Difference between revisions of "Inkscape/C3/Create-an-A4-Poster/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00.01 | Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍...")
 
 
Line 2: Line 2:
 
|'''Time'''
 
|'''Time'''
 
|'''Narration'''
 
|'''Narration'''
 +
 
|-
 
|-
|00.01
+
|00:01
 
| Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
| Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ  
 
|-
 
|-
|00.07
+
 
 +
|00:07
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,  
 +
 
|-
 
|-
|00.10
+
|00:10
|* Document Properties ବଦଳାଇବା  
+
| Document Properties ବଦଳାଇବା  
 +
 
 
|-
 
|-
|00.12
+
|00:12
|* ଏକ A4 Poster ଡିଜାଇନ୍ କରିବା  
+
| ଏକ A4 Poster ଡିଜାଇନ୍ କରିବା  
 +
 
 
|-
 
|-
|00.14
+
|00:14
|* ଓ ପୋଷ୍ଟର୍ କୁ PDFରେ ସେଭ କରିବା  
+
| ଓ ପୋଷ୍ଟର୍ କୁ PDFରେ ସେଭ କରିବା  
 +
 
 
|-
 
|-
|00.17
+
|00:17
 
| ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 
| ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି  
 +
 
|-
 
|-
|00.19
+
|00:19
|* ଉବୁଣ୍ଟୁ ଲିନକ୍ସ 12.04 OS  
+
| ଉବୁଣ୍ଟୁ ଲିନକ୍ସ 12.04 OS  
 +
 
 
|-
 
|-
|00.22
+
|00:22
|* Inkscape ଭର୍ସନ୍ 0.48.4  
+
| Inkscape ଭର୍ସନ୍ 0.48.4  
 +
 
 
|-
 
|-
|00.26
+
|00:26
 
| Inkscape ଖୋଲନ୍ତୁ  
 
| Inkscape ଖୋଲନ୍ତୁ  
 +
 
|-
 
|-
|00.28
+
|00:28
 
| Fileକୁ ଯାଆନ୍ତୁ New କ୍ଲିକ୍‍ କରନ୍ତୁ  
 
| Fileକୁ ଯାଆନ୍ତୁ New କ୍ଲିକ୍‍ କରନ୍ତୁ  
 +
 
|-
 
|-
|00.32
+
|00:32
 
| ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍  
 
| ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍  
 +
 
|-
 
|-
|00.37
+
|00:37
 
| ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4  
 
| ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4  
 +
 
|-
 
|-
|00.41
+
|00:41
 
| ମୁଁ ତାକୁ ସେହିପରି ଛାଡ଼ିଦେବି  
 
| ମୁଁ ତାକୁ ସେହିପରି ଛାଡ଼ିଦେବି  
 +
 
|-
 
|-
|00.44
+
|00:44
 
| ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ  
 
| ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ  
 +
 
|-
 
|-
|00.49
+
|00:49
 
| ଏବେ କିଛି ସେଟିଙ୍ଗ୍ସ ବଦଳାଇବା  
 
| ଏବେ କିଛି ସେଟିଙ୍ଗ୍ସ ବଦଳାଇବା  
 +
 
|-
 
|-
|00.51
+
|00:51
 
| Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ  
 
| Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|00.54
+
|00:54
 
| ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା  
 
| ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା  
 +
 
|-
 
|-
|00.59
+
|00:59
 
| ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା  
 
| ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା  
 +
 
|-
 
|-
|1.03
+
|01:03
 
| ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ  
 
| ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ  
 +
 
|-
 
|-
|1.08
+
|01:08
 
| ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି  
 
| ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି  
 +
 
|-
 
|-
|1.13
+
|01:13
 
| ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
 
| ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
 +
 
|-
 
|-
|1.16
+
|01:16
 
| ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ  
 
| ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ  
 +
 
|-
 
|-
|1.21
+
|01:21
 
| ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ  
 
| ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ  
 +
 
|-
 
|-
|1.24
+
|01:24
 
| RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ  
 
| RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ  
 +
 
|-
 
|-
|1.29
+
|01:29
 
| କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ  
 
| କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ  
 +
 
|-
 
|-
|1.35
+
|01:35
 
| ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା  
 
| ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା  
 +
 
|-
 
|-
|1.40
+
|01:40
 
| ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି  
 
| ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି  
 +
 
|-
 
|-
|1.47
+
|01:47
 
| Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ  
 
| Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ  
 +
 
|-
 
|-
|1.52
+
|01:52
 
| Page Sizeରେ ଅନେକ ଅପ୍ସନ୍ ଅଛି  
 
| Page Sizeରେ ଅନେକ ଅପ୍ସନ୍ ଅଛି  
 +
 
|-
 
|-
|1.55
+
|01:55
 
| ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା  
 
| ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା  
 +
 
|-
 
|-
|2.00
+
|02:00
 
| ମୁଁ କ୍ଲିକ୍ କରିବା ‍କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ  
 
| ମୁଁ କ୍ଲିକ୍ କରିବା ‍କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ  
 +
 
|-
 
|-
|2.04
+
|02:04
 
| ପେଜ୍ ସାଇଜ୍ କୁ A4 ରଖନ୍ତୁ  
 
| ପେଜ୍ ସାଇଜ୍ କୁ A4 ରଖନ୍ତୁ  
 +
 
|-
 
|-
|2.08
+
|02:08
 
| Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ '''
 
| Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ '''
 +
 
|-
 
|-
|2.12
+
|02:12
 
| ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ  
 
| ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ  
 +
 
|-
 
|-
|2.17
+
|02:17
 
| ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା  
 
| ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା  
 +
 
|-
 
|-
|2.23
+
|02:23
 
| Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା  
 
| Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା  
 +
 
|-
 
|-
|2.31
+
|02:31
 
| ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା  
 
| ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା  
 +
 
|-
 
|-
|2.34
+
|02:34
 
| Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ  
 
| Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|2.37  
+
|02:37  
 
| ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ  
 
| ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ  
 +
 
|-
 
|-
|2.41
+
|02:41
 
| ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା  
 
| ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା  
 +
 
|-
 
|-
|2.45
+
|02:45
 
| ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ  
 
| ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ  
 +
 
|-
 
|-
|2.51
+
|02:51
 
| ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି  
 
| ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି  
 +
 
|-
 
|-
|2.57
+
|02:57
 
| ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି  
 
| ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି  
 +
 
|-
 
|-
|3.03
+
|03:03
 
| ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ  
 
| ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ  
 +
 
|-
 
|-
|3.08
+
|03:08
 
| ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ  
 
| ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ  
 +
 
|-
 
|-
|3.13
+
|03:13
 
| ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ  
 
| ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ  
 +
 
|-
 
|-
|3.18
+
|03:18
 
| ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା  ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ  
 
| ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା  ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ  
 +
 
|-
 
|-
|3.25
+
|03:25
 
| ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ
 
| ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ
 +
 
|-
 
|-
|3.31
+
|03:31
 
| ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ  
 
| ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ  
 +
 
|-
 
|-
|3.36
+
|03:36
 
| ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ  
 
| ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ  
 +
 
|-
 
|-
|3.42
+
|03:42
 
| ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା  
 
| ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା  
 +
 
|-
 
|-
|3.47
+
|03:47
 
| ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା  
 
| ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା  
 +
 
|-
 
|-
|3.52
+
|03:52
 
| Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ  
 
| Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ  
 +
 
|-
 
|-
|3.57
+
|03:57
 
| ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ  
 
| ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ  
 +
 
|-
 
|-
|4.01
+
|04:01
 
| ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ  
 
| ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|4.03
+
|04:03
 
| କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ  
 
| କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ  
 +
 
|-
 
|-
|4.08
+
|04:08
 
| ଆପଣ ଏଠାରେ Ruler Guides ତିଆରି କରିପାରିବେ  
 
| ଆପଣ ଏଠାରେ Ruler Guides ତିଆରି କରିପାରିବେ  
 +
 
|-
 
|-
|4.12
+
|04:12
 
| Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ
 
| Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ
 +
 
|-
 
|-
|4.15
+
|04:15
 
| ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ  
 
| ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ  
 +
 
|-
 
|-
|4.19
+
|04:19
 
| ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ  
 
| ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ  
 +
 
|-
 
|-
|4.25
+
|04:25
 
| Guidelineର ରଙ୍ଗ ହେଉଛି Guide Color  
 
| Guidelineର ରଙ୍ଗ ହେଉଛି Guide Color  
 +
 
|-
 
|-
|4.28
+
|04:28
 
| ଏକ ନିର୍ଦ୍ଦିଷ୍ଟ ‍ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color  
 
| ଏକ ନିର୍ଦ୍ଦିଷ୍ଟ ‍ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color  
 +
 
|-
 
|-
|4.33
+
|04:33
 
| ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି  
 
| ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି  
 +
 
|-
 
|-
|4.37
+
|04:37
 
| ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ  
 
| ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ  
 +
 
|-
 
|-
|4.41
+
|04:41
 
| ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି  
 
| ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି  
 +
 
|-
 
|-
|4.44
+
|04:44
 
| Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ  
 
| Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ  
 +
 
|-
 
|-
|4.52
+
|04:52
 
| ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ  
 
| ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|4.54
+
|04:54
 
| ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା  
 
| ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା  
 +
 
|-
 
|-
|5.00
+
|05:00
 
| କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ  
 
| କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ  
 +
 
|-
 
|-
|5.07
+
|05:07
 
| ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ  
 
| ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ  
 +
 
|-
 
|-
|5.09
+
|05:09
 
| ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid  
 
| ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid  
 +
 
|-
 
|-
|5.16
+
|05:16
 
| Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ  
 
| Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|5.20
+
|05:20
 
| କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ  
 
| କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ  
 +
 
|-
 
|-
|5.25
+
|05:25
 
| ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା  
 
| ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା  
 +
 
|-
 
|-
|5.31
+
|05:31
 
| ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା  
 
| ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା  
 +
 
|-
 
|-
|5.36
+
|05:36
 
| ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ  
 
| ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ  
 +
 
|-
 
|-
|5.41
+
|05:41
 
| ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ  
 
| ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ  
 +
 
|-
 
|-
|5.47
+
|05:47
 
| ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା  
 
| ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା  
 +
 
|-
 
|-
|5.50
+
|05:50
 
| ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ  
 
| ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ  
 +
 
|-
 
|-
|5.53   
+
|05:53   
 
| ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ  
 
| ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ  
 +
 
|-
 
|-
|5.58
+
|05:58
 
| Rectangle Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ  
 
| Rectangle Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ  
 +
 
|-
 
|-
|6.00
+
|06:00
 
| ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ  
 
| ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ  
 +
 
|-
 
|-
|6.06
+
|06:06
 
| ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ  
 
| ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ  
 +
 
|-
 
|-
|6.08
+
|06:08
 
| ଏବେ, Bezier Tool ବ୍ୟବହାର କରି କାନଭାସ  
 
| ଏବେ, Bezier Tool ବ୍ୟବହାର କରି କାନଭାସ  
 +
 
|-
 
|-
|6.16
+
|06:16
 
| ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ  
 
| ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ  
 +
 
|-
 
|-
|6.23
+
|06:23
 
| ଏହାକୁ ନୀଳ ରଙ୍ଗ ଦେବା
 
| ଏହାକୁ ନୀଳ ରଙ୍ଗ ଦେବା
 +
 
|-
 
|-
|6.25
+
|06:25
 
| ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ  
 
| ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ  
 +
 
|-
 
|-
|6.28
+
|06:28
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ  
 
| ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ  
 +
 
|-
 
|-
|6.32
+
|06:32
 
| ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ  
 
| ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ  
 +
 
|-
 
|-
|6.39
+
|06:39
 
| ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ‍ସ୍ଥାନରେ ତାହାକୁ ସେଭ୍ କରନ୍ତୁ  
 
| ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ‍ସ୍ଥାନରେ ତାହାକୁ ସେଭ୍ କରନ୍ତୁ  
 +
 
|-
 
|-
|6.45
+
|06:45
 
| ଏବେ, Inkscapeକୁ ଫେରିଆସନ୍ତୁ  
 
| ଏବେ, Inkscapeକୁ ଫେରିଆସନ୍ତୁ  
 +
 
|-
 
|-
|6.47
+
|06:47
 
| File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍‍ କରନ୍ତୁ
 
| File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍‍ କରନ୍ତୁ
 +
 
|-
 
|-
|6.51
+
|06:51
 
| Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ  
 
| Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ  
 +
 
|-
 
|-
|6.54
+
|06:54
 
| Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ
 
| Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
|6.59
+
|06:59
 
| ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍‍ କରନ୍ତୁ '''
 
| ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍‍ କରନ୍ତୁ '''
 +
 
|-
 
|-
|7.03
+
|07:03
 
| ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା  
 
| ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା  
 +
 
|-
 
|-
|7.06
+
|07:06
 
| ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି
 
| ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି
 +
 
|-
 
|-
|7.09
+
|07:09
 
| Header Areaର ଉପର ବାମପଟ କୋଣରେ ରଖନ୍ତୁ
 
| Header Areaର ଉପର ବାମପଟ କୋଣରେ ରଖନ୍ତୁ
 +
 
|-
 
|-
|7.14
+
|07:14
 
| ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ  
 
| ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ  
 +
 
|-
 
|-
|7.18  
+
|07:18  
 
| ଏହାକୁ Bold କରନ୍ତୁ  
 
| ଏହାକୁ Bold କରନ୍ତୁ  
 +
 
|-
 
|-
|7.20  
+
|07:20  
 
| ଫଣ୍ଟ ସାଇଜ୍ କୁ 48 କରନ୍ତୁ
 
| ଫଣ୍ଟ ସାଇଜ୍ କୁ 48 କରନ୍ତୁ
 +
 
|-
 
|-
|7.24
+
|07:24
 
| ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ
 
| ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ
 +
 
|-
 
|-
|7.27
+
|07:27
 
| ଏହାପରେ  ଟାଇପ୍ କରନ୍ତୁ partner with us...help bridge the digital divide  
 
| ଏହାପରେ  ଟାଇପ୍ କରନ୍ତୁ partner with us...help bridge the digital divide  
 +
 
|-
 
|-
|7.35
+
|07:35
 
| ଫଣ୍ଟ ସାଇଜ୍ କୁ 20 କରନ୍ତୁ
 
| ଫଣ୍ଟ ସାଇଜ୍ କୁ 20 କରନ୍ତୁ
 +
 
|-
 
|-
|7.39
+
|07:39
 
| ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ  
 
| ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ  
 +
 
|-
 
|-
|7.42
+
|07:42
 
| ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି  
 
| ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି  
 +
 
|-
 
|-
|7.47
+
|07:47
 
| ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ  
 
| ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ  
 +
 
|-
 
|-
|7.51
+
|07:51
 
| ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ  
 
| ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ  
 +
 
|-
 
|-
|7.54
+
|07:54
 
| ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ‍ସ୍ଥାନରେ Copy ଓ Paste କରିବି  
 
| ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ‍ସ୍ଥାନରେ Copy ଓ Paste କରିବି  
 +
 
|-
 
|-
|8.00
+
|08:00
 
| ଫଣ୍ଟ ସାଇଜ୍ କୁ 28 କରନ୍ତୁ  
 
| ଫଣ୍ଟ ସାଇଜ୍ କୁ 28 କରନ୍ତୁ  
 +
 
|-
 
|-
|8.04
+
|08:04
 
| ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ
 
| ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ
 +
 
|-
 
|-
|8.06
+
|08:06
 
| Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ
 
| Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ
 +
 
|-
 
|-
|8.10
+
|08:10
 
| ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା  
 
| ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା  
 +
 
|-
 
|-
|8.13
+
|08:13
 
| ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ  
 
| ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ  
 +
 
|-
 
|-
|8.17
+
|08:17
 
| ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି  
 
| ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି  
 +
 
|-
 
|-
|8.20
+
|08:20
 
| ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ  
 
| ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ  
 +
 
|-
 
|-
|8.24
+
|08:24
 
| ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
 
| ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
 +
 
|-
 
|-
|8.27
+
|08:27
 
| ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ  
 
| ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ  
 +
 
|-
 
|-
|8.30
+
|08:30
 
| ସେଗୁଡ଼ିକୁ ପୋଷ୍ଟର୍ ର ତଳ ‍ସ୍ଥାନକୁ ନେଇଯାଆନ୍ତୁ
 
| ସେଗୁଡ଼ିକୁ ପୋଷ୍ଟର୍ ର ତଳ ‍ସ୍ଥାନକୁ ନେଇଯାଆନ୍ତୁ
 +
 
|-
 
|-
|8.33
+
|08:33
 
| ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା  
 
| ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା  
 +
 
|-
 
|-
|8.37
+
|08:37
 
| ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ  
 
| ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ  
 +
 
|-
 
|-
|8.42
+
|08:42
 
| ଫଣ୍ଟ ସାଇଜ୍ କୁ 18 କରନ୍ତୁ
 
| ଫଣ୍ଟ ସାଇଜ୍ କୁ 18 କରନ୍ତୁ
 +
 
|-
 
|-
|8.45
+
|08:45
 
| ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ  
 
| ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ  
 +
 
|-
 
|-
|8.47  
+
|08:47  
 
| ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା  
 
| ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା  
 +
 
|-
 
|-
|8.51
+
|08:51
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 
| Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|8.55
+
|08:55
 
| ଏକ ଡାୟଲଗ୍‍ ବକ୍ସ ଦେଖାଦେଲା  
 
| ଏକ ଡାୟଲଗ୍‍ ବକ୍ସ ଦେଖାଦେଲା  
 +
 
|-
 
|-
|8.58
+
|08:58
 
| ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ  
 
| ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ  
 +
 
|-
 
|-
|9.00
+
|09:00
 
| ମୁଁ Desktop ଚୟନ କରିବି  
 
| ମୁଁ Desktop ଚୟନ କରିବି  
 +
 
|-
 
|-
|9.02
+
|09:02
 
| ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ  
 
| ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ  
 +
 
|-
 
|-
|9.09
+
|09:09
 
| ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster  
 
| ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster  
 +
 
|-
 
|-
|9.16
+
|09:16
 
| ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ  
 
| ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
|9.18
+
|09:18
 
| ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି
 
| ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି
 +
 
|-
 
|-
|9.21
+
|09:21
 
| ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା  
 
| ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା  
 +
 
|-
 
|-
|9.25
+
|09:25
 
| ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି  
 
| ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି  
 +
 
|-
 
|-
|9.28
+
|09:28
 
| ସଂ‍କ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 
| ସଂ‍କ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,  
 +
 
|-
 
|-
|9.32
+
|09:32
|* Document Properties ବଦଳାଇବା  
+
|Document Properties ବଦଳାଇବା  
 +
 
 
|-
 
|-
|9.34
+
|09:34
|* ଏକ A4 Poster ଡିଜାଇନ୍ କରିବା  
+
| ଏକ A4 Poster ଡିଜାଇନ୍ କରିବା  
 +
 
 
|-
 
|-
|9.36
+
|09:36
|* ପୋଷ୍ଟର୍ କୁ PDFରେ ସେଭ କରିବା  
+
|ପୋଷ୍ଟର୍ କୁ PDFରେ ସେଭ କରିବା  
 +
 
 
|-
 
|-
|9.38
+
|09:38
 
| ଏକ ଆସାଇନମେଣ୍ଟ ଭାବେ  
 
| ଏକ ଆସାଇନମେଣ୍ଟ ଭାବେ  
 +
 
|-
 
|-
|9.40
+
|09:40
 
| Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ  
 
| Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ  
 +
 
|-
 
|-
|9.44
+
|09:44
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
|9.48
+
|09:48
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
 +
 
|-
 
|-
|9.54
+
|09:54
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 +
 
|-
 
|-
|10.01
+
|10:01
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 +
 
|-
 
|-
|10.04
+
|10:04
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
|10.10
+
|10:10
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
 
| ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ  
 +
 
|-
 
|-
|10.14
+
|10:14
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
|10.16
+
|10:16
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 11:51, 7 April 2017

Time Narration
00:01 Inkscape ବ୍ୟବହାର କରି Creat an A4 Poster ଉପରେ ସ୍ପୋକନ୍‍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା,
00:10 Document Properties ବଦଳାଇବା
00:12 ଏକ A4 Poster ଡିଜାଇନ୍ କରିବା
00:14 ଓ ପୋଷ୍ଟର୍ କୁ PDFରେ ସେଭ କରିବା
00:17 ଏହି ଟ୍ୟୁଟୋରିଆଲ୍‍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:19 ଉବୁଣ୍ଟୁ ଲିନକ୍ସ 12.04 OS
00:22 Inkscape ଭର୍ସନ୍ 0.48.4
00:26 Inkscape ଖୋଲନ୍ତୁ
00:28 Fileକୁ ଯାଆନ୍ତୁ New କ୍ଲିକ୍‍ କରନ୍ତୁ
00:32 ଏହିଗୁଡ଼ିକ ହେଉଛି ଇପଲବ୍ଧ ଥିବା ଡିଫଲ୍ଟ କାନଭାସ୍ ସାଇଜ୍
00:37 ମୋର କାନଭାସ୍ ସାଇଜ୍ ହେଉଛି ଡିଫଲ୍ଟ ଭାବରେ A4
00:41 ମୁଁ ତାକୁ ସେହିପରି ଛାଡ଼ିଦେବି
00:44 ଯଦି ଆପଣଙ୍କ ମେସିନ୍ ରେ ସେପରି ନଥିବ, ତେବେ A4 ସାଇଜ୍ ଚୟନ କରନ୍ତୁ
00:49 ଏବେ କିଛି ସେଟିଙ୍ଗ୍ସ ବଦଳାଇବା
00:51 Fileକୁ ଯାଆନ୍ତୁ Document Properties ଉପରେ କ୍ଲିକ୍ କରନ୍ତୁ
00:54 ବିଭିନ୍ନ ଟାବ୍ସ ଓ ଅପ୍ସନ୍ସ ଥାଇ ଏକ ଡାୟଲଗ୍ ବକ୍ସ ଖୋଲିଲା
00:59 ଚାଲନ୍ତୁ, ସେଗୁଡ଼ିକ ବିଷୟରେ ଶିଖିବା
01:03 ପ୍ରଥମ Page ଟାବ୍ ରେ, Default Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
01:08 ଦେଖନ୍ତୁ, ମୁଁ ଗୋଟିଏ ଗୋଟିଏ କରି କ୍ଲିକ୍ କରିବାବେଳେ କିପରି Ruler ବଦଳୁଛି
01:13 ମୁଁ ୟୁନିଟ୍ କୁ Pixels ଭାବରେ ରଖିବି
01:16 ପାରଦର୍ଶିତା ଓ ବ୍ୟାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାରେ Bckground ଅପ୍ସନ୍ ସାହାଯ୍ୟ କରିଥାଏ
01:21 ତା’ଉପରେ କ୍ଲିକ୍ କଲେ, ଗୋଟିଏ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ
01:24 RGB ସ୍ଲାଇଡର୍ସକୁ ବାମ ଓ ଡାହାଣକୁ ଘୁଞ୍ଚାନ୍ତୁ
01:29 କାନଭାସ୍ ରେ Background Color ଦୃଶ୍ୟମାନ କରିବା ପାଇଁ, Alpha Sliderକୁ ଡାହାଣକୁ ଘୁଞ୍ଚାନ୍ତୁ
01:35 ଚୟନିତ RGB ଭାଲ୍ୟୁ ଅନୁସାରେ ଏବେ ପାରଦର୍ଶିତା ବଦଳିଲା
01:40 ଦେଖନ୍ତୁ, Document Properties ୱିଣ୍ଡୋରେ, ମୁଁ ଘୁଞ୍ଚାଇଲେ Background Optionରେ ଥିବା ରଙ୍ଗ ବଦଳୁଛି
01:47 Alpha ସ୍ଲାଇଡର୍ କୁ ପୂରା ବାମକୁ ଫେରାଇଆଣି ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
01:52 Page Sizeରେ ଅନେକ ଅପ୍ସନ୍ ଅଛି
01:55 ଏହି ଅପ୍ସନ୍ ଗୁଡ଼ିକୁ ବ୍ୟବହାର କରି ଆମେ କାନଭାସ୍ ର ସାଇଜ୍ ମଧ୍ୟ ବଦଳାଇପାରିବା
02:00 ମୁଁ କ୍ଲିକ୍ କରିବା ‍କ୍ଷଣି କାନଭାସ୍ ସାଇଜ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
02:04 ପେଜ୍ ସାଇଜ୍ କୁ A4 ରଖନ୍ତୁ
02:08 Orientationକୁ, Portrait କିମ୍ୱା Landscapeରେ ବଦଳାଯାଇପାରିବ
02:12 ଉଭୟ ଅପ୍ସନ୍ ରେ କ୍ଲିକ୍ କରି କାନଭାସ୍ ରେ ପରିବର୍ତ୍ତନକୁ ଦେଖନ୍ତୁ
02:17 ଆମେ, Width ଓ Height ପାରାମିଟର୍ସ ବ୍ୟବହାର କରି କାନଭାସ୍ ର ଉଚ୍ଚତା ଓ ପ୍ରସ୍ତତାକୁ ବଦଳାଇପାରିବା
02:23 Units ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ ଏଠାରେ ଆମେ, ଆମ ଆବଶ୍ୟକତା ଅନୁସାରେ ୟୁନିଟ୍ସ ବଦଳାଇପାରିବା
02:31 ଏବେ ଚାଲନ୍ତୁ Unitsକୁ Pixelsରେ ବଦଳାଇଦେବା
02:34 Resize Page to Content ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
02:37 ଉପଲବ୍ଧ ବିଭିନ୍ନ ଅପ୍ସନ୍ସ ଖୋଲିବ
02:41 ସମସ୍ତ ସାଇଡ୍ ପାଇଁ ଆମେ ଏଠାରେ ମାର୍ଜିନ୍ ସେଟ୍ କରିପାରିବା
02:45 ମାର୍ଜିନ୍ ସେଟ୍ କରିସାରିବା ପରେ Resize Page to Drawing or Selection ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ
02:51 ଏହାପରେ ହେଉଛି Border ଅପ୍ସନ୍. ଏଠାରେ 3ଟି ଚେକ୍-ବକ୍ସ ଅପ୍ସନ୍ସ ଅଛି
02:57 ଏହି ଅପ୍ସନ୍ ଗୁଡ଼ିକୁ ଦେଖାଇବା ପାଇଁ, ମୂଁ ଏହି ଶୈଳୀରେ ପ୍ରଥମେ ଗୋଟିଏ Ellipse ଆଙ୍କୁଛି
03:03 ପ୍ରଥମ ଅପ୍ସନ୍ ପେଜ୍ ବର୍ଡର୍ ତିଆରି କରିବ, ଅର୍ଥାତ୍ କାନଭାସ୍ ବର୍ଡର୍ କୁ ଦୃଶ୍ୟମାନ କରିବ
03:08 ଏହି ଅପ୍ସନ୍ କୁ ଅନ୍-ଚେକ୍ କଲେ ବର୍ଡର୍ ଉଭେଇଯିବ
03:13 ତା’ପରେ ପୁଣିଥରେ ଅପ୍ସନ୍ କୁ ଚେକ୍ କରନ୍ତୁ ଓ ବର୍ଡର୍ ପୁଣି ଦେଖାଦେବାର ଦେଖନ୍ତୁ
03:18 ଦ୍ୱିତୀୟ ଅପ୍ସନ୍ ଟି ବର୍ଡର୍ କୁ ଡ୍ରଇଙ୍ଗ୍ ଉପରେ ରଖିବ, ଯେଉଁଥିରୁ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ
03:25 ପୁଣିଥରେ ଏହି ଅପ୍ସନ୍ କୁ ଚେକ୍ ଓ ଅନ୍-ଚେକ୍ କରି, କାନଭାସ୍ ରେ କ’ଣ ଘଟୁଛି ଦେଖନ୍ତୁ
03:31 ତୃତୀୟ ଅପ୍ସନ୍ ଟି, ଡାହାଣ ଓ ତଳେ କାନଭାସ୍ ର ଛାଇ ଦେଖାଏ
03:36 ଏଠାରେ ଦେଖନ୍ତୁ, ଡାହାଣ ଓ ତଳ ବର୍ଡର୍ ଅନ୍ୟ ଦୁଇ ପାର୍ଶ୍ୱ ତୁଳନାରେ ମୋଟା ଅଟେ
03:42 ତୃତୀୟ ଅପ୍ସନ୍ କୁ ଅନ୍-ଚେକ୍ କରି ଦେଖନ୍ତୁ, ଏହି ଛାଇ ଅଦୃଶ୍ୟ ହୋଇଗଲା
03:47 ଆମର ଆବଶ୍ୟକତା ଓ ପସନ୍ଦ ଅନୁସାରେ ଆମେ ଏହିସବୁ ଅପ୍ସନ୍ସ ବ୍ୟବହାର କରିପାରିବା
03:52 Border Color ଅପ୍ସନ୍ ଦ୍ୱାରା ଆମେ ବର୍ଡର୍ ରଙ୍ଗ ଚୟନ କରିଥାଉ
03:57 ଡିଫଲ୍ଟ ବର୍ଡର୍ କଲର୍ କୁ ଅପରିବର୍ତ୍ତିତ ରଖନ୍ତୁ
04:01 ଏହାପରେ Guides ଟାବ୍ ଉପରେ କ୍ଲିକ୍ କରନ୍ତୁ
04:03 କାନଭାସ୍ ଉପରେ ଟେକ୍ସଟ୍ ଓ ଗ୍ରାଫିକ୍ ଆଲାଇନ୍ କରିବାକୁ Guides ସାହାଯ୍ୟ କରିଥାଏ
04:08 ଆପଣ ଏଠାରେ Ruler Guides ତିଆରି କରିପାରିବେ
04:12 Vertical Ruler ଉପରେ କ୍ଲିକ୍ କରି ଏକ Guideline ଡ୍ରାଗ୍ କରନ୍ତୁ
04:15 ଏବେ, ପ୍ରଥମ ଅପ୍ସନ୍ Show Guidesକୁ ଚେକ୍ ଓ ଅନ୍-ଚେକ୍ କରନ୍ତୁ
04:19 ଏବଂ କାନଭାସ୍ ଉପରେ Guidelineର ଦୃଶ୍ୟ ଓ ଅଦୃଶ୍ୟ ହେବା ଦେଖନ୍ତୁ
04:25 Guidelineର ରଙ୍ଗ ହେଉଛି Guide Color
04:28 ଏକ ନିର୍ଦ୍ଦିଷ୍ଟ ‍ସ୍ଥାନକୁ Guidelineକୁ ଡ୍ରାଗ୍ କରିବାବେଳେ Guidelineର ରଙ୍ଗ ହେଉଛି Highlight Color
04:33 ଏଠାରେ Guide ଓ Highlightର ଡିଫଲ୍ଟ ରଙ୍ଗଗୁଡ଼ିକ ପ୍ରଦର୍ଶିତ ହୋଇଛି
04:37 ନିଜ ପସନ୍ଦ ଅନୁସାରେ ଆପଣ ଏହାକୁ ବଦଳାଇପାରିବେ
04:41 ମୁଁ ଡିଫଲ୍ଟ କଲର୍ କୁ ଅପରିବର୍ତ୍ତିତ ରଖିବି
04:44 Snap Guides While Dragging ଅପ୍ସନ୍, ଡ୍ରାଗିଙ୍ଗ୍ କରିବା ସମୟରେ ନିକଟ ଗାଇଡ୍ ଲାଇନ୍ କୁ ଅବଜେକ୍ଟ କିମ୍ୱା ବାଉଣ୍ଡିଙ୍ଗ୍ ବକ୍ସକୁ Snap କରିବାରେ ସାହାଯ୍ୟ କରେ
04:52 ଏହାପରେ Grids ଟାବ୍ ଉପରେ କ୍ଲିକ୍ କରନ୍ତୁ
04:54 ଏହି ଅପ୍ସନ୍ କୁ ବ୍ୟବହାର କରି ଆମେ, କାନଭାସ୍ ଉପରେ ଆର୍ଟୱର୍କ ପଛରେ ଦୃଶ୍ୟମାନ Gridକୁ ସେଟ୍ କରିପାରିବା
05:00 କାନଭାସ୍ ଉପରେ ଅବଜେକ୍ଟକୁ ଠିକ୍ ଭାବରେ ରଖିବାକୁ Grids ସାହାଯ୍ୟକାରୀ ହୋଇଥାଏ, କିନ୍ତୁ ସେଗୁଡ଼ିକ ପ୍ରିଣ୍ଟ ହୋଇନଥାଏ
05:07 ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରନ୍ତୁ
05:09 ଉପଲବ୍ଧ ଥିବା ଦୁଇ ପ୍ରକାରର Grids ହେଉଛି Rectangular Grid ଓ Axonometric Grid
05:16 Rectagular Grid ଉପରେ କ୍ଲିକ୍ କରି New ବଟନ୍ ଉପରେ କ୍ଲିକ୍ କରନ୍ତୁ
05:20 କାନଭାସ୍ ବ୍ୟାକଗ୍ରାଉଣ୍ଡରେ ତୁରନ୍ତ ଏକ Grid ଗଠିତ ହୋଇଯିବ
05:25 ଉପଲବ୍ଧ ଅପ୍ସନ୍ସ ବ୍ୟବହାର କରି ଆମେ, ଆମର ଆବଶ୍ୟକତା ଅନୁସାରେ Grid Properties ସେଟ୍ କରିପାରିବା
05:31 ତଳେ ଥିବା Remove ବଟନ୍ ଉପରେ କ୍ଲିକ୍ କରି ଆମେ Gridକୁ କାଢ଼ିପାରିବା
05:36 ସମାନ ମାର୍ଗରେ ଆପଣ Axonometric Grid ପାଇଁ ମଧ୍ୟ ଅପ୍ସନ୍ସ ଚେଷ୍ଟା କରିପାରିବେ
05:41 ଏହି ଶୃଙ୍ଖଳାର ଆଗାମୀ ସ୍ତରର ଟ୍ୟୁଟୋରିଆଲ୍ସରେ ପରବର୍ତ୍ତୀ 3ଟି ଟାବ୍ସରେ ଥିବା ଅପ୍ସନ୍ସ ବିଷୟରେ ବୁଝାଯିବ
05:47 ଏବେ ଚାଲନ୍ତୁ ଗୋଟିଏ ପୋଷ୍ଟର୍ ତିଆରି କରିବା
05:50 ପ୍ରଥମେ Ellipse ଓ Guidelineକୁ ଡିଲିଟ୍ କରିଦିଅନ୍ତୁ
05:53 ପୋଷ୍ଟର୍ ପାଇଁ ଆମକୁ ପ୍ରଥମେ ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରିବାକୁ ହେବ
05:58 Rectangle Tool ଟୂଲ୍ ଉପରେ କ୍ଲିକ୍‍ କରନ୍ତୁ
06:00 ସମ୍ପୂର୍ଣ୍ଣ କାନଭାସ କଭର୍ କରୁଥିବା ଭଳି ଏକ ବଡ଼ ଆୟତକ୍ଷେତ୍ର ଆଙ୍କନ୍ତୁ
06:06 ତାହାକୁ ଫିକା ନୀଳ ଗ୍ରେଡିଏଣ୍ଟ ରଙ୍ଗ ଦିଅନ୍ତୁ
06:08 ଏବେ, Bezier Tool ବ୍ୟବହାର କରି କାନଭାସ
06:16 ଉପରେ ଏକ Header Area ଓ ତଳେ ଏକ Footer Area ଆଙ୍କନ୍ତୁ
06:23 ଏହାକୁ ନୀଳ ରଙ୍ଗ ଦେବା
06:25 ଏବେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
06:28 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯିବ
06:32 ତେଣୁ, ସର୍ବପ୍ରଥମେ ତ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ତା’ପରେ Code Filesରେ କ୍ଲିକ୍ କରି Zip File ଡାଉନଲୋଡ୍ କରନ୍ତୁ
06:39 ଏବେ, ଫୋଲ୍ଡର୍ କୁ Unzip କରି ନିଜ ମେସିନ୍ ରେ, ନିଜ ପସନ୍ଦର ‍ସ୍ଥାନରେ ତାହାକୁ ସେଭ୍ କରନ୍ତୁ
06:45 ଏବେ, Inkscapeକୁ ଫେରିଆସନ୍ତୁ
06:47 File ମେନୁକୁ ଯାଆନ୍ତୁ Import ଉପରେ କ୍ଲିକ୍‍ କରନ୍ତୁ
06:51 Logo ସେଭ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
06:54 Spoken Tutorial Logo ସିଲେକ୍ଟ କରି Open ଉପରେ କ୍ଲିକ୍ କରନ୍ତୁ
06:59 ଏକ ନୂଆ ଡାୟଲଗ୍‍ ବକ୍ସ ଖୋଲିଥାଏ OK ଉପରେ କ୍ଲିକ୍‍ କରନ୍ତୁ
07:03 ଏବେ ଆମ କାନଭାସ୍ କୁ ଲୋଗୋଟି ଇମ୍ପୋର୍ଟ ହୋଇଗଲା
07:06 ତାହାକୁ 100 x 100 ପିକ୍ସେଲ୍ କୁ ରିସାଇଜ୍ କରି
07:09 Header Areaର ଉପର ବାମପଟ କୋଣରେ ରଖନ୍ତୁ
07:14 ଏବେ, Spoken Tutorial ଟେକ୍ସଟ୍ ଟାଇପ୍ କରନ୍ତୁ
07:18 ଏହାକୁ Bold କରନ୍ତୁ
07:20 ଫଣ୍ଟ ସାଇଜ୍ କୁ 48 କରନ୍ତୁ
07:24 ତାହାକୁ ଲୋଗୋର ଡାହାଣପଟେ ରଖନ୍ତୁ
07:27 ଏହାପରେ ଟାଇପ୍ କରନ୍ତୁ partner with us...help bridge the digital divide
07:35 ଫଣ୍ଟ ସାଇଜ୍ କୁ 20 କରନ୍ତୁ
07:39 ଏବେ ଆଉ କିଛି ଟେକ୍ସଟ୍ ଆଡ୍ କରନ୍ତୁ
07:42 ମୁଁ, LibreOffice Writer ଡକୁମେଣ୍ଟରେ ଏକ ସାମ୍ପଲ୍ ଟେକ୍ସଟ୍ ପୂର୍ବରୁ ରଖିସାରିଛି
07:47 ଏହି ସାମ୍ପଲ୍ ଟେକ୍ସଟ୍, Code Files ଆପଣଙ୍କୁ ପ୍ରଦାନ କରାଯିବ
07:51 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
07:54 ଏବେ ମୁଁ, ଏହି ଟେକ୍ସଟ୍ କୁ ମୋ ପୋଷ୍ଟର୍ ର ଖାଲି ‍ସ୍ଥାନରେ Copy ଓ Paste କରିବି
08:00 ଫଣ୍ଟ ସାଇଜ୍ କୁ 28 କରନ୍ତୁ
08:04 ଲାଇନ୍ ସ୍ପେସିଙ୍ଗ୍ ସେଟ୍ କରନ୍ତୁ
08:06 Bullet କ୍ରିଏଟ୍ କରି ପ୍ରତ୍ୟେକ ବାକ୍ୟ ପୂର୍ବରୁ ରଖନ୍ତୁ
08:10 ଆମେ ତାହା ତଳେ 2ଟି ଇମେଜ୍ ଆଡ୍ କରିବା
08:13 ପୂର୍ବପରି, ସେଗୁଡ଼ିକୁ Import କରନ୍ତୁ
08:17 ମୁଁ ସେଗୁଡ଼ିକୁ Images ଫୋଲ୍ଡର୍ ରେ ସେଭ୍ କରିଛି
08:20 ଏହି ଇମେଜ୍ ଗୁଡ଼ିକ, Code Files ଆପଣଙ୍କୁ ପ୍ରଦାନ କରାଯିବ
08:24 ଦୟାକରି ତାକୁ ସେଭ୍ କରିଥିବା ଫୋଲ୍ଡର୍ ରୁ ଲୋକେଟ୍ କରନ୍ତୁ
08:27 ଇମେଜ୍ ଗୁଡ଼ିକୁ ସିଲେକ୍ଟ କରି ରିସାଇଜ୍ କରନ୍ତୁ
08:30 ସେଗୁଡ଼ିକୁ ପୋଷ୍ଟର୍ ର ତଳ ‍ସ୍ଥାନକୁ ନେଇଯାଆନ୍ତୁ
08:33 ଚାଲନ୍ତୁ ଏବେ, Footer Areaରେ ଯୋଗାଯୋଗ ବିବରଣୀ ଲେଖିବା
08:37 ପୁଣିଥରେ, LibreOffice Writer ଡକୁମେଣ୍ଟରୁ ଟେକ୍ସଟ୍ Copy ଓ Paste କରନ୍ତୁ
08:42 ଫଣ୍ଟ ସାଇଜ୍ କୁ 18 କରନ୍ତୁ
08:45 ଏବେ ଆମ ପୋଷ୍ଟର୍ ପ୍ରସ୍ତୁତ
08:47 ଏହାପରେ ଆମେ, PDF ଫର୍ମାଟ୍ ରେ ସେଭ୍ କରିବା ବିଷୟରେ ଶିଖିବା
08:51 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
08:55 ଏକ ଡାୟଲଗ୍‍ ବକ୍ସ ଦେଖାଦେଲା
08:58 ଆପଣ ସେଭ୍ କରିବାକୁ ଚାହୁଁଥିବା ଫୋଲ୍ଡର୍ ଚୟନ କରନ୍ତୁ
09:00 ମୁଁ Desktop ଚୟନ କରିବି
09:02 ଡାୟଲଗ୍ ବକ୍ସର ତଳ ଡାହାଣ ପଟେ ଥିବା ଡ୍ରପ୍ ଡାଉନ୍ ତାଲିକାରେ କ୍ଲିକ୍ କରି ଫର୍ମାଟ୍ PDFକୁ ବଦଳାନ୍ତୁ
09:09 ଏଠାରେ Name ଫିଲ୍ଡରେ ଟାଇପ୍ କରନ୍ତୁ: Spoken-Tutorial-Poster
09:16 ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ
09:18 ଆମ ପୋଷ୍ଟର୍ Desktopରେ ସେଭ୍ ହୋଇଛି
09:21 ଚାଲନ୍ତୁ, Desktopକୁ ଯାଇ ଆମ ପୋଷ୍ଟର୍ ଦେଖିବା
09:25 ଆମ ପୋଷ୍ଟର୍ PDF ଫର୍ମାଟ୍ ରେ ଅଛି
09:28 ସଂ‍କ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍‍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:32 Document Properties ବଦଳାଇବା
09:34 ଏକ A4 Poster ଡିଜାଇନ୍ କରିବା
09:36 ପୋଷ୍ଟର୍ କୁ PDFରେ ସେଭ କରିବା
09:38 ଏକ ଆସାଇନମେଣ୍ଟ ଭାବେ
09:40 Spoken Tutorial Project ପାଇଁ ଏକ A4 ପୋଷ୍ଟର୍ ତିଆରି କରନ୍ତୁ
09:44 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
09:48 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍‍ ଟ୍ୟୁଟୋରିଆଲ୍‍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
09:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10:01 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:10 ଏହି ମିଶନ୍‍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲ‍ବ୍ଧ
10:14 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
10:16 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep