Difference between revisions of "Geogebra/C3/Mensuration/Oriya"

From Script | Spoken-Tutorial
Jump to: navigation, search
 
Line 6: Line 6:
 
|00:00
 
|00:00
 
| ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ  
 
| ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ  
 +
 
|-
 
|-
 
|00:06
 
|00:06
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
 +
 
|-
 
|-
 
|00:09
 
|00:09
|* ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି   
+
| ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି   
 +
 
|-
 
|-
 
|00:12
 
|00:12
|* ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ
+
| ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ
 +
 
|-
 
|-
 
|00:15
 
|00:15
|* ସ୍ଫିଅର୍ ଓ କୋନ୍ ର ଆୟତନ
+
| ସ୍ଫିଅର୍ ଓ କୋନ୍ ର ଆୟତନ
 +
 
|-
 
|-
 
|00:20
 
|00:20
 
| ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
 
| ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
 +
 
|-
 
|-
 
|00:24
 
|00:24
 
| ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ,
 
| ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ,
 +
 
|-
 
|-
 
|00:27
 
|00:27
 
| ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 
| ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
 +
 
|-
 
|-
 
|00:31
 
|00:31
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
|00:33
 
|00:33
 
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10
 
| ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10
 +
 
|-
 
|-
 
|00:38
 
|00:38
 
| ଜିଓଜେବ୍ରା ଭର୍ସନ୍ 3.2.47.0  
 
| ଜିଓଜେବ୍ରା ଭର୍ସନ୍ 3.2.47.0  
 +
 
|-
 
|-
 
|00:42
 
|00:42
 
| ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
 
| ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
 +
 
|-
 
|-
 
|00:46
 
|00:46
|* Segment between two points
+
| Segment between two points
 +
 
|-
 
|-
 
|00:48
 
|00:48
|* Circle with center and radius  
+
| Circle with center and radius  
 +
 
|-
 
|-
 
|00:51
 
|00:51
|* Ellipse  
+
| Ellipse,Polygon
|-
+
 
|00:52
+
|* Polygon
+
 
|-
 
|-
 
|00:54
 
|00:54
|* New point ଓ  
+
| New point ଓ  
 +
 
|-
 
|-
 
|00:56
 
|00:56
|* Insert text  
+
| Insert text,ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
|-
+
 
|00:57
+
| ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
+
 
|-
 
|-
 
|01:00
 
|01:00
 
| ଡାଶ୍ ହୋମ୍ >> ମିଡିଆ ଆପ୍ସରେ  କ୍ଲିକ୍ କରନ୍ତୁ  Type ତଳେ, Education ଓ Geogebra ଚୟନ କରନ୍ତୁ  
 
| ଡାଶ୍ ହୋମ୍ >> ମିଡିଆ ଆପ୍ସରେ  କ୍ଲିକ୍ କରନ୍ତୁ  Type ତଳେ, Education ଓ Geogebra ଚୟନ କରନ୍ତୁ  
 +
 
|-
 
|-
 
|01:13
 
|01:13
 
| ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା
 
| ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା
 +
 
|-
 
|-
 
|01:15
 
|01:15
 
| ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା   
 
| ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା   
 +
 
|-
 
|-
 
|01:20
 
|01:20
 
| ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ
 
| ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|01:27
 
|01:27
 
| Open ଉପରେ କ୍ଲିକ୍ କରନ୍ତୁ  
 
| Open ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:29
 
|01:29
 
|ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals)  
 
|ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals)  
 +
 
|-
 
|-
 
|01:34
 
|01:34
 
| ଏହାକୁ ପ୍ରଦର୍ଶନ କରିବା ପାଇଁ:  
 
| ଏହାକୁ ପ୍ରଦର୍ଶନ କରିବା ପାଇଁ:  
 +
 
|-
 
|-
 
|01:36
 
|01:36
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|01:39
 
|01:39
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 +
 
|-
 
|-
 
|01:44
 
|01:44
|Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ; ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି
+
|Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ;  
 +
ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି
 +
 
|-
 
|-
 
|02:09
 
|02:09
 
| OK କ୍ଲିକ୍ କରନ୍ତୁ
 
| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|02:11
 
|02:11
 
| ଏଠାରେ  ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି  
 
| ଏଠାରେ  ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି  
 +
 
|-
 
|-
 
|02:14
 
|02:14
 
| ଏହାପରେ ପରିଧି ଜ୍ଞାତ କରନ୍ତୁ
 
| ଏହାପରେ ପରିଧି ଜ୍ଞାତ କରନ୍ତୁ
 +
 
|-
 
|-
 
|02:17
 
|02:17
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|02:19
 
|02:19
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 +
 
|-
 
|-
 
|02:22
 
|02:22
 
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: '''Perimeter of the rhombus ='''+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ  
 
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: '''Perimeter of the rhombus ='''+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ  
 +
 
|-
 
|-
 
|02:44
 
|02:44
 
| OK କ୍ଲିକ୍ କରନ୍ତୁ
 
| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|02:46
 
|02:46
 
| ଏଠାରେ  ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି  
 
| ଏଠାରେ  ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି  
 +
 
|-
 
|-
 
|02:50
 
|02:50
 
| ଏବେ ଫାଇଲ୍ ସେଭ୍ କରନ୍ତୁ
 
| ଏବେ ଫାଇଲ୍ ସେଭ୍ କରନ୍ତୁ
 +
 
|-
 
|-
 
|02:53
 
|02:53
 
| File  ଓ  Save As ଉପରେ କ୍ଲିକ୍ କରନ୍ତୁ
 
| File  ଓ  Save As ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|02:55
 
|02:55
 
|ମୁଁ ଫାଇଲର ନାମ rhombus-area-perimeter ଦେବି
 
|ମୁଁ ଫାଇଲର ନାମ rhombus-area-perimeter ଦେବି
 +
 
|-
 
|-
 
|03:12
 
|03:12
 
| Save ଉପରେ କ୍ଲିକ୍ କରନ୍ତୁ  
 
| Save ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|03:17
 
|03:17
 
| ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ
 
| ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ
 +
 
|-
 
|-
 
|03:22
 
|03:22
 
|cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ
 
|cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ
 +
 
|-
 
|-
 
|03:27
 
|03:27
 
| b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ
 
| b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ
 +
 
|-
 
|-
 
|03:30
 
|03:30
 
|କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h
 
|କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h
 +
 
|-
 
|-
 
|03:40
 
|03:40
 
|ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d)  
 
|ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d)  
 +
 
|-
 
|-
 
|03:49
 
|03:49
 
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ  
 
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ  
 +
 
|-
 
|-
 
|03:54
 
|03:54
 
| ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 
| ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
 +
 
|-
 
|-
 
|03:58
 
|03:58
 
| File, New ଉପରେ କ୍ଲିକ୍ କରନ୍ତୁ  
 
| File, New ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:01
 
|04:01
 
| ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
| ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:06
 
|04:06
 
| ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 
| ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 +
 
|-
 
|-
 
|04:11
 
|04:11
 
| ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ  
 
| ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ  
 +
 
|-
 
|-
 
|04:13
 
|04:13
 
| OK କ୍ଲିକ୍ କରନ୍ତୁ
 
| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|04:15
 
|04:15
 
| A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା  
 
| A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା  
 +
 
|-
 
|-
 
|04:19
 
|04:19
 
| ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ,  ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ  
 
| ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ,  ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ  
 +
 
|-
 
|-
 
|04:26
 
|04:26
 
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ
 
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ
 +
 
|-
 
|-
 
|04:29
 
|04:29
 
| ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ  
 
| ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ  
 +
 
|-
 
|-
 
|04:34
 
|04:34
 
| ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ  
 
| ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ  
 +
 
|-
 
|-
 
|04:42
 
|04:42
 
|Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
|Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|04:45
 
|04:45
 
| ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ
 
| ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ
 +
 
|-
 
|-
 
|04:56
 
|04:56
 
| ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା
 
| ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା
 +
 
|-
 
|-
 
|04:59
 
|04:59
 
| ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ
 
| ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ
 +
 
|-
 
|-
 
|05:03
 
|05:03
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|05:05
 
|05:05
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
 +
 
|-
 
|-
 
|05:08
 
|05:08
 
| ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ  
 
| ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ  
 +
 
|-
 
|-
 
|05:17
 
|05:17
 
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2)  ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ  
 
|05:45
 
|05:45
 
| OK କ୍ଲିକ୍ କରନ୍ତୁ
 
| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|05:47
 
|05:47
 
| ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି
 
| ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
|05:52
 
|05:52
 
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ  
 
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ  
 +
 
|-
 
|-
 
|05:56
 
|05:56
 
| ଏହାପରେ ଆୟତନ ଜ୍ଞାତ କରନ୍ତୁ  
 
| ଏହାପରେ ଆୟତନ ଜ୍ଞାତ କରନ୍ତୁ  
 +
 
|-
 
|-
 
|05:59
 
|05:59
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ  
+
| Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ,ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା  
|-
+
 
|06:00
+
| ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା  
+
 
|-
 
|-
 
|06:03
 
|06:03
 
| ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere =''' +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ  
 
|06:31
 
|06:31
 
| OK କ୍ଲିକ୍ କରନ୍ତୁ
 
| OK କ୍ଲିକ୍ କରନ୍ତୁ
 +
 
|-
 
|-
 
|06:34
 
|06:34
 
| ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି
 
| ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି
 +
 
|-
 
|-
 
|06:36
 
|06:36
 
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ  
 
| ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ  
 +
 
|-
 
|-
 
|06:40
 
|06:40
 
| ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା
 
| ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା
 +
 
|-
 
|-
 
|06:43
 
|06:43
 
|Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 
|Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|06:45
 
|06:45
 
| ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ  
 
| ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
|06:53
 
|06:53
 
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ   
 
| Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ   
 +
 
|-
 
|-
 
|06:59
 
|06:59
 
| ଆମେ କୋନ୍ ର ଉଚ୍ଚତା ପାଇଲେ  
 
| ଆମେ କୋନ୍ ର ଉଚ୍ଚତା ପାଇଲେ  
 +
 
|-
 
|-
 
|07:03
 
|07:03
 
| ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ
 
| ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ
 +
 
|-
 
|-
 
|07:08
 
|07:08
| b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
+
| b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,Rename ଉପରେ କ୍ଲିକ୍ କରନ୍ତୁ
|-
+
 
|07:09
+
| Rename ଉପରେ କ୍ଲିକ୍ କରନ୍ତୁ
+
 
|-
 
|-
 
|07:11
 
|07:11
 
| h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ  
 
| h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ  
 +
 
|-
 
|-
 
|07:15
 
|07:15
 
| ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ
 
| ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ
 +
 
|-
 
|-
 
|07:21
 
|07:21
 
| C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 
| C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
 +
 
|-
 
|-
 
|07:23
 
|07:23
| Rename ଉପରେ କ୍ଲିକ୍ କରନ୍ତୁ
+
| Rename ଉପରେ କ୍ଲିକ୍ କରନ୍ତୁ,C_1କୁ Sରେ ବଦଳାନ୍ତୁ
|-
+
 
|07:24
+
| C_1କୁ Sରେ ବଦଳାନ୍ତୁ
+
 
|-
 
|-
 
|07:26
 
|07:26
 
| OK କ୍ଲିକ୍ କରନ୍ତୁ  
 
| OK କ୍ଲିକ୍ କରନ୍ତୁ  
 +
 
|-
 
|-
 
|07:28
 
|07:28
 
| ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା
 
| ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା
 +
 
|-
 
|-
 
|07:33
 
|07:33
 
| ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି  
 
| ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି  
 +
 
|-
 
|-
 
|07:40
 
|07:40
 
| ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ.
 
| ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ.
 +
 
|-
 
|-
 
|07:44
 
|07:44
 
| π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ  
 
| π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ  
 +
 
|-
 
|-
 
|07:48
 
|07:48
| ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ  
+
| ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square  
 +
ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ  
 +
 
|-
 
|-
 
|08:15
 
|08:15
 
| ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି
 
| ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି
 +
 
|-
 
|-
 
|08:20
 
|08:20
 
| ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ  
 
| ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ  
 +
 
|-
 
|-
 
|08:26
 
|08:26
 
| ଏହାପରେ ଆୟତନ ଜ୍ଞାତ କରନ୍ତୁ  
 
| ଏହାପରେ ଆୟତନ ଜ୍ଞାତ କରନ୍ତୁ  
 +
 
|-
 
|-
 
|08:29
 
|08:29
 
|Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ  
 
|Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ  
 +
 
|-
 
|-
 
|08:50
 
|08:50
 
| ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି  
 
| ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି  
 +
 
|-
 
|-
 
|08:55
 
|08:55
 
| ଏବେ ଫାଇଲ୍ ସେଭ୍ କରନ୍ତୁ File  ଓ  Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି
 
| ଏବେ ଫାଇଲ୍ ସେଭ୍ କରନ୍ତୁ File  ଓ  Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି
 +
 
|-
 
|-
 
|09:08
 
|09:08
 
| Save ଉପରେ କ୍ଲିକ୍ କରନ୍ତୁ
 
| Save ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|09:10
 
|09:10
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 
| ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ  
 +
 
|-
 
|-
 
|09:14
 
|09:14
 
| ସଂକ୍ଷିପ୍ତରେ
 
| ସଂକ୍ଷିପ୍ତରେ
 +
 
|-
 
|-
 
|09:18
 
|09:18
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
 +
 
|-
 
|-
 
|09:20
 
|09:20
|* ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି  
+
| ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି  
 +
 
|-
 
|-
 
|09:24
 
|09:24
|* ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ  
+
| ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ  
 +
 
|-
 
|-
 
|09:27
 
|09:27
|* ସ୍ଫିଅର୍ ଓ କୋନ୍ ର ଆୟତନ  
+
| ସ୍ଫିଅର୍ ଓ କୋନ୍ ର ଆୟତନ  
 +
 
|-
 
|-
 
|09:30
 
|09:30
 
| ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ  
 
| ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ  
 +
 
|-
 
|-
 
|09:36
 
|09:36
 
| ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ
 
| ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ
 +
 
|-
 
|-
 
|09:43
 
|09:43
 
| ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ
 
| ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ
 +
 
|-
 
|-
 
|09:47
 
|09:47
 
| ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ
 
| ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ
 +
 
|-
 
|-
 
|09:50
 
|09:50
 
|Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ
 
|Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ
 +
 
|-
 
|-
 
|09:54
 
|09:54
 
| କେନ୍ଦ୍ର ଓ ଧାର ଯୋଡ଼ନ୍ତୁ
 
| କେନ୍ଦ୍ର ଓ ଧାର ଯୋଡ଼ନ୍ତୁ
 +
 
|-
 
|-
 
|09:56
 
|09:56
 
| ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ
 
| ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ
 +
 
|-
 
|-
 
|10:01
 
|10:01
 
|Surface area = 2 π r(r + h)
 
|Surface area = 2 π r(r + h)
 +
 
|-
 
|-
 
|10:07
 
|10:07
 
|Volume = π r^2 h  
 
|Volume = π r^2 h  
 +
 
|-
 
|-
 
|10:13
 
|10:13
 
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ  
 
| ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ  
 +
 
|-
 
|-
 
|10:19
 
|10:19
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ
 
| ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ
 +
 
|-
 
|-
 
|10:23
 
|10:23
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
|10:26
 
|10:26
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ  
 +
 
|-
 
|-
 
|10:31
 
|10:31
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
|-
 
|-
 
|10:33
 
|10:33
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
|-
 
|-
 
|10:36
 
|10:36
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
 
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
|-
 
|-
 
|10:40
 
|10:40
 
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org  
 
| ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org  
 +
 
|-
 
|-
 
|10:48
 
|10:48
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
|10:52
 
|10:52
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
|10:59
 
|10:59
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|11:06
 
|11:06
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 12:37, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ. ଜିଓଜେବ୍ରାରେ ମେନସୁରେଶନ୍ ଉପରେ ଏହି ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି
00:12 ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ
00:15 ସ୍ଫିଅର୍ ଓ କୋନ୍ ର ଆୟତନ
00:20 ଜିଓଜେବ୍ରା ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:24 ଜିଓଜେବ୍ରା ଉପରେ ପ୍ରାସଙ୍ଗିକ ଟ୍ୟୁଟୋରିଆଲ୍ସ ପାଇଁ,
00:27 ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:31 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:33 ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 11.10
00:38 ଜିଓଜେବ୍ରା ଭର୍ସନ୍ 3.2.47.0
00:42 ଆମେ ନିମ୍ନ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:
00:46 Segment between two points
00:48 Circle with center and radius
00:51 Ellipse,Polygon
00:54 New point ଓ
00:56 Insert text,ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
01:00 ଡାଶ୍ ହୋମ୍ >> ମିଡିଆ ଆପ୍ସରେ କ୍ଲିକ୍ କରନ୍ତୁ Type ତଳେ, Education ଓ Geogebra ଚୟନ କରନ୍ତୁ
01:13 ଚାଲନ୍ତୁ ସମଚତୁର୍ଭୁଜର କ୍ଷେତ୍ରଫଳ ଜାଣିବା
01:15 ପୂର୍ବ ଟ୍ୟୁଟୋରିଆଲର quadrilateral.ggb ଫାଇଲ ବ୍ୟବହାର କରିବା
01:20 ଫାଇଲ୍, ଓପନରେ କ୍ଲିକ୍ କରି quadrilateral.ggb ଉପରେ କ୍ଲିକ୍ କରନ୍ତୁ
01:27 Open ଉପରେ କ୍ଲିକ୍ କରନ୍ତୁ
01:29 ସମଚତୁର୍ଭୁଜର କ୍ଷେତ୍ରଫଳ, ତାହାର ବିକର୍ଣ୍ଣଗୁଡ଼ିକର ଗୁଣଫଳର ଅଧା ହୋଇଥାଏ (Area of the Rhombus =1/2 * product of diagonals)
01:34 ଏହାକୁ ପ୍ରଦର୍ଶନ କରିବା ପାଇଁ:
01:36 Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
01:39 ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
01:44 Area of the rhombus =+(1/2 g f) ; ଡବଲ୍ କ୍ୱୋଟ୍ସ ଖୋଲି (“) ଟାଇପ୍ କରନ୍ତୁ: Area of the rhombus = ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ ; + ସଂଯୋଜନ ପାଇଁ ବ୍ରାକେଟ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ: 1/2 ସ୍ପେସ୍ f ସ୍ପେସ୍ g ;

ବ୍ରାକେଟ୍ ବନ୍ଦ କରନ୍ତୁ ; f ଓ g ସମଚତୁର୍ଭୁଜର ବିକର୍ଣ୍ଣମାନ ଅଟନ୍ତି

02:09 OK କ୍ଲିକ୍ କରନ୍ତୁ
02:11 ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି
02:14 ଏହାପରେ ପରିଧି ଜ୍ଞାତ କରନ୍ତୁ
02:17 Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
02:19 ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
02:22 ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Perimeter of the rhombus =+(4 a) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ + ବ୍ରାକେଟ୍ ଖୋଲନ୍ତୁ ; 4 ସ୍ପେସ୍ a ବ୍ରାକେଟ୍ ବନ୍ଦ କରନ୍ତୁ ; ସମଚତୁର୍ଭୁଜର a ହେଉଛି ବାହୁ
02:44 OK କ୍ଲିକ୍ କରନ୍ତୁ
02:46 ଏଠାରେ ଡ୍ରଇଙ୍ଗ ପ୍ୟାଡ୍ ଉପରେ ସମଚତୁର୍ଭୁଜର କ୍ଷେତ୍ରଫଳ ପ୍ରଦର୍ଶିତ ହୋଇଛି
02:50 ଏବେ ଫାଇଲ୍ ସେଭ୍ କରନ୍ତୁ
02:53 File ଓ Save As ଉପରେ କ୍ଲିକ୍ କରନ୍ତୁ
02:55 ମୁଁ ଫାଇଲର ନାମ rhombus-area-perimeter ଦେବି
03:12 Save ଉପରେ କ୍ଲିକ୍ କରନ୍ତୁ
03:17 ଏକ ଆସାଇନମେଣ୍ଟ ଭାବେ, ସମଲମ୍ୱର କ୍ଷେତ୍ରଫଳ ଓ ପରିଧି ଜ୍ଞାତ କରନ୍ତୁ
03:22 cons-trapezium.ggb ଫାଇଲର ଆଉଟପୁଟ୍ ବ୍ୟବହାର କରନ୍ତୁ
03:27 b ଭାବେ g ଅବଜେକ୍ଟ ରିନେମ୍ କରନ୍ତୁ
03:30 କ୍ଷେତ୍ରଫଳ ପାଇଁ ଫର୍ମୁଲା ହେଉଛି = (half sum of parallel sides) * (vertical height) = (a+b)/2* h
03:40 ପରିଧି ପାଇଁ ଫର୍ମୁଲା ହେଉଛି =(sum of the sides) =(a+b+c+d)
03:49 ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ
03:54 ଏକ ଗୋଲାକୃତି ଆଙ୍କିବା ପାଇଁ ଗୋଟିଏ ନୂଆ ଜିଓଜେବ୍ରା ୱିଣ୍ଡୋ ଖୋଲନ୍ତୁ
03:58 File, New ଉପରେ କ୍ଲିକ୍ କରନ୍ତୁ
04:01 ଟୁଲବାରରୁ Circle with Center and Radius ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:06 ଡ୍ରଇଙ୍ଗ ପ୍ୟାଡ୍ ପଏଣ୍ଟ A ଉପରେ କ୍ଲିକ୍ କରନ୍ତୁ, ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
04:11 ରେଡିଅସରେ ଭାଲ୍ୟୁ 2 ଏଣ୍ଟର୍ କରନ୍ତୁ
04:13 OK କ୍ଲିକ୍ କରନ୍ତୁ
04:15 A କେନ୍ଦ୍ର ଓ 2cm ରେଡିଅସ୍ ସହିତ ଗୋଟିଏ ବୃତ୍ତ ଅଙ୍କା ହେଲା
04:19 ଟୁଲବାରରୁ New Point ଟୁଲ୍ ସିଲେକ୍ଟ କରନ୍ତୁ, ବୃତ୍ତର ପରିଧି ଉପରେ ପଏଣ୍ଟ B ଚିହ୍ନିତ କରନ୍ତୁ
04:26 Segment between two points ଟୁଲ୍ ସିଲେକ୍ଟ କରନ୍ତୁ
04:29 ବୃତ୍ତର ରେଡିଅସ୍ ଭାବରେ A ଓ B ପଏଣ୍ଟ ଯୋଗ କରନ୍ତୁ
04:34 ବୃତ୍ତର ପରିଧିକୁ ସ୍ପର୍ଶ କରିବା ପାଇଁ ଭୂସମାନ୍ତର ଦିଗରେ ଏକ ଦୀର୍ଘବୃତ୍ତ CDE ଅଙ୍କନ କରନ୍ତୁ
04:42 Ellipse ଟୁଲ୍ ଉପରେ କ୍ଲିକ୍ କରନ୍ତୁ
04:45 ପରିଧି ଉପରେ ପରସ୍ପର ବିପରୀତ ତୀର୍ଯ୍ୟକ୍ ଭାବରେ ପଏଣ୍ଟ C ଓ D କୁ ଏବଂ ବୃତ୍ତ ଭିତରେ ତୃତୀୟ ପଏଣ୍ଟ Eକୁ ଚିହ୍ନିତ କରନ୍ତୁ
04:56 ଏଠାରେ ଏକ ଗୋଲାକୃତି ଆଙ୍କି ହୋଇଗଲା
04:59 ଏବେ, ଗୋଲାକୃତିର ଧରାତଳ କ୍ଷେତ୍ରଫଳ ବାହାର କରନ୍ତୁ
05:03 Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ
05:05 ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ ଗୋଟିଏ ଟେକ୍ସଟ୍ ବକ୍ସ ଖୋଲିଲା
05:08 ଦୟାକରି, ଟେକ୍ସଟ୍ ବକ୍ସର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ. π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
05:17 ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Surface area of the sphere = +( 4 π a2)  ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ ; a, ତାଲିକାରୁ Square ସିଲେକ୍ଟ କରନ୍ତୁ ; ବ୍ରାକେଟ୍ ବନ୍ଦ କରନ୍ତୁ
05:45 OK କ୍ଲିକ୍ କରନ୍ତୁ
05:47 ଗୋଲାକୃତିର ଧରାତଳ କ୍ଷେତ୍ରଫଳ ଏଠାରେ ପ୍ରଦର୍ଶିତ ହୋଇଛି
05:52 ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ
05:56 ଏହାପରେ ଆୟତନ ଜ୍ଞାତ କରନ୍ତୁ
05:59 Insert Text ଟୁଲ୍ ଉପରେ କ୍ଲିକ୍ କରନ୍ତୁ,ଡ୍ରଇଙ୍ଗ ପ୍ୟାଡ୍ ଉପରେ କ୍ଲିକ୍ କରନ୍ତୁ, ଟେକ୍ସଟ୍ ବକ୍ସ ଖୋଲିଲା
06:03 ଡବଲ୍ କ୍ୱୋଟ୍ସ ଖୋଲି ଟାଇପ୍ କରନ୍ତୁ: Volume of the sphere = +(4/3 π a^3) ; ଡବଲ୍ କ୍ୱୋଟ୍ସ ବନ୍ଦ କରନ୍ତୁ Plus ବ୍ରାକେଟ୍ ଖୋଲନ୍ତୁ 4/3 ସ୍ପେସ୍ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Cube ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ
06:31 OK କ୍ଲିକ୍ କରନ୍ତୁ
06:34 ଗୋଲାକୃତିର ଆୟତନ ଏଠାରେ ପ୍ରଦର୍ଶିତ ହୋଇଛି
06:36 ଏହା ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ ଓ ତଳେ ରଖନ୍ତୁ
06:40 ଏହାପରେ ଚାଲନ୍ତୁ ଗୋଟିଏ କୋନ୍ ଆଙ୍କିବା
06:43 Polygon ଟୁଲ୍ ଉପରେ କ୍ଲିକ୍ କରନ୍ତୁ
06:45 ପଏଣ୍ଟ C, D ଓ ଏକ ବାହ୍ୟ ପଏଣ୍ଟ F ଉପରେ କ୍ଲିକ୍ କରନ୍ତୁ ଓ ପୁଣିଥରେ C ଉପରେ କ୍ଲିକ୍ କରନ୍ତୁ
06:53 Segment between two points ଟୁଲ୍ ସିଲେକ୍ଟ କରନ୍ତୁ. F ଓ A ପଏଣ୍ଟ ଯୋଗ କରନ୍ତୁ
06:59 ଆମେ କୋନ୍ ର ଉଚ୍ଚତା ପାଇଲେ
07:03 ମୁଁ ଏବେ bକୁ h ଭାବରେ ରିନେମ୍ କରୁଛି, ଯାହା କୋନ୍ ର ଉଚ୍ଚତାକୁ ଉଲ୍ଲେଖ କରେ
07:08 b ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ,Rename ଉପରେ କ୍ଲିକ୍ କରନ୍ତୁ
07:11 h ସହିତ bକୁ ରିପ୍ଲେସ୍ କରି OK କ୍ଲିକ୍ କରନ୍ତୁ
07:15 ମୁଁ, ଅବଜେକ୍ଟ c_1କୁ ମଧ୍ୟ Sରେ ବଦଳାଇବି, ଯାହା କୋନ୍ ର ତୀର୍ଯ୍ୟକ୍ ଉଚ୍ଚତାକୁ ଦର୍ଶାଏ
07:21 C_1 ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:23 Rename ଉପରେ କ୍ଲିକ୍ କରନ୍ତୁ,C_1କୁ Sରେ ବଦଳାନ୍ତୁ
07:26 OK କ୍ଲିକ୍ କରନ୍ତୁ
07:28 ଏବେ ଚାଲନ୍ତୁ କୋନ୍ ର ଧରାତଳ କ୍ଷେତ୍ରଫଳ ଓ ଆୟତନ ବାହାର କରିବା
07:33 ଆମେ ଟୁଲବାରରୁ Insert Text ଟୁଲ୍ କିମ୍ୱା Input ବାର ବ୍ୟବହାର କରିପାରିବା . ମୁଁ Input Bar ବ୍ୟବହାର କରିବି
07:40 ଦୟାକରି, ଇନପୁଟ୍ ବାର୍ ର ଡ୍ରପ୍ ଡାଉନ୍ ତାଲିକାରେ ଥିବା ବିଶେଷ ଅକ୍ଷର ଖୋଜନ୍ତୁ.
07:44 π (ପାଇ) ବାହାର କରିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ
07:48 ଇନପୁଟ୍ ବାର୍ ରେ ଟାଇପ୍ କରନ୍ତୁ: Area = (π a s + π a²) ; Surfacearea = ବ୍ରାକେଟ୍ ଖୋଲନ୍ତୁ ; ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ସ୍ପେସ୍ s ; ପ୍ଲସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square

ସିଲେକ୍ଟ କରି ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ

08:15 ଆଲଜେବ୍ରା ଭ୍ୟୁରେ କୋନ୍ ର ସର୍ଫେସ୍ ଏରିଆ ପ୍ରଦର୍ଶିତ ହେଉଛି
08:20 ଦେଖନ୍ତୁ, ଯେତେବେଳେ ଆମେ Input Bar ବ୍ୟବହାର କରୁ, ଆଲଜେବ୍ରା ଭ୍ୟୁରେ ଉତ୍ତର ପ୍ରଦର୍ଶିତ ହୁଏ
08:26 ଏହାପରେ ଆୟତନ ଜ୍ଞାତ କରନ୍ତୁ
08:29 Volume =(1/3 π a² h) ; Volume =ବ୍ରାକେଟ୍ ଖୋଲନ୍ତୁ ; 1/3 ସ୍ପେସ୍ ଲିଷ୍ଟରୁ π (ପାଇ) ସିଲେକ୍ଟ କରନ୍ତୁ ସ୍ପେସ୍ a ; ଲିଷ୍ଟରୁ Square ସିଲେକ୍ଟ କରନ୍ତୁ ସ୍ପେସ୍ h ବ୍ରାକେଟ୍ ବନ୍ଦ କରନ୍ତୁ ; ଏଣ୍ଟର୍ ଦାବନ୍ତୁ
08:50 ଆଲଜେବ୍ରା ଭ୍ୟୁରେ କୋନ୍ ର ଭଲ୍ୟୁମ୍ ପ୍ରଦର୍ଶିତ ହେଉଛି
08:55 ଏବେ ଫାଇଲ୍ ସେଭ୍ କରନ୍ତୁ File ଓ Save As ଉପରେ କ୍ଲିକ୍ କରନ୍ତୁ. ମୁଁ ଫାଇଲର ନାମ Sphere-Cone ଦେବି
09:08 Save ଉପରେ କ୍ଲିକ୍ କରନ୍ତୁ
09:10 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:14 ସଂକ୍ଷିପ୍ତରେ
09:18 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
09:20 ସମଚତୁର୍ଭୁଜର କ୍ଷେତ୍ରଫଳ ଓ ପରିଧି
09:24 ସ୍ଫିଅର୍ ଓ କୋନ୍ ର ସର୍ଫେସ୍ କ୍ଷେତ୍ରଫଳ
09:27 ସ୍ଫିଅର୍ ଓ କୋନ୍ ର ଆୟତନ
09:30 ଆମେ ସ୍ଫିଅର୍ ଓ କୋନ୍ ଆଙ୍କିବା ମଧ୍ୟ ଶିଖିଲେ
09:36 ଏକ ଆସାଇନମେଣ୍ଟ ଭାବେ, ସିଲିଣ୍ଡରର ସର୍ଫେସ୍ ଏରିଆ ଓ ଭଲ୍ୟୁମ୍ ବାହାର କରନ୍ତୁ
09:43 ଗୋଟିଏ ତଳେ ଆଉ ଗୋଟିଏ କରି ସମାନ ଆକାରର 2ଟି ଦୀର୍ଘବୃତ୍ତ ଆଙ୍କନ୍ତୁ
09:47 ଦୀର୍ଘବୃତ୍ତଗୁଡ଼ିକର ଧାର ଯୋଡ଼ନ୍ତୁ
09:50 Center Tool ବ୍ୟବହାର କରି ଗୋଟିଏ ଦୀର୍ଘବୃତ୍ତର କେନ୍ଦ୍ର ବାହାର କରନ୍ତୁ
09:54 କେନ୍ଦ୍ର ଓ ଧାର ଯୋଡ଼ନ୍ତୁ
09:56 ଅବଜେକ୍ଟ b କୁ h ରେ ଓ e କୁ r ରେ ରିନେମ୍ କରନ୍ତୁ
10:01 Surface area = 2 π r(r + h)
10:07 Volume = π r^2 h
10:13 ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ
10:19 ନିମ୍ନ URLରେ ଥିବା ଭିଡିଓକୁ ଦେଖନ୍ତୁ
10:23 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:26 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:31 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:33 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:36 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:40 ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ contact@spoken-tutorial.org
10:48 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:59 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:06 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep