Difference between revisions of "Java/C2/Programming-features-Eclipse/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:02 | Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |- |00:07 | ଏ...") |
PoojaMoolya (Talk | contribs) |
||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
|00:02 | |00:02 | ||
| Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | | Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | ||
+ | |||
|- | |- | ||
|00:07 | |00:07 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | ||
+ | |||
|- | |- | ||
|00:10 | |00:10 | ||
| Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ | | Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ | ||
+ | |||
|- | |- | ||
|00:15 | |00:15 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ | | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ | ||
+ | |||
|- | |- | ||
|00:23 | |00:23 | ||
| ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ | | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ | ||
+ | |||
|- | |- | ||
|00:26 | |00:26 | ||
| ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର | | ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର | ||
+ | |||
|- | |- | ||
|00:28 | |00:28 | ||
| Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ | | Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ | ||
+ | |||
|- | |- | ||
|00:32 | |00:32 | ||
| ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:40 | |00:40 | ||
| Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି: | | Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି: | ||
+ | |||
|- | |- | ||
|00:44 | |00:44 | ||
− | | | + | | ଅଟୋ କମ୍ପ୍ଲେଶନ୍ ,ସିଣ୍ଟାକ୍ସ ହାଇଲାଇଟିଙ୍ଗ୍ |
− | + | ||
− | + | ||
− | + | ||
|- | |- | ||
|00:46 | |00:46 | ||
− | | | + | | ଏରର୍ ଡାୟଲଗ୍ ବକ୍ସ ଓ |
+ | |||
|- | |- | ||
|00:48 | |00:48 | ||
− | | | + | | ଶର୍ଟକଟ୍ କୀଜ୍,ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା |
− | + | ||
− | + | ||
− | + | ||
|- | |- | ||
|00:59 | |00:59 | ||
| Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି | | Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି | ||
+ | |||
|- | |- | ||
|01:05 | |01:05 | ||
| Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା | | Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା | ||
+ | |||
|- | |- | ||
|01:10 | |01:10 | ||
| Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ | | Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ | ||
+ | |||
|- | |- | ||
|01:17 | |01:17 | ||
| ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ | | ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ | ||
+ | |||
|- | |- | ||
|01:25 | |01:25 | ||
| ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ | | ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ | ||
+ | |||
|- | |- | ||
|01:29 | |01:29 | ||
| ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ | | ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ | ||
+ | |||
|- | |- | ||
|01:35 | |01:35 | ||
| ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ | | ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ | ||
+ | |||
|- | |- | ||
|01:42 | |01:42 | ||
| ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ | | ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ | ||
+ | |||
|- | |- | ||
|01:52 | |01:52 | ||
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ | | ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ | ||
+ | |||
|- | |- | ||
|02:02 | |02:02 | ||
| ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ | | ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ | ||
+ | |||
|- | |- | ||
|02:06 | |02:06 | ||
| ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ | | ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ | ||
+ | |||
|- | |- | ||
|02:12 | |02:12 | ||
| ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ | | ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ | ||
+ | |||
|- | |- | ||
|02:19 | |02:19 | ||
| ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ | | ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ | ||
+ | |||
|- | |- | ||
|02:27 | |02:27 | ||
| Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍ ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ | | Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍ ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ | ||
+ | |||
|- | |- | ||
|02:32 | |02:32 | ||
| ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ | | ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ | ||
+ | |||
|- | |- | ||
|02:44 | |02:44 | ||
| ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion | | ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion | ||
+ | |||
|- | |- | ||
|02:48 | |02:48 | ||
| ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ | | ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ | ||
+ | |||
|- | |- | ||
|02:54 | |02:54 | ||
| Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା. System ଡଟ୍ | | Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା. System ଡଟ୍ | ||
+ | |||
|- | |- | ||
|03:07 | |03:07 | ||
| ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା | | ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା | ||
+ | |||
|- | |- | ||
|03:11 | |03:11 | ||
| ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ | | ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ | ||
+ | |||
|- | |- | ||
|03:19 | |03:19 | ||
| Outକୁ ଯାଇ Enter ଦାବନ୍ତୁ. ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ | | Outକୁ ଯାଇ Enter ଦାବନ୍ତୁ. ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ | ||
+ | |||
|- | |- | ||
|03:28 | |03:28 | ||
| ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ | | ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ | ||
+ | |||
|- | |- | ||
|03:33 | |03:33 | ||
| Print()କୁ ଯାଇ Enter ଦାବନ୍ତୁ. ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ | | Print()କୁ ଯାଇ Enter ଦାବନ୍ତୁ. ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ | ||
+ | |||
|- | |- | ||
|03:57 | |03:57 | ||
| ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍ | | ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍ | ||
+ | |||
|- | |- | ||
|04:02 | |04:02 | ||
| ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି | | ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି | ||
+ | |||
|- | |- | ||
|04:09 | |04:09 | ||
| ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String | | ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String | ||
+ | |||
|- | |- | ||
|04:16 | |04:16 | ||
| ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ | | ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ | ||
+ | |||
|- | |- | ||
|04:27 | |04:27 | ||
| Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ | | Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ | ||
+ | |||
|- | |- | ||
|04:31 | |04:31 | ||
| ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ | | ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ | ||
+ | |||
|- | |- | ||
|04:36 | |04:36 | ||
| ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ | | ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ | ||
+ | |||
|- | |- | ||
|04:46 | |04:46 | ||
| ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି | | ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି | ||
+ | |||
|- | |- | ||
|04:57 | |04:57 | ||
| ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application ସିଲେକ୍ଟ କରନ୍ତୁ | | ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|05:12 | |05:12 | ||
| ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ | | ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ | ||
+ | |||
|- | |- | ||
|05:17 | |05:17 | ||
| ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା. ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ | | ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା. ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ | ||
+ | |||
|- | |- | ||
|05:35 | |05:35 | ||
| ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ ସମସ୍ୟା ତାଲିକାଭୁକ୍ତ ହୋଇଛି | | ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ ସମସ୍ୟା ତାଲିକାଭୁକ୍ତ ହୋଇଛି | ||
+ | |||
|- | |- | ||
|05:43 | |05:43 | ||
| ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା. ସେଭ୍ କରିବା ପାଇଁ Ctrl + S ଦାବନ୍ତୁ. | | ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା. ସେଭ୍ କରିବା ପାଇଁ Ctrl + S ଦାବନ୍ତୁ. | ||
+ | |||
|- | |- | ||
|05:53 | |05:53 | ||
| Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys | | Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys | ||
+ | |||
|- | |- | ||
|06:01 | |06:01 | ||
| ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ | | ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ | ||
+ | |||
|- | |- | ||
|06:07 | |06:07 | ||
| ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି | | ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି | ||
+ | |||
|- | |- | ||
|06:12 | |06:12 | ||
| Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ | | Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ | ||
+ | |||
|- | |- | ||
|06:16 | |06:16 | ||
| ଚାଲନ୍ତୁ, ଏବେ ଏହାକୁ ଦେଖିବା. Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା | | ଚାଲନ୍ତୁ, ଏବେ ଏହାକୁ ଦେଖିବା. Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା | ||
+ | |||
|- | |- | ||
|06:27 | |06:27 | ||
| ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ. Run କ୍ଲିକ୍ କରନ୍ତୁ | | ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ. Run କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:33 | |06:33 | ||
| ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି | | ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି | ||
+ | |||
|- | |- | ||
|06:40 | |06:40 | ||
| ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11 | | ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11 | ||
+ | |||
|- | |- | ||
|06:45 | |06:45 | ||
| Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା. ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା | | Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା. ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା | ||
+ | |||
|- | |- | ||
|06:56 | |06:56 | ||
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି: | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି: | ||
+ | |||
|- | |- | ||
|07:04 | |07:04 | ||
− | | | + | | ଅଟୋ କମ୍ପ୍ଲେଶନ୍ ସିଣ୍ଟାକ୍ସ ହାଇଲାଇଟିଙ୍ଗ୍ |
− | + | ||
− | + | ||
− | + | ||
|- | |- | ||
|07:06 | |07:06 | ||
− | | | + | |ଏରର୍ ଡାୟଲଗ୍ ବକ୍ସ ଓ,ଶର୍ଟକଟ୍ କୀଜ୍ |
− | + | ||
− | + | ||
− | + | ||
|- | |- | ||
|07:10 | |07:10 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- | ||
+ | |||
|- | |- | ||
|07:12 | |07:12 | ||
| Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ | | Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ | ||
+ | |||
|- | |- | ||
|07:17 | |07:17 | ||
| ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ | | ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ | ||
+ | |||
|- | |- | ||
|07:22 | |07:22 | ||
| କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ | | କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ | ||
+ | |||
|- | |- | ||
|07:25 | |07:25 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, | ||
+ | |||
|- | |- | ||
|07:28 | |07:28 | ||
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. | | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. | ||
+ | |||
|- | |- | ||
|07:30 | |07:30 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|07:33 | |07:33 | ||
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ | ||
+ | |||
|- | |- | ||
|07:37 | |07:37 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
+ | |||
|- | |- | ||
|07:39 | |07:39 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|07:42 | |07:42 | ||
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. | | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. | ||
+ | |||
|- | |- | ||
|07:45 | |07:45 | ||
| ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ | ||
+ | |||
|- | |- | ||
|07:52 | |07:52 | ||
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ | ||
+ | |||
|- | |- | ||
|07:56 | |07:56 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|08:02 | |08:02 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ | ||
+ | |||
|- | |- | ||
|08:07 | |08:07 | ||
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 15:27, 7 April 2017
Time | Narration |
00:02 | Programming Features of Eclipse ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:10 | Eclipseର ଯୁଜର୍ ଫ୍ରେଣ୍ଡଲୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ |
00:15 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ, Ubuntu 11.0, JDK 1.6 ଓ Eclipse 3.7.0 ବ୍ୟବହାର କରୁଛୁ |
00:23 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣ ନିଶ୍ଚିତ ଭାବେ |
00:26 | ନିଜ ସିଷ୍ଟମ୍ ରେ Eclipse ଇନଷ୍ଟଲ୍ କରିଥିବା ଦରକାର |
00:28 | Eclipseରେ ଏକ ସରଳ Java ପ୍ରୋଗ୍ରାମ୍ ଲେ୍ଖିବା ଜାଣିଥିବା ଆବଶ୍ୟକ |
00:32 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:40 | Eclipse IDE ଅନେକ ଯୁଜର୍ ଫ୍ରେଣ୍ଡଲୀ ଫିଚର୍ସକୁ ସପୋର୍ଟ କରିଥାଏ, ଯେପରି: |
00:44 | ଅଟୋ କମ୍ପ୍ଲେଶନ୍ ,ସିଣ୍ଟାକ୍ସ ହାଇଲାଇଟିଙ୍ଗ୍ |
00:46 | ଏରର୍ ଡାୟଲଗ୍ ବକ୍ସ ଓ |
00:48 | ଶର୍ଟକଟ୍ କୀଜ୍,ଏହିସବୁ ଫିଚର୍ସକୁ ଆମେ ସବିଶେଷ ଜାଣିବା |
00:59 | Features ନାମରେ ମୁଁ ଏକ Class କ୍ରିଏଟ୍ କରି Main Method ଆଡ୍ କରିଛି |
01:05 | Eclipseରେ ଆମେ ପ୍ରଥମେ Auto Completion ଫିଚର୍ କୁ ଦେଖିବା |
01:10 | Main Method ଭିତରେ, ଏକ ଖୋଲା ବ୍ରେସ୍ ଟାଇପ୍ କରି Enter ଦାବନ୍ତୁ |
01:17 | ଆମେ ଦେଖିପାରୁଛେ ଯେ, ଏହା ଅଟୋମେଟିକାଲୀ ପରବର୍ତ୍ତୀ ବନ୍ଦ ବ୍ରେସ୍ ସେଟ୍ କରେ ଏବଂ ଏକ ଇଣ୍ଡେନ୍ସନ୍ ସହିତ କର୍ସର୍ କୁ ରଖେ |
01:25 | ଏହା, ଯୋଡ଼ିରେ କାମ କରୁଥିବା ପ୍ରତ୍ୟେକ ଫିଚର୍ କୁ ମଧ୍ୟ ସମ୍ପୂର୍ଣ୍ଣ କରେ |
01:29 | ଉଦାହରଣସ୍ୱରୂପ, ପାରେନ୍ଥେସିସ୍ ଖୋଲା ପାରେନ୍ଥେସିସ୍ ଟାଇପ୍ କରନ୍ତୁ |
01:35 | ଆମକୁ କେବଳ ଖୋଲା ପାରେନ୍ଥେସିସ୍ ଟାଇପ୍ କରିବାକୁ ହେବ ଓ Eclipse ଅଟୋମେଟିକାଲୀ ବନ୍ଦ ପାରେନ୍ଥେସିସ୍ ଆଡ୍ କରିଦେବ |
01:42 | ଯଦି ଆମେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ ପାରେନ୍ଥେସିସ୍ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ |
01:52 | ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ |
02:02 | ଏହା, ସମାନ ଭାବରେ ଡବଲ୍ କ୍ୱୋଟ୍ସ ସହିତ ମଧ୍ୟ କାମ କରେ |
02:06 | ଖୋଲା କ୍ୱୋଟ୍ସ ଟାଇପ୍ କଲେ ଏହା ଅଟୋମେଟିକାଲୀ କ୍ୱୋଟ୍ସକୁ ବନ୍ଦ କରିଦେବ |
02:12 | ଯଦି ଆମେ ବନ୍ଦ କ୍ୱୋଟ୍ସ ଟାଇପ୍ କରିବାରେ ମଧ୍ୟ ଅଭ୍ୟସ୍ତ, ତାହା ଅତିରିକ୍ତ ବନ୍ଦ କ୍ୱୋଟ୍ସ ଆଡ୍ ନକରିବାର ମଧ୍ୟ ଧ୍ୟାନରଖିଥାଏ |
02:19 | ମୁଁ ଏବେ ବନ୍ଦ ପାରେନ୍ଥେସିସ୍ ଟାଇପ୍ କରୁଛି ଏବଂ ଦେଖନ୍ତୁ, କର୍ସର୍ କେବଳ ଡାହାଣକୁ ଘୁଞ୍ଚୁଛି ଓ ଅତିରିକ୍ତ ପାରେନ୍ଥେସିସ୍ ଆଡ୍ ହେଲାନାହିଁ |
02:27 | Auto Completion ହେଉଛି ଏକ ବହୁମୁଖୀ ଫିଚର୍ ଏବଂ କୋଡ୍ ର ଗଠନ ରକ୍ଷା କରିବାରେ ସାହାଯ୍ୟ କରିଥାଏ |
02:32 | ଆଉ ମଧ୍ୟ ଟାଇପିଙ୍ଗ୍ ଏରର୍ସ ପ୍ରତିରୋଧ କରିଥାଏ, ଯେପରି - ନଥିବା ବନ୍ଦ ବ୍ରେସେସ୍, ନଥିବା ବନ୍ଦ ପାରେନ୍ଥେସେସ୍ ଓ ନଥିବା ବନ୍ଦ କ୍ୱୋଟ୍ସ |
02:44 | ପରବର୍ତ୍ତୀ ପ୍ରୋଗ୍ରାମିଙ୍ଗ୍ ଫିଚର୍ ହେଉଛି Suggestion |
02:48 | ଆମେ ଟାଇପ୍ କରିଥିବା ସବୁକିଛି କାଢିଦିଅନ୍ତୁ |
02:54 | Hello ଶବ୍ଦ ପ୍ରିଣ୍ଟ କରିବାକୁ ଆମେ ଆଉଟପୁଟ୍ ଷ୍ଟେଟମେଣ୍ଟ ଟାଇପ୍ କରିବା. System ଡଟ୍ |
03:07 | ଦେଖନ୍ତୁ, Eclipse ଏକ ଡ୍ରପ୍ ଡାଉନ୍ ତାଲିକା ପ୍ରଦର୍ଶିତ କଲା |
03:11 | ତାଲିକାରେ ପରାମର୍ଶ ରହିଛି, ଯେପରି err, in, out, consol ଆଦି, ସମସ୍ତ ସମ୍ଭାବ୍ୟ ସମାପନ |
03:19 | Outକୁ ଯାଇ Enter ଦାବନ୍ତୁ. ପୁଣିଥରେ ଡଟ୍ (.) ଟାଇପ୍ କରନ୍ତୁ |
03:28 | ଏବେ Eclipse, Out ମଡ୍ୟୁଲ୍ ରୁ ପରାମର୍ଶ ପ୍ରଦାନ କରିବ |
03:33 | Print()କୁ ଯାଇ Enter ଦାବନ୍ତୁ. ପାରେନ୍ଥେସେସ୍ ଭିତରେ, କ୍ୱୋଟ୍ସରେ Hello ଟାଇପ୍ କରନ୍ତୁ |
03:57 | ଆମେ ଦେଖୁଥିବା ପରବର୍ତ୍ତୀ ଫିଚର୍ ହେଉଛି Syntax Highlighting ଫିଚର୍ |
04:02 | ଧ୍ୟାନଦିଅନ୍ତୁ ଯେ, Public Class, Public Static Void କୀୱର୍ଡ୍ସ ଭିନ୍ନ ଭିନ୍ନ ରଙ୍ଗରେ ଅଛି |
04:09 | ଆହୁରି ମଧ୍ୟ ଧ୍ୟାନଦିଅନ୍ତୁ ଯେ, Hello ନୀଳ ରଙ୍ଗରେ ଥାଇ ସୂଚିତ କରୁଛି କୁ ଏହା ହେଉଛି ଏକ String |
04:16 | ଏହି Syntax Highlighting ଫିଚର୍ ଆମକୁ, କୀୱର୍ଡ୍ସ ଓ କୋଡ୍ ର ବିଭିନ୍ନ ଭାଗକୁ ପ୍ରଭେଦ କରିବାରେ ସାହାଯ୍ୟ କରେ |
04:27 | Errors ଖୋଜିବାରେ ମଧ୍ୟ Eclipse ପ୍ରୋଗ୍ରାମର୍ କୁ ସାହାଯ୍ୟ କରେ |
04:31 | ଗୋଟିଏ ପ୍ରୋଗ୍ରାମରେ, ଏକ ଏରର୍, ବାମ ମାର୍ଜିନରେ ନାଲି ଛକ ଚିହ୍ନ ଦ୍ୱାରା ଚିହ୍ନିତ ହୋଇଥାଏ |
04:36 | ଏହି ପ୍ରୋଗ୍ରାମରେ ଆମେ ଏକ ଏରର୍ ଦେଖୁଛେ, ଆଉ ସେହି ଏରର୍ ଉପରେ ମାଉସ୍ ଚଲାନ୍ତୁ |
04:46 | ଆମେ ଦେଖୁଛେ ଯେ, ଏରର୍ କହୁଛି: ସେମିକଲନ୍ (;) ନାହିଁ ଏବଂ ଏହି ଏରର୍ ସମାଧାନ ମଧ୍ୟ ଜଣାଅଛି |
04:57 | ଆମେ ଯଦି ଏରର୍ କୁ ଫିକ୍ସ ନକରି Run କରୁଛେ, ରାଇଟ୍ କ୍ଲିକ୍ କରି Run As > Java Application ସିଲେକ୍ଟ କରନ୍ତୁ |
05:12 | ଆମେ ଏକ Error Dialog Box ପାଇଲେ, ଯାହା ଏଠାରେ ଏକ ଏରର୍ ଅଛି ବୋଲି ସୂଚିତ କରେ ଓ ପଚାରେ ଆମେ ଆଗକୁ ବଢିବା ଉଚିତ ନା ନାହିଁ |
05:17 | ଏବେପାଇଁ, ଚାଲନ୍ତୁ ଆଗକୁ ବଢିବା. ଦେଖନ୍ତୁ, ଏକ ଆଉଟପୁଟ୍ ଆସିଛି, ଯାହା ସୂଚିତ କରେ କି ଏଠାରେ ଏକ ଏରର୍ ଅଛି ଏବଂ |
05:35 | ଆମେ ଯେତେବେଳେ ପ୍ରୋବ୍ଲେମ୍ କନାସୋଲ୍ କୁ ଯାଉ, ସମ୍ଭାବ୍ୟ ସମାଧାନ ସହ ସମସ୍ତ ସମସ୍ୟା ତାଲିକାଭୁକ୍ତ ହୋଇଛି |
05:43 | ତେବେ ଚାଲନ୍ତୁ, ସେମିକଲନ୍ ଆଡ୍ କରି ସମସ୍ୟାର ସମାଧାନ କରିବା. ସେଭ୍ କରିବା ପାଇଁ Ctrl + S ଦାବନ୍ତୁ. |
05:53 | Eclipseରେ ପରବର୍ତ୍ତୀ ପ୍ରୋଗ୍ରାମର୍ ଅନୁକୂଳ ଫିଚର୍ ହେଉଛି Shortcut Keys |
06:01 | ଯେକୌଣସି ପ୍ରୋଗ୍ରାମରେ ସାଧାରଣ ଶର୍ଟକଟ୍ କୀଜ୍ ହେଉଛି Ctrl + S ସେଭ୍ କରିବା ପାଇଁ ତଥା Ctrl + O ଖୋଲିବା ପାଇଁ |
06:07 | ଅନେକ ଏହିପରି ସାଧାରଣ ବ୍ୟବହୃତ ଫଙ୍କସନ୍ ପାଇଁ Eclipseରେ ଶର୍ଟକଟ୍ କୀଜ୍ ଅଛି |
06:12 | Ctrl + F11 ହେଉଛି କୋଡ୍ ରନ୍ କରିବାର ଶର୍ଟକଟ୍ କୀ |
06:16 | ଚାଲନ୍ତୁ, ଏବେ ଏହାକୁ ଦେଖିବା. Ctrlକୁ ଧରି F11 ଦାବନ୍ତୁ ଓ ଦେଖନ୍ତୁ, କୋଡ୍ ଚାଲିଲା ଏବଂ ଆଉଟପୁଟ୍ Hello ପ୍ରିଣ୍ଟ ହେଲା |
06:27 | ଅନ୍ୟ ଅପ୍ସନ୍ସ ପାଇଁ ଶର୍ଟକଟ୍ କୀଗୁଡ଼ିକ ମେନୁ ଭିତରେ ମିଳିବ. Run କ୍ଲିକ୍ କରନ୍ତୁ |
06:33 | ଆଉ ଦେଖନ୍ତୁ, ଅପ୍ସନ୍ ର ଡାହାଣପଟେ, ଗୋଟିଏ ଶର୍ଟକଟ୍ ଦିଆଯାଇଛି |
06:40 | ତେଣୁ, Debug ପାଇଁ ଶର୍ଟକଟ୍ ହେଉଛି F11 |
06:45 | Eclipseର ଏହା ହେଉଛି ଏକ ଛୋଟ କିନ୍ତୁ, ସାଧାରଣ ଭାବେ ବ୍ୟବହୃତ ପ୍ରୋଗ୍ରାମିଙ୍ଗ୍ ଫିଚର୍ ର ତାଲିକା. ପରବର୍ତ୍ତୀ ଟ୍ୟୁଟୋରିଆଲ୍ସରେ ଆମେ ଅଧିକ ଫିଚର୍ସ ଦେଖିବା |
06:56 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, Eclipseର ପ୍ରୋଗ୍ରାମିଙ୍ଗ୍ ଫିଚର୍ସକୁ କିପରି ବ୍ୟବହାର କରାଯାଏ, ଯେପରି: |
07:04 | ଅଟୋ କମ୍ପ୍ଲେଶନ୍ ସିଣ୍ଟାକ୍ସ ହାଇଲାଇଟିଙ୍ଗ୍ |
07:06 | ଏରର୍ ଡାୟଲଗ୍ ବକ୍ସ ଓ,ଶର୍ଟକଟ୍ କୀଜ୍ |
07:10 | ଏହି ଟ୍ୟୁଟୋରିଆଲ୍ ପାଇଁ ଏକ ଆସାଇନମେଣ୍ଟ ଭାବେ- |
07:12 | Hello ପ୍ରିଣ୍ତ କରୁଥିବା ଏକ Class ସହିତ ଗୋଟିଏ ସରଳ ପ୍ରୋଗ୍ରାମ୍ ଲେଖନ୍ତୁ |
07:17 | ଏହି ପ୍ରକ୍ରିୟାରେ, Eclipseର ସମସ୍ତ ପ୍ରୋଗ୍ରାମିଙ୍ଗ୍ ଫିଚର୍ସ ଲାଗୁକରନ୍ତୁ |
07:22 | କାର୍ଯ୍ୟଗୁଡ଼ିକୁ ଦେଖନ୍ତୁ |
07:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ, |
07:28 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ. |
07:30 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:33 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:39 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:42 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:45 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
07:52 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:56 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:02 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:07 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |