Difference between revisions of "Digital-Divide/C2/How-to-manage-the-train-ticket/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- |00:01 | ବନ୍ଧୁଗଣ, Managing train tickets bought at IRCTC ଉପରେ ସ୍ପୋକନ୍ ଟ୍ୟୁଟୋ...") |
|||
Line 85: | Line 85: | ||
|- | |- | ||
|02:12 | |02:12 | ||
− | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ | + | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
|- | |- | ||
Line 117: | Line 117: | ||
|- | |- | ||
|03:15 | |03:15 | ||
− | | କେବଳ ସେହି | + | | କେବଳ ସେହି ବ୍ୟକ୍ତି ଜଣଙ୍କର ବକ୍ସକୁ ଚେକ୍ କରନ୍ତୁ. ତେଣୁ, ଏହାକୁ କ୍ଲିକ୍ କରନ୍ତୁ ଏବଂ ତା’ପରେ ଟିକେଟକୁ କ୍ୟାନସଲ୍ କରନ୍ତୁ |
|- | |- | ||
Line 137: | Line 137: | ||
|- | |- | ||
|03:47 | |03:47 | ||
− | | ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ | + | | ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଏହା ଆସିଥିଲା |
|- | |- | ||
Line 149: | Line 149: | ||
|- | |- | ||
|04:07 | |04:07 | ||
− | | ଚାଲନ୍ତୁ | + | | ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
|- | |- | ||
Line 173: | Line 173: | ||
|- | |- | ||
|04:47 | |04:47 | ||
− | | କିନ୍ତୁ ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି | + | | କିନ୍ତୁ, ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି |
|- | |- | ||
Line 181: | Line 181: | ||
|- | |- | ||
|04:56 | |04:56 | ||
− | | ଚାଲନ୍ତୁ | + | | ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
|- | |- | ||
Line 197: | Line 197: | ||
|- | |- | ||
|05:21 | |05:21 | ||
− | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ | + | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
|- | |- | ||
Line 221: | Line 221: | ||
|- | |- | ||
|05:52 | |05:52 | ||
− | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ | + | | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
|- | |- | ||
Line 229: | Line 229: | ||
|- | |- | ||
|06:03 | |06:03 | ||
− | | irctcର | + | | irctcର ଉପଯୋଗିତାଗୁଡିକ କ’ଣ ଅଟେ ? |
|- | |- | ||
Line 249: | Line 249: | ||
|- | |- | ||
|06:29 | |06:29 | ||
− | | ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର | + | | ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର ଉପଯୋଗିତାଗୁଡିକୁ ଦେଖିବା: |
|- | |- | ||
|06:36 | |06:36 | ||
− | | ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା | + | | ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା ଶୀଘ୍ର ଖୋଲନ୍ତି |
|- | |- | ||
Line 261: | Line 261: | ||
|- | |- | ||
|06:47 | |06:47 | ||
− | | ଭ୍ରମଣର ସମସ୍ତ ସୂଚନା ଗୋଟିଏ | + | | ଭ୍ରମଣର ସମସ୍ତ ସୂଚନା ଗୋଟିଏ ଜାଗାରେ ନିର୍ବାହ ହୋଇଥାଏ |
|- | |- |
Latest revision as of 14:10, 15 June 2017
Time | Narration |
00:01 | ବନ୍ଧୁଗଣ, Managing train tickets bought at IRCTC ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି |
00:09 | ଏହି ଟ୍ୟୁଟୋରିଆଲରେ, ଆମେ irctc ରେ ହୋଇଥିବା ପୂର୍ବ କାରବାରକୁ କିପରି ପରିଚାଳିତ କରିବା ସେହି ବିଷୟରେ ଶିଖିବା |
00:16 | ଆମେ ଦେଖିବା: ଟିକେଟର ସ୍ଥିତାବସ୍ଥାକୁ କିପରି ଯାଞ୍ଚ୍ କରିହେବ |
00:22 | ଟିକେଟକୁ କିପରି ପ୍ରିଣ୍ଟ୍ କରିବା |
00:25 | ଟିକେଟକୁ କିପରି କ୍ୟାନସଲ୍ କରିବା |
00:27 | କ୍ୟନସେଲେଶନର ହିଷ୍ଟୋରୀ ଏବଂ ଗୋଟିଏ ଅଟୋମେଟେଡ୍ ରୀଫଣ୍ଡର ଇମେଲକୁ କିପରି ଦେଖିପାରିବା |
00:35 | ଟ୍ରେନ୍ ଟିକେଟ୍ ବୂକିଙ୍ଗ୍ କରିବା ପାଇଁ ଅନେକ ଘରୋଇ ୱେବସାଇଟ୍ ଅଛି |
00:39 | ଆମେ କେତୋଟି ଲୋକପ୍ରିୟ ୱେବସାଇଟକୁ ଦେଖିବା |
00:43 | ଆମେ ସେଗୁଡିକୁ IRCTC ସହିତ ତୁଳନା କରିବା |
00:48 | ଆମେ IRCTC ରେ ହୋଇଥିବା ଗତ ବୂକିଙ୍ଗଗୁଡିକୁ ଦେଖିବା. irctc ୱେବସାଇଟରେ ଲଗିନ୍ କରନ୍ତୁ |
01:13 | ତଳକୁ ସ୍କ୍ରୋଲ୍ କରନ୍ତୁ |
01:15 | ଟ୍ରାନଜାକ୍ସନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ Booked History ପାଇବେ |
01:21 | Booked Historyକୁ ଚାଲନ୍ତୁ. ଏହା Enter the password କହିବ |
01:27 | ପାସୱର୍ଡ ପ୍ରବେଶ କରନ୍ତୁ. Go ଦାବନ୍ତୁ |
01:38 | ଏହା PNR ନମ୍ବର୍ ମାଗିବ |
01:44 | ଏଠାରେ ଟିକେଟର ତାଲିକା ପ୍ରଦତ୍ତ ଅଛି |
01:46 | ଏହାକୁ କ୍ଲିକ୍ କରନ୍ତୁ ଏବଂ PNRର ସ୍ଥିତାବସ୍ଥା ପ୍ରାପ୍ତ ହେବ. ଏହା କହିବ ଯେ, Wait Listed , 162 |
01:57 | ଏହାକୁ ବନ୍ଦ କରନ୍ତୁ. ଗୋଟିଏ printout ପାଇବା ପାଇଁ, ଏହାକୁ ଦାବନ୍ତୁ |
02:07 | ଏଠାରେ, ମୁଁ ଯଦି Print କହିବି, ଏହା ବାହାରକୁ ଚାଲିଯିବ ଏବଂ ଏହାକୁ ପ୍ରିଣ୍ଟ୍ କରିବ |
02:12 | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
02:17 | ବର୍ତ୍ତମାନ ଆମେ, କିପରି ଗୋଟିଏ ଟିକେଟକୁ କ୍ୟାନସଲ୍ କରାଯାଏ ଦେଖିବା |
02:21 | ଧରି ନିଅନ୍ତୁ, ମୁଁ ଏହି ଟିକେଟକୁ କ୍ୟାନସଲ୍ କରିବାକୁ ଚାହେଁ, ସେଥିପାଇଁ କ’ଣ କରିବି? |
02:24 | ତେଣୁ, ଏହି ଟିକେଟକୁ କ୍ୟାନସଲ୍ କରନ୍ତୁ |
02:41 | ଠିକ୍ ଅଛି, ଏହାକୁ କ୍ୟାନସଲ୍ କାରିବା ପାଇଁ ଚୟନ କରନ୍ତୁ |
02:44 | I don't want this ticket |
02:55 | ଏହା, Select for Cancel ବୋଲି କହିବ. ଚୟନ କରିବା ପଛରେ ଥିବା କାରଣ ହେଉଛି ଯେ ବେଳେବେଳେ ଆପଣ ଭ୍ରମଣ ପାଇଁ ଏକରୁ ଅଧିକ ଲୋକଙ୍କ ପାଇଁ ଟିକେଟ୍ ବୂକ କରିଥାଇପାରନ୍ତି |
03:07 | ଆଶିଂକ ଭାବେ କ୍ୟାନସଲ୍ କରିବା ସମ୍ଭବ ଅଟେ. ଧରିନିଅନ୍ତୁ ଦୁଇଜଣ ଭ୍ରମଣ କରିବେ ଏବଂ ଆପଣ କେବଳ ଜଣଙ୍କର ଟିକେଟ୍ କ୍ୟନସଲ୍ କରିବାକୁ ଚାହାଁନ୍ତି |
03:15 | କେବଳ ସେହି ବ୍ୟକ୍ତି ଜଣଙ୍କର ବକ୍ସକୁ ଚେକ୍ କରନ୍ତୁ. ତେଣୁ, ଏହାକୁ କ୍ଲିକ୍ କରନ୍ତୁ ଏବଂ ତା’ପରେ ଟିକେଟକୁ କ୍ୟାନସଲ୍ କରନ୍ତୁ |
03:22 | ବର୍ତ୍ତମାନ ଏହା, Are you sure you want to cancel the e-ticket? ବୋଲି ପଚାରିବ, OK ଦାବନ୍ତୁ |
03:33 | ଠିକ୍ ଅଛି. ଏହା Cancellation Status Detailsକୁ ପ୍ରଦର୍ଶନ କରିବ ଯାହା Cash Deducted 20 rupees ବୋଲି କହିବ |
03:39 | Cash paid Rs.89. ପ୍ରକୃତରେ ମୁଁ online ସେବା ବାବଦରେ 10 ରୁପୀ ପ୍ରଦାନ କରିଛି |
03:45 | ନଗଦ 20 ରୁପୀ ଡୀଡକ୍ଟ ହେଲା |
03:47 | ମୁଁ ନଗଦ 69 ରୁପୀ ଫେରସ୍ତ ପାଇଲି ଏବଂ ଧ୍ୟାନ ଦିଅନ୍ତୁ ଯେ ଏହି ରାଶି ମୂଳ ଆକାଉଣ୍ଟରେ ଜମା ହେବ ଯେଉଁଠାରୁ ଏହା ଆସିଥିଲା |
03:57 | ଯଦି ଚାହାଁନ୍ତି, ଗୋଟିଏ printout ନେଇପାରିବେ |
04:01 | Historyକୁ ଫେରିପାରିବେ. ସ୍ଲାଇଡକୁ ଫେରିଆସନ୍ତୁ |
04:07 | ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
04:10 | ବର୍ତ୍ତମାନ ମୁଁ, କ୍ୟାନସେଲେଶନର ହିଷ୍ଟୋରୀ କିପରି ଦେଖିପାରିବେ, ବର୍ଣ୍ଣନା କରିବି |
04:17 | ଠିକ୍ ଅଛି. ବର୍ତ୍ତମାନ Canceled Historyକୁ ଚୟନ କରନ୍ତୁ |
04:26 | ତେଣୁ, ଆପଣଙ୍କର ପାସୱର୍ଡ ପ୍ରବେଶ କରନ୍ତୁ |
04:31 | Go ଦାବନ୍ତୁ |
04:35 | ଏହା, The history for the canceled PNR will be available following the day of cancellation ବୋଲି ଦର୍ଶାଇବ |
04:47 | କିନ୍ତୁ, ଏଠାରେ ଏହାକୁ ତତକ୍ଷଣାତ ପ୍ରଦର୍ଶନ କରିବ ବୋଲି ଆଶା. ତେଣୁ, କ୍ୟାନସଲ୍ ହୋଇଥିବା ସମସ୍ତ ଟିକେଟଗୁଡିକ ଏଠାରେ ତାଲିକାଭୁକ୍ତ ଅଛନ୍ତି |
04:54 | ସ୍ଲାଇଡ୍ସକୁ ଫେରିଆସନ୍ତୁ |
04:56 | ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
04:59 | ବର୍ତ୍ତମାନ ମୁଁ ଗୋଟିଏ, Automated Email of refundକୁ ଦେଖାଇବି |
05:07 | ଏହି ଇମେଲଟି ଖୋଲା ସରିଛି |
05:09 | ଏହା କୁହେ ଯେ, Rs.69 will be refunded for the PNR given here |
05:21 | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
05:26 | ଟ୍ରେନ୍ ବୂକିଙ୍ଗ୍ ପାଇଁ, ଏଠାରେ କିଛି ଉପଯୋଗୀ ଘରୋଇ ୱେବସାଇଟ୍ ଅଛି |
05:30 | ବର୍ତ୍ତମାନ ଆମେ ସେଗୁଡିକୁ ଦେଖିବା |
05:38 | Clear trip ଖୋଲାସରିଛି |
05:41 | ଚାଲନ୍ତୁ, make my tripର ପେଜ୍ ଦେଖିବା |
05:48 | ଚାଲନ୍ତୁ, Yatra.comର ୱେବ୍ ପେଜକୁ ଦେଖିବା |
05:52 | ସ୍ଲାଇଡ୍ସକୁ ଫେରିଆସନ୍ତୁ. ଚାଲନ୍ତୁ ପରବର୍ତ୍ତୀ ସ୍ଲାଇଡକୁ ଯିବା |
05:58 | ବର୍ତ୍ତମାନ ଆମେ, IRCTCକୁ ଘରୋଇ ୱେବସାଇଟ୍ ସହିତ ତୁଳନା କରିବା |
06:03 | irctcର ଉପଯୋଗିତାଗୁଡିକ କ’ଣ ଅଟେ ? |
06:06 | ଘରୋଇ ୱେବସାଇଟଗୁଡିକରେ ସମସ୍ତ ଟ୍ରେନ୍ ତାଲିକାଭୁକ୍ତ ନଥାନ୍ତି |
06:10 | ଘରୋଇ ୱେବସାଇଟଗୁଡିକ ବ୍ୟୟବହୁଳ ଅଟନ୍ତି-ପାଖାପାଖି 20 ରୁପୀ ଅଧିକ |
06:16 | ଘରୋଇ ୱେବସାଇଟଗୁଡିକ, ସକାଳେ ବିଳମ୍ବରେ ଖୋଲନ୍ତି |
06:19 | ଘରୋଇ ୱେବସାଇଟଗୁଡିକ କେବଳ ସ୍ଵଳ୍ପ ସମୟ ପାଇଁ ଉପଲବ୍ଧ ଥାଏ. ଉଦାହରଣସ୍ଵରୂପ, ଯେତେବେଳେ irctc ସକାଳ 8 amରେ ଖୋଲେ, ଘରୋଇ ୱେବସାଇଟଗୁଡିକ ସକାଳ 10 amରେ ଖୋଲନ୍ତି |
06:29 | ବର୍ତ୍ତମାନ ଆମେ, ଘରୋଇ ୱେବସାଇଟଗୁଡିକର ଉପଯୋଗିତାଗୁଡିକୁ ଦେଖିବା: |
06:36 | ବେଳେବେଳେ ଘରୋଇ ୱେବସାଇଟଗୁଡିକ irctc ଅପେକ୍ଷା ଶୀଘ୍ର ଖୋଲନ୍ତି |
06:42 | ଘରୋଇ ୱେବସାଇଟଗୁଡିକ ଫ୍ଲାଇଟ୍ସ ଓ ବସ୍ ମଧ୍ୟ ବୂକ୍ କରିବାରେ ସାହାଯ୍ୟକାରୀ ହୁଅନ୍ତି. ଫଳସ୍ଵରୂପ, |
06:47 | ଭ୍ରମଣର ସମସ୍ତ ସୂଚନା ଗୋଟିଏ ଜାଗାରେ ନିର୍ବାହ ହୋଇଥାଏ |
06:52 | ଘରୋଇ ୱେବସାଇଟଗୁଡିକ ପୂର୍ବ ସର୍ଚକୁ ମନେରଖିପାରନ୍ତି |
06:58 | ବ୍ୟକ୍ତିଗତ ଭାବେ, ମୁଁ ଉଭୟ irctc ଓ ଘରୋଇ ୱେବସାଇଟଗୁଡିକୁ ବ୍ୟବହାର କରିଥାଏ |
07:05 | ମୁଁ ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଉପରେ କିଛି ଶବ୍ଦ କହିବାକୁ ଚାହେଁ |
07:09 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:17 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:20 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:31 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:35 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgରେ ସମ୍ପର୍କ କରନ୍ତୁ |
07:40 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
07:43 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
07:50 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
07:59 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |