Difference between revisions of "Drupal/C3/Adding-Functionalities-using-Modules/Oriya"

From Script | Spoken-Tutorial
Jump to: navigation, search
 
Line 5: Line 5:
 
|-
 
|-
 
|00:01
 
|00:01
| Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:08
 
|00:08
| ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା
+
|ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା
 +
 
 
|-
 
|-
 
|00:19
 
|00:19
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:35
 
|00:35
| Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ
+
|Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ
 +
 
 
|-
 
|-
 
|00:42
 
|00:42
| Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ.  କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ
+
|Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ.  କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ
 +
 
 
|-
 
|-
 
|00:53
 
|00:53
| Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ.  Drupalରେ ତିନି ପ୍ରକାରର Modules ଥାଏ
+
|Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ.  Drupalରେ ତିନି ପ୍ରକାରର Modules ଥାଏ
 +
 
 
|-
 
|-
 
|00:59
 
|00:59
| ସେଥିରେ Core Modules ଅଛି.  ଏହି ମଡ୍ୟୁଲଗୁଡ଼ିକ, Drupalରେ ଡିଫଲ୍ଟ ଭାବରେ ଆସେ
+
|ସେଥିରେ Core Modules ଅଛି.  ଏହି ମଡ୍ୟୁଲଗୁଡ଼ିକ, Drupalରେ ଡିଫଲ୍ଟ ଭାବରେ ଆସେ
 +
 
 
|-
 
|-
 
|01:06
 
|01:06
| ସେଗୁଡ଼ିକୁ ବନ୍ଦ କରିହେବ.  କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ
+
|ସେଗୁଡ଼ିକୁ ବନ୍ଦ କରିହେବ.  କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ
 +
 
 
|-
 
|-
 
|01:15
 
|01:15
| ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ  
+
|ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ  
 +
 
 
|-
 
|-
 
|01:22
 
|01:22
| Drupalର ମୌଳିକ କାର୍ଯ୍ୟକ୍ଷମତା ପାଇଁ ଏହି Core Modulesର ଡିଜାଇନ୍ କରାଯାଇଛି
+
|Drupalର ମୌଳିକ କାର୍ଯ୍ୟକ୍ଷମତା ପାଇଁ ଏହି Core Modulesର ଡିଜାଇନ୍ କରାଯାଇଛି
 +
 
 
|-
 
|-
 
|01:28
 
|01:28
| ତା’ପରେ, Contributed Modules ଅଛି.  ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ
+
|ତା’ପରେ, Contributed Modules ଅଛି.  ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ
 +
 
 
|-
 
|-
 
|01:38
 
|01:38
| ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ
+
|ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ
 +
 
 
|-
 
|-
 
|01:49
 
|01:49
| ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module
+
|ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module
 +
 
 
|-
 
|-
 
|01:52
 
|01:52
| ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର.  ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି
+
|ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର.  ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି
 +
 
 
|-
 
|-
 
|02:07
 
|02:07
| କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ
+
|କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ
 +
 
 
|-
 
|-
 
|02:15
 
|02:15
| Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି
+
|Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି
 +
 
 
|-
 
|-
 
|02:20
 
|02:20
| drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ
+
|drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ
 +
 
 
|-
 
|-
 
|02:30
 
|02:30
| ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ
+
|ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ
 +
 
 
|-
 
|-
 
|02:33
 
|02:33
| ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ.  ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ  
+
|ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ.  ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ  
 +
 
 
|-
 
|-
 
|02:45
 
|02:45
| କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ  
+
|କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ  
 +
 
 
|-
 
|-
 
|02:51
 
|02:51
| ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ
+
|ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ
 +
 
 
|-
 
|-
 
|03:03
 
|03:03
| ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ
+
|ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ
 +
 
 
|-
 
|-
 
|03:09
 
|03:09
| ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି.  ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ
+
|ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି.  ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ
 +
 
 
|-
 
|-
 
|03:21
 
|03:21
| ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି
+
|ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି
 +
 
 
|-
 
|-
 
|03:30
 
|03:30
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.  Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.  Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ
 +
 
 
|-
 
|-
 
|03:38
 
|03:38
| ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ.  କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ
+
|ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ.  କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ
 +
 
 
|-
 
|-
 
|03:48
 
|03:48
| Book Moduleକୁ ଏନାବଲ୍ କରନ୍ତୁ
+
|Book Moduleକୁ ଏନାବଲ୍ କରନ୍ତୁ
 +
 
 
|-
 
|-
 
|03:53
 
|03:53
| ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା.  ତାକୁ ମଧ୍ୟ ON କରନ୍ତୁ
+
|ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା.  ତାକୁ ମଧ୍ୟ ON କରନ୍ତୁ
 +
 
 
|-
 
|-
 
|04:01
 
|04:01
| ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା
+
|ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା
 +
 
 
|-
 
|-
 
|04:07
 
|04:07
| ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ
+
|ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:12
 
|04:12
| Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ
+
|Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ
 +
 
 
|-
 
|-
 
|04:19
 
|04:19
| କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି.  ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି
+
|କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି.  ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି
 +
 
 
|-
 
|-
 
|04:29
 
|04:29
| ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ
+
|ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ
 +
 
 
|-
 
|-
 
|04:35
 
|04:35
 
|ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି,  ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type
 
|ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି,  ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type
 +
 
|-
 
|-
 
|04:45
 
|04:45
 
|Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି
 
|Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି
 +
 
|-
 
|-
 
|04:50
 
|04:50
| ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic
+
|ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic
 +
 
 
|-
 
|-
 
|05:03
 
|05:03
| Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ
+
|Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ
 +
 
 
|-
 
|-
 
|05:11
 
|05:11
| Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା
+
|Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା
 +
 
 
|-
 
|-
 
|05:24
 
|05:24
| Book Pageରେ କ୍ଲିକ୍ କରନ୍ତୁ.  ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା
+
|Book Pageରେ କ୍ଲିକ୍ କରନ୍ତୁ.  ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା
 +
 
 
|-
 
|-
 
|05:30
 
|05:30
| Bodyରେ ଟାଇପ୍ କରନ୍ତୁ:  "This is the beginning of our Drupal manual".
+
|Bodyରେ ଟାଇପ୍ କରନ୍ତୁ:  "This is the beginning of our Drupal manual".
 +
 
 
|-
 
|-
 
|05:36
 
|05:36
| Publication Settingsରେ, ଆମ ପାଖରେ ନୂଆ Settings ଅଛି
+
|Publication Settingsରେ, ଆମ ପାଖରେ ନୂଆ Settings ଅଛି
 +
 
 
|-
 
|-
 
|05:41
 
|05:41
| Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ.  Save and Publishରେ କ୍ଲିକ୍ କରନ୍ତୁ.
+
|Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ.  Save and Publishରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|05:55
 
|05:55
| Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ.  drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ
+
|Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ.  drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:06
 
|06:06
| ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା
+
|ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା
 +
 
 
|-
 
|-
 
|06:12
 
|06:12
| ଏଠାରେ, ଡାହାଣପଟେ Navigation ଅଛି.  ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି
+
|ଏଠାରେ, ଡାହାଣପଟେ Navigation ଅଛି.  ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି
 +
 
 
|-
 
|-
 
|06:24
 
|06:24
| ବାମପଟେ, Links ରହିଛି
+
|ବାମପଟେ, Links ରହିଛି
 +
 
 
|-
 
|-
 
|06:29
 
|06:29
| Drupal Concept ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି
+
|Drupal Concept ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି
 +
 
 
|-
 
|-
 
|06:34
 
|06:34
| ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି
+
|ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି
 +
 
 
|-
 
|-
 
|06:42
 
|06:42
| ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା  
+
|ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା  
 +
 
 
|-
 
|-
 
|06:51
 
|06:51
| ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ
+
|ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:57
 
|06:57
| Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ
+
|Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ
 +
 
 
|-
 
|-
 
|07:08
 
|07:08
| ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ
+
|ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ
 +
 
 
|-
 
|-
 
|07:20
 
|07:20
| Save and Publishରେ କ୍ଲିକ୍ କରନ୍ତୁ.
+
|Save and Publishରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|07:23
 
|07:23
| ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି
+
|ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି
 +
 
 
|-
 
|-
 
|07:29
 
|07:29
| Up କ୍ଲିକ୍ କରନ୍ତୁ.  ଏହା ଆମକୁ Main Levelକୁ ନେଇଯାଏ.  ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି
+
|Up କ୍ଲିକ୍ କରନ୍ତୁ.  ଏହା ଆମକୁ Main Levelକୁ ନେଇଯାଏ.  ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି
 +
 
 
|-
 
|-
 
|07:41
 
|07:41
| Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.  
+
|Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.  
 +
 
 
|-
 
|-
 
|07:45
 
|07:45
| Sidebar Firstରେ Blockକୁ ରଖନ୍ତୁ.  Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି
+
|Sidebar Firstରେ Blockକୁ ରଖନ୍ତୁ.  Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି
 +
 
 
|-
 
|-
 
|07:56
 
|07:56
| Place Block କ୍ଲିକ୍ କରନ୍ତୁ.  ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ.
+
|Place Block କ୍ଲିକ୍ କରନ୍ତୁ.  ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|08:01
 
|08:01
| Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ.  ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି
+
|Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ.  ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି
 +
 
 
|-
 
|-
 
|08:14
 
|08:14
| ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ
+
|ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ
 +
 
 
|-
 
|-
 
|08:21
 
|08:21
| ପୁଣିଥରେ ମୁଁ ଆପଣଙ୍କୁ ମନେପକାଇଦେଉଛି  drupal.orgକୁ ଯାଆନ୍ତୁ,  User Manual କିମ୍ୱା Documentation ମାଧ୍ୟମରେ ବ୍ରାଉଜ୍ କରନ୍ତୁ, ଯାହା ଏପରି କରିବା ପାଇଁ Book Module ବ୍ୟବହାର କରେ
+
|ପୁଣିଥରେ ମୁଁ ଆପଣଙ୍କୁ ମନେପକାଇଦେଉଛି  drupal.orgକୁ ଯାଆନ୍ତୁ,  User Manual କିମ୍ୱା Documentation ମାଧ୍ୟମରେ ବ୍ରାଉଜ୍ କରନ୍ତୁ, ଯାହା ଏପରି କରିବା ପାଇଁ Book Module ବ୍ୟବହାର କରେ
 +
 
 
|-
 
|-
 
|08:35
 
|08:35
| ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ.  ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି
+
|ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ.  ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି
 +
 
 
|-
 
|-
 
|08:47
 
|08:47
| Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ
+
|Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ
 +
 
 
|-
 
|-
 
|08:53
 
|08:53
| ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ
+
|ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ
 +
 
 
|-
 
|-
 
|09:01
 
|09:01
| ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
+
|ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:07
 
|09:07
| Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ
+
|Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ
 +
 
 
|-
 
|-
 
|09:13
 
|09:13
| ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ
+
|ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ
 +
 
 
|-
 
|-
 
|09:21
 
|09:21
| Forum Topic ଉପରେ କ୍ଲିକ୍ କରନ୍ତୁ.  ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal.  Forumsରେ ତାହାକୁ General Discussionରେ ରଖନ୍ତୁ
+
|Forum Topic ଉପରେ କ୍ଲିକ୍ କରନ୍ତୁ.  ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal.  Forumsରେ ତାହାକୁ General Discussionରେ ରଖନ୍ତୁ
 +
 
 
|-
 
|-
 
|09:35
 
|09:35
| ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal.  Can someone help me?
+
|ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal.  Can someone help me?
 +
 
 
|-
 
|-
 
|09:42
 
|09:42
| Save and Publishରେ କ୍ଲିକ୍ କରନ୍ତୁ.
+
|Save and Publishରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|09:45
 
|09:45
| ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ
+
|ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ
 +
 
 
|-
 
|-
 
|09:53
 
|09:53
| ଏକ Comment ଆଡ୍ କରନ୍ତୁ - Sure I can Help.  You should just read everything at Drupalville!  ଓ ତା’ପରେ Saveରେ କ୍ଲିକ୍ କରନ୍ତୁ.
+
|ଏକ Comment ଆଡ୍ କରନ୍ତୁ - Sure I can Help.  You should just read everything at Drupalville!  ଓ ତା’ପରେ Saveରେ କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|10:07
 
|10:07
| ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା
+
|ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା
 +
 
 
|-
 
|-
 
|10:14
 
|10:14
| ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି
+
|ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି
 +
 
 
|-
 
|-
 
|10:21
 
|10:21
| Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି
+
|Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି
 +
 
 
|-
 
|-
 
|10:25
 
|10:25
| ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା.  ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା
+
|ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା.  ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା
 +
 
 
|-
 
|-
 
|10:37
 
|10:37
| Forum ଉପରେ କ୍ଲିକ୍ କରନ୍ତୁ
+
|Forum ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:41
 
|10:41
| ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ.  କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି
+
|ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ.  କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି
 +
 
 
|-
 
|-
 
|10:55
 
|10:55
| ତେଣୁ, ଚାଲନ୍ତୁ ସେପରି କରିବା.  Structure ଉପରେ କ୍ଲିକ୍ କରି Forums ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଆମେ, ନୂଆ Forums ଓ ନୂଆ Containers ଆଡ୍ କରିପାରିବା
+
|ତେଣୁ, ଚାଲନ୍ତୁ ସେପରି କରିବା.  Structure ଉପରେ କ୍ଲିକ୍ କରି Forums ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଆମେ, ନୂଆ Forums ଓ ନୂଆ Containers ଆଡ୍ କରିପାରିବା
 +
 
 
|-
 
|-
 
|11:07
 
|11:07
| ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି,  ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି
+
|ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି,  ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି
 +
 
 
|-
 
|-
 
|11:18
 
|11:18
| Contentକୁ ଓ ତା’ପରେ Add Content ଓ Forum Topicକୁ ଫେରିଆସନ୍ତୁ. ଏବେ, ଅନ୍ୟ Forumsରେ ରଖିବା ପାଇଁ ମୋ ପାଖରେ ବିକଳ୍ପ ଅଛି
+
|Contentକୁ ଓ ତା’ପରେ Add Content ଓ Forum Topicକୁ ଫେରିଆସନ୍ତୁ. ଏବେ, ଅନ୍ୟ Forumsରେ ରଖିବା ପାଇଁ ମୋ ପାଖରେ ବିକଳ୍ପ ଅଛି
 +
 
 
|-
 
|-
 
|11:31
 
|11:31
| ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା
+
|ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା
 +
 
 
|-
 
|-
 
|11:38
 
|11:38
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module  
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module  
 +
 
 
|-
 
|-
 
|12:05
 
|12:05
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|12:16
 
|12:16
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|12:25
 
|12:25
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|12:35
 
|12:35
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|12:49
 
|12:49
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 12:49, 4 April 2017

Time Narration
00:01 Modules ବ୍ୟବହାର କରି Adding Functionalities ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, Modules ସହିତ ନିଜକୁ ପରିଚିତ କରାଇବା. ଆମେ, Book Module ଓ Forum Module ବିଷୟରେ ଶିଖିବା
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:35 Modules ଓ Themes ହେଉଛି, ଗୋଟିଏ Drupal ୱେବ୍ ସାଇଟ୍ ରେ ଫିଚର୍ସ ଏକ୍ସଟେଣ୍ଡ କିମ୍ୱା ଆଡ୍ କରିବାର ମୁଖ୍ୟ ମାର୍ଗ
00:42 Drupal, ଏକ ସମ୍ପୂର୍ଣ୍ଣ Content Management System ପ୍ରଦାନ କରିଥାଏ. କିନ୍ତୁ, ବେଳେବେଳେ ଆମକୁ ଅଧିକ ଦରକାର ହୋଇଥାଏ ଓ ସେତେବେଳେ Modules ଆସେ
00:53 Modules, ଆମର Drupal ୱେବ୍ ସାଇଟ୍ ରେ ଫିଚର୍ସ ଆଡ୍ କରିଥାଏ. Drupalରେ ତିନି ପ୍ରକାରର Modules ଥାଏ
00:59 ସେଥିରେ Core Modules ଅଛି. ଏହି ମଡ୍ୟୁଲଗୁଡ଼ିକ, Drupalରେ ଡିଫଲ୍ଟ ଭାବରେ ଆସେ
01:06 ସେଗୁଡ଼ିକୁ ବନ୍ଦ କରିହେବ. କିନ୍ତୁ, FTP ବ୍ୟବହାର କରି କେବେହେଲେ ବି ଗୋଟିଏ ୱେବ୍ ସାଇଟ୍ ର Core Areaକୁ ଯାଆନ୍ତୁ ନାହିଁ ଓ ଏହି Moduleଗୁଡ଼ିକୁ ହଟାଇଦିଅନ୍ତୁ
01:15 ଆମେ, ଯେବେବି Drupal ଅପଡେଟ୍ କରିବା, ସେଗୁଡ଼ିକ ପୁଣିଥରେ ରି-ଇନଷ୍ଟଲ୍ ହୋଇଯିବ
01:22 Drupalର ମୌଳିକ କାର୍ଯ୍ୟକ୍ଷମତା ପାଇଁ ଏହି Core Modulesର ଡିଜାଇନ୍ କରାଯାଇଛି
01:28 ତା’ପରେ, Contributed Modules ଅଛି. ଆମେ ପୂର୍ବରୁ Devel ଇନଷ୍ଟଲ୍ କରିସାରିଛେ
01:38 ଗୋଟିଏ Contributed Moduel ହେଉଛି ଏକ ମଡ୍ୟୁଲ୍, ଯାହାକୁ କମ୍ୟୁନିଟୀରେ ଥି୍ବା କେହିଜଣେ କଣ୍ଟ୍ରିବ୍ୟୁଟ୍ କରିଥିବ . ଆଉ ତାହା, drupal.orgରେ ଉପଲବ୍ଧ
01:49 ଶେଷ ପ୍ରକାରର ମଡ୍ୟୁଲ୍ ହେଉଛି ଏକ Custom Module
01:52 ଏହିଠାରେ ଆମେ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମତା ରଖିଛେ, ଯାହା ଆମର ପ୍ରୋଜେକ୍ଟ ପାଇଁ ଆମକୁ ଦରକାର. ଏହି ମଡ୍ୟୁଲ୍ ଉପଲବ୍ଧ ନାହିଁ, ଆଉ କେହିବି ଏହି ସ୍ଥାନ ବିଷୟରେ ଚିନ୍ତା କରିନାହାଁନ୍ତି
02:07 କିନ୍ତୁ, ନିଶ୍ଚିତ ଭାବେ, ଆମକୁ ଏହା ନିଜେ ତିଆରି କରିବାକୁ ପଡ଼ିବ କିମ୍ୱା ଆମ ପାଇଁ କରିବାକୁ ଆଉକାହାକୁ ପଇସା ଦେବାକୁ ପଡ଼ିବ
02:15 Drupal ପାଇଁ ଅନେକ ଭିନ୍ନ ଭିନ୍ନ ମଡ୍ୟୁଲ୍ସ ଉପଲବ୍ଧ ଅଛି
02:20 drupal.orgରେ, ପୂର୍ବରୁ 32,458 ମଡ୍ୟୁଲ୍ସ ଥିବାର ଆମେ ଦେଖିପାରୁଛେ
02:30 ମଡ୍ୟୁଲ୍ସ ଅନେକ ଜିନିଷ କରିଥାଏ
02:33 ଗୋଟିଏ ମଡ୍ୟୁଲ୍, Content Typeରେ Field ଆଡ୍ କରିପାରେ. ଅନ୍ୟଏକ ମଡ୍ୟୁଲ୍, ଆମର ସମଗ୍ର ୱେବ୍ ସାଇଟ୍ ପାଇଁ ସମ୍ପୂର୍ଣ୍ଣ Voting System ଆଡ୍ କରିପାରେ
02:45 କିନ୍ତୁ, ଆମେ କେବଳ ଏପରି ଏକ ମଡ୍ୟୁଲ୍ ବ୍ୟବହାର କରିବା, ଯାହା Drupalର ଏହି ଭର୍ସନ୍ ସହିତ ଅନୁକୂଳ ହୋଇଥିବ
02:51 ଆଉ ତେଣୁ, ଆମକୁ drupal.org/project/modulesରେ ସବୁବେଳେ ଏଠାରେ ଆମର ମଡ୍ୟୁଲଗୁଡ଼ିକୁ ଫିଲ୍ଟର୍ କରିବାକୁ ପଡ଼ିବ
03:03 ସେଗୁଡ଼ିକୁ ଫିଲ୍ଟର୍ କଲେ, ସେଗୁଡ଼ିକ ସର୍ବଦା ଲୋକପ୍ରିୟତା କ୍ରମରେ ତାଲିକାଭୁକ୍ତ ହୋଇଥାଏ
03:09 ପ୍ରଥମ ତିନୋଟି କିମ୍ୱା ଚାରୋଟୋ ପେଜ୍ ରେ, ସବୁଠାରୁ ଲୋକପ୍ରିୟ ମଡ୍ୟୁଲ୍ସ ରହିଛି. ଯାହାର ଅର୍ଥ, ସେଗୁଡ଼ିକ ସବୁଠାରୁ ଅଧିକ ବ୍ୟବହୃତ ହୁଏ ଓ ସବୁଠାରୁ ଅଧିକ ଉପଯୋଗୀ ଅଟେ
03:21 ସଂକ୍ଷିପ୍ତରେ, Modules ଫିଚର୍ସ ଆଡ୍ କରେ ଓ drupal.orgରେ ଅନେକ ମଡ୍ୟୁଲ୍ସ ମାଗଣାରେ ଉପଲବ୍ଧ ଅଛି
03:30 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. Extend ଉପରେ କ୍ଲିକ୍ କରି ତଳକୁ ସ୍କ୍ରୋଲ୍ କରନ୍ତୁ
03:38 ଏଠାରେ ଆମ ପାଖରେ କିଛି ମଡ୍ୟୁଲ୍ସ ଅଛି, ଯାହା Drupalରେ ଡିଫଲ୍ଟ ଭାବରେ ଆସେ. କିନ୍ତୁ, ସେଗୁଡ଼ିକ ଆଗରୁ ON ନଥାଏ
03:48 Book Moduleକୁ ଏନାବଲ୍ କରନ୍ତୁ
03:53 ଆଉ ଟିକିଏ ତଳକୁ ସ୍କ୍ରୋଲ୍ କଲେ ଆମେ, Forum Module ପାଇବା. ତାକୁ ମଧ୍ୟ ON କରନ୍ତୁ
04:01 ଗୋଟିଏ ସମୟରେ ଆମେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ମଡ୍ୟୁଲ୍ସ ON କରିପାରିବା
04:07 ତଳକୁ ସ୍କ୍ରୋଲ୍ କରି Install ଉପରେ କ୍ଲିକ୍ କରନ୍ତୁ
04:12 Book Module ଓ Forum Module ଦୁଇଟି ବହୁତ ଭିନ୍ନ ପ୍ରକାରର ମଡ୍ୟୁଲ୍ସ
04:19 କିନ୍ତୁ, ଉଭୟ ସମ୍ପୂର୍ଣ୍ଣ ନୂଆ Content Type କ୍ରିଏଟ୍ କରନ୍ତି. ଆଉ, Drupalକୁ ଏକ୍ସଟେଣ୍ଡ କରି ସେଥିରେ ଅତିରିକ୍ତ କାର୍ଯ୍ୟକ୍ଷମତା ଆଣନ୍ତି
04:29 ସେ ସବୁ ମଡ୍ୟୁଲ୍ସ ହୋଇଥିବା ସତ୍ତ୍ୱେ Drupal Modules ବହୁତ ଭିନ୍ନ ଜିନିଷ କରିଥାଏ
04:35 ଯେତେବେଳେ ଆପଣ, ନିଜ ସାଇଟ୍ ରେ ନୂଆ ଫିଚର୍ସ ଆଡ୍ କରିବାକୁ ଚାହାଁନ୍ତି, ଯେଉଁଠାରେ ଏହା ଏକ ସମ୍ପୂର୍ଣ୍ଣ ନୂଆ କାର୍ଯ୍ୟକ୍ଷମତା ଅଟେ କିମ୍ୱା କେବଳ ଏକ ନୂଆ Field Type
04:45 Drupal Coreର ବିସ୍ତାର କରିବା ପାଇଁ ଆପଣ ଏକ ମଡ୍ୟୁଲ୍ ଆଡ୍ କରନ୍ତି
04:50 ଏବେ, Structure ଓ Content Types ଉପରେ କ୍ଲିକ୍ କରନ୍ତୁ. ଏଠାରେ ଦୁଇଟି Content Types ରହିଛି - ଗୋଟିଏ Book Page ଓ ଗୋଟିଏ Forum Topic
05:03 Content ଓ ତା’ପରେ Add Content କ୍ଲିକ୍ କରି Book Page Content Type ଯାଞ୍ଚ କରନ୍ତୁ
05:11 Book Page, ଆମ ସାଇଟ୍ ରେ, Chapter, Navigation ଓ ଏକ Bolg ସହିତ ଗୋଟିଏ Book କ୍ରିଏଟ୍ କରିଥାଏ, ଯାହାକୁ ଆମେ ଯେଉଁଠାକୁ ଚାହିଁବା, ନେଇପାରିବା
05:24 Book Pageରେ କ୍ଲିକ୍ କରନ୍ତୁ. ଆମର Drupal Manual ଭାବରେ ଏବେ ଚାଲନ୍ତୁ Title ଟାଇପ୍ କରିବା
05:30 Bodyରେ ଟାଇପ୍ କରନ୍ତୁ: "This is the beginning of our Drupal manual".
05:36 Publication Settingsରେ, ଆମ ପାଖରେ ନୂଆ Settings ଅଛି
05:41 Book Outline ଉପରେ କ୍ଲିକ୍ କରି, Noneରୁ Create a New Book କୁ ବଦଳାନ୍ତୁ. Save and Publishରେ କ୍ଲିକ୍ କରନ୍ତୁ.
05:55 Add Child Page ନାମକ ଏଠାରେ ଏକ ନୂଆ ଲିଙ୍କ୍ ଥିବାର ଦେଖନ୍ତୁ. drupal,orgରେ Documentation ଉପରେ କ୍ଲିକ୍ କରନ୍ତୁ
06:06 ଏବେ, Understanding Drupal ଉପରେ କ୍ଲିକ୍ କଲେ ଆମେ Book Module ଦେଖିବାକୁ ପାଇବା
06:12 ଏଠାରେ, ଡାହାଣପଟେ Navigation ଅଛି. ଏଠାରେ, ପେଜ୍ ଶେଷରେ, ଆହୁରି କିଛି ଅଧିକ Navigation ଅଛି, ଯାହା ନିଜକୁ ନିଜ ଜେନେରେଟ୍ ହୋଇଛି
06:24 ବାମପଟେ, Links ରହିଛି
06:29 Drupal Concept ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ ଆମ ପାଖରେ Navigation ଅଛି
06:34 ଆଉ, ଡାହାଣପଟେ ଥିବା ଆମର Navigation ମଧ୍ୟ ଆମକୁ ଦେଖାଉଛି ଯେ, ଆଗକୁ କ’ଣ ଆସୁଛି
06:42 ଆମେ, Book Module ବ୍ୟବହାର କରି ସମ୍ପୂର୍ଣ୍ଣ ଓ ଜଟିଳ ୟୁଜର୍ ଗାଇଡ୍ କିମ୍ୱା ଯେକୌଣସି ପ୍ରକାରର ବହି ତିଆରି କରିପାରିବା
06:51 ଆମ ୱେବ୍ ସାଇଟ୍ କୁ ଫେରିଯାଇ Add Child Page ଉପରେ କ୍ଲିକ୍ କରନ୍ତୁ
06:57 Titleରେ Installing Drupal ଓ Bodyରେ - This is where we explain how to install Drupal ଟାଇପ୍ କରନ୍ତୁ
07:08 ଦେଖନ୍ତୁ, ତାହା, ଆମେ କ୍ରିଏଟ୍ କରୁଥିବା Drupal Manualରେ ନିଜକୁ ନିଜ ରହିଗଲା. ଏହାର କାରଣ ହେଉଛି, ଆମେ Creat Book Page ଉପରେ କ୍ଲିକ୍ କରିଛେ
07:20 Save and Publishରେ କ୍ଲିକ୍ କରନ୍ତୁ.
07:23 ଆମେ ଦେଖିପାରୁଛେ ଯେ, Navigation ଆମ ପାଇଁ ଆପେ ଆପେ ଜେନେରେଟ୍ ହୋଇଛି
07:29 Up କ୍ଲିକ୍ କରନ୍ତୁ. ଏହା ଆମକୁ Main Levelକୁ ନେଇଯାଏ. ମନେପକାନ୍ତୁ - ପୂର୍ବେ ମୁଁ ଉଲ୍ଲେଖ କରିଥିଲି କି ଏହା ସହିତ ଗୋଟିଏ Block ଉପଲବ୍ଧ ଅଛି
07:41 Structure ଓ Block Layout ଉପରେ କ୍ଲିକ୍ କରନ୍ତୁ.
07:45 Sidebar Firstରେ Blockକୁ ରଖନ୍ତୁ. Place Block କ୍ଲିକ୍ କରନ୍ତୁ, ଆଉ ଦେଖନ୍ତୁ ଆମ ପାଖରେ Book Navigation Menu ଅଛି
07:56 Place Block କ୍ଲିକ୍ କରନ୍ତୁ. ତା’ପରେ Save Block ଉପରେ କ୍ଲିକ୍ କରନ୍ତୁ.
08:01 Save Blocks କ୍ଲିକ୍ କରି ଆମ ସାଇଟ୍ କୁ ଫେରିଚାଲନ୍ତୁ. ଏଠାରେ ଆମର Book Navigation, Drupal, Manual ଓ Installing Drupal ଅଛି
08:14 ଆମେ, ନୂଆ Child Pages ଆଡ୍ କଲେ ଏହା, ଆବଶ୍ୟକତା ଅନୁସାରେ ଭାଙ୍ଗିବ ଓ ବଢ଼ିବ
08:21 ପୁଣିଥରେ ମୁଁ ଆପଣଙ୍କୁ ମନେପକାଇଦେଉଛି drupal.orgକୁ ଯାଆନ୍ତୁ, User Manual କିମ୍ୱା Documentation ମାଧ୍ୟମରେ ବ୍ରାଉଜ୍ କରନ୍ତୁ, ଯାହା ଏପରି କରିବା ପାଇଁ Book Module ବ୍ୟବହାର କରେ
08:35 ଯଦି ଏହିପରି କଣ୍ଟେଣ୍ଟ ଆପଣଙ୍କ ୱେବ୍ ସାଇଟ୍ ରେ ଦରକାର, ତେବେ ଏହା ବହୁତ ଶକ୍ତିଶାଳୀ. ଆପଣ, Title ଓ Body ପର୍ଯ୍ୟନ୍ତ ସୀମିତ ନୁହଁନ୍ତି
08:47 Book Module ସହିତ ଆସୁଥିବା Content Typeରେ ଆପଣ Fields ଆଡ୍ କରିପାରିବେ
08:53 ଯଦି ଗୋଟିଏ ୱେବ୍ ସାଇଟ୍ ରେ Forum ଥିଲେ ଲାଭ ମିଳେ, ତେବେ Forum Module ପ୍ରକୃତରେ ସାହାଯ୍ୟକାରୀ
09:01 ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
09:07 Forum Module ପ୍ରକୃତରେ Forum Topic ନାମକ ଏକ ନୂଆ Content Type କ୍ରିଏଟ୍ କରେ
09:13 ଏହିଗୁଡ଼ିକ ହେଉଛି ଫିଲ୍ଡଯୋଗ୍ୟ, ଯାହାର ଅର୍ଥ ହେଉଛି ଆମେ କେବଳ Title ଓ Bodyରେ ସୀମିତ ନୁହେଁ
09:21 Forum Topic ଉପରେ କ୍ଲିକ୍ କରନ୍ତୁ. ଏକ ନୂଆ Forum Topic ଏଣ୍ଟର୍ କରନ୍ତୁ, ଯେପରି Learning Drupal. Forumsରେ ତାହାକୁ General Discussionରେ ରଖନ୍ତୁ
09:35 ତା’ପରେ Bodyରେ ଏଣ୍ଟର୍ କରନ୍ତୁ - Hi, I'm just learnign Drupal. Can someone help me?
09:42 Save and Publishରେ କ୍ଲିକ୍ କରନ୍ତୁ.
09:45 ଏବେ, ଯେହେତୁ ଏହା Forum Content Typeରେ ଅଛି, ଜଣେ Comments ଆଡ୍ କରି ଉତ୍ତର ଦେଇପାରିବ
09:53 ଏକ Comment ଆଡ୍ କରନ୍ତୁ - Sure I can Help. You should just read everything at Drupalville! ଓ ତା’ପରେ Saveରେ କ୍ଲିକ୍ କରନ୍ତୁ.
10:07 ଆମେ, Super User ଭାବେ ଲଗ୍ ଇନ୍ କରିଥିବାରୁ, ଏହିସବୁ ନିଜକୁ ନିଜ ଆପ୍ରୁଭ୍ ହୋଇଗଲା
10:14 ଯଦି ଆମେ General Discussion ଉପରେ କ୍ଲିକ୍ କରିବା, ତେବେ ଆମ ପାଖରେ ଗୋଟିଏ General Discussion ଅଛି
10:21 Learning Drupal କୁହାଯାଉଥିବା Forum Topicରେ 1ଟି Comment ଅଛି
10:25 ଏବେ, ଯଦି ଆମେ Comment ଉପରେ କ୍ଲିକ୍ କରିବା, ତେବେ ଆମେ Comments ଆଡ୍ କରିବା ଜାରି ରଖିପାରିବା. ଏହିପରି ଆମେ, ସମସ୍ତ ପ୍ରକାରର Forums କ୍ରିଏଟ୍ କରିପାରିବା
10:37 Forum ଉପରେ କ୍ଲିକ୍ କରନ୍ତୁ
10:41 ଆପଣ ଏଠାରେ କ୍ଲିକ୍ କରି ଏକ ନୂଆ Forum Topic ଆଡ୍ କରିପାରିବେ, ଯାହା General Discussionରେ ରହିବ. କିନ୍ତୁ, Administrator ଭାବରେ, ଏହି ଗୋଟିକ ବ୍ୟତୀତ ଆପଣ ଅଧିକ Forums ଚାହିଁପାରନ୍ତି
10:55 ତେଣୁ, ଚାଲନ୍ତୁ ସେପରି କରିବା. Structure ଉପରେ କ୍ଲିକ୍ କରି Forums ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, ନୂଆ Forums ଓ ନୂଆ Containers ଆଡ୍ କରିପାରିବା
11:07 ଯଦି ମୁଁ ଏକ Forum ଆଡ୍ କରିବାକୁ ଚାହିଁବି, ତେବେ ତାହା କରିପାରିବି, ଆଉ ମୋର ଇଚ୍ଛାନୁସାରେ ସେଗୁଡ଼ିକୁ ପୁନଃବ୍ୟବସ୍ଥିତ କରିପାରିବି
11:18 Contentକୁ ଓ ତା’ପରେ Add Content ଓ Forum Topicକୁ ଫେରିଆସନ୍ତୁ. ଏବେ, ଅନ୍ୟ Forumsରେ ରଖିବା ପାଇଁ ମୋ ପାଖରେ ବିକଳ୍ପ ଅଛି
11:31 ଏହିପରି ଭାବେ ଆମେ, ଆମର Drupal ୱେବ୍ ସାଇଟ୍ ରେ ଏକ ସୁନ୍ଦର Forumକୁ ବ୍ୟବସ୍ଥିତ କରିପାରିବା
11:38 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Drupalର ପରିଚୟ Book Module ଓ Forum Module
12:05 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:16 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
12:49 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep