Difference between revisions of "Inkscape/C2/Align-and-distribute-objects/Oriya"

From Script | Spoken-Tutorial
Jump to: navigation, search
 
(3 intermediate revisions by 2 users not shown)
Line 1: Line 1:
{| Border = 1
+
{| Border=1
<center>Time</center>
+
| '''Time'''
<center>Narration</center>
+
|'''Narration'''
  
 
|-
 
|-
 
|  00:01
 
|  00:01
 
|Inkscapeରେ 'Align and distribute objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 
|Inkscapeରେ 'Align and distribute objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
 +
 
|-
 
|-
 
|  00:07
 
|  00:07
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
 
| ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
 +
 
|-
 
|-
 
|  00:09
 
|  00:09
 
| ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
 
| ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
 +
 
|-
 
|-
 
|  00:12
 
|  00:12
 
| ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
 
| ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
 +
 
|-
 
|-
 
|  00:16
 
|  00:16
 
| ଅବଜେକ୍ଟ ମଧ୍ୟରେ ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ବନାଇବା
 
| ଅବଜେକ୍ଟ ମଧ୍ୟରେ ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ବନାଇବା
 +
 
|-
 
|-
 
|  00:22
 
|  00:22
 
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 
|ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
 +
 
|-
 
|-
 
|  00:24
 
|  00:24
 
|  ଉବୁଣ୍ଟୁ ଲିନକ୍ସ 12.04 OS
 
|  ଉବୁଣ୍ଟୁ ଲିନକ୍ସ 12.04 OS
 +
 
|-
 
|-
 
|  00:27
 
|  00:27
 
| Inkscape ଭର୍ସନ୍ 0.48.4
 
| Inkscape ଭର୍ସନ୍ 0.48.4
 +
 
|-
 
|-
 
|  00:31
 
|  00:31
| 'Dash home କୁ ଯାଇ Inkscape ଟାଇପ୍ କରନ୍ତୁ  
+
| Dash home କୁ ଯାଇ Inkscape ଟାଇପ୍ କରନ୍ତୁ  
 +
 
 
|-
 
|-
 
|  00:35
 
|  00:35
 
| ଏବେ ଲୋଗୋ ଉପରେ କ୍ଲିକ୍ କରନ୍ତୁ
 
| ଏବେ ଲୋଗୋ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  00:37
 
|  00:37
 
| ପୂର୍ବରୁ ସେଭ୍ ହୋଇଥିବା Inkscape ଡକୁମେଣ୍ଟ ଖୋଲନ୍ତୁ  
 
| ପୂର୍ବରୁ ସେଭ୍ ହୋଇଥିବା Inkscape ଡକୁମେଣ୍ଟ ଖୋଲନ୍ତୁ  
 +
 
|-
 
|-
 
|  00:44
 
|  00:44
 
| କାନଭାସ୍ ଉପରେ ରାଣ୍ଡମଲି ରଖାଯାଇଥିବା ୫ଟି ଭିନ୍ନ ଆକୃତିକୁ ଦେଖନ୍ତୁ  
 
| କାନଭାସ୍ ଉପରେ ରାଣ୍ଡମଲି ରଖାଯାଇଥିବା ୫ଟି ଭିନ୍ନ ଆକୃତିକୁ ଦେଖନ୍ତୁ  
 +
 
|-
 
|-
 
|  00:50
 
|  00:50
 
| ନିଜ Inkscape କାନଭାସ୍ ଉପରେ ୫ଟି ଆକୃତି ତିଆରି କରନ୍ତୁ ଏବଂ ସେଗୁଡିକୁ ପ୍ରଦର୍ଶିତ ଅନୁସାରେ ରଖନ୍ତୁ
 
| ନିଜ Inkscape କାନଭାସ୍ ଉପରେ ୫ଟି ଆକୃତି ତିଆରି କରନ୍ତୁ ଏବଂ ସେଗୁଡିକୁ ପ୍ରଦର୍ଶିତ ଅନୁସାରେ ରଖନ୍ତୁ
 +
 
|-
 
|-
 
|  00:55
 
|  00:55
 
| ଏବେ ଅବଜେକ୍ଟଗୁଡିକୁ ଆଲାଇନ୍ କରିବା ଆରମ୍ଭ କରନ୍ତୁ
 
| ଏବେ ଅବଜେକ୍ଟଗୁଡିକୁ ଆଲାଇନ୍ କରିବା ଆରମ୍ଭ କରନ୍ତୁ
 +
 
|-
 
|-
 
|  00:59
 
|  00:59
 
|'Object ମେନ୍ୟୁକୁ ଯାଇ 'Align and distribute' ଉପରେ କ୍ଲିକ୍ କରନ୍ତୁ
 
|'Object ମେନ୍ୟୁକୁ ଯାଇ 'Align and distribute' ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  01:04
 
|  01:04
 
| ଇଣ୍ଟରଫେସ୍ ର ଡାହଣ ପଟେ Align and distribute ଡାୟଲଗ୍ ବକ୍ସ ଖୋଲିଥାଏ
 
| ଇଣ୍ଟରଫେସ୍ ର ଡାହଣ ପଟେ Align and distribute ଡାୟଲଗ୍ ବକ୍ସ ଖୋଲିଥାଏ
 +
 
|-
 
|-
 
|  01:09
 
|  01:09
 
| ଏଠାରେ ଦୁଇ ପ୍ରକାରର ପୋଜିସନ୍ ଉପଲବ୍ଧ ଅଛି
 
| ଏଠାରେ ଦୁଇ ପ୍ରକାରର ପୋଜିସନ୍ ଉପଲବ୍ଧ ଅଛି
 +
 
|-
 
|-
 
| 01:12
 
| 01:12
 
| ଆଲାଇନ୍, ଯେଉଁଠାରେ ଅବଜେକ୍ଟସ୍ ର କେନ୍ଦ୍ର କିମ୍ବା ଧାର ପରସ୍ପର ସହିତ ଆଲାଇନ୍ ହୋଇଥାନ୍ତି
 
| ଆଲାଇନ୍, ଯେଉଁଠାରେ ଅବଜେକ୍ଟସ୍ ର କେନ୍ଦ୍ର କିମ୍ବା ଧାର ପରସ୍ପର ସହିତ ଆଲାଇନ୍ ହୋଇଥାନ୍ତି
 +
 
|-
 
|-
 
| 01:18
 
| 01:18
 
| ଡିଷ୍ଟ୍ରିବ୍ୟୁଟ୍, ଯେଉଁଠାରେ ଅବଜେକ୍ଟଗୁଡ଼ିକର କେନ୍ଦ୍ର କିମ୍ବା ଧାର ଉପରେ ଆଧାର କରି ହରିଜୋଣ୍ଟାଲ୍ କିମ୍ୱା ଭର୍ଟିକାଲ୍ ଦିଗରେ ବଣ୍ଟାଯାଇଥାନ୍ତି
 
| ଡିଷ୍ଟ୍ରିବ୍ୟୁଟ୍, ଯେଉଁଠାରେ ଅବଜେକ୍ଟଗୁଡ଼ିକର କେନ୍ଦ୍ର କିମ୍ବା ଧାର ଉପରେ ଆଧାର କରି ହରିଜୋଣ୍ଟାଲ୍ କିମ୍ୱା ଭର୍ଟିକାଲ୍ ଦିଗରେ ବଣ୍ଟାଯାଇଥାନ୍ତି
 +
 
|-
 
|-
 
|  01:29
 
|  01:29
|ଆମେ ଏହି ଅପ୍ସନ୍ସ କିମ୍ବା ସେଗୁଡ଼ିକର ସବ୍- ଅପ୍ସନ୍ସକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ବିଭିନ୍ନ ପ୍ରକାରରେ ଆଲାଇନ୍ କରିପାରିବା
+
| ଆମେ ଏହି ଅପ୍ସନ୍ସ କିମ୍ବା ସେଗୁଡ଼ିକର ସବ୍- ଅପ୍ସନ୍ସକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ବିଭିନ୍ନ ପ୍ରକାରରେ ଆଲାଇନ୍ କରିପାରିବା
 +
 
 
|-
 
|-
 
| 01:36
 
| 01:36
 
| ଏଠାରେ Relative to ନାମକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଫିଚର ଅଛି
 
| ଏଠାରେ Relative to ନାମକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଫିଚର ଅଛି
 +
 
|-
 
|-
 
|  01:39
 
|  01:39
 
| ଏହାର ଉପଯୋଗ କରି ଆମେ ଅବଜେକ୍ଟଗୁଡିକୁ ଯେକୌଣସି ରେଫରେନ୍ସ ସହିତ ଆଲାଇନ୍ କରିପାରିବା
 
| ଏହାର ଉପଯୋଗ କରି ଆମେ ଅବଜେକ୍ଟଗୁଡିକୁ ଯେକୌଣସି ରେଫରେନ୍ସ ସହିତ ଆଲାଇନ୍ କରିପାରିବା
 +
 
|-
 
|-
 
|  01:44
 
|  01:44
 
|ଏଠାରେ ଅପ୍ସନ୍ ଗୁଡିକୁ ଦେଖିବା ପାଇଁ ଡ୍ରପ୍-ଡାଉନ୍ ସୂଚୀ ଉପରେ କ୍ଲିକ୍ କରନ୍ତୁ
 
|ଏଠାରେ ଅପ୍ସନ୍ ଗୁଡିକୁ ଦେଖିବା ପାଇଁ ଡ୍ରପ୍-ଡାଉନ୍ ସୂଚୀ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  01:47
 
|  01:47
 
| ଆମ ପାଖରେ 'Last selected, First selected, Biggest object, Smallest object, Page, Drawing ଓ Selection ଅଛି।
 
| ଆମ ପାଖରେ 'Last selected, First selected, Biggest object, Smallest object, Page, Drawing ଓ Selection ଅଛି।
 +
 
|-
 
|-
 
|  02:00
 
|  02:00
 
| ଡିଫଲ୍ଟ ଭାବରେ ଅବଜେକ୍ଟସ୍ ପେଜ୍ ସହିତ ସମ୍ବନ୍ଧିତ ଆଲାଇନ୍ ହେବ
 
| ଡିଫଲ୍ଟ ଭାବରେ ଅବଜେକ୍ଟସ୍ ପେଜ୍ ସହିତ ସମ୍ବନ୍ଧିତ ଆଲାଇନ୍ ହେବ
 +
 
|-
 
|-
 
|  02:04
 
|  02:04
 
| ଏହାର ତାତ୍ପର୍ଯ୍ୟ ଏହିକି ଯେ, ଚୟନିତ ଅବଜେକ୍ଟଗୁଡିକ ଆପଣଙ୍କ ପେଜ୍ ର ଡାଇମେନ୍ସନ୍ ଅନୁସାରେ Align and Distribut ଅପ୍ସନରେ କାର୍ଯ୍ୟ କରିବେ
 
| ଏହାର ତାତ୍ପର୍ଯ୍ୟ ଏହିକି ଯେ, ଚୟନିତ ଅବଜେକ୍ଟଗୁଡିକ ଆପଣଙ୍କ ପେଜ୍ ର ଡାଇମେନ୍ସନ୍ ଅନୁସାରେ Align and Distribut ଅପ୍ସନରେ କାର୍ଯ୍ୟ କରିବେ
 +
 
|-
 
|-
 
|  02:13
 
|  02:13
 
| କାନଭାସ୍ ଉପରେ ସମସ୍ତ ଅବଜେକ୍ଟ ଗୁଡିକୁ ଚୟନ କରିବା ପାଇଁ  'Ctrl + A ଦବାନ୍ତୁ
 
| କାନଭାସ୍ ଉପରେ ସମସ୍ତ ଅବଜେକ୍ଟ ଗୁଡିକୁ ଚୟନ କରିବା ପାଇଁ  'Ctrl + A ଦବାନ୍ତୁ
 +
 
|-
 
|-
 
|  02:17
 
|  02:17
 
| ପ୍ରଥମ ୫ଟି ଆଇକନ୍ ଅବଜେକ୍ଟସ୍ କୁ ଭର୍ଟିକଲ୍ ଦିଗରେ ଆଲାଇନ୍ କରିବା
 
| ପ୍ରଥମ ୫ଟି ଆଇକନ୍ ଅବଜେକ୍ଟସ୍ କୁ ଭର୍ଟିକଲ୍ ଦିଗରେ ଆଲାଇନ୍ କରିବା
 +
 
|-
 
|-
 
|  02:22
 
|  02:22
 
| ମୁଁ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରୁଛି
 
| ମୁଁ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରୁଛି
 +
 
|-
 
|-
 
|  02:25
 
|  02:25
 
| ଯେପରି ଟୂଲ୍ ଟିପ୍ ଦର୍ଶାଏ, ଅବଜେକ୍ଟର ଡାହାଣ କୋଣ anchor ର ବାମ କୋଣ ସହିତ ଆଲାଇନ୍ ହୋଇଥାଏ
 
| ଯେପରି ଟୂଲ୍ ଟିପ୍ ଦର୍ଶାଏ, ଅବଜେକ୍ଟର ଡାହାଣ କୋଣ anchor ର ବାମ କୋଣ ସହିତ ଆଲାଇନ୍ ହୋଇଥାଏ
 +
 
|-
 
|-
 
| 02:32
 
| 02:32
 
| ମନେରଖନ୍ତୁ, ଏଠାରେ anchor point ପେଜ୍ ଅଛି, କାରଣ Relative to' ଅପ୍ସନ୍ ପେଜ୍ ଅଛି
 
| ମନେରଖନ୍ତୁ, ଏଠାରେ anchor point ପେଜ୍ ଅଛି, କାରଣ Relative to' ଅପ୍ସନ୍ ପେଜ୍ ଅଛି
 +
 
|-
 
|-
 
|  02:38
 
|  02:38
 
| ଦେଖନ୍ତୁ, ଏବେ ଦୁଇଟି ଅବଜେକ୍ଟସ୍ ଓଭରଲ୍ୟାପ୍ ହୋଇଯାଇଛି  
 
| ଦେଖନ୍ତୁ, ଏବେ ଦୁଇଟି ଅବଜେକ୍ଟସ୍ ଓଭରଲ୍ୟାପ୍ ହୋଇଯାଇଛି  
 +
 
|-
 
|-
 
|  02:43
 
|  02:43
 
| ବିଗତ କ୍ରମରେ ଓଭଲ୍ୟାପ୍, ଅବଜେକ୍ଟସ୍ ର ନିକଟତା କାରଣରୁ ହୋଇଥିଲା
 
| ବିଗତ କ୍ରମରେ ଓଭଲ୍ୟାପ୍, ଅବଜେକ୍ଟସ୍ ର ନିକଟତା କାରଣରୁ ହୋଇଥିଲା
 +
 
|-
 
|-
 
|  02:48
 
|  02:48
 
| ଆମେ Remove overlaps ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଠିକ୍ କରିପାରିବା, ଯାହାକି Distribute ଅପ୍ସନ୍ ର ତଳେ ଅଛି
 
| ଆମେ Remove overlaps ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଠିକ୍ କରିପାରିବା, ଯାହାକି Distribute ଅପ୍ସନ୍ ର ତଳେ ଅଛି
 +
 
|-
 
|-
 
|  02:56
 
|  02:56
 
| ଏବେ ଓଭରଲ୍ୟାପ୍ ହଟି ଗଲାଣି
 
| ଏବେ ଓଭରଲ୍ୟାପ୍ ହଟି ଗଲାଣି
 +
 
|-
 
|-
 
| 02:58
 
| 02:58
 
| ହରିଜୋଣ୍ଟଲ୍ ଏବଂ ଭର୍ଟିକଲ୍ ଉଭୟ ଦିଗରେ ଅବଜେକ୍ଟସ୍ ର ମଧ୍ୟ ଅନ୍ତରାଳକୁ ବ୍ୟବସ୍ଥିତ କରିବା ନିମନ୍ତେ,H ଓ V ଅପ୍ସନ୍ ର ଉପଯୋଗ କରନ୍ତୁ
 
| ହରିଜୋଣ୍ଟଲ୍ ଏବଂ ଭର୍ଟିକଲ୍ ଉଭୟ ଦିଗରେ ଅବଜେକ୍ଟସ୍ ର ମଧ୍ୟ ଅନ୍ତରାଳକୁ ବ୍ୟବସ୍ଥିତ କରିବା ନିମନ୍ତେ,H ଓ V ଅପ୍ସନ୍ ର ଉପଯୋଗ କରନ୍ତୁ
 +
 
|-
 
|-
 
|  03:06
 
|  03:06
 
| ଏବେ, Alignର ତଳ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଏବଂ ଧ୍ୟାନଦିଅନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି  
 
| ଏବେ, Alignର ତଳ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଏବଂ ଧ୍ୟାନଦିଅନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି  
 +
 
|-
 
|-
 
|  03:14
 
|  03:14
 
| ଅଲାଇନମେଣ୍ଟ୍ କୁ ଭଲଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ CTRL + Z ର ଉପଯୋଗ କରନ୍ତୁ
 
| ଅଲାଇନମେଣ୍ଟ୍ କୁ ଭଲଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ CTRL + Z ର ଉପଯୋଗ କରନ୍ତୁ
 +
 
|-
 
|-
 
|  03:21
 
|  03:21
 
| ଟୁଲ୍ ଟିପ୍ସ, ଅଲାଇନମେଣ୍ଟ୍ କୁ ବୁଝିବା ନିମନ୍ତେ ବହୁତ ଉପଯୋଗୀ ହୋଇପାରେ
 
| ଟୁଲ୍ ଟିପ୍ସ, ଅଲାଇନମେଣ୍ଟ୍ କୁ ବୁଝିବା ନିମନ୍ତେ ବହୁତ ଉପଯୋଗୀ ହୋଇପାରେ
 +
 
|-
 
|-
 
|  03:28
 
|  03:28
 
| ଶେଷ ଆଇକନ୍ କେବଳ ଟେକ୍ସଟ୍ ଉପରେ କାର୍ଯ୍ୟ କରିଥାଏ. ତେଣୁ, ଆମେ ସେହି ବିଷୟରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଶିଖିବା
 
| ଶେଷ ଆଇକନ୍ କେବଳ ଟେକ୍ସଟ୍ ଉପରେ କାର୍ଯ୍ୟ କରିଥାଏ. ତେଣୁ, ଆମେ ସେହି ବିଷୟରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଶିଖିବା
 +
 
|-
 
|-
 
| 03:35
 
| 03:35
 
| ତା’ପରେ ଆମେ, Distribute ଅପ୍ସନ୍ ର ଉପଯୋଗ କରି ଅବଜେକ୍ଟସ୍ ମଧ୍ୟର ଅନ୍ତରାଳକୁ ବ୍ୟବସ୍ଥିତ କରିବା
 
| ତା’ପରେ ଆମେ, Distribute ଅପ୍ସନ୍ ର ଉପଯୋଗ କରି ଅବଜେକ୍ଟସ୍ ମଧ୍ୟର ଅନ୍ତରାଳକୁ ବ୍ୟବସ୍ଥିତ କରିବା
 +
 
|-
 
|-
 
| 03:40
 
| 03:40
 
| ଯେହେତୁ ଅବଜେକ୍ଟଗୁଡିକ ଭର୍ଟିକାଲ୍ ଦିଗରେ ଅଛି, Distribute ଅପ୍ସନ୍ ମଧ୍ୟରେ ଶେଷ ଚାରୋଟି ଆଇକନ୍ସର ଉପଯୋଗ କରିଥାଉ
 
| ଯେହେତୁ ଅବଜେକ୍ଟଗୁଡିକ ଭର୍ଟିକାଲ୍ ଦିଗରେ ଅଛି, Distribute ଅପ୍ସନ୍ ମଧ୍ୟରେ ଶେଷ ଚାରୋଟି ଆଇକନ୍ସର ଉପଯୋଗ କରିଥାଉ
 +
 
|-
 
|-
 
|  03:48
 
|  03:48
 
| ପ୍ରଥମେ ମୁଁ ସେଗୁଡିକୁ କେନ୍ଦ୍ରରେ ଆଲାଇନ୍ କରୁଛି
 
| ପ୍ରଥମେ ମୁଁ ସେଗୁଡିକୁ କେନ୍ଦ୍ରରେ ଆଲାଇନ୍ କରୁଛି
 +
 
|-
 
|-
 
|  03:51
 
|  03:51
 
| ଏବେ Distribute ଭିତରେ ଥିବା ଅପ୍ସନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
 
| ଏବେ Distribute ଭିତରେ ଥିବା ଅପ୍ସନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
 +
 
|-
 
|-
 
|  03:58
 
|  03:58
 
| ପୁଣିଥରେ, ଆଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ 'CTRL + Z ର ଉପଯୋଗ କରନ୍ତୁ
 
| ପୁଣିଥରେ, ଆଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ 'CTRL + Z ର ଉପଯୋଗ କରନ୍ତୁ
 +
 
|-
 
|-
 
|  04:07
 
|  04:07
 
| ଅଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଟୁଲ୍ ଟିପ୍ସକୁ ଦେଖନ୍ତୁ
 
| ଅଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଟୁଲ୍ ଟିପ୍ସକୁ ଦେଖନ୍ତୁ
 +
 
|-
 
|-
 
|  04:13
 
|  04:13
 
| ଦେଖନ୍ତୁ, Relative to ତଳେ Treat selection as group ଅପ୍ସନ୍ ଅଛି
 
| ଦେଖନ୍ତୁ, Relative to ତଳେ Treat selection as group ଅପ୍ସନ୍ ଅଛି
 +
 
|-
 
|-
 
|  04:19
 
|  04:19
 
| ଏହା, ପୂରା ସମୂହ ଭାବରେ ଅବଜେକ୍ଟସ୍ କୁ ଆଲାଇନ୍ କରିବ
 
| ଏହା, ପୂରା ସମୂହ ଭାବରେ ଅବଜେକ୍ଟସ୍ କୁ ଆଲାଇନ୍ କରିବ
 +
 
|-
 
|-
 
| 04:22
 
| 04:22
 
| check box ରେ କ୍ଲିକ୍ କରନ୍ତୁ
 
| check box ରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  04:24
 
|  04:24
 
| ଏବେ, ଗୋଟିଏ ଗୋଟିଏ କରି ଆଇକନ୍ସ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ ଅଲଗା ଅଲଗା ବଦଳରେ ସମୂହ ଭାବରେ ଆଲାଇନ୍ ହୋଇଯାଇଛନ୍ତି,  
 
| ଏବେ, ଗୋଟିଏ ଗୋଟିଏ କରି ଆଇକନ୍ସ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ ଅଲଗା ଅଲଗା ବଦଳରେ ସମୂହ ଭାବରେ ଆଲାଇନ୍ ହୋଇଯାଇଛନ୍ତି,  
 +
 
|-
 
|-
 
|  04:34
 
|  04:34
 
| ବକ୍ସକୁ ଅନଚେକ୍ କରନ୍ତୁ
 
| ବକ୍ସକୁ ଅନଚେକ୍ କରନ୍ତୁ
 +
 
|-
 
|-
 
|  04:36
 
|  04:36
 
| ଏବେ, ଅବଜେକ୍ଟଗୁଡିକ ଅଲଗା ଅଲଗା ଆଲାଇନ୍ ହେବେ
 
| ଏବେ, ଅବଜେକ୍ଟଗୁଡିକ ଅଲଗା ଅଲଗା ଆଲାଇନ୍ ହେବେ
 +
 
|-
 
|-
 
|  04:40
 
|  04:40
 
| ତା’ପରେ, 'Last selected'  ଅନୁସାରେ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ବିତରିତ କରିବା
 
| ତା’ପରେ, 'Last selected'  ଅନୁସାରେ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ବିତରିତ କରିବା
 +
 
|-
 
|-
 
|  04:45
 
|  04:45
 
| Relative to ଅପ୍ସନ୍ କୁ Last selected ରେ ବଦଳାଇବା
 
| Relative to ଅପ୍ସନ୍ କୁ Last selected ରେ ବଦଳାଇବା
 +
 
|-
 
|-
 
|  04:49
 
|  04:49
 
| ସମସ୍ତ ଅବଜେକ୍ଟଗୁଡିକୁ କାନଭାସ୍ ମଧ୍ୟକୁ ଆଣି, ରେଣ୍ଡମଲୀ ସେଗୁଡିକୁ ରଖନ୍ତୁ
 
| ସମସ୍ତ ଅବଜେକ୍ଟଗୁଡିକୁ କାନଭାସ୍ ମଧ୍ୟକୁ ଆଣି, ରେଣ୍ଡମଲୀ ସେଗୁଡିକୁ ରଖନ୍ତୁ
 +
 
|-
 
|-
 
|  05:01
 
|  05:01
 
| ଅବଜେକ୍ଟଗୁଡିକୁ ଗୋଟିଏ ଗୋଟଏ କରି ଚୟନ କରି ଶେଷରେ ବୃତ୍ତ ବାଛନ୍ତୁ
 
| ଅବଜେକ୍ଟଗୁଡିକୁ ଗୋଟିଏ ଗୋଟଏ କରି ଚୟନ କରି ଶେଷରେ ବୃତ୍ତ ବାଛନ୍ତୁ
 +
 
|-
 
|-
 
|  05:06
 
|  05:06
 
| ପୂର୍ବପରି, ଆଇକନ୍ ଉପରେ ଗୋଟିଏ ପରେ ଗୋଟିଏ କରି କ୍ଲିକ୍ କରନ୍ତୁ
 
| ପୂର୍ବପରି, ଆଇକନ୍ ଉପରେ ଗୋଟିଏ ପରେ ଗୋଟିଏ କରି କ୍ଲିକ୍ କରନ୍ତୁ
 +
 
|-
 
|-
 
|  05:10
 
|  05:10
 
| ଯେହେତୁ ଶେଷ ଚୟନିତ ଅବଜେକ୍ଟସ୍ ବୃତ୍ତ ଅଟେ, ଦେଖନ୍ତୁ, ବୃତ୍ତ ଅନୁସାରେ ଅବଜେକ୍ଟଗୁଡିକ ଆଲାଇନ୍ ହେଉଛନ୍ତି
 
| ଯେହେତୁ ଶେଷ ଚୟନିତ ଅବଜେକ୍ଟସ୍ ବୃତ୍ତ ଅଟେ, ଦେଖନ୍ତୁ, ବୃତ୍ତ ଅନୁସାରେ ଅବଜେକ୍ଟଗୁଡିକ ଆଲାଇନ୍ ହେଉଛନ୍ତି
 +
 
|-
 
|-
 
|  05:19
 
|  05:19
 
| ଏହିପ୍ରକାରେ, ଆପଣ Relative to ରେ ସୂଚୀବଦ୍ଧ ସମସ୍ତ ଅପ୍ସନ୍ସ ଯାଞ୍ଚ କରିପାରନ୍ତି ଏବଂ ଅବଜେକ୍ଟଗୁଡିକର ଆଲାଇନମେଣ୍ଟ୍ କୁ ଦେଖନ୍ତୁ
 
| ଏହିପ୍ରକାରେ, ଆପଣ Relative to ରେ ସୂଚୀବଦ୍ଧ ସମସ୍ତ ଅପ୍ସନ୍ସ ଯାଞ୍ଚ କରିପାରନ୍ତି ଏବଂ ଅବଜେକ୍ଟଗୁଡିକର ଆଲାଇନମେଣ୍ଟ୍ କୁ ଦେଖନ୍ତୁ
 +
 
|-
 
|-
 
| 05:26
 
| 05:26
 
| ଆମେ Align and Distribute ଡାୟଲଗ ବକ୍ସରେ ଥିବା ଆଡଭାନ୍ସ ଅପସନ୍ସ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ ରେ ଶିଖିବା
 
| ଆମେ Align and Distribute ଡାୟଲଗ ବକ୍ସରେ ଥିବା ଆଡଭାନ୍ସ ଅପସନ୍ସ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ ରେ ଶିଖିବା
 +
 
|-
 
|-
 
|  05:32
 
|  05:32
 
| ଏହି ଡାୟଲଗ ବକ୍ସକୁ ବନ୍ଦ କରନ୍ତୁ
 
| ଏହି ଡାୟଲଗ ବକ୍ସକୁ ବନ୍ଦ କରନ୍ତୁ
 +
 
|-
 
|-
 
|  05:37
 
|  05:37
 
| ଏବେ ଆମେ, ରୋଜ୍ ଓ କଲମ୍ସରେ ଅବଜେକ୍ଟ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା
 
| ଏବେ ଆମେ, ରୋଜ୍ ଓ କଲମ୍ସରେ ଅବଜେକ୍ଟ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା
 +
 
|-
 
|-
 
|  05:41
 
|  05:41
 
|'Object ମେନ୍ୟୁ କୁ ଯାଇ Rows and Columns ଉପରେ କ୍ଲିକ୍ କରନ୍ତୁ
 
|'Object ମେନ୍ୟୁ କୁ ଯାଇ Rows and Columns ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  05:46
 
|  05:46
 
| 'Rows and Columns ଡାୟଲଗ୍ ବକ୍ସ ଖୋଲିଲା
 
| 'Rows and Columns ଡାୟଲଗ୍ ବକ୍ସ ଖୋଲିଲା
 +
 
|-
 
|-
 
|  05:50
 
|  05:50
 
|ଏହି ଅପସନ୍ସ କୁ ବ୍ୟବହାର କରି, ଆବଶ୍ୟକ ସ୍ପେସ୍ ଦେଇ, ଆମେ ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିପାରିବା  
 
|ଏହି ଅପସନ୍ସ କୁ ବ୍ୟବହାର କରି, ଆବଶ୍ୟକ ସ୍ପେସ୍ ଦେଇ, ଆମେ ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିପାରିବା  
 +
 
|-
 
|-
 
| 05:57
 
| 05:57
 
| କାନଭାସ୍ ଉପରେ ଅବଜେକ୍ଟଗୁଡିକୁ ରେଣ୍ଡମଲୀ ବ୍ୟବସ୍ଥିତ କରନ୍ତୁ
 
| କାନଭାସ୍ ଉପରେ ଅବଜେକ୍ଟଗୁଡିକୁ ରେଣ୍ଡମଲୀ ବ୍ୟବସ୍ଥିତ କରନ୍ତୁ
 +
 
|-
 
|-
 
|  06:01
 
|  06:01
 
| ଏବେ, ଏହି ଅବଜେକ୍ଟଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
 
| ଏବେ, ଏହି ଅବଜେକ୍ଟଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
 +
 
|-
 
|-
 
|  06:05
 
|  06:05
 
| ତେଣୁକରି: row ପାରାମିଟର କୁ ୨ କରନ୍ତୁ
 
| ତେଣୁକରି: row ପାରାମିଟର କୁ ୨ କରନ୍ତୁ
 +
 
|-
 
|-
 
|  06:09
 
|  06:09
 
| ଧ୍ୟାନଦିଅନ୍ତୁ, ଯେତେବେଳେ row ପାରାମିଟର ବଦଳିଥାଏ, Column ପାରାମିଟର ଆପେ ଆପେ ବଦଳିଥାଏ
 
| ଧ୍ୟାନଦିଅନ୍ତୁ, ଯେତେବେଳେ row ପାରାମିଟର ବଦଳିଥାଏ, Column ପାରାମିଟର ଆପେ ଆପେ ବଦଳିଥାଏ
 +
 
|-
 
|-
 
|  06:15
 
|  06:15
 
| ତଳର ଡାହଣ ପଟରେ ଥିବା Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| ତଳର ଡାହଣ ପଟରେ ଥିବା Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  06:19
 
|  06:19
 
| Align ଅପସନ୍ ଅବଜେକ୍ଟଗୁଡିକୁ ଡାହଣ ପଟକୁ, ମଝିରେ ତଥା ବାମପଟକୁ  ଆଲାଇନ୍ କରିବାରେ ସାହାଯ୍ୟ କରିଥାଏ
 
| Align ଅପସନ୍ ଅବଜେକ୍ଟଗୁଡିକୁ ଡାହଣ ପଟକୁ, ମଝିରେ ତଥା ବାମପଟକୁ  ଆଲାଇନ୍ କରିବାରେ ସାହାଯ୍ୟ କରିଥାଏ
 +
 
|-
 
|-
 
|  06:29
 
|  06:29
 
| ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ପରିବର୍ତ୍ତନକୁ ଦେଖନ୍ତୁ
 
| ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ପରିବର୍ତ୍ତନକୁ ଦେଖନ୍ତୁ
 +
 
|-
 
|-
 
|  06:37
 
|  06:37
 
| ଆମେ Set spacing ଅପସନ୍ ର ଉପଯୋଗ କରି ଉଭୟ ରୋଜ୍ ଓ କଲମ୍ସ ପାଇଁ, ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ କୁ ସେଟ୍ କରିପାରିବା
 
| ଆମେ Set spacing ଅପସନ୍ ର ଉପଯୋଗ କରି ଉଭୟ ରୋଜ୍ ଓ କଲମ୍ସ ପାଇଁ, ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ କୁ ସେଟ୍ କରିପାରିବା
|-
+
 
 +
|-
 
|  06:45
 
|  06:45
 
| ଏବେ, ସ୍ପେସ୍ ପାରାମିଟର୍ କୁ ରୋ ଏବଂ କଲମ୍ ଉଭୟଙ୍କ ପାଇଁ ୫ କରନ୍ତୁ
 
| ଏବେ, ସ୍ପେସ୍ ପାରାମିଟର୍ କୁ ରୋ ଏବଂ କଲମ୍ ଉଭୟଙ୍କ ପାଇଁ ୫ କରନ୍ତୁ
 +
 
|-
 
|-
 
|  06:50
 
|  06:50
 
| 'Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
 
| 'Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  06:53
 
|  06:53
 
| ଅବଜେକ୍ଟସ୍ ମଧ୍ୟର ସ୍ପେସ୍ କୁ ଦେଖନ୍ତୁ
 
| ଅବଜେକ୍ଟସ୍ ମଧ୍ୟର ସ୍ପେସ୍ କୁ ଦେଖନ୍ତୁ
 +
 
|-
 
|-
 
|  06:56
 
|  06:56
 
| ଏବେ ମୁଁ ଦେଖାଇବି କି Align and Distribute ର ଉପଯୋଗ କରି ପ୍ୟାଟର୍ନ କିପରି ତିଆରି କରାଯାଏ
 
| ଏବେ ମୁଁ ଦେଖାଇବି କି Align and Distribute ର ଉପଯୋଗ କରି ପ୍ୟାଟର୍ନ କିପରି ତିଆରି କରାଯାଏ
 +
 
|-
 
|-
 
|  07:01
 
|  07:01
 
| ମୋ ପାଖରେ ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ୪ଟି ବର୍ଗର ଗୋଟିଏ ନୂଆ Inkscape ଫାଇଲ୍ ଅଛି
 
| ମୋ ପାଖରେ ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ୪ଟି ବର୍ଗର ଗୋଟିଏ ନୂଆ Inkscape ଫାଇଲ୍ ଅଛି
 +
 
|-
 
|-
 
|  07:06
 
|  07:06
 
| ସବୁଗୁଡିକୁ ଚୟନ କରି, ବର୍ଗକୁ ବୁଲାନ୍ତୁ, ଯେଉଁଥିରୁ ତାହା ଡାୟମଣ୍ଡ ଆକୃତି ଭଳି ଦେଖାଯିବ
 
| ସବୁଗୁଡିକୁ ଚୟନ କରି, ବର୍ଗକୁ ବୁଲାନ୍ତୁ, ଯେଉଁଥିରୁ ତାହା ଡାୟମଣ୍ଡ ଆକୃତି ଭଳି ଦେଖାଯିବ
 +
 
|-
 
|-
 
|  07:12
 
|  07:12
 
|  'Align and Distribute' ଡାୟଲଗ୍ ବକ୍ସ ଖୋଲନ୍ତୁ
 
|  'Align and Distribute' ଡାୟଲଗ୍ ବକ୍ସ ଖୋଲନ୍ତୁ
 +
 
|-
 
|-
 
|  07:15
 
|  07:15
 
| Centre on vertical axis ଉପରେ କ୍ଲିକ୍ କରନ୍ତୁ
 
| Centre on vertical axis ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  07:18
 
|  07:18
 
| Centre on horizontal axis ଉପରେ କ୍ଲିକ୍ କରନ୍ତୁ
 
| Centre on horizontal axis ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  07:22
 
|  07:22
 
| ଏକ ଟାଇଲ୍ ପ୍ୟାଟର୍ନ ଏବେ କାନଭାସ୍ ଉପରେ ତିଆରି ହୋଇଯାଇଛି
 
| ଏକ ଟାଇଲ୍ ପ୍ୟାଟର୍ନ ଏବେ କାନଭାସ୍ ଉପରେ ତିଆରି ହୋଇଯାଇଛି
 +
 
|-
 
|-
 
|  07:25
 
|  07:25
 
| ଏହି ଅପସନ୍ସକୁ ରଚନାତ୍ମକ ରୂପରେ ଉପଯୋଗ କରି, ଆମେ ବହୁତ ୟୁନିକ୍ ପ୍ୟାଟର୍ନ ତିଆରି କରିପାରିବା
 
| ଏହି ଅପସନ୍ସକୁ ରଚନାତ୍ମକ ରୂପରେ ଉପଯୋଗ କରି, ଆମେ ବହୁତ ୟୁନିକ୍ ପ୍ୟାଟର୍ନ ତିଆରି କରିପାରିବା
 +
 
|-
 
|-
 
|  07:30
 
|  07:30
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
 +
 
|-
 
|-
 
|  07:34
 
|  07:34
 
|  ବିଭିନ୍ନ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
 
|  ବିଭିନ୍ନ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
 +
 
|-
 
|-
 
|  07:37
 
|  07:37
 
| ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
 
| ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
 +
 
|-
 
|-
 
|  07:40
 
|  07:40
 
|  ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ତିଆରି କରିବା
 
|  ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ତିଆରି କରିବା
 +
 
|-
 
|-
 
|  07:45
 
|  07:45
 
| ଆପଣଙ୍କ ପାଇଁ ୨ଟି ଆସାଇନମେଣ୍ଟ
 
| ଆପଣଙ୍କ ପାଇଁ ୨ଟି ଆସାଇନମେଣ୍ଟ
 +
 
|-
 
|-
 
|  07:47
 
|  07:47
 
|  ନିମ୍ନ ଡାଇମେନ୍ସନ୍ ବିଶିଷ୍ଟ ୫ଟି ବୃତ୍ତ ତିଆରି କରନ୍ତୁ
 
|  ନିମ୍ନ ଡାଇମେନ୍ସନ୍ ବିଶିଷ୍ଟ ୫ଟି ବୃତ୍ତ ତିଆରି କରନ୍ତୁ
 +
 
|-
 
|-
 
| 07:54
 
| 07:54
 
| ସେଗୁଡିକୁ କାନଭାସ୍ ଉପରେ ଅନିୟମିତ ରୂପେ ବ୍ୟବସ୍ଥିତ କରି, ସବୁଗୁଡିକୁ ଚୟନ କରନ୍ତୁ
 
| ସେଗୁଡିକୁ କାନଭାସ୍ ଉପରେ ଅନିୟମିତ ରୂପେ ବ୍ୟବସ୍ଥିତ କରି, ସବୁଗୁଡିକୁ ଚୟନ କରନ୍ତୁ
 +
 
|-
 
|-
 
|  07:59
 
|  07:59
 
| Align and Distribute ର ଉପଯୋଗ କରି Relative to ଅପସନ୍ସକୁ  Biggest object ରେ ବଦଳାନ୍ତୁ
 
| Align and Distribute ର ଉପଯୋଗ କରି Relative to ଅପସନ୍ସକୁ  Biggest object ରେ ବଦଳାନ୍ତୁ
 +
 
|-
 
|-
 
|  08:04
 
|  08:04
 
|  Align left edges ଉପରେ କ୍ଲିକ୍ କରନ୍ତୁ
 
|  Align left edges ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
|  08:06
 
|  08:06
 
| Centre on horizontal axis ଉପରେ କ୍ଲିକ୍ କରନ୍ତୁ
 
| Centre on horizontal axis ଉପରେ କ୍ଲିକ୍ କରନ୍ତୁ
 +
 
|-
 
|-
 
| 08:10
 
| 08:10
 
| 100 * 100 ପିକ୍ସଲ୍ ଓ ନୀଳ ରଙ୍ଗର ୬ଟି ବର୍ଗ ତିଆରି କରନ୍ତୁ
 
| 100 * 100 ପିକ୍ସଲ୍ ଓ ନୀଳ ରଙ୍ଗର ୬ଟି ବର୍ଗ ତିଆରି କରନ୍ତୁ
 +
 
|-
 
|-
 
|  08:17
 
|  08:17
 
| ସମସ୍ତ ବର୍ଗଗୁଡ଼ିକର ଚୟନ କରି Rows and columns ଖୋଲନ୍ତୁ  
 
| ସମସ୍ତ ବର୍ଗଗୁଡ଼ିକର ଚୟନ କରି Rows and columns ଖୋଲନ୍ତୁ  
 +
 
|-
 
|-
 
|  08:21
 
|  08:21
| ସେଗୁଡିକୁ ୩ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
+
| ସେଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
 +
 
 
|-
 
|-
 
|  08:25
 
|  08:25
 
| ଉଭୟ ଭର୍ଟିକଲ୍ ଓ ହରିଜୋଣ୍ଟଲ୍ ସ୍ପେସ୍ ପାରାମିଟର୍ ୨୦ ସେଟ୍ କରନ୍ତୁ
 
| ଉଭୟ ଭର୍ଟିକଲ୍ ଓ ହରିଜୋଣ୍ଟଲ୍ ସ୍ପେସ୍ ପାରାମିଟର୍ ୨୦ ସେଟ୍ କରନ୍ତୁ
 +
 
|-
 
|-
 
|  08:29
 
|  08:29
 
| ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ୍
 
| ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ୍
 +
 
|-
 
|-
 
| 08:35
 
| 08:35
Line 307: Line 406:
 
| 08:43
 
| 08:43
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
 +
 
|-
 
|-
 
|  08:51
 
|  08:51
 
| ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ
 
| ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ
 +
 
|-
 
|-
 
|  08:54
 
|  08:54
 
|  ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
 
|  ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
 +
 
|-
 
|-
 
|  09:03
 
|  09:03
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
 
| ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
 +
 
|-
 
|-
 
|  09:07
 
|  09:07
 
|  ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
 
|  ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
 +
 
|-
 
|-
 
|  09:09
 
|  09:09
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
| ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
+
 
|}
 
|}

Latest revision as of 15:14, 4 December 2018

Time Narration
00:01 Inkscapeରେ 'Align and distribute objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
00:09 ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
00:12 ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
00:16 ଅବଜେକ୍ଟ ମଧ୍ୟରେ ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ବନାଇବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:24 ଉବୁଣ୍ଟୁ ଲିନକ୍ସ 12.04 OS
00:27 Inkscape ଭର୍ସନ୍ 0.48.4
00:31 Dash home କୁ ଯାଇ Inkscape ଟାଇପ୍ କରନ୍ତୁ
00:35 ଏବେ ଲୋଗୋ ଉପରେ କ୍ଲିକ୍ କରନ୍ତୁ
00:37 ପୂର୍ବରୁ ସେଭ୍ ହୋଇଥିବା Inkscape ଡକୁମେଣ୍ଟ ଖୋଲନ୍ତୁ
00:44 କାନଭାସ୍ ଉପରେ ରାଣ୍ଡମଲି ରଖାଯାଇଥିବା ୫ଟି ଭିନ୍ନ ଆକୃତିକୁ ଦେଖନ୍ତୁ
00:50 ନିଜ Inkscape କାନଭାସ୍ ଉପରେ ୫ଟି ଆକୃତି ତିଆରି କରନ୍ତୁ ଏବଂ ସେଗୁଡିକୁ ପ୍ରଦର୍ଶିତ ଅନୁସାରେ ରଖନ୍ତୁ
00:55 ଏବେ ଅବଜେକ୍ଟଗୁଡିକୁ ଆଲାଇନ୍ କରିବା ଆରମ୍ଭ କରନ୍ତୁ
00:59 'Object ମେନ୍ୟୁକୁ ଯାଇ 'Align and distribute' ଉପରେ କ୍ଲିକ୍ କରନ୍ତୁ
01:04 ଇଣ୍ଟରଫେସ୍ ର ଡାହଣ ପଟେ Align and distribute ଡାୟଲଗ୍ ବକ୍ସ ଖୋଲିଥାଏ
01:09 ଏଠାରେ ଦୁଇ ପ୍ରକାରର ପୋଜିସନ୍ ଉପଲବ୍ଧ ଅଛି
01:12 ଆଲାଇନ୍, ଯେଉଁଠାରେ ଅବଜେକ୍ଟସ୍ ର କେନ୍ଦ୍ର କିମ୍ବା ଧାର ପରସ୍ପର ସହିତ ଆଲାଇନ୍ ହୋଇଥାନ୍ତି
01:18 ଡିଷ୍ଟ୍ରିବ୍ୟୁଟ୍, ଯେଉଁଠାରେ ଅବଜେକ୍ଟଗୁଡ଼ିକର କେନ୍ଦ୍ର କିମ୍ବା ଧାର ଉପରେ ଆଧାର କରି ହରିଜୋଣ୍ଟାଲ୍ କିମ୍ୱା ଭର୍ଟିକାଲ୍ ଦିଗରେ ବଣ୍ଟାଯାଇଥାନ୍ତି
01:29 ଆମେ ଏହି ଅପ୍ସନ୍ସ କିମ୍ବା ସେଗୁଡ଼ିକର ସବ୍- ଅପ୍ସନ୍ସକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ବିଭିନ୍ନ ପ୍ରକାରରେ ଆଲାଇନ୍ କରିପାରିବା
01:36 ଏଠାରେ Relative to ନାମକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଫିଚର ଅଛି
01:39 ଏହାର ଉପଯୋଗ କରି ଆମେ ଅବଜେକ୍ଟଗୁଡିକୁ ଯେକୌଣସି ରେଫରେନ୍ସ ସହିତ ଆଲାଇନ୍ କରିପାରିବା
01:44 ଏଠାରେ ଅପ୍ସନ୍ ଗୁଡିକୁ ଦେଖିବା ପାଇଁ ଡ୍ରପ୍-ଡାଉନ୍ ସୂଚୀ ଉପରେ କ୍ଲିକ୍ କରନ୍ତୁ
01:47 ଆମ ପାଖରେ 'Last selected, First selected, Biggest object, Smallest object, Page, Drawing ଓ Selection ଅଛି।
02:00 ଡିଫଲ୍ଟ ଭାବରେ ଅବଜେକ୍ଟସ୍ ପେଜ୍ ସହିତ ସମ୍ବନ୍ଧିତ ଆଲାଇନ୍ ହେବ
02:04 ଏହାର ତାତ୍ପର୍ଯ୍ୟ ଏହିକି ଯେ, ଚୟନିତ ଅବଜେକ୍ଟଗୁଡିକ ଆପଣଙ୍କ ପେଜ୍ ର ଡାଇମେନ୍ସନ୍ ଅନୁସାରେ Align and Distribut ଅପ୍ସନରେ କାର୍ଯ୍ୟ କରିବେ
02:13 କାନଭାସ୍ ଉପରେ ସମସ୍ତ ଅବଜେକ୍ଟ ଗୁଡିକୁ ଚୟନ କରିବା ପାଇଁ 'Ctrl + A ଦବାନ୍ତୁ
02:17 ପ୍ରଥମ ୫ଟି ଆଇକନ୍ ଅବଜେକ୍ଟସ୍ କୁ ଭର୍ଟିକଲ୍ ଦିଗରେ ଆଲାଇନ୍ କରିବା
02:22 ମୁଁ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରୁଛି
02:25 ଯେପରି ଟୂଲ୍ ଟିପ୍ ଦର୍ଶାଏ, ଅବଜେକ୍ଟର ଡାହାଣ କୋଣ anchor ର ବାମ କୋଣ ସହିତ ଆଲାଇନ୍ ହୋଇଥାଏ
02:32 ମନେରଖନ୍ତୁ, ଏଠାରେ anchor point ପେଜ୍ ଅଛି, କାରଣ Relative to' ଅପ୍ସନ୍ ପେଜ୍ ଅଛି
02:38 ଦେଖନ୍ତୁ, ଏବେ ଦୁଇଟି ଅବଜେକ୍ଟସ୍ ଓଭରଲ୍ୟାପ୍ ହୋଇଯାଇଛି
02:43 ବିଗତ କ୍ରମରେ ଓଭଲ୍ୟାପ୍, ଅବଜେକ୍ଟସ୍ ର ନିକଟତା କାରଣରୁ ହୋଇଥିଲା
02:48 ଆମେ Remove overlaps ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଠିକ୍ କରିପାରିବା, ଯାହାକି Distribute ଅପ୍ସନ୍ ର ତଳେ ଅଛି
02:56 ଏବେ ଓଭରଲ୍ୟାପ୍ ହଟି ଗଲାଣି
02:58 ହରିଜୋଣ୍ଟଲ୍ ଏବଂ ଭର୍ଟିକଲ୍ ଉଭୟ ଦିଗରେ ଅବଜେକ୍ଟସ୍ ର ମଧ୍ୟ ଅନ୍ତରାଳକୁ ବ୍ୟବସ୍ଥିତ କରିବା ନିମନ୍ତେ,H ଓ V ଅପ୍ସନ୍ ର ଉପଯୋଗ କରନ୍ତୁ
03:06 ଏବେ, Alignର ତଳ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଏବଂ ଧ୍ୟାନଦିଅନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
03:14 ଅଲାଇନମେଣ୍ଟ୍ କୁ ଭଲଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ CTRL + Z ର ଉପଯୋଗ କରନ୍ତୁ
03:21 ଟୁଲ୍ ଟିପ୍ସ, ଅଲାଇନମେଣ୍ଟ୍ କୁ ବୁଝିବା ନିମନ୍ତେ ବହୁତ ଉପଯୋଗୀ ହୋଇପାରେ
03:28 ଶେଷ ଆଇକନ୍ କେବଳ ଟେକ୍ସଟ୍ ଉପରେ କାର୍ଯ୍ୟ କରିଥାଏ. ତେଣୁ, ଆମେ ସେହି ବିଷୟରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଶିଖିବା
03:35 ତା’ପରେ ଆମେ, Distribute ଅପ୍ସନ୍ ର ଉପଯୋଗ କରି ଅବଜେକ୍ଟସ୍ ମଧ୍ୟର ଅନ୍ତରାଳକୁ ବ୍ୟବସ୍ଥିତ କରିବା
03:40 ଯେହେତୁ ଅବଜେକ୍ଟଗୁଡିକ ଭର୍ଟିକାଲ୍ ଦିଗରେ ଅଛି, Distribute ଅପ୍ସନ୍ ମଧ୍ୟରେ ଶେଷ ଚାରୋଟି ଆଇକନ୍ସର ଉପଯୋଗ କରିଥାଉ
03:48 ପ୍ରଥମେ ମୁଁ ସେଗୁଡିକୁ କେନ୍ଦ୍ରରେ ଆଲାଇନ୍ କରୁଛି
03:51 ଏବେ Distribute ଭିତରେ ଥିବା ଅପ୍ସନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
03:58 ପୁଣିଥରେ, ଆଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ 'CTRL + Z ର ଉପଯୋଗ କରନ୍ତୁ
04:07 ଅଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଟୁଲ୍ ଟିପ୍ସକୁ ଦେଖନ୍ତୁ
04:13 ଦେଖନ୍ତୁ, Relative to ତଳେ Treat selection as group ଅପ୍ସନ୍ ଅଛି
04:19 ଏହା, ପୂରା ସମୂହ ଭାବରେ ଅବଜେକ୍ଟସ୍ କୁ ଆଲାଇନ୍ କରିବ
04:22 check box ରେ କ୍ଲିକ୍ କରନ୍ତୁ
04:24 ଏବେ, ଗୋଟିଏ ଗୋଟିଏ କରି ଆଇକନ୍ସ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ ଅଲଗା ଅଲଗା ବଦଳରେ ସମୂହ ଭାବରେ ଆଲାଇନ୍ ହୋଇଯାଇଛନ୍ତି,
04:34 ବକ୍ସକୁ ଅନଚେକ୍ କରନ୍ତୁ
04:36 ଏବେ, ଅବଜେକ୍ଟଗୁଡିକ ଅଲଗା ଅଲଗା ଆଲାଇନ୍ ହେବେ
04:40 ତା’ପରେ, 'Last selected' ଅନୁସାରେ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ବିତରିତ କରିବା
04:45 Relative to ଅପ୍ସନ୍ କୁ Last selected ରେ ବଦଳାଇବା
04:49 ସମସ୍ତ ଅବଜେକ୍ଟଗୁଡିକୁ କାନଭାସ୍ ମଧ୍ୟକୁ ଆଣି, ରେଣ୍ଡମଲୀ ସେଗୁଡିକୁ ରଖନ୍ତୁ
05:01 ଅବଜେକ୍ଟଗୁଡିକୁ ଗୋଟିଏ ଗୋଟଏ କରି ଚୟନ କରି ଶେଷରେ ବୃତ୍ତ ବାଛନ୍ତୁ
05:06 ପୂର୍ବପରି, ଆଇକନ୍ ଉପରେ ଗୋଟିଏ ପରେ ଗୋଟିଏ କରି କ୍ଲିକ୍ କରନ୍ତୁ
05:10 ଯେହେତୁ ଶେଷ ଚୟନିତ ଅବଜେକ୍ଟସ୍ ବୃତ୍ତ ଅଟେ, ଦେଖନ୍ତୁ, ବୃତ୍ତ ଅନୁସାରେ ଅବଜେକ୍ଟଗୁଡିକ ଆଲାଇନ୍ ହେଉଛନ୍ତି
05:19 ଏହିପ୍ରକାରେ, ଆପଣ Relative to ରେ ସୂଚୀବଦ୍ଧ ସମସ୍ତ ଅପ୍ସନ୍ସ ଯାଞ୍ଚ କରିପାରନ୍ତି ଏବଂ ଅବଜେକ୍ଟଗୁଡିକର ଆଲାଇନମେଣ୍ଟ୍ କୁ ଦେଖନ୍ତୁ
05:26 ଆମେ Align and Distribute ଡାୟଲଗ ବକ୍ସରେ ଥିବା ଆଡଭାନ୍ସ ଅପସନ୍ସ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ ରେ ଶିଖିବା
05:32 ଏହି ଡାୟଲଗ ବକ୍ସକୁ ବନ୍ଦ କରନ୍ତୁ
05:37 ଏବେ ଆମେ, ରୋଜ୍ ଓ କଲମ୍ସରେ ଅବଜେକ୍ଟ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା
05:41 'Object ମେନ୍ୟୁ କୁ ଯାଇ Rows and Columns ଉପରେ କ୍ଲିକ୍ କରନ୍ତୁ
05:46 'Rows and Columns ଡାୟଲଗ୍ ବକ୍ସ ଖୋଲିଲା
05:50 ଏହି ଅପସନ୍ସ କୁ ବ୍ୟବହାର କରି, ଆବଶ୍ୟକ ସ୍ପେସ୍ ଦେଇ, ଆମେ ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିପାରିବା
05:57 କାନଭାସ୍ ଉପରେ ଅବଜେକ୍ଟଗୁଡିକୁ ରେଣ୍ଡମଲୀ ବ୍ୟବସ୍ଥିତ କରନ୍ତୁ
06:01 ଏବେ, ଏହି ଅବଜେକ୍ଟଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
06:05 ତେଣୁକରି: row ପାରାମିଟର କୁ ୨ କରନ୍ତୁ
06:09 ଧ୍ୟାନଦିଅନ୍ତୁ, ଯେତେବେଳେ row ପାରାମିଟର ବଦଳିଥାଏ, Column ପାରାମିଟର ଆପେ ଆପେ ବଦଳିଥାଏ
06:15 ତଳର ଡାହଣ ପଟରେ ଥିବା Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
06:19 Align ଅପସନ୍ ଅବଜେକ୍ଟଗୁଡିକୁ ଡାହଣ ପଟକୁ, ମଝିରେ ତଥା ବାମପଟକୁ ଆଲାଇନ୍ କରିବାରେ ସାହାଯ୍ୟ କରିଥାଏ
06:29 ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ପରିବର୍ତ୍ତନକୁ ଦେଖନ୍ତୁ
06:37 ଆମେ Set spacing ଅପସନ୍ ର ଉପଯୋଗ କରି ଉଭୟ ରୋଜ୍ ଓ କଲମ୍ସ ପାଇଁ, ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ କୁ ସେଟ୍ କରିପାରିବା
06:45 ଏବେ, ସ୍ପେସ୍ ପାରାମିଟର୍ କୁ ରୋ ଏବଂ କଲମ୍ ଉଭୟଙ୍କ ପାଇଁ ୫ କରନ୍ତୁ
06:50 'Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
06:53 ଅବଜେକ୍ଟସ୍ ମଧ୍ୟର ସ୍ପେସ୍ କୁ ଦେଖନ୍ତୁ
06:56 ଏବେ ମୁଁ ଦେଖାଇବି କି Align and Distribute ର ଉପଯୋଗ କରି ପ୍ୟାଟର୍ନ କିପରି ତିଆରି କରାଯାଏ
07:01 ମୋ ପାଖରେ ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ୪ଟି ବର୍ଗର ଗୋଟିଏ ନୂଆ Inkscape ଫାଇଲ୍ ଅଛି
07:06 ସବୁଗୁଡିକୁ ଚୟନ କରି, ବର୍ଗକୁ ବୁଲାନ୍ତୁ, ଯେଉଁଥିରୁ ତାହା ଡାୟମଣ୍ଡ ଆକୃତି ଭଳି ଦେଖାଯିବ
07:12 'Align and Distribute' ଡାୟଲଗ୍ ବକ୍ସ ଖୋଲନ୍ତୁ
07:15 Centre on vertical axis ଉପରେ କ୍ଲିକ୍ କରନ୍ତୁ
07:18 Centre on horizontal axis ଉପରେ କ୍ଲିକ୍ କରନ୍ତୁ
07:22 ଏକ ଟାଇଲ୍ ପ୍ୟାଟର୍ନ ଏବେ କାନଭାସ୍ ଉପରେ ତିଆରି ହୋଇଯାଇଛି
07:25 ଏହି ଅପସନ୍ସକୁ ରଚନାତ୍ମକ ରୂପରେ ଉପଯୋଗ କରି, ଆମେ ବହୁତ ୟୁନିକ୍ ପ୍ୟାଟର୍ନ ତିଆରି କରିପାରିବା
07:30 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
07:34 ବିଭିନ୍ନ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
07:37 ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
07:40 ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ତିଆରି କରିବା
07:45 ଆପଣଙ୍କ ପାଇଁ ୨ଟି ଆସାଇନମେଣ୍ଟ
07:47 ନିମ୍ନ ଡାଇମେନ୍ସନ୍ ବିଶିଷ୍ଟ ୫ଟି ବୃତ୍ତ ତିଆରି କରନ୍ତୁ
07:54 ସେଗୁଡିକୁ କାନଭାସ୍ ଉପରେ ଅନିୟମିତ ରୂପେ ବ୍ୟବସ୍ଥିତ କରି, ସବୁଗୁଡିକୁ ଚୟନ କରନ୍ତୁ
07:59 Align and Distribute ର ଉପଯୋଗ କରି Relative to ଅପସନ୍ସକୁ Biggest object ରେ ବଦଳାନ୍ତୁ
08:04 Align left edges ଉପରେ କ୍ଲିକ୍ କରନ୍ତୁ
08:06 Centre on horizontal axis ଉପରେ କ୍ଲିକ୍ କରନ୍ତୁ
08:10 100 * 100 ପିକ୍ସଲ୍ ଓ ନୀଳ ରଙ୍ଗର ୬ଟି ବର୍ଗ ତିଆରି କରନ୍ତୁ
08:17 ସମସ୍ତ ବର୍ଗଗୁଡ଼ିକର ଚୟନ କରି Rows and columns ଖୋଲନ୍ତୁ
08:21 ସେଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
08:25 ଉଭୟ ଭର୍ଟିକଲ୍ ଓ ହରିଜୋଣ୍ଟଲ୍ ସ୍ପେସ୍ ପାରାମିଟର୍ ୨୦ ସେଟ୍ କରନ୍ତୁ
08:29 ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ୍
08:35 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଦୟାକରି ଏହାକୁ ଦେଖନ୍ତୁ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
08:51 ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ
08:54 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
09:03 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
09:07 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
09:09 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble