Difference between revisions of "Drupal/C3/People-Management/Oriya"
From Script | Spoken-Tutorial
(Created page with "{| border=1 |'''Time''' |'''Narration''' |- |00:01 | Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ...") |
PoojaMoolya (Talk | contribs) |
||
(5 intermediate revisions by 3 users not shown) | |||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:06 | |00:06 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା |
− | + | ||
− | + | ||
|- | |- | ||
|00:14 | |00:14 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି , ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
− | + | ||
− | + | ||
− | + | ||
− | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |
|- | |- | ||
|00:29 | |00:29 | ||
− | | ଚାଲନ୍ତୁ, People Management ବିଷୟରେ ଶିଖିବା | + | |ଚାଲନ୍ତୁ, People Management ବିଷୟରେ ଶିଖିବା |
+ | |||
|- | |- | ||
|00:31 | |00:31 | ||
− | | ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା | + | |ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା |
+ | |||
|- | |- | ||
|00:39 | |00:39 | ||
− | | People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ | + | |People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ |
+ | |||
|- | |- | ||
|00:42 | |00:42 | ||
− | | ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ | + | |ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ |
+ | |||
|- | |- | ||
|00:46 | |00:46 | ||
− | | ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ | + | |ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ |
+ | |||
|- | |- | ||
|00:50 | |00:50 | ||
− | | People ଉପରେ କ୍ଲିକ୍ କରନ୍ତୁ | + | |People ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|00:53 | |00:53 | ||
− | | Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି | + | |Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି |
+ | |||
|- | |- | ||
|00:58 | |00:58 | ||
− | | Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ | + | |Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ |
+ | |||
|- | |- | ||
|01:06 | |01:06 | ||
− | | ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ | + | |ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ |
+ | |||
|- | |- | ||
|01:10 | |01:10 | ||
− | | ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User | + | |ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User |
+ | |||
|- | |- | ||
|01:15 | |01:15 | ||
− | | ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ | + | |ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ |
+ | |||
|- | |- | ||
|01:18 | |01:18 | ||
− | | ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ | + | |ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ |
+ | |||
|- | |- | ||
|01:23 | |01:23 | ||
− | | Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ | + | |Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ |
+ | |||
|- | |- | ||
|01:29 | |01:29 | ||
− | | ତଥାପି ତାହା, User No. 1 ପରି ବଡ଼ ନୁହେଁ | + | |ତଥାପି ତାହା, User No. 1 ପରି ବଡ଼ ନୁହେଁ |
+ | |||
|- | |- | ||
|01:33 | |01:33 | ||
− | | ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ | + | |ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ |
+ | |||
|- | |- | ||
|01:39 | |01:39 | ||
− | | ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ | + | |ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ |
+ | |||
|- | |- | ||
|01:45 | |01:45 | ||
− | | ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ | + | |ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ |
+ | |||
|- | |- | ||
|01:53 | |01:53 | ||
− | | ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା | + | |ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା |
+ | |||
|- | |- | ||
|02:01 | |02:01 | ||
− | | ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ | + | |ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ |
+ | |||
|- | |- | ||
|02:11 | |02:11 | ||
− | | ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ | + | |ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ |
+ | |||
|- | |- | ||
|02:19 | |02:19 | ||
− | | ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା | + | |ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା |
+ | |||
|- | |- | ||
|02:22 | |02:22 | ||
− | | ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା | + | |ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା |
+ | |||
|- | |- | ||
|02:26 | |02:26 | ||
− | | ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି | + | |ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି |
+ | |||
|- | |- | ||
|02:30 | |02:30 | ||
− | | ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ - | + | |ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ - ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ |
− | ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ | + | |
|- | |- | ||
|02:39 | |02:39 | ||
− | | ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ | + | |ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ |
+ | |||
|- | |- | ||
|02:42 | |02:42 | ||
− | | Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ | + | |Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ |
+ | |||
|- | |- | ||
|02:46 | |02:46 | ||
− | | ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା | + | |ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା |
+ | |||
|- | |- | ||
|02:52 | |02:52 | ||
− | | Roles ଉପରେ କ୍ଲିକ୍ କରନ୍ତୁ. | + | |Roles ଉପରେ କ୍ଲିକ୍ କରନ୍ତୁ. |
+ | |||
|- | |- | ||
|02:54 | |02:54 | ||
− | | Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ | + | |Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ |
+ | |||
|- | |- | ||
|02:59 | |02:59 | ||
− | | ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ | + | |ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ |
+ | |||
|- | |- | ||
|03:03 | |03:03 | ||
− | | Save କ୍ଲିକ୍ କରନ୍ତୁ. | + | |Save କ୍ଲିକ୍ କରନ୍ତୁ. |
+ | |||
|- | |- | ||
|03:05 | |03:05 | ||
− | | ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ | + | |ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ |
+ | |||
|- | |- | ||
|03:12 | |03:12 | ||
− | | ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି | + | |ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି |
+ | |||
|- | |- | ||
|03:17 | |03:17 | ||
− | | ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି | + | |ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି |
+ | |||
|- | |- | ||
|03:24 | |03:24 | ||
− | | Save Order କ୍ଲିକ୍ କରନ୍ତୁ | + | |Save Order କ୍ଲିକ୍ କରନ୍ତୁ |
+ | |||
|- | |- | ||
|03:27 | |03:27 | ||
− | | ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ | + | |ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ |
+ | |||
|- | |- | ||
|03:31 | |03:31 | ||
− | | Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ | + | |Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|03:34 | |03:34 | ||
− | | ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ | + | |ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ |
+ | |||
|- | |- | ||
|03:39 | |03:39 | ||
− | | Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା | + | |Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା |
+ | |||
|- | |- | ||
|03:44 | |03:44 | ||
− | | Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ | + | |Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ |
+ | |||
|- | |- | ||
|03:51 | |03:51 | ||
− | | ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ | + | |ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ |
+ | |||
|- | |- | ||
|03:58 | |03:58 | ||
− | | ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ | + | |ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ |
+ | |||
|- | |- | ||
|04:06 | |04:06 | ||
− | | ଏଠାରେ, Summer Intern ନିମ୍ନଲିଖିତ କରିପାରେ - | + | |ଏଠାରେ, Summer Intern ନିମ୍ନଲିଖିତ କରିପାରେ - ନୂଆ Events କ୍ରିଏଟ୍ ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍ |
− | + | ||
− | + | ||
− | + | ||
|- | |- | ||
|04:18 | |04:18 | ||
− | | Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ - | + | |Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ - ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ ରିଭିଜନ୍ସ ଡିଲିଟ୍ କରିବା ପାଇଁ ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ |
− | + | ||
− | + | ||
− | + | ||
|- | |- | ||
|04:30 | |04:30 | ||
− | | ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ | + | |ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ |
+ | |||
|- | |- | ||
|04:37 | |04:37 | ||
− | | ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା | + | |ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା |
+ | |||
|- | |- | ||
|04:41 | |04:41 | ||
− | | ଏହା ହେଉଛି ଏକ ବହୁତ ସୀମିତ ରୋଲ୍ | + | |ଏହା ହେଉଛି ଏକ ବହୁତ ସୀମିତ ରୋଲ୍ |
+ | |||
|- | |- | ||
|04:44 | |04:44 | ||
− | | ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ | + | |ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ |
+ | |||
|- | |- | ||
|04:50 | |04:50 | ||
− | | ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ | + | |ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ |
+ | |||
|- | |- | ||
|04:54 | |04:54 | ||
− | | ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ | + | |ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ |
+ | |||
|- | |- | ||
|04:58 | |04:58 | ||
− | | ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍. ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା | + | |ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍. ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା |
+ | |||
|- | |- | ||
|05:06 | |05:06 | ||
− | | ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ | + | |ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ |
+ | |||
|- | |- | ||
|05:11 | |05:11 | ||
− | | ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା. ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା | + | |ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା. ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା |
+ | |||
|- | |- | ||
|05:18 | |05:18 | ||
− | | ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର | + | |ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର |
+ | |||
|- | |- | ||
|05:22 | |05:22 | ||
− | | ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ | + | |ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ |
+ | |||
|- | |- | ||
|05:31 | |05:31 | ||
− | | Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା | + | |Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା |
+ | |||
|- | |- | ||
|05:38 | |05:38 | ||
− | | ଏହା ବହୁତ ଅସୁରକ୍ଷିତ Password. କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍ | + | |ଏହା ବହୁତ ଅସୁରକ୍ଷିତ Password. କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍ |
+ | |||
|- | |- | ||
|05:47 | |05:47 | ||
− | | ଆମେ Statusକୁ Activeରେ ବଦଳାଇବା | + | |ଆମେ Statusକୁ Activeରେ ବଦଳାଇବା |
+ | |||
|- | |- | ||
|05:51 | |05:51 | ||
− | | ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ | + | |ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ |
+ | |||
|- | |- | ||
|05:53 | |05:53 | ||
− | | ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା | + | |ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା |
+ | |||
|- | |- | ||
|05:56 | |05:56 | ||
− | | ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା, କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ | + | |ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା, କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ |
+ | |||
|- | |- | ||
|06:06 | |06:06 | ||
− | | ଶେଷରେ, Create My Account କ୍ଲିକ୍ କରନ୍ତୁ | + | |ଶେଷରେ, Create My Account କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:10 | |06:10 | ||
− | | ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ | + | |ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ |
+ | |||
|- | |- | ||
|06:17 | |06:17 | ||
− | | ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା | + | |ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା |
+ | |||
|- | |- | ||
|06:21 | |06:21 | ||
− | | ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା | + | |ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା |
+ | |||
|- | |- | ||
|06:29 | |06:29 | ||
− | | ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା | + | |ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା |
+ | |||
|- | |- | ||
|06:33 | |06:33 | ||
− | | କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ? | + | |କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ? |
+ | |||
|- | |- | ||
|06:41 | |06:41 | ||
− | | ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ | + | |ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ. ଏହା ନୈତିକତା ନୁହେଁ |
− | + | ||
− | + | ||
− | + | ||
|- | |- | ||
|06:49 | |06:49 | ||
− | | drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି | + | |drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି |
+ | |||
|- | |- | ||
|06:55 | |06:55 | ||
− | | Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade | + | |Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade |
+ | |||
|- | |- | ||
|07:03 | |07:03 | ||
− | | ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା | + | |ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା |
+ | |||
|- | |- | ||
|07:10 | |07:10 | ||
− | | ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି. | + | |ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି. |
+ | |||
|- | |- | ||
|07:14 | |07:14 | ||
− | | ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ | + | |ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ |
+ | |||
|- | |- | ||
|07:18 | |07:18 | ||
− | | ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି | + | |ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି |
+ | |||
|- | |- | ||
|07:26 | |07:26 | ||
− | | ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି | + | |ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି |
+ | |||
|- | |- | ||
|07:34 | |07:34 | ||
− | | ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ | + | |ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ |
+ | |||
|- | |- | ||
|07:37 | |07:37 | ||
− | | ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ | + | |ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ |
+ | |||
|- | |- | ||
|07:43 | |07:43 | ||
− | | Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ | + | |Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ |
+ | |||
|- | |- | ||
|07:48 | |07:48 | ||
− | | Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ | + | |Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ |
+ | |||
|- | |- | ||
|07:55 | |07:55 | ||
− | | ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା | + | |ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା |
+ | |||
|- | |- | ||
|08:01 | |08:01 | ||
− | | ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ | + | |ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ |
+ | |||
|- | |- | ||
|08:08 | |08:08 | ||
− | | ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ. ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି | + | |ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ. ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି |
+ | |||
|- | |- | ||
|08:17 | |08:17 | ||
− | | ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ | + | |ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ |
+ | |||
|- | |- | ||
|08:23 | |08:23 | ||
− | | ସେଠାରେ କୌଣସି ଟାବ୍ସ ନାହିଁ | + | |ସେଠାରେ କୌଣସି ଟାବ୍ସ ନାହିଁ |
+ | |||
|- | |- | ||
|08:25 | |08:25 | ||
− | | ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା | + | |ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା |
+ | |||
|- | |- | ||
|08:29 | |08:29 | ||
− | | ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ | + | |ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ |
+ | |||
|- | |- | ||
|08:32 | |08:32 | ||
− | | ଆମେ ଏକ Comment ଛାଡ଼ିପାରିବା. କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ | + | |ଆମେ ଏକ Comment ଛାଡ଼ିପାରିବା. କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ |
+ | |||
|- | |- | ||
|08:38 | |08:38 | ||
− | | ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ | + | |ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ |
+ | |||
|- | |- | ||
|08:45 | |08:45 | ||
− | | ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି | + | |ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି |
+ | |||
|- | |- | ||
|08:47 | |08:47 | ||
− | | Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା | + | |Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା |
+ | |||
|- | |- | ||
|08:54 | |08:54 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
+ | |||
|- | |- | ||
|08:57 | |08:57 | ||
− | | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ | + | |ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ |
+ | |||
|- | |- | ||
|09:15 | |09:15 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|09:25 | |09:25 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
+ | |||
|- | |- | ||
|09:29 | |09:29 | ||
− | | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|09:32 | |09:32 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|09:40 | |09:40 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
+ | |||
|- | |- | ||
|09:52 | |09:52 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 15:06, 4 April 2017
Time | Narration |
00:01 | Drupal People Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, People Management ଓ ନିର୍ଦ୍ଦିଷ୍ଟ ଟାସ୍କ ଆଧାରିତ ରୋଲ୍ସ ସେଟ୍ କରିବା |
00:14 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି , ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ଚାଲନ୍ତୁ, People Management ବିଷୟରେ ଶିଖିବା |
00:31 | ମୁଁ, Zircon Themeକୁ ଫେରିଯାଇଛି ଓ ଆମେ, ଏହି ଟ୍ୟୁଟୋରିଆଲ୍ ର ଅବଶିଷ୍ଟ ପାଇଁ ଏହି Themeକୁ ରଖିବା |
00:39 | People Management ପ୍ରକୃତରେ ବହୁତ ମହତ୍ୱପୂର୍ଣ୍ଣ |
00:42 | ସଟିକ୍ ପ୍ରାପ୍ତ କରିବା ପାଇଁ ଏହା ପ୍ରକୃତରେ ବହୁତ ଜଟିଳ |
00:46 | ଆମକୁ, ଏହାକୁ କେବଳ ଥରେ ହିଁ କରିବାକୁ ହେବ, କିନ୍ତୁ ସଟିକ୍ ଭାବରେ |
00:50 | People ଉପରେ କ୍ଲିକ୍ କରନ୍ତୁ |
00:53 | Drupalରେ Peopleକୁ Roles ଦିଆଯାଇଛି, ଯେଉଁଥିରେ Permissions ଅଛି |
00:58 | Permission Structure ମାଧ୍ୟମରେ Drupal, ଲୋକମାନେ କ’ଣ ଦେଖିପାରିବେ ଓ କରିପାରିବେ, ତାହା ନିୟନ୍ତ୍ରଣ କରିବା ପାଇଁ ଆମକୁ ଅନୁମତି ଦେଇଥାଏ |
01:06 | ଏବେ ଏଠାରେ, କିଛି ଜିନିଷ ମନେରଖିବା ଜରୁରୀ |
01:10 | ମନେରଖନ୍ତୁ ଯେ, ଆପଣ ହେଉଛନ୍ତି User No. 1 - ଯାହା ହେଉଛି Super User |
01:15 | ଆପଣଙ୍କ Permissions କେହି ବଦଳାଇପାରିବେ ନାହିଁ |
01:18 | ତା’ ତଳେ ଏକ ୟୁଜର୍ ଅଛି, ଯାହାକୁ Administrator କୁହାଯାଏ |
01:23 | Administratorକୁ ସାଧାରଣତଃ, ସମଗ୍ର ସାଇଟ୍ ପରିଚାଳନା କରିବାକୁ Permissions ଦିଆଯାଇଥାଏ |
01:29 | ତଥାପି ତାହା, User No. 1 ପରି ବଡ଼ ନୁହେଁ |
01:33 | ନିର୍ଦ୍ଦିଷ୍ଟ ଅଧିକାର ଥିବା ଲଗ୍ ଇନ୍ କରିଥିବା ଲୋକମାନଙ୍କୁ Authenticated Users କୁହାଯାଏ |
01:39 | ଶେଷରେ, Anonymous Users ହେଉଛନ୍ତି ଭିଜିଟର୍ ମାନେ, ଯେଉଁମାନେ ଲଗ୍ ଇନ୍ ହୋଇନଥିବେ |
01:45 | ସାଧାରଣତଃ, Anonymous Users, କେବଳ ପ୍ରୋଟେକ୍ଟ ହୋଇନଥିବା କଣ୍ଟେଣ୍ଟ କୁ ଦେଖିପାରିବେ ଓ ଆଉ କିଛି କରିପାରିବେ ନାହିଁ |
01:53 | ମନେରଖିବା ପାଇଁ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ସାଇଟ୍ ରେ ଟାସ୍କ ପାଇଁ ନିର୍ଦ୍ଦିଷ୍ଟ ରୋଲ୍ସ ସେଟ୍ କରିବା |
02:01 | ମନେକରନ୍ତୁ, ଆମ ପାଖରେ ସମର୍ ଇଣ୍ଟର୍ନ ଅଛି, ଯାହାକୁ କେବଳ Events ଅପଡେଟ୍ କରିବାକୁ ଅନୁମତି ଅଛି, Article କିମ୍ୱା Pages କିମ୍ୱା User Groups ନୁହେଁ |
02:11 | ଏହି ସମର୍ ଇଣ୍ଟର୍ନର ନିଜସ୍ୱ ରୋଲ୍ ଥିବା ଦରକାର, ଯେଉଁଥିରୁ ଆପଣ Permissions ପରିଚାଳନା କରିପାରିବେ |
02:19 | ଆମେ ତାକୁ ବହୁ ଶୀଘ୍ର ସେଟ୍ କରିବା |
02:22 | ଏବେପାଇଁ, Permissions ଟାବ୍ ରେ କ୍ଲିକ୍ କରିବା |
02:26 | ଧୀରେ ଧୀରେ ସ୍କ୍ରୋଲ୍ କରି ଦେଖନ୍ତୁ କ’ଣ ଉପଲବ୍ଧ ଅଛି |
02:30 | ତାଲିକାଟି ଲମ୍ୱା ଓ ଆହୁରି ଲମ୍ୱା ହୋଇଚାଲେ - ଆମେ ଆଡ୍ କରିଥିବା ପ୍ରତ୍ୟେକ Content Type, ପ୍ରତ୍ୟେକ Module ପାଇଁ ଓ |
02:39 | ଆମେ ତିଆରି କରିଥିବା ପ୍ରତ୍ୟେକ View ପାଇଁ |
02:42 | Drupalରେ People Management ହେଉଛି, ଲୋକମାନେ କ’ଣ କରିବେ, ସେହି ବିଷୟରେ |
02:46 | ଏହାପରେ, ଆମେ ଏକ ନୂଆ ରୋଲ୍ ଆଡ୍ କରିବା, ତାକୁ କେତେକ Permissions ଦେବା ଓ ପରୀକ୍ଷା କରିବା |
02:52 | Roles ଉପରେ କ୍ଲିକ୍ କରନ୍ତୁ. |
02:54 | Summer Intern ନାମକ ଏକ ନୂଆ ରୋଲ୍ ଏଠାରେ ଆଡ୍ କରନ୍ତୁ |
02:59 | ସବୁବେଳ ପରି Drupal, ଏହାକୁ ଏକ ମେସିନ୍ ନାମ ଦେବ |
03:03 | Save କ୍ଲିକ୍ କରନ୍ତୁ. |
03:05 | ଏବେ, ଆମ ପାଖରେ ଏକ ନୂଆ ରୋଲ୍ Summer Intern ଅଛି, ଯାହା ପାଖରେ ଏପର୍ଯ୍ୟନ୍ତ କୌଣସି Permissions ନାହିଁ |
03:12 | ସାମର୍ଥ୍ୟତା କିମ୍ୱା Permissions କ୍ରମରେ ମୁଁ ମୋର ରୋଲ୍ସ ଘୁଞ୍ଚାଇବାକୁ ଚାହୁଁଛି |
03:17 | ଏକ ଲଜିକଲ୍ କ୍ରମରେ ରୋଲ୍ ଗୁଡ଼ିକ ଦେଖିବାରେ ଏହା ମୋତେ ସାହାଯ୍ୟ କରିଥାଏ ଯେ, କାହା ପାଖରେ କେଉଁ Permissions ଅଛି |
03:24 | Save Order କ୍ଲିକ୍ କରନ୍ତୁ |
03:27 | ଏବେ, ଆମକୁ ଆମର ନୂଆ ରୋଲ୍ କୁ କିଛି Permission ଦେବାକୁ ହେବ |
03:31 | Permissions ଟାବ୍ ଉପରେ କ୍ଲିକ୍ କରନ୍ତୁ |
03:34 | ଆମେ ଦେଖିପାରିବା ଯେ, ଏହି ପେଜ୍ ହେଉଛି ସମସ୍ତଙ୍କ Permissionsର ଅବଲୋକନ |
03:39 | Roles ଟାବ୍ ଉପରେ କ୍ଲିକ୍ କରି କିଛି ସମୟ ପାଇଁ ଫେରିଯିବା |
03:44 | Summer Intern ଉପରେ କ୍ଲିକ୍ କରି Edit Permissions ସିଲେକ୍ଟ କରନ୍ତୁ |
03:51 | ଏବେ ଆମେ, Summer Intern ପାଇଁ Permissions ଦେଖିଲେ ଓ ଏହା ଟିକିଏ ସରଳ |
03:58 | ସ୍କ୍ରୋଲ୍ ଡାଉନ୍ କରି Events ନାମକ Content Type ଖୋଜନ୍ତୁ - ଏହା ମୋ ପାଇଁ ପ୍ରାୟ ଅଧା ବାଟ |
04:06 | ଏଠାରେ, Summer Intern ନିମ୍ନଲିଖିତ କରିପାରେ - ନୂଆ Events କ୍ରିଏଟ୍ ସେଗୁଡ଼ିକର କେବଳ ନିଜସ୍ୱ Events ଡିଲିଟ୍ ଓ ସେଗୁଡ଼ିକର କେବଳ ନିଜସ୍ୱ Events ଏଡିଟ୍ |
04:18 | Summer Internକୁ ଆମେ ନିମ୍ନଲିଖିତ ପାଇଁ ଅନୁମତି ଦେବାନାହିଁ - ଅନ୍ୟ ଲୋକଙ୍କର କଣ୍ଟେଣ୍ଟ ଡିଲିଟ୍ କରିବା ପାଇଁ ରିଭିଜନ୍ସ ଡିଲିଟ୍ କରିବା ପାଇଁ ସେମାନେ କ୍ରିଏଟ୍ କରିନଥିବା କୌଣସି ଅନ୍ୟ Events ଏଡିଟ୍ କରିବା ପାଇଁ |
04:30 | ଆମେ ସେଗୁଡ଼ିକୁ, ଏକ ପୁରୁଣା ଭର୍ସନ୍ କୁ ଫେରିଯିବା ପାଇଁ ମଧ୍ୟ ଅନୁମତି ଦେବାନାହିଁ |
04:37 | ଆମେ, ଆମର ଏଡିଟର୍ କୁ ସେହି ବିଶେଷ ଶକ୍ତିମାନ ଦେବା |
04:41 | ଏହା ହେଉଛି ଏକ ବହୁତ ସୀମିତ ରୋଲ୍ |
04:44 | ଏବେ, ପୂରା ତଳକୁ ସ୍କ୍ରୋଲ୍ କରି Save Permissions କ୍ଲିକ୍ କରନ୍ତୁ |
04:50 | ଆଉ ପୁଣିଥରେ ଦେଖନ୍ତୁ - ସେଗୁଡ଼ିକ Viewକୁ ଏଡିଟ୍ କରିପାରିବେ ନାହିଁ |
04:54 | ସେଗୁଡ଼ିକ ବହି ଏଡିଟ୍ କରିପାରିବେ ନାହିଁ, କେହି ଆପ୍ରୁଭ୍ ନକଲେ ସେଗୁଡ଼ିକ କମେଣ୍ଟସ୍ ମଧ୍ୟ ପୋଷ୍ଟ କରିପାରିବେ ନାହିଁ |
04:58 | ତେଣୁ, ଏହା ହେଉଛି ଏକ ବହୁତ ସୀମିତ ରୋଲ୍. ତୃତୀୟ ପଦକ୍ଷେପ ହେଉଛି ଜଣେ ବ୍ୟକ୍ତିଙ୍କୁ ଆଡ୍ କରିବା |
05:06 | ଆମେ, ରୋଲ୍ସ ସେଟ୍ କଲେ, Permissions ଆଡ୍ କଲେ |
05:11 | ଏବେ, ଚାଲନ୍ତୁ ଏକ ୟୁଜର୍ ଆଡ୍ କରିବା. ଆଉ ଏଠାରେ ଆମେ, ଏକ ମିଛ ଇମେଲ୍ ଠିକଣା ଦେଇପାରିବା |
05:18 | ଏହା ଏକ ବୈଧ ଫର୍ମାଟ୍ ରେ ରହିବା ଦରକାର |
05:22 | ମୁଁ ଟାଇପ୍ କରିବି intern@email.com, କାରଣ, ଆମେ ପ୍ରକୃତରେ ସେମାନଙ୍କୁ ଇମେଲ୍ କରିବାକୁ ଯାଉନେ |
05:31 | Usernameରେ ଆମେ, Sam ଟାଇପ୍ କରିବା ଓ Sam କୁ ହିଁ Password ଭାବରେ ମଧ୍ୟ ବ୍ୟବହାର କରିବା |
05:38 | ଏହା ବହୁତ ଅସୁରକ୍ଷିତ Password. କିନ୍ତୁ, ଏହା ଏବେ ପାଇଁ ଠିକ୍ ଅଛି, ଯେହେତୁ ଏହା ଏକ ଲୋକଲ୍ ମେସିନ୍ |
05:47 | ଆମେ Statusକୁ Activeରେ ବଦଳାଇବା |
05:51 | ଓ ତା’ପାଖରେ Summer Intern ରୋଲ୍ ରହିବା ଉଚିତ |
05:53 | ଯଦି ଆମେ ଚାହିଁବା, ତେବେ ପିକଚର୍ ମଧ୍ୟ ଆଡ୍ କରିପାରିବା |
05:56 | ଏବେପାଇଁ ଆମେ, Personal Contact Form ବନ୍ଦ କରିଦେବା, କାରଣ Summer Internକୁ ଯୋଗାଯୋଗ କରାଯିବାର ଆବଶ୍ୟକତା ନାହିଁ |
06:06 | ଶେଷରେ, Create My Account କ୍ଲିକ୍ କରନ୍ତୁ |
06:10 | ସଫଳତା ମେସେଜ୍ ଆମକୁ କୁହେ ଯେ, Sam ପାଇଁ ଆମର ଆକାଉଣ୍ଟ କ୍ରିଏଟ୍ ହୋଇଗଲା ଓ କୌଣସି ମେଲ୍ ପଠାଯାଇନାହିଁ |
06:17 | ତେଣୁ, ଏବେ ଆମର ୟୁଜର୍ ସୂଚୀରେ ଆମେ Sam ଦେଖିପାରିବା |
06:21 | ଯେତେବେଳେ ଆମେ ଏହିପରି ନୂଆ ୟୁଜର୍ ସେଟ୍ କରେ, ଏକ ବହୁତ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି, ଏହାକୁ ପରୀକ୍ଷା କରିବା |
06:29 | ଚାଲନ୍ତୁ, ଲଗ୍ ଆଉଟ୍ କରି Sam ଭାବରେ ଲଗ୍-ଇନ୍ କରିବା ଓ ପରୀକ୍ଷା କରିବା |
06:33 | କିନ୍ତୁ, ସମସ୍ୟା ହେଉଛି - ଯଦି Sam ପ୍ରକୃତ ୟୁଜର୍ ଥିବ ଓ ସେ ତା’ ପାସୱର୍ଡ ବଦଳାଇଦେବା ପାଇଁ ଚିନ୍ତା କରିଥିବ, ତେବେ କ’ଣ ହେବ? |
06:41 | ଆମେ ଅନ୍ୟମାନଙ୍କର ଆକାଉଣ୍ଟ ଯାଞ୍ଚ କରିବା ସମୟରେ ମନଇଚ୍ଛା ଅନ୍ୟ ଲୋକମାନଙ୍କର ପାସୱର୍ଡ ବଦଳାଇପାରିବା ନାହିଁ. ଏହା ନୈତିକତା ନୁହେଁ |
06:49 | drupal.org/project/masqueradeରେ ଗୋଟିଏ ବଢ଼ିଆ Module ଅଛି |
06:55 | Masquerade Module ଆମକୁ ଠିକ୍ ତାହା କରିବାକୁ ଅନୁମତି ଦେଇଥାଏ, ଯାହା ସିଏ କହେ - ଅନ୍ୟ କାହାପରି Masquerade |
07:03 | ଆମେ, ସେଗୁଡ଼ିକର Permissions ଠିକ୍ ଭାବେ ସେଟ୍ କରିଛେ କି ନାହିଁ ଜାଣିବା ପାଇଁ Summer Intern ଭାବେ ଆମେ Masquerade କରିପାରିବା |
07:10 | ମୁଁ, ମୋ ମେସିନ୍ ରେ Masquerade Module ଇନଷ୍ଟଲ୍ କରିସାରିଛି. |
07:14 | ଦୟାକରି ତାକୁ ନିଜ ମେସିନ୍ ରେ ମଧ୍ୟ ଇନଷ୍ଟଲ୍ କରନ୍ତୁ |
07:18 | ନୂଆ Modules ଇନଷ୍ଟଲ୍ କରିବା ପାଇଁ ଆପଣ Adding Functionalities Using Modules ଟ୍ୟୁଟୋରିଆଲ୍ ଦେଖିପାରନ୍ତି |
07:26 | ଆପଣଙ୍କ ସୁବିଧା ପାଇଁ, ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ Masquerade Module ପ୍ରଦାନ କରାଯାଇଛି |
07:34 | ଦୟାକରି ଏହାକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରନ୍ତୁ |
07:37 | ଥରେ ଏହା ଇନଷ୍ଟଲ୍ ହୋଇଯିବା ପରେ, Login ଏରିଆରେ ଆପଣ ଏକ ନୂଆ ଲିଙ୍କ୍ Unmasquerade ଦେଖିପାରିବେ |
07:43 | Masquerade ବ୍ୟବହାର କରିବା ପାଇଁ People Pageକୁ ଯାଆନ୍ତୁ |
07:48 | Sam ୟୁଜର୍ ର Edit ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରନ୍ତୁ ଓ Masquerade As ସିଲେକ୍ଟ କରନ୍ତୁ |
07:55 | ଧ୍ୟାନଦିଅନ୍ତୁ ଯେ, Sam ଭାବେ ଆମେ Masquerade କରିବା କ୍ଷଣି. Toolbarଗୁଡ଼ିକ ଚାଲିଗଲା |
08:01 | ଏହାର କାରଣ ହେଉଛି, Administrator Toolbars ବ୍ୟବହାର କରିବା ପାଇଁ ୟୁଜର୍ Samର ରୋଲ୍ ପାଖରେ Permissions ନାହିଁ |
08:08 | ଆମେ ଯେତେବେଳେ Add Content ଉପରେ କ୍ଲିକ୍ କରେ, ଆମେ କେବଳ Event କ୍ରିଏଟ୍ କରିବାକୁ ସକ୍ଷମ ଅଟୁ. ଏପର୍ଯ୍ୟନ୍ତ ସବୁ ଠିକ୍ ଅଛି |
08:17 | ଯଦି ଆମେ ଆମର Drupal Manual ଉପରେ କ୍ଲିକ୍ କରି Installing Drupal ଉପରେ କ୍ଲିକ୍ କରିବା, ଆମେ ଏଡିଟ୍ କରିପାରିବା ନାହିଁ |
08:23 | ସେଠାରେ କୌଣସି ଟାବ୍ସ ନାହିଁ |
08:25 | ସମାନ ଜିନିଷ ହେବ, ଯଦି ଆମେ Forumsକୁ ଯିବା |
08:29 | ଆଉ ପୁଣିଥରେ, ଆମେ ଏଡିଟ୍ କରିପାରିବା ନାହିଁ |
08:32 | ଆମେ ଏକ Comment ଛାଡ଼ିପାରିବା. କିନ୍ତୁ, ତାହା ଆପେ ଆପେ ଆପ୍ରୁଭ୍ ହେବନାହିଁ |
08:38 | ପୁଣିଥରେ, ଆମେ Event ଉପରେ କ୍ଲିକ୍ କରିପାରିବା, କିନ୍ତୁ ତାହାକୁ ଏଡିଟ୍ କିମ୍ୱା ଡିଲିଟ୍ କରିପାରିବା ନାହିଁ |
08:45 | ଆମର Permissions ଠିକ୍ ଅଛି ବୋଲି ଜଣାପଡୁଛି |
08:47 | Unmasquerade Link ଉପରେ କ୍ଲିକ୍ କରି ଏବେ Administrator Roleକୁ ଫେରିଯିବା |
08:54 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:57 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, People Management ଓ ଏକ ନୂଆ ୟୁଜର୍ ଆଡ୍ କରିବା ବିଷୟରେ ଶିଖିଲେ |
09:15 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
09:25 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
09:29 | ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
09:52 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |