Difference between revisions of "Geogebra/C3/Relationship-between-Geometric-Figures/Oriya"

From Script | Spoken-Tutorial
Jump to: navigation, search
(Created page with "{|border =1 |'''Time''' |'''Narration''' |- ||00:00 ||ନମସ୍କାର ବନ୍ଧୁଗଣ |- ||00:01 || ‘‘ଜିଓଜେବ୍ରାରେ ବିଭିନ୍ନ...")
 
 
(One intermediate revision by the same user not shown)
Line 1: Line 1:
 
{|border =1
 
{|border =1
|'''Time'''
+
||'''Time'''
|'''Narration'''
+
||'''Narration'''
  
 
|-
 
|-
 
||00:00
 
||00:00
||ନମସ୍କାର ବନ୍ଧୁଗଣ
+
||ନମସ୍କାର ବନ୍ଧୁଗଣ,‘‘ଜିଓଜେବ୍ରାରେ ବିଭିନ୍ନ ଜ୍ୟାମିତ୍ୟିକ ଚିତ୍ର ମଧ୍ୟରେ ସମ୍ପର୍କ’’ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ ।’’.
|-
+
 
||00:01
+
|| ‘‘ଜିଓଜେବ୍ରାରେ ବିଭିନ୍ନ ଜ୍ୟାମିତ୍ୟିକ ଚିତ୍ର ମଧ୍ୟରେ ସମ୍ପର୍କ’’ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ ।’’.
+
 
|-
 
|-
 
||00:07
 
||00:07
 
||ଆମେ ଅନୁମାନ କରୁଛୁ ଯେ ‘‘ଜିଓଜେବ୍ରା’’ ସମ୍ପର୍କରେ ବେସିକ୍ ୱର୍କିଂ ନଲେଜ୍ ଆପଣଙ୍କର ରହିଛି ।  
 
||ଆମେ ଅନୁମାନ କରୁଛୁ ଯେ ‘‘ଜିଓଜେବ୍ରା’’ ସମ୍ପର୍କରେ ବେସିକ୍ ୱର୍କିଂ ନଲେଜ୍ ଆପଣଙ୍କର ରହିଛି ।  
 +
 
|-
 
|-
 
||00:11
 
||00:11
 
||ଯଦି ନାହିଁ, ଦୟାକରି ଆଗକୁ ବଢ଼ିବା ପୂର୍ବରୁ ‘‘ଇଣ୍ଟ୍ରୋଡକସନ୍ ଟୁ ଜିଓଜେବ୍ରା’’ ପଢ଼ନ୍ତୁ ।
 
||ଯଦି ନାହିଁ, ଦୟାକରି ଆଗକୁ ବଢ଼ିବା ପୂର୍ବରୁ ‘‘ଇଣ୍ଟ୍ରୋଡକସନ୍ ଟୁ ଜିଓଜେବ୍ରା’’ ପଢ଼ନ୍ତୁ ।
 +
 
|-
 
|-
 
||00:18
 
||00:18
 
||ଦୟାକରି ନୋଟ୍ କରନ୍ତୁ ଯେ ପ୍ରକୃତ କମ୍ପାସ୍ ବକ୍ସର ସ୍ଥାନ ନେବା ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ନୁହେଁ ।  
 
||ଦୟାକରି ନୋଟ୍ କରନ୍ତୁ ଯେ ପ୍ରକୃତ କମ୍ପାସ୍ ବକ୍ସର ସ୍ଥାନ ନେବା ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ନୁହେଁ ।  
 +
 
|-
 
|-
 
||00:24
 
||00:24
 
|| ପ୍ରପର୍ଟିଜ୍ ବା ଗୁଣଗୁଡ଼ିକ ବୁଝିବା ପାଇଁ ‘‘ଜିଓଜେବ୍ରା’’ରେ କନଷ୍ଟ୍ରକସନ୍ କରାଯାଏ ।
 
|| ପ୍ରପର୍ଟିଜ୍ ବା ଗୁଣଗୁଡ଼ିକ ବୁଝିବା ପାଇଁ ‘‘ଜିଓଜେବ୍ରା’’ରେ କନଷ୍ଟ୍ରକସନ୍ କରାଯାଏ ।
 +
 
|-
 
|-
 
||00:29
 
||00:29
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ କନଷ୍ଟ୍ରକ୍ଟ ବା ଅଙ୍କନ କରି ଶିଖିବା,
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ କନଷ୍ଟ୍ରକ୍ଟ ବା ଅଙ୍କନ କରି ଶିଖିବା,
 +
 
|-
 
|-
 
||00:32
 
||00:32
 
||'''ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍’’ ଓ ‘‘ଇନସର୍କଲ୍’’ ।
 
||'''ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍’’ ଓ ‘‘ଇନସର୍କଲ୍’’ ।
 +
 
|-
 
|-
 
||00:35
 
||00:35
 
||ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ’’ଲିନକ୍ସ ଅପରେଟିଂ ସିଷ୍ଟମ୍’’   
 
||ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ’’ଲିନକ୍ସ ଅପରେଟିଂ ସିଷ୍ଟମ୍’’   
 +
 
|-
 
|-
 
||00:39
 
||00:39
 
|| ଉବୁଣ୍ଟୁ ଭର୍ସନ୍ 10.04 ଏଲଟିଏସ୍'''  
 
|| ଉବୁଣ୍ଟୁ ଭର୍ସନ୍ 10.04 ଏଲଟିଏସ୍'''  
 +
 
|-
 
|-
 
||00:43
 
||00:43
 
||ଓ '''ଜିଓଜେବ୍ରା ଭର୍ସନ୍ 3.2.40.0.'''  
 
||ଓ '''ଜିଓଜେବ୍ରା ଭର୍ସନ୍ 3.2.40.0.'''  
 +
 
|-
 
|-
 
||00:48
 
||00:48
 
||ଆମେ କନଷ୍ଟ୍ରକସନ୍ ପାଇଁ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:  
 
||ଆମେ କନଷ୍ଟ୍ରକସନ୍ ପାଇଁ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:  
* Compass
+
Compass
* Segment between Two Points
+
Segment between Two Points
* Circle with Center through Point
+
Circle with Center through Point
* Polygon
+
Polygon
* Perpendicular Bisector
+
Perpendicular Bisector
* Angle Bisector ଓ
+
Angle Bisector ଓ
* Angle
+
Angle
 +
 
 
|-
 
|-
 
||01:02
 
||01:02
 
||ଆସନ୍ତୁ ‘‘ଜିଓଜେବ୍ରା’’ ୱିଣ୍ଡୋକୁ ଯିବା ।  
 
||ଆସନ୍ତୁ ‘‘ଜିଓଜେବ୍ରା’’ ୱିଣ୍ଡୋକୁ ଯିବା ।  
 +
 
|-
 
|-
 
||01:05
 
||01:05
 
||ଏହା କରିବା ପାଇଁ, ‘‘ଆପ୍ଲିକେସନ୍ସ’’, ‘‘ଏଜୁକେସନ୍’’ ଏବଂ ‘‘ଜିଓଜେବ୍ରା’’ ଉପରେ କ୍ଲିକ୍ କରନ୍ତୁ ।
 
||ଏହା କରିବା ପାଇଁ, ‘‘ଆପ୍ଲିକେସନ୍ସ’’, ‘‘ଏଜୁକେସନ୍’’ ଏବଂ ‘‘ଜିଓଜେବ୍ରା’’ ଉପରେ କ୍ଲିକ୍ କରନ୍ତୁ ।
 +
 
|-
 
|-
 
||01:13
 
||01:13
 
|| ୱିଣ୍ଡୋ ରିସାଇଜ୍ କରନ୍ତୁ |
 
|| ୱିଣ୍ଡୋ ରିସାଇଜ୍ କରନ୍ତୁ |
 +
 
|-
 
|-
 
||01:18
 
||01:18
 
||‘‘ଅପସନ୍ସ’’ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ, ‘‘ଫଣ୍ଟ ସାଇଜ୍’’ ଉପରେ କ୍ଲିକ୍ କରନ୍ତୁ ଏବଂ ତା ପରେ ଚିତ୍ରକୁ ସ୍ପଷ୍ଟ କରିବା ପାଇଁ ‘‘18’’ ପଏଣ୍ଟ ଉପରେ  କ୍ଲିକ୍ କରନ୍ତୁ ।
 
||‘‘ଅପସନ୍ସ’’ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ, ‘‘ଫଣ୍ଟ ସାଇଜ୍’’ ଉପରେ କ୍ଲିକ୍ କରନ୍ତୁ ଏବଂ ତା ପରେ ଚିତ୍ରକୁ ସ୍ପଷ୍ଟ କରିବା ପାଇଁ ‘‘18’’ ପଏଣ୍ଟ ଉପରେ  କ୍ଲିକ୍ କରନ୍ତୁ ।
 +
 
|-
 
|-
 
||01:25
 
||01:25
 
||ଆସନ୍ତୁ ଗୋଟିଏ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ କନଷ୍ଟ୍ରକ୍ଟ କରିବା ।  
 
||ଆସନ୍ତୁ ଗୋଟିଏ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ କନଷ୍ଟ୍ରକ୍ଟ କରିବା ।  
 +
 
|-
 
|-
 
||01:27
 
||01:27
 
|| ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ଡ୍ରଇଂ ପ୍ୟାଡ୍ ଉପରେ ଯେକୌଣସି ଦୁଇଟି ପଏଣ୍ଟ ଉପରେ କ୍ଲିକ୍ କରିବା ।   
 
|| ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ଡ୍ରଇଂ ପ୍ୟାଡ୍ ଉପରେ ଯେକୌଣସି ଦୁଇଟି ପଏଣ୍ଟ ଉପରେ କ୍ଲିକ୍ କରିବା ।   
 +
 
|-
 
|-
 
||01:38
 
||01:38
 
||ଦେଖନ୍ତୁ, ଡିଫଲ୍ଟ ଭାଲ୍ୟୁ ‘‘4’’ ଥାଇ ଏକ ଡାଏଲଗ୍ ବକ୍ସ ଖୋଲିଲା ।  
 
||ଦେଖନ୍ତୁ, ଡିଫଲ୍ଟ ଭାଲ୍ୟୁ ‘‘4’’ ଥାଇ ଏକ ଡାଏଲଗ୍ ବକ୍ସ ଖୋଲିଲା ।  
 +
 
|-
 
|-
 
||01:42
 
||01:42
||‘‘ଓକେ’’ କ୍ଲିକ୍ କରନ୍ତୁ ।
+
||‘‘ଓକେ’’ କ୍ଲିକ୍ କରନ୍ତୁ ।,ଗୋଟିଏ ବର୍ଗକ୍ଷେତ୍ର ବା ସ୍କୋୟାର୍ ‘‘ଏବିସିଡି’’ ଅଙ୍କନ ହୋଇଛି ।   
|-
+
 
||01:43
+
||ଗୋଟିଏ ବର୍ଗକ୍ଷେତ୍ର ବା ସ୍କୋୟାର୍ ‘‘ଏବିସିଡି’’ ଅଙ୍କନ ହୋଇଛି ।   
+
 
|-
 
|-
 
||01:46
 
||01:46
 
||ବାମ କୋଣରେ ଥିବା ‘‘ମୁଭ୍’’ ଟୁଲ୍ ବ୍ୟବହାର କରି ଆସନ୍ତୁ ସ୍କୋୟାରଟିକୁ ଢଳାଇ ରଖିବା ।  
 
||ବାମ କୋଣରେ ଥିବା ‘‘ମୁଭ୍’’ ଟୁଲ୍ ବ୍ୟବହାର କରି ଆସନ୍ତୁ ସ୍କୋୟାରଟିକୁ ଢଳାଇ ରଖିବା ।  
 +
 
|-
 
|-
 
||01:51
 
||01:51
 
||ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।  
 
||ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||01:56
 
||01:56
 
||ମାଉସ୍ ପଏଣ୍ଟର ‘‘ଏ’’ କିମ୍ବା ‘‘ବି’’ ଉପରେ ରଖନ୍ତୁ । ମୁଁ ‘‘ବି’’ ଚୟନ କରିବି ।  
 
||ମାଉସ୍ ପଏଣ୍ଟର ‘‘ଏ’’ କିମ୍ବା ‘‘ବି’’ ଉପରେ ରଖନ୍ତୁ । ମୁଁ ‘‘ବି’’ ଚୟନ କରିବି ।  
 +
 
|-
 
|-
 
||02:01
 
||02:01
 
||ମାଉସ୍ ପଏଣ୍ଟର ‘‘ବି’’ ଉପରେ ରଖନ୍ତୁ ଏବଂ ଏହାକୁ ମାଉସ୍ ସହ ଡ୍ରାଗ୍ କରନ୍ତୁ । ଆମେ ଦେଖିପାରିବା ଯେ ସ୍କୋୟାର ବର୍ତ୍ତମାନ ଢଳିଥିବା ଅବସ୍ଥାରେ ରହିଛି ।  
 
||ମାଉସ୍ ପଏଣ୍ଟର ‘‘ବି’’ ଉପରେ ରଖନ୍ତୁ ଏବଂ ଏହାକୁ ମାଉସ୍ ସହ ଡ୍ରାଗ୍ କରନ୍ତୁ । ଆମେ ଦେଖିପାରିବା ଯେ ସ୍କୋୟାର ବର୍ତ୍ତମାନ ଢଳିଥିବା ଅବସ୍ଥାରେ ରହିଛି ।  
 +
 
|-
 
|-
 
||02:10
 
||02:10
 
||ଆସନ୍ତୁ ‘‘ଏବି’’ ସେଗମେଣ୍ଟ ପ୍ରତି ଭୂଲମ୍ବ ହୋଇ ଥିବା ଏକ ବାଇସେକ୍ଟର ଅଙ୍କନ କରିବା ।  
 
||ଆସନ୍ତୁ ‘‘ଏବି’’ ସେଗମେଣ୍ଟ ପ୍ରତି ଭୂଲମ୍ବ ହୋଇ ଥିବା ଏକ ବାଇସେକ୍ଟର ଅଙ୍କନ କରିବା ।  
 +
 
|-
 
|-
 
||02:15
 
||02:15
 
||ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରିନ୍ତୁ ।  
 
||ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରିନ୍ତୁ ।  
 +
 
|-
 
|-
 
||02:20
 
||02:20
 
||‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
 
||‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
 +
 
|-
 
|-
 
||02:22
 
||02:22
 
||ପଏଣ୍ଟ ‘‘ଏ’’ ଉପରେ   
 
||ପଏଣ୍ଟ ‘‘ଏ’’ ଉପରେ   
 +
 
|-
 
|-
 
||02:24
 
||02:24
 
||ଓ ତା’ପରେ ପଏଣ୍ଟ ‘‘ବି’’ ଉପରେ କ୍ଲିକ୍ କରନ୍ତୁ ।
 
||ଓ ତା’ପରେ ପଏଣ୍ଟ ‘‘ବି’’ ଉପରେ କ୍ଲିକ୍ କରନ୍ତୁ ।
 +
 
|-
 
|-
 
||02:26
 
||02:26
 
||ଦେଖନ୍ତୁ, ଏକ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କିତ ହୋଇଗଲା ।  
 
||ଦେଖନ୍ତୁ, ଏକ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କିତ ହୋଇଗଲା ।  
 +
 
|-
 
|-
 
||02:30
 
||02:30
 
||ଆସନ୍ତୁ ‘‘ବିସି’’ ବିଭକ୍ତ କରିବା ପାଇଁ ଏକ ଦ୍ୱିତୀୟ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କନ କରିବା । ଏହା କରିବା ପାଇଁ,  
 
||ଆସନ୍ତୁ ‘‘ବିସି’’ ବିଭକ୍ତ କରିବା ପାଇଁ ଏକ ଦ୍ୱିତୀୟ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କନ କରିବା । ଏହା କରିବା ପାଇଁ,  
 +
 
|-
 
|-
 
||02:36
 
||02:36
 
|| ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରନ୍ତୁ, ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।  
 
|| ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରନ୍ତୁ, ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||02:42
 
||02:42
 
||‘‘ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ  
 
||‘‘ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ  
 +
 
|-
 
|-
 
||02:44
 
||02:44
 
||ଏବଂ ତା’ପରେ ‘‘ସି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।  
 
||ଏବଂ ତା’ପରେ ‘‘ସି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||02:46
 
||02:46
 
||ଦେଖନ୍ତୁ, ପର୍ପେଣ୍ଡିକୁଲାର୍ ବାଇସେକ୍ଟରଗୁଡ଼ିକ ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।  
 
||ଦେଖନ୍ତୁ, ପର୍ପେଣ୍ଡିକୁଲାର୍ ବାଇସେକ୍ଟରଗୁଡ଼ିକ ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।  
 +
 
|-
 
|-
 
||02:50
 
||02:50
 
||ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।  
 
||ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।  
 +
 
|-
 
|-
 
||02:54
 
||02:54
 
||ବର୍ତ୍ତମାନ ‘‘ଇ’’କୁ କେନ୍ଦ୍ର ଭାବରେ ରଖି ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ସି’’ ମଧ୍ୟ ଦେଇ ଅତିକ୍ରମ କରେ ।  
 
||ବର୍ତ୍ତମାନ ‘‘ଇ’’କୁ କେନ୍ଦ୍ର ଭାବରେ ରଖି ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ସି’’ ମଧ୍ୟ ଦେଇ ଅତିକ୍ରମ କରେ ।  
 +
 
|-
 
|-
 
||03:01
 
||03:01
 
|| ଟୁଲ୍ ବାର୍ ରୁ ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଚୟନ କରିବା, ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ |  
 
|| ଟୁଲ୍ ବାର୍ ରୁ ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଚୟନ କରିବା, ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ |  
 +
 
|-
 
|-
||03:01
+
||03:09
 
|| କେନ୍ଦ୍ର ଭାବରେ ପଏଣ୍ଟ “ଇ” ଉପରେ କ୍ଲିକ୍ କରନ୍ତୁ, ଯାହ “ସି” ମଧ୍ୟ ଦେଇ ଆତିକ୍ରମ କରେ | ପଏଣ୍ଟ “ଇ” ଉପରେ ଓ ତା’ପରେ ପଏଣ୍ଟ “ସି” ଉପରେ କ୍ଲିକ୍ କରନ୍ତୁ |
 
|| କେନ୍ଦ୍ର ଭାବରେ ପଏଣ୍ଟ “ଇ” ଉପରେ କ୍ଲିକ୍ କରନ୍ତୁ, ଯାହ “ସି” ମଧ୍ୟ ଦେଇ ଆତିକ୍ରମ କରେ | ପଏଣ୍ଟ “ଇ” ଉପରେ ଓ ତା’ପରେ ପଏଣ୍ଟ “ସି” ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||03:18
 
||03:18
 
||ଦେଖନ୍ତୁ, ବୃତ୍ତଟି କ୍ୱାଡ୍ରିଲାଟେରାଲ୍ ବା ଚତୁର୍ଭୁଜର ସମସ୍ତ ଭର୍ଟାଇସେସ୍ ଦେଇ ଯିବ । ଏକ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଅଙ୍କିତ ହୋଇଛି ।  
 
||ଦେଖନ୍ତୁ, ବୃତ୍ତଟି କ୍ୱାଡ୍ରିଲାଟେରାଲ୍ ବା ଚତୁର୍ଭୁଜର ସମସ୍ତ ଭର୍ଟାଇସେସ୍ ଦେଇ ଯିବ । ଏକ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଅଙ୍କିତ ହୋଇଛି ।  
 +
 
|-
 
|-
 
||03:29
 
||03:29
 
|| ଆପଣ ଜାଣନ୍ତି କି ଯେ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ର କ୍ଷେତ୍ରଫଳ କ୍ରମାନୁସାରେ ସମାନ ଦୈର୍ଘ୍ୟବିଶିଷ୍ଟ ବାହୁ ଥିବା ସମସ୍ତ ଚତୁର୍ଭୁଜଗୁଡ଼ିକର କ୍ଷେତ୍ରଫଳଠାରୁ ଅଧିକ?  
 
|| ଆପଣ ଜାଣନ୍ତି କି ଯେ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ର କ୍ଷେତ୍ରଫଳ କ୍ରମାନୁସାରେ ସମାନ ଦୈର୍ଘ୍ୟବିଶିଷ୍ଟ ବାହୁ ଥିବା ସମସ୍ତ ଚତୁର୍ଭୁଜଗୁଡ଼ିକର କ୍ଷେତ୍ରଫଳଠାରୁ ଅଧିକ?  
 +
 
|-
 
|-
 
||03:37
 
||03:37
 
||ଚିତ୍ରକୁ ଆନିମେଟ୍ କରିବା ପାଇଁ ଆସନ୍ତୁ ‘‘ମୁଭ୍’’ ଟୁଲ୍ ବ୍ୟବହାର କରିବା ।  
 
||ଚିତ୍ରକୁ ଆନିମେଟ୍ କରିବା ପାଇଁ ଆସନ୍ତୁ ‘‘ମୁଭ୍’’ ଟୁଲ୍ ବ୍ୟବହାର କରିବା ।  
 +
 
|-
 
|-
 
||03:42
 
||03:42
 
||ଏହା କରିବା ପାଇଁ ଆସନ୍ତୁ ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରିବା,  ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ଏ’’ କିମ୍ବା ‘‘ବି’’ ଉପରେ ମାଉସ୍ ପଏଣ୍ଟର ରଖିବା । ମୁଁ ‘‘ଏ’’ ଚୟନ କରିବି ।  
 
||ଏହା କରିବା ପାଇଁ ଆସନ୍ତୁ ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରିବା,  ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ଏ’’ କିମ୍ବା ‘‘ବି’’ ଉପରେ ମାଉସ୍ ପଏଣ୍ଟର ରଖିବା । ମୁଁ ‘‘ଏ’’ ଚୟନ କରିବି ।  
 +
 
|-
 
|-
 
||03:52
 
||03:52
 
||ମାଉସ୍ ପଏଣ୍ଟର ‘‘ଏ’’ ଉପରେ ରଖିବା ଏବଂ ଏହାକୁ ଆନିମେଟ୍ କରିବା ପାଇଁ ମାଉସ୍ ସହ ଡ୍ରାଗ୍ କରିବା ।  
 
||ମାଉସ୍ ପଏଣ୍ଟର ‘‘ଏ’’ ଉପରେ ରଖିବା ଏବଂ ଏହାକୁ ଆନିମେଟ୍ କରିବା ପାଇଁ ମାଉସ୍ ସହ ଡ୍ରାଗ୍ କରିବା ।  
 +
 
|-
 
|-
 
||03:58
 
||03:58
 
||ଅଙ୍କନ ଠିକ୍ ଅଛି କି ନାହିଁ ଯାଂଚ କରିବା ପାଇଁ ।  
 
||ଅଙ୍କନ ଠିକ୍ ଅଛି କି ନାହିଁ ଯାଂଚ କରିବା ପାଇଁ ।  
 +
 
|-
 
|-
 
||04:01
 
||04:01
 
||ବର୍ତ୍ତମାନ ଆସନ୍ତୁ ଫାଇଲ୍ ଟି ସେଭ୍ କରିବା ।   
 
||ବର୍ତ୍ତମାନ ଆସନ୍ତୁ ଫାଇଲ୍ ଟି ସେଭ୍ କରିବା ।   
 +
 
|-
 
|-
 
||04:04
 
||04:04
 
||‘‘ଫାଇଲ୍’’ >> ‘‘ସେଭ୍ ଆଜ୍’’ ଉପରେ କ୍ଲିକ୍ କରନ୍ତୁ ।  
 
||‘‘ଫାଇଲ୍’’ >> ‘‘ସେଭ୍ ଆଜ୍’’ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||04:07
 
||04:07
 
||I ଫାଇଲ୍ ନେମ୍ କୁ ‘‘ସାଇକ୍ଲିକ୍_କ୍ୱଡ୍ରିଲାଟେରାଲ୍’’ ଭାବରେ ଟାଇପ୍ କରନ୍ତୁ ।
 
||I ଫାଇଲ୍ ନେମ୍ କୁ ‘‘ସାଇକ୍ଲିକ୍_କ୍ୱଡ୍ରିଲାଟେରାଲ୍’’ ଭାବରେ ଟାଇପ୍ କରନ୍ତୁ ।
 +
 
|-
 
|-
 
||04:21
 
||04:21
 
||ଏବଂ ‘‘ସେଭ୍’’ ଉପରେ କ୍ଲିକ୍ କରନ୍ତୁ ।  
 
||ଏବଂ ‘‘ସେଭ୍’’ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||04:23
 
||04:23
 
||ବର୍ତ୍ତମାନ ଏକ ଇନସର୍କଲ୍ ଅଙ୍କନ କରିବା ପାଇଁ ଏକ ନୂଆ ‘‘ଜିଓଜେବ୍ରା’’ ୱିଣ୍ଡୋ ଓପନ୍ କରିବା ।  
 
||ବର୍ତ୍ତମାନ ଏକ ଇନସର୍କଲ୍ ଅଙ୍କନ କରିବା ପାଇଁ ଏକ ନୂଆ ‘‘ଜିଓଜେବ୍ରା’’ ୱିଣ୍ଡୋ ଓପନ୍ କରିବା ।  
 +
 
|-
 
|-
 
||04:28
 
||04:28
 
||ଏହା କରିବା ପାଇଁ ‘‘ଫାଇଲ୍’’ ଏବଂ ‘‘ନ୍ୟୁ’’ ଉପରେ କ୍ଲିକ୍ କରିବା ।  
 
||ଏହା କରିବା ପାଇଁ ‘‘ଫାଇଲ୍’’ ଏବଂ ‘‘ନ୍ୟୁ’’ ଉପରେ କ୍ଲିକ୍ କରିବା ।  
 +
 
|-
 
|-
 
||04:35
 
||04:35
 
||ବର୍ତ୍ତମାନ ଏକ ତ୍ରିଭୁଜ ଅଙ୍କନ କରନ୍ତୁ । ଏହା କରିବା ପାଇଁ, ଆସନ୍ତୁ ଟୁଲ୍ ବାର୍ ରୁ ‘‘ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା ।  
 
||ବର୍ତ୍ତମାନ ଏକ ତ୍ରିଭୁଜ ଅଙ୍କନ କରନ୍ତୁ । ଏହା କରିବା ପାଇଁ, ଆସନ୍ତୁ ଟୁଲ୍ ବାର୍ ରୁ ‘‘ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା ।  
 +
 
|-
 
|-
 
||04:44
 
||04:44
 
||ତ୍ରିଭୁଜ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ‘‘ଏ,ବି,ସି’’ ପଏଣ୍ଟ ଉପରେ ପୁଣି ଥରେ କ୍ଲିକ୍ କରିବା ।  
 
||ତ୍ରିଭୁଜ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ‘‘ଏ,ବି,ସି’’ ପଏଣ୍ଟ ଉପରେ ପୁଣି ଥରେ କ୍ଲିକ୍ କରିବା ।  
 +
 
|-
 
|-
 
||04:52
 
||04:52
 
||ଏହି ତ୍ରିଭୁଜ ପାଇଁ ଆସନ୍ତୁ କୋଣଗୁଡ଼ିକ ମାପିବା ।
 
||ଏହି ତ୍ରିଭୁଜ ପାଇଁ ଆସନ୍ତୁ କୋଣଗୁଡ଼ିକ ମାପିବା ।
 +
 
|-
 
|-
 
||04:55
 
||04:55
 
||ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ଆଙ୍ଗଲ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
 
||ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ଆଙ୍ଗଲ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
 +
 
|-
 
|-
 
||05:00
 
||05:00
 
||‘‘ବି,ଏ,ସି’’, ‘‘ସି,ବି,ଏ’’ ଏବଂ ‘‘ଏ,ସି,ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।  
 
||‘‘ବି,ଏ,ସି’’, ‘‘ସି,ବି,ଏ’’ ଏବଂ ‘‘ଏ,ସି,ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।  
 +
 
|-
 
|-
 
||05:15
 
||05:15
 
||ଦେଖନ୍ତୁ, କୋଣଗୁଡ଼ିକ ମାପ ହୋଇ ସାରିଛି ।  
 
||ଦେଖନ୍ତୁ, କୋଣଗୁଡ଼ିକ ମାପ ହୋଇ ସାରିଛି ।  
 +
 
|-
 
|-
 
||05:18
 
||05:18
 
||ବର୍ତ୍ତମାନ ଆସନ୍ତୁ ଏହି କୋଣଗୁଡ଼ିକ ପ୍ରତି ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ।
 
||ବର୍ତ୍ତମାନ ଆସନ୍ତୁ ଏହି କୋଣଗୁଡ଼ିକ ପ୍ରତି ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ।
 +
 
|-
 
|-
 
||05:21
 
||05:21
 
||ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ସିଲେକ୍ଟ କରନ୍ତୁ ।
 
||ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ସିଲେକ୍ଟ କରନ୍ତୁ ।
 +
 
|-
 
|-
 
||05:25
 
||05:25
 
||‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ବି,ଏ,ସି’’ ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ ।
 
||‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ବି,ଏ,ସି’’ ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ ।
 +
 
|-
 
|-
 
||05:32
 
||05:32
 
||ଆସନ୍ତୁ ଦ୍ୱିତୀୟ ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ପାଇଁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ପୁଣିଥରେ ଟୁଲ୍ ବାର୍ ରୁ ସିଲେକ୍ଟ କରିବା ।  
 
||ଆସନ୍ତୁ ଦ୍ୱିତୀୟ ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ପାଇଁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ପୁଣିଥରେ ଟୁଲ୍ ବାର୍ ରୁ ସିଲେକ୍ଟ କରିବା ।  
 +
 
|-
 
|-
 
||05:39
 
||05:39
 
|| ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ, ଏ, ବି, ସି ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରିବା ।  
 
|| ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ, ଏ, ବି, ସି ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରିବା ।  
 +
 
|-
 
|-
 
||05:48
 
||05:48
 
||ଆମେ ଦେଖିପାରୁଛେ ଯେ ଦୁଇଟି ଆଙ୍ଗଲ୍ ବାଇସେକ୍ଟର ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।  
 
||ଆମେ ଦେଖିପାରୁଛେ ଯେ ଦୁଇଟି ଆଙ୍ଗଲ୍ ବାଇସେକ୍ଟର ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।  
 +
 
|-
 
|-
 
||05:52
 
||05:52
 
||ଏହାକୁ ‘‘ଡି’’ ଭାବରେ ଚିହ୍ନିତ କରନ୍ତୁ ।
 
||ଏହାକୁ ‘‘ଡି’’ ଭାବରେ ଚିହ୍ନିତ କରନ୍ତୁ ।
 +
 
|-
 
|-
 
||05:55
 
||05:55
 
||ବର୍ତ୍ତମାନ ଆସନ୍ତୁ ପଏଣ୍ଟ ‘ଡି’’ ଏବଂ ସେଗମେଣ୍ଟ ‘‘ଏବି’’ ମଧ୍ୟଦେଇ ଯାଉଥିବା ଏକ ପର୍ପେଣ୍ଡିକୁଲାର୍ ଲାଇନ୍ ଆଙ୍କିବା ।  
 
||ବର୍ତ୍ତମାନ ଆସନ୍ତୁ ପଏଣ୍ଟ ‘ଡି’’ ଏବଂ ସେଗମେଣ୍ଟ ‘‘ଏବି’’ ମଧ୍ୟଦେଇ ଯାଉଥିବା ଏକ ପର୍ପେଣ୍ଡିକୁଲାର୍ ଲାଇନ୍ ଆଙ୍କିବା ।  
 +
 
|-
 
|-
 
||06:02
 
||06:02
 
||ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରି ‘‘ଏବି’’ ସେଗମେଣ୍ଟ ଉପରେ କ୍ଲିକ୍ କରିବା ।
 
||ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରି ‘‘ଏବି’’ ସେଗମେଣ୍ଟ ଉପରେ କ୍ଲିକ୍ କରିବା ।
 +
 
|-
 
|-
 
||06:12
 
||06:12
 
||ଦେଖନ୍ତୁ, ପର୍ପେଣ୍ଡିକୁଲାର ଲାଇନ୍ ଗୋଟିଏ ପଏଣ୍ଟରେ ‘‘ଏବି’’ ସେଗମେଣ୍ଟକୁ ଛେଦନ କରୁଛି ।  
 
||ଦେଖନ୍ତୁ, ପର୍ପେଣ୍ଡିକୁଲାର ଲାଇନ୍ ଗୋଟିଏ ପଏଣ୍ଟରେ ‘‘ଏବି’’ ସେଗମେଣ୍ଟକୁ ଛେଦନ କରୁଛି ।  
 +
 
|-
 
|-
 
||06:17
 
||06:17
 
||ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।  
 
||ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।  
 +
 
|-
 
|-
 
||06:20
 
||06:20
 
||ବର୍ତ୍ତମାନ ଆସନ୍ତୁ ‘‘ଡି’’ କେନ୍ଦ୍ର ଥିବା ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ଇ’’ ମଧ୍ୟ ଦେଇ ଯିବ ।  
 
||ବର୍ତ୍ତମାନ ଆସନ୍ତୁ ‘‘ଡି’’ କେନ୍ଦ୍ର ଥିବା ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ଇ’’ ମଧ୍ୟ ଦେଇ ଯିବ ।  
 +
 
|-
 
|-
 
||06:27
 
||06:27
 
||ଟୁଲ୍ ବାର୍ ରୁ ‘‘କମ୍ପାସ୍’’ ଟୁଲ୍ ସିଲେକ୍ଟ କରିବା, ‘‘କମ୍ପାସ୍’’ ଟୁଲ୍ ଉପରେ କ୍ଲିକ୍ କରିବା, କେନ୍ଦ୍ର ଥିବା ଡି ପଏଣ୍ଟ ଉପରେ କ୍ଲିକ୍ କରିବା ଏବଂ ଡିଇକୁ କରିବା ବ୍ୟାସାର୍ଦ୍ଧ ।  
 
||ଟୁଲ୍ ବାର୍ ରୁ ‘‘କମ୍ପାସ୍’’ ଟୁଲ୍ ସିଲେକ୍ଟ କରିବା, ‘‘କମ୍ପାସ୍’’ ଟୁଲ୍ ଉପରେ କ୍ଲିକ୍ କରିବା, କେନ୍ଦ୍ର ଥିବା ଡି ପଏଣ୍ଟ ଉପରେ କ୍ଲିକ୍ କରିବା ଏବଂ ଡିଇକୁ କରିବା ବ୍ୟାସାର୍ଦ୍ଧ ।  
 +
 
|-
 
|-
 
||06:37
 
||06:37
 
||‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ‘‘ଇ’’ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରିବା ।  
 
||‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ‘‘ଇ’’ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରିବା ।  
 +
 
|-
 
|-
 
||06:46
 
||06:46
 
||ଦେଖନ୍ତୁ, ବୃତ୍ତଟି ତ୍ରିଭୁଜର ସମସ୍ତ ବାହୁକୁ ସ୍ପର୍ଶ କରିଛି ।  
 
||ଦେଖନ୍ତୁ, ବୃତ୍ତଟି ତ୍ରିଭୁଜର ସମସ୍ତ ବାହୁକୁ ସ୍ପର୍ଶ କରିଛି ।  
 +
 
|-
 
|-
 
||06:50
 
||06:50
 
||ଗୋଟିଏ ଇନସର୍କଲ୍ ଅଙ୍କିତ ହୋଇଯାଇଛି ।  
 
||ଗୋଟିଏ ଇନସର୍କଲ୍ ଅଙ୍କିତ ହୋଇଯାଇଛି ।  
 +
 
|-
 
|-
 
||06:53
 
||06:53
 
||ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |  
 
||ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |  
 +
 
|-
 
|-
 
||06:57
 
||06:57
 
||ସଂକ୍ଷିପ୍ତରେ:  
 
||ସଂକ୍ଷିପ୍ତରେ:  
 +
 
|-
 
|-
 
||07:02
 
||07:02
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ,  
 
||ଏହି ଟ୍ୟୁଟୋରିଆଲ୍ ରେ ଆମେ,  
 +
 
|-
 
|-
 
||07:05
 
||07:05
 
||ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଏବଂ
 
||ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଏବଂ
 +
 
|-
 
|-
 
||07:07
 
||07:07
 
||ଜିଓଜେବ୍ରା ଟୁଲ୍ସ ବ୍ୟବହାର କରି ଇନସର୍କଲ୍ ଅଙ୍କନ କରି ଶିଖିଲେ
 
||ଜିଓଜେବ୍ରା ଟୁଲ୍ସ ବ୍ୟବହାର କରି ଇନସର୍କଲ୍ ଅଙ୍କନ କରି ଶିଖିଲେ
 +
 
|-
 
|-
 
||07:10
 
||07:10
 
||ଆସାଇନମେଣ୍ଟ ଭାବରେ, ଏକ ତ୍ରିଭୁଜ ଏବିସି ଅଙ୍କନ କରନ୍ତୁ ।
 
||ଆସାଇନମେଣ୍ଟ ଭାବରେ, ଏକ ତ୍ରିଭୁଜ ଏବିସି ଅଙ୍କନ କରନ୍ତୁ ।
 +
 
|-
 
|-
 
||07:15
 
||07:15
 
||‘‘ବିସି’’ ଉପରେ ଏକ ପଏଣ୍ଟ ‘‘ଡି’’ ଚିହ୍ନଟ କରନ୍ତୁ, ‘‘ଏଡି’’ ଯୋଗ କରନ୍ତୁ ।  
 
||‘‘ବିସି’’ ଉପରେ ଏକ ପଏଣ୍ଟ ‘‘ଡି’’ ଚିହ୍ନଟ କରନ୍ତୁ, ‘‘ଏଡି’’ ଯୋଗ କରନ୍ତୁ ।  
 +
 
|-
 
|-
 
||07:19
 
||07:19
 
||ବ୍ୟାସାର୍ଦ୍ଧ r, r1 ଏବଂ r2 ଥିବା ‘‘ଏବିସି’’, ‘‘ଏବିଡି’’ ଏବଂ ‘‘ସିବିଡି’’ ତ୍ରିଭୁଜରେ ଇନସର୍କଲ୍ ଗୁଡ଼ିକ ଅଙ୍କନ କରନ୍ତୁ ।  
 
||ବ୍ୟାସାର୍ଦ୍ଧ r, r1 ଏବଂ r2 ଥିବା ‘‘ଏବିସି’’, ‘‘ଏବିଡି’’ ଏବଂ ‘‘ସିବିଡି’’ ତ୍ରିଭୁଜରେ ଇନସର୍କଲ୍ ଗୁଡ଼ିକ ଅଙ୍କନ କରନ୍ତୁ ।  
 +
 
|-
 
|-
 
||07:28
 
||07:28
 
||ବିଇ ହେଉଛି ଉଚ୍ଚତା ‘ଏଚ୍’ .  
 
||ବିଇ ହେଉଛି ଉଚ୍ଚତା ‘ଏଚ୍’ .  
 +
 
|-
 
|-
 
||07:30
 
||07:30
 
||‘‘ଏବିସି’’ ତ୍ରିଭୁଜର କୌଣିକବିନ୍ଦୁ ଗୁଡ଼ିକ ଘୁଞ୍ଚାନ୍ତୁ,
 
||‘‘ଏବିସି’’ ତ୍ରିଭୁଜର କୌଣିକବିନ୍ଦୁ ଗୁଡ଼ିକ ଘୁଞ୍ଚାନ୍ତୁ,
 +
 
|-
 
|-
 
||07:33
 
||07:33
 
||ସମ୍ପର୍କ ଯାଞ୍ଚ କରିବା ପାଇଁ :  
 
||ସମ୍ପର୍କ ଯାଞ୍ଚ କରିବା ପାଇଁ :  
 +
 
|-
 
|-
 
||07:35
 
||07:35
 
|| (1 -2r1/h)*(1 - 2r2/h) = (1 -2r/h)  
 
|| (1 -2r1/h)*(1 - 2r2/h) = (1 -2r/h)  
 +
 
|-
 
|-
 
||07:43
 
||07:43
 
||ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ ।   
 
||ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ ।   
 +
 
|-
 
|-
 
||07:52
 
||07:52
 
|| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ.  
 
|| ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ.  
 +
 
|-
 
|-
 
||07:55
 
||07:55
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 
|| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
|-
 
|-
 
||07:57
 
||07:57
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 
|| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
 +
 
|-
 
|-
 
||08:02
 
||08:02
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.  
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.  
 +
 
|-
 
|-
 
||08:06
 
||08:06
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
 
|| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
 +
 
|-
 
|-
 
||08:09
 
||08:09
 
|| ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ
 
|| ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ
 +
 
|-
 
|-
 
||08:16
 
||08:16
 
|| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 
|| ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
|-
 
|-
 
||08:19
 
||08:19
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 
|| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
 +
 
|-
 
|-
 
||08:25
 
||08:25
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 
|| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
 +
 
|-
 
|-
 
||08:29
 
||08:29
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
|| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
|-}
|-
+

Latest revision as of 12:52, 6 April 2017

Time Narration
00:00 ନମସ୍କାର ବନ୍ଧୁଗଣ,‘‘ଜିଓଜେବ୍ରାରେ ବିଭିନ୍ନ ଜ୍ୟାମିତ୍ୟିକ ଚିତ୍ର ମଧ୍ୟରେ ସମ୍ପର୍କ’’ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ ।’’.
00:07 ଆମେ ଅନୁମାନ କରୁଛୁ ଯେ ‘‘ଜିଓଜେବ୍ରା’’ ସମ୍ପର୍କରେ ବେସିକ୍ ୱର୍କିଂ ନଲେଜ୍ ଆପଣଙ୍କର ରହିଛି ।
00:11 ଯଦି ନାହିଁ, ଦୟାକରି ଆଗକୁ ବଢ଼ିବା ପୂର୍ବରୁ ‘‘ଇଣ୍ଟ୍ରୋଡକସନ୍ ଟୁ ଜିଓଜେବ୍ରା’’ ପଢ଼ନ୍ତୁ ।
00:18 ଦୟାକରି ନୋଟ୍ କରନ୍ତୁ ଯେ ପ୍ରକୃତ କମ୍ପାସ୍ ବକ୍ସର ସ୍ଥାନ ନେବା ଏହି ଟ୍ୟୁଟୋରିଆଲ୍ ର ଉଦ୍ଦେଶ୍ୟ ନୁହେଁ ।
00:24 ପ୍ରପର୍ଟିଜ୍ ବା ଗୁଣଗୁଡ଼ିକ ବୁଝିବା ପାଇଁ ‘‘ଜିଓଜେବ୍ରା’’ରେ କନଷ୍ଟ୍ରକସନ୍ କରାଯାଏ ।
00:29 ଏହି ଟ୍ୟୁଟୋରିଆଲ୍ ରେ ଆମେ କନଷ୍ଟ୍ରକ୍ଟ ବା ଅଙ୍କନ କରି ଶିଖିବା,
00:32 ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍’’ ଓ ‘‘ଇନସର୍କଲ୍’’ ।
00:35 ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି ’’ଲିନକ୍ସ ଅପରେଟିଂ ସିଷ୍ଟମ୍’’
00:39 ଉବୁଣ୍ଟୁ ଭର୍ସନ୍ 10.04 ଏଲଟିଏସ୍
00:43 ଜିଓଜେବ୍ରା ଭର୍ସନ୍ 3.2.40.0.
00:48 ଆମେ କନଷ୍ଟ୍ରକସନ୍ ପାଇଁ ନିମ୍ନଲିଖିତ ଜିଓଜେବ୍ରା ଟୁଲ୍ସ ବ୍ୟବହାର କରିବା:

Compass Segment between Two Points Circle with Center through Point Polygon Perpendicular Bisector Angle Bisector ଓ Angle

01:02 ଆସନ୍ତୁ ‘‘ଜିଓଜେବ୍ରା’’ ୱିଣ୍ଡୋକୁ ଯିବା ।
01:05 ଏହା କରିବା ପାଇଁ, ‘‘ଆପ୍ଲିକେସନ୍ସ’’, ‘‘ଏଜୁକେସନ୍’’ ଏବଂ ‘‘ଜିଓଜେବ୍ରା’’ ଉପରେ କ୍ଲିକ୍ କରନ୍ତୁ ।
01:13 ୱିଣ୍ଡୋ ରିସାଇଜ୍ କରନ୍ତୁ |
01:18 ‘‘ଅପସନ୍ସ’’ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ, ‘‘ଫଣ୍ଟ ସାଇଜ୍’’ ଉପରେ କ୍ଲିକ୍ କରନ୍ତୁ ଏବଂ ତା ପରେ ଚିତ୍ରକୁ ସ୍ପଷ୍ଟ କରିବା ପାଇଁ ‘‘18’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।
01:25 ଆସନ୍ତୁ ଗୋଟିଏ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ କନଷ୍ଟ୍ରକ୍ଟ କରିବା ।
01:27 ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ରେଗୁଲାର୍ ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ଡ୍ରଇଂ ପ୍ୟାଡ୍ ଉପରେ ଯେକୌଣସି ଦୁଇଟି ପଏଣ୍ଟ ଉପରେ କ୍ଲିକ୍ କରିବା ।
01:38 ଦେଖନ୍ତୁ, ଡିଫଲ୍ଟ ଭାଲ୍ୟୁ ‘‘4’’ ଥାଇ ଏକ ଡାଏଲଗ୍ ବକ୍ସ ଖୋଲିଲା ।
01:42 ‘‘ଓକେ’’ କ୍ଲିକ୍ କରନ୍ତୁ ।,ଗୋଟିଏ ବର୍ଗକ୍ଷେତ୍ର ବା ସ୍କୋୟାର୍ ‘‘ଏବିସିଡି’’ ଅଙ୍କନ ହୋଇଛି ।
01:46 ବାମ କୋଣରେ ଥିବା ‘‘ମୁଭ୍’’ ଟୁଲ୍ ବ୍ୟବହାର କରି ଆସନ୍ତୁ ସ୍କୋୟାରଟିକୁ ଢଳାଇ ରଖିବା ।
01:51 ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
01:56 ମାଉସ୍ ପଏଣ୍ଟର ‘‘ଏ’’ କିମ୍ବା ‘‘ବି’’ ଉପରେ ରଖନ୍ତୁ । ମୁଁ ‘‘ବି’’ ଚୟନ କରିବି ।
02:01 ମାଉସ୍ ପଏଣ୍ଟର ‘‘ବି’’ ଉପରେ ରଖନ୍ତୁ ଏବଂ ଏହାକୁ ମାଉସ୍ ସହ ଡ୍ରାଗ୍ କରନ୍ତୁ । ଆମେ ଦେଖିପାରିବା ଯେ ସ୍କୋୟାର ବର୍ତ୍ତମାନ ଢଳିଥିବା ଅବସ୍ଥାରେ ରହିଛି ।
02:10 ଆସନ୍ତୁ ‘‘ଏବି’’ ସେଗମେଣ୍ଟ ପ୍ରତି ଭୂଲମ୍ବ ହୋଇ ଥିବା ଏକ ବାଇସେକ୍ଟର ଅଙ୍କନ କରିବା ।
02:15 ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରିନ୍ତୁ ।
02:20 ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
02:22 ପଏଣ୍ଟ ‘‘ଏ’’ ଉପରେ
02:24 ଓ ତା’ପରେ ପଏଣ୍ଟ ‘‘ବି’’ ଉପରେ କ୍ଲିକ୍ କରନ୍ତୁ ।
02:26 ଦେଖନ୍ତୁ, ଏକ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କିତ ହୋଇଗଲା ।
02:30 ଆସନ୍ତୁ ‘‘ବିସି’’ ବିଭକ୍ତ କରିବା ପାଇଁ ଏକ ଦ୍ୱିତୀୟ ପର୍ପେଣ୍ଡିକୁଲାର୍ ବାଇସେକ୍ଟର ଅଙ୍କନ କରିବା । ଏହା କରିବା ପାଇଁ,
02:36 ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଚୟନ କରନ୍ତୁ, ‘‘ପର୍ପେଣ୍ଡିକୁଲାର୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
02:42 ‘‘ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ
02:44 ଏବଂ ତା’ପରେ ‘‘ସି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।
02:46 ଦେଖନ୍ତୁ, ପର୍ପେଣ୍ଡିକୁଲାର୍ ବାଇସେକ୍ଟରଗୁଡ଼ିକ ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।
02:50 ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।
02:54 ବର୍ତ୍ତମାନ ‘‘ଇ’’କୁ କେନ୍ଦ୍ର ଭାବରେ ରଖି ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ସି’’ ମଧ୍ୟ ଦେଇ ଅତିକ୍ରମ କରେ ।
03:01 ଟୁଲ୍ ବାର୍ ରୁ ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଚୟନ କରିବା, ‘‘ସର୍କଲ୍ ୱିଥ୍ ସେଣ୍ଟର ଥ୍ରୁ ପଏଣ୍ଟ’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
03:09 କେନ୍ଦ୍ର ଭାବରେ ପଏଣ୍ଟ “ଇ” ଉପରେ କ୍ଲିକ୍ କରନ୍ତୁ, ଯାହ “ସି” ମଧ୍ୟ ଦେଇ ଆତିକ୍ରମ କରେ | ପଏଣ୍ଟ “ଇ” ଉପରେ ଓ ତା’ପରେ ପଏଣ୍ଟ “ସି” ଉପରେ କ୍ଲିକ୍ କରନ୍ତୁ |
03:18 ଦେଖନ୍ତୁ, ବୃତ୍ତଟି କ୍ୱାଡ୍ରିଲାଟେରାଲ୍ ବା ଚତୁର୍ଭୁଜର ସମସ୍ତ ଭର୍ଟାଇସେସ୍ ଦେଇ ଯିବ । ଏକ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଅଙ୍କିତ ହୋଇଛି ।
03:29 ଆପଣ ଜାଣନ୍ତି କି ଯେ ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ର କ୍ଷେତ୍ରଫଳ କ୍ରମାନୁସାରେ ସମାନ ଦୈର୍ଘ୍ୟବିଶିଷ୍ଟ ବାହୁ ଥିବା ସମସ୍ତ ଚତୁର୍ଭୁଜଗୁଡ଼ିକର କ୍ଷେତ୍ରଫଳଠାରୁ ଅଧିକ?
03:37 ଚିତ୍ରକୁ ଆନିମେଟ୍ କରିବା ପାଇଁ ଆସନ୍ତୁ ‘‘ମୁଭ୍’’ ଟୁଲ୍ ବ୍ୟବହାର କରିବା ।
03:42 ଏହା କରିବା ପାଇଁ ଆସନ୍ତୁ ଟୁଲ୍ ବାର୍ ରୁ ‘‘ମୁଭ୍’’ ଟୁଲ୍ ସିଲେକ୍ଟ କରିବା, ‘‘ମୁଭ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ଏ’’ କିମ୍ବା ‘‘ବି’’ ଉପରେ ମାଉସ୍ ପଏଣ୍ଟର ରଖିବା । ମୁଁ ‘‘ଏ’’ ଚୟନ କରିବି ।
03:52 ମାଉସ୍ ପଏଣ୍ଟର ‘‘ଏ’’ ଉପରେ ରଖିବା ଏବଂ ଏହାକୁ ଆନିମେଟ୍ କରିବା ପାଇଁ ମାଉସ୍ ସହ ଡ୍ରାଗ୍ କରିବା ।
03:58 ଅଙ୍କନ ଠିକ୍ ଅଛି କି ନାହିଁ ଯାଂଚ କରିବା ପାଇଁ ।
04:01 ବର୍ତ୍ତମାନ ଆସନ୍ତୁ ଫାଇଲ୍ ଟି ସେଭ୍ କରିବା ।
04:04 ‘‘ଫାଇଲ୍’’ >> ‘‘ସେଭ୍ ଆଜ୍’’ ଉପରେ କ୍ଲିକ୍ କରନ୍ତୁ ।
04:07 I ଫାଇଲ୍ ନେମ୍ କୁ ‘‘ସାଇକ୍ଲିକ୍_କ୍ୱଡ୍ରିଲାଟେରାଲ୍’’ ଭାବରେ ଟାଇପ୍ କରନ୍ତୁ ।
04:21 ଏବଂ ‘‘ସେଭ୍’’ ଉପରେ କ୍ଲିକ୍ କରନ୍ତୁ ।
04:23 ବର୍ତ୍ତମାନ ଏକ ଇନସର୍କଲ୍ ଅଙ୍କନ କରିବା ପାଇଁ ଏକ ନୂଆ ‘‘ଜିଓଜେବ୍ରା’’ ୱିଣ୍ଡୋ ଓପନ୍ କରିବା ।
04:28 ଏହା କରିବା ପାଇଁ ‘‘ଫାଇଲ୍’’ ଏବଂ ‘‘ନ୍ୟୁ’’ ଉପରେ କ୍ଲିକ୍ କରିବା ।
04:35 ବର୍ତ୍ତମାନ ଏକ ତ୍ରିଭୁଜ ଅଙ୍କନ କରନ୍ତୁ । ଏହା କରିବା ପାଇଁ, ଆସନ୍ତୁ ଟୁଲ୍ ବାର୍ ରୁ ‘‘ପଲିଗନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପଲିଗନ୍’’ ଟୁଲ୍ ଉପରେ କ୍ଲିକ୍ କରିବା ।
04:44 ତ୍ରିଭୁଜ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ‘‘ଏ,ବି,ସି’’ ପଏଣ୍ଟ ଉପରେ ପୁଣି ଥରେ କ୍ଲିକ୍ କରିବା ।
04:52 ଏହି ତ୍ରିଭୁଜ ପାଇଁ ଆସନ୍ତୁ କୋଣଗୁଡ଼ିକ ମାପିବା ।
04:55 ଏହା କରିବା ପାଇଁ, ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍’’ ଟୁଲ୍ ସିଲେକ୍ଟ କରନ୍ତୁ, ‘‘ଆଙ୍ଗଲ୍’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ ।
05:00 ‘‘ବି,ଏ,ସି’’, ‘‘ସି,ବି,ଏ’’ ଏବଂ ‘‘ଏ,ସି,ବି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ।
05:15 ଦେଖନ୍ତୁ, କୋଣଗୁଡ଼ିକ ମାପ ହୋଇ ସାରିଛି ।
05:18 ବର୍ତ୍ତମାନ ଆସନ୍ତୁ ଏହି କୋଣଗୁଡ଼ିକ ପ୍ରତି ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ।
05:21 ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ସିଲେକ୍ଟ କରନ୍ତୁ ।
05:25 ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ । ‘‘ବି,ଏ,ସି’’ ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରନ୍ତୁ ।
05:32 ଆସନ୍ତୁ ଦ୍ୱିତୀୟ ଆଙ୍ଗଲ୍ ବାଇସେକ୍ଟର ଅଙ୍କନ କରିବା ପାଇଁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ପୁଣିଥରେ ଟୁଲ୍ ବାର୍ ରୁ ସିଲେକ୍ଟ କରିବା ।
05:39 ଟୁଲ୍ ବାର୍ ରୁ ‘‘ଆଙ୍ଗଲ୍ ବାଇସେକ୍ଟର’’ ଟୁଲ୍ ଉପରେ କ୍ଲିକ୍ କରନ୍ତୁ, ଏ, ବି, ସି ପଏଣ୍ଟଗୁଡ଼ିକ ଉପରେ କ୍ଲିକ୍ କରିବା ।
05:48 ଆମେ ଦେଖିପାରୁଛେ ଯେ ଦୁଇଟି ଆଙ୍ଗଲ୍ ବାଇସେକ୍ଟର ଗୋଟିଏ ପଏଣ୍ଟରେ ପରସ୍ପରକୁ ଛେଦନ କରୁଛନ୍ତି ।
05:52 ଏହାକୁ ‘‘ଡି’’ ଭାବରେ ଚିହ୍ନିତ କରନ୍ତୁ ।
05:55 ବର୍ତ୍ତମାନ ଆସନ୍ତୁ ପଏଣ୍ଟ ‘ଡି’’ ଏବଂ ସେଗମେଣ୍ଟ ‘‘ଏବି’’ ମଧ୍ୟଦେଇ ଯାଉଥିବା ଏକ ପର୍ପେଣ୍ଡିକୁଲାର୍ ଲାଇନ୍ ଆଙ୍କିବା ।
06:02 ଟୁଲ୍ ବାର୍ ରୁ ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ସିଲେକ୍ଟ କରିବା, ‘‘ପର୍ପେଣ୍ଡିକୁଲାର୍ ଲାଇନ୍’’ ଟୁଲ୍ ଉପରେ କ୍ଲିକ୍ କରିବା, ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରି ‘‘ଏବି’’ ସେଗମେଣ୍ଟ ଉପରେ କ୍ଲିକ୍ କରିବା ।
06:12 ଦେଖନ୍ତୁ, ପର୍ପେଣ୍ଡିକୁଲାର ଲାଇନ୍ ଗୋଟିଏ ପଏଣ୍ଟରେ ‘‘ଏବି’’ ସେଗମେଣ୍ଟକୁ ଛେଦନ କରୁଛି ।
06:17 ଆସନ୍ତୁ ଏହି ପଏଣ୍ଟକୁ ‘‘ଇ’’ ଭାବରେ ଚିହ୍ନଟ କରିବା ।
06:20 ବର୍ତ୍ତମାନ ଆସନ୍ତୁ ‘‘ଡି’’ କେନ୍ଦ୍ର ଥିବା ଏକ ବୃତ୍ତ ଅଙ୍କନ କରିବା ଯାହା ‘‘ଇ’’ ମଧ୍ୟ ଦେଇ ଯିବ ।
06:27 ଟୁଲ୍ ବାର୍ ରୁ ‘‘କମ୍ପାସ୍’’ ଟୁଲ୍ ସିଲେକ୍ଟ କରିବା, ‘‘କମ୍ପାସ୍’’ ଟୁଲ୍ ଉପରେ କ୍ଲିକ୍ କରିବା, କେନ୍ଦ୍ର ଥିବା ଡି ପଏଣ୍ଟ ଉପରେ କ୍ଲିକ୍ କରିବା ଏବଂ ଡିଇକୁ କରିବା ବ୍ୟାସାର୍ଦ୍ଧ ।
06:37 ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ‘‘ଇ’’ ଚିତ୍ର ସମ୍ପୂର୍ଣ୍ଣ କରିବା ପାଇଁ ପୁଣି ଥରେ ‘‘ଡି’’ ପଏଣ୍ଟ ଉପରେ କ୍ଲିକ୍ କରିବା ।
06:46 ଦେଖନ୍ତୁ, ବୃତ୍ତଟି ତ୍ରିଭୁଜର ସମସ୍ତ ବାହୁକୁ ସ୍ପର୍ଶ କରିଛି ।
06:50 ଗୋଟିଏ ଇନସର୍କଲ୍ ଅଙ୍କିତ ହୋଇଯାଇଛି ।
06:53 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:57 ସଂକ୍ଷିପ୍ତରେ:
07:02 ଏହି ଟ୍ୟୁଟୋରିଆଲ୍ ରେ ଆମେ,
07:05 ସାଇକ୍ଲିକ୍ କ୍ୱାଡ୍ରିଲାଟେରାଲ୍ ଏବଂ
07:07 ଜିଓଜେବ୍ରା ଟୁଲ୍ସ ବ୍ୟବହାର କରି ଇନସର୍କଲ୍ ଅଙ୍କନ କରି ଶିଖିଲେ
07:10 ଆସାଇନମେଣ୍ଟ ଭାବରେ, ଏକ ତ୍ରିଭୁଜ ଏବିସି ଅଙ୍କନ କରନ୍ତୁ ।
07:15 ‘‘ବିସି’’ ଉପରେ ଏକ ପଏଣ୍ଟ ‘‘ଡି’’ ଚିହ୍ନଟ କରନ୍ତୁ, ‘‘ଏଡି’’ ଯୋଗ କରନ୍ତୁ ।
07:19 ବ୍ୟାସାର୍ଦ୍ଧ r, r1 ଏବଂ r2 ଥିବା ‘‘ଏବିସି’’, ‘‘ଏବିଡି’’ ଏବଂ ‘‘ସିବିଡି’’ ତ୍ରିଭୁଜରେ ଇନସର୍କଲ୍ ଗୁଡ଼ିକ ଅଙ୍କନ କରନ୍ତୁ ।
07:28 ବିଇ ହେଉଛି ଉଚ୍ଚତା ‘ଏଚ୍’ .
07:30 ‘‘ଏବିସି’’ ତ୍ରିଭୁଜର କୌଣିକବିନ୍ଦୁ ଗୁଡ଼ିକ ଘୁଞ୍ଚାନ୍ତୁ,
07:33 ସମ୍ପର୍କ ଯାଞ୍ଚ କରିବା ପାଇଁ :
07:35 (1 -2r1/h)*(1 - 2r2/h) = (1 -2r/h)
07:43 ଆସାଇନମେଣ୍ଟର ଆଉଟପୁଟ୍ ଏହିଭଳି ଦେଖାଯିବା ଉଚିତ ।
07:52 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ.
07:55 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:57 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି.
08:06 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
08:09 ଅଧିକ ବିବରଣୀ ପାଇଁ ଦୟାକରି contact @spoken-tutorial.org କୁ ଲେଖନ୍ତୁ
08:16 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:19 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro)
08:29 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep