Difference between revisions of "GChemPaint/C3/Resonance-Structures/Oriya"
From Script | Spoken-Tutorial
(Created page with "{|border=1 |'''Time''' |'''Narration''' |- |00:01 | ନମସ୍କାର |- |00:02 | GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍...") |
PoojaMoolya (Talk | contribs) |
||
(One intermediate revision by one other user not shown) | |||
Line 5: | Line 5: | ||
|- | |- | ||
|00:01 | |00:01 | ||
− | | ନମସ୍କାର | + | | ନମସ୍କାର,GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
− | + | ||
− | + | ||
− | + | ||
|- | |- | ||
|00:06 | |00:06 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା, | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା, | ||
+ | |||
|- | |- | ||
|00:09 | |00:09 | ||
− | | | + | |ରାସାୟନିକ ଅଭିକ୍ରିୟା ଦର୍ଶାଇବା ପାଇଁ ବିଭିନ୍ନ ପ୍ରକାରର arrows ବ୍ୟବହାର କରିବା ଏବଂ |
+ | |||
|- | |- | ||
|00:14 | |00:14 | ||
− | | | + | | ଏକ ପରମାଣୁରେ ଚାର୍ଜ ଓ ଇଲେକ୍ଟ୍ରୋନ୍ ଯୁଗ୍ମଗୁଡ଼ିକୁ ଯୋଡ଼ିବା |
+ | |||
|- | |- | ||
|00:18 | |00:18 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି | | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି | ||
+ | |||
|- | |- | ||
|00:20 | |00:20 | ||
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 | | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 | ||
+ | |||
|- | |- | ||
|00:24 | |00:24 | ||
| GChemPaint ଭର୍ସନ୍ 0.12.10 | | GChemPaint ଭର୍ସନ୍ 0.12.10 | ||
+ | |||
|- | |- | ||
|00:29 | |00:29 | ||
| ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ହେବା ଉଚିତ୍ | | ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ହେବା ଉଚିତ୍ | ||
+ | |||
|- | |- | ||
|00:34 | |00:34 | ||
| ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ | ||
+ | |||
|- | |- | ||
|00:39 | |00:39 | ||
| ମୁଁ GChemPaint ୱିଣ୍ଡୋକୁ ଯିବି | | ମୁଁ GChemPaint ୱିଣ୍ଡୋକୁ ଯିବି | ||
+ | |||
|- | |- | ||
|00:42 | |00:42 | ||
| ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି | | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି | ||
+ | |||
|- | |- | ||
|00:45 | |00:45 | ||
| ଏଠାରେ ଆପଣ '''EthylChloride''' ଓ ''' Methylbromide''' ଷ୍ଟ୍ରକଚର୍ ଦେଖିପାରୁଛନ୍ତି | | ଏଠାରେ ଆପଣ '''EthylChloride''' ଓ ''' Methylbromide''' ଷ୍ଟ୍ରକଚର୍ ଦେଖିପାରୁଛନ୍ତି | ||
+ | |||
|- | |- | ||
|00:50 | |00:50 | ||
| ମୁଁ ଦର୍ଶାଇବି ଯେ '''Carbo-cation''' କୁ କେମିତି ହାସଲ କରାଯିବ | | ମୁଁ ଦର୍ଶାଇବି ଯେ '''Carbo-cation''' କୁ କେମିତି ହାସଲ କରାଯିବ | ||
+ | |||
|- | |- | ||
|00:55 | |00:55 | ||
| ଏବେ '''EthylChloride''' ର '''Chlorine''' ପରମାଣୁ ଉପରେ ଇଲେକ୍ଟ୍ରୋନ୍ ର ଏକ ଯୁଗ୍ମ ଯୋଡ଼ିବା | | ଏବେ '''EthylChloride''' ର '''Chlorine''' ପରମାଣୁ ଉପରେ ଇଲେକ୍ଟ୍ରୋନ୍ ର ଏକ ଯୁଗ୍ମ ଯୋଡ଼ିବା | ||
+ | |||
|- | |- | ||
|01:01 | |01:01 | ||
| Add an electron pair ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | Add an electron pair ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:04 | |01:04 | ||
| '''Chlorine''' ପରମାଣୁ ଉପରେ କ୍ଲିକ୍ କରି କ’ଣ ଘଟୁଛି ଦେଖନ୍ତୁ | | '''Chlorine''' ପରମାଣୁ ଉପରେ କ୍ଲିକ୍ କରି କ’ଣ ଘଟୁଛି ଦେଖନ୍ତୁ | ||
+ | |||
|- | |- | ||
|01:09 | |01:09 | ||
| ଏହାପରେ, ମୁଁ '''Carbon-Chlorine''' ବଣ୍ଡ୍ ଉପରେ ଇଲେକ୍ଟ୍ରୋନ୍ ଯୁଗ୍ମକୁ ସିଫ୍ଟ୍ କରିବା ଦେଖାଇବି | | ଏହାପରେ, ମୁଁ '''Carbon-Chlorine''' ବଣ୍ଡ୍ ଉପରେ ଇଲେକ୍ଟ୍ରୋନ୍ ଯୁଗ୍ମକୁ ସିଫ୍ଟ୍ କରିବା ଦେଖାଇବି | ||
+ | |||
|- | |- | ||
|01:14 | |01:14 | ||
| '''Add a curved arrow to represent an electron pair move''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | '''Add a curved arrow to represent an electron pair move''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:18 | |01:18 | ||
| ପ୍ରପର୍ଟି ୱିଣ୍ଡୋ ଖୋଲିବ | | ପ୍ରପର୍ଟି ୱିଣ୍ଡୋ ଖୋଲିବ | ||
+ | |||
|- | |- | ||
|01:21 | |01:21 | ||
| '''End arrow at center of new bond''' ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | | '''End arrow at center of new bond''' ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:26 | |01:26 | ||
| ଏହା ଇଲେକ୍ଟ୍ରୋନ୍ ଯୁଗ୍ମକୁ ସଠିକ୍ ସ୍ଥିତିକୁ ନିଏ | | ଏହା ଇଲେକ୍ଟ୍ରୋନ୍ ଯୁଗ୍ମକୁ ସଠିକ୍ ସ୍ଥିତିକୁ ନିଏ | ||
+ | |||
|- | |- | ||
|01:30 | |01:30 | ||
| '''Carbon-Chlorine''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | | '''Carbon-Chlorine''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:33 | |01:33 | ||
| Curved ଆରୋ ଉପରେ କର୍ସର୍ ରଖି ଇଲେକ୍ଟ୍ରୋନ୍ ସିଫ୍ଟକୁ ଦେଖନ୍ତୁ | | Curved ଆରୋ ଉପରେ କର୍ସର୍ ରଖି ଇଲେକ୍ଟ୍ରୋନ୍ ସିଫ୍ଟକୁ ଦେଖନ୍ତୁ | ||
+ | |||
|- | |- | ||
|01:39 | |01:39 | ||
| ମୁଁ ଏହି ଷ୍ଟ୍ରକଚର୍ ର କପି ତିଆରି କରିବି | | ମୁଁ ଏହି ଷ୍ଟ୍ରକଚର୍ ର କପି ତିଆରି କରିବି | ||
+ | |||
|- | |- | ||
|01:42 | |01:42 | ||
| ଏବେ Add an arrow ଉପରେ କ୍ଲିକ୍ କରନ୍ତୁ ଏବଂ ଷ୍ଟ୍ରକଚର୍ ମଝିରେ କ୍ଲିକ୍ କରନ୍ତୁ | | ଏବେ Add an arrow ଉପରେ କ୍ଲିକ୍ କରନ୍ତୁ ଏବଂ ଷ୍ଟ୍ରକଚର୍ ମଝିରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|01:48 | |01:48 | ||
| '''Carbo-cation''' ଫର୍ମେସନ୍ ପାଇଁ '''Sodium Hydroxide(NaOH)''' ଭଳି ବେସ୍ ଦ୍ୱାରା ପ୍ରାରମ୍ଭ ହୁଏ | | '''Carbo-cation''' ଫର୍ମେସନ୍ ପାଇଁ '''Sodium Hydroxide(NaOH)''' ଭଳି ବେସ୍ ଦ୍ୱାରା ପ୍ରାରମ୍ଭ ହୁଏ | ||
+ | |||
|- | |- | ||
|01:54 | |01:54 | ||
| Add or modify a group of atoms ଟୁଲ୍ କ୍ଲିକ୍ କରି ଆରୋ ଉପରେ କ୍ଲିକ୍ କରନ୍ତୁ | | Add or modify a group of atoms ଟୁଲ୍ କ୍ଲିକ୍ କରି ଆରୋ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:00 | |02:00 | ||
| NaOH ଟାଇପ୍ କରନ୍ତୁ | | NaOH ଟାଇପ୍ କରନ୍ତୁ | ||
+ | |||
|- | |- | ||
|02:04 | |02:04 | ||
|'Selection' ଟୁଲ୍ କ୍ଲିକ୍ କରି NaOH ସିଲେକ୍ଟ କରନ୍ତୁ | |'Selection' ଟୁଲ୍ କ୍ଲିକ୍ କରି NaOH ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|02:09 | |02:09 | ||
| ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:12 | |02:12 | ||
− | | ସବମେନ୍ୟୁରେ ଆରୋ ସିଲେକ୍ଟ କରନ୍ତୁ | + | | ସବମେନ୍ୟୁରେ ଆରୋ ସିଲେକ୍ଟ କରନ୍ତୁ,Attach selection to arrow କ୍ଲିକ୍ କରନ୍ତୁ |
− | + | ||
− | + | ||
− | + | ||
|- | |- | ||
|02:18 | |02:18 | ||
|'Arrow associated' ଶୀର୍ଷକ ସହିତ ଡାଇଲଗ୍ ବକ୍ସ ଖୋଲିବ | |'Arrow associated' ଶୀର୍ଷକ ସହିତ ଡାଇଲଗ୍ ବକ୍ସ ଖୋଲିବ | ||
+ | |||
|- | |- | ||
|02:23 | |02:23 | ||
|'Role' ଡ୍ରପ୍ ଡାଉନ୍ ରେ, 'reactant' ସିଲେକ୍ଟ କରନ୍ତୁ ଓ 'Close' କ୍ଲିକ୍ କରନ୍ତୁ | |'Role' ଡ୍ରପ୍ ଡାଉନ୍ ରେ, 'reactant' ସିଲେକ୍ଟ କରନ୍ତୁ ଓ 'Close' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:29 | |02:29 | ||
| ଏବେ ଦ୍ୱିତୀୟ '''EthylChloride''' କୁ '''Ethyl Carbo-cation''' ଓ '''Chloride ions''' ରେ ବଦଳାନ୍ତୁ | | ଏବେ ଦ୍ୱିତୀୟ '''EthylChloride''' କୁ '''Ethyl Carbo-cation''' ଓ '''Chloride ions''' ରେ ବଦଳାନ୍ତୁ | ||
+ | |||
|- | |- | ||
|02:36 | |02:36 | ||
|'Erazer' ଟୁଲ୍ ଉପରେ କ୍ଲିକ୍ କରି '''Carbon-chlorine''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | |'Erazer' ଟୁଲ୍ ଉପରେ କ୍ଲିକ୍ କରି '''Carbon-chlorine''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:42 | |02:42 | ||
| '''Ethane(CH3-CH3''') ଓ '''HCL''' ତିଆରି ହେବ | | '''Ethane(CH3-CH3''') ଓ '''HCL''' ତିଆରି ହେବ | ||
+ | |||
|- | |- | ||
|02:45 | |02:45 | ||
| ଯେତେବେଳେ ଇଲେକ୍ଟ୍ରୋନ୍ସ '''Carbon''' ରୁ '''Chlorine''' କୁ ସିଫ୍ଟ ହୁଏ, '''Carbon'''ରେ ଏକ ପଜିଟିଭ୍ ଚାର୍ଜ ବୃଦ୍ଧି ହୁଏ | | ଯେତେବେଳେ ଇଲେକ୍ଟ୍ରୋନ୍ସ '''Carbon''' ରୁ '''Chlorine''' କୁ ସିଫ୍ଟ ହୁଏ, '''Carbon'''ରେ ଏକ ପଜିଟିଭ୍ ଚାର୍ଜ ବୃଦ୍ଧି ହୁଏ | ||
+ | |||
|- | |- | ||
|02:51 | |02:51 | ||
|'''Increment the charge''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |'''Increment the charge''' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|02:54 | |02:54 | ||
| ସେହି ସ୍ଥିତି ଉପରେ କ୍ଲିକ୍ କରନ୍ତୁ ଯେଉଁଠୁ '''Carbon-chlorine''' ବଣ୍ଡ୍ ଲିଭା ଯାଇଥିଲା | | ସେହି ସ୍ଥିତି ଉପରେ କ୍ଲିକ୍ କରନ୍ତୁ ଯେଉଁଠୁ '''Carbon-chlorine''' ବଣ୍ଡ୍ ଲିଭା ଯାଇଥିଲା | ||
+ | |||
|- | |- | ||
|02:59 | |02:59 | ||
|'Ethyl Carbo-cation(CH3-CH2^+)' ତିଆରି ହୋଇଗଲା | |'Ethyl Carbo-cation(CH3-CH2^+)' ତିଆରି ହୋଇଗଲା | ||
+ | |||
|- | |- | ||
|03:02 | |03:02 | ||
| Chloride ion କରିବା ପାଇଁ, 'Decrement the charge' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | | Chloride ion କରିବା ପାଇଁ, 'Decrement the charge' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:07 | |03:07 | ||
| '''HCL''' ରେ କ୍ଲିକ୍ କରନ୍ତୁ, '''Chloride(Cl^-)''' ଆୟନ୍ ତିଆରି ହୋଇଗଲା | | '''HCL''' ରେ କ୍ଲିକ୍ କରନ୍ତୁ, '''Chloride(Cl^-)''' ଆୟନ୍ ତିଆରି ହୋଇଗଲା | ||
+ | |||
|- | |- | ||
|03:12 | |03:12 | ||
| ଏବେ single electron ସିଫ୍ଟ୍ କୁ ଯିବା | | ଏବେ single electron ସିଫ୍ଟ୍ କୁ ଯିବା | ||
+ | |||
|- | |- | ||
|03:15 | |03:15 | ||
| '''free radicals''' ପାଇବା ପାଇଁ '''Methylbromide''' ଷ୍ଟ୍ରକଚର୍ ପ୍ରୟୋଗ କରନ୍ତୁ | | '''free radicals''' ପାଇବା ପାଇଁ '''Methylbromide''' ଷ୍ଟ୍ରକଚର୍ ପ୍ରୟୋଗ କରନ୍ତୁ | ||
+ | |||
|- | |- | ||
|03:20 | |03:20 | ||
|'Add a curved arrow to represent a single electron move' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | |'Add a curved arrow to represent a single electron move' ଟୁଲ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:26 | |03:26 | ||
| Curved ଆରୋ ପାଇବା ପାଇଁ '''Methylbromide''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | | Curved ଆରୋ ପାଇବା ପାଇଁ '''Methylbromide''' ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:30 | |03:30 | ||
|ବଣ୍ଡ୍ ଉପରେ 'Pencil' ଟୁଲ୍ କୁ ଅଳ୍ପ ସିଫ୍ଟ କରନ୍ତୁ, ଦ୍ୱିତୀୟ curved ଆରୋ ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ | |ବଣ୍ଡ୍ ଉପରେ 'Pencil' ଟୁଲ୍ କୁ ଅଳ୍ପ ସିଫ୍ଟ କରନ୍ତୁ, ଦ୍ୱିତୀୟ curved ଆରୋ ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|03:38 | |03:38 | ||
| ଗୋଟିଏ ଆରୋ '''bromo(Br)''' ଆଡ଼କୁ ଏବଂ ଅନ୍ୟ ଆରୋ '''methyl(CH3)''' ଆଡ଼କୁ ଯାଏ | | ଗୋଟିଏ ଆରୋ '''bromo(Br)''' ଆଡ଼କୁ ଏବଂ ଅନ୍ୟ ଆରୋ '''methyl(CH3)''' ଆଡ଼କୁ ଯାଏ | ||
+ | |||
|- | |- | ||
|03:44 | |03:44 | ||
| '''Bromo(Br)''' ଓ '''methyl(CH3)''' ଉଭୟ, ବଣ୍ଡ୍ କରାଯାଇଥିବା ଇଲେକ୍ଟ୍ରୋନ୍ ଯୁଗ୍ମଠାରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରୋନ୍ସ ପାଇବେ | | '''Bromo(Br)''' ଓ '''methyl(CH3)''' ଉଭୟ, ବଣ୍ଡ୍ କରାଯାଇଥିବା ଇଲେକ୍ଟ୍ରୋନ୍ ଯୁଗ୍ମଠାରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରୋନ୍ସ ପାଇବେ | ||
+ | |||
|- | |- | ||
|03:51 | |03:51 | ||
| ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ଏକ ଆରୋ ଯୋଡ଼ିବା | | ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ଏକ ଆରୋ ଯୋଡ଼ିବା | ||
+ | |||
|- | |- | ||
|03:54 | |03:54 | ||
|'Add an arrow' ଉପରେ କ୍ଲିକ୍ କରି '''Methylbromide''' ପାଖରେ ଥିବା '''Display area''' ଉପରେ କ୍ଲିକ୍ କରନ୍ତୁ | |'Add an arrow' ଉପରେ କ୍ଲିକ୍ କରି '''Methylbromide''' ପାଖରେ ଥିବା '''Display area''' ଉପରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:00 | |04:00 | ||
|'''free radicals''' ର ଉତ୍ପତ୍ତି ଅଭିକ୍ରିୟାରେ heat ଅନ୍ତର୍ଭୁକ୍ତ କରେ | |'''free radicals''' ର ଉତ୍ପତ୍ତି ଅଭିକ୍ରିୟାରେ heat ଅନ୍ତର୍ଭୁକ୍ତ କରେ | ||
+ | |||
|- | |- | ||
|04:04 | |04:04 | ||
|'Add or modify a text' ଟୁଲ୍ କ୍ଲିକ୍ କରନ୍ତୁ | |'Add or modify a text' ଟୁଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:08 | |04:08 | ||
| ଆରୋ ଉପରେ ଥିବା '''Display area''' ରେ କ୍ଲିକ୍ କରନ୍ତୁ | | ଆରୋ ଉପରେ ଥିବା '''Display area''' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:11 | |04:11 | ||
| ସବୁଜ ବକ୍ସରେ “Heat” ଟାଇପ୍ କରନ୍ତୁ | | ସବୁଜ ବକ୍ସରେ “Heat” ଟାଇପ୍ କରନ୍ତୁ | ||
+ | |||
|- | |- | ||
|04:14 | |04:14 | ||
|'Selection' କ୍ଲିକ୍ କରି “Heat” ସିଲେକ୍ଟ କରନ୍ତୁ | |'Selection' କ୍ଲିକ୍ କରି “Heat” ସିଲେକ୍ଟ କରନ୍ତୁ | ||
+ | |||
|- | |- | ||
|04:19 | |04:19 | ||
| ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:21 | |04:21 | ||
| ସବମେନ୍ୟୁରୁ '''Arrow''' ସିଲେକ୍ଟ କରନ୍ତୁ ଏବଂ 'Attach selection to arrow' ରେ କ୍ଲିକ୍ କରନ୍ତୁ | | ସବମେନ୍ୟୁରୁ '''Arrow''' ସିଲେକ୍ଟ କରନ୍ତୁ ଏବଂ 'Attach selection to arrow' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:27 | |04:27 | ||
|'Arrow associated' ଶୀର୍ଷକ ସହିତ ଏକ ଡାଇଲଗ୍ ବକ୍ସ ଖୋଲିବ | |'Arrow associated' ଶୀର୍ଷକ ସହିତ ଏକ ଡାଇଲଗ୍ ବକ୍ସ ଖୋଲିବ | ||
+ | |||
|- | |- | ||
|04:32 | |04:32 | ||
| ଧ୍ୟାନଦିଅନ୍ତୁ ଯେ, '''Role''' ଡ୍ରପ୍ ଡାଉନ୍ ସୂଚୀରେ ଅଧିକ ବିକଳ୍ପ ଥାଏ | | ଧ୍ୟାନଦିଅନ୍ତୁ ଯେ, '''Role''' ଡ୍ରପ୍ ଡାଉନ୍ ସୂଚୀରେ ଅଧିକ ବିକଳ୍ପ ଥାଏ | ||
+ | |||
|- | |- | ||
|04:37 | |04:37 | ||
|'''Role''' ଡ୍ରପ୍ ଡାଉନ୍ ରେ, 'Temperature' ସିଲେକ୍ଟ କରନ୍ତୁ ଏବଂ | |'''Role''' ଡ୍ରପ୍ ଡାଉନ୍ ରେ, 'Temperature' ସିଲେକ୍ଟ କରନ୍ତୁ ଏବଂ | ||
+ | |||
|- | |- | ||
|04:40 | |04:40 | ||
|'Close' କ୍ଲିକ୍ କରନ୍ତୁ | |'Close' କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:43 | |04:43 | ||
| ଏବେ '''free radicals''' ତିଆରି କରିବା | | ଏବେ '''free radicals''' ତିଆରି କରିବା | ||
+ | |||
|- | |- | ||
|04:46 | |04:46 | ||
| ମୁଁ ଏହି ଷ୍ଟ୍ରକଚର୍ ର ଏକ କପି ତିଆରି କରିବି | | ମୁଁ ଏହି ଷ୍ଟ୍ରକଚର୍ ର ଏକ କପି ତିଆରି କରିବି | ||
+ | |||
|- | |- | ||
|04:50 | |04:50 | ||
|'Erazer' ଟୁଲ୍ ଉପରେ କ୍ଲିକ୍ କରି '''Carbon-bromine''' ବଣ୍ଡ୍ କ୍ଲିକ୍ କରନ୍ତୁ | |'Erazer' ଟୁଲ୍ ଉପରେ କ୍ଲିକ୍ କରି '''Carbon-bromine''' ବଣ୍ଡ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|04:55 | |04:55 | ||
|'''Methane(CH4)''' ଏବଂ '''Hydrogen-bromide(HBr)''' ତିଆରି ହୋଇଗଲା | |'''Methane(CH4)''' ଏବଂ '''Hydrogen-bromide(HBr)''' ତିଆରି ହୋଇଗଲା | ||
+ | |||
|- | |- | ||
|04:59 | |04:59 | ||
|'Add an unpaired electron' ଟୁଲ୍ କ୍ଲିକ୍ କରନ୍ତୁ | |'Add an unpaired electron' ଟୁଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:02 | |05:02 | ||
| ''Methane(CH4)''' ଓ '''Hydrogen-bromide(HBr)''' ରେ କ୍ଲିକ୍ କରନ୍ତୁ | | ''Methane(CH4)''' ଓ '''Hydrogen-bromide(HBr)''' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:06 | |05:06 | ||
|'''Methyl(CH3)''' ଓ '''Bromium(Br) free radicals''' ତିଆରି ହୋଇଗଲା | |'''Methyl(CH3)''' ଓ '''Bromium(Br) free radicals''' ତିଆରି ହୋଇଗଲା | ||
+ | |||
|- | |- | ||
|05:10 | |05:10 | ||
|'Selection' ଟୁଲ୍ କ୍ଲିକ୍ କରନ୍ତୁ | |'Selection' ଟୁଲ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:12 | |05:12 | ||
| ଅଭିକ୍ରିୟା ପାଥୱେ ତିଆରି କରିବା ପାଇଁ, ପ୍ରଥମେ ସମ୍ପୂର୍ଣ୍ଣ ଅଭିକ୍ରିୟା ସିଲେକ୍ଟ କରିବା | | ଅଭିକ୍ରିୟା ପାଥୱେ ତିଆରି କରିବା ପାଇଁ, ପ୍ରଥମେ ସମ୍ପୂର୍ଣ୍ଣ ଅଭିକ୍ରିୟା ସିଲେକ୍ଟ କରିବା | ||
+ | |||
|- | |- | ||
|05:17 | |05:17 | ||
| ଏବେ selection ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ଏବେ selection ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:20 | |05:20 | ||
| ଏକ ସବମେନ୍ୟୁ ଖୋଲିବ | | ଏକ ସବମେନ୍ୟୁ ଖୋଲିବ | ||
+ | |||
|- | |- | ||
|05:22 | |05:22 | ||
| 'Create a new reaction' ରେ କ୍ଲିକ୍ କରନ୍ତୁ | | 'Create a new reaction' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:25 | |05:25 | ||
| ଅଭିକ୍ରିୟା ପାଥ୍ ତିଆରି ହୋଇଗଲା | | ଅଭିକ୍ରିୟା ପାଥ୍ ତିଆରି ହୋଇଗଲା | ||
+ | |||
|- | |- | ||
|05:28 | |05:28 | ||
| ଅଭିକ୍ରିୟା ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ | | ଅଭିକ୍ରିୟା ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ | ||
+ | |||
|- | |- | ||
|05:30 | |05:30 | ||
| ଏହିଭଳି ମୁଁ ପୂର୍ବ ଅଭିକ୍ରିୟା ପାଇଁ ଅଭିକ୍ରିୟା ପାଥୱେ ତିଆରି କରିବି | | ଏହିଭଳି ମୁଁ ପୂର୍ବ ଅଭିକ୍ରିୟା ପାଇଁ ଅଭିକ୍ରିୟା ପାଥୱେ ତିଆରି କରିବି | ||
+ | |||
|- | |- | ||
|05:37 | |05:37 | ||
| ଆମେ ଚାହିଁଲେ ଅଭିକ୍ରିୟା ପାଥୱେକୁ ହଟାଇ ମଧ୍ୟ ପାରିବା | | ଆମେ ଚାହିଁଲେ ଅଭିକ୍ରିୟା ପାଥୱେକୁ ହଟାଇ ମଧ୍ୟ ପାରିବା | ||
+ | |||
|- | |- | ||
|05:41 | |05:41 | ||
| ଏଭଳି କରିବା ପାଇଁ, ଅଭିକ୍ରିୟା ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ଏଭଳି କରିବା ପାଇଁ, ଅଭିକ୍ରିୟା ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:45 | |05:45 | ||
|'Destroy the reaction' ରେ କ୍ଲିକ୍ କରନ୍ତୁ | |'Destroy the reaction' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|05:48 | |05:48 | ||
| ଏହି କ୍ରିୟା, ଅଭିକ୍ରିୟା ପାଥୱେ କୁ ହଟାଇଦେବ | | ଏହି କ୍ରିୟା, ଅଭିକ୍ରିୟା ପାଥୱେ କୁ ହଟାଇଦେବ | ||
+ | |||
|- | |- | ||
|05:51 | |05:51 | ||
| ଯେକୌଣସି ଗୋଟିଏ ଅବଜେକ୍ଟ ଟାଣନ୍ତୁ ଏବଂ ଦେଖିବେ ଯେ ଏହା ଅଲଗା-ଅଲଗା ଚାଲିପାରିବେ | | ଯେକୌଣସି ଗୋଟିଏ ଅବଜେକ୍ଟ ଟାଣନ୍ତୁ ଏବଂ ଦେଖିବେ ଯେ ଏହା ଅଲଗା-ଅଲଗା ଚାଲିପାରିବେ | ||
+ | |||
|- | |- | ||
|05:57 | |05:57 | ||
| ଏବେ ଆମେ '''double headed arrow''' ବ୍ୟବହାର କରି '''Resonance''' ଓ '''Mesomery''' କୁ ଯିବା | | ଏବେ ଆମେ '''double headed arrow''' ବ୍ୟବହାର କରି '''Resonance''' ଓ '''Mesomery''' କୁ ଯିବା | ||
+ | |||
|- | |- | ||
|06:02 | |06:02 | ||
| ମୁଁ '''Nitromethane''' ଷ୍ଟ୍ରକଚର୍ ସହ ଏକ ନୂଆ '''GChemPaint''' ୱିଣ୍ଡୋ ଖୋଲିଛି | | ମୁଁ '''Nitromethane''' ଷ୍ଟ୍ରକଚର୍ ସହ ଏକ ନୂଆ '''GChemPaint''' ୱିଣ୍ଡୋ ଖୋଲିଛି | ||
+ | |||
|- | |- | ||
|06:08 | |06:08 | ||
| ମୁଁ ଇଲେକ୍ଟ୍ରୋନ୍ ସିଫ୍ଟ ଦର୍ଶାଇବା ପାଇଁ ଷ୍ଟ୍ରକଚର୍ ଭିତରେ curved ଆରୋଜ୍ ଓ ଚାର୍ଜ ଯୋଡ଼ିଥିଲି | | ମୁଁ ଇଲେକ୍ଟ୍ରୋନ୍ ସିଫ୍ଟ ଦର୍ଶାଇବା ପାଇଁ ଷ୍ଟ୍ରକଚର୍ ଭିତରେ curved ଆରୋଜ୍ ଓ ଚାର୍ଜ ଯୋଡ଼ିଥିଲି | ||
+ | |||
|- | |- | ||
|06:14 | |06:14 | ||
| ଏବେ ଏକ ଡବଲ୍ ହେଡେଡ୍ ଆରୋ ଯୋଡ଼ିବା | | ଏବେ ଏକ ଡବଲ୍ ହେଡେଡ୍ ଆରୋ ଯୋଡ଼ିବା | ||
+ | |||
|- | |- | ||
|06:16 | |06:16 | ||
|'Add a double headed arrow' ରେ କ୍ଲିକ୍ କରନ୍ତୁ | |'Add a double headed arrow' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:20 | |06:20 | ||
|'''Nitromethane''' ମଧ୍ୟସ୍ଥ '''Display area''' ରେ କ୍ଲିକ୍ କରନ୍ତୁ | |'''Nitromethane''' ମଧ୍ୟସ୍ଥ '''Display area''' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:25 | |06:25 | ||
| ଏହି ଦୁଇ ଷ୍ଟ୍ରକଚର୍ ହେଉଛନ୍ତି '''Nitromethane''' ର "Resonance structures" | | ଏହି ଦୁଇ ଷ୍ଟ୍ରକଚର୍ ହେଉଛନ୍ତି '''Nitromethane''' ର "Resonance structures" | ||
+ | |||
|- | |- | ||
|06:30 | |06:30 | ||
| ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ | | ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ | ||
+ | |||
|- | |- | ||
|06:33 | |06:33 | ||
| ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:35 | |06:35 | ||
| ଏକ ସବମେନ୍ୟୁ ଖୋଲିବ | | ଏକ ସବମେନ୍ୟୁ ଖୋଲିବ | ||
+ | |||
|- | |- | ||
|06:37 | |06:37 | ||
|'Create a new mesomery relationship' ରେ କ୍ଲିକ୍ କରନ୍ତୁ | |'Create a new mesomery relationship' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|06:41 | |06:41 | ||
| ସମ୍ବନ୍ଧ ଦେଖିବା ପାଇଁ ଏହାକୁ ଟାଣନ୍ତୁ | | ସମ୍ବନ୍ଧ ଦେଖିବା ପାଇଁ ଏହାକୁ ଟାଣନ୍ତୁ | ||
+ | |||
|- | |- | ||
|06:44 | |06:44 | ||
| ଏଠାରେ '''Resonance Structures of Benzene''' ପାଇଁ ସ୍ଲାଇଡ୍ ଅଛି | | ଏଠାରେ '''Resonance Structures of Benzene''' ପାଇଁ ସ୍ଲାଇଡ୍ ଅଛି | ||
+ | |||
|- | |- | ||
|06:48 | |06:48 | ||
| ଏବେ '''retro-synthetic''' ପାଥୱେ ତିଆରି କରିବା ବିଷୟରେ ଶିଖିବା | | ଏବେ '''retro-synthetic''' ପାଥୱେ ତିଆରି କରିବା ବିଷୟରେ ଶିଖିବା | ||
+ | |||
|- | |- | ||
|06:52 | |06:52 | ||
| ମୁଁ ଆବଶ୍ୟକ ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି | | ମୁଁ ଆବଶ୍ୟକ ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି | ||
+ | |||
|- | |- | ||
|06:57 | |06:57 | ||
|'''Retrosynthetic''' ପାଥୱେ ସମସ୍ତ ମଧ୍ୟବର୍ତ୍ତୀ ସହ ଉତ୍ପାଦରୁ ଆରମ୍ଭ ହୁଏ ଏବଂ ଅଭିକାରକକୁ ଯାଏ | |'''Retrosynthetic''' ପାଥୱେ ସମସ୍ତ ମଧ୍ୟବର୍ତ୍ତୀ ସହ ଉତ୍ପାଦରୁ ଆରମ୍ଭ ହୁଏ ଏବଂ ଅଭିକାରକକୁ ଯାଏ | ||
+ | |||
|- | |- | ||
|07:04 | |07:04 | ||
| ଏହି ପାଥୱେରେ ଶେଷ ଉତ୍ପାଦ '''Ortho-nitrophenol''' ହୋଇଥିବାବେଳେ ପ୍ରାରମ୍ଭିକ ବସ୍ତୁ ହେଉଛି '''Benzene''' | | ଏହି ପାଥୱେରେ ଶେଷ ଉତ୍ପାଦ '''Ortho-nitrophenol''' ହୋଇଥିବାବେଳେ ପ୍ରାରମ୍ଭିକ ବସ୍ତୁ ହେଉଛି '''Benzene''' | ||
+ | |||
|- | |- | ||
|07:10 | |07:10 | ||
| ଏବେ '''retro-synthetic''' ପାଥୱେ ଦର୍ଶାଇବା ପାଇଁ, '''retro-synthetic''' ଆରୋ ଯୋଡ଼ନ୍ତୁ | | ଏବେ '''retro-synthetic''' ପାଥୱେ ଦର୍ଶାଇବା ପାଇଁ, '''retro-synthetic''' ଆରୋ ଯୋଡ଼ନ୍ତୁ | ||
+ | |||
|- | |- | ||
|07:15 | |07:15 | ||
|'Add an arrow for a retrosynthetic step' ରେ କ୍ଲିକ୍ କରନ୍ତୁ | |'Add an arrow for a retrosynthetic step' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:20 | |07:20 | ||
| ସମସ୍ତ କମ୍ପାଉଣ୍ଡସ୍ ମଝିରେ କ୍ଲିକ୍ କରନ୍ତୁ | | ସମସ୍ତ କମ୍ପାଉଣ୍ଡସ୍ ମଝିରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:25 | |07:25 | ||
| ସମସ୍ତ ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ, '''Ctrl+A''' ଦାବନ୍ତୁ | | ସମସ୍ତ ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ, '''Ctrl+A''' ଦାବନ୍ତୁ | ||
+ | |||
|- | |- | ||
|07:28 | |07:28 | ||
| ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:30 | |07:30 | ||
| ଏକ ସବମେନ୍ୟୁ ଖୋଲିବ | | ଏକ ସବମେନ୍ୟୁ ଖୋଲିବ | ||
+ | |||
|- | |- | ||
|07:32 | |07:32 | ||
|'Create a new retrosynthesis pathway' ରେ କ୍ଲିକ୍ କରନ୍ତୁ | |'Create a new retrosynthesis pathway' ରେ କ୍ଲିକ୍ କରନ୍ତୁ | ||
+ | |||
|- | |- | ||
|07:36 | |07:36 | ||
| ନିର୍ମିତ ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ | | ନିର୍ମିତ ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ | ||
+ | |||
|- | |- | ||
|07:39 | |07:39 | ||
|ସଂକ୍ଷେପରେ | |ସଂକ୍ଷେପରେ | ||
+ | |||
|- | |- | ||
|07:41 | |07:41 | ||
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ | | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ | ||
+ | |||
|- | |- | ||
|07:44 | |07:44 | ||
− | | | + | | curved ଆରୋ ବ୍ୟବହାର କରି ଇଲେକ୍ଟ୍ରୋନ୍ ସିଫ୍ଟସ୍ ଦର୍ଶାଇବା |
+ | |||
|- | |- | ||
|07:48 | |07:48 | ||
− | | | + | | ଅଭିକ୍ରିୟାର କଣ୍ଡିସନ୍ କୁ ଅଭିକ୍ରିୟା ଆରୋରେ ଯୋଡ଼ିବା |
+ | |||
|- | |- | ||
|07:52 | |07:52 | ||
− | | | + | | ଅଭିକ୍ରିୟା ଆରୋ ବ୍ୟବହାର କରି ଅଭିକ୍ରିୟା ପାଥୱେ ନିର୍ମାଣ ଓ ବିଲୋପ |
+ | |||
|- | |- | ||
|07:57 | |07:57 | ||
− | | | + | | ଡବଲ୍ ହେଡେଡ୍ ଆରୋ ବ୍ୟବହାର କରି ଏକ ନୂଆ mesomery ସମ୍ବନ୍ଧ ତିଆରି କରିବା |
+ | |||
|- | |- | ||
|08:01 | |08:01 | ||
− | | | + | | retro-synthetic ଆରୋ ବ୍ୟବହାର କରି retro-synthetic ପାଥୱେ ତିଆରି କରିବା |
+ | |||
|- | |- | ||
|08:06 | |08:06 | ||
− | | ଏକ ଆସାଇନମେଣ୍ଟ୍ ଭାବେ- | + | | ଏକ ଆସାଇନମେଣ୍ଟ୍ ଭାବେ-,ଆରୋ ପ୍ରପର୍ଟିଜ୍ ବ୍ୟବହାର କରି |
− | + | ||
− | + | ||
− | + | ||
|- | |- | ||
|08:10 | |08:10 | ||
|1. Butane ଓ Sodium bromide ପାଇବା ପାଇଁ, Bromo-Ethane (C2H5Br) ଓ Sodium(Na) ର solvent Dry ether ସହିତ ଅଭିକ୍ରିୟା ପାଇଁ ଏକ ଅଭିକ୍ରିୟା ପାଥୱେ ତିଆରି କରନ୍ତୁ | |1. Butane ଓ Sodium bromide ପାଇବା ପାଇଁ, Bromo-Ethane (C2H5Br) ଓ Sodium(Na) ର solvent Dry ether ସହିତ ଅଭିକ୍ରିୟା ପାଇଁ ଏକ ଅଭିକ୍ରିୟା ପାଥୱେ ତିଆରି କରନ୍ତୁ | ||
+ | |||
|- | |- | ||
|08:20 | |08:20 | ||
|୨.ଅଭିକ୍ରିୟାର ଅଣୁରେ stoichiometric coefficients (ଷ୍ଟୋଇକୋମେଟ୍ରିକ୍ କୋଏଫିସିଏଣ୍ଟସ୍) ଯୋଡ଼ନ୍ତୁ | |୨.ଅଭିକ୍ରିୟାର ଅଣୁରେ stoichiometric coefficients (ଷ୍ଟୋଇକୋମେଟ୍ରିକ୍ କୋଏଫିସିଏଣ୍ଟସ୍) ଯୋଡ଼ନ୍ତୁ | ||
+ | |||
|- | |- | ||
|08:24 | |08:24 | ||
|3. '''Naphthalene, Anthracene''' ଏବଂ '''Carbon-dioxide''' ର ରିଜୋନାନ୍ସ ଷ୍ଟ୍ରକଚର୍ ଆଙ୍କନ୍ତୁ | |3. '''Naphthalene, Anthracene''' ଏବଂ '''Carbon-dioxide''' ର ରିଜୋନାନ୍ସ ଷ୍ଟ୍ରକଚର୍ ଆଙ୍କନ୍ତୁ | ||
+ | |||
|- | |- | ||
|08:30 | |08:30 | ||
| ଏହା ଆବଶ୍ୟକ ଅଭିକ୍ରିୟା ପାଥୱେ ଅଟେ | | ଏହା ଆବଶ୍ୟକ ଅଭିକ୍ରିୟା ପାଥୱେ ଅଟେ | ||
+ | |||
|- | |- | ||
|08:33 | |08:33 | ||
| ଏଗୁଡ଼ିକ '''Naphthalene''', '''Anthracene''' ଏବଂ '''Carbon-dioxide''' ର ରିଜୋନାନ୍ସ ଷ୍ଟ୍ରକଚର୍ ଅଟନ୍ତି | | ଏଗୁଡ଼ିକ '''Naphthalene''', '''Anthracene''' ଏବଂ '''Carbon-dioxide''' ର ରିଜୋନାନ୍ସ ଷ୍ଟ୍ରକଚର୍ ଅଟନ୍ତି | ||
+ | |||
|- | |- | ||
− | | 08:39 | + | |08:39 |
|ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: '''http://spoken-tutorial.org/What_is_a_Spoken_ Tutorial''' | |ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: '''http://spoken-tutorial.org/What_is_a_Spoken_ Tutorial''' | ||
+ | |||
|- | |- | ||
|08:43 | |08:43 | ||
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ | ||
+ | |||
|- | |- | ||
|08:45 | |08:45 | ||
| ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନ୍ଲୋଡ କରି ଦେଖିପାରିବେ | | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନ୍ଲୋଡ କରି ଦେଖିପାରିବେ | ||
+ | |||
|- | |- | ||
|08:50 | |08:50 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି | ||
+ | |||
|- | |- | ||
|08:54 | |08:54 | ||
| ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
+ | |||
|- | |- | ||
|08:57 | |08:57 | ||
| ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ | | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ | ||
+ | |||
|- | |- | ||
|09:03 | |09:03 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ | ||
+ | |||
|- | |- | ||
|09:08 | |09:08 | ||
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ | ||
+ | |||
|- | |- | ||
|09:16 | |09:16 | ||
− | |||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: '''http://spoken-tutorial.org/NMEICT-Intro''' | ||
+ | |||
|- | |- | ||
|09:21 | |09:21 | ||
− | | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି, | + | | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |
− | ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ | + | |
|} | |} |
Latest revision as of 11:49, 6 April 2017
Time | Narration |
00:01 | ନମସ୍କାର,GChemPaint ରେ Resonance Structures ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା, |
00:09 | ରାସାୟନିକ ଅଭିକ୍ରିୟା ଦର୍ଶାଇବା ପାଇଁ ବିଭିନ୍ନ ପ୍ରକାରର arrows ବ୍ୟବହାର କରିବା ଏବଂ |
00:14 | ଏକ ପରମାଣୁରେ ଚାର୍ଜ ଓ ଇଲେକ୍ଟ୍ରୋନ୍ ଯୁଗ୍ମଗୁଡ଼ିକୁ ଯୋଡ଼ିବା |
00:18 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି |
00:20 | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 |
00:24 | GChemPaint ଭର୍ସନ୍ 0.12.10 |
00:29 | ଏହି ଟ୍ୟୁଟୋରିଆଲ୍ ର ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ହେବା ଉଚିତ୍ |
00:34 | ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:39 | ମୁଁ GChemPaint ୱିଣ୍ଡୋକୁ ଯିବି |
00:42 | ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
00:45 | ଏଠାରେ ଆପଣ EthylChloride ଓ Methylbromide ଷ୍ଟ୍ରକଚର୍ ଦେଖିପାରୁଛନ୍ତି |
00:50 | ମୁଁ ଦର୍ଶାଇବି ଯେ Carbo-cation କୁ କେମିତି ହାସଲ କରାଯିବ |
00:55 | ଏବେ EthylChloride ର Chlorine ପରମାଣୁ ଉପରେ ଇଲେକ୍ଟ୍ରୋନ୍ ର ଏକ ଯୁଗ୍ମ ଯୋଡ଼ିବା |
01:01 | Add an electron pair ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:04 | Chlorine ପରମାଣୁ ଉପରେ କ୍ଲିକ୍ କରି କ’ଣ ଘଟୁଛି ଦେଖନ୍ତୁ |
01:09 | ଏହାପରେ, ମୁଁ Carbon-Chlorine ବଣ୍ଡ୍ ଉପରେ ଇଲେକ୍ଟ୍ରୋନ୍ ଯୁଗ୍ମକୁ ସିଫ୍ଟ୍ କରିବା ଦେଖାଇବି |
01:14 | Add a curved arrow to represent an electron pair move ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
01:18 | ପ୍ରପର୍ଟି ୱିଣ୍ଡୋ ଖୋଲିବ |
01:21 | End arrow at center of new bond ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
01:26 | ଏହା ଇଲେକ୍ଟ୍ରୋନ୍ ଯୁଗ୍ମକୁ ସଠିକ୍ ସ୍ଥିତିକୁ ନିଏ |
01:30 | Carbon-Chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
01:33 | Curved ଆରୋ ଉପରେ କର୍ସର୍ ରଖି ଇଲେକ୍ଟ୍ରୋନ୍ ସିଫ୍ଟକୁ ଦେଖନ୍ତୁ |
01:39 | ମୁଁ ଏହି ଷ୍ଟ୍ରକଚର୍ ର କପି ତିଆରି କରିବି |
01:42 | ଏବେ Add an arrow ଉପରେ କ୍ଲିକ୍ କରନ୍ତୁ ଏବଂ ଷ୍ଟ୍ରକଚର୍ ମଝିରେ କ୍ଲିକ୍ କରନ୍ତୁ |
01:48 | Carbo-cation ଫର୍ମେସନ୍ ପାଇଁ Sodium Hydroxide(NaOH) ଭଳି ବେସ୍ ଦ୍ୱାରା ପ୍ରାରମ୍ଭ ହୁଏ |
01:54 | Add or modify a group of atoms ଟୁଲ୍ କ୍ଲିକ୍ କରି ଆରୋ ଉପରେ କ୍ଲିକ୍ କରନ୍ତୁ |
02:00 | NaOH ଟାଇପ୍ କରନ୍ତୁ |
02:04 | 'Selection' ଟୁଲ୍ କ୍ଲିକ୍ କରି NaOH ସିଲେକ୍ଟ କରନ୍ତୁ |
02:09 | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:12 | ସବମେନ୍ୟୁରେ ଆରୋ ସିଲେକ୍ଟ କରନ୍ତୁ,Attach selection to arrow କ୍ଲିକ୍ କରନ୍ତୁ |
02:18 | 'Arrow associated' ଶୀର୍ଷକ ସହିତ ଡାଇଲଗ୍ ବକ୍ସ ଖୋଲିବ |
02:23 | 'Role' ଡ୍ରପ୍ ଡାଉନ୍ ରେ, 'reactant' ସିଲେକ୍ଟ କରନ୍ତୁ ଓ 'Close' କ୍ଲିକ୍ କରନ୍ତୁ |
02:29 | ଏବେ ଦ୍ୱିତୀୟ EthylChloride କୁ Ethyl Carbo-cation ଓ Chloride ions ରେ ବଦଳାନ୍ତୁ |
02:36 | 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-chlorine ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
02:42 | Ethane(CH3-CH3) ଓ HCL ତିଆରି ହେବ |
02:45 | ଯେତେବେଳେ ଇଲେକ୍ଟ୍ରୋନ୍ସ Carbon ରୁ Chlorine କୁ ସିଫ୍ଟ ହୁଏ, Carbonରେ ଏକ ପଜିଟିଭ୍ ଚାର୍ଜ ବୃଦ୍ଧି ହୁଏ |
02:51 | Increment the charge ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
02:54 | ସେହି ସ୍ଥିତି ଉପରେ କ୍ଲିକ୍ କରନ୍ତୁ ଯେଉଁଠୁ Carbon-chlorine ବଣ୍ଡ୍ ଲିଭା ଯାଇଥିଲା |
02:59 | 'Ethyl Carbo-cation(CH3-CH2^+)' ତିଆରି ହୋଇଗଲା |
03:02 | Chloride ion କରିବା ପାଇଁ, 'Decrement the charge' ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:07 | HCL ରେ କ୍ଲିକ୍ କରନ୍ତୁ, Chloride(Cl^-) ଆୟନ୍ ତିଆରି ହୋଇଗଲା |
03:12 | ଏବେ single electron ସିଫ୍ଟ୍ କୁ ଯିବା |
03:15 | free radicals ପାଇବା ପାଇଁ Methylbromide ଷ୍ଟ୍ରକଚର୍ ପ୍ରୟୋଗ କରନ୍ତୁ |
03:20 | 'Add a curved arrow to represent a single electron move' ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:26 | Curved ଆରୋ ପାଇବା ପାଇଁ Methylbromide ବଣ୍ଡ୍ ଉପରେ କ୍ଲିକ୍ କରନ୍ତୁ |
03:30 | ବଣ୍ଡ୍ ଉପରେ 'Pencil' ଟୁଲ୍ କୁ ଅଳ୍ପ ସିଫ୍ଟ କରନ୍ତୁ, ଦ୍ୱିତୀୟ curved ଆରୋ ପାଇବା ପାଇଁ ପୁଣିଥରେ କ୍ଲିକ୍ କରନ୍ତୁ |
03:38 | ଗୋଟିଏ ଆରୋ bromo(Br) ଆଡ଼କୁ ଏବଂ ଅନ୍ୟ ଆରୋ methyl(CH3) ଆଡ଼କୁ ଯାଏ |
03:44 | Bromo(Br) ଓ methyl(CH3) ଉଭୟ, ବଣ୍ଡ୍ କରାଯାଇଥିବା ଇଲେକ୍ଟ୍ରୋନ୍ ଯୁଗ୍ମଠାରୁ ଗୋଟିଏ ଲେଖାଏଁ ଇଲେକ୍ଟ୍ରୋନ୍ସ ପାଇବେ |
03:51 | ଉତ୍ପାଦକୁ ପ୍ରଦର୍ଶିତ କରିବା ପାଇଁ ଏକ ଆରୋ ଯୋଡ଼ିବା |
03:54 | 'Add an arrow' ଉପରେ କ୍ଲିକ୍ କରି Methylbromide ପାଖରେ ଥିବା Display area ଉପରେ କ୍ଲିକ୍ କରନ୍ତୁ |
04:00 | free radicals ର ଉତ୍ପତ୍ତି ଅଭିକ୍ରିୟାରେ heat ଅନ୍ତର୍ଭୁକ୍ତ କରେ |
04:04 | 'Add or modify a text' ଟୁଲ୍ କ୍ଲିକ୍ କରନ୍ତୁ |
04:08 | ଆରୋ ଉପରେ ଥିବା Display area ରେ କ୍ଲିକ୍ କରନ୍ତୁ |
04:11 | ସବୁଜ ବକ୍ସରେ “Heat” ଟାଇପ୍ କରନ୍ତୁ |
04:14 | 'Selection' କ୍ଲିକ୍ କରି “Heat” ସିଲେକ୍ଟ କରନ୍ତୁ |
04:19 | ଆରୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
04:21 | ସବମେନ୍ୟୁରୁ Arrow ସିଲେକ୍ଟ କରନ୍ତୁ ଏବଂ 'Attach selection to arrow' ରେ କ୍ଲିକ୍ କରନ୍ତୁ |
04:27 | 'Arrow associated' ଶୀର୍ଷକ ସହିତ ଏକ ଡାଇଲଗ୍ ବକ୍ସ ଖୋଲିବ |
04:32 | ଧ୍ୟାନଦିଅନ୍ତୁ ଯେ, Role ଡ୍ରପ୍ ଡାଉନ୍ ସୂଚୀରେ ଅଧିକ ବିକଳ୍ପ ଥାଏ |
04:37 | Role ଡ୍ରପ୍ ଡାଉନ୍ ରେ, 'Temperature' ସିଲେକ୍ଟ କରନ୍ତୁ ଏବଂ |
04:40 | 'Close' କ୍ଲିକ୍ କରନ୍ତୁ |
04:43 | ଏବେ free radicals ତିଆରି କରିବା |
04:46 | ମୁଁ ଏହି ଷ୍ଟ୍ରକଚର୍ ର ଏକ କପି ତିଆରି କରିବି |
04:50 | 'Erazer' ଟୁଲ୍ ଉପରେ କ୍ଲିକ୍ କରି Carbon-bromine ବଣ୍ଡ୍ କ୍ଲିକ୍ କରନ୍ତୁ |
04:55 | Methane(CH4) ଏବଂ Hydrogen-bromide(HBr) ତିଆରି ହୋଇଗଲା |
04:59 | 'Add an unpaired electron' ଟୁଲ୍ କ୍ଲିକ୍ କରନ୍ତୁ |
05:02 | Methane(CH4)' ଓ Hydrogen-bromide(HBr) ରେ କ୍ଲିକ୍ କରନ୍ତୁ |
05:06 | Methyl(CH3) ଓ Bromium(Br) free radicals ତିଆରି ହୋଇଗଲା |
05:10 | 'Selection' ଟୁଲ୍ କ୍ଲିକ୍ କରନ୍ତୁ |
05:12 | ଅଭିକ୍ରିୟା ପାଥୱେ ତିଆରି କରିବା ପାଇଁ, ପ୍ରଥମେ ସମ୍ପୂର୍ଣ୍ଣ ଅଭିକ୍ରିୟା ସିଲେକ୍ଟ କରିବା |
05:17 | ଏବେ selection ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:20 | ଏକ ସବମେନ୍ୟୁ ଖୋଲିବ |
05:22 | 'Create a new reaction' ରେ କ୍ଲିକ୍ କରନ୍ତୁ |
05:25 | ଅଭିକ୍ରିୟା ପାଥ୍ ତିଆରି ହୋଇଗଲା |
05:28 | ଅଭିକ୍ରିୟା ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
05:30 | ଏହିଭଳି ମୁଁ ପୂର୍ବ ଅଭିକ୍ରିୟା ପାଇଁ ଅଭିକ୍ରିୟା ପାଥୱେ ତିଆରି କରିବି |
05:37 | ଆମେ ଚାହିଁଲେ ଅଭିକ୍ରିୟା ପାଥୱେକୁ ହଟାଇ ମଧ୍ୟ ପାରିବା |
05:41 | ଏଭଳି କରିବା ପାଇଁ, ଅଭିକ୍ରିୟା ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
05:45 | 'Destroy the reaction' ରେ କ୍ଲିକ୍ କରନ୍ତୁ |
05:48 | ଏହି କ୍ରିୟା, ଅଭିକ୍ରିୟା ପାଥୱେ କୁ ହଟାଇଦେବ |
05:51 | ଯେକୌଣସି ଗୋଟିଏ ଅବଜେକ୍ଟ ଟାଣନ୍ତୁ ଏବଂ ଦେଖିବେ ଯେ ଏହା ଅଲଗା-ଅଲଗା ଚାଲିପାରିବେ |
05:57 | ଏବେ ଆମେ double headed arrow ବ୍ୟବହାର କରି Resonance ଓ Mesomery କୁ ଯିବା |
06:02 | ମୁଁ Nitromethane ଷ୍ଟ୍ରକଚର୍ ସହ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
06:08 | ମୁଁ ଇଲେକ୍ଟ୍ରୋନ୍ ସିଫ୍ଟ ଦର୍ଶାଇବା ପାଇଁ ଷ୍ଟ୍ରକଚର୍ ଭିତରେ curved ଆରୋଜ୍ ଓ ଚାର୍ଜ ଯୋଡ଼ିଥିଲି |
06:14 | ଏବେ ଏକ ଡବଲ୍ ହେଡେଡ୍ ଆରୋ ଯୋଡ଼ିବା |
06:16 | 'Add a double headed arrow' ରେ କ୍ଲିକ୍ କରନ୍ତୁ |
06:20 | Nitromethane ମଧ୍ୟସ୍ଥ Display area ରେ କ୍ଲିକ୍ କରନ୍ତୁ |
06:25 | ଏହି ଦୁଇ ଷ୍ଟ୍ରକଚର୍ ହେଉଛନ୍ତି Nitromethane ର "Resonance structures" |
06:30 | ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ |
06:33 | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
06:35 | ଏକ ସବମେନ୍ୟୁ ଖୋଲିବ |
06:37 | 'Create a new mesomery relationship' ରେ କ୍ଲିକ୍ କରନ୍ତୁ |
06:41 | ସମ୍ବନ୍ଧ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
06:44 | ଏଠାରେ Resonance Structures of Benzene ପାଇଁ ସ୍ଲାଇଡ୍ ଅଛି |
06:48 | ଏବେ retro-synthetic ପାଥୱେ ତିଆରି କରିବା ବିଷୟରେ ଶିଖିବା |
06:52 | ମୁଁ ଆବଶ୍ୟକ ଷ୍ଟ୍ରକଚର୍ ସହିତ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି |
06:57 | Retrosynthetic ପାଥୱେ ସମସ୍ତ ମଧ୍ୟବର୍ତ୍ତୀ ସହ ଉତ୍ପାଦରୁ ଆରମ୍ଭ ହୁଏ ଏବଂ ଅଭିକାରକକୁ ଯାଏ |
07:04 | ଏହି ପାଥୱେରେ ଶେଷ ଉତ୍ପାଦ Ortho-nitrophenol ହୋଇଥିବାବେଳେ ପ୍ରାରମ୍ଭିକ ବସ୍ତୁ ହେଉଛି Benzene |
07:10 | ଏବେ retro-synthetic ପାଥୱେ ଦର୍ଶାଇବା ପାଇଁ, retro-synthetic ଆରୋ ଯୋଡ଼ନ୍ତୁ |
07:15 | 'Add an arrow for a retrosynthetic step' ରେ କ୍ଲିକ୍ କରନ୍ତୁ |
07:20 | ସମସ୍ତ କମ୍ପାଉଣ୍ଡସ୍ ମଝିରେ କ୍ଲିକ୍ କରନ୍ତୁ |
07:25 | ସମସ୍ତ ଷ୍ଟ୍ରକଚର୍ସ ସିଲେକ୍ଟ କରିବା ପାଇଁ, Ctrl+A ଦାବନ୍ତୁ |
07:28 | ସିଲେକ୍ସନ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
07:30 | ଏକ ସବମେନ୍ୟୁ ଖୋଲିବ |
07:32 | 'Create a new retrosynthesis pathway' ରେ କ୍ଲିକ୍ କରନ୍ତୁ |
07:36 | ନିର୍ମିତ ପାଥୱେ ଦେଖିବା ପାଇଁ ଏହାକୁ ଟାଣନ୍ତୁ |
07:39 | ସଂକ୍ଷେପରେ |
07:41 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ |
07:44 | curved ଆରୋ ବ୍ୟବହାର କରି ଇଲେକ୍ଟ୍ରୋନ୍ ସିଫ୍ଟସ୍ ଦର୍ଶାଇବା |
07:48 | ଅଭିକ୍ରିୟାର କଣ୍ଡିସନ୍ କୁ ଅଭିକ୍ରିୟା ଆରୋରେ ଯୋଡ଼ିବା |
07:52 | ଅଭିକ୍ରିୟା ଆରୋ ବ୍ୟବହାର କରି ଅଭିକ୍ରିୟା ପାଥୱେ ନିର୍ମାଣ ଓ ବିଲୋପ |
07:57 | ଡବଲ୍ ହେଡେଡ୍ ଆରୋ ବ୍ୟବହାର କରି ଏକ ନୂଆ mesomery ସମ୍ବନ୍ଧ ତିଆରି କରିବା |
08:01 | retro-synthetic ଆରୋ ବ୍ୟବହାର କରି retro-synthetic ପାଥୱେ ତିଆରି କରିବା |
08:06 | ଏକ ଆସାଇନମେଣ୍ଟ୍ ଭାବେ-,ଆରୋ ପ୍ରପର୍ଟିଜ୍ ବ୍ୟବହାର କରି |
08:10 | 1. Butane ଓ Sodium bromide ପାଇବା ପାଇଁ, Bromo-Ethane (C2H5Br) ଓ Sodium(Na) ର solvent Dry ether ସହିତ ଅଭିକ୍ରିୟା ପାଇଁ ଏକ ଅଭିକ୍ରିୟା ପାଥୱେ ତିଆରି କରନ୍ତୁ |
08:20 | ୨.ଅଭିକ୍ରିୟାର ଅଣୁରେ stoichiometric coefficients (ଷ୍ଟୋଇକୋମେଟ୍ରିକ୍ କୋଏଫିସିଏଣ୍ଟସ୍) ଯୋଡ଼ନ୍ତୁ |
08:24 | 3. Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଆଙ୍କନ୍ତୁ |
08:30 | ଏହା ଆବଶ୍ୟକ ଅଭିକ୍ରିୟା ପାଥୱେ ଅଟେ |
08:33 | ଏଗୁଡ଼ିକ Naphthalene, Anthracene ଏବଂ Carbon-dioxide ର ରିଜୋନାନ୍ସ ଷ୍ଟ୍ରକଚର୍ ଅଟନ୍ତି |
08:39 | ଏହି URL ରେ ଉପଲବ୍ଧ ଭିଡିଓ ଦେଖନ୍ତୁ: http://spoken-tutorial.org/What_is_a_Spoken_ Tutorial |
08:43 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:45 | ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନ୍ଲୋଡ କରି ଦେଖିପାରିବେ |
08:50 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:54 | ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:57 | ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ |
09:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଅଂଶ |
09:08 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:16 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro |
09:21 | ଆଇ.ଆଇ.ଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ |