Difference between revisions of "Java/C2/Arithmetic-Operations/Oriya"
From Script | Spoken-Tutorial
PoojaMoolya (Talk | contribs) |
PoojaMoolya (Talk | contribs) |
||
Line 6: | Line 6: | ||
|00:01 | |00:01 | ||
| Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:05 | |00:05 | ||
Line 14: | Line 15: | ||
ଡିଭିଜନ୍ ଓ | ଡିଭିଜନ୍ ଓ | ||
ସେଗୁଡ଼ିକୁ କିପରି ବ୍ୟବହାର କରିବେ | ସେଗୁଡ଼ିକୁ କିପରି ବ୍ୟବହାର କରିବେ | ||
+ | |||
|- | |- | ||
|00:16 | |00:16 | ||
Line 20: | Line 22: | ||
JDK 1.6 ଓ | JDK 1.6 ଓ | ||
Eclipse 3.7 | Eclipse 3.7 | ||
+ | |||
|- | |- | ||
|00:24 | |00:24 | ||
| ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର | | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର | ||
+ | |||
|- | |- | ||
|00:28 | |00:28 | ||
| ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ | | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ | ||
+ | |||
|- | |- | ||
|00:32 | |00:32 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:42 | |00:42 | ||
Line 36: | Line 42: | ||
ଆଷ୍ଟେରିକ୍ସ (*) ଗୁଣନ ପାଇଁ | ଆଷ୍ଟେରିକ୍ସ (*) ଗୁଣନ ପାଇଁ | ||
ଓ ସ୍ଲାଶ୍ (/) ହରଣ ପାଇଁ | ଓ ସ୍ଲାଶ୍ (/) ହରଣ ପାଇଁ | ||
+ | |||
|- | |- | ||
|00:54 | |00:54 | ||
| ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା | | ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା | ||
+ | |||
|- | |- | ||
|01:05 | |01:05 | ||
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି | | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି | ||
+ | |||
|- | |- | ||
|01:10 | |01:10 | ||
| ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି | | ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି | ||
+ | |||
|- | |- | ||
|01:17 | |01:17 | ||
| ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ | | ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ | ||
+ | |||
|- | |- | ||
|01:22 | |01:22 | ||
| int x = 5; | | int x = 5; | ||
+ | |||
|- | |- | ||
|01:26 | |01:26 | ||
| int y = 10; | | int y = 10; | ||
int result; | int result; | ||
+ | |||
|- | |- | ||
|01:35 | |01:35 | ||
| x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ | | x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ | ||
+ | |||
|- | |- | ||
|01:41 | |01:41 | ||
| ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result | | ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result | ||
+ | |||
|- | |- | ||
|02:10 | |02:10 | ||
| ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ | | ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ | ||
+ | |||
|- | |- | ||
|02:17 | |02:17 | ||
| ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା | | ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା | ||
+ | |||
|- | |- | ||
|02:24 | |02:24 | ||
| ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15 | | ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15 | ||
+ | |||
|- | |- | ||
|02:37 | |02:37 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|02:42 | |02:42 | ||
| ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ | | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ | ||
+ | |||
|- | |- | ||
|02:48 | |02:48 | ||
| ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25; | | ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25; | ||
+ | |||
|- | |- | ||
|02:57 | |02:57 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|03:02 | |03:02 | ||
| 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ | | 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ | ||
+ | |||
|- | |- | ||
|03:10 | |03:10 | ||
| ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ | | ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ | ||
+ | |||
|- | |- | ||
|03:25 | |03:25 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|03:32 | |03:32 | ||
| 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ | | 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ | ||
+ | |||
|- | |- | ||
|03:38 | |03:38 | ||
| ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ | | ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ | ||
+ | |||
|- | |- | ||
|03:46 | |03:46 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|03:52 | |03:52 | ||
| ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା | | ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା | ||
+ | |||
|- | |- | ||
|03:58 | |03:58 | ||
| ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ | | ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
|04:07 | |04:07 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|04:13 | |04:13 | ||
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ | | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ | ||
+ | |||
|- | |- | ||
|04:18 | |04:18 | ||
| ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି | | ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି | ||
+ | |||
|- | |- | ||
|04:24 | |04:24 | ||
| 5କୁ 10ରେ ବଦଳାନ୍ତୁ | | 5କୁ 10ରେ ବଦଳାନ୍ତୁ | ||
+ | |||
|- | |- | ||
|04:28 | |04:28 | ||
| ପରିଣାମ ନିଶ୍ଚିତ ଭାବେ 7.5 ହେବ | | ପରିଣାମ ନିଶ୍ଚିତ ଭାବେ 7.5 ହେବ | ||
+ | |||
|- | |- | ||
|04:30 | |04:30 | ||
| ତେଣୁ, ପରିଣାମକୁ floatରେ ବଦଳାନ୍ତୁ | | ତେଣୁ, ପରିଣାମକୁ floatରେ ବଦଳାନ୍ତୁ | ||
+ | |||
|- | |- | ||
|04:43 | |04:43 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|04:50 | |04:50 | ||
| ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ | | ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ | ||
+ | |||
|- | |- | ||
|04:57 | |04:57 | ||
| ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ | | ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ | ||
+ | |||
|- | |- | ||
|05:01 | |05:01 | ||
| ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f; | | ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f; | ||
+ | |||
|- | |- | ||
|05:15 | |05:15 | ||
| Save କରି Run କରନ୍ତୁ | | Save କରି Run କରନ୍ତୁ | ||
+ | |||
|- | |- | ||
|05:21 | |05:21 | ||
| ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ | | ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ | ||
+ | |||
|- | |- | ||
|05:24 | |05:24 | ||
| ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ | | ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ | ||
+ | |||
|- | |- | ||
|05:32 | |05:32 | ||
| ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ | | ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ | ||
+ | |||
|- | |- | ||
|05:48 | |05:48 | ||
| int result = 8+4-2; ଏହାକୁ Save କରି Run କରନ୍ତୁ | | int result = 8+4-2; ଏହାକୁ Save କରି Run କରନ୍ତୁ | ||
+ | |||
|- | |- | ||
|06:09 | |06:09 | ||
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ | | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ | ||
+ | |||
|- | |- | ||
|06:12 | |06:12 | ||
| ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ | | ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ | ||
+ | |||
|- | |- | ||
|06:19 | |06:19 | ||
| ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ | | ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ | ||
+ | |||
|- | |- | ||
|06:25 | |06:25 | ||
| କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ | | କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ | ||
+ | |||
|- | |- | ||
|06:30 | |06:30 | ||
| Run କରି ଆଉଟପୁଟ୍ ଦେଖିବା | | Run କରି ଆଉଟପୁଟ୍ ଦେଖିବା | ||
+ | |||
|- | |- | ||
|06:38 | |06:38 | ||
| ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି | | ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି | ||
+ | |||
|- | |- | ||
|06:50 | |06:50 | ||
| ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା | | ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା | ||
+ | |||
|- | |- | ||
|07:04 | |07:04 | ||
| ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ | | ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ | ||
+ | |||
|- | |- | ||
|07:10 | |07:10 | ||
| ଏବେ, ଫାଇଲ୍ କୁ ରନ୍ କରନ୍ତୁ | | ଏବେ, ଫାଇଲ୍ କୁ ରନ୍ କରନ୍ତୁ | ||
+ | |||
|- | |- | ||
|07:15 | |07:15 | ||
| ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6 | | ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6 | ||
+ | |||
|- | |- | ||
|07:22 | |07:22 | ||
| ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ | | ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ | ||
+ | |||
|- | |- | ||
|07:36 | |07:36 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. | ||
+ | |||
|- | |- | ||
|07:40 | |07:40 | ||
− | | ଆମେ ଶିଖିଲେ: | + | | ଆମେ ଶିଖିଲେ:,Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ |
− | + | ||
− | + | ||
− | + | ||
|- | |- | ||
|07:44 | |07:44 | ||
− | |Operator Precedence ଓ | + | |Operator Precedence ଓ,ଏହାକୁ କିପରି Override କରାଯାଏ |
− | + | ||
− | + | ||
− | + | ||
|- | |- | ||
|07:49 | |07:49 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ | ||
+ | |||
|- | |- | ||
|07:57 | |07:57 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. | ||
+ | |||
|- | |- | ||
|08:02 | |08:02 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|08:05 | |08:05 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|08:10 | |08:10 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
+ | |||
|- | |- | ||
|08:12 | |08:12 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|08:14 | |08:14 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|08:18 | |08:18 | ||
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | ||
+ | |||
|- | |- | ||
|08:24 | |08:24 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|08:29 | |08:29 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|08:35 | |08:35 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | ||
+ | |||
|- | |- | ||
|08:39 | |08:39 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 15:38, 7 April 2017
Time | Narration |
00:01 | Java ବ୍ୟବହାର କରି Arithmetic Operations ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Arithmetic Operators ବିଷୟରେ ଶିଖିବା, ଯେପରି
ଆଡିଶନ୍ ସବଟ୍ରାକ୍ସନ୍ ମଲ୍ଟିପ୍ଲିକେଶନ୍ ଡିଭିଜନ୍ ଓ ସେଗୁଡ଼ିକୁ କିପରି ବ୍ୟବହାର କରିବେ |
00:16 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:24 | ଏହି ଟ୍ୟୁଟୋରିଆଲ୍ ଅନୁକରଣ କରିବା ପାଇଁ, ଆପଣ ସିଷ୍ଟମରେ Eclipse ନିଶ୍ଚିତ ଭାବେ ଇନଷ୍ଟଲ୍ ହୋଇଥିବା ଦରକାର |
00:28 | ଆଉ ଆପଣ, Eclipseରେ ଏକ ଫାଇଲ୍ Creat, Save ଓ Run କରିବା ଜାଣିଥିବା ଆବଶ୍ୟକ |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:42 | ଏହା ହେଉଛି ଅପରେଟର୍ସ ଓ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ଗାଣିତିକ କାର୍ଯ୍ୟର ଏକ ତାଲିକା
ପ୍ଲସ୍ (+) ମିଶାଣ ପାଇଁ ଚିହ୍ନ ମାଇନସ୍ (-) ଫେଡ଼ାଣ ପାଇଁ ଆଷ୍ଟେରିକ୍ସ (*) ଗୁଣନ ପାଇଁ ଓ ସ୍ଲାଶ୍ (/) ହରଣ ପାଇଁ |
00:54 | ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା |
01:05 | ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି |
01:10 | ArithmeticOperations ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି |
01:17 | ଏବେ କିଛି ଭେରିଏବଲ୍ ଆଡ୍ କରନ୍ତୁ |
01:22 | int x = 5; |
01:26 | int y = 10;
int result; |
01:35 | x ଓ y ଅପେରାଣ୍ଡସ୍ ହେବେ ଏବଂ result, ଅପରେସନ୍ସର ଆଉଟପୁଟକୁ ଷ୍ଟୋର୍ କରିବ |
01:41 | ଚାଲନ୍ତୁ, ସେଗୁଡ଼ିକ ଆଡ୍ କରି ପରିଣାମ ପ୍ରିଣ୍ଟ କରିବା. result = x+y; system.out.println ପାରେନ୍ଥେସେସ୍ ରେ result |
02:10 | ଏହାକୁ Ctrl + S ଦାବି ସେଭ୍ କରନ୍ତୁ ଓ Ctrl + F`11 ଦାବି ରନ୍ କରନ୍ତୁ |
02:17 | ଦେଖନ୍ତୁ, ମିଶାଣର ପରିଣାମ resultରେ ଷ୍ଟୋର୍ ହେଲା ଏବଂ ଭାଲ୍ୟୁ ପ୍ରିଣ୍ଟ ହେଲା |
02:24 | ଏବେ, ଚାଲନ୍ତୁ ଭାଲ୍ୟୁଜ୍ ବଦଳାଇବା. x=75 , y=15 |
02:37 | Save କରି Run କରନ୍ତୁ |
02:42 | ତଦନୁସାରେ ଆଉଟପୁଟ୍ ବଦଳିଥିବାର ଆମେ ଦେଖିପାରୁଛେ |
02:48 | ଏବେ, ଚାଲନ୍ତୁ ନେଗେଟିଭ୍ ଭାଲ୍ୟୁଜ୍ ଦେଖିବା. y = -25; |
02:57 | Save କରି Run କରନ୍ତୁ |
03:02 | 75 ଯୁକ୍ତ -25ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ |
03:10 | ଏବେ, ଚାଲନ୍ତୁ ଫେଡ଼ାଣ ଦେଖିବା. y=5 ଓ x+yକୁ x-yରେ ବଦଳାନ୍ତୁ |
03:25 | Save କରି Run କରନ୍ତୁ |
03:32 | 75-5ର ଆଉଟପୁଟ୍ ପ୍ରିଣ୍ଟ ହୋଇଥିବାର ଆମେ ଦେଖିପାରୁଛେ |
03:38 | ଏବେ, ଚାଲନ୍ତୁ ଗୁଣନ ଦେଖିବା. ମାଇନସ୍ (-)କୁ ଆଷ୍ଟେରିକ୍ସ (*)ରେ ବଦଳାନ୍ତୁ |
03:46 | Save କରି Run କରନ୍ତୁ |
03:52 | ଦେଖନ୍ତୁ, ଆଷ୍ଟେରିକ୍ସ (*) ବ୍ୟବହାର କରି ଆମେ 75କୁ 5 ଦ୍ୱାରା ଗୁଣିପାରିବା |
03:58 | ଏବେ, ଚାଲନ୍ତୁ ହରଣ ଦେଖିବା. ଆଷ୍ଟେରିକ୍ସ କାଢି ସ୍ଲାଶ୍ ଟାଇପ୍ କରନ୍ତୁ |
04:07 | Save କରି Run କରନ୍ତୁ |
04:13 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
04:18 | ଏବେ ଚାଲନ୍ତୁ ଦେଖିବା, ଯେତେବେଳେ ଆଶା କରାଯିଥିବା ପରିଣାମ ଏକ ଦଶମିକ ବିନ୍ଦୁ ସଂଖ୍ୟା ହୁଏ, ତେବେ କ’ଣ ହେଉଛି |
04:24 | 5କୁ 10ରେ ବଦଳାନ୍ତୁ |
04:28 | ପରିଣାମ ନିଶ୍ଚିତ ଭାବେ 7.5 ହେବ |
04:30 | ତେଣୁ, ପରିଣାମକୁ floatରେ ବଦଳାନ୍ତୁ |
04:43 | Save କରି Run କରନ୍ତୁ |
04:50 | ଧ୍ୟାନଦିଅନ୍ତୁ ଯେ, ଯଦିଓ ଆଶା କରାଯାଉଥିବା ପରିଣାମ ହେଉଛି 7.5, ହେଲେ ଆମେ ଆଉଟପୁଟ୍ 7.0 ପାଇଲେ |
04:57 | ଏହାର କାରଣ ହେଉଛି, ହରଣରେ ଜଡ଼ିତ ଥିବା ଉଭୟ ଅପେରାଣ୍ଡସ୍ ହେଉଛନ୍ତି ଇଣ୍ଟେଜର୍ସ |
05:01 | ଚାଲନ୍ତୁ ଏବେ, yକୁ ଏକ floatରେ ବଦଳାଇବା. y = 10f; |
05:15 | Save କରି Run କରନ୍ତୁ |
05:21 | ଏବେ ଆମେ, ଆଶାନୁରୂପ ପରିଣାମ ପାଇଲେ |
05:24 | ମନେରଖନ୍ତୁ ଯେ, ଯେତେବେଳେ ଆଶା କରାଯାଉଥିବା ପରିଣାମ ଏକ float ଅଟେ, ତେବେ ଅପେକ୍ଷିତ ପରିଣାମ ପାଇବା ପାଇଁ ଗୋଟିଏ ଅପେରାଣ୍ଡସ୍ ନିଶ୍ଚିତ ଭାବେ float ହେବା ଉଚିତ |
05:32 | ଏବେ ଚାଲନ୍ତୁ ଦେଖିବା, ଏକାଧିକ ଅପରେଟର୍ ଥିଲେ କ’ଣ ହୁଏ. ସମସ୍ତ ଅପେରାଣ୍ଡସ୍ କାଢ଼ିଦିଅନ୍ତୁ |
05:48 | int result = 8+4-2; ଏହାକୁ Save କରି Run କରନ୍ତୁ |
06:09 | ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ |
06:12 | ଏବେ, ମାଇନସ୍ କୁ ସ୍ଲାଶ୍ ରେ ବଦଳାନ୍ତୁ |
06:19 | ହରଣ ପୂର୍ବରୁ ଯଦି ମିଶାଣ କରାଯାଇଥାଏ, ତେବେ ଆଉଟପୁଟ୍ 6 ହୋଇପାରେ |
06:25 | କିମ୍ୱା ମିଶାଣ ପୂର୍ବରୁ ଯଦି ହରଣ କରାଯାଇଥାଏ, ତେବେ ଆଉଟପୁଟ୍ 10 ହୋଇପାରେ |
06:30 | Run କରି ଆଉଟପୁଟ୍ ଦେଖିବା |
06:38 | ଆମେ ଦେଖିପାରୁଛେ ଯେ, ଆଉଟପୁଟ ହେଉଛି 10, ଆଉ ମିଶାଣ ପୂର୍ବରୁ ହରଣ କରାଯାଇଛି. ଏହାର କାରଣ ହେଉଛି, ମିଶାଣ ଅପରେଟର୍ ତୁଳନାରେ ହରଣ ଅପରେଟର୍ ଅଧିକ ପ୍ରଧାନତା ରହିଛି |
06:50 | ଏହିପରି ପରିସ୍ଥିତିରେ, ଯଦି ଆମକୁ ପ୍ରଧାନତାକୁ ଓଭର୍ ରାଇଡ୍ କରିବାର ଆବଶ୍ୟକତା ପଡ଼େ, ତେବେ ଆମେ ପାରେନ୍ଥେସେସ୍ ବ୍ୟବହାର କରିବା |
07:04 | ପାରେନ୍ଥେସେସ୍ ଆଡ୍ କରି ଆମେ, ହରଣ ପୂର୍ବରୁ ମିଶାଣ କରିବା ପାଇଁ Javaକୁ ନିର୍ଦ୍ଦେଶ ଦେଉ |
07:10 | ଏବେ, ଫାଇଲ୍ କୁ ରନ୍ କରନ୍ତୁ |
07:15 | ଆମେ ଦେଖିପାରୁଛେ ଯେ, ମିଶାଣ ପ୍ରଥମେ କରାଗଲା ଏବଂ ଯେପରି ଆଶା କରାଯାଉଥିଲା, ଆଉଟପୁଟ୍ ହେଉଛି 6 |
07:22 | ନିୟମ ଅନୁସାରେ, ଅପରେସନ୍ସର କ୍ରମ ଯଦି ସ୍ପଷ୍ଟ ନଥାଏ, ତେବେ ପାରେନ୍ଥେସେସ୍ ବ୍ୟବହାର କରିବାକୁ ମନେରଖନ୍ତୁ |
07:36 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
07:40 | ଆମେ ଶିଖିଲେ:,Javaରେ ମୌଳିକ ଗାଣିତିକ କାର୍ଯ୍ୟ କିପରି କରାଯାଏ |
07:44 | Operator Precedence ଓ,ଏହାକୁ କିପରି Override କରାଯାଏ |
07:49 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ: Modulo ଅପରେଟର୍ ର ଅର୍ଥ କ’ଣ ଓ ଏହା କ’ଣ କରେ ଖୋଜି ବାହାର କରନ୍ତୁ |
07:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
08:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:14 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:18 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
08:24 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:35 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:39 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |