Difference between revisions of "Linux/C2/Simple-filters/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
Line 2: | Line 2: | ||
|'''Time''' | |'''Time''' | ||
|'''Narration''' | |'''Narration''' | ||
+ | |||
|- | |- | ||
| 00:00 | | 00:00 | ||
| ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ. | | ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ. | ||
+ | |||
|- | |- | ||
|00:08 | |00:08 | ||
| ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା. | | ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା. | ||
+ | |||
|- | |- | ||
| 00:17 | | 00:17 | ||
| ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ. | | ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ. | ||
+ | |||
|- | |- | ||
| 00:22 | | 00:22 | ||
| ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ. | | ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ. | ||
+ | |||
|- | |- | ||
|00:29 | |00:29 | ||
| “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ. | | “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ. | ||
+ | |||
|- | |- | ||
| 00:38 | | 00:38 | ||
| ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି. | | ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି. | ||
+ | |||
|- | |- | ||
| 00:46 | | 00:46 | ||
| ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି. | | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି. | ||
+ | |||
|- | |- | ||
|00:51 | |00:51 | ||
| ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ. | | ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ. | ||
+ | |||
|- | |- | ||
|01:02 | |01:02 | ||
| ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ. | | ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ. | ||
+ | |||
|- | |- | ||
| 01:10 | | 01:10 | ||
| ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି. | | ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି. | ||
+ | |||
|- | |- | ||
| 01:17 | | 01:17 | ||
| ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ. | | ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ. | ||
+ | |||
|- | |- | ||
| 01:24 | | 01:24 | ||
| ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି. | | ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି. | ||
+ | |||
|- | |- | ||
| 01:30 | | 01:30 | ||
| କପୀ ଓ ପେଷ୍ଟ କରିବା. | | କପୀ ଓ ପେଷ୍ଟ କରିବା. | ||
+ | |||
|- | |- | ||
| 01:38 | | 01:38 | ||
| “ଫାଇଲ୍”, “ସେଭ୍” ଦାବନ୍ତୁ. | | “ଫାଇଲ୍”, “ସେଭ୍” ଦାବନ୍ତୁ. | ||
+ | |||
|- | |- | ||
| 01:41 | | 01:41 | ||
| ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ. | | ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ. | ||
+ | |||
|- | |- | ||
| 01:48 | | 01:48 | ||
| ଏହି ଫାଇଲ୍ କୁ ବନ୍ଦ କରନ୍ତୁ. | | ଏହି ଫାଇଲ୍ କୁ ବନ୍ଦ କରନ୍ତୁ. | ||
+ | |||
|- | |- | ||
| 01:53 | | 01:53 | ||
| ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ. | | ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ. | ||
+ | |||
|- | |- | ||
| 02:01 | | 02:01 | ||
| ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା. | | ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା. | ||
+ | |||
|- | |- | ||
| 02:05 | | 02:05 | ||
| “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ. | | “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ. | ||
+ | |||
|- | |- | ||
| 02:09 | | 02:09 | ||
| ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ. | | ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ. | ||
+ | |||
|- | |- | ||
| 02:15 | | 02:15 | ||
| ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା. | | ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା. | ||
+ | |||
|- | |- | ||
| 02:21 | | 02:21 | ||
| “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ. | | “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ. | ||
+ | |||
|- | |- | ||
| 02:29 | | 02:29 | ||
| ହେଡ୍ କମାଣ୍ଡ୍ ସହିତ ସେହିପରି କରିବା. | | ହେଡ୍ କମାଣ୍ଡ୍ ସହିତ ସେହିପରି କରିବା. | ||
+ | |||
|- | |- | ||
| 02:33 | | 02:33 | ||
| '''ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି''' ଟାଇପ୍ କରି '''ଏଣ୍ଟର୍''' ଦାବନ୍ତୁ | | '''ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି''' ଟାଇପ୍ କରି '''ଏଣ୍ଟର୍''' ଦାବନ୍ତୁ | ||
+ | |||
|- | |- | ||
| 02:39 | | 02:39 | ||
| ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା. | | ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା. | ||
+ | |||
|- | |- | ||
| 02:43 | | 02:43 | ||
| ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. | | ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. | ||
+ | |||
|- | |- | ||
| 02:52 | | 02:52 | ||
| ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ. | | ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ. | ||
+ | |||
|- | |- | ||
| 02:58 | | 02:58 | ||
| ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା. | | ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା. | ||
+ | |||
|- | |- | ||
| 03:02 | | 03:02 | ||
| ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା | | ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା | ||
+ | |||
|- | |- | ||
| 03:08 | | 03:08 | ||
|'''F5''' | |'''F5''' | ||
+ | |||
|- | |- | ||
| 03:14 | | 03:14 | ||
| “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ. | | “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ. | ||
+ | |||
|- | |- | ||
| 03:22 | | 03:22 | ||
| ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି. | | ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି. | ||
+ | |||
|- | |- | ||
| 03:27 | | 03:27 | ||
| '''ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି''' | | '''ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି''' | ||
+ | |||
|- | |- | ||
| 03:31 | | 03:31 | ||
| ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. | | ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. | ||
+ | |||
|- | |- | ||
| 03:40 | | 03:40 | ||
| “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ | | “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ | ||
+ | |||
|- | |- | ||
| 03:45 | | 03:45 | ||
| ସ୍ଲାଇଡ୍ସକୁ ଫେରି ଯାଆନ୍ତୁ. | | ସ୍ଲାଇଡ୍ସକୁ ଫେରି ଯାଆନ୍ତୁ. | ||
+ | |||
|- | |- | ||
| 03:50 | | 03:50 | ||
| ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ. | | ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ. | ||
+ | |||
|- | |- | ||
| 03:55 | | 03:55 | ||
| ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, '''Auth dot log''' ଫାଇଲ୍ ମେଣ୍ଟେନ୍ କରିଥାଏ. | | ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, '''Auth dot log''' ଫାଇଲ୍ ମେଣ୍ଟେନ୍ କରିଥାଏ. | ||
+ | |||
|- | |- | ||
| 04:01 | | 04:01 | ||
| ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା. | | ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା. | ||
+ | |||
|- | |- | ||
| 04:09 | | 04:09 | ||
| ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ. | | ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ. | ||
+ | |||
|- | |- | ||
| 04:18 | | 04:18 | ||
| ଟର୍ମିନାଲ୍ କୁ ଯାଆନ୍ତୁ. | | ଟର୍ମିନାଲ୍ କୁ ଯାଆନ୍ତୁ. | ||
+ | |||
|- | |- | ||
| 04:21 | | 04:21 | ||
| “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍” | | “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍” | ||
+ | |||
|- | |- | ||
| 04:31 | | 04:31 | ||
| ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା. | | ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା. | ||
+ | |||
|- | |- | ||
| 04:39 | | 04:39 | ||
| ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”. | | ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”. | ||
+ | |||
|- | |- | ||
| 04:46 | | 04:46 | ||
| ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା | | ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା | ||
+ | |||
|- | |- | ||
| 04:52 | | 04:52 | ||
| ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି. | | ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି. | ||
+ | |||
|- | |- | ||
| 05:00 | | 05:00 | ||
| “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ. | | “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 05:05 | | 05:05 | ||
| କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ. | | କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 05:08 | | 05:08 | ||
| “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ. | | “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ. | ||
+ | |||
|- | |- | ||
| 05:15 | | 05:15 | ||
| କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ଓ ସମୟ ନିର୍ଦ୍ଦିଷ୍ଟ କରିଥାଏ. | | କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ଓ ସମୟ ନିର୍ଦ୍ଦିଷ୍ଟ କରିଥାଏ. | ||
+ | |||
|- | |- | ||
| 05:23 | | 05:23 | ||
| ସିଷ୍ଟମ୍ ତାରିଖ ଓ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. | | ସିଷ୍ଟମ୍ ତାରିଖ ଓ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 05:32 | | 05:32 | ||
| ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ. | | ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ. | ||
+ | |||
|- | |- | ||
| 05:36 | | 05:36 | ||
| ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ. | | ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ. | ||
+ | |||
|- | |- | ||
| 05:51 | | 05:51 | ||
| ପୂର୍ବ ଉଦାହରଣରେ ଆମେ କେବଳ '''auth dot log''' ଫାଇଲ୍ ଦେଖିଲେ. | | ପୂର୍ବ ଉଦାହରଣରେ ଆମେ କେବଳ '''auth dot log''' ଫାଇଲ୍ ଦେଖିଲେ. | ||
+ | |||
|- | |- | ||
| 05:57 | | 05:57 | ||
| ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ. | | ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ. | ||
+ | |||
|- | |- | ||
| 06:01 | | 06:01 | ||
| ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ. | | ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ. | ||
+ | |||
|- | |- | ||
| 06:12 | | 06:12 | ||
| ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ. | | ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ. | ||
+ | |||
|- | |- | ||
| 06:23 | | 06:23 | ||
| “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ. | | “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ. | ||
+ | |||
|- | |- | ||
| 06:31 | | 06:31 | ||
| ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି. | | ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି. | ||
+ | |||
|- | |- | ||
| 06:43 | | 06:43 | ||
| ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ. | | ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 06:53 | | 06:53 | ||
| ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି. | | ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି. | ||
+ | |||
|- | |- | ||
| 06:58 | | 06:58 | ||
| ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ. | | ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ. | ||
+ | |||
|- | |- | ||
| 07:09 | | 07:09 | ||
| ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ. | | ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ. | ||
+ | |||
|- | |- | ||
| 07:17 | | 07:17 | ||
| ଟର୍ମିନାଲ୍ କୁ ଯାଆନ୍ତୁ. | | ଟର୍ମିନାଲ୍ କୁ ଯାଆନ୍ତୁ. | ||
+ | |||
|- | |- | ||
|07:20 | |07:20 | ||
| ଅପ୍ ଏରୋ | | ଅପ୍ ଏରୋ | ||
+ | |||
|- | |- | ||
| 07:22 | | 07:22 | ||
|U ଏଣ୍ଟର୍ କରନ୍ତୁ. | |U ଏଣ୍ଟର୍ କରନ୍ତୁ. | ||
+ | |||
|- | |- | ||
| 07:26 | | 07:26 | ||
| ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି. | | ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି. | ||
+ | |||
|- | |- | ||
| 07:38 | | 07:38 | ||
| ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା. | | ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା. | ||
+ | |||
|- | |- | ||
| 07:44 | | 07:44 | ||
| ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ. | | ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ. | ||
+ | |||
|- | |- | ||
| 07:48 | | 07:48 | ||
| ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ. | | ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ. | ||
+ | |||
|- | |- | ||
| 07:57 | | 07:57 | ||
| ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା. | | ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା. | ||
+ | |||
|- | |- | ||
| 08:11 | | 08:11 | ||
| ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ. | | ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ. | ||
+ | |||
|- | |- | ||
| 08:21 | | 08:21 | ||
| ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ. | | ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ. | ||
+ | |||
|- | |- | ||
| 08:28 | | 08:28 | ||
| ଏହି ଫାଇଲ୍ କୁ ବନ୍ଦ କରନ୍ତୁ. | | ଏହି ଫାଇଲ୍ କୁ ବନ୍ଦ କରନ୍ତୁ. | ||
+ | |||
|- | |- | ||
| 08:33 | | 08:33 | ||
| “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା. | | “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା. | ||
+ | |||
|- | |- | ||
| 08:40 | | 08:40 | ||
| ଟର୍ମିନାଲ୍ କୁ ଯାଆନ୍ତୁ. | | ଟର୍ମିନାଲ୍ କୁ ଯାଆନ୍ତୁ. | ||
+ | |||
|- | |- | ||
| 08:42 | | 08:42 | ||
| “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” | | “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” | ||
+ | |||
|- | |- | ||
| 08:53 | | 08:53 | ||
| ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ. | | ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ. | ||
+ | |||
|- | |- | ||
| 09:02 | | 09:02 | ||
| “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ. | | “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ. | ||
+ | |||
|- | |- | ||
| 09:14 | | 09:14 | ||
| ଏଣ୍ଟର୍ ଦାବନ୍ତୁ. | | ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 09:20 | | 09:20 | ||
|'''କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି''' | |'''କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି''' | ||
+ | |||
|- | |- | ||
| 09:24 | | 09:24 | ||
| କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ. | | କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ. | ||
+ | |||
|- | |- | ||
| 09:43 | | 09:43 | ||
|ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ. | |ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ. | ||
+ | |||
|- | |- | ||
| 09:51 | | 09:51 | ||
| ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା. | | ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା. | ||
+ | |||
|- | |- | ||
| 09:55 | | 09:55 | ||
| Alt Tab ଦାବି ଟର୍ମିନାଲ୍ କୁ ଯିବା. | | Alt Tab ଦାବି ଟର୍ମିନାଲ୍ କୁ ଯିବା. | ||
+ | |||
|- | |- | ||
| 09:58 | | 09:58 | ||
| “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” | | “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” | ||
+ | |||
|- | |- | ||
|10:08 | |10:08 | ||
| ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ. | | ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ. | ||
+ | |||
|- | |- | ||
|10:20 | |10:20 | ||
|ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ. | |ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
|10:31 | |10:31 | ||
|ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ. | |ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ. | ||
+ | |||
|- | |- | ||
|10:36 | |10:36 | ||
| ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା. | | ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା. | ||
+ | |||
|- | |- | ||
|10:41 | |10:41 | ||
| ଟର୍ମିନାଲ୍ କୁ ଯାଆନ୍ତୁ. | | ଟର୍ମିନାଲ୍ କୁ ଯାଆନ୍ତୁ. | ||
+ | |||
|- | |- | ||
|10:43 | |10:43 | ||
| “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ. | | “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
|10:50 | |10:50 | ||
| ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି. | | ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି. | ||
+ | |||
|- | |- | ||
|10:57 | |10:57 | ||
| '''concatefile ଡଟ୍ ଟିଏକ୍ସଟି''' ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ. | | '''concatefile ଡଟ୍ ଟିଏକ୍ସଟି''' ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ. | ||
+ | |||
|- | |- | ||
| 11:06 | | 11:06 | ||
| ଟର୍ମିନାଲ୍ କୁ ଯାଆନ୍ତୁ. | | ଟର୍ମିନାଲ୍ କୁ ଯାଆନ୍ତୁ. | ||
+ | |||
|- | |- | ||
| 11:08 | | 11:08 | ||
| ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ '''concatefile ଡଟ୍ ଟିଏକ୍ସଟି'''. ଏଣ୍ଟର୍ ଦାବନ୍ତୁ. | | ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ '''concatefile ଡଟ୍ ଟିଏକ୍ସଟି'''. ଏଣ୍ଟର୍ ଦାବନ୍ତୁ. | ||
+ | |||
|- | |- | ||
| 11:18 | | 11:18 | ||
| '''କ୍ୟାଟ୍ concatfile ଡଟ୍ ଟିଏକ୍ସଟି''' | | '''କ୍ୟାଟ୍ concatfile ଡଟ୍ ଟିଏକ୍ସଟି''' | ||
+ | |||
|- | |- | ||
| 11:22 | | 11:22 | ||
| ଚାଲନ୍ତୁ, ସ୍ଲାଇଡ୍ କୁ ଯିବା. | | ଚାଲନ୍ତୁ, ସ୍ଲାଇଡ୍ କୁ ଯିବା. | ||
+ | |||
|- | |- | ||
| 11:25 | | 11:25 | ||
| ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା. | | ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା. | ||
+ | |||
|- | |- | ||
| 11:34 | | 11:34 | ||
| “ହାଇଫେନ୍ s” ପେଷ୍ଟ କରନ୍ତୁ. | | “ହାଇଫେନ୍ s” ପେଷ୍ଟ କରନ୍ତୁ. | ||
+ | |||
|- | |- | ||
|11:39 | |11:39 | ||
| “ନମ୍ୱର୍ସ ଡଟ୍ ଟିଏକ୍ସଟି” | | “ନମ୍ୱର୍ସ ଡଟ୍ ଟିଏକ୍ସଟି” | ||
+ | |||
|- | |- | ||
| 11:43 | | 11:43 | ||
| ସ୍ଲାଇଡ୍ କୁ ଯାଆନ୍ତୁ. | | ସ୍ଲାଇଡ୍ କୁ ଯାଆନ୍ତୁ. | ||
+ | |||
|- | |- | ||
| 11:45 | | 11:45 | ||
| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, | | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, | ||
+ | |||
|- | |- | ||
|11:49 | |11:49 | ||
| ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ. | | ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ. | ||
+ | |||
|- | |- | ||
| 11:55 | | 11:55 | ||
| ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ. | | ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ. | ||
+ | |||
|- | |- | ||
|11:59 | |11:59 | ||
|ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | |ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ||
− | |||
|} | |} |
Latest revision as of 17:02, 10 April 2017
Time | Narration |
00:00 | ଲିନକ୍ସରେ ସିମ୍ପଲ୍ ଫିଲ୍ଟର୍ସ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ. |
00:08 | ଆମେ ଏଠାରେ, “ହେଡ୍, ଟେଲ୍, ସର୍ଟ, କଟ୍ ଓ ପେଷ୍ଟ” ବିଷୟରେ ଶିଖିବା. |
00:17 | ଏହିଗୁଡ଼ିକ ହେଉଛି କମାଣ୍ଡ୍ ଲାଇନ୍ ଟେକ୍ସଟ୍ ମାନିପୁଲେଶନ୍ ଟୁଲ୍ସ. |
00:22 | ଯଦି ଆପଣ ଟର୍ମିନାଲ୍ ରେ ଏକ ହାଶ୍ (#) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣଙ୍କୁ ରୁଟ୍ ହେବାକୁ ପଡ଼ିବ. |
00:29 | “ସୁଡୋ su” କିମ୍ୱା “su ରୁଟ୍”, ଯଦି ଆପଣ ଟର୍ମିନାଲ୍ ରେ ଏକ ଡଲାର୍ ($) ସିମ୍ୱଲ୍ ଦେଖନ୍ତି, ତେବେ ସେହିସବୁ କମାଣ୍ଡ୍ ଏକଜେକ୍ୟୁଟ୍ କରିବାକୁ ଆପଣ ଅର୍ଡିନେରୀ ୟୁଜର୍ ହୋଇପାରିବେ. |
00:38 | ଆପଣ ଡିଫଲ୍ଟ ଇନଷ୍ଟଲେଶନ୍ କରିବା ସହ ଯେଉଁଠାରେ ଫାଇଲ୍ ଗୁଡ଼ିକ ସେଭ୍ ହେଉଛି, ତାହାର କୌଣସି ପାଥ୍ ମୋଡିଫାଏ କରିନଥିବେ ବୋଲି ମୁଁ ଭାବୁଛି. |
00:46 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ଉବୁଣ୍ଟୁ ୧୦.୧୦ ବ୍ୟବହାର କରୁଛି. |
00:51 | ଏକ ୱିଣ୍ଡୋରେ ମାଉସ୍, କୀ’ବୋର୍ଡ, ମାକ୍ସିମାଇଜ୍ ଓ ମିନିମାଇଜ୍ ବଟନ୍ ବ୍ୟବହାର ଜାଣିଥିବା ଏହି ମଡ୍ୟୁଲ୍ ପାଇଁ ପ୍ରାକ୍-ଆବଶ୍ୟକତା ଅଟେ. |
01:02 | ଗୋଟିଏ ଫାଇଲ୍ ର ପ୍ରଥମ ୧୦ ଲାଇନ୍ସକୁ ପ୍ରଦର୍ଶିତ କରିବା ପାଇଁ ଆମେ “ହେଡ୍” କମାଣ୍ଡ୍ ଦେବାପରେ ଏକ “ascii” ଫାଇଲ୍ ନାମ ଦେଉ. |
01:10 | ଚାଲନ୍ତୁ ଗୋଟିଏ ଫାଇଲ୍ କ୍ରିଏଟ୍ କରିବା. ଏହାକୁ ପ୍ରାକ୍ଟିକାଲୀ ଦେଖାଇବାକୁ ମୁଁ “ESC” (ଏସକେପ୍) କୀ ଦାବୁଛି. |
01:17 | ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍” କୁ ଯାଆନ୍ତୁ. |
01:24 | ସମୟ ବଞ୍ଚାଇବାକୁ ମୁଁ ଅନ୍ୟଏକ ଫାଇଲ୍ ରେ ଏହିସବୁ ସଂଖ୍ୟା ରଖିସାରିଛି. |
01:30 | କପୀ ଓ ପେଷ୍ଟ କରିବା. |
01:38 | “ଫାଇଲ୍”, “ସେଭ୍” ଦାବନ୍ତୁ. |
01:41 | ଫାଇଲ୍ ର ନାଁ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଦେଇ “ସେଭ୍” ଦାବନ୍ତୁ. |
01:48 | ଏହି ଫାଇଲ୍ କୁ ବନ୍ଦ କରନ୍ତୁ. |
01:53 | ଏବେ, “ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟର୍ମିନାଲ୍” କୁ ଯାଆନ୍ତୁ. |
02:01 | ଆମେ କ୍ରିଏଟ୍ କରିଥିବା ଫାଇଲ୍ କୁ ଦେଖିପାରୁଛେ କି ନାହିଁ, ଚାଲନ୍ତୁ ଦେଖିବା. |
02:05 | “ls” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ. |
02:09 | ଆମେ ଏଠାରେ ଯାହା କରିଛେ, ସେଥିରୁ ଆମ “ହୋମ୍” ଡାଇରେକ୍ଟୋରୀରେ ସମସ୍ତ ଫାଇଲ୍ସ ଓ ଫୋଲ୍ଡର୍ସ ଦେଖାଦେବ. |
02:15 | ଆମେ କ୍ରିଏଟ୍ କରିଥିବା ଫାଇଲ୍ ପଢ଼ିବା ପାଇଁ ଏବେ ଆମେ CAT କମାଣ୍ଡ୍ ବ୍ୟବହାର କରିବା. |
02:21 | “CAT n-u-m” ଟାଇପ୍ କରି ଫାଇଲ୍ ନାମକୁ ଅଟୋଫିଲ୍ କରିବାକୁ “ଟ୍ୟାବ୍” ଦାବି “ଏଣ୍ଟର୍” ଦାବନ୍ତୁ. |
02:29 | ହେଡ୍ କମାଣ୍ଡ୍ ସହିତ ସେହିପରି କରିବା. |
02:33 | ହେଡ୍ ନମ୍ୱର୍ସ ଡଟ୍ ଟିଏକ୍ସଟି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:39 | ଏବେ, ପ୍ରଥମ ୧୦ ଲାଇନ୍ ଦେଖାଗଲା. |
02:43 | ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ହେଡ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. |
02:52 | ଅପ୍ ଏରୋ ଦାବନ୍ତୁ, “ହାଇଫେନ୍ n5” ଓ “ଏଣ୍ଟର୍” ଦାବନ୍ତୁ. |
02:58 | ଏବେ, କେବଳ ପ୍ରଥମ ୫ଟି ଲାଇନ୍ ଦେଖାଗଲା. |
03:02 | ଚାଲନ୍ତୁ, ପ୍ରେଜେଣ୍ଟେଶନ୍ କୁ ସ୍ୱିଚ୍ ବ୍ୟାକ୍ କରିବା |
03:08 | F5 |
03:14 | “ହେଡ୍” କମାଣ୍ଡ୍ ର ଠିକ୍ ବିପରୀତ ଭାବେ “ଟେଲ୍” କମାଣ୍ଡ୍ କାମ କରେ. ଏହା ଡିଫଲ୍ଟ ଭାବେ ଗୋଟିଏ ଫାଇଲ୍ ର ଶେଷ ୧୦ ଲାଇନ୍ ଦେଖାଏ. |
03:22 | ଟର୍ମିନାଲ୍ କୁ ଯିବାପାଇଁ ମୁଁ ALT ଓ TAB ଦାବୁଛି. |
03:27 | ଟେଲ୍ ନମ୍ୱର୍ସ ଡଟ୍ ଟିଏକ୍ସଟି |
03:31 | ଯଦି କେବଳ ପ୍ରଥମ ୫ଟି ଲାଇନ୍ ଦେଖିବାକୁ ଚାହିଁବା, ତେବେ “ଟେଲ୍” କମାଣ୍ଡ୍ ଓ ଫାଇଲ୍ ନାମ ମଧ୍ୟରେ “ହାଇଫେନ୍ n5” ଅପ୍ସନ୍ ବ୍ୟବହାର କରିବା. |
03:40 | “ହାଇଫେନ୍ n5” ଟାଇପ୍ କରି “ଏଣ୍ଟର୍” ଦାବନ୍ତୁ |
03:45 | ସ୍ଲାଇଡ୍ସକୁ ଫେରି ଯାଆନ୍ତୁ. |
03:50 | ଏକ ଲଗ୍ ଫାଇଲ୍ ରେ, ସିଷ୍ଟମ୍ ରେ ହେଉଥିବା ଇଭେଣ୍ଟସ୍ ବା କାର୍ଯ୍ୟକ୍ରମ ରହିଥାଏ. |
03:55 | ଲଗ୍ ଇନ୍ କରିଥିବା ଓ ଲଗ୍ ଆଉଟ୍ କରିଥିବା ଲୋକଙ୍କର ଲଗ୍, Auth dot log ଫାଇଲ୍ ମେଣ୍ଟେନ୍ କରିଥାଏ. |
04:01 | ଏକ ଲଗ୍ ଫାଇଲ୍ ର ଟେଲ୍ ଅନୁସରଣ କରିବା ପାଇଁ ଟେଲ୍ ର ସବୁଠାରୁ ଉପଯୋଗୀ ଅପ୍ସନ୍ ହେଉଛି “ହାଇଫେନ୍ f” ଅପ୍ସନ୍ ବ୍ୟବହାର କରିବା. |
04:09 | ଯଦି ଲଗ୍ ଫାଇଲ୍ ରେ ଏକ ନୂଆ ଲାଇନ୍ ଯୋଡ଼ାଯାଏ, ତେବେ ତାହାକୁ ଟେଲ୍ କମାଣ୍ଡ୍ ଶେଷ ଲାଇନ୍ ଭାବେ ଗ୍ରହଣ କରି ଡିଫଲ୍ଟ ଭାବରେ ତାହା ଉପରେ ୧୦ଟି ଲାଇନ୍ ଦେଖାଇବ. |
04:18 | ଟର୍ମିନାଲ୍ କୁ ଯାଆନ୍ତୁ. |
04:21 | “ଟେଲ୍ ହାଇଫେନ୍ f ଫର୍ୱାର୍ଡ ସ୍ଲାଶ୍ var ସ୍ଲାଶ୍ ଲଗ୍ ସ୍ଲାଶ୍ auth ଡଟ୍ ଲଗ୍” |
04:31 | ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା. |
04:39 | ଚାଲନ୍ତୁ, ଆଉଏକ ଟର୍ମିନାଲ୍ ଖୋଲିବା, “ଆପ୍ଲିକେଶନ୍ -> ଆକ୍ସେସୋରିଜ୍ -> ଟର୍ମିନାଲ୍”. |
04:46 | ଏହି ଟର୍ମିନାଲ୍ କୁ ରିସାଇଜ୍ କରିବା |
04:52 | ଯେଉଁଥିରୁ ମୁଁ ଆପଣଙ୍କୁ, ଗୋଟିଏ ସିଙ୍ଗଲ୍ ୱିଣ୍ଡୋରେ କିପରି “ଟେଲ୍” ଏକ “ଲଗ୍” ଫାଇଲ୍ ରେ ଶେଷ ଲାଇନ୍ କୁ ଅନୁସରଣ କରେ, ଦେଖାଇପାରିବି. |
05:00 | “su”କୁ ନିଜ ଭାବରେ ଚେଷ୍ଟା କରନ୍ତୁ ଓ ଏଣ୍ଟର୍ ଦାବନ୍ତୁ. |
05:05 | କିଛି ଭୁଲ୍ ପାସୱର୍ଡ ଦେଇ ଏଣ୍ଟର୍ ଦାବନ୍ତୁ. |
05:08 | “ଟେଲ୍” ଚାଲୁଥିବା ଟର୍ମିନାଲ୍ ରେ ଏକ ନୂଆ “ଲଗ୍” ଯୋଡ଼ି ହୋଇଥିବାର ଆପଣ ଦେଖିବେ. |
05:15 | କେତେବେଳେ “ଅଥେଣ୍ଟିକେଶନ୍ ବିଫଳ” ହେଲା, ତାହାର ତାରିଖ ଓ ସମୟ ନିର୍ଦ୍ଦିଷ୍ଟ କରିଥାଏ. |
05:23 | ସିଷ୍ଟମ୍ ତାରିଖ ଓ ସମୟ ଯାଞ୍ଚ କରିବା ପାଇଁ “ଡେଟ୍” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ. |
05:32 | ଟର୍ମିନାଲ୍ ବନ୍ଦ କରିବାକୁ “Exit” ଟାଇପ୍ କରନ୍ତୁ. |
05:36 | ଚାଲୁଥିବା ଟେଲ୍ କମାଣ୍ଡ୍ ବନ୍ଦ କରିବାକୁ ଓ ସ୍କ୍ରୀନ୍ କୁ ମାକ୍ସିମାଇଜ୍ କରିବାକୁ “Ctrl C” ଦାବନ୍ତୁ. |
05:51 | ପୂର୍ବ ଉଦାହରଣରେ ଆମେ କେବଳ auth dot log ଫାଇଲ୍ ଦେଖିଲେ. |
05:57 | ଏହିଗୁଡ଼ିକ ହେଉଛି ଲିନକ୍ସରେ ସାଧାରଣ ଭାବେ ବ୍ୟବହୃତ ଲଗ୍ ଫାଇଲ୍ସ. |
06:01 | ଯଦି ମେସିନ୍ ରେ କିଛି ସମସ୍ୟା ଥାଏ, ତେବେ ତାହା ଦୂର କରିବାକୁ ଅଧିକ ସୂଚନା ପାଇଁ ଏକ ଲିନକ୍ସ ସିଷ୍ଟମ୍ ଆଡମିନିଷ୍ଟ୍ରେଟର୍ ଏହିସବୁ ଲଗ୍ ଫାଇଲ୍ସ ଭିତରେ ଦେଖେ. |
06:12 | ନାମ କହିଲା ପରି “ସର୍ଟ” କମାଣ୍ଡ୍, ଗୋଟିଏ ଫାଇଲ୍ କୁ ବର୍ଦ୍ଧିତ ଓ ହ୍ରାସିତ କ୍ରମରେ ସଜାଡ଼େ. |
06:23 | “ସର୍ଟ ନମ୍ୱର୍ସ ଡଟ୍ ଟିଏକ୍ସଟି”. ଏହା ଆମର “ନମ୍ୱର୍ସ ଡଟ୍ ଟିଏକ୍ସଟି” ଫାଇଲ୍ କୁ ବର୍ଦ୍ଧିତ କ୍ରମରେ ସଜାଡ଼ିବ. |
06:31 | ଧ୍ୟାନଦିଅନ୍ତୁ, ଏଠାରେ କିଛି ଅଜବ ଅଛି, ସର୍ଟ କରିବା ସମୟରେ ସର୍ଟ କେବଳ ପ୍ରଥମ କ୍ୟାରେକ୍ଟର୍ କୁ ଦେଖୁଛି, ତେଣୁ ୨ ପୂର୍ବରୁ ୧୦, ୧୧, ୧୨ ନମ୍ୱର୍ ଆସୁଛି. |
06:43 | ଏହାକୁ ଏଡ଼ାଇବା ପାଇଁ “ହାଇଫେନ୍ n” ଅପ୍ସନ୍ ଆଡ୍ କରି ଏଣ୍ଟର୍ ଦାବନ୍ତୁ. |
06:53 | ଏବେ ସର୍ଟ କରିବା ପାଇଁ ସର୍ଟ ସମଗ୍ର ନମ୍ୱର୍ କୁ ଦେଖୁଛି. |
06:58 | ପଛୁଆ କ୍ରମରେ “ନମ୍ୱର୍ ଡଟ୍ ଟିଏକ୍ସଟି”କୁ ସର୍ଟ କରିବା ପାଇଁ “ହାଇଫେନ୍ r” ଅପ୍ସନ୍ ଆଡ୍ କରନ୍ତୁ. |
07:09 | ଏହି ଫାଇଲ୍ ରେ ନମ୍ୱର୍ ଗୁଡ଼ିକ ରିପିଟ୍ ହୋଇଅଛି, କେବଳ ବିଶେଷ ନମ୍ୱର୍ କାଢିବା ପାଇଁ “ହାଇଫେନ୍ u”ର ଆଉ ଏକ ଅପ୍ସନ୍ ଆଡ୍ କରନ୍ତୁ. |
07:17 | ଟର୍ମିନାଲ୍ କୁ ଯାଆନ୍ତୁ. |
07:20 | ଅପ୍ ଏରୋ |
07:22 | U ଏଣ୍ଟର୍ କରନ୍ତୁ. |
07:26 | ପୂର୍ବରୁ ଦୁଇଟି ୨ ଦେଖାଯାଉଥିଲା, ଏବେ କେବଳ ଗୋଟିଏ ୨ ଦେଖାଯାଉଛି. |
07:38 | ନିର୍ଦ୍ଦିଷ୍ଟ କଲମ୍ କୁ ଭିତ୍ତିକରି କିପରି ଏକ ଫାଇଲ୍ କୁ ସର୍ଟ କରାଯାଏ, ଆମେ ଏବେ ଦେଖିବା. |
07:44 | ଗୋଟିଏ ଫାଇଲ୍ କ୍ରିଏଟ୍ କରନ୍ତୁ ଓ ନିମ୍ନାନୁସାରେ କୀ’ ଇନ୍ କରନ୍ତୁ. |
07:48 | ଆପ୍ଲିକେଶନ୍ > ଆକ୍ସେସୋରିଜ୍ > ଟେକ୍ସଟ୍ ଏଡିଟର୍ କୁ ଯାଆନ୍ତୁ. |
07:57 | ସମୟ ବଞ୍ଚାଇବା ପାଇଁ ମୁଁ ପୂର୍ବରୁ ଡାଟାକୁ ଆଉ ଏକ ଫାଇଲ୍ ରେ ରଖିସାରିଛି, ଆମେ Ctrl + C; Ctrl + V ଦାବି ଭାଲ୍ୟୁକୁ କପୀ ଓ ପେଷ୍ଟ କରିବା. |
08:11 | ଫାଇଲ୍ କୁ “ମାର୍କ୍ସ ଡଟ୍ ଟିଏକ୍ସଟି” ନାମରେ ସେଭ୍ କରନ୍ତୁ. “ସେଭ୍” ଦାବନ୍ତୁ. |
08:21 | ଏହି ଫାଇଲ୍ ରେ ଥିବା ସ୍ପେସିଆଲ୍ କ୍ୟାରେକ୍ଟର୍ ବିଷୟରେ ଚିନ୍ତା କରନ୍ତୁନି. ମୁଁ ଚାହୁଁନି ଯେ, କମ୍ ମାର୍କ ମିଳିଲେ, ମୋତେ କେହି କିଛି କହୁ. |
08:28 | ଏହି ଫାଇଲ୍ କୁ ବନ୍ଦ କରନ୍ତୁ. |
08:33 | “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ଦ୍ୱିତୀୟ କଲମ୍ କୁ ଭିତ୍ତିକରି ସର୍ଟ କରିବା. |
08:40 | ଟର୍ମିନାଲ୍ କୁ ଯାଆନ୍ତୁ. |
08:42 | “ସର୍ଟ ସ୍ପେସ୍ ମାର୍କ୍ସ ଡଟ୍ ଟିକ୍ସଟି ସ୍ପେସ୍ ହାଇଫେନ୍ t ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” |
08:53 | ଏଠାରେ “ହାଇଫେନ୍ t”ର ଅର୍ଥ ହେଉଛି “ଡେଲିମିଟର୍” ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିଧିତ୍ୱ କରେ. |
09:02 | “ହାଇଫେନ୍ k2” ଦ୍ୱିତୀୟ କଲମ୍ ପାଇଁ ଅଟେ, ଯାହା ଉପରେ ସର୍ଟ କରାଯିବ. |
09:14 | ଏଣ୍ଟର୍ ଦାବନ୍ତୁ. |
09:20 | କ୍ୟାଟ୍ ମାର୍କ୍ସ ଡଟ୍ ଟିଏକ୍ସଟି |
09:24 | କେବଳ ଦ୍ୱିତୀୟ କଲମ୍ କୁ ଭିତ୍ତିକରି ଯେତେବେଳେ ଆମେ ସର୍ଟ କଲେ, Avir ଉପରକୁ ଚାଲିଯାଇଥିବାର ଓ Bala ତଳକୁ ଆସିଯାଇଥିବାର ଆପଣ ଯଦି ଦେଖିପାରୁଥିବେ, ତେବେ ଏହା ମୂଳ ଫାଇଲ୍ ଅଟେ. |
09:43 | ଗୋଟିଏ ଫାଇଲ୍ ରୁ ନିର୍ଦ୍ଦିଷ୍ଟ ସୂଚନା କାଟିବାକୁ Cut କମାଣ୍ଡ୍ ବ୍ୟବହୃତ ହୋଇଥାଏ. |
09:51 | ଚାଲନ୍ତୁ “ମାର୍କ୍ସ ଡଟ୍ ଟିଏକ୍ସଟି”ରୁ କିଛି ନାମ କାଢ଼ିବା. |
09:55 | Alt Tab ଦାବି ଟର୍ମିନାଲ୍ କୁ ଯିବା. |
09:58 | “କଟ୍ ସ୍ପେସ୍ ମାର୍କ୍ସ ଡଟ୍ ଟିଏକ୍ସଟି ସ୍ପେସ୍ ହାଇଫେନ୍ d ସ୍ପେସ୍ ଓପନ୍ ଇନଭର୍ଟେଡ୍ କମାସ୍ ସ୍ପେସ୍ କ୍ଲୋଜ୍ ଇନଭର୍ଟେଡ୍ କମାସ୍ ସ୍ପେସ୍” |
10:08 | ଏଠାରେ Cut କମାଣ୍ଡ୍ ରେ d ହେଉଛି ଡେଲିମିଟର୍ ଓ କ୍ୱୋଟ୍ସ ମଧ୍ୟରେ ଥିବା ସ୍ପେସ୍ ତାହାକୁ ପ୍ରତିନିତ୍ୱ କରେ. |
10:20 | ଦ୍ୱିତୀୟ କଲମ୍ ପାଇଁ “ହାଇଫେନ୍ f2”. ଏଣ୍ଟର୍ ଦାବନ୍ତୁ. |
10:31 | ଫାଇଲ୍ ର ପରବର୍ତ୍ତୀ ଲାଇନ୍ ଗୁଡ଼ିକରେ “ପେଷ୍ଟ” କମାଣ୍ଡ୍ ମର୍ଜ କରିଯିବ. |
10:36 | ଏବେ ଚାଲନ୍ତୁ, ଉଭୟ “ନମ୍ୱର୍ସ ଡଟ୍ ଟିଏକ୍ସଟି” ଓ “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ବ୍ୟବହାର କରିବା. |
10:41 | ଟର୍ମିନାଲ୍ କୁ ଯାଆନ୍ତୁ. |
10:43 | “ନମ୍ୱର୍ସ ଡଟ୍ ଟିଏକ୍ସଟି” “ମାର୍କ୍ସ ଡଟ୍ ଟିଏକ୍ସଟି” ପେଷ୍ଟ କରି ଏଣ୍ଟର୍ ଦାବନ୍ତୁ. |
10:50 | ଏବେ, “ମାର୍କ୍ସ ଡଟ୍ ଟିଏକ୍ସଟି” ଫାଇଲ୍ ର ପ୍ରଥମ ଲାଇନ୍ “ନମ୍ୱର୍ସ ଡଟ୍ ଟିଏକ୍ସଟି”ର ପ୍ରଥମ ଲାଇନ୍ ସହ ଯୋଡ଼ି ହୋଇଯାଇଛି. |
10:57 | concatefile ଡଟ୍ ଟିଏକ୍ସଟି ନାମକ ଅନ୍ୟ ଫାଇଲ୍ ରେ ଏହି ଆଉଟପୁଟ୍ କୁ ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’ ବ୍ୟବହାର କରାଯାଇପାରିବ. |
11:06 | ଟର୍ମିନାଲ୍ କୁ ଯାଆନ୍ତୁ. |
11:08 | ଅପ୍ ଏରୋ ଦାବନ୍ତୁ. ରିଡାଇରେକ୍ଟ କରିବା ପାଇଁ ରିଡାଇରେକ୍ଟ କୀ’, ଯାହା ହେଉଛି ଗ୍ରେଟର୍ ଦ୍ୟାନ୍ ସିମ୍ୱଲ୍, ଦାବନ୍ତୁ concatefile ଡଟ୍ ଟିଏକ୍ସଟି. ଏଣ୍ଟର୍ ଦାବନ୍ତୁ. |
11:18 | କ୍ୟାଟ୍ concatfile ଡଟ୍ ଟିଏକ୍ସଟି |
11:22 | ଚାଲନ୍ତୁ, ସ୍ଲାଇଡ୍ କୁ ଯିବା. |
11:25 | ପେଷ୍ଟ, ନମ୍ୱର୍ସକୁ କ୍ରମାନୁସାରେ ଦେଖାଇବା ପାଇଁ ଆମେ ପ୍ରଦର୍ଶିତ ଟ୍ୟାବ୍ ଦ୍ୱାରା ତାକୁ ଡେଲିମିଟ୍ କରି “ହାଇଫେନ୍ s” ଅପ୍ସନ୍ ବ୍ୟବହାର କରିପାରିବା. |
11:34 | “ହାଇଫେନ୍ s” ପେଷ୍ଟ କରନ୍ତୁ. |
11:39 | “ନମ୍ୱର୍ସ ଡଟ୍ ଟିଏକ୍ସଟି” |
11:43 | ସ୍ଲାଇଡ୍ କୁ ଯାଆନ୍ତୁ. |
11:45 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, |
11:49 | ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ. |
11:55 | ଅଧିକ ସୂଚନା ପାଇଁ ଆପଣ ନିମ୍ନ ଲିଙ୍କ୍ କୁ ରେଫର୍ କରିପାରିବେ. |
11:59 | ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |