Difference between revisions of "Health-and-Nutrition/C2/Breast-crawl/Oriya"
From Script | Spoken-Tutorial
(Created page with " {| border = 1 | ''' Time ''' | '''Narration''' |- | 00:00 | ବନ୍ଧୁଗଣ, ବ୍ରେଷ୍ଟ କ୍ରଲ୍ ଉପରେ ଥିବା ସ୍ପୋକନ୍...") |
|||
Line 6: | Line 6: | ||
|- | |- | ||
| 00:00 | | 00:00 | ||
− | | ବନ୍ଧୁଗଣ, | + | | ବନ୍ଧୁଗଣ, “ବ୍ରେଷ୍ଟ କ୍ରଲ୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
|- | |- | ||
| 00:05 | | 00:05 | ||
− | | ଏହି | + | | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ, |
|- | |- | ||
| 00:10 | | 00:10 | ||
− | | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ | + | | "ବ୍ରେଷ୍ଟ କ୍ରଲ୍" ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ |
|- | |- | ||
| 00:13 | | 00:13 | ||
− | | ବ୍ରେଷ୍ଟ | + | | "ବ୍ରେଷ୍ଟ କ୍ରଲ୍"ର ଗୁରୁତ୍ଵ ବିଷୟରେ ଜାଣିବା |
|- | |- | ||
| 00:18 | | 00:18 | ||
− | | ଚାଲନ୍ତୁ ପ୍ରଥମେ, ବ୍ରେଷ୍ଟ କ୍ରଲ୍ କ’ଣ ଜାଣିବା? | + | | ଚାଲନ୍ତୁ ପ୍ରଥମେ, "ବ୍ରେଷ୍ଟ କ୍ରଲ୍" କ’ଣ ଜାଣିବା? |
|- | |- | ||
Line 30: | Line 30: | ||
|- | |- | ||
| 00:28 | | 00:28 | ||
− | | ପ୍ରସବର ଠିକ୍ ପରେ, ଶିଶୁକୁ ମା’ର | + | | ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଖୋଲା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ |
|- | |- | ||
| 00:40 | | 00:40 | ||
− | | ଏହି ସମସ୍ତ ପ୍ରକ୍ରିୟାକୁ ବ୍ରେଷ୍ଟ କ୍ରଲ୍ କୁହାଯାଏ | + | | ଏହି ସମସ୍ତ ପ୍ରକ୍ରିୟାକୁ "ବ୍ରେଷ୍ଟ କ୍ରଲ୍" କୁହାଯାଏ |
|- | |- | ||
| 00:46 | | 00:46 | ||
− | | ଏହା ଧ୍ୟାନ ଦେବା କଥା ଯେ ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ | + | | ଏହା ଧ୍ୟାନ ଦେବା କଥା ଯେ, ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ, ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ |
|- | |- | ||
Line 46: | Line 46: | ||
|- | |- | ||
| 01:03 | | 01:03 | ||
− | | ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ ଯେହେତୁ | + | | ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ, ଯେହେତୁ ସେମାନଙ୍କଠାରେ ଅଣନିଶ୍ୱାସୀ ହେବା ଭଳି ଶ୍ଵାସକ୍ରିୟା ସମସ୍ୟା ଦେଖାଦେଇଥାଏ |
|- | |- | ||
| 01:15 | | 01:15 | ||
− | | ବର୍ତ୍ତମାନ ଆମେ ବ୍ରେଷ୍ଟ କ୍ରଲ୍ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା | + | | ବର୍ତ୍ତମାନ ଆମେ, ବ୍ରେଷ୍ଟ କ୍ରଲ୍ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା |
|- | |- | ||
Line 58: | Line 58: | ||
|- | |- | ||
|01:29 | |01:29 | ||
− | | ତା’ପର କାର୍ଯ୍ୟ ହେଉଛି, ମା’ର | + | | ତା’ପର କାର୍ଯ୍ୟ ହେଉଛି, ମା’ର ଖୋଲା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା |
|- | |- | ||
Line 66: | Line 66: | ||
|- | |- | ||
| 01:42 | | 01:42 | ||
− | | ମନେରଖନ୍ତୁ ଶିଶୁର ହାତଗୁଡ଼ିକ ଓଦା ରହିବା | + | | ମନେରଖନ୍ତୁ, ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ |
|- | |- | ||
Line 82: | Line 82: | ||
|- | |- | ||
| 02:01 | | 02:01 | ||
− | | ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା | + | | ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ |
|- | |- | ||
| 02:08 | | 02:08 | ||
− | | | + | | ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବେ |
|- | |- | ||
| 02:13 | | 02:13 | ||
− | | ତା’ପରେ ଶିଶୁକୁ ନିଜ ମା’ର | + | | ତା’ପରେ, ଶିଶୁକୁ ନିଜ ମା’ର ଖୋଲା ତଳିପେଟ ଉପରେ ପୁଣି ଏପରି ଭାବରେ ରଖନ୍ତୁ, ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ |
|- | |- | ||
| 02:22 | | 02:22 | ||
− | | ଶିଶୁର ମୁଣ୍ଡକୁ, ମା’ର ସଫା | + | | ଶିଶୁର ମୁଣ୍ଡକୁ, ମା’ର ସଫା ହୋଇନଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ |
|- | |- | ||
| 02:26 | | 02:26 | ||
− | | ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା | + | | ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ |
|- | |- | ||
Line 106: | Line 106: | ||
|- | |- | ||
| 02:37 | | 02:37 | ||
− | | ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ ତେଣୁ | + | | ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ, ତେଣୁ ସେ ସହଜରେ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରିବ |
|- | |- | ||
| 02:46 | | 02:46 | ||
− | | | + | | ପରବର୍ତ୍ତୀ କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା |
|- | |- | ||
Line 118: | Line 118: | ||
|- | |- | ||
| 02:57 | | 02:57 | ||
− | | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ | + | | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତୀ ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ |
|- | |- | ||
Line 130: | Line 130: | ||
|- | |- | ||
| 03:18 | | 03:18 | ||
− | | ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା ଯାହା ବ୍ରେଷ୍ଟ କ୍ରଲ୍ ପାଇଁ ସାହାଯ୍ୟକାରୀ | + | | ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା, ଯାହା ବ୍ରେଷ୍ଟ କ୍ରଲ୍ ପାଇଁ ସାହାଯ୍ୟକାରୀ ହୋଇଥାଏ |
|- | |- | ||
| 03:24 | | 03:24 | ||
− | | ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ | + | | ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଓ ସ୍ୱାଭାବିକ ଥାଏ |
|- | |- | ||
| 03:29 | | 03:29 | ||
− | | ତା’ର ସଫା | + | | ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ |
|- | |- | ||
| 03:35 | | 03:35 | ||
− | | | + | | ସୀମିତ ଦୃଷ୍ଟିଶକ୍ତି ଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଚୁଚୁକ ବଳୟକୁ ଦେଖିପାରେ |
|- | |- | ||
| 03:43 | | 03:43 | ||
− | | | + | | ଚୁଚୁକ ବଳୟ ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ ଅଂଶ |
|- | |- | ||
| 03:47 | | 03:47 | ||
− | | | + | | ପରିଣାମସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରେ |
|- | |- | ||
Line 162: | Line 162: | ||
|- | |- | ||
| 04:12 | | 04:12 | ||
− | | | + | | ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ |
|- | |- | ||
| 04:20 | | 04:20 | ||
− | | ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ | + | | ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବାକୁ ପଡ଼ିବ |
|- | |- | ||
| 04:27 | | 04:27 | ||
− | | ପ୍ରଥମ | + | | ପ୍ରଥମ ସ୍ତନ୍ୟପାନ ପାଇଁ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବାକୁ ପ୍ରାୟ 30-60 ମିନିଟ୍ ସମୟ ଲାଗିଥାଏ |
|- | |- | ||
| 04:35 | | 04:35 | ||
− | | ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର | + | | ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ପାଟିକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ |
|- | |- | ||
| 04:45 | | 04:45 | ||
− | | ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି | + | | ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ସମୟ ପୂର୍ବାବସ୍ଥାରେ ରଖନ୍ତୁ |
|- | |- | ||
| 04:52 | | 04:52 | ||
− | | ଏହା | + | | ଏହା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ସମ୍ୱନ୍ଧ ବୃଦ୍ଧି ହୋଇଥାଏ |
|- | |- | ||
| 04:58 | | 04:58 | ||
− | | ହେଲେ, ଯଦି ମା’ କୌଣସି ଔଷଧ | + | | ହେଲେ, ଯଦି ମା’ କୌଣସି ଔଷଧ ଖାଇଥାଆନ୍ତି, ତେବେ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |
|- | |- | ||
| 05:05 | | 05:05 | ||
− | | | + | | ବେଳେବେଳେ ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ନିଆଯାଇଥାଏ |
|- | |- | ||
|05:13 | |05:13 | ||
− | | ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ | + | | ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ନିଆଯିବା ପରେ, ପୂର୍ବ ଆଲୋଚିତ ଅନୁସାରେ ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ଉଭୟଙ୍କ ଚର୍ମ ସ୍ପର୍ଶ କରାନ୍ତୁ |
|- | |- | ||
| 05:29 | | 05:29 | ||
− | | ବର୍ତ୍ତମାନ | + | | ବର୍ତ୍ତମାନ ଆମେ, ଅସ୍ତ୍ରୋପଚାର ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର “ବ୍ରେଷ୍ଟ କ୍ରଲ୍” ବିଷୟରେ ଆଲୋଚନା କରିବା |
|- | |- | ||
| 05:35 | | 05:35 | ||
− | | | + | | ଏଥିପାଇଁ, ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରଖି, ମା’ର ତଳିପେଟ ବଦଳରେ ଛାତି ଉପରେ ଶିଶୁକୁ ରଖନ୍ତୁ |
|- | |- | ||
| 05:47 | | 05:47 | ||
− | | ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା | + | | ଶିଶୁର ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ |
|- | |- | ||
| 05:54 | | 05:54 | ||
− | | ଅପରେଶନ୍ | + | | ଅପରେଶନ୍ ଥିଏଟର୍ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ, ତାକୁ କରିବାକୁ ଦିଅନ୍ତୁ |
|- | |- | ||
| 05:59 | | 05:59 | ||
− | | ମନେରଖନ୍ତୁ ପ୍ରସବର ତୁରନ୍ତ ପରେ | + | | ମନେରଖନ୍ତୁ, ପ୍ରସବର ତୁରନ୍ତ ପରେ ନବଜାତ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ |
|- | |- | ||
| 06:09 | | 06:09 | ||
− | | ଧ୍ୟାନ ଦିଅନ୍ତୁ ଯେ, | + | | ଧ୍ୟାନ ଦିଅନ୍ତୁ ଯେ, “ବ୍ରେଷ୍ଟ କ୍ରଲ୍” ପରେ ହିଁ ନବଜାତକୁ ପ୍ରସବ ପରବର୍ତ୍ତୀ ଯତ୍ନ ଦିଆଯିବା ଉଚିତ |
|- | |- | ||
| 06:17 | | 06:17 | ||
− | | | + | | ଏବେ ଆମେ, ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ଉପରେ ଆଲୋଚନା କରିବା |
|- | |- | ||
| 06:23 | | 06:23 | ||
− | | ବ୍ରେଷ୍ଟ କ୍ରଲ୍ | + | | ବ୍ରେଷ୍ଟ କ୍ରଲ୍ ଦ୍ୱାରା ଶିଶୁଟି ମା’ର ପ୍ରଥମ କ୍ଷୀର ଖାଇପାରିଥାଏ, ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ |
|- | |- | ||
| 06:29 | | 06:29 | ||
− | | ଏହା ସାମାନ୍ୟ ହଳଦିଆ ଓ ବହଳିଆ | + | | ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ |
|- | |- | ||
| 06:33 | | 06:33 | ||
− | | ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ | + | | ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନରେ ଶିଶୁ ପିଉଥିବା କୋଲୋଷ୍ଟ୍ରମ୍ର ପରିମାଣ ଧୀରେଧୀରେ ବୃଦ୍ଧି ପାଇଥାଏ |
|- | |- | ||
Line 258: | Line 258: | ||
|- | |- | ||
| 07:09 | | 07:09 | ||
− | | ତେଣୁ, ଶିଶୁଟିକୁ | + | | ତେଣୁ, ଶିଶୁଟିକୁ କୋଲୋଷ୍ଟ୍ରମ୍ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ ନୁହେଁ |
|- | |- | ||
| 07:15 | | 07:15 | ||
− | | | + | | କୋଲୋଷ୍ଟ୍ରମ୍କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ଏଥିରେ ସଂକ୍ରମଣ ପ୍ରତିରୋଧକ ପ୍ରୋଟିନ୍ ଥାଏ, ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ |
|- | |- | ||
| 07:27 | | 07:27 | ||
− | | ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା | + | | ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ଶକ୍ତିର ପ୍ରଥମ ଉତ୍ସ ଅଟେ |
|- | |- | ||
| 07:33 | | 07:33 | ||
− | | | + | | କୋଲୋଷ୍ଟ୍ରମ୍, ଶିଶୁର ରକ୍ତରେ ଶର୍କରା ସ୍ତରକୁ କମ୍ ହେବାକୁ ଦିଏନାହିଁ |
|- | |- | ||
| 07:37 | | 07:37 | ||
− | | | + | | ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ |
|- | |- | ||
Line 286: | Line 286: | ||
|- | |- | ||
| 07:50 | | 07:50 | ||
− | | ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟାରେ ମା’ | + | | ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟାରେ ମା’ ସହିତ ଚର୍ମର ସ୍ପର୍ଶ କାରଣରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ |
|- | |- | ||
Line 294: | Line 294: | ||
|- | |- | ||
| 08:04 | | 08:04 | ||
− | | ବ୍ରେଷ୍ଟ କ୍ରଲ୍ ଦ୍ଵାରା | + | | ବ୍ରେଷ୍ଟ କ୍ରଲ୍ ଦ୍ଵାରା ମା’ର ସୁସ୍ଥ ବ୍ୟାକ୍ଟେରିଆ ଶିଶୁର ଶରୀରକୁ ଯାଇଥାଏ |
|- | |- | ||
| 08:08 | | 08:08 | ||
− | | ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର | + | | ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଆନ୍ତକୁ ଯାଇ ସଂକ୍ରମଣରୁ ରକ୍ଷା କରନ୍ତି |
|- | |- | ||
| 08:13 | | 08:13 | ||
− | | ପରିଶେଷରେ ଏହା ଶିଶୁର ରୋଗ | + | | ପରିଶେଷରେ, ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ |
|- | |- | ||
| 08:18 | | 08:18 | ||
− | | | + | | “ବ୍ରେଷ୍ଟ କ୍ରଲ୍" ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷାର ଭାବନା ଦେଇଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ବନ୍ଧନ ଆରମ୍ଭ କରିଥାଏ |
|- | |- | ||
Line 314: | Line 314: | ||
|- | |- | ||
| 08:34 | | 08:34 | ||
− | | ଶିଶୁଟି ଗୋଡ଼ ଚାଳନା | + | | ଶିଶୁଟି ଗୋଡ଼ ଚାଳନା କଲେ ମା’ର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରିନ୍ ସଂକୁଚନ ଏବଂ ପ୍ଲେସେଣ୍ଟା ନିଷ୍କାସନରେ ସାହାଯ୍ୟ କରିଥାଏ |
|- | |- | ||
| 08:45 | | 08:45 | ||
− | | ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍ର ପରିମାଣରେ ବୃଦ୍ଧି | + | | ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍ର ପରିମାଣରେ ବୃଦ୍ଧି ହୋଇଥାଏ |
|- | |- | ||
| 08:51 | | 08:51 | ||
− | | ଅକ୍ସିଟୋସିନ୍ର ପରିମାଣ ବୃଦ୍ଧି ହେବା ଦ୍ଵାରା | + | | ଅକ୍ସିଟୋସିନ୍ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲେସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ |
|- | |- | ||
| 08:56 | | 08:56 | ||
− | | ଅତଏବ, ବ୍ରେଷ୍ଟ କ୍ରଲ୍ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ | + | | ଅତଏବ, ବ୍ରେଷ୍ଟ କ୍ରଲ୍ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କଠାରେ ଦେଖାଦେଉଥିବା ଆନିମିଆକୁ ରୋକିଥାଏ |
|- | |- | ||
| 09:03 | | 09:03 | ||
− | | | + | | ଆନିମିଆ କାରଣରୁ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହୋଇଥାଏ |
|- | |- | ||
| 09:08 | | 09:08 | ||
− | | ଏହା | + | | ଏହା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି |
|- | |- | ||
| 09:13 | | 09:13 | ||
− | | ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ ଗୋଟିଏ | + | | ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ ଗୋଟିଏ ଉଚ୍ଚ କୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ |
|- | |- | ||
| 09:21 | | 09:21 | ||
− | | ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍ ଉପରେ ଥିବା ଏହି | + | | ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍ ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
|- | |- | ||
| 09:26 | | 09:26 | ||
− | | ଏହି | + | | ଏହି ଟ୍ୟୁଟୋରିଆଲରେ ଆମେ: ବ୍ରେଷ୍ଟ କ୍ରଲ୍ କ’ଣ, |
|- | |- | ||
| 09:30 | | 09:30 | ||
− | | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା କାର୍ଯ୍ୟକାରୀ | + | | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟା ଏବଂ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ବିଷୟରେ ଜାଣିଲେ |
|- | |- | ||
Line 358: | Line 358: | ||
|- | |- | ||
| 09:43 | | 09:43 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
|- | |- | ||
| 09:49 | | 09:49 | ||
− | |ଏହି | + | |ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
|- | |- | ||
| 09:54 | | 09:54 | ||
− | |ଏହି ଟ୍ୟୁଟୋରିଆଲ୍ | + | | ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ |
|- | |- | ||
| 10:01 | | 10:01 | ||
− | |ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ | + | |ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ. ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି |
|- | |- | ||
| 10:12 | | 10:12 | ||
− | |ଆଇଆଇଟି ବମ୍ବେ ତରଫରୁ | + | |ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |
Revision as of 17:23, 9 August 2019
Time | Narration |
00:00 | ବନ୍ଧୁଗଣ, “ବ୍ରେଷ୍ଟ କ୍ରଲ୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:05 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ, |
00:10 | "ବ୍ରେଷ୍ଟ କ୍ରଲ୍" ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ |
00:13 | "ବ୍ରେଷ୍ଟ କ୍ରଲ୍"ର ଗୁରୁତ୍ଵ ବିଷୟରେ ଜାଣିବା |
00:18 | ଚାଲନ୍ତୁ ପ୍ରଥମେ, "ବ୍ରେଷ୍ଟ କ୍ରଲ୍" କ’ଣ ଜାଣିବା? |
00:23 | ଗୋଟିଏ ଶିଶୁ ଜନ୍ମ ସମୟରୁ ହିଁ ପ୍ରାକୃତିକ ରୂପେ ସ୍ତନ୍ୟପାନ କରିବା ଜାଣିଥାଏ |
00:28 | ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଖୋଲା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ |
00:40 | ଏହି ସମସ୍ତ ପ୍ରକ୍ରିୟାକୁ "ବ୍ରେଷ୍ଟ କ୍ରଲ୍" କୁହାଯାଏ |
00:46 | ଏହା ଧ୍ୟାନ ଦେବା କଥା ଯେ, ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ, ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ |
00:58 | ଏବଂ ଯେଉଁମାନେ ଜନ୍ମ ପରେ ଭଲ ଭାବେ କାନ୍ଦି ଥାଆନ୍ତି |
01:03 | ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ, ଯେହେତୁ ସେମାନଙ୍କଠାରେ ଅଣନିଶ୍ୱାସୀ ହେବା ଭଳି ଶ୍ଵାସକ୍ରିୟା ସମସ୍ୟା ଦେଖାଦେଇଥାଏ |
01:15 | ବର୍ତ୍ତମାନ ଆମେ, ବ୍ରେଷ୍ଟ କ୍ରଲ୍ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା |
01:22 | ପ୍ରଥମେ, ପ୍ରସବ କୋଠରୀର ତାପମାତ୍ରା ପାଖାପାଖି 26 ଡିଗ୍ରୀ ସେଲସିୟସ୍ ରହିଥିବା ସୁନିଶ୍ଚିତ କରନ୍ତୁ |
01:29 | ତା’ପର କାର୍ଯ୍ୟ ହେଉଛି, ମା’ର ଖୋଲା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା |
01:35 | ସମ୍ପୂର୍ଣ୍ଣ ଶରୀରକୁ ଭଲ ଭାବେ ସଫା କରିବେ, କେବଳ ହାତଗୁଡ଼ିକୁ ଗୋଟିଏ ସଫା ଓ ଶୁଖିଲା କପଡ଼ା ଦ୍ଵାରା ସଫା କରିବେ |
01:42 | ମନେରଖନ୍ତୁ, ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ |
01:46 | ସଫା କରିବା ସମୟରେ ଶିଶୁର ତ୍ଵଚା ଉପରେ ଥିବା ସୁରକ୍ଷାତ୍ମକ ଧଳା ଆବରଣକୁ କଦାପି କାଢ଼ିବେ ନାହିଁ |
01:53 | ଏହା ଶିଶୁକୁ ଥଣ୍ଡା ଜଳବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ |
01:56 | ଶିଶୁକୁ ସଫା କରିସାରିବା ପରେ ଓଦା କପଡ଼ାକୁ କାଢ଼ିଦିଅନ୍ତୁ |
02:01 | ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ |
02:08 | ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବେ |
02:13 | ତା’ପରେ, ଶିଶୁକୁ ନିଜ ମା’ର ଖୋଲା ତଳିପେଟ ଉପରେ ପୁଣି ଏପରି ଭାବରେ ରଖନ୍ତୁ, ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ |
02:22 | ଶିଶୁର ମୁଣ୍ଡକୁ, ମା’ର ସଫା ହୋଇନଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ |
02:26 | ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ |
02:30 | ବର୍ତ୍ତମାନ ଶିଶୁଟି ବ୍ରେଷ୍ଟ କ୍ରଲ୍ ପାଇଁ ସଠିକ୍ ଅବସ୍ଥାରେ ରହିଛି |
02:37 | ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ, ତେଣୁ ସେ ସହଜରେ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରିବ |
02:46 | ପରବର୍ତ୍ତୀ କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା |
02:54 | ଶିଶୁଟିକୁ ଗୋଟିଏ ଟୋପି ପିନ୍ଧାନ୍ତୁ |
02:57 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତୀ ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ |
03:04 | ଯାହା ଦ୍ଵାରା ବ୍ରେଷ୍ଟ କ୍ରଲ୍ ସମୟରେ ଶିଶୁର ଅବସ୍ଥିତିକୁ ସଠିକତାର ସହ ନିରୀକ୍ଷଣ କରିବାରେ ସାହାଯ୍ୟ ମିଳିବ |
03:10 | ଶିଶୁଟିକୁ ଗୋଟିଏ କପଡ଼ା ଦ୍ଵାରା ଘୋଡ଼ାଇ ଦେବା ପରେ, ମା’ ନିଜ ହାତ ସାହାଯ୍ୟରେ ତାକୁ ପଛପଟୁ ସପୋର୍ଟ ଦେବା ପାଇଁ କୁହନ୍ତୁ |
03:18 | ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା, ଯାହା ବ୍ରେଷ୍ଟ କ୍ରଲ୍ ପାଇଁ ସାହାଯ୍ୟକାରୀ ହୋଇଥାଏ |
03:24 | ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଓ ସ୍ୱାଭାବିକ ଥାଏ |
03:29 | ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ |
03:35 | ସୀମିତ ଦୃଷ୍ଟିଶକ୍ତି ଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଚୁଚୁକ ବଳୟକୁ ଦେଖିପାରେ |
03:43 | ଚୁଚୁକ ବଳୟ ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ ଅଂଶ |
03:47 | ପରିଣାମସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରେ |
03:57 | ହେଲେ, କିଛି ଶିଶୁ ତୁରନ୍ତ ଗୁରୁଣ୍ଡିବା ଆରମ୍ଭ କରିଦିଅନ୍ତି ଏବଂ କେତେକଙ୍କୁ ସମୟ ଲାଗିଥାଏ |
04:04 | ସ୍ତନ ନିକଟରେ ପହଞ୍ଚିବା ପରେ, ଶିଶୁଟି ପ୍ରଥମେ ସ୍ତନକୁ ନିଜ ହାତରେ ଜାବୁଡ଼ି ଧରିବା ପାଇଁ ଚେଷ୍ଟା କରିଥାଏ |
04:12 | ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ |
04:20 | ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବାକୁ ପଡ଼ିବ |
04:27 | ପ୍ରଥମ ସ୍ତନ୍ୟପାନ ପାଇଁ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବାକୁ ପ୍ରାୟ 30-60 ମିନିଟ୍ ସମୟ ଲାଗିଥାଏ |
04:35 | ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ପାଟିକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ |
04:45 | ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ସମୟ ପୂର୍ବାବସ୍ଥାରେ ରଖନ୍ତୁ |
04:52 | ଏହା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ସମ୍ୱନ୍ଧ ବୃଦ୍ଧି ହୋଇଥାଏ |
04:58 | ହେଲେ, ଯଦି ମା’ କୌଣସି ଔଷଧ ଖାଇଥାଆନ୍ତି, ତେବେ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ |
05:05 | ବେଳେବେଳେ ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ନିଆଯାଇଥାଏ |
05:13 | ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ନିଆଯିବା ପରେ, ପୂର୍ବ ଆଲୋଚିତ ଅନୁସାରେ ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ଉଭୟଙ୍କ ଚର୍ମ ସ୍ପର୍ଶ କରାନ୍ତୁ |
05:29 | ବର୍ତ୍ତମାନ ଆମେ, ଅସ୍ତ୍ରୋପଚାର ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର “ବ୍ରେଷ୍ଟ କ୍ରଲ୍” ବିଷୟରେ ଆଲୋଚନା କରିବା |
05:35 | ଏଥିପାଇଁ, ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରଖି, ମା’ର ତଳିପେଟ ବଦଳରେ ଛାତି ଉପରେ ଶିଶୁକୁ ରଖନ୍ତୁ |
05:47 | ଶିଶୁର ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ |
05:54 | ଅପରେଶନ୍ ଥିଏଟର୍ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ, ତାକୁ କରିବାକୁ ଦିଅନ୍ତୁ |
05:59 | ମନେରଖନ୍ତୁ, ପ୍ରସବର ତୁରନ୍ତ ପରେ ନବଜାତ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ |
06:09 | ଧ୍ୟାନ ଦିଅନ୍ତୁ ଯେ, “ବ୍ରେଷ୍ଟ କ୍ରଲ୍” ପରେ ହିଁ ନବଜାତକୁ ପ୍ରସବ ପରବର୍ତ୍ତୀ ଯତ୍ନ ଦିଆଯିବା ଉଚିତ |
06:17 | ଏବେ ଆମେ, ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ଉପରେ ଆଲୋଚନା କରିବା |
06:23 | ବ୍ରେଷ୍ଟ କ୍ରଲ୍ ଦ୍ୱାରା ଶିଶୁଟି ମା’ର ପ୍ରଥମ କ୍ଷୀର ଖାଇପାରିଥାଏ, ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ |
06:29 | ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ |
06:33 | ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନରେ ଶିଶୁ ପିଉଥିବା କୋଲୋଷ୍ଟ୍ରମ୍ର ପରିମାଣ ଧୀରେଧୀରେ ବୃଦ୍ଧି ପାଇଥାଏ |
06:43 | ଶିଶୁ ପ୍ରଥମ ଦିନରେ 5 ମିଲିଲିଟର୍ ପାନ କରିଥାଏ, |
06:47 | ଦ୍ଵିତୀୟ ଦିନରେ 10 ମିଲିଲିଟର୍, |
06:50 | ତୃତୀୟ ଦିନରେ 25 ମିଲିଲିଟର୍, |
06:53 | ଚତୁର୍ଥ ଦିନରେ 40 ମିଲିଲିଟର୍ ଏବଂ ପଞ୍ଚମ ଦିନରେ 55 ମିଲିଲିଟର୍, ଏହିପରି ପ୍ରତ୍ୟେକ ସ୍ତନରୁ ପ୍ରତ୍ୟେକ ଥର ସ୍ତନ୍ୟପାନ ସମୟରେ ପାନ କରିଥାଏ |
07:05 | ଗୋଟିଏ ନବଜାତ ଶିଶୁ ପାଇଁ ଏହା ଯଥେଷ୍ଟ ଅଟେ |
07:09 | ତେଣୁ, ଶିଶୁଟିକୁ କୋଲୋଷ୍ଟ୍ରମ୍ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ ନୁହେଁ |
07:15 | କୋଲୋଷ୍ଟ୍ରମ୍କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ଏଥିରେ ସଂକ୍ରମଣ ପ୍ରତିରୋଧକ ପ୍ରୋଟିନ୍ ଥାଏ, ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ |
07:27 | ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ଶକ୍ତିର ପ୍ରଥମ ଉତ୍ସ ଅଟେ |
07:33 | କୋଲୋଷ୍ଟ୍ରମ୍, ଶିଶୁର ରକ୍ତରେ ଶର୍କରା ସ୍ତରକୁ କମ୍ ହେବାକୁ ଦିଏନାହିଁ |
07:37 | ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ |
07:42 | ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ |
07:46 | ଏହା ଶିଶୁକୁ ତା’ର ପ୍ରଥମ ମଳତ୍ୟାଗରେ ସାହାଯ୍ୟ କରିଥାଏ |
07:50 | ବ୍ରେଷ୍ଟ କ୍ରଲ୍ ପ୍ରକ୍ରିୟାରେ ମା’ ସହିତ ଚର୍ମର ସ୍ପର୍ଶ କାରଣରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ |
07:57 | ଶିଶୁଟି ନିଜ ମା’ର ସ୍ତନ ସହିତ ନିବିଡ଼ତାର ସହ ଲାଗିରହିବା ନିଜକୁ ନିଜେ ଶିଖିଥାଏ |
08:04 | ବ୍ରେଷ୍ଟ କ୍ରଲ୍ ଦ୍ଵାରା ମା’ର ସୁସ୍ଥ ବ୍ୟାକ୍ଟେରିଆ ଶିଶୁର ଶରୀରକୁ ଯାଇଥାଏ |
08:08 | ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଆନ୍ତକୁ ଯାଇ ସଂକ୍ରମଣରୁ ରକ୍ଷା କରନ୍ତି |
08:13 | ପରିଶେଷରେ, ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ |
08:18 | “ବ୍ରେଷ୍ଟ କ୍ରଲ୍" ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷାର ଭାବନା ଦେଇଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ବନ୍ଧନ ଆରମ୍ଭ କରିଥାଏ |
08:29 | ବ୍ରେଷ୍ଟ କ୍ରଲ୍ ଦ୍ଵାରା ମା’ ମଧ୍ୟ ଉପକୃତ ହୁଅନ୍ତି |
08:34 | ଶିଶୁଟି ଗୋଡ଼ ଚାଳନା କଲେ ମା’ର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରିନ୍ ସଂକୁଚନ ଏବଂ ପ୍ଲେସେଣ୍ଟା ନିଷ୍କାସନରେ ସାହାଯ୍ୟ କରିଥାଏ |
08:45 | ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍ର ପରିମାଣରେ ବୃଦ୍ଧି ହୋଇଥାଏ |
08:51 | ଅକ୍ସିଟୋସିନ୍ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲେସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ |
08:56 | ଅତଏବ, ବ୍ରେଷ୍ଟ କ୍ରଲ୍ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କଠାରେ ଦେଖାଦେଉଥିବା ଆନିମିଆକୁ ରୋକିଥାଏ |
09:03 | ଆନିମିଆ କାରଣରୁ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହୋଇଥାଏ |
09:08 | ଏହା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି |
09:13 | ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍ ଗୋଟିଏ ଉଚ୍ଚ କୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ |
09:21 | ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍ ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
09:26 | ଏହି ଟ୍ୟୁଟୋରିଆଲରେ ଆମେ: ବ୍ରେଷ୍ଟ କ୍ରଲ୍ କ’ଣ, |
09:30 | ବ୍ରେଷ୍ଟ କ୍ରଲ୍ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟା ଏବଂ ବ୍ରେଷ୍ଟ କ୍ରଲ୍ର ଗୁରୁତ୍ଵ ବିଷୟରେ ଜାଣିଲେ |
09:37 | ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି |
09:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
09:49 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:54 | ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ |
10:01 | ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ. ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି |
10:12 | ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |