Difference between revisions of "Java/C2/Logical-Operations/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:02 | Javaରେ Logical Operators ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱା...")
 
 
(One intermediate revision by the same user not shown)
Line 6: Line 6:
 
|00:02
 
|00:02
 
| Javaରେ Logical Operators ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Javaରେ Logical Operators ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:07
 
|00:07
 
| ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Logical Operators ବିଷୟରେ   
 
| ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Logical Operators ବିଷୟରେ   
 +
 
|-
 
|-
 
|00:11
 
|00:11
 
| Logical Operators ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ ପାରାନ୍ଥେସେସ୍ ବ୍ୟବହାର କରି Precedence Override କରାଯାଏ, ଶିଖିବା
 
| Logical Operators ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ ପାରାନ୍ଥେସେସ୍ ବ୍ୟବହାର କରି Precedence Override କରାଯାଏ, ଶିଖିବା
 +
 
|-
 
|-
 
|00:20
 
|00:20
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:   
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:   
* Ubuntu 11.10  
+
Ubuntu 11.10  
* JDK 1.6 ଓ  
+
JDK 1.6 ଓ  
 
Eclipse 3.7
 
Eclipse 3.7
 +
 
|-
 
|-
 
|00:30
 
|00:30
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Relational Operators ଉପରେ ଜ୍ଞାନ ଥିବା ଦରକାର
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Relational Operators ଉପରେ ଜ୍ଞାନ ଥିବା ଦରକାର
 +
 
|-
 
|-
 
|00:35
 
|00:35
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
 
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
 +
 
|-
 
|-
 
|00:42
 
|00:42
 
| Multiple Conditions ଯାଞ୍ଚ କରିବା ପାଇଁ ଲଜିକଲ୍ ଅପରେଟର୍ସ ବ୍ୟବହାର କରାଯାଏ  
 
| Multiple Conditions ଯାଞ୍ଚ କରିବା ପାଇଁ ଲଜିକଲ୍ ଅପରେଟର୍ସ ବ୍ୟବହାର କରାଯାଏ  
 +
 
|-
 
|-
 
|00:48
 
|00:48
 
| ଏହା ହେଉଛି, ଉପଲବ୍ଧ "ଲଜିକଲ୍ ଅପରେଟର୍ସ"ର ଏକ ତାଲିକା
 
| ଏହା ହେଉଛି, ଉପଲବ୍ଧ "ଲଜିକଲ୍ ଅପରେଟର୍ସ"ର ଏକ ତାଲିକା
 +
 
|-
 
|-
 
|00:54
 
|00:54
 
| and, or, not.  ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା.  Eclipseକୁ ଯାଆନ୍ତୁ
 
| and, or, not.  ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା.  Eclipseକୁ ଯାଆନ୍ତୁ
 +
 
|-
 
|-
 
|01:04
 
|01:04
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 
| ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
 +
 
|-
 
|-
 
|01:10
 
|01:10
 
| LogicalOperators ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି  
 
| LogicalOperators ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି  
 +
 
|-
 
|-
 
|01:15  
 
|01:15  
 
| ଏବେ କିଛି ଭେରିଏବଲ୍ କ୍ରିଏଟ୍ କରନ୍ତୁ
 
| ଏବେ କିଛି ଭେରିଏବଲ୍ କ୍ରିଏଟ୍ କରନ୍ତୁ
 +
 
|-
 
|-
 
|01:20
 
|01:20
 
| boolean b ;
 
| boolean b ;
 +
 
|-
 
|-
 
|01:23
 
|01:23
 
| ଆମେ, ଆମ କଣ୍ଡିଶନ୍ ର ପରିଣାମକୁ b;ରେ ଷ୍ଟୋର୍ କରିବା
 
| ଆମେ, ଆମ କଣ୍ଡିଶନ୍ ର ପରିଣାମକୁ b;ରେ ଷ୍ଟୋର୍ କରିବା
 +
 
|-
 
|-
 
|01:29
 
|01:29
 
| int age equal to 11   
 
| int age equal to 11   
 +
 
|-
 
|-
 
|01:35
 
|01:35
 
| int weight equal to 42
 
| int weight equal to 42
|-
+
 
 +
|-
 
|01:42
 
|01:42
 
| ଆମ ପାଖରେ, ଜଣେ ବ୍ୟକ୍ତିଙ୍କର ବୟସ ଓ ଓଜନ ଅଛି  
 
| ଆମ ପାଖରେ, ଜଣେ ବ୍ୟକ୍ତିଙ୍କର ବୟସ ଓ ଓଜନ ଅଛି  
 +
 
|-
 
|-
 
|01:46
 
|01:46
 
| ଆମେ ଦେଖିବା ଯେ, ବ୍ୟକ୍ତି ଜଣକ 18 ବର୍ଷରୁ କମ୍ ଓ ଅତିକମରେ 40 କେଜିର କି ନୁହେଁ
 
| ଆମେ ଦେଖିବା ଯେ, ବ୍ୟକ୍ତି ଜଣକ 18 ବର୍ଷରୁ କମ୍ ଓ ଅତିକମରେ 40 କେଜିର କି ନୁହେଁ
 +
 
|-
 
|-
 
|01:52
 
|01:52
 
| ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
 
| ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
 +
 
|-
 
|-
 
|01:57
 
|01:57
 
| b is equal to age less than 18 ଆମ୍ପରସେଣ୍ଡ ଆମ୍ପରସେଣ୍ଡ weight greater than equal to 40 ;
 
| b is equal to age less than 18 ଆମ୍ପରସେଣ୍ଡ ଆମ୍ପରସେଣ୍ଡ weight greater than equal to 40 ;
 +
 
|-
 
|-
 
|02:19
 
|02:19
 
| ଏହି ଷ୍ଟେଟମେଣ୍ଟରେ ଦୁଇଟି expressions ଏବଂ ମଝିରେ ଡବଲ୍ ଆମ୍ପରସେଣ୍ଡ ଅଛି  
 
| ଏହି ଷ୍ଟେଟମେଣ୍ଟରେ ଦୁଇଟି expressions ଏବଂ ମଝିରେ ଡବଲ୍ ଆମ୍ପରସେଣ୍ଡ ଅଛି  
 +
 
|-
 
|-
 
|02:24
 
|02:24
 
| ଏହା, ବୟସ 18ରୁ କମ୍ କି ନୁହେଁ ଏବଂ ଓଜନ 40 ଠାରୁ ଅଧିକ କିମ୍ୱା ସମାନ୍, ତାହା ଯାଞ୍ଚ କରେ
 
| ଏହା, ବୟସ 18ରୁ କମ୍ କି ନୁହେଁ ଏବଂ ଓଜନ 40 ଠାରୁ ଅଧିକ କିମ୍ୱା ସମାନ୍, ତାହା ଯାଞ୍ଚ କରେ
 +
 
|-
 
|-
 
|02:31
 
|02:31
 
| ଏହି କାର୍ଯ୍ୟକୁ and operation କୁହାଯାଏ  
 
| ଏହି କାର୍ଯ୍ୟକୁ and operation କୁହାଯାଏ  
 +
 
|-
 
|-
 
|02:35
 
|02:35
 
| ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା  
 
| ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା  
 +
 
|-
 
|-
 
|02:40
 
|02:40
 
| System ଡଟ୍ Out ଡଟ୍ Println(b);
 
| System ଡଟ୍ Out ଡଟ୍ Println(b);
 +
 
|-
 
|-
 
|02:48
 
|02:48
 
| Save କରି Run କରନ୍ତୁ  
 
| Save କରି Run କରନ୍ତୁ  
 +
 
|-
 
|-
 
|02:56
 
|02:56
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହୋଇଛି
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହୋଇଛି
 +
 
|-
 
|-
 
|03:02
 
|03:02
 
| ଏବେ ଚାଲନ୍ତୁ, weight ବଦଳାଇବା, ଯେଉଁଥିରୁ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେବନାହିଁ ଏବଂ କୋଡ୍ ରି-ରନ୍ କରିବା
 
| ଏବେ ଚାଲନ୍ତୁ, weight ବଦଳାଇବା, ଯେଉଁଥିରୁ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେବନାହିଁ ଏବଂ କୋଡ୍ ରି-ରନ୍ କରିବା
 +
 
|-
 
|-
 
|03:08
 
|03:08
 
| 42କୁ 32ରେ ବଦଳାନ୍ତୁ
 
| 42କୁ 32ରେ ବଦଳାନ୍ତୁ
 +
 
|-
 
|-
 
|03:14
 
|03:14
 
| Save କରି Run କରନ୍ତୁ   
 
| Save କରି Run କରନ୍ତୁ   
 +
 
|-
 
|-
 
|03:21
 
|03:21
 
| ଏବେ ଆଉଟପୁଟ ହେଉଛି False
 
| ଏବେ ଆଉଟପୁଟ ହେଉଛି False
 +
 
|-
 
|-
 
|03:24
 
|03:24
 
| ଏହାର କାରଣ ହେଉଛି, କଣ୍ଡିଶନ୍ age less than 18 ସାଟିସଫାଏ ହୋଇଛି
 
| ଏହାର କାରଣ ହେଉଛି, କଣ୍ଡିଶନ୍ age less than 18 ସାଟିସଫାଏ ହୋଇଛି
 +
 
|-
 
|-
 
|03:29
 
|03:29
 
| କିନ୍ତୁ, କଣ୍ଡିଶନ୍ weight greater than or equal to 40 ସାଟିସଫାଏ ହୋଇନାହିଁ
 
| କିନ୍ତୁ, କଣ୍ଡିଶନ୍ weight greater than or equal to 40 ସାଟିସଫାଏ ହୋଇନାହିଁ
 +
 
|-
 
|-
 
|03:34
 
|03:34
 
| True ପରିଣାମ ପାଇଁ ଉଭୟ କଣ୍ଡିଶନ୍ସ True ହୋଇଥିବାର And Operation ଆବଶ୍ୟକ କରେ
 
| True ପରିଣାମ ପାଇଁ ଉଭୟ କଣ୍ଡିଶନ୍ସ True ହୋଇଥିବାର And Operation ଆବଶ୍ୟକ କରେ
 +
 
|-
 
|-
 
|03:39
 
|03:39
 
| ସେଥିପାଇଁ ଆମେ ଆଉଟପୁଟ୍ ଭାବରେ False ପାଇଲେ
 
| ସେଥିପାଇଁ ଆମେ ଆଉଟପୁଟ୍ ଭାବରେ False ପାଇଲେ
 +
 
|-
 
|-
 
|03:43
 
|03:43
 
| ଏହିଭଳି, ଡବଲ୍ ଆମ୍ପରସେଣ୍ଡ ଚିହ୍ନ ବ୍ୟବହାର କରି ଆମେ And Operation କରିପାରିବା
 
| ଏହିଭଳି, ଡବଲ୍ ଆମ୍ପରସେଣ୍ଡ ଚିହ୍ନ ବ୍ୟବହାର କରି ଆମେ And Operation କରିପାରିବା
|-
+
 
 +
|-
 
|03:53
 
|03:53
 
| ଧରନ୍ତୁ, ଆମ ପାଖରେ age ଓ weight ଅଛି ଏବଂ ସେଥିରୁ କେବଳ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେଲେ ଯଥେଷ୍ଟ
 
| ଧରନ୍ତୁ, ଆମ ପାଖରେ age ଓ weight ଅଛି ଏବଂ ସେଥିରୁ କେବଳ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେଲେ ଯଥେଷ୍ଟ
 +
 
|-
 
|-
 
|03:59
 
|03:59
 
| ଅନ୍ୟ ଶବ୍ଦରେ, ପ୍ରଥମ କିମ୍ୱା ଦ୍ୱିତୀୟ କଣ୍ଡିଶନ୍ ଟି True କି ନୁହେଁ ଆମକୁ ଦେଖିବାକୁ ହେବ
 
| ଅନ୍ୟ ଶବ୍ଦରେ, ପ୍ରଥମ କିମ୍ୱା ଦ୍ୱିତୀୟ କଣ୍ଡିଶନ୍ ଟି True କି ନୁହେଁ ଆମକୁ ଦେଖିବାକୁ ହେବ
 +
 
|-
 
|-
 
|04:05
 
|04:05
 
| ଏହାକୁ Or Operation ବ୍ୟବହାର କରାଯାଏ
 
| ଏହାକୁ Or Operation ବ୍ୟବହାର କରାଯାଏ
 +
 
|-
 
|-
 
|04:09
 
|04:09
 
| ପ୍ରଥମେ ପୂର୍ବ କଣ୍ଡିଶନ୍ କାଢ଼ିଦିଅନ୍ତୁ
 
| ପ୍ରଥମେ ପୂର୍ବ କଣ୍ଡିଶନ୍ କାଢ଼ିଦିଅନ୍ତୁ
 +
 
|-
 
|-
 
|04:15
 
|04:15
 
| ଓ ଟାଇପ୍ କରନ୍ତୁ
 
| ଓ ଟାଇପ୍ କରନ୍ତୁ
 +
 
|-
 
|-
 
|04:17
 
|04:17
 
| age less than equal to 15 ପାଇପ୍ ପାଇପ୍ weight less than equal to 30
 
| age less than equal to 15 ପାଇପ୍ ପାଇପ୍ weight less than equal to 30
 +
 
|-
 
|-
 
|04:35
 
|04:35
 
| ସେଥିରେ ଦୁଇଟି କଣ୍ଡିଶନ୍ସ ଏବଂ ମଝିରେ ଗୋଟିଏ ଡବଲ୍ ପାଇପ୍ ଚିହ୍ନ ଅଛି
 
| ସେଥିରେ ଦୁଇଟି କଣ୍ଡିଶନ୍ସ ଏବଂ ମଝିରେ ଗୋଟିଏ ଡବଲ୍ ପାଇପ୍ ଚିହ୍ନ ଅଛି
 +
 
|-
 
|-
 
|04:40
 
|04:40
 
| ପ୍ରଦତ୍ତ ଦୁଇଟି କଣ୍ଡିଶନ୍ସ ମଧ୍ୟରୁ ଅତିକମରେ ଗୋଟିଏ ସାଟିସଫାଏ ହେଲା କି ନାହିଁ ଏହି ଷ୍ଟେଟମେଣ୍ଟ ଦେଖେ
 
| ପ୍ରଦତ୍ତ ଦୁଇଟି କଣ୍ଡିଶନ୍ସ ମଧ୍ୟରୁ ଅତିକମରେ ଗୋଟିଏ ସାଟିସଫାଏ ହେଲା କି ନାହିଁ ଏହି ଷ୍ଟେଟମେଣ୍ଟ ଦେଖେ
 +
 
|-
 
|-
 
|04:46
 
|04:46
 
| ଚାଲନ୍ତୁ, କୋଡ୍ ରନ୍ କରି ଆଉଟପୁଟ୍ ଦେଖିବା.  Save କରି Run କରନ୍ତୁ
 
| ଚାଲନ୍ତୁ, କୋଡ୍ ରନ୍ କରି ଆଉଟପୁଟ୍ ଦେଖିବା.  Save କରି Run କରନ୍ତୁ
 +
 
|-
 
|-
 
|04:54
 
|04:54
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି True
 +
 
|-
 
|-
 
|04:57  
 
|04:57  
 
| ଏହାର କାରଣ ହେଉଛି, And Operation ଭଳି Or Operation, ଉଭୟ କଣ୍ଡିଶନ୍ସ True ହେବାର ଆବଶ୍ୟକ କରେନାହିଁ  
 
| ଏହାର କାରଣ ହେଉଛି, And Operation ଭଳି Or Operation, ଉଭୟ କଣ୍ଡିଶନ୍ସ True ହେବାର ଆବଶ୍ୟକ କରେନାହିଁ  
 +
 
|-
 
|-
 
|05:03
 
|05:03
 
| ଏହା, ଅତିକମରେ ଗୋଟିଏ କଣ୍ଡିଶନ୍ True ହେବାର ଆବଶ୍ୟକ କରେ
 
| ଏହା, ଅତିକମରେ ଗୋଟିଏ କଣ୍ଡିଶନ୍ True ହେବାର ଆବଶ୍ୟକ କରେ
 +
 
|-
 
|-
 
|05:06
 
|05:06
 
| ଯଦିଓ, weight ପାଇଁ କଣ୍ଡିଶନ୍ ସାଟିସଫାଏ ହେଲାନାହିଁ, ଯେହେତୁ age କଣ୍ଡିଶନ୍ ସାଟିସଫାଏ ହେଲା,  
 
| ଯଦିଓ, weight ପାଇଁ କଣ୍ଡିଶନ୍ ସାଟିସଫାଏ ହେଲାନାହିଁ, ଯେହେତୁ age କଣ୍ଡିଶନ୍ ସାଟିସଫାଏ ହେଲା,  
 +
 
|-
 
|-
 
|05:13
 
|05:13
 
| ଆମେ, True ଭାବରେ ଆଉଟପୁଟ୍ ପାଇଲେ
 
| ଆମେ, True ଭାବରେ ଆଉଟପୁଟ୍ ପାଇଲେ
 +
 
|-
 
|-
 
|05:18
 
|05:18
 
| ଏବେ ଚାଲନ୍ତୁ, ageକୁ ଏପରି ବଦଳାଇବା, ଯେଉଁଥିରୁ ଉଭୟ କଣ୍ଡିଶନ୍ସ False ହେବ ଓ ପରିଣାମ ଦେଖିବା  
 
| ଏବେ ଚାଲନ୍ତୁ, ageକୁ ଏପରି ବଦଳାଇବା, ଯେଉଁଥିରୁ ଉଭୟ କଣ୍ଡିଶନ୍ସ False ହେବ ଓ ପରିଣାମ ଦେଖିବା  
|-
+
 
 +
|-
 
|05:25
 
|05:25
 
| 11କୁ 17ରେ ବଦଳାନ୍ତୁ
 
| 11କୁ 17ରେ ବଦଳାନ୍ତୁ
 +
 
|-
 
|-
 
|05:30
 
|05:30
 
| Save କରି Run କରନ୍ତୁ  
 
| Save କରି Run କରନ୍ତୁ  
 +
 
|-
 
|-
 
|05:36
 
|05:36
 
| ଏବେ, ଆଉଟପୁଟ୍ ହେଉଛି False, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହେଲାନାହିଁ  
 
| ଏବେ, ଆଉଟପୁଟ୍ ହେଉଛି False, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହେଲାନାହିଁ  
 +
 
|-
 
|-
 
|05:41  
 
|05:41  
 
| ଏହିପରି, ଏକ Or Operation କରିବା ପାଇଁ ଆମେ ଗୋଟିଏ ଡବଲ୍ Pipe ଚିହ୍ନ ବ୍ୟବହାର କରେ
 
| ଏହିପରି, ଏକ Or Operation କରିବା ପାଇଁ ଆମେ ଗୋଟିଏ ଡବଲ୍ Pipe ଚିହ୍ନ ବ୍ୟବହାର କରେ
 +
 
|-
 
|-
 
|05:50
 
|05:50
 
| ଏବେ ଧରନ୍ତୁ, ଆମକୁ 15 ବର୍ଷରୁ ବଡ଼ ଓ 30 କିଲୋରୁ ଅଧିକ ଲୋକମାନଙ୍କ ପାଇଁ ଯାଞ୍ଚ କରିବାର ଦରକାର ଅଛି
 
| ଏବେ ଧରନ୍ତୁ, ଆମକୁ 15 ବର୍ଷରୁ ବଡ଼ ଓ 30 କିଲୋରୁ ଅଧିକ ଲୋକମାନଙ୍କ ପାଇଁ ଯାଞ୍ଚ କରିବାର ଦରକାର ଅଛି
 +
 
|-
 
|-
 
|05:57
 
|05:57
 
| ଅନ୍ୟ ଶବ୍ଦରେ, ଆମେ ଟିକେ ପୂର୍ବରୁ କରିଥିବା କଣ୍ଡିଶନ୍ ର ଠିକ୍ ବିପରୀତ କରିବାକୁ ଅଛି
 
| ଅନ୍ୟ ଶବ୍ଦରେ, ଆମେ ଟିକେ ପୂର୍ବରୁ କରିଥିବା କଣ୍ଡିଶନ୍ ର ଠିକ୍ ବିପରୀତ କରିବାକୁ ଅଛି
 +
 
|-
 
|-
 
|06:03
 
|06:03
 
| ଏହିପରି ‍ସ୍ଥିତିରେ, ଆମେ Not Operation ବ୍ୟବହାର କରୁ
 
| ଏହିପରି ‍ସ୍ଥିତିରେ, ଆମେ Not Operation ବ୍ୟବହାର କରୁ
 +
 
|-
 
|-
 
|06:07
 
|06:07
 
| ପ୍ରଥମେ, ପାରେନ୍ଥେସେସ୍ ରେ କଣ୍ଡିଶନ୍ କୁ ବନ୍ଦ କରନ୍ତୁ
 
| ପ୍ରଥମେ, ପାରେନ୍ଥେସେସ୍ ରେ କଣ୍ଡିଶନ୍ କୁ ବନ୍ଦ କରନ୍ତୁ
 +
 
|-
 
|-
 
|06:17
 
|06:17
 
| ଏବଂ କଣ୍ଡିଶନ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଚିହ୍ନ ଆଡ କରନ୍ତୁ
 
| ଏବଂ କଣ୍ଡିଶନ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଚିହ୍ନ ଆଡ କରନ୍ତୁ
 +
 
|-
 
|-
 
|06:25
 
|06:25
 
| ଆଶ୍ଚର୍ଯ୍ୟସୂଚକ ଚିହ୍ନ ବ୍ୟବହାର ଦ୍ୱାରା ଆମେ, ପାରେନ୍ଥେସେସ୍ ଭିତରେ ଥିବା କଣ୍ଡିଶନ୍ ର ଠିକ୍ ବିପରୀତ ଯାଞ୍ଚ କରିପାରିବା  
 
| ଆଶ୍ଚର୍ଯ୍ୟସୂଚକ ଚିହ୍ନ ବ୍ୟବହାର ଦ୍ୱାରା ଆମେ, ପାରେନ୍ଥେସେସ୍ ଭିତରେ ଥିବା କଣ୍ଡିଶନ୍ ର ଠିକ୍ ବିପରୀତ ଯାଞ୍ଚ କରିପାରିବା  
 +
 
|-
 
|-
 
|06:32
 
|06:32
 
| ଯେହେତୁ ପୂର୍ବ ଆଉଟପୁଟ୍ False ଥିଲା, ଏବେ ଏହା ନିଶ୍ଚିତ ଭାବେ True ହେବ.  ଚାଲନ୍ତୁ ଦେଖିବା
 
| ଯେହେତୁ ପୂର୍ବ ଆଉଟପୁଟ୍ False ଥିଲା, ଏବେ ଏହା ନିଶ୍ଚିତ ଭାବେ True ହେବ.  ଚାଲନ୍ତୁ ଦେଖିବା
 +
 
|-
 
|-
 
|06:38
 
|06:38
 
| Save କରି Run କରନ୍ତୁ  
 
| Save କରି Run କରନ୍ତୁ  
 +
 
|-
 
|-
 
|06:44
 
|06:44
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ପୂର୍ବ ଗୋଟିକର ବିପରୀତ
 
| ଦେଖନ୍ତୁ, ଆଉଟପୁଟ୍ ହେଉଛି ପୂର୍ବ ଗୋଟିକର ବିପରୀତ
 +
 
|-
 
|-
 
|06:48  
 
|06:48  
 
| ସମାନ ଭାବରେ, ଆଶ୍ଚର୍ଯ୍ୟସୂଚକ ବ୍ୟବହାର କରି ଆମେ Not Operation ପ୍ରଦର୍ଶନ କରିବା.  ଏବେ ଧରନ୍ତୁ ଆମକୁ, 15 ବର୍ଷରୁ କମ୍  
 
| ସମାନ ଭାବରେ, ଆଶ୍ଚର୍ଯ୍ୟସୂଚକ ବ୍ୟବହାର କରି ଆମେ Not Operation ପ୍ରଦର୍ଶନ କରିବା.  ଏବେ ଧରନ୍ତୁ ଆମକୁ, 15 ବର୍ଷରୁ କମ୍  
 +
 
|-
 
|-
 
|06:58
 
|06:58
 
| କିମ୍ୱା 18 ବର୍ଷରୁ କମ୍ ଓ 40 କିଲୋରୁ ହାଲୁକା ଲୋକ ଚାହୁଁଛେ
 
| କିମ୍ୱା 18 ବର୍ଷରୁ କମ୍ ଓ 40 କିଲୋରୁ ହାଲୁକା ଲୋକ ଚାହୁଁଛେ
 +
 
|-
 
|-
 
|07:04
 
|07:04
 
| ଚାଲନ୍ତୁ ଦେଖିବା, ଆମେ ଏହି କଣ୍ଡିଶନ୍ କୁ କିପରି କରିପାରିବା
 
| ଚାଲନ୍ତୁ ଦେଖିବା, ଆମେ ଏହି କଣ୍ଡିଶନ୍ କୁ କିପରି କରିପାରିବା
 +
 
|-
 
|-
 
|07:07
 
|07:07
 
| ପୂର୍ବ କଣ୍ଡିଶନ୍ କୁ କାଢ଼ି ଟାଇପ୍ କରନ୍ତୁ:   
 
| ପୂର୍ବ କଣ୍ଡିଶନ୍ କୁ କାଢ଼ି ଟାଇପ୍ କରନ୍ତୁ:   
 +
 
|-
 
|-
 
|07:12  
 
|07:12  
 
| age less than 15
 
| age less than 15
 +
 
|-
 
|-
 
|07:15
 
|07:15
 
| OR age less than 18  
 
| OR age less than 18  
 +
 
|-
 
|-
 
|07:24
 
|07:24
 
| AND weight less than 40 ;
 
| AND weight less than 40 ;
 +
 
|-
 
|-
 
|07:33
 
|07:33
 
| ଆମେ ଦେଖିପାରୁଛେ ଯେ, କଣ୍ଡିଶନ୍ ନିଜେ ବିଭ୍ରାନ୍ତ ହୋଇଯାଇଛି
 
| ଆମେ ଦେଖିପାରୁଛେ ଯେ, କଣ୍ଡିଶନ୍ ନିଜେ ବିଭ୍ରାନ୍ତ ହୋଇଯାଇଛି
 +
 
|-
 
|-
 
|07:36
 
|07:36
 
| ଅଧିକନ୍ତୁ, ଆମେ ଜାଣିନେ ଯେ, Or Operation ପ୍ରଥମେ କାମ କରିବ ନା And Operation
 
| ଅଧିକନ୍ତୁ, ଆମେ ଜାଣିନେ ଯେ, Or Operation ପ୍ରଥମେ କାମ କରିବ ନା And Operation
 +
 
|-
 
|-
 
|07:42
 
|07:42
 
| Operatorsର ପ୍ରଧାନତା ଉପରେ ଏହା ନିର୍ଭର କରିଥାଏ
 
| Operatorsର ପ୍ରଧାନତା ଉପରେ ଏହା ନିର୍ଭର କରିଥାଏ
 +
 
|-
 
|-
 
|07:46
 
|07:46
 
| ଏହିପରି ‍ସ୍ଥିତିରେ ଆମେ, ପ୍ରଧାନତାକୁ Override କରିବାକୁ ପାରେନ୍ଥେସେସ୍ ବ୍ୟବହାର କରୁ ଓ କଣ୍ଡିଶନ୍ କୁ କ୍ଲିଅର୍ କରିବାକୁ ମଧ୍ୟ
 
| ଏହିପରି ‍ସ୍ଥିତିରେ ଆମେ, ପ୍ରଧାନତାକୁ Override କରିବାକୁ ପାରେନ୍ଥେସେସ୍ ବ୍ୟବହାର କରୁ ଓ କଣ୍ଡିଶନ୍ କୁ କ୍ଲିଅର୍ କରିବାକୁ ମଧ୍ୟ
 +
 
|-
 
|-
 
|07:53
 
|07:53
 
| ତେଣୁ, ଏକ ପାରେନ୍ଥେସେସ୍ ଆଡ୍ କରନ୍ତୁ  
 
| ତେଣୁ, ଏକ ପାରେନ୍ଥେସେସ୍ ଆଡ୍ କରନ୍ତୁ  
 +
 
|-
 
|-
 
|08:06
 
|08:06
 
| କୋଡ୍ Run କରନ୍ତୁ, Save, Run   
 
| କୋଡ୍ Run କରନ୍ତୁ, Save, Run   
 +
 
|-
 
|-
 
|08:13
 
|08:13
 
| ଏବେ, ପ୍ରଥମ କଣ୍ଡିଶନ୍, ଯାହା ହେଉଛି age less than 15 ସାଟିସଫାଏ ହେଲାନାହିଁ,  
 
| ଏବେ, ପ୍ରଥମ କଣ୍ଡିଶନ୍, ଯାହା ହେଉଛି age less than 15 ସାଟିସଫାଏ ହେଲାନାହିଁ,  
 +
 
|-
 
|-
 
|08:20
 
|08:20
 
| ଦ୍ୱିତୀୟ କଣ୍ଡିଶନ୍, ଯାହା ହେଉଛି  
 
| ଦ୍ୱିତୀୟ କଣ୍ଡିଶନ୍, ଯାହା ହେଉଛି  
 +
 
|-
 
|-
 
|08:22
 
|08:22
 
| age less than 18 ଓ weight less than 40 ସାଟିସଫାଏ ହେଲା
 
| age less than 18 ଓ weight less than 40 ସାଟିସଫାଏ ହେଲା
 +
 
|-
 
|-
 
|08:27
 
|08:27
 
| ସେଥିପାଇଁ ଆଉଟପୁଟ୍ True ହେଲା
 
| ସେଥିପାଇଁ ଆଉଟପୁଟ୍ True ହେଲା
 +
 
|-
 
|-
 
|08:30
 
|08:30
 
| ନିୟମ ଅନୁସାରେ, ଅସ୍ପଷ୍ଟତା ଏଡ଼ାଇବା ପାଇଁ ଓ expressions ସ୍ପଷ୍ଟ କରିବା ପାଇଁ ପାରେନ୍ଥେସେସ୍ ବ୍ୟବହାର କରନ୍ତୁ  
 
| ନିୟମ ଅନୁସାରେ, ଅସ୍ପଷ୍ଟତା ଏଡ଼ାଇବା ପାଇଁ ଓ expressions ସ୍ପଷ୍ଟ କରିବା ପାଇଁ ପାରେନ୍ଥେସେସ୍ ବ୍ୟବହାର କରନ୍ତୁ  
 +
 
|-
 
|-
 
|08:36
 
|08:36
 
| ଆଉ ଏହିପରି ଭାବେ ଆମେ, ବହୁବିଧ କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ Logical Operators ବ୍ୟବହାର କରୁ
 
| ଆଉ ଏହିପରି ଭାବେ ଆମେ, ବହୁବିଧ କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ Logical Operators ବ୍ୟବହାର କରୁ
 +
 
|-
 
|-
 
|08:44
 
|08:44
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 +
 
|-
 
|-
 
|08:47
 
|08:47
 
| ଆମେ, Logical Operators ବିଷୟରେ ଓ ତାହାକୁ ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ   
 
| ଆମେ, Logical Operators ବିଷୟରେ ଓ ତାହାକୁ ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ   
 +
 
|-
 
|-
 
|08:54
 
|08:54
 
| ପାରେନ୍ଥେସେସ୍ ବ୍ୟବହାର କରି ପ୍ରଧାନତା କିପରି Override କରାଯାଏ, ଶିଖିଲେ
 
| ପାରେନ୍ଥେସେସ୍ ବ୍ୟବହାର କରି ପ୍ରଧାନତା କିପରି Override କରାଯାଏ, ଶିଖିଲେ
 +
 
|-
 
|-
 
|09:00
 
|09:00
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-  
 
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-  
 +
 
|-
 
|-
 
|09:02
 
|09:02
 
| ପ୍ରଦର୍ଶିତ ଦୁଇଟି expressions ସମାନ କି ନୁହେଁ ଜାଣନ୍ତୁ
 
| ପ୍ରଦର୍ଶିତ ଦୁଇଟି expressions ସମାନ କି ନୁହେଁ ଜାଣନ୍ତୁ
 +
 
|-
 
|-
 
|09:10
 
|09:10
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
 +
 
|-
 
|-
 
|09:18
 
|09:18
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
|09:23
 
|09:23
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:  ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି  
 +
 
|-
 
|-
 
|09:30
 
|09:30
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
 +
 
|-
 
|-
 
|09:36
 
|09:36
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ  
 +
 
|-
 
|-
 
|09:40
 
|09:40
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|09:46
 
|09:46
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧା:  spoken-tutorial.org/NMEICT-Intro
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧା:  spoken-tutorial.org/NMEICT-Intro
 +
 
|-
 
|-
 
|09:52
 
|09:52
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 16:06, 7 April 2017

Time Narration
00:02 Javaରେ Logical Operators ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ବିଭିନ୍ନ Logical Operators ବିଷୟରେ
00:11 Logical Operators ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ ପାରାନ୍ଥେସେସ୍ ବ୍ୟବହାର କରି Precedence Override କରାଯାଏ, ଶିଖିବା
00:20 ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ:

Ubuntu 11.10 JDK 1.6 ଓ Eclipse 3.7

00:30 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର, Javaରେ Relational Operators ଉପରେ ଜ୍ଞାନ ଥିବା ଦରକାର
00:35 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍‍ ଦେଖନ୍ତୁ
00:42 Multiple Conditions ଯାଞ୍ଚ କରିବା ପାଇଁ ଲଜିକଲ୍ ଅପରେଟର୍ସ ବ୍ୟବହାର କରାଯାଏ
00:48 ଏହା ହେଉଛି, ଉପଲବ୍ଧ "ଲଜିକଲ୍ ଅପରେଟର୍ସ"ର ଏକ ତାଲିକା
00:54 and, or, not. ଆମେ ପ୍ରତ୍ୟେକକୁ ସବିଶେଷ ଭାବେ ଦେଖିବା. Eclipseକୁ ଯାଆନ୍ତୁ
01:04 ଏଠାରେ, ଆମ ପାଖରେ Eclipse IDE ଏବଂ ବାକି କୋଡ୍ ପାଇଁ ଆବଶ୍ୟକ Skeleton ଅଛି
01:10 LogicalOperators ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି
01:15 ଏବେ କିଛି ଭେରିଏବଲ୍ କ୍ରିଏଟ୍ କରନ୍ତୁ
01:20 boolean b ;
01:23 ଆମେ, ଆମ କଣ୍ଡିଶନ୍ ର ପରିଣାମକୁ b;ରେ ଷ୍ଟୋର୍ କରିବା
01:29 int age equal to 11
01:35 int weight equal to 42
01:42 ଆମ ପାଖରେ, ଜଣେ ବ୍ୟକ୍ତିଙ୍କର ବୟସ ଓ ଓଜନ ଅଛି
01:46 ଆମେ ଦେଖିବା ଯେ, ବ୍ୟକ୍ତି ଜଣକ 18 ବର୍ଷରୁ କମ୍ ଓ ଅତିକମରେ 40 କେଜିର କି ନୁହେଁ
01:52 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
01:57 b is equal to age less than 18 ଆମ୍ପରସେଣ୍ଡ ଆମ୍ପରସେଣ୍ଡ weight greater than equal to 40 ;
02:19 ଏହି ଷ୍ଟେଟମେଣ୍ଟରେ ଦୁଇଟି expressions ଏବଂ ମଝିରେ ଡବଲ୍ ଆମ୍ପରସେଣ୍ଡ ଅଛି
02:24 ଏହା, ବୟସ 18ରୁ କମ୍ କି ନୁହେଁ ଏବଂ ଓଜନ 40 ଠାରୁ ଅଧିକ କିମ୍ୱା ସମାନ୍, ତାହା ଯାଞ୍ଚ କରେ
02:31 ଏହି କାର୍ଯ୍ୟକୁ and operation କୁହାଯାଏ
02:35 ଏବେ ଚାଲନ୍ତୁ, bର ଭାଲ୍ୟୁକୁ ପ୍ରିଣ୍ଟ କରିବା
02:40 System ଡଟ୍ Out ଡଟ୍ Println(b);
02:48 Save କରି Run କରନ୍ତୁ
02:56 ଦେଖନ୍ତୁ, ଆଉଟପୁଟ୍ ହେଉଛି True, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହୋଇଛି
03:02 ଏବେ ଚାଲନ୍ତୁ, weight ବଦଳାଇବା, ଯେଉଁଥିରୁ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେବନାହିଁ ଏବଂ କୋଡ୍ ରି-ରନ୍ କରିବା
03:08 42କୁ 32ରେ ବଦଳାନ୍ତୁ
03:14 Save କରି Run କରନ୍ତୁ
03:21 ଏବେ ଆଉଟପୁଟ ହେଉଛି False
03:24 ଏହାର କାରଣ ହେଉଛି, କଣ୍ଡିଶନ୍ age less than 18 ସାଟିସଫାଏ ହୋଇଛି
03:29 କିନ୍ତୁ, କଣ୍ଡିଶନ୍ weight greater than or equal to 40 ସାଟିସଫାଏ ହୋଇନାହିଁ
03:34 True ପରିଣାମ ପାଇଁ ଉଭୟ କଣ୍ଡିଶନ୍ସ True ହୋଇଥିବାର And Operation ଆବଶ୍ୟକ କରେ
03:39 ସେଥିପାଇଁ ଆମେ ଆଉଟପୁଟ୍ ଭାବରେ False ପାଇଲେ
03:43 ଏହିଭଳି, ଡବଲ୍ ଆମ୍ପରସେଣ୍ଡ ଚିହ୍ନ ବ୍ୟବହାର କରି ଆମେ And Operation କରିପାରିବା
03:53 ଧରନ୍ତୁ, ଆମ ପାଖରେ age ଓ weight ଅଛି ଏବଂ ସେଥିରୁ କେବଳ ଗୋଟିଏ କଣ୍ଡିଶନ୍ ସାଟିସଫାଏ ହେଲେ ଯଥେଷ୍ଟ
03:59 ଅନ୍ୟ ଶବ୍ଦରେ, ପ୍ରଥମ କିମ୍ୱା ଦ୍ୱିତୀୟ କଣ୍ଡିଶନ୍ ଟି True କି ନୁହେଁ ଆମକୁ ଦେଖିବାକୁ ହେବ
04:05 ଏହାକୁ Or Operation ବ୍ୟବହାର କରାଯାଏ
04:09 ପ୍ରଥମେ ପୂର୍ବ କଣ୍ଡିଶନ୍ କାଢ଼ିଦିଅନ୍ତୁ
04:15 ଓ ଟାଇପ୍ କରନ୍ତୁ
04:17 age less than equal to 15 ପାଇପ୍ ପାଇପ୍ weight less than equal to 30
04:35 ସେଥିରେ ଦୁଇଟି କଣ୍ଡିଶନ୍ସ ଏବଂ ମଝିରେ ଗୋଟିଏ ଡବଲ୍ ପାଇପ୍ ଚିହ୍ନ ଅଛି
04:40 ପ୍ରଦତ୍ତ ଦୁଇଟି କଣ୍ଡିଶନ୍ସ ମଧ୍ୟରୁ ଅତିକମରେ ଗୋଟିଏ ସାଟିସଫାଏ ହେଲା କି ନାହିଁ ଏହି ଷ୍ଟେଟମେଣ୍ଟ ଦେଖେ
04:46 ଚାଲନ୍ତୁ, କୋଡ୍ ରନ୍ କରି ଆଉଟପୁଟ୍ ଦେଖିବା. Save କରି Run କରନ୍ତୁ
04:54 ଦେଖନ୍ତୁ, ଆଉଟପୁଟ୍ ହେଉଛି True
04:57 ଏହାର କାରଣ ହେଉଛି, And Operation ଭଳି Or Operation, ଉଭୟ କଣ୍ଡିଶନ୍ସ True ହେବାର ଆବଶ୍ୟକ କରେନାହିଁ
05:03 ଏହା, ଅତିକମରେ ଗୋଟିଏ କଣ୍ଡିଶନ୍ True ହେବାର ଆବଶ୍ୟକ କରେ
05:06 ଯଦିଓ, weight ପାଇଁ କଣ୍ଡିଶନ୍ ସାଟିସଫାଏ ହେଲାନାହିଁ, ଯେହେତୁ age କଣ୍ଡିଶନ୍ ସାଟିସଫାଏ ହେଲା,
05:13 ଆମେ, True ଭାବରେ ଆଉଟପୁଟ୍ ପାଇଲେ
05:18 ଏବେ ଚାଲନ୍ତୁ, ageକୁ ଏପରି ବଦଳାଇବା, ଯେଉଁଥିରୁ ଉଭୟ କଣ୍ଡିଶନ୍ସ False ହେବ ଓ ପରିଣାମ ଦେଖିବା
05:25 11କୁ 17ରେ ବଦଳାନ୍ତୁ
05:30 Save କରି Run କରନ୍ତୁ
05:36 ଏବେ, ଆଉଟପୁଟ୍ ହେଉଛି False, କାରଣ ଉଭୟ କଣ୍ଡିଶନ୍ସ ସାଟିସଫାଏ ହେଲାନାହିଁ
05:41 ଏହିପରି, ଏକ Or Operation କରିବା ପାଇଁ ଆମେ ଗୋଟିଏ ଡବଲ୍ Pipe ଚିହ୍ନ ବ୍ୟବହାର କରେ
05:50 ଏବେ ଧରନ୍ତୁ, ଆମକୁ 15 ବର୍ଷରୁ ବଡ଼ ଓ 30 କିଲୋରୁ ଅଧିକ ଲୋକମାନଙ୍କ ପାଇଁ ଯାଞ୍ଚ କରିବାର ଦରକାର ଅଛି
05:57 ଅନ୍ୟ ଶବ୍ଦରେ, ଆମେ ଟିକେ ପୂର୍ବରୁ କରିଥିବା କଣ୍ଡିଶନ୍ ର ଠିକ୍ ବିପରୀତ କରିବାକୁ ଅଛି
06:03 ଏହିପରି ‍ସ୍ଥିତିରେ, ଆମେ Not Operation ବ୍ୟବହାର କରୁ
06:07 ପ୍ରଥମେ, ପାରେନ୍ଥେସେସ୍ ରେ କଣ୍ଡିଶନ୍ କୁ ବନ୍ଦ କରନ୍ତୁ
06:17 ଏବଂ କଣ୍ଡିଶନ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଚିହ୍ନ ଆଡ କରନ୍ତୁ
06:25 ଆଶ୍ଚର୍ଯ୍ୟସୂଚକ ଚିହ୍ନ ବ୍ୟବହାର ଦ୍ୱାରା ଆମେ, ପାରେନ୍ଥେସେସ୍ ଭିତରେ ଥିବା କଣ୍ଡିଶନ୍ ର ଠିକ୍ ବିପରୀତ ଯାଞ୍ଚ କରିପାରିବା
06:32 ଯେହେତୁ ପୂର୍ବ ଆଉଟପୁଟ୍ False ଥିଲା, ଏବେ ଏହା ନିଶ୍ଚିତ ଭାବେ True ହେବ. ଚାଲନ୍ତୁ ଦେଖିବା
06:38 Save କରି Run କରନ୍ତୁ
06:44 ଦେଖନ୍ତୁ, ଆଉଟପୁଟ୍ ହେଉଛି ପୂର୍ବ ଗୋଟିକର ବିପରୀତ
06:48 ସମାନ ଭାବରେ, ଆଶ୍ଚର୍ଯ୍ୟସୂଚକ ବ୍ୟବହାର କରି ଆମେ Not Operation ପ୍ରଦର୍ଶନ କରିବା. ଏବେ ଧରନ୍ତୁ ଆମକୁ, 15 ବର୍ଷରୁ କମ୍
06:58 କିମ୍ୱା 18 ବର୍ଷରୁ କମ୍ ଓ 40 କିଲୋରୁ ହାଲୁକା ଲୋକ ଚାହୁଁଛେ
07:04 ଚାଲନ୍ତୁ ଦେଖିବା, ଆମେ ଏହି କଣ୍ଡିଶନ୍ କୁ କିପରି କରିପାରିବା
07:07 ପୂର୍ବ କଣ୍ଡିଶନ୍ କୁ କାଢ଼ି ଟାଇପ୍ କରନ୍ତୁ:
07:12 age less than 15
07:15 OR age less than 18
07:24 AND weight less than 40 ;
07:33 ଆମେ ଦେଖିପାରୁଛେ ଯେ, କଣ୍ଡିଶନ୍ ନିଜେ ବିଭ୍ରାନ୍ତ ହୋଇଯାଇଛି
07:36 ଅଧିକନ୍ତୁ, ଆମେ ଜାଣିନେ ଯେ, Or Operation ପ୍ରଥମେ କାମ କରିବ ନା And Operation
07:42 Operatorsର ପ୍ରଧାନତା ଉପରେ ଏହା ନିର୍ଭର କରିଥାଏ
07:46 ଏହିପରି ‍ସ୍ଥିତିରେ ଆମେ, ପ୍ରଧାନତାକୁ Override କରିବାକୁ ପାରେନ୍ଥେସେସ୍ ବ୍ୟବହାର କରୁ ଓ କଣ୍ଡିଶନ୍ କୁ କ୍ଲିଅର୍ କରିବାକୁ ମଧ୍ୟ
07:53 ତେଣୁ, ଏକ ପାରେନ୍ଥେସେସ୍ ଆଡ୍ କରନ୍ତୁ
08:06 କୋଡ୍ Run କରନ୍ତୁ, Save, Run
08:13 ଏବେ, ପ୍ରଥମ କଣ୍ଡିଶନ୍, ଯାହା ହେଉଛି age less than 15 ସାଟିସଫାଏ ହେଲାନାହିଁ,
08:20 ଦ୍ୱିତୀୟ କଣ୍ଡିଶନ୍, ଯାହା ହେଉଛି
08:22 age less than 18 ଓ weight less than 40 ସାଟିସଫାଏ ହେଲା
08:27 ସେଥିପାଇଁ ଆଉଟପୁଟ୍ True ହେଲା
08:30 ନିୟମ ଅନୁସାରେ, ଅସ୍ପଷ୍ଟତା ଏଡ଼ାଇବା ପାଇଁ ଓ expressions ସ୍ପଷ୍ଟ କରିବା ପାଇଁ ପାରେନ୍ଥେସେସ୍ ବ୍ୟବହାର କରନ୍ତୁ
08:36 ଆଉ ଏହିପରି ଭାବେ ଆମେ, ବହୁବିଧ କଣ୍ଡିଶନ୍ସ ଯାଞ୍ଚ କରିବା ପାଇଁ Logical Operators ବ୍ୟବହାର କରୁ
08:44 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:47 ଆମେ, Logical Operators ବିଷୟରେ ଓ ତାହାକୁ ବ୍ୟବହାର କରି କିପରି ବହୁବିଧ expressions ଯାଞ୍ଚ କରାଯାଏ ଏବଂ
08:54 ପାରେନ୍ଥେସେସ୍ ବ୍ୟବହାର କରି ପ୍ରଧାନତା କିପରି Override କରାଯାଏ, ଶିଖିଲେ
09:00 ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ-
09:02 ପ୍ରଦର୍ଶିତ ଦୁଇଟି expressions ସମାନ କି ନୁହେଁ ଜାଣନ୍ତୁ
09:10 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
09:18 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:30 ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ
09:36 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:40 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:46 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧା: spoken-tutorial.org/NMEICT-Intro
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep