Difference between revisions of "Java/C2/Constructor-overloading/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:03 | Javaରେ Constructor Overloadiong ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱ...") |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 22: | Line 22: | ||
|00:16 | |00:16 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | ଉବୁଣ୍ଟୁ ଲିନକ୍ସ 11.10 OS | |
− | + | Java Development kit 1.6 ଓ | |
− | + | Eclipse 3.7.0 | |
|- | |- | ||
Line 36: | Line 36: | ||
|- | |- | ||
|00:34 | |00:34 | ||
− | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | + | | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
− | http://www.spoken-tutorial.org | + | |
|- | |- | ||
Line 158: | Line 157: | ||
|03:47 | |03:47 | ||
| ଏଥରକ ଆମେ କୌଣସି ଏରର୍ ଦେଖୁନେ, ଯେହେତୁ ଆମେ କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିଛେ | | ଏଥରକ ଆମେ କୌଣସି ଏରର୍ ଦେଖୁନେ, ଯେହେତୁ ଆମେ କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିଛେ | ||
+ | |||
|- | |- | ||
|03:55 | |03:55 | ||
Line 204: | Line 204: | ||
|- | |- | ||
|04:58 | |04:58 | ||
− | | କ’ଣ ହେଉଛି ଦେଖିବା | + | | କ’ଣ ହେଉଛି ଦେଖିବା,ଡବଲ୍ କ୍ୱୋଟ୍ସରେ Raju କମା 45 |
− | + | ||
− | + | ||
− | + | ||
− | + | ||
|- | |- | ||
Line 225: | Line 221: | ||
|05:42 | |05:42 | ||
| ଏଠାରେ, ପ୍ରଥମ ପାରାମିଟର୍ ହେଉଛି string ଓ ଦ୍ୱିତୀୟ ପାରାମିଟର୍ ହେଉଛି int | | ଏଠାରେ, ପ୍ରଥମ ପାରାମିଟର୍ ହେଉଛି string ଓ ଦ୍ୱିତୀୟ ପାରାମିଟର୍ ହେଉଛି int | ||
+ | |||
|- | |- | ||
|05:52 | |05:52 | ||
Line 331: | Line 328: | ||
|- | |- | ||
|08:42 | |08:42 | ||
− | | | + | |Construction Overloading ବିଷୟରେ |
|- | |- | ||
|08:45 | |08:45 | ||
− | | | + | |Construction Overload କରିବା ଓ Construction Overloadingର ବ୍ୟବହାର |
|- | |- | ||
Line 348: | Line 345: | ||
|09:00 | |09:00 | ||
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | ||
+ | |||
|- | |- | ||
|09:06 | |09:06 | ||
Line 382: | Line 380: | ||
|- | |- | ||
|09:35 | |09:35 | ||
− | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | + | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
− | http://spoken-tutorial.org/NMEICT-Intro | + | |
|- | |- | ||
Line 391: | Line 388: | ||
|- | |- | ||
|09:46 | |09:46 | ||
− | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ,ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ |
− | + | ||
− | + | ||
− | + | ||
− | + | ||
− | + | ||
|} | |} |
Latest revision as of 17:55, 7 April 2017
Time | Narration |
00:03 | Javaରେ Constructor Overloadiong ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
00:10 | Constructor Overloading କ’ଣ? |
00:13 | ଓ Constructorକୁ Overload କରିବା |
00:16 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ 11.10 OS Java Development kit 1.6 ଓ Eclipse 3.7.0 |
00:27 | ଏହି ଟ୍ୟୁଟୋରିଆଲ ପାଇଁ ଆପଣ ନିଶ୍ଚିତ ଭାବେ ଜାଣିଥିବା ଦରକାର |
00:30 | Eclipse ବ୍ୟବହାର କରି Javaରେ କିପରି Constructors କ୍ରିଏଟ୍ କରାଯାଏ |
00:34 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://www.spoken-tutorial.org |
00:40 | Constructor Overloading କ’ଣ? |
00:43 | ଗୋଟିଏ Class ପାଇଁ ମଲ୍ଟିପଲ୍ Construction ପରିଭାଷିତ କରନ୍ତୁ |
00:46 | ସେଗୁଡ଼ିକ ନିଶ୍ଚିତ ଭାବେ ପାରାମିଟରର ସଂଖ୍ୟା କିମ୍ୱା ପ୍ରକାରରୁ ଭିନ୍ନ ହେବେ |
00:50 | Constructorକୁ କିପରି ଓଭରଲୋଡ୍ କରାଯାଏ, ଏବେ ଚାଲନ୍ତୁ ଦେଖିବା |
00:54 | Eclipseରେ, ଦୁଇଟି ଭେରିଏବଲ୍ସ ଓ ଗୋଟିଏ ମେଥଡ୍ ସହିତ ମୋ ପାଖରେ Class Student ଅଛି |
01:03 | ଏବେ ଚାଲନ୍ତୁ, ପ୍ରଥମେ ଗୋଟିଏ Parameterized Constructor କ୍ରିଏଟ୍ କରିବା |
01:07 | ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ int number କମା String the_name |
01:26 | କର୍ଲୀ ବ୍ରାକେଟ୍ସ ମଧ୍ୟରେ ଟାଇପ୍ କରନ୍ତୁ: roll_number is equal to number |
01:38 | ଆଉ name is equal to the_name |
01:46 | ତେଣୁ, ଆମ ପାଖରେ ଦୁଇଟି ପାରାମିଟର୍ ସହିତ ଗୋଟିଏ Constructor ଅଛି |
01:51 | ଏବେ, ଏହି Constructorକୁ କଲ୍ କରିବା |
01:53 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: new Student ପାରେନ୍ଥେସେସ୍ ସେମିକୋଲନ୍ |
02:03 | ଆମେ ଏକ ଏରର୍ ଦେଖୁ, ଯାହା କୁହେ Constructor Student is undefined |
02:10 | ଏହାର କାରଣ ହେଉଛି, ଆମେ ଦୁଇଟି ପାରାମିଟର୍ ସହିତ ଏକ Constructor ପରିଭାଷିତ କରିଛେ |
02:16 | ଆଉ ଆମେ, କୌଣସି ପାରାମିଟର୍ ବିନା ଏକ Constructor କଲ୍ କରୁଛେ |
02:22 | ତେଣୁ, ଆମକୁ Arguments ପାସ୍ କରିବାକୁ ହେବ |
02:25 | ପାରେନ୍ଥେସେସ୍ ଭିତରେ ଟାଇପ୍ କରନ୍ତୁ: 22 କମା ଡବଲ୍ କ୍ୱୋଟ୍ସରେ Ram |
02:33 | ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା |
02:36 | ଏବେ, Method କଲ୍ କରିବା |
02:38 | ତେଣୁ, new ପୂର୍ବରୁ ଟାଇପ୍ କରନ୍ତୁ: Student s is equal to new student |
02:45 | ଅବଜେକ୍ଟ s ବ୍ୟବହାର କରି ଆମେ ଏବେ studentDetail() ମେଥଡ୍ କଲ୍ କରିବା |
02:53 | ପ୍ରୋଗ୍ରାମକୁ ସେଭ୍ କରି ରନ୍ କରନ୍ତୁ |
02:58 | ଆମେ, ଆଉଟପୁଟ୍ ଦେଖୁ: 22 ଓ Ram |
03:03 | ଏବେ, କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିବା |
03:07 | ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ |
03:12 | କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to num |
03:21 | ଆଉ name ଇଜ୍ ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସରେ ହାଇଫେନ୍ that is no name |
03:30 | ଏବେ ଆମେ, କୌଣସି ପାରାମିଟର୍ ବିନା ଏକ Constructor କ୍ରିଏଟ୍ କରିପାରିବା |
03:35 | ଟାଇପ୍ କରନ୍ତୁ: Student s1 ଇଜ୍ ଇକ୍ୱାଲ୍ ଟୁ new Student ପାରେନ୍ଥେସେସ୍ ସେମିକୋଲନ୍ |
03:47 | ଏଥରକ ଆମେ କୌଣସି ଏରର୍ ଦେଖୁନେ, ଯେହେତୁ ଆମେ କୌଣସି ପାରାମିଟର୍ ବିନା ଏକ Constructor ପରିଭାଷିତ କରିଛେ |
03:55 | ତା’ପରେ s1 ଡଟ୍ studentDetail(); |
04:01 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
04:04 | ଆଉଟପୁଟରେ ଆମେ ଦେଖୁଛେ, Zero ଓ Dash, ଯେତେବେଳେ ଡିଫଲ୍ଟ Constructor କଲ୍ କରାଗଲା |
04:11 | ଏହା ହେଉଛି Constructor Overloading |
04:13 | ଆମ ପାଖରେ ଭିନ୍ନ ପାରାମିଟର୍ସ ସହିତ ଦୁଇଟି Constructors ଅଛି |
04:17 | ଉଭୟ Constructors ନାମ ସମାନ |
04:20 | ତେଣୁ, ପାରାମିଟର୍ସର ପ୍ରକାର ଓ ସଂଖ୍ୟା ଉପରେ ଭିତ୍ତିକରି Constructorକୁ କଲ୍ କରାଯାଏ |
04:26 | ଏବେ ଆମେ Constructor Overloadingର ଲାଭ ଦେଖିବା |
04:30 | ମନେକରନ୍ତୁ, ଏବେ ଆମେ ଦୁଇଟି ପାରାମିଟର୍ସ ସହିତ ଗୋଟିଏ Constructor କଲ୍ କଲେ |
04:35 | ଟାଇପ୍ କରନ୍ତୁ: Student s3= new Student(); |
04:51 | ଏବେ ପାରେନ୍ଥେସେସ୍ ଭିତରେ, ମନେକରନ୍ତୁ ମୁଁ ପ୍ରଥମେ name ଆର୍ଗୁମେଣ୍ଟ ଓ ତା’ପରେ roll_number ଦେଲି |
04:58 | କ’ଣ ହେଉଛି ଦେଖିବା,ଡବଲ୍ କ୍ୱୋଟ୍ସରେ Raju କମା 45 |
05:08 | ଆମେ ଏକ ଏରର୍ ଦେଖୁ, ଯାହା କୁହେ The constructor Student with the parameter String comma int is undefined |
05:18 | ତେଣୁ, ପ୍ରଥମେ Constructorକୁ ପରିଭାଷିତ କରିବା |
05:22 | ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ String the_name କମା int r_no |
05:42 | ଏଠାରେ, ପ୍ରଥମ ପାରାମିଟର୍ ହେଉଛି string ଓ ଦ୍ୱିତୀୟ ପାରାମିଟର୍ ହେଉଛି int |
05:52 | ତା’ପରେ କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to r_no; |
06:05 | ଆଉ name is equal to the_name |
06:15 | ପ୍ରୋଗ୍ରାମ୍ କୁ ସେଭ୍ କରନ୍ତୁ |
06:18 | ଦେଖନ୍ତୁ, ତ୍ରୁଟି ସମାଧାନ ହୋଇଗଲା |
06:22 | ଏବେ, Method କଲ୍ କରିବା |
06:24 | s3 ଡଟ୍ studentDetail(); |
06:29 | ପ୍ରୋଗ୍ରାମକୁ ସେଭ୍ କରି ରନ୍ କରନ୍ତୁ |
06:35 | ତେଣୁ, ଆଉଟପୁଟ୍ ଭାବେ ଆମେ 45 ଓ Raju ପାଇଲେ |
06:40 | ଏଠାର ଆମେ ଦେଖିପାରୁଛେ ଯେ, ଆମେ ଯେତେବେଳେ Constructor କଲ୍ କରୁ |
06:43 | ତେବେ, ପାରାମିଟର୍ସ ପାସ୍ କରିବା ସମୟରେ ଆମକୁ ଚିନ୍ତା କରିବାର ନାହିଁ |
06:47 | ଏହାର କାରଣ ହେଉଛି, ଆମେ ବିଭିନ୍ନ ପାରାମିଟର୍ ସହିତ ମଲ୍ଟିପଲ୍ Constructors ପରିଭାଷିତ କରିଛେ |
06:54 | ତେଣୁ, ଉପଯୁକ୍ତ Constructor Overloaded ହେଲା |
06:57 | ଆମେ ସେଥିପାଇଁ ଏବେ ଏକ Constructor ପରିଭାଷିତ କରିପାରିବା, ଯାହା କେବେଳ ଗୋଟିଏ ପାରାମିଟର୍ ନିଏ |
07:02 | ତାହା ହେଉଛି roll number |
07:05 | ଟାଇପ୍ କରନ୍ତୁ: Student ପାରେନ୍ଥେସେସ୍ ମଧ୍ୟରେ int num |
07:16 | କର୍ଲୀ ବ୍ରାକେଟ୍ସ ଭିତରେ roll_number is equal to num |
07:25 | ଆଉ name is equal to no name |
07:33 | ଏବେ, ଏହି Constructorକୁ କଲ୍ କରିବା |
07:43 | ଟାଇପ୍ କରନ୍ତୁ: Student s4 is equal to new student. ଏଥରକ ଆମେ ଏକ ସିଙ୍ଗଲ୍ ଆର୍ଗୁମେଣ୍ଟ ପାସ୍ କରିବା. ଚାଲନ୍ତୁ, 61 ପାସ୍ କରିବା |
08:04 | ତା’ପରେ S4 ଡଟ୍ studentDetail(); |
08:10 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ. |
08:14 | ଆମେ ଆଉଟପୁଟ୍ ରେ ଦେଖୁ roll number ଭାବେ 61 ଓ name ଭାବେ no name |
08:21 | ଆମେ ଯେପରି ଦେଖିପାରୁଛେ, ଉପଯୁକ୍ତ ଓଭରଲୋଡେଡ୍ Constructor ସେତେବେଳେ କଲ୍ କରାଗଲା, ଯେତେବେଳେ new ନିଷ୍ପାଦିତ ହେଲା |
08:27 | ନିର୍ଦ୍ଦିଷ୍ଟ ହୋଇଥିବା ପାରାମିଟର୍ସ ଉପରେ ଭିତ୍ତିକରି, ଉପଯୁକ୍ତ Constructor ଓଭରଲୋଡ୍ ହୁଏ |
08:33 | ଏହିପରି ଭାବେ Constructor Overloading କରାଯାଏ |
08:40 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
08:42 | Construction Overloading ବିଷୟରେ |
08:45 | Construction Overload କରିବା ଓ Construction Overloadingର ବ୍ୟବହାର |
08:50 | ସ୍ୱ-ମୂଲ୍ୟାଙ୍କନ ପାଇଁ, Employee Class ପାଇଁ ମଲ୍ଟିପଲ୍ Constructors କ୍ରିଏଟ୍ କରନ୍ତୁ ଓ ତାକୁ Overload କରନ୍ତୁ |
08:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
09:00 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
09:06 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
09:09 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
09:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
09:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
09:17 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:20 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:26 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:30 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:35 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
09:43 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
09:46 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ,ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଜୟ ହିନ୍ଦ |