Difference between revisions of "GIMP/C2/Using-Layers-Healing-Cloning-Tools/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:21 | Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |- |00:25 |...")
 
Line 6: Line 6:
 
|00:21
 
|00:21
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 
| Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ  
 +
 
|-
 
|-
 
|00:25
 
|00:25
 
| ପୂର୍ବ ଟ୍ୟୁଟୋରିଆଲରେ ମୁଁ ଆପଣଙ୍କୁ ଏହି ଇମେଜ ସହିତ ଛାଡ଼ିଥିଲି  
 
| ପୂର୍ବ ଟ୍ୟୁଟୋରିଆଲରେ ମୁଁ ଆପଣଙ୍କୁ ଏହି ଇମେଜ ସହିତ ଛାଡ଼ିଥିଲି  
 +
 
|-
 
|-
 
|00:30
 
|00:30
 
| ଏହି ଇମେଜରେ ମୁଁ ଜାହାଜକୁ ସାମାନ୍ୟ ଗାଢ କରିବାକୁ ଚାହୁଁଛି  
 
| ଏହି ଇମେଜରେ ମୁଁ ଜାହାଜକୁ ସାମାନ୍ୟ ଗାଢ କରିବାକୁ ଚାହୁଁଛି  
 +
 
|-
 
|-
 
|00:34
 
|00:34
 
| ଏବଂ ଏହା କରିବାର ସର୍ବୋତ୍ତମ ମାର୍ଗ ହେଉଛି Layers ସହିତ କାମ କରିବା
 
| ଏବଂ ଏହା କରିବାର ସର୍ବୋତ୍ତମ ମାର୍ଗ ହେଉଛି Layers ସହିତ କାମ କରିବା
 +
 
|-
 
|-
 
|00:40
 
|00:40
 
| ତେଣୁ, ପ୍ରଥମେ ମୁଁ ଯେଉଁଠାରେ ଜାହାଜ ଅଛି, ସେହିଠାରେ ଯୂମ୍ କରୁଛି  
 
| ତେଣୁ, ପ୍ରଥମେ ମୁଁ ଯେଉଁଠାରେ ଜାହାଜ ଅଛି, ସେହିଠାରେ ଯୂମ୍ କରୁଛି  
 +
 
|-
 
|-
 
|00:52
 
|00:52
 
| ଏବଂ ଗୋଟିଏ New Layer ଆଡ୍ କରିବାକୁ ଅପ୍ସନ୍ ଉପରେ କ୍ଲିକ୍ କରି ଗୋଟିଏ ନୂଆ ଲେୟାର୍ ଆଡ୍ କରୁଛି
 
| ଏବଂ ଗୋଟିଏ New Layer ଆଡ୍ କରିବାକୁ ଅପ୍ସନ୍ ଉପରେ କ୍ଲିକ୍ କରି ଗୋଟିଏ ନୂଆ ଲେୟାର୍ ଆଡ୍ କରୁଛି
 +
 
|-
 
|-
 
|01:01
 
|01:01
 
| ଏହି ଲେୟାର୍ ର ନାମ ମୁଁ Ship ରଖୁଛି ଏବଂ Layer Fill Typeରେ Transparency ଚୟନ କରୁଛି
 
| ଏହି ଲେୟାର୍ ର ନାମ ମୁଁ Ship ରଖୁଛି ଏବଂ Layer Fill Typeରେ Transparency ଚୟନ କରୁଛି
 +
 
|-
 
|-
 
|01:11
 
|01:11
 
| ପରବର୍ତ୍ତୀ ପଦାଙ୍କ ହେଉଛି, ସମସ୍ତ ତିନୋଟି ଚାନେଲର ଚମକ ହ୍ରାସ କରିବା ଏବଂ ଏହା କରିବାକୁ ମୋତେ Multiply Mode ବ୍ୟବହାର କରିବାକୁ ହେବ ତଥା ଏଥରକ
 
| ପରବର୍ତ୍ତୀ ପଦାଙ୍କ ହେଉଛି, ସମସ୍ତ ତିନୋଟି ଚାନେଲର ଚମକ ହ୍ରାସ କରିବା ଏବଂ ଏହା କରିବାକୁ ମୋତେ Multiply Mode ବ୍ୟବହାର କରିବାକୁ ହେବ ତଥା ଏଥରକ
 +
 
|-
 
|-
 
|01:22
 
|01:22
 
| ମୁଁ, ଅନ୍ୟ ରଙ୍ଗଗୁଡ଼ିକ ସହିତ ଦ୍ୱିଗୁଣିତ କରିବାକୁ ଗ୍ରେ କଲର୍ ର ବ୍ୟବହାର କରୁଛି, କାରଣ ଏହା, ଇମେଜରେ ଜାହାଜକୁ ଗାଢ କରିବାରେ ସାହାଯ୍ୟ କରେ  
 
| ମୁଁ, ଅନ୍ୟ ରଙ୍ଗଗୁଡ଼ିକ ସହିତ ଦ୍ୱିଗୁଣିତ କରିବାକୁ ଗ୍ରେ କଲର୍ ର ବ୍ୟବହାର କରୁଛି, କାରଣ ଏହା, ଇମେଜରେ ଜାହାଜକୁ ଗାଢ କରିବାରେ ସାହାଯ୍ୟ କରେ  
 +
 
|-
 
|-
 
|01:34
 
|01:34
 
| ତେଣୁ, କଲର୍ ସିଲେକ୍ସନ୍ ମୋଡ୍ ର ଅପ୍ସନ୍ କୁ ଯାଆନ୍ତୁ ଏବଂ ଭଲ ଗ୍ରେ କଲର୍ ଶେଡ୍ ପ୍ରାପ୍ତ ନହେବା ପର୍ଯ୍ୟନ୍ତ ସ୍ଲାଇଡର୍ ତଳକୁ ଭିଡ଼ି ଗ୍ରେ କଲର୍ ର ଭାଲ୍ୟୁକୁ ହ୍ରାସ କରନ୍ତୁ  
 
| ତେଣୁ, କଲର୍ ସିଲେକ୍ସନ୍ ମୋଡ୍ ର ଅପ୍ସନ୍ କୁ ଯାଆନ୍ତୁ ଏବଂ ଭଲ ଗ୍ରେ କଲର୍ ଶେଡ୍ ପ୍ରାପ୍ତ ନହେବା ପର୍ଯ୍ୟନ୍ତ ସ୍ଲାଇଡର୍ ତଳକୁ ଭିଡ଼ି ଗ୍ରେ କଲର୍ ର ଭାଲ୍ୟୁକୁ ହ୍ରାସ କରନ୍ତୁ  
 +
 
|-
 
|-
 
|01:52
 
|01:52
 
| ଆଉ ଏବେ, ଗ୍ରେ କଲର୍ କୁ ଇମେଜ ଉପରକୁ ଟାଣି ଆଣନ୍ତୁ ଏବଂ ଆପଣ ଗାଢ ଜାହାଜ ସହିତ ଗୋଟିଏ ଗାଢ ଇମେଜ ପାଇବେ  
 
| ଆଉ ଏବେ, ଗ୍ରେ କଲର୍ କୁ ଇମେଜ ଉପରକୁ ଟାଣି ଆଣନ୍ତୁ ଏବଂ ଆପଣ ଗାଢ ଜାହାଜ ସହିତ ଗୋଟିଏ ଗାଢ ଇମେଜ ପାଇବେ  
 +
 
|-
 
|-
 
|02:02
 
|02:02
 
| Layers ଡାୟଲଗକୁ ଫେରିଆସି ମୁଁ, ଓପାସିଟୀ ସ୍ଲାଇଡର ସାହାଯ୍ୟରେ ତଥା ଗ୍ରେ ଲେୟାରକୁ On ଓ Off କରି ଗ୍ରେ କଲର୍ ର ଘନତ୍ୱକୁ ନିୟନ୍ତ୍ରଣ କରିପାରିବି  
 
| Layers ଡାୟଲଗକୁ ଫେରିଆସି ମୁଁ, ଓପାସିଟୀ ସ୍ଲାଇଡର ସାହାଯ୍ୟରେ ତଥା ଗ୍ରେ ଲେୟାରକୁ On ଓ Off କରି ଗ୍ରେ କଲର୍ ର ଘନତ୍ୱକୁ ନିୟନ୍ତ୍ରଣ କରିପାରିବି  
 +
 
|-
 
|-
 
|02:18
 
|02:18
 
| କିନ୍ତୁ, ଲେୟାରର ଇଫେକ୍ଟ ସମଗ୍ର ଇମେଜ ଉପରେ ହୋଇଗଲା ଏବଂ ମୁଁ, ଇଫେକ୍ଟକୁ କେବଳ ଜାହାଜ ଏରିଆରେ ହିଁ ରଖିବାକୁ ଚାହୁଁଛି  
 
| କିନ୍ତୁ, ଲେୟାରର ଇଫେକ୍ଟ ସମଗ୍ର ଇମେଜ ଉପରେ ହୋଇଗଲା ଏବଂ ମୁଁ, ଇଫେକ୍ଟକୁ କେବଳ ଜାହାଜ ଏରିଆରେ ହିଁ ରଖିବାକୁ ଚାହୁଁଛି  
 +
 
|-
 
|-
 
|02:28
 
|02:28
 
| ତାହା କରିବା ପାଇଁ, ମୁଁ ଗୋଟିଏ ଲେୟାର୍ ମାସ୍କ ବ୍ୟବହାର କରିବି  
 
| ତାହା କରିବା ପାଇଁ, ମୁଁ ଗୋଟିଏ ଲେୟାର୍ ମାସ୍କ ବ୍ୟବହାର କରିବି  
 +
 
|-
 
|-
 
|02:31
 
|02:31
 
| ଏକ ଲେୟାର୍ ମାସ୍କ, କେଉଁଠାରେ ଲେୟାର୍ ଦୃଶ୍ୟମାନ ହେବ ଏବଂ କେଉଁଠାରେ ଅଦୃଶ୍ୟ ରହିବ, ତାହା ପରିଭାଷିତ କରେ  
 
| ଏକ ଲେୟାର୍ ମାସ୍କ, କେଉଁଠାରେ ଲେୟାର୍ ଦୃଶ୍ୟମାନ ହେବ ଏବଂ କେଉଁଠାରେ ଅଦୃଶ୍ୟ ରହିବ, ତାହା ପରିଭାଷିତ କରେ  
 +
 
|-
 
|-
 
|02:38
 
|02:38
| ମୁଁ, Ship ନାମକ ଲେୟାର୍ କୁ ଯାଇ ତାହା ଉପରେ କ୍ଲିକ୍ କରିବି.  ଏବଂ ତା’ପରେ Mask ଅପ୍ସନ୍ ସିଲେକ୍ଟ କରି Initialize Layer Maskରେ Black ସିଲେକ୍ଟ କରିବି, କାରଣ ସବୁ ଲେୟାର୍ କୁ ଲୁଚାଇବାରେ କଳା ଏବଂ ସବୁ ଲେୟାର୍ସକୁ ଦେଖାଇବାରେ ଧଳା ସାହାଯ୍ୟ କରେ  
+
| ମୁଁ, Ship ନାମକ ଲେୟାର୍ କୁ ଯାଇ ତାହା ଉପରେ କ୍ଲିକ୍ କରିବି.  ଏବଂ ତା’ପରେ Mask ଅପ୍ସନ୍ ସିଲେକ୍ଟ କରି Initialize Layer Maskରେ Black ସିଲେକ୍ଟ କରିବି, କାରଣ ସବୁ ଲେୟାର୍ କୁ ଲୁଚାଇବାରେ କଳା ଏବଂ ସବୁ ଲେୟାର୍ସକୁ ଦେଖାଇବାରେ  
 +
ଧଳା ସାହାଯ୍ୟ କରେ  
 +
 
|-
 
|-
 
|02:58
 
|02:58
 
| ଆଉ ଏହି ଅନ୍ୟ ଅପ୍ସନ୍ସ ବିଷୟରେ ମୁଁ, ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ବର୍ଣ୍ଣନା କରିବି.  Add ଉପରେ କ୍ଲିକ୍ କରନ୍ତୁ  
 
| ଆଉ ଏହି ଅନ୍ୟ ଅପ୍ସନ୍ସ ବିଷୟରେ ମୁଁ, ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ବର୍ଣ୍ଣନା କରିବି.  Add ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|03:08
 
|03:08
 
| ଦେଖନ୍ତୁ, ଲେୟାର୍ ରେ କୌଣସି ଇଫେକ୍ଟ ନାହିଁ   
 
| ଦେଖନ୍ତୁ, ଲେୟାର୍ ରେ କୌଣସି ଇଫେକ୍ଟ ନାହିଁ   
 +
 
|-
 
|-
 
|03:11
 
|03:11
 
| ମୁଁ ଲେୟାର୍ କୁ On ଓ Off କରିପାରିବି, କିନ୍ତୁ Layer Mask ଆଡ୍ କରିବା ପରେ କୌଣସି ଇଫେକ୍ଟ ନାହିଁ
 
| ମୁଁ ଲେୟାର୍ କୁ On ଓ Off କରିପାରିବି, କିନ୍ତୁ Layer Mask ଆଡ୍ କରିବା ପରେ କୌଣସି ଇଫେକ୍ଟ ନାହିଁ
 +
 
|-
 
|-
 
|03:18
 
|03:18
 
| ମାତ୍ର ମୁଁ, Layer maskରେ ପେଣ୍ଟ କରିପାରିବି କିମ୍ୱା କିଛି ଅନ୍ୟ ଏଡିଟ୍ ଟୂଲ୍ ବ୍ୟବହାର କରିପାରିବି
 
| ମାତ୍ର ମୁଁ, Layer maskରେ ପେଣ୍ଟ କରିପାରିବି କିମ୍ୱା କିଛି ଅନ୍ୟ ଏଡିଟ୍ ଟୂଲ୍ ବ୍ୟବହାର କରିପାରିବି
 +
 
|-
 
|-
 
|03:24
 
|03:24
 
| ଆଉ ଯେତେବେଳେ ମୁଁ ପେଣ୍ଟ କରେ କିମ୍ୱା ଟୂଲ୍ସ ବ୍ୟବହାର କରେ, ଇମେଜରେ  ଇଫେକ୍ଟ ଦେଖାଦେବ
 
| ଆଉ ଯେତେବେଳେ ମୁଁ ପେଣ୍ଟ କରେ କିମ୍ୱା ଟୂଲ୍ସ ବ୍ୟବହାର କରେ, ଇମେଜରେ  ଇଫେକ୍ଟ ଦେଖାଦେବ
 +
 
|-
 
|-
 
|03:31
 
|03:31
 
| ଲେୟାର୍ ରେ ପେଣ୍ଟ କରିବା ପାଇଁ ମୁଁ, Foreground କଲର୍ ଓ Background କଲର୍ ବ୍ୟବହାର କରେ  
 
| ଲେୟାର୍ ରେ ପେଣ୍ଟ କରିବା ପାଇଁ ମୁଁ, Foreground କଲର୍ ଓ Background କଲର୍ ବ୍ୟବହାର କରେ  
 +
 
|-
 
|-
 
|03:41
 
|03:41
 
| ମୁଁ Brush Tool ଉପରେ କ୍ଲିକ୍ କରି ଅପ୍ସନ୍ ଡାୟଲଗ୍ କୁ ଗଲି ଏବଂ Circleରେ 19 ପିକ୍ସେଲ୍ ଥିବା ବ୍ରଶ୍ ସିଲେକ୍ଟ କଲି
 
| ମୁଁ Brush Tool ଉପରେ କ୍ଲିକ୍ କରି ଅପ୍ସନ୍ ଡାୟଲଗ୍ କୁ ଗଲି ଏବଂ Circleରେ 19 ପିକ୍ସେଲ୍ ଥିବା ବ୍ରଶ୍ ସିଲେକ୍ଟ କଲି
 +
 
|-
 
|-
 
|03:54
 
|03:54
 
| Layer Mask ସିଲେକ୍ଟ ହୋଇଛି କି ନାହିଁ ଦେଖିବା ପାଇଁ ପୁଣିଥରେ ମୁଁ Layer ଡାୟଲଗକୁ ଗଲି, କାରଣ ମୁଁ Layer Mask କୁ ପେଣ୍ଟ କରିବାକୁ ଚାହୁଁଛି, ଲେୟାର୍ କୁ ନୁହେଁ  
 
| Layer Mask ସିଲେକ୍ଟ ହୋଇଛି କି ନାହିଁ ଦେଖିବା ପାଇଁ ପୁଣିଥରେ ମୁଁ Layer ଡାୟଲଗକୁ ଗଲି, କାରଣ ମୁଁ Layer Mask କୁ ପେଣ୍ଟ କରିବାକୁ ଚାହୁଁଛି, ଲେୟାର୍ କୁ ନୁହେଁ  
 +
 
|-
 
|-
 
|04:06
 
|04:06
 
| ମୁଁ ଏବେ ଆପଣଙ୍କୁ ଇଫେକ୍ଟଟିକୁ ଦେଖାଉଛି
 
| ମୁଁ ଏବେ ଆପଣଙ୍କୁ ଇଫେକ୍ଟଟିକୁ ଦେଖାଉଛି
 +
 
|-
 
|-
 
|04:09
 
|04:09
 
| ମୁଁ ଲେୟାର୍ ମୋଡ୍ କୁ Normal Layer Modeକୁ ବଦଳାଇଲି ଏବଂ ଦେଖନ୍ତୁ, ଇମେଜ ଉପର ଲେୟାର୍ ଅଦୃଶ୍ୟ ହୋଇଯାଇଛି
 
| ମୁଁ ଲେୟାର୍ ମୋଡ୍ କୁ Normal Layer Modeକୁ ବଦଳାଇଲି ଏବଂ ଦେଖନ୍ତୁ, ଇମେଜ ଉପର ଲେୟାର୍ ଅଦୃଶ୍ୟ ହୋଇଯାଇଛି
 +
 
|-
 
|-
 
|04:18
 
|04:18
 
| ମୁଁ ଏଠାରେ ଗୋଟିଏ ବ୍ରଶ୍ ସିଲେକ୍ଟ କଲି ଏବଂ ଜାହାଜର ଗୋଟିଏ ଭାଗରେ ପେଣ୍ଟ କରିବା ଆରମ୍ଭ କଲି ଏବଂ ଦେଖନ୍ତୁ, ଗ୍ରେ ଲେୟାର୍ ଦେଖାଦେଲା   
 
| ମୁଁ ଏଠାରେ ଗୋଟିଏ ବ୍ରଶ୍ ସିଲେକ୍ଟ କଲି ଏବଂ ଜାହାଜର ଗୋଟିଏ ଭାଗରେ ପେଣ୍ଟ କରିବା ଆରମ୍ଭ କଲି ଏବଂ ଦେଖନ୍ତୁ, ଗ୍ରେ ଲେୟାର୍ ଦେଖାଦେଲା   
 +
 
|-
 
|-
 
|04:30
 
|04:30
 
| ଏବେ ଯେତେବେଳେ ମୁଁ ଲେୟାର୍ କୁ ହିଁ ସିଲେକ୍ଟ କରି ପେଣ୍ଟ କରିବି, ଦେଖନ୍ତୁ, ଲେୟାର୍ ଟି ଧଳା ରଙ୍ଗରେ ପେଣ୍ଟ ହୋଇଗଲା, ଗ୍ରେ ରେ ନୁହେଁ  
 
| ଏବେ ଯେତେବେଳେ ମୁଁ ଲେୟାର୍ କୁ ହିଁ ସିଲେକ୍ଟ କରି ପେଣ୍ଟ କରିବି, ଦେଖନ୍ତୁ, ଲେୟାର୍ ଟି ଧଳା ରଙ୍ଗରେ ପେଣ୍ଟ ହୋଇଗଲା, ଗ୍ରେ ରେ ନୁହେଁ  
 +
 
|-
 
|-
 
|04:41
 
|04:41
 
| ମୁଁ ପୁଣିଥରେ Layer Maskକୁ ସିଲେକ୍ଟ କରି, Foreground କଲର୍ କୁ କଳାରେ ଏବଂ Background କଲର୍ କୁ ଧଳାରେ ବଦଳାଇବା ପାଇଁ X କୀ ଦାବିବି
 
| ମୁଁ ପୁଣିଥରେ Layer Maskକୁ ସିଲେକ୍ଟ କରି, Foreground କଲର୍ କୁ କଳାରେ ଏବଂ Background କଲର୍ କୁ ଧଳାରେ ବଦଳାଇବା ପାଇଁ X କୀ ଦାବିବି
 +
 
|-
 
|-
 
|04:51
 
|04:51
 
| ଆଉ ମୋର Layer Maskରେ ଧଳା ରଙ୍ଗ ସହିତ ପେଣ୍ଟ କରିବା ଆରମ୍ଭ କରିବି  
 
| ଆଉ ମୋର Layer Maskରେ ଧଳା ରଙ୍ଗ ସହିତ ପେଣ୍ଟ କରିବା ଆରମ୍ଭ କରିବି  
 +
 
|-
 
|-
 
|04:55
 
|04:55
 
| ଯେହେତୁ କଳା ରଙ୍ଗ କାରଣରୁ ଇମେଜଟି ଲୁଚିଯାଇଛି  
 
| ଯେହେତୁ କଳା ରଙ୍ଗ କାରଣରୁ ଇମେଜଟି ଲୁଚିଯାଇଛି  
 +
 
|-
 
|-
 
|05:04
 
|05:04
 
| ମୁଁ, ଅନାବଶ୍ୟକ ଇଫେକ୍ଟଗୁଡ଼ିକୁ Ctrl + Z ଦାବି Undo କରିଦେଇପାରିବି ଏବଂ ଏଠାରେ ଆମେ, ଜାହାଜର Layer Mask ପେଣ୍ଟ କରିବାକୁ ଫେରିଆସିଛେ  
 
| ମୁଁ, ଅନାବଶ୍ୟକ ଇଫେକ୍ଟଗୁଡ଼ିକୁ Ctrl + Z ଦାବି Undo କରିଦେଇପାରିବି ଏବଂ ଏଠାରେ ଆମେ, ଜାହାଜର Layer Mask ପେଣ୍ଟ କରିବାକୁ ଫେରିଆସିଛେ  
 +
 
|-
 
|-
 
|05:14
 
|05:14
 
| ଏବେ ମୁଁ Background କଲର୍ କୁ କଳାରେ ଓ Foreground କଲର୍ କୁ ଧଳାରେ ବଦଳାଇ ଜାହାଜର ଫର୍ମକୁ ପୂରଣ କରିବା ଆରମ୍ଭ କରିବି  
 
| ଏବେ ମୁଁ Background କଲର୍ କୁ କଳାରେ ଓ Foreground କଲର୍ କୁ ଧଳାରେ ବଦଳାଇ ଜାହାଜର ଫର୍ମକୁ ପୂରଣ କରିବା ଆରମ୍ଭ କରିବି  
 +
 
|-
 
|-
 
|05:29
 
|05:29
 
| ମୁଁ ଭାବୁଛି, Normal Modeରେ ପେଣ୍ଟ କରିବା ବହୁତ ସହଜ  
 
| ମୁଁ ଭାବୁଛି, Normal Modeରେ ପେଣ୍ଟ କରିବା ବହୁତ ସହଜ  
 +
 
|-
 
|-
 
|05:34
 
|05:34
 
| ଯେହେତୁ ଆମେ Normal Modeରେ ପେଣ୍ଟ କରିବା ପରେ ଗ୍ରେ ଜାହାଜ ପାଇଲେ, Multiply Layer Mode ତୁଳନାରେ ବ୍ୟାକଗ୍ରାଉଣ୍ଡରୁ ଏହାକୁ ଭିନ୍ନ କରିବା ସହଜ ଅଟେ  
 
| ଯେହେତୁ ଆମେ Normal Modeରେ ପେଣ୍ଟ କରିବା ପରେ ଗ୍ରେ ଜାହାଜ ପାଇଲେ, Multiply Layer Mode ତୁଳନାରେ ବ୍ୟାକଗ୍ରାଉଣ୍ଡରୁ ଏହାକୁ ଭିନ୍ନ କରିବା ସହଜ ଅଟେ  
 +
 
|-
 
|-
 
|05:55
 
|05:55
 
| ଜାହାଜର Fine Edges ପେଣ୍ଟ କରିବା ପାଇଁ, ମୁଁ ବ୍ରଶ୍ ଆକାରକୁ ହ୍ରାସ କରିଦେଲି  
 
| ଜାହାଜର Fine Edges ପେଣ୍ଟ କରିବା ପାଇଁ, ମୁଁ ବ୍ରଶ୍ ଆକାରକୁ ହ୍ରାସ କରିଦେଲି  
 +
 
|-
 
|-
 
|06:01
 
|06:01
 
| ଆପଣ 3ଟି ଭିନ୍ନ ମେଥଡ୍ ରେ ଗୋଟିଏ ଛୋଟ ବ୍ରଶ୍ ସିଲେକ୍ଟ କରିପାରିବେ  
 
| ଆପଣ 3ଟି ଭିନ୍ନ ମେଥଡ୍ ରେ ଗୋଟିଏ ଛୋଟ ବ୍ରଶ୍ ସିଲେକ୍ଟ କରିପାରିବେ  
 +
 
|-
 
|-
 
|06:06
 
|06:06
 
| ପ୍ରଥମଟି ହେଉଛି ବ୍ରଶ୍ ର ଆକାର ହ୍ରାସ କରିବାକୁ ସ୍କେଲ୍ ବ୍ୟବହାର କରି,   
 
| ପ୍ରଥମଟି ହେଉଛି ବ୍ରଶ୍ ର ଆକାର ହ୍ରାସ କରିବାକୁ ସ୍କେଲ୍ ବ୍ୟବହାର କରି,   
 +
 
|-
 
|-
 
|06:12
 
|06:12
 
| 2ୟ ମାର୍ଗଟି ହେଉଛି, ଏଠାରେ ଥିବା ଛୋଟ ନୀଳ ତ୍ରିଭୁଜ ଉପରେ କ୍ଲିକ୍ କରି ଏବଂ ଯେକୌଣସି ଆକାରର ବ୍ରଶ୍ ସିଲେକ୍ଟ କରି କିମ୍ୱା ଆପଣ ସ୍କ୍ୱୟାର୍ ବ୍ରାକେଟ୍ସ ଟାଇପ୍ କରି ତାହା କରିପାରିବେ  
 
| 2ୟ ମାର୍ଗଟି ହେଉଛି, ଏଠାରେ ଥିବା ଛୋଟ ନୀଳ ତ୍ରିଭୁଜ ଉପରେ କ୍ଲିକ୍ କରି ଏବଂ ଯେକୌଣସି ଆକାରର ବ୍ରଶ୍ ସିଲେକ୍ଟ କରି କିମ୍ୱା ଆପଣ ସ୍କ୍ୱୟାର୍ ବ୍ରାକେଟ୍ସ ଟାଇପ୍ କରି ତାହା କରିପାରିବେ  
 +
 
|-
 
|-
 
|06:27
 
|06:27
 
| Open Square Bracket ବ୍ରଶ୍ ଆକାରକୁ ହ୍ରାସ କରେ ଏବଂ Close Square Bracket ବ୍ରଶ୍ ଆକାରକୁ ବୃଦ୍ଧି କରେ
 
| Open Square Bracket ବ୍ରଶ୍ ଆକାରକୁ ହ୍ରାସ କରେ ଏବଂ Close Square Bracket ବ୍ରଶ୍ ଆକାରକୁ ବୃଦ୍ଧି କରେ
 +
 
|-
 
|-
 
|06:40
 
|06:40
 
| ସବିଶେଷ ପାଇଁ ମୁଁ ଛୋଟ ବ୍ରଶ୍ ବ୍ୟବହାର କରିବାକୁ ଚାହୁଁଛି, ତେଣୁ ମୁଁ Open Square Bracket ଦାବିବି  
 
| ସବିଶେଷ ପାଇଁ ମୁଁ ଛୋଟ ବ୍ରଶ୍ ବ୍ୟବହାର କରିବାକୁ ଚାହୁଁଛି, ତେଣୁ ମୁଁ Open Square Bracket ଦାବିବି  
 +
 
|-
 
|-
 
|06:47
 
|06:47
 
| କିନ୍ତୁ, ମୁଁ ଏଠାରେ କ’ଣ କରିବି ଆପଣ କଳ୍ପନା କରିପାରିବେ ଏବଂ ଆପଣଙ୍କୁ, ସମଗ୍ର ଜାହାଜ ପେଣ୍ଟ କରିବା ପାଇଁ ମୋ କାନ୍ଧ ଉପର ଦେଇ ଦେଖିବାକୁ ପଡ଼ିବନି
 
| କିନ୍ତୁ, ମୁଁ ଏଠାରେ କ’ଣ କରିବି ଆପଣ କଳ୍ପନା କରିପାରିବେ ଏବଂ ଆପଣଙ୍କୁ, ସମଗ୍ର ଜାହାଜ ପେଣ୍ଟ କରିବା ପାଇଁ ମୋ କାନ୍ଧ ଉପର ଦେଇ ଦେଖିବାକୁ ପଡ଼ିବନି
 +
 
|-
 
|-
 
|07:00
 
|07:00
 
| ଏବେ ମୁଁ, ଗ୍ରେ ଲେୟାର୍ ରେ ସମଗ୍ର ଜାହାଜ ପେଣ୍ଟ କରିସାରିଛି  
 
| ଏବେ ମୁଁ, ଗ୍ରେ ଲେୟାର୍ ରେ ସମଗ୍ର ଜାହାଜ ପେଣ୍ଟ କରିସାରିଛି  
 +
 
|-
 
|-
 
|07:05
 
|07:05
 
| ଏବଂ ମୁଁ ସେହି ଏରିଆ ଦେଖିବାକୁ ଚାହୁଁଛି, ଯେଉଁଠାରେ ମୁଁ ଧାରରେ ଅଧିକ ପେଣ୍ଟ କରିଦେଇଛି
 
| ଏବଂ ମୁଁ ସେହି ଏରିଆ ଦେଖିବାକୁ ଚାହୁଁଛି, ଯେଉଁଠାରେ ମୁଁ ଧାରରେ ଅଧିକ ପେଣ୍ଟ କରିଦେଇଛି
 +
 
|-
 
|-
 
|07:11
 
|07:11
 
| ତେଣୁ, ମୁଁ ଲେୟାର୍ ମୋଡ୍ କୁ Multiply Mode କରି ଓପାସିଟୀ ସ୍ଲାଇଡର୍ କୁ ସାମାନ୍ୟ ହ୍ରାସ କଲି
 
| ତେଣୁ, ମୁଁ ଲେୟାର୍ ମୋଡ୍ କୁ Multiply Mode କରି ଓପାସିଟୀ ସ୍ଲାଇଡର୍ କୁ ସାମାନ୍ୟ ହ୍ରାସ କଲି
 +
 
|-
 
|-
 
|07:19
 
|07:19
 
| ଓପାସିଟୀ ସ୍ଲାଇଡର୍ କୁ ଏପରି ଭାବେ ଆଡଜଷ୍ଟ କରନ୍ତୁ, ଯେପରି ଆପଣ ଇମେଜରେ ଏକ ଗାଢ ଜାହାଜ ପାଇବେ  
 
| ଓପାସିଟୀ ସ୍ଲାଇଡର୍ କୁ ଏପରି ଭାବେ ଆଡଜଷ୍ଟ କରନ୍ତୁ, ଯେପରି ଆପଣ ଇମେଜରେ ଏକ ଗାଢ ଜାହାଜ ପାଇବେ  
 +
 
|-
 
|-
 
|07:26
 
|07:26
 
| ଆଉ ମୁଁ ବହୁତ ବଢ଼ିଆ କାମ କରିଛି  
 
| ଆଉ ମୁଁ ବହୁତ ବଢ଼ିଆ କାମ କରିଛି  
 +
 
|-
 
|-
 
|07:30
 
|07:30
 
| କିନ୍ତୁ, ଜାହାଜ ସାମ୍ନାରେ ଥିବା ନଦୀର ଉପର ଭାଗକୁ ନେଇ ମୁଁ ଖୁସି ନୁହେଁ  
 
| କିନ୍ତୁ, ଜାହାଜ ସାମ୍ନାରେ ଥିବା ନଦୀର ଉପର ଭାଗକୁ ନେଇ ମୁଁ ଖୁସି ନୁହେଁ  
 +
 
|-
 
|-
 
|07:37
 
|07:37
 
| ଆଉ ମୋତେ ତାକୁ ଟିକିଏ ଅଧିକ ଉଜ୍ଜ୍ୱଳ କରିବାକୁ ପଡ଼ିବ  
 
| ଆଉ ମୋତେ ତାକୁ ଟିକିଏ ଅଧିକ ଉଜ୍ଜ୍ୱଳ କରିବାକୁ ପଡ଼ିବ  
 +
 
|-
 
|-
 
|07:42
 
|07:42
 
| ତେଣୁ ମୁଁ, X କୀ ଦାବି Foreground କଲର୍ କୁ କଳାରେ ବଦଳାଇ ଜାହାଜ ତୁଳନାରେ କମ୍ ଗାଢ଼ କରିବା କଳା ରଙ୍ଗ ସହିତ ଜାହାଜର ସାମ୍ନାରେ ନଦୀର ଉପର ଭାଗକୁ ପେଣ୍ଟ କରିବା ଆରମ୍ଭ କଲି
 
| ତେଣୁ ମୁଁ, X କୀ ଦାବି Foreground କଲର୍ କୁ କଳାରେ ବଦଳାଇ ଜାହାଜ ତୁଳନାରେ କମ୍ ଗାଢ଼ କରିବା କଳା ରଙ୍ଗ ସହିତ ଜାହାଜର ସାମ୍ନାରେ ନଦୀର ଉପର ଭାଗକୁ ପେଣ୍ଟ କରିବା ଆରମ୍ଭ କଲି
 +
 
|-
 
|-
 
|08:04
 
|08:04
 
| ଇମେଜ ଉପରେ କାମ ସରିବା ମୋତେ ଏହି ଇଫେକ୍ଟକୁ ଯାଞ୍ଚ କରିବାକୁ ହେବ ଏବଂ ତଦନୁସାରେ ପରିବର୍ତ୍ତନ କରିବାକୁ ହେବ  
 
| ଇମେଜ ଉପରେ କାମ ସରିବା ମୋତେ ଏହି ଇଫେକ୍ଟକୁ ଯାଞ୍ଚ କରିବାକୁ ହେବ ଏବଂ ତଦନୁସାରେ ପରିବର୍ତ୍ତନ କରିବାକୁ ହେବ  
 +
 
|-
 
|-
 
|08:13
 
|08:13
 
| ଏବେ, ମୁଁ କରିଥିବା କାମକୁ ଦେଖନ୍ତୁ  
 
| ଏବେ, ମୁଁ କରିଥିବା କାମକୁ ଦେଖନ୍ତୁ  
 +
 
|-
 
|-
 
|08:17
 
|08:17
 
| ଯୂମ୍ ମୋଡ୍ ବ୍ୟବହାର କରି ମୁଁ ଇମେଜକୁ ଯୂମ୍ କରୁଛି ଏବଂ ମୁଁ, ଓପାସିଟୀ ସ୍ଲାଇଡରକୁ ସାମାନ୍ୟ ଘୁଞ୍ଚାଇ ଜାହାଜକୁ ଆଉ ଟିକିଏ ଗାଢ ଓ ଉଜ୍ଜ୍ୱଳ କରିପାରିବି
 
| ଯୂମ୍ ମୋଡ୍ ବ୍ୟବହାର କରି ମୁଁ ଇମେଜକୁ ଯୂମ୍ କରୁଛି ଏବଂ ମୁଁ, ଓପାସିଟୀ ସ୍ଲାଇଡରକୁ ସାମାନ୍ୟ ଘୁଞ୍ଚାଇ ଜାହାଜକୁ ଆଉ ଟିକିଏ ଗାଢ ଓ ଉଜ୍ଜ୍ୱଳ କରିପାରିବି
 +
 
|-
 
|-
 
|08:29
 
|08:29
 
| ମୁଁ ଭାବୁଛି, ଏବେ ଏହା ଭଲ ଦେଖାଗଲା ଏବଂ ଲେୟାରକୁ ମାସ୍କିଙ୍ଗ କରି ମୁଁ ବଢିଆ କାମ କରିଛି  
 
| ମୁଁ ଭାବୁଛି, ଏବେ ଏହା ଭଲ ଦେଖାଗଲା ଏବଂ ଲେୟାରକୁ ମାସ୍କିଙ୍ଗ କରି ମୁଁ ବଢିଆ କାମ କରିଛି  
 +
 
|-
 
|-
 
|08:38
 
|08:38
| କିନ୍ତୁ ମୁଁ ଭାବୁଛି, ଜାହାଜର ରଙ୍ଗ ଫିକା ଦେଖାଯାଉଛି ଏବଂ ଏହା ସମ୍ଭବ, କାରଣ Color Correction Layer ଉପରେ Ship Layer ଅଛି ତଥା ସେଗୁଡ଼ିକ Ship Layer ପୂର୍ବରୁ କାମ କରୁଛି; ତେଣୁ ମୁଁ, Color Correction Layer ତଳକୁ Ship Layer ଖସାଇଦେଉଛି
+
| କିନ୍ତୁ ମୁଁ ଭାବୁଛି, ଜାହାଜର ରଙ୍ଗ ଫିକା ଦେଖାଯାଉଛି ଏବଂ ଏହା ସମ୍ଭବ, କାରଣ Color Correction Layer ଉପରେ Ship Layer ଅଛି ତଥା ସେଗୁଡ଼ିକ Ship Layer ପୂର୍ବରୁ କାମ କରୁଛି; ତେଣୁ ମୁଁ, Color Correction Layer ତଳକୁ Ship  
 +
Layer ଖସାଇଦେଉଛି
 +
 
|-
 
|-
 
|08:59
 
|08:59
 
| ଆଉ ଆପଣ ପରିବର୍ତ୍ତନକୁ ଦେଖିପାରିବେ, ଜାହାଜର ରଙ୍ଗ ଏବେ ସ୍ୱାଭାବିକ ହୋଇଗଲା  
 
| ଆଉ ଆପଣ ପରିବର୍ତ୍ତନକୁ ଦେଖିପାରିବେ, ଜାହାଜର ରଙ୍ଗ ଏବେ ସ୍ୱାଭାବିକ ହୋଇଗଲା  
 +
 
|-
 
|-
 
|09:06
 
|09:06
 
| ମୁଁ ଏବେ ସମଗ୍ର ଇମେଜକୁ ଦେଖିବି, ଆଉ ଶର୍ଟକଟ୍ କୀ ହେଉଛି Shift + Ctrl + E   
 
| ମୁଁ ଏବେ ସମଗ୍ର ଇମେଜକୁ ଦେଖିବି, ଆଉ ଶର୍ଟକଟ୍ କୀ ହେଉଛି Shift + Ctrl + E   
 +
 
|-
 
|-
 
|09:14
 
|09:14
 
| ମୁଁ ଭାବୁଛି, ବ୍ୟାକଗ୍ରାଉଣ୍ଡ କଲର୍, ପକ୍ଷୀ ଓ ଜାହାଜ ମଧ୍ୟରେ ଏହା ହେଉଛି ଏକ ଉତ୍ତମ ସନ୍ତୁଳନ.  ବୋଧହୁଏ, ଜାହାଜର ଘନତ୍ୱକୁ ମୁଁ ଆଉ ଟିକିଏ ଖସାଇଦେବା ଉଚିତ
 
| ମୁଁ ଭାବୁଛି, ବ୍ୟାକଗ୍ରାଉଣ୍ଡ କଲର୍, ପକ୍ଷୀ ଓ ଜାହାଜ ମଧ୍ୟରେ ଏହା ହେଉଛି ଏକ ଉତ୍ତମ ସନ୍ତୁଳନ.  ବୋଧହୁଏ, ଜାହାଜର ଘନତ୍ୱକୁ ମୁଁ ଆଉ ଟିକିଏ ଖସାଇଦେବା ଉଚିତ
 +
 
|-
 
|-
 
|09:28
 
|09:28
 
| ଆଉ ଏବେ ଏହା ଭଲ ଦେଖାଗଲା
 
| ଆଉ ଏବେ ଏହା ଭଲ ଦେଖାଗଲା
 +
 
|-
 
|-
 
|09:38
 
|09:38
 
| ମୁଁ ଭାବୁଛି, ଏହା ବହୁତ ବଢ଼ିଆ   
 
| ମୁଁ ଭାବୁଛି, ଏହା ବହୁତ ବଢ଼ିଆ   
 +
 
|-
 
|-
 
|09:45
 
|09:45
 
| ମୁଁ ଯେତେବେଳେ Ship Layer ଓ ଇଏମଜକୁ ଗାଢ ନକରି ତୁଳନା କଲି, ସେତେବେଳେ Ship Layerରେ ପକ୍ଷୀଗୁଡ଼ିକ ଓ ଜାହାଜ ଗାଢ ଦେଖାଗଲେ ଏବଂ ମୁଁ ଭାବୁଛି, ଏହି ଇମେଜ ପାଇଁ Layer Mask ବ୍ୟବହାର କରି ମୁଁ ଭଲ ପରିଣାମ ପାଇଲି
 
| ମୁଁ ଯେତେବେଳେ Ship Layer ଓ ଇଏମଜକୁ ଗାଢ ନକରି ତୁଳନା କଲି, ସେତେବେଳେ Ship Layerରେ ପକ୍ଷୀଗୁଡ଼ିକ ଓ ଜାହାଜ ଗାଢ ଦେଖାଗଲେ ଏବଂ ମୁଁ ଭାବୁଛି, ଏହି ଇମେଜ ପାଇଁ Layer Mask ବ୍ୟବହାର କରି ମୁଁ ଭଲ ପରିଣାମ ପାଇଲି
 +
 
|-
 
|-
 
|10:00
 
|10:00
 
| ମୁଁ, ଯେକୌଣସି ସମୟରେ ସମସ୍ତ ଲେୟାର୍ ଟୂଲ୍ସ ବ୍ୟବହାର କରି ଇଫେକ୍ଟଗୁଡ଼ିକୁ ବଦଳାଇପାରିବି  
 
| ମୁଁ, ଯେକୌଣସି ସମୟରେ ସମସ୍ତ ଲେୟାର୍ ଟୂଲ୍ସ ବ୍ୟବହାର କରି ଇଫେକ୍ଟଗୁଡ଼ିକୁ ବଦଳାଇପାରିବି  
 +
 
|-
 
|-
 
|10:08
 
|10:08
 
| ମୁଁ ପ୍ରାୟ ଭୁଲିଯାଇଥିଲି ଯେ, ବହୁତ Sharp Edge ସହିତ ମୁଁ Layer Maskକୁ ପେଣ୍ଟ କରିଛି ଏବଂ ଯେତେବେଳେ ମୁଁ ଇମେଜ ଉପରେ ଯୂମ୍ କରେ, ଦେଖନ୍ତୁ, ଏଠାରେ ଗୋଟିଏ ହାର୍ଡ ବର୍ଡର୍ ଦେଖାଯାଉଛି ଏବଂ ମୋତେ ସାମାନ୍ୟ ସ୍ମୁଥର୍ ଦରକାର  
 
| ମୁଁ ପ୍ରାୟ ଭୁଲିଯାଇଥିଲି ଯେ, ବହୁତ Sharp Edge ସହିତ ମୁଁ Layer Maskକୁ ପେଣ୍ଟ କରିଛି ଏବଂ ଯେତେବେଳେ ମୁଁ ଇମେଜ ଉପରେ ଯୂମ୍ କରେ, ଦେଖନ୍ତୁ, ଏଠାରେ ଗୋଟିଏ ହାର୍ଡ ବର୍ଡର୍ ଦେଖାଯାଉଛି ଏବଂ ମୋତେ ସାମାନ୍ୟ ସ୍ମୁଥର୍ ଦରକାର  
 +
 
|-
 
|-
 
|10:27
 
|10:27
 
| କାରଣ ଏହା, ବିଶେଷକରି ଏକ କୁହୁଡ଼ିଆ ଦୃଶ୍ୟରେ ସାମାନ୍ୟ କୃତ୍ରିମ ଦେଖାଯିବ
 
| କାରଣ ଏହା, ବିଶେଷକରି ଏକ କୁହୁଡ଼ିଆ ଦୃଶ୍ୟରେ ସାମାନ୍ୟ କୃତ୍ରିମ ଦେଖାଯିବ
 +
 
|-
 
|-
 
|10:36
 
|10:36
 
| ସେଥିପାଇଁ, ଆଉ ଟିକିଏ ଏଡିଟ୍ କରିବା ପାଇଁ ମୁଁ Layer Mask ସିଲେକ୍ଟ କଲି ଏବଂ Tool Barରୁ Filter ଚୟନ କରି Blur ସିଲେକ୍ଟ କଲି
 
| ସେଥିପାଇଁ, ଆଉ ଟିକିଏ ଏଡିଟ୍ କରିବା ପାଇଁ ମୁଁ Layer Mask ସିଲେକ୍ଟ କଲି ଏବଂ Tool Barରୁ Filter ଚୟନ କରି Blur ସିଲେକ୍ଟ କଲି
 +
 
|-
 
|-
 
|10:49
 
|10:49
 
| Blurରେ ମୁଁ, Gaussian Blur ଚୟନ କଲି ଏବଂ ଜାହାଜ ଭାଗକୁ ଯାଇ Horizontal Radiusର ଭାଲ୍ୟୁକୁ 4କୁ ହ୍ରାସ କରି OKରେ କ୍ଲିକ୍ କଲି ଏବଂ Layer Maskକୁ Blur କଲି. ଦେଖନ୍ତୁ, ଜାହାଜର Hard Edge ଚାଲିଗଲା ଓ ଏବେ ଏହା ଭଲ ଦେଖାଗଲା  
 
|11:16
 
|11:16
 
| ଏବେ ମୁଁ, ଏହି ଇମେଜ ସହିତ କିଛି ସଂଶୋଧନ କାମ କରିବି  
 
| ଏବେ ମୁଁ, ଏହି ଇମେଜ ସହିତ କିଛି ସଂଶୋଧନ କାମ କରିବି  
 +
 
|-
 
|-
 
|11:22
 
|11:22
 
| ଯେତେବେଳେ ଆପଣ ଏହି ଇମେଜକୁ ଦେଖିବେ, ପାଣିରେ କିଛି କାଠ ଦେଖିବାକୁ ପାଇବେ ଏବଂ ବାମପଟେ ଗୋଟିଏ ପକ୍ଷୀର ଅଧା ଅଛି, ଯାହା ଧାରରୁ କଟିଯାଇଛି ଏବଂ ମୁଁ ସେଗୁଡ଼ିକୁ କ୍ଲୋନ୍ କରିବାକୁ ଚାହୁଁଛି  
 
| ଯେତେବେଳେ ଆପଣ ଏହି ଇମେଜକୁ ଦେଖିବେ, ପାଣିରେ କିଛି କାଠ ଦେଖିବାକୁ ପାଇବେ ଏବଂ ବାମପଟେ ଗୋଟିଏ ପକ୍ଷୀର ଅଧା ଅଛି, ଯାହା ଧାରରୁ କଟିଯାଇଛି ଏବଂ ମୁଁ ସେଗୁଡ଼ିକୁ କ୍ଲୋନ୍ କରିବାକୁ ଚାହୁଁଛି  
 +
 
|-
 
|-
 
|11:40
 
|11:40
 
| ତେଣୁ, ପୁଣିଥରେ ମୁଁ Zoom Tool ଚୟନ କରି କାଠ ଥିବା ସ୍ଥାନରେ ଯୂମ୍ କଲି ଏବଂ ଏବେ ମୁଁ Healing Tool ଚୟନ କଲି
 
| ତେଣୁ, ପୁଣିଥରେ ମୁଁ Zoom Tool ଚୟନ କରି କାଠ ଥିବା ସ୍ଥାନରେ ଯୂମ୍ କଲି ଏବଂ ଏବେ ମୁଁ Healing Tool ଚୟନ କଲି
 +
 
|-
 
|-
 
|11:51
 
|11:51
 
| Healing Tool, Clone Tool ପରି, ହେଲେ ଏଠାରେ ଏହା ଭଲ କାମ ଦେବ  
 
| Healing Tool, Clone Tool ପରି, ହେଲେ ଏଠାରେ ଏହା ଭଲ କାମ ଦେବ  
 +
 
|-
 
|-
 
|12:00
 
|12:00
 
| ମୁଁ ଯେତେବେଳେ Healing Tool ଚୟନ କରେ, ମୁଁ ଏକ ମାଉସ୍ ପଏଣ୍ଟ ସହିତ ଗୋଟିଏ ବୃତ୍ତ ପାଏ, ହେଲେ ମୁଁ ଇମେଜ ଉପରେ କ୍ଲିକ୍ କରିପାରିବିନି ଏବଂ ମାଉସ୍ ପଏଣ୍ଟରେ ଏକ ନିଷେଧ ଚିହ୍ନ ଅଛି
 
| ମୁଁ ଯେତେବେଳେ Healing Tool ଚୟନ କରେ, ମୁଁ ଏକ ମାଉସ୍ ପଏଣ୍ଟ ସହିତ ଗୋଟିଏ ବୃତ୍ତ ପାଏ, ହେଲେ ମୁଁ ଇମେଜ ଉପରେ କ୍ଲିକ୍ କରିପାରିବିନି ଏବଂ ମାଉସ୍ ପଏଣ୍ଟରେ ଏକ ନିଷେଧ ଚିହ୍ନ ଅଛି
 +
 
|-
 
|-
 
|12:12
 
|12:12
 
| ମୁଁ Heal Source ଚୟନ କରିନଥିବାରୁ ନିଷେଧ ଚିହ୍ନ ଦେଖାଯାଉଛି ଏବଂ ତାହାକୁ ମୁଁ Ctrl ଓ କ୍ଲିକ୍ ଦ୍ୱାରା କରିପାରିବି
 
| ମୁଁ Heal Source ଚୟନ କରିନଥିବାରୁ ନିଷେଧ ଚିହ୍ନ ଦେଖାଯାଉଛି ଏବଂ ତାହାକୁ ମୁଁ Ctrl ଓ କ୍ଲିକ୍ ଦ୍ୱାରା କରିପାରିବି
 +
 
|-
 
|-
 
|12:22
 
|12:22
 
| ମୋତେ ଭଲ Heal Source ଚୟନ କରିବାକୁ ପଡ଼ିବ ଏଭଂ ତା’ପରେ ମୋତେ Ctrl ଓ କ୍ଲିକ୍ ଦାଭିବାକୁ ହେବ. ମୁଁ ଭାବୁଛି, Heal Source ଭାବେ ଏହା ଏକ ଉତ୍ତମ ସ୍ଥାନ ଆଉ ଏବେ କାଠ ଭାଗରେ କ୍ଲିକ୍ କରିବି  
 
| ମୋତେ ଭଲ Heal Source ଚୟନ କରିବାକୁ ପଡ଼ିବ ଏଭଂ ତା’ପରେ ମୋତେ Ctrl ଓ କ୍ଲିକ୍ ଦାଭିବାକୁ ହେବ. ମୁଁ ଭାବୁଛି, Heal Source ଭାବେ ଏହା ଏକ ଉତ୍ତମ ସ୍ଥାନ ଆଉ ଏବେ କାଠ ଭାଗରେ କ୍ଲିକ୍ କରିବି  
 +
 
|-
 
|-
 
|12:38
 
|12:38
 
| ଏଠାରେ ଗୋଟିଏ ସମସ୍ୟା ଅଛି  
 
| ଏଠାରେ ଗୋଟିଏ ସମସ୍ୟା ଅଛି  
 +
 
|-
 
|-
 
|12:40
 
|12:40
 
| ଓ ତାହା ହେଉଛି, ମୁଁ ଭୁଲ୍ ଲେୟାର୍ ଉପରେ କାମ କରୁଛି  
 
| ଓ ତାହା ହେଉଛି, ମୁଁ ଭୁଲ୍ ଲେୟାର୍ ଉପରେ କାମ କରୁଛି  
 +
 
|-
 
|-
 
|12:45
 
|12:45
 
| ମୋତେ ବ୍ୟାକଗ୍ରାଉଣ୍ଡ ଲେୟାର୍ ଉପରେ କାମ କରିବାକୁ ହେବ ଏବଂ ମୁଁ Layer Mask ଉପରେ ଏଡିଟ୍ କରିବାକୁ ଚେଷ୍ଟା କରୁଥିଲି  
 
| ମୋତେ ବ୍ୟାକଗ୍ରାଉଣ୍ଡ ଲେୟାର୍ ଉପରେ କାମ କରିବାକୁ ହେବ ଏବଂ ମୁଁ Layer Mask ଉପରେ ଏଡିଟ୍ କରିବାକୁ ଚେଷ୍ଟା କରୁଥିଲି  
 +
 
|-
 
|-
 
|12:51
 
|12:51
 
| ନିଶ୍ଚିତ ଭାବେ, ମୋତେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଲେୟାର୍ ଚୟନ କରିବାକୁ ହେବ ଏବଂ ସେହି ଲେୟାର୍ ର ଗୋଟିଏ କପୀ କରିବାକୁ ହେବ, କାରଣ ମୁଁ ମୂଳ ବ୍ୟାକଗ୍ରାଉଣ୍ଡ ଲେୟାର୍ ବଦଳାଇବାକୁ ଚାହୁଁନାହିଁ  
 
| ନିଶ୍ଚିତ ଭାବେ, ମୋତେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଲେୟାର୍ ଚୟନ କରିବାକୁ ହେବ ଏବଂ ସେହି ଲେୟାର୍ ର ଗୋଟିଏ କପୀ କରିବାକୁ ହେବ, କାରଣ ମୁଁ ମୂଳ ବ୍ୟାକଗ୍ରାଉଣ୍ଡ ଲେୟାର୍ ବଦଳାଇବାକୁ ଚାହୁଁନାହିଁ  
 +
 
|-
 
|-
 
|13:01
 
|13:01
 
| ଚାଲନ୍ତୁ, ପୁଣିଥରେ Healing Tool ଚେଷ୍ଟା କରିବା  
 
| ଚାଲନ୍ତୁ, ପୁଣିଥରେ Healing Tool ଚେଷ୍ଟା କରିବା  
 +
 
|-
 
|-
 
|13:05
 
|13:05
 
| ଏବେ ମୁଁ ଆଉ ଗୋଟିଏ ଭୁଲ୍ କଲି
 
| ଏବେ ମୁଁ ଆଉ ଗୋଟିଏ ଭୁଲ୍ କଲି
 +
 
|-
 
|-
 
|13:09
 
|13:09
 
| ଏହି ଗ୍ରେ ଲେୟାର୍ ଉପରକୁ ମୋର ସୋର୍ସ ଥିଲା
 
| ଏହି ଗ୍ରେ ଲେୟାର୍ ଉପରକୁ ମୋର ସୋର୍ସ ଥିଲା
 +
 
|-
 
|-
 
|13:13
 
|13:13
 
| ଆଉ ନିଶ୍ଚିତ ଭାବେ, ମୁଁ ଏହାକୁ Undo କରି ଏଠାରେ ଏକ ନୂଆ ସୋର୍ସ ସିଲେକ୍ଟ କରିବି.  ଠିକ୍ ଅଛି, ତାକୁ ଏଠାକୁ ଆଣି କ୍ଲିକ୍ କରନ୍ତୁ, ଆଉ ଏହା ଚାଲିଗଲା
 
| ଆଉ ନିଶ୍ଚିତ ଭାବେ, ମୁଁ ଏହାକୁ Undo କରି ଏଠାରେ ଏକ ନୂଆ ସୋର୍ସ ସିଲେକ୍ଟ କରିବି.  ଠିକ୍ ଅଛି, ତାକୁ ଏଠାକୁ ଆଣି କ୍ଲିକ୍ କରନ୍ତୁ, ଆଉ ଏହା ଚାଲିଗଲା
 +
 
|-
 
|-
 
|13:25
 
|13:25
 
| ଏହି ଭାଗ ପାଇଁ, ସୋର୍ସ ଭାବରେ ମୁଁ ଏହି ଭାଗକୁ ସିଲେକ୍ଟ କରି କ୍ଲିକ୍ କରିବି ଏବଂ ଦେଖନ୍ତୁ, ଏହା ଚାଲିଗଲା  
 
| ଏହି ଭାଗ ପାଇଁ, ସୋର୍ସ ଭାବରେ ମୁଁ ଏହି ଭାଗକୁ ସିଲେକ୍ଟ କରି କ୍ଲିକ୍ କରିବି ଏବଂ ଦେଖନ୍ତୁ, ଏହା ଚାଲିଗଲା  
 +
 
|-
 
|-
 
|13:36
 
|13:36
 
| ଚାଲନ୍ତୁ 100% ମୋଡ୍ ରେ ଇମେଜକୁ ଦେଖିବା  
 
| ଚାଲନ୍ତୁ 100% ମୋଡ୍ ରେ ଇମେଜକୁ ଦେଖିବା  
 +
 
|-
 
|-
 
|13:40
 
|13:40
 
| ଏହା ବହୁତ ଭଲ ଦେଖାଯାଉଛି. ବୋଧହୁଏ ଏହାକୁ ମୁଁ ଆଉ ଟିକିଏ ବଡ଼ ବ୍ରଶ୍ ରେ କରିଥିଲେ ଭଲ ହୋଇଥା’ନ୍ତା, କାରଣଏହି ଡଟ୍ସ ତଥାପି ଏକାଠି ଅଛି   
 
| ଏହା ବହୁତ ଭଲ ଦେଖାଯାଉଛି. ବୋଧହୁଏ ଏହାକୁ ମୁଁ ଆଉ ଟିକିଏ ବଡ଼ ବ୍ରଶ୍ ରେ କରିଥିଲେ ଭଲ ହୋଇଥା’ନ୍ତା, କାରଣଏହି ଡଟ୍ସ ତଥାପି ଏକାଠି ଅଛି   
 +
 
|-
 
|-
 
|13:53
 
|13:53
 
| ତେଣୁ, ପୁଣିଥରେ ମୁଁ, Healing Tool ସିଲେକ୍ଟ କରି ଡଟ୍ସ ଉପରେ କ୍ଲିକ୍ କଲି  
 
| ତେଣୁ, ପୁଣିଥରେ ମୁଁ, Healing Tool ସିଲେକ୍ଟ କରି ଡଟ୍ସ ଉପରେ କ୍ଲିକ୍ କଲି  
 +
 
|-
 
|-
 
|14:05
 
|14:05
 
| ମୁଁ ଭାବୁଛି, ଏହା କାମ କଲା  
 
| ମୁଁ ଭାବୁଛି, ଏହା କାମ କଲା  
 +
 
|-
 
|-
 
|14:09
 
|14:09
 
| ଏବେ ମୋତେ, ବାମପଟେ ଥିବା ଅଧା କଟା ପକ୍ଷୀକୁ ଅଦୃଶ୍ୟ କରିବାକୁ ପଡ଼ିବ
 
| ଏବେ ମୋତେ, ବାମପଟେ ଥିବା ଅଧା କଟା ପକ୍ଷୀକୁ ଅଦୃଶ୍ୟ କରିବାକୁ ପଡ଼ିବ
 +
 
|-
 
|-
 
|14:15
 
|14:15
 
| ଏଥିପାଇଁ ମୁଁ, ଏଠାରେ ଇମେଜକୁ ପୂଣି ଯୂମ୍ କରି Clone Tool ସିଲେକ୍ଟ କଲି  
 
| ଏଥିପାଇଁ ମୁଁ, ଏଠାରେ ଇମେଜକୁ ପୂଣି ଯୂମ୍ କରି Clone Tool ସିଲେକ୍ଟ କଲି  
 +
 
|-
 
|-
 
|14:23
 
|14:23
 
| Clonig Tool, Healing Tool ପରି ଜଟିଳ ନୁହେଁ ଏବଂ GIMPରେ ଏହା ନୂଆ ଥିବାରୁ ମୋର ପ୍ରକୃତରେ ଏହା ଉପରେ ଅଧିକ ଅଭିଜ୍ଞତା ନାହଁଏ  
 
| Clonig Tool, Healing Tool ପରି ଜଟିଳ ନୁହେଁ ଏବଂ GIMPରେ ଏହା ନୂଆ ଥିବାରୁ ମୋର ପ୍ରକୃତରେ ଏହା ଉପରେ ଅଧିକ ଅଭିଜ୍ଞତା ନାହଁଏ  
 +
 
|-
 
|-
 
|14:36
 
|14:36
 
| ତେଣୁ, ମୋତେ Healing Tool ଭଳି ପଦ୍ଧତି ଅନୁସରଣ କରିବାକୁ ପଡ଼ିବ.  ମୁଁ ଏଠାରେ ଏକ ସୋର୍ସ ଭାବରେ କ୍ଲିକ୍ କରି ଏଠାରେ ଥିବା ପକ୍ଷୀ ଉପରେ କ୍ଲିକ୍ କଲି. ମୁଁ ଭାବୁଛି ଏହା କାମ କଲା  
 
| ତେଣୁ, ମୋତେ Healing Tool ଭଳି ପଦ୍ଧତି ଅନୁସରଣ କରିବାକୁ ପଡ଼ିବ.  ମୁଁ ଏଠାରେ ଏକ ସୋର୍ସ ଭାବରେ କ୍ଲିକ୍ କରି ଏଠାରେ ଥିବା ପକ୍ଷୀ ଉପରେ କ୍ଲିକ୍ କଲି. ମୁଁ ଭାବୁଛି ଏହା କାମ କଲା  
 +
 
|-
 
|-
 
|14:49
 
|14:49
 
| 100%କୁ ଯାଆନ୍ତୁ.  ବଢିଆ, ଏହି ପକ୍ଷୀଟି ଚାଳିଗଲା  
 
| 100%କୁ ଯାଆନ୍ତୁ.  ବଢିଆ, ଏହି ପକ୍ଷୀଟି ଚାଳିଗଲା  
 +
 
|-
 
|-
 
|14:55
 
|14:55
 
| ମୁଁ ଭାବୁଛି, ଇମେଜଟି ଏବେ ପ୍ରସ୍ତୁତ  
 
| ମୁଁ ଭାବୁଛି, ଇମେଜଟି ଏବେ ପ୍ରସ୍ତୁତ  
 +
 
|-
 
|-
 
|15:00
 
|15:00
 
| ପ୍ରଥମେ ମୁଁ, ଏହି ଇମେଜକୁ ସାମାନ୍ୟ ଉଜ୍ଜ୍ୱଳ କରିବାକୁ ଚାହୁଁଛି, ହେଲେ ମୁଁ ଭାବୁଛି ଏହାକୁ ଶେଷ ପଦାଙ୍କ ଭାବରେ କରିବି ଏବଂ ଏହା ଏବେ ଯେମିତି ଅଛି, ସେହିପରି କାମଦେବ ବୋଲି ମୁଁ ଭାବୁଛି   
 
| ପ୍ରଥମେ ମୁଁ, ଏହି ଇମେଜକୁ ସାମାନ୍ୟ ଉଜ୍ଜ୍ୱଳ କରିବାକୁ ଚାହୁଁଛି, ହେଲେ ମୁଁ ଭାବୁଛି ଏହାକୁ ଶେଷ ପଦାଙ୍କ ଭାବରେ କରିବି ଏବଂ ଏହା ଏବେ ଯେମିତି ଅଛି, ସେହିପରି କାମଦେବ ବୋଲି ମୁଁ ଭାବୁଛି   
|-
+
 
 +
|-
 
|15:13
 
|15:13
 
| ଏହି ଇମେଜରୁ ଗୋଟିଏ ପୋଷ୍ଟର ପାଇବା ପାଇଁ ମୁଁ ଏହାକୁ ପ୍ରିଣ୍ଟ କରିବାକୁ ଚାହୁଁଛି
 
| ଏହି ଇମେଜରୁ ଗୋଟିଏ ପୋଷ୍ଟର ପାଇବା ପାଇଁ ମୁଁ ଏହାକୁ ପ୍ରିଣ୍ଟ କରିବାକୁ ଚାହୁଁଛି
 +
 
|-
 
|-
 
|15:19
 
|15:19
 
| ପ୍ରିଣ୍ଟରଟି 3:2 Aspect Ratio ବ୍ୟବହାର କରେ ଏବଂ ଏହି ଇମେଜରେ 2:1 Aspect Ratio ଅଛି.  ତେଣୁ ଏବେ, ମୋତେ ଏହାକୁ ବଦଳାଇବାକୁ ପଡ଼ିବ  
 
| ପ୍ରିଣ୍ଟରଟି 3:2 Aspect Ratio ବ୍ୟବହାର କରେ ଏବଂ ଏହି ଇମେଜରେ 2:1 Aspect Ratio ଅଛି.  ତେଣୁ ଏବେ, ମୋତେ ଏହାକୁ ବଦଳାଇବାକୁ ପଡ଼ିବ  
 +
 
|-
 
|-
|15.33
+
|15:33
 
| ମୁଁ ଏହାକୁ Canvas Size ସାହାଯ୍ୟରେ କରିପାରିବି, ଯାହା Tool Barରେ ଥିବା Imageରେ ଅଛି  
 
| ମୁଁ ଏହାକୁ Canvas Size ସାହାଯ୍ୟରେ କରିପାରିବି, ଯାହା Tool Barରେ ଥିବା Imageରେ ଅଛି  
 +
 
|-
 
|-
 
|15:40
 
|15:40
 
| ମୁଁ Canvas Size ସିଲେକ୍ଟ କଲି ଏବଂ ଇମେଜଟି 1868 ପିକ୍ସେଲ୍ସର ଅଟେ ତଥା ଉଚ୍ଚତା ହେଉଛି 945. ଅନୁପାତ ଗଣନା କରିବାକୁ ମୁଁ ମୋ କାଲକୁଲେଟର୍ ବ୍ୟବହାର କରିବି  
 
| ମୁଁ Canvas Size ସିଲେକ୍ଟ କଲି ଏବଂ ଇମେଜଟି 1868 ପିକ୍ସେଲ୍ସର ଅଟେ ତଥା ଉଚ୍ଚତା ହେଉଛି 945. ଅନୁପାତ ଗଣନା କରିବାକୁ ମୁଁ ମୋ କାଲକୁଲେଟର୍ ବ୍ୟବହାର କରିବି  
 +
 
|-
 
|-
 
|15:58
 
|15:58
 
| ମୁଁ 1868କୁ 3ରେ ହରଣ କରି 2ରେ ଗୁଣନ କରିବାରୁ ମୋତେ 1245 ମିଳିଲା  
 
| ମୁଁ 1868କୁ 3ରେ ହରଣ କରି 2ରେ ଗୁଣନ କରିବାରୁ ମୋତେ 1245 ମିଳିଲା  
 +
 
|-
 
|-
 
|16:15
 
|16:15
 
| ମୋତେ ଏହାକୁ ଏଠାରେ Unchain କରିବାକୁ ହେବ, ନହେଲେ ଓସାର ମଧ୍ୟ ବଢିଯିବ. ଟାଇପ୍ କରନ୍ତୁ Hight 1245  
 
| ମୋତେ ଏହାକୁ ଏଠାରେ Unchain କରିବାକୁ ହେବ, ନହେଲେ ଓସାର ମଧ୍ୟ ବଢିଯିବ. ଟାଇପ୍ କରନ୍ତୁ Hight 1245  
 +
 
|-
 
|-
 
|16:27
 
|16:27
 
| ଏବେ, Imageଟି ଠିକ୍ ହେଲା.  
 
| ଏବେ, Imageଟି ଠିକ୍ ହେଲା.  
 +
 
|-
 
|-
 
|16:30
 
|16:30
 
| ଏହା, ଉପରେ ଖାପ୍ ଖାଇବ ତଥା ତଳେ ଏକ ଧଳା ଦାଗ ଛାଡ଼ିଯିବ ଏବଂ ମୁଁ ଲେୟାର୍ସକୁ ରିସାଇଜ୍ କରିବି ନାହିଁ. OK ଉପରେ କ୍ଲିକ୍ କରନ୍ତୁ ଏବଂ ଏବେ ମୋ ପାଖରେ, ତଳେ ଅଳ୍ପ କିଛି ନଥାଇ ଏକ ଇମେଜ ଅଛି  
 
| ଏହା, ଉପରେ ଖାପ୍ ଖାଇବ ତଥା ତଳେ ଏକ ଧଳା ଦାଗ ଛାଡ଼ିଯିବ ଏବଂ ମୁଁ ଲେୟାର୍ସକୁ ରିସାଇଜ୍ କରିବି ନାହିଁ. OK ଉପରେ କ୍ଲିକ୍ କରନ୍ତୁ ଏବଂ ଏବେ ମୋ ପାଖରେ, ତଳେ ଅଳ୍ପ କିଛି ନଥାଇ ଏକ ଇମେଜ ଅଛି  
 +
 
|-
 
|-
 
|16:46
 
|16:46
 
| ମୋତେ ତଳ ଭାଗକୁ ପୂରଣ କରିବାକୁ ହେବ ଓ ତା’ପାଇଁ ମୁଁ, Fill Layer Type - White ସହିତ ଏକ New Layer ଚୟନ କଲି ଏବଂ ପୂରା ତଳ ଲେୟାର୍ ଭାବେ ଏହି ଲେୟାର୍ ବ୍ୟବହାର କଲି  
 
| ମୋତେ ତଳ ଭାଗକୁ ପୂରଣ କରିବାକୁ ହେବ ଓ ତା’ପାଇଁ ମୁଁ, Fill Layer Type - White ସହିତ ଏକ New Layer ଚୟନ କଲି ଏବଂ ପୂରା ତଳ ଲେୟାର୍ ଭାବେ ଏହି ଲେୟାର୍ ବ୍ୟବହାର କଲି  
 +
 
|-
 
|-
 
|17:06
 
|17:06
 
| ତଳେ ଥିବା ଏହି ଧଳା ଲେୟାର୍ କୁ ପରେ କାଟିଦିଆଯିବ  
 
| ତଳେ ଥିବା ଏହି ଧଳା ଲେୟାର୍ କୁ ପରେ କାଟିଦିଆଯିବ  
 +
 
|-
 
|-
 
|17:10
 
|17:10
 
| ହେଲେ ମୁଁ, ଏହାକୁ ପ୍ରିଣ୍ଟର୍ ପାଇଁ ଏକ ସଂକେତ ଭାବେ ବ୍ୟବହାର କରିପାରିବି  
 
| ହେଲେ ମୁଁ, ଏହାକୁ ପ୍ରିଣ୍ଟର୍ ପାଇଁ ଏକ ସଂକେତ ଭାବେ ବ୍ୟବହାର କରିପାରିବି  
 +
 
|-
 
|-
 
|17:15
 
|17:15
 
| ଏହି ପ୍ରିଣ୍ଟର୍ ମୂଳ ରୂପରେ ପ୍ରିଣ୍ଟ ଇଞ୍ଜିନ୍ ଲାଗିଥିବା ଗୋଟିଏ କମ୍ପ୍ୟୁଟର୍ ଅଟେ ଏବଂ ଏହାର ସଂକେତ ପାଇବା ପାଇଁ ଏହାକୁ ପରୀକ୍ଷା କରିବା ଯେ, ଏହାକୁ କିପରି ହ୍ୟାଣ୍ଡଲ୍ କରନ୍ତି
 
| ଏହି ପ୍ରିଣ୍ଟର୍ ମୂଳ ରୂପରେ ପ୍ରିଣ୍ଟ ଇଞ୍ଜିନ୍ ଲାଗିଥିବା ଗୋଟିଏ କମ୍ପ୍ୟୁଟର୍ ଅଟେ ଏବଂ ଏହାର ସଂକେତ ପାଇବା ପାଇଁ ଏହାକୁ ପରୀକ୍ଷା କରିବା ଯେ, ଏହାକୁ କିପରି ହ୍ୟାଣ୍ଡଲ୍ କରନ୍ତି
 +
 
|-
 
|-
 
|17:25
 
|17:25
 
| ଏହି ଇମେଜଟି ଏଠାରେ ବହୁତ ଅସ୍ୱାଭାବିକ ଅଛି. ଏହା ପ୍ରାୟ କଳା ଓ ଧଳା ଅଟେ ଏବଂ ଏଥିରେ ବେଶୀ କଣ୍ଟ୍ରାଷ୍ଟ ମଧ୍ୟ ନାହିଁ  
 
| ଏହି ଇମେଜଟି ଏଠାରେ ବହୁତ ଅସ୍ୱାଭାବିକ ଅଛି. ଏହା ପ୍ରାୟ କଳା ଓ ଧଳା ଅଟେ ଏବଂ ଏଥିରେ ବେଶୀ କଣ୍ଟ୍ରାଷ୍ଟ ମଧ୍ୟ ନାହିଁ  
 +
 
|-
 
|-
 
|17:36
 
|17:36
 
| ମୁଁ ଏଠାରେ, ସମଗ୍ର ଇମେଜର ଠିକ୍ ଉପରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି Blend Tool, Gradient Fill With ସିଲେକ୍ଟ କରୁଛି ଏବଂ Gradientକୁ କଳାରୁ ଧଳା ସେଟ୍ କରୁଛି   
 
| ମୁଁ ଏଠାରେ, ସମଗ୍ର ଇମେଜର ଠିକ୍ ଉପରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି Blend Tool, Gradient Fill With ସିଲେକ୍ଟ କରୁଛି ଏବଂ Gradientକୁ କଳାରୁ ଧଳା ସେଟ୍ କରୁଛି   
 +
 
|-
 
|-
 
|17:52
 
|17:52
 
| ଆଉ ଏବେ ମୁଁ, Gradient ଦ୍ୱାରା ଏଠାରେ ଏହାକୁ ଫିଲ୍ କରୁଛି  
 
| ଆଉ ଏବେ ମୁଁ, Gradient ଦ୍ୱାରା ଏଠାରେ ଏହାକୁ ଫିଲ୍ କରୁଛି  
 +
 
|-
 
|-
 
|17:57
 
|17:57
 
| କ୍ଲିକ୍ କରି ଏକ ରେଖା ଟାଣନ୍ତୁ ଏବଂ ଏବେ ମୋ ପାଖରେ ଆୟତକ୍ଷେତ୍ରରେ କଳାରୁ ଧଳା ରଙ୍ଗର ପୂର୍ଣ୍ଣ କଲର୍ ରେଞ୍ଜ ଅଛି
 
| କ୍ଲିକ୍ କରି ଏକ ରେଖା ଟାଣନ୍ତୁ ଏବଂ ଏବେ ମୋ ପାଖରେ ଆୟତକ୍ଷେତ୍ରରେ କଳାରୁ ଧଳା ରଙ୍ଗର ପୂର୍ଣ୍ଣ କଲର୍ ରେଞ୍ଜ ଅଛି
|-
+
 
 +
|-
 
|18:08
 
|18:08
 
| ମୋ ପାଖରେ ଏଠାରେ କଳାରୁ ପୂର୍ଣ୍ଣ ଧଳାର ଏକ ଏରିଆ ଅଛି  
 
| ମୋ ପାଖରେ ଏଠାରେ କଳାରୁ ପୂର୍ଣ୍ଣ ଧଳାର ଏକ ଏରିଆ ଅଛି  
|-
+
 
 +
|-
 
|18:13
 
|18:13
 
| ମୁଁ ଆଉଥରେ ଏହାକୁ ପୁନରାବୃତ୍ତି କରୁଛି  
 
| ମୁଁ ଆଉଥରେ ଏହାକୁ ପୁନରାବୃତ୍ତି କରୁଛି  
|-
+
 
 +
|-
 
|18:24
 
|18:24
 
| ଏଠାରେ Bled Tool ସିଲେକ୍ଟ କରୁଛି, ଆଉ ଏଥରକ Full Saturation ନାମକ Special Gradient ବ୍ୟବହାର କରୁଛି; ଏଥିରେ ସମଗ୍ର କଲର୍ ରେଞ୍ଜ ଅଛି  
 
| ଏଠାରେ Bled Tool ସିଲେକ୍ଟ କରୁଛି, ଆଉ ଏଥରକ Full Saturation ନାମକ Special Gradient ବ୍ୟବହାର କରୁଛି; ଏଥିରେ ସମଗ୍ର କଲର୍ ରେଞ୍ଜ ଅଛି  
|-
+
 
 +
|-
 
|18:42
 
|18:42
 
| ଆଉଥରେ ଏହି Gradientକୁ ଫିଲ୍ କରନ୍ତୁ. ଏବେ ମୋ ପାଖରେ ଇମେଜକୁ ସଂରକ୍ଷିତ କରିବାକୁ ପ୍ରିଣ୍ଟର୍ ପାଇଁ ପରାମର୍ଶ ଅଛି ଏବଂ ଯଦି ରଙ୍ଗ ନଆସେ, ତେବେ ମୁଁ ସବୁବେଳେ ଏଠାରେ କହିପାରିବି, ଏହା ନାଲି ଓ ଏହା ସବୁଜ ହେବା ଦରକାର   
 
| ଆଉଥରେ ଏହି Gradientକୁ ଫିଲ୍ କରନ୍ତୁ. ଏବେ ମୋ ପାଖରେ ଇମେଜକୁ ସଂରକ୍ଷିତ କରିବାକୁ ପ୍ରିଣ୍ଟର୍ ପାଇଁ ପରାମର୍ଶ ଅଛି ଏବଂ ଯଦି ରଙ୍ଗ ନଆସେ, ତେବେ ମୁଁ ସବୁବେଳେ ଏଠାରେ କହିପାରିବି, ଏହା ନାଲି ଓ ଏହା ସବୁଜ ହେବା ଦରକାର   
 +
 
|-
 
|-
 
|19:02
 
|19:02
 
| ଆଜି ପାଇଁ ଏତିକି  
 
| ଆଜି ପାଇଁ ଏତିକି  
 +
 
|-
 
|-
 
|19:06
 
|19:06
 
| ଅଧିକ ବିବରଣୀ ପାଇଁ info@meetthegimp.orgକୁ ଲେଖନ୍ତୁ କିମ୍ୱା Meet The GIMP.org ବ୍ଲଗ୍ ରେ କମେଣ୍ଟ ଛାଡ଼ନ୍ତୁ କିମ୍ୱା Tips From The Top Floorର ଫୋରମ୍ କୁ ଆସନ୍ତୁ
 
| ଅଧିକ ବିବରଣୀ ପାଇଁ info@meetthegimp.orgକୁ ଲେଖନ୍ତୁ କିମ୍ୱା Meet The GIMP.org ବ୍ଲଗ୍ ରେ କମେଣ୍ଟ ଛାଡ଼ନ୍ତୁ କିମ୍ୱା Tips From The Top Floorର ଫୋରମ୍ କୁ ଆସନ୍ତୁ
 +
 
|-
 
|-
 
|19:26
 
|19:26
 
| ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ  
 
| ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ  
 +
 
|-
 
|-
 
|19:33
 
|19:33
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
 +
|}

Latest revision as of 15:39, 6 April 2017

Time Narration
00:21 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:25 ପୂର୍ବ ଟ୍ୟୁଟୋରିଆଲରେ ମୁଁ ଆପଣଙ୍କୁ ଏହି ଇମେଜ ସହିତ ଛାଡ଼ିଥିଲି
00:30 ଏହି ଇମେଜରେ ମୁଁ ଜାହାଜକୁ ସାମାନ୍ୟ ଗାଢ କରିବାକୁ ଚାହୁଁଛି
00:34 ଏବଂ ଏହା କରିବାର ସର୍ବୋତ୍ତମ ମାର୍ଗ ହେଉଛି Layers ସହିତ କାମ କରିବା
00:40 ତେଣୁ, ପ୍ରଥମେ ମୁଁ ଯେଉଁଠାରେ ଜାହାଜ ଅଛି, ସେହିଠାରେ ଯୂମ୍ କରୁଛି
00:52 ଏବଂ ଗୋଟିଏ New Layer ଆଡ୍ କରିବାକୁ ଅପ୍ସନ୍ ଉପରେ କ୍ଲିକ୍ କରି ଗୋଟିଏ ନୂଆ ଲେୟାର୍ ଆଡ୍ କରୁଛି
01:01 ଏହି ଲେୟାର୍ ର ନାମ ମୁଁ Ship ରଖୁଛି ଏବଂ Layer Fill Typeରେ Transparency ଚୟନ କରୁଛି
01:11 ପରବର୍ତ୍ତୀ ପଦାଙ୍କ ହେଉଛି, ସମସ୍ତ ତିନୋଟି ଚାନେଲର ଚମକ ହ୍ରାସ କରିବା ଏବଂ ଏହା କରିବାକୁ ମୋତେ Multiply Mode ବ୍ୟବହାର କରିବାକୁ ହେବ ତଥା ଏଥରକ
01:22 ମୁଁ, ଅନ୍ୟ ରଙ୍ଗଗୁଡ଼ିକ ସହିତ ଦ୍ୱିଗୁଣିତ କରିବାକୁ ଗ୍ରେ କଲର୍ ର ବ୍ୟବହାର କରୁଛି, କାରଣ ଏହା, ଇମେଜରେ ଜାହାଜକୁ ଗାଢ କରିବାରେ ସାହାଯ୍ୟ କରେ
01:34 ତେଣୁ, କଲର୍ ସିଲେକ୍ସନ୍ ମୋଡ୍ ର ଅପ୍ସନ୍ କୁ ଯାଆନ୍ତୁ ଏବଂ ଭଲ ଗ୍ରେ କଲର୍ ଶେଡ୍ ପ୍ରାପ୍ତ ନହେବା ପର୍ଯ୍ୟନ୍ତ ସ୍ଲାଇଡର୍ ତଳକୁ ଭିଡ଼ି ଗ୍ରେ କଲର୍ ର ଭାଲ୍ୟୁକୁ ହ୍ରାସ କରନ୍ତୁ
01:52 ଆଉ ଏବେ, ଗ୍ରେ କଲର୍ କୁ ଇମେଜ ଉପରକୁ ଟାଣି ଆଣନ୍ତୁ ଏବଂ ଆପଣ ଗାଢ ଜାହାଜ ସହିତ ଗୋଟିଏ ଗାଢ ଇମେଜ ପାଇବେ
02:02 Layers ଡାୟଲଗକୁ ଫେରିଆସି ମୁଁ, ଓପାସିଟୀ ସ୍ଲାଇଡର ସାହାଯ୍ୟରେ ତଥା ଗ୍ରେ ଲେୟାରକୁ On ଓ Off କରି ଗ୍ରେ କଲର୍ ର ଘନତ୍ୱକୁ ନିୟନ୍ତ୍ରଣ କରିପାରିବି
02:18 କିନ୍ତୁ, ଲେୟାରର ଇଫେକ୍ଟ ସମଗ୍ର ଇମେଜ ଉପରେ ହୋଇଗଲା ଏବଂ ମୁଁ, ଇଫେକ୍ଟକୁ କେବଳ ଜାହାଜ ଏରିଆରେ ହିଁ ରଖିବାକୁ ଚାହୁଁଛି
02:28 ତାହା କରିବା ପାଇଁ, ମୁଁ ଗୋଟିଏ ଲେୟାର୍ ମାସ୍କ ବ୍ୟବହାର କରିବି
02:31 ଏକ ଲେୟାର୍ ମାସ୍କ, କେଉଁଠାରେ ଲେୟାର୍ ଦୃଶ୍ୟମାନ ହେବ ଏବଂ କେଉଁଠାରେ ଅଦୃଶ୍ୟ ରହିବ, ତାହା ପରିଭାଷିତ କରେ
02:38 ମୁଁ, Ship ନାମକ ଲେୟାର୍ କୁ ଯାଇ ତାହା ଉପରେ କ୍ଲିକ୍ କରିବି. ଏବଂ ତା’ପରେ Mask ଅପ୍ସନ୍ ସିଲେକ୍ଟ କରି Initialize Layer Maskରେ Black ସିଲେକ୍ଟ କରିବି, କାରଣ ସବୁ ଲେୟାର୍ କୁ ଲୁଚାଇବାରେ କଳା ଏବଂ ସବୁ ଲେୟାର୍ସକୁ ଦେଖାଇବାରେ

ଧଳା ସାହାଯ୍ୟ କରେ

02:58 ଆଉ ଏହି ଅନ୍ୟ ଅପ୍ସନ୍ସ ବିଷୟରେ ମୁଁ, ଭବିଷ୍ୟତ ଟ୍ୟୁଟୋରିଆଲ୍ସରେ ବର୍ଣ୍ଣନା କରିବି. Add ଉପରେ କ୍ଲିକ୍ କରନ୍ତୁ
03:08 ଦେଖନ୍ତୁ, ଲେୟାର୍ ରେ କୌଣସି ଇଫେକ୍ଟ ନାହିଁ
03:11 ମୁଁ ଲେୟାର୍ କୁ On ଓ Off କରିପାରିବି, କିନ୍ତୁ Layer Mask ଆଡ୍ କରିବା ପରେ କୌଣସି ଇଫେକ୍ଟ ନାହିଁ
03:18 ମାତ୍ର ମୁଁ, Layer maskରେ ପେଣ୍ଟ କରିପାରିବି କିମ୍ୱା କିଛି ଅନ୍ୟ ଏଡିଟ୍ ଟୂଲ୍ ବ୍ୟବହାର କରିପାରିବି
03:24 ଆଉ ଯେତେବେଳେ ମୁଁ ପେଣ୍ଟ କରେ କିମ୍ୱା ଟୂଲ୍ସ ବ୍ୟବହାର କରେ, ଇମେଜରେ ଇଫେକ୍ଟ ଦେଖାଦେବ
03:31 ଲେୟାର୍ ରେ ପେଣ୍ଟ କରିବା ପାଇଁ ମୁଁ, Foreground କଲର୍ ଓ Background କଲର୍ ବ୍ୟବହାର କରେ
03:41 ମୁଁ Brush Tool ଉପରେ କ୍ଲିକ୍ କରି ଅପ୍ସନ୍ ଡାୟଲଗ୍ କୁ ଗଲି ଏବଂ Circleରେ 19 ପିକ୍ସେଲ୍ ଥିବା ବ୍ରଶ୍ ସିଲେକ୍ଟ କଲି
03:54 Layer Mask ସିଲେକ୍ଟ ହୋଇଛି କି ନାହିଁ ଦେଖିବା ପାଇଁ ପୁଣିଥରେ ମୁଁ Layer ଡାୟଲଗକୁ ଗଲି, କାରଣ ମୁଁ Layer Mask କୁ ପେଣ୍ଟ କରିବାକୁ ଚାହୁଁଛି, ଲେୟାର୍ କୁ ନୁହେଁ
04:06 ମୁଁ ଏବେ ଆପଣଙ୍କୁ ଇଫେକ୍ଟଟିକୁ ଦେଖାଉଛି
04:09 ମୁଁ ଲେୟାର୍ ମୋଡ୍ କୁ Normal Layer Modeକୁ ବଦଳାଇଲି ଏବଂ ଦେଖନ୍ତୁ, ଇମେଜ ଉପର ଲେୟାର୍ ଅଦୃଶ୍ୟ ହୋଇଯାଇଛି
04:18 ମୁଁ ଏଠାରେ ଗୋଟିଏ ବ୍ରଶ୍ ସିଲେକ୍ଟ କଲି ଏବଂ ଜାହାଜର ଗୋଟିଏ ଭାଗରେ ପେଣ୍ଟ କରିବା ଆରମ୍ଭ କଲି ଏବଂ ଦେଖନ୍ତୁ, ଗ୍ରେ ଲେୟାର୍ ଦେଖାଦେଲା
04:30 ଏବେ ଯେତେବେଳେ ମୁଁ ଲେୟାର୍ କୁ ହିଁ ସିଲେକ୍ଟ କରି ପେଣ୍ଟ କରିବି, ଦେଖନ୍ତୁ, ଲେୟାର୍ ଟି ଧଳା ରଙ୍ଗରେ ପେଣ୍ଟ ହୋଇଗଲା, ଗ୍ରେ ରେ ନୁହେଁ
04:41 ମୁଁ ପୁଣିଥରେ Layer Maskକୁ ସିଲେକ୍ଟ କରି, Foreground କଲର୍ କୁ କଳାରେ ଏବଂ Background କଲର୍ କୁ ଧଳାରେ ବଦଳାଇବା ପାଇଁ X କୀ ଦାବିବି
04:51 ଆଉ ମୋର Layer Maskରେ ଧଳା ରଙ୍ଗ ସହିତ ପେଣ୍ଟ କରିବା ଆରମ୍ଭ କରିବି
04:55 ଯେହେତୁ କଳା ରଙ୍ଗ କାରଣରୁ ଇମେଜଟି ଲୁଚିଯାଇଛି
05:04 ମୁଁ, ଅନାବଶ୍ୟକ ଇଫେକ୍ଟଗୁଡ଼ିକୁ Ctrl + Z ଦାବି Undo କରିଦେଇପାରିବି ଏବଂ ଏଠାରେ ଆମେ, ଜାହାଜର Layer Mask ପେଣ୍ଟ କରିବାକୁ ଫେରିଆସିଛେ
05:14 ଏବେ ମୁଁ Background କଲର୍ କୁ କଳାରେ ଓ Foreground କଲର୍ କୁ ଧଳାରେ ବଦଳାଇ ଜାହାଜର ଫର୍ମକୁ ପୂରଣ କରିବା ଆରମ୍ଭ କରିବି
05:29 ମୁଁ ଭାବୁଛି, Normal Modeରେ ପେଣ୍ଟ କରିବା ବହୁତ ସହଜ
05:34 ଯେହେତୁ ଆମେ Normal Modeରେ ପେଣ୍ଟ କରିବା ପରେ ଗ୍ରେ ଜାହାଜ ପାଇଲେ, Multiply Layer Mode ତୁଳନାରେ ବ୍ୟାକଗ୍ରାଉଣ୍ଡରୁ ଏହାକୁ ଭିନ୍ନ କରିବା ସହଜ ଅଟେ
05:55 ଜାହାଜର Fine Edges ପେଣ୍ଟ କରିବା ପାଇଁ, ମୁଁ ବ୍ରଶ୍ ଆକାରକୁ ହ୍ରାସ କରିଦେଲି
06:01 ଆପଣ 3ଟି ଭିନ୍ନ ମେଥଡ୍ ରେ ଗୋଟିଏ ଛୋଟ ବ୍ରଶ୍ ସିଲେକ୍ଟ କରିପାରିବେ
06:06 ପ୍ରଥମଟି ହେଉଛି ବ୍ରଶ୍ ର ଆକାର ହ୍ରାସ କରିବାକୁ ସ୍କେଲ୍ ବ୍ୟବହାର କରି,
06:12 2ୟ ମାର୍ଗଟି ହେଉଛି, ଏଠାରେ ଥିବା ଛୋଟ ନୀଳ ତ୍ରିଭୁଜ ଉପରେ କ୍ଲିକ୍ କରି ଏବଂ ଯେକୌଣସି ଆକାରର ବ୍ରଶ୍ ସିଲେକ୍ଟ କରି କିମ୍ୱା ଆପଣ ସ୍କ୍ୱୟାର୍ ବ୍ରାକେଟ୍ସ ଟାଇପ୍ କରି ତାହା କରିପାରିବେ
06:27 Open Square Bracket ବ୍ରଶ୍ ଆକାରକୁ ହ୍ରାସ କରେ ଏବଂ Close Square Bracket ବ୍ରଶ୍ ଆକାରକୁ ବୃଦ୍ଧି କରେ
06:40 ସବିଶେଷ ପାଇଁ ମୁଁ ଛୋଟ ବ୍ରଶ୍ ବ୍ୟବହାର କରିବାକୁ ଚାହୁଁଛି, ତେଣୁ ମୁଁ Open Square Bracket ଦାବିବି
06:47 କିନ୍ତୁ, ମୁଁ ଏଠାରେ କ’ଣ କରିବି ଆପଣ କଳ୍ପନା କରିପାରିବେ ଏବଂ ଆପଣଙ୍କୁ, ସମଗ୍ର ଜାହାଜ ପେଣ୍ଟ କରିବା ପାଇଁ ମୋ କାନ୍ଧ ଉପର ଦେଇ ଦେଖିବାକୁ ପଡ଼ିବନି
07:00 ଏବେ ମୁଁ, ଗ୍ରେ ଲେୟାର୍ ରେ ସମଗ୍ର ଜାହାଜ ପେଣ୍ଟ କରିସାରିଛି
07:05 ଏବଂ ମୁଁ ସେହି ଏରିଆ ଦେଖିବାକୁ ଚାହୁଁଛି, ଯେଉଁଠାରେ ମୁଁ ଧାରରେ ଅଧିକ ପେଣ୍ଟ କରିଦେଇଛି
07:11 ତେଣୁ, ମୁଁ ଲେୟାର୍ ମୋଡ୍ କୁ Multiply Mode କରି ଓପାସିଟୀ ସ୍ଲାଇଡର୍ କୁ ସାମାନ୍ୟ ହ୍ରାସ କଲି
07:19 ଓପାସିଟୀ ସ୍ଲାଇଡର୍ କୁ ଏପରି ଭାବେ ଆଡଜଷ୍ଟ କରନ୍ତୁ, ଯେପରି ଆପଣ ଇମେଜରେ ଏକ ଗାଢ ଜାହାଜ ପାଇବେ
07:26 ଆଉ ମୁଁ ବହୁତ ବଢ଼ିଆ କାମ କରିଛି
07:30 କିନ୍ତୁ, ଜାହାଜ ସାମ୍ନାରେ ଥିବା ନଦୀର ଉପର ଭାଗକୁ ନେଇ ମୁଁ ଖୁସି ନୁହେଁ
07:37 ଆଉ ମୋତେ ତାକୁ ଟିକିଏ ଅଧିକ ଉଜ୍ଜ୍ୱଳ କରିବାକୁ ପଡ଼ିବ
07:42 ତେଣୁ ମୁଁ, X କୀ ଦାବି Foreground କଲର୍ କୁ କଳାରେ ବଦଳାଇ ଜାହାଜ ତୁଳନାରେ କମ୍ ଗାଢ଼ କରିବା କଳା ରଙ୍ଗ ସହିତ ଜାହାଜର ସାମ୍ନାରେ ନଦୀର ଉପର ଭାଗକୁ ପେଣ୍ଟ କରିବା ଆରମ୍ଭ କଲି
08:04 ଇମେଜ ଉପରେ କାମ ସରିବା ମୋତେ ଏହି ଇଫେକ୍ଟକୁ ଯାଞ୍ଚ କରିବାକୁ ହେବ ଏବଂ ତଦନୁସାରେ ପରିବର୍ତ୍ତନ କରିବାକୁ ହେବ
08:13 ଏବେ, ମୁଁ କରିଥିବା କାମକୁ ଦେଖନ୍ତୁ
08:17 ଯୂମ୍ ମୋଡ୍ ବ୍ୟବହାର କରି ମୁଁ ଇମେଜକୁ ଯୂମ୍ କରୁଛି ଏବଂ ମୁଁ, ଓପାସିଟୀ ସ୍ଲାଇଡରକୁ ସାମାନ୍ୟ ଘୁଞ୍ଚାଇ ଜାହାଜକୁ ଆଉ ଟିକିଏ ଗାଢ ଓ ଉଜ୍ଜ୍ୱଳ କରିପାରିବି
08:29 ମୁଁ ଭାବୁଛି, ଏବେ ଏହା ଭଲ ଦେଖାଗଲା ଏବଂ ଲେୟାରକୁ ମାସ୍କିଙ୍ଗ କରି ମୁଁ ବଢିଆ କାମ କରିଛି
08:38 କିନ୍ତୁ ମୁଁ ଭାବୁଛି, ଜାହାଜର ରଙ୍ଗ ଫିକା ଦେଖାଯାଉଛି ଏବଂ ଏହା ସମ୍ଭବ, କାରଣ Color Correction Layer ଉପରେ Ship Layer ଅଛି ତଥା ସେଗୁଡ଼ିକ Ship Layer ପୂର୍ବରୁ କାମ କରୁଛି; ତେଣୁ ମୁଁ, Color Correction Layer ତଳକୁ Ship

Layer ଖସାଇଦେଉଛି

08:59 ଆଉ ଆପଣ ପରିବର୍ତ୍ତନକୁ ଦେଖିପାରିବେ, ଜାହାଜର ରଙ୍ଗ ଏବେ ସ୍ୱାଭାବିକ ହୋଇଗଲା
09:06 ମୁଁ ଏବେ ସମଗ୍ର ଇମେଜକୁ ଦେଖିବି, ଆଉ ଶର୍ଟକଟ୍ କୀ ହେଉଛି Shift + Ctrl + E
09:14 ମୁଁ ଭାବୁଛି, ବ୍ୟାକଗ୍ରାଉଣ୍ଡ କଲର୍, ପକ୍ଷୀ ଓ ଜାହାଜ ମଧ୍ୟରେ ଏହା ହେଉଛି ଏକ ଉତ୍ତମ ସନ୍ତୁଳନ. ବୋଧହୁଏ, ଜାହାଜର ଘନତ୍ୱକୁ ମୁଁ ଆଉ ଟିକିଏ ଖସାଇଦେବା ଉଚିତ
09:28 ଆଉ ଏବେ ଏହା ଭଲ ଦେଖାଗଲା
09:38 ମୁଁ ଭାବୁଛି, ଏହା ବହୁତ ବଢ଼ିଆ
09:45 ମୁଁ ଯେତେବେଳେ Ship Layer ଓ ଇଏମଜକୁ ଗାଢ ନକରି ତୁଳନା କଲି, ସେତେବେଳେ Ship Layerରେ ପକ୍ଷୀଗୁଡ଼ିକ ଓ ଜାହାଜ ଗାଢ ଦେଖାଗଲେ ଏବଂ ମୁଁ ଭାବୁଛି, ଏହି ଇମେଜ ପାଇଁ Layer Mask ବ୍ୟବହାର କରି ମୁଁ ଭଲ ପରିଣାମ ପାଇଲି
10:00 ମୁଁ, ଯେକୌଣସି ସମୟରେ ସମସ୍ତ ଲେୟାର୍ ଟୂଲ୍ସ ବ୍ୟବହାର କରି ଇଫେକ୍ଟଗୁଡ଼ିକୁ ବଦଳାଇପାରିବି
10:08 ମୁଁ ପ୍ରାୟ ଭୁଲିଯାଇଥିଲି ଯେ, ବହୁତ Sharp Edge ସହିତ ମୁଁ Layer Maskକୁ ପେଣ୍ଟ କରିଛି ଏବଂ ଯେତେବେଳେ ମୁଁ ଇମେଜ ଉପରେ ଯୂମ୍ କରେ, ଦେଖନ୍ତୁ, ଏଠାରେ ଗୋଟିଏ ହାର୍ଡ ବର୍ଡର୍ ଦେଖାଯାଉଛି ଏବଂ ମୋତେ ସାମାନ୍ୟ ସ୍ମୁଥର୍ ଦରକାର
10:27 କାରଣ ଏହା, ବିଶେଷକରି ଏକ କୁହୁଡ଼ିଆ ଦୃଶ୍ୟରେ ସାମାନ୍ୟ କୃତ୍ରିମ ଦେଖାଯିବ
10:36 ସେଥିପାଇଁ, ଆଉ ଟିକିଏ ଏଡିଟ୍ କରିବା ପାଇଁ ମୁଁ Layer Mask ସିଲେକ୍ଟ କଲି ଏବଂ Tool Barରୁ Filter ଚୟନ କରି Blur ସିଲେକ୍ଟ କଲି
10:49 Blurରେ ମୁଁ, Gaussian Blur ଚୟନ କଲି ଏବଂ ଜାହାଜ ଭାଗକୁ ଯାଇ Horizontal Radiusର ଭାଲ୍ୟୁକୁ 4କୁ ହ୍ରାସ କରି OKରେ କ୍ଲିକ୍ କଲି ଏବଂ Layer Maskକୁ Blur କଲି. ଦେଖନ୍ତୁ, ଜାହାଜର Hard Edge ଚାଲିଗଲା ଓ ଏବେ ଏହା ଭଲ ଦେଖାଗଲା
11:16 ଏବେ ମୁଁ, ଏହି ଇମେଜ ସହିତ କିଛି ସଂଶୋଧନ କାମ କରିବି
11:22 ଯେତେବେଳେ ଆପଣ ଏହି ଇମେଜକୁ ଦେଖିବେ, ପାଣିରେ କିଛି କାଠ ଦେଖିବାକୁ ପାଇବେ ଏବଂ ବାମପଟେ ଗୋଟିଏ ପକ୍ଷୀର ଅଧା ଅଛି, ଯାହା ଧାରରୁ କଟିଯାଇଛି ଏବଂ ମୁଁ ସେଗୁଡ଼ିକୁ କ୍ଲୋନ୍ କରିବାକୁ ଚାହୁଁଛି
11:40 ତେଣୁ, ପୁଣିଥରେ ମୁଁ Zoom Tool ଚୟନ କରି କାଠ ଥିବା ସ୍ଥାନରେ ଯୂମ୍ କଲି ଏବଂ ଏବେ ମୁଁ Healing Tool ଚୟନ କଲି
11:51 Healing Tool, Clone Tool ପରି, ହେଲେ ଏଠାରେ ଏହା ଭଲ କାମ ଦେବ
12:00 ମୁଁ ଯେତେବେଳେ Healing Tool ଚୟନ କରେ, ମୁଁ ଏକ ମାଉସ୍ ପଏଣ୍ଟ ସହିତ ଗୋଟିଏ ବୃତ୍ତ ପାଏ, ହେଲେ ମୁଁ ଇମେଜ ଉପରେ କ୍ଲିକ୍ କରିପାରିବିନି ଏବଂ ମାଉସ୍ ପଏଣ୍ଟରେ ଏକ ନିଷେଧ ଚିହ୍ନ ଅଛି
12:12 ମୁଁ Heal Source ଚୟନ କରିନଥିବାରୁ ନିଷେଧ ଚିହ୍ନ ଦେଖାଯାଉଛି ଏବଂ ତାହାକୁ ମୁଁ Ctrl ଓ କ୍ଲିକ୍ ଦ୍ୱାରା କରିପାରିବି
12:22 ମୋତେ ଭଲ Heal Source ଚୟନ କରିବାକୁ ପଡ଼ିବ ଏଭଂ ତା’ପରେ ମୋତେ Ctrl ଓ କ୍ଲିକ୍ ଦାଭିବାକୁ ହେବ. ମୁଁ ଭାବୁଛି, Heal Source ଭାବେ ଏହା ଏକ ଉତ୍ତମ ସ୍ଥାନ ଆଉ ଏବେ କାଠ ଭାଗରେ କ୍ଲିକ୍ କରିବି
12:38 ଏଠାରେ ଗୋଟିଏ ସମସ୍ୟା ଅଛି
12:40 ଓ ତାହା ହେଉଛି, ମୁଁ ଭୁଲ୍ ଲେୟାର୍ ଉପରେ କାମ କରୁଛି
12:45 ମୋତେ ବ୍ୟାକଗ୍ରାଉଣ୍ଡ ଲେୟାର୍ ଉପରେ କାମ କରିବାକୁ ହେବ ଏବଂ ମୁଁ Layer Mask ଉପରେ ଏଡିଟ୍ କରିବାକୁ ଚେଷ୍ଟା କରୁଥିଲି
12:51 ନିଶ୍ଚିତ ଭାବେ, ମୋତେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଲେୟାର୍ ଚୟନ କରିବାକୁ ହେବ ଏବଂ ସେହି ଲେୟାର୍ ର ଗୋଟିଏ କପୀ କରିବାକୁ ହେବ, କାରଣ ମୁଁ ମୂଳ ବ୍ୟାକଗ୍ରାଉଣ୍ଡ ଲେୟାର୍ ବଦଳାଇବାକୁ ଚାହୁଁନାହିଁ
13:01 ଚାଲନ୍ତୁ, ପୁଣିଥରେ Healing Tool ଚେଷ୍ଟା କରିବା
13:05 ଏବେ ମୁଁ ଆଉ ଗୋଟିଏ ଭୁଲ୍ କଲି
13:09 ଏହି ଗ୍ରେ ଲେୟାର୍ ଉପରକୁ ମୋର ସୋର୍ସ ଥିଲା
13:13 ଆଉ ନିଶ୍ଚିତ ଭାବେ, ମୁଁ ଏହାକୁ Undo କରି ଏଠାରେ ଏକ ନୂଆ ସୋର୍ସ ସିଲେକ୍ଟ କରିବି. ଠିକ୍ ଅଛି, ତାକୁ ଏଠାକୁ ଆଣି କ୍ଲିକ୍ କରନ୍ତୁ, ଆଉ ଏହା ଚାଲିଗଲା
13:25 ଏହି ଭାଗ ପାଇଁ, ସୋର୍ସ ଭାବରେ ମୁଁ ଏହି ଭାଗକୁ ସିଲେକ୍ଟ କରି କ୍ଲିକ୍ କରିବି ଏବଂ ଦେଖନ୍ତୁ, ଏହା ଚାଲିଗଲା
13:36 ଚାଲନ୍ତୁ 100% ମୋଡ୍ ରେ ଇମେଜକୁ ଦେଖିବା
13:40 ଏହା ବହୁତ ଭଲ ଦେଖାଯାଉଛି. ବୋଧହୁଏ ଏହାକୁ ମୁଁ ଆଉ ଟିକିଏ ବଡ଼ ବ୍ରଶ୍ ରେ କରିଥିଲେ ଭଲ ହୋଇଥା’ନ୍ତା, କାରଣଏହି ଡଟ୍ସ ତଥାପି ଏକାଠି ଅଛି
13:53 ତେଣୁ, ପୁଣିଥରେ ମୁଁ, Healing Tool ସିଲେକ୍ଟ କରି ଡଟ୍ସ ଉପରେ କ୍ଲିକ୍ କଲି
14:05 ମୁଁ ଭାବୁଛି, ଏହା କାମ କଲା
14:09 ଏବେ ମୋତେ, ବାମପଟେ ଥିବା ଅଧା କଟା ପକ୍ଷୀକୁ ଅଦୃଶ୍ୟ କରିବାକୁ ପଡ଼ିବ
14:15 ଏଥିପାଇଁ ମୁଁ, ଏଠାରେ ଇମେଜକୁ ପୂଣି ଯୂମ୍ କରି Clone Tool ସିଲେକ୍ଟ କଲି
14:23 Clonig Tool, Healing Tool ପରି ଜଟିଳ ନୁହେଁ ଏବଂ GIMPରେ ଏହା ନୂଆ ଥିବାରୁ ମୋର ପ୍ରକୃତରେ ଏହା ଉପରେ ଅଧିକ ଅଭିଜ୍ଞତା ନାହଁଏ
14:36 ତେଣୁ, ମୋତେ Healing Tool ଭଳି ପଦ୍ଧତି ଅନୁସରଣ କରିବାକୁ ପଡ଼ିବ. ମୁଁ ଏଠାରେ ଏକ ସୋର୍ସ ଭାବରେ କ୍ଲିକ୍ କରି ଏଠାରେ ଥିବା ପକ୍ଷୀ ଉପରେ କ୍ଲିକ୍ କଲି. ମୁଁ ଭାବୁଛି ଏହା କାମ କଲା
14:49 100%କୁ ଯାଆନ୍ତୁ. ବଢିଆ, ଏହି ପକ୍ଷୀଟି ଚାଳିଗଲା
14:55 ମୁଁ ଭାବୁଛି, ଇମେଜଟି ଏବେ ପ୍ରସ୍ତୁତ
15:00 ପ୍ରଥମେ ମୁଁ, ଏହି ଇମେଜକୁ ସାମାନ୍ୟ ଉଜ୍ଜ୍ୱଳ କରିବାକୁ ଚାହୁଁଛି, ହେଲେ ମୁଁ ଭାବୁଛି ଏହାକୁ ଶେଷ ପଦାଙ୍କ ଭାବରେ କରିବି ଏବଂ ଏହା ଏବେ ଯେମିତି ଅଛି, ସେହିପରି କାମଦେବ ବୋଲି ମୁଁ ଭାବୁଛି
15:13 ଏହି ଇମେଜରୁ ଗୋଟିଏ ପୋଷ୍ଟର ପାଇବା ପାଇଁ ମୁଁ ଏହାକୁ ପ୍ରିଣ୍ଟ କରିବାକୁ ଚାହୁଁଛି
15:19 ପ୍ରିଣ୍ଟରଟି 3:2 Aspect Ratio ବ୍ୟବହାର କରେ ଏବଂ ଏହି ଇମେଜରେ 2:1 Aspect Ratio ଅଛି. ତେଣୁ ଏବେ, ମୋତେ ଏହାକୁ ବଦଳାଇବାକୁ ପଡ଼ିବ
15:33 ମୁଁ ଏହାକୁ Canvas Size ସାହାଯ୍ୟରେ କରିପାରିବି, ଯାହା Tool Barରେ ଥିବା Imageରେ ଅଛି
15:40 ମୁଁ Canvas Size ସିଲେକ୍ଟ କଲି ଏବଂ ଇମେଜଟି 1868 ପିକ୍ସେଲ୍ସର ଅଟେ ତଥା ଉଚ୍ଚତା ହେଉଛି 945. ଅନୁପାତ ଗଣନା କରିବାକୁ ମୁଁ ମୋ କାଲକୁଲେଟର୍ ବ୍ୟବହାର କରିବି
15:58 ମୁଁ 1868କୁ 3ରେ ହରଣ କରି 2ରେ ଗୁଣନ କରିବାରୁ ମୋତେ 1245 ମିଳିଲା
16:15 ମୋତେ ଏହାକୁ ଏଠାରେ Unchain କରିବାକୁ ହେବ, ନହେଲେ ଓସାର ମଧ୍ୟ ବଢିଯିବ. ଟାଇପ୍ କରନ୍ତୁ Hight 1245
16:27 ଏବେ, Imageଟି ଠିକ୍ ହେଲା.
16:30 ଏହା, ଉପରେ ଖାପ୍ ଖାଇବ ତଥା ତଳେ ଏକ ଧଳା ଦାଗ ଛାଡ଼ିଯିବ ଏବଂ ମୁଁ ଲେୟାର୍ସକୁ ରିସାଇଜ୍ କରିବି ନାହିଁ. OK ଉପରେ କ୍ଲିକ୍ କରନ୍ତୁ ଏବଂ ଏବେ ମୋ ପାଖରେ, ତଳେ ଅଳ୍ପ କିଛି ନଥାଇ ଏକ ଇମେଜ ଅଛି
16:46 ମୋତେ ତଳ ଭାଗକୁ ପୂରଣ କରିବାକୁ ହେବ ଓ ତା’ପାଇଁ ମୁଁ, Fill Layer Type - White ସହିତ ଏକ New Layer ଚୟନ କଲି ଏବଂ ପୂରା ତଳ ଲେୟାର୍ ଭାବେ ଏହି ଲେୟାର୍ ବ୍ୟବହାର କଲି
17:06 ତଳେ ଥିବା ଏହି ଧଳା ଲେୟାର୍ କୁ ପରେ କାଟିଦିଆଯିବ
17:10 ହେଲେ ମୁଁ, ଏହାକୁ ପ୍ରିଣ୍ଟର୍ ପାଇଁ ଏକ ସଂକେତ ଭାବେ ବ୍ୟବହାର କରିପାରିବି
17:15 ଏହି ପ୍ରିଣ୍ଟର୍ ମୂଳ ରୂପରେ ପ୍ରିଣ୍ଟ ଇଞ୍ଜିନ୍ ଲାଗିଥିବା ଗୋଟିଏ କମ୍ପ୍ୟୁଟର୍ ଅଟେ ଏବଂ ଏହାର ସଂକେତ ପାଇବା ପାଇଁ ଏହାକୁ ପରୀକ୍ଷା କରିବା ଯେ, ଏହାକୁ କିପରି ହ୍ୟାଣ୍ଡଲ୍ କରନ୍ତି
17:25 ଏହି ଇମେଜଟି ଏଠାରେ ବହୁତ ଅସ୍ୱାଭାବିକ ଅଛି. ଏହା ପ୍ରାୟ କଳା ଓ ଧଳା ଅଟେ ଏବଂ ଏଥିରେ ବେଶୀ କଣ୍ଟ୍ରାଷ୍ଟ ମଧ୍ୟ ନାହିଁ
17:36 ମୁଁ ଏଠାରେ, ସମଗ୍ର ଇମେଜର ଠିକ୍ ଉପରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି Blend Tool, Gradient Fill With ସିଲେକ୍ଟ କରୁଛି ଏବଂ Gradientକୁ କଳାରୁ ଧଳା ସେଟ୍ କରୁଛି
17:52 ଆଉ ଏବେ ମୁଁ, Gradient ଦ୍ୱାରା ଏଠାରେ ଏହାକୁ ଫିଲ୍ କରୁଛି
17:57 କ୍ଲିକ୍ କରି ଏକ ରେଖା ଟାଣନ୍ତୁ ଏବଂ ଏବେ ମୋ ପାଖରେ ଆୟତକ୍ଷେତ୍ରରେ କଳାରୁ ଧଳା ରଙ୍ଗର ପୂର୍ଣ୍ଣ କଲର୍ ରେଞ୍ଜ ଅଛି
18:08 ମୋ ପାଖରେ ଏଠାରେ କଳାରୁ ପୂର୍ଣ୍ଣ ଧଳାର ଏକ ଏରିଆ ଅଛି
18:13 ମୁଁ ଆଉଥରେ ଏହାକୁ ପୁନରାବୃତ୍ତି କରୁଛି
18:24 ଏଠାରେ Bled Tool ସିଲେକ୍ଟ କରୁଛି, ଆଉ ଏଥରକ Full Saturation ନାମକ Special Gradient ବ୍ୟବହାର କରୁଛି; ଏଥିରେ ସମଗ୍ର କଲର୍ ରେଞ୍ଜ ଅଛି
18:42 ଆଉଥରେ ଏହି Gradientକୁ ଫିଲ୍ କରନ୍ତୁ. ଏବେ ମୋ ପାଖରେ ଇମେଜକୁ ସଂରକ୍ଷିତ କରିବାକୁ ପ୍ରିଣ୍ଟର୍ ପାଇଁ ପରାମର୍ଶ ଅଛି ଏବଂ ଯଦି ରଙ୍ଗ ନଆସେ, ତେବେ ମୁଁ ସବୁବେଳେ ଏଠାରେ କହିପାରିବି, ଏହା ନାଲି ଓ ଏହା ସବୁଜ ହେବା ଦରକାର
19:02 ଆଜି ପାଇଁ ଏତିକି
19:06 ଅଧିକ ବିବରଣୀ ପାଇଁ info@meetthegimp.orgକୁ ଲେଖନ୍ତୁ କିମ୍ୱା Meet The GIMP.org ବ୍ଲଗ୍ ରେ କମେଣ୍ଟ ଛାଡ଼ନ୍ତୁ କିମ୍ୱା Tips From The Top Floorର ଫୋରମ୍ କୁ ଆସନ୍ତୁ
19:26 ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ
19:33 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep