Difference between revisions of "Drupal/C3/People-Management/Oriya"

From Script | Spoken-Tutorial
Jump to: navigation, search
 
(3 intermediate revisions by 2 users not shown)
Line 5: Line 5:
 
|-
 
|-
 
|00:01
 
|00:01
| Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା
 +
 
 
|-
 
|-
 
|00:14
 
|00:14
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି , ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
* ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ
+
* Firefox ୱେବ୍ ବ୍ରାଉଜର୍
+
ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
 
|-
 
|-
 
|00:29
 
|00:29
| ଚାଲନ୍ତୁ, People Management ବିଷୟରେ ଶିଖିବା
+
|ଚାଲନ୍ତୁ, People Management ବିଷୟରେ ଶିଖିବା
 +
 
 
|-
 
|-
 
|00:31
 
|00:31
| ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା
+
|ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା
 +
 
 
|-
 
|-
 
|00:39
 
|00:39
| People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ
+
|People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ
 +
 
 
|-
 
|-
 
|00:42
 
|00:42
| ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ
+
|ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ
 +
 
 
|-
 
|-
 
|00:46
 
|00:46
| ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ
+
|ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ
 +
 
 
|-
 
|-
 
|00:50
 
|00:50
| People ଉପରେ କ୍ଲିକ୍ କରନ୍ତୁ
+
|People ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|00:53
 
|00:53
| Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି
+
|Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି
 +
 
 
|-
 
|-
 
|00:58
 
|00:58
| Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ
+
|Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|01:06
 
|01:06
| ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ
+
|ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ
 +
 
 
|-
 
|-
 
|01:10
 
|01:10
| ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User
+
|ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User
 +
 
 
|-
 
|-
 
|01:15
 
|01:15
| ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ
+
|ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ
 +
 
 
|-
 
|-
 
|01:18
 
|01:18
| ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ
+
|ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ
 +
 
 
|-
 
|-
 
|01:23
 
|01:23
| Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ
+
|Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ
 +
 
 
|-
 
|-
 
|01:29
 
|01:29
| ତଥାପି ତାହା, User No. 1 ପରି ବଡ଼ ନୁହେଁ
+
|ତଥାପି ତାହା, User No. 1 ପରି ବଡ଼ ନୁହେଁ
 +
 
 
|-
 
|-
 
|01:33
 
|01:33
| ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ
+
|ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ
 +
 
 
|-
 
|-
 
|01:39
 
|01:39
| ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ
+
|ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ
 +
 
 
|-
 
|-
 
|01:45
 
|01:45
| ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ
+
|ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ
 +
 
 
|-
 
|-
 
|01:53
 
|01:53
| ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା
+
|ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା
 +
 
 
|-
 
|-
 
|02:01
 
|02:01
| ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ
+
|ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ
 +
 
 
|-
 
|-
 
|02:11
 
|02:11
| ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ
+
|ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ
 +
 
 
|-
 
|-
 
|02:19
 
|02:19
| ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା
+
|ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା
 +
 
 
|-
 
|-
 
|02:22
 
|02:22
| ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା
+
|ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା
 +
 
 
|-
 
|-
 
|02:26
 
|02:26
| ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି
+
|ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି
 +
 
 
|-
 
|-
 
|02:30
 
|02:30
| ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ -  
+
|ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ - ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ  
ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ  
+
 
 
|-
 
|-
 
|02:39
 
|02:39
| ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ
+
|ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ
 +
 
 
|-
 
|-
 
|02:42
 
|02:42
| Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ
+
|Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ
 +
 
 
|-
 
|-
 
|02:46
 
|02:46
| ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା
+
|ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା
 +
 
 
|-
 
|-
 
|02:52
 
|02:52
| Roles ଉପରେ କ୍ଲିକ୍ କରନ୍ତୁ.  
+
|Roles ଉପରେ କ୍ଲିକ୍ କରନ୍ତୁ.  
 +
 
 
|-
 
|-
 
|02:54
 
|02:54
| Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ
+
|Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ
 +
 
 
|-
 
|-
 
|02:59
 
|02:59
| ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ
+
|ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ
 +
 
 
|-
 
|-
 
|03:03
 
|03:03
| Save କ୍ଲିକ୍ କରନ୍ତୁ.
+
|Save କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|03:05
 
|03:05
| ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ
+
|ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ
 +
 
 
|-
 
|-
 
|03:12
 
|03:12
| ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି
+
|ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି
 +
 
 
|-
 
|-
 
|03:17
 
|03:17
| ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି
+
|ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି
 +
 
 
|-
 
|-
 
|03:24
 
|03:24
| Save Order କ୍ଲିକ୍ କରନ୍ତୁ
+
|Save Order କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:27
 
|03:27
| ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ
+
|ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ
 +
 
 
|-
 
|-
 
|03:31
 
|03:31
| Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ
+
|Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|03:34
 
|03:34
| ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ
+
|ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ
 +
 
 
|-
 
|-
 
|03:39
 
|03:39
| Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା
+
|Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା
 +
 
 
|-
 
|-
 
|03:44
 
|03:44
| Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ
+
|Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|03:51
 
|03:51
| ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ
+
|ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ
 +
 
 
|-
 
|-
 
|03:58
 
|03:58
| ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ
+
|ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ
 +
 
 
|-
 
|-
 
|04:06
 
|04:06
| ଏଠାରେ, Summer Intern ନିମ୍ନଲିଖିତ କରିପାରେ -   
+
|ଏଠାରେ, Summer Intern ନିମ୍ନଲିଖିତ କରିପାରେ -  ନୂଆ Events କ୍ରିଏଟ୍ ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍
* ନୂଆ Events କ୍ରିଏଟ୍  
+
 
* ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ  
+
* ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍
+
 
|-
 
|-
 
|04:18
 
|04:18
| Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ -
+
|Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ - ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ ରିଭିଜନ୍ସ ଡିଲିଟ୍ କରିବା ପାଇଁ ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ
* ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ
+
 
* ରିଭିଜନ୍ସ ଡିଲିଟ୍ କରିବା ପାଇଁ  
+
* ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ
+
 
|-
 
|-
 
|04:30
 
|04:30
| ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ
+
|ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ
 +
 
 
|-
 
|-
 
|04:37
 
|04:37
| ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା
+
|ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା
 +
 
 
|-
 
|-
 
|04:41
 
|04:41
| ଏହା ହେଉଛି ଏକ ବହୁତ ସୀମିତ ରୋଲ୍
+
|ଏହା ହେଉଛି ଏକ ବହୁତ ସୀମିତ ରୋଲ୍
 +
 
 
|-
 
|-
 
|04:44
 
|04:44
| ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ
+
|ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:50
 
|04:50
| ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ
+
|ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ
 +
 
 
|-
 
|-
 
|04:54
 
|04:54
| ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ
+
|ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ
 +
 
 
|-
 
|-
 
|04:58
 
|04:58
| ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍.  ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା
+
|ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍.  ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା
 +
 
 
|-
 
|-
 
|05:06
 
|05:06
| ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ
+
|ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ
 +
 
 
|-
 
|-
 
|05:11
 
|05:11
| ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା.  ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା
+
|ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା.  ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା
 +
 
 
|-
 
|-
 
|05:18
 
|05:18
| ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର
+
|ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର
 +
 
 
|-
 
|-
 
|05:22
 
|05:22
| ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ
+
|ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ
 +
 
 
|-
 
|-
 
|05:31
 
|05:31
| Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା
+
|Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା
 +
 
 
|-
 
|-
 
|05:38
 
|05:38
| ଏହା ବହୁତ ଅସୁରକ୍ଷିତ Password.  କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍
+
|ଏହା ବହୁତ ଅସୁରକ୍ଷିତ Password.  କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍
 +
 
 
|-
 
|-
 
|05:47
 
|05:47
| ଆମେ Statusକୁ Activeରେ ବଦଳାଇବା
+
|ଆମେ Statusକୁ Activeରେ ବଦଳାଇବା
 +
 
 
|-
 
|-
 
|05:51
 
|05:51
| ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ
+
|ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ
 +
 
 
|-
 
|-
 
|05:53
 
|05:53
| ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା
+
|ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା
 +
 
 
|-
 
|-
 
|05:56
 
|05:56
| ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା,  କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ
+
|ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା,  କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ
 +
 
 
|-
 
|-
 
|06:06
 
|06:06
| ଶେଷରେ, Create My Account କ୍ଲିକ୍ କରନ୍ତୁ
+
|ଶେଷରେ, Create My Account କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:10
 
|06:10
| ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ
+
|ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ
 +
 
 
|-
 
|-
 
|06:17
 
|06:17
| ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା
+
|ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା
 +
 
 
|-
 
|-
 
|06:21
 
|06:21
| ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା
+
|ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା
 +
 
 
|-
 
|-
 
|06:29
 
|06:29
| ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା
+
|ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା
 +
 
 
|-
 
|-
 
|06:33
 
|06:33
| କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ?
+
|କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ?
 +
 
 
|-
 
|-
 
|06:41
 
|06:41
| ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ
+
|ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ. ଏହା ନୈତିକତା ନୁହେଁ
|-
+
 
|06:48
+
| ଏହା ନୈତିକତା ନୁହେଁ
+
 
|-
 
|-
 
|06:49
 
|06:49
| drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି
+
|drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି
 +
 
 
|-
 
|-
 
|06:55
 
|06:55
| Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade
+
|Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade
 +
 
 
|-
 
|-
 
|07:03
 
|07:03
| ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା
+
|ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା
 +
 
 
|-
 
|-
 
|07:10
 
|07:10
| ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି.
+
|ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି.
 +
 
 
|-
 
|-
 
|07:14
 
|07:14
| ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ
+
|ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|07:18
 
|07:18
| ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି
+
|ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି
 +
 
 
|-
 
|-
 
|07:26
 
|07:26
| ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି
+
|ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି
 +
 
 
|-
 
|-
 
|07:34
 
|07:34
| ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ
+
|ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ
 +
 
 
|-
 
|-
 
|07:37
 
|07:37
| ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ
+
|ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ
 +
 
 
|-
 
|-
 
|07:43
 
|07:43
| Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ
+
|Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ
 +
 
 
|-
 
|-
 
|07:48
 
|07:48
| Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ
+
|Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ
 +
 
 
|-
 
|-
 
|07:55
 
|07:55
| ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା
+
|ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା
 +
 
 
|-
 
|-
 
|08:01
 
|08:01
| ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ
+
|ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ
 +
 
 
|-
 
|-
 
|08:08
 
|08:08
| ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ.  ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି
+
|ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ.  ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି
 +
 
 
|-
 
|-
 
|08:17
 
|08:17
| ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ  
+
|ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ  
 +
 
 
|-
 
|-
 
|08:23
 
|08:23
| ସେଠାରେ କୌଣସି ଟାବ୍ସ ନାହିଁ
+
|ସେଠାରେ କୌଣସି ଟାବ୍ସ ନାହିଁ
 +
 
 
|-
 
|-
 
|08:25
 
|08:25
| ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା
+
|ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା
 +
 
 
|-
 
|-
 
|08:29
 
|08:29
| ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ
+
|ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ
 +
 
 
|-
 
|-
 
|08:32
 
|08:32
| ଆମେ ଏକ Comment ଛାଡ଼ିପାରିବା.  କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ
+
|ଆମେ ଏକ Comment ଛାଡ଼ିପାରିବା.  କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ
 +
 
 
|-
 
|-
 
|08:38
 
|08:38
| ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ
+
|ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ
 +
 
 
|-
 
|-
 
|08:45
 
|08:45
| ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି
+
|ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି
 +
 
 
|-
 
|-
 
|08:47
 
|08:47
| Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା
+
|Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା
 +
 
 
|-
 
|-
 
|08:54
 
|08:54
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
 +
 
 
|-
 
|-
 
|08:57
 
|08:57
| ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ
+
|ସଂକ୍ଷିପ୍ତରେ,  ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ
 +
 
 
|-
 
|-
 
|09:15
 
|09:15
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|09:25
 
|09:25
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
 +
 
 
|-
 
|-
 
|09:29
 
|09:29
| ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|09:32
 
|09:32
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|09:40
 
|09:40
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
 +
 
 
|-
 
|-
 
|09:52
 
|09:52
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.  ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 15:06, 4 April 2017

Time Narration
00:01 Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା
00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି , ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଚାଲନ୍ତୁ, People Management ବିଷୟରେ ଶିଖିବା
00:31 ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା
00:39 People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ
00:42 ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ
00:46 ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ
00:50 People ଉପରେ କ୍ଲିକ୍ କରନ୍ତୁ
00:53 Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି
00:58 Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ
01:06 ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ
01:10 ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User
01:15 ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ
01:18 ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ
01:23 Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ
01:29 ତଥାପି ତାହା, User No. 1 ପରି ବଡ଼ ନୁହେଁ
01:33 ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ
01:39 ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ
01:45 ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ
01:53 ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା
02:01 ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ
02:11 ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ
02:19 ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା
02:22 ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା
02:26 ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି
02:30 ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ - ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ
02:39 ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ
02:42 Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ
02:46 ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା
02:52 Roles ଉପରେ କ୍ଲିକ୍ କରନ୍ତୁ.
02:54 Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ
02:59 ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ
03:03 Save କ୍ଲିକ୍ କରନ୍ତୁ.
03:05 ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ
03:12 ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି
03:17 ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି
03:24 Save Order କ୍ଲିକ୍ କରନ୍ତୁ
03:27 ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ
03:31 Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ
03:34 ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ
03:39 Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା
03:44 Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ
03:51 ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ
03:58 ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ
04:06 ଏଠାରେ, Summer Intern ନିମ୍ନଲିଖିତ କରିପାରେ - ନୂଆ Events କ୍ରିଏଟ୍ ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍
04:18 Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ - ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ ରିଭିଜନ୍ସ ଡିଲିଟ୍ କରିବା ପାଇଁ ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ
04:30 ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ
04:37 ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା
04:41 ଏହା ହେଉଛି ଏକ ବହୁତ ସୀମିତ ରୋଲ୍
04:44 ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ
04:50 ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ
04:54 ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ
04:58 ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍. ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା
05:06 ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ
05:11 ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା. ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା
05:18 ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର
05:22 ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ
05:31 Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା
05:38 ଏହା ବହୁତ ଅସୁରକ୍ଷିତ Password. କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍
05:47 ଆମେ Statusକୁ Activeରେ ବଦଳାଇବା
05:51 ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ
05:53 ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା
05:56 ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା, କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ
06:06 ଶେଷରେ, Create My Account କ୍ଲିକ୍ କରନ୍ତୁ
06:10 ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ
06:17 ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା
06:21 ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା
06:29 ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା
06:33 କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ?
06:41 ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ. ଏହା ନୈତିକତା ନୁହେଁ
06:49 drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି
06:55 Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade
07:03 ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା
07:10 ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି.
07:14 ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ
07:18 ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି
07:26 ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି
07:34 ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ
07:37 ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ
07:43 Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ
07:48 Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ
07:55 ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା
08:01 ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ
08:08 ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ. ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି
08:17 ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ
08:23 ସେଠାରେ କୌଣସି ଟାବ୍ସ ନାହିଁ
08:25 ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା
08:29 ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ
08:32 ଆମେ ଏକ Comment ଛାଡ଼ିପାରିବା. କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ
08:38 ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ
08:45 ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି
08:47 Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା
08:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:57 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ
09:15 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:25 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
09:29 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
09:52 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble