Difference between revisions of "BASH/C2/Array-Operations-in-BASH/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Bashରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱା...") |
PoojaMoolya (Talk | contribs) |
||
Line 9: | Line 9: | ||
|- | |- | ||
|00:05 | |00:05 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: | + | | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: ଏକ ଆରେ ଘୋଷଣା କରିବେ ଓ ତାକୁ ଭାଲ୍ୟୁ ଆସାଇନ୍ କରିବେ |
− | + | ||
|- | |- | ||
|00:12 | |00:12 | ||
− | | | + | | ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା |
|- | |- | ||
|00:15 | |00:15 | ||
− | | | + | | Bash ଆରେ ଓ nth ଏଲେମେଣ୍ଟର ଦୀର୍ଘତା ଖୋଜିବା |
|- | |- | ||
|00:20 | |00:20 | ||
− | | | + | | ଏକ ଆରେ ପ୍ରିଣ୍ଟ କରିବା |
|- | |- | ||
Line 38: | Line 37: | ||
|- | |- | ||
|00:37 | |00:37 | ||
− | | | + | | ଉବୁଣ୍ଟୁ ଲିନକ୍ସ 12.04 OS |
|- | |- | ||
Line 54: | Line 53: | ||
|- | |- | ||
|00:55 | |00:55 | ||
− | | | + | | ଏକ ଆରେ ହେଉଛି, ବହୁବିଧ ଭାଲ୍ୟୁ ସହିତ ଗୋଟିଏ ଭେରିଏବଲ୍ |
|- | |- | ||
|01:01 | |01:01 | ||
− | | | + | | ଭାଲ୍ୟୁଗୁଡ଼ିକ, ସମାନ କିମ୍ୱା ଭିନ୍ନ ହୋଇପାରେ |
|- | |- | ||
|01:04 | |01:04 | ||
− | | | + | | ଗୋଟିଏ ଆରେର ଆକାର ପାଇଁ କୌଣସି ସର୍ବାଧିକ ସୀମା ନଥାଏ |
|- | |- | ||
|01:08 | |01:08 | ||
− | | | + | | ଆରେ ସଦସ୍ୟଗୁଡ଼ିକୁ ନିରନ୍ତର ହେବା ଆବଶ୍ୟକ ନାହିଁ |
|- | |- | ||
|01:12 | |01:12 | ||
− | | | + | | ଆରେ ଇଣ୍ଡେକ୍ସ ସର୍ବଦା ଶୂନ୍ ରୁ ଆରମ୍ଭ ହୁଏ |
|- | |- | ||
Line 106: | Line 105: | ||
|- | |- | ||
|01:51 | |01:51 | ||
− | | | + | | ଆରେକୁ ଗୋଟିଏ ସମୟରେ ଘୋଷଣା ଓ ଇନିଶିଆଲାଇଜ୍ କରିହେବ |
|- | |- | ||
|01:56 | |01:56 | ||
− | | | + | | Elementଗୁଡ଼ିକୁ ସ୍ପେସ୍ ଦ୍ୱାରା ପୃଥକ୍ କରିବା ଦରକାର |
|- | |- | ||
Line 263: | Line 262: | ||
|- | |- | ||
|05:40 | |05:40 | ||
− | | | + | |ଗୋଟିଏ ଆରେକୁ ଭାଲ୍ୟୁ ଘୋଷଣା ଓ ଆସାଇନ୍ କରିବା |
|- | |- | ||
|05:43 | |05:43 | ||
− | | | + | | ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା |
|- | |- | ||
|05:46 | |05:46 | ||
− | | | + | | ଆରେ ଓ ତାହାର nth ଏଲେମେଣ୍ଟର ଦୀର୍ଘତା ଖୋଜିବା ଓ |
|- | |- | ||
|05:51 | |05:51 | ||
− | | | + | | ସମଗ୍ର ଆରେ ପ୍ରିଣ୍ଟ କରିବା |
|- | |- | ||
Line 287: | Line 286: | ||
|- | |- | ||
|06:00 | |06:00 | ||
− | | | + | | ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା |
|- | |- | ||
|06:02 | |06:02 | ||
− | | | + | |ସମସ୍ତ ଏଲେମେଣ୍ଟଗୁଡ଼ିକୁ ପ୍ରିଣ୍ଟ କରନ୍ତୁ |
|- | |- | ||
|06:04 | |06:04 | ||
− | | | + | | ଏବଂ 5ମ ଏଲେମେଣ୍ଟ ପ୍ରିଣ୍ଟ କରନ୍ତୁ |
|- | |- | ||
Line 315: | Line 314: | ||
|- | |- | ||
|06:20 | |06:20 | ||
− | | | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
|- | |- | ||
|06:24 | |06:24 | ||
− | | | + | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
|- | |- |
Latest revision as of 12:17, 12 May 2017
Time | Narration |
00:01 | Bashରେ Array Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆପଣ ଶିଖିବେ, କିପରି: ଏକ ଆରେ ଘୋଷଣା କରିବେ ଓ ତାକୁ ଭାଲ୍ୟୁ ଆସାଇନ୍ କରିବେ |
00:12 | ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା |
00:15 | Bash ଆରେ ଓ nth ଏଲେମେଣ୍ଟର ଦୀର୍ଘତା ଖୋଜିବା |
00:20 | ଏକ ଆରେ ପ୍ରିଣ୍ଟ କରିବା |
00:22 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ |
00:27 | ସମ୍ୱନ୍ଧିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି spoken ହାଇଫେନ୍ tutorial ଡଟ୍ org ଦେଖନ୍ତୁ |
00:33 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:37 | ଉବୁଣ୍ଟୁ ଲିନକ୍ସ 12.04 OS |
00:41 | GNU Bash ଭର୍ସନ୍ 4.1.10 |
00:45 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
00:50 | ତେବେ ଚାଲନ୍ତୁ, ଏକ ଆରେ ଓ ତାହାର ବୈଶିଷ୍ଟ୍ୟତାର ପରିଭାଷାରୁ ଆରମ୍ଭ କରିବା |
00:55 | ଏକ ଆରେ ହେଉଛି, ବହୁବିଧ ଭାଲ୍ୟୁ ସହିତ ଗୋଟିଏ ଭେରିଏବଲ୍ |
01:01 | ଭାଲ୍ୟୁଗୁଡ଼ିକ, ସମାନ କିମ୍ୱା ଭିନ୍ନ ହୋଇପାରେ |
01:04 | ଗୋଟିଏ ଆରେର ଆକାର ପାଇଁ କୌଣସି ସର୍ବାଧିକ ସୀମା ନଥାଏ |
01:08 | ଆରେ ସଦସ୍ୟଗୁଡ଼ିକୁ ନିରନ୍ତର ହେବା ଆବଶ୍ୟକ ନାହିଁ |
01:12 | ଆରେ ଇଣ୍ଡେକ୍ସ ସର୍ବଦା ଶୂନ୍ ରୁ ଆରମ୍ଭ ହୁଏ |
01:16 | ଗୋଟିଏ ଆରେକୁ, ଏକ ଭାଲ୍ୟୁ କିପରି ଘୋଷଣା ଓ ଆସାଇନ୍ କରାଯାଏ, ତାହା ଆମେ ଏବେ ଦେଖିବା |
01:21 | ଏକ ଆରେ ଘୋଷଣା କରିବା ପାଇଁ ସିଣ୍ଟାକ୍ସ ହେଉଛି - |
01:24 | declare ହାଇଫେନ୍ a ଆରେନାମ |
01:28 | ଗୋଟିଏ ଆରେ ଘୋଷଣା କରିବାକୁ Declare କୀୱର୍ଡ ବ୍ୟବହାର କରାଯାଏ |
01:31 | ଏହା, Bashରେ ଥିବା ଏକ Built-in Command ଅଟେ |
01:35 | ଗୋଟିଏ ଆରେକୁ ଏକ ଭାଲ୍ୟୁ ଆସାଇନ୍ କରିବା ପାଇଁ ସିଣ୍ଟାକ୍ସ ହେଉଛି - |
01:38 | Name ସ୍କ୍ୱୟାର୍ ବ୍ରାକେଟ୍ସ ମଧ୍ୟରେ index ଇକ୍ୱାଲ୍ସ ଟୁ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ value |
01:46 | ଏବେ ଚାଲନ୍ତୁ ଦେଖିବା, ଏକ ଆରେର ଘୋଷଣା ସମୟରେ କିପରି ଇନିଶିଆଲାଇଜ୍ କରାଯାଏ |
01:51 | ଆରେକୁ ଗୋଟିଏ ସମୟରେ ଘୋଷଣା ଓ ଇନିଶିଆଲାଇଜ୍ କରିହେବ |
01:56 | Elementଗୁଡ଼ିକୁ ସ୍ପେସ୍ ଦ୍ୱାରା ପୃଥକ୍ କରିବା ଦରକାର |
02:00 | ପ୍ରତ୍ୟେକ ଏଲେମେଣ୍ଟ, ପାରେନ୍ଥେସେସ୍ ମଧ୍ୟରେ ରହିବା ଉଚିତ |
02:03 | ସିଣ୍ଟାକ୍ସ ହେଉଛି, declare ହାଇଫେନ୍ a ଆରେନାମ ଇକ୍ୱାଲ୍ ଟୁ ଗୋଲ ବ୍ରାକେଟ୍ ମଧ୍ୟରେ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ 'element1', 'element2' ଓ 'element3' |
02:19 | ଗୋଟିଏ ଉଦାହରଣକୁ ଦେଖିବା |
02:21 | ଏଥିପାଇଁ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
02:28 | ଏବେ ଟାଇପ୍ କରନ୍ତୁ: gedit ସ୍ପେସ୍ array.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ). |
02:36 | ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ. ଏଣ୍ଟର୍ ଦାବନ୍ତୁ |
02:41 | ଆପଣଙ୍କର array.sh ଫାଇଲରେ, ଏଠାରେ ପ୍ରଦର୍ଶିତ Code ଟାଇପ୍ କରନ୍ତୁ |
02:47 | ନିମ୍ନ ଏଲେମେଣ୍ଟସ୍ ସହିତ ଏହି ଲାଇନ୍ Linux ନାମକ ଏକ ଆରେ ଘୋଷଣା କରେ -
Debian, Redhat, Ubuntu ଓ Fedora |
02:57 | ଏଠାରେ ହାଇଫେନ୍ a ହେଉଛି ଏକ Flag |
03:00 | ଏହା ଆମକୁ, ଭାଲ୍ୟୁ ପଢିବାକୁ ଓ ଏକ ଆରେକୁ ଭାଲ୍ୟୁ ଆସାଇନ୍ କରିବାକୁ ଅନୁମତି ଦେଇଥାଏ |
03:05 | Slidesକୁ ଫେରିଯାଆନ୍ତୁ. |
03:07 | ଏହି ସିଣ୍ଟାକ୍ସ ଦ୍ୱାରା ଏକ ଆରେର ଦୀର୍ଘତା ପ୍ରାପ୍ତ କରିହୁଏ: |
03:12 | ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ହାଶ୍ (#) ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଆଟ୍ ଚିହ୍ନ (@) ଓ ବନ୍ଦ କର୍ଲୀ ବ୍ରାକେଟ୍ |
03:22 | ଏହି ସିଣ୍ଟାକ୍ସ ଦ୍ୱାରା nth ଏଲେମେଣ୍ଟର ଦୀର୍ଘତା ପ୍ରାପ୍ତ କରିହେବ: |
03:28 | ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ହାଶ୍ (#) ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ n ଓ ବନ୍ଦ କର୍ଲୀ ବ୍ରାକେଟ୍ |
03:37 | ଏଠାରେ, n ହେଉଛି ଏଲେମେଣ୍ଟ ସଂଖ୍ୟା, ଯାହାର ଦୀର୍ଘତା ପ୍ରାପ୍ତ କରାଯିବାକୁ ଅଛି |
03:42 | ଏହି ସିଣ୍ଟାକ୍ସ ବ୍ୟବହାର କରି ଆରେର ସମସ୍ତ ଏଲେମେଣ୍ଟସ୍ ପ୍ରିଣ୍ଟ କରିହେବ: |
03:48 | ଡଲାର୍ ଚିହ୍ନ ($) ଖୋଲା କର୍ଲୀ ବ୍ରାକେଟ୍ ଆରେନାମ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଆଟ୍ ଚିହ୍ନ (@) ଓ ବନ୍ଦ କର୍ଲୀ ବ୍ରାକେଟ୍ |
03:57 | ଏବେ, text editorକୁ ଫେରିଆସନ୍ତୁ |
04:00 | ଏହି ଲାଇନ୍, Array Linuxରେ ଥିବା ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା ପ୍ରଦର୍ଶିତ କରିବ |
04:06 | ବ୍ୟାକସ୍ଲାଶ୍ ଏସ୍କେପ୍ସର ବ୍ୟାଖ୍ୟାକୁ ହାଇଫେନ୍ e ସକ୍ଷମ କରିଥାଏ |
04:11 | ଏହାକୁ ଆମେ ମିଶାଇଦେଇଛେ, କାରଣ ଲାଇନର ଶେଷରେ ଆମ ପାଖରେ ବ୍ୟାକସ୍ଲାଶ୍ n ଅଛି |
04:18 | ପରବର୍ତ୍ତୀ ଲାଇନ୍, Array Linuxର ସମସ୍ତ ଏଲେମେଣ୍ଟସ୍ ପ୍ରଦର୍ଶିତ କରେ |
04:23 | ଏହି ଲାଇନ୍, Array Linuxର 3ୟ ଏଲେମେଣ୍ଟ ପ୍ରଦର୍ଶିତ କରେ |
04:28 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ ଆରେ ସର୍ବଦା ଇଣ୍ଡେକ୍ସ ଶୂନ୍ ସହିତ ଆରମ୍ଭ ହୋଇଥାଏ |
04:34 | ଶେଷରେ, ଏହି ଲାଇନ୍, 3ୟ ଏଲେମେଣ୍ଟରେ ଥିବା କ୍ୟାରେକ୍ଟର୍ସର ସଂଖ୍ୟା ପ୍ରଦର୍ଶିତ କରେ |
04:40 | ଏବେ, Terminal କୁ ଯାଆନ୍ତୁ. |
04:42 | chmod ସ୍ପେସ୍ ପ୍ଲସ୍ x ସ୍ପେସ୍ array.sh ଟାଇପ୍ କରି ପ୍ରଥମେ ଫାଇଲ୍ କୁ ନିଷ୍ପାଦନଯୋଗ୍ୟ କରନ୍ତୁ. ଏଣ୍ଟର୍ ଦାବନ୍ତୁ |
04:56 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ array.sh. ଏଣ୍ଟର୍ ଦାବନ୍ତୁ |
05:01 | ଆଉଟପୁଟ୍ ପ୍ରଦର୍ଶିତ ହେଲା |
05:04 | ଏଲେମେଣ୍ଟର ସଂଖ୍ୟା କିମ୍ୱା Array Linuxର ଦୀର୍ଘତା ହେଉଛି ଚାରି |
05:10 | Array Linuxର ଏଲେମେଣ୍ଟଗୁଡ଼ିକ ହେଉଛି Debian, Redhat, Ubuntu ଓ Fedora |
05:18 | Array Linuxର ତୃତୀୟ ଏଲେମେଣ୍ଟ ହେଉଛି Ubuntu |
05:22 | ଏବଂ ତୃତୀୟ ଏଲେମେଣ୍ଟରେ ଥିବା କ୍ୟାରେକ୍ଟରଗୁଡ଼ିକର ସଂଖ୍ୟା ହେଉଛି ଛଅ, ଯେପରି ଆଶା କରାଯାଉଥିଲା |
05:29 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
05:32 | ସଂକ୍ଷିପ୍ତରେ, Slidesକୁ ଫେରିଆସନ୍ତୁ |
05:35 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
05:40 | ଗୋଟିଏ ଆରେକୁ ଭାଲ୍ୟୁ ଘୋଷଣା ଓ ଆସାଇନ୍ କରିବା |
05:43 | ଘୋଷଣା ସମୟରେ ଏକ ଆରେ ଇନିଶିଆଲାଇଜ୍ କରିବା |
05:46 | ଆରେ ଓ ତାହାର nth ଏଲେମେଣ୍ଟର ଦୀର୍ଘତା ଖୋଜିବା ଓ |
05:51 | ସମଗ୍ର ଆରେ ପ୍ରିଣ୍ଟ କରିବା |
05:53 | ଏକ ଆସାଇନମେଣ୍ଟ ଭାବେ - |
05:55 | 7 ଦୀର୍ଘତାର ଏକ ଆରେ Names ଘୋଷଣା କରନ୍ତୁ ଏବଂ ନିମ୍ନଲିଖିତ ବାହାର କରନ୍ତୁ: |
06:00 | ଏଲେମେଣ୍ଟଗୁଡ଼ିକର ସମୁଦାୟ ସଂଖ୍ୟା |
06:02 | ସମସ୍ତ ଏଲେମେଣ୍ଟଗୁଡ଼ିକୁ ପ୍ରିଣ୍ଟ କରନ୍ତୁ |
06:04 | ଏବଂ 5ମ ଏଲେମେଣ୍ଟ ପ୍ରିଣ୍ଟ କରନ୍ତୁ |
06:06 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
06:10 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
06:13 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
06:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
06:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
06:24 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
06:27 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
06:35 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
06:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:47 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
06:52 | ଆଇଆଇଟି ବମ୍ୱେ ତରଫରୁ |
06:58 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
07:02 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |