Difference between revisions of "BASH/C2/More-on-Arrays/Oriya"
From Script | Spoken-Tutorial
PoojaMoolya (Talk | contribs) |
|||
(One intermediate revision by one other user not shown) | |||
Line 13: | Line 13: | ||
|- | |- | ||
| 00:10 | | 00:10 | ||
− | | | + | |ଏକ Arrayରୁ ଗୋଟିଏ ଏଲେମେଣ୍ଟ ବାହାର କରିବା |
|- | |- | ||
| 00:13 | | 00:13 | ||
− | | | + | |ଏକ Arrayରେ ଗୋଟିଏ ଏଲେମେଣ୍ଟକୁ ବଦଳାଇବା |
|- | |- | ||
| 00:16 | | 00:16 | ||
− | | | + | |ଏକ Array ରେ ଗୋଟିଏ ଏଲେମେଣ୍ଟକୁ ଯୋଗ କରିବା ଓ |
|- | |- | ||
| 00:19 | | 00:19 | ||
− | | | + | |ଏକ Arrayରୁ ଗୋଟିଏ ଏଲେମେଣ୍ଟକୁ କାଢିବା |
|- | |- | ||
Line 102: | Line 102: | ||
|- | |- | ||
| 02:06 | | 02:06 | ||
− | | Debian | + | | Debian, Redhat, Ubuntu ଓ Fedora |
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
− | + | ||
|- | |- | ||
Line 322: | Line 310: | ||
|- | |- | ||
| 06:36 | | 06:36 | ||
− | | ଏକ ଆସାଇନମେଣ୍ଟ ଭାବେ - | + | | ଏକ ଆସାଇନମେଣ୍ଟ ଭାବେ - 7 ଦୀର୍ଘ ବିଶିଷ୍ଟ ଏକ ଆରେ names2 ଘୋଷଣା କରନ୍ତୁ ଏବଂ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ |
− | + | ||
− | + | ||
− | + | ||
− | + | ||
|- | |- | ||
Line 333: | Line 317: | ||
|- | |- | ||
− | | 06: 48 | + | | 06:48 |
| ତୃତୀୟ ଏଲେମେଣ୍ଟକୁ “Debian” ସହ ବଦଳାଇ ପ୍ରଦର୍ଶିତ କରାନ୍ତୁ | | ତୃତୀୟ ଏଲେମେଣ୍ଟକୁ “Debian” ସହ ବଦଳାଇ ପ୍ରଦର୍ଶିତ କରାନ୍ତୁ | ||
Latest revision as of 11:34, 16 May 2017
Time | Narration |
---|---|
00:02 | BASH ରେ More on Arrays ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା |
00:10 | ଏକ Arrayରୁ ଗୋଟିଏ ଏଲେମେଣ୍ଟ ବାହାର କରିବା |
00:13 | ଏକ Arrayରେ ଗୋଟିଏ ଏଲେମେଣ୍ଟକୁ ବଦଳାଇବା |
00:16 | ଏକ Array ରେ ଗୋଟିଏ ଏଲେମେଣ୍ଟକୁ ଯୋଗ କରିବା ଓ |
00:19 | ଏକ Arrayରୁ ଗୋଟିଏ ଏଲେମେଣ୍ଟକୁ କାଢିବା |
00:22 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡିବ Linux Operating System ସହିତ |
00:28 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
00:34 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି
ଉବୁଣ୍ଟୁ ଲିନକ୍ସ 12.04 OS ଓ |
00:41 | GNU Bash ଭର୍ସନ୍ 4.1.10 |
00:45 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିସ କରାଯାଉଛି |
00:50 | ଚାଲନ୍ତୁ ଦେଖିବା ଏକ elementକୁ କିପରି ଆମେ ଏକ ଆରେରୁ ବାହାର କରିବା |
00:55 | ଏକ ଆରେରେ ଥିବା ଏଲେମେଣ୍ଟଗୁଡିକୁ ଯେକୌଣସି ସ୍ଥାନରୁ ବାହାର କରାଯାଇପାରେ |
01:00 | ଏଠାରେ ଅବସ୍ଥିତି ହେଉଛି index number |
01:04 | ମନେରଖନ୍ତୁ, index number ସର୍ବଦା ଶୂନରୁ ଆରମ୍ଭ ହୁଏ |
01:09 | ସିଣ୍ଟାକ୍ସ ନିମ୍ନାନୁସାରେ ଅଟେ: |
01:12 | ArrayName ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ At ଚିହ୍ନ କୋଲନ୍ position କୋଲନ୍ ଉଲ୍ଲିଖିତ ଅବସ୍ଥିତିରୁ କଢାଯିବାକୁ ଥିବା “ଏଲେମେଣ୍ଟଗୁଡ଼ିକର ସଂଖ୍ୟା” |
01:25 | ଚାଲନ୍ତୁ ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା |
01:29 | Ctrl+Alt ଓ T କୁ ଏକସଙ୍ଗରେ ଦାବି terminal ଖୋଲନ୍ତୁ |
01:37 | ଟାଇପ୍ କରନ୍ତୁ : gedit ସ୍ପେସ୍ array2.sh ସ୍ପେସ୍ & (ଆମ୍ପର୍ସେଣ୍ଡ ଚିହ୍ନ). Enter ଦାବନ୍ତୁ |
01:47 | ଏବେ ନିଜର array2.sh ଫାଇଲରେ, ଏଠାରେ ଦେଖାଯାଇଥିବା ପରି code ଟାଇପ୍ କରନ୍ତୁ |
01:54 | ଏବେ ଚାଲନ୍ତୁ, ପ୍ରୋଗ୍ରାମକୁ ବୁଝିବା |
01:56 | ଏହା ହେଉଛି Shebang line |
01:59 | ନିମ୍ନ ଏଲେମେଣ୍ଟସ୍ ସହିତ ଏହି Declare କମାଣ୍ଡ Linux ନାମକ ଏକ Array ଡିକ୍ଲେର୍ କରେ |
02:06 | Debian, Redhat, Ubuntu ଓ Fedora |
02:11 | ଏହି echo କମାଣ୍ଡ, array ମଧ୍ୟରେ ଥିବା ସମସ୍ତ ଏଲେମେଣ୍ଟକୁ ପ୍ରିଣ୍ଟ କରିବ |
02:16 | ପରବର୍ତ୍ତୀ echo କମାଣ୍ଡ କଢ଼ାଯାଇଥିବା ଏଲେମେଣ୍ଟଗୁଡିକୁ ପ୍ରିଣ୍ଟ କରିବ |
02:21 | ${Linux[@]:1:2 କମାଣ୍ଡ, One ଇଣ୍ଡେକ୍ସରୁ ଆରମ୍ଭ କରି ଦୁଇଟି ଏଲେମେଣ୍ଟସ୍ ପ୍ରିଣ୍ଟ କରିବ, ଯାହା ହେଉଛି Redhat |
02:34 | ଏବେ, ଟର୍ମିନଲ୍ କୁ ଫେରିଚାଲନ୍ତୁ |
02:36 | ପ୍ରଥମେ ଆମେ “chmod” ସ୍ପେସ “plus x ସ୍ପେସ୍ array2.sh” ଟାଇପକରି ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା. ଏଣ୍ଟର୍ ଦାବନ୍ତୁ |
02:50 | “ଡଟ୍ ସ୍ଲାଶ୍ array2.sh” ଟାଇପକରି ଏଣ୍ଟର୍ ଦାବନ୍ତୁ |
02:56 | ଆମେ, Original elements in an array Linux: Debian Redhat Ubuntu Fedora” ଆଉଟପୁଟ ପାଇବା |
03:06 | ଦୁଇଟି ଏଲେମେଣ୍ଟ, ଯାହା index one(Redhat) ରୁ ଆରମ୍ଭ : ରେଡହ୍ୟାଟ୍ ଓ ଉବୁଣ୍ଟୁ |
03:12 | ଆମେ “slides”କୁ ଫେରିଯିବା |
03:15 | ଗୋଟିଏ ଆରେରେ ଏକ ଏଲେମେଣ୍ଟକୁ କିପରି ବଦଳାଯାଏ, ଦେଖିବା |
03:19 | ନିମ୍ନଲିଖିତ ସିଣ୍ଟାକ୍ସ ବ୍ୟବହାରକରି ଏକ ଆରେରେ ଥିବା ଏକ ଏଲେମେଣ୍ଟ କୁ ବଦଳାଇହେବ |
03:25 | ArrayName ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ 'n' ଇକ୍ୱାଲ୍ସ ଟୁ ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ 'NewWord.' |
03:34 | ଏଠାରେ ‘n’ ହେଉଛି “index number” ବା “element number” |
03:38 | ଟେକ୍ସଟ୍ ଏଡିଟରକୁ ଫେରିଆସନ୍ତୁ |
03:41 | Linux[2]= 'Mandriva' |
03:45 | ଏହି କମାଣ୍ଡ, ତୃତୀୟ ଏଲେମେଣ୍ଟ “Ubuntu”କୁ “Mandriva” ସହିତ ବଦଳାଇଦେବ |
03:51 | ଏହି “echo” କମାଣ୍ଡ, ବଦଳ ପରେ, “Linux” ଆରେରେ ଥିବା ସମସ୍ତ ଏଲେମେଣ୍ଟ କୁ ପ୍ରଦର୍ଶିତ କରିବ |
03:58 | Terminalକୁ ଫେରିଚାଲନ୍ତୁ |
04:01 | ଆମେ ଆଉଥରେ ନିଷ୍ପାଦନ କରିବା |
04:04 | ଏହା, All elements after replacement: Debian, Redhat, Mandriva Fedora ପ୍ରଦର୍ଶିତ କରିବ |
04:12 | ବର୍ତ୍ତମାନ slidesକୁ ଫେରିଚାଲନ୍ତୁ |
04:14 | ଆରେରେ କିପରି ଏକ ଏଲେମେଣ୍ଟ ଯୋଗ କରାଯାଏ, ଦେଖିବା |
04:18 | ArrayName ଇକ୍ୱାଲ୍ ଟୁ, ଗୋଲ ବ୍ରାକେଟ୍ ଆରମ୍ଭ , ଡବଲ୍ କ୍ୱୋଟ୍ ମଧ୍ୟରେ ଡଲାର ଚିହ୍ନ, କର୍ଲୀ ବ୍ରାକେଟ୍ ଆରମ୍ଭ ArrayName, ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ At ଚିହ୍ନ ସ୍କ୍ୱୟାର୍ ବ୍ରାକେଟ୍ ଶେଷ, କର୍ଲୀ ବ୍ରାକେଟ୍ ଶେଷ
ସ୍ପେସ୍ ଡବଲ କ୍ୱୋଟ୍ ମଧ୍ୟରେ New_Word_1 ସ୍ପେସ୍ ଡବଲ କୋଟ୍ ମଧ୍ୟରେ New_Word_2 ଓ ଗୋଲ ବ୍ରାକେଟ୍ ଶେଷ |
04:45 | ଚାଲନ୍ତୁ, ଏକ ଉଦାହରଣ ଦ୍ୱାରା ଏହାକୁ ବୁଝିବା |
04:50 | କୋଡ୍ ଫାଇଲ୍ କୁ ଫେରିଚାଲନ୍ତୁ |
04:52 | ହାଇଲାଇଟ୍ ହୋଇଥିବା କମାଣ୍ଡ, array Linux ସହିତ ଏକ ନୂଆ ଏଲେମେଣ୍ଟ Suseକୁ Append କରିବ |
04:59 | “Suse”କୁ ଆପେଣ୍ଡ କଲାପରେ ଆମେ ସମସ୍ତ ଏଲେମେଣ୍ଟକୁ “echo” କରିବା |
05:05 | ଟର୍ମିନାଲକୁ ଫେରିଚାଲନ୍ତୁ |
05:07 | ମୁଁ promptକୁ କ୍ଲିଅର୍ କରିଦେଉଛି |
05:09 | ଆମେ ପ୍ରୋଗ୍ରାମ୍ କୁ ପୁଣି ଥରେ ନିଷ୍ପାଦନ କରିବା |
05:12 | ଆଉଟପୁଟ ଭାବେ ପ୍ରଦର୍ଶିତ ହେବ : All elements after appending Suse : Debian Redhat Mandriva Fedora ଓ Suse |
05:22 | ବର୍ତ୍ତମାନ “slides”କୁ ଫେରିଆସିବା |
05:24 | ଏକ ଆରେରୁ କିପରି ଏକ ଏଲେମେଣ୍ଟକୁ ବାହାର କରାଯାଏ, ଆମେ ଦେଖିବା |
05:29 | ନିମ୍ନ ସିଣ୍ଟାକ୍ସ ବ୍ୟବହାର କରି ଏକ ଏଲେମେଣ୍ଟକୁ ଏକ ଆରେରୁ ବାହାର କରାଯାଇପାରିବ |
05:35 | “unset ସ୍ପେସ୍ ArrayName” ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ “index number” ସ୍କ୍ୱୟାର୍ ବ୍ରାକେଟ୍ ଶେଷ |
05:44 | ଆମେ କୋଡ୍ ଫାଇଲ୍ କୁ ଫେରିବା |
05:46 | ଏଠାରେ ଆମେ “unset” କମାଣ୍ଡ ବ୍ୟବହାର କରୁଛୁ |
05:50 | ଏବଂ ଆମେ “Linux” ଆରେରେ ଥିବା ତୃତୀୟ ଏଲେମେଣ୍ଟ “Mandrive”କୁ ବାହାର କରିଦେବା |
05:56 | ତା’ପରେ “Mandrive” ବାହାର ହେଲାପରେ ଆମେ ସମସ୍ତ ଏଲେମେଣ୍ଟ କୁ ପୁନର୍ବାର “echo” କରିବା |
06:02 | ବର୍ତ୍ତମାନ Terminal କୁ ଫେରିଯିବା |
06:04 | ଆମେ ପ୍ରୋଗ୍ରାମ୍ କୁ ନିଷ୍ପାଦନ କରିବା |
06:07 | “Mandrive”କୁ କଢାଯିବାପରେ ଏହାହେଉଛି ସମସ୍ତ ଉପାଦନର ସୂଚୀ |
06:12 | “Debian Redhat Fedora ଏବଂ Suse” |
06:16 | ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
06:19 | ଆମର “slides”କୁ ଫେରିଯିବା |
06:21 | ସଂକ୍ଷିପ୍ତରେ |
06:23 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
06:25 | ଆରେରୁ ଏକ ଏଲେମେଣ୍ଟକୁ ବାହାର କରିବା |
06:28 | ଆରେରେ ଏକ ଏଲେମେଣ୍ଟକୁ ବଦଳ କରିବା |
06:30 | ଆରେରେ ଏକ ଏଲେମେଣ୍ଟ ଯୋଗ କରିବା ଏବଂ |
06:32 | ଆରେରୁ ଏକ ଏଲେମେଣ୍ଟକୁ କାଢିଦେବା |
06:36 | ଏକ ଆସାଇନମେଣ୍ଟ ଭାବେ - 7 ଦୀର୍ଘ ବିଶିଷ୍ଟ ଏକ ଆରେ names2 ଘୋଷଣା କରନ୍ତୁ ଏବଂ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ |
06:44 | ଇଣ୍ଡେକ୍ସ twoରୁ ଆରମ୍ଭ ହୋଇଥିବା ତିନୋଟି ଉପାଦନକୁ ବାହାର କରନ୍ତୁ |
06:48 | ତୃତୀୟ ଏଲେମେଣ୍ଟକୁ “Debian” ସହ ବଦଳାଇ ପ୍ରଦର୍ଶିତ କରାନ୍ତୁ |
06:55 | ଆରେର ଶେଷରେ ଯେକୌଣସି ଦୁଇଟି ନାମ ଆପେଣ୍ଡ କରନ୍ତୁ |
06:58 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:01 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ସାରାଂଶିତ କରେ |
07:04 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
07:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
07:12 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
07:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
07:19 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
07:27 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:31 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
07:38 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
07:50 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
07:55 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |