Difference between revisions of "Java/C2/For-Loop/Oriya"

From Script | Spoken-Tutorial
Jump to: navigation, search
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:02
 
|00:02
 
| Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା
 +
 
|-
 
|-
 
|00:12
 
|00:12
Line 14: Line 17:
 
JDK 1.6 ଓ  
 
JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:24
 
|00:24
 
| ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
 
| ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
 +
 
|-
 
|-
 
|00:32
 
|00:32
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  [http://spoken-tuitorial.org]  
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ  [http://spoken-tuitorial.org]  
 +
 
|-
 
|-
 
|00:40
 
|00:40
 
| ଏହା ହେଉଛି For Loopର ସିଣ୍ଟାକ୍ସ
 
| ଏହା ହେଉଛି For Loopର ସିଣ୍ଟାକ୍ସ
 +
 
|-
 
|-
 
|00:44
 
|00:44
 
| ଏଥିରେ ରହିଛି Initialization, Loop Condition ଓ Increment
 
| ଏଥିରେ ରହିଛି Initialization, Loop Condition ଓ Increment
 +
 
|-
 
|-
 
|00:51
 
|00:51
 
| ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ
 
| ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ
 +
 
|-
 
|-
 
|01:00
 
|01:00
 
| ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା
 
| ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା
 +
 
|-
 
|-
 
|01:04
 
|01:04
 
| Eclipseକୁ ଯାଆନ୍ତୁ  
 
| Eclipseକୁ ଯାଆନ୍ତୁ  
 +
 
|-
 
|-
 
|01:07
 
|01:07
 
| ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି
 
| ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି
 +
 
|-
 
|-
 
|01:12  
 
|01:12  
 
| ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା
 
| ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା
 +
 
|-
 
|-
 
|01:17
 
|01:17
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  int i ସେମିକଲନ୍
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  int i ସେମିକଲନ୍
 +
 
|-
 
|-
 
|01:24
 
|01:24
 
| ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1
 
| ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1
 +
 
|-
 
|-
 
|01:45
 
|01:45
 
| ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ
 
| ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ
 +
 
|-
 
|-
 
|01:53
 
|01:53
 
| Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0
 
| Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0
 +
 
|-
 
|-
 
|01:58
 
|01:58
 
| ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ
 
| ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ
 +
 
|-
 
|-
 
|02:05
 
|02:05
 
| i<10 ହେଉଛି Loop Running Condition  
 
| i<10 ହେଉଛି Loop Running Condition  
 +
 
|-
 
|-
 
|02:09
 
|02:09
 
| ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ  
 
| ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ  
 +
 
|-
 
|-
 
|02:14
 
|02:14
 
| ଅନ୍ୟଥା, ତାହା ଅଣଦେଖା ହୋଇଯିବ
 
| ଅନ୍ୟଥା, ତାହା ଅଣଦେଖା ହୋଇଯିବ
 +
 
|-
 
|-
 
|02:17
 
|02:17
 
| ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ  
 
| ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ  
 +
 
|-
 
|-
 
|02:25
 
|02:25
 
| ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି
 
| ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି
 +
 
|-
 
|-
 
|02:32
 
|02:32
 
| ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ
 
| ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ
 +
 
|-
 
|-
 
|02:35
 
|02:35
 
| ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10  ହୋଇନାହିଁ
 
| ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10  ହୋଇନାହିଁ
 +
 
|-
 
|-
 
|02:42
 
|02:42
 
| ଏବେ, i ସହିତ କିଛି କରିବା
 
| ଏବେ, i ସହିତ କିଛି କରିବା
 +
 
|-
 
|-
 
|02:46
 
|02:46
 
| ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ
 
| ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ
 +
 
|-
 
|-
 
|02:49  
 
|02:49  
 
| କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i
 
| କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ:  System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i
 +
 
|-
 
|-
 
|03:06
 
|03:06
 
| ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ
 
| ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ
 +
 
|-
 
|-
 
|03:11
 
|03:11
 
| ଆଉଟପୁଟ୍ ଦେଖିବା
 
| ଆଉଟପୁଟ୍ ଦେଖିବା
 +
 
|-
 
|-
 
|03:13
 
|03:13
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:17
 
|03:17
 
| ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ
 
| ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ
 +
 
|-
 
|-
 
|03:23
 
|03:23
 
| ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି
 
| ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି
 +
 
|-
 
|-
 
|03:28
 
|03:28
 
| ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି
 
| ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି
 +
 
|-
 
|-
 
|03:37
 
|03:37
 
| ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର
 
| ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର
 +
 
|-
 
|-
 
|03:42
 
|03:42
 
| i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ
 
| i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ
 +
 
|-
 
|-
 
|03:48
 
|03:48
 
| ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ
 
| ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ
 +
 
|-
 
|-
 
|03:54
 
|03:54
 
| ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ
 
| ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ
 +
 
|-
 
|-
 
|04:03
 
|04:03
| ଟାଇପ୍ କରନ୍ତୁ:  
+
| ଟାଇପ୍ କରନ୍ତୁ: ,if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0
|-
+
 
|04:04
+
| if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0
+
 
|-
 
|-
 
|04:32
 
|04:32
 
| ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ
 
| ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ
 +
 
|-
 
|-
 
|04:38
 
|04:38
 
| ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା   
 
| ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା   
 +
 
|-
 
|-
 
|04:50
 
|04:50
 
| ଏବେ ଆଉଟପୁଟ୍ ଦେଖିବା
 
| ଏବେ ଆଉଟପୁଟ୍ ଦେଖିବା
 +
 
|-
 
|-
 
|04:52
 
|04:52
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|04:56
 
|04:56
 
| ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି.  ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ
 
| ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି.  ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ
 +
 
|-
 
|-
 
|05:11
 
|05:11
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
 
|05:14
 
|05:14
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ
 
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ
 +
 
|-
 
|-
 
|05:20
 
|05:20
 
| ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ
 
| ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ
 +
 
|-
 
|-
 
|05:29
 
|05:29
 
| ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ
 
| ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ
 +
 
|-
 
|-
 
|05:36
 
|05:36
 
| ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ
 
| ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ
 +
 
|-
 
|-
 
|05:40
 
|05:40
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,  
 +
 
|-
 
|-
 
|05:42
 
|05:42
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  spoken-tuitorial.org/What_is_a_Spoken-Tuitorial?
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.  spoken-tuitorial.org/What_is_a_Spoken-Tuitorial?
 +
 
|-
 
|-
 
|05:49
 
|05:49
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|05:56
 
|05:56
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,  
 +
 
|-
 
|-
 
|06:01
 
|06:01
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  
 +
 
|-
 
|-
 
|06:04
 
|06:04
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|06:10
 
|06:10
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|06:20
 
|06:20
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|06:28
 
|06:28
| ଆଇଆଇଟି ବମ୍ୱେ ତରଫରୁ  ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ  ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 16:44, 7 April 2017

Time Narration
00:02 Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା
00:12 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ

Ubuntu 11.10 JDK 1.6 ଓ Eclipse 3.7

00:24 ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ
00:32 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1]
00:40 ଏହା ହେଉଛି For Loopର ସିଣ୍ଟାକ୍ସ
00:44 ଏଥିରେ ରହିଛି Initialization, Loop Condition ଓ Increment
00:51 ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ
01:00 ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା
01:04 Eclipseକୁ ଯାଆନ୍ତୁ
01:07 ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି
01:12 ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା
01:17 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍
01:24 ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1
01:45 ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ
01:53 Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0
01:58 ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ
02:05 i<10 ହେଉଛି Loop Running Condition
02:09 ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ
02:14 ଅନ୍ୟଥା, ତାହା ଅଣଦେଖା ହୋଇଯିବ
02:17 ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ
02:25 ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି
02:32 ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ
02:35 ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ
02:42 ଏବେ, i ସହିତ କିଛି କରିବା
02:46 ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ
02:49 କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i
03:06 ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ
03:11 ଆଉଟପୁଟ୍ ଦେଖିବା
03:13 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
03:17 ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ
03:23 ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି
03:28 ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି
03:37 ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର
03:42 i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ
03:48 ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ
03:54 ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ
04:03 ଟାଇପ୍ କରନ୍ତୁ: ,if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0
04:32 ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ
04:38 ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା
04:50 ଏବେ ଆଉଟପୁଟ୍ ଦେଖିବା
04:52 ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ
04:56 ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ
05:11 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
05:14 ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ
05:20 ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ
05:29 ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ
05:36 ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ
05:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ,
05:42 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial?
05:49 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
06:01 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
06:04 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
06:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
06:28 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep