Difference between revisions of "Ruby/C2/Variables-in-Ruby/Oriya"
From Script | Spoken-Tutorial
(Created page with "{| border=1 || '''Time''' || '''Narration''' |- | 00:02 | ବନ୍ଧୁଗଣ, Variables in Ruby ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କ...") |
|||
Line 133: | Line 133: | ||
|- | |- | ||
| 02:44 | | 02:44 | ||
− | | | + | | ଏଥିପାଇଁ, ତାହାକୁ କେବଳ ଗୋଟିଏ ନୂଆ ଭାଲ୍ୟୁ ଆସାଇନ୍ କରନ୍ତୁ |
|- | |- | ||
| 02:47 | | 02:47 | ||
− | | ଚାଲନ୍ତୁ | + | | ଚାଲନ୍ତୁ ଏଥିପାଇଁ, ଭେରିଏବଲ୍ var1କୁ ଗୋଟିଏ string ଭାଲ୍ୟୁ ଆସାଇନ୍ କରିବା |
|- | |- |
Latest revision as of 12:20, 10 June 2017
Time | Narration |
00:02 | ବନ୍ଧୁଗଣ, Variables in Ruby ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା |
00:09 | ଭେରିଏବଲ୍ କ’ଣ? Rubyରେ ଡାଇନାମିକ୍ ଟାଇପିଙ୍ଗ୍ |
00:13 | ଗୋଟିଏ ଭେରିଏବଲର ଘୋଷଣା |
00:15 | ଭେରିଏବଲର ପ୍ରକାରରେ ରୂପାନ୍ତର |
00:18 | ଭେରିଏବଲର ସ୍କୋପ୍ କ’ଣ? |
00:20 | ଭେରିଏବଲର ପ୍ରକାର |
00:23 | ଏଠାରେ ଆମେ ବ୍ୟବହାର କରୁଛୁ: Ubuntu Linux 12.04 OS, Ruby 1.9.3 |
00:32 | ଏହି ଟ୍ୟୁଟୋରିଆଲର ଅନୁସରଣ ପାଇଁ, ଆପଣଙ୍କର Linuxର ଟର୍ମିନଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:38 | ଆପଣ, irb ସହିତ ମଧ୍ୟ ସୁପରିଚିତ ଥିବା ଆବଶ୍ୟକ |
00:41 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ, ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:47 | ବର୍ତ୍ତମାନ, ଭେରିଏବଲ୍ ଗୋଟିଏ କ’ଣ, ମୁଁ ବର୍ଣ୍ଣନା କରିବି |
00:50 | ଗୋଟିଏ ଭାଲ୍ୟୁ କୁ ଷ୍ଟୋର୍ କରିବା ପାଇଁ ଭେରିଏବଲ୍ ବ୍ୟବହୃତ ହୁଏ |
00:54 | ଭେରିଏବଲ୍ ଗୋଟିଏ ରେଫରେନ୍ସ, ଯାହାକୁ ଆସାଇନ୍ କରାଯାଇପାରେ |
00:58 | ମନେରଖନ୍ତୁ, Ruby ଭେରିଏବଲଗୁଡିକ କେସ୍ ସେନସିଟିଭ୍ ଅଟନ୍ତି |
01:04 | ଭେରିଏବଲଗୁଡିକର ନାମ ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ |
01:07 | ଭେରିଏବଲ୍ ନାମରେ କେବଳ ଲୋୱରକେସ୍ ଲେଟର୍, ସଂଖ୍ୟା, ଅଣ୍ଡରସ୍କୋରଗୁଡିକ ରହିପାରେ. ଯେପରି: first_name |
01:20 | ବର୍ତ୍ତମାନ ଡାଇନାମିକ୍ ଟାଇପିଙ୍ଗ୍ କ’ଣ, ଚାଲନ୍ତୁ ଦେଖିବା |
01:23 | Ruby ହେଉଛି ଏକ ଡାଇନାମିକ ଟାଇପ୍ ଲାଙ୍ଗୁଏଜ୍ |
01:27 | ଏହାର ଅର୍ଥ, ଗୋଟିଏ ଭେରିଏବଲ ସୃଷ୍ଟି କଲା ସମୟରେ ଡାଟା ଟାଇପର ଘୋଷଣା ଆବଶ୍ୟକ ହୁଏ ନାହିଁ |
01:34 | ଆସାଇନମେଣ୍ଟ୍ ସମୟରେ, Ruby interpreter ଡାଟା ଟାଇପ ନିର୍ଦ୍ଧାରଣ କରିଥାଏ |
01:39 | ବର୍ତ୍ତମାନ, Ruby ରେ କିପରି ଭେରିଏବଲର ଘୋଷଣା କରାଯାଏ, ଦେଖିବା |
01:45 | Ctrl, Alt ଓ T କୀ କୁ ଏକସଙ୍ଗେ ଦାବି, ଟର୍ମିନଲ୍ ଖୋଲନ୍ତୁ |
01:51 | ସ୍କ୍ରୀନ୍ ଉପରେ ଗୋଟିଏ ଟର୍ମିନଲ୍ ୱିଣ୍ଡୋ ଦେଖା ଦେବ |
01:55 | ବର୍ତ୍ତମାନ, irb ଟାଇପ୍ କରନ୍ତୁ ଏବଂ |
01:57 | ଇଣ୍ଟରାକ୍ଟିଭ୍ Ruby କୁ ଲଞ୍ଚ୍ କରିବା ପାଇଁ, Enter ଦାବନ୍ତୁ |
02:02 | ବର୍ତ୍ତମାନ ଟାଇପ୍ କରନ୍ତୁ: var1 ଇକ୍ୱାଲ୍ ଟୁ 10 ଏବଂ Enter ଦାବନ୍ତୁ |
02:09 | ଏଠାରେ, var1ନାମକ ଗୋଟିଏ ଭେରିଏବଲ୍ ଘୋଷଣା ହୋଇଛି ଏବଂ ଏହାକୁ ଭାଲ୍ୟୁ 10 ଆସାଇନ୍ କରାଯାଇଛି |
02:15 | ଚାଲନ୍ତୁ, ଇଣ୍ଟରପ୍ରିଟର୍ ଦ୍ୱାରା ପ୍ରଦାନ ହୋଇଥିବା ଡାଟା ଟାଇପ୍, ଇଣ୍ଟିଜର୍ କି ନୁହେଁ ଯାଞ୍ଚ୍ କରିବା |
02:21 | ତେଣୁ ଟାଇପ୍ କରନ୍ତୁ, var1 ଡଟ୍ kind_(ଅଣ୍ଡରସ୍କୋର୍) of (?) ପ୍ରଶ୍ନବାଚକ ଚିହ୍ନ, ଇଣ୍ଟିଜର୍ ଏବଂ Enter ଦାବନ୍ତୁ |
02:37 | ଆମେ ଆଉଟପୁଟ୍ ଭାବେ true ପାଇବା |
02:39 | Rubyରେ ଆପଣ ଭେରିଏବଲର ପ୍ରକାରକୁ ଡାଇନାମିକାଲୀ ବଦଳାଇପାରିବେ |
02:44 | ଏଥିପାଇଁ, ତାହାକୁ କେବଳ ଗୋଟିଏ ନୂଆ ଭାଲ୍ୟୁ ଆସାଇନ୍ କରନ୍ତୁ |
02:47 | ଚାଲନ୍ତୁ ଏଥିପାଇଁ, ଭେରିଏବଲ୍ var1କୁ ଗୋଟିଏ string ଭାଲ୍ୟୁ ଆସାଇନ୍ କରିବା |
02:53 | ଟାଇପ୍ କରନ୍ତୁ: var1 ଇକ୍ୱାଲ୍ ଟୁ, ଡବଲ୍ କ୍ୱୋଟ୍ ମଧ୍ୟରେ hello ଏବଂ Enter ଦାବନ୍ତୁ |
03:02 | ଚାଲନ୍ତୁ, ଆସାଇନ ହୋଇଥିବା ଭେରିଏବଲର ପ୍ରକାରକୁ ଯାଞ୍ଚ କରିବା |
03:06 | ଟାଇପ୍ କରନ୍ତୁ: var1 ଡଟ୍ class |
03:12 | Class ମେଥଡ୍, ଭେରିଏବଲଟି କେଉଁ କ୍ଲାସର, ଆମକୁ ଜଣାଇଥାଏ. ବର୍ତ୍ତମାନ Enter ଦାବନ୍ତୁ |
03:20 | String ଭାବେ ଆମେ ଆଉଟପୁଟ୍ ପାଉ |
03:23 | Ruby, ଭେରିଏବଲ୍ ଟାଇପ୍ integer ରୁ stringକୁ ଅଟୋମାଟିକ୍ ବଦଳାଇଦେବ |
03:29 | ବର୍ତ୍ତମାନ ଆମେ, କିପରି ଗୋଟିଏ ଭେରିଏବଲର ଭାଲ୍ୟୁ ବିଭିନ୍ନ ପ୍ରକାରକୁ ରୂପାନ୍ତର ହୁଏ, ଦେଖିବା |
03:35 | slide କୁ ଫେରିଆସନ୍ତୁ |
03:38 | Ruby ଭେରିଏବଲ୍ କ୍ଲାସଗୁଡିକରେ, ସେମାନଙ୍କର ଭାଲ୍ୟୁକୁ ବିଭିନ୍ନ ପ୍ରକାରକୁ ରୁପାନ୍ତର କରିବା ପାଇଁ, ଅନେକ ମେଥଡ୍ ଅଛି |
03:45 | ମେଥଡ୍ to_i, ଭେରିଏବଲ୍ କୁ integerରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ |
03:51 | ମେଥଡ୍ to_f, ଭେରିଏବଲ୍ କୁ floating point value ରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ |
03:57 | ମେଥଡ୍ to_s, ଭେରିଏବଲ୍ କୁ string ରେ ରୂପାନ୍ତର କରିବା ପାଇଁ ବ୍ୟବହୃତ ହୁଏ |
04:03 | ମେଥଡ୍ to_s, number base କୁ ଗୋଟିଏ ଆର୍ଗୁମେଣ୍ଟ୍ ଭାବେ ଗ୍ରହଣ କରିଥାଏ |
04:08 | ରୂପାନ୍ତର, ଏହି ନମ୍ବର୍ ବେସ୍ ଉପରେ ନିର୍ଭର କରେ |
04:12 | ଚାଲନ୍ତୁ, ଏହି ମେଥଡଗୁଡିକୁ ପରୀକ୍ଷା କରିବା |
04:15 | ଟର୍ମିନଲକୁ ଯା’ନ୍ତୁ. ପ୍ରଥମେ ଟର୍ମିନଲକୁ କ୍ଲିୟର୍ କରନ୍ତୁ |
04:21 | irb କନସୋଲକୁ କ୍ଲିୟର୍ କରିବା ପାଇଁ, Ctrl, L ଦାବନ୍ତୁ |
04:25 | ବର୍ତ୍ତମାନ ଟାଇପ୍ କରନ୍ତୁ: y ଇକ୍ୱାଲ୍ ଟୁ 20 ଏବଂ Enter ଦାବନ୍ତୁ |
04:32 | ଏଠାରେ, y ନାମକ ଗୋଟିଏ ଭେରିଏବଲ୍ ଘୋଷଣା କରନ୍ତୁ ଏବଂ ଏହାକୁ ଗୋଟିଏ ଭାଲ୍ୟୁ 20 ଆସାଇନ୍ କରନ୍ତୁ |
04:39 | ବର୍ତ୍ତମାନ ଆମେ, to ଅଣ୍ଡରସ୍କୋର୍ f ମେଥଡ୍ ବ୍ୟବହାର କରି, yକୁ ଗୋଟିଏ floating point value ରେ ରୂପାନ୍ତର କରିବା |
04:47 | ଟାଇପ୍ କରନ୍ତୁ: y ଡଟ୍ ଟୁ ଅଣ୍ଡରସ୍କୋର୍ f ଏବଂ Enter ଦାବନ୍ତୁ |
04:55 | ଆମେ float ଭାବେ ଭାଲ୍ୟୁ ପାଇବା |
04:57 | ବର୍ତ୍ତମାନ ଟାଇପ୍ କରନ୍ତୁ: y ଡଟ୍ ଟୁ ଅଣ୍ଡରସ୍କୋର୍ s ଏବଂ Enter ଦାବନ୍ତୁ |
05:06 | ଆମେ ଆଉଟପୁଟ୍ ଭାବେ, ଡବଲ୍ କ୍ଵୋଟ୍ ମଧ୍ୟରେ 20 ପାଇବା |
05:10 | ଭେରିଏବଲ୍ y କୁ, ବାଇନାରୀରେ ରୂପାନ୍ତର କରିବା ପାଇଁ, to_s ମେଥଡରେ ନମ୍ବର୍ ବେସକୁ 2 ଭାବେ ଦିଅନ୍ତୁ |
05:18 | ପୂର୍ବ କମାଣ୍ଡ୍ ପାଇବା ପାଇଁ, ଅପ୍-ଆରୋ କୀ କୁ ଦାବନ୍ତୁ |
05:22 | ଟାଇପ୍ କରନ୍ତୁ: ବ୍ରାକେଟ୍ ଆରମ୍ଭ 2 ବ୍ରାକେଟ୍ ଶେଷ ଏବଂ Enter ଦାବନ୍ତୁ |
05:29 | ଆମେ ଆଉଟପୁଟ୍, ବାଇନାରୀ ଆକାରରେ ପାଇବା |
05:33 | ସେହିଭଳି, ସଂଖ୍ୟାର ଆଧାରକୁ 8 କିମ୍ବା 16ରେ ପରିବର୍ତ୍ତନ କରି ଆପଣ ଭେରିଏବଲ୍ y କୁ |
05:39 | octal କିମ୍ବା hexadecimal ରେ ରୂପାନ୍ତର କରିପାରିବେ |
05:44 | slide କୁ ଫେରିଆସନ୍ତୁ |
05:47 | ବର୍ତ୍ତମାନ ଆମେ, ଗୋଟିଏ ଭେରିଅବଲ୍ ସ୍କୋପ୍ କ’ଣ, ଶିଖିବା |
05:51 | ସ୍କୋପର ପରିଭାଷା ହେଉଛି, ଏକ ଭେରିଏବଲ୍ କୁ ଗୋଟିଏ ପ୍ରୋଗ୍ରାମ୍ ମଧ୍ୟରେ କେଉଁଠି ବି ଆକ୍ସେସ କରିହେବ |
05:56 | Rubyରେ ଭେରିଏବଲ୍ ସ୍କୋପ୍ ହେଉଛି ଚାରି ପ୍ରକାରର: |
06:00 | ଲୋକାଲ୍, ଗ୍ଲୋବାଲ୍ |
06:02 | ଇନଷ୍ଟାନ୍ସ ଓ |
06:04 | କ୍ଲାସ୍ |
06:06 | ପ୍ରତ୍ୟେକ ଭେରିଏବଲ୍ ଟାଇପ୍, ଭେରିଏବଲ୍ ନାମ ଆରମ୍ଭରେ, ଗୋଟିଏ ସ୍ଵତନ୍ତ୍ର କ୍ୟାରେକ୍ଟର୍ ବ୍ୟବହାର କରି ଘୋଷିତ ହୋଇଥାଏ |
06:14 | $, global ଭେରିଏବଲର ପ୍ରତୀରୂପ ଅଟେ |
06:18 | ଲୋୱର୍ କେସ୍ ଲେଟର୍ ଓ ଅଣ୍ଡରସ୍କୋର୍, ଗୋଟିଏ ଲୋକାଲ ଭେରିଏବଲର ପ୍ରତୀରୂପ ଅଟନ୍ତି |
06:25 | @, ଗୋଟିଏ instance ଭେରିଏବଲର ପ୍ରତୀରୂପ ଅଟେ |
06:29 | ଦୁଇଟି @@ ଚିହ୍ନ, ଗୋଟିଏ class ଭେରିଏବଲର ପ୍ରତୀରୂପ ଅଟେ |
06:33 | ଅପର୍ କେସ୍ ଲେଟରଗୁଡିକ, constant ର ପ୍ରତୀରୂପ ଅଟନ୍ତି |
06:37 | ଅନ୍ୟ ଏକ ଟ୍ୟୁଟୋରିଆଲରେ, ଏହା ବିଷୟରେ, ଆମେ ସବିଶେଷ ଶିଖିବା |
06:42 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ସଂକ୍ଷିପ୍ତରେ |
06:48 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
06:51 | ଗୋଟିଏ ଭେରିଏବଲକୁ ଘୋଷଣା କରିବା, ଉଦାହରଣସ୍ୱରୂପ, var1=10 |
06:56 | to_f ଓ to_s ମେଥଡ ବ୍ୟବହାର କରି, ଭେରିଏବଲର ପ୍ରକାରକୁ ବଦଳାଇବା |
07:04 | ବିଭିନ୍ନ ପ୍ରକାରର ଭେରିଏବଲ୍ ସ୍କୋପ୍ |
07:06 | ଏକ ଆସାଇନମେଣ୍ଟ ଭାବେ |
07:08 | ଗୋଟିଏ ଭେରିଏବଲ୍ ଘୋଷଣା କରନ୍ତୁ ଏବଂ octal ଓ hexadecimal ଆକାରକୁ ରୂପାନ୍ତର କରନ୍ତୁ |
07:14 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:17 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:20 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:24 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:27 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି. |
07:30 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
07:34 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:41 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
07:45 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
07:51 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
07:57 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |