Difference between revisions of "Java/C2/Creating-object/Oriya"

From Script | Spoken-Tutorial
Jump to: navigation, search
 
Line 43: Line 43:
 
|-
 
|-
 
|00:52
 
|00:52
|* ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ
+
| ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ
  
 
|-
 
|-
 
|00:55
 
|00:55
|* ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ
+
| ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ
  
 
|-
 
|-
Line 55: Line 55:
 
|-
 
|-
 
|01:04
 
|01:04
|* ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ
+
| ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ
  
 
|-
 
|-
 
|01:08
 
|01:08
|* Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ
+
| Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ
  
 
|-
 
|-
Line 223: Line 223:
 
|-
 
|-
 
|06:34
 
|06:34
| ରେଫରେନ୍ସ ଭେରିଏବଲ୍ସ
+
| ରେଫରେନ୍ସ ଭେରିଏବଲ୍ସ,ନୂଆ ଅପରେଟର୍ ବ୍ୟବହାର କରି Object କ୍ରିଏଟ୍ କରିବା  
|-
+
 
|06:35
+
| ନୂଆ ଅପରେଟର୍ ବ୍ୟବହାର କରି Object କ୍ରିଏଟ୍ କରିବା  
+
 
|-
 
|-
 
|06:38   
 
|06:38   
Line 234: Line 232:
 
|06:41
 
|06:41
 
| ସ୍ୱ-ମୂଲ୍ୟାଙ୍କନ ପାଇଁ  
 
| ସ୍ୱ-ମୂଲ୍ୟାଙ୍କନ ପାଇଁ  
 +
 
|-
 
|-
 
|06:43
 
|06:43
 
| TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ
 
| TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ
 +
 
|-
 
|-
 
|06:46
 
|06:46
Line 244: Line 244:
 
|06:52
 
|06:52
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
 +
 
|-
 
|-
 
|06:55
 
|06:55
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ  '''http://spoken-tutorial.org/What_is_a_Spoken_Tutorial'''.
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ  '''http://spoken-tutorial.org/What_is_a_Spoken_Tutorial'''.
 +
 
|-
 
|-
 
|06:58
 
|06:58
Line 278: Line 280:
 
|07:24
 
|07:24
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|07:31
 
|07:31
Line 284: Line 287:
 
|-
 
|-
 
|07:40
 
|07:40
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
  
 
|-
 
|-

Latest revision as of 17:12, 7 April 2017

Time Narration
00:01 Creating Objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,

ରେଫରେନ୍ସ ଭେରିଏବଲ୍ସ Objects ତିଆରି କରିବା Objects ପାଇଁ ମେମୋରୀ ଆବଣ୍ଟିତ କରିବା

00:13 ଏଠାରେ ଆମେ ବ୍ୟବହାର କରୁଛୁ:

Ubuntu 11.10 JDK 1.6 ଓ Eclipse 3.7.0

00:23 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipse ବ୍ୟବହାର କରି ଏକ ସରଳ Class କ୍ରିଏଟ୍ କରିବା ଜାଣିଥିବା ନିହାତି ଆବଶ୍ୟକ
00:29 ଯଦି ନାହିଁ, ତେବେ ଦୟାକରି ନିମ୍ନ ଲିଙ୍କରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ.

spoken ହାଇଫେନ୍ (-) tutorial ଡଟ୍ (.) org

00:38 ଆମେ ଜାଣିଛେ ଯେ, Variables ଓ Methods ଏକାଠି ମିଶି ଗୋଟିଏ Classର ମେମ୍ୱର୍ସ ଗଠନ କରନ୍ତି
00:43 ଗୋଟିଏ Classର ମେମ୍ୱର୍ସ ଆକ୍ସେସ୍ କରିବାକୁ, ଆମକୁ, Class ପାଇଁ ଏକ Object ତିଆରି କରିବା ଦରକାର
00:48 ଗୋଟିଏ Object କ’ଣ, ଏବେ ଚାଲନ୍ତୁ ଦେଖିବା
00:52 ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ
00:55 ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ
00:58 ଆମେ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆଲୋଚନା କରିଥିବା ମାନବ Class ଉଦାହରଣ ମନେପକାନ୍ତୁ
01:04 ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ
01:08 Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ
01:11 ଏବେ, Reference Variables ବିଷୟରେ ଜାଣିବା
01:15 ଆମେ, Javaରେ 8ଟି Primitive ଡେଟା ଟାଇପ୍ ବିଷୟରେ ଜାଣିଛେ
01:19 Primitives ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର Objectsକୁ ସନ୍ଦର୍ଭିତ କରନ୍ତି
01:23 Objectsକୁ ସନ୍ଦର୍ଭିତ କରୁଥିବା Variables ହେଉଛି Reference Variables
01:28 Student Classକୁ ଫେରିଚାଲନ୍ତୁ, ଯାହାକୁ ଆମେ ପୂର୍ବ ଟ୍ୟୁଟୋରିଆଲ୍ ରେ କ୍ରିଏଟ୍ କରିସାରିଛେ
01:37 ମୁଁ ଏବେ, ଏହି Classରୁ Main Method କାଢ଼ିଦେଉଛି
01:49 Ctrl ଓ Sକୁ ଏକାସାଙ୍ଗରେ ଦାବି ଏବେ ଫାଇଲ୍ କୁ Save କରନ୍ତୁ
01:55 ବର୍ତ୍ତମାନ, TestStudent ନାମରେ, ସେହି Project ଭିତରେ ଆଉ ଏକ Class କ୍ରିଏଟ୍ କରନ୍ତୁ
02:00 ମୁଁ ତାହା ତିଆରି କରିସାରିଛି
02:03 ଏହି Classରେ ମୋ ପାଖରେ Main Method ଅଛି
02:06 Main Method ଭିତରେ ମୁଁ ଏବେ Student Classର ଏକ Object କ୍ରିଏଟ୍ କରିବି
02:11 ସେଥିପାଇଁ, Main Method ଭିତରେ ଟାଇପ୍ କରନ୍ତୁ:
02:17 Student ସ୍ପେସ୍ stud1 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍
02:34 ଏହିଭଳି ଆମେ, Student Classର ଏକ Object କ୍ରିଏଟ୍ କଲେ
02:37 ଏଠାରେ, Student ହେଉଛି Classର ନାମ, ଯେଉଁଥିପାଇଁ Object କ୍ରିଏଟ୍ କରାଯିବ
02:47 stud1 ହେଉଛି ଏକ reference variable, ଯାହା Student Classର ଗୋଟିଏ Objectକୁ ସନ୍ଦର୍ଭିତ କରିଥାଏ
02:53 ଏବଂ କ୍ରିଏଟ୍ ହେବାକୁ ଥିବା ନୂଆ Object ପାଇଁ New କୀୱର୍ଡ ସ୍ପେସ୍ ଦେଇଥାଏ
02:59 ଦୟାକରି ଧ୍ୟାନଦିଅନ୍ତୁ ଯେ, stud1, Student Classର Object ନୁହେଁ
03:03 ଏହା କେବଳ, କ୍ରିଏଟ୍ ହୋଇଥିବା ନୂଆ Objectର ସନ୍ଦର୍ଭକୁ ରଖିଥାଏ
03:09 stud1ରେ କ’ଣ ରହିଛି, ଏବେ ଚାଲନ୍ତୁ ଦେଖିବା
03:13 ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ stud1 contains ସ୍ପେସ୍ ପ୍ଲସ stud1 ଓ ତା’ପରେ ସେମିକଲନ୍
03:44 ଏବେ TestStudent dot java ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:53 ଆମେ, ନିମ୍ନ ଆଉଟପୁଟ୍ ପାଇଲେ:
03:56 ତେଣୁ ଏଠାରେ, କ୍ରିଏଟ୍ ହୋଇଥିବା ନୂଆ Objectର Class ନାମ ହେଉଛି Student
04:03 ଦ୍ୱିତୀୟ ଭାଗ ହେଉଛି, କ୍ରିଏଟ ହୋଇଥିବା ନୂଆ Objectର Memory Address
04:08 ଆମେ, stud1 ବ୍ୟବହାର କରି Student Classର Fields ଓ Methods ଆକ୍ସେସ୍ କରିପାରିବା
04:15 ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା
04:18 ମୁଁ ଏବେ, Student Classର ଆଉ ଗୋଟିଏ Object କ୍ରିଏଟ୍ କରିବି
04:24 ତେଣୁ, ମୁଁ ଟାଇପ୍ କରିବି: Student ସ୍ପେସ୍ stud2 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍
04:47 ଏବେ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍ System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ stud2 contains ସ୍ପେସ୍ ପ୍ଲସ stud2 ଓ ତା’ପରେ ସେମିକଲନ୍
05:19 ଏବେ ଏହି ଫାଇଲ୍ କୁ ସେଭ୍ ଓ ରନ୍ କରନ୍ତୁ
05:25 ଆମେ ଦେଖିପାରୁଛେ ଯେ, stud1 ଓ stud2, ଦୁଇଟି ଭିନ୍ନ Objectsକୁ ସନ୍ଦର୍ଭିତ କରୁଛନ୍ତି
05:31 ଅର୍ଥାତ୍, stud1 ଓ stud2, ଦୁଇଟି ଭିନ୍ନ Studentsକୁ ସନ୍ଦର୍ଭିତ କରୁଛନ୍ତି
05:37 ସେମାନଙ୍କର ଭିନ୍ନ Roll Number ଓ Names ଅଛି
05:44 ଏବେ, ଆମେ ଏଠାରେ ପରିବର୍ତ୍ତନ କରିପାରିବା
05:51 ଏଠାରେ ଟାଇପ୍ କରନ୍ତୁ: Student stud2 ଇକ୍ୱାଲ୍ ଟୁ stud1
06:01 ଏବେ ଏହି ଫାଇଲ୍ କୁ ସେଭ୍ ଓ ରନ୍ କରନ୍ତୁ
06:06 ଆମେ ଦେଖିପାରୁଛେ ଯେ, stud1 ଓ stud2, ଦୁଇଟି ସମାନ Objectsକୁ ସନ୍ଦର୍ଭିତ କରୁଛନ୍ତି
06:12 ତାହାର ଅର୍ଥ, ଉଭୟ stud1 ଓ stud2, ସମାନ Studentକୁ ରୋଲ୍ ନମ୍ୱର୍ ଓ ନାମ ସହିତ ସନ୍ଦର୍ଭିତ କରୁଛନ୍ତି
06:31 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ:
06:34 ରେଫରେନ୍ସ ଭେରିଏବଲ୍ସ,ନୂଆ ଅପରେଟର୍ ବ୍ୟବହାର କରି Object କ୍ରିଏଟ୍ କରିବା
06:38 ଓ ସନ୍ଦର୍ଭ ଆବଣ୍ଟିତ କରିବା
06:41 ସ୍ୱ-ମୂଲ୍ୟାଙ୍କନ ପାଇଁ
06:43 TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ
06:46 emp1 ଭାବରେ Reference Variable ସହିତ Employee Classର ଏକ Object କ୍ରିଏଟ୍ କରନ୍ତୁ
06:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
06:55 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial.
06:58 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:01 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:07 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:10 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
07:14 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:20 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:24 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro
07:40 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
07:43 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
07:46 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep