Difference between revisions of "Scilab/C4/ODE-Applications/Oriya"
From Script | Spoken-Tutorial
(Created page with "{| Border=1 |'''Time''' |'''Narration''' |- | 00:01 | ବନ୍ଧୁଗଣ, Solving ODEs using Scilab ode function ଉପରେ ସ୍ପୋକନ୍ ଟ୍ୟୁଟୋର...") |
|||
Line 258: | Line 258: | ||
|- | |- | ||
| 05:30 | | 05:30 | ||
− | |||
| ଶେଷରେ, y ଓ y ଡ୍ୟାଶ୍ ବନାମ୍ t କୁ ପ୍ଲଟ୍ କରନ୍ତୁ | | ଶେଷରେ, y ଓ y ଡ୍ୟାଶ୍ ବନାମ୍ t କୁ ପ୍ଲଟ୍ କରନ୍ତୁ | ||
Latest revision as of 16:37, 22 May 2017
Time | Narration |
00:01 | ବନ୍ଧୁଗଣ, Solving ODEs using Scilab ode function ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲର ଶେଷରେ, ଆପଣ ସମର୍ଥ ହେବେ: |
00:12 | Scilab ode ଫଙ୍କଶନ୍ ବ୍ୟବହାର କରନ୍ତୁ |
00:15 | ODEsର କେତେକ ବିଶିଷ୍ଟ ଉଦାହରଣଗୁଡିକର ସମାଧାନ ଏବଂ |
00:18 | ସମାଧାନକୁ ପ୍ଲଟ୍ କରିବା |
00:21 | ବିଶିଷ୍ଟ ଉଦାହରଣଗୁଡିକ ହେଲା: |
00:24 | simple pendulumର ଗତି |
00:26 | Van der Pol ସମୀକରଣ |
00:28 | ଓ Lorenz ସିଷ୍ଟମ୍ |
00:30 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
00:33 | ଉବୁଣ୍ଟୁ 12.04 OS |
00:36 | ଏବଂ Scilab ଭର୍ସନ୍ 5.3.3 |
00:40 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ, ଶିକ୍ଷାର୍ଥୀଙ୍କର Scilab ଉପରେ ମୌଳିକ ଜ୍ଞାନ ଥିବା ଆବଶ୍ୟକ |
00:45 | ଏବଂ ODEs କୁ କିପରି ସମାଧାନ କରାଯାଏ, ଜାଣିଥିବା ଆବଶ୍ୟକ |
00:48 | Scilab ଶିଖିବା ପାଇଁ, ଦୟାକରି ସ୍ପୋକନ୍ ଟ୍ୟୁଟୋରିଆଲ ୱେବସାଇଟ୍ ରେ ଉପଲବ୍ଧ ଥିବା ସମ୍ପର୍କିତ ଟ୍ୟୁଟୋରିଆଲ୍ସ ର ସାହାଯ୍ୟ ନିଅନ୍ତୁ |
00:56 | ode ଫଙ୍କଶନ୍ ହେଉଛି, ଗୋଟିଏ ordinary differential equation solver |
01:01 | ସିଣ୍ଟାକ୍ସ ହେଉଛି, y ଇକ୍ୱାଲ୍ ଟୁ ode, ପାରେନ୍ଥେସିସ ମଧ୍ୟରେ y zero, t zero, t ଓ f |
01:10 | ଏଠାରେ y zero, ODEsର ଇନିଶିଆଲ୍ କଣ୍ଡିଶନ୍ ଅଟେ |
01:15 | t zero ହେଉଛି initial time |
01:17 | t ହେଉଛି time range |
01:19 | ଏବଂ f ହେଉଛି ଫଙ୍କଶନ୍ |
01:22 | simple pendulumର ଗତିକୁ ବିଚାରକୁ ନିଅନ୍ତୁ |
01:25 | t ସମୟରେ, ଭର୍ଟିକଲ୍ ସହିତ ପେଣ୍ଡୁଲମ୍, ସୃଷ୍ଟି କରୁଥିବା କୋଣ, theta t ହେବ |
01:33 | ଇନିଶିଆଲ୍ କଣ୍ଡିଶନ୍ ପ୍ରଦତ୍ତ ଅଛି |
01:36 | theta ଅଫ୍ zero, pi ବାଏ four ସହ ସମାନ ହେବ ଏବଂ |
01:39 | theta ଡ୍ୟାଶ୍ ଅଫ୍ zero, ଯିରୋ ସହ ସମାନ ହେବ |
01:44 | ପେଣ୍ଡୁଲମର ପୋଜିଶନ୍ ନିମ୍ନରେ ପ୍ରଦତ୍ତ ଅଛି: |
01:47 | ଥିଟା ଡବଲ୍ ଡ୍ୟାଶ୍ t ମାଇନସ୍ g ବାଏ l ଗୁଣନ sin ଅଫ୍ ଥିଟା t ଇକ୍ୱାଲ୍ ଟୁ ଯିରୋ |
01:56 | ଏଠାରେ g, 9.8ମି. ବିଭକ୍ତ ସେକେଣ୍ଡର ବର୍ଗ ସହ ସମାନ, ଯାହା ଆକ୍ସିଲେରେଶନ୍ ଡ୍ୟୁ ଟୁ ଗ୍ରାଭିଟୀ ଅଟେ ଏବଂ |
02:03 | l, ଯିରୋ ପଏଣ୍ଟ୍ ଫାଇଭ୍ ସହ ସମାନ ଅଟେ, ଯାହା ପେଣ୍ଡୁଲମର ଦୈର୍ଘ୍ୟ ଅଟେ |
02:11 | ପ୍ରଦତ୍ତ ଇନିଶିଆଲ୍ କଣ୍ଡିଶନ୍ ପାଇଁ, ଆମକୁ, ଯିରୋ ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ t ଲେସ୍ ଦ୍ୟାନ୍ ଇକ୍ୱାଲ୍ ଟୁ ଫାଇଭ୍, ସମୟ ପରିସର ମଧ୍ୟରେ ODEର ସମାଧାନ କରିବାକୁ ହେବ |
02:22 | ସମାଧାନ କୁ ପ୍ଲଟ୍ ମଧ୍ୟ କରିବାକୁ ପଡିବ |
02:25 | ଚାଲନ୍ତୁ, ଏହି ସମସ୍ୟାର ସମାଧାନ ପାଇଁ ଥିବା କୋଡ୍ ଦେଖିବା |
02:29 | Scilab ଏଡିଟର୍ ଉପରେ, Pendulum ଡଟ୍ sci କୁ ଖୋଲନ୍ତୁ |
02:34 | କୋଡର ପ୍ରଥମ ଲାଇନ୍, ODE ର ଇନିଶିଆଲ୍ କଣ୍ଡିଶନ୍ କୁ ପରିଭାଷିତ କରିବ |
02:40 | ଇନିଶିଆଲ୍ ଟାଇମ୍ ଭାଲ୍ୟୁ କୁ ପରିଭାଷିତ କରନ୍ତୁ. ଏବଂ time range ପ୍ରଦାନ କରନ୍ତୁ |
02:46 | ଏହାପରେ, ପ୍ରଦତ୍ତ ସମୀକରଣ କୁ first order ODEsର ସିଷ୍ଟମ୍ ରେ ପରିବର୍ତ୍ତନ କରନ୍ତୁ |
02:52 | g ଓ lର ଭାଲ୍ୟୁଗୁଡିକୁ ପୁନଃସ୍ଥାପିତ କରନ୍ତୁ |
02:56 | ଏଠାରେ, yକୁ ପ୍ରଦତ୍ତ, ଭେରିଏବଲ ଥିଟା ଏବଂ y dash କୁ ଥିଟା ଡ୍ୟାଶ୍ ଭାବେ ଗ୍ରହଣ କରନ୍ତୁ |
03:03 | ଏହାପରେ ଆମେ, ଆର୍ଗୁମେଣ୍ଟ y zero, t zero, t ଓ ପେଣ୍ଡୁଲମ୍ ଫଙ୍କଶନ୍ ଗୁଡିକ ସହିତ, ode ଫଙ୍କଶନ୍ କୁ କଲ୍ କରିବା |
03:12 | ସମୀକରଣ ପାଇଁ ସମାଧାନ, ଗୋଟିଏ ଦୁଇ ରୋ ବିଶିଷ୍ଟ ମେଟ୍ରିକ୍ସ ହେବ |
03:17 | ପ୍ରଥମ ରୋ, ପ୍ରଦତ୍ତ ଟାଇମ୍ ପରିସରରେ yର ଭାଲ୍ୟୁଗୁଡିକୁ ଧାରଣ କରିବ |
03:21 | ଦ୍ୱିତୀୟ ରୋ, ଟାଇମ୍ ପରିସର ମଧ୍ୟରେ y dash ର ଭାଲ୍ୟୁଗୁଡିକୁ ଧାରଣ କରିବ |
03:27 | ତେଣୁ, time ଅନୁସାରେ, ଉଭୟ ରୋକୁ ପ୍ଲଟ୍ କରନ୍ତୁ |
03:31 | Pendulum ଡଟ୍ sci ଫାଇଲ୍ କୁ ସେଭ ଓ ନିଷ୍ପାଦନ କରନ୍ତୁ |
03:37 | y ଓ y dashର ଭାଲ୍ୟୁଗୁଡିକ, ସମୟନୁସାରେ ହେଉଥିବା ପରିବର୍ତ୍ତନ କୁ, ପ୍ଲଟ୍ ପ୍ରଦର୍ଶିତ କରିବ |
03:44 | Scilab କନସୋଲ୍ କୁ ଫେରିଯା’ନ୍ତୁ |
03:47 | ଯଦି ଆପଣ, yର ଭାଲ୍ୟୁଗୁଡିକୁ ଦେଖିବାକୁ ଚାହାଁନ୍ତି, ତେବେ କନସୋଲ୍ ଉପରେ y ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
03:54 | y ଓ y dashର ଭାଲ୍ୟୁ ପ୍ରଦର୍ଶିତ ହେଲା |
03:58 | ଚାଲନ୍ତୁ, ode ଫଙ୍କଶନ୍ ବ୍ୟବହାର କରି Van der Pol ସମୀକରଣର ସମାଧାନ କରିବା |
04:03 | ପ୍ରଦତ୍ତ, ସମୀକରଣ ହେଉଛି- |
04:06 | v ଡବଲ୍ ଡ୍ୟାଶ୍ ଅଫ୍ t ପ୍ଲସ୍ epsilon ଗୁଣନ v ଅଫ୍ t ର ବର୍ଗ, ବିଯୋଗ one ଗୁଣନ v ଡ୍ୟାଶ୍ ଅଫ୍ t ପ୍ଲସ୍ v ଅଫ୍ t ଇକ୍ୱାଲ୍ ଟୁ ଯିରୋ |
04:20 | ଇନିଶିଆଲ୍ କଣ୍ଡିଶନଗୁଡିକ ହେଲେ, v of two ଇକ୍ୱାଲ୍ ଟୁ one ଓ v dash of two ଇକ୍ୱାଲ୍ ଟୁ zero |
04:28 | ଏପସାଇଲନ୍, ଯିରୋ ପଏଣ୍ଟ୍ ଏଇଟ୍ ନାଇନ୍ ସେଭେନ୍ ସହ ସମାନ୍ ବୋଲି କଳ୍ପନା କରନ୍ତୁ |
04:32 | ସମାଧାନ କୁ, ଟାଇମ୍ ପରିସର, two ଲେସ୍ ଦ୍ୟାନ୍ t ଲେସ୍ ଦ୍ୟାନ୍ ten ମଧ୍ୟରେ ପ୍ରାପ୍ତ କରନ୍ତୁ ଏବଂ ସମାଧାନ କୁ ପ୍ଲଟ୍ କରନ୍ତୁ |
04:42 | Van der Pol ସମୀକରଣ ପାଇଁ ଥିବା କୋଡ୍ କୁ ଦେଖନ୍ତୁ |
04:47 | Scilab ଏଡିଟର୍ କୁ ଫେରିଯା’ନ୍ତୁ ଏବଂ Vander pol ଡଟ୍ sci କୁ ଖୋଲନ୍ତୁ |
04:53 | ODEs ଓ timeର ଇନିଶିଆଲ୍ କଣ୍ଡିଶନଗୁଡିକୁ ପରିଭାଷିତ କରନ୍ତୁ ଏବଂ ତାପରେ time range କୁ ପରିଭାଷିତ କରନ୍ତୁ |
05:01 | ଯେହେତୁ, inital time value, two ପ୍ରଦତ୍ତ ଅଛି ତେଣୁ two ରୁ ଟାଇମ୍ ପରିସର ଆରମ୍ଭ କରନ୍ତୁ |
05:07 | ଏହାପରେ, Vander pol ଫଙ୍କଶନ୍ କୁ ପରିଭାଷିତ କରନ୍ତୁ ଏବଂ first order ODEsର ଗୋଟିଏ ସିଷ୍ଟମ୍ ନିର୍ମାଣ କରନ୍ତୁ |
05:15 | epsilonର ଭାଲ୍ୟୁ କୁ, ଯିରୋ ପଏଣ୍ଟ୍ ଏଇଟ୍ ନାଇନ୍ ସେଭେନ୍ ଦ୍ୱାରା ପ୍ରତିସ୍ଥାପନ କରନ୍ତୁ |
05:21 | ଏଠାରେ, y, voltage v କୁ ସୂଚିତ କରେ |
05:25 | ତା’ପରେ, ଆମେ ode ଫଙ୍କଶନ୍ କୁ କଲ୍ କରିବା ଏବଂ ସମୀକରଣ ସିଷ୍ଟମର ସମାଧାନ କରିବା |
05:30 | ଶେଷରେ, y ଓ y ଡ୍ୟାଶ୍ ବନାମ୍ t କୁ ପ୍ଲଟ୍ କରନ୍ତୁ |
05:35 | Vander pol ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
05:41 | ପ୍ଲଟ୍, voltage ବନାମ୍ timeକୁ ପ୍ରଦର୍ଶିତ କରୁଅଛି |
05:45 | ଚାଲନ୍ତୁ, Lorenz system of equationsକୁ ଯିବା |
05:50 | ନିମ୍ନରେ, Lorenz system of equations ପ୍ରଦତ୍ତ ଅଛି: |
05:53 | x one ଡ୍ୟାଶ୍ ଇକ୍ୱାଲ୍ ଟୁ sigma ଗୁଣନ x two ବିୟୋଗ x one, |
06:00 | x two ଡ୍ୟାଶ୍ ଇକ୍ୱାଲ୍ ଟୁ one ପ୍ଲସ୍ r ମାଇନସ୍ x three ଗୁଣନ x one ମାଇନସ୍ x two ଏବଂ |
06:08 | x three ଡ୍ୟାଶ୍ ଇକ୍ୱାଲ୍ ଟୁ x one ଗୁଣଣ x two ମାଇନସ୍ b ଗୁଣନ x three. |
06:16 | ଇନିଶିଆଲ୍ କଣ୍ଡିଶନଗୁଡିକ ହେଲେ, x one zero ଇକ୍ୱାଲ୍ ଟୁ ମାଇନସ୍ ten, x two zero ଇକ୍ୱାଲ୍ ଟୁ ten ଓ x three zero ଇକ୍ୱାଲ୍ ଟୁ twenty five |
06:29 | sigma, ten ସହିତ, r, twenty eight ସହିତ ଏବଂ b, eight by three ସହିତ ସମାନ ହେବେ |
06:37 | Scilab ଏଡିଟର୍ କୁ ଫେରିଯା’ନ୍ତୁ ଏବଂ Lorenz ଡଟ୍ sci ଖୋଲନ୍ତୁ |
06:44 | ODEsର, ଇନିଶିଆଲ୍ କଣ୍ଡିଶନଗୁଡିକୁ ପରିଭାଷିତ କରି, ଆରମ୍ଭ କରିବା |
06:48 | ତିନୋଟି ଭିନ୍ନ ଭିନ୍ନ ODEs ଥିବା ହେତୁ, ସେଥିରେ ତିନୋଟି ଇନିଶିଆଲ୍ କଣ୍ଡିଶନ୍ ଅଛି |
06:54 | ତା’ପରେ ଇନିଶିଆଲ୍ ଟାଇମ୍ କଣ୍ଡିଶନ୍ କୁ ଏବଂ ଏହାପରେ time rangeକୁ ପରିଭାଷିତ କରନ୍ତୁ |
07:00 | Lorenz ଫଙ୍କଶନ୍ କୁ ଏବଂ ଏହାପରେ, ପ୍ରଦତ୍ତ, sigma, r ଓ b କନଷ୍ଟାଣ୍ଟଗୁଡିକୁ ପରିଭାଷିତ କରନ୍ତୁ |
07:08 | ଏହାପରେ, first order ODEsକୁ ପରିଭାଷିତ କରନ୍ତୁ |
07:12 | Lorenz system of equations କୁ ସମାଧାନ କରିବା ପାଇଁ, ode ଫଙ୍କଶନ୍ କୁ କଲ୍ କରନ୍ତୁ |
07:18 | ସମାଧାନ କୁ x ସହିତ ସମାନ କରନ୍ତୁ |
07:21 | ଏହାପରେ, ଆମେ x one, x two ଓ x three କୁ time ବିପକ୍ଷରେ ପ୍ଲଟ୍ କରିବା |
07:28 | Lorenz ଡଟ୍ sci ଫାଇଲ୍ କୁ ସେଭ୍ ଓ ନିଷ୍ପାଦନ କରନ୍ତୁ |
07:33 | x one, x two ଓ x three ବନାମ୍ time, ପ୍ଲଟ୍ ପ୍ରଦର୍ଶିତ ହେଲା |
07:39 | ସଂକ୍ଷିପ୍ତରେ |
07:41 | ଏହି ଟ୍ୟୁଟୋରିଆଲରେ ଆମେ, Scilab ode ଫଙ୍କଶନ୍ ବ୍ୟବହାର କରି, ଗୋଟିଏ ODEର ସମାଧାନ କରିବା ପାଇଁ Scilab କୋଡ୍ ବିକଶିତ କରିବା, ଶିଖିଲେ |
07:50 | ତା’ପରେ, ସମାଧାନ କୁ ପ୍ଲଟ୍ କରବା ଶିଖିଲେ |
07:53 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
07:56 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:59 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:06 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
08:09 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
08:13 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:20 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:31 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
08:36 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. |
08:38 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |