Difference between revisions of "Linux/C2/File-Attributes/Oriya"

From Script | Spoken-Tutorial
Jump to: navigation, search
Line 4: Line 4:
 
|-
 
|-
 
| 0:00
 
| 0:00
|ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.  
+
|ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
 
|-
 
|-
 
| 0:05
 
| 0:05
|ଏହି ଟ୍ୟୁଟୋରିଆଲ ପାଇଁ ଆପଣଂକୁ ପୁର୍ବରୁ ଖାଲି ଫାଇଲ୍ ଗୁଡିକ ଯଥା example1, example2, example3, example4, example5 ଏବଂ testchown ନାମକ ତିଆରି କରିବା ଆବଶ୍ୟକ.  
+
|ଏହି ଟ୍ୟୁଟୋରିଆଲ ପାଇଁ ପୁର୍ବରୁ example1, example2, example3, example4, example5 ଏବଂ testchown ନାମକ ଖାଲି ଫାଇଲ୍ ଗୁଡିକ ତିଆରି କରିବା ଆବଶ୍ୟକ .
 
|-
 
|-
 
|0:18
 
|0:18
|ଦୟାକରି test_chown ନାମକ ଖାଲି ଡାଇରେକ୍ଟ୍ ଟୋରୀଜ (directories) ଏବଂ ଡାଇରେକ୍ଟ୍ ଟୋରୀ (directory)  1 କୁ ମଧ୍ୟ ତିଆରି କର.  
+
| test_chown ଏବଂ directory1 ନାମକ ଖାଲି directories ତିଆରି କର .  
 
|-
 
|-
 
| 0:25
 
| 0:25
|ଏକ ଫାଇଲ୍ ଆଟ୍ରିବୂଟ୍ (File Attribute) ମେଟା ଡାଟା (metadata) ଅଟେ ଯାହା ବର୍ଣନା କରେ କିମ୍ବା ଏହା ଏକ computer file ସହିତ ସଂଯୋଗ ଅଟେ.  
+
|ଏକ ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ହେଉଛି ମେଟା ଡାଟା (metadata) , ଯାହା ଏକ computer file ର ବର୍ଣ୍ଣନା ଦିଏ ବା ତା ସହିତ ସଂଯୋଜିତ .  
 
|-
 
|-
 
|0:33
 
|0:33
|ଫାଇଲ୍ ଆଟ୍ରିବୂଟ୍ (File Attribute) ଫାଇଲ୍ ର ମାଲିକ, ଫାଇଲ୍ ର ପ୍ରକାର, ଉପଯୋଗୀ ର ଅନୁମତି, ଆଦି ବିଶେଷତ୍ବ କୁ ବର୍ଣନା କରେ.  
+
|ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ଫାଇଲ୍ ର ବିଶେଷତ୍ବ ବର୍ଣନା କରେ , ଯଥା - owner, file type, access permissions, ଇତ୍ୟାଦି .
 
|-
 
|-
 
| 0:45
 
| 0:45
|c-h own କମାଣ୍ଡ୍ ଫାଇଲ୍ ଏବଂ ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ ପାଇଁ ବ୍ୟବହାର ହୁଏ. ଏହା ଏକ ଏଡମିନ୍ କମାଣ୍ଡ୍ (admin command), ଯାହାର ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା  ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.  
+
|c-h own କମାଣ୍ଡ୍  ଫାଇଲ୍ ବା directory ର ମାଲିକାନା ପରିବର୍ତନ ପାଇଁ ବ୍ୟବହାର ହୁଏ . ଏହା ଏକ admin command . କେବଳ ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା  ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.  
 
|-
 
|-
 
| 1:00
 
| 1:00
|Chown କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ- chown space options space ownername space filename or directoryname.  
+
|chown କମାଣ୍ଡ୍ ର syntax ହେଲା - '''<nowiki> chown space options space ownername space filename or directoryname </nowiki>''' .  
 
|-
 
|-
 
| 1:13
 
| 1:13
|ଆମେ Chown କମାଣ୍ଡ୍ ସହିତ ନିମ୍ନ ରେ ଥିବା ଅପସନ୍ସ୍ ଦେଇ ପାର.  
+
|ଆମେ Chown କମାଣ୍ଡ୍ ସହିତ ନିମ୍ନ ଅପସନ୍ସ୍ ଦେଇ ପାରିବା .
 
|-
 
|-
 
|1:18
 
|1:18
| '''-R''' : ଯେଉଁ ଫାଇଲ୍ ଗୁଡିକ ଡାଇରେକ୍ଟ୍ ଟୋରୀ (directory) ର ସବ୍ ଡାଇରେକ୍ଟ୍ ଟୋରୀ (sub-directory) ରେ ଅଛନ୍ତି ସେମାନକଂର ଅନୁମତି କୁ ବଦେଳେଇବା ପାଇଁ ଆପଣ ସେଠାରେ ଏବେ ଅଛନ୍ତି.  
+
| '''-R''' : ତୁମେ ବର୍ତ୍ତମାନ ଥିବା directoryର sub-directory ରେ ଥିବା ଫାଇଲ୍ ଗୁଡିକର ଅନୁମତି କୁ ବଦେଳେଇବା ପାଇଁ .
 
|-
 
|-
 
|1:28
 
|1:28
Line 34: Line 34:
 
|-
 
|-
 
|1:33
 
|1:33
|'''-f''' : ch own କୁ ଏରୋର (error) ମେସେଜ୍ ପ୍ରଦଶ୍ରିତ ଠାରୁ ପ୍ରତିରୋଧ କରେ.   
+
|'''-f''' : chown କୁ error ମେସେଜ୍ ପ୍ରଦର୍ଶନ କରିବାରୁ ପ୍ରତିରୋଧ କରେ .   
 
|-
 
|-
 
| 1:37
 
| 1:37
|ବର୍ତମାନ ଆମେ କିଛି ଉଦାହରଣ ଦେଖିବା.  
+
|ବର୍ତମାନ ଆମେ କିଛି ଉଦାହରଣ ଦେଖିବା .
 
|-
 
|-
 
| 1:40
 
| 1:40
|ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ ଡାଇରେକ୍ଟ୍ ଟୋରୀ (directory) କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ. ସେଥିପାଇଁ  cd space Desktop slash file attribute ଟାଇପ୍ ଏବଂ ଏନ୍ଟର୍ ଦବାଅ.  
+
|ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ directory କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ . ସେଥିପାଇଁ  cd space Desktop slash file attribute ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 1:56
 
| 1:56
|ବର୍ତମାନ କମାଣ୍ଡ୍ $ ls space -l spacetestchown that is t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|ବର୍ତମାନ କମାଣ୍ଡ୍  
 +
$ ls space -l space testchown ଅର୍ଥାତ୍‌ t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 2:11
 
| 2:11
|ଏଠାରେ ଆମେ ଫାଇଲ୍ 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.  
+
|ଏଠାରେ ଆମେ ଫାଇଲ୍ 'testchown' ର owner ଦେଖିପାରିବା ଯାହା shahid ଅଟେ.
 
|-
 
|-
 
| 2:18
 
| 2:18
|ଫାଇଲ୍ ର ମାଲିକାନା ବଦେଳେଇବା ପାଇଁ $ sudo space c-h own space that is a-n-u-s-h-a anusha space testchown that is t-e-s-t-c-h-o-w-n କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଫାଇଲ୍ ର owner ବଦେଳେଇବା ପାଇଁ କମାଣ୍ଡ ଟାଇପ୍ କର
 +
$ sudo space c-h own space ଅର୍ଥାତ୍‌ a-n-u-s-h-a anusha space testchown ଅର୍ଥାତ୍‌ t-e-s-t-c-h-o-w-n ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 2:36
 
| 2:36
|sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ.
+
|sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ.
 
|-
 
|-
 
| 2:44
 
| 2:44
|ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ ମାଲିକ anusha ଅଟେ.  
+
|ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 +
ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ owner anusha .
 
|-
 
|-
 
| 3:03
 
| 3:03
|ଏବେ ଆମେ ଦେଖିବା ଡାଇରେକ୍ଟ୍ ଟୋରୀ (directory) ମାଲିକାନା କିପରି ପରିବର୍ତନ ହୁଏ.   
+
|ଏବେ ଆମେ ଦେଖିବା directory ର owner କିପରି ପରିବର୍ତନ କରାଯାଏ .   
 
|-
 
|-
 
|3:07
 
|3:07
|$ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଡାଇରେକ୍ଟ୍ ଟୋରୀ (directory) 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.  
+
|$ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 +
ଏଠାରେ ଆମେ directory 'testchown' ର owner ଦେଖିପାରିବା ଯାହା ହେଉଚି shahid .
 
|-
 
|-
 
| 3:21
 
| 3:21
|ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର.
+
|ଡାଇରେକ୍ଟ୍ ଟୋରୀ (directory) ର owner ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର .
 
|-
 
|-
 
|3:26
 
|3:26
|$ sudo space chown space minus capital R space a-n-u-s-h-a anusha spacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.  
+
|$ sudo space chown space minus capital R space a-n-u-s-h-a anushaspacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|3:44
 
|3:44
|ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ.
+
|ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 3:49
 
| 3:49
|ଆମର  ସୁବିଧା ପାଇଁ ମୁଁ Clt+L ପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିବା anusha ଡାଇରେକ୍ଟ୍ ଟୋରୀ (directory) ର ନୁଆ ମାଲିକ ଅଟେ.  
+
|ଆମର  ସୁବିଧା ପାଇଁ ମୁଁ Clt+Lପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 +
ଏଠାରେ ଆମେ ଦେଖିବା ଯେ directory ର ନୁଆ owner  anusha.  
 
|-
 
|-
 
| 4:06
 
| 4:06
|chmod କମାଣ୍ଡ୍ ଏକ କିମ୍ବା ଅଧିକ ଫାଇଲ୍ ର ଅନୁମତି ଏବଂ କାର୍ଯ ପ୍ରଣାଳୀ ର ଉପଯୋଗୀ ବଦେଳେଇବା ପାଇଁ ବ୍ୟବହାର ହୁଏ.  
+
|chmod କମାଣ୍ଡ୍ ଏକ ବା ଏକାଧିକ ଫାଇଲ୍ ର access mode ବା permissions ବଦେଳାଇବା ପାଇଁ ବ୍ୟବହାର ହୁଏ.
 
|-
 
|-
 
| 4:13
 
| 4:13
| chmod କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହିପରି ଅଟେ -  chmod space [options] space mode space filename space chmod space [options] space filename. chmod କମାଣ୍ଡ୍ ସହିତ ନିମ୍ନ୍ନ ବିକଳ୍ପ ଦେଇପାର.  
+
| chmod କମାଣ୍ଡ୍ Syntax ହେଲା -  chmod space [options] space mode space filename space chmod space [options] space filename. ଆମେ chmod କମାଣ୍ଡ୍ ସହିତ ନିମ୍ନ options  ଦେଇପାରିବା .  
 
|-
 
|-
 
|4:29
 
|4:29
|'''-c''' : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକର ସୁଚନା ସମ୍ବନ୍ଧରେ ପ୍ରିଣ୍ଟ୍ କରିବା ପାଇଁ.  
+
|'''-c''' : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକ ସମ୍ବନ୍ଧରେ ସୁଚନା ପ୍ରିଣ୍ଟ୍ କରିବା ପାଇଁ .  
 
|-
 
|-
 
|4:34
 
|4:34
|'''-f''' : ୟୁଜର୍ ର ଫାଇଲ୍ ଗୁଡିକ ଦୃଷ୍ଟି ଆସେ ନାହିଁ ଯେଉଁଗୁଡିକୁ chmod ପରିବର୍ତନ କରିପାରିବ ନାହିଁ.   
+
|'''-f''' : ଯେଉଁ ଫାଇଲ୍ ଗୁଡିକୁ chmod ପରିବର୍ତନ କରିପାରିବ ନାହିଁ ତା’ର ୟୁଜର୍ ଦର୍ଶାଅ ନାହିଁ.   
 
|-
 
|-
 
| 4:41
 
| 4:41
| ସେଠାରେ ନିମ୍ନ୍ନ ପ୍ରକାର ର ଉପୋଯୋଗୀ କିମ୍ବା ଅନୁମତି ଅଛି.
+
|ନିମ୍ନ ପ୍ରକାରର access ବା permissions ଅଛି .
 
|-
 
|-
 
|4:44
 
|4:44
|r : Read ଅର୍ଥାତ ପଡ଼.   
+
|r : Read ଅର୍ଥାତ ପଢ.   
  
 
w : Write ଅର୍ଥାତ ଲେଖ
 
w : Write ଅର୍ଥାତ ଲେଖ
Line 100: Line 105:
 
|-
 
|-
 
| 4:54
 
| 4:54
| ବିକଳ୍ପ ରୁପ ରେ, ତିନି ଅକଂ ବିଶିଷ୍ଟ ଅଷ୍ଟାଧାରୀ  ନମ୍ବର ଦ୍ବାରା ଅନୁମତି ଗୁଡିକୁ ନିର୍ଦିଷ୍ଟ କରି ପାର.   
+
| ବିକଳ୍ପ ଭାବେ, ଆମେ ଏକ three-digit octal number ଦ୍ବାରା permission ଗୁଡିକୁ ନିର୍ଦିଷ୍ଟ କରି ପାରିବା .   
 
|-
 
|-
 
|5:00
 
|5:00
|ପ୍ରଥମ ଅଂକ ମାଲିକ ର ଅନୁମତି ପାଇଁ ଅଟେ, ଦିତିୟ ଟି ସମୁହ ମାନକଂର ଅନୁମତି ପାଇଁ ଅଟେ, ଏବଂ ତୃତୀୟ ଟି ଅନ୍ୟମାନକଂର ଅନୁମତି ପାଇଁ ଅଟେ.
+
|ପ୍ରଥମ ଅଂକ owner permission ପାଇଁ , ଦିତିୟଟି group permission ପାଇଁ , ଏବଂ ତୃତୀୟଟି ଅନ୍ୟମାନକଂର permission ପାଇଁ ହୋ‌ଇଥାଏ.
 
|-
 
|-
 
| 5:09
 
| 5:09
| ଅନୁମତିଗୁଡିକ ନିମ୍ନଲିଖିତ ଅଷ୍ଟାଧାରୀ ମୁଲ୍ୟ ଗୁଡିକର ଯୋଡିବା ଦ୍ବାରା ଗଣନା କରାଯାଏ
+
| permission ଗୁଡିକ ନିମ୍ନଲିଖିତ octal values  ଯୋଡି କରି ଗଣନା କରାଯାଏ
  
4 ତାହା ପଡିବା
+
4 ଅର୍ଥ ପଡିବା
  
2 ତାହା ଲେଖିବା
+
2 ଅର୍ଥ ଲେଖିବା
  
ତାହା ସମ୍ପାଦନା
+
ଅର୍ଥ ସମ୍ପାଦନା
 
|-
 
|-
 
| 5:20
 
| 5:20
|ବର୍ତମାନ ଆମେ chmod ର କିଛି ଉଦାହରଣ ଦେଖିବା. ଟର୍ମିନାଲ୍ କୁ ଯିବା ଏବଂ execute-by-user ଅନୁମତି କୁ file example1 କୁ ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.  
+
|ବର୍ତମାନ ଆମେ chmodର କିଛି ଉଦାହରଣ ଦେଖିବା . ଟର୍ମିନାଲ୍ କୁ ଯିବା ଏବଂ ଫାଇଲ୍‌ example1 କୁ execute-by-user permission ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.  
 
|-
 
|-
 
|5:30
 
|5:30
|ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି.  
+
|ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି .
 
|-
 
|-
 
  | 5:36
 
  | 5:36
|ଏବେ $ chmod space u+x space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଏବେ ଟାଇପ୍ କର $ chmod space u+x space example1 ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 5:49
 
| 5:49
|ବର୍ତମାନ $ ls space -l space example1 ଟାଇପ୍ କର ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ.
+
|ବର୍ତମାନ ଟାଇପ୍ କର $ ls space -l space example1 ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ .
 
|-
 
|-
 
|6:01
 
|6:01
|ଏଠାରେ ମାଲିକ ଦ୍ବାରା ପଡ଼ା/ଲେଖା/ସମ୍ପାଦନା ଅନୁମତି, ଗ୍ରୁପ୍ ଦ୍ବାରା ଲେଖା/ସମ୍ପାଦନା ଅନୁମତି, ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବା ପାଇଁ ଆପଣ ଦେଖିପାରିବେ.  
+
|ଏଠାରେ ଫାଇଲ୍‌ example1 କୁ owner ଦ୍ବାରା read/write/execute permission , ଗ୍ରୁପ୍ (group) ଦ୍ବାରା read/execute permission , ଅନ୍ୟ (others) ଦ୍ବାରା execute-only permission କେମିତି ଦିଆଯିବ ଦେଖିପାରିବ.  
 
|-
 
|-
 
| 6:15
 
| 6:15
|ବର୍ତମାନ  $ chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.   
+
|ବର୍ତମାନ  $chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.   
 
|-
 
|-
 
| 6:26
 
| 6:26
Line 136: Line 141:
 
|-
 
|-
 
|6:35
 
|6:35
|ଏଠାରେ ଆମେ ଦେଖିପାରିବା ଯେ ଉପରେ ଦିଆଯାଇଥିବା କମାଣ୍ଡ୍ ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବାକୁ ଦିଆଯାଇଛି.
+
|ଏଠାରେ ଆମେ ଦେଖିପାରିବା ଯେ ଉପର କମାଣ୍ଡ୍ ଫାଇଲ୍‌ example1 କୁ ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତି ନିର୍ଦ୍ଧାରଣ କରିଛି.
 
|-
 
|-
 
| 6:52
 
| 6:52
|read-only permission file example1 କୁ ନିର୍ଧାରଣ କରିବା ପାଇଁ ଏହି କମାଣ୍ଡ୍ $ chmod space =r space example1 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
| ଫାଇଲ୍‌ example1 କୁ ସମସ୍ତଙ୍କ ପାଇଁ read-only permission ନିର୍ଧାରଣ କରିବାକୁ ଏହି କମାଣ୍ଡ୍ ଟାଇପ୍ କର
 +
$ chmod space =r space example1 ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
| 7:08
 
| 7:08
|ବର୍ତମାନ  $ ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
+
|ବର୍ତମାନ  $ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
 
|-
 
|-
 
|7:19
 
|7:19
|ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ read-only permission file example1 କୁ ନିର୍ଧାରଣ କରାଯାଇଛି.  
+
|ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ file example1 କୁ read-only permission ନିର୍ଧାରଣ କରାଯାଇଛି.  
 
|-
 
|-
 
| 7:30
 
| 7:30
|ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ  directory1 directory ର onwer କୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.  
+
|ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ  directory1 directory ର onwerକୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.  
 
|-
 
|-
 
|7:44
 
|7:44
| $ chmod space minus capital R space 755 space directory1 ଏନ୍ଟର୍ ଦବାଅ.
+
| $ chmod space minus capital R space 755 space directory1  
 +
ଏନ୍ଟର୍ ଦବାଅ.
 
|-
 
|-
 
| 8:00
 
| 8:00
| ବର୍ତମାନ $ ls space -l ଟାଇପ୍ କର ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.  
+
| ବର୍ତମାନ ଟାଇପ୍ କର $ ls space -l ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.
 
|-
 
|-
 
| 8:09
 
| 8:09
|ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ  $ chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.   
+
|ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ   
 +
$chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.   
 
|-
 
|-
 
| 8:27
 
| 8:27
|ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|8:40
 
|8:40
Line 169: Line 177:
 
|-
 
|-
 
| 9:10
 
| 9:10
|ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|9:23
 
|9:23
|ଏଠାରେ ଆମେ ଦେଖିପାରିବା ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି.   
+
|ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି.   
 
|-
 
|-
 
| 9:30
 
| 9:30
Line 178: Line 186:
 
|-
 
|-
 
| 9:45
 
| 9:45
| ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
| ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|9:55
 
|9:55
|ଏଠାରେ ଆମେ ଦେଖିପାରିବା write ଅନୁମତି ପାଇଁ ସବୁ ହଟିଯାଇଛି.   
+
|ଏଠାରେ ଆମେ ଦେଖିପାରିବା ସମସ୍ତଙ୍କ ପାଇଁ write ଅନୁମତି ହଟିଯାଇଛି.   
 
|-
 
|-
 
| 10:02
 
| 10:02
|chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ଗୁଡିକର ଗ୍ରୁପ୍ newgroup କୁ ପରିବର୍ତନ କରୁ.
+
|chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ଗ୍ରୁପ୍ newgroup କୁ ପରିବର୍ତନ କରାଯାଏ .
 
|-
 
|-
 
|10:10
 
|10:10
|Newgroup ଏକ ଗ୍ରୁପ୍ ID ନମ୍ବର୍  ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ ଅଟେ.   
+
|Newgroup ଏକ ଗ୍ରୁପ୍ ID ନମ୍ବର୍  ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ .   
 
|-
 
|-
 
|10:20
 
|10:20
|କେବଳ ଫାଇଲ୍ ର onwer କିମ୍ବା ଏକ ବିଶେଷ ଉପଯୋଗୀ କର୍ତ୍ତା ଗ୍ରୁପ୍ ବଦେଳେଇ ପାରନ୍ତି.
+
|କେବଳ ଫାଇଲ୍ ର owner କିମ୍ବା ଏକ privileged user ଗ୍ରୁପ୍ ବଦେଳେଇ ପାରିବ .
 
|-
 
|-
 
| 10:26
 
| 10:26
|chgrp କମାଣ୍ଡ୍ ପାଇଁ ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ - chgrp space [options] space newgroup space files space chgrp space [options].
+
|chgrp କମାଣ୍ଡ୍ ର syntax ହେଲା - chgrp space [options] space newgroup space files space chgrp space [options].
 
|-
 
|-
 
| 10:36
 
| 10:36
|ବର୍ତମାନ୍ ଟର୍ମିନାଲ୍ କୁ ଚାଲ. ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା. $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ବର୍ତମାନ୍ ଟର୍ମିନାଲ୍ କୁ ଚାଲ . ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା .
 +
$ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
 
|-
 
|-
 
|10:57
 
|10:57
|ଏଠାରେ ଆମେ ଦେଖିପାରିବା ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଟେ.
+
|ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଛି .
 
|-
 
|-
 
| 11:03
 
| 11:03
|ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
 
|-
 
|-
 
|11:20
 
|11:20
|ଏନ୍ଟର୍ ଦବାଅ. ଯଦି ଆବଶ୍ୟକ ହୁଏ sudo password ଏନ୍ଟର୍ ଦବାଅ.
+
|ଏନ୍ଟର୍ ଦବାଅ. ଆବଶ୍ୟକ ହେଲେ sudo password ଏନ୍ଟର୍ କର .
 
|-
 
|-
 
| 11:27
 
| 11:27
|ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.  
+
|ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|11:38
 
|11:38
|ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahid ଠାରୁ rohit କୁ ପରିବର୍ତନ ହୋଇଯାଇଛି.  
+
|ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahidଠାରୁ rohitକୁ ପରିବର୍ତନ ହୋଇଯାଇଛି.
 
|-
 
|-
 
| 11:46
 
| 11:46
| inode ନମ୍ବର୍ ଏକ ଅସାଧାରଣ ପୁର୍ଣIକଂ ଅଟେ ଯାହା device କୁ ନିର୍ଧାରଣ କରେ.  
+
| inode ନମ୍ବର୍ device କୁ assign କରାଯାଇଥିବା ଏକ unique integer.  
 
|-
 
|-
 
|11:51
 
|11:51
|inode ଏକ ନିୟମିତ ଫାଇଲ୍ କିମ୍ବା ଏକ ଡାଇରେକ୍ଟ୍ ଟୋରୀ (directory) ସମ୍ବନ୍ଧରେ ମୌଳିକ ସୁଚନା ଏକତ୍ରିତ କରେ.  
+
|inode ଏକ ରେଗୁଲାର୍‌ ଫାଇଲ୍ କିମ୍ବା ଏକ directory ସମ୍ବନ୍ଧରେ ମୌଳିକ ସୁଚନା ଷ୍ଟୋର୍‌‍ କରେ.
 
|-
 
|-
 
|11:57
 
|11:57
|ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.  
+
|ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.
 
|-
 
|-
 
|12:00
 
|12:00
|ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inode କୁ ସେହି ଫାଇଲ୍ ର ନାମ କୁ ଖୋଜେ.
+
|ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inodeକୁ ସର୍ଚ୍‌ କରିବାକୁ ସେହି ଫାଇଲ୍ ର ନାମକୁ ବ୍ୟବହାର କରେ .
 
|-
 
|-
 
| 12:12
 
| 12:12
|ଆମେ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରିବା.  
+
|ଆମେ ଏକ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରି ପାରିବା.
 
|-
 
|-
 
|12:19
 
|12:19
Line 232: Line 241:
 
|-
 
|-
 
|12:29
 
|12:29
|ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inode ନମ୍ବର୍ ଅଟେ.
+
|ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inodeନମ୍ବର୍ ଅଟେ.
 
|-
 
|-
 
| 12:35
 
| 12:35
| Inodes  ସଠିକ୍ ଭାବରେ ଏକ ସମୟରେ ଏକ  ଡାଇରେକ୍ଟ୍ ଟୋରୀ (directory) ସହିତ ସଂଯୁକ୍ତ ଅଟେ.  
+
| Inode ଗୁଡ଼ିକ ସଠିକ୍ ଭାବରେ ଏକ ସମୟରେ କେବଳ ଗୋଟିଏ directory ସହିତ ସଂଯୁକ୍ତ ହୋ‌ଇଥାଏ.  
 
|-
 
|-
 
|12:41
 
|12:41
| ହାର୍ଡ଼ ଲିଂକସ୍ (Hard links) ଏକ ଗୋଟିଏ inode ସହିତ ଏକାଧିକ ଡାଇରେକ୍ଟ୍ ଟୋରୀ (directory) କୁ ସଂଯୋଗ ହୋଇପାରିବ. ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.  
+
| ଗୋଟିଏ ସିଙ୍ଗଲ୍‌ inode ସହିତ ଏକାଧିକ directory କୁ ସଂଯୋଗ କରିବାକୁ Hard links ବ୍ୟବହାର ହୋଇଥାଏ . ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.  
 
|-
 
|-
 
| 12:52
 
| 12:52
| ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
+
| ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା 
 
|-
 
|-
 
|12:57
 
|12:57
|ln space source space link ଯାହା ସୌର୍ସେ (source) ଏକ ବିଦ୍ୟମାନ ଫାଇଲ୍ ଅଟେ ଏବଂ ଲିଂକ୍ ଫାଇଲ୍ ଅଟେ ତିଆରି କରିବା ପାଇଁ.  
+
|ln space source space link , ଯେଉଁଠାରେ source ଏକ ବିଦ୍ୟମାନ ଫାଇଲ୍ ଏବଂ ଲିଂକ୍ ,ତିଆରି କରିବାକୁ ଥିବା ଫାଇଲ୍ .
 
|-
 
|-
 
| 13:06
 
| 13:06
|ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା.  
+
|ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା .
 
|-
 
|-
 
|13:10
 
|13:10
|ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି. ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି . ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
| 13:25
 
| 13:25
|ଦୁଇଟି ଫାଇଲ୍ ର inode ନମ୍ବର୍ ପ୍ରଦଶ୍ରୀତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|ଉଭୟ ଫାଇଲ୍ ର inode ନମ୍ବର୍ ପ୍ରଦର୍ଶିତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
 
|-
 
|-
 
|13:41
 
|13:41
|ଏଠାରେ ଆମେ ଦେଖିପାରବା ଯେ ଦୁଇଟି ଫାଇଲ୍ ର inode ନମ୍ବର୍ ସମାନ ଅଟେ, file example1 ପାଇଁ ହାର୍ଡ଼ ଲିଂକ୍ (Hard link) file exampleln ଅଟେ.  
+
|ଏଠାରେ ଆମେ ଦେଖିପାରବା ଯେ ଉଭୟ ଫାଇଲ୍ ର inode ନମ୍ବର୍ ସମାନ , ଫାଇଲ୍ example1 ପାଇଁ ହାର୍ଡ଼ ଲିଂକ୍ (Hard link) ହେଲା ଫାଇଲ୍ exampleln .  
 
|-
 
|-
 
| 13:54
 
| 13:54
|Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ ଅଟେ ଯେଉଁଥିରେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ସନ୍ଦର୍ଭ ପୁର୍ଣ କିମ୍ବା ରେଲେଟିଭ୍ ପାଥ୍ (absolute or relative path) ରୁପ୍ ରେ ଅନ୍ତରଭୁକ୍ତ.  
+
|Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ , ଯେଉଁଥିରେ absolute ବା relative path ରୂପେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍‌ଟୋରୀ (directory) ର reference ଅନ୍ତରଭୁକ୍ତ ହୋ‌ଇଥାଏ .
 
|-
 
|-
 
| 14:07
 
| 14:07
|ସୋଫଟ୍ ଲିଂକ୍ (soft link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
+
| soft link ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା
 
|-
 
|-
 
|14:12
 
|14:12
|ln space -s space {target-filename} space {symbolic-filename}.
+
|ln space -s space {target-filename} space {symbolic-filename}.
 
|-
 
|-
 
| 14:19
 
| 14:19
|ବର୍ତମାନ ଆମେ ସୋଫଟ୍ ଲିଂକ୍ (soft link) ର କିଛି ଉଦାହରଣ ଦେଖିବା.
+
|ବର୍ତମାନ ଆମେ soft link ର କିଛି ଉଦାହରଣ ଦେଖିବା.
 
|-
 
|-
 
| 14:25
 
| 14:25
| ସୋଫଟ୍ ଲିଂକ୍ (soft link) କୁ ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
+
| soft link ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
 
|-
 
|-
 
|14:40
 
|14:40
|ଏନ୍ଟର୍ ଦବାଅ.
+
|ଏନ୍ଟର୍ ଦବାଅ.
 
|-
 
|-
 
| 14:43
 
| 14:43
|ବର୍ତମାନ inode ନମ୍ବର୍ ଏବଂ ଦୁଇଟି ଫାଇଲ୍ ର ସୁଚୀ ପ୍ରଦଶ୍ରୀତ କରିବା ପାଇଁ $ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.  
+
|ବର୍ତମାନ, ଉଭୟ ଫାଇଲ୍ ର inode ନମ୍ବର୍ ଏବଂ ଲିଷ୍ଟ୍‌ ପ୍ରଦର୍ଶିତ କରିବା ପାଇଁ  
 +
$ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.
 
|-
 
|-
 
|15:01
 
|15:01
|ଏନ୍ଟର୍ ଦବାଅ.
+
|ଏନ୍ଟର୍ ଦବାଅ.
 
|-
 
|-
 
|15:03
 
|15:03
|ଏଠାରେ ଆମେ ଦେଖିପାରିବା ଦୁଇଟି ଫାଇଲ୍ ର inode ନମ୍ବର୍ ଅଲଗା ଅଟେ ଏବଂ examplesoft example1 ର ଏକ ସୋଫଟ୍ ଲିଂକ୍ (soft link) ଅଟେ.
+
|ଏଠାରେ ଆମେ ଦେଖିପାରିବା ଯେ ଉଭୟ ଫାଇଲ୍ ର inodeନମ୍ବର୍ ଅଲଗା ଏବଂ examplesoft ହେଉଛି example1 ର ଏକ ସୋଫଟ୍ ଲିଂକ୍ (soft link) .
 
|-
 
|-
 
| 15:16
 
| 15:16
|ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ସମ୍ବନ୍ଧରେ ଶିଖିଛେ ଯେପରି ଅନୁମତି ର ପରିବର୍ତନ, ଓନର୍ ଶିପ୍ (ownership), ଏବଂ ଏକ ଫାଇଲ୍ ର ଗ୍ରୁପ୍.
+
|ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ Linux File Attributes ସମ୍ବନ୍ଧରେ ଶିଖିଛେ , ଯେପରିକି ଏକ ଫାଇଲ୍ ର ଅନୁମତି, ଓନର୍ ଶିପ୍ (ownership), ଏବଂ ଗ୍ରୁପ୍ ପରିବର୍ତନ କରିବା.
 
|-
 
|-
 
|15:26
 
|15:26
|ଆମେ ଫାଇଲ୍ ର inode, soft and hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ.  
+
|ଆମେ ଫାଇଲ୍ ର inode, soft ଏବଂ hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ .
 
|-
 
|-
 
|15:31
 
|15:31
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
+
|ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
 
|-
 
|-
 
|15:35
 
|15:35
|ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.  
+
|ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT)  ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
 
|-
 
|-
 
|15:44
 
|15:44
Line 302: Line 312:
 
|15:50
 
|15:50
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
 
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
ଉପସ୍ତିଥ ପାଇଁ ଧନ୍ୟବାଦ.
+
ଉପସ୍ଥିତି ପାଇଁ ଧନ୍ୟବାଦ.

Revision as of 11:18, 23 October 2013

Time Narration
0:00 ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:05 ଏହି ଟ୍ୟୁଟୋରିଆଲ ପାଇଁ ପୁର୍ବରୁ example1, example2, example3, example4, example5 ଏବଂ testchown ନାମକ ଖାଲି ଫାଇଲ୍ ଗୁଡିକ ତିଆରି କରିବା ଆବଶ୍ୟକ .
0:18 test_chown ଏବଂ directory1 ନାମକ ଖାଲି directories ତିଆରି କର .
0:25 ଏକ ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ହେଉଛି ମେଟା ଡାଟା (metadata) , ଯାହା ଏକ computer file ର ବର୍ଣ୍ଣନା ଦିଏ ବା ତା ସହିତ ସଂଯୋଜିତ .
0:33 ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ଫାଇଲ୍ ର ବିଶେଷତ୍ବ ବର୍ଣନା କରେ , ଯଥା - owner, file type, access permissions, ଇତ୍ୟାଦି .
0:45 c-h own କମାଣ୍ଡ୍ ଫାଇଲ୍ ବା directory ର ମାଲିକାନା ପରିବର୍ତନ ପାଇଁ ବ୍ୟବହାର ହୁଏ . ଏହା ଏକ admin command . କେବଳ ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.
1:00 chown କମାଣ୍ଡ୍ ର syntax ହେଲା - chown space options space ownername space filename or directoryname .
1:13 ଆମେ Chown କମାଣ୍ଡ୍ ସହିତ ନିମ୍ନ ଅପସନ୍ସ୍ ଦେଇ ପାରିବା .
1:18 -R : ତୁମେ ବର୍ତ୍ତମାନ ଥିବା directoryର sub-directory ରେ ଥିବା ଫାଇଲ୍ ଗୁଡିକର ଅନୁମତି କୁ ବଦେଳେଇବା ପାଇଁ .
1:28 -c : ପ୍ରତେକ ଫାଇଲ୍ ପାଇଁ ଅନୁମତି ବଦଳାଏ.
1:33 -f : chown କୁ error ମେସେଜ୍ ପ୍ରଦର୍ଶନ କରିବାରୁ ପ୍ରତିରୋଧ କରେ .
1:37 ବର୍ତମାନ ଆମେ କିଛି ଉଦାହରଣ ଦେଖିବା .
1:40 ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ directory କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ . ସେଥିପାଇଁ cd space Desktop slash file attribute ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
1:56 ବର୍ତମାନ କମାଣ୍ଡ୍

$ ls space -l space testchown ଅର୍ଥାତ୍‌ t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

2:11 ଏଠାରେ ଆମେ ଫାଇଲ୍ 'testchown' ର owner ଦେଖିପାରିବା ଯାହା shahid ଅଟେ.
2:18 ଫାଇଲ୍ ର owner ବଦେଳେଇବା ପାଇଁ କମାଣ୍ଡ ଟାଇପ୍ କର

$ sudo space c-h own space ଅର୍ଥାତ୍‌ a-n-u-s-h-a anusha space testchown ଅର୍ଥାତ୍‌ t-e-s-t-c-h-o-w-n ଏବଂ ଏନ୍ଟର୍ ଦବାଅ.

2:36 sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ.
2:44 ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ owner anusha .

3:03 ଏବେ ଆମେ ଦେଖିବା directory ର owner କିପରି ପରିବର୍ତନ କରାଯାଏ .
3:07 $ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ directory 'testchown' ର owner ଦେଖିପାରିବା ଯାହା ହେଉଚି shahid .

3:21 ଡାଇରେକ୍ଟ୍ ଟୋରୀ (directory) ର owner ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର .
3:26 $ sudo space chown space minus capital R space a-n-u-s-h-a anushaspacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.
3:44 ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ.
3:49 ଆମର ସୁବିଧା ପାଇଁ ମୁଁ Clt+Lପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ ଦେଖିବା ଯେ directory ର ନୁଆ owner anusha.

4:06 chmod କମାଣ୍ଡ୍ ଏକ ବା ଏକାଧିକ ଫାଇଲ୍ ର access mode ବା permissions ବଦେଳାଇବା ପାଇଁ ବ୍ୟବହାର ହୁଏ.
4:13 chmod କମାଣ୍ଡ୍ Syntax ହେଲା - chmod space [options] space mode space filename space chmod space [options] space filename. ଆମେ chmod କମାଣ୍ଡ୍ ସହିତ ନିମ୍ନ options ଦେଇପାରିବା .
4:29 -c : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକ ସମ୍ବନ୍ଧରେ ସୁଚନା ପ୍ରିଣ୍ଟ୍ କରିବା ପାଇଁ .
4:34 -f : ଯେଉଁ ଫାଇଲ୍ ଗୁଡିକୁ chmod ପରିବର୍ତନ କରିପାରିବ ନାହିଁ ତା’ର ୟୁଜର୍ ଦର୍ଶାଅ ନାହିଁ.
4:41 ନିମ୍ନ ପ୍ରକାରର access ବା permissions ଅଛି .
4:44 r : Read ଅର୍ଥାତ ପଢ.

w : Write ଅର୍ଥାତ ଲେଖ

x : Execute ଅର୍ଥାତ ସମ୍ପାଦନା

s : Set user (or group) ID ଅର୍ଥାତ ୟୁଜର୍ କିମ୍ବା ଗ୍ରୁପ୍ ର ID ସେଟ୍ କରିବା

4:54 ବିକଳ୍ପ ଭାବେ, ଆମେ ଏକ three-digit octal number ଦ୍ବାରା permission ଗୁଡିକୁ ନିର୍ଦିଷ୍ଟ କରି ପାରିବା .
5:00 ପ୍ରଥମ ଅଂକ owner permission ପାଇଁ , ଦିତିୟଟି group permission ପାଇଁ , ଏବଂ ତୃତୀୟଟି ଅନ୍ୟମାନକଂର permission ପାଇଁ ହୋ‌ଇଥାଏ.
5:09 permission ଗୁଡିକ ନିମ୍ନଲିଖିତ octal values ଯୋଡି କରି ଗଣନା କରାଯାଏ

4 ଅର୍ଥ ପଡିବା

2 ଅର୍ଥ ଲେଖିବା

1 ଅର୍ଥ ସମ୍ପାଦନା

5:20 ବର୍ତମାନ ଆମେ chmodର କିଛି ଉଦାହରଣ ଦେଖିବା . ଟର୍ମିନାଲ୍ କୁ ଯିବା ଏବଂ ଫାଇଲ୍‌ example1 କୁ execute-by-user permission ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.
5:30 ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି .
5:36 ଏବେ ଟାଇପ୍ କର $ chmod space u+x space example1 ଏବଂ ଏନ୍ଟର୍ ଦବାଅ.
5:49 ବର୍ତମାନ ଟାଇପ୍ କର $ ls space -l space example1 ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ .
6:01 ଏଠାରେ ଫାଇଲ୍‌ example1 କୁ owner ଦ୍ବାରା read/write/execute permission , ଗ୍ରୁପ୍ (group) ଦ୍ବାରା read/execute permission , ଅନ୍ୟ (others) ଦ୍ବାରା execute-only permission କେମିତି ଦିଆଯିବ ଦେଖିପାରିବ.
6:15 ବର୍ତମାନ $chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:26 ଏବେ $ ls space -l space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:35 ଏଠାରେ ଆମେ ଦେଖିପାରିବା ଯେ ଉପର କମାଣ୍ଡ୍ ଫାଇଲ୍‌ example1 କୁ ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତି ନିର୍ଦ୍ଧାରଣ କରିଛି.
6:52 ଫାଇଲ୍‌ example1 କୁ ସମସ୍ତଙ୍କ ପାଇଁ read-only permission ନିର୍ଧାରଣ କରିବାକୁ ଏହି କମାଣ୍ଡ୍ ଟାଇପ୍ କର
$ chmod space =r space example1  ଏବଂ ଏନ୍ଟର୍ ଦବାଅ. 
7:08 ବର୍ତମାନ $ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
7:19 ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ file example1 କୁ read-only permission ନିର୍ଧାରଣ କରାଯାଇଛି.
7:30 ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ directory1 directory ର onwerକୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.
7:44 $ chmod space minus capital R space 755 space directory1

ଏନ୍ଟର୍ ଦବାଅ.

8:00 ବର୍ତମାନ ଟାଇପ୍ କର $ ls space -l ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.
8:09 ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ

$chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

8:27 ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:40 ଏଠାରେ ଆମେ ଦେଖିପାରିବା ଯେ ୟୁଜର୍ କୁ example 2 ଉପରେ execute ଅନୁମତି ନିର୍ଧାରଣ କରାଯାଇଛି.
8:50 file example3 ପାଇଁ ଗ୍ରୁପ୍ କୁ write ଅନୁମତି ଯୋଡିବା କୁ ଏହି କମାଣ୍ଡ୍ $ chmod space g+w space example3 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:10 ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:23 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି.
9:30 write ଅନୁମତି ହଟାଇବା ପାଇଁ $ chmod space a-w space example3 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:45 ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:55 ଏଠାରେ ଆମେ ଦେଖିପାରିବା ସମସ୍ତଙ୍କ ପାଇଁ write ଅନୁମତି ହଟିଯାଇଛି.
10:02 chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ର ଗ୍ରୁପ୍ newgroup କୁ ପରିବର୍ତନ କରାଯାଏ .
10:10 Newgroup ଏକ ଗ୍ରୁପ୍ ID ନମ୍ବର୍ ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ .
10:20 କେବଳ ଫାଇଲ୍ ର owner କିମ୍ବା ଏକ privileged user ଗ୍ରୁପ୍ ବଦେଳେଇ ପାରିବ .
10:26 chgrp କମାଣ୍ଡ୍ ର syntax ହେଲା - chgrp space [options] space newgroup space files space chgrp space [options].
10:36 ବର୍ତମାନ୍ ଟର୍ମିନାଲ୍ କୁ ଚାଲ . ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା .
$ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
10:57 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଛି .
11:03 ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:20 ଏନ୍ଟର୍ ଦବାଅ. ଆବଶ୍ୟକ ହେଲେ sudo password ଏନ୍ଟର୍ କର .
11:27 ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
11:38 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahidଠାରୁ rohitକୁ ପରିବର୍ତନ ହୋଇଯାଇଛି.
11:46 inode ନମ୍ବର୍ device କୁ assign କରାଯାଇଥିବା ଏକ unique integer.
11:51 inode ଏକ ରେଗୁଲାର୍‌ ଫାଇଲ୍ କିମ୍ବା ଏକ directory ସମ୍ବନ୍ଧରେ ମୌଳିକ ସୁଚନା ଷ୍ଟୋର୍‌‍ କରେ.
11:57 ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.
12:00 ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inodeକୁ ସର୍ଚ୍‌ କରିବାକୁ ସେହି ଫାଇଲ୍ ର ନାମକୁ ବ୍ୟବହାର କରେ .
12:12 ଆମେ ଏକ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରି ପାରିବା.
12:19 $ ls space -i space example5 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:29 ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inodeନମ୍ବର୍ ଅଟେ.
12:35 Inode ଗୁଡ଼ିକ ସଠିକ୍ ଭାବରେ ଏକ ସମୟରେ କେବଳ ଗୋଟିଏ directory ସହିତ ସଂଯୁକ୍ତ ହୋ‌ଇଥାଏ.
12:41 ଗୋଟିଏ ସିଙ୍ଗଲ୍‌ inode ସହିତ ଏକାଧିକ directory କୁ ସଂଯୋଗ କରିବାକୁ Hard links ବ୍ୟବହାର ହୋଇଥାଏ . ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.
12:52 ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା
12:57 ln space source space link , ଯେଉଁଠାରେ source ଏକ ବିଦ୍ୟମାନ ଫାଇଲ୍ ଏବଂ ଲିଂକ୍ ,ତିଆରି କରିବାକୁ ଥିବା ଫାଇଲ୍ .
13:06 ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା .
13:10 ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି . ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:25 ଉଭୟ ଫାଇଲ୍ ର inode ନମ୍ବର୍ ପ୍ରଦର୍ଶିତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:41 ଏଠାରେ ଆମେ ଦେଖିପାରବା ଯେ ଉଭୟ ଫାଇଲ୍ ର inode ନମ୍ବର୍ ସମାନ , ଫାଇଲ୍ example1 ପାଇଁ ହାର୍ଡ଼ ଲିଂକ୍ (Hard link) ହେଲା ଫାଇଲ୍ exampleln .
13:54 Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ , ଯେଉଁଥିରେ absolute ବା relative path ରୂପେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍‌ଟୋରୀ (directory) ର reference ଅନ୍ତରଭୁକ୍ତ ହୋ‌ଇଥାଏ .
14:07 soft link ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା
14:12 ln space -s space {target-filename} space {symbolic-filename}.
14:19 ବର୍ତମାନ ଆମେ soft link ର କିଛି ଉଦାହରଣ ଦେଖିବା.
14:25 soft link ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
14:40 ଏନ୍ଟର୍ ଦବାଅ.
14:43 ବର୍ତମାନ, ଉଭୟ ଫାଇଲ୍ ର inode ନମ୍ବର୍ ଏବଂ ଲିଷ୍ଟ୍‌ ପ୍ରଦର୍ଶିତ କରିବା ପାଇଁ

$ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.

15:01 ଏନ୍ଟର୍ ଦବାଅ.
15:03 ଏଠାରେ ଆମେ ଦେଖିପାରିବା ଯେ ଉଭୟ ଫାଇଲ୍ ର inodeନମ୍ବର୍ ଅଲଗା ଏବଂ examplesoft ହେଉଛି example1 ର ଏକ ସୋଫଟ୍ ଲିଂକ୍ (soft link) .
15:16 ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ Linux File Attributes ସମ୍ବନ୍ଧରେ ଶିଖିଛେ , ଯେପରିକି ଏକ ଫାଇଲ୍ ର ଅନୁମତି, ଓନର୍ ଶିପ୍ (ownership), ଏବଂ ଗ୍ରୁପ୍ ପରିବର୍ତନ କରିବା.
15:26 ଆମେ ଫାଇଲ୍ ର inode, soft ଏବଂ hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ .
15:31 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
15:35 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
15:44 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
15:50 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep