Difference between revisions of "Drupal/C3/Finding-and-Evaluating-Modules/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(2 intermediate revisions by the same user not shown) | |||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | Finding and Evaluating Modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ | + | |Finding and Evaluating Modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
+ | |||
|- | |- | ||
|00:07 | |00:07 | ||
− | | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, | + | |ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ଗୋଟିଏ Module ଖୋଜିବା ଓ ଗୋଟିଏ Module ମୂଲ୍ୟାଙ୍କନ କରିବା |
− | + | ||
− | + | ||
|- | |- | ||
|00:15 | |00:15 | ||
− | | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି | + | |ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
− | + | ||
− | + | ||
− | + | ||
− | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ | + | |
|- | |- | ||
|00:29 | |00:29 | ||
− | | ପୂର୍ବ ଶୃଙ୍ଖଳାଗୁଡ଼ିକରେ ଆମେ, Modules ମାଧ୍ୟମରେ ଗୋଟିଏ ୱେବ୍ ସାଇଟ୍ ଏକ୍ସଟେଣ୍ଡ କରିବା ବିଷୟରେ ଶିଖିଥିଲେ | + | |ପୂର୍ବ ଶୃଙ୍ଖଳାଗୁଡ଼ିକରେ ଆମେ, Modules ମାଧ୍ୟମରେ ଗୋଟିଏ ୱେବ୍ ସାଇଟ୍ ଏକ୍ସଟେଣ୍ଡ କରିବା ବିଷୟରେ ଶିଖିଥିଲେ |
+ | |||
|- | |- | ||
|00:34 | |00:34 | ||
− | | ଆଉ, Drupal ସହିତ ଆସୁଥିବା କିଛି Modules ମଧ୍ୟ କଭର୍ କରିଥିଲେ | + | |ଆଉ, Drupal ସହିତ ଆସୁଥିବା କିଛି Modules ମଧ୍ୟ କଭର୍ କରିଥିଲେ |
+ | |||
|- | |- | ||
|00:38 | |00:38 | ||
− | | ଆମେ, କୋର୍ସରେ ପୂର୍ବରୁ ହିଁ Module Devel ଇନଷ୍ଟଲ୍ କରିସାରିଛେ | + | |ଆମେ, କୋର୍ସରେ ପୂର୍ବରୁ ହିଁ Module Devel ଇନଷ୍ଟଲ୍ କରିସାରିଛେ |
+ | |||
|- | |- | ||
|00:43 | |00:43 | ||
− | | କିନ୍ତୁ ଏବେ ଆମେ, ବଢ଼ିଆ Modules କିପରି ଖୋଜାଯାଏ ଓ ମୂଲ୍ୟାଙ୍କନ କରାଯାଏ, ତାହା ଶିଖିବା | + | |କିନ୍ତୁ ଏବେ ଆମେ, ବଢ଼ିଆ Modules କିପରି ଖୋଜାଯାଏ ଓ ମୂଲ୍ୟାଙ୍କନ କରାଯାଏ, ତାହା ଶିଖିବା |
+ | |||
|- | |- | ||
|00:48 | |00:48 | ||
− | | drupal.org/project/modulesକୁ ଯାଆନ୍ତୁ | + | |drupal.org/project/modulesକୁ ଯାଆନ୍ତୁ |
+ | |||
|- | |- | ||
|00:53 | |00:53 | ||
− | | ଏଠାରେ, Drupal ପାଇଁ ପ୍ରାୟ 18000 Modules ଉପଲବ୍ଧ ଅଛି | + | |ଏଠାରେ, Drupal ପାଇଁ ପ୍ରାୟ 18000 Modules ଉପଲବ୍ଧ ଅଛି |
+ | |||
|- | |- | ||
|00:58 | |00:58 | ||
− | | ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ Drupal Module, କେବଳ Drupalର ସେହି ବର୍ସନ୍ ସହିତ କାମ କରେ, ଯେଉଁଥିପାଇଁ ତାହା ଉଦ୍ଦିଷ୍ଟ | + | |ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ Drupal Module, କେବଳ Drupalର ସେହି ବର୍ସନ୍ ସହିତ କାମ କରେ, ଯେଉଁଥିପାଇଁ ତାହା ଉଦ୍ଦିଷ୍ଟ |
+ | |||
|- | |- | ||
|01:05 | |01:05 | ||
− | | ତେଣୁ ଆମକୁ, ଆମେ ବ୍ୟବହାର କରୁଥିବା Drupalର ଭର୍ସନ୍ ସହିତ Core Compatibility ଅପଡେଟ୍ କରିବାକୁ ପଡ଼ିବ | + | |ତେଣୁ ଆମକୁ, ଆମେ ବ୍ୟବହାର କରୁଥିବା Drupalର ଭର୍ସନ୍ ସହିତ Core Compatibility ଅପଡେଟ୍ କରିବାକୁ ପଡ଼ିବ |
+ | |||
|- | |- | ||
|01:12 | |01:12 | ||
− | | Drupal 8 ରିଲିଜ୍ ହେବା ପୂର୍ବରୁ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଥିଲା. | + | |Drupal 8 ରିଲିଜ୍ ହେବା ପୂର୍ବରୁ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଥିଲା. ଯଦି ଆମେ Drupal 8 ପାଇଁ ଦେଖିବା, ତେବେ ଆମ ସର୍ଚ ସହିତ କେବଳ 1000 ମଡ୍ୟୁଲ୍ସ ମ୍ୟାଚ୍ ହେଉଥିବାର ଦେଖିବା |
− | ଯଦି ଆମେ Drupal 8 ପାଇଁ ଦେଖିବା, ତେବେ ଆମ ସର୍ଚ ସହିତ କେବଳ 1000 ମଡ୍ୟୁଲ୍ସ ମ୍ୟାଚ୍ ହେଉଥିବାର ଦେଖିବା | + | |
|- | |- | ||
|01:23 | |01:23 | ||
− | | ଏହି ଡେମୋ ପାଇଁ ମୁଁ, Modules ବିଷୟରେ କିଛି ବଢ଼ିଆ ଜିନିଷ ଦେଖାଇବା କ୍ରମରେ Drupal 7କୁ ଫେରିଯିବି | + | |ଏହି ଡେମୋ ପାଇଁ ମୁଁ, Modules ବିଷୟରେ କିଛି ବଢ଼ିଆ ଜିନିଷ ଦେଖାଇବା କ୍ରମରେ Drupal 7କୁ ଫେରିଯିବି |
+ | |||
|- | |- | ||
|01:30 | |01:30 | ||
− | | Search କ୍ଲିକ୍ କରନ୍ତୁ. Drupal 7 ପାଇଁ 11,000 Modules ଅଛି. ତାହା ବହୁତ ବଡ଼ ବ୍ୟବଧାନ | + | |Search କ୍ଲିକ୍ କରନ୍ତୁ. Drupal 7 ପାଇଁ 11,000 Modules ଅଛି. ତାହା ବହୁତ ବଡ଼ ବ୍ୟବଧାନ |
+ | |||
|- | |- | ||
|01:38 | |01:38 | ||
− | | ସମଯ ସହିତ, Drupal 8 Modules ସଂଖ୍ୟାର ଦ୍ରୁତ ବୃଦ୍ଧି ଆମେ ଦେଖିବା | + | |ସମଯ ସହିତ, Drupal 8 Modules ସଂଖ୍ୟାର ଦ୍ରୁତ ବୃଦ୍ଧି ଆମେ ଦେଖିବା |
+ | |||
|- | |- | ||
|01:42 | |01:42 | ||
− | | ଇତିମଧ୍ୟରେ, ଭଲ Modules କିପରି ମୂଲ୍ୟାଙ୍କିତ କରାଯାଏ, ଚାଲନ୍ତୁ ଶିଖିବା | + | |ଇତିମଧ୍ୟରେ, ଭଲ Modules କିପରି ମୂଲ୍ୟାଙ୍କିତ କରାଯାଏ, ଚାଲନ୍ତୁ ଶିଖିବା |
+ | |||
|- | |- | ||
|01:47 | |01:47 | ||
− | | ଏହି ପେଜ୍ ରେ, ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଉପରେ ଚାଲନ୍ତୁ ଫିଲ୍ଟର୍ କରିବା. | + | |ଏହି ପେଜ୍ ରେ, ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଉପରେ ଚାଲନ୍ତୁ ଫିଲ୍ଟର୍ କରିବା. Most Installed କିମ୍ୱା Most Popular ଦ୍ୱାରା ସୂଚୀଟି କ୍ରମବଦ୍ଧ ହେଲା |
− | Most Installed କିମ୍ୱା Most Popular ଦ୍ୱାରା ସୂଚୀଟି କ୍ରମବଦ୍ଧ ହେଲା | + | |
|- | |- | ||
|01:59 | |01:59 | ||
− | | Chaos Tool Suit ବା CTools ଓ Views ହେଉଛି, Drupalର ସର୍ବକାଳ ଲୋକପ୍ରିୟ Modules. | + | |Chaos Tool Suit ବା CTools ଓ Views ହେଉଛି, Drupalର ସର୍ବକାଳ ଲୋକପ୍ରିୟ Modules. |
+ | |||
|- | |- | ||
|02:07 | |02:07 | ||
− | | Views ଉପରେ କ୍ଲିକ୍ କରନ୍ତୁ | + | |Views ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|02:09 | |02:09 | ||
− | | ଉତ୍ତମ Modulesର ମୂଲ୍ୟାଙ୍କନ କରିବା ପାଇଁ 3ଟି ସରଳ ପଦାଙ୍କ ଅଛି | + | |ଉତ୍ତମ Modulesର ମୂଲ୍ୟାଙ୍କନ କରିବା ପାଇଁ 3ଟି ସରଳ ପଦାଙ୍କ ଅଛି |
+ | |||
|- | |- | ||
|02:14 | |02:14 | ||
− | | ମନେକରନ୍ତୁ, ଡ୍ରାଇଭ୍ କରିବା ପାଇଁ ଏକ ନୂଆ Licence ନେବାକୁ କିମ୍ୱା ଗୋଟିଏ କାର୍ ରେଜିଷ୍ଟର୍ କରିବାକୁ ଆମେ Licensing Bureauକୁ ଗଲେ | + | |ମନେକରନ୍ତୁ, ଡ୍ରାଇଭ୍ କରିବା ପାଇଁ ଏକ ନୂଆ Licence ନେବାକୁ କିମ୍ୱା ଗୋଟିଏ କାର୍ ରେଜିଷ୍ଟର୍ କରିବାକୁ ଆମେ Licensing Bureauକୁ ଗଲେ |
+ | |||
|- | |- | ||
|02:21 | |02:21 | ||
− | | ଅଧିକାଂଶ US ଷ୍ଟେଟ୍ସରେ, ଏହାକୁ DMV ବା Department of Motor Vehicles କୁହାଯାଏ. | + | |ଅଧିକାଂଶ US ଷ୍ଟେଟ୍ସରେ, ଏହାକୁ DMV ବା Department of Motor Vehicles କୁହାଯାଏ. ତେଣୁ ଆମେ D M ଓ V ମନେରଖିବା |
− | ତେଣୁ ଆମେ D M ଓ V ମନେରଖିବା | + | |
|- | |- | ||
|02:34 | |02:34 | ||
− | | Dର ଅର୍ଥ ହେଉଛି Documentation, Mର ଅର୍ଥ Maintainers ଓ Vର ଅର୍ଥ ହେଉଛି Versions | + | |Dର ଅର୍ଥ ହେଉଛି Documentation, Mର ଅର୍ଥ Maintainers ଓ Vର ଅର୍ଥ ହେଉଛି Versions |
+ | |||
|- | |- | ||
|02:42 | |02:42 | ||
− | | Project Information ଓ Downloads ଅନ୍ତର୍ଗତ ଦିଆଯାଇଥିବା ସୂଚନାକୁ ଦେଖନ୍ତୁ | + | |Project Information ଓ Downloads ଅନ୍ତର୍ଗତ ଦିଆଯାଇଥିବା ସୂଚନାକୁ ଦେଖନ୍ତୁ |
+ | |||
|- | |- | ||
|02:48 | |02:48 | ||
− | | ଚାଲନ୍ତୁ, Dରୁ ଆରମ୍ଭ କରିବା. ସର୍ବକାଳର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ Module ହେଉଛି Views | + | |ଚାଲନ୍ତୁ, Dରୁ ଆରମ୍ଭ କରିବା. ସର୍ବକାଳର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ Module ହେଉଛି Views |
+ | |||
|- | |- | ||
|02:53 | |02:53 | ||
− | | ପ୍ରକୃତପକ୍ଷରେ, ଏହାକୁ Drupal 8ରେ ମିଶାଯାଇଛି, ଆଉ ଏହି କୋର୍ସରେ ଆମେ ପ୍ରକୃତରେ Viewsକୁ ବହୁତ ବେଶୀ ବ୍ୟବହାର କରିଛେ | + | |ପ୍ରକୃତପକ୍ଷରେ, ଏହାକୁ Drupal 8ରେ ମିଶାଯାଇଛି, ଆଉ ଏହି କୋର୍ସରେ ଆମେ ପ୍ରକୃତରେ Viewsକୁ ବହୁତ ବେଶୀ ବ୍ୟବହାର କରିଛେ |
+ | |||
|- | |- | ||
|03:02 | |03:02 | ||
− | | Documentation ପଢ଼ିବା ବ୍ୟତୀତ, ଓପନ୍ ସୋର୍ସରେ, ଗୋଟିଏ Module ଠିକ୍ କି ନୁହେଁ ବୁଝିବା ପାଇଁ ଅନ୍ୟ କୌଣସି ସର୍ଟକଟ୍ ନାହିଁ | + | |Documentation ପଢ଼ିବା ବ୍ୟତୀତ, ଓପନ୍ ସୋର୍ସରେ, ଗୋଟିଏ Module ଠିକ୍ କି ନୁହେଁ ବୁଝିବା ପାଇଁ ଅନ୍ୟ କୌଣସି ସର୍ଟକଟ୍ ନାହିଁ |
+ | |||
|- | |- | ||
|03:11 | |03:11 | ||
− | | ଗୋଟିଏ Module କ’ଣ କରେ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ | + | |ଗୋଟିଏ Module କ’ଣ କରେ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ |
+ | |||
|- | |- | ||
|03:16 | |03:16 | ||
− | | ସମସ୍ୟାଗୁଡ଼ିକ କ’ଣ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ | + | |ସମସ୍ୟାଗୁଡ଼ିକ କ’ଣ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ |
+ | |||
|- | |- | ||
|03:20 | |03:20 | ||
− | | Help ଉପଲବ୍ଧ ଅଛି ବୋଲି ଆମେ କିପରି ଜାଣିବା? | + | |Help ଉପଲବ୍ଧ ଅଛି ବୋଲି ଆମେ କିପରି ଜାଣିବା? Documentation ପଢ଼ନ୍ତୁ |
− | Documentation ପଢ଼ନ୍ତୁ | + | |
|- | |- | ||
|03:25 | |03:25 | ||
− | | ଥରେ ଆମେ Module ଇନଷ୍ଟଲ୍ କରିସାରିବା ପରେ, କେଉଁ ଭାଗକୁ ଅନ୍ କରିବାକୁ ହେବ ଜାଣିବା ପାଇଁ ଆମକୁ Documentation ପଢ଼ିବାକୁ ହେବ | + | |ଥରେ ଆମେ Module ଇନଷ୍ଟଲ୍ କରିସାରିବା ପରେ, କେଉଁ ଭାଗକୁ ଅନ୍ କରିବାକୁ ହେବ ଜାଣିବା ପାଇଁ ଆମକୁ Documentation ପଢ଼ିବାକୁ ହେବ |
+ | |||
|- | |- | ||
|03:32 | |03:32 | ||
− | | Documentation ପଢ଼ିବା ନିହତି ଜରୁରୀ | + | |Documentation ପଢ଼ିବା ନିହତି ଜରୁରୀ |
+ | |||
|- | |- | ||
|03:36 | |03:36 | ||
− | | ଦୟାକରି ଧ୍ୟାନଦିଅନ୍ତୁ ଯେ, Open Sourceରେ, ଯଦି Module ଆପଣଙ୍କ ସାଇଟ୍ କୁ ନଷ୍ଟ କରେ, ତେବେ ଅଭିଯୋଗ କରିବା ପାଇଁ କେହି ନାହିଁ | + | |ଦୟାକରି ଧ୍ୟାନଦିଅନ୍ତୁ ଯେ, Open Sourceରେ, ଯଦି Module ଆପଣଙ୍କ ସାଇଟ୍ କୁ ନଷ୍ଟ କରେ, ତେବେ ଅଭିଯୋଗ କରିବା ପାଇଁ କେହି ନାହିଁ |
+ | |||
|- | |- | ||
|03:42 | |03:42 | ||
− | | ଆପଣଙ୍କୁ, Documentation ପଢ଼ିବାକୁ ହେବ, ଆଉ ଏହା ସ୍ଥିର କରିବାକୁ ହେବ ଯେ, ଆପଣ ନିଜ ସାଇଟ୍ ରେ ଯାହା କରିସାରିଛନ୍ତି, ତାହା ସହିତ Moduleଟି ଅନୁକୂଳ କି ନୁହେଁ | + | |ଆପଣଙ୍କୁ, Documentation ପଢ଼ିବାକୁ ହେବ, ଆଉ ଏହା ସ୍ଥିର କରିବାକୁ ହେବ ଯେ, ଆପଣ ନିଜ ସାଇଟ୍ ରେ ଯାହା କରିସାରିଛନ୍ତି, ତାହା ସହିତ Moduleଟି ଅନୁକୂଳ କି ନୁହେଁ |
+ | |||
|- | |- | ||
|03:50 | |03:50 | ||
− | | ତେଣୁ, ମୁଁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରୁନାହିଁ. ନିମ୍ନ ପ୍ରଦତ୍ତ ଉପରେ କ୍ଲିକ୍ କରି ଏହି ସମସ୍ତ ସୂଚନା ପଢ଼ନ୍ତୁ - | + | |ତେଣୁ, ମୁଁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରୁନାହିଁ. ନିମ୍ନ ପ୍ରଦତ୍ତ ଉପରେ କ୍ଲିକ୍ କରି ଏହି ସମସ୍ତ ସୂଚନା ପଢ଼ନ୍ତୁ - ଏହି Document Link Issue କ୍ୟୁ ଓ Bug Reposrts |
− | + | ||
− | + | ||
− | + | ||
|- | |- | ||
|04:01 | |04:01 | ||
− | | ଏହି Moduleରେ କ’ଣ ଅଛି ଜାଣିବା ପାଇଁ. ତେବେ, ଏହା ହେଉଛି D | + | |ଏହି Moduleରେ କ’ଣ ଅଛି ଜାଣିବା ପାଇଁ. ତେବେ, ଏହା ହେଉଛି D |
+ | |||
|- | |- | ||
|04:06 | |04:06 | ||
− | | Mର ଅର୍ଥ ହେଉଛି Maintainers | + | |Mର ଅର୍ଥ ହେଉଛି Maintainers |
+ | |||
|- | |- | ||
|04:09 | |04:09 | ||
− | | ଏହି ନିର୍ଦ୍ଦିଷ୍ଟ Module, Merlinofchaos ଦ୍ୱାରା ଆରମ୍ଭ କରାଯାଇଥିଲା | + | |ଏହି ନିର୍ଦ୍ଦିଷ୍ଟ Module, Merlinofchaos ଦ୍ୱାରା ଆରମ୍ଭ କରାଯାଇଥିଲା |
+ | |||
|- | |- | ||
|04:13 | |04:13 | ||
− | | ତାଙ୍କ ନାମ ଉପରେ କ୍ଲିକ୍ କଲେ, ଏହା ଆମକୁ ତାଙ୍କ Drupal Profileକୁ ନେଇଯାଏ | + | |ତାଙ୍କ ନାମ ଉପରେ କ୍ଲିକ୍ କଲେ, ଏହା ଆମକୁ ତାଙ୍କ Drupal Profileକୁ ନେଇଯାଏ |
+ | |||
|- | |- | ||
|04:19 | |04:19 | ||
− | | ଏହି କୋର୍ସରେ ଆଗକୁ, ନିଜସ୍ୱ Drupal Profile କିପରି ପାଇବେ, ସେହି ବିଷୟରେ ଶିଖିବା | + | |ଏହି କୋର୍ସରେ ଆଗକୁ, ନିଜସ୍ୱ Drupal Profile କିପରି ପାଇବେ, ସେହି ବିଷୟରେ ଶିଖିବା |
+ | |||
|- | |- | ||
|04:24 | |04:24 | ||
− | | ଏଠାରେ ଆମେ ଦେଖିପାରୁଛେ ଯେ, Earl Milesଙ୍କର Drupal Projectରେ ବଡ଼ ଯୋଗଦାନ ରହିଛି - 6300ରୁ ଅଧିକ Commits. | + | |ଏଠାରେ ଆମେ ଦେଖିପାରୁଛେ ଯେ, Earl Milesଙ୍କର Drupal Projectରେ ବଡ଼ ଯୋଗଦାନ ରହିଛି - 6300ରୁ ଅଧିକ Commits.ଆଉ, ସେ ହେଉଛନ୍ତି Chaos Tools ଓ Viewsର ମୁଖ୍ୟ ନିର୍ମତା |
− | ଆଉ, ସେ ହେଉଛନ୍ତି Chaos Tools ଓ Viewsର ମୁଖ୍ୟ ନିର୍ମତା | + | |
|- | |- | ||
|04:36 | |04:36 | ||
− | | ଏହି ନିର୍ଦ୍ଦିଷ୍ଟ Module ପାଇଁ ଅନେକ ସଂଖ୍ୟକ ଅନ୍ୟ Maintainers ଅଛନ୍ତି | + | |ଏହି ନିର୍ଦ୍ଦିଷ୍ଟ Module ପାଇଁ ଅନେକ ସଂଖ୍ୟକ ଅନ୍ୟ Maintainers ଅଛନ୍ତି |
+ | |||
|- | |- | ||
|04:42 | |04:42 | ||
− | | Modules ସହିତ - | + | |Modules ସହିତ - କେବଳ ଜଣେ ବ୍ୟକ୍ତି ଏହାକୁ ସମ୍ଭାଳୁଥିବାର କିମ୍ୱା ଗୋଟିଏ Moduleକୁ ଲୋକମାନଙ୍କର ଏକ ସମୂହ ସମ୍ଭାଳୁଥିବାର ଆପଣ ଦେଖିପାରନ୍ତି |
− | + | ||
− | + | ||
|- | |- | ||
|04:50 | |04:50 | ||
− | | ଉଭୟ ଠିକ୍ ଅଛି | + | |ଉଭୟ ଠିକ୍ ଅଛି |
+ | |||
|- | |- | ||
|04:53 | |04:53 | ||
− | | କିନ୍ତୁ, Module, Mission-Critical ହୋଇଥାଏ ଏବଂ Maintainer ତାହା ସହିତ ଜାରି ରଖିବାରେ ଅସମର୍ଥ ଅଟେ. ତା’ପରେ ଆମେ ସମସ୍ୟାରେ ପଡ଼ିପାରେ | + | |କିନ୍ତୁ, Module, Mission-Critical ହୋଇଥାଏ ଏବଂ Maintainer ତାହା ସହିତ ଜାରି ରଖିବାରେ ଅସମର୍ଥ ଅଟେ. ତା’ପରେ ଆମେ ସମସ୍ୟାରେ ପଡ଼ିପାରେ |
+ | |||
|- | |- | ||
|05:00 | |05:00 | ||
− | | ତେଣୁ, ସେହି ବିଷୟରେ ବିଚାର କରିବାକୁ ପଡ଼ିବ | + | |ତେଣୁ, ସେହି ବିଷୟରେ ବିଚାର କରିବାକୁ ପଡ଼ିବ |
+ | |||
|- | |- | ||
|05:03 | |05:03 | ||
− | | ଶେଷରେ, ତଳେ, Project Information ଓ Versions ବା ଆମର V ଅଛି | + | |ଶେଷରେ, ତଳେ, Project Information ଓ Versions ବା ଆମର V ଅଛି |
+ | |||
|- | |- | ||
|05:09 | |05:09 | ||
− | | Vର ମେଣ୍ଟେନାନ୍ସ ଷ୍ଟାଟସ୍ ଏବେ Co-Maintainers ଅଟେ. ଆମକୁ ଚିନ୍ତା କରିବାର ନାହିଁ | + | |Vର ମେଣ୍ଟେନାନ୍ସ ଷ୍ଟାଟସ୍ ଏବେ Co-Maintainers ଅଟେ. ଆମକୁ ଚିନ୍ତା କରିବାର ନାହିଁ |
+ | |||
|- | |- | ||
|05:15 | |05:15 | ||
− | | Drupal 8ରେ Viewsକୁ ପୂର୍ବରୁ ମିଶାଯାଇସାରିଛି. ସେଗୁଡ଼ିକ ବୋଧହୁଏ, ସେଠାରେ କୌଣସି ସାହାଯ୍ୟ ପାଇଁ ଚାହିଁଛନ୍ତି | + | |Drupal 8ରେ Viewsକୁ ପୂର୍ବରୁ ମିଶାଯାଇସାରିଛି. ସେଗୁଡ଼ିକ ବୋଧହୁଏ, ସେଠାରେ କୌଣସି ସାହାଯ୍ୟ ପାଇଁ ଚାହିଁଛନ୍ତି |
+ | |||
|- | |- | ||
|05:24 | |05:24 | ||
− | | ଏହା, Under Active Development ଅଛି | + | |ଏହା, Under Active Development ଅଛି |
+ | |||
|- | |- | ||
|05:27 | |05:27 | ||
− | | ଏହା ପ୍ରାୟ ମିଲିୟନ୍ ୱେବ୍ ସାଇଟ୍ ରେ ଅଛି. ଆଉ, 7 ପଏଣ୍ଟ 6 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଛି ବୋଲି ଷ୍ଟାଟସ୍ ଦେଖାଉଛି | + | |ଏହା ପ୍ରାୟ ମିଲିୟନ୍ ୱେବ୍ ସାଇଟ୍ ରେ ଅଛି. ଆଉ, 7 ପଏଣ୍ଟ 6 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଛି ବୋଲି ଷ୍ଟାଟସ୍ ଦେଖାଉଛି |
+ | |||
|- | |- | ||
|05:35 | |05:35 | ||
− | | ଏବେ, ଏହା ବହୁତ ଜରୁରୀ. ଯଦି ଏକ Project, Abandoned କିମ୍ୱା ’I've Given Up' କହେ, ତେବେ ସେହି Moduleକୁ ବ୍ୟବହାର କରନ୍ତୁ ନାହିଁ | + | |ଏବେ, ଏହା ବହୁତ ଜରୁରୀ. ଯଦି ଏକ Project, Abandoned କିମ୍ୱା ’I've Given Up' କହେ, ତେବେ ସେହି Moduleକୁ ବ୍ୟବହାର କରନ୍ତୁ ନାହିଁ |
+ | |||
|- | |- | ||
|05:42 | |05:42 | ||
− | | ଅବଶ୍ୟ, ଆପଣ ତାକୁ ସବୁବେଳେ ଦେଖିବେ ନାହିଁ | + | |ଅବଶ୍ୟ, ଆପଣ ତାକୁ ସବୁବେଳେ ଦେଖିବେ ନାହିଁ |
+ | |||
|- | |- | ||
|05:46 | |05:46 | ||
− | | ସବୁବେଳେ, ନିଜ Drupal Installationର Version ଅନୁସାରେ ହିଁ Moduleର Version ବ୍ୟବହାର କରନ୍ତୁ | + | |ସବୁବେଳେ, ନିଜ Drupal Installationର Version ଅନୁସାରେ ହିଁ Moduleର Version ବ୍ୟବହାର କରନ୍ତୁ |
+ | |||
|- | |- | ||
|05:52 | |05:52 | ||
− | | ଏଠାରେ କୌଣସି Drupal 8 Version ନାହିଁ, କାରଣ Views, ଆଗରୁ Coreରେ ରହିସାରିଛି | + | |ଏଠାରେ କୌଣସି Drupal 8 Version ନାହିଁ, କାରଣ Views, ଆଗରୁ Coreରେ ରହିସାରିଛି |
+ | |||
|- | |- | ||
|05:57 | |05:57 | ||
− | | କିନ୍ତୁ, ଯଦି ମୁଁ ଗୋଟିଏ Drupal 7 ସାଇଟ୍ ରେ ଏହାକୁ ଇନଷ୍ଟଲ୍ କରୁଛି, ମୁଁ ଏହି ଲିଙ୍କ୍ ରେ କ୍ଲିକ୍ କରିବି ନାହିଁ | + | |କିନ୍ତୁ, ଯଦି ମୁଁ ଗୋଟିଏ Drupal 7 ସାଇଟ୍ ରେ ଏହାକୁ ଇନଷ୍ଟଲ୍ କରୁଛି, ମୁଁ ଏହି ଲିଙ୍କ୍ ରେ କ୍ଲିକ୍ କରିବି ନାହିଁ |
+ | |||
|- | |- | ||
|06:04 | |06:04 | ||
− | | ଏହା ଆମକୁ ସେହି Nodeକୁ ନେଇଯାଏ, ଯାହା ଆମକୁ ଏହି Module ବିଷୟରେ ସୂଚନା ଦେଇଥାଏ | + | |ଏହା ଆମକୁ ସେହି Nodeକୁ ନେଇଯାଏ, ଯାହା ଆମକୁ ଏହି Module ବିଷୟରେ ସୂଚନା ଦେଇଥାଏ |
+ | |||
|- | |- | ||
|06:09 | |06:09 | ||
− | | ତା’ବଦଳରେ tar କିମ୍ୱା zip ଉପରେ ରାଇଟ୍ କ୍ଲିକ୍ କରି Copy Link ଉପରେ କ୍ଲିକ୍ କରନ୍ତୁ | + | |ତା’ବଦଳରେ tar କିମ୍ୱା zip ଉପରେ ରାଇଟ୍ କ୍ଲିକ୍ କରି Copy Link ଉପରେ କ୍ଲିକ୍ କରନ୍ତୁ |
+ | |||
|- | |- | ||
|06:15 | |06:15 | ||
− | | Devel ଇନଷ୍ଟଲ୍ କରିବା ସମୟରେ ଏହା ଉଲ୍ଲେଖ କରାଯାଇଥିଲା | + | |Devel ଇନଷ୍ଟଲ୍ କରିବା ସମୟରେ ଏହା ଉଲ୍ଲେଖ କରାଯାଇଥିଲା |
+ | |||
|- | |- | ||
|06:19 | |06:19 | ||
− | | ଗୋଟିଏ Module ଆମ ପାଇଁ ଠିକ୍ ବୋଲି କିପରି ସ୍ଥିର କରିବା? | + | |ଗୋଟିଏ Module ଆମ ପାଇଁ ଠିକ୍ ବୋଲି କିପରି ସ୍ଥିର କରିବା? |
+ | |||
|- | |- | ||
|06:23 | |06:23 | ||
− | | D M V ପରି ସରଳ | + | |D M V ପରି ସରଳ |
+ | |||
|- | |- | ||
|06:26 | |06:26 | ||
− | | ଗୋଟିଏ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ହେଉଛି, ଜଣେ କିପରି ଗୋଟିଏ Module ପାଇବ? | + | |ଗୋଟିଏ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ହେଉଛି, ଜଣେ କିପରି ଗୋଟିଏ Module ପାଇବ? |
+ | |||
|- | |- | ||
|06:31 | |06:31 | ||
− | | ଗୋଟିଏ ଅପ୍ସନ୍ ହେଉଛି "drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ modulesକୁ ଯାଆନ୍ତୁ | + | |ଗୋଟିଏ ଅପ୍ସନ୍ ହେଉଛି "drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ modulesକୁ ଯାଆନ୍ତୁ |
+ | |||
|- | |- | ||
|06:37 | |06:37 | ||
− | | ଆଉ, Core Compatibility - Categories ଦ୍ୱାରା ଫିଳ୍ଟର୍ କରନ୍ତୁ, ଯେଉଁଥିରେ ଅନେକ ଅଛି | + | |ଆଉ, Core Compatibility - Categories ଦ୍ୱାରା ଫିଳ୍ଟର୍ କରନ୍ତୁ, ଯେଉଁଥିରେ ଅନେକ ଅଛି |
+ | |||
|- | |- | ||
|06:42 | |06:42 | ||
− | | ଅନ୍ୟଥା, drupal ଡଟ୍ orgରେ ଆମେ ଚାହୁଁଥିବା Modules ପାଇବା ଅସମ୍ଭବ | + | |ଅନ୍ୟଥା, drupal ଡଟ୍ orgରେ ଆମେ ଚାହୁଁଥିବା Modules ପାଇବା ଅସମ୍ଭବ |
+ | |||
|- | |- | ||
|06:48 | |06:48 | ||
− | | ଯଦି ଆପଣ ସେଥିରେ ଭଲ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପାଇବାରେ ସକ୍ଷମ ହେବେ. କିନ୍ତୁ, ନୂଆ ୟୁଜରମାନେ, ସେଠାରେ ତାଲିକାଭୁକ୍ତ Modules ଦେଖି ବିଭ୍ରାନ୍ତ ହୋଇପାରନ୍ତି | + | |ଯଦି ଆପଣ ସେଥିରେ ଭଲ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପାଇବାରେ ସକ୍ଷମ ହେବେ. କିନ୍ତୁ, ନୂଆ ୟୁଜରମାନେ, ସେଠାରେ ତାଲିକାଭୁକ୍ତ Modules ଦେଖି ବିଭ୍ରାନ୍ତ ହୋଇପାରନ୍ତି |
+ | |||
|- | |- | ||
|06:57 | |06:57 | ||
− | | ପୁଣିଥରେ, ପ୍ରଶ୍ନ ହେବ - ମୋ ପାଇଁ କେଉଁ Moduleଟି ଠିକ୍? | + | |ପୁଣିଥରେ, ପ୍ରଶ୍ନ ହେବ - ମୋ ପାଇଁ କେଉଁ Moduleଟି ଠିକ୍? |
+ | |||
|- | |- | ||
|07:02 | |07:02 | ||
− | | Google ହେଉଛି ଆପଣଙ୍କର ସାଙ୍ଗ! | + | |Google ହେଉଛି ଆପଣଙ୍କର ସାଙ୍ଗ! |
+ | |||
|- | |- | ||
|07:04 | |07:04 | ||
− | | ଯଦି ଆମେ, Date Field ସହିତ Drupal Module ଚାହୁଁଛେ, ତେବେ କେବଳ ଟାଇପ୍ କରନ୍ତୁ drupal module date | + | |ଯଦି ଆମେ, Date Field ସହିତ Drupal Module ଚାହୁଁଛେ, ତେବେ କେବଳ ଟାଇପ୍ କରନ୍ତୁ drupal module date |
+ | |||
|- | |- | ||
|07:10 | |07:10 | ||
− | | ଆଉ, ପ୍ରଥମ ଜିନିଷ ଯାହା ଆସିବ, ତାହା ହେଉଛି Date Module | + | |ଆଉ, ପ୍ରଥମ ଜିନିଷ ଯାହା ଆସିବ, ତାହା ହେଉଛି Date Module |
+ | |||
|- | |- | ||
|07:13 | |07:13 | ||
− | | ଆମେ ତାହା ଜାଣିଛେ, କାରଣ URL ହେଉଛି drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ date | + | |ଆମେ ତାହା ଜାଣିଛେ, କାରଣ URL ହେଉଛି drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ date |
+ | |||
|- | |- | ||
|07:20 | |07:20 | ||
− | | ଯଦି ଆମେ ଏକ Rating System ଚାହୁଁଛେ, ତେବେ କ’ଣ ହେବ? | + | |ଯଦି ଆମେ ଏକ Rating System ଚାହୁଁଛେ, ତେବେ କ’ଣ ହେବ? |
+ | |||
|- | |- | ||
|07:23 | |07:23 | ||
− | | ଟାଇପ୍ କରନ୍ତୁ: drupal module rating system | + | |ଟାଇପ୍ କରନ୍ତୁ: drupal module rating system |
+ | |||
|- | |- | ||
|07:26 | |07:26 | ||
− | | ଏବେ, ଏଠାରେ ଆମ ପାଖରେ 2ଟି ଅପ୍ସନ୍ସ ଅଛି - | + | |ଏବେ, ଏଠାରେ ଆମ ପାଖରେ 2ଟି ଅପ୍ସନ୍ସ ଅଛି - Fivestar Rating Module କିମ୍ୱା Star Rating Module |
− | + | ||
− | + | ||
|- | |- | ||
|07:34 | |07:34 | ||
− | | ଆମ ପାଇଁ କେଉଁଟି ଉତ୍ତମ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆମ ପାଖରେ 2ଟି Modules ଅଛି | + | |ଆମ ପାଇଁ କେଉଁଟି ଉତ୍ତମ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆମ ପାଖରେ 2ଟି Modules ଅଛି |
+ | |||
|- | |- | ||
|07:42 | |07:42 | ||
− | | ଯଦି ଆମେ ଏକ Webform ଚାହିଁବା, ତେବେ କ’ଣ କରିବା? | + | |ଯଦି ଆମେ ଏକ Webform ଚାହିଁବା, ତେବେ କ’ଣ କରିବା? |
+ | |||
|- | |- | ||
|07:45 | |07:45 | ||
− | | ପୁଣିଥରେ ଟାଇପ୍ କରନ୍ତୁ - drupal module webform | + | |ପୁଣିଥରେ ଟାଇପ୍ କରନ୍ତୁ - drupal module webform |
+ | |||
|- | |- | ||
|07:48 | |07:48 | ||
− | | ଆଉ ଆମେ, Webform ନାମକ ଏକ ପ୍ରୋଜେକ୍ଟ ପାଇବା | + | |ଆଉ ଆମେ, Webform ନାମକ ଏକ ପ୍ରୋଜେକ୍ଟ ପାଇବା |
+ | |||
|- | |- | ||
|07:52 | |07:52 | ||
− | | ପ୍ରାରମ୍ଭିକମାନଙ୍କ ପାଇଁ Modules ଖୋଜିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ମାର୍ଗ | + | |ପ୍ରାରମ୍ଭିକମାନଙ୍କ ପାଇଁ Modules ଖୋଜିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ମାର୍ଗ |
+ | |||
|- | |- | ||
|07:57 | |07:57 | ||
− | | Drupal Module ଓ ଆମ Module କ’ଣ କରିବାକୁ ଆମେ ଚାହୁଁଛୁ, ତାହାର ବିବରଣୀ | + | |Drupal Module ଓ ଆମ Module କ’ଣ କରିବାକୁ ଆମେ ଚାହୁଁଛୁ, ତାହାର ବିବରଣୀ |
+ | |||
|- | |- | ||
|08:02 | |08:02 | ||
− | | ମୁଁ ଭାବୁଛି, ଏହା ଅତ୍ୟନ୍ତ ସାହାଯ୍ୟକାରୀ ହେବ. ମନେରଖନ୍ତୁ, Modules ଖୋଜିବା ପାଇଁ Google ହେଉଛି ଆପଣଙ୍କର ସାଙ୍ଗ | + | |ମୁଁ ଭାବୁଛି, ଏହା ଅତ୍ୟନ୍ତ ସାହାଯ୍ୟକାରୀ ହେବ. ମନେରଖନ୍ତୁ, Modules ଖୋଜିବା ପାଇଁ Google ହେଉଛି ଆପଣଙ୍କର ସାଙ୍ଗ |
+ | |||
|- | |- | ||
|08:08 | |08:08 | ||
− | | କେଉଁ Module ଆପଣଙ୍କ ପାଇଁ ସର୍ବୋତ୍ତମ, ତାହା ବୁଝିବା ପାଇଁ D M ଓ Vକୁ ମନେରଖନ୍ତୁ | + | |କେଉଁ Module ଆପଣଙ୍କ ପାଇଁ ସର୍ବୋତ୍ତମ, ତାହା ବୁଝିବା ପାଇଁ D M ଓ Vକୁ ମନେରଖନ୍ତୁ |
+ | |||
|- | |- | ||
|08:14 | |08:14 | ||
− | | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ | + | |ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
+ | |||
|- | |- | ||
|08:18 | |08:18 | ||
− | | ସଂକ୍ଷିପ୍ତରେ, | + | |ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଗୋଟିଏ Module ଖୋଜିବା ଓ ଗୋଟିଏ Module ମୂଲ୍ୟାଙ୍କନ କରିବା |
− | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, | + | |
− | + | ||
− | + | ||
|- | |- | ||
|08:29 | |08:29 | ||
− | | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି | + | |Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
+ | |||
|- | |- | ||
|08:38 | |08:38 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | + | |ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
+ | |||
|- | |- | ||
|08:45 | |08:45 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
+ | |||
|- | |- | ||
|08:52 | |08:52 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ | + | |ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
+ | |||
|- | |- | ||
|09:03 | |09:03 | ||
− | | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | + | |ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
|} | |} |
Latest revision as of 12:57, 4 April 2017
Time | Narration |
00:01 | Finding and Evaluating Modules ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ଗୋଟିଏ Module ଖୋଜିବା ଓ ଗୋଟିଏ Module ମୂଲ୍ୟାଙ୍କନ କରିବା |
00:15 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ , Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:29 | ପୂର୍ବ ଶୃଙ୍ଖଳାଗୁଡ଼ିକରେ ଆମେ, Modules ମାଧ୍ୟମରେ ଗୋଟିଏ ୱେବ୍ ସାଇଟ୍ ଏକ୍ସଟେଣ୍ଡ କରିବା ବିଷୟରେ ଶିଖିଥିଲେ |
00:34 | ଆଉ, Drupal ସହିତ ଆସୁଥିବା କିଛି Modules ମଧ୍ୟ କଭର୍ କରିଥିଲେ |
00:38 | ଆମେ, କୋର୍ସରେ ପୂର୍ବରୁ ହିଁ Module Devel ଇନଷ୍ଟଲ୍ କରିସାରିଛେ |
00:43 | କିନ୍ତୁ ଏବେ ଆମେ, ବଢ଼ିଆ Modules କିପରି ଖୋଜାଯାଏ ଓ ମୂଲ୍ୟାଙ୍କନ କରାଯାଏ, ତାହା ଶିଖିବା |
00:48 | drupal.org/project/modulesକୁ ଯାଆନ୍ତୁ |
00:53 | ଏଠାରେ, Drupal ପାଇଁ ପ୍ରାୟ 18000 Modules ଉପଲବ୍ଧ ଅଛି |
00:58 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଗୋଟିଏ Drupal Module, କେବଳ Drupalର ସେହି ବର୍ସନ୍ ସହିତ କାମ କରେ, ଯେଉଁଥିପାଇଁ ତାହା ଉଦ୍ଦିଷ୍ଟ |
01:05 | ତେଣୁ ଆମକୁ, ଆମେ ବ୍ୟବହାର କରୁଥିବା Drupalର ଭର୍ସନ୍ ସହିତ Core Compatibility ଅପଡେଟ୍ କରିବାକୁ ପଡ଼ିବ |
01:12 | Drupal 8 ରିଲିଜ୍ ହେବା ପୂର୍ବରୁ ଏହି ଟ୍ୟୁଟୋରିଆଲ୍ ରେକର୍ଡ କରାଯାଇଥିଲା. ଯଦି ଆମେ Drupal 8 ପାଇଁ ଦେଖିବା, ତେବେ ଆମ ସର୍ଚ ସହିତ କେବଳ 1000 ମଡ୍ୟୁଲ୍ସ ମ୍ୟାଚ୍ ହେଉଥିବାର ଦେଖିବା |
01:23 | ଏହି ଡେମୋ ପାଇଁ ମୁଁ, Modules ବିଷୟରେ କିଛି ବଢ଼ିଆ ଜିନିଷ ଦେଖାଇବା କ୍ରମରେ Drupal 7କୁ ଫେରିଯିବି |
01:30 | Search କ୍ଲିକ୍ କରନ୍ତୁ. Drupal 7 ପାଇଁ 11,000 Modules ଅଛି. ତାହା ବହୁତ ବଡ଼ ବ୍ୟବଧାନ |
01:38 | ସମଯ ସହିତ, Drupal 8 Modules ସଂଖ୍ୟାର ଦ୍ରୁତ ବୃଦ୍ଧି ଆମେ ଦେଖିବା |
01:42 | ଇତିମଧ୍ୟରେ, ଭଲ Modules କିପରି ମୂଲ୍ୟାଙ୍କିତ କରାଯାଏ, ଚାଲନ୍ତୁ ଶିଖିବା |
01:47 | ଏହି ପେଜ୍ ରେ, ଆମେ ବ୍ୟବହାର କରୁଥିବା Drupal ଭର୍ସନ୍ ର Core Compatibility ଉପରେ ଚାଲନ୍ତୁ ଫିଲ୍ଟର୍ କରିବା. Most Installed କିମ୍ୱା Most Popular ଦ୍ୱାରା ସୂଚୀଟି କ୍ରମବଦ୍ଧ ହେଲା |
01:59 | Chaos Tool Suit ବା CTools ଓ Views ହେଉଛି, Drupalର ସର୍ବକାଳ ଲୋକପ୍ରିୟ Modules. |
02:07 | Views ଉପରେ କ୍ଲିକ୍ କରନ୍ତୁ |
02:09 | ଉତ୍ତମ Modulesର ମୂଲ୍ୟାଙ୍କନ କରିବା ପାଇଁ 3ଟି ସରଳ ପଦାଙ୍କ ଅଛି |
02:14 | ମନେକରନ୍ତୁ, ଡ୍ରାଇଭ୍ କରିବା ପାଇଁ ଏକ ନୂଆ Licence ନେବାକୁ କିମ୍ୱା ଗୋଟିଏ କାର୍ ରେଜିଷ୍ଟର୍ କରିବାକୁ ଆମେ Licensing Bureauକୁ ଗଲେ |
02:21 | ଅଧିକାଂଶ US ଷ୍ଟେଟ୍ସରେ, ଏହାକୁ DMV ବା Department of Motor Vehicles କୁହାଯାଏ. ତେଣୁ ଆମେ D M ଓ V ମନେରଖିବା |
02:34 | Dର ଅର୍ଥ ହେଉଛି Documentation, Mର ଅର୍ଥ Maintainers ଓ Vର ଅର୍ଥ ହେଉଛି Versions |
02:42 | Project Information ଓ Downloads ଅନ୍ତର୍ଗତ ଦିଆଯାଇଥିବା ସୂଚନାକୁ ଦେଖନ୍ତୁ |
02:48 | ଚାଲନ୍ତୁ, Dରୁ ଆରମ୍ଭ କରିବା. ସର୍ବକାଳର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ Module ହେଉଛି Views |
02:53 | ପ୍ରକୃତପକ୍ଷରେ, ଏହାକୁ Drupal 8ରେ ମିଶାଯାଇଛି, ଆଉ ଏହି କୋର୍ସରେ ଆମେ ପ୍ରକୃତରେ Viewsକୁ ବହୁତ ବେଶୀ ବ୍ୟବହାର କରିଛେ |
03:02 | Documentation ପଢ଼ିବା ବ୍ୟତୀତ, ଓପନ୍ ସୋର୍ସରେ, ଗୋଟିଏ Module ଠିକ୍ କି ନୁହେଁ ବୁଝିବା ପାଇଁ ଅନ୍ୟ କୌଣସି ସର୍ଟକଟ୍ ନାହିଁ |
03:11 | ଗୋଟିଏ Module କ’ଣ କରେ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ |
03:16 | ସମସ୍ୟାଗୁଡ଼ିକ କ’ଣ ଜାଣିବା ପାଇଁ ସବୁବେଳେ Documentation ପଢନ୍ତୁ |
03:20 | Help ଉପଲବ୍ଧ ଅଛି ବୋଲି ଆମେ କିପରି ଜାଣିବା? Documentation ପଢ଼ନ୍ତୁ |
03:25 | ଥରେ ଆମେ Module ଇନଷ୍ଟଲ୍ କରିସାରିବା ପରେ, କେଉଁ ଭାଗକୁ ଅନ୍ କରିବାକୁ ହେବ ଜାଣିବା ପାଇଁ ଆମକୁ Documentation ପଢ଼ିବାକୁ ହେବ |
03:32 | Documentation ପଢ଼ିବା ନିହତି ଜରୁରୀ |
03:36 | ଦୟାକରି ଧ୍ୟାନଦିଅନ୍ତୁ ଯେ, Open Sourceରେ, ଯଦି Module ଆପଣଙ୍କ ସାଇଟ୍ କୁ ନଷ୍ଟ କରେ, ତେବେ ଅଭିଯୋଗ କରିବା ପାଇଁ କେହି ନାହିଁ |
03:42 | ଆପଣଙ୍କୁ, Documentation ପଢ଼ିବାକୁ ହେବ, ଆଉ ଏହା ସ୍ଥିର କରିବାକୁ ହେବ ଯେ, ଆପଣ ନିଜ ସାଇଟ୍ ରେ ଯାହା କରିସାରିଛନ୍ତି, ତାହା ସହିତ Moduleଟି ଅନୁକୂଳ କି ନୁହେଁ |
03:50 | ତେଣୁ, ମୁଁ ଏହା ଉପରେ ବିଶେଷ ଗୁରୁତ୍ୱାରୋପ କରୁନାହିଁ. ନିମ୍ନ ପ୍ରଦତ୍ତ ଉପରେ କ୍ଲିକ୍ କରି ଏହି ସମସ୍ତ ସୂଚନା ପଢ଼ନ୍ତୁ - ଏହି Document Link Issue କ୍ୟୁ ଓ Bug Reposrts |
04:01 | ଏହି Moduleରେ କ’ଣ ଅଛି ଜାଣିବା ପାଇଁ. ତେବେ, ଏହା ହେଉଛି D |
04:06 | Mର ଅର୍ଥ ହେଉଛି Maintainers |
04:09 | ଏହି ନିର୍ଦ୍ଦିଷ୍ଟ Module, Merlinofchaos ଦ୍ୱାରା ଆରମ୍ଭ କରାଯାଇଥିଲା |
04:13 | ତାଙ୍କ ନାମ ଉପରେ କ୍ଲିକ୍ କଲେ, ଏହା ଆମକୁ ତାଙ୍କ Drupal Profileକୁ ନେଇଯାଏ |
04:19 | ଏହି କୋର୍ସରେ ଆଗକୁ, ନିଜସ୍ୱ Drupal Profile କିପରି ପାଇବେ, ସେହି ବିଷୟରେ ଶିଖିବା |
04:24 | ଏଠାରେ ଆମେ ଦେଖିପାରୁଛେ ଯେ, Earl Milesଙ୍କର Drupal Projectରେ ବଡ଼ ଯୋଗଦାନ ରହିଛି - 6300ରୁ ଅଧିକ Commits.ଆଉ, ସେ ହେଉଛନ୍ତି Chaos Tools ଓ Viewsର ମୁଖ୍ୟ ନିର୍ମତା |
04:36 | ଏହି ନିର୍ଦ୍ଦିଷ୍ଟ Module ପାଇଁ ଅନେକ ସଂଖ୍ୟକ ଅନ୍ୟ Maintainers ଅଛନ୍ତି |
04:42 | Modules ସହିତ - କେବଳ ଜଣେ ବ୍ୟକ୍ତି ଏହାକୁ ସମ୍ଭାଳୁଥିବାର କିମ୍ୱା ଗୋଟିଏ Moduleକୁ ଲୋକମାନଙ୍କର ଏକ ସମୂହ ସମ୍ଭାଳୁଥିବାର ଆପଣ ଦେଖିପାରନ୍ତି |
04:50 | ଉଭୟ ଠିକ୍ ଅଛି |
04:53 | କିନ୍ତୁ, Module, Mission-Critical ହୋଇଥାଏ ଏବଂ Maintainer ତାହା ସହିତ ଜାରି ରଖିବାରେ ଅସମର୍ଥ ଅଟେ. ତା’ପରେ ଆମେ ସମସ୍ୟାରେ ପଡ଼ିପାରେ |
05:00 | ତେଣୁ, ସେହି ବିଷୟରେ ବିଚାର କରିବାକୁ ପଡ଼ିବ |
05:03 | ଶେଷରେ, ତଳେ, Project Information ଓ Versions ବା ଆମର V ଅଛି |
05:09 | Vର ମେଣ୍ଟେନାନ୍ସ ଷ୍ଟାଟସ୍ ଏବେ Co-Maintainers ଅଟେ. ଆମକୁ ଚିନ୍ତା କରିବାର ନାହିଁ |
05:15 | Drupal 8ରେ Viewsକୁ ପୂର୍ବରୁ ମିଶାଯାଇସାରିଛି. ସେଗୁଡ଼ିକ ବୋଧହୁଏ, ସେଠାରେ କୌଣସି ସାହାଯ୍ୟ ପାଇଁ ଚାହିଁଛନ୍ତି |
05:24 | ଏହା, Under Active Development ଅଛି |
05:27 | ଏହା ପ୍ରାୟ ମିଲିୟନ୍ ୱେବ୍ ସାଇଟ୍ ରେ ଅଛି. ଆଉ, 7 ପଏଣ୍ଟ 6 ମିଲିୟନ୍ ଡାଉନଲୋଡ୍ସ ହୋଇସାରିଛି ବୋଲି ଷ୍ଟାଟସ୍ ଦେଖାଉଛି |
05:35 | ଏବେ, ଏହା ବହୁତ ଜରୁରୀ. ଯଦି ଏକ Project, Abandoned କିମ୍ୱା ’I've Given Up' କହେ, ତେବେ ସେହି Moduleକୁ ବ୍ୟବହାର କରନ୍ତୁ ନାହିଁ |
05:42 | ଅବଶ୍ୟ, ଆପଣ ତାକୁ ସବୁବେଳେ ଦେଖିବେ ନାହିଁ |
05:46 | ସବୁବେଳେ, ନିଜ Drupal Installationର Version ଅନୁସାରେ ହିଁ Moduleର Version ବ୍ୟବହାର କରନ୍ତୁ |
05:52 | ଏଠାରେ କୌଣସି Drupal 8 Version ନାହିଁ, କାରଣ Views, ଆଗରୁ Coreରେ ରହିସାରିଛି |
05:57 | କିନ୍ତୁ, ଯଦି ମୁଁ ଗୋଟିଏ Drupal 7 ସାଇଟ୍ ରେ ଏହାକୁ ଇନଷ୍ଟଲ୍ କରୁଛି, ମୁଁ ଏହି ଲିଙ୍କ୍ ରେ କ୍ଲିକ୍ କରିବି ନାହିଁ |
06:04 | ଏହା ଆମକୁ ସେହି Nodeକୁ ନେଇଯାଏ, ଯାହା ଆମକୁ ଏହି Module ବିଷୟରେ ସୂଚନା ଦେଇଥାଏ |
06:09 | ତା’ବଦଳରେ tar କିମ୍ୱା zip ଉପରେ ରାଇଟ୍ କ୍ଲିକ୍ କରି Copy Link ଉପରେ କ୍ଲିକ୍ କରନ୍ତୁ |
06:15 | Devel ଇନଷ୍ଟଲ୍ କରିବା ସମୟରେ ଏହା ଉଲ୍ଲେଖ କରାଯାଇଥିଲା |
06:19 | ଗୋଟିଏ Module ଆମ ପାଇଁ ଠିକ୍ ବୋଲି କିପରି ସ୍ଥିର କରିବା? |
06:23 | D M V ପରି ସରଳ |
06:26 | ଗୋଟିଏ ବାରମ୍ୱାର ପଚରାଯାଉଥିବା ପ୍ରଶ୍ନ ହେଉଛି, ଜଣେ କିପରି ଗୋଟିଏ Module ପାଇବ? |
06:31 | ଗୋଟିଏ ଅପ୍ସନ୍ ହେଉଛି "drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ modulesକୁ ଯାଆନ୍ତୁ |
06:37 | ଆଉ, Core Compatibility - Categories ଦ୍ୱାରା ଫିଳ୍ଟର୍ କରନ୍ତୁ, ଯେଉଁଥିରେ ଅନେକ ଅଛି |
06:42 | ଅନ୍ୟଥା, drupal ଡଟ୍ orgରେ ଆମେ ଚାହୁଁଥିବା Modules ପାଇବା ଅସମ୍ଭବ |
06:48 | ଯଦି ଆପଣ ସେଥିରେ ଭଲ ହୋଇଥା’ନ୍ତି, ତେବେ ସେଗୁଡ଼ିକ ପାଇବାରେ ସକ୍ଷମ ହେବେ. କିନ୍ତୁ, ନୂଆ ୟୁଜରମାନେ, ସେଠାରେ ତାଲିକାଭୁକ୍ତ Modules ଦେଖି ବିଭ୍ରାନ୍ତ ହୋଇପାରନ୍ତି |
06:57 | ପୁଣିଥରେ, ପ୍ରଶ୍ନ ହେବ - ମୋ ପାଇଁ କେଉଁ Moduleଟି ଠିକ୍? |
07:02 | Google ହେଉଛି ଆପଣଙ୍କର ସାଙ୍ଗ! |
07:04 | ଯଦି ଆମେ, Date Field ସହିତ Drupal Module ଚାହୁଁଛେ, ତେବେ କେବଳ ଟାଇପ୍ କରନ୍ତୁ drupal module date |
07:10 | ଆଉ, ପ୍ରଥମ ଜିନିଷ ଯାହା ଆସିବ, ତାହା ହେଉଛି Date Module |
07:13 | ଆମେ ତାହା ଜାଣିଛେ, କାରଣ URL ହେଉଛି drupal ଡଟ୍ org ସ୍ଲାଶ୍ project ସ୍ଲାଶ୍ date |
07:20 | ଯଦି ଆମେ ଏକ Rating System ଚାହୁଁଛେ, ତେବେ କ’ଣ ହେବ? |
07:23 | ଟାଇପ୍ କରନ୍ତୁ: drupal module rating system |
07:26 | ଏବେ, ଏଠାରେ ଆମ ପାଖରେ 2ଟି ଅପ୍ସନ୍ସ ଅଛି - Fivestar Rating Module କିମ୍ୱା Star Rating Module |
07:34 | ଆମ ପାଇଁ କେଉଁଟି ଉତ୍ତମ ହେବ, ତାହା ନିର୍ଦ୍ଧାରଣ କରିବା ପାଇଁ ଆମ ପାଖରେ 2ଟି Modules ଅଛି |
07:42 | ଯଦି ଆମେ ଏକ Webform ଚାହିଁବା, ତେବେ କ’ଣ କରିବା? |
07:45 | ପୁଣିଥରେ ଟାଇପ୍ କରନ୍ତୁ - drupal module webform |
07:48 | ଆଉ ଆମେ, Webform ନାମକ ଏକ ପ୍ରୋଜେକ୍ଟ ପାଇବା |
07:52 | ପ୍ରାରମ୍ଭିକମାନଙ୍କ ପାଇଁ Modules ଖୋଜିବାକୁ ଏହା ହେଉଛି ସବୁଠାରୁ ଉତ୍ତମ ମାର୍ଗ |
07:57 | Drupal Module ଓ ଆମ Module କ’ଣ କରିବାକୁ ଆମେ ଚାହୁଁଛୁ, ତାହାର ବିବରଣୀ |
08:02 | ମୁଁ ଭାବୁଛି, ଏହା ଅତ୍ୟନ୍ତ ସାହାଯ୍ୟକାରୀ ହେବ. ମନେରଖନ୍ତୁ, Modules ଖୋଜିବା ପାଇଁ Google ହେଉଛି ଆପଣଙ୍କର ସାଙ୍ଗ |
08:08 | କେଉଁ Module ଆପଣଙ୍କ ପାଇଁ ସର୍ବୋତ୍ତମ, ତାହା ବୁଝିବା ପାଇଁ D M ଓ Vକୁ ମନେରଖନ୍ତୁ |
08:14 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
08:18 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଗୋଟିଏ Module ଖୋଜିବା ଓ ଗୋଟିଏ Module ମୂଲ୍ୟାଙ୍କନ କରିବା |
08:29 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
08:38 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:52 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
09:03 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |