Difference between revisions of "Java/C3/Static-Variables/Oriya"
From Script | Spoken-Tutorial
(Created page with "{| border=1 |<center>'''Time'''</center> |<center>'''Narration'''</center> |- |00:01 | Static Variables ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକ...") |
PoojaMoolya (Talk | contribs) |
||
Line 18: | Line 18: | ||
|00:17 | |00:17 | ||
| ଏଠାରେ ଆମେ ବ୍ୟବହାର କରୁଛୁ: | | ଏଠାରେ ଆମେ ବ୍ୟବହାର କରୁଛୁ: | ||
− | + | ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 | |
− | + | ||
− | + | JDK 1.7 | |
+ | |||
+ | Eclipse 4.3.1 | ||
|- | |- | ||
Line 341: | Line 343: | ||
|08:32 | |08:32 | ||
| ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ: | | ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ: | ||
− | + | ||
+ | ସର୍ଭିସ ଷ୍ଟେସନ୍ Name, | ||
|- | |- | ||
Line 386: | Line 389: | ||
|09:32 | |09:32 | ||
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: | ||
− | + | ||
− | + | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ | |
+ | |||
+ | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି | ||
|- | |- |
Latest revision as of 12:20, 19 February 2018
00:01 | Static Variables ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:05 | ଏହି ଟ୍ୟୁଟୋରିଆଲ୍ ରେ ଆମେ, * static variableଗୁଡିକ କ’ଣ |
00:10 | * static variableଗୁଡିକୁ ସୃଷ୍ଟି କରିବା ତଥା static variableଗୁଡିକୁ କିପରି ବ୍ୟବହାର କରାଯାଏ ଶିଖିବା |
00:17 | ଏଠାରେ ଆମେ ବ୍ୟବହାର କରୁଛୁ:
ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 JDK 1.7 Eclipse 4.3.1 |
00:27 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କର Java ଓ Eclipse IDE ଉପରେ ମୌଳିକ ଜ୍ଞାନ ଥିବା ଦରକାର |
00:35 | ଆପଣଙ୍କର ନିଶ୍ଚିତରୂପେ ଜାଭାରେ ଥିବା classes, objects ଓ instance ଭେରିଏବଲଗୁଡିକ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:42 | ଯଦି ନାହିଁ, ତେବେ ସମ୍ପର୍କିତ Java ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:49 | static variable, ଗୋଟିଏ ଭେରିଏବଲ୍ ଅଟେ ଯାହାର ସମଗ୍ର class ସହିତ ସହଯୋଗିତା ଥାଏ |
00:55 | ଏହାକୁ ଗୋଟିଏ class variable ମଧ୍ୟ କୁହାଯାଏ |
00:58 | ଏହାକୁ କୀୱର୍ଡ static ବ୍ୟବହାର କରି ଘୋଷଣା କରାଯାଇଥାଏ |
01:02 | ପୂର୍ବ ଟ୍ୟୁଟୋରିଆଲରେ ଆମେ static variable ଉପରେ ସଂକ୍ଷିପ୍ତରେ ଜାଣିଛେ |
01:08 | ଏହି ଟ୍ୟୁଟୋରିଆଲରେ ଆମେ ଏହାକୁ ସମ୍ପୂର୍ଣ୍ଣରୂପେ ଶିଖିବା |
01:11 | ବର୍ତ୍ତମାନ Eclipseକୁ ଫେରିଆସିବା ସହିତ StaticVariableDemo ନାମକ ଗୋଟିଏ ନୂତନ project ସୃଷ୍ଟି କରନ୍ତୁ |
01:18 | ଏହି project ମଧ୍ୟରେ, Static variableଗୁଡିକର ବ୍ୟବହାରକୁ ପ୍ରଦର୍ଶନ କରିବା ପାଇଁ ଦରକାରୀ କ୍ଲାସଗୁଡିକୁ ସୃଷ୍ଟି କରନ୍ତୁ |
01:26 | ତେଣୁ src ଫୋଲ୍ଡର୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Classରେ କ୍ଲିକ୍ କରନ୍ତୁ ଏବଂ କ୍ଲାସର ନାମ StudentEnroll ଭାବେ ଟାଇପ୍ କରିବା ସହିତ Enter ଦାବନ୍ତୁ |
01:37 | ଗୋଟିଏ ଉଦାହରଣ ସହିତ static variableଗୁଡିକର ବ୍ୟବହାରକୁ ବର୍ଣ୍ଣନା କରନ୍ତୁ |
01:42 | ଗୋଟିଏ ସଂସ୍ଥାରେ ନାମାଙ୍କନ କରିଥିବା ଷ୍ଟୁଡେଣ୍ଟମାନଙ୍କୁ ଉପସ୍ଥାପିତ କରୁଥିବା ଗୋଟିଏ class ସୃଷ୍ଟି ହୋଇଥିବା ମେନେକରନ୍ତୁ |
01:49 | ଏହି କ୍ଲାସ୍ ନାମାଙ୍କିତ ଷ୍ଟୁଡେଣ୍ଟମାନଙ୍କର Name, Id , Branch ଓ Total Countକୁ ଧାରଣ କରିଥାଏ |
01:56 | ବର୍ତ୍ତମାନ ଯେତେବେଳେ ଷ୍ଟୁଡେଣ୍ଟମାନଙ୍କର ନାମାଙ୍କନ ସମ୍ପୂର୍ଣ୍ଣ ହେବା ଦ୍ଵାରା କ’ଣ ହେବ କଳ୍ପନା କରନ୍ତୁ |
02:02 | ଡିଫଲ୍ଟ ଭାବେ Total Count, 0 ଅଟେ. ପ୍ରଥମ ଷ୍ଟୁଡେଣ୍ଟର Name, ADIL ଅଟେ |
02:09 | Id, IT101, Branch, IT ଅଟେ |
02:14 | ବର୍ତ୍ତମାନ Total Count, 1 ଭାବେ ଅଦ୍ୟତନ ହୋଇଛି |
02:18 | ସେହିପରି ଯେତେବେଳେ ଦ୍ଵିତୀୟ ଷ୍ଟୁଡେଣ୍ଟ AMAL ର ନାମ ନାମାଙ୍କନ ହେବ ସେତେବେଳେ Total Count, 2କୁ ଅଦ୍ୟତନ ହୋଇଯିବ |
02:25 | ଯେତେବେଳେ ତୃତୀୟ ଷ୍ଟୁଡେଣ୍ଟ CAROL ର ନାମାଙ୍କନ ହେବ ସେତେବେଳେ Total Count, 3କୁ ଅଦ୍ୟତନ ହୋଇଯିବ |
02:32 | ବର୍ତ୍ତମାନ ଆମେ ଜାଣିପାରିଲେ ଯେ ଭେରିଏବଲ୍ Total Count ସମସ୍ତ objectଗୁଡିକ ପାଇଁ ସାଧାରଣ ଅଟେ ଏବଂ ଏହାର ଗୋଟିଏ ସିଙ୍ଗଲ୍ ଭେଲ୍ୟୁ ଅଛି |
02:40 | ତେଣୁ ଭେରିଏବଲ୍ Total Countକୁ ଗୋଟିଏ static variable ଭାବେ ଉପସ୍ଥାପିତ କରାଯାଇପାରିବ |
02:45 | ଆମେ ଏହା ମଧ୍ୟ ଦେଖିପାରିବା ଯେ Name, Id ଓ Branch ଭେରିଏବଲଗୁଡିକର ପ୍ରତ୍ୟେକ object ପାଇଁ ନିଜର ନକଲ ଅଛି |
02:54 | ପ୍ରତ୍ୟେକ object ପାଇଁ ସେମାନଙ୍କର ନିର୍ଦ୍ଦିଷ୍ଟ ଭେଲ୍ୟୁ ମଧ୍ୟ ଅଛି |
02:59 | ତେଣୁ ଏହି ଭେରିଏବଲଗୁଡିକୁ instance variables ଭାବେ ଗଣନା କରାଯାଇପାରିବ |
03:04 | ବର୍ତ୍ତମାନ ଚାଲନ୍ତୁ student enrollment classକୁ ଉପସ୍ଥାପିତ କରୁଥିବା କୋଡକୁ ଦେଖିବା |
03:09 | instance variableଗୁଡିକ id, name ଓ branch ଭାବେ ଘୋଷଣା କରାଯାଇଛି |
03:16 | ଭେରିଏବଲ୍ countକୁ static ଭାବେ ଘୋଷିତ କରାଯାଇଛି ଯେହେତୁ ଏହା ସମଗ୍ର class ପାଇଁ ସାଧାରଣ ଅଟେ |
03:22 | ଯେତେବେଳେ ଗୋଟିଏ class ଲୋଡ୍ ହୋଇଥାଏ, ଗୋଟିଏ static variable ଏକ ସିଙ୍ଗଲ୍ ସ୍ଥାୟି ମେମୋରୀ ସ୍ଥାନକୁ ଅକ୍ତିୟାର କରିଥାଏ |
03:28 | ଯେତେବେଳେ କି ପ୍ରତ୍ୟେକ objectର Instance variableଗୁଡିକ ଅଲଗା ମେମୋରୀ ସ୍ଥାନକୁ ଅକ୍ତିୟାର କରିଥା’ନ୍ତି |
03:35 | ବର୍ତ୍ତମାନ Sourceରେ କ୍ଲିକ୍ କରିବା ସହିତ > Generate Constructor using Fieldsକୁ ଚୟନ କରନ୍ତୁ |
03:41 | ସୃଷ୍ଟି ହୋଇଥିବା କୋଡରୁ କୀୱର୍ଡ superକୁ ଡିଲିଟ୍ କରନ୍ତୁ |
03:45 | ଏହି constructor, id, name ଓ branchର ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିପାରିବ |
03:51 | ପ୍ରତ୍ୟେକ ଥର ଗୋଟିଏ object ସୃଷ୍ଟି ହେବା ସମୟରେ ଆମକୁ ଭେରିଏବଲ୍ countର ଭେଲ୍ୟୁକୁ ଗୋଟିଏ କରି ବୃଦ୍ଧି କରିବା ମଧ୍ୟ ଆବଶ୍ୟକ |
03:59 | ତେଣୁ constructor ମଧ୍ୟରେ ଟାଇପ୍ କରନ୍ତୁ: count ++ ସେମିକୋଲନ୍ |
04:05 | ବର୍ତ୍ତମାନ ସମସ୍ତ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଏହି classରେ ଗୋଟିଏ ମେଥଡ୍ showData( )କୁ ସଂଯୁକ୍ତ କରନ୍ତୁ |
04:13 | ତେଣୁ public void showData( ) ଟାଇପ୍ କରନ୍ତୁ, id, name, branch, ଓ ନାମାଙ୍କନ କରିଥିବା ଷ୍ଟୁଡେଣ୍ଟମାନଙ୍କର ମୋଟ ସଂଖ୍ୟାର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ବ୍ରାକେଟ୍ ମଧ୍ୟରେ ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ |
04:27 | ବର୍ତ୍ତମାନ default package ଉପରେ ରାଇଟ୍ କ୍ଲିକ୍ କରିବା ସହିତ New > Classରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ନାମକୁ Demo ଭାବେ ଟାଇପ୍ କରନ୍ତୁ |
04:36 | ଏହି କ୍ଲାସ୍ ମଧ୍ୟରେ ଆମର main ମେଥଡ୍ ଅଛି |
04:39 | ତେଣୁ main ଟାଇପ୍ କରନ୍ତୁ ଏବଂ ତା’ପରେ mainକୁ ସୃଷ୍ଟି କରିବା ପାଇଁ ctrl+space ଦାବନ୍ତୁ |
04:46 | ବର୍ତ୍ତମାନ ଆମକୁ Student Enrollment dataକୁ ପ୍ରିଣ୍ଟ କରିବା ଆବଶ୍ୟକ |
04:50 | ଷ୍ଟୁଡେଣ୍ଟମାନଙ୍କର ନାମାଙ୍କନକୁ ଉପସ୍ଥାପିତ କରିବା ପାଇଁ ଆମକୁ StudentEnroll classର କିଛି ଅବଜେକ୍ଟଗୁଡିକୁ ସୃଷ୍ଟି କରିବାକୁ ହେବ |
04:57 | ତେଣୁ ନିମ୍ନଲିଖିତ କୋଡ୍, StudentEnroll s1 equals new StudentEnrollକୁ ଟାଇପ୍ କରନ୍ତୁ |
05:04 | ବର୍ତ୍ତମାନ ଆମେ ବିଭିନ୍ନ argumentଗୁଡିକର ଭେଲ୍ୟୁଗୁଡିକୁ ପାସ୍ କରିପାରିବା |
05:08 | ବ୍ରାକେଟ୍ ମଧ୍ୟରେ, IT101କୁ id ଭାବେ, ADILକୁ name ଭାବେ ଏବଂ ITକୁ branch ଭାବେ ଟାଇପ୍ କରନ୍ତୁ |
05:17 | ବର୍ତ୍ତମାନ ନାମାଙ୍କନର ବିବରଣୀକୁ ପ୍ରିଣ୍ଟ କରିବା ପାଇଁ ମେଥଡ୍ showDataକୁ ପ୍ରୟୋଗ କରନ୍ତୁ |
05:22 | ତେଣୁ s1.showData( ) ଟାଇପ୍ କରନ୍ତୁ. ବର୍ତ୍ତମାନ Demo ପ୍ରୋଗ୍ରାମକୁ run କରନ୍ତୁ |
05:29 | s1ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହେବାକୁ ଆପଣ ଦେଖିପାରିବେ |
05:36 | ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ 1 ଅଟେ |
05:42 | ଏହାର କାରଣ ହେଉଛି ଆମେ କେବଳ ଗୋଟିଏ object ସୃଷ୍ଟି କରିଛନ୍ତି |
05:47 | ବର୍ତ୍ତମାନ ଆଉ ଏକ object s2 ସୃଷ୍ଟି କରିବା ପାଇଁ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
05:52 | s2କୁ ବ୍ୟବହାର କରି ମେଥଡ୍ showDataକୁ ପୁନର୍ବାର କଲ୍ କରାଯାଇପାରିବ |
05:56 | ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ |
05:59 | ଆମେ ଦେଖିପାରିବା ଯେ s2ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହୋଇଯାଇଛି |
06:06 | ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ଷ୍ଟୁଡେଣ୍ଟ ନାମାଙ୍କନ ସଂଖ୍ୟାର ଭେଲ୍ୟୁ ଉଭୟ s1 ଓ s2 ପାଇଁ 2କୁ ଅଦ୍ୟତନ ହୋଇଯାଇଛି |
06:14 | ବର୍ତ୍ତମାନ ଆଉ ଏକ object s3 ସୃଷ୍ଟି କରନ୍ତୁ |
06:18 | ବର୍ତ୍ତମାନ s3କୁ ବ୍ୟବହାର କରି ପୁନର୍ବାର ମେଥଡ୍ showDataକୁ ପ୍ରୟୋଗ କରନ୍ତୁ |
06:23 | ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ |
06:26 | s3ର ଅନୁରୂପ ଇନଷ୍ଟାନ୍ସ ଭେରିଏବଲଗୁଡିକର ଭେଲ୍ୟୁଗୁଡିକ ପ୍ରିଣ୍ଟ ହେବା ଆପଣ ଦେଖିପାରିବେ |
06:32 | ଏହା ମଧ୍ୟ ଲକ୍ଷ୍ୟ କରନ୍ତୁ ଯେ ବର୍ତ୍ତମାନ ନାମାଙ୍କନ ହୋଇଥିବା ଷ୍ଟୁଡେଣ୍ଟମାନଙ୍କର ସଂଖ୍ୟାର ଭେଲ୍ୟୁ 3କୁ ଅଦ୍ୟତନ ହୋଇଯାଇଛି |
06:41 | ବର୍ତ୍ତମାନ ଏହା ବୁଝାଯାଉଛି ଯେ ନାମାଙ୍କନ ହୋଇଥିବା ଷ୍ଟୁଡେଣ୍ଟମାନଙ୍କର ସଂଖ୍ୟାର ଭେଲ୍ୟୁ ସମସ୍ତ objectଗୁଡିକ ପାଇଁ ସମାନ ଅଟେ |
06:48 | slideକୁ ଫେରିଆସନ୍ତୁ |
06:51 | static modifier ମଧ୍ୟ final modifier ସହିତ ବ୍ୟବହୃତ ହେଉଛି |
06:56 | ଏହା ଗୋଟିଏ constantକୁ ପରିଭାଷିତ କରିବା ପାଇଁ ସମ୍ପନ୍ନ କରାଯାଇଛି ଯାହା ସମଗ୍ର class ପାଇଁ ସାଧାରଣ ଅଟେ |
07:01 | ପ୍ରଥାନୁସାରେ ଏପରି constant variableଗୁଡିକର ନାମ ସର୍ବଦା ଅପରକ୍ଲାସ ଅକ୍ଷରଗୁଡିକରେ ଉଚ୍ଚାରିତ ହୋଇଥାଏ |
07:08 | ବର୍ତ୍ତମାନ eclipseକୁ ଫେରିଆସନ୍ତୁ |
07:11 | StudentEnroll classକୁ ଖୋଲିବା ସହିତ variable declarationକୁ public static final String ORG_NAME = “IITB”; ଭାବେ ଟାଇପ୍ କରନ୍ତୁ |
07:23 | ଉଦାହରଣସ୍ଵରୂପ ଯଦି ସମସ୍ତ ଷ୍ଟୁଡେଣ୍ଟ ସମାନ ସଂସ୍ଥାରେ ନାମାଙ୍କନ କରନ୍ତି, ଧରିନିଅନ୍ତୁ IITB |
07:31 | ଏହାକୁ ଗୋଟିଏ constant static variableକୁ ବ୍ୟବହାର କରି ଉପସ୍ଥାପନ କରାଯାଇପାରିବ ଯେପରି ORG_NAME |
07:38 | ଯଦି ନାମଟି ଏକରୁ ଅଧିକ ଶବ୍ଦ ଦ୍ଵାରା ଗଠିତ ହୋଇଥାଏ ତେବେ ଶବ୍ଦଗୁଡିକ ଗୋଟିଏ underscore ଦ୍ଵାରା ଅଲଗାହୁଅନ୍ତି |
07:44 | ସାଧାରଣତଃ ଏପରି constantଗୁଡିକ ଗୋଟିଏ public ଭିଜିବିଲିଟୀ ଦ୍ଵାରା ଘୋଷିତ ହୁଅନ୍ତି |
07:49 | ବର୍ତ୍ତମାନ Demo classକୁ ଯିବା ସହିତ ନିମ୍ନଲିଖିତ କୋଡକୁ ଟାଇପ୍ କରନ୍ତୁ |
07:55 | ଏଠାରେ ORG_NAME, ଏହାର class ନେମ୍ StudentEnrollକୁ ବ୍ୟବହାର କରି ଆକ୍ସେସ୍ ହେଉଥିବା ଲକ୍ଷ୍ୟ କରନ୍ତୁ |
08:03 | ବର୍ତ୍ତମାନ ପୁନର୍ବାର Demo ପ୍ରୋଗ୍ରାମକୁ run କରନ୍ତୁ |
08:06 | ଆପଣ ଦେଖିପାରିବେ ଯେ ORGANISATIONର ନାମ IITB ଭାବେ ପ୍ରିଣ୍ଟ ହୋଇଛି |
08:11 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
08:17 | * ଗୋଟିଏ static variable କ’ଣ ଏବଂ ଏହା କେଉଁଠାରେ ବ୍ୟବହୃତ ହୁଏ |
08:21 | *static variableଗୁଡିକୁ କିପରି ସୃଷ୍ଟି ଓ ପ୍ରୟୋଗ କରିବା |
08:25 | ଗୋଟିଏ ଆସାଇନମେଣ୍ଟ ଭାବେ, ଏକ କାର୍ ସର୍ଭିସ ଷ୍ଟେସନକୁ ଉପସ୍ଥାପିତ କରିବା ପାଇଁ ଗୋଟିଏ class CarServiceକୁ ସୃଷ୍ଟି କରନ୍ତୁ |
08:32 | ଏହି class, ନିମ୍ନଲିଖିତ ବିବରଣୀକୁ ଉପସ୍ଥାପନ କରିବା ପାଇଁ ନିଶ୍ଚିତରୂପେ ଭେରିଏବଲଗୁଡିକୁ ଧାରଣ କରିବ:
ସର୍ଭିସ ଷ୍ଟେସନ୍ Name, |
08:39 | * କାରର, make, model ଏବଂ register number ଯାହା ସର୍ଭିସ୍ ପାଇଁ ଅଛି |
08:44 | * ସର୍ଭିସ୍ ପାଇଁ ଥିବା No. of Cars in |
08:47 | instance variables ଓ static variableଗୁଡିକୁ ଚିହ୍ନଟ କରନ୍ତୁ |
08:51 | ଉପଯୁକ୍ତ କୀୱର୍ଡଗୁଡିକୁ ବ୍ୟବହାର କରି ସେଗୁଡିକୁ ଘୋଷଣା କରନ୍ତୁ |
08:55 | କାରର make, model ଓ register number ପାଇଁ ଭେଲ୍ୟୁଗୁଡିକୁ ଇନିଶିଆଲାଇଜ୍ କରିବା ପାଇଁ ଗୋଟିଏ constructorକୁ ପରିଭାଷିତ କରନ୍ତୁ |
09:01 | ସମସ୍ତ ଭେରିଏବଲଗୁଡିକର ଭେଲ୍ୟୁଗୁଡିକୁ ପ୍ରିଣ୍ଟ କରିବା ପାଇଁ ଗୋଟିଏ ମେଥଡ୍ show( )କୁ ପରିଭାଷିତ କରନ୍ତୁ |
09:07 | ପରିଣାମଗୁଡିକୁ ଯାଞ୍ଚ କରିବା ପାଇଁ main ମେଥଡ୍ ମଧ୍ୟରେ ଗୋଟିଏ Demo class ମଧ୍ୟ ସୃଷ୍ଟି କରନ୍ତୁ ଯେପରି CarServiceର କିଛି objectକୁ ସୃଷ୍ଟି କରନ୍ତୁ |
09:16 | ଏହି objectଗୁଡିକୁ ବ୍ୟବହାର କରି ମେଥଡ୍ show( )କୁ ପ୍ରୟୋଗ କରନ୍ତୁ |
09:20 | class ନେମକୁ ବ୍ୟବହାର କରି static variableଗୁଡିକୁ ମଧ୍ୟ ସିଧାସଳଖ ଆକ୍ସେସ୍ କରନ୍ତୁ |
09:25 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହିତ ଦେଖନ୍ତୁ |
09:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
09:41 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:45 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
09:51 | ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ |
09:56 | ଏହି ସ୍କ୍ରିପ୍ଟ Department of Information Technology, Amal Jyothi College of Engineering ଦ୍ଵାରା ପ୍ରଦାନ କରାଯାଇଛି |
10:03 | ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |