Difference between revisions of "C-and-Cpp/C3/Arrays/Oriya"

From Script | Spoken-Tutorial
Jump to: navigation, search
 
(3 intermediate revisions by one other user not shown)
Line 1: Line 1:
{| border = 1
+
{| Border = 1
|Time
+
| '''Time'''
|Narration
+
|'''Narration'''
 +
 
 
|-
 
|-
| 00:01
+
|00:01
| '''C''' ଓ '''C++'''ରେ '''Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
+
|'''C''' ଓ '''C++'''ରେ '''Arrays''' ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
 +
 
 
|-
 
|-
| 00:07
+
|00:07
| ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା:
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
 +
 
 
|-
 
|-
| 00:09
+
|00:09
|* '''array''' କ’ଣ
+
|'''array''' କ’ଣ
 +
 
 
|-
 
|-
| 00:11
+
|00:11
|* '''array'''ର ଘୋଷଣା
+
|'''array'''ର ଘୋଷଣା
 +
 
 
|-
 
|-
| 00:13
+
|00:13
|* '''array'''ର ଇନିଶିଆଲାଇଜେଶନ୍‍
+
|'''array'''ର ଇନିଶିଆଲାଇଜେଶନ୍‍
 +
 
 
|-
 
|-
| 00:16
+
|00:16
|* array ଉପରେ କିଛି ଉଦାହରଣ
+
|array ଉପରେ କିଛି ଉଦାହରଣ
 +
 
 
|-
 
|-
| 00:18
+
|00:18
| ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
+
|ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
 +
 
 
|-
 
|-
| 00:22
+
|00:22
| ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
+
|ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
 +
 
 
|-
 
|-
| 00:25
+
|00:25
 
|'''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.04
 
|'''ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍''' ଭର୍ସନ୍ 11.04
 +
 
|-
 
|-
 
|00:30
 
|00:30
| '''gcc''' ଓ '''g++ Compiler''' ଭର୍ସନ୍ 4.6.1
+
|'''gcc''' ଓ '''g++ Compiler''' ଭର୍ସନ୍ 4.6.1
 +
 
 
|-
 
|-
 
|00:36
 
|00:36
| '''Array'''ର ପରିଚୟରୁ ଆରମ୍ଭ କରିବା
+
|'''Array'''ର ପରିଚୟରୁ ଆରମ୍ଭ କରିବା
 +
 
 
|-
 
|-
 
|00:39
 
|00:39
| ସମାନ ଡାଟା-ଟାଇପ୍ର ଡାଟା କିମ୍ବା ଏଲେମେଣ୍ଟର ସଂଗ୍ରହ ହେଉଛି '''Array'''
+
|ସମାନ ଡାଟା-ଟାଇପ୍‍ ର ଡାଟା କିମ୍ବା ଏଲେମେଣ୍ଟର ସଂଗ୍ରହ ହେଉଛି '''Array'''
 +
 
 
|-
 
|-
| 00:44
+
|00:44
| '''Array''' ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
+
|'''Array''' ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
 +
 
 
|-
 
|-
| 00:48
+
|00:48
| ପ୍ରଥମ ଏଲେମେଣ୍ଟ ଇଣ୍ଡେକ୍ସ 0ରେ ଷ୍ଟୋର୍ ହୁଏ
+
|ପ୍ରଥମ ଏଲେମେଣ୍ଟ ଇଣ୍ଡେକ୍ସ 0ରେ ଷ୍ଟୋର୍ ହୁଏ
 +
 
 
|-
 
|-
| 00:52
+
|00:52
| ତିନି ପ୍ରକାରର arrays ଅଛି:
+
|ତିନି ପ୍ରକାରର arrays ଅଛି:
 +
 
 
|-
 
|-
| 00:55
+
|00:55
 
|'''Single dimensional array '''
 
|'''Single dimensional array '''
 +
 
|-
 
|-
| 00:57
+
|00:57
 
|'''Two dimensional array''' ଓ
 
|'''Two dimensional array''' ଓ
 +
 
|-
 
|-
 
|00:59
 
|00:59
 
|'''Multi-dimensional array'''
 
|'''Multi-dimensional array'''
 +
 
|-
 
|-
| 01:01
+
|01:01
| ଏହି ଟ୍ୟୁଟୋରିଆଲ୍ରେ ଆମେ single dimensional array ବିଷୟରେ ଆଲୋଚନା କରିବା
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ single dimensional array ବିଷୟରେ ଆଲୋଚନା କରିବା
 +
 
 
|-
 
|-
| 01:06
+
|01:06
| '''single dimensional array''' କିପରି ଘୋଷିତ କରାଯାଏ, ଦେଖିବା
+
|'''single dimensional array''' କିପରି ଘୋଷିତ କରାଯାଏ, ଦେଖିବା
 +
 
 
|-
 
|-
| 01:09
+
|01:09
| ଏଥିପାଇଁ ସିଣ୍ଟାକ୍ସ ହେଉଛି:
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି:
 +
 
 
|-
 
|-
| 01:11
+
|01:11
 
|'''data-type name of the array''' ଓ '''size'''
 
|'''data-type name of the array''' ଓ '''size'''
 +
 
|-
 
|-
 
|01:16
 
|01:16
| ଉଦାହରଣସ୍ୱରୂପ, ଏଠାରେ ଏକ '''integer array''' 'star' ଘୋଷିତ ହୋଇଛି, ଯେଉଁଥିରେ 5ଟି ଏଲେମେଣ୍ଟ ଅଛି
+
|ଉଦାହରଣସ୍ୱରୂପ, ଏଠାରେ ଏକ '''integer array''' 'star' ଘୋଷିତ ହୋଇଛି, ଯେଉଁଥିରେ 5ଟି ଏଲେମେଣ୍ଟ ଅଛି
 +
 
 
|-
 
|-
 
|01:24
 
|01:24
| array ଇଣ୍ଡେକ୍ସ star 0 ରୁ star 4 ପର୍ଯ୍ୟନ୍ତ ଆରମ୍ଭ ହେବ
+
|array ଇଣ୍ଡେକ୍ସ star 0 ରୁ star 4 ପର୍ଯ୍ୟନ୍ତ ଆରମ୍ଭ ହେବ
 +
 
 
|-
 
|-
 
|01:29
 
|01:29
| ଗୋଟିଏ arrayର ଡିକ୍ଲାରେସନ୍ ଆମେ ଦେଖିଲେ
+
|ଗୋଟିଏ arrayର ଡିକ୍ଲାରେସନ୍ ଆମେ ଦେଖିଲେ
 +
 
 
|-
 
|-
 
|01:32
 
|01:32
| ଏବେ, ଆମେ ଗୋଟିଏ arrayର ଇନିସିଆଲାଇଜେଶନ୍ ଦେଖିବା
+
|ଏବେ, ଆମେ ଗୋଟିଏ arrayର ଇନିସିଆଲାଇଜେଶନ୍ ଦେଖିବା
 +
 
 
|-
 
|-
| 01:35
+
|01:35
| ଏଥିପାଇଁ ସିଣ୍ଟାକ୍ସ ହେଉଛି:
+
|ଏଥିପାଇଁ ସିଣ୍ଟାକ୍ସ ହେଉଛି:
 +
 
 
|-
 
|-
| 01:38
+
|01:38
 
|'''data-type,( name of the array ), size is equal to elements'''
 
|'''data-type,( name of the array ), size is equal to elements'''
 +
 
|-
 
|-
| 01:44
+
|01:44
| ଉଦାହରଣ: ଏଠାରେ ଆମେ ସାଇଜ୍ 3 ସହ ଗୋଟିଏ 'integer array star' ଘୋଷିତ କରିଛେ. ଏରେର ଏଲେମେଣ୍ଟଗୁଡ଼ିକ ହେଲା 1,2 ଓ 3
+
|ଉଦାହରଣ: ଏଠାରେ ଆମେ ସାଇଜ୍ 3 ସହ ଗୋଟିଏ 'integer array star' ଘୋଷିତ କରିଛେ. ଏରେର ଏଲେମେଣ୍ଟଗୁଡ଼ିକ ହେଲା 1,2 ଓ 3
 +
 
 
|-
 
|-
 
|01:54
 
|01:54
| ଏଠାରେ ଇଣ୍ଡେକ୍ସ star 0 ରୁ star 2 ପର୍ଯ୍ୟନ୍ତ ଆରମ୍ଭ ହେବ
+
|ଏଠାରେ ଇଣ୍ଡେକ୍ସ star 0 ରୁ star 2 ପର୍ଯ୍ୟନ୍ତ ଆରମ୍ଭ ହେବ
 +
 
 
|-
 
|-
 
|01:59
 
|01:59
| ଏବେ, ଉଦାହରଣକୁ ଆସିବା
+
|ଏବେ, ଉଦାହରଣକୁ ଆସିବା
 +
 
 
|-
 
|-
 
|02:01
 
|02:01
| ମୁଁ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
+
|ମୁଁ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
 +
 
 
|-
 
|-
 
|02:04
 
|02:04
| ଏବେ ମୁଁ ଏହାକୁ ଖୋଲୁଛି
+
|ଏବେ ମୁଁ ଏହାକୁ ଖୋଲୁଛି
 +
 
 
|-
 
|-
| 02:06
+
|02:06
| ଧ୍ୟାନଦିଅନ୍ତୁ ଯେ, ଫାଇଲ୍ ନାମ ହେଉଛି '''array.c'''
+
|ଧ୍ୟାନଦିଅନ୍ତୁ ଯେ, ଫାଇଲ୍ ନାମ ହେଉଛି '''array.c'''
 +
 
 
|-
 
|-
| 02:10
+
|02:10
| ଏହି ପ୍ରୋଗ୍ରାମ୍ରେ ଆମେ, ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
+
|ଏହି ପ୍ରୋଗ୍ରାମ୍‍ ରେ ଆମେ, ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
 +
 
 
|-
 
|-
| 02:16
+
|02:16
| ମୁଁ କୋଡ୍ ଏକ୍ସପ୍ଲେନ୍ କରୁଛି
+
|ମୁଁ କୋଡ୍ ଏକ୍ସପ୍ଲେନ୍ କରୁଛି
 +
 
 
|-
 
|-
| 02:18
+
|02:18
| ଏହା ଆମର '''header file'''
+
|ଏହା ଆମର '''header file'''
 +
 
 
|-
 
|-
 
|02:20
 
|02:20
| ଏହା ହେଉଛି '''main()''' ଫଙ୍କସନ୍
+
|ଏହା ହେଉଛି '''main()''' ଫଙ୍କସନ୍
 +
 
 
|-
 
|-
| 02:22
+
|02:22
| ଏଠାରେ, ଆମେ ସାଇଜ୍ 3ସହ '''star''' ଏରେ ଡିକ୍ଲେର୍ ଓ ଇନିସିଆଲାଇଜ୍ କରିଛେ
+
|ଏଠାରେ, ଆମେ ସାଇଜ୍ 3ସହ '''star''' ଏରେ ଡିକ୍ଲେର୍ ଓ ଇନିସିଆଲାଇଜ୍ କରିଛେ
 +
 
 
|-
 
|-
| 02:28
+
|02:28
| ଏରେର ଏଲେମେଣ୍ଟଗୁଡ଼ିକ ହେଉଛି 4, 5 ଓ 6
+
|ଏରେର ଏଲେମେଣ୍ଟଗୁଡ଼ିକ ହେଉଛି 4, 5 ଓ 6
 +
 
 
|-
 
|-
| 02:33
+
|02:33
| ତାହାପରେ ଆମେ 'integer variable' '''sum''' ଡିକ୍ଲେର୍ କରିଛେ
+
|ତାହାପରେ ଆମେ 'integer variable' '''sum''' ଡିକ୍ଲେର୍ କରିଛେ
 +
 
 
|-
 
|-
| 02:36
+
|02:36
| ଏଠାରେ ଆମେ ଏରେର ଏଲେମେଣ୍ଟଗୁଡ଼ିକୁ ଆଡ୍ କରି ରେଜଲ୍ଟ '''sum'''ରେ ଷ୍ଟୋର୍ କରିବା
+
|ଏଠାରେ ଆମେ ଏରେର ଏଲେମେଣ୍ଟଗୁଡ଼ିକୁ ଆଡ୍ କରି ରେଜଲ୍ଟ '''sum'''ରେ ଷ୍ଟୋର୍ କରିବା
 +
 
 
|-
 
|-
| 02:41
+
|02:41
| ଧ୍ୟାନଦିଅନ୍ତୁ ଯେ, ଇଣ୍ଡେକ୍ସ 0ରେ 4 ଷ୍ଟୋର୍ ହେବ, ଇଣ୍ଡେକ୍ସ 1ରେ 5 ଷ୍ଟୋର୍ ହେବ ଓ ଇଣ୍ଡେକ୍ସ 2ରେ 6 ଷ୍ଟୋର୍ ହେବ
+
|ଧ୍ୟାନଦିଅନ୍ତୁ ଯେ, ଇଣ୍ଡେକ୍ସ 0ରେ 4 ଷ୍ଟୋର୍ ହେବ, ଇଣ୍ଡେକ୍ସ 1ରେ 5 ଷ୍ଟୋର୍ ହେବ ଓ ଇଣ୍ଡେକ୍ସ 2ରେ 6 ଷ୍ଟୋର୍ ହେବ
 +
 
 
|-
 
|-
| 02:50
+
|02:50
| ଏହାପରେ ଆମେ ସମଷ୍ଟି ପ୍ରିଣ୍ଟ କରିବା
+
|ଏହାପରେ ଆମେ ସମଷ୍ଟି ପ୍ରିଣ୍ଟ କରିବା
 +
 
 
|-
 
|-
| 02:52
+
|02:52
| ଏହା ହେଉଛି ଆମ '''return''' ଷ୍ଟେଟମେଣ୍ଟ୍
+
|ଏହା ହେଉଛି ଆମ '''return''' ଷ୍ଟେଟମେଣ୍ଟ୍
 +
 
 
|-
 
|-
| 02:54
+
|02:54
| ଏବେ, '''ସେଭ୍''' କ୍ଲିକ୍ କରନ୍ତୁ
+
|ଏବେ, '''ସେଭ୍''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 02:57
+
|02:57
| ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
+
|ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 02:59
+
|02:59
| କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T ''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
+
|କୀ’ବୋର୍ଡରେ ଏକକାଳୀନ '''Ctrl, Alt''' ଓ '''T ''' ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
 +
 
 
|-
 
|-
| 03:09
+
|03:09
| କମ୍ପାଇଲ୍ କରିବା ପାଇଁ, '''gcc ସ୍ପେସ୍ array ଡଟ୍ c ସ୍ପେସ୍ ହାଇଫେନ୍ o array''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
+
|କମ୍ପାଇଲ୍ କରିବା ପାଇଁ, '''gcc ସ୍ପେସ୍ array ଡଟ୍ c ସ୍ପେସ୍ ହାଇଫେନ୍ o array''' ଟାଇପ୍ କରି '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 03:19
+
|03:19
| ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ '''ଡଟ୍ ସ୍ଲାସ ଏରେ'''(./array), '''ଏଣ୍ଟର''' ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ '''ଡଟ୍ ସ୍ଲାସ ଏରେ'''(./array), '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 03:24
+
|03:24
| ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
+
|ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
 +
 
 
|-
 
|-
| 03:26
+
|03:26
 
|'''The sum is 15.'''
 
|'''The sum is 15.'''
 +
 
|-
 
|-
| 03:28
+
|03:28
| ଏବେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ  
+
|ଏବେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ  
 +
 
 
|-
 
|-
| 03:32
+
|03:32
| ପ୍ରୋଗ୍ରାମ୍କୁ ଫେରିଯିବା
+
|ପ୍ରୋଗ୍ରାମ୍କୁ ଫେରିଯିବା
 +
 
 
|-
 
|-
| 03:34
+
|03:34
| ଧରନ୍ତୁ, ଧାଡ଼ି ସଂଖ୍ୟା 4ରେ ଆମେ କର୍ଲୀ ବ୍ରାକେଟ୍ ଛାଡ଼ିଯାଇଛେ
+
|ଧରନ୍ତୁ, ଧାଡ଼ି ସଂଖ୍ୟା 4ରେ ଆମେ କର୍ଲୀ ବ୍ରାକେଟ୍ ଛାଡ଼ିଯାଇଛେ
 +
 
 
|-
 
|-
| 03:39
+
|03:39
| '''ସେଭ୍''' ରେ କ୍ଲିକ୍ କରି ଦେଖିବା କ’ଣ ହେଉଛି  
+
|'''ସେଭ୍''' ରେ କ୍ଲିକ୍ କରି ଦେଖିବା କ’ଣ ହେଉଛି  
 +
 
 
|-
 
|-
| 03:42
+
|03:42
| ଟର୍ମିନାଲ୍ କୁ ଫେରିଆସନ୍ତୁ
+
|ଟର୍ମିନାଲ୍ କୁ ଫେରିଆସନ୍ତୁ
 +
 
 
|-
 
|-
| 03:44
+
|03:44
| ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
 +
 
 
|-
 
|-
| 03:47
+
|03:47
| ଆମେ ଏକ ଏରର୍ ଦେଖୁ:
+
|ଆମେ ଏକ ଏରର୍ ଦେଖୁ:
 +
 
 
|-
 
|-
| 03:49
+
|03:49
| Invalid initializer and Expected identifier or bracket before numeric constant.  
+
|Invalid initializer and Expected identifier or bracket before numeric constant.  
 +
 
 
|-
 
|-
| 03:56
+
|03:56
| କାରଣ ଏରେ, କର୍ଲୀ ବ୍ରାକେଟ୍ ଭିତରେ ନିଶ୍ଚିତ ଭାବେ ଇନିସିଆଲାଇଜ୍ ହେବା ଉଚିତ
+
|କାରଣ ଏରେ, କର୍ଲୀ ବ୍ରାକେଟ୍ ଭିତରେ ନିଶ୍ଚିତ ଭାବେ ଇନିସିଆଲାଇଜ୍ ହେବା ଉଚିତ
 +
 
 
|-
 
|-
| 04:01
+
|04:01
| ପ୍ରୋଗ୍ରାମ୍‍ କୁ ଫେରିଯିବା. ଏରର୍ ଫିକ୍ସ କରିବା
+
|ପ୍ରୋଗ୍ରାମ୍‍ କୁ ଫେରିଯିବା. ଏରର୍ ଫିକ୍ସ କରିବା
 +
 
 
|-
 
|-
| 04:04
+
|04:04
| ଲାଇନ୍‍ ସଂଖ୍ୟା 4ରେ କର୍ଲି ବ୍ରାକେଟ୍ ଟାଇପ୍ କରନ୍ତୁ
+
|ଲାଇନ୍‍ ସଂଖ୍ୟା 4ରେ କର୍ଲି ବ୍ରାକେଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 04:09
+
|04:09
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:12
+
|04:12
| ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:15
+
|04:15
| ପୂର୍ବ ଭଳି କମ୍ପାଇଲ୍ କରନ୍ତୁ, ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ କରନ୍ତୁ, ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 04:19
+
|04:19
| ହଁ, ଏହା କାମ କରୁଛି
+
|ହଁ, ଏହା କାମ କରୁଛି
 +
 
 
|-
 
|-
| 04:21
+
|04:21
| ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ ଏକଜେକ୍ୟୁଟ୍ କରିବା
+
|ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 04:25
+
|04:25
| ଆମ ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
+
|ଆମ ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 04:28
+
|04:28
| ମୁଁ ଏଠାରେ କିଛି ପରିବର୍ତ୍ତନ କରିବି
+
|ମୁଁ ଏଠାରେ କିଛି ପରିବର୍ତ୍ତନ କରିବି
 +
 
 
|-
 
|-
| 04:30
+
|04:30
| ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''Shift , Ctrl''' ଓ '''S''' କ’ ଦାବନ୍ତୁ
+
|ପ୍ରଥମେ କୀ’ବୋର୍ଡରେ ଏକକାଳୀନ '''Shift , Ctrl''' ଓ '''S''' କ’ ଦାବନ୍ତୁ
 +
 
 
|-
 
|-
| 04:38
+
|04:38
| ଏବେ '''ଡଟ୍ ସିପିପି''' (.cpp) ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ ଓ '''ସେଭ୍''' କ୍ଲିକ୍ କରନ୍ତୁ
+
|ଏବେ '''ଡଟ୍ ସିପିପି''' (.cpp) ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ ଓ '''ସେଭ୍''' କ୍ଲିକ୍ କରନ୍ତୁ
 +
 
 
|-
 
|-
| 04:44
+
|04:44
| '''header file''' କୁ '''iostream''' ଭାବେ ପରିବର୍ତ୍ତନ କରିବା
+
|'''header file''' କୁ '''iostream''' ଭାବେ ପରିବର୍ତ୍ତନ କରିବା
 +
 
 
|-
 
|-
| 04:49
+
|04:49
| ବର୍ତ୍ତମାନ '''using''' ଷ୍ଟେଟମେଣ୍ଟ୍ ମିଶାନ୍ତୁ
+
|ବର୍ତ୍ତମାନ '''using''' ଷ୍ଟେଟମେଣ୍ଟ୍ ମିଶାନ୍ତୁ
 +
 
 
|-
 
|-
| 04:55
+
|04:55
| C++ରେ ଏକ ଏରେର ଡିକ୍ଲାରେସନ୍ ଓ ଇନିସିଆଲାଇଜେସନ୍ ସମାନ ଅଟେ
+
|C++ରେ ଏକ ଏରେର ଡିକ୍ଲାରେସନ୍ ଓ ଇନିସିଆଲାଇଜେସନ୍ ସମାନ ଅଟେ
 +
 
 
|-
 
|-
| 05:01
+
|05:01
| ତେଣୁ ଏଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ
+
|ତେଣୁ ଏଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ
 +
 
 
|-
 
|-
| 05:04
+
|05:04
| ଏବେ '''printf''' ଷ୍ଟେଟମେଣ୍ଟ ସ୍ଥାନରେ '''cout''' ଷ୍ଟେଟମେଣ୍ଟ ରଖିବା
+
|ଏବେ '''printf''' ଷ୍ଟେଟମେଣ୍ଟ ସ୍ଥାନରେ '''cout''' ଷ୍ଟେଟମେଣ୍ଟ ରଖିବା
 +
 
 
|-
 
|-
| 05:09
+
|05:09
| ଫର୍ମାଟ୍ ସ୍ପେସିଫାୟର୍ ଓ ବ୍ୟାକସ୍ଲାସ୍‍ n (\n) ଡିଲିଟ୍ କରନ୍ତୁ, ଏବେ କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ
+
|ଫର୍ମାଟ୍ ସ୍ପେସିଫାୟର୍ ଓ ବ୍ୟାକସ୍ଲାସ୍‍ n (\n) ଡିଲିଟ୍ କରନ୍ତୁ, ଏବେ କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ
 +
 
 
|-
 
|-
| 05:17
+
|05:17
| ଏଠାରେ ବ୍ରାକେଟ୍ ଡିଲିଟ୍ କରନ୍ତୁ. ପୁନର୍ବାର ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ଭିତରେ ବ୍ୟାକସ୍ଲାସ୍‍ n (\n) ଟାଇପ୍ କରନ୍ତୁ
+
|ଏଠାରେ ବ୍ରାକେଟ୍ ଡିଲିଟ୍ କରନ୍ତୁ. ପୁନର୍ବାର ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ଭିତରେ ବ୍ୟାକସ୍ଲାସ୍‍ n (\n) ଟାଇପ୍ କରନ୍ତୁ
 +
 
 
|-
 
|-
| 05:26
+
|05:26
| '''ସେଭ୍''' ରେ କ୍ଲିକ୍ କରନ୍ତୁ
+
|'''ସେଭ୍''' ରେ କ୍ଲିକ୍ କରନ୍ତୁ
 +
 
 
|-
 
|-
| 05:29
+
|05:29
| ଏକଜେକ୍ୟୁଟ୍ କରିବା, ଟର୍ମିନାଲ୍‍ କୁ ଫେରିଆସନ୍ତୁ
+
|ଏକଜେକ୍ୟୁଟ୍ କରିବା, ଟର୍ମିନାଲ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 05:32
+
|05:32
| କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ array ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ array1''' ଟାଇପ୍ କରନ୍ତୁ
+
|କମ୍ପାଇଲ୍ କରିବା ପାଇଁ, '''g++ ସ୍ପେସ୍ array ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ array1''' ଟାଇପ୍ କରନ୍ତୁ
 +
 
 
|-
 
|-
| 05:42
+
|05:42
| ଏଠାରେ array1 ଅଛି, କାରଣ ଆମେ '''array dot c''' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ '''array'''କୁ ଓଭର୍ ରାଇଟ୍ କରିବାକୁ ଚାହୁଁନେ
+
|ଏଠାରେ array1 ଅଛି, କାରଣ ଆମେ '''array dot c''' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ '''array'''କୁ ଓଭର୍ ରାଇଟ୍ କରିବାକୁ ଚାହୁଁନେ
 +
 
 
|-
 
|-
| 05:51
+
|05:51
| '''ଏଣ୍ଟର''' ଦାବନ୍ତୁ
+
|'''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 05:54
+
|05:54
| ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ '''ଡଟ୍ ସ୍ଲାସ୍ ଏରେ1'''(./array1) ଓ '''ଏଣ୍ଟର''' ଦାବନ୍ତୁ
+
|ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ '''ଡଟ୍ ସ୍ଲାସ୍ ଏରେ1'''(./array1) ଓ '''ଏଣ୍ଟର''' ଦାବନ୍ତୁ
 +
 
 
|-
 
|-
| 05:59
+
|05:59
| ଆଉଟପୁଟ୍ ପ୍ରଦର୍ଶିତ ହେବ: '''The sum is 15'''
+
|ଆଉଟପୁଟ୍ ପ୍ରଦର୍ଶିତ ହେବ: '''The sum is 15'''
 +
 
 
|-
 
|-
| 06:02
+
|06:02
| ଦେଖନ୍ତୁ, ଏହା C କୋଡ୍ ଭଳି ସମାନ ଅଟେ
+
|ଦେଖନ୍ତୁ, ଏହା C କୋଡ୍ ଭଳି ସମାନ ଅଟେ
 +
 
 
|-
 
|-
| 06:07
+
|06:07
| ଏବେ ଆମେ, ଅନ୍ୟ କମନ୍ ଏରର୍ ଦେଖିବା
+
|ଏବେ ଆମେ, ଅନ୍ୟ କମନ୍ ଏରର୍ ଦେଖିବା
 +
 
 
|-
 
|-
| 06:10
+
|06:10
| ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
+
|ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:12
+
|06:12
| ଧରାଯାଉ, ଧାଡ଼ି ସଂଖ୍ୟା 7ରେ,
+
|ଧରାଯାଉ, ଧାଡ଼ି ସଂଖ୍ୟା 7ରେ,
 +
 
 
|-
 
|-
| 06:14
+
|06:14
| ମୁଁ star[1],  star[2] ଓ  star[3]; ଟାଇପ୍ କରିବି
+
|ମୁଁ star[1],  star[2] ଓ  star[3]; ଟାଇପ୍ କରିବି
 +
 
 
|-
 
|-
| 06:23
+
|06:23
| ସେଭ୍ କ୍ଲିକ୍ କରନ୍ତୁ
+
|ସେଭ୍ କ୍ଲିକ୍ କରନ୍ତୁ,ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 06:24
+
|06:28
| ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
+
|ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
 +
 
 
|-
 
|-
| 06:28
+
|06:30
| ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
+
|ପୂର୍ବ ଭଳି କମ୍ପାଇଲ୍ କରିବା
 +
 
 
|-
 
|-
| 06:30
+
|06:33
| ପୂର୍ବ ଭଳି କମ୍ପାଇଲ୍ କରିବା
+
|ପୂର୍ବ ଭଳି ଏକଜେକ୍ୟୁଟ୍ କରିବା
 +
 
 
|-
 
|-
| 06:33
+
|06:36
| ପୂର୍ବ ଭଳି ଏକଜେକ୍ୟୁଟ୍ କରିବା
+
|ଆମେ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ପାଇଲେ
 +
 
 
|-
 
|-
| 06:36
+
|06:39
| ଆମେ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ପାଇଲେ
+
|ଏହାର କାରଣ ହେଉଛି ଏରେ ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
 +
 
 
|-
 
|-
| 06:39
+
|06:43
| ଏହାର କାରଣ ହେଉଛି ଏରେ ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
+
|ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ. ଆମେ ଏଠାରେ ଏରେ ଇଣ୍ଡେକ୍ସ ଏକରୁ ଆରମ୍ଭ ହୋଇଥିବା ଦେଖିପାରୁଛେ
 +
 
 
|-
 
|-
| 06:43
+
|06:49
| ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ. ଆମେ ଏଠାରେ ଏରେ ଇଣ୍ଡେକ୍ସ ଏକରୁ ଆରମ୍ଭ ହୋଇଥିବା ଦେଖିପାରୁଛେ
+
|ତେଣୁ ଏହା ଏକ ଏରର୍ ଦେଉଛି. ଆସନ୍ତୁ ଏରର୍ ଫିକ୍ସ କରିବା
 +
 
 
|-
 
|-
| 06:49
+
|06:54
| ତେଣୁ ଏହା ଏକ ଏରର୍ ଦେଉଛି. ଆସନ୍ତୁ ଏରର୍ ଫିକ୍ସ କରିବା
+
|ଏଠାରେ ଟାଇପ୍ କରନ୍ତୁ 0, 1 ଓ 2. ସେଭ୍ କ୍ଲିକ୍ କରନ୍ତୁ
 +
 
 
|-
 
|-
| 06:54
+
|07:02
| ଏଠାରେ ଟାଇପ୍ କରନ୍ତୁ 0, 1 ଓ 2. ସେଭ୍ କ୍ଲିକ୍ କରନ୍ତୁ
+
|ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
 +
 
 
|-
 
|-
| 07:02
+
|07:05
| ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
+
|ପୂର୍ବ ଭଳି କମ୍ପାଇଲ୍ କରନ୍ତୁ. ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
 +
 
 
|-
 
|-
| 07:05
+
|07:09
| ପୂର୍ବ ଭଳି କମ୍ପାଇଲ୍ କରନ୍ତୁ. ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
+
|ହଁ, ଏହା କାମ କରୁଛି
 +
 
 
|-
 
|-
| 07:09
+
|07:12
| ହଁ, ଏହା କାମ କରୁଛି
+
|ଏବେ, ସ୍ଲାଇଡ୍ସକୁ ଫେରିଯିବା
 +
 
 
|-
 
|-
| 07:12
+
|07:14
| ଏବେ, ସ୍ଲାଇଡ୍ସକୁ ଫେରିଯିବା
+
|ସଂକ୍ଷିପ୍ତରେ
 +
 
 
|-
 
|-
| 07:14
+
|07:16
| ସଂକ୍ଷିପ୍ତରେ
+
|ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
 +
 
 
|-
 
|-
| 07:16
+
|07:19
| ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
+
|ଏରେଜ୍,ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଘୋଷିତ କରିବା
 +
 
 
|-
 
|-
| 07:19
+
|07:23
|* ଏରେଜ୍
+
|ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଇନିସିଆଲାଇଜ୍ କରିବା
 +
 
 
|-
 
|-
| 07:20
+
|07:26
|* ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଘୋଷିତ କରିବା
+
|ଉଦାହରଣ: '''int star[3]={4, 5, 6}'''
 +
 
 
|-
 
|-
| 07:23
+
|07:31
|* ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଇନିସିଆଲାଇଜ୍ କରିବା
+
|ଏରେ ଏଲେମେଣ୍ଟଗୁଡ଼ିକୁ ଆଡ୍ କରିବା, ଉଦାହରଣ- ସମ୍‍ = ଷ୍ଟାର୍ 0 ପ୍ଲସ ଷ୍ଟାର୍ 1 ପ୍ଲସ ଷ୍ଟାର୍ 2
 +
 
 
|-
 
|-
| 07:26
+
|07:40
| ଉଦାହରଣ: '''int star[3]={4, 5, 6}'''
+
|ଏକ ଆସାଇନ୍ମେଣ୍ଟ ଭାବେ-,ଏକ ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟର ପାର୍ଥକ୍ୟ ଗଣନା କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
 +
 
 
|-
 
|-
| 07:31
+
|07:47
| ଏରେ ଏଲେମେଣ୍ଟଗୁଡ଼ିକୁ ଆଡ୍ କରିବା, ଉଦାହରଣ- ସମ୍‍ = ଷ୍ଟାର୍ 0 ପ୍ଲସ ଷ୍ଟାର୍ 1 ପ୍ଲସ ଷ୍ଟାର୍ 2
+
|ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
| 07:40
+
|07:50
| ଏକ ଆସାଇନ୍ମେଣ୍ଟ ଭାବେ-
+
|ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
 +
 
 
|-
 
|-
| 07:41
+
|07:53
| ଏକ ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟର ପାର୍ଥକ୍ୟ ଗଣନା କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
+
|ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
| 07:47
+
|07:57
| ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
 +
 
 
|-
 
|-
| 07:50
+
|08:00
| ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
+
|ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
 +
 
 
|-
 
|-
| 07:53
+
|08:03
| ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
|ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
 +
 
 
|-
 
|-
| 07:57
+
|08:06
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
+
|ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
|-
+
 
| 08:00
+
| ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
+
|-
+
| 08:03
+
| ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
+
|-
+
| 08:06
+
| ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
+
 
|-
 
|-
 
|08:13
 
|08:13
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
| 08:17
+
|08:17
| ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
+
|ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
 +
 
 
|-
 
|-
| 08:25
+
|08:25
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 +
 
 
|-
 
|-
| 08:30
+
|08:30
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 
|ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
 +
 
|-
 
|-
| 08:33
+
|08:33
| ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
+
|ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 +
|}

Latest revision as of 15:32, 3 April 2017

Time Narration
00:01 CC++ରେ Arrays ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିବା:
00:09 array କ’ଣ
00:11 arrayର ଘୋଷଣା
00:13 arrayର ଇନିଶିଆଲାଇଜେଶନ୍‍
00:16 array ଉପରେ କିଛି ଉଦାହରଣ
00:18 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା
00:22 ଏହି ଟ୍ୟୁଟୋରିଆଲ୍‍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି
00:25 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ 11.04
00:30 gccg++ Compiler ଭର୍ସନ୍ 4.6.1
00:36 Arrayର ପରିଚୟରୁ ଆରମ୍ଭ କରିବା
00:39 ସମାନ ଡାଟା-ଟାଇପ୍‍ ର ଡାଟା କିମ୍ବା ଏଲେମେଣ୍ଟର ସଂଗ୍ରହ ହେଉଛି Array
00:44 Array ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
00:48 ପ୍ରଥମ ଏଲେମେଣ୍ଟ ଇଣ୍ଡେକ୍ସ 0ରେ ଷ୍ଟୋର୍ ହୁଏ
00:52 ତିନି ପ୍ରକାରର arrays ଅଛି:
00:55 Single dimensional array
00:57 Two dimensional array
00:59 Multi-dimensional array
01:01 ଏହି ଟ୍ୟୁଟୋରିଆଲ୍‍ ରେ ଆମେ single dimensional array ବିଷୟରେ ଆଲୋଚନା କରିବା
01:06 single dimensional array କିପରି ଘୋଷିତ କରାଯାଏ, ଦେଖିବା
01:09 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:11 data-type name of the arraysize
01:16 ଉଦାହରଣସ୍ୱରୂପ, ଏଠାରେ ଏକ integer array 'star' ଘୋଷିତ ହୋଇଛି, ଯେଉଁଥିରେ 5ଟି ଏଲେମେଣ୍ଟ ଅଛି
01:24 array ଇଣ୍ଡେକ୍ସ star 0 ରୁ star 4 ପର୍ଯ୍ୟନ୍ତ ଆରମ୍ଭ ହେବ
01:29 ଗୋଟିଏ arrayର ଡିକ୍ଲାରେସନ୍ ଆମେ ଦେଖିଲେ
01:32 ଏବେ, ଆମେ ଗୋଟିଏ arrayର ଇନିସିଆଲାଇଜେଶନ୍ ଦେଖିବା
01:35 ଏଥିପାଇଁ ସିଣ୍ଟାକ୍ସ ହେଉଛି:
01:38 data-type,( name of the array ), size is equal to elements
01:44 ଉଦାହରଣ: ଏଠାରେ ଆମେ ସାଇଜ୍ 3 ସହ ଗୋଟିଏ 'integer array star' ଘୋଷିତ କରିଛେ. ଏରେର ଏଲେମେଣ୍ଟଗୁଡ଼ିକ ହେଲା 1,2 ଓ 3
01:54 ଏଠାରେ ଇଣ୍ଡେକ୍ସ star 0 ରୁ star 2 ପର୍ଯ୍ୟନ୍ତ ଆରମ୍ଭ ହେବ
01:59 ଏବେ, ଉଦାହରଣକୁ ଆସିବା
02:01 ମୁଁ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି
02:04 ଏବେ ମୁଁ ଏହାକୁ ଖୋଲୁଛି
02:06 ଧ୍ୟାନଦିଅନ୍ତୁ ଯେ, ଫାଇଲ୍ ନାମ ହେଉଛି array.c
02:10 ଏହି ପ୍ରୋଗ୍ରାମ୍‍ ରେ ଆମେ, ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟଗୁଡ଼ିକର ସମଷ୍ଟି ଗଣନା କରିବା
02:16 ମୁଁ କୋଡ୍ ଏକ୍ସପ୍ଲେନ୍ କରୁଛି
02:18 ଏହା ଆମର header file
02:20 ଏହା ହେଉଛି main() ଫଙ୍କସନ୍
02:22 ଏଠାରେ, ଆମେ ସାଇଜ୍ 3ସହ star ଏରେ ଡିକ୍ଲେର୍ ଓ ଇନିସିଆଲାଇଜ୍ କରିଛେ
02:28 ଏରେର ଏଲେମେଣ୍ଟଗୁଡ଼ିକ ହେଉଛି 4, 5 ଓ 6
02:33 ତାହାପରେ ଆମେ 'integer variable' sum ଡିକ୍ଲେର୍ କରିଛେ
02:36 ଏଠାରେ ଆମେ ଏରେର ଏଲେମେଣ୍ଟଗୁଡ଼ିକୁ ଆଡ୍ କରି ରେଜଲ୍ଟ sumରେ ଷ୍ଟୋର୍ କରିବା
02:41 ଧ୍ୟାନଦିଅନ୍ତୁ ଯେ, ଇଣ୍ଡେକ୍ସ 0ରେ 4 ଷ୍ଟୋର୍ ହେବ, ଇଣ୍ଡେକ୍ସ 1ରେ 5 ଷ୍ଟୋର୍ ହେବ ଓ ଇଣ୍ଡେକ୍ସ 2ରେ 6 ଷ୍ଟୋର୍ ହେବ
02:50 ଏହାପରେ ଆମେ ସମଷ୍ଟି ପ୍ରିଣ୍ଟ କରିବା
02:52 ଏହା ହେଉଛି ଆମ return ଷ୍ଟେଟମେଣ୍ଟ୍
02:54 ଏବେ, ସେଭ୍ କ୍ଲିକ୍ କରନ୍ତୁ
02:57 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା
02:59 କୀ’ବୋର୍ଡରେ ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:09 କମ୍ପାଇଲ୍ କରିବା ପାଇଁ, gcc ସ୍ପେସ୍ array ଡଟ୍ c ସ୍ପେସ୍ ହାଇଫେନ୍ o array ଟାଇପ୍ କରି ଏଣ୍ଟର ଦାବନ୍ତୁ
03:19 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ ଏରେ(./array), ଏଣ୍ଟର ଦାବନ୍ତୁ
03:24 ଆଉଟପୁଟ୍ ଏହିପରି ଡିସପ୍ଲେ ହେବ:
03:26 The sum is 15.
03:28 ଏବେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆମ ସାମ୍ନାକୁ ଆସିପାରେ
03:32 ପ୍ରୋଗ୍ରାମ୍କୁ ଫେରିଯିବା
03:34 ଧରନ୍ତୁ, ଧାଡ଼ି ସଂଖ୍ୟା 4ରେ ଆମେ କର୍ଲୀ ବ୍ରାକେଟ୍ ଛାଡ଼ିଯାଇଛେ
03:39 ସେଭ୍ ରେ କ୍ଲିକ୍ କରି ଦେଖିବା କ’ଣ ହେଉଛି
03:42 ଟର୍ମିନାଲ୍ କୁ ଫେରିଆସନ୍ତୁ
03:44 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ
03:47 ଆମେ ଏକ ଏରର୍ ଦେଖୁ:
03:49 Invalid initializer and Expected identifier or bracket before numeric constant.
03:56 କାରଣ ଏରେ, କର୍ଲୀ ବ୍ରାକେଟ୍ ଭିତରେ ନିଶ୍ଚିତ ଭାବେ ଇନିସିଆଲାଇଜ୍ ହେବା ଉଚିତ
04:01 ପ୍ରୋଗ୍ରାମ୍‍ କୁ ଫେରିଯିବା. ଏରର୍ ଫିକ୍ସ କରିବା
04:04 ଲାଇନ୍‍ ସଂଖ୍ୟା 4ରେ କର୍ଲି ବ୍ରାକେଟ୍ ଟାଇପ୍ କରନ୍ତୁ
04:09 ସେଭ୍ ରେ କ୍ଲିକ୍ କରନ୍ତୁ
04:12 ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
04:15 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ, ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
04:19 ହଁ, ଏହା କାମ କରୁଛି
04:21 ଏବେ ସମାନ ପ୍ରୋଗ୍ରାମ୍ କୁ C++ରେ ଏକଜେକ୍ୟୁଟ୍ କରିବା
04:25 ଆମ ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
04:28 ମୁଁ ଏଠାରେ କିଛି ପରିବର୍ତ୍ତନ କରିବି
04:30 ପ୍ରଥମେ କୀ’ବୋର୍ଡରେ ଏକକାଳୀନ Shift , CtrlS କ’ ଦାବନ୍ତୁ
04:38 ଏବେ ଡଟ୍ ସିପିପି (.cpp) ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ ଓ ସେଭ୍ କ୍ଲିକ୍ କରନ୍ତୁ
04:44 header file କୁ iostream ଭାବେ ପରିବର୍ତ୍ତନ କରିବା
04:49 ବର୍ତ୍ତମାନ using ଷ୍ଟେଟମେଣ୍ଟ୍ ମିଶାନ୍ତୁ
04:55 C++ରେ ଏକ ଏରେର ଡିକ୍ଲାରେସନ୍ ଓ ଇନିସିଆଲାଇଜେସନ୍ ସମାନ ଅଟେ
05:01 ତେଣୁ ଏଠାରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ
05:04 ଏବେ printf ଷ୍ଟେଟମେଣ୍ଟ ସ୍ଥାନରେ cout ଷ୍ଟେଟମେଣ୍ଟ ରଖିବା
05:09 ଫର୍ମାଟ୍ ସ୍ପେସିଫାୟର୍ ଓ ବ୍ୟାକସ୍ଲାସ୍‍ n (\n) ଡିଲିଟ୍ କରନ୍ତୁ, ଏବେ କମା ଡିଲିଟ୍ କରି ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ
05:17 ଏଠାରେ ବ୍ରାକେଟ୍ ଡିଲିଟ୍ କରନ୍ତୁ. ପୁନର୍ବାର ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରି ଡବଲ୍ କ୍ୱୋଟ୍ସ ଭିତରେ ବ୍ୟାକସ୍ଲାସ୍‍ n (\n) ଟାଇପ୍ କରନ୍ତୁ
05:26 ସେଭ୍ ରେ କ୍ଲିକ୍ କରନ୍ତୁ
05:29 ଏକଜେକ୍ୟୁଟ୍ କରିବା, ଟର୍ମିନାଲ୍‍ କୁ ଫେରିଆସନ୍ତୁ
05:32 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ array ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ array1 ଟାଇପ୍ କରନ୍ତୁ
05:42 ଏଠାରେ array1 ଅଛି, କାରଣ ଆମେ array dot c ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ arrayକୁ ଓଭର୍ ରାଇଟ୍ କରିବାକୁ ଚାହୁଁନେ
05:51 ଏଣ୍ଟର ଦାବନ୍ତୁ
05:54 ଏକଜେକ୍ୟୁଟ୍ କରିବା ପାଇଁ ଟାଇପ୍ କରନ୍ତୁ ଡଟ୍ ସ୍ଲାସ୍ ଏରେ1(./array1) ଓ ଏଣ୍ଟର ଦାବନ୍ତୁ
05:59 ଆଉଟପୁଟ୍ ପ୍ରଦର୍ଶିତ ହେବ: The sum is 15
06:02 ଦେଖନ୍ତୁ, ଏହା C କୋଡ୍ ଭଳି ସମାନ ଅଟେ
06:07 ଏବେ ଆମେ, ଅନ୍ୟ କମନ୍ ଏରର୍ ଦେଖିବା
06:10 ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ
06:12 ଧରାଯାଉ, ଧାଡ଼ି ସଂଖ୍ୟା 7ରେ,
06:14 ମୁଁ star[1], star[2] ଓ star[3]; ଟାଇପ୍ କରିବି
06:23 ସେଭ୍ କ୍ଲିକ୍ କରନ୍ତୁ,ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
06:28 ମୁଁ ପ୍ରମ୍ପ୍ଟ କ୍ଲିଅର୍‍ କରିଦେଉଛି
06:30 ପୂର୍ବ ଭଳି କମ୍ପାଇଲ୍ କରିବା
06:33 ପୂର୍ବ ଭଳି ଏକଜେକ୍ୟୁଟ୍ କରିବା
06:36 ଆମେ ଏକ ଅପ୍ରତ୍ୟାଶିତ ଆଉଟପୁଟ୍ ପାଇଲେ
06:39 ଏହାର କାରଣ ହେଉଛି ଏରେ ଇଣ୍ଡେକ୍ସ 0ରୁ ଆରମ୍ଭ ହୁଏ
06:43 ପ୍ରୋଗ୍ରାମ୍‍ କୁ ଫେରିଆସନ୍ତୁ. ଆମେ ଏଠାରେ ଏରେ ଇଣ୍ଡେକ୍ସ ଏକରୁ ଆରମ୍ଭ ହୋଇଥିବା ଦେଖିପାରୁଛେ
06:49 ତେଣୁ ଏହା ଏକ ଏରର୍ ଦେଉଛି. ଆସନ୍ତୁ ଏରର୍ ଫିକ୍ସ କରିବା
06:54 ଏଠାରେ ଟାଇପ୍ କରନ୍ତୁ 0, 1 ଓ 2. ସେଭ୍ କ୍ଲିକ୍ କରନ୍ତୁ
07:02 ଏକଜେକ୍ୟୁଟ୍ କରିବା. ଟର୍ମିନାଲ୍‍ କୁ ଫେରିଆସନ୍ତୁ
07:05 ପୂର୍ବ ଭଳି କମ୍ପାଇଲ୍ କରନ୍ତୁ. ପୂର୍ବ ଭଳି ଏକଜେକ୍ୟୁଟ୍ କରନ୍ତୁ
07:09 ହଁ, ଏହା କାମ କରୁଛି
07:12 ଏବେ, ସ୍ଲାଇଡ୍ସକୁ ଫେରିଯିବା
07:14 ସଂକ୍ଷିପ୍ତରେ
07:16 ଏହି ଟ୍ୟୁଟୋରିଆଲ୍‍ ରେ ଆମେ ଶିଖିଲେ:
07:19 ଏରେଜ୍,ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଘୋଷିତ କରିବା
07:23 ସିଙ୍ଗଲ୍ ଡାଇମେନ୍ସନାଲ୍ ଏରେଜ୍ ଇନିସିଆଲାଇଜ୍ କରିବା
07:26 ଉଦାହରଣ: int star[3]={4, 5, 6}
07:31 ଏରେ ଏଲେମେଣ୍ଟଗୁଡ଼ିକୁ ଆଡ୍ କରିବା, ଉଦାହରଣ- ସମ୍‍ = ଷ୍ଟାର୍ 0 ପ୍ଲସ ଷ୍ଟାର୍ 1 ପ୍ଲସ ଷ୍ଟାର୍ 2
07:40 ଏକ ଆସାଇନ୍ମେଣ୍ଟ ଭାବେ-,ଏକ ଏରେରେ ଷ୍ଟୋର୍ ହୋଇଥିବା ଏଲେମେଣ୍ଟର ପାର୍ଥକ୍ୟ ଗଣନା କରିବା ପାଇଁ ଗୋଟିଏ ପ୍ରୋଗ୍ରାମ୍ ଲେଖନ୍ତୁ
07:47 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:50 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:53 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
08:00 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:03 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:06 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org)
08:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:25 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:30 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
08:33 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep