Difference between revisions of "Inkscape/C2/Text-tool-features/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- |00:01 | Inkscape ବ୍ୟବହାର କରି Text Tool Features ଉପରେ ସ୍ପୋ...")
 
 
Line 1: Line 1:
{| border=1
+
{| Border=1
| <center>Time</center>
+
| '''Time'''
| <center>Narration</center>
+
|'''Narration'''
  
 
|-
 
|-
 
|00:01
 
|00:01
 
| Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
| Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
|00:09
 
|00:09
|* ମାନୁଆଲ୍ କର୍ନିଙ୍ଗ୍
+
| ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
|-
+
 
|00:10
+
|* ସ୍ପେଲ୍ ଚେକିଙ୍ଗ୍
+
 
|-
 
|-
 
|00:12
 
|00:12
|* ସୁପରସ୍କ୍ରିପ୍ଟ
+
| ସୁପରସ୍କ୍ରିପ୍ଟ,ଓ ସବସ୍କ୍ରିପ୍ଟ
|-
+
 
|00:13
+
|* ଓ ସବସ୍କ୍ରିପ୍ଟ
+
 
|-
 
|-
 
|00:15
 
|00:15
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
|00:17
 
|00:17
|* ଉବୁଣ୍ଟୁ ଲିନକ୍ସ 12.04 OS
+
| ଉବୁଣ୍ଟୁ ଲିନକ୍ସ 12.04 OS
 +
 
 
|-
 
|-
 
|00:20
 
|00:20
|* Inkscape ଭର୍ସନ୍ 0.48.4
+
| Inkscape ଭର୍ସନ୍ 0.48.4
 +
 
 
|-
 
|-
 
|00:24
 
|00:24
 
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
 
| ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
 +
 
|-
 
|-
 
|00:33
 
|00:33
 
| Inkscape ଖୋଲନ୍ତୁ
 
| Inkscape ଖୋଲନ୍ତୁ
 +
 
|-
 
|-
 
|00:35
 
|00:35
 
| ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ
 
| ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ
 +
 
|-
 
|-
 
|00:40
 
|00:40
 
| ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ
 
| ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|00:45
 
|00:45
 
| Manual Kerningରୁ ଆରମ୍ଭ କରିବା
 
| Manual Kerningରୁ ଆରମ୍ଭ କରିବା
 +
 
|-
 
|-
 
|00:48
 
|00:48
 
| Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ
 
| Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ
 +
 
|-
 
|-
 
|00:54
 
|00:54
 
| Spoken ଶବ୍ଦ ଟାଇପ୍ କରନ୍ତୁ
 
| Spoken ଶବ୍ଦ ଟାଇପ୍ କରନ୍ତୁ
 +
 
|-
 
|-
 
|00:58
 
|00:58
 
| S ପରେ କର୍ସର୍ କୁ ରଖନ୍ତୁ
 
| S ପରେ କର୍ସର୍ କୁ ରଖନ୍ତୁ
 +
 
|-
 
|-
 
|01:01
 
|01:01
 
| ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ
 
| ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ
 +
 
|-
 
|-
 
|01:05
 
|01:05
 
| S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
 
| S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:13
 
|01:13
 
| ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା
 
| ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା
 +
 
|-
 
|-
 
|01:19
 
|01:19
 
| ମୁଁ Horizontal Kerning ପାରାମିଟର୍ କୁ 3 ରଖିବି
 
| ମୁଁ Horizontal Kerning ପାରାମିଟର୍ କୁ 3 ରଖିବି
 +
 
|-
 
|-
 
|01:24
 
|01:24
 
| ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ
 
| ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ
 +
 
|-
 
|-
 
|01:30
 
|01:30
 
| ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ  
 
| ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:34
 
|01:34
 
| କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ  
 
| କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ  
 +
 
|-
 
|-
 
|01:39
 
|01:39
 
| ଏହି ପାରାମିଟର୍ କୁ 15 ରଖନ୍ତୁ
 
| ଏହି ପାରାମିଟର୍ କୁ 15 ରଖନ୍ତୁ
 +
 
|-
 
|-
 
|01:42
 
|01:42
 
| ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା
 
| ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା
 +
 
|-
 
|-
 
|01:47
 
|01:47
 
| ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ
 
| ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ
 +
 
|-
 
|-
 
|01:51
 
|01:51
 
| ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ
 
| ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ
 +
 
|-
 
|-
 
|01:55
 
|01:55
 
| Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ
 
| Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ
 +
 
|-
 
|-
 
|02:02
 
|02:02
 
| ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ
 
| ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ
 +
 
|-
 
|-
 
|02:09
 
|02:09
 
| ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5   
 
| ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5   
 +
 
|-
 
|-
 
|02:17
 
|02:17
 
| Vertical Shift ପାରାମିଟର୍ 10   
 
| Vertical Shift ପାରାମିଟର୍ 10   
 +
 
|-
 
|-
 
|02:21
 
|02:21
 
| ଓ Character Rotation ପାରାମିଟର୍ କୁ 20 ଦେବି  
 
| ଓ Character Rotation ପାରାମିଟର୍ କୁ 20 ଦେବି  
 +
 
|-
 
|-
 
|02:24
 
|02:24
 
| ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 
| ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
 +
 
|-
 
|-
 
|02:26
 
|02:26
 
| Kerns କାଢିବା ପାଇଁ, Text Menuକୁ ଯାଇ  
 
| Kerns କାଢିବା ପାଇଁ, Text Menuକୁ ଯାଇ  
 +
 
|-
 
|-
 
|02:29
 
|02:29
 
| Remove Manual Kerns ଉପରେ କ୍ଲିକ୍ କରନ୍ତୁ
 
| Remove Manual Kerns ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:32
 
|02:32
 
| Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ  
 
| Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ  
 +
 
|-
 
|-
 
|02:35
 
|02:35
 
| Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ  
 
| Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ  
 +
 
|-
 
|-
 
|02:39
 
|02:39
 
| ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ  
 
| ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ  
 +
 
|-
 
|-
 
|02:43
 
|02:43
 
| ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା  
 
| ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା  
 +
 
|-
 
|-
 
|02:47
 
|02:47
 
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 
| ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
 +
 
|-
 
|-
 
|02:51
 
|02:51
 
| ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା
 
| ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା
 +
 
|-
 
|-
 
|02:54
 
|02:54
 
| Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି
 
| Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି
 +
 
|-
 
|-
 
|03:01
 
|03:01
 
| ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ
 
| ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ
 +
 
|-
 
|-
 
|03:08
 
|03:08
 
| ଏବେ, Inkscapeକୁ ଫେରିଆସନ୍ତୁ  
 
| ଏବେ, Inkscapeକୁ ଫେରିଆସନ୍ତୁ  
 +
 
|-
 
|-
 
|03:10
 
|03:10
 
| କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ
 
| କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ
 +
 
|-
 
|-
 
|03:15
 
|03:15
 
| Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 
| Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:19
 
|03:19
 
| ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା
 
| ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା
 +
 
|-
 
|-
 
|03:22
 
|03:22
 
| ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା
 
| ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା
 +
 
|-
 
|-
 
|03:27
 
|03:27
 
| ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ
 
| ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ
 +
 
|-
 
|-
 
|03:33
 
|03:33
 
| http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ
 
| http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ
 +
 
|-
 
|-
 
|03:37
 
|03:37
 
| ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା
 
| ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା
 +
 
|-
 
|-
 
|03:41
 
|03:41
 
| ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|03:45
 
|03:45
 
| ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ
 
| ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ
 +
 
|-
 
|-
 
|03:50
 
|03:50
 
| ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି  
 
| ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି  
 +
 
|-
 
|-
 
|03:53
 
|03:53
 
| ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial.  
 
| ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial.  
 +
 
|-
 
|-
 
|03:59
 
|03:59
 
| ଏବେ Accept ଉପରେ କ୍ଲିକ୍ କରନ୍ତୁ
 
| ଏବେ Accept ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|04:02
 
|04:02
 
| ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ  
 
| ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ  
 +
 
|-
 
|-
 
|04:08
 
|04:08
 
| Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର
 
| Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର
 +
 
|-
 
|-
 
|04:14
 
|04:14
 
| ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ
 
| ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ
 +
 
|-
 
|-
 
|04:18
 
|04:18
 
| Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା  
 
| Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା  
 +
 
|-
 
|-
 
|04:22
 
|04:22
 
| ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ  
 
| ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ  
 +
 
|-
 
|-
 
|04:27
 
|04:27
 
| ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ
 
| ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ
 +
 
|-
 
|-
 
|04:32
 
|04:32
 
| ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା
 
| ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା
 +
 
|-
 
|-
 
|04:36
 
|04:36
 
| ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.'''(a + b whole square is equal to a square plus b square plus 2ab).
 
| ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.'''(a + b whole square is equal to a square plus b square plus 2ab).
 +
 
|-
 
|-
 
|04:44
 
|04:44
 
| ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ  
 
| ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ  
 +
 
|-
 
|-
 
|04:48
 
|04:48
 
| ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript  ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 
| ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript  ଆଇକନ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:56
 
|04:56
 
| ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ
 
| ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ
 +
 
|-
 
|-
 
|04:59
 
|04:59
 
| ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା
 
| ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା
 +
 
|-
 
|-
 
|05:04
 
|05:04
 
| ଟାଇପ୍ କରନ୍ତୁ H2SO4  
 
| ଟାଇପ୍ କରନ୍ତୁ H2SO4  
 +
 
|-
 
|-
 
|05:07
 
|05:07
 
| ଏଠାରେ 2 ଓ 4କୁ Subscriptରେ ଲେଖିବା
 
| ଏଠାରେ 2 ଓ 4କୁ Subscriptରେ ଲେଖିବା
 +
 
|-
 
|-
 
|05:11
 
|05:11
 
| ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 
| ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|05:17
 
|05:17
 
| ସମାନ ଭାବରେ ବଳକା 4କୁ ବଦଳାନ୍ତୁ
 
| ସମାନ ଭାବରେ ବଳକା 4କୁ ବଦଳାନ୍ତୁ
 +
 
|-
 
|-
 
|05:19
 
|05:19
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|05:21
 
|05:21
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
 +
 
|-
 
|-
 
|05:24
 
|05:24
|* ମାନୁଆଲ୍ କର୍ନିଙ୍ଗ୍
+
| ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
|-
+
 
|05:25
+
|* ସ୍ପେଲ୍ ଚେକିଙ୍ଗ୍
+
 
|-
 
|-
 
|05:26
 
|05:26
|* ସୂପର୍ ସ୍କ୍ରିପ୍ଟ ଓ
+
| ସୂପର୍ ସ୍କ୍ରିପ୍ଟ ଓ,ସବସ୍କ୍ରିପ୍ଟ
|-
+
 
|05:27
+
|* ସବସ୍କ୍ରିପ୍ଟ
+
 
|-
 
|-
 
|05:29
 
|05:29
 
| ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ
 
| ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ
 +
 
|-
 
|-
 
|05:31
 
|05:31
 
| How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ
 
| How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ
 +
 
|-
 
|-
 
|05:36
 
|05:36
 
| w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ
 
| w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ
 +
 
|-
 
|-
 
|05:42
 
|05:42
 
| are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ
 
| are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ
 +
 
|-
 
|-
 
|05:47
 
|05:47
 
| you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ  
 
| you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ  
 +
 
|-
 
|-
 
|05:52
 
|05:52
 
| Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ
 
| Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ
 +
 
|-
 
|-
 
|05:57
 
|05:57
 
|  Silver sulfate - Ag₂SO₄  
 
|  Silver sulfate - Ag₂SO₄  
 +
 
|-
 
|-
 
|06:00
 
|06:00
 
| a<sup>2</sup>−b<sup>2</sup><nowiki>=(a−b)(a+b)</nowiki><br/>  
 
| a<sup>2</sup>−b<sup>2</sup><nowiki>=(a−b)(a+b)</nowiki><br/>  
 +
 
|-
 
|-
 
|06:06
 
|06:06
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 
| ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ  
 +
 
|-
 
|-
 
|06:09
 
|06:09
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ  
 
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ  
 +
 
|-
 
|-
 
|06:15
 
|06:15
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି  
 +
 
|-
 
|-
 
|06:22
 
|06:22
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 
| ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ  
 +
 
|-
 
|-
 
|06:24
 
|06:24
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
|-
 
|-
 
|06:30
 
|06:30
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|06:34
 
|06:34
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 
| ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ  
 +
 
|-
 
|-
 
|06:36
 
|06:36
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
|}
 
|}

Latest revision as of 11:09, 7 April 2017

Time Narration
00:01 Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
00:12 ସୁପରସ୍କ୍ରିପ୍ଟ,ଓ ସବସ୍କ୍ରିପ୍ଟ
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:17 ଉବୁଣ୍ଟୁ ଲିନକ୍ସ 12.04 OS
00:20 Inkscape ଭର୍ସନ୍ 0.48.4
00:24 ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
00:33 Inkscape ଖୋଲନ୍ତୁ
00:35 ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ
00:40 ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ
00:45 Manual Kerningରୁ ଆରମ୍ଭ କରିବା
00:48 Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ
00:54 Spoken ଶବ୍ଦ ଟାଇପ୍ କରନ୍ତୁ
00:58 S ପରେ କର୍ସର୍ କୁ ରଖନ୍ତୁ
01:01 ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ
01:05 S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
01:13 ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା
01:19 ମୁଁ Horizontal Kerning ପାରାମିଟର୍ କୁ 3 ରଖିବି
01:24 ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ
01:30 ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ
01:34 କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ
01:39 ଏହି ପାରାମିଟର୍ କୁ 15 ରଖନ୍ତୁ
01:42 ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା
01:47 ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ
01:51 ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ
01:55 Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ
02:02 ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ
02:09 ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5
02:17 Vertical Shift ପାରାମିଟର୍ 10
02:21 ଓ Character Rotation ପାରାମିଟର୍ କୁ 20 ଦେବି
02:24 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
02:26 Kerns କାଢିବା ପାଇଁ, Text Menuକୁ ଯାଇ
02:29 Remove Manual Kerns ଉପରେ କ୍ଲିକ୍ କରନ୍ତୁ
02:32 Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ
02:35 Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ
02:39 ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ
02:43 ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା
02:47 ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
02:51 ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା
02:54 Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି
03:01 ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ
03:08 ଏବେ, Inkscapeକୁ ଫେରିଆସନ୍ତୁ
03:10 କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ
03:15 Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
03:19 ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା
03:22 ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା
03:27 ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ
03:33 http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ
03:37 ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା
03:41 ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ
03:45 ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ
03:50 ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି
03:53 ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial.
03:59 ଏବେ Accept ଉପରେ କ୍ଲିକ୍ କରନ୍ତୁ
04:02 ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ
04:08 Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର
04:14 ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ
04:18 Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା
04:22 ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ
04:27 ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ
04:32 ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା
04:36 ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.(a + b whole square is equal to a square plus b square plus 2ab).
04:44 ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ
04:48 ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:56 ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ
04:59 ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା
05:04 ଟାଇପ୍ କରନ୍ତୁ H2SO4
05:07 ଏଠାରେ 2 ଓ 4କୁ Subscriptରେ ଲେଖିବା
05:11 ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:17 ସମାନ ଭାବରେ ବଳକା 4କୁ ବଦଳାନ୍ତୁ
05:19 ସଂକ୍ଷିପ୍ତରେ
05:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
05:24 ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
05:26 ସୂପର୍ ସ୍କ୍ରିପ୍ଟ ଓ,ସବସ୍କ୍ରିପ୍ଟ
05:29 ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ
05:31 How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ
05:36 w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ
05:42 are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ
05:47 you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ
05:52 Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ
05:57 Silver sulfate - Ag₂SO₄
06:00 a2−b2=(a−b)(a+b)
06:06 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:09 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
06:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
06:22 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:34 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
06:36 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep