Difference between revisions of "Inkscape/C2/Basics-of-Bezier-Tool/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 |'''Time''' |'''Narration''' |- |00:00 | Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟ...")
 
 
Line 6: Line 6:
 
|00:00
 
|00:00
 
| Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,  
 +
 
|-
 
|-
 
|00:08
 
|00:08
|* ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
+
| ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
 +
 
 
|-
 
|-
 
|00:11
 
|00:11
|* ବକ୍ର ରେଖା ଆଙ୍କିବା  
+
| ବକ୍ର ରେଖା ଆଙ୍କିବା  
 +
 
 
|-
 
|-
|0013
+
|00:13
|* ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
+
| ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
 +
 
 
|-
 
|-
 
|00:15
 
|00:15
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
|00:18
 
|00:18
|* ଉବୁଣ୍ଟୁ ଲିନକ୍ସ 12.04 OS
+
| ଉବୁଣ୍ଟୁ ଲିନକ୍ସ 12.04 OS
 +
 
 
|-
 
|-
 
|00:21
 
|00:21
|* Inkscape ଭର୍ସନ୍ 0.48.4
+
| Inkscape ଭର୍ସନ୍ 0.48.4
 +
 
 
|-
 
|-
 
|00:24
 
|00:24
 
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି  
 
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି  
 +
 
|-
 
|-
 
|00:28
 
|00:28
 
| ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ  
 
| ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ  
 +
 
|-
 
|-
 
|00:32
 
|00:32
 
| Inkscape ଖୋଲନ୍ତୁ
 
| Inkscape ଖୋଲନ୍ତୁ
 +
 
|-
 
|-
 
|00:35
 
|00:35
 
| ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା '''
 
| ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା '''
 +
 
|-
 
|-
 
|00:39
 
|00:39
 
| Pencil Toolର ଠିକ୍ ତଳେ Bezier Tool ଅଛି  
 
| Pencil Toolର ଠିକ୍ ତଳେ Bezier Tool ଅଛି  
 +
 
|-
 
|-
 
|00:42
 
|00:42
 
| ତାହା ଉପରେ କ୍ଲିକ୍ କରନ୍ତୁ
 
| ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|00:44
 
|00:44
 
| ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ
 
| ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ
 +
 
|-
 
|-
 
|00:48
 
|00:48
 
| ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି
 
| ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି
 +
 
|-
 
|-
 
|00:51
 
|00:51
 
| ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି  
 
| ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି  
 +
 
|-
 
|-
 
|00:57
 
|00:57
 
| କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ
 
| କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ
 +
 
|-
 
|-
 
|01:01
 
|01:01
 
| ପୁଣିଥରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି  
 
| ପୁଣିଥରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି  
 +
 
|-
 
|-
 
|01:07
 
|01:07
 
| ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ  
 
| ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:11
 
|01:11
 
| ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ.  ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା
 
| ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ.  ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା
 +
 
|-
 
|-
|00:17
+
|01:17
 
| ଏହାପରେ ଏକ ତ୍ରିଭୁଜ ଆଙ୍କିବା  
 
| ଏହାପରେ ଏକ ତ୍ରିଭୁଜ ଆଙ୍କିବା  
 +
 
|-
 
|-
 
|01:21
 
|01:21
 
| ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ.  ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ  
 
| ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ.  ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ  
 +
 
|-
 
|-
 
|01:27
 
|01:27
 
| ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ
 
| ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ
 +
 
|-
 
|-
 
|01:34
 
|01:34
 
| ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା
 
| ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା
 +
 
|-
 
|-
 
|01:38
 
|01:38
 
| ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ.  ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ  
 
| ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ.  ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ  
 +
 
|-
 
|-
 
|01:46
 
|01:46
 
| ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
 
| ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
 +
 
|-
 
|-
 
|01:48
 
|01:48
 
| ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ  
 
| ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ  
 +
 
|-
 
|-
 
|01:55
 
|01:55
 
| ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧.  କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ  
 
| ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧.  କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ  
 +
 
|-
 
|-
 
|01:59
 
|01:59
 
| 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
 
| 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
 +
 
|-
 
|-
 
|02:03
 
|02:03
 
| 3.  ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ  
 
| 3.  ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ  
 +
 
|-
 
|-
 
|02:06
 
|02:06
 
| Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ  
 
| Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ  
 +
 
|-
 
|-
 
|02:11
 
|02:11
 
| ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା
 
| ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା
 +
 
|-
 
|-
 
|02:15
 
|02:15
 
| ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ  
 
| ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ  
 +
 
|-
 
|-
 
|02:18
 
|02:18
 
| ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା
 
| ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା
 +
 
|-
 
|-
 
|02:23
 
|02:23
 
| ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ
 
| ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ
 +
 
|-
 
|-
 
|02:27
 
|02:27
 
| ଥରେ କ୍ଲିକ୍ କରି  କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ.  ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 
| ଥରେ କ୍ଲିକ୍ କରି  କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ.  ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 +
 
|-
 
|-
 
|02:36
 
|02:36
 
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ  
 
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ  
 +
 
|-
 
|-
 
|02:41
 
|02:41
 
| ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 
| ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 +
 
|-
 
|-
 
|02:50
 
|02:50
 
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ
 
| ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ
 +
 
|-
 
|-
 
|02:59
 
|02:59
 
| Tool controls barକୁ ଯାଆନ୍ତୁ.  ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ
 
| Tool controls barକୁ ଯାଆନ୍ତୁ.  ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ
 +
 
|-
 
|-
 
|03:08
 
|03:08
 
| କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ  
 
| କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ  
 +
 
|-
 
|-
 
|03:15
 
|03:15
 
| ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି.  ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ
 
| ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି.  ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ
 +
 
|-
 
|-
 
|03:22
 
|03:22
 
| ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ.  ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ '''
 
| ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ.  ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ '''
 +
 
|-
 
|-
 
|03:29
 
|03:29
 
| ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ  
 
| ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ  
 +
 
|-
 
|-
 
|03:32
 
|03:32
 
| ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି
 
| ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି
 +
 
|-
 
|-
 
|03:40
 
|03:40
 
| ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ
 
| ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ
 +
 
|-
 
|-
 
|03:44
 
|03:44
 
| ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା
 
| ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା
 +
 
|-
 
|-
 
|03:52
 
|03:52
 
| ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା
 
| ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା
 +
 
|-
 
|-
 
|03:58
 
|03:58
 
| ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ  
 
| ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ  
 +
 
|-
 
|-
 
|04:02
 
|04:02
 
| Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ  
 
| Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ  
 +
 
|-
 
|-
 
|04:07
 
|04:07
 
| ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ  
 
| ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:09
 
|04:09
 
| ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard
 
| ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard
 +
 
|-
 
|-
 
|04:18
 
|04:18
 
| ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ.  ତେଣୁ ଆମେ, Triangle Inକୁ ଯିବା
 
| ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ.  ତେଣୁ ଆମେ, Triangle Inକୁ ଯିବା
 +
 
|-
 
|-
 
|04:25
 
|04:25
 
| ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ '''
 
| ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ '''
 +
 
|-
 
|-
 
|04:28
 
|04:28
 
| ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା
 
| ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା
 +
 
|-
 
|-
 
|04:34
 
|04:34
 
| ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ  
 
| ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ  
 +
 
|-
 
|-
 
|04:39
 
|04:39
 
| ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା
 
| ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା
 +
 
|-
 
|-
 
|04:43
 
|04:43
 
| Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ  
 
| Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ  
 +
 
|-
 
|-
 
|04:47
 
|04:47
 
| ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି
 
| ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି
 +
 
|-
 
|-
 
|04:50
 
|04:50
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା
 
| ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା
 +
 
|-
 
|-
 
|04:56
 
|04:56
 
| ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା  
 
| ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା  
 +
 
|-
 
|-
 
|05:00
 
|05:00
 
| ଏହାକୁ Node Tool ବ୍ୟବହାର କରି କରାଯାଇପାରିବ
 
| ଏହାକୁ Node Tool ବ୍ୟବହାର କରି କରାଯାଇପାରିବ
 +
 
|-
 
|-
 
|05:03
 
|05:03
 
| କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ
 
| କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ
 +
 
|-
 
|-
 
|05:06
 
|05:06
 
| Tool controls barକୁ ଯାଆନ୍ତୁ.  Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ
 
| Tool controls barକୁ ଯାଆନ୍ତୁ.  Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ
 +
 
|-
 
|-
 
|05:13
 
|05:13
 
| କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ
 
| କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ
 +
 
|-
 
|-
 
|05:23
 
|05:23
 
| Node Tool ଉପରେ କ୍ଲିକ୍ କରନ୍ତୁ  
 
| Node Tool ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:26
 
|05:26
 
| ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା
 
| ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା
 +
 
|-
 
|-
 
|05:30
 
|05:30
 
| ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ
 
| ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ
 +
 
|-
 
|-
 
|05:33
 
|05:33
 
| ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ  
 
| ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ  
 +
 
|-
 
|-
 
|05:38
 
|05:38
 
| ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ
 
| ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ
 +
 
|-
 
|-
 
|05:41
 
|05:41
 
| ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା
 
| ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା
 +
 
|-
 
|-
 
|05:48
 
|05:48
 
| ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ
 
| ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:52
 
|05:52
 
| ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା
 
| ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା
 +
 
|-
 
|-
 
|05:58
 
|05:58
 
| ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ
 
| ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ
 +
 
|-
 
|-
 
|06:04
 
|06:04
 
| ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ
 
| ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ
 +
 
|-
 
|-
 
|06:10
 
|06:10
 
| ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ  
 
| ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ  
 +
 
|-
 
|-
 
|06:13
 
|06:13
 
| Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ.  ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା
 
| Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ.  ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା
 +
 
|-
 
|-
 
|06:18
 
|06:18
 
| ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ  
 
| ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|06:21
 
|06:21
 
| Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ '''
 
| Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|06:27
 
|06:27
 
| ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା  
 
| ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା  
 +
 
|-
 
|-
 
|06:32
 
|06:32
 
| ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ
 
| ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ
 +
 
|-
 
|-
 
|06:37
 
|06:37
 
| ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ
 
| ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ
 +
 
|-
 
|-
 
|06:41
 
|06:41
 
| ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ
 
| ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ
 +
 
|-
 
|-
 
|06:45
 
|06:45
 
| ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ
 
| ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ
 +
 
|-
 
|-
 
|07:04
 
|07:04
 
| ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ
 
| ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ
 +
 
|-
 
|-
 
|07:07
 
|07:07
 
| ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି  
 
| ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି  
 +
 
|-
 
|-
 
|07:11
 
|07:11
 
| Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ
 
| Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ
 +
 
|-
 
|-
 
|07:18
 
|07:18
 
| Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ
 
| Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ
 +
 
|-
 
|-
 
|07:25
 
|07:25
 
| ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ  
 
| ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ  
 +
 
|-
 
|-
 
|07:29
 
|07:29
 
| ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି  
 
| ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି  
 +
 
|-
 
|-
 
|07:33
 
|07:33
 
| ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:40
 
|07:40
 
| ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ.  ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ  
 
| ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ.  ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ  
 +
 
|-
 
|-
 
|07:46
 
|07:46
 
| Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ
 
| Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ
 +
 
|-
 
|-
 
|07:53
 
|07:53
 
| ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ '''
 
| ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ '''
 +
 
|-
 
|-
 
|08:03
 
|08:03
 
| ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା
 
| ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା
 +
 
|-
 
|-
 
|08:08
 
|08:08
 
| Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଏବେ, Pathଟି କାଢ଼ିହୋଇଗଲା  
 
| Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଏବେ, Pathଟି କାଢ଼ିହୋଇଗଲା  
 +
 
|-
 
|-
 
|08:17
 
|08:17
 
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 +
 
|-
 
|-
 
|08:20
 
|08:20
 
| ଏହି ହାତକୁ କଡ଼ରେ ରଖିଦିଅନ୍ତୁ.  ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ
 
| ଏହି ହାତକୁ କଡ଼ରେ ରଖିଦିଅନ୍ତୁ.  ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:26
 
|08:26
 
| ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା
 
| ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା
 +
 
|-
 
|-
 
|08:30
 
|08:30
 
| ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି
 
| ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି
 +
 
|-
 
|-
 
|08:34
 
|08:34
 
| Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ.  Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଏଠାରେ 3ଟି Nodes ଅଛି
 
| Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ.  Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, ଏଠାରେ 3ଟି Nodes ଅଛି
 +
 
|-
 
|-
 
|08:49
 
|08:49
 
| ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ
 
| ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|08:55
 
|08:55
 
| ଏହା, ତାହାକୁ କୋଣ ନୋଡ୍ କରିବ  
 
| ଏହା, ତାହାକୁ କୋଣ ନୋଡ୍ କରିବ  
 +
 
|-
 
|-
 
|08:58
 
|08:58
 
| Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ  
 
| Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ  
 +
 
|-
 
|-
 
|09:03
 
|09:03
 
| Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 
| Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.  ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
|09:11
 
|09:11
 
| Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
 
| Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
 +
 
|-
 
|-
 
|09:16
 
|09:16
 
| Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
 
| Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
 +
 
|-
 
|-
 
|09:20
 
|09:20
 
| ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ.  ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ.  ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:30
 
|09:30
 
| Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା
 
| Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା
 +
 
|-
 
|-
 
|09:35
 
|09:35
 
| Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ.  ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ
 
| Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ.  ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ
 +
 
|-
 
|-
 
|09:44
 
|09:44
 
| ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 
| ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|09:49
 
|09:49
 
| ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା
 
| ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା
 +
 
|-
 
|-
 
|09:54
 
|09:54
 
| ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:58
 
|09:58
 
| Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 
| Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|10:02
 
|10:02
 
| Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 
| Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
 +
 
|-
 
|-
 
|10:08
 
|10:08
 
| ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି
 
| ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି
 +
 
|-
 
|-
 
|10:15
 
|10:15
 
| ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ
 
| ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
|10:24
 
|10:24
 
| Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ  
 
| Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ  
 +
 
|-
 
|-
 
|10:29
 
|10:29
 
| ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
 
| ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
 +
 
|-
 
|-
 
|10:33
 
|10:33
| ସଂକ୍ଷିପ୍ତରେ  
+
| ସଂକ୍ଷିପ୍ତରେ ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
|-
+
 
|10:34
+
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
+
 
|-
 
|-
 
|10:37
 
|10:37
|* ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
+
| ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
 +
 
 
|-
 
|-
 
|10:39
 
|10:39
|* ବକ୍ର ରେଖା ଆଙ୍କିବା  
+
| ବକ୍ର ରେଖା ଆଙ୍କିବା  
 +
 
 
|-
 
|-
 
|10:41
 
|10:41
|* ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
+
| ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
 +
 
 
|-
 
|-
 
|10:43
 
|10:43
 
| ଏକ ଆସାଇନମେଣ୍ଟ ଭାବେ
 
| ଏକ ଆସାଇନମେଣ୍ଟ ଭାବେ
 +
 
|-
 
|-
 
|10:46
 
|10:46
 
| Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ
 
| Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ
 +
 
|-
 
|-
 
|10:52
 
|10:52
 
| ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ
 
| ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ
 +
 
|-
 
|-
 
|10:54
 
|10:54
 
| ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ
 
| ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ
 +
 
|-
 
|-
 
|10:57
 
|10:57
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
 
|11:00
 
|11:00
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ  
 +
 
|-
 
|-
 
|11:05
 
|11:05
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 +
 
|-
 
|-
 
|11:12
 
|11:12
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 +
 
|-
 
|-
 
|11:14
 
|11:14
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|11:20
 
|11:20
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  
 +
 
|-
 
|-
 
|11:24
 
|11:24
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
 
|11:26
 
|11:26
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 11:18, 7 April 2017

Time Narration
00:00 Inkscape ବ୍ୟବହାର କରି Basics of Bezier Tool ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:08 ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
00:11 ବକ୍ର ରେଖା ଆଙ୍କିବା
00:13 ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଲିନକ୍ସ 12.04 OS
00:21 Inkscape ଭର୍ସନ୍ 0.48.4
00:24 ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି
00:28 ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
00:32 Inkscape ଖୋଲନ୍ତୁ
00:35 ପ୍ରଥମେ, Bezier Tool ବ୍ୟବହାର କରି ଏକ ସରଳ ରେଖା ଆଙ୍କିବା
00:39 Pencil Toolର ଠିକ୍ ତଳେ Bezier Tool ଅଛି
00:42 ତାହା ଉପରେ କ୍ଲିକ୍ କରନ୍ତୁ
00:44 ଉପର ବାମପଟ Tool Controls Barରେ ଥିବା 4ଟି ଅପ୍ସନ୍ସକୁ ଦେଖନ୍ତୁ
00:48 ସେଠାରେ Bezier Curve ଆଙ୍କିବାର 4ଟି ମୋଡ୍ସ ଅଛି
00:51 ଡିଫଲ୍ଟ ଭାବରେ, Creat Regular Bezier Path ଅପ୍ସନ୍ ଏନାବଲ୍ ଅଛି
00:57 କାନଭାସ୍ ଉପରେ କ୍ଲିକ୍ କରି କର୍ସର୍ କୁ ଅନ୍ୟ ମୁଣ୍ଡକୁ ନିଅନ୍ତୁ
01:01 ପୁଣିଥରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଅଙ୍କାଯାଇଥିବା ରେଖା ସବୁଜ ରଙ୍ଗରେ ହାଇଲାଇଟ୍ ହୋଇଛି
01:07 ଏବେ, ସମ୍ପୂର୍ଣ୍ଣ ରେଖା ଉପରେ ରାଇଟ୍-କ୍ଲିକ୍ କରନ୍ତୁ
01:11 ରେଖାର ଉଭୟ ମୁଣ୍ଡକୁ Nodes କୁହାଯାଏ. ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା
01:17 ଏହାପରେ ଏକ ତ୍ରିଭୁଜ ଆଙ୍କିବା
01:21 ପ୍ରଥମେ ଏକ ତେର୍ଚ୍ଛା ରେଖା ଟାଣନ୍ତୁ. ଥରେ କ୍ଲିକ୍ କରି କୋଣୁଆ ଭାବରେ ଆଉ ଏକ ରେଖା ଟାଣନ୍ତୁ
01:27 ତୃତୀୟ ରେଖା ଟାଣିବା ପାଇଁ ଆଉଥରେ କ୍ଲିକ୍ କରନ୍ତୁ ଏବଂ ତ୍ରିଭୁଜକୁ ସମ୍ପୂର୍ଣ୍ଣ କରିବା ପାଇଁ ତାହାକୁ ପ୍ରାରମ୍ଭିକ Node ସହିତ ଯୋଡ଼ନ୍ତୁ
01:34 ଏହାପରେ ଆମେ, Bezier Tool ବ୍ୟବହାର କରି ଏକ ବକ୍ର ରେଖା ଆଙ୍କିବା
01:38 ଗୋଟିଏ ସରଳ ରେଖା ଆଙ୍କିବା ପାଇଁ କାନଭାସ୍ ଉପରେ କ୍ଲିକ୍ କରନ୍ତୁ. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
01:46 ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
01:48 ସମାନ ଭାବରେ, କାନଭାସ୍ ଉପରେ ଆଉ କିଛି ବକ୍ର ଆକୃତି ଆଙ୍କନ୍ତୁ
01:55 ଏହିସବୁ ପଦାଙ୍କଗୁଡ଼ିକୁ ମନେରଖନ୍ତୁ - ୧. କ୍ଲିକ୍ କରି ଗୋଟିଏ ସରଳ ରେଖା ଟାଣନ୍ତୁ
01:59 2. ଏକ ବକ୍ର ଗଠନ କରିବାକୁ ପୁଣିଥରେ କ୍ଲିକ୍ କରି ଧରନ୍ତୁ ଓ ଡ୍ରାଗ୍ କରନ୍ତୁ
02:03 3. ତା’ପରେ ବକ୍ର ସମ୍ପୂର୍ଣ୍ଣ କରିବାକୁ ରାଇଟ୍-କ୍ଲିକ୍ କରନ୍ତୁ
02:06 Ctrl + A ଦାବନ୍ତୁ ଓ ଆଗକୁ ବଢ଼ିବା ପୂର୍ବରୁ କାନଭାସ୍ କ୍ଲିକର୍ କରିଦିଅନ୍ତୁ
02:11 ଏବେ ଚାଲନ୍ତୁ, Closed Curved Path ଆଙ୍କିବା ବିଷୟରେ ଶିଖିବା
02:15 ପ୍ରଥମେ, କାନଭାସ୍ ଉପରେ ଏକ ବକ୍ର ରେଖା ଟାଣନ୍ତୁ
02:18 ତା’ପରେ ଆମେ ମାଉସ୍ କୁ ଛାଡ଼ିଦେଇ ବକ୍ର ରେଖାର ଶେଷ ନୋଡ୍ ରୁ କର୍ସର୍ କୁ ଦୂରେଇଦେବା
02:23 ନାଲି ରଙ୍ଗରେ ଆମେ ଏକ ବକ୍ର ପାଥ୍ ଦେଖୁଛେ
02:27 ଥରେ କ୍ଲିକ୍ କରି କର୍ସର୍ କୁ ଘୁଞ୍ଚାଇଲେ ଆମେ, ନାଲି ରଙ୍ଗରେ ଏକ ସରଳ ପାଥ୍ ଦେଖୁ. ଏହାକୁ ବକ୍ର କରିବାକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
02:36 ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ
02:41 ଆଉଥରେ କ୍ଲିକ୍ କରନ୍ତୁ; ନାଲି ରଙ୍ଗରେ ଆମେ ଏକ ସରଳ ପାଥ୍ ଦେଖୁଛେ ସରଳ ରେଖାକୁ ବକ୍ର କରିବା ପାଇଁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
02:50 ପୁଣିଥରେ, ଶେଷ ନୋଡ୍ ରେ, ଆମେ ଘୁଞ୍ଚାଇଲେ ଲାଇନ୍ ବଙ୍କା ହେବ କର୍ସର୍ ଘୁଞ୍ଚାଇ ପ୍ରାରମ୍ଭିକ ନୋଡ୍ କୁ ଯାଆନ୍ତୁ ଓ Path ବନ୍ଦ କରନ୍ତୁ
02:59 Tool controls barକୁ ଯାଆନ୍ତୁ. ମୋଡ୍ ର ଦ୍ୱିତୀୟ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. କୁଣ୍ଡଳୀ ପାଥ୍ ଓ ଅନିୟମିତ ଆକୃତି ତିଆରି କରିବାରେ ଏହା ସାହାଯ୍ୟ କରେ
03:08 କିଛି ଅନିୟମିତ ବକ୍ର ତିଆରି କରି ପାଥ୍ ବନ୍ଦ କରନ୍ତୁ
03:15 ଦେଖନ୍ତୁ, ଏହା ବନ୍ଦ କୁଣ୍ଡଳୀ ଆକୃତିରେ ବଦଳୁଛି. ଏବେ କାନଭାସ୍ କ୍ଲିଅର୍ କରିଦିଅନ୍ତୁ
03:22 ତୃତୀୟ ଆଇକନ୍ ଟି କେବଳ ସରଳ ରେଖା ତିଆରି କରେ. ତାହା ଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ
03:29 ଧ୍ୟାନଦିଅନ୍ତୁ ଯେ, ଆମେ ଏହି ମୋଡ୍ ରେ ବକ୍ର ରେଖା ଆଙ୍କିପାରିବା ନାହିଁ
03:32 ଆମେ, ତ୍ରିଭୁଜ କିମ୍ୱା ବହୁଭୁଜ ଆଙ୍କି ପାରିବା, ଯେଉଁଥିରେ ସରଳ ପାର୍ଶ୍ୱ ରହିଛି
03:40 ଶେଷ ଆଇକନ୍ ଉପରେ କ୍ଲିକ୍ କରି କାନଭାସ୍ ଉପରେ ଆଙ୍କନ୍ତୁ
03:44 ଏହି ମୋଡ୍ ରେ ଆମେ କେବଳ ସମାନ୍ତର ଓ ଅଭିଲମ୍ୱ ରେଖା ଟାଣିପରିବା, ଯେପରି ଅବା ଭୂସମାନ୍ତର କିମ୍ୱା ଊର୍ଦ୍ଧ୍ୱାଧର ରେଖା
03:52 ତେଣୁ, ଏହି ମୋଡ୍ ରେ ଆମେ ବର୍ଗ ଓ ଆୟତକ୍ଷେତ୍ର ଆଙ୍କିପାରିବା
03:58 ଅଙ୍କାଯାଇଥିବା ସମସ୍ତ ଆକୃତିକୁ ଡିଲିଟ୍ କରିଦିଅନ୍ତୁ
04:02 Shape ଅପ୍ସନ୍, ଏକ ନିର୍ଦ୍ଦିଷ୍ଟ ଆକୃତିରେ ରେଖା କିମ୍ୱା ବକ୍ର ରେଖା ଆଙ୍କିବାରେ ସାହାଯ୍ୟ କରିଥାଏ
04:07 ଡ୍ରପ୍ ଡାଉନ୍ ବଟନ୍ ରେ କ୍ଲିକ୍ କରନ୍ତୁ
04:09 ଏଠାରେ 5ଟି ଅପ୍ସନ୍ସ ଅଛି None, Triangle in, Triangle out, Ellipse, From clipboard
04:18 ପ୍ରଥମ ଅପସନ୍ None କୌଣସି ଇଫେକ୍ଟ ଦିଏନାହିଁ. ତେଣୁ ଆମେ, Triangle Inକୁ ଯିବା
04:25 ତାହାଉପରେ କ୍ଲିକ୍ କରି କାନଭାସ୍ ଉପରେ ରେଖା ଟାଣନ୍ତୁ
04:28 ରେଖାଟି, ଭିତର ଆଡୁଆ ଗୋଟିଏ ତ୍ରିଭୁଜରେ ବଦଳିଗଲା
04:34 ଏହାପରେ, Triangle Out ଉପରେ କ୍ଲିକ୍ କରି କାନଭାସ୍ ଉପରେ ଗୋଟିଏ ରେଖା ଟାଣନ୍ତୁ
04:39 ଏବେ, ତ୍ରିଭୁଜ ଆକୃତିଟି ବାହାର ଆଡୁଆ ଗଠିତ ହେଲା
04:43 Ellipse ଉପରେ କ୍ଲିକ୍ କରି ଗୋଟିଏ ରେଖା ଟାଣନ୍ତୁ
04:47 ଦେଖନ୍ତୁ, ରେଖାଟି Ellipse ଆକୃତିରେ ଅଛି
04:50 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ From Clipboard ଅପ୍ସନ୍ ବିଷୟରେ ଶିଖିବା
04:56 ଏବେ ଚାଲନ୍ତୁ ଆଡ୍, ଏଡିଟ୍ ଓ ଡିଲିଟ୍ Nodes ବିଷୟରେ ଶିଖିବା
05:00 ଏହାକୁ Node Tool ବ୍ୟବହାର କରି କରାଯାଇପାରିବ
05:03 କାନଭାସ୍ ଉପରେ ଥିବା ରେଖାଗୁଡ଼ିକୁ ଡିଲିଟ୍ କରନ୍ତୁ
05:06 Tool controls barକୁ ଯାଆନ୍ତୁ. Modeକୁ Regular Pathରେ ଓ Shapeକୁ Noneରେ ବଦଳାନ୍ତୁ
05:13 କାନଭାସ୍ କୁ ଫେରିଆସି ଏକ ମାନବ ପାପୁଲି ଆଙ୍କନ୍ତୁ
05:23 Node Tool ଉପରେ କ୍ଲିକ୍ କରନ୍ତୁ
05:26 ଦେଖନ୍ତୁ, ଆକୃତିରେ ଥିବା ସମସ୍ତ ନୋଡ୍ସ ଦୃଶ୍ୟମାନ ହେଲା
05:30 ଆପଣଙ୍କ ଧ୍ୟାନ Tool Controls Bar ଉପରକୁ ନିଅନ୍ତୁ
05:33 ଏଠାରେ ଥିବା ପ୍ରଥମ 6ଟି ଆଇକନ୍ସ, Nodes ଓ Paths ଆଡ୍ ଓ ଡିଲିଟ୍ କରିବାରେ ସାହାଯ୍ୟ କରିଥାଏ
05:38 ଭଲ ଭାବରେ ବୁଝିବା ପାଇଁ Tool Tip ଦେଖନ୍ତୁ
05:41 ଯେକୌଣସି ସେଗମେଣ୍ଟରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଉଭୟ ନୋଡ୍ସ ନୀଳ ହୋଇଗଲା
05:48 ତା’ପରେ Add Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ
05:52 ଚୟନିତ ସେଗମେଣ୍ଟର ନୋଡ୍ ଗୁଡ଼ିକର ଠିକ୍ ମଝିରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଗଲା
05:58 ଏବେ, ଗୋଟିଏ ଛୋଟ ସେଗମେଣ୍ଟ ଚୟନ କରି ଉପରୋକ୍ତ ପଦାଙ୍କଗୁଡ଼ିକର ପୁନରାବୃତ୍ତି କରନ୍ତୁ
06:04 ଛୋଟ ସେଗମେଣ୍ଟର ମଧ୍ୟସ୍ଥାନରେ ଏକ ନୂଆ ନୋଡ୍ ଯୋଡ଼ି ହୋଇଯିବାର ଆପଣ ଦେଖିବାକୁ ପାଇବେ
06:10 ନୂଆ ଭାବେ ଆଡ୍ ହୋଇଥିବା ନୋଡ୍ କୁ ସିଲେକ୍ଟ କରନ୍ତୁ
06:13 Delete Node ଅପ୍ସନ୍ ରେ କ୍ଲିକ୍ କରନ୍ତୁ. ନୋଡ୍ ଟି ଏବେ ଡିଲିଟ୍ ହୋଇଗଲା
06:18 ପାପୁଲି ଉପରର ଯେକୌଣସି Nodes ଉପରେ କ୍ଲିକ୍ କରନ୍ତୁ
06:21 Bezier Handleକୁ ଦୃଶ୍ୟମାନ କରିବା ପାଇଁ, Tool Controls Barରେ ଥିବା ଶେଷ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
06:27 ବର୍ତ୍ତମାନ, ଚୟନିତ ସେଗମେଣ୍ଟ ପାଇଁ Bezier Handles ଦୃଶ୍ୟମାନ ହେଲା
06:32 ଯଦି ହୋଇନଥିବ, ତେବେ ସେଗମେଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ମାଉସ୍ କୁ ନଛାଡ଼ି ସାମାନ୍ୟ ଘୁଞ୍ଚାନ୍ତୁ
06:37 ସେଗମେଣ୍ଟ ବକ୍ର ହୋଇ Bezier Handles ଏବେ ଦେଖାଦେବ
06:41 ଚୟନିତ Nodeକୁ ରିସାଇଜ୍ ଓ ରୋଟେଟ୍ କରିବା ପାଇଁ Handles ଉପରେ କିକ୍ କରନ୍ତୁ
06:45 ସମାନ ଭାବରେ ଅନ୍ୟ Nodesକୁ ମଧ୍ୟ ମୋଡିଫାଏ କରନ୍ତୁ
07:04 ପରବର୍ତ୍ତୀ ଆଇକନ୍ Nodesକୁ ଯୋଡ଼ିବାରେ ସାହାଯ୍ୟ କରିଥାଏ
07:07 ଦେଖନ୍ତୁ, ତର୍ଜନୀରେ ଏକ ଅତିରିକ୍ତ Node ଅଛି
07:11 Shift କୀ ଧରି ଅତିରିକ୍ତ ମଧ୍ୟମ Node ଓ ଉପର Nodeକୁ ଚୟନ କରନ୍ତୁ
07:18 Join Node ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ନୋଡ୍ ଗୁଡ଼ିକ ଏବେ ଏକାଠି ଯୋଡ଼ି ହୋଇଗଲେ
07:25 ଚୟନିତ Nodeରେ Path ଭାଙ୍ଗିବା ପାଇଁ ପରବର୍ତ୍ତୀ ଆଇକନ୍ ସାହାଯ୍ୟ କରିଥାଏ
07:29 ଏବେ ମୁଁ, ବୁଢ଼ା ଓ ତର୍ଜନୀ ମଧ୍ୟର ସମ୍ପର୍କକୁ ଭାଙ୍ଗିବାକୁ ଯାଉଛି
07:33 ସେଥିପାଇଁ, ମଝିରେ ଥିବା Joining Node ଚୟନ କରି Break Path ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:40 ନୋଡ୍ କୁ ଅନ୍-ସିଲେକ୍ଟ କରନ୍ତୁ. ତା’ପରେ ପୁଣିଥରେ ସିଲେକ୍ଟ କରି ଟିକେ ଘୁଞ୍ଚାନ୍ତୁ
07:46 Path ଭାଙ୍ଗିବାର ଓ Nodes, 2ଟି ଭିନ୍ନ ନୋଡ୍ସରେ ଅଲଗା ହେବାର ଆପଣ ଦେଖିବାକୁ ପାଇବେ
07:53 ସେଗୁଡ଼ିକୁ ଯୋଡ଼ିବା ପାଇଁ, ସେହି 2ଟି ନୋଡ୍ସକୁ ସିଲେକ୍ଟ କରନ୍ତୁ ଏବଂ Tool Controls Barରେ ଥିବା Join Selected End-Nodes ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:03 ଦେଖନ୍ତୁ, ଏହି 2ଟି ନୋଡ୍ସ ମଧ୍ୟରେ ଏକ ନୂଆ Path ସୃଷ୍ଟି ହୋଇଗଲା
08:08 Path କିମ୍ୱା Segment କାଢ଼ିବା ପାଇଁ ପରବର୍ତ୍ତୀ ଆଇକନ୍ Selete Segment ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ, Pathଟି କାଢ଼ିହୋଇଗଲା
08:17 ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
08:20 ଏହି ହାତକୁ କଡ଼ରେ ରଖିଦିଅନ୍ତୁ. ପୁଣିଥରେ Node Tool ଉପରେ କ୍ଲିକ୍ କରନ୍ତୁ
08:26 ଏବେ ଚାଲନ୍ତୁ, Tool Controls barରେ ଥିବା ପରବର୍ତ୍ତୀ 4ଟି ଆଇକନ୍ସ ବିଷୟରେ ଶିଖିବା
08:30 ଚୟନିତ Nodesକୁ Edit କରିବାରେ ଏହି ଆଇକନଗୁଡ଼ିକ ସାହାଯ୍ୟ କରିଥା’ନ୍ତି
08:34 Bezier Tool ବ୍ୟବହାର କରି ଗୋଟିଏ ଓଲଟା U ଆକୃତି ବନାନ୍ତୁ. Node ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଏଠାରେ 3ଟି Nodes ଅଛି
08:49 ଉପର Nodeକୁ ସିଲେକ୍ଟ କରି Tool Controls Barରେ ଥିବା Make Selected Nodes Corner ଉପରେ କ୍ଲିକ୍ କରନ୍ତୁ
08:55 ଏହା, ତାହାକୁ କୋଣ ନୋଡ୍ କରିବ
08:58 Bezier Handles ଉପରେ କ୍ଲିକ୍ କରି ପରିବର୍ତ୍ତନ ଦେଖିବା ପାଇଁ ସେଗୁଡ଼ିକୁ ଉପର-ତଳ କରନ୍ତୁ
09:03 Nodeକୁ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଆକୃତିରେ ପରିବର୍ତ୍ତନକୁ ଦେଖନ୍ତୁ
09:11 Nodeକୁ ପ୍ରତିସମ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
09:16 Nodeକୁ ଅଟୋ ସ୍ମୂଥ୍ କରିବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ.
09:20 ପରବର୍ତ୍ତୀ 2ଟି ଆଇକନ୍ କେବଳ ସେଗମେଣ୍ଟରେ କାମ କରେ. ତେଣୁ, U ଆକୃତିର ବାମ ସେଗମେଣ୍ଟ ସିଲେକ୍ଟ କରି ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:30 Tool Tip କହିବା ଅନୁସାରେ, ସେଗମେଣ୍ଟଟିକୁ ଏବେ ଏକ ସରଳ ରେଖା କରାଗଲା
09:35 Bezier Handle ଉପରେ କ୍ଲିକ୍ କରି ଘୁଞ୍ଚାଇବାକୁ ଚେଷ୍ଟା କରନ୍ତୁ. ଦେଖନ୍ତୁ, ଆମେ ଏହାକୁ ବଙ୍କା କରିପାରୁନେ
09:44 ଏହାକୁ ପୁଣିଥରେ ବକ୍ର ରେଖା କରିବାକୁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:49 ଏବେ, Bezier Handles ଚଲାଇଲେ ଆମେ ତାହାକୁ ବକ୍ର ଆକୃତି କରିପାରିବା
09:54 ଅବଜେକ୍ଟକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
09:58 Strokeକୁ Pathରେ ବଦଳାଇବା ପାଇଁ ପରବର୍ତ୍ତୀ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:02 Strokesକୁ ଦୃଶ୍ୟମାନ କରିବା ପାଇଁ Nodes ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ
10:08 ଚୟନିତ ନୋଡ୍ ଗୁଡ଼ିକୁ କ୍ରମଶଃ X ଓ Y ଦିଗରେ ବୁଲାଇବାରେ ପରବର୍ତ୍ତୀ 2ଟି ଆଇକନ୍ସ ସାହାଯ୍ୟ କରିଥା’ନ୍ତି
10:15 ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ
10:24 Pathରେ Clipping ଓ Masking ଇଫେକ୍ଟ ଥିଲେ ହିଁ ପରବର୍ତ୍ତୀ 2ଟି ଆଇକନ୍ସ କାମ କରିବ
10:29 ଆପଣ ନିଜେ ଏହି ଅପ୍ସନ୍ କୁ ଏକ୍ସପ୍ଲୋର୍ କରିପାରନ୍ତି
10:33 ସଂକ୍ଷିପ୍ତରେ ,ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
10:37 ସରଳ ରେଖା ଓ ବନ୍ଦ ଆକୃତି ଆଙ୍କିବା
10:39 ବକ୍ର ରେଖା ଆଙ୍କିବା
10:41 ଆଡ୍, ଏଡିଟ୍, ଡିଲିଟ୍ ନୋଡ୍ସ
10:43 ଏକ ଆସାଇନମେଣ୍ଟ ଭାବେ
10:46 Bezier Tool ବ୍ୟବହାର କରି 5ଟି ପାଖୁଡା, 1ଟି କାଣ୍ଡ ଓ 2ଟି ପତ୍ର ବିଶିଷ୍ଟ ଗୋଟିଏ ଫୁଲ ଆଙ୍କନ୍ତୁ
10:52 ପାଖୁଡାଗୁଡ଼ିକୁ ଗୋଲାପୀ ରଙ୍ଗ ଦିଅନ୍ତୁ
10:54 ପତ୍ର ଓ କାଣ୍ଡକୁ ସବୁଜ ରଙ୍ଗ ଦିଅନ୍ତୁ
10:57 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
11:00 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଦୟାକରି ଏହାକୁ ଦେଖନ୍ତୁ
11:05 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:12 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:24 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
11:26 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep