Difference between revisions of "Java/C2/Nested-if/Oriya"

From Script | Spoken-Tutorial
Jump to: navigation, search
 
(One intermediate revision by the same user not shown)
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
 
|00:02
 
|00:02
 
| Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲ୍ ର ଶେଷରେ ଆପଣ ସକ୍ଷମ ହେବା ଉଚିତ:
 
| ଏହି ଟ୍ୟୁଟୋରିଆଲ୍ ର ଶେଷରେ ଆପଣ ସକ୍ଷମ ହେବା ଉଚିତ:
* Nested If ଷ୍ଟେଟମେଣ୍ଟ ଓ Ternary Operators ବର୍ଣ୍ଣନା କରିବାକୁ ଓ  
+
Nested If ଷ୍ଟେଟମେଣ୍ଟ ଓ Ternary Operators ବର୍ଣ୍ଣନା କରିବାକୁ ଓ  
* ଏକ Java ପ୍ରୋଗ୍ରାମରେ ସେଗୁଡ଼ିକ ବ୍ୟବହାର କରିବାକୁ
+
ଏକ Java ପ୍ରୋଗ୍ରାମରେ ସେଗୁଡ଼ିକ ବ୍ୟବହାର କରିବାକୁ
 +
 
 
|-
 
|-
 
|00:17
 
|00:17
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:
* Ubuntu 11.10
+
Ubuntu 11.10
* JDK 1.6 ଓ
+
JDK 1.6 ଓ
* EclipseIDE 3.7.0
+
EclipseIDE 3.7.0
 +
 
 
|-
 
|-
 
|00:27
 
|00:27
 
| ଏହି ଟ୍ୟୁଟୋରିଆଲ ପାଇଁ ଆପଣ ଜାଣିଥିବା ଉଚିତ
 
| ଏହି ଟ୍ୟୁଟୋରିଆଲ ପାଇଁ ଆପଣ ଜାଣିଥିବା ଉଚିତ
 +
 
|-
 
|-
 
|00:29
 
|00:29
 
| Rational ଓ Logical Operators
 
| Rational ଓ Logical Operators
 +
 
|-
 
|-
 
|00:33
 
|00:33
 
| ଏବଂ If...Else କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ
 
| ଏବଂ If...Else କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ
 +
 
|-
 
|-
 
|00:36
 
|00:36
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
 +
 
|-
 
|-
 
|00:41
 
|00:41
 
| Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
 
| Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
 +
 
|-
 
|-
 
|00:49
 
|00:49
 
| ଏବେ ଚାଲନ୍ତୁ, Nested If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
 
| ଏବେ ଚାଲନ୍ତୁ, Nested If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
 +
 
|-
 
|-
 
|00:53
 
|00:53
 
| ଏହି ମାମଲାରେ, ଯଦି Condition1 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ
 
| ଏହି ମାମଲାରେ, ଯଦି Condition1 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ
 +
 
|-
 
|-
 
|00:59
 
|00:59
 
| ଅନ୍ୟ ଏକ If ଷ୍ଟେଟମେଣ୍ଟ ବ୍ୟବହାର କରି Condition2 ଦିଆଯାଏ
 
| ଅନ୍ୟ ଏକ If ଷ୍ଟେଟମେଣ୍ଟ ବ୍ୟବହାର କରି Condition2 ଦିଆଯାଏ
 +
 
|-
 
|-
 
|01:03
 
|01:03
 
| ଯଦି Condition2 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Statement ବା Block 1 ନିଷ୍ପାଦିତ କରେ
 
| ଯଦି Condition2 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Statement ବା Block 1 ନିଷ୍ପାଦିତ କରେ
 +
 
|-
 
|-
 
|01:09
 
|01:09
 
| ଅନ୍ୟଥା, ଏହା ଷ୍ଟେଟମେଣ୍ଟ ବା Block 2କୁ ନିଷ୍ପାଦିତ କରେ
 
| ଅନ୍ୟଥା, ଏହା ଷ୍ଟେଟମେଣ୍ଟ ବା Block 2କୁ ନିଷ୍ପାଦିତ କରେ
 +
 
|-
 
|-
 
|01:13
 
|01:13
 
| ଯଦି Condition1 False ହୁଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ ନାହିଁ
 
| ଯଦି Condition1 False ହୁଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ ନାହିଁ
 +
 
|-
 
|-
 
|01:18
 
|01:18
 
| ତା’ବଦଳରେ ଏହା ସିଧା ନିଜର Else ଷ୍ଟେଟମେଣ୍ଟକୁ ଚାଲିଯିବ, ଯାହା ହେଉଛି Block 3
 
| ତା’ବଦଳରେ ଏହା ସିଧା ନିଜର Else ଷ୍ଟେଟମେଣ୍ଟକୁ ଚାଲିଯିବ, ଯାହା ହେଉଛି Block 3
 +
 
|-
 
|-
 
|01:24
 
|01:24
 
| ତାହାକୁ ଭଲ ଭାବରେ ବୁଝିବା ପାଇଁ ଏବେ ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
 
| ତାହାକୁ ଭଲ ଭାବରେ ବୁଝିବା ପାଇଁ ଏବେ ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
 +
 
|-
 
|-
 
|01:28
 
|01:28
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି  
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି  
 +
 
|-
 
|-
 
|01:32
 
|01:32
 
| ଆମେ NestedIfDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ
 
| ଆମେ NestedIfDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ
 +
 
|-
 
|-
 
|01:37
 
|01:37
 
| ଆମକୁ ଦେଖିବାକୁ ପଡ଼ିବ ଯେ, ପ୍ରଦତ୍ତ ସଂଖ୍ୟା ଗୋଟିଏ ସମ ସଂଖ୍ୟା ନା ବିଷମ ସଂଖ୍ୟା
 
| ଆମକୁ ଦେଖିବାକୁ ପଡ଼ିବ ଯେ, ପ୍ରଦତ୍ତ ସଂଖ୍ୟା ଗୋଟିଏ ସମ ସଂଖ୍ୟା ନା ବିଷମ ସଂଖ୍ୟା
 +
 
|-
 
|-
 
|01:42
 
|01:42
 
| Nested Ifର ବ୍ୟବହାର କରି ଆମେ ଋଣାତ୍ମକ ନମ୍ୱରଗୁଡ଼ିକୁ ମଧ୍ୟ ହ୍ୟାଣ୍ଡଲ୍ କରିପାରିବା
 
| Nested Ifର ବ୍ୟବହାର କରି ଆମେ ଋଣାତ୍ମକ ନମ୍ୱରଗୁଡ଼ିକୁ ମଧ୍ୟ ହ୍ୟାଣ୍ଡଲ୍ କରିପାରିବା
 +
 
|-
 
|-
 
|01:46   
 
|01:46   
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  
 +
 
|-
 
|-
 
|01:49
 
|01:49
 
| int n = minus 5;
 
| int n = minus 5;
 +
 
|-  
 
|-  
 
|01:54
 
|01:54
 
| ଋଣାତ୍ମକ ନମ୍ୱର୍ ଷ୍ଟୋର୍ କରିବା ପାଇଁ ଆମେ ଭେରିଏବଲ୍ N  କ୍ରିଏଟ୍ କରିଛେ
 
| ଋଣାତ୍ମକ ନମ୍ୱର୍ ଷ୍ଟୋର୍ କରିବା ପାଇଁ ଆମେ ଭେରିଏବଲ୍ N  କ୍ରିଏଟ୍ କରିଛେ
 +
 
|-
 
|-
 
|01:58
 
|01:58
 
| ଏବେ ଆମେ, If କଣ୍ଡିଶନ୍ ଲେଖିବା
 
| ଏବେ ଆମେ, If କଣ୍ଡିଶନ୍ ଲେଖିବା
 +
 
|-
 
|-
 
|02:01
 
|02:01
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
+
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:,if (n  < 0)  
|-
+
 
|02:02
+
| if (n  < 0)  
+
 
|-
 
|-
 
|02:07
 
|02:07
 
| Curly ବ୍ରାକେଟ୍ ଖୋଲନ୍ତୁ.  ଏଣ୍ଟର୍ ଦାବନ୍ତୁ
 
| Curly ବ୍ରାକେଟ୍ ଖୋଲନ୍ତୁ.  ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|02:10
 
|02:10
 
| System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Negative number;
 
| System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Negative number;
 +
 
|-
 
|-
 
|02:22
 
|02:22
 
| ସଂଖ୍ୟାଟି ଋଣାତ୍ମକ ନମ୍ୱର୍ କି ନୁହେଁ ପ୍ରଥମେ ଦେଖିବା
 
| ସଂଖ୍ୟାଟି ଋଣାତ୍ମକ ନମ୍ୱର୍ କି ନୁହେଁ ପ୍ରଥମେ ଦେଖିବା
 +
 
|-
 
|-
 
|02:25  
 
|02:25  
 
| ଯଦି ହଁ, ତେବେ ଆମେ ସମ ଓ ବିଷମ ପାଇଁ ଯାଞ୍ଚ କରିବା ନାହିଁ
 
| ଯଦି ହଁ, ତେବେ ଆମେ ସମ ଓ ବିଷମ ପାଇଁ ଯାଞ୍ଚ କରିବା ନାହିଁ
 +
 
|-
 
|-
 
|02:29
 
|02:29
 
| ଯଦି ସଂଖ୍ୟାଟି ଋଣାତ୍ମକ ହୋଇନଥିବ, ତେବେ ଆମେ ସମ ଓ ବିଷମ ଖୋଜିବା
 
| ଯଦି ସଂଖ୍ୟାଟି ଋଣାତ୍ମକ ହୋଇନଥିବ, ତେବେ ଆମେ ସମ ଓ ବିଷମ ଖୋଜିବା
 +
 
|-
 
|-
 
|02:34
 
|02:34
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  
+
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: Else କର୍ଲୀ ବ୍ରାକେଟ୍ ଖୋଲନ୍ତୁ. .  ଏଣ୍ଟର୍ ଦାବନ୍ତୁ
Else କର୍ଲୀ ବ୍ରାକେଟ୍ ଖୋଲନ୍ତୁ. .  ଏଣ୍ଟର୍ ଦାବନ୍ତୁ
+
 
 
|-
 
|-
 
|02:42
 
|02:42
 
| ଏବେ, ଯଦି ନିଷ୍ପାଦନ Else ଭାଗକୁ ଆସିଯାଏ, ତେବେ  
 
| ଏବେ, ଯଦି ନିଷ୍ପାଦନ Else ଭାଗକୁ ଆସିଯାଏ, ତେବେ  
 +
 
|-
 
|-
 
|02:45
 
|02:45
 
| ଏହାର ଅର୍ଥ ହେଉଛି, ସଂଖ୍ୟାଟି ଅଣ-ଋଣାତ୍ମକ ଅଟେ
 
| ଏହାର ଅର୍ଥ ହେଉଛି, ସଂଖ୍ୟାଟି ଅଣ-ଋଣାତ୍ମକ ଅଟେ
 +
 
|-
 
|-
 
|02:48
 
|02:48
 
| ତେଣୁ, ଆମେ ଏହି Else ଭାଗ ଭିତରେ ସମ କିମ୍ୱା ବିଷମ ପାଇଁ ଯାଞ୍ଚ କରିବା
 
| ତେଣୁ, ଆମେ ଏହି Else ଭାଗ ଭିତରେ ସମ କିମ୍ୱା ବିଷମ ପାଇଁ ଯାଞ୍ଚ କରିବା
 +
 
|-
 
|-
 
|02:52
 
|02:52
| ଟାଇପ୍ କରନ୍ତୁ:  
+
| ଟାଇପ୍ କରନ୍ତୁ:,if ବ୍ରାକେଟ୍ ମଧ୍ୟରେ n modulus 2  ଡବଲ୍ ଇକ୍ୱାଲ୍ ଟୁ 0 ଖୋଲା କର୍ଲୀ ବ୍ରାକେଟ୍ ଏଣ୍ଟର୍ ଦାବନ୍ତୁ
|-
+
 
|02:53
+
| if ବ୍ରାକେଟ୍ ମଧ୍ୟରେ n modulus 2  ଡବଲ୍ ଇକ୍ୱାଲ୍ ଟୁ 0 ଖୋଲା କର୍ଲୀ ବ୍ରାକେଟ୍ ଏଣ୍ଟର୍ ଦାବନ୍ତୁ
+
 
|-
 
|-
 
|03:03
 
|03:03
 
| System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Even number;
 
| System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Even number;
 +
 
|-
 
|-
 
|03:13
 
|03:13
 
| ତା’ପରେ Else ଭାଗ ଟାଇପ୍ କରନ୍ତୁ.  Else ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ
 
| ତା’ପରେ Else ଭାଗ ଟାଇପ୍ କରନ୍ତୁ.  Else ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|03:18
 
|03:18
 
| ଟାଇପ୍ କରନ୍ତୁ:  System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Odd number (;) ସେମିକଲନ୍
 
| ଟାଇପ୍ କରନ୍ତୁ:  System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Odd number (;) ସେମିକଲନ୍
 +
 
|-
 
|-
 
|03:29
 
|03:29
 
| ତେଣୁ, ଆମେ ସୁନିଶ୍ଚିତ କରିବା ଯେ, ସମ କିମ୍ୱା ବିଷମ ଯାଞ୍ଚ ପାଇଁ ଋଣାତ୍ମକ ନମ୍ୱର୍ସ ବିଚାର କରାଯିବ ନାହିଁ  
 
| ତେଣୁ, ଆମେ ସୁନିଶ୍ଚିତ କରିବା ଯେ, ସମ କିମ୍ୱା ବିଷମ ଯାଞ୍ଚ ପାଇଁ ଋଣାତ୍ମକ ନମ୍ୱର୍ସ ବିଚାର କରାଯିବ ନାହିଁ  
 +
 
|-
 
|-
 
|03:34
 
|03:34
 
| ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା
 
| ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା
 +
 
|-
 
|-
 
|03:37
 
|03:37
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ.  ଦେଖନ୍ତୁ, ଆମେ ଋଣାତ୍ମକ ସଂଖ୍ୟା ଭାବେ ଆଉଟପୁଟ୍ ପାଇଲେ.  
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ.  ଦେଖନ୍ତୁ, ଆମେ ଋଣାତ୍ମକ ସଂଖ୍ୟା ଭାବେ ଆଉଟପୁଟ୍ ପାଇଲେ.  
 +
 
|-
 
|-
 
|03:43
 
|03:43
 
| ଏବେ ଚାଲନ୍ତୁ, ଗୋଟିଏ ଘନାତ୍ମକ ସଂଖ୍ୟା ନେବା.  
 
| ଏବେ ଚାଲନ୍ତୁ, ଗୋଟିଏ ଘନାତ୍ମକ ସଂଖ୍ୟା ନେବା.  
 +
 
|-
 
|-
 
|03:46
 
|03:46
 
| n = -5 କୁ n = 5ରେ ବଦଳାନ୍ତୁ
 
| n = -5 କୁ n = 5ରେ ବଦଳାନ୍ତୁ
 +
 
|-
 
|-
 
|03:53
 
|03:53
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|03:57
 
|03:57
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ବିଷମ ସଂଖ୍ୟା". ଆମେ ଏକ ସମ ସଂଖ୍ୟା ନେବା
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ବିଷମ ସଂଖ୍ୟା". ଆମେ ଏକ ସମ ସଂଖ୍ୟା ନେବା
 +
 
|-
 
|-
 
|04:04
 
|04:04
 
| n = 5 କୁ n = 10ରେ ବଦଳାନ୍ତୁ
 
| n = 5 କୁ n = 10ରେ ବଦଳାନ୍ତୁ
 +
 
|-
 
|-
 
|04:09
 
|04:09
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|04:12
 
|04:12
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
 
| ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
 +
 
|-
 
|-
 
|04:17
 
|04:17
 
| ଗୋଟିଏ ଭିତରେ ଆଉ ଗୋଟିଏ If Statement ମିଶାଇବାର ପ୍ରକ୍ରିୟାକୁ Nested If କୁହାଯାଏ
 
| ଗୋଟିଏ ଭିତରେ ଆଉ ଗୋଟିଏ If Statement ମିଶାଇବାର ପ୍ରକ୍ରିୟାକୁ Nested If କୁହାଯାଏ
 +
 
|-
 
|-
 
|04:22  
 
|04:22  
 
| Nestingର ପରିମାଣ ପାଇଁ କୌଣସି ସୀମା ନାହିଁ
 
| Nestingର ପରିମାଣ ପାଇଁ କୌଣସି ସୀମା ନାହିଁ
 +
 
|-
 
|-
 
|04:25
 
|04:25
 
| କିନ୍ତୁ, Nestingର 3ଟି ସ୍ତରରୁ ଅଧିକ ନକରିବା ଏକ ଭଲ ଅଭ୍ୟାସ
 
| କିନ୍ତୁ, Nestingର 3ଟି ସ୍ତରରୁ ଅଧିକ ନକରିବା ଏକ ଭଲ ଅଭ୍ୟାସ
 +
 
|-
 
|-
 
|04:31
 
|04:31
 
| ଆମେ ଏବେ, Ternary Operator ଉପରେ ନଜର ପକାଇବା
 
| ଆମେ ଏବେ, Ternary Operator ଉପରେ ନଜର ପକାଇବା
 +
 
|-
 
|-
 
|04:33
 
|04:33
 
| ପ୍ରଥମେ, Main Methodକୁ ହଟାଇ ଦିଅନ୍ତୁ
 
| ପ୍ରଥମେ, Main Methodକୁ ହଟାଇ ଦିଅନ୍ତୁ
 +
 
|-
 
|-
 
|04:37
 
|04:37
 
| ଆମେ ଏପରି ଏକ ପ୍ରୋଗ୍ରାମ୍ ଲେଖିବା, ଯାହା ଗୋଟିଏ ସଂଖ୍ୟାକୁ 2 ଦ୍ୱାରା ବିଭାଜିତ କରୁଥିବ  
 
| ଆମେ ଏପରି ଏକ ପ୍ରୋଗ୍ରାମ୍ ଲେଖିବା, ଯାହା ଗୋଟିଏ ସଂଖ୍ୟାକୁ 2 ଦ୍ୱାରା ବିଭାଜିତ କରୁଥିବ  
 +
 
|-
 
|-
 
|04:40
 
|04:40
 
| ଏହା ଏକ ବହୁତ ଛୋଟ ପ୍ରୋଗ୍ରାମ୍, ହେଲେ ସମସ୍ୟା, ବିଷମ ସଂଖ୍ୟା ବିଭାଜିତ କରିବାରେ ଆସିଥାଏ
 
| ଏହା ଏକ ବହୁତ ଛୋଟ ପ୍ରୋଗ୍ରାମ୍, ହେଲେ ସମସ୍ୟା, ବିଷମ ସଂଖ୍ୟା ବିଭାଜିତ କରିବାରେ ଆସିଥାଏ
 +
 
|-
 
|-
 
|04:45
 
|04:45
 
| ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୋଇଥାଏ, ଆମେ 3 ପାଉ
 
| ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୋଇଥାଏ, ଆମେ 3 ପାଉ
 +
 
|-
 
|-
 
|04:48
 
|04:48
 
| କିନ୍ତୁ, ଆମେ ଯଦି ପରିଣାମକୁ ରାଉଣ୍ଡ ଅଫ୍ କରିବାକୁ ଚାହୁଁ, ତେବେ କ’ଣ ହେବ?
 
| କିନ୍ତୁ, ଆମେ ଯଦି ପରିଣାମକୁ ରାଉଣ୍ଡ ଅଫ୍ କରିବାକୁ ଚାହୁଁ, ତେବେ କ’ଣ ହେବ?
 +
 
|-
 
|-
 
|04:50
 
|04:50
 
| ଯାହାର ଅର୍ଥ, ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୁଏ, ଆମେ 4 ପାଇବା, 3 ନୁହେଁ
 
| ଯାହାର ଅର୍ଥ, ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୁଏ, ଆମେ 4 ପାଇବା, 3 ନୁହେଁ
 +
 
|-
 
|-
 
|04:56  
 
|04:56  
 
| ସରଳ ଶବ୍ଦରେ, ଆମେ ପରବର୍ତ୍ତୀ ସଂଖ୍ୟା ଚାହୁଁ
 
| ସରଳ ଶବ୍ଦରେ, ଆମେ ପରବର୍ତ୍ତୀ ସଂଖ୍ୟା ଚାହୁଁ
 +
 
|-
 
|-
 
|04:59
 
|04:59
 
| ଚାଲନ୍ତୁ ଦେଖିବା, ଏହିପରି ପ୍ରୋଗ୍ରାମ୍ କିପରି ଲେଖାଯାଏ
 
| ଚାଲନ୍ତୁ ଦେଖିବା, ଏହିପରି ପ୍ରୋଗ୍ରାମ୍ କିପରି ଲେଖାଯାଏ
 +
 
|-
 
|-
 
|05:01
 
|05:01
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  int n, nHalf ସେମିକଲନ୍  
 
| ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:  int n, nHalf ସେମିକଲନ୍  
 +
 
|-
 
|-
 
|05:08  
 
|05:08  
 
| ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା  
 
| ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା  
 +
 
|-
 
|-
 
|05:13
 
|05:13
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  n = 5 ସେମିକଲନ୍
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  n = 5 ସେମିକଲନ୍
 +
 
|-
 
|-
 
|05:18
 
|05:18
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  if ବ୍ରାକେଟ୍ ଭିତରେ n ମଡ୍ୟୁlasf 2 == 0 ଖୋଲା କର୍ଲୀ ବ୍ରାକେଟ୍.  ଏଣ୍ଟର୍ ଦାବନ୍ତୁ
 
| ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:  if ବ୍ରାକେଟ୍ ଭିତରେ n ମଡ୍ୟୁlasf 2 == 0 ଖୋଲା କର୍ଲୀ ବ୍ରାକେଟ୍.  ଏଣ୍ଟର୍ ଦାବନ୍ତୁ
 +
 
|-
 
|-
 
|05:28
 
|05:28
 
| ଟାଇପ୍ କରନ୍ତୁ:  nHalf = n/2 ସେମିକଲନ୍
 
| ଟାଇପ୍ କରନ୍ତୁ:  nHalf = n/2 ସେମିକଲନ୍
 +
 
|-
 
|-
 
|05:34
 
|05:34
 
| Else ଭାଗରେ, ଟାଇପ୍ କରନ୍ତୁ: କର୍ଲୀ ବ୍ରାକେଟ୍ସ ମଧ୍ୟରେ nHalf ଇକ୍ୱାଲ୍ ଟୁ ବ୍ରାକେଟ୍ସ ମଧ୍ୟରେ n+1 ବାଏ 2 ସେମିକଲନ୍
 
| Else ଭାଗରେ, ଟାଇପ୍ କରନ୍ତୁ: କର୍ଲୀ ବ୍ରାକେଟ୍ସ ମଧ୍ୟରେ nHalf ଇକ୍ୱାଲ୍ ଟୁ ବ୍ରାକେଟ୍ସ ମଧ୍ୟରେ n+1 ବାଏ 2 ସେମିକଲନ୍
 +
 
|-
 
|-
 
|05:50
 
|05:50
 
| ସଂଖ୍ୟାଟି ସମ ନା ବିଷମ ଆମେ ଦେଖିବା ଓ ସେହି ଅନୁସାରେ ବିଭାଜନ କରିବା
 
| ସଂଖ୍ୟାଟି ସମ ନା ବିଷମ ଆମେ ଦେଖିବା ଓ ସେହି ଅନୁସାରେ ବିଭାଜନ କରିବା
 +
 
|-
 
|-
 
|05:55
 
|05:55
 
| ଏବେ, ପ୍ରୋଗ୍ରାମକୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
 
| ଏବେ, ପ୍ରୋଗ୍ରାମକୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
 +
 
|-
 
|-
 
|05:59
 
|05:59
 
| ଟାଇପ୍ କରନ୍ତୁ System.out.println ବ୍ରାକେଟ୍ସ ମଧ୍ୟରେ nHalf ସେମିକଲନ୍
 
| ଟାଇପ୍ କରନ୍ତୁ System.out.println ବ୍ରାକେଟ୍ସ ମଧ୍ୟରେ nHalf ସେମିକଲନ୍
 +
 
|-
 
|-
 
|06:11
 
|06:11
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ
 +
 
|-
 
|-
 
|06:14
 
|06:14
 
| ଆମେ ଦେଖିପାରୁଛେ ଯେ, ଆମର ଉଦ୍ଦେଶ୍ୟ ପୂରଣ ହେଲା.  ଆମେ, ଆଉଟପୁଟ୍ 3 ପାଇଲେ, 2 ନୁହେଁ
 
| ଆମେ ଦେଖିପାରୁଛେ ଯେ, ଆମର ଉଦ୍ଦେଶ୍ୟ ପୂରଣ ହେଲା.  ଆମେ, ଆଉଟପୁଟ୍ 3 ପାଇଲେ, 2 ନୁହେଁ
 +
 
|-
 
|-
 
|06:21
 
|06:21
 
| ହେଲେ, ଯଦି ଆମେ ଦେଖିବା, ତେବେ ଆମେ କେବଳ ଗୋଟିଏ କଣ୍ଡିଶନ୍ ଉପରେ ଭିତ୍ତିକରି ଏକ ଭେରିଏବଲ୍ ର ଭାଲ୍ୟୁ ସେଟ୍ କରୁଛେ
 
| ହେଲେ, ଯଦି ଆମେ ଦେଖିବା, ତେବେ ଆମେ କେବଳ ଗୋଟିଏ କଣ୍ଡିଶନ୍ ଉପରେ ଭିତ୍ତିକରି ଏକ ଭେରିଏବଲ୍ ର ଭାଲ୍ୟୁ ସେଟ୍ କରୁଛେ
 +
 
|-
 
|-
 
|06:27
 
|06:27
 
| ଆମ ପ୍ରୋଗ୍ରାମରେ Logic ଅପେକ୍ଷା ଅଧିକ ସିଣ୍ଟାକ୍ସ ଅଛି
 
| ଆମ ପ୍ରୋଗ୍ରାମରେ Logic ଅପେକ୍ଷା ଅଧିକ ସିଣ୍ଟାକ୍ସ ଅଛି
 +
 
|-
 
|-
 
|06:31
 
|06:31
 
| ଏତିକିବେଳେ Ternary Operator, କୋଡ୍ କୁ ସରଳ କରିଥାଏ
 
| ଏତିକିବେଳେ Ternary Operator, କୋଡ୍ କୁ ସରଳ କରିଥାଏ
 +
 
|-
 
|-
 
|06:35
 
|06:35
 
| Ternary Operator ହେଉଛି ଏକ Conditional Operator, ଯାହା Nested If ପରି ସମାନ ପରିଣାମ ପ୍ରଦାନ କରିଥାଏ
 
| Ternary Operator ହେଉଛି ଏକ Conditional Operator, ଯାହା Nested If ପରି ସମାନ ପରିଣାମ ପ୍ରଦାନ କରିଥାଏ
 +
 
|-
 
|-
 
|06:40
 
|06:40
 
| ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ  
 
| ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ  
 +
 
|-
 
|-
 
|06:45
 
|06:45
 
| ଏହା, ଏକାସହିତ ତିନୋଟି Operands ନେଇଥାଏ
 
| ଏହା, ଏକାସହିତ ତିନୋଟି Operands ନେଇଥାଏ
 +
 
|-
 
|-
 
|06:48
 
|06:48
 
| ଚାଲନ୍ତୁ ଏବେ, Ternary Operatorର ସିଣ୍ଟାକ୍ସ ବିଷୟରେ ଶିଖିବା
 
| ଚାଲନ୍ତୁ ଏବେ, Ternary Operatorର ସିଣ୍ଟାକ୍ସ ବିଷୟରେ ଶିଖିବା
 +
 
|-
 
|-
 
|06:53
 
|06:53
 
| Expression ହେଉଛି କଣ୍ଡିଶନ୍, ଯାହା ଚେକ୍ ହେବା ଦରକାର
 
| Expression ହେଉଛି କଣ୍ଡିଶନ୍, ଯାହା ଚେକ୍ ହେବା ଦରକାର
 +
 
|-
 
|-
 
|06:56
 
|06:56
 
| Operand 1 ହେଉଛି ଭେରିଏବଲ୍ ର ଭାଲ୍ୟୁ.  Result, ଯଦି କଣ୍ଡିଶନ୍ True ହୋଇଥିବ
 
| Operand 1 ହେଉଛି ଭେରିଏବଲ୍ ର ଭାଲ୍ୟୁ.  Result, ଯଦି କଣ୍ଡିଶନ୍ True ହୋଇଥିବ
 +
 
|-
 
|-
 
|07:03
 
|07:03
 
| Operand 2 ହେଉଛି ସେହି ଭାଲ୍ୟୁ, ଯଦି କଣ୍ଡିଶନ୍ False ହୋଇଥିବ
 
| Operand 2 ହେଉଛି ସେହି ଭାଲ୍ୟୁ, ଯଦି କଣ୍ଡିଶନ୍ False ହୋଇଥିବ
 +
 
|-
 
|-
 
|07:09
 
|07:09
 
| ଏବେ, ଏହାକୁ ଆମ ପ୍ରୋଗ୍ରାମରେ ବ୍ୟବହାର କରିବା
 
| ଏବେ, ଏହାକୁ ଆମ ପ୍ରୋଗ୍ରାମରେ ବ୍ୟବହାର କରିବା
 +
 
|-
 
|-
 
|07:12
 
|07:12
 
| ପ୍ରଥମେ If...Else ଷ୍ଟେଟମେଣ୍ଟ କାଢ଼ିଦିଅନ୍ତୁ
 
| ପ୍ରଥମେ If...Else ଷ୍ଟେଟମେଣ୍ଟ କାଢ଼ିଦିଅନ୍ତୁ
 +
 
|-
 
|-
 
|07:17
 
|07:17
 
| ଟାଇପ୍ କରନ୍ତୁ:  nHalf ଇକ୍ୱାଲ୍ ଟୁ n ମଡ୍ୟୁଲସ୍ 2 ଡବଲ୍ ଇକ୍ୱାଲ୍ ଟୁ 0 ପ୍ରଶ୍ନବାଚକ ଚିହ୍ନ n / 2 କଲନ୍ ବ୍ରାକେଟ୍ସ ମଧ୍ୟରେ n + 1 ବାଏ 2 ସେମିକଲନ୍
 
| ଟାଇପ୍ କରନ୍ତୁ:  nHalf ଇକ୍ୱାଲ୍ ଟୁ n ମଡ୍ୟୁଲସ୍ 2 ଡବଲ୍ ଇକ୍ୱାଲ୍ ଟୁ 0 ପ୍ରଶ୍ନବାଚକ ଚିହ୍ନ n / 2 କଲନ୍ ବ୍ରାକେଟ୍ସ ମଧ୍ୟରେ n + 1 ବାଏ 2 ସେମିକଲନ୍
 +
 
|-
 
|-
 
|07:41
 
|07:41
 
| ଏହି ଷ୍ଟେଟମେଣ୍ଟ ପଢ଼େ:  
 
| ଏହି ଷ୍ଟେଟମେଣ୍ଟ ପଢ଼େ:  
 +
 
|-
 
|-
 
|07:43
 
|07:43
 
| ଯଦି n ସମ ଅଟେ, ତେବେ nHalf ହେଉଛି n by 2,  ଅନ୍ୟଥା ଏହା, n plus 1 by 2
 
| ଯଦି n ସମ ଅଟେ, ତେବେ nHalf ହେଉଛି n by 2,  ଅନ୍ୟଥା ଏହା, n plus 1 by 2
 +
 
|-
 
|-
 
|07:50
 
|07:50
 
| ଏବେ, ଏହାକୁ କାର୍ଯ୍ୟରେ ଦେଖିବା
 
| ଏବେ, ଏହାକୁ କାର୍ଯ୍ୟରେ ଦେଖିବା
 +
 
|-
 
|-
 
|07:52
 
|07:52
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ.  Ctrl S ଓ Ctrl F11 କୀଜ୍ ଦାବନ୍ତୁ
 
| ଫାଇଲ୍ କୁ ସେଭ୍ କରି Run କରନ୍ତୁ.  Ctrl S ଓ Ctrl F11 କୀଜ୍ ଦାବନ୍ତୁ
 +
 
|-
 
|-
 
|07:59
 
|07:59
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 
| ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
 +
 
|-
 
|-
 
|08:02
 
|08:02
 
| ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
 
| ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
 +
 
|-
 
|-
 
|08:09
 
|08:09
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.  
 +
 
|-
 
|-
 
|08:11  
 
|08:11  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,  
 +
 
|-
 
|-
 
|08:13
 
|08:13
|* Nested If ଷ୍ଟେଟମେଣ୍ଟ ଓ Ternary Operators ବିଷୟରେ
+
|Nested If ଷ୍ଟେଟମେଣ୍ଟ ଓ Ternary Operators ବିଷୟରେ
 +
 
 
|-
 
|-
 
|08:15
 
|08:15
|* Java ପ୍ରୋଗ୍ରାମରେ Nested If ଷ୍ଟେଟମେଣ୍ଟ ଓ Ternary Operatorର ବ୍ୟବହାର
+
|Java ପ୍ରୋଗ୍ରାମରେ Nested If ଷ୍ଟେଟମେଣ୍ଟ ଓ Ternary Operatorର ବ୍ୟବହାର
 +
 
 
|-
 
|-
 
|08:22
 
|08:22
| ଏକ ଆସାଇନମେଣ୍ଟ ଭାବେ
+
| ଏକ ଆସାଇନମେଣ୍ଟ ଭାବେ,Nested If ଓ Ternary Operator.  ନିମ୍ନଲିଖିତ ପାଇଁ Java ପ୍ରୋଗ୍ରାମ୍ ଲେଖନ୍ତୁ
|-
+
 
|08:23
+
| Nested If ଓ Ternary Operator.  ନିମ୍ନଲିଖିତ ପାଇଁ Java ପ୍ରୋଗ୍ରାମ୍ ଲେଖନ୍ତୁ
+
 
|-
 
|-
 
|08:28
 
|08:28
|* Nested If ବ୍ୟବହାର କରି ଗୋଟିଏ ସଂଖ୍ୟା ସମ କି ନୁହେଁ ଓ 11ର ବହୁବିଧ ମଧ୍ୟ ଯାଞ୍ଚ କରନ୍ତୁ
+
| Nested If ବ୍ୟବହାର କରି ଗୋଟିଏ ସଂଖ୍ୟା ସମ କି ନୁହେଁ ଓ 11ର ବହୁବିଧ ମଧ୍ୟ ଯାଞ୍ଚ କରନ୍ତୁ
 +
 
 
|-
 
|-
 
|08:34
 
|08:34
|* Ternary Operator ବ୍ୟବହାର କରି ପ୍ରଦତ୍ତ ଦୁଇଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼କୁ ଚିହ୍ନଟ କରନ୍ତୁ
+
|Ternary Operator ବ୍ୟବହାର କରି ପ୍ରଦତ୍ତ ଦୁଇଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼କୁ ଚିହ୍ନଟ କରନ୍ତୁ
 +
 
 
|-
 
|-
 
|08:40
 
|08:40
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
 +
 
|-
 
|-
 
|08:45
 
|08:45
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|08:52
 
|08:52
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:   
 +
 
|-
 
|-
 
|08:54
 
|08:54
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି  
 +
 
|-
 
|-
 
|08:57  
 
|08:57  
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|09:07
 
|09:07
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|09:11
 
|09:11
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|09:17
 
|09:17
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
|-
 
|-
 
|09:26  
 
|09:26  
 
| ଆଇଆଇଟି ବମ୍ୱେ ତରଫରୁ  ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ  ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 16:28, 7 April 2017

Time Narration
00:02 Javaରେ Nested If ଓ Ternary Operator ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ର ଶେଷରେ ଆପଣ ସକ୍ଷମ ହେବା ଉଚିତ:

Nested If ଷ୍ଟେଟମେଣ୍ଟ ଓ Ternary Operators ବର୍ଣ୍ଣନା କରିବାକୁ ଓ ଏକ Java ପ୍ରୋଗ୍ରାମରେ ସେଗୁଡ଼ିକ ବ୍ୟବହାର କରିବାକୁ

00:17 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:

Ubuntu 11.10 JDK 1.6 ଓ EclipseIDE 3.7.0

00:27 ଏହି ଟ୍ୟୁଟୋରିଆଲ ପାଇଁ ଆପଣ ଜାଣିଥିବା ଉଚିତ
00:29 Rational ଓ Logical Operators
00:33 ଏବଂ If...Else କଣ୍ଟ୍ରୋଲ୍ ଫ୍ଲୋ ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ
00:36 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:41 Nested If ଷ୍ଟେଟମେଣ୍ଟ: ଗୋଟିଏ If ଷ୍ଟେଟମେଣ୍ଟ ଭିତରେ ଆଉ ଗୋଟିଏ If ଷ୍ଟେଟମେଣ୍ଟକୁ Nested If ଷ୍ଟେଟମେଣ୍ଟ କୁହାଯାଏ
00:49 ଏବେ ଚାଲନ୍ତୁ, Nested If ଷ୍ଟେଟମେଣ୍ଟ ଲେଖିବା ପାଇଁ ସିଣ୍ଟାକ୍ସ ଦେଖିବା
00:53 ଏହି ମାମଲାରେ, ଯଦି Condition1 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ
00:59 ଅନ୍ୟ ଏକ If ଷ୍ଟେଟମେଣ୍ଟ ବ୍ୟବହାର କରି Condition2 ଦିଆଯାଏ
01:03 ଯଦି Condition2 True ହୋଇଥାଏ, ତେବେ ପ୍ରୋଗ୍ରାମ୍ Statement ବା Block 1 ନିଷ୍ପାଦିତ କରେ
01:09 ଅନ୍ୟଥା, ଏହା ଷ୍ଟେଟମେଣ୍ଟ ବା Block 2କୁ ନିଷ୍ପାଦିତ କରେ
01:13 ଯଦି Condition1 False ହୁଏ, ତେବେ ପ୍ରୋଗ୍ରାମ୍ Condition2କୁ ଖୋଜିବ ନାହିଁ
01:18 ତା’ବଦଳରେ ଏହା ସିଧା ନିଜର Else ଷ୍ଟେଟମେଣ୍ଟକୁ ଚାଲିଯିବ, ଯାହା ହେଉଛି Block 3
01:24 ତାହାକୁ ଭଲ ଭାବରେ ବୁଝିବା ପାଇଁ ଏବେ ଚାଲନ୍ତୁ ଗୋଟିଏ ଉଦାହରଣ ଦେଖିବା
01:28 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:32 ଆମେ NestedIfDemo କ୍ରିଏଟ୍ କରି ସେଥିରେ Main Method ଆଡ୍ କରିଛେ
01:37 ଆମକୁ ଦେଖିବାକୁ ପଡ଼ିବ ଯେ, ପ୍ରଦତ୍ତ ସଂଖ୍ୟା ଗୋଟିଏ ସମ ସଂଖ୍ୟା ନା ବିଷମ ସଂଖ୍ୟା
01:42 Nested Ifର ବ୍ୟବହାର କରି ଆମେ ଋଣାତ୍ମକ ନମ୍ୱରଗୁଡ଼ିକୁ ମଧ୍ୟ ହ୍ୟାଣ୍ଡଲ୍ କରିପାରିବା
01:46 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ:
01:49 int n = minus 5;
01:54 ଋଣାତ୍ମକ ନମ୍ୱର୍ ଷ୍ଟୋର୍ କରିବା ପାଇଁ ଆମେ ଭେରିଏବଲ୍ N କ୍ରିଏଟ୍ କରିଛେ
01:58 ଏବେ ଆମେ, If କଣ୍ଡିଶନ୍ ଲେଖିବା
02:01 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:,if (n < 0)
02:07 Curly ବ୍ରାକେଟ୍ ଖୋଲନ୍ତୁ. ଏଣ୍ଟର୍ ଦାବନ୍ତୁ
02:10 System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Negative number;
02:22 ସଂଖ୍ୟାଟି ଋଣାତ୍ମକ ନମ୍ୱର୍ କି ନୁହେଁ ପ୍ରଥମେ ଦେଖିବା
02:25 ଯଦି ହଁ, ତେବେ ଆମେ ସମ ଓ ବିଷମ ପାଇଁ ଯାଞ୍ଚ କରିବା ନାହିଁ
02:29 ଯଦି ସଂଖ୍ୟାଟି ଋଣାତ୍ମକ ହୋଇନଥିବ, ତେବେ ଆମେ ସମ ଓ ବିଷମ ଖୋଜିବା
02:34 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: Else କର୍ଲୀ ବ୍ରାକେଟ୍ ଖୋଲନ୍ତୁ. . ଏଣ୍ଟର୍ ଦାବନ୍ତୁ
02:42 ଏବେ, ଯଦି ନିଷ୍ପାଦନ Else ଭାଗକୁ ଆସିଯାଏ, ତେବେ
02:45 ଏହାର ଅର୍ଥ ହେଉଛି, ସଂଖ୍ୟାଟି ଅଣ-ଋଣାତ୍ମକ ଅଟେ
02:48 ତେଣୁ, ଆମେ ଏହି Else ଭାଗ ଭିତରେ ସମ କିମ୍ୱା ବିଷମ ପାଇଁ ଯାଞ୍ଚ କରିବା
02:52 ଟାଇପ୍ କରନ୍ତୁ:,if ବ୍ରାକେଟ୍ ମଧ୍ୟରେ n modulus 2 ଡବଲ୍ ଇକ୍ୱାଲ୍ ଟୁ 0 ଖୋଲା କର୍ଲୀ ବ୍ରାକେଟ୍ ଏଣ୍ଟର୍ ଦାବନ୍ତୁ
03:03 System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Even number;
03:13 ତା’ପରେ Else ଭାଗ ଟାଇପ୍ କରନ୍ତୁ. Else ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ
03:18 ଟାଇପ୍ କରନ୍ତୁ: System.out.println ବ୍ରାକେଟ୍ ଓ ଡବଲ୍ କ୍ୱୋଟ୍ସ ଭିତରେ Odd number (;) ସେମିକଲନ୍
03:29 ତେଣୁ, ଆମେ ସୁନିଶ୍ଚିତ କରିବା ଯେ, ସମ କିମ୍ୱା ବିଷମ ଯାଞ୍ଚ ପାଇଁ ଋଣାତ୍ମକ ନମ୍ୱର୍ସ ବିଚାର କରାଯିବ ନାହିଁ
03:34 ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା
03:37 ଫାଇଲ୍ କୁ ସେଭ୍ କରି Run କରନ୍ତୁ. ଦେଖନ୍ତୁ, ଆମେ ଋଣାତ୍ମକ ସଂଖ୍ୟା ଭାବେ ଆଉଟପୁଟ୍ ପାଇଲେ.
03:43 ଏବେ ଚାଲନ୍ତୁ, ଗୋଟିଏ ଘନାତ୍ମକ ସଂଖ୍ୟା ନେବା.
03:46 n = -5 କୁ n = 5ରେ ବଦଳାନ୍ତୁ
03:53 ଫାଇଲ୍ କୁ ସେଭ୍ କରି Run କରନ୍ତୁ
03:57 ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ବିଷମ ସଂଖ୍ୟା". ଆମେ ଏକ ସମ ସଂଖ୍ୟା ନେବା
04:04 n = 5 କୁ n = 10ରେ ବଦଳାନ୍ତୁ
04:09 ଫାଇଲ୍ କୁ ସେଭ୍ କରି Run କରନ୍ତୁ
04:12 ଦେଖନ୍ତୁ, ଆଶା କରାଯାଉଥିବା ଅନୁସାରେ ଆଉଟପୁଟ୍ ହେଉଛି "ସମ ସଂଖ୍ୟା".
04:17 ଗୋଟିଏ ଭିତରେ ଆଉ ଗୋଟିଏ If Statement ମିଶାଇବାର ପ୍ରକ୍ରିୟାକୁ Nested If କୁହାଯାଏ
04:22 Nestingର ପରିମାଣ ପାଇଁ କୌଣସି ସୀମା ନାହିଁ
04:25 କିନ୍ତୁ, Nestingର 3ଟି ସ୍ତରରୁ ଅଧିକ ନକରିବା ଏକ ଭଲ ଅଭ୍ୟାସ
04:31 ଆମେ ଏବେ, Ternary Operator ଉପରେ ନଜର ପକାଇବା
04:33 ପ୍ରଥମେ, Main Methodକୁ ହଟାଇ ଦିଅନ୍ତୁ
04:37 ଆମେ ଏପରି ଏକ ପ୍ରୋଗ୍ରାମ୍ ଲେଖିବା, ଯାହା ଗୋଟିଏ ସଂଖ୍ୟାକୁ 2 ଦ୍ୱାରା ବିଭାଜିତ କରୁଥିବ
04:40 ଏହା ଏକ ବହୁତ ଛୋଟ ପ୍ରୋଗ୍ରାମ୍, ହେଲେ ସମସ୍ୟା, ବିଷମ ସଂଖ୍ୟା ବିଭାଜିତ କରିବାରେ ଆସିଥାଏ
04:45 ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୋଇଥାଏ, ଆମେ 3 ପାଉ
04:48 କିନ୍ତୁ, ଆମେ ଯଦି ପରିଣାମକୁ ରାଉଣ୍ଡ ଅଫ୍ କରିବାକୁ ଚାହୁଁ, ତେବେ କ’ଣ ହେବ?
04:50 ଯାହାର ଅର୍ଥ, ଯେତେବେଳେ 7, 2 ଦ୍ୱାରା ବିଭାଜିତ ହୁଏ, ଆମେ 4 ପାଇବା, 3 ନୁହେଁ
04:56 ସରଳ ଶବ୍ଦରେ, ଆମେ ପରବର୍ତ୍ତୀ ସଂଖ୍ୟା ଚାହୁଁ
04:59 ଚାଲନ୍ତୁ ଦେଖିବା, ଏହିପରି ପ୍ରୋଗ୍ରାମ୍ କିପରି ଲେଖାଯାଏ
05:01 ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int n, nHalf ସେମିକଲନ୍
05:08 ଆମେ, ସଂଖ୍ୟାକୁ nରେ ଓ ଅଧା ସଂଖ୍ୟାକୁ nHalfରେ ଷ୍ଟୋର୍ କରିବା
05:13 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: n = 5 ସେମିକଲନ୍
05:18 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: if ବ୍ରାକେଟ୍ ଭିତରେ n ମଡ୍ୟୁlasf 2 == 0 ଖୋଲା କର୍ଲୀ ବ୍ରାକେଟ୍. ଏଣ୍ଟର୍ ଦାବନ୍ତୁ
05:28 ଟାଇପ୍ କରନ୍ତୁ: nHalf = n/2 ସେମିକଲନ୍
05:34 Else ଭାଗରେ, ଟାଇପ୍ କରନ୍ତୁ: କର୍ଲୀ ବ୍ରାକେଟ୍ସ ମଧ୍ୟରେ nHalf ଇକ୍ୱାଲ୍ ଟୁ ବ୍ରାକେଟ୍ସ ମଧ୍ୟରେ n+1 ବାଏ 2 ସେମିକଲନ୍
05:50 ସଂଖ୍ୟାଟି ସମ ନା ବିଷମ ଆମେ ଦେଖିବା ଓ ସେହି ଅନୁସାରେ ବିଭାଜନ କରିବା
05:55 ଏବେ, ପ୍ରୋଗ୍ରାମକୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ
05:59 ଟାଇପ୍ କରନ୍ତୁ System.out.println ବ୍ରାକେଟ୍ସ ମଧ୍ୟରେ nHalf ସେମିକଲନ୍
06:11 ଫାଇଲ୍ କୁ ସେଭ୍ କରି Run କରନ୍ତୁ
06:14 ଆମେ ଦେଖିପାରୁଛେ ଯେ, ଆମର ଉଦ୍ଦେଶ୍ୟ ପୂରଣ ହେଲା. ଆମେ, ଆଉଟପୁଟ୍ 3 ପାଇଲେ, 2 ନୁହେଁ
06:21 ହେଲେ, ଯଦି ଆମେ ଦେଖିବା, ତେବେ ଆମେ କେବଳ ଗୋଟିଏ କଣ୍ଡିଶନ୍ ଉପରେ ଭିତ୍ତିକରି ଏକ ଭେରିଏବଲ୍ ର ଭାଲ୍ୟୁ ସେଟ୍ କରୁଛେ
06:27 ଆମ ପ୍ରୋଗ୍ରାମରେ Logic ଅପେକ୍ଷା ଅଧିକ ସିଣ୍ଟାକ୍ସ ଅଛି
06:31 ଏତିକିବେଳେ Ternary Operator, କୋଡ୍ କୁ ସରଳ କରିଥାଏ
06:35 Ternary Operator ହେଉଛି ଏକ Conditional Operator, ଯାହା Nested If ପରି ସମାନ ପରିଣାମ ପ୍ରଦାନ କରିଥାଏ
06:40 ଏହା, ଛୋଟ ସିଣ୍ଟାକ୍ସ ପ୍ରଦାନ କରିବା ସହ ଏକ ପ୍ରଶ୍ନବାଚକ ଚିହ୍ନ ଦ୍ୱାରା ଚିହ୍ନଟ ହୋଇଥାଏ
06:45 ଏହା, ଏକାସହିତ ତିନୋଟି Operands ନେଇଥାଏ
06:48 ଚାଲନ୍ତୁ ଏବେ, Ternary Operatorର ସିଣ୍ଟାକ୍ସ ବିଷୟରେ ଶିଖିବା
06:53 Expression ହେଉଛି କଣ୍ଡିଶନ୍, ଯାହା ଚେକ୍ ହେବା ଦରକାର
06:56 Operand 1 ହେଉଛି ଭେରିଏବଲ୍ ର ଭାଲ୍ୟୁ. Result, ଯଦି କଣ୍ଡିଶନ୍ True ହୋଇଥିବ
07:03 Operand 2 ହେଉଛି ସେହି ଭାଲ୍ୟୁ, ଯଦି କଣ୍ଡିଶନ୍ False ହୋଇଥିବ
07:09 ଏବେ, ଏହାକୁ ଆମ ପ୍ରୋଗ୍ରାମରେ ବ୍ୟବହାର କରିବା
07:12 ପ୍ରଥମେ If...Else ଷ୍ଟେଟମେଣ୍ଟ କାଢ଼ିଦିଅନ୍ତୁ
07:17 ଟାଇପ୍ କରନ୍ତୁ: nHalf ଇକ୍ୱାଲ୍ ଟୁ n ମଡ୍ୟୁଲସ୍ 2 ଡବଲ୍ ଇକ୍ୱାଲ୍ ଟୁ 0 ପ୍ରଶ୍ନବାଚକ ଚିହ୍ନ n / 2 କଲନ୍ ବ୍ରାକେଟ୍ସ ମଧ୍ୟରେ n + 1 ବାଏ 2 ସେମିକଲନ୍
07:41 ଏହି ଷ୍ଟେଟମେଣ୍ଟ ପଢ଼େ:
07:43 ଯଦି n ସମ ଅଟେ, ତେବେ nHalf ହେଉଛି n by 2, ଅନ୍ୟଥା ଏହା, n plus 1 by 2
07:50 ଏବେ, ଏହାକୁ କାର୍ଯ୍ୟରେ ଦେଖିବା
07:52 ଫାଇଲ୍ କୁ ସେଭ୍ କରି Run କରନ୍ତୁ. Ctrl S ଓ Ctrl F11 କୀଜ୍ ଦାବନ୍ତୁ
07:59 ଆମେ ଆଶାନୁରୂପ ଆଉଟପୁଟ୍ ପାଇଲେ
08:02 ଏହିଭଳି, Ternary Operator କୋଡ୍ ରେ କ୍ଲଟର୍ ହ୍ରାସ କରେ ଓ ପଠନୀୟତା ଉନ୍ନତ କରେ
08:09 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
08:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
08:13 Nested If ଷ୍ଟେଟମେଣ୍ଟ ଓ Ternary Operators ବିଷୟରେ
08:15 Java ପ୍ରୋଗ୍ରାମରେ Nested If ଷ୍ଟେଟମେଣ୍ଟ ଓ Ternary Operatorର ବ୍ୟବହାର
08:22 ଏକ ଆସାଇନମେଣ୍ଟ ଭାବେ,Nested If ଓ Ternary Operator. ନିମ୍ନଲିଖିତ ପାଇଁ Java ପ୍ରୋଗ୍ରାମ୍ ଲେଖନ୍ତୁ
08:28 Nested If ବ୍ୟବହାର କରି ଗୋଟିଏ ସଂଖ୍ୟା ସମ କି ନୁହେଁ ଓ 11ର ବହୁବିଧ ମଧ୍ୟ ଯାଞ୍ଚ କରନ୍ତୁ
08:34 Ternary Operator ବ୍ୟବହାର କରି ପ୍ରଦତ୍ତ ଦୁଇଟି ସଂଖ୍ୟା ମଧ୍ୟରୁ ସବୁଠାରୁ ବଡ଼କୁ ଚିହ୍ନଟ କରନ୍ତୁ
08:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ.
08:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:52 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:54 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:57 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:11 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:17 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:26 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep