Difference between revisions of "Java/C2/For-Loop/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:02 | Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:...") |
PoojaMoolya (Talk | contribs) |
||
(One intermediate revision by the same user not shown) | |||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:02 | |00:02 | ||
| Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:07 | |00:07 | ||
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା | | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା | ||
+ | |||
|- | |- | ||
|00:12 | |00:12 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ | ||
− | + | Ubuntu 11.10 | |
− | + | JDK 1.6 ଓ | |
− | + | Eclipse 3.7 | |
+ | |||
|- | |- | ||
|00:24 | |00:24 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ | | ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ | ||
+ | |||
|- | |- | ||
|00:32 | |00:32 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [http://spoken-tuitorial.org] | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [http://spoken-tuitorial.org] | ||
+ | |||
|- | |- | ||
|00:40 | |00:40 | ||
| ଏହା ହେଉଛି For Loopର ସିଣ୍ଟାକ୍ସ | | ଏହା ହେଉଛି For Loopର ସିଣ୍ଟାକ୍ସ | ||
+ | |||
|- | |- | ||
|00:44 | |00:44 | ||
| ଏଥିରେ ରହିଛି Initialization, Loop Condition ଓ Increment | | ଏଥିରେ ରହିଛି Initialization, Loop Condition ଓ Increment | ||
+ | |||
|- | |- | ||
|00:51 | |00:51 | ||
| ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ | | ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ | ||
+ | |||
|- | |- | ||
|01:00 | |01:00 | ||
| ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା | | ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା | ||
+ | |||
|- | |- | ||
|01:04 | |01:04 | ||
| Eclipseକୁ ଯାଆନ୍ତୁ | | Eclipseକୁ ଯାଆନ୍ତୁ | ||
+ | |||
|- | |- | ||
|01:07 | |01:07 | ||
| ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି | | ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି | ||
+ | |||
|- | |- | ||
|01:12 | |01:12 | ||
| ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା | | ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା | ||
+ | |||
|- | |- | ||
|01:17 | |01:17 | ||
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍ | | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍ | ||
+ | |||
|- | |- | ||
|01:24 | |01:24 | ||
| ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1 | | ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1 | ||
+ | |||
|- | |- | ||
|01:45 | |01:45 | ||
| ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ | | ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ | ||
+ | |||
|- | |- | ||
|01:53 | |01:53 | ||
| Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0 | | Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0 | ||
+ | |||
|- | |- | ||
|01:58 | |01:58 | ||
| ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ | | ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ | ||
+ | |||
|- | |- | ||
|02:05 | |02:05 | ||
| i<10 ହେଉଛି Loop Running Condition | | i<10 ହେଉଛି Loop Running Condition | ||
+ | |||
|- | |- | ||
|02:09 | |02:09 | ||
| ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ | | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ | ||
+ | |||
|- | |- | ||
|02:14 | |02:14 | ||
| ଅନ୍ୟଥା, ତାହା ଅଣଦେଖା ହୋଇଯିବ | | ଅନ୍ୟଥା, ତାହା ଅଣଦେଖା ହୋଇଯିବ | ||
+ | |||
|- | |- | ||
|02:17 | |02:17 | ||
| ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ | | ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ | ||
+ | |||
|- | |- | ||
|02:25 | |02:25 | ||
| ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି | | ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି | ||
+ | |||
|- | |- | ||
|02:32 | |02:32 | ||
| ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ | | ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ | ||
+ | |||
|- | |- | ||
|02:35 | |02:35 | ||
| ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ | | ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ | ||
+ | |||
|- | |- | ||
|02:42 | |02:42 | ||
| ଏବେ, i ସହିତ କିଛି କରିବା | | ଏବେ, i ସହିତ କିଛି କରିବା | ||
+ | |||
|- | |- | ||
|02:46 | |02:46 | ||
| ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ | | ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ | ||
+ | |||
|- | |- | ||
|02:49 | |02:49 | ||
| କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i | | କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i | ||
+ | |||
|- | |- | ||
|03:06 | |03:06 | ||
| ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ | | ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ | ||
+ | |||
|- | |- | ||
|03:11 | |03:11 | ||
| ଆଉଟପୁଟ୍ ଦେଖିବା | | ଆଉଟପୁଟ୍ ଦେଖିବା | ||
+ | |||
|- | |- | ||
|03:13 | |03:13 | ||
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ | | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ | ||
+ | |||
|- | |- | ||
|03:17 | |03:17 | ||
| ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ | | ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ | ||
+ | |||
|- | |- | ||
|03:23 | |03:23 | ||
| ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି | | ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି | ||
+ | |||
|- | |- | ||
|03:28 | |03:28 | ||
| ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି | | ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି | ||
+ | |||
|- | |- | ||
|03:37 | |03:37 | ||
| ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର | | ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର | ||
+ | |||
|- | |- | ||
|03:42 | |03:42 | ||
| i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ | | i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ | ||
+ | |||
|- | |- | ||
|03:48 | |03:48 | ||
| ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ | | ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ | ||
+ | |||
|- | |- | ||
|03:54 | |03:54 | ||
| ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ | | ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ | ||
+ | |||
|- | |- | ||
|04:03 | |04:03 | ||
− | | ଟାଇପ୍ କରନ୍ତୁ: | + | | ଟାଇପ୍ କରନ୍ତୁ: ,if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 |
− | + | ||
− | + | ||
− | + | ||
|- | |- | ||
|04:32 | |04:32 | ||
| ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ | | ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ | ||
+ | |||
|- | |- | ||
|04:38 | |04:38 | ||
| ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା | | ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା | ||
+ | |||
|- | |- | ||
|04:50 | |04:50 | ||
| ଏବେ ଆଉଟପୁଟ୍ ଦେଖିବା | | ଏବେ ଆଉଟପୁଟ୍ ଦେଖିବା | ||
+ | |||
|- | |- | ||
|04:52 | |04:52 | ||
| ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ | | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ | ||
+ | |||
|- | |- | ||
|04:56 | |04:56 | ||
| ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ | | ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ | ||
+ | |||
|- | |- | ||
|05:11 | |05:11 | ||
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ | ||
+ | |||
|- | |- | ||
|05:14 | |05:14 | ||
| ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ | | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ | ||
+ | |||
|- | |- | ||
|05:20 | |05:20 | ||
| ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ | | ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ | ||
+ | |||
|- | |- | ||
|05:29 | |05:29 | ||
| ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ | | ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ | ||
+ | |||
|- | |- | ||
|05:36 | |05:36 | ||
| ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ | | ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ | ||
+ | |||
|- | |- | ||
|05:40 | |05:40 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | ||
+ | |||
|- | |- | ||
|05:42 | |05:42 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial? | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial? | ||
+ | |||
|- | |- | ||
|05:49 | |05:49 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|05:56 | |05:56 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, | ||
+ | |||
|- | |- | ||
|06:01 | |06:01 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. | ||
+ | |||
|- | |- | ||
|06:04 | |06:04 | ||
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | ||
+ | |||
|- | |- | ||
|06:10 | |06:10 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|06:20 | |06:20 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | ||
+ | |||
|- | |- | ||
|06:28 | |06:28 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |
|} | |} |
Latest revision as of 16:44, 7 April 2017
Time | Narration |
00:02 | Javaରେ For Loop ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିବା |
00:12 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
00:24 | ଏହି ଟ୍ୟୁଟୋରିଆଲ୍ ପାଇଁ, Javaରେ ଆପଣଙ୍କର Relational Operators ଓ If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ [1] |
00:40 | ଏହା ହେଉଛି For Loopର ସିଣ୍ଟାକ୍ସ |
00:44 | ଏଥିରେ ରହିଛି Initialization, Loop Condition ଓ Increment |
00:51 | ତା’ପରେ ଏଥିରେ ରହିଛି For Block, ଯାହା Loop Condition, True ହେବା ପର୍ଯ୍ୟନ୍ତ ନିଷ୍ପାଦନ କରୁଥାଏ |
01:00 | ଏବେ, Eclipseରେ ଗୋଟିଏ ଉଦାହରଣ ଦେଖିବା |
01:04 | Eclipseକୁ ଯାଆନ୍ତୁ |
01:07 | ଆମ ପାଖରେ ପୂର୍ବରୁ, ForLoopDemo ନାମକ ଗୋଟିଏ Class ଅଛି |
01:12 | ଏବେ ଚାଲନ୍ତୁ, Main Method ଭିତରେ For Loop ଯୋଡ଼ିବା |
01:17 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int i ସେମିକଲନ୍ |
01:24 | ତା’ପରେ, for ପାରେନ୍ଥେସେସ୍ ମଧ୍ୟରେ i ଇକ୍ୱାଲ୍ ଟୁ 0 ସେମିକଲନ୍ i ଲେସ୍ ଦ୍ୟାନ୍ 10 ସେମିକଲନ୍ i ଇକ୍ୱାଲ୍ ଟୁ i ପ୍ଲସ୍ 1 |
01:45 | ଏହି ଷ୍ଟେଟମେଣ୍ଟ, Loop କିପରି ଆଗକୁ ବଢ଼ିବ, ତାହା ନିର୍ଦ୍ଧାରିତ କରିଥାଏ |
01:53 | Loop ପାଇଁ ଆରମ୍ଭ କଣ୍ଡିଶନ୍ ହେଉଛି i = 0 |
01:58 | ଭେରିଏବଲ୍ ଆରମ୍ଭ ହେବାକୁ ଏହି କଣ୍ଡିଶନ୍ ଅନୁମତି ଦେଇଥାଏ |
02:05 | i<10 ହେଉଛି Loop Running Condition |
02:09 | ଯଦି କଣ୍ଡିଶନ୍ True ହୋଇଥାଏ, ତେବେ For Block ନିଷ୍ପାଦିତ ହେବ |
02:14 | ଅନ୍ୟଥା, ତାହା ଅଣଦେଖା ହୋଇଯିବ |
02:17 | ତାହାର ଅର୍ଥ, ଯେତେବେଳେ i, 10ଠାରୁ ଅଧିକ କିମ୍ୱା ସମାନ ହୋଇଯିବ, Blockଟି ନିଷ୍ପାଦିତ ହେବନାହିଁ |
02:25 | ତା’ପରେ, i = i+1 କୁହେ ଯେ, କିପରି Loop Variable ବଦଳିବାକୁ ଯାଉଛି |
02:32 | ଏଠାରେ, iର ଭାଲ୍ୟୁ 0 ସହିତ ଆରମ୍ଭ ହୁଏ |
02:35 | ଏହା Loopର ପ୍ରତ୍ୟେକ ଚକ୍ର ପାଇଁ 1 ବଢ଼ାଇଥାଏ, ଯେପର୍ଯ୍ୟନ୍ତ ତାହା 10 ହୋଇନାହିଁ |
02:42 | ଏବେ, i ସହିତ କିଛି କରିବା |
02:46 | ତେଣୁ, କର୍ଲୀ ବ୍ରାକେଟ୍ ଖୋଲନ୍ତୁ ଓ ବନ୍ଦ କରନ୍ତୁ |
02:49 | କର୍ଲୀ ବ୍ରାକେଟ୍ ଭିତରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ଓ ପ୍ରିଣ୍ଟ କରନ୍ତୁ i into i |
03:06 | ଏହା, 0 ରୁ 9 ପର୍ଯ୍ୟନ୍ତ ପ୍ରତ୍ୟେକ ସଂଖ୍ୟାର ବର୍ଗ ପ୍ରିଣ୍ଟ କରିବ |
03:11 | ଆଉଟପୁଟ୍ ଦେଖିବା |
03:13 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
03:17 | ଆମେ ଦେଖିପାରୁଛେ ଯେ, Loop, 0 ରୁ 9 ପର୍ଯ୍ୟନ୍ତ ସଂଖ୍ୟାରେ ସଂଚାଳିତ ହୋଇଥାଏ |
03:23 | ପ୍ରତ୍ୟେକ ଚକ୍ରରେ ସଂଖ୍ୟାର ବର୍ଗ ପ୍ରିଣ୍ଟ ହୋଇଯାଇଛି |
03:28 | ଏବେ, ସମସ୍ତ 2 ଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକୁ ପ୍ରିଣ୍ଟ କରିବା, ଯାହା 3 କିମ୍ୱା 5ର ଗୁଣକ ଅଟନ୍ତି |
03:37 | ତେଣୁ, iର 10 ରୁ 99 ପର୍ଯ୍ୟନ୍ତ ଭାଲ୍ୟୁ ରହିବା ଦରକାର |
03:42 | i ଇକ୍ୱାଲ୍ ଟୁ 0 କୁ ବଦଳାଇ i ଇକ୍ୱାଲ୍ ଟୁ 10 କରନ୍ତୁ |
03:48 | ଏବଂ i ଲେସ୍ ଦ୍ୟାନ୍ 10 କୁ ବଦଳାଇ i ଲେସ୍ ଦ୍ୟାନ୍ 100 କରନ୍ତୁ |
03:54 | ତା’ପରେ କର୍ଲୀ ବ୍ରାକେଟ୍ ମଧ୍ୟରେ ଆମେ, ସଂଖ୍ୟା ପ୍ରିଣ୍ଟ କରିବା, ଯଦି ତାହା କେବଳ 3 କିମ୍ୱା 5ର ଗୁଣକ ହୋଇଥିବ |
04:03 | ଟାଇପ୍ କରନ୍ତୁ: ,if ବ୍ରାକେଟ୍ସ ମଧ୍ୟରେ i mod 3 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 କିମ୍ୱା ବ୍ରାକେଟ୍ ମଧ୍ୟରେ i mod 5 ଇକ୍ୱାଲ୍ ଇକ୍ୱାଲ୍ ଟୁ 0 |
04:32 | ଏହି ଷ୍ଟେଟମେଣ୍ଟ ଯାଞ୍ଚ କରେ ଯେ i, 3 କିମ୍ୱା 5 ଦ୍ୱାରା ବିଭାଜ୍ୟ କି ନୁହେଁ |
04:38 | ତା’ପରେ, କର୍ଲୀ ବ୍ରାକେଟ୍ ଭିତରେ ଆମେ, i ର ଭାଲ୍ୟୁ ପ୍ରିଣ୍ଟ କରିବା |
04:50 | ଏବେ ଆଉଟପୁଟ୍ ଦେଖିବା |
04:52 | ପ୍ରୋଗ୍ରାମ୍ କୁ ସେଭ୍ କରି Run କରନ୍ତୁ |
04:56 | ଆମେ ଦେଖିପାରୁଛେ ଯେ, ସଂଖ୍ୟାଗୁଡ଼ିକ 3 କିମ୍ୱା 5ର ଗୁଣକ ଅଟନ୍ତି. ଏହିପରି ଭାବେ ଆମେ Javaରେ For Loop ବ୍ୟବହାର କରେ |
05:11 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
05:14 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ For Loopର ବ୍ୟବହାର ଶିଖିଲେ |
05:20 | ଏକ ଆସାଇନମେଣ୍ଟ ଭାବେ, ଏକ ତିନି ଅଙ୍କ ବିଶିଷ୍ଟ ସଂଖ୍ୟାକୁ Armstrong Number କୁହାଯାଏ, ଯଦି ଏହା, ନିଜ ଅଙ୍କଗୁଡ଼ିକର ଘନର ଯୋଗ ସହିତ ସମାନ ହୋଇଥିବ |
05:29 | ଉଦାହରଣସ୍ୱରୂପ, 153 ଇଜ୍ ଇକ୍ୱାଲ୍ ଟୁ 1ର ଘନ ଯୁକ୍ତ 5ର ଘନ ଯୁକ୍ତ 3ର ଘନ |
05:36 | ଏହିପରି ସମସ୍ତ 3 ଅଙ୍କ ବିଶିଷ୍ଟ ସଂଖ୍ୟା ବାହାର କରନ୍ତୁ |
05:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
05:42 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. spoken-tuitorial.org/What_is_a_Spoken-Tuitorial? |
05:49 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
05:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
06:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
06:04 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
06:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଓ ଏହା ଭାରତ ସରକାରଙ୍କ MHRD, ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
06:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
06:28 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |