ||
| read() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲରୁ ପଢିବା | | read() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲରୁ ପଢିବା | ||
Line 266: | Line 257: | ||
|- | |- | ||
|05:55 | |05:55 | ||
− | | ଆମେ ଶିଖିଲେ | + | | ଆମେ ଶିଖିଲେ ନିମ୍ନ ଲିଖିତ ଫଙ୍କଶନ୍ସ, ଯାହା ଫାଇଲ ହ୍ୟାଣ୍ଡଲିଙ୍ଗ୍ ପାଇଁ ଆବଶ୍ୟକ: |
− | + | ||
− | + | ||
− | + | ||
− | + | ||
|- | |- | ||
|05:59 | |05:59 | ||
− | | write() ଫଙ୍କଶନ୍ | + | | write() ଫଙ୍କଶନ୍ read() ଫଙ୍କଶନ୍ |
− | + | ||
− | + | ||
− | + | ||
− | + | ||
|- | |- | ||
| 06:02 | | 06:02 | ||
− | | mopen() | + | | mopen(), mclose() |
− | + | ||
− | + | ||
− | + | ||
− | + | ||
|- | |- |
Latest revision as of 11:36, 26 May 2017
Time | Narration |
00:01 | ବନ୍ଧୁଗଣ, Scilab ରେ File Handling ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:08 | ନିମ୍ନଲିଖିତ ଫଙ୍କଶନ୍ ବ୍ୟବହାର କରି, ଫାଇଲ୍ ହ୍ୟାଣ୍ଡଲ୍ କରିବା ବିଷୟରେ: |
00:11 | write() ଫଙ୍କଶନ୍ , read() ଫଙ୍କଶନ୍ |
00:14 | mopen(), mclose() |
00:16 | ପ୍ରଦର୍ଶନ ପାଇଁ ମୁଁ, ଇନଷ୍ଟଲ୍ ହୋଇଥିବା Ubuntu Linux 12.04 OS ସହିତ Scilab ଭର୍ସନ୍ 5.3.3 ବ୍ୟବହାର କରୁଛି |
00:26 | ଆପଣଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:29 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ ଦେଖନ୍ତୁ |
00:36 | ବର୍ତ୍ତମାନ, Scilabରେ ଥିବା କିଛି ଫଙ୍କଶନ୍ ଦେଖିବା, ଯାହା ଫାଇଲ୍ ହ୍ୟାଣ୍ଡଲିଙ୍ଗ୍ ପାଇଁ ଉପଯୋଗୀ ଅଟେ |
00:41 | ଫାଇଲ୍ ହ୍ୟାଣ୍ଡଲିଙ୍ଗରେ ଅନ୍ତର୍ଭୁକ୍ତ ଅଛି - |
00:44 | write() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲ ରାଇଟ୍ କରିବା |
00:47 | read() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଫାଇଲରୁ ପଢିବା |
00:51 | mopen() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ବିଦ୍ୟମାନ ଫାଇଲକୁ ଖୋଲିବା |
00:55 | mclose() ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ଖୋଲାଥିବା ଫାଇଲକୁ ବନ୍ଦ କରିବା |
01:00 | ଚାଲନ୍ତୁ, ଗୋଟିଏ ଫାଇଲରେ ଡେଟା ରାଇଟ କରିବା ପ୍ରକ୍ରିୟାରୁ ଆରମ୍ଭ କରିବା |
01:03 | ଏହି ଉଦ୍ଦେଶ୍ୟ ପାଇଁ write() କମାଣ୍ଡ ବ୍ୟବହୃତ ହୁଏ |
01:07 | Scilab କନସୋଲ ୱିଣ୍ଡୋକୁ ଫେରିଆସନ୍ତୁ |
01:10 | ଗୋଟିଏ ରାଣ୍ଡମ୍ ସଂଖ୍ୟା ବିଶିଷ୍ଟ ମେଟ୍ରିକ୍ସ ତିଆରି କରିବାରୁ ଆରମ୍ଭ କରିବା |
01:15 | ଟାଇପ୍ କରନ୍ତୁ: random ଅଣ୍ଡରସ୍କୋର୍ ମେଟ୍ରିକ୍ସ ଇଜ୍ ଇକ୍ୱାଲ୍ ଟୁ rand ବ୍ରାକେଟ୍ ଆରମ୍ଭ, 20 କମା 1, ବ୍ରାକେଟ୍ ଶେଷ, ସେମିକୋଲନ୍ ଏବଂ Enter ଦାବନ୍ତୁ |
01:29 | ବର୍ତ୍ତମାନ, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ଯାଞ୍ଚ କରନ୍ତୁ |
01:32 | pwd ଟାଇପ୍ କରନ୍ତୁ |
01:34 | ମୋ କ୍ଷେତ୍ରରେ, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀ ହେଉଛି, ସ୍ଲାଶ୍ ହୋମ୍ ସ୍ଲାଶ୍ fossee |
01:39 | ଏହି କମାଣ୍ଡଗୁଡିକ ନିଷ୍ପାଦନ ହେବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ, ଆପଣ ଏକ ଡାଇରେକ୍ଟୋରୀରେ ଅଛନ୍ତି, ଯେଉଁଥିରେ ଆପଣଙ୍କୁ read ଓ writeର ଅନୁମତି ଅଛି |
01:47 | ବର୍ତ୍ତମାନ, ଆମେ write କମାଣ୍ଡ ବ୍ୟବହାର କରି random ଅଣ୍ଡରସ୍କୋର୍ ମେଟ୍ରିକ୍ସ ନାମକ ଭେରିଏବଲର କଣ୍ଟେଣ୍ଟ୍ କୁ ଗୋଟିଏ ଟେକ୍ସଟ ଫାଇଲରେ ରାଇଟ୍ କରିବା |
01:55 | ଟାଇପ କରନ୍ତୁ: write ବ୍ରାକେଟ୍ ଆରମ୍ଭ କ୍ୱୋଟ୍ ଆରମ୍ଭ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କ୍ୱୋଟ୍ ଶେଷ କମା ରାଣ୍ଡମ୍ ଅଣ୍ଡରସ୍କୋର୍ ମେଟ୍ରିକ୍ସ ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
02:18 | ଫାଇଲ୍ ତିଆରି ହୋଇଛି କି ନାହିଁ, ଚାଲନ୍ତୁ ଦେଖିବା |
02:21 | Scilab କନସୋଲ୍ ୱିଣ୍ଡୋକୁ ମିନିମାଇଜ୍ କରନ୍ତୁ |
02:23 | ଏବଂ କମ୍ପ୍ୟୁଟରରେ ଥିବା ଫାଇଲ୍ କୁ ଖୋଲନ୍ତୁ, ଯାହା fossee ଡାଇରେକ୍ଟୋରୀରେ ତିଆରି ଓ ସେଭ୍ ହୋଇଥିବ |
02:33 | ରାଣ୍ଡମ୍ ଅଣ୍ଡରସ୍କୋର୍ ମେଟ୍ରିକ୍ସ ଭେରିଏବଲର ଡେଟାଗୁଡିକ ରାଣ୍ଡମ୍ ଡ୍ୟାସ୍ ନମ୍ବର୍ସ ଡଟ୍ txt ନାମକ ଟେକ୍ସଟ ଫାଇଲରେ ରାଇଟ୍ ହୋଇଥିବାର ଆପଣ ଦେଖିପାରିବେ |
02:42 | ଏହି ଫାଇଲକୁ ବନ୍ଦ କରନ୍ତୁ |
02:45 | Scilab କନସୋଲ୍ କୁ ଫେରିଆସନ୍ତୁ |
02:47 | ବର୍ତ୍ତମାନ, ଗୋଟିଏ ଫାଇଲ୍ ରୁ କିପରି ଡେଟାଗୁଡିକୁ ପଢି ହେବ, ଦେଖିବା |
02:50 | ଏଥିପାଇଁ, ଆମେ ନିମ୍ନଲିଖିତ read କମାଣ୍ଡ ବ୍ୟବହାର କରିବା: |
02:55 | ଟାଇପ୍ କରନ୍ତୁ: ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ଇଜ୍ ଇକ୍ୱାଲ୍ ଟୁ ରିଡ୍ ବ୍ରାକେଟ୍ ଆରମ୍ଭ କ୍ୱୋଟ୍ ଆରମ୍ଭ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କ୍ୱୋଟ୍ ଶେଷ କମା 20 କମା 1 ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
03:18 | read କମାଣ୍ଡ୍, ଆର୍ଗୁମେଣ୍ଟରେ ଉଲ୍ଲେଖ ଥିବା ଫାଇଲର ସମସ୍ତ ଡେଟାକୁ ପଢିପାରେ |
03:23 | ଏହି କ୍ଷେତ୍ରରେ, ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt |
03:27 | ଏବଂ ଭେରିଏବଲ୍, ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ରେ ଷ୍ଟୋର୍ କରେ |
03:31 | ପ୍ରଦର୍ଶନ ଜାରି ରଖିବାକୁ, Enter ଦାବନ୍ତୁ |
03:35 | ଯଦି, ଆମେ ଉପରୋକ୍ତ କମାଣ୍ଡକୁ ପରିବର୍ତ୍ତନ କରିବା, ତେବେ ତାହା: |
03:39 | ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ଇଜ୍ ଇକ୍ୱାଲ୍ ଟୁ ରିଡ୍ ବ୍ରାକେଟ୍ ମଧ୍ୟରେ କ୍ୱୋଟ୍ ମଧ୍ୟରେ ରାଣ୍ଡମ୍ ଡ୍ୟାସ ନମ୍ବର୍ସ ଡଟ୍ txt କମା 19 କମା 1 |
03:49 | read କମାଣ୍ଡ୍, ଏହି ଆର୍ଗୁମେଣ୍ଟରେ ଉଲ୍ଲେଖ ଥିବା ଫାଇଲ୍ ରୁ, କେବଳ 19ଟି ଡେଟା ଭାଲ୍ୟୁକୁ ପଢିପାରିବ |
03:56 | ଏହି କ୍ଷେତ୍ରରେ, ରାଣ୍ଡମ୍ ଡ୍ୟାଶ୍ ନମ୍ବର୍ସ ଡଟ୍ txt |
03:59 | ଏବଂ ନ୍ୟୁ ଅଣ୍ଡରସ୍କୋର୍ ଭେକ୍ଟର୍ ନାମକ ଭେରିଏବଲରେ ଷ୍ଟୋର୍ କରେ |
04:03 | ଏହି କମାଣ୍ଡକୁ, Scilab କନସୋଲରେ ଇସ୍ୟୁ କରନ୍ତୁ ଏବଂ ଆଉଟପୁଟ୍ ଯାଞ୍ଚ କରନ୍ତୁ |
04:08 | ବର୍ତ୍ତମାନ, mopen() ଫଙ୍କଶନ୍ ବିଷୟରେ ଜାଣିବା |
04:12 | fd = mopen ବ୍ରାକେଟ୍ ମଧ୍ୟରେ ଫାଇଲ ନାମ କମା ମୋଡ୍ |
04:17 | mopen କମାଣ୍ଡ୍, C fopen ପ୍ରକ୍ରିୟା ଅନୁରୂପ ମାର୍ଗରେ ଏକ ବିଦ୍ୟମାନ ଫାଇଲକୁ ଖୋଲିବା ପାଇଁ ବ୍ୟବହୃତ ହୋଇଥାଏ |
04:25 | mode ହେଉଛି ଏକ କ୍ୟାରେକ୍ଟର, ଯାହା ନିମ୍ନ ପାଇଁ ଫାଇଲ ଖୋଲା ଅଛିକି ନାହିଁ ତାହା ନିୟନ୍ତ୍ରଣ କରେ: |
04:30 | r=ଫାଇଲକୁ ପଢିବା ପାଇଁ ଖୋଲେ |
04:34 | rb=ଗୋଟିଏ ବାଇନେରୀ ଫାଇଲକୁ ପଢିବା ପାଇଁ ଖୋଲେ |
04:39 | rt= ଗୋଟିଏ ଟେକ୍ସଟ ଫାଇଲକୁ ପଢିବା ପାଇଁ ଖୋଲେ |
04:43 | w=ରାଇଟ୍ କରିବା ପାଇଁ ଏକ ନୂଆ ଫାଇଲ ତିଆରି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ |
04:50 | wb= ରାଇଟ୍ କରିବା ପାଇଁ ଏକ ନୂଆ ବାଇନେରୀ ଫାଇଲ ସୃଷ୍ଟି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ |
04:58 | wt= ରାଇଟ୍ କରିବା ପାଇଁ ଏକ ନୂଆ ଟେକ୍ସଟ ବାଇନେରୀ ଫାଇଲ ସୃଷ୍ଟି କରେ କିମ୍ବା ଗୋଟିଏ ଫାଇଲକୁ ଯିରୋ ହେବା ପର୍ଯ୍ୟନ୍ତ ଟ୍ରଙ୍କେଟ୍ କରିଥାଏ ଓ ଖୋଲିଥାଏ |
05:06 | a କିମ୍ବା ab=ଆପେଣ୍ଡ (ଫାଇଲର ଶେଷରେ, ଗୋଟିଏ ଫାଇଲକୁ ରାଇଟ୍ କରିବା ପାଇଁ ଖୋଲିଥାଏ କିମ୍ବା ରାଇଟ୍ କରିବା ପାଇଁ ଗୋଟିଏ ଫାଇଲ ସୃଷ୍ଟି କରେ) |
05:14 | r+ କିମ୍ବା r+b=ଅପଡେଟ୍ କରିବା ପାଇଁ ଗୋଟିଏ ଫାଇଲ ଖୋଲେ (ରିଡିଙ୍ଗ ଓ ରାଇଟିଙ୍ଗ). |
05:20 | ଉଦାହରଣସ୍ୱରୂପ, fd ଅଣ୍ଡରସ୍କୋର୍ r ଇଜ୍ ଇକ୍ୱାଲ୍ ଟୁ mopen(random-numbers, rt) |
05:30 | ଉପରୋକ୍ତ କମାଣ୍ଡ୍, random-numbersକୁ, ଟେକ୍ସଟ ଓ read only ମୋଡରେ ଖୋଲିଥାଏ |
05:37 | mclose ବ୍ରାକେଟ ମଧ୍ୟରେ fd: |
05:40 | ଖୋଲା ଥିବା ଫାଇଲକୁ, mopen ସାହାଯ୍ୟରେ ବନ୍ଦ କରିଥାଏ |
05:43 | ଯେଉଁଠାରେ, ଖୋଲା ହୋଇଥିବା ଫାଇଲ ପାଇଁ, fd ହେଉଛି ଫାଇଲ ଡେସ୍କ୍ରିପ୍ଟର୍ |
05:48 | ଯଦି fdକୁ ବାହାର କରିଦିଆଯାଏ, ଶେଷରେ ଖୋଲାଯାଇଥିବା ଫାଇଲକୁ, mclose() ବନ୍ଦ କରିଦିଏ |
05:53 | ଏହି ଟ୍ୟୁଟୋରିଆଲରେ, ଏତିକି |
05:55 | ଆମେ ଶିଖିଲେ ନିମ୍ନ ଲିଖିତ ଫଙ୍କଶନ୍ସ, ଯାହା ଫାଇଲ ହ୍ୟାଣ୍ଡଲିଙ୍ଗ୍ ପାଇଁ ଆବଶ୍ୟକ: |
05:59 | write() ଫଙ୍କଶନ୍ read() ଫଙ୍କଶନ୍ |
06:02 | mopen(), mclose() |
06:05 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
06:08 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
06:11 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ |
06:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
06:20 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
06:23 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:30 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:34 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
06:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
06:50 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
06:54 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |