Difference between revisions of "OpenFOAM/C3/Flow-over-a-flat-plate/Oriya"
From Script | Spoken-Tutorial
(Created page with "{|Border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, Flow over a flat plate using openFoam ଉପରେ ସ୍ପୋକନ୍ ଟ୍ୟୁଟୋରି...") |
PoojaMoolya (Talk | contribs) |
||
Line 312: | Line 312: | ||
| 08:17 | | 08:17 | ||
| ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ | | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ | ||
− | + | ||
+ | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ | ||
|} | |} |
Latest revision as of 12:37, 28 November 2017
Time | Narration |
00:01 | ବନ୍ଧୁଗଣ, Flow over a flat plate using openFoam ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ ମୁଁ ଆପଣଙ୍କୁ:
flat ପ୍ଲେଟର ଜୋମେଟ୍ରୀ meshingରେ ଗ୍ରିଡର ବ୍ୟବଧାନକୁ ପରିବର୍ତ୍ତନ କରିବା ParaViewରେ ପରିଣାମଗୁଡିକୁ Postprocessing କରିବା ଏବଂ Vector Plotକୁ ବ୍ୟବହାର କରି କଳ୍ପନା କରିବା, ବିଷୟରେ ଶିକ୍ଷ୍ୟା ଦେବି |
00:19 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
00:30 | fluid mechanicsରେ Flow over flat plate ହେଉଛି ଗୋଟିଏ ମୌଳିକ ସମସ୍ୟା |
00:35 | ଆପଣ boundary layerର ବର୍ଦ୍ଧନକୁ କଳ୍ପନା କରିପାରିବେ. ବଡୀ ଉପରେ Boundary layer ଗୋଟିଏ ଅତି ପତଳା ସ୍ଥାନ ଅଟେ |
00:41 | ଯେଉଁଠି ଭେଲୋସିଟୀ free stream velocityର 0.99 times ଅଟେ |
00:46 | ଏହା flow over the flat plateର ଗୋଟିଏ ରେଖାଚିତ୍ର ଅଟେ |
00:49 | ନିମ୍ନରେ boundary conditions ପ୍ରଦତ୍ତ ଅଛି. ଏଠାରେ Inlet, Plate, Top ଅଛି ଯାହା Farfield ଅଟେ ଏବଂ Outlet ଯାହା pressure outlet boundary ଅଟେ |
01:00 | Free stream velocity U = 1 m/s ଏବଂ ଆମେ ଏହାକୁ Reynolds number (Re) = 100 ପାଇଁ ସମାଧାନ କରିବା |
01:08 | ବର୍ତ୍ତମାନ home ଫୋଲ୍ଡରକୁ ଯା’ନ୍ତୁ. Home ଫୋଲ୍ଡରରେ ଥିବା OpenFoam ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ |
01:15 | ତା’ପରେ run ଡାଇରେକ୍ଟୋରୀକୁ ଯା’ନ୍ତୁ. ଆପଣ ଟ୍ୟୁଟୋରିଆଲଗୁଡିକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ. ତଲକୁ ସ୍କ୍ରୋଲ୍ କରିବା ସହିତ Incompressible ଉପରେ କ୍ଲିକ୍ କରନ୍ତୁ ଏବଂ ତଳକୁ ସ୍କ୍ରୋଲ୍ କରନ୍ତୁ |
01:27 | ଆପଣ simpleFoam ଫୋଲ୍ଡରକୁ ଦେଖିବେ. ଏହା ଉପରେ କ୍ଲିକ୍ କରନ୍ତୁ. ଏହି solver ଆମ କେସକୁ ସୁହାଇବ |
01:34 | ଏଥିରେ, flatplate ନାମକ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ. ରାଇଟ୍ କ୍ଲିକ୍ କରିବା ସହ Create New Folder ଚୟନ କରନ୍ତୁ ଏବଂ flatplate ନାମ ଦିଅନ୍ତୁ |
01:44 | ବର୍ତ୍ତମାନ, pitzdaily କେସକୁ ଖୋଲନ୍ତୁ |
01:47 | ଏହାକୁ ଯୁମ୍ କରନ୍ତୁ. ତିନୋଟି ଫୋଲ୍ଡର୍ 0, constant ଓ systemକୁ କପୀ କରନ୍ତୁ |
01:56 | ବର୍ତ୍ତମାନ ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. ଏହି ତିନୋଟି ଫୋଲ୍ଡରକୁ flatplate ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ |
02:05 | constant ଫୋଲ୍ଡର ଏବଂ ତା’ପରେ polyMesh ଫୋଲ୍ଡରକୁ ଖୋଲନ୍ତୁ |
02:10 | blockMeshDict ଫାଇଲ୍ ମଧ୍ୟରେ ଜୋମେଟ୍ରୀ ଓ boundary condition ନାମଗୁଡିକୁ ପରିବର୍ତ୍ତନ କରନ୍ତୁ |
02:15 | ମୁଁ ପରିବର୍ତ୍ତନଗୁଡିକୁ କରିସାରିଛି. blockMeshDict ଫାଇଲକୁ ଖୋଲନ୍ତୁ. ତଳକୁ ସ୍କ୍ରୋଲ୍ କରନ୍ତୁ. ଜୋମେଟ୍ରୀ metersରେ ଅଛି |
02:25 | ଆମେ flatplateର ଡାଇମେନଶନଗୁଡିକୁ ସେଟ୍ କରିସାରିଛେ |
02:29 | simpleGradingକୁ ଦେଖିପାରିବେ. ଯେହେତୁ ପ୍ଲେଟ୍ ନିକଟରେ ଆମର ଗୋଟିଏ ସୁକ୍ଷ୍ମ mesh ଆବଶ୍ୟକ ତେଣୁ ଏହାକୁ (1 3 1) ଭାବେ ରଖାଯାଇଛି |
02:35 | ବର୍ତ୍ତମାନ ଏହାକୁ ବନ୍ଦ କରିବା ସହିତ ଦୁଇଟି ଲେବଲ୍ ପଛକୁ ଯା’ନ୍ତୁ |
02:41 | ସେହିପରି, 0 ଫୋଲ୍ଡରସ୍ଥିତ ଫାଇଲଗୁଡିକରେ ଥିବା boundary condition ନାମଗୁଡିକୁ ପରିବର୍ତ୍ତନ କରନ୍ତୁ |
02:48 | ଏହି ଫାଇଲଗୁଡିକରେ pressure, velocity ଓ wall ସମ୍ବନ୍ଧିତ ଫଙ୍କଶନଗୁଡିକ ଅଛି |
02:54 | wall ଫଙ୍କଶନର ଭେଲ୍ୟୁଗୁଡିକୁ ଗଣନା କରିବା ପାଇଁ ଦୟାକରି OpenFoam ସିରିଜର ପୂର୍ବ ଟ୍ୟୁଟୋରିଆଲକୁ ରେଫର୍ କରନ୍ତୁ. ଗୋଟିଏ ସ୍ତର ପଛକୁ ଯା’ନ୍ତୁ |
03:03 | system ଫୋଲ୍ଡରକୁ ଡିଫଲ୍ଟ ଭାବେ ରଖିବା ସହିତ ଏହାକୁ ବନ୍ଦ କରନ୍ତୁ |
03:09 | ବର୍ତ୍ତମାନ terminal windowକୁ ଖୋଲନ୍ତୁ. ଟର୍ମିନଲ୍ ୱିଣ୍ଡୋରେ run ଟାଇପ୍ କରିବା ସହିତ Enter ଦାବନ୍ତୁ |
03:16 | cd ସ୍ପେସ୍ tutorials ଟାଇପ୍ କରିବା ସହିତ Enter ଦାବନ୍ତୁ |
03:21 | cd ସ୍ପେସ୍ incompressible ଟାଇପ୍ କରିବା ସହିତ Enter ଦାବନ୍ତୁ |
03:25 | cd ସ୍ପେସ୍ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ |
03:31 | ଏବଂ ls ଟାଇପ୍ କରିବା ସହିତ Enter ଦାବନ୍ତୁ |
03:34 | ଆପଣ flatplate ଫୋଲ୍ଡରକୁ ଦେଖିପାରିବେ |
03:37 | ବର୍ତ୍ତମାନ cd ସ୍ପେସ୍ flatplate ଟାଇପ୍ କରିବା ସହିତ Enter ଦାବନ୍ତୁ |
03:42 | ls ଟାଇପ୍ କରିବା ସହିତ Enter ଦାବନ୍ତୁ |
03:45 | ଆପଣ 0, constant ଓ system ଭାବେ ତିନୋଟି ଫୋଲ୍ଡରକୁ ଦେଖିପାରିବେ |
03:49 | ବର୍ତ୍ତମାନ ଜୋମେଟ୍ରୀକୁ mesh କରନ୍ତୁ. ଏହି ସମସ୍ୟା ପାଇଁ ଆମେ ଗୋଟିଏ course meshକୁ ବ୍ୟବହାର କରୁଛେ. ଟର୍ମିନଲରେ blockMesh ଟାଇପ୍ କରି Meshing କାର୍ଯ୍ୟ କରାଯାଇପାରିବ |
03:58 | Enter ଦାବନ୍ତୁ. Meshing ସମ୍ପନ୍ନ ହୋଇଛି |
04:01 | ଧ୍ୟାନଦିଅନ୍ତୁ ଯେ ଯଦି blockMesh ଫାଇଲରେ କିଛି ତୃଟି ରହିଥାଏ ତେବେ ଏହା ଟର୍ମିନଲ୍ ୱିଣ୍ଡୋରେ ଦୃଶ୍ୟମାନ ହେବ |
04:07 | ଜୋମେଟ୍ରୀକୁ ଦେଖିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ |
04:13 | ParaView ୱିଣ୍ଡୋ ଖୋଲିବା ପରେ object inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ |
04:21 | ଆପଣ geometryକୁ ଦେଖିପାରିବେ. ParaView ୱିଣ୍ଡୋକୁ ବନ୍ଦ କରିବା ସହିତ ସ୍ଲାଇଡକୁ ଫେରିଆସନ୍ତୁ |
04:28 | ଆମେ ଏଠାରେ ବ୍ୟବହାର କରୁଥିବା solver, simpleFoam ଅଟେ. in compressible ଓ turbulent ଫ୍ଲୋଗୁଡିକ ପାଇଁ SimpleFoam ଗୋଟିଏ steady state solver ଅଟେ |
04:37 | ଟର୍ମିନଲ୍ ୱିଣ୍ଡୋକୁ ଫେରିଆସନ୍ତୁ. ଟର୍ମିନଲ୍ ୱିଣ୍ଡୋରେ simpleFoam ଟାଇପ୍ କରିବା ସହିତ Enter ଦାବନ୍ତୁ |
04:45 | ଟର୍ମିନଲ୍ ୱିଣ୍ଡୋରେ iterationଗୁଡିକ ରନ୍ ହେଉଥିବା ଆପଣ ଦେଖିପାରିବେ |
04:51 | ଥରେ ସମାଧାନ ସମ୍ପନ୍ନ ହେଲାପରେ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରନ୍ତୁ |
04:55 | ଜୋମେଟ୍ରୀକୁ ଦେଖିବା ପାଇଁ Object Inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ |
05:01 | Object Inspector ମେନୁସ୍ଥିତ properties ପ୍ୟାନେଲରେ time step, regions ଓ fields ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ |
05:08 | Active Variable Control ମେନୁର ଉପରେ ଥିବା ଡ୍ରପ୍ ଡାଉନ୍ ମେନୁସ୍ଥିତ contoursକୁ ଦେଖିବା ଯାହା solid colorରୁ କ୍ୟାପିଟାଲ୍ Uକୁ ପରିବର୍ତ୍ତନ ହୋଇଯାଇଛି |
05:19 | ଆପଣ velocityର ପ୍ରାରମ୍ଭିକ ଅବସ୍ଥାକୁ ଦେଖିପାରିବେ |
05:23 | ବର୍ତ୍ତମାନ ParaView ୱିଣ୍ଡୋର ଉପରିଭାଗରେ ଆପଣ VCR କଣ୍ଟ୍ରୋଲକୁ ଦେଖିବେ |
05:28 | Play ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:33 | ନିର୍ଦ୍ଦିଷ୍ଟ ସୂଚନାନୁସାରେ ଆପଣ ଫ୍ଲଟ୍ ପ୍ଲେଟ୍ ଉପରେ Pressure କିମ୍ବା Velocityର contourକୁ ଦେଖିପାରିବେ |
05:39 | ଏହା velocity contour ଅଟେ. Color legend ଉପରେ ଟୋଗଲ୍ କରନ୍ତୁ |
05:43 | ଏହା କରିବା ପାଇଁ Active Variable Control ମେନୁ ଉପରେ ଥିବା color legend ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:50 | Object inspector ମେନୁରେ ଥିବା Applyରେ କ୍ଲିକ୍ କରନ୍ତୁ |
05:53 | Object inspector ମେନୁରେ ଥିବା Display ଉପରେ କ୍ଲିକ୍ କରନ୍ତୁ |
05:57 | ତଳକୁ ସ୍କ୍ରୋଲ୍ କରିବା ସହ Rescale to data range ଉପରେ କ୍ଲିକ୍ କରନ୍ତୁ |
06:03 | Vector Plotକୁ କଳ୍ପନା କରିବା ପାଇଁ ଉପରେ ଥିବା ଏହି Color legendକୁ ସ୍ଥାନାନ୍ତର କରନ୍ତୁ. Filters ମେନୁ > Common > Glyphକୁ ଯା’ନ୍ତୁ |
06:15 | Object Inspector ମେନୁରେ ଥିବା Propertiesକୁ ଯା’ନ୍ତୁ |
06:20 | Object Inspector ମେନୁର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ |
06:24 | ନିମ୍ନଭାଗରେ vectorଗୁଡିକର ଆକାରକୁ ପରିବର୍ତ୍ତନ କରି ସେମାନଙ୍କର ସଂଖ୍ୟାକୁ ପରିବର୍ତ୍ତନ କରିପାରିବେ |
06:29 | Edit ବଟନ୍ ଉପରେ କ୍ଲିକ୍ କରି vectorଗୁଡିକର ଆକାରକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ. Set Scale Factor, 0.1ରେ ପରିବର୍ତ୍ତନ ହେବ |
06:41 | ପୁନର୍ବାର Apply ବଟନରେ କ୍ଲିକ୍ କରନ୍ତୁ |
06:44 | ବର୍ତ୍ତମାନ ଏହାକୁ ଯୁମ୍ କରନ୍ତୁ |
06:46 | ଏହା କରିବା ପାଇଁ Active Variable Control ମେନୁରେ ଥିବା ବିକଳ୍ପ zoom To Box ଉପରେ କ୍ଲିକ୍ କରନ୍ତୁ |
06:52 | ଏବଂ ଆପଣ ଚାହୁଁଥିବା ଯେକୌଣସି ସ୍ଥାନ ଉପରେ zoom କରନ୍ତୁ |
06:58 | flow, ପ୍ଲେଟ୍ ଉପରେ ଗତି କରିବା ଦ୍ଵାରା ଆପଣ vector plotsର ପାରାବୋଲିକ୍ ପରିବର୍ତ୍ତନକୁ ଦେଖିପାରିବେ |
07:04 | ଏହାକୁ ଡିଲିଟ୍ କରନ୍ତୁ. ବର୍ତ୍ତମାନ vector plotକୁ ଡିଲିଟ୍ କରନ୍ତୁ |
07:09 | ଏହା ମଧ୍ୟ ଦେଖିପାରିବେ ଯେ, 1ର ନିକଟସ୍ଥ କଲର୍ free stream velocity ଠାରୁ 0.99 ଗୁଣ ବେଗର ଅନୁରୂପ ହେବ |
07:17 | plot over data lineକୁ ବ୍ୟବହାର କରି ଆପଣ X ଓ Y ଆକ୍ସିସରେ ଭେଲୋସିଟୀରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ପ୍ଲଟ୍ କରିପାରିବେ |
07:26 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: flat plate geometryର Geometry ଓ meshing ଏବଂ ParaViewରେ ଭେକ୍ଟରକୁ ପ୍ଲଟ୍ କରିବା |
07:37 | ଗୋଟିଏ ଆସାଇନମେଣ୍ଟ ଭାବେ- flow over a flat plateର ଗୋଟିଏ geometryକୁ ସୃଷ୍ଟି କରିବା. ପ୍ଲେଟ୍ ନିକଟରେ grid spacingକୁ ରିଫାଇନ୍ କରିବା |
07:45 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:08 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:17 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |