Difference between revisions of "Java/C2/Creating-object/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(One intermediate revision by the same user not shown) | |||
Line 9: | Line 9: | ||
|00:05 | |00:05 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
− | + | ରେଫରେନ୍ସ ଭେରିଏବଲ୍ସ | |
− | + | Objects ତିଆରି କରିବା | |
− | + | Objects ପାଇଁ ମେମୋରୀ ଆବଣ୍ଟିତ କରିବା | |
|- | |- | ||
|00:13 | |00:13 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | Ubuntu 11.10 | |
− | + | JDK 1.6 ଓ | |
− | + | Eclipse 3.7.0 | |
|- | |- | ||
Line 43: | Line 43: | ||
|- | |- | ||
|00:52 | |00:52 | ||
− | | | + | | ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ |
|- | |- | ||
|00:55 | |00:55 | ||
− | | | + | | ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ |
|- | |- | ||
Line 55: | Line 55: | ||
|- | |- | ||
|01:04 | |01:04 | ||
− | | | + | | ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ |
|- | |- | ||
|01:08 | |01:08 | ||
− | | | + | | Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ |
|- | |- | ||
Line 223: | Line 223: | ||
|- | |- | ||
|06:34 | |06:34 | ||
− | | | + | | ରେଫରେନ୍ସ ଭେରିଏବଲ୍ସ,ନୂଆ ଅପରେଟର୍ ବ୍ୟବହାର କରି Object କ୍ରିଏଟ୍ କରିବା |
− | + | ||
− | + | ||
− | + | ||
|- | |- | ||
|06:38 | |06:38 | ||
− | | | + | | ଓ ସନ୍ଦର୍ଭ ଆବଣ୍ଟିତ କରିବା |
|- | |- | ||
|06:41 | |06:41 | ||
| ସ୍ୱ-ମୂଲ୍ୟାଙ୍କନ ପାଇଁ | | ସ୍ୱ-ମୂଲ୍ୟାଙ୍କନ ପାଇଁ | ||
+ | |||
|- | |- | ||
|06:43 | |06:43 | ||
| TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ | | TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ | ||
+ | |||
|- | |- | ||
|06:46 | |06:46 | ||
Line 244: | Line 244: | ||
|06:52 | |06:52 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | ||
+ | |||
|- | |- | ||
|06:55 | |06:55 | ||
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ '''http://spoken-tutorial.org/What_is_a_Spoken_Tutorial'''. | ||
+ | |||
|- | |- | ||
|06:58 | |06:58 | ||
Line 278: | Line 280: | ||
|07:24 | |07:24 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|07:31 | |07:31 | ||
− | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | + | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
− | http://spoken-tutorial.org/NMEICT-Intro | + | |
|- | |- | ||
|07:40 | |07:40 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
|- | |- |
Latest revision as of 17:12, 7 April 2017
Time | Narration |
00:01 | Creating Objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
ରେଫରେନ୍ସ ଭେରିଏବଲ୍ସ Objects ତିଆରି କରିବା Objects ପାଇଁ ମେମୋରୀ ଆବଣ୍ଟିତ କରିବା |
00:13 | ଏଠାରେ ଆମେ ବ୍ୟବହାର କରୁଛୁ:
Ubuntu 11.10 JDK 1.6 ଓ Eclipse 3.7.0 |
00:23 | ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣ, Eclipse ବ୍ୟବହାର କରି ଏକ ସରଳ Class କ୍ରିଏଟ୍ କରିବା ଜାଣିଥିବା ନିହାତି ଆବଶ୍ୟକ |
00:29 | ଯଦି ନାହିଁ, ତେବେ ଦୟାକରି ନିମ୍ନ ଲିଙ୍କରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଦେଖନ୍ତୁ.
spoken ହାଇଫେନ୍ (-) tutorial ଡଟ୍ (.) org |
00:38 | ଆମେ ଜାଣିଛେ ଯେ, Variables ଓ Methods ଏକାଠି ମିଶି ଗୋଟିଏ Classର ମେମ୍ୱର୍ସ ଗଠନ କରନ୍ତି |
00:43 | ଗୋଟିଏ Classର ମେମ୍ୱର୍ସ ଆକ୍ସେସ୍ କରିବାକୁ, ଆମକୁ, Class ପାଇଁ ଏକ Object ତିଆରି କରିବା ଦରକାର |
00:48 | ଗୋଟିଏ Object କ’ଣ, ଏବେ ଚାଲନ୍ତୁ ଦେଖିବା |
00:52 | ଅବଜେକ୍ଟ କ୍ଲାସ୍ ର ଏକ Instance ଅଟେ |
00:55 | ପ୍ରତ୍ୟେକ ଅବଜେକ୍ଟରେ State ଓ Behavior ଥାଏ |
00:58 | ଆମେ, ପୂର୍ବ ଟ୍ୟୁଟୋରିଆଲ୍ ରେ ଆଲୋଚନା କରିଥିବା ମାନବ Class ଉଦାହରଣ ମନେପକାନ୍ତୁ |
01:04 | ଅବଜେକ୍ଟ, Fields କିମ୍ୱା Variablesରେ ନିଜର State ଷ୍ଟୋର୍ କରିଥାଏ |
01:08 | Methods ମାଧ୍ୟମରେ ଏହା ନିଜର Behavior ଦର୍ଶାଇଥାଏ |
01:11 | ଏବେ, Reference Variables ବିଷୟରେ ଜାଣିବା |
01:15 | ଆମେ, Javaରେ 8ଟି Primitive ଡେଟା ଟାଇପ୍ ବିଷୟରେ ଜାଣିଛେ |
01:19 | Primitives ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର Objectsକୁ ସନ୍ଦର୍ଭିତ କରନ୍ତି |
01:23 | Objectsକୁ ସନ୍ଦର୍ଭିତ କରୁଥିବା Variables ହେଉଛି Reference Variables |
01:28 | Student Classକୁ ଫେରିଚାଲନ୍ତୁ, ଯାହାକୁ ଆମେ ପୂର୍ବ ଟ୍ୟୁଟୋରିଆଲ୍ ରେ କ୍ରିଏଟ୍ କରିସାରିଛେ |
01:37 | ମୁଁ ଏବେ, ଏହି Classରୁ Main Method କାଢ଼ିଦେଉଛି |
01:49 | Ctrl ଓ Sକୁ ଏକାସାଙ୍ଗରେ ଦାବି ଏବେ ଫାଇଲ୍ କୁ Save କରନ୍ତୁ |
01:55 | ବର୍ତ୍ତମାନ, TestStudent ନାମରେ, ସେହି Project ଭିତରେ ଆଉ ଏକ Class କ୍ରିଏଟ୍ କରନ୍ତୁ |
02:00 | ମୁଁ ତାହା ତିଆରି କରିସାରିଛି |
02:03 | ଏହି Classରେ ମୋ ପାଖରେ Main Method ଅଛି |
02:06 | Main Method ଭିତରେ ମୁଁ ଏବେ Student Classର ଏକ Object କ୍ରିଏଟ୍ କରିବି |
02:11 | ସେଥିପାଇଁ, Main Method ଭିତରେ ଟାଇପ୍ କରନ୍ତୁ: |
02:17 | Student ସ୍ପେସ୍ stud1 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍ |
02:34 | ଏହିଭଳି ଆମେ, Student Classର ଏକ Object କ୍ରିଏଟ୍ କଲେ |
02:37 | ଏଠାରେ, Student ହେଉଛି Classର ନାମ, ଯେଉଁଥିପାଇଁ Object କ୍ରିଏଟ୍ କରାଯିବ |
02:47 | stud1 ହେଉଛି ଏକ reference variable, ଯାହା Student Classର ଗୋଟିଏ Objectକୁ ସନ୍ଦର୍ଭିତ କରିଥାଏ |
02:53 | ଏବଂ କ୍ରିଏଟ୍ ହେବାକୁ ଥିବା ନୂଆ Object ପାଇଁ New କୀୱର୍ଡ ସ୍ପେସ୍ ଦେଇଥାଏ |
02:59 | ଦୟାକରି ଧ୍ୟାନଦିଅନ୍ତୁ ଯେ, stud1, Student Classର Object ନୁହେଁ |
03:03 | ଏହା କେବଳ, କ୍ରିଏଟ୍ ହୋଇଥିବା ନୂଆ Objectର ସନ୍ଦର୍ଭକୁ ରଖିଥାଏ |
03:09 | stud1ରେ କ’ଣ ରହିଛି, ଏବେ ଚାଲନ୍ତୁ ଦେଖିବା |
03:13 | ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ stud1 contains ସ୍ପେସ୍ ପ୍ଲସ stud1 ଓ ତା’ପରେ ସେମିକଲନ୍ |
03:44 | ଏବେ TestStudent dot java ଫାଇଲ୍ କୁ ସେଭ୍ କରି Run କରନ୍ତୁ |
03:53 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: |
03:56 | ତେଣୁ ଏଠାରେ, କ୍ରିଏଟ୍ ହୋଇଥିବା ନୂଆ Objectର Class ନାମ ହେଉଛି Student |
04:03 | ଦ୍ୱିତୀୟ ଭାଗ ହେଉଛି, କ୍ରିଏଟ ହୋଇଥିବା ନୂଆ Objectର Memory Address |
04:08 | ଆମେ, stud1 ବ୍ୟବହାର କରି Student Classର Fields ଓ Methods ଆକ୍ସେସ୍ କରିପାରିବା |
04:15 | ଆମେ ସେଗୁଡ଼ିକ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ସରେ ଶିଖିବା |
04:18 | ମୁଁ ଏବେ, Student Classର ଆଉ ଗୋଟିଏ Object କ୍ରିଏଟ୍ କରିବି |
04:24 | ତେଣୁ, ମୁଁ ଟାଇପ୍ କରିବି: Student ସ୍ପେସ୍ stud2 ଇକ୍ୱାଲ୍ ଟୁ new ସ୍ପେସ୍ Student ଓପନିଙ୍ଗ୍ ଓ କ୍ଲୋଜିଙ୍ଗ୍ ବ୍ରାକେଟ୍ସ ସେମିକୋଲନ୍ |
04:47 | ଏବେ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍ System ଡଟ୍ out ଡଟ୍ println ବ୍ରାକେଟ୍ସ ଓ ଡବଲ୍ କ୍ୱୋଟ୍ସ ଭିତରେ stud2 contains ସ୍ପେସ୍ ପ୍ଲସ stud2 ଓ ତା’ପରେ ସେମିକଲନ୍ |
05:19 | ଏବେ ଏହି ଫାଇଲ୍ କୁ ସେଭ୍ ଓ ରନ୍ କରନ୍ତୁ |
05:25 | ଆମେ ଦେଖିପାରୁଛେ ଯେ, stud1 ଓ stud2, ଦୁଇଟି ଭିନ୍ନ Objectsକୁ ସନ୍ଦର୍ଭିତ କରୁଛନ୍ତି |
05:31 | ଅର୍ଥାତ୍, stud1 ଓ stud2, ଦୁଇଟି ଭିନ୍ନ Studentsକୁ ସନ୍ଦର୍ଭିତ କରୁଛନ୍ତି |
05:37 | ସେମାନଙ୍କର ଭିନ୍ନ Roll Number ଓ Names ଅଛି |
05:44 | ଏବେ, ଆମେ ଏଠାରେ ପରିବର୍ତ୍ତନ କରିପାରିବା |
05:51 | ଏଠାରେ ଟାଇପ୍ କରନ୍ତୁ: Student stud2 ଇକ୍ୱାଲ୍ ଟୁ stud1 |
06:01 | ଏବେ ଏହି ଫାଇଲ୍ କୁ ସେଭ୍ ଓ ରନ୍ କରନ୍ତୁ |
06:06 | ଆମେ ଦେଖିପାରୁଛେ ଯେ, stud1 ଓ stud2, ଦୁଇଟି ସମାନ Objectsକୁ ସନ୍ଦର୍ଭିତ କରୁଛନ୍ତି |
06:12 | ତାହାର ଅର୍ଥ, ଉଭୟ stud1 ଓ stud2, ସମାନ Studentକୁ ରୋଲ୍ ନମ୍ୱର୍ ଓ ନାମ ସହିତ ସନ୍ଦର୍ଭିତ କରୁଛନ୍ତି |
06:31 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: |
06:34 | ରେଫରେନ୍ସ ଭେରିଏବଲ୍ସ,ନୂଆ ଅପରେଟର୍ ବ୍ୟବହାର କରି Object କ୍ରିଏଟ୍ କରିବା |
06:38 | ଓ ସନ୍ଦର୍ଭ ଆବଣ୍ଟିତ କରିବା |
06:41 | ସ୍ୱ-ମୂଲ୍ୟାଙ୍କନ ପାଇଁ |
06:43 | TestEmployee ନାମରେ ଆଉ ଗୋଟିଏ Class କ୍ରିଏଟ୍ କରନ୍ତୁ |
06:46 | emp1 ଭାବରେ Reference Variable ସହିତ Employee Classର ଏକ Object କ୍ରିଏଟ୍ କରନ୍ତୁ |
06:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
06:55 | ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_Tutorial. |
06:58 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:01 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:10 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:14 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:20 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:24 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro |
07:40 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
07:43 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
07:46 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |