Difference between revisions of "Geogebra/C2/Understanding-Quadrilaterals-Properties/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
 
{| border=1
 
{| border=1
| '''Time'''
+
|| '''Time'''
|'''Narration'''
+
||'''Narration'''
  
 
|-
 
|-
 
||00:00
 
||00:00
 
|| ନମସ୍କାର ବନ୍ଧୁଗଣ
 
|| ନମସ୍କାର ବନ୍ଧୁଗଣ
 +
 
|-
 
|-
 
||00:02
 
||00:02
 
|| ଜିଓଜେବ୍ରାରେ ଚତୁର୍ଭୁଜର ଗୁଣଗୁଡ଼ିକ ବୁଝିବା ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ
 
|| ଜିଓଜେବ୍ରାରେ ଚତୁର୍ଭୁଜର ଗୁଣଗୁଡ଼ିକ ବୁଝିବା ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ
 +
 
|-
 
|-
 
||00:08
 
||00:08
 
|| ଦୟାକରି ଧ୍ୟାନଦିଅନ୍ତୁ ଯେ, ପ୍ରକୃତ କମ୍ପାକ୍ସ ବାକ୍ସକୁ ପ୍ରତିସ୍ଥାପନ କରିବା ଏହି ଟ୍ୟୁଟୋରିଆଲର ଉଦ୍ଦେଶ୍ୟ ନୁହେଁ
 
|| ଦୟାକରି ଧ୍ୟାନଦିଅନ୍ତୁ ଯେ, ପ୍ରକୃତ କମ୍ପାକ୍ସ ବାକ୍ସକୁ ପ୍ରତିସ୍ଥାପନ କରିବା ଏହି ଟ୍ୟୁଟୋରିଆଲର ଉଦ୍ଦେଶ୍ୟ ନୁହେଁ
 +
 
|-
 
|-
 
||00:14
 
||00:14
 
|| ପ୍ରପର୍ଟିଗୁଡ଼ିକୁ ବୁଝିବା ଲକ୍ଷ୍ୟରେ ଜିଓଜେବ୍ରାର ଗଠନ କରାଯାଇଛି
 
|| ପ୍ରପର୍ଟିଗୁଡ଼ିକୁ ବୁଝିବା ଲକ୍ଷ୍ୟରେ ଜିଓଜେବ୍ରାର ଗଠନ କରାଯାଇଛି
 +
 
|-
 
|-
 
||00:19
 
||00:19
 
|| ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମର ଅନୁମାନ  
 
|| ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମର ଅନୁମାନ  
 +
 
|-
 
|-
 
||00:24
 
||00:24
 
||ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
 
||ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
||00:30
 
||00:30
 
||ଏହି ଟ୍ୟୁଟୋରିଆଲରେ ଆମେ ଚତୁର୍ଭୁଜ, ସାଧାରଣ ଚତୁର୍ଭୁଜ, ବିକର୍ଣ୍ଣ ସହିତ ଚତୁର୍ଭୁଜ ତିଆରି କରିବା ଶିଖିବା ସହ ଏମାନଙ୍କର ଗୁଣ ବିଷୟରେ ମଧ୍ୟ ଶିଖିବା
 
||ଏହି ଟ୍ୟୁଟୋରିଆଲରେ ଆମେ ଚତୁର୍ଭୁଜ, ସାଧାରଣ ଚତୁର୍ଭୁଜ, ବିକର୍ଣ୍ଣ ସହିତ ଚତୁର୍ଭୁଜ ତିଆରି କରିବା ଶିଖିବା ସହ ଏମାନଙ୍କର ଗୁଣ ବିଷୟରେ ମଧ୍ୟ ଶିଖିବା
 +
 
|-
 
|-
 
||00:42
 
||00:42
 
|| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
 
|| ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
||00:45
 
||00:45
 
||ଲିନକ୍ସ ଅପରେଟିଙ୍ଗ ସିଷ୍ଟମ୍ ଉବୁଣ୍ଟୁ ଭର୍ସନ୍ 11.10, ଜିଓଜେବ୍ରା ଭର୍ସନ୍ 3.2.47
 
||ଲିନକ୍ସ ଅପରେଟିଙ୍ଗ ସିଷ୍ଟମ୍ ଉବୁଣ୍ଟୁ ଭର୍ସନ୍ 11.10, ଜିଓଜେବ୍ରା ଭର୍ସନ୍ 3.2.47
 +
 
|-
 
|-
 
||00:55
 
||00:55
 
|| ଆମେ ଗଠନ ପାଇଁ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
 
|| ଆମେ ଗଠନ ପାଇଁ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
 +
 
|-
 
|-
 
||01:00
 
||01:00
||Circle with center through point
+
||Circle with center through point Polygon
Polygon
+
 
Angle
 
Angle
 
Parallel line
 
Parallel line
 
Segment between two points ଓ
 
Segment between two points ଓ
 
Insert text.
 
Insert text.
 +
 
|-
 
|-
 
||01:10
 
||01:10
 
|| ଚାଲନ୍ତୁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋକୁ ଯିବା
 
|| ଚାଲନ୍ତୁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋକୁ ଯିବା
 +
 
|-
 
|-
 
||01:13
 
||01:13
 
|| ଏହା କରିବା ପାଇଁ,  Dash home, Media Applications  
 
|| ଏହା କରିବା ପାଇଁ,  Dash home, Media Applications  
 +
 
|-
 
|-
 
||01:17
 
||01:17
 
|| ଓ ତା’ପରେ ଟାଇପ୍ ତଳେ ଥିବା ଏଜୁକେଶନ୍ ଓ ଜିଓଜେବ୍ରା ଉପରେ କ୍ଲିକ୍ କରନ୍ତୁ
 
|| ଓ ତା’ପରେ ଟାଇପ୍ ତଳେ ଥିବା ଏଜୁକେଶନ୍ ଓ ଜିଓଜେବ୍ରା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:25
 
||01:25
 
|| ଏବେ, କେନ୍ଦ୍ର A ସହିତ ଗୋଟିଏ ବୃତ୍ତର ଗଠନ କରନ୍ତୁ, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
 
|| ଏବେ, କେନ୍ଦ୍ର A ସହିତ ଗୋଟିଏ ବୃତ୍ତର ଗଠନ କରନ୍ତୁ, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
 +
 
|-
 
|-
 
||01:30
 
||01:30
 
|| ଏଥିପାଇଁ, ଟୁଲବାରରୁ Circle with Center through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|| ଏଥିପାଇଁ, ଟୁଲବାରରୁ Circle with Center through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:35
 
||01:35
 
|| କେନ୍ଦ୍ର ଭାବରେ ପଏଣ୍ଟ A  କୁ ରଖି ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
 
|| କେନ୍ଦ୍ର ଭାବରେ ପଏଣ୍ଟ A  କୁ ରଖି ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||01:38
 
||01:38
 
|| ତାହାପରେ ଆଉଥରେ କ୍ଲିକ୍ କଲେ, ଆମେ ପଏଣ୍ଟ B ପାଇବା, ଏବେ ବୃତ୍ତଟି ସମ୍ପୂର୍ଣ୍ଣ ହୋଇଛି  
 
|| ତାହାପରେ ଆଉଥରେ କ୍ଲିକ୍ କଲେ, ଆମେ ପଏଣ୍ଟ B ପାଇବା, ଏବେ ବୃତ୍ତଟି ସମ୍ପୂର୍ଣ୍ଣ ହୋଇଛି  
 +
 
|-
 
|-
 
||01:44
 
||01:44
 
|| କେନ୍ଦ୍ର C ସହିତ ଆଉ ଏକ ବୃତ୍ତ ଗଠନ କରନ୍ତୁ, ଯାହା D ମଧ୍ୟ ଦେଇ ଗତି କରେ
 
|| କେନ୍ଦ୍ର C ସହିତ ଆଉ ଏକ ବୃତ୍ତ ଗଠନ କରନ୍ତୁ, ଯାହା D ମଧ୍ୟ ଦେଇ ଗତି କରେ
 +
 
|-
 
|-
 
||01:49
 
||01:49
 
|| ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଏହା ପଏଣ୍ଟ C କୁ ଦେଖାଇବ  
 
|| ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଏହା ପଏଣ୍ଟ C କୁ ଦେଖାଇବ  
 +
 
|-
 
|-
 
||01:53
 
||01:53
 
|| ଏହାପରେ ଆଉଥରେ କ୍ଲିକ୍ କଲେ ଆମେ ପଏଣ୍ଟ D ପାଇବା. ଦୁଇଟି ପଏଣ୍ଟରେ ଦୁଇଟି ବୃତ୍ତ ପ୍ରତିଚ୍ଛେଦ କରନ୍ତି
 
|| ଏହାପରେ ଆଉଥରେ କ୍ଲିକ୍ କଲେ ଆମେ ପଏଣ୍ଟ D ପାଇବା. ଦୁଇଟି ପଏଣ୍ଟରେ ଦୁଇଟି ବୃତ୍ତ ପ୍ରତିଚ୍ଛେଦ କରନ୍ତି
 +
 
|-
 
|-
 
||02:00
 
||02:00
 
||New Point ତଳେ ଥିବା Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ.  
 
||New Point ତଳେ ଥିବା Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ.  
 
E ଓ F ଭାବରେ ପ୍ରତିଚ୍ଛେଦନ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ  
 
E ଓ F ଭାବରେ ପ୍ରତିଚ୍ଛେଦନ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
||02:10
 
||02:10
 
||ଏହାପରେ, Polygon ଟୁଲ୍ କ୍ଲିକ୍ କରନ୍ତୁ
 
||ଏହାପରେ, Polygon ଟୁଲ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
||02:16
 
||02:16
 
|| ପଏଣ୍ଟ A, E, C, F ଉପରେ କ୍ଲିକ୍ କରି, ପଏଣ୍ଟ A ରେ ଆଉଥରେ କ୍ଲିକ୍ କରନ୍ତୁ. ଏଠାରେ ଏକ ଚତୁର୍ଭୁଜ ଅଙ୍କାଗଲା
 
|| ପଏଣ୍ଟ A, E, C, F ଉପରେ କ୍ଲିକ୍ କରି, ପଏଣ୍ଟ A ରେ ଆଉଥରେ କ୍ଲିକ୍ କରନ୍ତୁ. ଏଠାରେ ଏକ ଚତୁର୍ଭୁଜ ଅଙ୍କାଗଲା
 +
 
|-
 
|-
 
||02:32
 
||02:32
 
|| 'Algebra View ରୁ ଆମେ ଦେଖିପାରିବା ଯେ, ପାଖାପାଖି ଥିବା ଦୁଇ ଯୋଡାର ପାର୍ଶ୍ୱ ସମାନ ଅଟେ.  
 
|| 'Algebra View ରୁ ଆମେ ଦେଖିପାରିବା ଯେ, ପାଖାପାଖି ଥିବା ଦୁଇ ଯୋଡାର ପାର୍ଶ୍ୱ ସମାନ ଅଟେ.  
 +
 
|-
 
|-
 
||02:38
 
||02:38
 
|| କାହିଁକି ଜାଣିଛନ୍ତି ? ଆପଣ ଏହି ଚତୁର୍ଭୁଜର ନାମ କହିପାରିବେ କି ?
 
|| କାହିଁକି ଜାଣିଛନ୍ତି ? ଆପଣ ଏହି ଚତୁର୍ଭୁଜର ନାମ କହିପାରିବେ କି ?
 +
 
|-
 
|-
 
||02:43
 
||02:43
 
|| File>> Save As ଉପରେ କ୍ଲିକ୍ କରି, ଫାଇଲଟିକୁ ସେଭ୍ କରନ୍ତୁ  
 
|| File>> Save As ଉପରେ କ୍ଲିକ୍ କରି, ଫାଇଲଟିକୁ ସେଭ୍ କରନ୍ତୁ  
 +
 
|-
 
|-
 
||02:48
 
||02:48
 
|| ମୁଁ ଫାଇଲ୍ର ନାମ simple-quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି  
 
|| ମୁଁ ଫାଇଲ୍ର ନାମ simple-quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି  
 +
 
|-
 
|-
 
||03:04
 
||03:04
 
|| ଏବେ ଚାଲନ୍ତୁ ବିକର୍ଣ୍ଣ ସହିତ ଏକ ଚତୁର୍ଭୁଜ ଗଠନ କରିବା
 
|| ଏବେ ଚାଲନ୍ତୁ ବିକର୍ଣ୍ଣ ସହିତ ଏକ ଚତୁର୍ଭୁଜ ଗଠନ କରିବା
 +
 
|-
 
|-
 
||03:08
 
||03:08
 
|| File''' >> '''New ଉପରେ କ୍ଲିକ୍ କରି ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 
|| File''' >> '''New ଉପରେ କ୍ଲିକ୍ କରି ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 +
 
|-
 
|-
 
||03:16
 
||03:16
 
|| ଏକ ସେଗମେଣ୍ଟ ଆଙ୍କିବା ପାଇଁ ଟୁଲବାରରୁ Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
 
|| ଏକ ସେଗମେଣ୍ଟ ଆଙ୍କିବା ପାଇଁ ଟୁଲବାରରୁ Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
||03:23
 
||03:23
 
|| ଡ୍ରଇଙ୍ଗ୍ ପ୍ୟାଡ୍ ରେ, ପଏଣ୍ଟ A ଓ ତା’ପରେ B ଉପରେ କ୍ଲିକ୍ କରନ୍ତୁ .ସେଗମେଣ୍ଟ  AB ଅଙ୍କା ହୋଇଗଲା  
 
|| ଡ୍ରଇଙ୍ଗ୍ ପ୍ୟାଡ୍ ରେ, ପଏଣ୍ଟ A ଓ ତା’ପରେ B ଉପରେ କ୍ଲିକ୍ କରନ୍ତୁ .ସେଗମେଣ୍ଟ  AB ଅଙ୍କା ହୋଇଗଲା  
 +
 
|-
 
|-
 
||03:30
 
||03:30
 
|| ଚାଲନ୍ତୁ କେନ୍ଦ୍ର A ସହିତ ଏକ ବୃତ୍ତ ଗଠନ କରିବା, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
 
|| ଚାଲନ୍ତୁ କେନ୍ଦ୍ର A ସହିତ ଏକ ବୃତ୍ତ ଗଠନ କରିବା, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
 +
 
|-
 
|-
 
||03:36
 
||03:36
 
|| ଏଥିପାଇଁ, Circle with Centre through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|| ଏଥିପାଇଁ, Circle with Centre through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||03:40
 
||03:40
 
||କେନ୍ଦ୍ର ଭାବରେ ପଏଣ୍ଟ A ଉପରେ କ୍ଲିକ୍ କରି, ତା’ପରେ ପଏଣ୍ଟ B ଉପରେ କ୍ଲିକ୍ କରନ୍ତୁ .  
 
||କେନ୍ଦ୍ର ଭାବରେ ପଏଣ୍ଟ A ଉପରେ କ୍ଲିକ୍ କରି, ତା’ପରେ ପଏଣ୍ଟ B ଉପରେ କ୍ଲିକ୍ କରନ୍ତୁ .  
 
ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ପଏଣ୍ଟ C ଭାବରେ ପରିଧି ଉପରେ କ୍ଲିକ୍ କରନ୍ତୁ .
 
ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ପଏଣ୍ଟ C ଭାବରେ ପରିଧି ଉପରେ କ୍ଲିକ୍ କରନ୍ତୁ .
 +
 
|-
 
|-
 
||03:57
 
||03:57
 
|| A  ଓ C କୁ ମିଶାନ୍ତୁ . Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
 
|| A  ଓ C କୁ ମିଶାନ୍ତୁ . Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
||04:03
 
||04:03
 
|| ପଏଣ୍ଟସ୍ A  ଓ  C ଉପରେ କ୍ଲିକ୍ କରନ୍ତୁ .  
 
|| ପଏଣ୍ଟସ୍ A  ଓ  C ଉପରେ କ୍ଲିକ୍ କରନ୍ତୁ .  
 
ଏବେ, AB ସେଗମେଣ୍ଟ ଉପରେ ଏକ ସମାନ୍ତରାଳ ରେଖା ଗଠନ କରନ୍ତୁ, ଯାହା ପଏଣ୍ଟ C ମଧ୍ୟ ଦେଇ ଗତି କରେ.
 
ଏବେ, AB ସେଗମେଣ୍ଟ ଉପରେ ଏକ ସମାନ୍ତରାଳ ରେଖା ଗଠନ କରନ୍ତୁ, ଯାହା ପଏଣ୍ଟ C ମଧ୍ୟ ଦେଇ ଗତି କରେ.
 +
 
|-
 
|-
 
||04:13
 
||04:13
 
||ଏହାକୁ କରିବା ପାଇଁ, ଟୁଲବାରରୁ  Parallel Line ସିଲେକ୍ଟ କରନ୍ତୁ .
 
||ଏହାକୁ କରିବା ପାଇଁ, ଟୁଲବାରରୁ  Parallel Line ସିଲେକ୍ଟ କରନ୍ତୁ .
 
ପଏଣ୍ଟ C କ୍ଲିକ୍ କରି, ସେଗ୍ମେଣ୍ଟ AB ଉପରେ କ୍ଲିକ୍ କରନ୍ତୁ  
 
ପଏଣ୍ଟ C କ୍ଲିକ୍ କରି, ସେଗ୍ମେଣ୍ଟ AB ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
||04:25
 
||04:25
 
||ଆମେ ପଏଣ୍ଟ B ପାଇଁ ପ୍ରକ୍ରିୟାର ପୁନରାବୃତ୍ତି କରିବା .  
 
||ଆମେ ପଏଣ୍ଟ B ପାଇଁ ପ୍ରକ୍ରିୟାର ପୁନରାବୃତ୍ତି କରିବା .  
 
ପଏଣ୍ଟ B ଉପରେ କ୍ଲିକ୍ କରି ସେଗମେଣ୍ଟ AC ଉପରେ କ୍ଲିକ୍ କରନ୍ତୁ  
 
ପଏଣ୍ଟ B ଉପରେ କ୍ଲିକ୍ କରି ସେଗମେଣ୍ଟ AC ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
||04:33
 
||04:33
 
|| ଦେଖନ୍ତୁ, ସେଗମେଣ୍ଟ ABର ସମାନ୍ତର ରେଖା ଓ ସେଗମେଣ୍ଟ ACର ସମାନ୍ତର ରେଖା ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ D ଭାବରେ ଚିହ୍ନିତ କରନ୍ତୁ
 
|| ଦେଖନ୍ତୁ, ସେଗମେଣ୍ଟ ABର ସମାନ୍ତର ରେଖା ଓ ସେଗମେଣ୍ଟ ACର ସମାନ୍ତର ରେଖା ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ D ଭାବରେ ଚିହ୍ନିତ କରନ୍ତୁ
 +
 
|-
 
|-
 
||04:47
 
||04:47
 
||ଏହାପରେ Segment between Two Points ଟୁଲ୍ ବ୍ୟବହାର କରି, ପଏଣ୍ଟସ୍ A, D, B, C କୁ ମିଶାନ୍ତୁ
 
||ଏହାପରେ Segment between Two Points ଟୁଲ୍ ବ୍ୟବହାର କରି, ପଏଣ୍ଟସ୍ A, D, B, C କୁ ମିଶାନ୍ତୁ
 +
 
|-
 
|-
 
||05:01
 
||05:01
 
||ଦେଖନ୍ତୁ, ବିକର୍ଣ୍ଣ AD ଓ BC ସହିତ ଚତୁର୍ଭୁଜ ABCD ଅଙ୍କା ହୋଇଗଲା  
 
||ଦେଖନ୍ତୁ, ବିକର୍ଣ୍ଣ AD ଓ BC ସହିତ ଚତୁର୍ଭୁଜ ABCD ଅଙ୍କା ହୋଇଗଲା  
 +
 
|-
 
|-
 
||05:09
 
||05:09
 
||ବିକର୍ଣ୍ଣ ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ  
 
||ବିକର୍ଣ୍ଣ ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ  
 +
 
|-
 
|-
 
||05:20
 
||05:20
 
||Distance ଟୁଲ୍ ବ୍ୟବହାର କରି ଯାଞ୍ଚ କରନ୍ତୁ ଯେ, ବିକର୍ଣ୍ଣଗୁଡ଼ିକ ପରସ୍ପରକୁ ସମଦ୍ୱିଭାଜିତ କରୁଛନ୍ତି କି ନାହିଁ
 
||Distance ଟୁଲ୍ ବ୍ୟବହାର କରି ଯାଞ୍ଚ କରନ୍ତୁ ଯେ, ବିକର୍ଣ୍ଣଗୁଡ଼ିକ ପରସ୍ପରକୁ ସମଦ୍ୱିଭାଜିତ କରୁଛନ୍ତି କି ନାହିଁ
 +
 
|-
 
|-
 
||05:25
 
||05:25
 
||Angle ଟୁଲ୍ ରେ ଥିବା, Distance or Length ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
||Angle ଟୁଲ୍ ରେ ଥିବା, Distance or Length ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||05:30
 
||05:30
 
||ପଏଣ୍ଟସ୍ A, E,    E, D,    C, E,    E, B  ଉପରେ କ୍ଲିକ୍ କରନ୍ତୁ
 
||ପଏଣ୍ଟସ୍ A, E,    E, D,    C, E,    E, B  ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
||05:47
 
||05:47
 
||ଏହାପରେ, ଆମେ ବିକର୍ଣ୍ଣଗୁଡ଼ିକ, perpendicular bisectors  କି ନୁହେଁ ଯାଞ୍ଚ କରିବା
 
||ଏହାପରେ, ଆମେ ବିକର୍ଣ୍ଣଗୁଡ଼ିକ, perpendicular bisectors  କି ନୁହେଁ ଯାଞ୍ଚ କରିବା
 +
 
|-
 
|-
 
||05:51
 
||05:51
 
||ଆଙ୍ଗେଲ୍କୁ ମାପିବା ପାଇଁ,  Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ପଏଣ୍ଟସ୍ A,E,C    C,E,D ଉପରେ କ୍ଲିକ୍ କରନ୍ତୁ.
 
||ଆଙ୍ଗେଲ୍କୁ ମାପିବା ପାଇଁ,  Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ପଏଣ୍ଟସ୍ A,E,C    C,E,D ଉପରେ କ୍ଲିକ୍ କରନ୍ତୁ.
 +
 
|-
 
|-
 
||06:08
 
||06:08
 
||ଟୁଲବାରରୁ 'Move ଟୁଲ୍ ସିଲେକ୍ଟ କରନ୍ତୁ . Move ଟୁଲ୍ ବ୍ୟବହାର କରି ପଏଣ୍ଟ A କୁ ଘୁଞ୍ଚାନ୍ତୁ .
 
||ଟୁଲବାରରୁ 'Move ଟୁଲ୍ ସିଲେକ୍ଟ କରନ୍ତୁ . Move ଟୁଲ୍ ବ୍ୟବହାର କରି ପଏଣ୍ଟ A କୁ ଘୁଞ୍ଚାନ୍ତୁ .
 +
 
|-
 
|-
 
||06:16
 
||06:16
 
|| Move ଟୁଲ୍ ଉପରେ କ୍ଲିକ୍ କରନ୍ତୁ , A ଉପରେ ମାଉସ୍ ପଏଣ୍ଟର ରଖନ୍ତୁ ଏବଂ ତାହାକୁ ଡ୍ରାଗ୍ କରନ୍ତୁ . ଦେଖନ୍ତୁ,  ବିକର୍ଣ୍ଣଗୁଡ଼ିକ ସବୁବେଳେ ପ୍ରତ୍ୟେକକୁ ଦ୍ୱିଭାଜିତ କରନ୍ତି ଏବଂ ସେଗୁଡିକ perpendicular bisectors ଅଟନ୍ତି
 
|| Move ଟୁଲ୍ ଉପରେ କ୍ଲିକ୍ କରନ୍ତୁ , A ଉପରେ ମାଉସ୍ ପଏଣ୍ଟର ରଖନ୍ତୁ ଏବଂ ତାହାକୁ ଡ୍ରାଗ୍ କରନ୍ତୁ . ଦେଖନ୍ତୁ,  ବିକର୍ଣ୍ଣଗୁଡ଼ିକ ସବୁବେଳେ ପ୍ରତ୍ୟେକକୁ ଦ୍ୱିଭାଜିତ କରନ୍ତି ଏବଂ ସେଗୁଡିକ perpendicular bisectors ଅଟନ୍ତି
 +
 
|-
 
|-
 
||06:35
 
||06:35
 
||ଫାଇଲ୍ ସେଭ୍ କରିବା ପାଇଁ File>> Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି
 
||ଫାଇଲ୍ ସେଭ୍ କରିବା ପାଇଁ File>> Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି
 +
 
|-
 
|-
 
||06:53
 
||06:53
 
||ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
 
||ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
 
ସଂକ୍ଷିପ୍ତରେ
 
ସଂକ୍ଷିପ୍ତରେ
 +
 
|-
 
|-
 
||07:01
 
||07:01
 
|| ଏହି ଟ୍ୟୁଟୋରିଆଲରେ ଆମେ, ନିମ୍ନ ଟୁଲ୍ସ ବ୍ୟବହାର କରି ଚତୁର୍ଭୁଜ ଗଠନ କରିବା ଶିଖିଲେ   
 
|| ଏହି ଟ୍ୟୁଟୋରିଆଲରେ ଆମେ, ନିମ୍ନ ଟୁଲ୍ସ ବ୍ୟବହାର କରି ଚତୁର୍ଭୁଜ ଗଠନ କରିବା ଶିଖିଲେ   
 +
 
|-
 
|-
 
||07:06
 
||07:06
Line 181: Line 233:
 
Segment between two points ଓ
 
Segment between two points ଓ
 
Insert Text
 
Insert Text
 +
 
|-
 
|-
 
||07:15
 
||07:15
 
||ଆମେ ସରଳ ଚତୁର୍ଭୁଜ ଓ ବିକର୍ଣ୍ଣ ସହିତ ଚତୁର୍ଭୁଜର ଗୁଣ ବିଷୟରେ ମଧ୍ୟ ଜାଣିଲେ
 
||ଆମେ ସରଳ ଚତୁର୍ଭୁଜ ଓ ବିକର୍ଣ୍ଣ ସହିତ ଚତୁର୍ଭୁଜର ଗୁଣ ବିଷୟରେ ମଧ୍ୟ ଜାଣିଲେ
 +
 
|-
 
|-
 
||07:21
 
||07:21
 
||ଏକ ଆସାଇନମେଣ୍ଟ ଭାବରେ, ଗୋଟିଏ AB ସେଗମେଣ୍ଟ ଲାଇନ୍ ଡ୍ର କରନ୍ତୁ, ଲାଇନ୍ ଉପରେ ପଏଣ୍ଟ C ଚିହ୍ନିତ କରନ୍ତୁ. C ଠାରେ  AB ସମାନ୍ତର ଏକ ଲାଇନ୍ ଡ୍ର କରନ୍ତୁ
 
||ଏକ ଆସାଇନମେଣ୍ଟ ଭାବରେ, ଗୋଟିଏ AB ସେଗମେଣ୍ଟ ଲାଇନ୍ ଡ୍ର କରନ୍ତୁ, ଲାଇନ୍ ଉପରେ ପଏଣ୍ଟ C ଚିହ୍ନିତ କରନ୍ତୁ. C ଠାରେ  AB ସମାନ୍ତର ଏକ ଲାଇନ୍ ଡ୍ର କରନ୍ତୁ
 +
 
|-
 
|-
 
||07:33
 
||07:33
 
|| ସମାନ୍ତରାଳ ଲାଇନ୍ ଉପରେ D ଓ E ଦୁଇଟି ପଏଣ୍ଟ ଡ୍ର କରି, AD ଓ EB ପଏଣ୍ଟସ୍ ମିଶାନ୍ତୁ
 
|| ସମାନ୍ତରାଳ ଲାଇନ୍ ଉପରେ D ଓ E ଦୁଇଟି ପଏଣ୍ଟ ଡ୍ର କରି, AD ଓ EB ପଏଣ୍ଟସ୍ ମିଶାନ୍ତୁ
 +
 
|-
 
|-
 
||07:43
 
||07:43
 
||D ଓ E ଠାରୁ AB ସେଗ୍ମେଣ୍ଟକୁ perpendicular lines ଡ୍ର କରନ୍ତୁ. AB ଉପରେ perpendicular lines ର E ଓ G ପଏଣ୍ଟସ୍ କୁ ଚିହ୍ନିତ କରନ୍ତୁ. DE ର ଦୂରତା ଓ DF ର ଉଚ୍ଚତା ମାପନ୍ତୁ
 
||D ଓ E ଠାରୁ AB ସେଗ୍ମେଣ୍ଟକୁ perpendicular lines ଡ୍ର କରନ୍ତୁ. AB ଉପରେ perpendicular lines ର E ଓ G ପଏଣ୍ଟସ୍ କୁ ଚିହ୍ନିତ କରନ୍ତୁ. DE ର ଦୂରତା ଓ DF ର ଉଚ୍ଚତା ମାପନ୍ତୁ
 +
 
|-
 
|-
 
||08:01
 
||08:01
 
||ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 
||ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
 +
 
|-
 
|-
 
||08:08
 
||08:08
 
|| ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 
|| ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
||08:11
 
||08:11
||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ
+
||ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
 
 
|-
 
|-
 
||08:18
 
||08:18
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
+
 
 
|-  
 
|-  
 
||08:27
 
||08:27
 
||ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
 
||ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
 +
 
|-
 
|-
 
||08:34
 
||08:34
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ  
 
||ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ  
 +
 
|-
 
|-
 
||08:49
 
||08:49
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
 
|-
 
|-
 
|}
 
|}

Latest revision as of 12:27, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ
00:02 ଜିଓଜେବ୍ରାରେ ଚତୁର୍ଭୁଜର ଗୁଣଗୁଡ଼ିକ ବୁଝିବା ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଦୟାକରି ଧ୍ୟାନଦିଅନ୍ତୁ ଯେ, ପ୍ରକୃତ କମ୍ପାକ୍ସ ବାକ୍ସକୁ ପ୍ରତିସ୍ଥାପନ କରିବା ଏହି ଟ୍ୟୁଟୋରିଆଲର ଉଦ୍ଦେଶ୍ୟ ନୁହେଁ
00:14 ପ୍ରପର୍ଟିଗୁଡ଼ିକୁ ବୁଝିବା ଲକ୍ଷ୍ୟରେ ଜିଓଜେବ୍ରାର ଗଠନ କରାଯାଇଛି
00:19 ଆପଣଙ୍କର ଜିଓଜେବ୍ରା ଉପରେ ମୌଳିକ କାର୍ଯ୍ୟ ଜ୍ଞାନ ଅଛି ବୋଲି ଆମର ଅନୁମାନ
00:24 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଆମ ୱେବସାଇଟ୍ ଦେଖନ୍ତୁ
00:30 ଏହି ଟ୍ୟୁଟୋରିଆଲରେ ଆମେ ଚତୁର୍ଭୁଜ, ସାଧାରଣ ଚତୁର୍ଭୁଜ, ବିକର୍ଣ୍ଣ ସହିତ ଚତୁର୍ଭୁଜ ତିଆରି କରିବା ଶିଖିବା ସହ ଏମାନଙ୍କର ଗୁଣ ବିଷୟରେ ମଧ୍ୟ ଶିଖିବା
00:42 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି
00:45 ଲିନକ୍ସ ଅପରେଟିଙ୍ଗ ସିଷ୍ଟମ୍ ଉବୁଣ୍ଟୁ ଭର୍ସନ୍ 11.10, ଜିଓଜେବ୍ରା ଭର୍ସନ୍ 3.2.47
00:55 ଆମେ ଗଠନ ପାଇଁ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
01:00 Circle with center through point Polygon

Angle Parallel line Segment between two points ଓ Insert text.

01:10 ଚାଲନ୍ତୁ ଏକ ନୂଆ ଜିଓଜେବ୍ରା ୱିଣ୍ଡୋକୁ ଯିବା
01:13 ଏହା କରିବା ପାଇଁ, Dash home, Media Applications
01:17 ଓ ତା’ପରେ ଟାଇପ୍ ତଳେ ଥିବା ଏଜୁକେଶନ୍ ଓ ଜିଓଜେବ୍ରା ଉପରେ କ୍ଲିକ୍ କରନ୍ତୁ
01:25 ଏବେ, କେନ୍ଦ୍ର A ସହିତ ଗୋଟିଏ ବୃତ୍ତର ଗଠନ କରନ୍ତୁ, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
01:30 ଏଥିପାଇଁ, ଟୁଲବାରରୁ Circle with Center through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:35 କେନ୍ଦ୍ର ଭାବରେ ପଏଣ୍ଟ A କୁ ରଖି ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ
01:38 ତାହାପରେ ଆଉଥରେ କ୍ଲିକ୍ କଲେ, ଆମେ ପଏଣ୍ଟ B ପାଇବା, ଏବେ ବୃତ୍ତଟି ସମ୍ପୂର୍ଣ୍ଣ ହୋଇଛି
01:44 କେନ୍ଦ୍ର C ସହିତ ଆଉ ଏକ ବୃତ୍ତ ଗଠନ କରନ୍ତୁ, ଯାହା D ମଧ୍ୟ ଦେଇ ଗତି କରେ
01:49 ଡ୍ରଇଙ୍ଗ୍ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଏହା ପଏଣ୍ଟ C କୁ ଦେଖାଇବ
01:53 ଏହାପରେ ଆଉଥରେ କ୍ଲିକ୍ କଲେ ଆମେ ପଏଣ୍ଟ D ପାଇବା. ଦୁଇଟି ପଏଣ୍ଟରେ ଦୁଇଟି ବୃତ୍ତ ପ୍ରତିଚ୍ଛେଦ କରନ୍ତି
02:00 New Point ତଳେ ଥିବା Intersect Two Objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ.

E ଓ F ଭାବରେ ପ୍ରତିଚ୍ଛେଦନ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ

02:10 ଏହାପରେ, Polygon ଟୁଲ୍ କ୍ଲିକ୍ କରନ୍ତୁ
02:16 ପଏଣ୍ଟ A, E, C, F ଉପରେ କ୍ଲିକ୍ କରି, ପଏଣ୍ଟ A ରେ ଆଉଥରେ କ୍ଲିକ୍ କରନ୍ତୁ. ଏଠାରେ ଏକ ଚତୁର୍ଭୁଜ ଅଙ୍କାଗଲା
02:32 'Algebra View ରୁ ଆମେ ଦେଖିପାରିବା ଯେ, ପାଖାପାଖି ଥିବା ଦୁଇ ଯୋଡାର ପାର୍ଶ୍ୱ ସମାନ ଅଟେ.
02:38 କାହିଁକି ଜାଣିଛନ୍ତି ? ଆପଣ ଏହି ଚତୁର୍ଭୁଜର ନାମ କହିପାରିବେ କି ?
02:43 File>> Save As ଉପରେ କ୍ଲିକ୍ କରି, ଫାଇଲଟିକୁ ସେଭ୍ କରନ୍ତୁ
02:48 ମୁଁ ଫାଇଲ୍ର ନାମ simple-quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି
03:04 ଏବେ ଚାଲନ୍ତୁ ବିକର୍ଣ୍ଣ ସହିତ ଏକ ଚତୁର୍ଭୁଜ ଗଠନ କରିବା
03:08 File >> New ଉପରେ କ୍ଲିକ୍ କରି ଏକ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
03:16 ଏକ ସେଗମେଣ୍ଟ ଆଙ୍କିବା ପାଇଁ ଟୁଲବାରରୁ Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
03:23 ଡ୍ରଇଙ୍ଗ୍ ପ୍ୟାଡ୍ ରେ, ପଏଣ୍ଟ A ଓ ତା’ପରେ B ଉପରେ କ୍ଲିକ୍ କରନ୍ତୁ .ସେଗମେଣ୍ଟ AB ଅଙ୍କା ହୋଇଗଲା
03:30 ଚାଲନ୍ତୁ କେନ୍ଦ୍ର A ସହିତ ଏକ ବୃତ୍ତ ଗଠନ କରିବା, ଯାହା ପଏଣ୍ଟ B ମଧ୍ୟ ଦେଇ ଗତି କରେ
03:36 ଏଥିପାଇଁ, Circle with Centre through Point ଟୁଲ୍ ଉପରେ କ୍ଲିକ୍ କରନ୍ତୁ
03:40 କେନ୍ଦ୍ର ଭାବରେ ପଏଣ୍ଟ A ଉପରେ କ୍ଲିକ୍ କରି, ତା’ପରେ ପଏଣ୍ଟ B ଉପରେ କ୍ଲିକ୍ କରନ୍ତୁ .

ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ପଏଣ୍ଟ C ଭାବରେ ପରିଧି ଉପରେ କ୍ଲିକ୍ କରନ୍ତୁ .

03:57 A ଓ C କୁ ମିଶାନ୍ତୁ . Segment between Two Points ଟୁଲ୍ ସିଲେକ୍ଟ କରନ୍ତୁ
04:03 ପଏଣ୍ଟସ୍ A ଓ C ଉପରେ କ୍ଲିକ୍ କରନ୍ତୁ .

ଏବେ, AB ସେଗମେଣ୍ଟ ଉପରେ ଏକ ସମାନ୍ତରାଳ ରେଖା ଗଠନ କରନ୍ତୁ, ଯାହା ପଏଣ୍ଟ C ମଧ୍ୟ ଦେଇ ଗତି କରେ.

04:13 ଏହାକୁ କରିବା ପାଇଁ, ଟୁଲବାରରୁ Parallel Line ସିଲେକ୍ଟ କରନ୍ତୁ .

ପଏଣ୍ଟ C କ୍ଲିକ୍ କରି, ସେଗ୍ମେଣ୍ଟ AB ଉପରେ କ୍ଲିକ୍ କରନ୍ତୁ

04:25 ଆମେ ପଏଣ୍ଟ B ପାଇଁ ପ୍ରକ୍ରିୟାର ପୁନରାବୃତ୍ତି କରିବା .

ପଏଣ୍ଟ B ଉପରେ କ୍ଲିକ୍ କରି ସେଗମେଣ୍ଟ AC ଉପରେ କ୍ଲିକ୍ କରନ୍ତୁ

04:33 ଦେଖନ୍ତୁ, ସେଗମେଣ୍ଟ ABର ସମାନ୍ତର ରେଖା ଓ ସେଗମେଣ୍ଟ ACର ସମାନ୍ତର ରେଖା ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ D ଭାବରେ ଚିହ୍ନିତ କରନ୍ତୁ
04:47 ଏହାପରେ Segment between Two Points ଟୁଲ୍ ବ୍ୟବହାର କରି, ପଏଣ୍ଟସ୍ A, D, B, C କୁ ମିଶାନ୍ତୁ
05:01 ଦେଖନ୍ତୁ, ବିକର୍ଣ୍ଣ AD ଓ BC ସହିତ ଚତୁର୍ଭୁଜ ABCD ଅଙ୍କା ହୋଇଗଲା
05:09 ବିକର୍ଣ୍ଣ ଗୋଟିଏ ପଏଣ୍ଟରେ ପ୍ରତିଚ୍ଛେଦ କରେ. ପ୍ରତିଚ୍ଛେଦନ ପଏଣ୍ଟକୁ
05:20 Distance ଟୁଲ୍ ବ୍ୟବହାର କରି ଯାଞ୍ଚ କରନ୍ତୁ ଯେ, ବିକର୍ଣ୍ଣଗୁଡ଼ିକ ପରସ୍ପରକୁ ସମଦ୍ୱିଭାଜିତ କରୁଛନ୍ତି କି ନାହିଁ
05:25 Angle ଟୁଲ୍ ରେ ଥିବା, Distance or Length ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:30 ପଏଣ୍ଟସ୍ A, E, E, D, C, E, E, B ଉପରେ କ୍ଲିକ୍ କରନ୍ତୁ
05:47 ଏହାପରେ, ଆମେ ବିକର୍ଣ୍ଣଗୁଡ଼ିକ, perpendicular bisectors କି ନୁହେଁ ଯାଞ୍ଚ କରିବା
05:51 ଆଙ୍ଗେଲ୍କୁ ମାପିବା ପାଇଁ, Angle ଟୁଲ୍ ଉପରେ କ୍ଲିକ୍ କରନ୍ତୁ . ପଏଣ୍ଟସ୍ A,E,C C,E,D ଉପରେ କ୍ଲିକ୍ କରନ୍ତୁ.
06:08 ଟୁଲବାରରୁ 'Move ଟୁଲ୍ ସିଲେକ୍ଟ କରନ୍ତୁ . Move ଟୁଲ୍ ବ୍ୟବହାର କରି ପଏଣ୍ଟ A କୁ ଘୁଞ୍ଚାନ୍ତୁ .
06:16 Move ଟୁଲ୍ ଉପରେ କ୍ଲିକ୍ କରନ୍ତୁ , A ଉପରେ ମାଉସ୍ ପଏଣ୍ଟର ରଖନ୍ତୁ ଏବଂ ତାହାକୁ ଡ୍ରାଗ୍ କରନ୍ତୁ . ଦେଖନ୍ତୁ, ବିକର୍ଣ୍ଣଗୁଡ଼ିକ ସବୁବେଳେ ପ୍ରତ୍ୟେକକୁ ଦ୍ୱିଭାଜିତ କରନ୍ତି ଏବଂ ସେଗୁଡିକ perpendicular bisectors ଅଟନ୍ତି
06:35 ଫାଇଲ୍ ସେଭ୍ କରିବା ପାଇଁ File>> Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Quadrilateral ଦେଇ, ସେଭ୍ ଉପରେ କ୍ଲିକ୍ କରିବି
06:53 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ

ସଂକ୍ଷିପ୍ତରେ

07:01 ଏହି ଟ୍ୟୁଟୋରିଆଲରେ ଆମେ, ନିମ୍ନ ଟୁଲ୍ସ ବ୍ୟବହାର କରି ଚତୁର୍ଭୁଜ ଗଠନ କରିବା ଶିଖିଲେ
07:06 Circle with centre through point

Polygon Angle Parallel line Segment between two points ଓ Insert Text

07:15 ଆମେ ସରଳ ଚତୁର୍ଭୁଜ ଓ ବିକର୍ଣ୍ଣ ସହିତ ଚତୁର୍ଭୁଜର ଗୁଣ ବିଷୟରେ ମଧ୍ୟ ଜାଣିଲେ
07:21 ଏକ ଆସାଇନମେଣ୍ଟ ଭାବରେ, ଗୋଟିଏ AB ସେଗମେଣ୍ଟ ଲାଇନ୍ ଡ୍ର କରନ୍ତୁ, ଲାଇନ୍ ଉପରେ ପଏଣ୍ଟ C ଚିହ୍ନିତ କରନ୍ତୁ. C ଠାରେ AB ସମାନ୍ତର ଏକ ଲାଇନ୍ ଡ୍ର କରନ୍ତୁ
07:33 ସମାନ୍ତରାଳ ଲାଇନ୍ ଉପରେ D ଓ E ଦୁଇଟି ପଏଣ୍ଟ ଡ୍ର କରି, AD ଓ EB ପଏଣ୍ଟସ୍ ମିଶାନ୍ତୁ
07:43 D ଓ E ଠାରୁ AB ସେଗ୍ମେଣ୍ଟକୁ perpendicular lines ଡ୍ର କରନ୍ତୁ. AB ଉପରେ perpendicular lines ର E ଓ G ପଏଣ୍ଟସ୍ କୁ ଚିହ୍ନିତ କରନ୍ତୁ. DE ର ଦୂରତା ଓ DF ର ଉଚ୍ଚତା ମାପନ୍ତୁ
08:01 ଆସାଇନମେଣ୍ଟ ଏହିଭଳି ଦେଖାଯିବା ଉଚିତ୍
08:08 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
08:11 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଶିଂତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
08:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
08:27 ଅଧିକ ବିବରଣୀ ପାଇଁ, ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org)
08:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କ୍ ରେ ଉପଲବ୍ଧ
08:49 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep