Difference between revisions of "Drupal/C2/Editing-Existing-Content/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- |00:01 | Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କ...")
 
 
(2 intermediate revisions by the same user not shown)
Line 1: Line 1:
{| border=1
+
{| border = 1
| <center>Time</center>
+
|'''Time'''
| <center>Narration</center>
+
|'''Narration'''
  
 
|-
 
|-
 
|00:01
 
|00:01
| Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
+
|Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing
 +
 
 
|-
 
|-
 
|00:10
 
|00:10
| CKEditor ବ୍ୟବହାର କରିବା ଓ  
+
|CKEditor ବ୍ୟବହାର କରିବା ଓ  
 +
 
 
|-
 
|-
 
|00:12
 
|00:12
| CKEditor କନଫିଗର୍ କରିବା
+
|CKEditor କନଫିଗର୍ କରିବା
 +
 
 
|-
 
|-
 
|00:15
 
|00:15
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
* ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍
+
 
* Drupal 8 ଓ
+
* Firefox ୱେବ୍ ବ୍ରାଉଜର୍
+
 
|-
 
|-
 
|00:24
 
|00:24
| ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
+
|ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
 +
 
 
|-
 
|-
 
|00:28
 
|00:28
| ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
+
|ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
 +
 
 
|-
 
|-
 
|00:32
 
|00:32
| ଆମେ ପ୍ରଥମେ Inline Editing ବିଷୟରେ ଶିଖିବା.
+
|ଆମେ ପ୍ରଥମେ Inline Editing ବିଷୟରେ ଶିଖିବା.
 +
 
 
|-
 
|-
 
|00:36
 
|00:36
| Title ଉପରେ ମାଉସ୍ ଚଲାନ୍ତୁ.  ଡାହାଣପଟେ, ଆମେ ଏକ Pencil Icon ଦେଖିବା
+
|Title ଉପରେ ମାଉସ୍ ଚଲାନ୍ତୁ.  ଡାହାଣପଟେ, ଆମେ ଏକ Pencil Icon ଦେଖିବା
 +
 
 
|-
 
|-
 
|00:43
 
|00:43
| ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ
+
|ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ
 +
 
 
|-
 
|-
 
|00:48
 
|00:48
| Configure Block ଉପରେ କ୍ଲିକ୍ କରନ୍ତୁ.  Page Title ପାଇଁ ଏହି Block ହେଉଛି ସାଧାରଣ Block
+
|Configure Block ଉପରେ କ୍ଲିକ୍ କରନ୍ତୁ.  Page Title ପାଇଁ ଏହି Block ହେଉଛି ସାଧାରଣ Block
 +
 
 
|-
 
|-
 
|00:54
 
|00:54
| ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ
+
|ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ
 +
 
 
|-
 
|-
 
|00:59
 
|00:59
| Go Back to Site ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ
+
|Go Back to Site ଉପରେ କ୍ଲିକ୍ କରନ୍ତୁ.  ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:06
 
|01:06
| ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ
+
|ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ
 +
 
 
|-
 
|-
 
|01:10
 
|01:10
| ମୁଁ ତାକୁ ସେହିପରି ଛାଡ଼ିଦେବି
+
|ମୁଁ ତାକୁ ସେହିପରି ଛାଡ଼ିଦେବି
 +
 
 
|-
 
|-
 
|01:13
 
|01:13
| Back to Site କ୍ଲିକ୍ କରନ୍ତୁ.
+
|Back to Site କ୍ଲିକ୍ କରନ୍ତୁ.
 +
 
 
|-
 
|-
 
|01:16
 
|01:16
| ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ
+
|ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|01:20
 
|01:20
| ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete
+
|ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete
 +
 
 
|-
 
|-
 
|01:25
 
|01:25
| Inline Windowରେ Quick Edit ହେଉଛି Front End Editing
+
|Inline Windowରେ Quick Edit ହେଉଛି Front End Editing
 +
 
 
|-
 
|-
 
|01:29
 
|01:29
| Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ
+
|Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ
 +
 
 
|-
 
|-
 
|01:33
 
|01:33
| Confirmation ପରେ Delete, Nodeକୁ ଡିଲିଟ୍ କରିଦେବ
+
|Confirmation ପରେ Delete, Nodeକୁ ଡିଲିଟ୍ କରିଦେବ
 +
 
 
|-
 
|-
 
|01:37
 
|01:37
| ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ  
+
|ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ  
 +
 
 
|-
 
|-
 
|01:41
 
|01:41
| ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ
+
|ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ
 +
 
 
|-
 
|-
 
|01:47
 
|01:47
| ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା
+
|ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା
 +
 
 
|-
 
|-
 
|01:53
 
|01:53
| ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ .  Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ
+
|ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ .  Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ
 +
 
 
|-
 
|-
 
|02:00
 
|02:00
| ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା
+
|ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା
 +
 
 
|-
 
|-
 
|02:06
 
|02:06
| Quick Edit ଉପରେ କ୍ଲିକ୍ କରନ୍ତୁ.  ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ
+
|Quick Edit ଉପରେ କ୍ଲିକ୍ କରନ୍ତୁ.  ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ
 +
 
 
|-
 
|-
 
|02:14
 
|02:14
| ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ
+
|ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ
 +
 
 
|-
 
|-
 
|02:17
 
|02:17
| ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ
+
|ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ
 +
 
 
|-
 
|-
 
|02:22
 
|02:22
| ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା
+
|ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା
 +
 
 
|-
 
|-
 
|02:26
 
|02:26
| Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି
+
|Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି
 +
 
 
|-
 
|-
 
|02:30
 
|02:30
| ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ
+
|ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ
 +
 
 
|-
 
|-
 
|02:34
 
|02:34
| ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର
+
|ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର
 +
 
 
|-
 
|-
 
|02:40
 
|02:40
| ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି
+
|ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି
 +
 
 
|-
 
|-
 
|02:44
 
|02:44
| ଏହାର ଅର୍ଥ ହେଉଛି "What You See is What You Get"
+
|ଏହାର ଅର୍ଥ ହେଉଛି "What You See is What You Get"
 +
 
 
|-
 
|-
 
|02:48
 
|02:48
| Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ
+
|Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ
 +
 
 
|-
 
|-
 
|02:52
 
|02:52
| ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା
+
|ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା
 +
 
 
|-
 
|-
 
|02:58
 
|02:58
| ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ
+
|ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ
 +
 
 
|-
 
|-
 
|03:04
 
|03:04
| Drupalରେ, CKEditor, Drupal Core ସହିତ ଆସେ
+
|Drupalରେ, CKEditor, Drupal Core ସହିତ ଆସେ
 +
 
 
|-
 
|-
 
|03:09
 
|03:09
| ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ  
+
|ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ  
 +
 
 
|-
 
|-
 
|03:14
 
|03:14
| ଚାଲନ୍ତୁ ଏକ ନଜର ପକାଇବା.  Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ
+
|ଚାଲନ୍ତୁ ଏକ ନଜର ପକାଇବା.  Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ
 +
 
 
|-
 
|-
 
|03:20
 
|03:20
| ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ
+
|ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ
 +
 
 
|-
 
|-
 
|03:24
 
|03:24
| ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ
+
|ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ
 +
 
 
|-
 
|-
 
|03:30
 
|03:30
| ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ
+
|ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ
 +
 
 
|-
 
|-
 
|03:38
 
|03:38
| ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun!
+
|ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun!
 +
 
 
|-
 
|-
 
|03:44
 
|03:44
| ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ
+
|ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ
 +
 
 
|-
 
|-
 
|03:52
 
|03:52
| http://drupal.org/ . Save ଉପରେ କ୍ଲିକ୍ କରନ୍ତୁ
+
|http://drupal.org/.Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:00
 
|04:00
| ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି
+
|ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି
 +
 
 
|-
 
|-
 
|04:04
 
|04:04
| Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ
+
|Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:10
 
|04:10
| ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ
+
|ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 +
 
 
|-
 
|-
 
|04:14
 
|04:14
| ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା
+
|ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା
 +
 
 
|-
 
|-
 
|04:21
 
|04:21
| Unordered List ଉପରେ କ୍ଲିକ୍ କରନ୍ତୁ.  ତା’ପରେ Bullets - One, Two, Three ଆଡ୍ କରନ୍ତୁ
+
|Unordered List ଉପରେ କ୍ଲିକ୍ କରନ୍ତୁ.  ତା’ପରେ Bullets - One, Two, Three ଆଡ୍ କରନ୍ତୁ
 +
 
 
|-
 
|-
 
|04:28
 
|04:28
| ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ
+
|ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:34
 
|04:34
| Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ
+
|Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|04:40
 
|04:40
| ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା
+
|ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା
 +
 
 
|-
 
|-
 
|04:46
 
|04:46
| ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା.  ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି
+
|ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା.  ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି
 +
 
 
|-
 
|-
 
|04:56
 
|04:56
| Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି
+
|Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି
 +
 
 
|-
 
|-
 
|05:02
 
|05:02
| Align ଅନ୍ତର୍ଗତ ମୁଁ, Right ଚୟନ କରିବି.  ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ
+
|Align ଅନ୍ତର୍ଗତ ମୁଁ, Right ଚୟନ କରିବି.  ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ
 +
 
 
|-
 
|-
 
|05:08
 
|05:08
| ଶେଷରେ Save ଉପରେ କ୍ଲିକ୍ କରନ୍ତୁ
+
|ଶେଷରେ Save ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|05:12
 
|05:12
| ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା.  ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ
+
|ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା.  ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|05:22
 
|05:22
| ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା
+
|ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା
 +
 
 
|-
 
|-
 
|05:30
 
|05:30
| ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ
+
|ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ
 +
 
 
|-
 
|-
 
|05:36
 
|05:36
| ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି
+
|ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି
 +
 
 
|-
 
|-
 
|05:43
 
|05:43
| ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ
+
|ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ
 +
 
 
|-
 
|-
 
|05:47
 
|05:47
| ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା
+
|ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା
 +
 
 
|-
 
|-
 
|05:51
 
|05:51
| ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା
+
|ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା
 +
 
 
|-
 
|-
 
|05:55
 
|05:55
| ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି
+
|ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି
 +
 
 
|-
 
|-
 
|06:01
 
|06:01
| ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ
+
|ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ
 +
 
 
|-
 
|-
 
|06:07
 
|06:07
| ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ
+
|ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ
 +
 
 
|-
 
|-
 
|06:12
 
|06:12
| ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ
+
|ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ
 +
 
 
|-
 
|-
 
|06:16
 
|06:16
| ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ
+
|ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ
 +
 
 
|-
 
|-
 
|06:21
 
|06:21
| ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି
+
|ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି
 +
 
 
|-
 
|-
 
|06:26
 
|06:26
| JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ
+
|JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ
 +
 
 
|-
 
|-
 
|06:33
 
|06:33
| Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ
+
|Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ
 +
 
 
|-
 
|-
 
|06:38
 
|06:38
| ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ
+
|ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ
 +
 
 
|-
 
|-
 
|06:43
 
|06:43
| ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ
+
|ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ
 +
 
 
|-
 
|-
 
|06:48
 
|06:48
| ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ
+
|ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ
 +
 
 
|-
 
|-
 
|06:52
 
|06:52
| ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ
+
|ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ
 +
 
 
|-
 
|-
 
|06:55
 
|06:55
| ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ
+
|ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|06:58
 
|06:58
| ସଂଶୋଧିତ Node ପ୍ରଦର୍ଶିତ ହେଲା
+
|ସଂଶୋଧିତ Node ପ୍ରଦର୍ଶିତ ହେଲା
 +
 
 
|-
 
|-
 
|07:01
 
|07:01
| ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା
+
|ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା
 +
 
 
|-
 
|-
 
|07:05
 
|07:05
| ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ
+
|ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:09
 
|07:09
| ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ
+
|ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|07:13
 
|07:13
| ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି
+
|ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି
 +
 
 
|-
 
|-
 
|07:19
 
|07:19
| ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି
+
|ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି
 +
 
 
|-
 
|-
 
|07:24
 
|07:24
| ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles
+
|ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles
 +
 
 
|-
 
|-
 
|07:27
 
|07:27
| Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର
+
|Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର
 +
 
 
|-
 
|-
 
|07:34
 
|07:34
| ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ
+
|ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ
 +
 
 
|-
 
|-
 
|07:41
 
|07:41
| ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି
+
|ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି
 +
 
 
|-
 
|-
 
|07:45
 
|07:45
| ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ
+
|ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ
 +
 
 
|-
 
|-
 
|07:50
 
|07:50
| ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା
+
|ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା
 +
 
 
|-
 
|-
 
|07:54
 
|07:54
| Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ
+
|Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ
 +
 
 
|-
 
|-
 
|07:59
 
|07:59
| ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ.  ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ
+
|ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ.  ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ
 +
 
 
|-
 
|-
 
|08:07
 
|08:07
| ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ
+
|ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ
 +
 
 
|-
 
|-
 
|08:15
 
|08:15
| ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ?  ଏହା ବହୁତ ସହଜ
+
|ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ?  ଏହା ବହୁତ ସହଜ
 +
 
 
|-
 
|-
 
|08:21
 
|08:21
| Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ
+
|Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ
 +
 
 
|-
 
|-
 
|08:26
 
|08:26
| ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି
+
|ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି
 +
 
 
|-
 
|-
 
|08:33
 
|08:33
| ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ.  ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ
+
|ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ.  ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|08:41
 
|08:41
| ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ
+
|ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ
 +
 
 
|-
 
|-
 
|08:47
 
|08:47
| ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା
+
|ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା
 +
 
 
|-
 
|-
 
|08:51
 
|08:51
| Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ
+
|Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ
 +
 
 
|-
 
|-
 
|08:57
 
|08:57
| Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ
+
|Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ
 +
 
 
|-
 
|-
 
|09:04
 
|09:04
| ଆମେ, Inline Images ମଧ୍ୟ ଅପଲୋଡ୍ କରିବା.  ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା
+
|ଆମେ, Inline Images ମଧ୍ୟ ଅପଲୋଡ୍ କରିବା.  ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା
 +
 
 
|-
 
|-
 
|09:14
 
|09:14
| ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ  
+
|ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ  
 +
 
 
|-
 
|-
 
|09:18
 
|09:18
| ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା
+
|ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା
 +
 
 
|-
 
|-
 
|09:23
 
|09:23
| ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ
+
|ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ
 +
 
 
|-
 
|-
 
|09:29
 
|09:29
| ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା
+
|ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା
 +
 
 
|-
 
|-
 
|09:34
 
|09:34
| ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି.  Limit allowed HTML tags ଉପରେ କ୍ଲିକ୍ କରନ୍ତୁ
+
|ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି.  Limit allowed HTML tags ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:41
 
|09:41
| ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା
+
|ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା
 +
 
 
|-
 
|-
 
|09:47
 
|09:47
| ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ
+
|ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ
 +
 
 
|-
 
|-
 
|09:54
 
|09:54
| ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ
+
|ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|09:59
 
|09:59
| ଚାଲନ୍ତୁ, ଆମର Content ଦେଖିବା
+
|ଚାଲନ୍ତୁ, ଆମର Content ଦେଖିବା
 +
 
 
|-
 
|-
 
|10:02
 
|10:02
| Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ
+
|Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:07
 
|10:07
| ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ
+
|ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ
 +
 
 
|-
 
|-
 
|10:12
 
|10:12
| ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା.  ସମସ୍ତ ପରିବର୍ତ୍ତନ ଏଠାରେ ଅଛି
+
|ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା.  ସମସ୍ତ ପରିବର୍ତ୍ତନ ଏଠାରେ ଅଛି
 +
 
 
|-
 
|-
 
|10:18
 
|10:18
| ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି
+
|ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି
 +
 
 
|-
 
|-
 
|10:23
 
|10:23
| ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ.  ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି  
+
|ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ.  ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି  
 +
 
 
|-  
 
|-  
 
|10:32
 
|10:32
| Save and Keep Published ଉପରେ କ୍ଲିକ୍ କରନ୍ତୁ
+
|Save and Keep Published ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:35
 
|10:35
| ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ.  ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ
+
|ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ.  ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:43
 
|10:43
| ଏଥରକ ଆମେ Full HTML Toolbar କନଫିଗର୍ କରିବା
+
|ଏଥରକ ଆମେ Full HTML Toolbar କନଫିଗର୍ କରିବା
 +
 
 
|-
 
|-
 
|10:47
 
|10:47
| ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ
+
|ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ
 +
 
 
|-
 
|-
 
|10:52
 
|10:52
| Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ
+
|Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ
 +
 
 
|-
 
|-
 
|10:57
 
|10:57
| ତାକୁ Copy and Paste ନାମ ଦିଅନ୍ତୁ.  ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା
+
|ତାକୁ Copy and Paste ନାମ ଦିଅନ୍ତୁ.  ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା
 +
 
 
|-
 
|-
 
|11:05
 
|11:05
| ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି.  ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ
+
|ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି.  ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
 
|-
 
|-
 
|11:13
 
|11:13
| ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ
+
|ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ
 +
 
 
|-
 
|-
 
|11:18
 
|11:18
| Continue କ୍ଲିକ୍ କରନ୍ତୁ.  ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ
+
|Continue କ୍ଲିକ୍ କରନ୍ତୁ.  ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ
 +
 
 
|-
 
|-
 
|11:23
 
|11:23
| ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା
+
|ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା
 +
 
 
|-
 
|-
 
|11:26
 
|11:26
| CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି  
+
|CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି  
 +
 
 
|-
 
|-
 
|11:32
 
|11:32
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.    ସଂକ୍ଷିପ୍ତରେ
+
|ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.    ସଂକ୍ଷିପ୍ତରେ
 +
 
 
|-
 
|-
 
|11:37
 
|11:37
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,  
+
|ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Inline editing, CKEditor ବ୍ୟବହାର କରିବା ଓ CKEditor କନଫିଗର୍ କରିବା
* Inline editing
+
 
CKEditor ବ୍ୟବହାର କରିବା ଓ
+
CKEditor କନଫିଗର୍ କରିବା
+
 
|-
 
|-
 
|11:50
 
|11:50
| Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
+
|Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
 +
 
 
|-
 
|-
 
|11:59
 
|11:59
| ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
+
|ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.  ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 +
 
 
|-
 
|-
 
|12:06
 
|12:06
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.  ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 +
 
 
|-
 
|-
 
|12:13
 
|12:13
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
+
 
 
|-
 
|-
 
|12:25
 
|12:25
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Latest revision as of 10:26, 4 April 2017

Time Narration
00:01 Editing Existing Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Inline Editing
00:10 CKEditor ବ୍ୟବହାର କରିବା ଓ
00:12 CKEditor କନଫିଗର୍ କରିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:24 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:28 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ
00:32 ଆମେ ପ୍ରଥମେ Inline Editing ବିଷୟରେ ଶିଖିବା.
00:36 Title ଉପରେ ମାଉସ୍ ଚଲାନ୍ତୁ. ଡାହାଣପଟେ, ଆମେ ଏକ Pencil Icon ଦେଖିବା
00:43 ଯେତେବେଳେ ଆମେ Title ଉପରେ ମାଉସ୍ ଚଲାଇବା, ତେବେ ଏହା ଆମକୁ Block କନଫିଗର୍ କରିବାକୁ କହିବ
00:48 Configure Block ଉପରେ କ୍ଲିକ୍ କରନ୍ତୁ. Page Title ପାଇଁ ଏହି Block ହେଉଛି ସାଧାରଣ Block
00:54 ଏହାକୁ ବଦଳାଇଲେ, ପ୍ରତ୍ୟେକ Nodeରେ ଦେଖାଦେଉଥିବା Page Titleର ପ୍ରଣାଳୀ ବଦଳିଯିବ
00:59 Go Back to Site ଉପରେ କ୍ଲିକ୍ କରନ୍ତୁ. ଏଠାରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ ଏବଂ Configure Block କ୍ଲିକ୍ କରନ୍ତୁ
01:06 ଯଦି ଆପଣ ଟାବ୍ସ ବଦଳାଇବାକୁ ଚାହୁଁଛନ୍ତି, ତାହାକୁ ଏଠାରେ ବଦଳାଇପାରିବେ
01:10 ମୁଁ ତାକୁ ସେହିପରି ଛାଡ଼ିଦେବି
01:13 Back to Site କ୍ଲିକ୍ କରନ୍ତୁ.
01:16 ଏବେ, Content Areaରେ ଥିବା Pencil ଉପରେ କ୍ଲିକ୍ କରନ୍ତୁ
01:20 ଆପଣ ତିନୋଟି ଅପ୍ସନ୍ସ ଦେଖିବେ - Quick Edit, Edit ଓ Delete
01:25 Inline Windowରେ Quick Edit ହେଉଛି Front End Editing
01:29 Node ପାଇଁ ମୁଖ୍ୟ ଏଡିଟିଙ୍ଗ୍ ୱିଣ୍ଡୋକୁ Edit ଆମକୁ ନେଇଯାଏ
01:33 Confirmation ପରେ Delete, Nodeକୁ ଡିଲିଟ୍ କରିଦେବ
01:37 ଏକ Inline Fashionରେ ଆମର Node ଏଡିଟ୍ କରିବାକୁ Quick Edit ଉପରେ କ୍ଲିକ୍ କରନ୍ତୁ
01:41 ଏହା ଆମକୁ, ପୃଥକ୍ Nodeର ଭିନ୍ନ ସେକ୍ସନ୍ କୁ ନେଇଯାଏ
01:47 ତାହା ଉପରେ କ୍ଲିକ୍ କଲେ ଆମେ, ଅଧିକ କଣ୍ଟେଣ୍ଟ ଆଡ୍ କରିବା ପାଇଁ, ସୋର୍ସ ଦେଖିବା ପାଇଁ ଓ ଏପରିକି କିଛି ଟେକ୍ସଟ୍ ବୋଲ୍ଡ କରିବା ପାଇଁ ସମର୍ଥ ହୋଇପାରିବା
01:53 ଥରେ ଆମେ ପରିବର୍ତ୍ତନ କରିସାରିଲେ, Drupal ଆମକୁ Save କରିବାକୁ କହିଥାଏ . Node ଅପଡେଟ୍ କରିବାକୁ Save କ୍ଲିକ୍ କରନ୍ତୁ
02:00 ଏବେ, Welcom to Drupalville ନାମକ Article Node ବଦଳାଇବା ଚାଲନ୍ତୁ ଶିଖିବା
02:06 Quick Edit ଉପରେ କ୍ଲିକ୍ କରନ୍ତୁ. ଧ୍ୟାନଦିଅନ୍ତୁ ଯେ, Front Endରେ Title ଓ Body ଫିଲ୍ଡଗୁଡ଼ିକ ଏଠାରେ ଏଡିଟେବଲ୍ ଅଟେ
02:14 ହେଲେ, ଆମେ ଇମେଜ୍ କୁ ଏଡିଟ୍ କରିପାରିବା ନାହିଁ
02:17 ଏକ ଇମେଜ୍ କୁ ଏଡିଟ୍ କରିବା ପାଇଁ ଆମକୁ Edit Screenକୁ ଯିବାକୁ ହେବ
02:22 ଏବେ ଆମେ, Bodyରେ ପରିବର୍ତ୍ତନ କରି ତାହାକୁ Save କରିପାରିବା
02:26 Quick Edit ୱିଣ୍ଡୋରେ ମୁଁ Tags ମଧ୍ୟ ଏଡିଟ୍ କରିପାରିବି
02:30 ସରଳ ଏଡିଟ୍ସ ପାଇଁ Front End Editing ହେଉଛି ଉପଯୁକ୍ତ
02:34 ଯେକୌଣସି ସମୟରେ କଣ୍ଟେଣ୍ଟ ଅପଡେଟ୍ କରିବା ପାଇଁ Drupalର Edit ଟାବ୍ ହେଉଛି ଚମତ୍କାର
02:40 ପୂର୍ବରୁ ଅନେକଥର Wysiwyg Editorର ଉଲ୍ଲେଖ କରାଯାଇଛି
02:44 ଏହାର ଅର୍ଥ ହେଉଛି "What You See is What You Get"
02:48 Wysiwyg Editor ହେଉଛି ବହୁତ ସାହାଯ୍ୟକାରୀ
02:52 ଚାଲନ୍ତୁ ପ୍ରଥମେ, Text Formatକୁ Full HTMLରେ ବଦଳାଇବା
02:58 ଏହା ଆମକୁ, Wysiwyg Editorରେ ଉପଲବ୍ଧ ଫର୍ମାଟିଙ୍ଗ୍ ଅପ୍ସନ୍ସର ଏକ ଆଇଡିଆ ଦେଇଥାଏ
03:04 Drupalରେ, CKEditor, Drupal Core ସହିତ ଆସେ
03:09 ଏହା ଡିଫଲ୍ଟ ଭାବରେ ON ହୁଏ ଓ କନଫିଗରଯୋଗ୍ୟ
03:14 ଚାଲନ୍ତୁ ଏକ ନଜର ପକାଇବା. Welcome to our Site ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ
03:20 ଫର୍ମାଟ୍ କୁ Normalରୁ Heading 2କୁ ବଦଳାନ୍ତୁ
03:24 ତୁରନ୍ତ ହିଁ Drupal, ଟେକ୍ସଟ୍ କିପରି ଦେଖାଯିବ, ତାହାର ପ୍ରିଭ୍ୟୁ ଦେଇଥାଏ
03:30 ଏହା, Theme ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ଓ ସେହି Theme ଆମକୁ Cascading Style Sheets ବା CSS ଦେଇଥାଏ
03:38 ଏଠାରେ ଆଉ କିଛି ଟେକ୍ସଟ୍ ଆଡ୍ କରିବା, Editing Drupal Nodes is Really Fun!
03:44 ଏବେ, ଟେକ୍ସଟ୍ କୁ ହାଇଲାଇଟ୍ କରନ୍ତୁ, Italicsକୁ ବନ୍ଦ କରନ୍ତୁ ଓ ସେହି ଟେକ୍ସଟ୍ ପାଇଁ ଏକ Hyperlink କ୍ରିଏଟ୍ କରନ୍ତୁ
03:52 http://drupal.org/.Save ଉପରେ କ୍ଲିକ୍ କରନ୍ତୁ
04:00 ମାଉସ୍ କୁ ଚଲାଇ ଦେଖନ୍ତୁ ଯେ, ଟେକ୍ସଟ୍ ଟି ଏବେ Hyperlinked ହୋଇଯାଇଛି
04:04 Hyperlink କାଢ଼ିବାକୁ, ଟେକ୍ସଟ୍ କୁ ହାଇଲାଇଟ୍ କରି Unlink ଉପରେ କ୍ଲିକ୍ କରନ୍ତୁ
04:10 ପରିବର୍ତ୍ତନକୁ Undo କରିବା ପାଇଁ Ctrl+Z ଦାବନ୍ତୁ
04:14 ଏଠାରେ ଥିବା Bullets and Numbering ଆଇକନ୍ସ ଉପରେ କ୍ଲିକ୍ କରି ଆମେ Ordered ଓ Unordered Lists ମଧ୍ୟ ଆଡ୍ କରିପାରିବା
04:21 Unordered List ଉପରେ କ୍ଲିକ୍ କରନ୍ତୁ. ତା’ପରେ Bullets - One, Two, Three ଆଡ୍ କରନ୍ତୁ
04:28 ଏହାପରେ, Ordered List ଉପରେ କ୍ଲିକ୍ କରି One, Two ଓ Three ଉପରେ କ୍ଲିକ୍ କରନ୍ତୁ
04:34 Block Quotes ବ୍ୟବହାର କରିବା ପାଇଁ, କିଛି ଟେକ୍ସଟ୍ ହାଇଲାଇଟ୍ କରି Block Quote ଲିଙ୍କ୍ କ୍ଲିକ୍ କରନ୍ତୁ
04:40 ପୁଣିଥରେ, ଆମ Theme ଦ୍ୱାରା ଫର୍ମାଟିଙ୍ଗ୍ ମ୍ୟାନେଜ୍ କରାଗଲା
04:46 ଆମେ, ସହଜରେ ଇମେଜେସ୍ ମଧ୍ୟ ପ୍ରବେଶ କରାଇପାରିବା. ପ୍ରଥମ Nodeରେ ଅପଲୋଡ୍ କରିଥିବା ଏହି ଫାଇଲ୍ କୁ ମୁଁ ଚୟନ କରିଛି
04:56 Alternate Text ଫିଲ୍ଡରେ ମୁଁ, Drupal Logo ଟାଇପ୍ କରିବି
05:02 Align ଅନ୍ତର୍ଗତ ମୁଁ, Right ଚୟନ କରିବି. ଯଦି ଆପଣ ଚାହାଁନ୍ତି, ତେବେ ଏକ Caption ମଧ୍ୟ ଆଡ୍ କରିପାରିବେ
05:08 ଶେଷରେ Save ଉପରେ କ୍ଲିକ୍ କରନ୍ତୁ
05:12 ଏହା ଏବେ, Body ଭିତରେ Nodeରେ ଆଡ୍ ହୋଇଗଲା. ଇମେଜ୍ ଉପରେ ମାଉସ୍ ଚଲାନ୍ତୁ ଓ ଯଦି ଆପଣ ଚାହାଁନ୍ତି, ତେବେ କ୍ଲିକ୍ କରି ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ
05:22 ଆମକୁ ପ୍ରଥମେ ଆମର ଏଡିଟିଙ୍ଗ୍ ୱିଣ୍ଡୋକୁ ରି-ସାଇଜ୍ କରିହେବ, ଯେଉଁଥିରୁ ଆମେ ଆମ ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଇମେଜ୍ ଟିକୁ ଡ୍ରାଗ୍ କରିପାରିବା
05:30 ଇମେଜ୍ ଉପରେ ମାଉସ୍ ଚଲାଇଲେ ମଧ୍ୟ, ତାହା ଆମକୁ ଆମର ଇମେଜଗୁଡ଼ିକୁ ରି-ସାଇଜ୍ କରିବାକୁ ଅନୁମତି ଦେଇଥାଏ
05:36 ଆପଣଙ୍କର Drupal Nodeରେ ଇମେଜେସ୍ ଆଡ୍ କରିବା ପୂର୍ବରୁ, ସୁନିଶ୍ଚିତ କରନ୍ତୁ କି, ଇମେଜଟି ସଟିକ ଭାବେ ସାଇଜ୍ ଓ ଫର୍ମାଟ୍ କରାଯାଇଛି
05:43 ତାହା, Nodeରେ କଣ୍ଟେଣ୍ଟ ଆଲାଇନ୍ କରିବାରେ ବହୁତ ସାହାଯ୍ୟ କରିଥାଏ
05:47 ଆମେ, ଏକ Table କିମ୍ୱା Horizontal Line ଆଡ୍ କରିପାରିବା
05:51 ଆଉ ଏପରିକି, ଆମ Nodeରେ ଆମେ କ୍ରିଏଟ୍ କରିଥିବା Blocks ମଧ୍ୟ ଦେଖାଇପାରିବା
05:55 ତେଣୁ, ଏହା ହେଉଛି H2 Block, ଏକ Block Code, Paragraph, Tag ଆଦି
06:01 ଯଦି ଆପଣ HTML ଜାଣନ୍ତି, ତେବେ ଆପଣ ଏହି ଆଇକନ୍ ଉପରେ କ୍ଲିକ୍ କରି Source ଦେଖିପାରିବେ
06:07 ଆଗକୁ ବଢ଼ିବା ପୂର୍ବରୁ ଏହି ଅପ୍ସନଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଏକ୍ସପ୍ଲୋର୍ କରନ୍ତୁ
06:12 ମନେପକାନ୍ତୁ ଯେ, ଆମେ Full HTMLକୁ ଅନ୍ କରିଛେ
06:16 ଯଦି ଆମେ ଏହାକୁ Basic HTMLକୁ ବଦଳାଇବା, ଏହା ଆମକୁ ସତର୍କ କରିବ
06:21 ଏଠାରେ କଣ୍ଟେଣ୍ଟ, ସର୍ବଦା ପାଇଁ ହଜିଯିବା କିମ୍ୱା ଡିଲିଟ୍ ହୋଇଯିବାର ସମ୍ଭାବନା ଅଛି
06:26 JavaScript, I-frame, youtube video, ଏକ Google Map କିମ୍ୱା ସେହିପରି କିଛି ପ୍ରବେଶ କରାଇଛେ
06:33 Basic HTMLକୁ ବଦଳାଇଲେ, Drupal, ସେହିସବୁ କଣ୍ଟେଣ୍ଟକୁ କାଢିଦେବ
06:38 ଏହିପରି ସମସ୍ୟାଗୁଡ଼ିକୁ ଏଡ଼ାଇବା ପାଇଁ, ଯାହା ପ୍ରକୃତରେ ଦରକାର, କେବଳ ତାହାକୁ ହିଁ ରଖନ୍ତୁ
06:43 ସେଟିଙ୍ଗ୍ସରେ ପରିବର୍ତ୍ତନଗୁଡ଼ିକୁ କ୍ୟାନ୍ସଲ୍ କରିଦିଅନ୍ତୁ, ଯେଉଁଥିରୁ ଆମେ କିଛି ହରାଇବା ନାହିଁ
06:48 ଏହା, Drupalରେ ଆସୁଥିବା CKEditorର ଏକ ତ୍ୱରିତ ଅବଲୋକନ ଅଟେ
06:52 ଆଉ ଆମେ, ଏହାକୁ କିପରି କଷ୍ଟମାଇଜ୍ କରାଯାଏ, ଶିଖିଛେ
06:55 ଏବେ, Save and Keep Published ଉପରେ କ୍ଲିକ୍ କରନ୍ତୁ
06:58 ସଂଶୋଧିତ Node ପ୍ରଦର୍ଶିତ ହେଲା
07:01 ଏବେ, CKEditor କନଫିଗର୍ କରିବା, ଚାଲନ୍ତୁ ଶିଖିବା
07:05 ଉପରେ ଥିବା Configuration ଉପରେ କ୍ଲିକ୍ କରନ୍ତୁ
07:09 ଏବେ, Text formats and editors ଉପରେ କ୍ଲିକ୍ କରନ୍ତୁ
07:13 ଆମେ ଦେଖିବା ଯେ, Basic HTML ଓ Full HTML, CKEditor ବ୍ୟବହାର କରନ୍ତି
07:19 ଆଉ ସେଗୁଡ଼ିକ, Authenticated User ଓ Administratorକୁ ଆସାଇନ୍ କରାଯାଇଛି
07:24 ଏହି ଦୁଇଟି ହେଉଛି ଅଦ୍ୱିତୀୟ User Roles
07:27 Drupalରେ, ଆମ ୟୁଜର୍ ର ଭିନ୍ନ ରୋଲ୍ସ ରହିଛି ଏବଂ ପ୍ରତ୍ୟେକ ରୋଲ୍ କୁ Permission ଦିଆଯିବା ଦରକାର
07:34 ଏହି ମାମଲାରେ, Basic HTML, Authenticated User ଓ Administrator ଦ୍ୱାରା ବ୍ୟବହାର କରାଯାଇପାରେ
07:41 ଏହି ଦୁଇଟି Roles ପାଇଁ CKEditor ଆସାଇନ୍ କରାଯାଇଛି
07:45 ସେହିପରି, Full HTML, ଜଣେ Administrator ଦ୍ୱାରା ବ୍ୟବହାର କରାଯାଇପାରିବ
07:50 ଏବେ ଚାଲନ୍ତୁ, Basic HTML ପାଇଁ CKEditor ଦେଖିବା
07:54 Configure ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ଏହାକୁ ଭିନ୍ନ Rolesକୁ ଆସାଇନ୍ କରିବାକୁ ସମର୍ଥ ହେବେ
07:59 ଆପଣଙ୍କ ଇଚ୍ଛାନୁସାରେ ଯେକୌଣସି Text Editor ଆସାଇନ୍ କରନ୍ତୁ. ତା’ପରେ, ସେଗୁଡ଼ିକୁ ଅନୁମତି ଦିଆଯାଇଥିବା ବଟନ୍ସ ବ୍ୟବହାର କରିବା ପାଇଁ Permissions ଦିଅନ୍ତୁ
08:07 ଧ୍ୟାନଦିଅନ୍ତୁ, ଏହା Basic HTML Text Formatରେ Authenticated User ପାଇଁ Active Toolbar ଅଟେ
08:15 ଯଦି ଆମେ, Active Toolbarରେ ଏହି ବଟନ୍ ଗୁଡ଼ିକ ମଧ୍ୟରୁ ଗୋଟିଏକୁ ଆଡ୍ କରିବାକୁ ଚାହିଁବା, ତେବେ କ’ଣ ହେବ? ଏହା ବହୁତ ସହଜ
08:21 Available Buttonsରୁ Paste From Word ଆଇକନ୍ ଚୟନ କରନ୍ତୁ
08:26 ତା’ପରେ, ମାଉସ୍ କୁ କ୍ଲିକ୍ କରି ସେପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ, ଯେପର୍ଯ୍ୟନ୍ତ ଆମେ ଆଡ୍ କରିବାକୁ ଚାହୁଁଥିବା ସ୍ଥାନରେ ନୀଳ ବକ୍ସ ଦେଖାନଦେଇଛି
08:33 ଏକ ନୂଆ ଗ୍ରୁପ୍ ଆଡ୍ କରିବା ପାଇଁ Add Group ବଟନ୍ ଉପରେ କ୍ଲିକ୍ କରନ୍ତୁ. ତାକୁ Copy and Paste ନାମ ଦେଇ Apply ଉପରେ କ୍ଲିକ୍ କରନ୍ତୁ
08:41 ଏବେ, Paste From Word ଆଇକନ୍ କୁ କ୍ଲିକ୍ କରି Copy and Paste ସେକ୍ସନ୍ କୁ ଡ୍ରାଗ୍ କରନ୍ତୁ
08:47 ଏବେ ଏଠାରେ, ସମସ୍ତ Paste Icons ଆଡ୍ କରିବା
08:51 Basic HTML Format ପାଇଁ ଆମ ବାର୍ ସହିତ ତିନୋଟି ନୂଆ ବଟନ୍ସ ଆମେ ଆଡ୍ କଲେ
08:57 Paste Iconsକୁ ସମସ୍ତ Toolbar ଆବଶ୍ୟକ କରନ୍ତି, ଯେହେତୁ ଅଧିକାଂଶ ଟେକ୍ସଟ୍, ଫାଇଲ୍ସରୁ କପୀ-ପେଷ୍ଟ ହୁଏ
09:04 ଆମେ, Inline Images ମଧ୍ୟ ଅପଲୋଡ୍ କରିବା. ଯକୌଣସି ଉଚ୍ଚତା ଓ ପ୍ରସ୍ତତା ସହିତ ସର୍ବାଧିକ 32MB ଫାଇଲ୍ ସାଇଜ୍ ର ଇମେଜେସ୍ ଅପଲୋଡ୍ କରିବା
09:14 ଆପଣଙ୍କ ଇନଷ୍ଟଲେଶନ୍ ରେ ସର୍ବାଧିକ ଫାଇଲ୍ ସାଇଜ୍ ଭିନ୍ନ ହୋଇପାରେ
09:18 ଆମ ପସନ୍ଦ ଅନୁସାରେ, ଏଠାରେ ଥିବା ଯେକୌଣସି ସେଟିଙ୍ଗ୍ କୁ ଆମେ ବଦଳାଇପାରିବା
09:23 ନିଜେ କରିବା ବଦଳରେ, ଆମେ ସର୍ବଦା URLକୁ ଏକ Linkରେ ବଦଳାଇବାକୁ ଚାହୁଁ
09:29 ଆମେ, Convert URLs into Links ଅପ୍ସନ୍ କ୍ଲିକ୍ କରି ତାହା କରିପାରିବା
09:34 ଏଠାରେ, ଆମ ପାଖରେ Filter Settings ମଧ୍ୟ ଅଛି. Limit allowed HTML tags ଉପରେ କ୍ଲିକ୍ କରନ୍ତୁ
09:41 ଏବେ ଆମେ, HTML Tags ଆଡ୍ କରିପାରିବା, ଯାହାକୁ ସୋର୍ସକୁ ଦେଖିବା ସମୟରେ , ବ୍ୟବହାର କରିପାରିବା
09:47 ତେଣୁ, ଏହା ପ୍ରକୃତରେ ଶକ୍ତିଶାଳୀ Wysiwyg Editor ଓ ତାହାର କନଫିଗରେଶନ୍ ଏରିଆ
09:54 ଥରେ ଆମର ସମସ୍ତ ପରିବର୍ତ୍ତନ କରିସାରିବା ପରେ, Save Configuration ବଟନ୍ କ୍ଲିକ୍ କରନ୍ତୁ
09:59 ଚାଲନ୍ତୁ, ଆମର Content ଦେଖିବା
10:02 Welcome to Drupalville Nodeରେ ଥିବା Edit ଅପ୍ସନ୍ କ୍ଲିକ୍ କରନ୍ତୁ
10:07 ଧ୍ୟାନଦିଅନ୍ତୁ ଯେ, ଯେହେତୁ ଆମେ Full HTMLକୁ ON ରଖିଥିଲେ, କିଛି ବଦଳି ନାହିଁ
10:12 ଏବେ ଚାଲନ୍ତୁ ଏହାକୁ Basic HTMLରେ ବଦଳାଇବା. ସମସ୍ତ ପରିବର୍ତ୍ତନ ଏଠାରେ ଅଛି
10:18 ଯେହେତୁ ମୁଁ ମୋର Blocksକୁ ଆଉ ଦେଖିପାରୁ ନାହିଁ, Paste Icons ଏବେ ଉପଲବ୍ଧ ଅଛି
10:23 ମୁଁ ଏଠାରେ ଏହି ଇମେଜ୍ ଚାହୁଁନାହିଁ. ତେଣୁ, ମୁଁ ଇମେଜ୍ ଉପରେ କ୍ଲିକ୍ କରି ଓ କୀ ବୋର୍ଡରୁ Backspace କିମ୍ୱା Delete ଦାବି ତାହାକୁ ଡିଲିଟ୍ କରିଦେବି
10:32 Save and Keep Published ଉପରେ କ୍ଲିକ୍ କରନ୍ତୁ
10:35 ପୁଣିଥରେ Configuration ଉପରେ କ୍ଲିକ୍ କରନ୍ତୁ. ସ୍କ୍ରୋଲ୍ ଡାଉନ୍ କରି Text formats and editors ଉପରେ କ୍ଲିକ୍ କରନ୍ତୁ
10:43 ଏଥରକ ଆମେ Full HTML Toolbar କନଫିଗର୍ କରିବା
10:47 ଧ୍ୟାନଦିଅନ୍ତୁ ଯେ, ଏଠାରେ ଆଉ କିଛି ବଟନ୍ସ ଅଛି, କିନ୍ତୁ Paste Icons ନାହିଁ
10:52 Show Group Names କ୍ଲିକ୍ କରି ଏଥରକ ଦ୍ୱିତୀୟ ଲାଇନ୍ ରେ ଥିବା Add Group କ୍ଲିକ୍ କରନ୍ତୁ
10:57 ତାକୁ Copy and Paste ନାମ ଦିଅନ୍ତୁ. ଏବେ ଆମେ ଏହାକୁ କ୍ଲିକ୍ କରି ଆମର Copy and Paste ସେକ୍ସନ୍ କୁ ଡ୍ରାଗ୍ କରିପାରିବା
11:05 ସେହିପରି, ଏଠାରେ, ପୁଣିଥରେ ଆମ ପାଖରେ ଏହି ସମସ୍ତ ଅପ୍ସନ୍ସ ଅଛି. ଏବେପାଇଁ, Save Configuration ବଟନ୍ ଉପରେ କ୍ଲିକ୍ କରନ୍ତୁ
11:13 ପୁଣିଥରେ ଆମର Welcome to Drupalvilleକୁ ଫେରିଯାଇ ତାହାକୁ Full HTMLକୁ ବଦଳାନ୍ତୁ
11:18 Continue କ୍ଲିକ୍ କରନ୍ତୁ. ଆଉ ଏବେ, ଆମେ ଦୁଇ ଧାଡ଼ି ବଟନ୍ସ ଦେଖୁଛେ
11:23 ଏହାର ଅର୍ଥ, ଆମ ଏଡିଟର୍ ସେଟ୍ ହୋଇଗଲା
11:26 CKEditor ଉପରେ କିଛି ସମୟ କାମ କରନ୍ତୁ ଓ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଏହାକୁ ଭଲ ଭାବରେ ବୁଝିଛନ୍ତି
11:32 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ
11:37 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Inline editing, CKEditor ବ୍ୟବହାର କରିବା ଓ CKEditor କନଫିଗର୍ କରିବା
11:50 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
11:59 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
12:25 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep