Difference between revisions of "LibreOffice-Suite-Writer/C2/Inserting-pictures-and-objects/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 || Time || Narration |- ||00:00 || ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ …')
 
 
(2 intermediate revisions by the same user not shown)
Line 6: Line 6:
 
||00:00
 
||00:00
 
|| ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
 
|| ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
 +
 
|-
 
|-
 
||00:06
 
||00:06
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା |
 
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା |
 +
 
|-
 
|-
 
||00:09
 
||00:09
 
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
 
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
 +
 
|-
 
|-
 
||00:12
 
||00:12
 
|| ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା |
 
|| ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା |
 +
 
|-
 
|-
 
||00:15
 
||00:15
 
|| ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା |
 
|| ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା |
 +
 
|-
 
|-
 
||00:18
 
||00:18
 
|| ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
 
|| ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
 +
 
|-
 
|-
 
||00:29  
 
||00:29  
 
|| ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା |
 
|| ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା |
 +
 
|-
 
|-
 
||00:36
 
||00:36
 
|| ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା |
 
|| ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା |
 +
 
|-
 
|-
 
||00:39
 
||00:39
 
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ |
 
|| ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||00:47
 
||00:47
 
|| ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture  ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture  ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||00:56
 
||00:56
 
|| ଦେଖନ୍ତୁ, ଏଠାରେ Insert Picture  ଡାୟଲଗ୍ ବକ୍ସ ଦେଖାଦେଉଛି |
 
|| ଦେଖନ୍ତୁ, ଏଠାରେ Insert Picture  ଡାୟଲଗ୍ ବକ୍ସ ଦେଖାଦେଉଛି |
 +
 
|-
 
|-
 
||01:00
 
||01:00
|| ଏବେ ଆପଣ Location  ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ |
+
|| ଏବେ ଆପଣ Location  ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା  
 +
ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ |
 +
 
 
|-
 
|-
 
||01:16
 
||01:16
 
|| ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||01:21
 
||01:21
 
|| ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||01:28
 
||01:28
 
|| ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି |
 
|| ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି |
 +
 
|-
 
|-
 
||01:32
 
||01:32
 
|| ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ |
 
|| ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ |
 +
 
|-
 
|-
 
||01:38
 
||01:38
 
|| ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି |
 
|| ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି |
 +
 
|-
 
|-
 
||01:44
 
||01:44
 
|| ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ |
 
|| ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ |
 +
 
|-
 
|-
 
||01:50
 
||01:50
Line 64: Line 83:
 
||02:01  
 
||02:01  
 
|| Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି |
 
|| Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି |
 +
 
|-
 
|-
 
||02:09  
 
||02:09  
 
|| ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ |
 
|| ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ |
 +
 
|-
 
|-
 
||02:13
 
||02:13
 
|| ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ |
 
|| ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ |
 +
 
|-
 
|-
 
||02:21
 
||02:21
 
|| ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ |
 
|| ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ |
 +
 
|-
 
|-
 
||02:36
 
||02:36
 
|| ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ |
 
|| ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ |
 +
 
|-
 
|-
 
||02:44
 
||02:44
 
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||02:51  
 
||02:51  
 
|| ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ |
 
|| ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ |
 +
 
|-
 
|-
 
||02:55
 
||02:55
 
|| Name  ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table |
 
|| Name  ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table |
 +
 
|-
 
|-
 
||03:01
 
||03:01
 
|| Size  ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା |
 
|| Size  ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା |
 +
 
|-
 
|-
 
||03:06
 
||03:06
 
|| Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ  Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ |
 
|| Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ  Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ |
 +
 
|-
 
|-
 
||03:21
 
||03:21
 
|| ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||03:25
 
||03:25
 
|| ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ |
 
|| ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ |
 +
 
|-
 
|-
 
||03:33
 
||03:33
 
|| ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format  ମଧ୍ୟରେ None  ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା |
 
|| ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format  ମଧ୍ୟରେ None  ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା |
 +
 
|-
 
|-
 
||03:43
 
||03:43
 
|| ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||03:45
 
||03:45
 
|| ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column  ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି |
 
|| ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column  ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି |
 +
 
|-
 
|-
 
||03:53  
 
||03:53  
 
|| ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା |
 
|| ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା |
 +
 
|-
 
|-
 
||03:58
 
||03:58
 
|| ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column  ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ |
 
|| ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column  ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||04:04
 
||04:04
 
|| ଏଠାରେ ଆମେ Secondary School Examination  ଟାଇପ୍ କରିବା |
 
|| ଏଠାରେ ଆମେ Secondary School Examination  ଟାଇପ୍ କରିବା |
 +
 
|-
 
|-
 
||04:08
 
||04:08
 
|| ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି |
 
|| ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି |
 +
 
|-
 
|-
 
||04:20  
 
||04:20  
 
|| ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା |
 
|| ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା |
 +
 
|-
 
|-
 
||04:25
 
||04:25
 
|| ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ |
 
|| ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ |
 +
 
|-
 
|-
 
||04:31
 
||04:31
 
|| ଆମେ ଏଠାରେ Higher Secondary School Examination  ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା |
 
|| ଆମେ ଏଠାରେ Higher Secondary School Examination  ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା |
 +
 
|-
 
|-
 
||04:41
 
||04:41
 
|| ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ |
 
|| ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ |
 +
 
|-
 
|-
 
||04:52
 
||04:52
 
|| ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75%  ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ |
 
|| ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75%  ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ |
 +
 
|-
 
|-
 
||05:01
 
||05:01
 
|| ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ |
 
|| ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ |
 +
 
|-
 
|-
 
||05:12
 
||05:12
 
|| ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି |
 
|| ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି |
 +
 
|-
 
|-
 
||05:18
 
||05:18
 
|| ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା |
 
|| ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା |
 +
 
|-
 
|-
 
||05:24
 
||05:24
 
|| ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା |
 
|| ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା |
 +
 
|-
 
|-
 
||05:33
 
||05:33
Line 152: Line 199:
 
||05:37
 
||05:37
 
|| ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା |
 
|| ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା |
 +
 
|-
 
|-
 
||05:49
 
||05:49
 
|| ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ |
 
|| ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ |
 +
 
|-
 
|-
 
||06:00
 
||06:00
 
|| Tab  ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ |
 
|| Tab  ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ |
 +
 
|-
 
|-
 
||06:07  
 
||06:07  
 
|| ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ |
 
|| ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ |
 +
 
|-
 
|-
 
||06:18
 
||06:18
 
|| ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ |
 
|| ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ |
 +
 
|-
 
|-
 
||06:30
 
||06:30
 
|| ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା |
 
|| ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା |
 +
 
|-
 
|-
 
||06:35
 
||06:35
 
|| ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ |
 
|| ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ |
 +
 
|-
 
|-
 
||06:42
 
||06:42
 
|| ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||06:49  
 
||06:49  
 
|| ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି |
 
|| ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି |
 +
 
|-
 
|-
 
||06:58
 
||06:58
 
|| ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା |
 
|| ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା |
 +
 
|-
 
|-
 
||07:02
 
||07:02
 
|| ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ |
 
|| ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ |
 +
 
|-
 
|-
 
||07:15
 
||07:15
 
|| ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ |
 
|| ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ |
 +
 
|-
 
|-
 
||07:25
 
||07:25
 
|| ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା |
 
|| ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା |
 +
 
|-
 
|-
 
||07:30
 
||07:30
 
|| ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ |
 
|| ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ |
 +
 
|-
 
|-
 
||07:35
 
||07:35
||  
+
|| ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ |  
ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ |  
+
 
 
|-
 
|-
 
||07:43
 
||07:43
 
|| ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ |
 
|| ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ |
 +
 +
|-
 
||07:49  
 
||07:49  
 
|| ଫାଇଲ୍ ରେ ହାଇପରଲିଙ୍କ୍ସ୍  ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ |
 
|| ଫାଇଲ୍ ରେ ହାଇପରଲିଙ୍କ୍ସ୍  ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ |
 +
 
|-
 
|-
 
||07:56
 
||07:56
 
|| ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
 
|| ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:00
 
||08:00
 
|| ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା |
 
|| ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା |
 +
 
|-
 
|-
 
||08:06
 
||08:06
 
|| ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା |
 
|| ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା |
 +
 
|-
 
|-
 
||08:09
 
||08:09
 
|| ଏଣ୍ଟର୍ ପ୍ରେସ୍ କରନ୍ତୁ |
 
|| ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
|-
 
|-
 
||08:11
 
||08:11
 
|| ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting.
 
|| ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting.
 +
 
|-
 
|-
 
||08:20
 
||08:20
 
|| ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ |
 
|| ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ |
 +
 
|-
 
|-
 
||08:24
 
||08:24
 
|| ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ |
 
|| ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ |
 +
 
|-
 
|-
 
||08:30
 
||08:30
 
|| Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||08:40
 
||08:40
 
|| ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି |
 
|| ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି |
 +
 
|-
 
|-
 
||08:43
 
||08:43
 
|| ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ |
 
|| ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ |
 +
 
|-
 
|-
 
||08:53
 
||08:53
 
|| ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା |
 
|| ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା |
 +
 
|-
 
|-
 
||09:00
 
||09:00
 
||Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ |
 
||Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ |
 +
 
|-
 
|-
 
||09:09
 
||09:09
 
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||09:15
 
||09:15
 
|| ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି |
 
|| ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି |
 +
 
|-
 
|-
 
||09:24
 
||09:24
 
|| ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା |
 
|| ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା |
 +
 
|-
 
|-
 
||09:30
 
||09:30
 
|| ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||09:36
 
||09:36
 
|| ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ |
 
|| ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ |
 +
 
|-
 
|-
 
||09:44
 
||09:44
 
|| ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
|| ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||09:52
 
||09:52
 
|| ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି |
 
|| ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି |
 +
 
|-
 
|-
 
||09:57
 
||09:57
 
||Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
 
||Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
|-
 
|-
 
||10:02
 
||10:02
 
|| ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି |
 
|| ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି |
 +
 
|-
 
|-
 
||10:11
 
||10:11
 
|| ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ |
 
|| ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ |
 +
 
|-
 
|-
 
||10:19  
 
||10:19  
 
|| Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ |
 
|| Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ |
 +
 
|-
 
|-
 
||10:23
 
||10:23
 
|| ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ |
 
|| ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ |
 +
 
|-
 
|-
 
||10:30
 
||10:30
 
|| ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ |
 
|| ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ |
 +
 
|-
 
|-
 
||10:35
 
||10:35
 
|| ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ -
 
|| ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ -
 +
 
|-
 
|-
 
||10:37
 
||10:37
 
|| ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
 
|| ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
 +
 
|-
 
|-
 
||10:39
 
||10:39
 
|| ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା |
 
|| ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା |
 +
 
|-
 
|-
 
||10:42
 
||10:42
 
|| ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା |
 
|| ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା |
 +
 
|-
 
|-
 
||10:46
 
||10:46
 
|| ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ |
 
|| ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ |
 +
 
|-
 
|-
 
||10:48
 
||10:48
 
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 
|| କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
 +
 
|-
 
|-
 
||10:50
 
||10:50
 
||Practice.odt ଖୋଲନ୍ତୁ |
 
||Practice.odt ଖୋଲନ୍ତୁ |
 +
 
|-
 
|-
 
||10:53
 
||10:53
 
|| ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ |
 
|| ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ |
 +
 
|-
 
|-
 
||10:57
 
||10:57
 
|| 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ |
 
|| 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ |
 +
 
|-
 
|-
 
||11:01
 
||11:01
 
|| www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ |
 
|| www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ |
 +
 
|-
 
|-
 
||11:11
 
||11:11
 
|| ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ |
 
|| ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ |
 +
 
|-
 
|-
 
||11:17
 
||11:17
 
|| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 
|| ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
 +
 
|-
 
|-
 
||11:22
 
||11:22
 
|| ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ |
 
|| ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ |
 +
 
|-
 
|-
 
||11:25
 
||11:25
 
|| ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ |
 
|| ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ |
 +
 
|-
 
|-
 
||11:30
 
||11:30
 
|| ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ |
 
|| ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ |
 +
 
|-
 
|-
 
||11:33
 
||11:33
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି |
 
|| ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି |
 +
 
|-
 
|-
 
||11:46
 
||11:46
 
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି |
 
|| ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି |
 +
 
|-
 
|-
||
+
||11:56
 
|| IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 
|| IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
 +
 
|-
 
|-
||
+
||12:03
 
|| ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ  
 
|| ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ  
 
|-
 
|-
 
|}
 
|}

Latest revision as of 14:51, 10 April 2017

Time Narration
00:00 ଲିବର୍ ଅଫିସ୍ ରାଇଟର୍ ରେ ଇନ୍ସର୍ଟିଙ୍ଗ୍ ଇମେଜେସ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ |
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା |
00:09 ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
00:12 ରାଇଟର୍ ରେ ଟେବଲ୍ସ ଇନ୍ସର୍ଟ କରିବା |
00:15 ରାଇଟର୍ ରେ ହାଇପର୍ ଲିଙ୍କ୍ସ ଇନ୍ସର୍ଟ କରିବା |
00:18 ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଉବୁଣ୍ଟୁ ଲିନକ୍ସ ୧୦.୦୪ ର ବ୍ୟବହାର କରୁଛୁ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ |
00:29 ଆମେ, ଲିବର୍ ଅଫିସ୍ ରାଇଟର୍ ରେ ଏକ ଇମେଜ୍ ଫାଇଲ୍ କିପରି ଇନ୍ସର୍ଟ କରାଯାଏ, ସେଥିରୁ ଆରମ୍ଭ କରିବା |
00:36 ଆସନ୍ତୁ, ନିଜର resume.odt ଫାଇଲ୍ ଖୋଲିବା |
00:39 ଡକ୍ୟୁମେଣ୍ଟ୍ ରେ ଏକ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା ପାଇଁ ପ୍ରଥମେ resume.odt ଡକ୍ୟୁମେଣ୍ଟ୍ ଭିତରେ କ୍ଲିକ୍ କରନ୍ତୁ |
00:47 ଏବେ ମେନୁବାର୍ ରେ Insert ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ତାହାପରେ Picture ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ From File ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
00:56 ଦେଖନ୍ତୁ, ଏଠାରେ Insert Picture ଡାୟଲଗ୍ ବକ୍ସ ଦେଖାଦେଉଛି |
01:00 ଏବେ ଆପଣ Location ଫିଲ୍ଡରେ ଫାଇଲ୍ ନାମ ଲେଖି ଇମେଜ୍ ସିଲେକ୍ଟ କରିପାରିବେ, ଯଦି ଆପଣ ଏହାକୁ ନିଜ ସିଷ୍ଟମ୍ ରେ ସେଭ୍ କରିଛନ୍ତି | ଯେହେତୁ ଆମେ ଗୋଟିଏ ବି ଇମେଜ୍ ସେଭ୍ କରିନାହେଁ, ଆମେ ଅପ୍ସନ୍ ରୁ ଇମେଜ୍ ଇନ୍ସର୍ଟ କରିବା, ଯାହା

ଡିଫଲ୍ଟ ଭାବରେ ପ୍ରଦାନ କରାଯାଇଥାଏ |

01:16 ତେଣୁ, ଡାୟଲଗ୍ ବକ୍ସର ବାମ ପଟେ ଥିବା Picture ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
01:21 ଏବେ, ଯେକୌଣସି ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:28 ଆପଣ ଦେଖିବେ ଯେ, ଇମେଜ୍ ଆପଣଙ୍କ ଡକ୍ୟୁମେଣ୍ଟ୍ ରେ ଇନ୍ସର୍ଟ ହୋଇଯାଇଛି |
01:32 ଆପଣ ଏହି ଇମେଜ୍ ର ଆକାର ମଧ୍ୟ ବଦଳାଇପାରିବେ ଏବଂ ଏହାକୁ Resume ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରିପାରିବେ |
01:38 ଏଥିପାଇଁ ପ୍ରଥମେ ଇମେଜ୍ ଉପରେ କ୍ଲିକ୍ କରନ୍ତୁ | ଦେଖନ୍ତୁ, ଇମେଜ୍ ଉପରେ ରଙ୍ଗିନ୍ ହ୍ୟାଣ୍ଡଲ୍ସ ଦେଖାଯାଉଛି |
01:44 ଯେକୌଣସି ଗୋଟିଏ ହ୍ୟାଣ୍ଡଲ୍ ଉପରେ କର୍ସର୍ ରଖନ୍ତୁ ଏବଂ ବାମ ମାଉସ୍ ବଟନ୍ ପ୍ରେସ୍ କରନ୍ତୁ |
01:50 କର୍ସର୍ କୁ ଡ୍ରାଗ୍ କରି ଇମେଜ୍ ର ଆକାର ବଦଳାନ୍ତୁ | ଯେବେ ଆକାର ବଦଳିଯିବ, ଇମେଜ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ ଏଡିଟର୍ ର ଉପର ଡାହାଣ କୋଣ ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
02:01 Clipboard କିମ୍ୱା scanner ବ୍ୟବହାର କରି ଏବଂ ଗ୍ୟାଲେରୀ ନେଇ, ଇମେଜ୍ ଇନ୍ସର୍ଟ କରିବାର ଅନ୍ୟ ପ୍ରଚଳିତ ପଦ୍ଧତିମାନ ରହିଛି |
02:09 ଏବେ ଆମେ ଶିଖିବା ଯେ, ରାଇଟର୍ ରେ ଟେବଲ୍ସ କିପରି ଇନ୍ସର୍ଟ କରିବେ |
02:13 ଟେବଲ୍ସ, ଲିବର୍ ଅଫିସ୍ ରାଇଟର୍ ରେ ବ୍ୟବହାରକାରୀମାନଙ୍କୁ, ସେମାନଙ୍କର ସୂଚନାଗୁଡ଼ିକୁ ସାରଣୀ ଫର୍ମରେ ରଖିବା ପାଇଁ ସକ୍ଷମ କରିଥାଏ |
02:21 ନିଜ ଡକ୍ୟୁମେଣ୍ଟସ୍ ରେ ଟେବଲ୍ ଇନ୍ସର୍ଟ କରିବା ପାଇଁ ଆପଣ, ଟୁଲ୍ ବାର୍ ରେ Table ଆଇକନ୍ ଉପରେ କ୍ଲିକ୍ କରି ଟେବଲ୍ ର ଆକାର ଚୟନକରି କରିପାରିବେ କିମ୍ୱା ଆପଣ ଏହାକୁ ମେନ୍ୟୁବାର୍ ରେ Insert ଅପ୍ସନ୍ ମାଧ୍ୟମରେ କରିପାରିବେ |
02:36 ତେଣୁ, ହେଡିଙ୍ଗ୍ Education Details ତଳେ ଟେବଲ୍ ଇନ୍ସର୍ଟ କରିବା ପାଇଁ କର୍ସର୍ କୁ S ହେଡିଙ୍ଗ୍ ତଳେ ରଖନ୍ତୁ |
02:44 ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Tables ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
02:51 ଏହା, ବିବିଧ ଫିଲ୍ଡସ୍ ସହିତ ଡାୟଲଗ୍ ବକ୍ସ ଓପନ୍ କରିଥାଏ |
02:55 Name ଫିଲ୍ଡରେ ଆସନ୍ତୁ ଟେବଲ୍ ନାମ ଦେବା Resume Table |
03:01 Size ହେଡିଙ୍ଗ୍ ତଳେ ଆସନ୍ତୁ Columns ର ସଂଖ୍ୟା 2 ରଖିବା |
03:06 Rows ଫିଲ୍ଡରେ ଥିବା ଉପର ଆରୋ ଉପରେ କ୍ଲିକ୍ କରନ୍ତୁ, 4 ପର୍ଯ୍ୟନ୍ତ Rows ସଂଖ୍ୟା ବୃଦ୍ଧି କରନ୍ତୁ | Columns ଓ Rowsରେ ଅପ୍ ଓ ଡାଉନ୍ ଆରୋ ବ୍ୟବହାର କରି ଆପଣ ଟେବଲ୍ ର ଆକାର ବୃଦ୍ଧି କିମ୍ୱା ହ୍ରାସ କରିପାରିବେ |
03:21 ଏବେ ଡାୟଲଗ୍ ବକ୍ସରେ AutoFormat ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:25 ଏହା, ଏକ ନୂଆ ଡାୟଲଗ୍ ବକ୍ସ ଖୋଲିଥାଏ, ଯେଉଁଠାରେ ଆପଣ ଯାହା ଇନ୍ସର୍ଟ କରିବାକୁ ଚାହାଁନ୍ତି, ସେହି ଟେବଲ୍ ର ପ୍ରାରୂପ ସିଲେକ୍ଟ କରିପାରିବେ |
03:33 ରାଇଟର୍ ପ୍ରାରୂପ ସିଲେକ୍ଟ କରିବା ପାଇଁ ଅନେକ ଅପ୍ସନ୍ ଦେଇଥାଏ | ଆମେ Format ମଧ୍ୟରେ None ଅପ୍ସନ୍ ଉପରେ କ୍ଲିକ୍ କରିବା ଓ ତାହାପରେ OK ବଟନ୍ ଉପରେ କ୍ଲିକ୍ କରିବା |
03:43 ପୁଣିଥରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:45 ଆପଣ ଦେଖିବେ ଯେ, ହେଡିଙ୍ଗ୍ ତଳେ ଦୁଇଟି Column ଓ ଚାରୋଟି Row ବିଶିଷ୍ଟ ଟେବଲ୍ ଇନ୍ସର୍ଟ ହୋଇଯାଇଛି |
03:53 ଏବେ ଆମେ ଟେବଲ୍ ମଧ୍ୟରେ ଯେକୌଣସି ସୂଚନା, ସାରଣୀ ଭାବରେ ଲେଖିପାରିବା |
03:58 ଉଦାହରଣସ୍ୱରୂପ, ଟେବଲ୍ ର ପ୍ରଥମ Column ଓ ପ୍ରଥମ Row ମଧ୍ୟରେ କ୍ଲିକ୍ କରନ୍ତୁ |
04:04 ଏଠାରେ ଆମେ Secondary School Examination ଟାଇପ୍ କରିବା |
04:08 ଏବେ, ନିକଟ Cellରେ କ୍ଲିକ୍ କରନ୍ତୁ ଏବଂ 93 Percent ଲେଖନ୍ତୁ | ଏହା ଦେଖାଉଛି ଯେ, ରମେଶ, ମାଧ୍ୟମିକ ସ୍କୁଲ୍ ପରୀକ୍ଷାରେ 93 ଶତକଡ଼ା ଅଙ୍କ ପ୍ରାପ୍ତ କରିଛି |
04:20 ଠିକ୍ ଏହିପରି ଆମେ ଟେବଲ୍ ରେ ଅତିରିକ୍ତ ଶିକ୍ଷାଗତ ବିବରଣୀ ଟାଇପ୍ କରିପାରିବା |
04:25 ସେହି Cellର ଠିକ୍ ତଳେ ଥିବା Cellରେ କ୍ଲିକ୍ କରନ୍ତୁ, ଯେଉଁଠାରେ ଆମେ Secodary School Examination ଟାଇପ୍ କରିଛେ |
04:31 ଆମେ ଏଠାରେ Higher Secondary School Examination ଲେଖିବା ଏବଂ ପାଖ Cellରେ ଆମେ 88 Percent ଲେଖିବା |
04:41 ଆଗାମୀ Cell ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତୃତୀୟ Rowରେ ପ୍ରଥମ Cellରେ କ୍ଲିକ୍ କରନ୍ତୁ | ବୈକଳ୍ପିକ ଭାବରେ ଗୋଟିଏ Cell ରୁ ଅନ୍ୟ Cellକୁ ଯିବାପାଇଁ ଟ୍ୟାବ୍ କୀ ପ୍ରେସ୍ କରନ୍ତୁ |
04:52 ତେଣୁ ଟ୍ୟାବ୍ ପ୍ରେସ୍ କରନ୍ତୁ ଓ Graduation ଟାଇପ୍ କରନ୍ତୁ | ପାଖ Cellରେ 75% ଟାଇପ୍ କରନ୍ତୁ | ଶେଷ Rowର ପ୍ରଥମ Cellରେ କ୍ଲିକ୍ କରନ୍ତୁ ଓ Post Graduation ଲେଖନ୍ତୁ ତଥା ପାଖ Cellରେ 70% ଟାଇପ୍ କରନ୍ତୁ |
05:01 ଅନ୍ତତଃ ଶେଷ Rowର ପ୍ରଥମ Cellରେ ଆମେ Post Graduation ହେଡିଙ୍ଗ୍ ଏବଂ ନିକଟବର୍ତ୍ତୀ Cellରେ 70 ଶତକଡା ଅଙ୍କ ଟାଇପ୍ କଲେ |
05:12 ଏବେ ଆମେ ଦେଖୁଛେ ଯେ, ଟେବଲ୍, ଶିକ୍ଷାଗତ ଯୋଗ୍ୟତା ସହିତ Resumeରେ ପ୍ରଦର୍ଶିତ ହୋଇଯାଇଛି |
05:18 ଆସନ୍ତୁ ଟେବଲ୍ ର ଶେଷ Cellରେ କର୍ସର୍ ରଖିବା |
05:24 ଏବେ ଯଦି ଆମେ ଟେବଲ୍ ର ଶେଷ Rowର ଠିକ୍ ତଳେ ଏକ ଅତିରିକ୍ତ Row ଯୋଡ଼ିବାକୁ ଚାହିଁବା, ତେବେ କୀ-ବୋର୍ଡରେ Tab କୀ ପ୍ରେସ୍ କରିବା |
05:33 ଆପଣ ଦେଖିବେ ଯେ, ନୂଆ Row ଇନ୍ସର୍ଟ ହୋଇଯାଇଛି |
05:37 ଟେବଲ୍ ର ବାମ ପଟେ ଆମେ “Phd ଡିଗ୍ରୀ ପ୍ରାପ୍ତ ହୋଇଛି”, ଟାଇପ୍ କରିବା ଏବଂ ଡାହାଣପଟେ 65% ପ୍ରାପ୍ତାଙ୍କ ଟାଇପ୍ କରିବା |
05:49 ତେଣୁ, ଆମେ ଦେଖିବା ଯେ, Tab କୀ, ନୂଆ Row ଯୋଡ଼ିବା ପାଇଁ ଅତ୍ୟନ୍ତ ଉପଯୋଗୀ | ଯେତେବେଳେ କର୍ସର୍ ଶେଷ Row ଉପରେ ରଖାଯାଇଥିବ |
06:00 Tab ଓ Shift+Tab ବ୍ୟବହାର କରି ଟେବଲ୍ ରେ Cell ରୁ Cell ମଧ୍ୟ ସଂଚାଳନ କରିପାରିବେ |
06:07 ଟେବଲ୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ ବିଶେଷତା Optimal Column Width ଅପ୍ସନ୍ ଅଟେ, ଯାହା ସ୍ୱୟଂ Cellର କଣ୍ଟେଣ୍ଟ୍ ଅନୁସାରେ Columnର ପ୍ରସ୍ତତା ସ୍ଥିର କରିଥାଏ |
06:18 ଟେବଲ୍ ର ଦ୍ୱିତୀୟ ବା ଡାହାଣ ପଟ Columnରେ ଏହି ବିଶେଷତାକୁ ଲାଗୁ କରିବା ପାଇଁ ପ୍ରଥମେ କ୍ଲିକ୍ କରନ୍ତୁ ଏବଂ ତାହାପରେ ଦ୍ୱିତୀୟ Columnରେ କର୍ସର୍ ଯେକୌଣସି ସ୍ଥାନରେ ରଖିଦିଅନ୍ତୁ |
06:30 ଏବେ ଆସନ୍ତୁ, ଶେଷ Cellରେ ଟେକ୍ସଟ୍ ପରେ 65% ଉପରେ କର୍ସର୍ ରଖିବା |
06:35 ଏବେ ମେନ୍ୟୁବାର୍ ରେ Table ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Autofit ଅପ୍ସନ୍ କୁ ଯାଆନ୍ତୁ |
06:42 ମେନ୍ୟୁ ସ୍କ୍ରୀନ୍ ରେ ପ୍ରଦର୍ଶିତ ହେଉଥିବା Optimal Column Width ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:49 ଆପଣ ଦେଖିବେ ଯେ, Columnରେ Cells କଣ୍ଟେଣ୍ଟ୍ ଅନୁକୂଳ Columnର ପ୍ରସ୍ତ ସ୍ୱତଃ ହିଁ ସ୍ଥିର ହେଉଛି |
06:58 ସେହିପ୍ରକାରେ ଆମେ ଟେବଲ୍ ରେ ଯେକୌଣସି Column ପାଇଁ ଏହା କରିପାରିବା |
07:02 ଆପଣ ନିଜ ଟେବଲ୍ ପାଇଁ, କୌଣସି ବର୍ଡର୍ସ ନରଖିବାଠାରୁ ନେଇ, ସମସ୍ତ ଆଭ୍ୟନ୍ତରୀଣ ଓ ବାହ୍ୟ ବର୍ଡର୍ସ ରଖିବା କିମ୍ୱା ଆପଣଙ୍କ ଟେବଲ୍ ରେ କେବଳ ବାହ୍ୟ ବର୍ଡର୍ସ ରଖିବା ନିମନ୍ତେ ବିଭିନ୍ନ ପ୍ରକାରର Borders ସେଟ୍ କରିପାରିବେ |
07:15 ଏଥିନିମନ୍ତେ, ଉପଯୁକ୍ତ ଅପ୍ସନ୍ ଚୟନ କରିବା ପାଇଁ ମୁଖ୍ୟ ମେନ୍ୟୁରେ ଟେବଲ୍ ଟ୍ୟାବ୍ ଓ ଟେବଲ୍ ପ୍ରୋପର୍ଟିଜ୍ ଅପ୍ସନ୍, ବର୍ଡର୍ସ ଟ୍ୟାବ୍ ଚୟନ କରନ୍ତୁ |
07:25 ଏହାପରେ ଆମେ, ରାଇଟର୍ ରେ ହାଇପର୍ ଲିଙ୍କ୍ସ କିପରି ସୃଷ୍ଟି କରନ୍ତି, ତାହା ଶିଖିବା |
07:30 ବ୍ୟବହାରକର୍ତ୍ତା, ହାଇପର୍ ଲିଙ୍କ୍ସର ଉପଯୋଗ ହାଇପର୍ ଟେକ୍ସଟ୍ ବ୍ରାଉଜ୍ କରିବା କିମ୍ୱା ଦେଖିବା ପାଇଁ କରିଥାଏ |
07:35 ହାଇପରଲିଙ୍କ୍ସ୍ ଡକ୍ୟୁମେଣ୍ଟ ପାଇଁ ସନ୍ଦର୍ଭ ହେଉଛି,ପାଠକ ନିଜେ ଆରମ୍ଭ କରିପାରନ୍ତି କିମ୍ବା ଏହା ନିଜକୁ ନିଜ ଆରମ୍ଭ ହୋଇଯାଇଥାଏ |
07:43 ହାଇପରଲିଙ୍କ୍ସ୍ ପୁରା ଡକୁମେଣ୍ଟ୍ କୁ ଏବଂ ଡକ୍ୟୁମେଣ୍ଟରେ ଥିବା ବିଶିଷ୍ଟ ଏଲିମେଣ୍ଟ କୁ ଇଙ୍ଗିତ କରେ |
07:49 ଫାଇଲ୍ ରେ ହାଇପରଲିଙ୍କ୍ସ୍ ତିଆରି କରିବା ପୂର୍ବରୁ ପ୍ରଥମେ ଆମେ ଏକ ଡକ୍ୟୁମେଣ୍ଟ୍ ତିଆରି କରିବା ଯାହା ହାଇପରଲିଙ୍କ୍ ହେବ |
07:56 ତେଣୁ ଟୁଲବାର୍ ରେ “New” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:00 ଗୋଟିଏ ନୂଆ ଡକ୍ୟୁମେଣ୍ଟ ଖୋଲିଥାଏ | ଏବେ ଆମେ ଏହି ନୂଆ ଡକ୍ୟୁମେଣ୍ଟରେ Hobbies ପାଇଁ ଟେବଲ୍ ତିଆରି କରିବା |
08:06 ଆମେ ହେଡିଙ୍ଗ୍ ଭାବରେ HOBBIES ଲେଖିବା |
08:09 ଏଣ୍ଟର୍ ପ୍ରେସ୍ କରନ୍ତୁ |
08:11 ଆସନ୍ତୁ, ଗୋଟିଏ ତଳେ ଅନ୍ୟ କିଛି ସଉକ ଲେଖିବା, ଯେପରି – Listing to music, playing table tennis ଏବଂ painting.
08:20 ଏବେ ଏହି ଫାଇଲ୍ କୁ ସେଭ୍ କରନ୍ତୁ |
08:24 ଟୁଲ୍ ବାର୍ ରେ ଥିବା Save ଆଇକନ୍ ଉପରେ କ୍ଲିକ୍ କରନ୍ତୁ | Name ଫିଲ୍ଡରେ ଫାଇଲ୍ ର ନାମ Hobby ଟାଇପ୍ କରନ୍ତୁ |
08:30 Save in Folder ରେ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ | ଏବେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:40 ଦେଖନ୍ତୁ, ଏବେ ଫାଇଲ୍ ଡେସ୍କଟପ୍ ଉପରେ ସେଭ୍ ହୋଇଯାଇଛି |
08:43 ଏବେ ଆମେ ଏହି ଫାଇଲ୍ କୁ ବନ୍ଦ କରିବା | ଆସନ୍ତୁ, ବର୍ତ୍ତମାନ Resume.odt ଫାଇଲ୍ ରେ ହାଇପର୍ ଲିଙ୍କ୍ ତିଆରି କରିବା, ଯାହା ଏହି ଡକ୍ୟୁମେଣ୍ଟକୁ ଓପନ୍ କରିବ |
08:53 ବର୍ତ୍ତମାନ ଆମେ, ଶିକ୍ଷା ବିବରଣଯୁକ୍ତ ଟେବଲ୍ ତଳେ Hobbies ହେଡିଙ୍ଗ୍ ଲେଖିବା |
09:00 Hobbies ଟେକ୍ସଟ୍ ହାଇପର୍ ଲିଙ୍କ୍ କରିବା ପାଇଁ ପ୍ରଥମେ ହେଡିଙ୍ଗ୍ Hobbies ଉପରେ କର୍ସର୍ ଡ୍ରାଗ୍ କରି ଟେକ୍ସଟ୍ ସିଲେକ୍ଟ କରନ୍ତୁ |
09:09 ଏବେ ମେନ୍ୟୁବାର୍ ରେ Insert ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Hyperlink ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
09:15 ଗୋଟିଏ ଡାୟଲଗ୍ ବକ୍ସ ଖୋଲିବ, ଯେଉଁଥିରେ Internet, Mails ଓ News; Document ଓ New Document ପରି ଅପ୍ସନ୍ ଅଛି |
09:24 ଯେହେତୁ ଆମେ ଟେକ୍ସଟ୍ ଡକ୍ୟୁମେଣ୍ଟ ପାଇଁ ହାଇପର୍ ଲିଙ୍କ୍ ପ୍ରସ୍ତୁତ କରୁଛେ, ଆମେ Document ଅପ୍ସନ୍ ଉପରେ କ୍ଲିକ୍ କରିବା |
09:30 ଏବେ Path ଫିଲ୍ଡରେ Open File ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:36 ନୂଆ ଡକ୍ୟୁମେଣ୍ଟକୁ ଯିବାପାଇଁ ଡାୟଲଗ୍ ବକ୍ସରେ Desktop ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାକୁ ଆମେ ତିଆରି କରିଛେ |
09:44 ବର୍ତ୍ତମାନ hobby.odt ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:52 ଆପଣ ଦେଖିବେ ଯେ, ଫାଇଲ୍ ପାଇଁ ସ୍ଥାନ Path ଫିଲ୍ଡରେ ଏଣ୍ଟର୍ ହୋଇଯାଇଛି |
09:57 Apply ଫିଲ୍ଡ ଉପରେ କ୍ଲିକ୍ କରନ୍ତୁ ଏବଂ ତାହାପରେ Close ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:02 ଟେକ୍ସଟ୍ HOBBIES ରେଖାଙ୍କିତ ହୋଇଥିବାର ଓ ନୀଳ ରଙ୍ଗ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ, ଯେହେତୁ ଏହା ହାଇପର୍ ଲିଙ୍କ୍ ହୋଇଯାଇଛି |
10:11 ଏବେ ହେଡିଙ୍ଗ୍ HOBBIES ଉପରେ କର୍ସର୍ ରଖନ୍ତୁ ଏବଂ Ctrl କୀ ଓ ବାମ ମାଉସ୍ ବଟନ୍, ଉଭୟକୁ ଏକସଙ୍ଗରେ ପ୍ରେସ୍ କରନ୍ତୁ |
10:19 Hobbies ଯୁକ୍ତ ଫାଇଲ୍ ଖୋଲିବାର ଆପଣ ଦେଖିବାକୁ ପାଇବେ |
10:23 ଏହିପ୍ରକାରେ ଆପଣ, ଇମେଜ୍ ଓ ୱେବସାଇଟ୍ ପାଇଁ ମଧ୍ୟ ହାଇପର୍ ଲିଙ୍କ୍ ତିଆରି କରିପାରିବେ |
10:30 ବର୍ତ୍ତମାନ ଆମେ ଲିବର୍ ଅଫିସ୍ ରାଇଟର୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆସିଲେ |
10:35 ସଂକ୍ଷିପ୍ତରେ ଆମେ ଯାହା ଶିଖିଲେ -
10:37 ଡକ୍ୟୂମେଣ୍ଟରେ ଇମେଜ୍ ଫାଇଲ୍ ଇନ୍ସର୍ଟ କରିବା |
10:39 ରାଇଟର୍ ରେ ଟେବଲ୍ ଇନ୍ସର୍ଟ କରିବା |
10:42 ରାଇଟର୍ ରେ ହାଇପର୍ ଲିଙ୍କ୍ ଇନ୍ସର୍ଟ କରିବା |
10:46 ସ୍ଲାଇଡ୍ ସଂଖ୍ୟା 7 ଦେଖନ୍ତୁ |
10:48 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍
10:50 Practice.odt ଖୋଲନ୍ତୁ |
10:53 ଫାଇଲ୍ ରେ ଗୋଟିଏ ଇମେଜ୍ ଇନ୍ସର୍ଟ କରନ୍ତୁ |
10:57 2 Column ଓ 3 Row ସହିତ ଟେବଲ୍ ଇନ୍ସର୍ଟ କରନ୍ତୁ |
11:01 www.google.com ୱେବସାଇଟ୍ ଖୋଲିବା ପାଇଁ ହାଇପର୍ ଲିଙ୍କ୍ ତିଆରି କରନ୍ତୁ, ଯେତେବେଳେ ଆପଣ ଫାଇଲ୍ ରେ ଥିବା ଇମେଜ୍ ଉପରେ କ୍ଲିକ୍ କରିବେ |
11:11 ନିମ୍ନଲିଖିତ ଲିଙ୍କ୍ ରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ସାରାଂଶ ଦେଇଥାଏ |
11:17 ଯଦି ଆପଣଙ୍କ ପାଖରେ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଆପଣ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
11:22 ଆମେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ବ୍ୟବହାର କରି କର୍ମଶାଳାମାନ ଆୟୋଜନ କରିଥାଉ |
11:25 ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରନ୍ତି, ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦେଇଥାଉ |
11:30 ଅଧିକ ସୂଚନା ପାଇଁ ଆମକୁ contact@spoken-tutorial.orgରେ ସମ୍ପର୍କ କରନ୍ତୁ |
11:33 ସ୍ପୋକନ୍ ଟ୍ୟୁଟୋରିଆଲ୍, ଟକ୍-ଟୁ-ଏ-ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଅଟେ, ଯାହାକୁ ଭାରତ ସରକାରଙ୍କ MHRD ମନ୍ତ୍ରଣାଳୟର ରାଷ୍ଟ୍ରୀୟ ସାକ୍ଷରତା ମିଶନ୍, ICT ମାଧ୍ୟମରେ ସମର୍ଥିତ କରିଛି |
11:46 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଅଧିକ ବିବରଣୀ ଉପଲବ୍ଧ ଅଛି |
11:56 IIT ମୁମ୍ୱଇ ତରଫରୁ ମୁଁ ଏହି ଟ୍ୟୁଟୋରିଆଲ୍ ର ଅନୁବାଦକ ତଥା ଭାଷକ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
12:03 ଆମ ସହିତ ଜଡ଼ିତ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep